# |
Date |
Type |
Current Affairs |
No. Of Views |
Status |
Action |
11 |
05-09-2025 |
Odia |
-
1.ଗୁରୁ ଶିଷ୍ୟର ପରମ୍ପରା ଆମ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ହଜାର ହଜାର ବର୍ଷ ଧରି ଋଦ୍ଧିମନ୍ତ କରିଆସିଛି। ଆଜି ଆମ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ଵିତୀୟ ରାଷ୍ଟ୍ରପତି ଶିକ୍ଷକ, ଦାର୍ଶନିକ ତଥା ଭାରତୀୟ ସଂସ୍କୃତିର ଆଗଧାଡ଼ିର ବ୍ୟକ୍ତିତ୍ୱ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ପବିତ୍ର ଜୟନ୍ତୀ।
-
2.ଭୟାନକ ବନ୍ୟାରେ ପ୍ରଭାବିତ ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରେ ବେଆଇନ ଗଛ କଟାଯିବା ଅତି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ଓ ସମସ୍ତ ପ୍ରଭାବିତ ରାଜ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି।
-
3.ଜିଏସ୍ଟି ବ୍ୟବସ୍ଥାରେ ହୋଇଥିବା ସରଳୀକରଣର ଲାଭ ଦେଶର ଚାଷୀ, ସାଧାରଣ ଜନତା, ମଧ୍ୟବିତ୍ତ ପରିବାର, ଏମ୍ଏସ୍ଏମ୍ଇ, କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ମିଳିବ। ମଧ୍ୟବିତ୍ତ ବର୍ଗ ବିଶେଷ ଭାବେ ଉପକୃତ ହେବେ।
-
4. କୋଇଲା ଉପରେ ଜିଏସ୍ଟି ହାରକୁ ୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରାଯାଇଛି। ଏହା ଦ୍ଵାରା ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ୩ରୁ ୪ ଗୁଣା ଅଧିକ ରାଜସ୍ଵ ଏ ବାବଦରେ ଓଡ଼ିଶାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
-
5.ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି। ଆଜି ଅର୍ଥାତ୍ ସେପ୍ଟେମ୍ବର ୪ ରେ ଭାରତୀୟ ଦଳ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ବିଜୟ ହାସଲ କରିଛି।
-
6.ଫ୍ୟାସନ ଜଗତରେ ଅର୍ମାନି ଏକ ପ୍ରସିଦ୍ଧ ବ୍ରାଣ୍ଡ । ଅର୍ମାନି ସୁଟ ପିନ୍ଧିବା ସମଗ୍ର ବିଶ୍ଵରେ ଏକ ଷ୍ଟାଟସ ସିମ୍ବଲ ବୋଲି ପରିଗଣିତ ହୁଏ । ଏହି ବ୍ରାଣ୍ଡର ପ୍ରତିଷ୍ଠାତା ପ୍ରସିଦ୍ଧ ଇଟାଲୀୟ ଫ୍ୟାଶନ୍ ଡିଜାଇନର୍ ଜିଓର୍ଜିଓ ଅର୍ମାନୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୧ ବର୍ଷ ହୋଇଥିଲା।
-
7.ନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି | ନେପାଳ ସରକାରଙ୍କର ଟେଲି କମ୍ୟୁନିକେସନ ଅଥରିଟି ଏନେଇ ନିର୍ଦ୍ଦେଶନାମା ଜାରି କରିଛି |
-
8.ରନ୍ତର ସ୍ଲୋଗାନ ଦେବା ଏବଂ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ପାଞ୍ଚ ଜଣ ବିଜେପି ବିଧାୟକ - ମୁଖ୍ୟ ସଚେତକ ଡକ୍ଟର ଶଙ୍କର ଘୋଷ, ଅଗ୍ନିମିତ୍ର ପାଲ, ମିହିର ଗୋସ୍ୱାମୀ, ଅଶୋକ ଦିଣ୍ଡା ଏବଂ ବଙ୍କିମ ଘୋଷଙ୍କୁ ଆଜି ପାଇଁ ଗୃହର ଅବଶିଷ୍ଟ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।
-
9.ୟୁପିଆଇ ମଧ୍ୟମରେ ଆପଣ ଦୈନିକ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଇପାରିବେ । କିନ୍ତୁ ଏବେ ୧୫ ସେପ୍ଟେମ୍ବର, ୨୦୨୫ ଠାରୁ, କିଛି ନିର୍ଦ୍ଦିଷ୍ଟ ନେଣଦେଣ ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ନୂଆ ନିୟମ ଦ୍ବାରା ଟିକସ ଦେବା, ବୀମା ପ୍ରିମିୟମ ଦେବା, ଋଣ ଇଏମଆଇ ଦେବା, ଷ୍ଟକ ବଜାରରେ ନିବେଶ କରିବା ଭଳି କାରବାର ଏବେ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରିବ।
-
10.ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମଵାର୍କ(ଏନ୍ଆଇଆରଏଫ୍)-୨୦୨୫ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦୁଇଟି ଘରୋଇ ଓ ୩ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ମିଶାଇ ରାଜ୍ୟର ମୋଟ ୫ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି।
-
11.ଡଟ୍ପେନ୍ର ଟପ୍ ଓ ନିବ୍ ଶ୍ଵାସନଳୀ ଭିତରେ ପଶି ଶ୍ଵାସକ୍ରିୟା ବେଳେ ହ୍ବିସଲ୍ ଭଳି ବାଜୁଥିଲା। ଏହାକୁ ନେଇ ନାକେଦମ୍ ହୋଇଥିଲେ ଦୁଇ ଶିଶୁ ଓ ସେମାନଙ୍କ ପରିବାର। କିନ୍ତୁ କଟକ ଶିଶୁଭବନର ଡାକ୍ତର ବିନା ଅସ୍ତ୍ରୋପଚାରରେ ସଫଳ ଚିକିତ୍ସା କରି ପ୍ରଶଂସାର ପାତ୍ର ହୋଇଛନ୍ତି।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଅଦାଲତ ଟ୍ରମ୍ପଙ୍କୁ କଡ଼ା ଭର୍ତ୍ସନା କରିଥିଲେ। ଏହି ପଦକ୍ଷେପ ଅବୈଧ ବୋଲି କୋର୍ଟ ଘୋଷଣା କରିଥିଲେ। ଟ୍ରମ୍ପ ନିଜ ସୀମା ଲଂଘନ କରି ଜରୁରିକାଳୀନ ଶକ୍ତିର ଦୁରୁପଯୋଗ କରିଥିବା କୋର୍ଟ କହିଥିଲେ।
-
13.୫ କି ୧୦ ହଜାର କିଲୋମିଟର ନୁହେଁ। ୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର। ତାହାପୁଣି ପରମାଣୁ ଶକ୍ତିସମ୍ପନ୍ନ। ଏଭଳି ଏକ ଘାତକ କ୍ଷେପଣାସ୍ତ୍ର ତିଆରି କରିଛି ଚୀନ। ଯାହାର ନାମ ହେଉଛି ଡିଏଫ-୫ସି।
-
14.ସାରା ଦୁନିଆରେ କିଛି ଦିନ ହେବ ଭାରତ-ରୁଷ ଓ ଚୀନ ଜବରଦସ୍ତ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କ ଟାରିଫ୍ ପରେ ଏହି ୩ ଦେଶଙ୍କ ଯୋଡି ଏବେ ଆମେରିକା ରାଷ୍ଟ୍ରପତିଙ୍କ ଚିନ୍ତାର କାରଣ ବୋଲି କୁହାଯାଉଛି ।
-
15.ଲଘୁଚାପ ପ୍ରଭାବରେ ଝାରସୁଗୁଡ଼ା, ଯାଜପୁର, ଦେବଗଡ଼, କେନ୍ଦୁଝର, ବାଲେଶ୍ଵର ଏବଂ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଫୁଲୁଛି।
|
105 |
Y |
|
12 |
05-09-2025 |
English |
-
1.As the world marks Teachers’ Day (Sept 5), India observes it in honour of Sarvepalli Radhakrishnan—philosopher, statesman, and the nation’s second President.
-
2.Giorgio Armani, the Italian designer who turned the concept of understated elegance into a multibilliondollar fashion empire, has died, his fashion house confi rmed Thursday. He was 91.
-
3.Taking a serious note of the devastating landslides and fl oods that have hit Uttarakhand, Himachal Pradesh, Punjab and Jammu and Kashmir, the Supreme Court Thursday observed that ‘illegal felling of trees led to the disasters’.
-
4.Nearly 47 per cent of ministers in India have declared criminal cases against themselves, including serious charges such as murder, kidnapping, and crimes against women, according to an analysis of poll rights body Association for Democratic Reforms (ADR).
-
5.A day after the Goods and Services Tax (GST) Council approved an overhaul in the indirect tax regime, Opposition BJD Thursday demanded complete exemption of GST on kendu leaf and handloom products, and asked the Centre to compensate the estimated revenue loss of `1,000 crore per month on account of the change in the slabs.
-
6.Renowned Odia music director Abhijit Majumdar, 54, is critically ill and on ventilator support at AIIMS Bhubaneswar, hospital authorities said Thursday.
-
7.The state government Thursday said it will issue work orders for 50,000 Antyodaya houses September 17, to mark Prime Minister Narendra Modi’s 75th birthday.
-
8.The National Institute of Technology Rourkela (NIT Rourkela) has advanced to the 13th position in the National Institutional Ranking Framework (NIRF) 2025 Engineering category, up from 19th in 2024.
-
9.The Centre has notifi ed rules for regulating service matters relating to benefi ts under the Unifi ed Pension Scheme (UPS) in respect of its employees, as per offi cial statement.
-
10.Around 6,800 unauthorised structures, including farmhouses, schools and government buildings, have come up over 780 acres of deemed forest land in Faridabad in violation of the Forest (Conservation) Act, 1980, the Supreme Court-mandated Central Empowered Committee (CEC) has told the apex court.
-
11. The Supreme Court Thursday directed registration of a suo motu public interest litigation over lack of functional CCTVs in police stations after taking cognisance of a media report. The apex court had in 2018 ordered installation of CCTV cameras in police stations to check human rights abuses.
-
12.The Trump administration took the fi ght over tariffs to the Supreme Court, asking the justices to rule quickly that the president has the power to impose sweeping import taxes under federal law.
-
13.More than 64,000 Palestinians have been killed in the nearly two-year war in the Gaza Strip, local health officials said Thursday, as Hamas and Israel reiterated their incompatible demands for ending the fighting sparked by the militant group’s 2023 attack.
-
14.India's Yuki Bhambri progressed to his maiden Grand Slam semifi nal by advancing to the last four of the US Open men's doubles event with New Zealand partner Michael Venus.
-
15.Indian Energy Exchange (IEX) Thursday said that its monthly electricity traded volume grew 18.9 per cent to 11,803 million units (MU) in August on a year-onyear basis.
|
102 |
Y |
|
13 |
04-09-2025 |
Odia |
-
1.ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ ସଙ୍କେତ ଦେଇଛି।
-
2.ଲଦାଖ ୨୦୨୫ ଅଗଷ୍ଟରେ ଅଭୂତପୂର୍ବ ବର୍ଷାର ସମ୍ମୁଖୀନ ହୋଇଛି। ଏଥର ଅଗଷ୍ଟରେ ସ୍ବାଭାବିକ ତୁଳନାରେ ୯୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି। ଲେହରେ ବାର୍ଷିକ ବର୍ଷା ମାତ୍ର ୧୦୫ ମିଲିମିଟର ଥିବା ବେଳେ ମାତ୍ର ତିନି ଦିନରେ ୭୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।
-
3.ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବେଜିଂରେ ଏକ ବୈଠକ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିମ୍ଙ୍କ ସହାୟକମାନେ ବୈଠକ ପରେ ତାଙ୍କ ଦ୍ୱାରା ସ୍ପର୍ଶ କରାଯାଇଥିବା ଚୌକି, ଗ୍ଲାସ୍ ଏବଂ ଅନ୍ୟାନ୍ୟ ବସ୍ତୁରୁ କିମ୍ଙ୍କ ଛାପ ହଟାଉଛନ୍ତି ।
-
4. ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି।
-
5. ସୁପ୍ରିମକୋର୍ଟ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଜେଲରେ ବନ୍ଦୀ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସ୍ତ୍ରୀଙ୍କୁ ଭର୍ତ୍ସନା କରିଛନ୍ତି।
-
6.ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ। ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି।
-
7.ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ନିଲମ୍ବିତ ବିଆରଏସ ନେତ୍ରୀ କବିତା, ଦଳ ଏବଂ ଏମଏଲସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା।
-
8.ବିଦ୍ୟୁତ୍ ସେବା ବ୍ୟାହତ କ୍ଷେତ୍ରରେ ଉପଭୋକ୍ତା ଯଦି ଫୋନ୍ କରୁଛନ୍ତି, ତେବେ ୩ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ପକ୍ଷରୁ ତା’ର ପ୍ରତିଜବାବ ତଥା ରେସ୍ପଣ୍ଡ କରାଯିବାକୁ ରହିଛି। ଯଦି ଏହି ସମୟ ମଧ୍ୟରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ରେସ୍ପଣ୍ଡ ନ କରନ୍ତି ତେବେ ଜରିମାନା ହେବେ।
-
9.ସୀତାରମଣ କହିଛନ୍ତି, “ପ୍ରତ୍ୟେକ ରାଜ୍ୟର ଅର୍ଥ ମନ୍ତ୍ରୀ ଏହି ଜିଏସ୍ଟି ସରଳୀକରଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।” କାଉନ୍ସିଲ୍ ୧୨% ଓ ୨୮% ଟିକସ ସ୍ଲାବ୍କୁ ରଦ୍ଦ କରି ଦୁଇହାର ଟିକସ ଗଠନ (୫% ଓ ୧୮%) ମଞ୍ଜୁର କରିଛି। ଏହା ସହ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟିକୁ ଶୂନ୍ୟ କରାଯାଇଛି।
-
10.ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ।
-
11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦାୟର ରେଫରେନ୍ସ ଉପରେ ବୁଧବାର ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ପୀଠ ୭ମ ଦିନ ପାଇଁ ଶୁଣାଣି କରିଛନ୍ତି।
-
12.ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନଠାରୁ ବିଜୟର ୮୦ବର୍ଷ ପାଳନ ଅବସରରେ ଚୀନର ରାଜଧାନୀ ବେଞ୍ଜିଂରେ ମିଲିଟାରୀ ପରେଡର ଆୟୋଜନ କରାଯାଇଥିଲା। ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, କିମ୍ ଜୋଙ୍ଗ ଉନ୍ ଅଂଶଗ୍ରହଣ କରିଥିଲେ ।ଜିନ୍ପିଙ୍ଗ ଅଭିଭାଷଣରେ କହିଛନ୍ତି ଯେ ଚୀନ୍ କାହାର ଧମକକୁ ଭୟ କରିବ ନାହିଁ,
-
13.୩୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି।
-
14.ଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ଜିଲାରେ ବନ୍ୟା ଦେଖାଯାଇଥିବାରୁ ରାଜ୍ୟ ସରକାର ଏପରି ଘୋଷଣା ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି।
-
15.ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
|
136 |
Y |
|
14 |
04-09-2025 |
English |
-
1.Common use items from roti to hair oil, ice creams and TVs will cost less, while tax incidence on personal health and life insurance will be brought down to nil after the all-powerful GST Council Wednesday approved a complete overhaul of the tangled Goods and Services Tax (GST) regime.
-
2.President Xi Jinping said Wednesday that the rejuvenation of the Chinese nation is unstoppable as the country’s military displayed for the first time some of its brand-new weapons, including hypersonic, laser and long-range ballistic missiles.
-
3.The National Green Tribunal (NGT) has imposed a fi ne on the state government for failing to submit a report of Odisha Remote Sensing Application Centre (ORSAC) in connection with a case related to rampant illegal mining operations in Gondia area of Dhenkanal district, offi cial sources said Wednesday.
-
4.In a bid to ensure smooth management of Srimandir affairs, the Shree Jagannath Temple Managing Committee (SJTMC) Wednesday constituted 14 sub-committees, including one for suggesting security measures at the 12th century shrine, official sources said.
-
5.Governor Hari Babu Kambhampati Wednesday urged the Fire and Emergency Services department to carry out preventive fire audits in all Higher Education institutions, with special focus on those having large auditoriums.
-
6.Law, Works and Excise Minister Prithviraj Harichandan Wednesday assured that ongoing road repair works in Cuttack and Bhubaneswar will be completed by September 20, ahead of the Puja season.
-
7.Executive Vice President – Marketing and Exports at ITC Ltd Karunesh Bajaj was unanimously elected as the Chairman of Audit Bureau of Circulations (ABC) for the year 2025-2026.
-
8.The Odisha Parents’ Federation (OPF) has expressed serious concern over recurring safety lapses in Tribal Residential Welfare (TRW) schools across the state, particularly affecting girl students.
-
9.A 160-year-old sweet shop in this western Odisha town is seeking geographical indication (GI) tag for ‘Sarsatia’, a rare dessert made from ‘ganjer’ tree resin that the owner Prabhu Lal claims is available nowhere else in the country. Prabhu Lal, 65, known locally as Minchu kaka, represents the third generation running this legacy business established by his grandfather Beni Madhav in 1866.
-
10.The Maharashtra cabinet Wednesday gave its approval to amend laws that will allow increasing the maximum daily working hours for private sector employees from the present nine to 10 hours.
-
11.The downpour across north India showed no signs of easing Wednesday as a rain-triggered landslide and structural collapse claimed four lives in Himachal Pradesh and Jammu and Kashmir, pummelled regions already on edge and forced the suspension of classes, fl ights, trains and even cremations.
-
12.Twenty-one monitoring stations, including one in Delhi, have reported rivers in "severe fl ood situation," while 33 others are fl owing above the normal level, the Central Water Commission (CWC) said Wednesday.
-
13.After spending more than 17 years behind bars, gangster-turned-politician Arun Gawli Wednesday walked out of the Nagpur Central Jail with the Supreme Court last week granting him bail in a 2007 murder case, officials said.
-
14.A day after her suspension from KCRled BRS, senior leader K Kavitha Wednesday announced her resignation from the party and trained her guns against cousin and former minister T Harish Rao.
-
15.Life insurance and health insurance premium would come down as such products are now exempt from Goods and Services Tax (GST).
|
113 |
Y |
|
15 |
03-09-2025 |
Odia |
-
1.ଇସଲାମାବାଦ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୪ ଜଣଙ୍କର ମୃତ୍ୟୁ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି।
-
2.୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍ଯନ୍ତ୍ର ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ, ଶର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି।
-
3.ବିଆର୍ଏସ୍ (ଭାରତ ରାଷ୍ଟ୍ର ସମିତି) ଏମ୍ଏଲ୍ସି କେ କବିତା ତାଙ୍କର ୨ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିରୋଧରେ ବିସ୍ଫୋରକ ଦାବି କରିବାର ଦିନକ ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
-
4.ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିଛି। ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଚିପ୍କୁ ବିକାଶ କରିଛି।
-
5.ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଗତକାଲି ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି ବୋଲି ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୦ ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି।
-
6.ସାରା ଦୁନିଆରେ ସେମିକଣ୍ଡକ୍ଟର ବିପ୍ଳବ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଓଡ଼ିଶା ସେହି ଦୌଡ଼ରେ ସାମିଲ ହୋଇ ନିଜକୁ ଦୃଢ଼ ଭାବେ ଉପସ୍ଥାପନ କରିବା ସହ ଆଗରେ ରହିଛି। ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ଓଡ଼ିଶାରେ ପ୍ରସ୍ତୁତ ତିନିଟି ଅତ୍ୟାଧୁନିକ ଚିପ୍ ଉନ୍ମୋଚନ କରାଯାଇଛି।
-
7.ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ ଟ୍ରକ୍ ଚଳାଚଳ ନେଇ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଜାତୀୟ ରାଜପଥଗୁଡ଼ିକର ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଯାନ ଚଳାଚଳ ଜନିତ ପ୍ରଦୂଷଣ ହ୍ରାସ ପାଇଁ ଏହା କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।
-
8.ଜୁଲାଇ ମାସରେ ରୁଷ ଭାରତ ପାଇଁ ୧ ଡଲାରର ରିହାତି ଦେଉଥିବାବେଳେ ଅଗଷ୍ଟ ମାସରେ ଏହାକୁ ବଢାଇ ୨.୫୦ ଡଲାର କରାଯାଇଥିଲା । ଏବେ ରୁଷ ଘୋଷଣା କରିଛି ଯେ ଭାରତକୁ ବ୍ୟାରେଲ ପିଛା ୩ରୁ ୪ ଡଲାର ପର୍ଯ୍ୟନ୍ତ ରିହାତି ଦିଆଯିବ ।
-
9.ବିଶ୍ୱସ୍ତରୀୟ ଉତ୍ତେଜନା ଏବଂ ଆମେରିକୀୟ ଶୁଳ୍କର ପ୍ରଭାବ ଭାରତୀୟ ଟଙ୍କାକୁ ଦୁର୍ବଳ କରୁଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସୋମବାର ଟଙ୍କା ୮୮.୩୩ରେ ପହଞ୍ଚିଛି।
-
10.ଅହମ୍ମଦାବାଦ ଦୀର୍ଘ ୧୪ ବର୍ଷ ଧରି ହରିୟାଣା ପାଇଁ ଘରୋଇ କ୍ରିକେଟ୍ ଖେଳିବା ପରେ ପେସ୍ ବୋଲର ହର୍ଷଲ ପଟେଲ ତାଙ୍କ ରାଜ୍ୟ ଗୁଜରାଟକୁ ଫେରିଛନ୍ତି। ୨୦୨୫-୨୬ ଋତୁରେ ଗୁଜରାଟ ପାଇଁ ୩୪ ବର୍ଷ ବୟସ୍କ ହର୍ଷଲ ଖେଳିବେ।
-
11.ମହାରାଷ୍ଟ୍ର ମରାଠାୱାଡା ଅଞ୍ଚଳର ମରାଠାମାନଙ୍କୁ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ ସମ୍ପର୍କିତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ମରାଠାୱାଡାର ମରାଠାମାନଙ୍କୁ କୁନବି ଜାତି ମାନ୍ୟତା ପୂର୍ବକ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ କରିବା ଲାଗି ସାମାଜିକ କର୍ମୀ ମନୋଜ ଜାରାଙ୍ଗେ ୫ଦିନ ହେଲା ଅନଶନ ଚଳାଇଥିଲେ।
-
12.ଉତ୍ତର ପ୍ରଦେଶ ସରକାର ସଡକ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ଉଠାଇଛନ୍ତି । ୧ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ନୋ ହେଲମେଟ୍, ନୋ ଫ୍ୟୁଲ’ ଅଭିଯାନ ଚଲାଯାଉଛି । ଏହି ସମୟ ମଧ୍ୟରେ ବିନା ହେଲମେଟରେ ପେଟ୍ରୋଲପମ୍ପରେ ତେଲ ମିଳିବନି ।
-
13.ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି।
-
14.ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ।
-
15.ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚିଛି।
|
113 |
Y |
|
16 |
03-09-2025 |
English |
-
1.The death toll from the major earthquake in Afghanistan passes 1,400 Tuesday, with more than 3,000 people injured.
-
2.Indian men’s team to take on Korea in the first Super 4s match Wednesday at the Hockey Asia Cup.
-
3.The body of a final year student of Veer Surendra Sai University of Technology (VSSUT), Burla, was found under mysterious circumstances lying under a bridge on Tuesday, police said.
-
4.The Centre has approved 200 seats for admission into MBBS courses in two newly built medical colleges in Odisha, Chief Minister Mohan Charan Majhi said Tuesday.
-
5.India unveiled a fully indigenous 32-bit microprocessor – ‘Vikram’, that has been developed by, and for, the Indian Space Research Organisation - at Semicon India - 2025 conference, aimed at catalysing India’s semiconductor ecosystem, here, Tuesday.
-
6.The rupee declined 5 paise to close at an all-time low of 88.15 against the US dollar Tuesday. Forex traders said the rupee is trading near all-time low levels as risks remained skewed to the downside amid uncertainty over US trade tariffs. Moreover, persistent foreign fund outfl ows or dollar strength could drive further weakness, they added.
-
7.Union Minister for Electronics and Information Technology, Ashwini Vaishnaw, presented as many as three semiconductor chips made in Odisha to Prime Minister Narendra Modi Tuesday. Of the three chips, two were developed at NIT Rourkela, while one was developed at Parala Maharaja Engineering College.
-
8.Bhubaneswar-Puri-Konark is among the 10 highway stretches in different parts of country identifi ed by the Central government for plying green hydrogen-powered trucks with an aim to reduce vehicular pollution, according to Union Road Transport and Highways Minister Nitin Gadkari Tuesday.
-
9.Governor Hari Babu Kambhampati Tuesday suggested linking dairy farmers to the Pradhan Mantri Mudra Yojana (PMMY) to help them access bank loans and secure funds to start or expand their businesses.
-
10.The Employees’ Provident Fund Organisation (EPFO) organised an interactive session on “Pradhan Mantri-Viksit Bharat Rojgar Yojana” (PM-VBRY), the Central Government’s fl agship employment-linked incentive scheme, at KIIT University here Tuesday.
-
11.More than 100 crore people globally live with a mental health disorder, and women account for over 53 per cent, according to new data released by the World Health Organization (WHO) Tuesday.
-
12.The Economic Offenses Wing (EOW) Tuesday arrested suspended Jamda tehsildar Madhusmita Singh of Mayurbhanj district on charges of embezzling government funds. Singh had already been suspended by the state government following allegations that she misappropriated more than Rs 4 crore.
-
13.A 74-year-old man was allegedly killed at Manastara village under Bishwanathpur police station in Kalahandi district on suspicion of practising witchcraft. Police have arrested three villagers and produced them in court.
-
14.Lakhs of commuters from Kolkata and its suburbs have ditched road transport to choose a hassle-free, seamless metro ride, leading to huge rush at important stations where authorities grapple to manage the massive flow.
-
15.The West Bengal government Tuesday specified time limits for burning fi recrackers during the forthcoming festival season, starting from Durga Puja.
|
96 |
Y |
|
17 |
02-09-2025 |
Odia |
- 2.ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ ଯୋଜନା ରହିଛି। ପ୍ରାୟ ୧୭୫ଟି ଜିନିଷ ଉପରୁ ଟିକସ ୧୦% କମ୍ ହେବା ଆଶା କରାଯାଉଛି। ସେହି ଜିନିଷଗୁଡ଼ିକ ମଧ୍ୟରେ ଟିଭି, ସାମ୍ପୁ, ହାଇବ୍ରିଡ୍ କାର୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଦି ରହିଛି।
-
2.ପୂର୍ବ ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ରାତି ୧୧ଟା ୪୭ରେ ହୋଇଥିବା ଭୂକମ୍ପରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି।
-
3.୨୫ତମ ଶିଖର ସମ୍ମିଳନୀର ମିଳିତ ଘୋଷଣାନାମାରେ ଗତ ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।
-
4. ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ରାଜଧାନୀର ଉପକଣ୍ଠରେ ଥିବା ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ହେବ ନୂଆ ସହର ହେବା ନେଇ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
-
5.ବିହାରରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର)ର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ସମୟରେ ନିର୍ବାଚନ କମିସନ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ବିହାରରେ ଭୋଟର ତାଲିକାରୁ ନାଁ କାଟିବାକୁ ଅଧିକ ଆବେଦନ ଆସୁଛି । କମିସନନଙ୍କ ଏହି ଉତ୍ତର ଶୁଣି କୋର୍ଟ ମଧ୍ୟ ତାଜୁବ ହୋଇଯାଇଥିଲେ ।
-
6.ଶିକ୍ଷକତା ପାଇଁ TET ବାଧ୍ୟତାମୂଳକ, ନହେଲେ ପଦୋନ୍ନତି ନାହିଁ,ଚାକିରି ଛାଡ଼ିବାକୁ ପଡ଼ିବ- ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।
-
7.ଭୁବନେଶ୍ୱରରେ ଅପରେସନ ‘ଅନ୍ଵେଷଣ’,ର ୫ ଦିନରେ ୩୫୮ ଶିଶୁ ଓ ୨୦୫୯ ମହିଳା ଉଦ୍ଧାର କରାଯାଇଛି ।
-
8.ଅକ୍ଟୋବର ୮ରୁ ଆରମ୍ଭ ହେବ ଆରଆଇ, ଅମିନ ପରୀକ୍ଷା,ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ।
-
9.ବରମୁଣ୍ଡା ବସ ଟର୍ମିନାଲକୁ ଯିବ ପୁରୁଣା ବସ୍ ଷ୍ଟାଣ୍ଡ ଦୋକାନ, ଲଟେରୀ ଜରିଆରେ ଦୋକାନୀ ପାଇବେ ଦୋକାନ।
-
10.ପ୍ରଥମ ଥର ୧ ଲକ୍ଷ ୫ ହଜାର ଟଙ୍କା ପାର୍ କଲା ସୁନା ଦର , ରୂପା ଦର ମଧ୍ୟ ରେକର୍ଡ ସ୍ତରରେ।
-
11.ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦,୧୩୦୦ରୁ ଅଧିକ ଲୋକ ଏଥିରେ ଆହତ।
-
12.ବହୁ ଚର୍ଚ୍ଚିତ ଇ୨୦ ପେଟ୍ରୋଲ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ବି ଆର୍ ଗଭାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
-
13.ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି।
-
14.କର୍ମକ୍ଷେତ୍ରରେ ନିଜ ଅଧୀନରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଲୁଚାଛପା ପ୍ରେମ କରି ଆଉ ଜଣେ ସିଇଓ ଚାକିରିରୁ ତଡ଼ା ଖାଇଛନ୍ତି। ସେ ହେଉଛନ୍ତି ବିଶ୍ବର ଅଗ୍ରଣୀ ଖାଦ୍ୟ ବ୍ରାଣ୍ଡ୍ ନେସ୍ଲେର ସିଇଓ ଲରେଣ୍ଟ ଫ୍ରେଇକ୍ସ।
-
15.ଉଦୟପୁର- ପତ୍ନୀଙ୍କ ଦେହର ରଙ୍ଗ କଳା ହୋଇଥିବାରୁ ରାଜସ୍ଥାନର ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ନିର୍ଯାତନା ଦେବାସହିତ ଶେଷରେ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣାରେ ଉଦୟପୁରସ୍ଥିତ ଏକ ଅଦାଲତ ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
-
16.ଇସ୍ତଫା ଦେବାର ୪୨ ଦିନ ପରେ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ବର୍ତ୍ତମାନ ସେ ଦିଲ୍ଲୀର ଛତରପୁରରେ ଥିବା ଏକ ଘରୋଇ ଫାର୍ମହାଉସକୁ ସ୍ଥାନାନ୍ତର ହୋଇଛନ୍ତି।
-
17.କଲକାତାରେ ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ”।
-
18.କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ଚଳଚ୍ଚିତ୍ର ‘ଲହରୀ’ ସେପ୍ଟେମ୍ବର ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।
-
19. ଶ୍ରୀମନ୍ଦିର ପରିସରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ।
-
20.ଜିଲ୍ଲା ପ୍ରଦୂଷଣ ବୋର୍ଡର ଅନୁମତି ପତ୍ର ମିଳିବାରେ ବିଳମ୍ବ ହେତୁ ଜିଲ୍ଲାର ଏକମାତ୍ର ସରକାରୀ ଗୋ – ଶାଳା ଖୋଲିବାରେ ବିଳମ୍ବ ହୋଇଛି । ଯାହାଫଳରେ ପାଖରେ ଗୋ – ଶାଳା ଥାଇ ମଧ୍ୟ ଘଟଗାଁ ଓ ପାଟଣା ପୋଲିସ ଜବତ କରୁଥିବା ଗୋରୁ ଗୁଡିକୁ ପୁଲିସ ଅର୍ଥ ଶ୍ରାଦ୍ଧ କରି ମୟୂରଭଞ୍ଜ ଜିଲ୍ଲାର ଗୋ-ଶାଳାକୁ ପଠାଉଛି ।
|
129 |
Y |
|
18 |
02-09-2025 |
English |
-
1.Gold price surges Rs1,000 to hit yet another record high of Rs1,05,670 per 10 gram in the national capital Monday.
-
2.Desperate Afghans clawed through rubble in the dead of the night in search of missing loved ones after a strong earthquake killed more than 800 people and injured more than 2,800 in eastern Afghanistan, according to figures provided Monday by the Taliban government.
-
3.In a new rant against India for its purchases of Russian oil, White House trade adviser Peter Navarro has said that ‘Brahmins’ are profiteering at the expense of the Indian people and it needs to ‘stop’.
-
4.The rupee depreciated just 1 paisa to close at an all-time low of 88.10 against the US dollar Monday amid Indo-US trade deal uncertainties and higher dollar demand from importers.
-
5.The Tata Power-led Odisha discoms Monday launched a 1-kW rooftop solar scheme, enabling households to generate around 100 units of electricity per month, officials said. The scheme was launched under the Utility-Led Aggregation (ULA) model, as part of the government’s flagship PM Surya Ghar Muft Bijli Yojana.
-
6.The Shree Jagannath Temple Administration (SJTA) Monday opened a breastfeeding room on the premises of the 12th-century shrine in Puri.
-
7.The Odisha Sub-Ordinate Staff Selection Commission (OSSSC) will re-conduct the preliminary examination for posts like RI, ICDS Supervisor, ARI, Amin, and Statistical Field Surveyor under the Combined Recruitment Examination (CRE) 2023 (IV) on CBRE mode from October 8, 2025, official sources said.
-
8.The 67-yearold Hirakud Dam, the world’s longest earthen dam, requires comprehensive overhauling to address structural concerns and enhance capacity, according to a senior official.
-
9.Nearly 37,000 child marriages were stopped in the last two years and 4,777 child victims of human trafficking were rescued in Madhya Pradesh with the help of government agencies, a functionary of an organisation working for the protection of child rights said Monday.
-
10.Former vice-president Jagdeep Dhankhar shifted from his official residence to a private farmhouse in the Chhatarpur area of south Delhi Monday evening, six weeks after he resigned from his post, according to officials.
-
11.Days after accusing the BJP of stealing elections, Congress leader Rahul Gandhi Monday threatened that he will soon amplify his charges by coming out with more “vote chori” disclosures that would be like a “Hydrogen bomb” and Prime Minister Narendra Modi would not be able to show his face to the country.
-
12.The Election Commission of India Monday said claims, objections and corrections in the draft electoral roll prepared in the Bihar special intensive revision (SIR) exercise can be fi led beyond September 1 but the same would be considered once the electoral roll was finalised.
-
13.A new Act that regulates matters related to foreigners and immigration and has provisions for heavy punishment for carrying a forged passport or visa came into effect Monday.
-
14.The Supreme Court Monday rejected a PIL challenging the nationwide rollout of 20 per cent ethanol-blended petrol (EBP-20), alleging millions of motorists were forced to use the fuel not designed for their vehicles.
-
15.Maratha quota leader Manoj Jarange Monday asked protesters to follow the directives of the Bombay High Court and not inconvenience the people of Mumbai by roaming on the streets.
|
99 |
Y |
|
19 |
01-09-2025 |
Odia |
- 1.ଭାରତର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଏଜୁକେଟ୍ ଗାର୍ଲସ୍ ଗ୍ଲୋବାଲି’ ପ୍ରଥମ ଭାରତୀୟ ଏନ୍ଜିଓ ଭାବେ ୨୦୨୫ ରମଣ ମାଗ୍ସେସେ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି।
- 2.ଟ୍ରମ୍ପଙ୍କ ଟାରିଫ ଟାର୍ଗେଟ୍ ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଷ୍ଟ୍ର । ଆମେରିକାର ଶୁଳ୍କ ଚାପରେ ଅନେକ ଅଣନିଶ୍ବାସୀ ହୋଇ ସ୍ବର ଉଠାଉଥିବା ବେଳେ ଏବେ ଚୀନର ଛାତି ଉପରେ ଟ୍ରମ୍ପଙ୍କ ବିରୋଧରେ ଏକାଠି ହୋଇଛନ୍ତି ତ୍ରିଶକ୍ତି । ଭାରତ-ଚୀନ-ରୁଷ । ଏହି ରାଷ୍ଟ୍ରର ଶୀର୍ଷ ନେତୃତ୍ବ ଟ୍ରମ୍ପଙ୍କୁ ଚେକ୍ ଦେବାକୁ ବଡ ଯୋଜନା ପ୍ରସ୍ତୁତ କରି ପାରନ୍ତି ବୋଲି କୁହାଯାଉଛି ।
- 3.ବିଶ୍ଵ ରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ଵର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ଵକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି ଆତଙ୍କୀ ବିରୋଧୀ ଲଢେଇକୁ ଅଧିକ ଶକ୍ତିଶାଳୀ କରିବାକୁ ଚୀନର ସହଯୋଗ ଲୋଡିଛି ଭାରତ ।
- 4.ହାଇଦ୍ରାବାଦରେ: ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ। ନିଆଁରେ ଜଳିଗଲେ ୭ ଜଣ ଓଡ଼ିଆ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ହାଇଦ୍ରାବାଦରେ। ହାଇଦ୍ରାବାଦର କୁକୁଟପାଳିରେ ଥିବା ଆଜବେସ୍ଟସ କଲୋନୀରେ ରହୁଥିବା ଓଡ଼ିଆ ଶ୍ରମିକଙ୍କ ଘରେ ଘଟିଛି ଏହି ଘଟଣା। ଘର ଭିତରେ ସମସ୍ତେ ଶୋଇଥିବାବେଳେ ଭୋର ସମୟରେ ଗ୍ୟାସ ଟାଙ୍କି ଫାଟି ସବୁଠି ନିଆଁ ଲାଗିଯାଇଥିଲା।
- 5. ନିର୍ବାଚନ କମିଶନ ଶନିବାର କହିଛନ୍ତି ଯେ ପ୍ରାୟ ୧.୯୮ ଲକ୍ଷ ବ୍ୟକ୍ତି ଭୋଟର ତାଲିକାରୁ ନାମ ବାଦ ଦେବା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରାୟ ୩୦୦୦୦ ଆବେଦନ ଗ୍ରହଣ କରାଯାଇଛି। ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ରେ ପ୍ରକାଶିତ ହୋଇଥିଲା ଏବଂ ଏହା ବ୍ୟକ୍ତି ଏବଂ ରାଜନୈତିକ ଦଳ ଦ୍ୱାରା "ଦାବି ଏବଂ ଆପତ୍ତି" ପାଇଁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲା ରହିବ।
- 6.ଜୁଲାଇ ମାସରେ ଓଡ଼ିଶାରେ ୬୬,୦୯୨ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଟ୍ରାଇ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଜୁନ ମାସରେ ମୋଟ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୩ ଲକ୍ଷ ୨୧ ହଜାର ୨୩୬ ରହିଥିଲା। ଜୁଲାଇରେ ଏହି ସଂଖ୍ୟା ୩ କୋଟି ୫୩ ଲକ୍ଷ ୮୭ ହଜାର ୩୨୮ରେ ପହଞ୍ଚିଛି।
- 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍ ଆକଳନ କରିଛି। ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି। ଏବେ ଚିଙ୍ଗୁଡ଼ି ଉପରେ ପ୍ରଭାବୀ ଶୁଳ୍କ ୫୮.୨୬ ପ୍ରତିଶତକୁ ବୃଦ୍ଧି ପାଇଛି।
- 8. ଆମେରିକାକୁ ଡାକସେବା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଡାକ ବିଭାଗ ସ୍ଥଗିତ ରଖିଛି। ଚଳିତମାସ ୨୨ ତାରିଖରେ ଡାକ ବିଭାଗ ପକ୍ଷରୁ ୧୦୦ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ପାର୍ସଲ ଜାରି ରହିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଛି।
- 9.ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏହି ତିନୋଟି ଫିଲ୍ମର ମୋଟ ବଜେଟ୍ ୧୦୦ କୋଟି ମଧ୍ୟ ନୁହେଁ, ଯେତେବେଳେ ସେମାନଙ୍କର ମୋଟ ରୋଜଗାର ୧୦୦୦ କୋଟି ପାଖାପାଖି ପହଞ୍ଚିଛି।
- 10. ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା।
- 11. 'ରାମାୟଣ' ପ୍ରଯୋଜକ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ଦେହାନ୍ତ ହୋଇଛି। ପ୍ରସିଦ୍ଧ ସହ ପ୍ରଯୋଜକ ପ୍ରେମ ସାଗରଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକ ପ୍ରକାଶ ପାଇଛି |
- 12.ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ସରକାର ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ବହି ଆଦି ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ବେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦୁଝର ଜିଲ୍ଲାରେ ଡ୍ରପ୍ଆଉଟ୍ ଚିନ୍ତାଜନକ: ପାଠ ଛାଡ଼ି ଶିଶୁ ଶ୍ରମିକ, ୧୦ ହଜାର ପାଠ ଛାଡ଼ିଥିଲେ, ଫେରିଲେନି ୯ ହଜାର ।
- 13.୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କର। ଏଥି ସହ ସହରାଞ୍ଚଳରେ ଥିବା ମୁକୁଳା ଡ୍ରେନ୍ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
- 14.ମୁଖ୍ୟମନ୍ତ୍ରୀ ୧୬ଟି ନୂତନ ଏନ୍ଏସି ଓ ୭ଟି ମ୍ୟୁନିସିପାଲଟି ନାମ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୋଟ ୨୮ଟି ନୂଆ ଏନ୍ଏସି ଓ ୭ଟି ନୂଆ ମ୍ୟୁନିସିପାଲଟି ସୃଷ୍ଟି ହେବ।
- 15.ଚଳିତ ବର୍ଷ ଚାଷୀମାନେ ଧାନର ବୋନସ୍ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଏହା ସତ୍ତ୍ବେ ଖରିଫ ଚାଷ ଚାଲିଥିବାବେଳେ ଗୋଟିଏ ମାସ ମଧ୍ୟରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି।
- 16.କାଗଜପତ୍ରରେ ଜାଲିଆତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ଖଣିମାଲିକ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଛାଟ ବାଜିଛି।ଜବତ ଗାଡ଼ିଗୁଡ଼ିକର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଇଡି ଆକଳନ କରିଛି। ଏହାଛଡ଼ା ୧.୧୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ୍ କରାଯାଇଛି।
|
129 |
Y |
|
20 |
01-09-2025 |
English |
-
1.Chief Minister Mohan Charan Majhi announced the formation of 16 new notified area councils (NACs) as well as upgradation of seven existing NACs into municipalities. NACs- Loisingha Sohela Badamba Narasinghpur Salipur Gondia Jagannath Prasad Patrapur Chandikhol Narla Jaipatna Tangi Borigumma Kaptipada Jashipur Rasgovindpur. Municipalities - Bhanjanagar ,Aska ,Chhatrapur, Municipalities , Polasara ,Karanjia and Boudh .
-
2.India Post has suspended all categories of mail operations destined to the US in the absence of clarity over new rules issued by the American Customs Department, an offi cial statement said Sunday.
-
3.Indian online gaming app Mobile Premier League (MPL) will sack about 60 per cent of its local workforce as part of a major downsizing after the government banned paid games, said a company source.
-
4.The Enforcement Directorate (ED) has seized over a dozen luxury vehicles, including a Porsche, a Mercedes, a Mini Cooper and a BMW, following searches against an Odisha-based businessman and his companies in a money laundering case linked to Rs1,396 crore alleged bank fraud.
-
5.A shopping mall in Sweden’s Eskilstuna is a delightful surprise for many as it is the fi rst in the world to sell only secondhand and repurposed items. This is not just a retail space. It is a municipality-led experiment in circular consumption, where everything sold has been donated by the public, ‘The Conversation’ reported, quoting Mary-Ann Ball, a researcher at Nottingham Trent University.
-
6.Odisha Police have arrested a 27-year-old man from Gujarat’s Rajkot district for allegedly duping a state-based engineer of Rs7 lakh.
-
7.The Enforcement Directorate (ED) has seized a dozen luxury vehicles, including a Porsche, a Mercedes, a Mini Cooper and a BMW, following searches against an Odisha-based businessman and his companies in a money laundering case linked to Rs1,396 crore alleged bank fraud.
-
8.Prime Minister Narendra Modi Sunday lauded Odisha’s canoeist Rashmita Sahu, who recently clinched two gold medals at the inaugural Khelo India Water Sports Festival at Dal Lake in Srinagar, during the 125th edition of his monthly radio programme ‘Mann Ki Baat’.
-
9.The Kashmiri Pandit community Sunday reopened the Sharada Bhawani temple in Budgam district after over three decades with an overwhelming participation of the local Muslim community in the celebration.
-
10.In a wooden house on the misty slopes of Taksing village in Upper Subansiri district of Arunachal Pradesh, 72-yearold Chakiap Bai leans forward and hums a lullaby in Nah, a language spoken by barely a few hundred people.
-
11.India is likely to seal two mega submarine deals worth over `1 lakh crore by the middle of next year to crank up its undersea warfare capabilities against the backdrop of China's increasing naval prowess, authoritative sources said Sunday.
-
12.Motor vehicle tax is compensatory in nature and if a vehicle is not used or not kept for use in a 'public place', then its owner should not be burdened with motor vehicle tax for such period, the Supreme Court has said.
-
13. As many as 7,072 corruption cases probed by the CBI were pending trial in different courts, with 379 of them for over 20 years, according to the latest annual report of the Central Vigilance Commission (CVC).
-
14.Foreign investors pulled out Rs 34,993 crore (around $4 billion) from Indian equity markets in August, making it the sharpest sell-off in six months, weighed down by US tariffs on Indian exports and pricey domestic valuations.
-
15.India is pushing rice exports to the world's largest importer of the commodity -- the Philippines -- and to tap the opportunity, a large delegation of leading exporters will visit the Southeast Asian nation next month, an official said.
|
115 |
Y |
|