# |
Date |
Type |
Current Affairs |
No. Of Views |
Status |
Action |
3241 |
25-01-2021 |
Odia |
1.ପୂର୍ବ ଲଦାଖ୍ ରେ ସେନାର ଅତିକ୍ରମଣକୁ ନେଇ ଜାରି ରହିଥିବା ଉତ୍ତେଜନା ଏବେ ଆହୁରି ଜଟିଳ ସ୍ଥିତିକୁ ଆସିଛି। ପୂର୍ବରୁ କୋର୍ କମାଣ୍ଡରସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହାକୁ ଚୀନ୍ ଉଲ୍ଲଂଘନ କରି ସେନା ମୁତୟନ ବଢ଼ାଇ ଚାଲିଛି।
2.ଶାସକ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବହିଷ୍କାର କରାଯିବା ସହିତ ଦଳରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି।
3.ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କର୭୨ ବର୍ଷ ରେ ରବିବାର ଦିନ ପରଲୋକ ଘଟିଛି।
4.ଭୁବନେଶ୍ୱରରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ପ୍ୟାରେଡ୍ ଉତ୍ସବର ନେତୃତ୍ବ ନେବେ କଳାହାଣ୍ଡି ଜିଲା କେସିଙ୍ଗା ପୁଲିସ ଏସ ଡ଼ି ପି ଓ ଏସ୍ . ସୁଶ୍ରୀ। ଏସ. ସୁଶ୍ରୀ। ସେ ହେଉଛନ୍ତି ୨୦୧୮ ବ୍ୟାଚ୍ର ଆଇପିଏସ ଅଧିକାରୀ।
5.୩ ଜଣ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଯାଇଛି । ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ କେନ୍ଦ୍ର ବୟନ ସଚିବ, ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ କେମିକାଲ କନଭେନସନ ଜାତୀୟ ପ୍ରାଧିକରଣର ଅଧ୍ୟକ୍ଷ ଓ ଗୁଜରାଟ କ୍ୟାଡ଼ର ୧୯୮୮ ବ୍ୟାଚ୍ ଓଡ଼ିଆ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁଙ୍କୁ କେନ୍ଦ୍ର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ସଚିବ ଭାବରେ ନିଯୁକ୍ତି ମିଳିଛି ।
6.ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ଏକ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ଗତିବିଧିକୁ ଯୌନ ଶୋଷଣ ସେତେବେଳେ ବିବେଚନା ଯେତେବେଳେ, ‘ଯୌନ ଉଦ୍ଦେଶ୍ୟ ରଖି ସ୍କିନ୍ ଟୁ ସ୍କିନ୍ ସଂଯୋଗ ହେବ’ । କୋର୍ଟ ଏହା ମଧ୍ୟ କହିଛନ୍ତି କେବଳ ‘ଜବରଦସ୍ତି ଛୁଇଁବା ବା ସ୍ପର୍ଶ କରିବା’କୁ ଯୌନ ଶୋଷଣ ବୋଲି ଧରାଯିବ ନାହିଁ ।
7.ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଲସିଏ ମାର୍କ୧ଏ ବା ତେଜସ ବିମାନ ଖରିଦ ପାଇଁ ଅନେକ ବିଦେଶୀ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତ
8.ଚଳିତ ବର୍ଷ ଉତ୍ତରାଖଣ୍ଡର ହରିଦ୍ବାରରେ କୁମ୍ଭମେଳା ଅନୁଷ୍ଠିତ ହେବ । ଏହା କରୋନା କଟକଣା ମଧ୍ୟରେ ହେବ । ପାରମ୍ପରିକ ଭାବେ କୁମ୍ଭ ମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି ।
9.ତାଇଓ୍ବାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି ।
10.ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ନୂଆ ସଭାପତି ଭାବେ ଶିଳ୍ପୋଦ୍ୟୋଗୀ ବ୍ରହ୍ମାନନ୍ଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ମୋଟ ୪୭୨ ଭୋଟ ପାଇ ନୂଆ ସଭାପତି ହୋଇଛନ୍ତି।
11.ଦେଶର ପ୍ରମୁଖ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୧୩୧୦୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ।
12.ଡେନ୍ମାର୍କର ଭିକ୍ଟର ଆକ୍ସେଲସେନ୍ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ସି ରିଜ୍-୧୦୦୦ ଟାଇଟଲ ବିଜୟୀ ହୋଇଛନ୍ତି
13.ସରକାରଙ୍କ ପକ୍ଷରୁ‘ମୋ କଲେଜ’ କାର୍ଯ୍ୟାକ୍ରମ ଆରମ୍ଭ ହେବାକୁଯାଉଛି । ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ।
14.ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବେ ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ
୧୫.ଆମେରିକାର ପୁର୍ବତନରଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କବିରୋଧରେ ସଂସଦରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଆସନ୍ତା ଫେବୃଆରୀ ୯ ତାରିଖରେ ବିଚାର ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି
୧୬. ବେଗୁନିଆ -ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ରବିବାର ଦିନ ସନ୍ଧ୍ୟାରେ ୬୮ବର୍ଷ ବୟସ ରେ ପରଲୋକ ହୋଇଯାଇଛି ।
17.ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଭାରତ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବରେ ‘ଇନ ଟୁ ଦ ଡାର୍କନେସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲଡେନ ପିକକ୍ ପୁରସ୍କାର ଲାଗି ମନୋନୀତ ହୋଇଛି।
18.ଓଡ଼ିଶା ରାଜ୍ୟ ଚେସ୍ ସଂଘ ଦ୍ବାରା ଆୟୋଜିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ଚେସ୍ ପ୍ରତିଯୋଗିତାରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର (୬) ବିଜେତା ଆଖ୍ୟା ଅର୍ଜନ କରିଛନ୍ତି।
19.କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛି ୮୬ଟଙ୍କା ୩୮ ପିଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି।
20.ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି। |
693 |
Y |
|
3242 |
25-01-2021 |
English |
- Thirty-two children have been awarded the ‘Pradhan Mantri Rashtriya Bal Puraskar’ this year for their exceptional abilities and outstanding accomplishments in the fields of innovation, scholastics, sports, arts, culture, social service and bravery.
- Delhi Police on Sunday said it has taken an in-principle decision to allow farmers to hold their proposed tractor rally inside the territory of the national capital on January 26
- The rally organised by Akhil Bharatiya Kisan Sabha will be held in Mumbai on January 25, a statement issued by the organisation said on Saturday.
- Amazon has been ordered to pay Rs 45,000 to a law student who was promised a laptop for Rs 190 only, but it wasn't delivered.
- Madhavan, Chairman and Managing Director of Hindustan Aeronautics Limitedalso said that a number of countries have shown keen interest in procurement of the Tejas aircraft and that the first export order is likely to come by in the next couple of years.
- The e-elector photo identity card is non-editable digital version of the elector photo identity card and it can be saved in facilities such as digital locker and can be printed in the PDF format, Election Commission officials said.
- With the State government inoculating 22,364 more healthcare workers (HCWs) on Saturday, the total number of beneficiaries in Odisha crossed 1.5 lakh mark.
- The ruling Nepal Communist Party’s splinter faction led by Pushpa Kamal Dahal ‘Prachanda’ on Sunday expelled Prime Minister K P Sharma Oli from the party’s general membership, according to media reports.
- A COVID cess may be levied on the higher income groups, said experts. Finance Minister Nirmala Sitharaman will present the Union Budget on 1 February, 2021
- Indian Railways operated the longest freight train from Bhilai D Cabin to Korba
- The Delhi police estimated that about 15,000 tractors are present at Delhi border points now
- After a gap of almost a year, schools for classes 9 and 10 students (the academic year 2020 -21) in Telangana are set to reopen from 1 February and shall function till 26 May.
- SpiceJet Chairman and Managing Director Ajay Singh tweeted, 'Delighted to start flights to this strategic airport located on our border with China'
- All MLAs of the Aam Aadmi Party in Punjab will move towards Delhi on tractors from Shambhu at Punjab-Haryana border on Monday to support the tractor parade of farmers on Republic Day, said the party's state unit.
- President Ram Nath Kovind will address the nation on Monday on the eve of the 72nd Republic Day, which will be broadcast at 7:00 PM on All India Radio and Doordarshan TV channels across India.
- From Nashik alone, 20,000 farmers had joined the march and we are expecting 50,000 farmers will reach in Mumbai on January 25 from other parts of the state.
- AirAsia India commenced Bhubaneswar to Pune direct flight operation from Biju Patnaik International Airport (BPIA) here on Sunday.
- Anvesh Subham Pradhan has been awarded the ‘Pradhan Mantri Rashtriya Bal Puraskar 2021 from Odisha won the award under Scholastic category.
- People who have received Covid-19 jabs could still pass the virus on to others, UK’s Deputy Chief Medical Officer Jonathan Van-Tam has warned.
- Bruno Fernandes's stunning free-kick inflicted more misery on Liverpool as Manchester United progressed to the fifth round of the FA Cup with a thrilling 3-2 win at Old Tafford on Sunday.
|
691 |
Y |
|
3243 |
24-01-2021 |
English |
- Farmers protesting the central government's new agricultural laws said on Saturday that they will hold a 100-km tractor rally in Delhi on Republic Day after getting a go-ahead from the Delhi Police that set aside the initial resistance from authorities for the demonstration.
- Over a thousand large dams in India will be roughly 50 years old in 2025 and such aging embankments across the world pose a growing threat, according to a United Nations (UN) report which notes that by 2050, most people on Earth will live downstream of tens of thousands of dams built in the 20th century.
- Union Home Minister Amit Shah on Saturday rolled out the "Ayushman CAPF" scheme, extending the benefit of the central health insurance programme to the personnel of all armed police forces in the country.
- The Election Commission of India will formally launch the e-EPIC (Electronic Electoral Photo Identity Card) programme on January 25, the National Voter's Day.
- Prime Minister Narendra Modi today visited the Netaji Bhawan in Kolkata and paid tribute to Netaji Subhash Chandra Bose on his 124th birth anniversary.
- The World Health Organisation has thanked India for "continued support" in the fight against the COVID-19 pandemic. India has been sending vaccines to countries in the Southeast Asian neighbourhood and to others like Brazil and Morocco. South Africa will also get the vaccine soon.
- Jawaharlal Nehru University (JNU) after an RTI reply revealed that the varsity spent over Rs 9.90 lakh over the unveiling event of a statue of Swami Vivekananda in the campus. The statue was unveiled by Prime Minister Narendra Modi via video conference on November 12 last year.
- The military talks are slated to be held at the Moldo border point on the Chinese side of the Line of Actual Control (LAC) in eastern Ladakh, the sources said on Saturday.
- A team of doctors has been constituted to evaluate and monitor the former Bihar chief minister's condition and he has been admitted under Dr Rakesh Yadav, professor of Cardiology at AIIMS.
- India has received 8 Rafale jets, 3 more expected by month end: IAF chief
- More than eight years after his death, the ruling Shiv Sena honoured its founder and patriarch Bal Thackeray by installing a nine-feet tall bronze statue inside a traffic island near the National Gallery of Modern Art on MG Road in south Mumbai, on the occasion of his 95th birth anniversary
- The Supreme Court on Friday refused to accord early hearing to the plea related to mining major Vedanta’’s Sterlite copper unit at Tuticorin in Tamil Nadu which is closed since May 2018 over pollution concerns
- The Centre on Friday told the Supreme Court that it was not in favour of granting one extra opportunity to those civil services aspirants who could not appear in their last attempt in the exams conducted by the UPSC last year due to the COVID-19 pandemic
- South Africa has welcomed the United Nations’ Treaty on Prohibition of Nuclear Weapons (TPNW), which entered into force on Friday to ban nuclear weapons from the world.
- Central African Republic has declared a 15-day state of emergency throughout the country as a coalition of armed groups seeks to overthrow the newly re-elected President Faustin-Archange Touadera
- President Joe Biden on Wednesday revoked a recent Trump administration report that aimed to promote “patriotic education” in schools but that historians mocked and rejected as political propaganda.
- Indian Railway Catering and Tourism Corporation (IRCTC) will soon resume its e-catering services in phase-wise manner for the passengers travelling in the currently operating special trains
- Deputy Chief Minister Manish Sisodia on Thursday distributed cheques worth Rs 7.48 crore as financial assistance to 307 sportspersons. In a function organised at Chhatrasal Stadium, he urged the sportspersons from Delhi to achieve big and make Delhi and the entire nation proud.
- With the State government inoculating 22,364 more healthcare workers (HCWs) on Saturday, the total number of beneficiaries in Odisha crossed 1.5 lakh mark.
- India will be displaying some of its key military assets, such as T-90 tanks and BrahMos missile system, during the 72nd Republic Day celebrations on Rajpath, with a marching-cum-band contingent of the Bangladesh armed forces all set to take part in the ceremonial parade for the first time.
|
705 |
Y |
|
3244 |
24-01-2021 |
Odia |
- ଆଜି ଦେଶବ୍ୟାପୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳିତ ହୋଇଛି।
- ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍ କୁ ପ୍ରତ୍ୟାହାର କରିବାକୁ ଆର ବି ଆଇ ଯୋଜନା କରୁଛି । ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା ନୋଟ୍ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି ।
- ଭାରତୀୟ ରେଳରର ସମସ୍ତ ହେଲ୍ପଲାଇନ ନମ୍ବରକୁ ‘୧୩୯’ ସହିତ ମିଶ୍ରଣ କରାଯାଇଅଛି।
- କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟ ରପ୍ତାନିରେ ୫୫% ବୃଦ୍ଧି ପାଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।
- ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସୀମାନ୍ତରେ ସୁଡ଼ଙ୍ଗ ଖୋଳି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି।
- ଦିଲ୍ଲୀର ଏକ ଏନଜିଓ ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ(ସି୩) , ଡିଜିଟାଲ୍ ଏମ୍ପାଓ୍ବାରମେଣ୍ଟ ଫାଉନଡେସନ୍ ସହ ମିଳିତ ଭାବେ ଭାରତୀୟ କିଶୋରୀଙ୍କ ପାଖରେ ଡିଜିଟାଲ୍ ଆକ୍ସେସ୍ ସମ୍ପର୍କରେ ସର୍ଭେ କରିଛି। ସର୍ଭେ ଅନୁସାରେ ୪୨ ପ୍ରତିଶତ କିଶୋରୀଙ୍କୁ ଦିନକୁ ଘଣ୍ଟାଏରୁ କମ୍ ସମୟ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳୁଛି।
- ଜାନୁଆରୀ ୨୬ରେ କୃଷକ ଏହି ଦେଶରେ ପ୍ରଥମ ଥର ଗଣତନ୍ତ୍ର ଦିବସରେ ପରେଡ୍ କରିବେ। ପାଞ୍ଚ ପର୍ଯ୍ୟାୟର ଆଲୋଚନା ପରେ କୃଷକଙ୍କ ଏହି ଦାବିକୁ ସ୍ଵୀକାର କରିଛି ଦିଲ୍ଲୀ ପୁଲିସ।
- ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାର୍ବନ୍ ଡାଇଅକ୍ସାଇଡ ନିର୍ଗମନ କମ୍ କରୁଥିବା କାର୍ବନ୍ କ୍ୟାପଚର୍ ଟେକ୍ନୋଲୋଜି ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ କୋଟି ଡଲାର ଅର୍ଥାତ ୭୩୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
- ୨୪ଘଣ୍ଟା ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହରିଦ୍ୱାରରର ଜଣେ କଲେଜ ପଢ଼ୁଆ ଛାତ୍ରୀ ସୃଷ୍ଟି ଗୋସ୍ବାମୀ ।
- ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଣ ପିଇବା ଯୋଗ୍ୟ। କୌଣସି ପ୍ରକାର ରାସାୟନିକ ପ୍ରତିକ୍ରିୟା ବିନା ବା ଅତ୍ୟଧିକ ଚାପ ଓ ତାପ ବିନା ବାୟୁରୁ ପିଇବା ଉପଯୋଗୀ ଜଳ ପ୍ରସ୍ତୁତ ହୋଇପାରୁଛି। ଏହାକୁ କରି ଦେଖାଇଛନ୍ତି ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟ (ଏନୟୁଏସ୍)ର ଗବେଷକ। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍’ ବୋଲି କୁହାଯାଉଛି।
- ଲୋକପ୍ରିୟ ଟକ୍ ସୋ ହୋଷ୍ଟ୍ ଲ୍ୟାରି କିଙ୍ଗ୍ଙ୍କ ୮୭ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି
- ଖୋଲିଲା ଭିତର କନିକା । କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ।
- ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
- କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍ । ଏହି ବସ୍ ଟର୍ମିନାଲ୍ରେ ୧୮୦ଟି ବସ୍ ପାର୍କିଂ କରି ହେବ ।
- 15. ଜାନୁଆରି ୨୭ ତାରିଖରେ ଶ୍ରୀଲଙ୍କାକୁ ୫୦୦,୦୦୦ ଡୋଜ୍ ଭାରତରେ ନିର୍ମିତ ‘କୋଭିସିଲ୍ଡ୍’ ଟିକା ଉପହାର ଭାବେ ପଠାଇବ ବୋଲି ଭାରତ ଘୋଷଣା କରିଛି। ଜାନୁଆରି ୨୭ରେ ଟିକା ତାଙ୍କ ଦେଶରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷ ମଧ୍ୟ ଘୋଷଣା କରିଛନ୍ତି।
- କୋଭିଡ୍ ମୁକାବିଲା ଦିଗରେ ଭାରତ ଯେଭଳି ଲଗାତାର ଭାବେ ସମଗ୍ର ବିଶ୍ବକୁ ସହଯୋଗର ହାତ ବଢ଼ାଇଛି ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମୁଖ୍ୟ ଟେଡ୍ରସ୍ ଆଦନମ୍ ଉଭୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
- ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଶନିବାର ଦିନ ଦାନ ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିବା ଜଣାପଡିଛି।
- ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ବି ଏହାର ମୁହଁତୋଡ଼ ଜବାବ ଦେବ ବୋଲି ଚରମବାଣୀ ଶୁଣାଇଛନ୍ତି।
- ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ। ଇଣ୍ଡିଆ ଟୁଡେ ଗ୍ରୁପ-କାର୍ଭି ଇନ୍ସାଇଟ୍ସ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦ ନେଶନ (ଏମଓଟିଏନ) ସର୍ଭେ ୨୦୨୧ରେ ଏହା ପ୍ରକାଶ କରାଯାଇଛି।
- ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି |
|
656 |
Y |
|
3245 |
23-01-2021 |
Odia |
- ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି।
- ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି।
- ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି।
- ସିବିଆଇ ଭାରତରେ ୫.୬୨ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ।
- ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି
- ସରକାରୀ ଅଧିକାରୀଙ୍କ ଦ୍ୱରା ଚିହ୍ନଟ ବସ୍ତିରେ ରହୁଥିବା ପରିବାରଙ୍କୁ ଫ୍ଲାଟ୍ ବାଣ୍ଟିବା ପକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ଏହି ଫ୍ଲାଟ୍ ଗୁଡିକ ଦେଢ ଲକ୍ଷରୁ ମଧ୍ୟ କମ୍ ଟଙ୍କାରେ ନିର୍ମିତ ହୋଇଛି । ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ୯ ହଜାର ୩୧୫ଟି ଫ୍ଲାଟ୍ ପ୍ରସ୍ତୁତ କରାଯାଇଛି ।
- କୃଷି ଆଇନ୍ କୁ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ୧୧ମ ବୈଠକ ସମାପ୍ତ ହୋଇଛି। ହେଲେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି।
- ହକି ଦୁନିଆରଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନଭଲ ଟାଟା ହକିହାଇ ପରଫରମାନ୍ସ ସେଣ୍ଟର-ଏଚ୍ପିସି ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି।
- ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା ମନୋନୀତ ହୋଇଛନ୍ତି।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହିତ ଫ୍ୟୁଚର ଗ୍ରୁପ୍ର ପ୍ରସ୍ତାବିତ ବହୁ କୋଟି ଡଲାର ଚୁକ୍ତି ପରେ ଏହା ଦୃତ ଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ବି ଏସ ଇ ରେ, ଫ୍ୟୁଚର ରିଟେଲ ସେୟାରଗୁଡିକ ୮୧.୩୫ରେ ପହଞ୍ଚିଛି । ଯାହାକି ପୂର୍ବ ତୁଳନାରେ ୫ପ୍ରତିଶତ ଅଧିକ
- ପୂର୍ବତନ ପ୍ରଧାନ ବିଚାରପତି (ସିଜେଇ) ରଂଜନ ଗୋଗେଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରର ‘ଜେଡ୍ ପ୍ଲସ୍’ ଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।
- ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶାସନର କିଛି ବିଦେଶ ନୀତି ଓ ଜାତୀୟ ସୁରକ୍ଷା ସଂକ୍ରାନ୍ତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବଦଳାଇଦେବା ଭଳି ରହିଥିବା ନିର୍ଦ୍ଦେଶନାମାଗୁଡ଼ିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ରାଜିନାମାରେ ଆମେରିକା ପୁଣି ଯୋଗଦେବା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାର ଓହରିଯିବା ନିଷ୍ପତ୍ତିକୁ ଅଟକାଇବା, ଆପ୍ରବାସ ନୀତିରେ କଟକଣା କୋହଳ କରିବା, ମୁସଲିମ୍ ସମ୍ପ୍ରଦାୟଙ୍କ ଗମନାଗମନରେ ଲାଗିଥିବା କଟକଣା ହଟାଇନେବା ଏବଂ ତୁରନ୍ତ ନିର୍ମାଣାଧୀନ ମେକ୍ସିକୋ ସୀମା ପ୍ରାଚୀରର ନିର୍ମାଣ ବନ୍ଦ କରିବା ଆଦି ରହିଛି।
- ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଇଟି ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଆସନ ମଣ୍ଡନ କରିଛନ୍ତି, ଏବଂ ସେ ପ୍ରଥମ ଅଣଶ୍ବେତାଙ୍ଗୀ ଭାବେ ହ୍ବାଇଟହାଉସ୍ର ଦ୍ବିତୀୟ ସର୍ବାଧିକ କ୍ଷମତାଶୀଳ ବ୍ୟକ୍ତିତ୍ବ
- ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବେ। ୫୦ ବର୍ଷରୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୋଲି ଜଣାପଡ଼ିଛି।
- କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଆଜି (ଶୁକ୍ରବାର) କେନ୍ଦ୍ର ସରକାର କହିଛନ୍ତି।
- ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ସମ୍ପ୍ରତି ତାଙ୍କ ହୋଟେଲ୍ ଓ ରିସର୍ଟ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି।
- ଆସନ୍ତା ଏପ୍ରିଲ ମାସ ବେଳକୁ ଏହି ନୋଟ୍ ଫେରାଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହି ନୋଟ ବନ୍ଦ କରି ଦିଆଯିବ ଅର୍ଥାତ ଅଚଳ ହୋଇଯିବ । ଏହା ବଦଳରେ ୫ ଓ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର ହେବ ବୋଲି କୁହାଯାଉଛି ।
- ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ସେମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ।
- ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି। ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି।
- ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ପେଟ୍ରୋଲ୍ ତୁଳନାରେ ସିଏନ୍ଜି ଶସ୍ତାରେ ଉପଲବ୍ଧ ହେଉଛି।
|
660 |
Y |
|
3246 |
23-01-2021 |
English |
- Bhajan Samrat Narendra Chanchal passed away at the age of 80. Born in Amritsar, Narendra Chanchal who considered Jalandhar as his workplace is no more with us.
- With the government's talks with farmer unions hitting a roadblock, Agriculture Minister Narendra Singh Tomar on Friday said some "forces" definitely want protests to continue for their own personal and political motives and no resolution is possible when the sanctity of agitation is lost.
- The Karnataka Chief Minister, BS Yediyurappa recently launched Avalokana software. The software will enable the state government to access data on expenditures and sanctions incurred on 1,800 programmes.
- The Indian government is planning to sell its stake in the IT major, Tata Communications Ltd. The government owns a stake of 26.1 percent in the IT firm.
- The Indian Army is to conduct a large scale joint military exercise Kavach in the Andaman Sea and Bay of Bengal. The exercise is to be held under the aegis of Andaman and Nicobar Command. The Joint Military Exercise Kavach will involve Indian Navy, Indian Army, Indian Air Force and Indian Coast Guard.
- The Reserve Bank of India (RBI) has imposed a monetary penalty of Rs 2 crore on Standard Chartered Bank–India for delays in reporting of frauds. The penalty has been imposed on the bank for non-compliance with certain directions issued by it contained in the ‘Reserve Bank of India (Frauds – Classification and Reporting by commercial banks and select FIs) Directions 2016’.
- Uttarakhand Chief Minister, Trivendra Singh Rawat will inaugurate the first child-friendly police station of Uttarakhand, which is meant to provide a friendly environment to children associated with crimes.
- A Rajya Sabha member now, Former CJI Ranjan Gogoi will be included in the Z+ security category, sources said on Friday.
- The Appointments Committee of the Cabinet has appointed Siddhartha Mohanty as the managing director of India’s largest insurer Life Insurance Corporation (LIC) from February 1 onwards
- Former Arunachal Governor Mata Prasad has passed away at the age of 95. He served as minister in the Congress government in Uttar Pradesh in 1988- 89 and appointed as Governor of Arunachal Pradesh in 1993.
- Class 10 students will appear the matriculation or annual high school certification (HSC) examination exams in Odisha this year at their own schools, sources at Board of Secondary Education (BSE) said on Friday.
- In a massive crackdown on traffic violators, the driving licenses (DLs) of over 4,000 persons have been suspended in Odisha in the last 21 days. The DLs of 4267 persons have been suspended for three months on the charges of various traffic violations including drunken driving in different parts of the State on 220121
- The board of Sundaram Finance has named Rajiv Lochan (director Strategy) as managing director with effect from April 1. Sundaram Finance Ltd has made top-level changes as the current managing director T.T. Srinivasaraghavan will be retiring on March 31, 2021.
- Legal action will be taken against those making objectionable comments on social media against the government, ministers, MPs MLAs or government officials.
- The government has denied permission to the protesting farmers to organize a tractor rally on the Outer Ring Road in Delhi on the occasion of Republic Day on January 26.
- Shares of Reliance Industries rose by more than 3 percent on Thursday, extending its rally over the past sessions. The shares of Reliance Industries rose to Rs 2,110 in the session.
- India is supplying COVID-19 vaccines being manufactured in the country to neighbouring countries including Bhutan, Maldives, Nepal, Myanmar and Bangladesh but has not received any request from Pakistan.
- The Uttar Pradesh (UP) Police, in Mumbai for last three days, recorded statements of makers of Amazon web series "Tandav" in a case of "hurting religious sentiments" filed against them in state capital Lucknow on January 20.
- NCP president Sharad Pawar on Friday said he will take part in a protest planned in Mumbai to express support for farmers agitating against the new agri-marketing laws enacted by the Modi government.
- The University Grants Commission (UGC) has extended the last date for completing the Master’s degree or equivalent course with requisite percentage of marks as per the eligibility of National Eligibility Test (NET). As per the latest notification issued by UGC, the last date has been extended till December 31, 2021.
|
706 |
Y |
|
3247 |
22-01-2021 |
Odia |
- ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାକୁ ପୁଣିଥରେ ସାମିଲ କରିବାକୁ ମୋହର ମାରିଛନ୍ତି ବାଇଡେନ୍ ।
- ବୁଧବାର ଓଲା ତାମିଲନାଡୁରେ ଭାରତର ସବୁଠୁ ବଡ ଆଡଭାନ୍ସଡ୍ ଇଭି ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପନା ପାଇଁ ସିମେନ୍ସ ସହିତ ଚୁକ୍ତି କରିଛି। ଗତ ମାସରେ ଓଲା ତାମିଲନାଡୁ ସରକାର ସହିତ ରାଜ୍ୟରେ ନିଜର ପ୍ରଥମ ପ୍ଲାଣ୍ଟ ସ୍ଥାପନ ପାଇଁ ୨୪୦୦ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ କରିଛି।କମ୍ପାନୀ ଦାବି କରିଛି ଯେ, ପ୍ଲାଣ୍ଟ ସଂପୂର୍ଣ୍ଣ ଭାବେ ଆରମ୍ଭ ହେଲେ ପ୍ରାୟ ୧୦ ହଜାର ଲୋକଙ୍କୁ ରୋଜଗାର ମିଳିବ।
- ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି।
- ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ୩୦ଟି ବଡ଼ ବଡ଼ କମ୍ପାନୀକୁ ନେଇ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ଆଜି ରେକର୍ଡ ସ୍ତର ପାର କରିଛି ।
- ୨୦୧୮ ମସିହାରେ ସୁପ୍ରିମ୍ କୋର୍ଟ ଆଧାରକୁ ସମ୍ପୂର୍ଣ୍ଣ ବୈଧ ଏବଂ ସାମ୍ୱିଧାନିକ ବୋଲି ରାୟ ଦେଇଥିଲେ । ଏହାକୁ ପୁନର୍ବାର ବିଚାର କରିଯାବା ନେଇ ସୁପ୍ରିମ୍ କୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା ।
- ଭାରତରେ ଅନଲାଇନ୍ ଗ୍ରୋସରୀର ସବୁଠୁ ବଡ କମ୍ପାନୀ ବିଗ୍ ବାସ୍କେଟ୍ ଟାଟା ଗ୍ରୁପର ସବୁଠୁ ବଡ ଭାଗିଦାରୀ ହେବାକୁ ଯାଉଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ ବିଗ୍ ବାସ୍କେଟ୍ରେ ୧.୨ ବିଲିୟନ ଡଲାରର ନିବେଶ କରିବ।
- ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
- ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତୀୟ ଉଦ୍ଘାଟନୀ ଉତ୍ସବକୁ ଜନପ୍ରିୟ ଆମେରିକୀୟ ମନୋରଞ୍ଜନକାରୀ ଲେଡି ଗାଗା, ଜେନିଫର୍ ଲୋପେଜ୍ ଏବଂ ଗାଥ୍ ବ୍ରୁକ୍ସ୍ ଆଦି ଅଧିକ ଆକର୍ଷଣୀୟ କରିଥିଲେ। ଲେଡି ଗାଗା ‘ଦି ଷ୍ଟାର୍-ସ୍ପାଙ୍ଗଲ୍ଡ୍ ବ୍ୟାନର୍’ (ତାରା ଖଚିତ ପତାକା) ଗୀତ ଗାଇଥିବା ବେଳେ ଜେନିଫର୍ ଲୋପେଜ୍ ‘ଦିସ୍ ଲ୍ୟାଣ୍ଡ୍ ଇଜ୍ ୟୋର୍ ଲ୍ୟାଣ୍ଡ୍’ (ଏଇ ଦେଶଟି ତୁମରି ଦେଶ) ଗୀତଟି ଗାଇଥିଲେ। ସେହିଭଳି ଗାୟକ ଗାଥ୍ ବ୍ରୁକ୍ସ୍ ‘ଆମେଜିଙ୍ଗ୍ ଗ୍ରେସ୍’ (ବିଚିତ୍ର କରୁଣା) ପରିବେଶଣ କରିଥିଲେ।
- ଗୁରୁବାର ସକାଳେ ବ୍ୟବସାୟ ଆରମ୍ଭ ହେବା ପରେ ପରେ ସେନ୍ସେକ୍ସ୍ (ସେୟାର୍ ବଜାର) ୩୦୦ ପଏଣ୍ଟ୍ ଅତିକ୍ରମ କରିବା ସହ ପ୍ରଥମ କରି ୫୦, ୦୦୦-ମାର୍କରେ ପହଞ୍ଚି ଇତିହାସ ସୃଷ୍ଟି କରିଛି।
- ଓ଼ଡ଼ିଶା ରାଜସ୍ବ ଆୟ ମଧ୍ୟ ଉତ୍ସାହଜନକ ନୁହେଁ। ପୁଣି ଆସନ୍ତା ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡ଼ିପି)ର ୫.୪% ଟପିବ।
- ସୁପ୍ରିମ୍ କୋର୍ଟଙ୍କ ପ୍ୟାନେଲ ସହ ଆଜିର ଆଲୋଚନାରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ପ୍ରମୁଖ ୮ଟି ରାଜ୍ୟର ଦଶଟି କୃଷକ ସଂଗଠନ ଭାଗ ନେଇଥିଲେ।
- ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ଦର୍ଶାଉଥିବାବେଳେ ଭାରତ ଏହାକୁ ନିଜର ଅଭିନ୍ନ ଏବଂ ଅଖଣ୍ଡ ଅଂଶ ବୋଲି କହିଆସୁଛି। ଚୁନୟିଙ୍ଗ କହିଛନ୍ତି ଯେ, ଆମ ନିଜ ଅଞ୍ଚଳରେ ଚୀନର ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସ୍ବାଭାବିକ କଥା। ଏହା ଦୋଷ ବାହାରେ, କାରଣ ଏହି ଅଞ୍ଚଳ ଆମର ଅଟେ।
- ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବିଜ୍ନେସ୍ ଆଡ୍ମିନିଷ୍ଟ୍ରେସନ୍ ବିଭାଗର ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
- କୋଣାର୍କକୁ ପ୍ରତି ଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
- ବାଇଡେନଙ୍କ ସମୟରେ ଚୀନ ପ୍ରତି ଆମେରିକାର ନୀତି କଠୋର ହେବ ବୋଲି ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।
- ଶେଷଥର ପାଇଁ ୨୦୨୦ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଷ୍ଟାଡିୟମ୍େର ୧୦୦ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଷ୍ଟାଡିୟମ୍ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି କ୍ରିକେଟ୍ ଅଷ୍ଟ୍ରେଲିଆ ଦେଇଥିଲା।
- ଆନ୍ନା ହଜାରେ ତାଙ୍କ ଗାଁ ରାଲେଗାଓଁ ସିଦ୍ଧିରେ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ନା ଜାନୁଆରୀ ୩୦ ତାରିଖରୁ ଯାଦବବା ମନ୍ଦିରରେ ଉପବାସ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।
- ବାଇଡେନଙ୍କ ଐତିହାସିକ ଏବଂ ମର୍ମସ୍ପର୍ଶୀ ଭାଷଣରେ ପଛରେ ଯେଉଁ ବ୍ୟକ୍ତି ରହିଛନ୍ତି ସେ ହେଉଛନ୍ତି ବିନୟ ରେଡ୍ଡୀ ଚୋଲ୍ଲେଟି।
- ସୂଚନା ଅଧିକାର (ଆରଟିଆଇ) ଆଇନ ଆଧାରରେ ତଥ୍ୟ ମାଗୁଥିଲେ ଆବେଦନକାରୀଙ୍କୁ ଆବଶ୍ୟକ କରୁଥିବା ତଥ୍ୟ ଲାଗି ଏବେ ଉଦ୍ଦେଶ୍ୟ ଜଣାଇବାକୁ ପଡିବ।
- ସରକାରୀ ଚାକିରି ଓ ଅର୍ଥନୈତିକ ଦୁର୍ବଳ ବିଭାଗ (ଇଡ଼ବ୍ଲ୍ୟୁଏସ୍) ପାଇଁ ୧୦% ସଂରକ୍ଷଣ କେନ୍ଦ୍ର ସରକାର ଘୋଷଣା କରିବାର ୨ ବର୍ଷ ପରେ ତେଲଙ୍ଗାନା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଗୁରୁବାର ଘୋଷଣା କରିଛନ୍ତି ।
|
641 |
Y |
|
3248 |
22-01-2021 |
English |
- Farmers protesting against the controversial farm sector laws have decided to hold out for a complete scrapping of the laws, rejecting the Centre's new proposal of putting them on hold for 18 months while negotiations continue with a fresh committee.
- Nearly two years after the Centre announced 10 per cent reservation for the Economically Weaker Sections (EWS) in government jobs and educational institutions, the Telangana government today said it has decided to implement the quota in the state.
- As many as 215 terrorists were eliminated by the Central Reserve Police Force (CRPF) in Jammu and Kashmir in 2020, including Riyaz Naikoo of terror outfit Hizbul Mujahideen, who carried a reward of Rs. 12 lakh.
- The Supreme Court-appointed panel on the new agri laws on Thursday started its consultation process and interacted with 10 farmer organisations from eight states.Ten farmer organisations from Karnataka, Kerala, Madhya Pradesh, Maharashtra, Odisha, Telangana, Tamil Nadu and Uttar Pradesh participated in discussions with committee members.
- The US rejoined the World Health Organisation (WHO) in one of the first official orders of the Joe Biden presidency.
- The government has identified more than 1,100 schools in border and coastal areas where students would soon be getting training under the National Cadet Corps (NCC), Defence Minister Rajnath Singh said on Thursday.
- 5G smartphone shipment is expected to rise more than nine times to reach 38 million units in 2021, driven by a strong portfolio of products from brands like OnePlus and Apple, according to research firm Counterpoint.
- The Reserve Bank on Thursday imposed a penalty of ₹2 crore on Standard Chartered Bank–India for delays in reporting of frauds to it.
- The government has denied permission to the protesting farmers to organize a tractor rally on the Outer Ring Road in Delhi on the occasion of Republic Day on January 26.
- Even though Pakistan and China are happy about Donald Trump's departure, the new US Secretary of State has warned the two Asian country that change of government in the US will not change the country's policies.
- Kashmiri Pandits are planning to once again approach the Supreme Court to investigate the crimes and massacres that happened in the Kashmir Valley in 1990-91.
- Bhutan and Maldives Wednesday became the first countries to get coronavirus vaccines from India. They will be followed by other countries in India's neighbourhood including Bangladesh, Nepal, Myanmar and Seychelles.
- The full bench of the Election Commission of India (ECI) on Thursday asked the additional DGP (law and order) Gyanwant Singh, who is also the nodal officer of the state, to execute all pending non-bailable arrest warrants by the end of this month.
- The Supreme Court Thursday dismissed three separate pleas of Uttar Pradesh government challenging the bail granted to Samajwadi Party MP Azam Khan, his wife and son in a case of alleged forgery of birth certificate.
- Five persons including a woman were charred to death and nine were evacuated from a building in the Serum Institute of India's Manjari premises after a massive fire broke out at the facility on Thursday afternoon.
- Elected representatives above 50 years of age are likely to be vaccinated against COVID-19 in the second round of the ongoing inoculation drive after over three crore healthcare and frontline workers are vaccinated in the first round.
- The Supreme Court on Wednesday refused to entertain the Centre’s plea seeking to restrain the agitating farmers from taking out a kisan tractor rally on Republic Day in Delhi
- The number of healthcare workers who have received COVID-19 vaccine jabs in the country till the evening of the sixth day of the nationwide immunisation drive has reached 9,99,065 as per provisional reports, Union Health Ministry said on Thursday.
- Ten BJP and two Samajwadi Party candidates were elected unopposed to the Uttar Pradesh Legislative Council on Thursday.Those elected included Deputy Chief Minister Dinesh Sharma, former IAS officer AK Sharma and state BJP president Swatantra Dev Singh.
- The 700-page test-paper booklet and we want to prepare for the exams by reading their text books. Subsequently, the Pariksha Darpan will be provided to the students at appropriate time.
|
709 |
Y |
|
3249 |
21-01-2021 |
Odia |
- ମୂଳ ଭାରତୀୟ ତଥା କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ହେଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ବୁଧବାର ୫୬ ବର୍ଷୀୟା ହ୍ୟାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
- ଆସନ୍ତା ୬ ମାସ ମଧ୍ୟରେ ହ୍ବାଟସଆପ୍ରେ ଆରମ୍ଭ ହେବାକୁ ଯାଉଛି ଜିଓମାର୍ଟ୍ ସେବା ।
- ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୁସେଫ ଆର ବାଇଡେନ୍ ଶପଥ ଗ୍ରହଣ କରିଛନ୍ତି।
- ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ପରିତ୍ୟାଗ କରିଛନ୍ତି।
- ଆଇପିଏସ୍ ଅଧିକାରୀ କୃଷ୍ଣ ପ୍ରକାଶ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ‘ଆଇରନ୍ ମ୍ୟାନ୍’ରେ ସ୍ଥାନ ପାଇଛନ୍ତି।
- ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ ପାଞ୍ଚଟି ବିରୋଧୀ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ଏଆଇୟୁଡିଏଫ, ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍), ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ସାମିଲ୍ ଅଛନ୍ତି ।
- ସାରା ବିଶ୍ୱରେ ଜଣାଶୁଣା ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଅର୍ଥାତ ଜାନୁାଆରୀ ୧୯ରେ ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ପାଣିରେ ବୁଡ଼ ପକାଇଛନ୍ତି । ଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସରରେ ଖ୍ରୀଷ୍ଟିଆନଙ୍କ ରିତିନୀତିକୁ ଅନୁସରଣ କରି ସେ ମସ୍କୋରେ ବରଫ ପାଣିର ପୋଖରୀରେ ବୁଡ଼ ପକାଇଥିଲେ ।
- ଇଲାହାବାଦ ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ।
- ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ ପ୍ରତିବର୍ଷ ୩୦ ଜାନୁଆରୀରେ ଶହୀଦ ଦିବସ ଭାବରେ ପାଳନ କରାଯାଏ |ଜାନୁଆରୀ ୩୦ ସକାଳ ୧୧ ଟାରୁ ଦୁଇ ମିନିଟର ନୀରବତା ଅବଲମ୍ବନ କରାଯିବ | ଏହା ସହିତ, ସେହି ଦୁଇ ମିନିଟ୍ ପାଇଁ ସମଗ୍ର ଦେଶ ବନ୍ଦ ହୋଇଯିବ | ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ୧୦.୫୯ ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଚଳାଇ ବାର୍ତ୍ତା ଦିଆଯିବ।
- ସରକାର ସଂଶୋଧନ ପ୍ରସ୍ତାବ ଦେବା ସହ କୃଷକ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହି କାରଣ ପାଇଁ ଶେଷରେ କୌଣସି ସମାଧାନର ବାଟ ବାହାରିପାରିନଥିବା ଜଣାପଡ଼ିଛି। ଆଗାମୀ ପର୍ଯ୍ୟାୟ ବୈଠକ ଜାନୁଆରି ୨୨ରେ ହେବ।
- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି ।
- କୋଭିଡ୍ ଟିକା ସମ୍ପୂର୍ଣ୍ଣ ନିରାପଦ। ଅନ୍ୟ ଟିକା ଅପେକ୍ଷା କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ଅଧିକ ସୁରକ୍ଷିତ। ଏଯାବତ୍ ଦେଶରେ ୪.୫୪ ଲକ୍ଷ ଲୋକ ଟିକା ନେଇସାରିଲେଣି। କେବଳ ୦.୧୮ ପ୍ରତିଶତ କ୍ଷେତ୍ରରେ ପ୍ରତିକୂଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି
- ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି।
- ଦେଶର ସର୍ବ ବୃହତ୍ତ ଅନଲାଇନ ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟରେ ଟାଟା ଗ୍ରୁପ ନିଜର ଭାଗିଦାରୀ ବଢାଇବାକୁ ଯାଉଛନ୍ତି। ଏଥିଲାଗି ଗ୍ରୋସରୀ କମ୍ପାନୀରେ ଟାଟା ୨୦୦ରୁ ୨୫୦ ମିଲିୟନ ଡଲାର ଅର୍ଥାତ ୧ ହଜାର ୮୦୦ କୋଟି ଟଙ୍କା ନିବେଶ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି
- ବୁଧବାର ଦିନ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିଲା। ଏହାପରେ ସେ ଟ୍ୱିଟର ସିଇଓ ଜ୍ୟାକଙ୍କୁ ଟ୍ୟାଗ କରି ସେମାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଯେଉଁମାନେ ତାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରିଥିଲେ।
- ବୁଧବାର ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ବିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦେଶର ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି।
- ସିଦ୍ଧାର୍ଥ ମହାନ୍ତି ଆସନ୍ତା ଫେବୃଆରୀ ୧ ରୁ ଭାରତର ସବୁଠାରୁ ବଡ ଜୀବନ ବୀମା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (MD) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଭାବରେ ଦାୟିତ୍ୱ ନେବେ ।
- ‘ଶିକ୍ଷା ଦର୍ପଣ’ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ। ଏହା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ। କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭାଗ ପକ୍ଷରୁ ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତକ ଛାପିବାକୁ ନିଷ୍ପତ୍ତି ନିଆଯାଇଛି।
- ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ।
- ହାଇଦ୍ରାବାଦରେ ସୋନୁ ସୁଦ୍ଙ୍କ ନାମରେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଏହାର ନାମ ‘ସୋନୁ ସୁଦ୍ ଆମ୍ବୁଲାନ୍ସ ସେବା’ ରଖାଯାଇଛି।
|
685 |
Y |
|
3250 |
21-01-2021 |
English |
- Joe Biden was sworn-in as President and Kamala Harris as Vice President in a historic ceremony to take the leadership of a nation ravaged by the Covid-19 pandemic and riven by deep political hostility.
- Kamala Harris,the daughter of Shyamala Gopalan became the first Indian American, the first woman, and the first African American to be sworn in as the Vice President, putting her a heartbeat away from the presidency.
- Joe Biden will sign 15 executive actions after he is sworn in as US president on Wednesday, aides said, undoing policies put in place by outgoing President Donald Trump and making his first moves on the pandemic and climate change.
- The Odisha Government today hiked bus fares across all categories due to the increase in diesel price.Fares of ordinary and express buses have been hiked by 1 paisa/km while fares of deluxe and AC deluxe buses were increased by 2 paise/km.
- The dragon fruit will now be called as ‘Kamalam’ in Gujarat as the Government has applied for a patent to change the nomenclature of the fruit.
- The Supreme Court Wednesday refused to entertain a plea seeking action against illegal ashrams run by fake 'babas' across the country, saying the issue does not fall under its realm.
- The top court told the lawyers appearing for farmers unions that all it wanted is the resolution of the impasse and peace, while the clarifying committee has not been given adjudicatory powers.
- PM Modi releases Rs 2,691 crore for PMAY-G beneficiaries in UP.
- The new president will sign the orders almost immediately after taking the oath of office at the Capitol, pivoting quickly from his pared-down inauguration ceremony to enacting his agenda.
- As per the notification of the School and Mass Education (SME) department, there will be a waiver of 26 per cent (pc) for school fees above Rs one lakh per annum, 25 per cent for fees from Rs 72,001 to Rs 1 lakh per annum, 20 per cent for Rs 48,001 to Rs 72,000 per annum, 15 per cent for Rs 24,001 to Rs 48,000 per annum, 12 per cent for 12,001 to Rs 24,000 per annum and 7.5 per cent for Rs 6,001 to Rs 12,000 per annum.
- The Supreme Court has dismissed petitions seeking review of its verdict that upheld the validity of the Aadhaar scheme more than two years ago.
- The BBC on Tuesday apologised for any offence caused and rectified what it termed as the mistaken use of an inaccurate map of India, which had the boundaries of Jammu and Kashmir entirely missing, triggering a formal letter of complaint by Labour Party MP Virendra Sharma.
- India on Tuesday announced that it will supply COVID-19 vaccines under grant assistance to Bhutan, Maldives, Bangladesh, Nepal, Myanmar and Seychelles from Wednesday.
- As India launched the world’s largest Covid-19 vaccination drive, several UN agencies are working closely with the authorities for the massive vaccination programme, a spokesperson for the UN chief has said.
- Alibaba Group founder Jack Ma made his first public appearance since October on Wednesday when he spoke to teachers by video, easing concern about his unusual absence from the limelight.
- The Supreme Court on Wednesday took strong exception to casting of aspersions on a four-member committee appointed by it to talk to farmers agitating against farm laws even as it issued notice to the Centre on pleas seeking reconstitution of the panel after recusal by BKU leader BS Mann.
- The COVID-19 vaccine developed by Pfizer and BioNTech is likely to protect against a more infectious variant of the virus discovered in Britain which has spread around the world, according to results of further lab tests released on Wednesday.
- Policemen were deployed on Tuesday to protect a Hindu temple in northwest Pakistan's Khyber Pakhtunkhwa province, days after a leader of the minority community demanded protection for the place of worship fearing an attack by some mischievous elements who wanted to occupy its land.
- Teachers are working harder than ever before and more than any other occupation, according to a study published in the peer-reviewed journal Oxford Review of Education authored by researchers from UCL.The proportion who say their job demands a very high level of input is nine in ten which represents an increase of two-thirds (90% vs 54%) over 25 years, according to the findings taken in 2017 and based on more than 800 teachers in British schools.
- Urban India has increased savings and investments, and cut down basic and luxury expenses significantly due to the outbreak of COVID-19 pandemic, according to a survey done by Max Life Insurance.
|
733 |
Y |
|