# |
Date |
Type |
Current Affairs |
No. Of Views |
Status |
Action |
3331 |
11-12-2020 |
Odia |
- ମିଶନ ମଙ୍ଗଳ ଯାଇଥିବା Space-X ଷ୍ଟାରସିପ୍ ରକେଟ୍ର ବିସ୍ଫୋରଣ ହୋଇଛି । ପରୀକ୍ଷଣ ସମୟରେ ଏହାର ଷ୍ଟାରସିପ୍ ରକେଟ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଭୂମି ପୂଜନ କଲେ । ଆଜିର ଭୂମି ପୂଜନ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେଇଛନ୍ତି।
- ଭାରତର ଆପୋଲୋ ଡାକ୍ତରଖାନା ଖାନ ଦାବି କରିଛି ଯେ ଦିନକୁ ଏକ ନିୟୁତ (୧୦ ଲକ୍ଷ) ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ। ଏହା କେବଳ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି।
- ସରକାରଙ୍କ ପ୍ରସ୍ତାବକୁ ଗତକାଲି ବିକ୍ଷୋଭରତ କୃଷକ ସଂଗଠନମାନେ ଅଗ୍ରାହ୍ୟ କରିବା ପରେ ଆଜି କୃଷକ ନେତାମାନେ କହିଛନ୍ତି ଯେ ୩ଟି କୃଷି ଆଇନ ରଦ୍ଦ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ଓ ରେଳ ଟ୍ରାକକୁ ଅବରୋଧ କରାଯିବ।
- ଭାରତରେ ପ୍ରାୟ ୭୦ ଲକ୍ଷ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଡ଼ାର୍କୱେବରେ ଏହି ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି । ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ତଥ୍ୟ ଲିକ୍ ହୋଇଥିବା ଦାବି କରିଛନ୍ତି ।
- .ଭାରତୀୟ ବାୟୁସେନା ପାଇଁ ୨୦୨୦ ସ୍ମରଣୀୟ ବର୍ଷ ହୋଇପାରିଛି | ଚଳିତ ବର୍ଷ ଜୁଲାଇ ୨୯ ରେ ଯୁଦ୍ଧ ବିମାନ ରାଫେଲ ଭାରତରେ ପହଞ୍ଚିଥିଲା ଓ ସେପ୍ଟେମ୍ବର ୧୦ରେ ଏହାକୁ ବାୟୁସେନାର ଗୋଲଡ଼େନ୍ସ୍କ୍ବା ର୍ଡ଼ନରେ ସାମିଲ କରାଯାଇଥିଲା ।
- ଭାରତରେ ପ୍ରାୟ ୭୦ ଲକ୍ଷ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଡ଼ାର୍କୱେବରେ ଏହି ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି । ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ତଥ୍ୟ ଲିକ୍ ହୋଇଥିବା ଦାବି କରିଛନ୍ତି ।
- ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି । ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍ ମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି।
- ଗତ ସପ୍ତାହରେ ମସ୍କୋରେ ଟୀକାକରଣ ଆରମ୍ଭ ହୋଇଥିଲା। ଆଉ ସ୍ପୁଟନିକ୍ ଭି ଟିକା ନେବା ପରେ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନ ନକରିବାକୁ ଋଷ କର୍ତ୍ତୃପକ୍ଷ କହିଛନ୍ତି। ଆଉ ଏହାକୁ ନେଇ ବିବାଦ ବଢିଛି |
- ଡିସେମ୍ବର ୧୪ରେ ହେବାକୁ ଯାଉଛି ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟୋପରାଗ। ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡିସେମ୍ବର ୧୪ରେ ହେବାକୁ ଯାଉଥିବା ଦ୍ବିତୀୟ ସୂର୍ଯ୍ୟ ପରାଗଟି ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେବ।
- ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍ ଟିକ୍ଟକ୍ ଲୋକପ୍ରୀୟ ସୋସିଆଲ ସାଇଟ୍ ଫେସବୁକ୍କୁ ପଛରେ ପକାଇ ଦେଇଛି।
- ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍’କୁ ‘ଇଣ୍ଟର୍ନ୍ୟାସ୍ନାଲ୍ ମେରିଟାଇମ୍ ଅର୍ଗାନାଇଜେସନ୍’ (ଆଇଏମ୍ଓ) ସ୍ବୀକୃତି ଦେଇଛି।‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍ କନ୍ଷ୍ଟେଲେସନ୍’ (ଏନ୍ଭିଆଇସି) ବୋଲି ନାମକରଣ କରାଯାଇଥିବା ଏହି ‘ଜିଏସ୍ପି’ ‘ୱାର୍ଲଡ୍-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍’ର (ଡବ୍ଲୁଡବ୍ଲୁଆର୍ଏନ୍ଏସ୍) ଉପକରଣ ଭାବେ ବ୍ୟବହୃତ ହେବ।
- ଅଧିକାରୀକ ବିବୃତ୍ତିରେ ହ୍ୟାକରମାନେ କରୋନା ଭାକ୍ସିନ ସମ୍ପର୍କିତ ଫାଇଲ ଆକ୍ସେସ୍ କରିଥିବା କହିଛନ୍ତି। ଭାକ୍ସିନକୁ ନେଇ କରାଯାଇଥିବା ମିଳିତ ଗବେଷଣାର ତଥ୍ୟ ୟୁରୋପୀୟ ମେଡିସିନ ଏଜେନ୍ସୀଙ୍କ ସର୍ଭରରେ ଥିଲା। ସାଇବର ହ୍ୟାକର ଏହାକୁ ହାତେଇ ନେଇଥିବା ଉଭୟ କମ୍ପାନୀ ଅଭିଯୋଗ କରିଛନ୍ତି।
- ଋଷର ଅର୍ଖାଗ୍ଲେସ୍କରେ ଜଣେ ୨୪ବର୍ଷୀୟା ମହିଳାଙ୍କ ବାଥଟବରେ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇ ଯାଇଛି। ଓଲେସ୍କା ସେମେନୋଭାଙ୍କ ଆଇଫୋନ୍ ୮ଚାର୍ଜ ହେଉଥିଲା। ହଠାତ୍ ଏହି ଫୋନ୍ ତାଙ୍କ ବାଥଟବରେ ଖସି ପଡ଼ିଥିଲା। ଓଲେସ୍କା ସେହି ସମୟରେ ଗାଧୋଉଥିଲେ। ତାଙ୍କୁ ଜୋରଦାର ବିଦ୍ୟୁତ୍ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
- ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ABRY) ଅନୁଯାୟୀ ସରକାର କହିଛନ୍ତି ଯେ, ୨୦୨୦ ଅକ୍ଟୋବର ୧ ତାରିଖରୁ ୨୦୨୧ ଜୁନ ୩୦ ତାରିଖ ଯାଏଁ କମ୍ପାନୀ ନିଯୁକ୍ତ କରିଥିବା ନୂଆ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ଯାଏଁ ରିଟାୟରମେଣ୍ଟ ଫଣ୍ଡରେ ଅଂଶଦାନ କରିବେ।ପ୍ରତି ମାସରେ ୧୫ ହଜାର ଟଙ୍କା କିମ୍ବା ତାଠାରୁ କମ ଦରମା ପାଉଥିବା କର୍ମଚାରୀଙ୍କୁ ଫାଇଦା ମିଳିବ।
- ପ୍ରସିଦ୍ଧ ହିନ୍ଦୀ କବି ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ମଂଗଳେଶ ଡବରାଲଙ୍କ ୭୨ ବର୍ଷ ବୟସ ପରଲୋକ ଘଟିଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି।
- ବୁଧବାର ଐତିହାସିକ ଶିଖର ଛୁଇଁବା ପରେ ଗୁରୁବାର ସେନସେକ୍ସ ବିଯୁକ୍ତାତ୍ମକ ପ୍ରଦର୍ଶନ କରିଛି । ସୂଚକାଙ୍କ ୧୪୩.୬୨ ପଏଣ୍ଟ ହ୍ରାସ ପାଇ ୪୫୯୫୯.୮୮ରେ ବନ୍ଦ ହୋଇଛି ।
- ସରକାର ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଚାଷୀଙ୍କୁ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ନପାରିବା ଦୁର୍ଭାଗ୍ୟଜନକ କହିଛନ୍ତି। ତେବେ ଚାଷୀଭାଇଙ୍କୁ ଏମଏସପି ପୂର୍ବବତ ଜାରି ରହିବ ବୋଲି ସେ ବିଶ୍ୱାସ ଦେଇଛନ୍ତି।
- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିପାକ୍ଷିକ ସିରିଜ୍ ପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ପ୍ରଥମ ଟେଷ୍ଟ୍- ୫ ରୁ ୯ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ ,ଦ୍ବିତୀୟ ଟେଷ୍ଟ୍- ୧୩ ରୁ ୧୭ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ, ତୃତୀୟ ଟେଷ୍ଟ୍- ୨୪ ରୁ ୨୮ ଫେବୃଆରୀ ମଧ୍ୟରେ ଅହମଦାବାଦରେ ଖେଳାଯିବ, ଚତୁର୍ଥ ଟେଷ୍ଟ- ୪ ରୁ ୮ ମାର୍ଚ୍ଚ ମଧ୍ୟରେ ଅହମଦାବାଦରେ ଖେଳାଯିବ (ଗଣମାଧ୍ୟମରୁ ସଂଗୃହିତ )
|
642 |
Y |
|
3332 |
11-12-2020 |
English |
- Chinese foreign ministry spokesperson Hua Chunying said that Beijing is committed to resolving the border standoff through dialogue but was also determined to safeguard its territorial sovereignty.
- Walmart plans to increase exports from India to USD 10 billion by 2027
- India has highest viewership of films on Netflix globally.
- As per a report by PwC (a global network of firms), India reported a 45% increase in the use of Artificial Intelligence, the highest among all countries, following the outbreak of the virus.
- Govt approves submarine optical fibre cable connectivity between Kochi and Lakshadweep Islands
- Govt proposes amendment in Rehabilitation Council of India Act 1992. The amendment in the act will make the Rehabilitation Council of India (RCI) provide accessible, quality and affordable habilitation
- Blood will be provided free of cost to patients receiving treatment at state-run hospitals in Maharashtra from December 12, Health Minister Rajesh Tope announced on Thursday.
- The new Parliament building will be constructed close to the existing one under the Central Vista redevelopment projectPrime Minister Narendra Modi today performed a ground-breaking ceremony in the heart of Delhi to mark the symbolic launch of the new parliament building.
- The new coach developed by the Indian Railways will increase the speed of automobile coach from 75kmph to 110 kmph
- Indian Parliament's new building will have a triangular shape to reflect the importance of triangles being a sacred geometry in various religions, while its interiors will have three national symbols as their main themes -- Lotus, Peacock and Banyan Tree.
- BJP leader and former Maharashtra tribal development minister Vishnu Savara (70) died here on Wednesday, a close aide said.
- Higher education institutions in Uttarakhand, which have been closed since the coronavirus-induced lockdown was imposed in March this year, will open from December 15
- The data submitted to the European Medicines Agency (EMA) by Pfizer/BioNTech and Moderna for their Covid-19 vaccine candidates is "very robust", its executive director said on Thursday.
- Failing to get the desired response from students and affiliation problems, Sambalpur University (SU) has discontinued as many as six self-financing post-graduate (PG) courses in the academic session 2020-21. The courses are MBA in Rural Management, MBA in Agri Business, MBA in Financial Management, Nano technology, Medical Physics and Sanskrit.
- United Nations Environment Programme (UNEP)’s Emissions Gap Report 2020 has been published recently. The annual report from UNEP measures the gap between anticipated emissions and levels consistent with the Paris Agreement goals of limiting global warming this century to well below 2°C and pursuing 1.5°C.
- India ranked 10th in (CCPI) 2021.India, for the second time in a row, continued to remain in the top 10.Last year, India had been ranked at the ninth position.
- Entire Lakshadweep group of islands has been declared as an organic agricultural area under the Participatory Guarantee System (PGS) of India.
- The much-awaited new Interstate Bus Terminal (ISBT) in Bhubaneswar will be ready by mid of 2022.It was revealed by Chief Minister Naveen Patnaik after he reviewed the project at Baramunda in Bhubaneswar today. The cost of the project is estimated to be around Rs 180 crore and is expected to be completed in 18 months.
- BSNL on Thursday announced the launch of a satellite-based internet of things (IoT) device service that can be used across India where mobile towers are not present, including the seas within the country's jurisdiction.
- The State government on Wednesday approved the Energy department’s proposal for conversion of Rs 400 crore bond issued in its favour by Grid Corporation of Odisha Ltd (Gridco) to equity of Odisha Power Transmission Corporation Limited (OPTCL).
(Collected from Mass Media) |
925 |
Y |
|
3333 |
10-12-2020 |
Odia |
- ପ୍ରତି ବର୍ଷ ଶେଷରେ, ଗୁଗୁଲ କମ୍ପାନୀ ‘ଇୟର ଇନ ସର୍ଚ୍ଚ’ ତାଲିକା ପ୍ରକାଶ କରିଥାଏ | ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବିଶ୍ଵବ୍ୟାପୀ କରୋନା ଭୁତାଣୁ (କୋଭିଡ -୧୯) ମହାମାରୀ ବାବଦରେ ଗୁଗୁଲରେ ଅନୁସନ୍ଧାନ କରିଥିବାବେଳେ ଭାରତୀୟମାନେ ଆଇପିଏଲ୍ ବାବଦରେ ଅଧିକ ଖୋଜିଥିଲେ।
- ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଡିସେମ୍ବର ୧୪ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। କୃଷକମାନେ ଏହା ମଧ୍ୟ କହିଛନ୍ତି ଯେ, ଡିସେମ୍ବର ୧୨ସୁଦ୍ଧା ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରାଯିବ।
- ଅଭିନେତା ସୋନୁ ସୁଦ ତାଙ୍କର ବିଭିନ୍ନ ସମୟରେ ଅସହାୟ, ନିସହାୟ ଓ ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ମାନବିକତାର ଏକ ନୂତନ ନିଦର୍ଶନ ସୃଷ୍ଟି କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି ଯୋଗାଡ଼ କରିଛନ୍ତି ୧୦ କୋଟି ଟଙ୍କା।
- ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି।
- ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃର୍ତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂ କୃଷକଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।
- ଓ଼ଡ଼ିଶା ସହିତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ତଥା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ- ଡାମନ ଓ ନଗରହାଭେଲୀ ଏବଂ ଲକ୍ଷାଦ୍ୱୀପରେ କୁଷ୍ଠରୋଗ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟି ରିପୋର୍ଟରେ ଉଦ୍ବେଶ ପ୍ରକାଶ ପାଇଛି।
- ମଧ୍ୟପ୍ରଦେଶର ଗ୍ବାଲିୟର ସହରର ବସ୍ଷ୍ଟାଣ୍ଡ୍ ନିକଟରେ ଥିବା ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରେ ଭିକ ମାଗୁଥିବା ସୁରେନ୍ଦ୍ର ବଶିଷ୍ଠ ବୟସ ୯୦ ଦେହରେ ଛିଣ୍ଡା କପଡ଼ା ହାତରେ ଭିକ୍ଷା ପାତ୍ର ହେଲେ କଣ୍ଠରୁ ଉଚ୍ଚାରିତ ହେଉଛି ଅନର୍ଗଳ ଶୁଦ୍ଧ ଇଂରାଜୀ।
- ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଆଗରେ ରହିଛି । ଦେଶର ବଛା ବଛା ୪୦ଟି ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା
- ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର।
- କୃଷି ଆଇନ ରଦ୍ଦ ପାଇଁ ଦାବି କରି ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର ଓ ବ୍ୟାପକ କରୁଥିବା ବେଳେ ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ ଦେଶର ବିରୋଧୀ ଦଳର ନେତାମାନେ ମିଳିତ ଭାବେ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅନୁରୋଧ କରିଛନ୍ତି।
- ୨୦୨୦ ବର୍ଷ ପାଇଁ ଫୋର୍ବସ୍ର ଏହି ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ କ୍ରମାଗତ ଭାବେ ଦଶମ ବର୍ଷ ପାଇଁ ଜର୍ମାନର ଚାନେ୍ସଲର ଆଞ୍ଜେଲା ମର୍କେଲ ଶୀର୍ଷରେ ରହିଛନ୍ତି। ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ କମଲା ହାରିସ୍ ଅଛନ୍ତି ଏହି ତାଲିକାରେ ତୃତୀୟ ସ୍ଥାନରେ।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏଚସିଏଲ୍ ଏଣ୍ଟରପ୍ରାଇଜ୍ ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଭାରତୀୟ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାର ବି ଚଳିତ ବର୍ଷ ଫୋର୍ବସ୍ ଦ୍ୱାରା ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
- ଭାରତ ସରକାର ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବେ ଏବଂ ଏଥିରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନେ ନିଯୁକ୍ତ ହେବେ।
- ଦେଶର ଅନ୍ୟ ଏକ ପୁରାତନ ଅର୍ଥାତ୍ ୧୦୫ ବର୍ଷର ମହାରାଷ୍ଟ୍ରରେ କରଦ ଜନତା ସହକାରୀ ବ୍ୟାଙ୍କ ଲାଇସେନ୍ସ ରିଜର୍ଭ ବ୍ୟଙ୍କ ରଦ୍ଦ କରି ଦେଇଛି ।
- ଫୁଲବାଣୀରେ ଖୋଲାଯିବ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସପିଟାଲ । ସେହିପରି କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ମେଡ଼ିକାଲ କଲେଜର ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
- ଦୀର୍ଘ ୧୮ବର୍ଷ ଧରି କ୍ରିକେଟରେ ରହିବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
- କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବେ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
- ଆଗାମୀ ୨୦୨୧ ମସିହାରେ ଉପୁଜିବାକୁ ଥିବା ସଂକଟର ମୁକାବିଲା ଲାଗି ମିଳିତ ଜାତିସଂଘ ୩୭୦ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଥିବା ଘୋଷଣା କରିଛନ୍ତି।
- ସରକାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁର ହୋଇଛି।
- ଆଫ୍ରିକୀୟ ଦେଶ ସୁଦାନରେ ଋଷ ନୈସେନା ଘାଟି ପ୍ରତିଷ୍ଠା କରିବା ପାଇଁ ଚୁକ୍ତି କରିଛି । ଏଠାରେ ସେ ଆସନ୍ତା ୨୫ ବର୍ଷ ପାଇଁ ଘାଟି ପ୍ରତିଷ୍ଠା କରିବ । (ଗଣମାଧ୍ୟମରୁ ସଂଗୃହିତ )
|
629 |
Y |
|
3334 |
10-12-2020 |
English |
- The second edition of Odisha Tourism’s flagship Eco Retreat event commenced at five locations-- Ramchandi beach in Konark, Satkosia, Bhitarkanika, Daringibadi and Hirakud-- today and will continue till February 28.
- The Supreme Court on Wednesday took note of the Centre's guidelines and said posters and signages should not be affixed by authorities outside homes of COVID-19 patients in the country.
- Farmers unions on Wednesday rejected the union government's draft of proposals, Darshan Pal, President of Krantikari Kisan Union said. to intensify agitation with nationwide protest on Dec 14
- The Competition Commission of India (CCI) has approved acquisition of shares of Odisha Power Generation Corporation Ltd (OPGC) by Odisha Hydro Power Corporation Limited (OHPC) under Section 31(1) of the Competition Act, 2002.
- The Maharashtra education department will allow reopening of schools for classes 5 to 8 only after getting the approval of the state health department, School Education Minister Varsha Gaikwad said on Wednesday.
- No homework for students up to class two, providing lockers and digital weighing machines in schools, making available potable water on the premises and disallowing wheeled carrier bags are among the recommendations made by the Education Ministry in its new policy on school bags. New National Educational Policy (NEP), suggests the weight of school bag for students between classes 1-10 should not be more than 10 per cent of their body weight.
- The Supreme Court on Tuesday gave a green signal to the Central Government to carry forward the land acquisition process for the Rs 10,000-crore eight-lane Chennai-Salem Green Field Corridor project. The top court also dismissed the appeal of land owners against the acquisition.
- The Finance Ministry has released the weekly installment of rupees 6,000 crore to the States to meet the GST compensation shortfall on Wednesday.
- Maruti launches digital platform, Smart Finance, to improve vehicle finance related services to customers
- Social commerce in India is expected rise ten fold to touch $16-20 billion in gross merchandise value (GMV) over the next five years from the existing $1.5-2 billion, according to a joint report by Bain and Co. and Sequoia India.
- A total of nine states as of now have implemented the Centre’s ‘One Nation One ration Card’ system,
- The Union Cabinet on Wednesday approved an expenditure of rupees 22,810 crore for a wage subsidy via employee’s provident fund organization (EPFO) as part of the Atmanirbhar Bharat Rojgar Yojana.
- Odisha has topped the Urban Governance Index in the country, as per a report released by Praja Foundation. Odisha with 56.86% score ranked first the list, followed by Maharashtra (55.15%), Chhattisgarh (49.68%), Kerala (48.77%) and Madhya Pradesh (45.94%). Praja Foundation released its first Urban Governance Index (UGI)-2020 yesterday.
- The Centre on Wednesday said it was ready to give a “written assurance” to protesting farmers that the existing Minimum Support Price (MSP) regime for procurement would continue to function but was silent on their primary demand of repealing the laws.
- The BJP on Tuesday launched a social media campaign to back the three new farm laws introduced by the Central Government in September and to bust the “myths and rumours” being spread by political opponents of the Narendra Modi regime.
- Adani Group says does not buy food grains from farmers; only manages storage for FCI
- The Union Cabinet on Wednesday gave a nod for Atmanirbhar Bharat Rojgar Yojana (ABRY) to boost employment in the formal sector and incentivise creation of new employment opportunities during the COVID-19 recovery phase under Atmanirbhar Bharat Package 3.0, said Union Minister Ravi Shankar Prasad.
- Opposition parties today met President Ram Nath Kovind and sought repeal of the three farm laws against which thousands of farmers have been protesting on various borders of the national capital.
- Human Rights Day is observed on December 10 every year
- Niti Aayog CEO Amitabh Kant said on Tuesday that "tough reforms" are difficult in India because "we are too much of a democracy", but added that for the first time the government had shown the will to bring hard-headed reforms across sectors.
(Collected from Mass Media) |
715 |
Y |
|
3335 |
09-12-2020 |
Odia |
1.ଅକ୍ଷୟ କୁମାର ପରିଜାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ପାଇକ ବିଦ୍ରୋହ’ ଚଳିତ ବର୍ଷ ମୁମ୍ବାଇ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ଜୁରି ପୁରସ୍କାର ଲାଭ କରିଛି। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ନିୟମ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ଦ୍ୱାରା ପାଇକ ବିଦ୍ରୋହ ହୋଇଥିଲା।
2.ବିଶ୍ୱର ସବୁଠାରୁ ବଡ଼ ତୈଳ ବିଶୋଧନ ବା ରିଫାଇନାରୀ ପ୍ଲାଣ୍ଟ ଭାରତର ଜାମନଗରରେ ରହିଛି | ଗୁଜୁରାଟର ଜାମନଗରରେ ଥିବା ଏହି ପ୍ଲାଣ୍ଟ ରିଲାଏନ୍ସ ଇଣ୍ଡଷ୍ଟ୍ରି ଦ୍ୱାରା ପରିଚାଳନା ହେଉଥିବାବେଳେ ଭାରତରେ ବ୍ୟବହୃତ ହେଉଥିବା ସମୁଦାୟ ଏକ ତୃତୀୟାଂଶ ପେଟ୍ରୋଲ-ଡିଜେଲ ଏଠାରୁ ହିଁ ଆସିଥାଏ |
3.୬୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ (ବୁଧବାର) ହାଇଦ୍ରାବାଦର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନୀ – ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ପରିଦର୍ଶନ କରିବେ। ଏହି କମ୍ପାନୀ କରୋନା ଭାଇରସ ପ୍ରତିରୋଧି ଟିକା ପ୍ରସ୍ତୁତ କରୁଛି। ସେମାନେ ପ୍ରଥମେ ଭାରତ ବାୟୋଟେକ ପରିଦର୍ଶନ କରିବା ପରେ ଅନ୍ୟାନ୍ୟ ସହରରେ ଥିବା କରୋନା ଟିକା ବିକାଶକାରୀ କମ୍ପାନୀ ପରିଦର୍ଶନ କରିବେ।
4.ବିଶ୍ୱର ସର୍ବବୃହତ୍ତ ଔଷଧ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋନା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି। ଯେଉଁଥିରେ କରୋନା ଟିକାର ଗୋଟିଏ ଡୋଜ ଏବେ ୨୫୦ଟଙ୍କାରେ ମିଳିବ ବୋଲି ସମ୍ଭାବନା ରହିଛି।
5.ଡ଼େରାଡ଼ୁନରେ ପ୍ରାଥମିକ ଶିକ୍ଷା ପରେ ଦିଲ୍ଲୀରେ ସ୍ନାତକ ଓ ସ୍ନାତକୋତ୍ତର ପାଠ ଶେଷ ପରେ ୨୦୦୮ ମସିହାରେ ଏକ ବହୁରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥାରେ ପାଇଥିଲେ ନିଯୁକ୍ତି । ମାତ୍ର ଏହି ସମୟରେ ତାଙ୍କର ବାପାଙ୍କର ପରଲୋକ ଘଟିଲା । ୬ ବର୍ଷର ଚାକିରି ଛାଡ଼ି ସେ ଫେରି ଆସିଲେ ଗାଁକୁ । ଆଉ ଗାଁରେ ଆରମ୍ଭ କଲେ ଫଳ, ପନିପରିବାର ପ୍ରକ୍ରିୟାକରଣ । ଆଉ ଏବେ ତାଙ୍କ ରୋଜଗାର ବାର୍ଷିକ ୩୦ ଲକ୍ଷ ଟଙ୍କା ।
6.ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ 5-G ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଗଲାଣି। ଚୀନ 6-G ଉପରେ କାର୍ଯ୍ୟ ଆରମ୍ଭ କଲାଣି। କିନ୍ତୁ ଭାରତରେ ଏବେ ବି 4-G ଇଣ୍ଟରନେଟ୍ ସେବା ଜାରି ରହିଛି। 5-G ଲଞ୍ଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ଏଯାଏ ହୋଇପାରି ନାହିଁ। ତେବେ ରିଲାଏନ୍ସ ଜିଓର ମାଲିକ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଭାରତରେ 5-G ଇଣ୍ଟରନେଟ୍ ସେବାର ଶୁଭାରମ୍ଭ ନେଇ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି।
7.ବେଙ୍ଗାଲୁରୁ ସହର ବାହ୍ୟ ଅଞ୍ଚଳରେ ନିର୍ମିତ ଏକ ହନୁମାନ ମନ୍ଦିରର ବିସ୍ତାର ପାଇଁ ଜଣେ ମୁସଲିମ ବ୍ୟବସାୟୀ ୧୬୩୪ ବର୍ଗଫୁଟ୍ ଜମି ଦାନ କରିଛନ୍ତି। ଏହି ଜମିର ମୂଲ୍ୟ ୮୦ ଲକ୍ଷରୁ ନେଇ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
8.ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ୍ ଏଭରେଷ୍ଟ୍ର ଉଚ୍ଚତା ୮୮୪୮.୮୬ ମିଟର ରହିଛି । ମାଉଣ୍ଟ୍ ଏଭରେଷ୍ଟର ନୂଆ ଉଚ୍ଚତା ବିଷୟରେ ସୂଚନା ଦେଇଛନ୍ତି ନେପାଳର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲୀ ।
9.ଚୀନ୍ ର କଡା ଚେତାବନୀ ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ରର ନୂତନ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଆମେରିକାର ବୈଦେଶିକ ମନ୍ତ୍ରଳାଳୟ ସୋମବାର ଦିନ କହିଛି ଯେ, ସେ ତାଇଓ୍ବାନକୁ ୨୮ କୋଟି ଡଲାରର ଉନ୍ନତ ସୈନ୍ୟ ସଞ୍ଚାର ଉପକରଣ ବିକ୍ରି ପାଇଁ ମଞ୍ଜୁରୀ ପ୍ରଦାନ କରିଛି।
10.ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି । ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି ।
11.ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଜାନୁଆରୀ ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ
12.ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ପାଇଛି ।
13.ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣାପଡିଛି । ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି ।
14.ଓସିଏସ୍ ମେନ ପରୀକ୍ଷାକୁ ଜାନୁଆରୀ ୨କୁ ଘୁଞ୍ଚାଯାଇଛି।
15.ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ କରିଛି । ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଛି ।
16.ବିରାଟ କୋହଲିଙ୍କ ଅର୍ଦ୍ଧଶତକ ନିଷ୍ଫଳ, ଶେଷ ଟି-୨୦କୁ ୧୨ ରନରେ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୨-୧ରେ ସିରିଜ୍ ଜିତିଲା ଭାରତ
17.କେପଟାଉନରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲରେ କୋଭିଡ୍ ମାମଲା ସାମ୍ନାକୁ ଆସିବା ପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ରବ୍ଦ କରିଦିଆଯାଇଛି । ଉଭୟ ଦଳ ହୋଟେଲରେ ରହିଥିଲେ । ଦଳର କିଛି ସଦସ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏପରିକି ହୋଟେଲର କିଛି କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିଲେ ।
18.ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଘୋଷଣା କରିଛନ୍ତି ଯେ, ଚୀନ୍, ଏରିଟ୍ରିଆ, ଇରାନ୍, ନାଇଜେରିଆ, ମିଆଁମାର, ଉତ୍ତର କୋରିଆ, ପାକିସ୍ତାନ, ସାଉଦି ଆରବ, ତାଜକିସ୍ତାନ ଏବଂ ତୁର୍କମେନିସ୍ତାନକୁ ଆମେରିକା ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା ଆଇନ୍ ୧୯୯୮’ ଆଧାରରେ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ ଦେଶ ଭାବେ ଘୋଷଣା କରିଛି।
19.ବିନା ହେଲମେଟରେ ବାଇକ ରାଲି କରିଥିବା ବନ୍ଦ ସମର୍ଥନକାରୀଙ୍କର କଟିବ ଚାଲାଣ। ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ ଓଡ଼ିଶାର କମିସନରେଟ୍ ପୁଲିସ ।
20.ପାଇଲଟ୍ ଚକ୍ ୟେଜର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିଜର ସାହସ ଏବଂ ବୀରତ୍ୱ ପାଇଁ ବେଶ ଜଣାଶୁଣା। ଯୁଦ୍ଧ ପରେ ଜଣେ ପରୀକ୍ଷଣ ପାଇଲଟ୍ ଭାବରେ ତାଙ୍କର କାରନାମା ଏଭଳି ଥିଲା, ଯାହା ତାଙ୍କ ପାଇଁ ଅନେକ ଖ୍ୟାତି ଆଣିଥିଲା |୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ସେ ଆମେରିକାର ବାସିନ୍ଦା ଥିଲେ। |
653 |
Y |
|
3336 |
09-12-2020 |
English |
- ‘Paika Bidroha’ (Paika Rebellion), a short film produced by Akshay Kumar Parija won the Special Jury Award at the 9th Mumbai International Short Film Festival this year.Based on the Paika rebellion that took place in 1817, the short film had won four State Film Awards for Best Director, Best Cinematography, Best Editing and the Best Film by Jury in 2018.
- The Nepal government on Tuesday revealed that the revised height of mount Everest, the tallest peak in the world, is 8,848.86 metres.The announcement was made here by the Department of Survey in a virtual programme attended by Nepali and Chinese officials, reports The Himalayan Times newspaper.
- The National Green Tribunal (NGT) has directed the Odisha government to prepare an action plan for 14 identified elephant corridors.
- The ruling Mizo National Front (MNF) in Mizoram on Tuesday won the Lai Autonomous District Council (LADC) polls by winning 20 of its 25 seats, state election commission said.
- India has organised a visit of a group of more 60 heads of missions to its vaccine manufacturing hub in Hyderabad as the race for manufacturing covid-19 vaccines heats up across the world.
- Jet Airways may restart domestic and international operations by summer of 2021
- Bharti Enterprises chairman Sunil Mittal on Tuesday said India will be ready for rollout of 5G technology in the next two-three years, even as rival Mukesh Ambani claimed his company would launch the fifth-generation wireless service in the second half of 2021.
- Fitch Ratings on Tuesday raised India's GDP forecast to -9.4 per cent in the current fiscal year to March 2021 from a previously projected contraction of 10.5 per cent after the economy staged a sharper rebound in the second quarter.
- While the UK has already rolled out covid-19 vaccine immunisation program and various other countries including India, are planning to kick off vaccination drive soon, the World Health Organization (WHO) has cautioned that a “very robust", a very strong safety monitoring system should be in place for the vaccines.
- The Union Health Ministry has developed a digital platform, including a mobile application, for real-time monitoring of COVID-19 vaccine delivery, recording data and to enable people to get themselves registered for vaccination.
- Meghalaya will be open to tourists from December 21 for the first since the COVID-19 pandemic made its way into the country earlier this year, Chief Minister Conrad K Sangma said on Tuesday.Travellers, however, will have to adhere to a host of guidelines and health protocols to visit the 'Land of Clouds', he said.
- Nearly 30 crore Indians -- which includes healthcare and frontline workers, those above 50, and those with comorbidities -- will be prioritised for Covid-19 vaccination, the government said on Tuesday, sharing for the first time, details of its coronavirus vaccination strategy officially.
- NCP president Sharad Pawar on Tuesday said leaders from different political parties will discuss and take a collective stand on the contentious farm laws before meeting President Ram Nath Kovind.Opposition parties are expected to meet Kovind on Wednesday evening to raise their concerns about the three farm laws.
- Only four states -- Bihar, Manipur, Odisha and Tamil Nadu -- have appointed judicial and non-judicial members of anti-corruption ombudsman Lokayukta, according to a Transparency International India report.
- Bachpan Bachao Andolan, founded by Satyarthi who won the 2014 Nobel Peace Prize, in the petition sought adherence to the 2018 Supreme Court directions to all state governmentson the effective implementation of the Juvenile Justice Act 2000.
- Australia defeated India by 12 runs in the third and final T20 International at the Sydney Cricket Ground.The win restored some pride for Australia as they had lost the series 2-1 after going down in the first two matches
- . n the context of discussing the limits of free speech and what may tantamount to hate speech, the Supreme Court (SC) has recently held that “Historical truths must be depicted without in any way disclosing or encouraging hatred or enmity between different classes or communities.”
- National Thermal Power Corporation (NTPC) has signed a Memorandum of Understanding (MoU) with Indian Institute of Forest Management (IIFM), Bhopal, to implement the Narmada Landscape Restoration Project (NLRP).
- The work on the foundation for proposed Ram temple on Ram Janmabhoomi premise is expected to start after December 15.The decision was made after the conclusion of the two-day meeting of Ram Temple Construction Committee, presided over by chairman Nripendra Mishra, in Ayodhya on Tuesday.
- Chief of Army Staff Gen MM Naravane on Tuesday left on a six-day tour of the United Arab Emirates and Saudi Arabia, in a first-ever visit by a head of the Indian Army to the two strategically important Gulf countries.
|
882 |
Y |
|
3337 |
08-12-2020 |
Odia |
- ସମଗ୍ର ବିଶ୍ବରେ କୋଭିଡ୍-୧୯ ସଂକ୍ରମଣର ଶିକାର ହୋଇଥିବା ପ୍ରାୟ ଶତ ପ୍ରତିଶତ ରୋଗୀଙ୍କ ଶରୀରରେ ଆଣ୍ଟିବଡି (ରୋଗ ପ୍ରତିରୋଧକ ଶକ୍ତି) ବିକଶିତ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବିଶେଷଜ୍ଞ ମାରିଆ ଭାନ୍ କେର୍କୋଭ୍ ପ୍ରକାଶ କରିଛନ୍ତି।
- ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ଟି ଦେଶ ସାମିଲ ହୋଇଛନ୍ତି। ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି।
- ଭାରତ-ଚୀନ୍-ଭୁଟାନ୍ର ମିଳନ ସ୍ଥଳ ନିକଟସ୍ଥ ବୁମ୍ ଲା ପାସ୍ଠାରୁ ମାତ୍ର ୫ କିଲୋମିଟର ଦୂରରେ ଚୀନ୍ ୩ଟି ଗ୍ରାମ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି।
- ଆସନ୍ତାକାଲି ଓଡ଼ିଶାର ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି(ମଙ୍ଗଳବାର) ଛୁଟି ଘୋଷଣା କରାଯାଇଛି। ତେବେ ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ବଜାୟ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
- ମଧ୍ୟପ୍ରଦେଶର ପାନ୍ନାର ଜଣେ କ୍ଷୁଦ୍ର ଚାଷୀ ନାଁରେ ଜଣାଯାଆନ୍ତି ଲଖନ ଯାଦବ। ନିଜର ଜମି କମ୍ ଥିବାରୁ ୨୦୦ ଟଙ୍କାରେ କିଛି ଜମି ନେଇ ଚାଷ କରନ୍ତି। ସେହି ଜମିରେ ହଳ କରିବା ବେଳେ ତାଙ୍କୁ ମିଳିଛି ୧୪.୯୮ କ୍ୟାରେଟର ହୀରା । ହୀରାର ଦାମ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୬୦ ଲକ୍ଷ ଟଙ୍କା।
- କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ମଙ୍ଗଳବାର ଏହାର ରସାୟନ ବିଜ୍ଞାନ ବିଭାଗକୁ ଭାରତୀୟ ଫାର୍ମାସ୍ୟୁଟିକାଲ୍ ପ୍ରମୁଖ ସିପ୍ଲାର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୟୁସୁଫ୍ ହମିଦଙ୍କ ନାଁରେ ନାମିତ କରିବା ପାଇଁ ଘୋଷଣା କରିଛି । ତେବେ ଏହି ବିଭାଗର ନାଁ ୨୦୫୦ ଯାଏଁ ରହିବ ବୋଲି କେମ୍ବ୍ରିଜ୍ ୟୁନିଭରସିଟି ପକ୍ଷରୁ ସୂଚନା ଦିଆଯାଇଛି ।
- ଏକ ରିପୋର୍ଟରୁ ପ୍ରକାଶ ପାଇଛି ଯେ, ସାଇବର ଅପରାଧ ଯୋଗୁଁ ବିଶ୍ବର ଅର୍ଥନୀତି ପ୍ରାୟ ୧ ଟ୍ରିଲୟନ ବା ଏକ ଲକ୍ଷ କୋଟି ହରାଇଛି। ଏହା ହେଉଛି ବିଶ୍ବ ଜିଡିପିର ପ୍ରାୟ ୧ ପ୍ରତିଶତ । ଏ ନେଇ ସୂଚନା ଦେଇଛି ମାକ ଏ ଫୀ ସାଇବର ସିକ୍ୟୁରିଟି ଫାର୍ମ ।
- ଭାରତୀୟ ରେଲୱେ ୧୦୦ ରୁ ଅଧିକ ଷ୍ଟେସନ ଉପରେ ଯାତ୍ରୀଙ୍କ ଠାରୁ ୧୦ ରୁ ୫୦ ଟଙ୍କା ମଧ୍ୟରେ ସର୍ଭିସ ଚାର୍ଜ ଚାର୍ଯ ନିଆଯାଇପାରେ ବୋଲି କୁହାଯାଉଛି।
- କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।
- ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ ୫୫୦ ପଲସ ଅକ୍ସିମିଟର ପ୍ରଦାନ କରାଯାଇଛି। ୮ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶେଷ ସହାୟକ ହେବ।
- ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ ସୁରବାବା।
- କୃଷକ ସଂଗଠନଗୁଡିକୁ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର।
- ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁର ସହରରେ ପ୍ରାୟ ୩୦୦ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ଲୋକମାନେ ହଠାତ ଅଚେତ ହୋଇପଡିବା ଓ ପାଟିରୁ ଫେଣ ବାହାରିବା ଦେଖାଯାଇଛି। ଯାହାକୁ ଅପସ୍ମାର ଭଳି ରୋଗର ଲକ୍ଷଣ।
- କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନ ପାଠ ପଢାଯାଉଛି। ଅନଲାଇନ ପାଠପଢାକୁ ନେଇ ଏବେ ପରୀକ୍ଷା କରିବା ଉଚିତ୍ ହେବନି। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଓଡିଶା ଉଚ୍ଚ ଶିକ୍ଷା ସଚିବ କହିଛନ୍ତି।
- ଓଡିଶା ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇ ଦେଇଛନ୍ତି। ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବଢ଼ା ଯାଇଛି। ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ାଇଛନ୍ତି।
- ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ କୌଣସି ନିର୍ମାଣ କାର୍ଯ୍ୟ କିମ୍ବା କୋଠା ଭଙ୍ଗାରୁଜା ହେବ ନାହିଁ ବୋଲି କହିଛନ୍ତି।
- ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କାରୁ ଅଧିକ ରହିଥିବାବେଳେ ଡିଜେଲ ଦର ୮୦ ଟଙ୍କାର ଅଧିକ ରହିଛି। ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଦର ୮୪.୦୪ଟଙ୍କା ଏବଂ ଡିଜେଲ ଦର ୮୦.୧୭ ଟଙ୍କା ରହିଛି।
- ବ୍ରିଟେନ୍, ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ଉନ୍ନତମାନର ସାମଗ୍ରୀ ଉଭୟ ଦୋକାନ, ଅନ୍-ଲାଇନ୍ରେ ମିଳେ। ହେଲେ ଏଇ କରୋନା ସେଠା ବ୍ୟବସାୟୀଙ୍କୁ ଠକାମିର ବାଟ ଶିଖାଇଛି କହିଲେ ଭୁଲହେବନି। ଗତ କିଛି ମାସ ମଧ୍ୟରେ ସେଠାରେ ଅନ୍-ଲାଇନ୍ ସପିଙ୍ଗ୍ରେ ଶତାଧିକ ଲୋକ ଠକେଇର ଶିକାର ହେଉଥିବାର ଅଭିଯୋଗ ଆସିଛି।
- ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ରବିବାର ଓଡ଼ିଶା ଏଫସି ବିପକ୍ଷରେ ମୁମ୍ବାଇ ସିଟି ଏଫସି ୨-୦ ଗୋଲରେ ବିଜୟୀ ହୋଇଛି।
- ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ଦେହାନ୍ତ ପରେ ରାଜ୍ୟସଭାକୁ ଯାଇଛନ୍ତି ସୁଶୀଲ କୁମାର ମୋଦୀ।
|
650 |
Y |
|
3338 |
08-12-2020 |
English |
- Prime Minister Narendra Modi on Monday said that the country will not have to wait too long for the coronavirus vaccine even as he cautioned people that there should be no laxity as far as prevention of the infection is concerned.
- India's first human space flight mission Gaganyaan is likely to be delayed by one year due to the adverse impact from the COVID-19 pandemic, according to Indian Space Research Organisation (ISRO) officials.
- The Agra Metro project comprises two corridors with a total length of 29.4 km and will connect major tourist attractions like Taj Mahal and Agra Fort with railway stations and bus stands.
- The biannual show, usually held in June, is the world's key event for the aerospace industry, showcasing civilian and military aircraft and equipment. The dates for the next scheduled Paris Air Show in 2023 would be announced shortly, organisers said
- KTM has launched the 2021 version of the 125 Duke. The KTM 125 Duke is the entry-level bike offered by the manufacturer. The company has made changes in the styling of the bike by making it sharper. The new bike’s design is inspired by the Duke 1290 Super Duke R
- Senior Bihar BJP leader Sushil Kumar Modi was on Monday declared elected unopposed to the Rajya Sabha in a by-poll that was necessitated by the death of Union minister and Lok Janshakti Party founder Ram Vilas Paswan.
- The mysterious disease that began spreading in Eluru city in Andhra Pradesh claimed one life on Sunday even as about 292 residents fell sick.
- India Post provides several deposit options for investors, commonly known as post office saving schemes. Presently, the government provides 9 post office saving schemes. These nine small saving schemes include Public Provident Fund (PPF), Sukanya Samriddhi Yojana (SSY), National Savings Certificate (NSC), Post Office Time Deposit for a 5 Year Term and Senior Citizen Savings Scheme (SCSS).
- The political advisor of actor-turned-politician Rajinikanth, Tamilaruvi Manian, has said that their political party, which will be launched in January next year, will fight on all 234 seats in the next Assembly elections in Tamil Nadu.
- Prof. Dinabandhu Sahoo, Director of the Cluster Innovation Centre and Professor of Botany, University of Delhi assumed charge as the Vice Chancellor of Fakir Mohan University today.
- In view of incontinences occurring to get benefits of online teaching during COVID-19 pandemic, the State Government decided to conduct the examinations for under-graduate and post-graduate students after resumption of physical classes.
- The fares of Ordinary and Express in Odisha buses have been increased by one paisa per kilometre and by two paise per kilometre for Deluxe and AC Deluxe buses. Following the revision, ticket prices of Ordinary, Express, Deluxe and AC Deluxe buses increased to 73 paise, 76 paise, 107 paise and 129 paise per km, respectively.
- Commander Nishant Singh had been missing since November 26 after his MiG-29K training aircraft had plunged into the Arabian Sea at about 1700 hours. One pilot was rescued.
- Noting that the Pradhan Mantri Awas Yojana was inaugurated from Agra, the prime minister said that more than one crore houses have been approved for the urban poor under this scheme.
- Indian Army's requirement for over 400 howitzers, DRDO has said that it would be in a position to offer over 200 Made in India ATAGS howitzers in 18-24 months of placement of orders.
- Swedish furniture and home appliances company IKEA has decided to invest Rs 5,000 crore in Uttar Pradesh, which it expects will generate employment. The company has proposed to open multiple stores in the state. The first one will come up in Noida in a few weeks.
- The UN children's agency Monday appealed for $2.5 billion in new funds for 39 million children in the Middle East and North Africa impacted by war, poverty and the coronavirus pandemic.
- The online payment service PayPal last year stopped processing payments to Pornhub, which is owned by the pornography conglomerate MindGeek.
- Pointing to the tree from his studio window over the square, Pope Francis said such symbols of Christmas are signs of hope, especially in this difficult period.
- Following raid at a house in Jagannath Complex in Rayagada town, the STF seized 23 precious stones weighing 151 kg. The sleuths also arrested the person, Jitendra Kumar Behera from Bijabandali village in Ambadala whose house was raided in Rayagada town.
|
715 |
Y |
|
3339 |
07-12-2020 |
Odia |
- ଦେଶର ଜିଡିପି ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଆଡକୁ କୋଭିଡ୍-୧୯ ପୂର୍ବ ଭଳି ସ୍ଥିତିରେ ପହଞ୍ଚିଯିବ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୮ ପ୍ରତିଶତରୁ କମ ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ।
- ହିନ୍ଦୀ ତଥା ମରାଠୀ ସିନେମା ଓ ଥିଏଟର ଜଗତର ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ଆଜି ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।
- କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀ ସୀମାନ୍ତରେ ଏକତ୍ରିତ ହୋଇଥିବା କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ମଙ୍ଗଳବାରର ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳ ଘୋଷଣା କରିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି , ବାମପନ୍ଥୀ ଦଳ, ତାମିଲନାଡୁର ଡିଏମକେ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ ଭଳି ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।
- ଗତ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬.୪ ଲକ୍ଷରେ ପହଞ୍ଚିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୮୨ ମୃତ୍ୟୁ ରେକର୍ଡ କରାଯାଇଛି।
- କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି, ହେଲେ ଏ ବିଷୟରେ ସେ ପ୍ରଚାର ନକରି ଚୁପଚାପ ଏଭଳି କରିଥିବା ଜଣା ପଡ଼ିଛି।
- ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
- ‘ଏଚ୍ଏଲ୍-୨ଏମ୍ ଟୋକାମାକ୍’ ନାମକ ଚୀନର ସର୍ବାଧୁନିକ ତଥା ବୃହତ୍ତମ ରିଆକ୍ଟରରେ ସଂଘଟିତ ଏହି ପ୍ରକ୍ରିୟା ଦ୍ବାରା ଏକ ବିଶାଳ ସବୁଜ ଶକ୍ତିକ୍ଷେତ୍ରର ଦ୍ବାର ଉନ୍ମୁକ୍ତ ହୋଇପାରିବ ବୋଲି ଚୀନୀ ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି। ଏଥିରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସାହାଯ୍ୟରେ ଉତ୍ତପ୍ତ ପ୍ଲାଜ୍ମାକୁ ଗଳନ ହେବାକୁ(ମିଶିବାକୁ) ଦିଆଯାଇଛି ଏବଂ ଏଥିରୁ ୧୫ କୋଟି ଡିଗ୍ରି ସେଲ୍ସିଅସ୍ ଭଳି ଅତ୍ୟୁଚ୍ଚ ତାମମାତ୍ରା ହାସଲ କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ଆମ ସୌରମଣ୍ଡଳର ସୃଷ୍ଟିକର୍ତ୍ତା ସୂର୍ଯ୍ୟର କେନ୍ଦ୍ରସ୍ଥଳର ତାପମାତ୍ରାର ଏହା ଦଶ ଗୁଣ ଅଧିକ ହେବ ବୋଲି କୁହାଯାଉଛି।
- ଭାରତରେ ୨ଟି କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୦୨୧ ଜାନୁଆରି ସୁଦ୍ଧା ଏହି ୨ଟି ଟିକାର ଜରୁରୀ ବ୍ୟବହାର ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି।
- କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ହରିୟାଣାର ଖାପ ନେତାମାନେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଏବଂ ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂଙ୍କୁ ସାମାଜିକ ବହିଷ୍କାର ଘୋଷଣା କରିଛନ୍ତି।
- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି ଭାରତ ।
- ୭୬ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେବା ଯୋଗାଇବାର ଗୌରବମୟ ଇତିହାସ ବହନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ ଦେଶର ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ, ଏପରିକି ବିଶ୍ୱର ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ମଧ୍ୟରେ ପୁରାତନ।
- ଫାଇଜର ପ୍ରଥମ କମ୍ପାନୀ ଯିଏ ସିଧା ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ଅନୁମତି ମାଗିଛନ୍ତି। ସେପଟେ ବ୍ରିଟେନ ସମେତ ବାହାରିନ୍ ଫାଇଜରଙ୍କୁ ଏଥିଲାଗି ଅନୁମତି ଦେଇସାରିଥିବା ଜଣାପଡ଼ିଛି।
- ବୃହସ୍ପତି ଓ ଶନି ଅତ୍ୟନ୍ତ ନିକଟତର ହେବା ଓ ଆକାଶରେ ତାରା ଭଳି ଦେଦିପ୍ୟମାନ ଦେଖାଯିବାର ବିରଳ ଦୃଶ୍ୟ ଆକାଶରେ ଡିସେମ୍ବର ୨୧ ତାରିଖରେ ଦେଖାଯିବ। ଦୀର୍ଘ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ପରସ୍ପରର ଏତେ ନିକଟତର ହେଉଥିବା ଏମ.ପି. ବିରଳା ତାରାମଣ୍ଡଳର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁଆରୀ ରବିବାର କହିଛନ୍ତି।
- ୨୦୨୧ ଜାନୁଆରୀରୁ ଦେଶରେ ସିଏଏ ଲାଗୁ ହୋଇପାରେ ବୋଲି କହିଛନ୍ତି କୈଳାଶ ବିଜୟବର୍ଗିୟ। ଏହା ଦ୍ବାରା କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଥିବା ବହୁ ଶରଣାର୍ଥୀଙ୍କୁ ନାଗରିକତା ଦେଇପାରନ୍ତି ବୋଲି ସେ କହିଛନ୍ତି।
- କେହିବି ଗୋଟିଏ ଇଞ୍ଚ୍ ଜମି କିମ୍ବା ଟଙ୍କା ଦେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜର୍ମାନୀରେ ଜଣେ ମହିଳା ତାଙ୍କର ୫୫ କୋଟି ଟଙ୍କାର ସମ୍ପତ୍ତିକୁ ପଡୋଶୀଙ୍କ ନାମରେ କରିଦେଇଛନ୍ତି ।
- ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ରହୁଥିବା ୬ ବର୍ଷ ଶିଶୁ ବରେଣ୍ୟମ ଶର୍ମା ଏତେ କମ୍ ବୟସରେ ପ୍ରତିଦିନ ୫ କିଲୋମିଟରରୁ ଅଧିକ ଦୌଡୁଛନ୍ତି।
- ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢୁଛି-କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୬,୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି ଶନିବାର ଦିନ ୩୬,୬୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ତୁଳନାରେ ରବିବାର ଦିନ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି ।
- ୯୭୧ କୋଟି ଟଙ୍କା ବଜେଟ୍ରେ ନିର୍ମାଣ ହେଉଥିବା ନୂତନ ସଂସଦ ଭବନର ଭୂମିପୂଜନ ଡିସେମ୍ବର ୧୦ରେ ଅପରାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହେବ।ନୂତନ ସଂସଦ ଭବନରେ ଲୋକସଭା ସଦସ୍ୟ ପାଇଁ ପ୍ରାୟ ୮୮୮ ଆସନ ଓ ରାଜ୍ୟସଭା ସଦସ୍ୟ ପାଇଁ ୩୨୬ରୁ ଅଧିକ ଆସନ ରହିବ।
- ବୁରେଭି ଓ ନିବାର ପରେ ତାମିଲନାଡୁରେ ଆଉ ଏକ ସାମୁଦ୍ରିକ ବାତ୍ୟାର ପ୍ରକୋପ ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାର ନାମ ‘ଅର୍ଣ୍ଣବ’ ବୋଲି ଜଣାଯାଇଛି। ଏହାଦ୍ୱାରା ତାମିଲନାଡୁ ବିଶେଷ ପ୍ରଭାବିତ ହୋଇପାରେ।
- ବାରମ୍ବାର ଆହତ ସମସ୍ୟାରେ ଛନ୍ଦି ହେଉଥିବା ନ୍ୟୁଜିଲାଣ୍ଡର ଅଲ୍ରାଉଣ୍ଡର କୋରି ଆଣ୍ଡରସନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଡରସନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି।
|
646 |
Y |
|
3340 |
07-12-2020 |
English |
- The Government of India’s policy think-tank, Niti Aayog, has recommended the setting up of a single self-regulatory body for online fantasy sports (OFS) in India.
- A subsidiary of the Stuggart-headquartered company, Daimler India has claimed that it plans to have at least 350 dealerships across India.
- Four of the five cyclones that originated either in the Bay of Bengal or in the Arabian Sea this year were in the category of severe cyclonic storm' or above including Amphan which had escalated into a super cyclone.
- India has potential to export motherboards, technically called printed circuit board assembly(PCBA), worth up to ₹8 lakh crore between 2021-26, mobile devices industry body ICEA and EY said in a joint report.
- Veteran Hindi and Marathi actor Ravi Patwardhan passed away on Sunday in Mumbai owing to a cardiac arrest. He was 84.
- The COVID-19 active caseload in India has dipped to 4.03 lakh, the lowest after 138 days, comprising 4.18 per cent of the total coronavirus infections reported so far in the country, the Union Health Ministry said on Sunday.
- Shiromani Akali Dal MP Prem Singh Chandumajra on Sunday said Maharashtra Chief Minister Uddhav Thackeray agrees with his party on the issue of the Centre's alleged interference into the "rights of state governments" in fields like education, agriculture and law and order.
- Pfizer is committed to engaging with the Indian government and explore opportunities to make its Covid-19 vaccine, developed jointly with Germany based BioNTech, available for use in the country
- Over 4.7 lakh health workers have registered for Covid-19 vaccination in Karnataka.
- The State branch of Indian Medical Association (IMA) as called for protests across Odisha on December 8 and a nationwide strike on December 11 against the Union government’s decision to allow post-graduate practitioners in some specific streams of Ayurveda to be trained to perform general surgeries.
- Noted Sanskrit pandit and writer Dorbala Viswanatha Sarma passed away on the wee hours of Saturday due to ill health. He was 90. A native of Medak district, he was well versed in Sanskrit and Telugu and penned several books including Sri Lalithyam - a poetic commentary on Lalitha Sahasranamam.
- A staggering 25,000 seats, about 84 per cent of the total intake of private engineering colleges of Odisha, have remained vacant this year after completion of admission by Odisha Joint Entrance Committee (OJEE) in November.
- Strict traffic rules under the new MV Act will be enforced again in Odisha from January, 2021, informed Transport Minister Padmanabha Behera today.
- Odisha’s Covid-19 situation improved considerably in November as the number of new cases declined by nearly 60 per cent (pc) and fatalities dropped by around 12 pc as compared to October.
- Petrol price on Sunday was hiked by 28 paise per litre and diesel by 29 paise, the fifth straight day of increase in rates due to firming international oil prices.Petrol price in Delhi rose to Rs 83.41 per litre from Rs 83.13.
- Describing the AP-Amul project as a game changer in the rural economy, Chief Minister YS Jagan Mohan Reddy has said the objective is women empowerment and improvement in the lives of the dairy farmers.
- Farmers and trade unions from more than 12 states, including whole northern India, have so far extended their support for the ‘Bharat Bandh’ call of farmer organisations on December 8 to raise their voice against the Centre’s three contentious farm laws enacted in September during the Monsoon Session of Parliament.
- Even as reports of COVID-19 vaccination likely to start in the coming weeks surfaced, the Drone Application and Research Centre (DARC) under the Information Technology Development Agency (ITDA) is setting up its devices to supply the vaccine in the remote areas of the hill state.
- Farmers camping at Singhu border protesting the Centre's new agri laws on Sunday sought maximum participation from all quarters in the 'Bharat Bandh' called on December 8 and said over 250 farmers from Gujarat will be coming to the national capital to join the stir.Farmer leaders at the border also welcomed the support extended by a number of political parties and called upon all others to come forward and support the 'Bharat Bandh' on Tuesday.
- Farmers protesting on both sides of Delhi-Haryana border have asserted that they are self-sufficient in carrying on their agitation against the new farm laws, with some saying their NRI relatives have also extended support to sustain the momentum of the demonstration. (Collected from Mass Media)
|
683 |
Y |
|