# |
Date |
Type |
Current Affairs |
No. Of Views |
Status |
Action |
3221 |
04-02-2021 |
Odia |
- କୋଭିଡ- ୧୯ ମହାମାରୀ ସମୟରେ ସ୍ୱେଚ୍ଛାସେବୀ ଭାବେ କାର୍ୟ୍ୟ କରି ସମାଜ ପାଇଁ ଏକ ଉତ୍ତମ ବାର୍ତ୍ତା ଦେଇଥିଲେ। ଆଜି ବିହାର ରାଜ୍ୟ ସରଣର ବିବେକାନନ୍ଦ ହଲରେ ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
- କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି।
- ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।
- ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ୧୧,୦୩୯ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪କୁ ବୃଦ୍ଧି ପାଇଛି।
- ସ୍ଥାନୀୟ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍ରେ ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ଏହି ଷ୍ଟାଡିୟମ୍ରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ଫେବୃଆରୀ ୧୩ରୁ ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ।
- ଦୀପ୍ ସିଦ୍ଧୁ, ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ବନ୍ଧରେ ତଥ୍ୟ ଦେଲେ ୧ଲକ୍ଷ ଟଙ୍କା ଲେଖାଏଁ
ପୁରସ୍କାର ପ୍ରଦାନ କରିବାକୁ ଦିଲ୍ଲୀ ପୋଲିସ୍ ଘୋଷଣା କରିଛି।
- ଜାନୁଆରି ୨୬ ତାରିଖରେ ଚାଷୀ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଏକ ଲଜ୍ଜାଜନକ ଘଟଣା ଥିଲା ବୋଲି ଚାରିଆଡେ ସମାଲୋଚନା ହୋଇଥିଲା।
- ପରସ୍ପର ମଧ୍ୟରେ ଭୀଷଣ ତିକ୍ତତା ଥିବା ଦୁଇଜଣ ଶୀର୍ଷସ୍ତରୀୟ ଲେଫ୍ଟନାଣ୍ଟ୍ ଜେନେରାଲ୍ଙ୍କ ଆବେଦନ ଭିତ୍ତିରେ ତଦନ୍ତ ଲାଗି ସେନାମୁଖ୍ୟ ‘କୋର୍ଟ ଅଫ୍ ଇନ୍କ୍ୱାରି’ ନିମନ୍ତେ ଆଦେଶ ଦେବା ପରେ ସେମାନେ ନିଜ ନିଜର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।
- ଚୀନ୍ର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଛଦ୍ମ ଯୁଦ୍ଧ ଯୋଗୁଁ ଭାରତ ନିଜ ସୀମାର ସୁରକ୍ଷା ପାଇଁ ଏବେ ସର୍ବାଧିକ ଆଲର୍ଟରେ ରହିଛି। ଏଭଳି ସମୟରେ ଭାରତ ତିଆରି କରୁଥିବା ଷ୍ଟିଲ୍ଥ ଡ୍ରୋନ୍ ଆଗାମୀ ଦିନରେ ବାୟୁସେନାର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହେବାକୁ ଯାଉଛି।
- ମିଆଁମାର ସେନା ଦେଶରେ ସାମରିକ ବିଦ୍ରୋହ କରି ଶାସନ କ୍ଷମତାକୁ ନିଜ ଦଖଲକୁ ନେବା ଘଟଣା ହିଁ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପାଇଁ ନୂତନ ଅନ୍ତର୍ଜାତୀୟ ଆହ୍ବାନ ଭାବେ ଉଭା ହୋଇଛି।
- ସଂଶୋଧିତ ନାଗରିକତା ଆଇନ (ସିଏଏ) ଅଧୀନରେ ଏବେ ନିୟମ ପ୍ରସ୍ତୁତ କରାଯାଉଛି ଏବଂ ଏଥିପାଇଁ ଜୁଲାଇ ୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ସୂଚନା ଦିଆଯାଇଛି।
- ସେସୁକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଚଳିତ ବର୍ଷ ଏପ୍ରିଲ୍ରୁ ଏହାର ପରିଚାଳନା ଅଞ୍ଚଳରେ ସ୍ମାର୍ଟ ମିଟର୍ ଲଗାଇବା କାର୍ଯ୍ୟ ଆରମ୍ଭ କରିବ।
- ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ପରୀକ୍ଷଣ କରାଯାଉଥିବା ଏକ ପ୍ରୋଟୋଟାଇପ୍ ଷ୍ଟାରସିପ୍ ରକେଟ୍ ଜଳିଯାଇଛି। ଏହି ରକେଟ୍କୁ ଟେକ୍ସାସର ବୁକା ଚିକାରୁ ଲଞ୍ଚ କରାଯାଇଥିଲା। ପୂର୍ବରୁ ଏକ ରକେଟ୍ ଧ୍ବଂସ ହେବା ପରେ ପୁଣି ଥରେ ମଙ୍ଗଳବାର ଆଉ ଏକ ରକେଟ୍ ବିସ୍ଫୋରଣ ଘଟିଛି।
- ଜାମ୍ମୁ କାଶ୍ମୀରର ଜଣେ ଝିଅ ଦୁନିଆରେ ଆଜି ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ମହିଳା ମାନଙ୍କ ପାଇଁ ସାରା ଭାରତରେ ଆଜି ଉଦାହରଣ ପାଲଟି ଯାଇଛନ୍ତି । ୨୫ ବର୍ଷର ଆୟେସା ଅଜିଜ୍ ଏୟାର ଇଣ୍ଡିଆର ବିମାନ ଉଡ଼ାଇବା ସହିତ ଦେଶର ସବୁଠାରୁ କମ୍ ବୟସର ମହିଳା ପାଇଲଟ୍ ହୋଇଛନ୍ତି ।
- ହିଂସାକାଣ୍ଡ ଘଟଣାରେ ଗିରଫ ହୋଇ ରାଜଧାନୀର ବିଭିନ୍ନ କାରାଗାରରେ ବନ୍ଦୀ ଥିବା ୧୧୫ ଜଣ ଚାଷୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି।
- ଭାରତୀୟ କିଷାନ ୟୁନିଅନ (ଅଣ-ରାଜନୈତିକ) ର ଜାତୀୟ ମୁଖପାତ୍ର ଚୌଧୁରୀ ରାକେଶ ଟିକାୟତ କହିଛନ୍ତି ଯେ, ସରକାର ଦିଲ୍ଲୀ ରାସ୍ତା ବନ୍ଦ କରି, କଣ୍ଟା ତାର ଲଗାଇ ସାଧାରଣଲୋକଙ୍କୁ କୃଷକଙ୍କ ବିରୋଧୀ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ଆନ୍ଦୋଳନ ଏବେ ଶେଷ ହେବ ନାହିଁ । ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏବଂ ସରକାରଙ୍କ ସହ ଆଲୋଚନା ମଧ୍ୟ ହେବ ।
- ୨୬ ଜାନୁଆରୀ ଅର୍ଥାତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ ମୁଣ୍ଡ ପୁରାଇବେ ନାହିଁ ବୋଲି ସିଧା ସିଧା କହିଛନ୍ତି ।
- ବୁଧବାର ଦିନ ସରକାର ୮୩ ତେଜସ ଲାଇଟ କମ୍ବାଟ ବିମାନ (Tejas LCA) ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ (Aero India 2021) କାର୍ଯ୍ୟକ୍ରମରେ ଏହି ଔପଚାରିକ ପ୍ରକ୍ରିୟା ହୋଇଛି।
- ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ।
- ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭରୁ ବିବାଦରେ ଥିବା ୩ଟି ନୂଆ କୃଷି ଆଇନକୁ ରଦ୍ଦ କରିବା ଏବଂ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ହଙ୍ଗାମା ହୋଇଥିଲା । ହୋହଲ୍ଲା କରୁଥିବା ଆମ୍ ଆଦମୀ ପାର୍ଟିର ତିନି ଜଣ ସାଂସଦ ସଞ୍ଜୟ ସିଂହ, ସୁଶୀଲ କୁମାର ଗୁପ୍ତା ଏବଂ ଏନ ଡି ଗୁପ୍ତାଙ୍କୁ ବୁଧବାର ଦିନକ ପାଇଁ କାର୍ଯ୍ୟକାଳରୁ ବାଦ୍ ଦିଆଯାଇଛି ।
|
657 |
Y |
|
3222 |
04-02-2021 |
English |
- India reported 11,039 new infections in the last 24 hours even as its overall tally mounted to 1,07,77,284, health officials said on Wednesday.
- There has been no further extension of the Internet suspension at Delhi's borders which was till the night of February 2, a Union Home Ministry official said today.
- Delhi Chief Minister Arvind Kejriwal today said his government will help trace the farmers missing since the violence on January 26 and if the needed, he will approach the Lieutenant Governor and the Centre.
- Petitions on the violence that took place during the tractor rally held by protesting farmers on Republic Day will not be heard now, the Supreme Court said today, pointing out that police investigations into the matter are on.
- R-Day Violence: ₹ 1 Lakh Reward Announced For Leads On Actor Deep Sidhu
- The government on Wednesday formally sealed a ₹ 48,000-crore deal -- the "biggest Make In India defence contract" -- with state-run aerospace giant Hindustan Aeronautics Limited (HAL) at the Aero India show in Bengaluru.
- Air Marshal Manavendra Singh on Tuesday took charge as the new commander in chief of the Southern Air Command.
- As many as 266 mobile apps have been blocked by the government so far since June last year, Lok Sabha was informed on Tuesday.
- An order stated that Sinha will look duties of the director with immediate effect till the appointment of a new CBI chief or until further orders.
- Among the figures that stood out in Monday’s budget tabled in Indian Parliament was the mere ₹20,000 crore set aside for the recapitalization of public sector banks (PSBs).
- The UNICEF Executive Director on Wednesday announced a long-term supply agreement with the Serum Institute of India for COVID -19 vaccines – to access two vaccine products through technology transfer from AstraZeneca and Novavax.
- Over 400 academicians from across the country and several universities abroad have urged the central government to immediately abandon the three new farm reform laws which they said "pose a major threat to farming communities all over India".
- NHAI contractor Patel Infrastructure has created a world record for laying the highest quantity of concrete on a four-lane highway in 24 hours, the government said on Wednesday. With a width of 18.75 metre, as much an area as 48,711 square metre of concrete was laid for the expressway in 24 hours,
- Bigg Boss 10 contestant Swami Om passed away on Wednesday morning. The self-proclaimed godman breathed his last at his residence in Ghaziabad.He was 63.
- Microsoft said on Wednesday it supports Australia’s plans to make the biggest digital platforms pay for news and would help small businesses transfer their advertising to Bing if Google quits the country.
- The Orissa High Court (HC) has directed the Bhubaneswar Municipal Corporation (BMC) to pay compensation to one Janmejaya Kar for demolition of his house under the Ekamra Kshetra Amenities and Monuments Revival Action Plan.
- The Bhubaneswar Municipal Corporation (BMC) will launch the much-awaited digital door numbering (DDN) system on a pilot basis in three wards of the city on Monday.
- Days after the violence that erupted in the national capital during farmers' tractor rally on January 26, Delhi Police said that the Crime Branch is yet to arrest actor-turned-activist Deep Sidhu for his alleged involvement in hoisting the flag at Red Fort on Republic Day.
- A deputy commissioner of police (DCP) in Mumbai on Wednesday filed a criminal defamation complaint against Republic TV editor-in-chief Arnab Goswami over the coverage of the Sushant Singh Rajput death case.
- The Securities and Exchange Board of India (SEBI) on Wednesday banned Kishore Biyani, Future Group CEO, from accessing the securities market for one year in a case related to alleged insider trading between March and April 2017.
|
715 |
Y |
|
3223 |
03-02-2021 |
English |
- According to the report, the three-hour protest has come in the light of various issues including internet suspension along the border of Haryana, alleged harassment of young farmers by authorities and power cut among others.
- Defence Budget 2021-22: Defense Minister Rajnath Singh thanked Prime Minister Narendra Modi and Sitharaman for increasing the defense budget.
- There have been a total of 1,07,66,245 Covid-19 cases till date starting from January 30 last year. The first case for Covid-19 in India was reported in Kerala last year when a student from China Wuhan came back to Kerala.
- Farmers prepared to stay put till October, says Rakesh Tikait
- Multi-layered security has been stepped up with the deployment of extra personnel and strengthening of barricades near the farmers’ protest sites at Delhi’s borders, and thereby turning them into fortresses.Besides additional deployment of forces, the Delhi Police have cemented nails near barricades at Ghazipur (Delhi-Ghaziabad) and Tikri (Delhi-Rohtak) borders. Police have also heavily barricaded the Ghazipur border. Barbed wire and cement barricades have been planted on the roads to restrict the movement of farmers.
- The country's premier aerospace and defence exhibition, Aero India 2021 takes off in Bengaluru today amid the COVID-19 pandemic with buzz around "Aatmanirbhar Bharat Abhiyaan" and "Make in India" push.
- Madhya Pradesh Agriculture Minister Kamal Patel on Tuesday said he will sit on a one-day fast on the banks of the Narmada river on February 4 so that "good sense prevails" among the farmers protesting against the Centre's new laws.
- A total of 10,752 cases of ceasefire violations have taken place along India's border with Pakistan in the last three years, that killed 72 security personnel and 70 civilians, Lok Sabha was informed on Tuesday.
- The first phase of census and updation of the National Population Register (NPR) have been postponed due to the coronavirus pandemic, the government told Lok Sabha on Tuesday.
- Agriculture Minister Narendra Singh Tomar replied in the negative when asked in the Lok Sabha if the government proposes to give compensation to the families of farmers who have died during the ongoing agitation against new farm laws.
- Eighteen months after abolishing the special status of Jammu and Kashmir under Article 370 of the Constitution, the centre has acknowledged that tourism there has been on the decline.
- The PM-CARES fund, which has been set up to provide relief during the coronavirus pandemic, has contributed over ₹ 2,200 crore for the first phase of vaccination drive, which is looking to inoculate frontline healthcare workers, the Expenditure Secretary said on Tuesday.
- The United States recognises New Delhi's desire to produce more military equipment within the country, Don Heflin, US c to India said today.
- The Indian Newspaper Society (INS) on Tuesday condemned the action taken by Delhi, Uttar Pradesh and Madhya Pradesh police which have filed FIRs against senior editors and journalists reporting on farmer protests.
- Air Marshal Manavendra Singh on Tuesday took charge as the new commander in chief of the Southern Air Command.
- The all-party meeting in Punjab also called for a judicial probe into laxity of those responsible for law and order at Red Fort.
- A delegation of the Samyukta Kisan Morcha on Tuesday met Delhi Chief Minister Arvind Kejriwal and urged him for a judicial enquiry into the alleged “conspiracy” against farmers protesting Centre’s farm laws.
- Dasgupta is accused of misusing his official position and conniving with with Republic TV editor-in-chief Arnab Goswami to manipulate TRPs.
- According to the data, the highest number of deaths have been reported from Uttar Pradesh at 52 followed by Tamil Nadu at 43, Delhi at 36, Maharashtra at 34 and Gujarat and Haryana each at 31.
- Agriculture Minister Narendra Singh Tomar said during Zero Hour, which began at 5 pm, that the Modi government is always committed to discuss the farmer's issues.
|
668 |
Y |
|
3224 |
03-02-2021 |
Odia |
- ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ବଜେଟରେ କୋଭିଡ ଟିକାକରଣ ଲାଗି ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତେବେ ଜାନୁୟାରୀ-ମାର୍ଚ୍ଚ ଟିକାକରଣ ବାବଦକୁ ଖର୍ଚ୍ଚର ପରିମାଣ ୨ ହଜାର ୭୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏଥିଲାଗି କିଛି ପ୍ରତିଶତ ଅର୍ଥମନ୍ତ୍ରାଳୟ ବହନ କରୁଥିବା ବେଳେ ବାକି ଅର୍ଥ ପିଏମ କେୟାର ଫଣ୍ଡସରୁ ବ୍ୟୟ ହେଉଛି।
- ପ୍ରତ୍ୟେକ କାର୍ଯ୍ୟକ୍ରମରେ ଦେଶର ସ୍ୱ ନିର୍ଭରତା ଉପରେ ପ୍ରଧାନମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି। ଏଥିରେ ‘ଆତ୍ମନିର୍ଭର’ ଶବ୍ଦକୁ ଅକ୍ସଫର୍ଡ ଲାଙ୍ଗୁଏଜ୍ ହିନ୍ଦୀ ୱାର୍ଡ ଅଫ ଦି ଇୟର-୨୦୨୦ ମନୋନୀତ କରିଥିବା ଜଣାପଡିଛି।
- ମମତାଙ୍କ ତୃଣମୂଳ କଂଗ୍ରେସ( ଟିଏମସି)ରୁ ଆଉ ଅଧିକ ନେତାଙ୍କୁ ଗ୍ରହଣ କରିବନି ବେଙ୍ଗଲ ବିଜେପି। ରାଜ୍ୟ ନେତୃବୃନ୍ଦ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଟିଏମସିର ଅନେକ ନେତା ଓ ମନ୍ତ୍ରୀ କେନ୍ଦ୍ର ନେତୃତ୍ୱଙ୍କ ସହ କଥାବାର୍ତ୍ତା କରି ସିଧା ଶଳଖ ଦଳରେ ଯୋଗ ଦେଉଛନ୍ତି।
- ନରେନ୍ଦ୍ରମୋଦିଙ୍କ ସରକାର ସାର୍ବଜନିକ ଉପକ୍ରମ ଓ ଆର୍ଥିକ ସଂସ୍ଥାନରୁ ସରକାରଙ୍କ ଅଂଶଧନ ବିକି ୨୦୨୧-୨୨ ଆର୍ଥିକ ବର୍ଷରେ ୧.୭୫ଲକ୍ଷ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି।
- ନାସା ଦ୍ୱାରା ପ୍ରସ୍ତୁତ ଆମେରିକା ଅନ୍ତରିକ୍ଷ ଏଜେନ୍ସିରେ ଭାରତୀୟ ବଂଶୋଦ୍ଭବ ଭବ୍ୟ ଲାଲ୍ଙ୍କୁ କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି ।
- କିଶାନ ମଜଦୁର ସଙ୍ଘର୍ଷ ସମିତି ପଞ୍ଜାବ ପ୍ରାନ୍ତର ଅଧ୍ୟକ୍ଷ ସତନାମ ସିଂ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ହେଲେ ପ୍ରଥମେ ଗିରଫ ଚାଷୀଙ୍କୁ ମୁକ୍ତ କରନ୍ତୁ । ବ୍ୟାରିକେଡ୍ ସହ ପାଣି ଓ ଇଣ୍ଟରନେଟ୍ ଓ ଶୌଚାଳୟ ଉପରୁ କଟକଣା ହଟାନ୍ତୁ । ଏହାସହ ସେ ଡିଜେ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଉଛି ।
- ଜାତୀୟ ପରୀକ୍ଷା ଏଜେନ୍ସି ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ୟୁଜିସି ନେଟ୍ ୨୦୨୧ ପରୀକ୍ଷା କରିବ।
- ଜାତୀୟ ପରୀକ୍ଷା ଏଜେନ୍ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ।
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି । ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ ।
- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସୀମାରେ ବସିଥିବା କୃଷକ ସଂଗଠନ ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ‘ଚକା ଜାମ୍’ କରିବାକୁ ଘୋଷଣା କରିଛନ୍ତି | ଆଉ ଟ୍ରାକ୍ଟର ପ୍ୟାରେଡ଼ ସମୟରେ ହୋଇଥିବା ବିଶୃଙ୍ଖଳାକୁ ଆଉ ଦୋହରାଇବାକୁ ଚାଁହୁନି ଦିଲ୍ଲୀ ପୁଲିସ
- ସୋମବାର ମିଆଁମାର ସେନାବାହିନୀ ଦେଶର ଶାସନକଳକୁ ବିନା ରକ୍ତପାତରେ ନିଜ କବ୍ଜାକୁ ନେଇଯାଇଛି। ଏଥି ସହିତ ଗଣତନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଅଙ୍ଗ ସାନ୍ ସୁ କି ଏବଂ ରାଷ୍ଟ୍ରପତି ଵିନ୍ ମାଇଣ୍ଟ୍ଙ୍କୁ ଅଟକ ରଖି ଦେଶରେ ବର୍ଷକ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି।
- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ବହୁ ପ୍ରତୀକ୍ଷିତ ସ୍କ୍ରାପେଜ୍ ନୀତିର ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ ରାସ୍ତାରୁ ୧୫ ବର୍ଷରୁ ଅଧିକ ସମୟର ବାଣିଜ୍ୟିକ ଗାଡ଼ି ଏବଂ ୨୦ ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ଗାଡ଼ିକୁ ହଟାଇ ଦିଆଯିବ।
- ସହରାଞ୍ଚଳର ଭିତ୍ତିଭୂମି ଏବଂ ବିଶେଷକରି ସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ମେଟ୍ରୋ ରେଳ ନେଟୱାର୍କର ସଂପ୍ରସାରଣ ସହିତ ସିଟି ବସ୍ ସେବାକୁ ବ୍ୟାପକ କରାଯିବ।
- ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ସୀମାକୁ ୪୯%ରୁ ବଢ଼ାଇ ୭୪% କରାଯାଇଛି। କିଛି ସୁରକ୍ଷା ବ୍ୟବସ୍ଥା ସହିତ ବୀମା କଂପାନିରେ ବିଦେଶୀ ମାଲିକାନା ଓ ନିୟନ୍ତ୍ରଣକୁ ମଧ୍ୟ ଅନୁମତି ଦିଆଯାଇଛି।
- ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ଆସନ୍ତା ୧୩ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରତିଦିନ ଷ୍ଟାଡ଼ିୟମ ସିଟ୍ ସଂଖ୍ୟାର ୫୦% ଦର୍ଶକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।
- ଅଭିନେତା ପ୍ରଭାସ ଏବଂ ସୈଫ୍ ଅଲ୍ଲୀ ଖାନଙ୍କ ଅଭିନୀତି ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ ସେଟ୍ରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୮ଟି ଦମଳକ ଗାଡ଼ି ନିୟୋଜିତ ହୋଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
- ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ।
- ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇପାରିବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର।
- ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ମଙ୍ଗଳବାର ‘ପ୍ଲେୟାର ଅଫ୍ ଦ ମଂଥ୍’ ଘୋଷଣା କରିଛି । ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ଆୟରଲାଣ୍ଡର ପୋଲ ଷ୍ଟାଲିଙ୍ଗ୍ଙ୍କୁ ଜାନୁଆରୀ ମାସ ପାଇଁ ‘ପ୍ଲେୟାର ଅଫ୍ ଦ ମଂଥ୍’ ଘୋଷଣା କରାଯାଇଛି ।
|
627 |
Y |
|
3225 |
02-02-2021 |
Odia |
- ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍।
- ଚଳିତ ବର୍ଷ ବଜେଟରେ କ’ଣ ହୋଇଛି ଶାସ୍ତା ଓ ମହଙ୍ଗା …..ମହଙ୍ଗା – ବୈଦୁତିକ ଉପକରଣ, ପେଟ୍ରୋଲ ଓ ଡିଜେଲ , ମୋବାଇଲ ଫୋନ, ମୋବାଇଲ ଚାର୍ଜର,ରତ୍ନ ପଥର, ସୂତା ପୋଷାକ, ବିଦେଶୀ ଖାଦ୍ୟ ତୈଳ, ସୋଲାର ଇନଭର୍ଟର, ଅଟୋ ପାର୍ଟସ ଆଦି। ଶସ୍ତା – ଲୁହା, ଷ୍ଟିଲ, ନାଇଲନ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର, ସୁନା, ରୁପା, ଚମଡା ଦ୍ରବ୍ୟ ଆଦି।
- ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ୨୨ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି
- ବର୍ତ୍ତମାନ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କୃଷି ସେସ୍ ବଢ଼ିଥିଲେ ମଧ୍ୟ ଏହା ସାଧାରଣ ଉପଭୋକ୍ତାଙ୍କ ଉପରେ ଲାଗୁ ହେବ ନାହିଁ। ଲାଗୁ ହୋଇଥିବା କୃଷି ସେସ୍ ଉପଭୋକ୍ତାଙ୍କ ପାଇଁ ନୁହେଁ, ଏହି ବର୍ଦ୍ଧିତ ସେସ୍ କମ୍ପାନୀ ବହନ କରିବେ।
- ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କ ପାଇଁ ଟିକସ ଛାଡ କରାଯାଇଛି।
- ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମହାନ୍ତିଙ୍କୁ ୬୨ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ।
- ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୫୦ ଟ୍ବିଟ୍ ଏବଂ ଆକାଉଣ୍ଟ୍କୁ ବ୍ଲକ୍ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି। ମିଥ୍ୟା ସୂଚନା ଓ ଅନ୍ୟକୁ ଉସୁକାଇବା ପରି ଟ୍ବିଟ୍ଗୁଡ଼ିକୁ ଚିହ୍ନଟ କରିବା ପରେ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।
- ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ (ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାପ୍) ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି। ଏଥିମଧ୍ୟରେ ‘ଉଜ୍ବଳା ଯୋଜନା’କୁ ସାମିଲ କରାଯାଇଛି।
- ଦେଶରେ ଶହେଟି ନୂତନ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଓ ସବସରକାରୀ ବିଦ୍ୟାଳୟଙ୍କ ସହଭାଗିତାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
- ୭୫୦ଟି ନୂଆ ଏକଲବ୍ୟ ମଡେଲ ସ୍କୁଲ୍ ପ୍ରତିଷ୍ଠା କରାଯିବ। ଏଥିରେ ପ୍ରତି ସ୍କୁଲ ପିଛା ୨୦ରୁ ୩୮ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ପାହାଡ଼ିଆ ଅଞ୍ଚଳରେ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।
- ଭାରତର ଉଚ୍ଚ ଶିକ୍ଷା କମିସନ ବି ପ୍ରତିଷ୍ଠା କରାଯିବ
- ଲେହରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ
- ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
- ୨୦୨୧-୨୨ ଆର୍ଥିକ ବଜେଟ୍ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି।
- ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍ ହେବ।
- ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା।
- ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଫର୍ମ ଫିଲପ୍ ଆରମ୍ଭ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
- ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲରେ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ପ୍ରଥମ କ୍ରିକେଟର ହୋଇ ଇତିହାସ ରଚିଛନ୍ତି।
- ଖୁବଶୀଘ୍ର ଓଟିଟି (ଓଭର ଦି ଟପ୍) ପ୍ଲାଟଫର୍ମ ଏବଂ ଅନଲାଇନ୍ ଷ୍ଟ୍ରିମିଂ କଣ୍ଟେଣ୍ଟ ପାଇଁ ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି ସରକାର। ଓଟିଟି ପ୍ଲାଟଫର୍ମ ଏବେ ସରକାରଙ୍କ ନଜରରେ ରହିବ।
|
641 |
Y |
|
3226 |
02-02-2021 |
English |
- Twitter has blocked several accounts and tweets after the government asked the microblogging platform to take action against 250 handles and posts for containing ‘false and provocative content’ related to the ongoing farmers’ agitation, according to sources.
- Lieutenant General Chandi Prasad Mohanty, on Monday took charge as the 42nd Vice Chief of the Army Staff, succeeding Lt General SK Saini who superannuated on January 31 after completing four decades of illustrious career in the Army.
- Union Finance Minister Nirmala Sitharaman today presented the first ever digital Union Budget for the year 2021-22.
- In another bid to boost domestic manufacturing, the government on Monday announced a 2.5 per cent increase in customs duty on mobile chargers and some sub-parts of phones,
- Finance Minister Nirmala Sitharaman on Monday announced a record sum of Rs 1,10,055 crore for Indian Railways of which Rs 1,07,100 crore is for the capital expenditure.
- India registered 8,635 new coronavirus infections in a day, the lowest in eight months, while the daily deaths fell below 100 after almost nine months, according to Union health ministry data updated on Tuesday.
- The Budget’s major headline grabbing news in the financial sector was about privatising two public sector banks, one general insurance firm and increasing the FDI limit in insurance from 49% to 74% with a few built-in safeguards
- Finance Minister Nirmala Sitharaman on Monday provided Rs 35,000 crore towards COVID-19 vaccination in 2021-22 fiscal.
- Rashtrapati Bhavan will reopen from February 6 for the general public, over 10 months since it was closed due to the Covid-19 pandemic, an official statement said on Monday.
- The budgetary allocation for the ministry of tourism has been slashed from ₹ 2,500 crore in 2020-21 to ₹ 2026.77 crore this year, in a blow to the tourism industry which is reeling from huge losses due to the coronavirus crisis.
- The Election Commission on Monday transferred three senior officials of the West Bengal Chief Electoral Officer's (CEO) office months before the assembly election in the state, a source said.
- The Delhi Police on Monday appealed to people not to believe in rumours about illegal detention of farmers protesting against three new agriculture laws and asserted that the investigation is being carried out in a fair and transparent manner.
- Farmers protesting against the Centre's three farm laws have called for a countrywide "chakka jam" protest on Saturday. The protest will be held only for three hours -- from noon to 3 pm -- during which all transport will be brought to a standstill.
- Chief Justice of India (CJI) SA Bobde told the bar leaders today that physical hearing in the Supreme Court will soon resume in a hybrid manner amid the COVID-19 pandemic, the Bar Council of India (BCI) has said.
- Drones were being used to monitor the situation and vehicles checked as more support continued to flow in for the Bharatiya Kisan Union from Uttar Pradesh, Haryana and Rajasthan.
- The Shiv Sena has been supporting the farmers who are agitating at Delhi's border points for over two months against the Centre's three new farm laws.
- The Odisha portion of the 6-lane expressway will have a length of 240.37 km and pass through Nabarangpur and Koraput districts.
- Bhagyashree, a resident of Sector-19 in the Steel City, mastered the art of creating Pattachitra on various themes using soft stones. She honed her skill during the lockdowns and created splendid pattachitra art works on unused bottles, electric bulbs and others glass and plastic materials. She was recently applauded for her creative endeavors by Prime Minister Narendra Modi in his radio show ‘Mann Ki Baat’ on Sunday.
- Nanda Prusty – a Padma Shri awardee from Odisha. He is 103 years old. Even time seems to have failed before the determination of this man. Despite his age, he is engaged in the noblest deed of imparting education free of cost to the underprivileged.
- The Odisha government on Tuesday announced to resume physical classroom teaching for the students of Post Graduate (PG) first year and pre-final year Under Graduate (UG) classes…
|
694 |
Y |
|
3227 |
01-02-2021 |
Odia |
- ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ନିଜର ଲଢୁଆ ବିମାନ ଅଭାବ ପୂରଣ କରିବାକୁ ଭାରତୀୟ ବାୟୁସେନା ଅଣ୍ଟାଭିଡ଼ିଛି । ପ୍ରାୟ ୧ ଲକ୍ଷ ୩୦ ହଜାର କୋଟିର ୧୧୪ଟି ଲଢୁଆ ବିମାନ କିଣିବାକୁ ବାୟୁସେନା ନିଷ୍ପତ୍ତି ଗ୍ରହଣ କରିଛି
- ସୋମବାର ଅର୍ଥାତ ଫେବ୍ରୁଆରି ୧ରୁ ସାରା ଦେଶରେ ଥିବା ସିନେମା ହଲ ଗୁଡ଼ିକ ୧୦୦ ପ୍ରତିଶତ କ୍ଷମତାରେ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।
- ଭାରତୀୟ ସେନା ନିର୍ଭର କରୁଥିବା ଲଦାଖର ଲେହ୍ ନିକଟରେ ଥିବା ଏକମାତ୍ର ‘ଏଲ୍ପିଜି ବଟ୍ଲିଙ୍ଗ୍ ପ୍ଲାଣ୍ଟ୍’ରେ କେବଳ ମହିଳାମାନେ କାର୍ଯ୍ୟ କରନ୍ତି।
- ଜଣେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡ଼ିଵାଲାଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କରିଥିବା ସୁପାରିସକୁ ଆଜି ପ୍ରତ୍ୟାହାର କରିନିଆଯାଇଛି।
- ଚାଷୀ ଆନ୍ଦୋଳନକୁ ନେଇ ମିଛ ଖବର ପ୍ରସାର କରିବା ମାମଲାରେ ଇଣ୍ଡିଆ ଟୁଡେ ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚ୍ୟାନେଲ ତାଙ୍କୁ ଦୁଇ ସପ୍ତାହ ପାଇଁ ଇଣ୍ଡିଆ ଟୁଡେ ଗ୍ରୁପ୍ର ଟିଭି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ସହ ଏକ ମାସର ଦରମା କାଟିଥିବା ସୂଚନା ମିଳିଛି।
- ଦେଶରେ କରୋନା ଟିକାକରଣ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଭାଗ ଯୋଦ୍ଧାମାନଙ୍କୁ ଟିକା ଦିଆଯାଉଛି। କିନ୍ତୁ ଟିକା ନେବା ପରଠାରୁ ଆଜିସୁଦ୍ଧା ୧୧ ଜଣ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଲାଣି।
- ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହୋଇପାରିବ ବୋଲି କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ଗ୍ରୁପ୍ ଏକ୍ସିମ୍ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି।
- ସଂସଦରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ବଜେଟ୍ ଭଳି ଏହି ରିପୋର୍ଟ ମଧ୍ୟ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିବାର କ୍ଷମତା ରଖୁଛି।
- ଏହା ଜାନୁଆରି ୨୦୨୦ ତୁଳନାରେ ୮ ପ୍ରତିଶତ ଅଧିକ ହୋଇଥିବାବେଳେ ପୂର୍ବମାସ ଅର୍ଥାତ ଡିସେମ୍ବର ୨୦୨୦ ତୁଳନାରେ ୪ ପ୍ରତିଶତ ଅଧିକ ।
- ଏପ୍ରିଲ୍ ୨୬ରୁ ମେ’ ୯ ଯାଏ ଉଡ଼ିବନି ବିମାନ। ରନ୍ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ୧୪ ଦିନ ବିମାନ ଉଡ଼ିବନି। ପୁନେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ ।
|
636 |
Y |
|
3228 |
01-02-2021 |
English |
- Budget 2021: The Budget documents will be available on the Union Budget mobile app after the completion of the Budget Speech by the Finance Minister on February 1, 2021
- The per capital consumption of electricity in Bihar from 145 units in 2012-13 has now increased three times to more than 400 units under the Nitish Kumar-led NDA government.
- Tikait made the remark as hundreds of farmers reached a key protest site on the Delhi-Meerut highway in Ghazipur on the national capital's border with Uttar Pradesh.
- Meghalaya Governor Satya Pal Malik on Sunday urged the Centre not to suppress the farmers' movement but to listen to their concerns about the three farm laws passed during the last Monsoon Session of parliament.
- Almost three fourths feel that after Narendra Modi became Prime Minister, inflation has been unchecked and prices have gone up, as per the IANS-CVoter Budget Tracker.At 72.1, this is the highest percentage in PM Modi's tenure who feel this way compared to a low of 17.1 per cent in 2015.
- 89 lakh kids below 5 years given polio drops across India on 'Polio Ravivar': Health ministry
- Nearly 25 per cent of the population or every one in four persons in India has shown evidence of past infection of coronavirus, the third national serosurvey conducted by the ICMR revealed.
- Media bodies on Sunday condemned the police action against two journalists who were picked up during the farmers’ protests at Delhi’s Singhu border for allegedly misbehaving with police personnel.
- Expelled AIADMK leader V K Sasikala was discharged from a hospital here on Sunday after recovering from COVID-19, days after she was set free by the prison officials on completion of her jail term in a corruption case, authorities said.
- The country was saddened by insult to the Tricolour on Republic Day in Delhi, said Prime Minister Narendra Modi during his “Mann ki Baat” broadcast on Sunday.
|
707 |
Y |
|
3229 |
31-01-2021 |
Odia |
- ଆମେରିକାରେ ଭାରତୀୟମାନେ ଅନ୍ୟ ଦେଶର ପ୍ରବାସୀଙ୍କ ତୁଳନାରେ ସବୁଠାରୁ ଅଧିକ ଆୟ କରନ୍ତି |
- ପରମାଣୁ ଅସ୍ତ୍ରକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି । ପାକିସ୍ତାନ ଏହି ପରମାଣୁ ଅସ୍ତ୍ର ନିଷେଧ ସମ୍ବନ୍ଧୀୟ ଚୁକ୍ତିକୁ ମାନିବାକୁ ମନା କରିଦେଇଛି । ଶୁକ୍ରବାର ଏନେଇ ପାକିସ୍ତାନ କହିଛି ଯେ, ସେ ଏହି ଚୁକ୍ତିକୁ ମାନିବାକୁ ବାଧ୍ୟ ନୁହେଁ ।
- ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି । ଟେଲିଗ୍ରାମ୍ ଆପ୍ ଜରିଆରେ ଏହି ଆତଙ୍କବାଦୀ ସଙ୍ଗଠନ ଏନେଇ ସୂଚନା ଦେଇଛି ।
- ଭାରତ ଓ ଚୀନ ସେନା ସୀମାନ୍ତରେ ମୁହାଁମୁହିଁ ଥିବାବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତି କେର୍ଣ୍ଣଲ ପୁଣ୍ୟବାଚି ମହାନ୍ତିଙ୍କୁ ‘ଯୁଦ୍ଧ ସେବା ମେଡାଲ’ରେ ଭୂଷିତ କରିଛନ୍ତି।
- ମାଇକ୍ରୋସଫ୍ଟ ଦିଲ୍ଲୀ ଏନସିଆର-ନୋଇଡାରେ ନିଜର ନୂଆ ଇଣ୍ଡିଆ ଡେଭେଲପମେଣ୍ଟ ସେଣ୍ଟର (IDC) ଫାସିଲିଟି ଆରମ୍ଭ କରିଛି। ମାଇକ୍ରୋସଫ୍ଟର ଏହି ନୂଆ ଅଫିସ ତାଜମହଲ ଡିଜାଇନରେ ତିଆରି ହୋଇଛି।
- କାଲିଫର୍ଣ୍ଣିଆର ଡେଭିସ୍ ସହର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି । କିଛି ଅଜଣା ଲୋକ ଏହାକୁ ଭଙ୍ଗାରୁଜା କରିଛନ୍ତି । ଏହା ଜାନୁଆରୀ ୨୮ରେ ଘଟିଥିଲା ।
- ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ଏବେବି ଥମିବାର ନାଁ ନେଉନାହିଁ । ଏବେବି କୃଷକମାନେ ଆନ୍ଦୋଳନ କରୁଛନ୍ତି ।ଶନିବାର ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବେ ।
- ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ବିଲ୍ ଗେଟ୍ସ ସର୍ବଦା ସାମାଜିକ ଏବଂ ଜନ କଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥାଆନ୍ତି। ତାଙ୍କ ଫାଉଣ୍ଡେସନ ଜରିଆରେ ସେ ବିଭିନ୍ନ ଦେଶରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି
- ଉତ୍ତରପ୍ରଦେଶର ମୁଜାଫର୍ନଗର ଅଞ୍ଚଳର ହଜାର ହଜାର କୃଷକ କିସାନ ମହାପଞ୍ଚାୟତରେ ଅଂଶଗ୍ରହଣ କରିବାକୁ ନିଜର ସମର୍ଥନ ଦେଇ ଗାଜିପୁର ସୀମାଆଡ଼କୁ ଅଗ୍ରସର ହେଉଥିବା ରାଲିରେ ସାମିଲ୍ ହେଉଛନ୍ତି । ଏହାକୁ ଆଖିରେ ରଖି ଗାଜିଆବାଦ୍ ଏବଂ ଗାଜିପୁରକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ-୨୪କୁ ବନ୍ଦ କରି ଦିଆଯାଇଛି ବୋଲି ଦିଲ୍ଳୀ ଟ୍ରାଫିକ୍ ପୁଲିସ୍ ସୂଚନା ଦେଇଛି।
- ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।
- କରୋନାଭାଇରସ୍ ଟିକାକରଣ ଅଭିଯାନ ଆରମ୍ଭ ହେବାର ମାତ୍ର ୧୩ ଦିନ ମଧ୍ୟରେ ୩ ନିୟୁତ ବ୍ୟକ୍ତିଙ୍କୁ ଟିକା ଦେଇ (୩୦ ଲକ୍ଷ) ଭାରତ ଦ୍ରୁତ ବେଗରେ ବିଶ୍ୱର ଅଗ୍ରଣୀ ଦେଶ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
- ଶୁକ୍ରବାର ଅପରାହ୍ଣରେ ସିଂଘୁ ସୀମାନ୍ତରେ ସଙ୍ଗଠିତ ହିଂସାକାଣ୍ଡ ସମୟରେ ଅଲିପୁର ଏସ୍ଏଚ୍ଓଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ୪୪ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।
- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଶନିବାରଠାରୁ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ତେବେ ଆଜି ଆନ୍ନା ତାଙ୍କ ଅନଶନ ନିଷ୍ପତ୍ତିରୁ ଓହରି ଯାଇଛନ୍ତି।
- ଆସନ୍ତା ଫେବ୍ରୁଆରିରେ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।
- ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)ର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।
- ଆଫ୍ରିକାର ସବୁଠାରୁ ସୁରକ୍ଷିତ ଗାଡି ମାନ୍ୟତା ପାଇଲା ମହିନ୍ଦ୍ରା ଏକ୍ସୟୁଭି-୩୦୦ | ଦେଶର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ମହିନ୍ଦ୍ରାର କମ୍ପାକ୍ଟ ଏସୟୁଭି କାର ଏକ୍ସୟୁଭି ୩୦୦ର ସୁରକ୍ଷା ପୂର୍ବରୁ ପ୍ରମାଣିତ ହୋଇଥିବାବେଳେ ଏବେ ଆଫ୍ରିକାରେ ବି ଏହି କାର ସବୁଠାରୁ ସୁରକ୍ଷିତ
- କିଟ୍ରେ ଚାଲିଥିବା ଏମ୍ଜିଏମ୍ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍ର ଶୁକ୍ରବାର ଦୁଇଟି ମ୍ୟାଚ୍ରେ ଓଡ଼ିଶା ପର୍ପଲ ଏବଂ ଓଡ଼ିଶା ଭାଓଲେଟ୍ ଦମ୍ଦାର ବିଜୟ ହାସଲ କରିଛନ୍ତି।
- କଟକରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର ରାଉରକେଲା, ଝାରସୁଗୁଡ଼ା, କିଟ୍, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି।
- ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ସେଠାକାର ବରିଷ୍ଠ ଦଳ ବିପକ୍ଷରେ ପୁଣି ହାରିଛି।
- ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ ‘କେଜିଏଫ୍-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଟ୍ବିଟ କରି ଜଣାଇଛନ୍ତି।
|
643 |
Y |
|
3230 |
31-01-2021 |
English |
- Leading steel manufacturer of India Jindal Steel & Power Ltd (JSPL) has been conferred with prestigious Mahatma Award 2020 for its massive humanitarian effort to support the communities and local administration in fighting COVID-19 pandemic.
- Odisha Government has increased the monthly stipend of house surgeons from existing Rs 20,000 to Rs 28,000 with effect from January 1, 2021.The enhancement will prevail for a period of three years.
- The UGC also set a target that colleges and universities should get accredited with a minimum score of 2.5 by the year 2022.To achieve the target, the UGC introduced a new initiative called ‘Paramarsh’ in the year 2019 for mentoring the non-accredited institutions.
- Supporters of the opposition Grand Alliance in Bihar formed human chains across the state today to express solidarity with the farmers who have been protesting in the national capital seeking the repeal of the contentious farm laws.
- The Odisha government on Saturday issued the COVID-19 guidelines for the month of February.As per the guidelines as many as 500 persons are allowed to attend marriage or funeral-related gatherings.
- Internet services in the Delhi border areas of Singhu, Ghazipur and Tikri - epicenters of the farmers' weeks-long protest against the centre's agriculture laws - will be suspended from 11 pm for a period of 24 hours, the Union Home Ministry has said.
- Defence Minister Rajnath Singh and Parliamentary Affairs Minister Pralhad Joshi are meeting floor leaders of opposition parties - via videoconference - to ensure the smooth functioning of the the Budget Session, which began yesterday
- The Rajya Sabha on Friday paid rich tributes to its three members Ram Vilas Paswan, Ahmed Patel and Abhay Bharadwaj and 11 former members who died during the interregnum period from its last sitting.
- Bhim Army chief Chandrashekhar Azad on Friday met farmer leader Rakesh Tikait at Ghazipur on the Delhi-Uttar Pradesh border and said the Dalit group will provide all help to strengthen the agitation against the new farm laws.
- Anna Hazare calls off his indefinite fast, says 'Govt. has agreed to meet some of my demands'
- It soon emerged that 51-year-old Rakesh Tikait, who was leading BKU supporters at the Ghazipur border since November 28, was no ordinary man at all.
- Veteran Bengali actor Indrajit Deb died here on Saturday following a cardiac arrest, family members said. He was 73.
- Raising concerns over the three new farm laws, NCP President Sharad Pawar on Saturday said the legislation will adversely affect the Minimum Support Price (MSP) and weaken the mandi system.
- A statue of Mahatma Gandhi was vandalised by unknown persons at Central Park in the City of Davis, California.
- Jay Shah appointed President of Asian Cricket Council
- A video, uploaded by 'Village Cooking Channel' on YouTube, showing the Congress MP sharing the meal, besides preparing onion raitha, has garnered over 31 lakh views
- Internet suspended till 31 Jan at Singhu, Ghazipur, Tikri borders amid farmers' protest
- Hearing a petition on alleged custodial death involving personnel of Dhenkanal town police station that was filed 15 years back, the Orissa High Court has directed the State government to pay Rs 5 lakh compensation to the father of the victim.
- The Congress government in Rajasthan has launched a major health insurance scheme starting from January 30 -- the death anniversary of Mahatma Gandhi. The scheme, launched by Chief Minister Ashok Gehlot on Saturday, will provide health care benefits to around 1 crore 10 lakh poor families.
- Farm unions say they are open to resuming talks on the three farm laws, but accuse the government of offering dialogue on the one hand while harassing farmers on the other, by cutting off mobile Internet, threatening eviction and turning a blind eye to violence from locals
|
770 |
Y |
|