Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 21-09-2025 Odia
  1. 1.ରୁଷ୍‌ ଗତ ରାତିସାରା ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ୍‌ ଗତରାତିରେ ୫୮୦ ଡ୍ରୋନ୍‌ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି।। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ସ୍ଥାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି।
  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଇସ୍ରାଏଲ୍‌କୁ ୬.୪ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ବିକ୍ରୟ କରିବା ପାଇଁ କଂଗ୍ରେସକୁ ଏକ ପ୍ରସ୍ତାବ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ, ଏହି ଚୁକ୍ତିରେ ୭୦ ନିୟୁତ ଡଲାର ମୂଲ୍ୟର ୩୦ଟି ଏଲଚ-୬୪ ଆପାଚେ ହେଲିକପ୍ଟର, ୩,୨୫୦ ପଦାତିକ ଆକ୍ରମଣ ଯାନ ଏବଂ ସହାୟକ ଉପକରଣ ଅନ୍ତର୍ଭୁକ୍ତ ରହିଛି।

  3. 3.ଭାରତ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ ପରେ ଏବେ ଭିସା ଫି ମାଡ଼। ଏଚ୍‌-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବଢ଼ିଲା

  4. 4. ମାଲୟାଲମ୍‌ ସିନେମାର ସୁପର୍‌ଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏହି ଘୋଷଣା ପରେ ମୋହନଲାଲ କହିଛନ୍ତି, ‘ଏହା କେବଳ ମୋର ନୁହେଁ, ସମଗ୍ର ମାଲୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ମାନ।’ ଏହି ପୁରସ୍କାର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଆସନ୍ତା ୨୩ ତାରିଖ ଦିନ ପ୍ରଦାନ କରାଯିବ।

  5. 5.ଅନଲାଇନ୍‌ରେ ଜୋତା ଅର୍ଡର କରିବା ଜଣେ ଆଇଆଇଟି ଛାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ଠକ ନିଜକୁ ଏକ କୋରିଅର କମ୍ପାନୀର ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟରୁ ୧.୨୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

  6. 6.ଖଣିରୁ ଓଡ଼ିଶା ସରକାର ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍‌ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହି ରାଜସ୍ବ ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

  7. 7.୭୦,୦୦୦ କୋଟି ଟଙ୍କାର ନିବେଶ ପାଇଁ, ଓଡ଼ିଶା ସରକାର ସାଗରମାଳା ଫାଇନାନ୍ସ କର୍ପୋରେସନ ଏବଂ ପାରାଦୀପ ଏବଂ ବିଶାଖାପାଟଣା ବନ୍ଦର କର୍ତ୍ତୃପକ୍ଷଙ୍କ ସହଭାଗୀ ହୋଇ ଗଞ୍ଜାମ ଜିଲ୍ଲାର ବାହୁଡାଠାରେ ଏକ ଗଭୀର ସମୁଦ୍ର ସବୁଜ ବନ୍ଦର ଏବଂ ୬,୦୦୦ ଏକରରୁ ଅଧିକ ଜମିରେ ଏକ ବନ୍ଦର-ନେତୃତ୍ୱାଧୀନ ଶିଳ୍ପ କ୍ଷେତ୍ର ବିକଶିତ କରିବେ।

  8. 8.ରାଜ୍ୟରେ ୬୨୬୪ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ।

  9. 9.ରାଜ୍ୟରେ  ଆସନ୍ତା ବର୍ଷ ଖୋଲିବ ନୂଆ ୭ଟି ନର୍ସିଂ ମହାବିଦ୍ୟାଳୟ। ସବୁଥିରେ ୬୦ ଲେଖାଏଁ ସିଟ୍ ରହିବ।

  10. 10.ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

  11. 11.ନୂଆ ରେଳପଥ ଭୁବନେଶ୍ୱରରୁ କୋଣାର୍କ ନିର୍ମାଣ ହେବ।

  12. 12.ଭୁବନେଶ୍ୱର ୬୪ ଯୋଗିନୀ ପୀଠ ବିକାଶ ପାଇଁ  ୧୦ କୋଟି ଖର୍ଚ୍ଚ ହେବ।  

  13. 13.କଟକ ଭୁବନେଶ୍ୱର ଟ୍ରାଫିକ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ଦ୍ଵିତୀୟ ବ୍ରିଜ୍ ନିର୍ମାଣ ହେବ ।

  14. 14.ଯାଜପୁର ସୁକିନ୍ଦାରେ ପିଲାଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମା’। ପୁଅ ମୃତ, ବର୍ତ୍ତିଗଲା ଝିଅ, ମହିଳା ଗୁରୁତର। ଅନ୍ୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଉଦ୍ଧାର କଲେ।

  15. 15.ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ହାଇସ୍କୋରିଂ ମ୍ୟାଚରେ ଭାରତକୁ ୪୩ ରନରେ ହରାଇଲା

14 Y
2 21-09-2025 English
  1. 1.Malayalam superstar Mohanlal has been named the recipient of the Dadasaheb Phalke Award for 2023, the country’s highest recognition in the fi eld of cinema, the I&B Ministry announced Saturday.

  2. 2. The state government has initiated steps for the construction of a new secretariat building in Bhubaneswar, Works Minister Prithiviraj Harichandan told the Assembly, Saturday

  3. 3. Over 1.33 lakh foreign tourists visited Odisha in five years, starting 2020, with the highest of 53,392 in 2024, Deputy Chief Minister Pravati Parida told the Assembly Saturday.

  4. 4.The state government has collected Rs 3,232.43 crore as Excise revenue till the end of August in the current financial year, Excise Minister Prithiviraj Harichandan informed the Assembly Saturday.

  5. 5.The Shree Jagannath Temple Administration (SJTA) has decided to put restrictions on the use of mobile phones by officials, police and servitors on the temple premises.

  6. 6.Commerce and Industry Minister Piyush Goyal will lead an offi cial delegation to the US for trade talks September 22, an offi cial statement said Saturday

  7. 7.Trump signed the proclamation ‘Restriction on entry of certain nonimmigrant workers’, saying the abuse of the H-1B visa programme is a ‘national security threat.’

  8. 8.The Kerala High Court has observed that it cannot accept multiple marriages of a Muslim man when he has no capacity to maintain his wives, and one of them approaches the court claiming maintenance.

  9. 9.Iraq is set to open the country's first industrial-scale solar plant on Sunday in a vast expanse of desert in Karbala province, southwest of Baghdad.

  10. 10.Saudi Arabia will defend Pakistan in the event of India declaring war on its neighbour, Pak Defence Minister Khawaja Asif told reporters in Islamabad Friday, emphasising the 'strategic mutual assistance' component of the deal two countries signed this week.

  11. 11.Using the Time Use Survey 2024, the government is set to decode deeper insights into applications of data for policymaking, according to the Ministry of Statistics and Programme Implementation (MoSPI)

  12. 12.The Employees Provident Fund Organisation (EPFO) has introduced a signifi cant change that will make it easier for professionals to transfer their provident fund balance when switching jobs.

  13. 13.India has emerged as a global leader in seafood exports, currently supplying to 132 countries, and the nation has set an aim to double its exports to $15 billion by 2030.

  14. 14.India's Greco-Roman wrestlers continued to struggle at the World Wrestling Championships with all three in action Saturday getting eliminated early, bringing an end to the abject show by the country at this year's edition.

  15. 15.Indian men's para badminton pair of Abu Hubaida and Prem Kumar Ale clinched a bronze medal in the WH1-WH2 category after the top seeds lost their semifi nal match to China's Mai Jianpeng and Qu Zimo 4-21, 10-21 in the China Para Badminton International, here Saturday

10 Y
3 20-09-2025 Odia
  1. 1.ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି।  ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍‌ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।

  2. 2.ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେବଗଡ଼ର ଆଡାସରେ ୧୬୮୫ କେଜି ଓ ‌କେନ୍ଦୁଝରର ଗୋପୁରରେ ୩୧୧.୦୭ କେଜି ସୁନା ପଥର ଥିବା ଆକଳନ କରାଯାଇଛି।

  3. 3.ଓଡ଼ିଶାରେ ବର୍ତ୍ତମାନ ପାରାଦୀପ, ଧାମରା ଓ ଗୋପାଳପୁରଠାରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଥିରୁ ପାରାଦୀପ ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଦୁଇଟି ବନ୍ଦର ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ ଅଧୀନରେ ରହିଛି।

  4. 4.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।

  5. 5.ରୁଷ୍‌-ବେଲାରୁଷ୍ ସହିତ ଚାଲିଥିବା ‘ଜାପାଡ୍’ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ ନ କରିବା ପାଇଁ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ରୁଷ୍‌ ଅଭିଯୋଗ କରିଛି।

  6. 6.ନିର୍ବାଚନ କମିସନର ଜ୍ଞାନେଶ କୁମାର ଗଣତନ୍ତ୍ରକୁ ଧ୍ବଂସ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବାର ଦିନକ ପରେ ରାହୁଲ ନିର୍ବାଚନ କମିସନ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି।

  7. 7.ବିଷ୍ଣୁପୁର ଜିଲ୍ଲାର ନାମ୍ବୋଲ ସବାଲ ଲେଇକାଇରେ ଆସାମ ରାଇଫଲ୍ସର ଗାଡ଼ିମାଳ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିବର୍ଷା କରିବାରୁ ୩୩ ନମ୍ବର ବାଟାଲିୟନର ଦୁଇ ଯବାନ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି।

  8. 8.କଟକର ବାରଙ୍ଗରେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ପିଏସ୍‌ପି ଇଲେଭେନ୍ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ଏକ ଇଭି ଓ ବ୍ୟାଟେରି ପ୍ରକଳ୍ପ ସ୍ଥାପନ କରାଯିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୪୨୦ ଏକର ଜମି ଦରକାର। ଇଡ୍‌କୋ ତରଫରୁ ବାରଙ୍ଗ ତହସିଲ ଅଧୀନସ୍ଥ ଚାରିଟି ଗ୍ରାମରେ ଥିବା ୮୭୧.୪୨ ଏକର ଜମି କମ୍ପାନିକୁ ଆବଣ୍ଟନ କରାଯାଇଛି।

  9. 9.ସପ୍ତାହର ଶେଷ ବ୍ୟବସାୟ ଦିବସରେ, ସେନସେକ୍ସ ୨୪୦ ପଏଣ୍ଟ ହ୍ରାସ ପାଇ ୮୨୭୭୧ ଏବଂ ନିଫ୍ଟି ୬୦ ପଏଣ୍ଟ ହ୍ରାସ ପାଇ ୨୫୩୬୧ରେ ପହଞ୍ଚିଛି। ତେବେ ନିଫ୍ଟି ବ୍ୟାଙ୍କ ମଧ୍ୟ ହ୍ରାସ ପାଉଛି, ପ୍ରାୟ ୧୫୦ ପଏଣ୍ଟ ହ୍ରାସ ପାଇଛି।

  10. 10.ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।

  11. 11.ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି ।

  12. 12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ।

  13. 13.ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରତ୍ରିରେ ୬୭ବର୍ଷ ବୟସରେ  ମୃତ୍ୟୁ ଘଟିଛି। ସେ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

  14. 14.ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲାକୁ ବଦଳି ହୋଇପାରିବେ। 

  15. 15.ଏସିଆ କପ୍‌ କ୍ରିକେଟ୍‌ରେ ଓମାନ୍‌ ବେଶ୍‌ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍‌ରେ ଏହି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି ।

44 Y
4 20-09-2025 English
  1. 1.A total of 2,164 lecturer posts have been lying vacant in government universities and colleges across the state. As many as 1,404 out of 2,073 sanctioned lecturer posts across various departments are lying vacant in 17 government universities.

  2. 2.The state government is considering the inclusion of Bhagavad Gita sessions in schools to support the moral and intellectual growth of students, School and Mass Education Minister Nityananda Gond told the Assembly Friday .

  3. 3.The Grand Alliance will not contest the Bihar assembly election without a Chief Ministerial face, Rashtriya Janata Dal's Tejashwi Yadav told NDTV , packing in a little dig.

  4. 4.As many as 27,167 persons were killed in road accidents in the state over the last five years, at an annual average of 5,433 deaths, while 50,041 persons were injured during the same period.

  5. 5.The State Level Single Window Clearance Authority (SLSWCA), headed by Chief Secretary Manoj Ahuja, Friday approved Rs4,739 crore worth 25 investment proposals which are expected to create 25,200 employment opportunities across several districts of Odisha.

  6. 6.As many as 19 sexual harassment complaints have been fi led in different colleges and universities across the state in 2024, Higher Education (HE) Minister Suryabanshi Suraj told the Assembly Friday.

  7. 7.The headmaster of Timanpur Ashram School under Sinapali block in Nuapada district has been suspended for allegedly torturing a student.

  8. 8.Surekha Yadav, who shattered the glass ceiling to become Asia’s fi rst woman locopilot, is set to retire at the end of this month after 36 years of service, an offi cial from the Central Railway said on Friday.

  9. 9.The Election Commission (EC) Friday said it has de-listed 474 more registered unrecognised political parties for fl outing norms, including not contesting elections in the last six years.

  10. 10.Union Minister Manohar Lal Khattar Friday unveiled the drainage master plan for Delhi, designed to meet the capital's requirements for the next 30 years and reduce waterlogging by 50 per cent in the next three years. The Rs57,362.85 crore plan also aims to reduce fl ood-related accidents by 30 per cent within five years.

  11. 11.The political storm over "vote theft" has flared up once again in the national capital, with Arvind Kejriwal's Aam Aadmi Party accusing the Election Commission of colluding with the BJP during the 2025 Delhi Assembly elections.

  12. 12. PhonePe Friday said it has got the final authorisation from the Reserve Bank of India (RBI) to operate as an online payment aggregator.

  13. 13.Apple's latest fl agship, the iPhone 17, launched Friday to an unprecedented frenzy, with eager customers lining up for hours - even camping overnight for up to 21 hours - outside Apple stores across major cities.

  14. 14.Skipper Suryakumar Yadav made optimal use of available resources in both departments as India did enough to beat a spirited Oman by 21 runs to end their league stage commitments in Asia Cup with a hat-trick of victories.

  15. 15.The Supreme Court Friday approved the draft Constitution of the All India Football Federation (AIFF) with certain modifi cations, directing the AIFF administration to adopt it within four weeks.

25 Y
5 19-09-2025 Odia
  1. 1.ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଭବନର ଶଯ୍ୟାସଂଖ୍ୟା ୨୦୦ରୁ ୮୪୬କୁ ବୃଦ୍ଧି ପାଇଛି। ଏଥିପାଇଁ ଅତିରିକ୍ତ ଭାବେ ୧୧୪ଟି ନୂଆ ପଦବିକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୫୫୦ କୋଟି ଟଙ୍କା ଦରମା ବାବଦକୁ ଖର୍ଚ୍ଚ କରିବେ। ମାସକୁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

  2. 2.ଝାରସୁଗୁଡ଼ା ସହର ମାଳୀମୁଣ୍ଡାରେ ଥିବା କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଆନ୍ତର୍ଜାତିକସ୍ତରର କରାଯିବ। ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଷ୍ଟାଡିୟମ୍‌ ପ୍ରସ୍ତୁତକାରୀ ଅଷ୍ଟ୍ରେଲିଆର ଏକ କମ୍ପାନିକୁ ଏହି ଷ୍ଟାଡିୟମ୍‌ର ଉନ୍ନତୀକରଣ ଲାଗି ଡିପିଆର୍‌ ପ୍ରସ୍ତୁତ କରିବାକୁ ଦିଆଯାଇଛି।

  3. 3.୧ ଲକ୍ଷ ୬୩ ହଜାର ୭୫୭ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦରେ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯାଇଛି।

  4. 4.ଭୁବନେଶ୍ୱର ସଡ଼କ ଦୁର୍ଘଟଣାରେ ଯେତିକି ଜୀବନ ବର୍ଷକୁ ଯାଉଛି ତା’ର ୯.୨୨% କେବଳ ବୁଲା ଗାଈଗୋରୁଙ୍କ (ଗାଈ, ଷଣ୍ଢ, କୁକୁର) ପାଇଁ ଯାଉଛି। ଗତ ୩ ବର୍ଷରେ (୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ) ସଡ଼କ ଦୁର୍ଘଟଣାରେ ୧୭୩୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୧୬୦୧ ଜଣଙ୍କ ଜୀବନ ବୁଲା ଗାଈଗୋରୁଙ୍କ ସହ ଧକ୍କାରେ ଯାଇଛି।

  5. 5.ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୪ର ତାରିଖ ଘୋଷଣା କରିଛି। ପରୀକ୍ଷା ଅକ୍ଟୋବର ୧୨, ୨୦୨୫ରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁର ଏହି ଛଅଟି ଜୋନରେ ଅନୁଷ୍ଠିତ ହେବ।

  6. 6.ଆମେରିକାର କାଲିଫର୍ଣ୍ଣିଆରେ ୩୦ ବର୍ଷୀୟ ଭାରତୀୟ ଟେକି ମହମ୍ମଦ ନିଜାମୁଦ୍ଦିନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। 

  7. 7.ଓଡ଼ିଶା ସରକାର ଗତ ୧୭ ମାସରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି।

  8. 8.କେନ୍ଦ୍ର ସରକାର ଆସନ୍ତା ମାସରେ ମହଙ୍ଗା ଭତ୍ତା (DA)ରେ ୩% ବୃଦ୍ଧି ହେବାର ସମ୍ଭାବନା ଅଛି। ଯଦି ଏହା ହୁଏ, ତେବେ ବର୍ତ୍ତମାନର ୫୫% DA ୫୮% କୁ ବୃଦ୍ଧି ପାଇବ।

  9. 9. ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବା ଦ୍ଵାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ   ବିବାଦ ଉପୁଜିଛି। ଜବାବରେ ପ୍ରଧାନ ବିଚାରପତି ବିଆର୍ ଗୱାଇ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ଏବଂ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। 

  10. 10.ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି।

  11. 11. ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ ସ୍ଵପ୍ନ ଦେଖୁଛି। 

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ପାକିସ୍ତାନ, ଚୀନ୍ ସମେତ ୨୩ଟି ଦେଶକୁ ତାଲିକାଭୁକ୍ତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଏହି ଦେଶଗୁଡ଼ିକ ବେଆଇନ ନିଶାଦ୍ରବ୍ୟ ଓ ଆନୁଷଙ୍ଗିକ ରାସାୟନିକ ପଦାର୍ଥର ଉତ୍ପାଦନ କରି ଆମେରିକା ଓ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛନ୍ତି। 

  13. 13.ନିର୍ମାତା, ପ୍ୟାକର୍ ଏବଂ ଆମଦାନିକାରୀମାନେ ସେପ୍ଟେମ୍ବର ୨୨, ୨୦୨୫ ପୂର୍ବରୁ ନିର୍ମିତ ଓ ବିକ୍ରି ହୋଇନଥିବା ପ୍ୟାକେଜଗୁଡ଼ିକରେ ସ୍ୱେଚ୍ଛାକୃତ ଭାବରେ ସଂଶୋଧିତ ମୂଲ୍ୟ ଷ୍ଟିକର ଲଗାଇପାରିବେ । ଏହା ଲଗାଇବା ବାଧ୍ୟତାମୂଳକ ନୁହେଁ ଏବଂ ସଂଶୋଧିତ ମୂଲ୍ୟ ଘୋଷଣା କରିବାକୁ ଚାହୁଁଥିବା କମ୍ପାନୀଗୁଡ଼ିକ ପାଇଁ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ। 

  14. 14.ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କୈସରଗଞ୍ଜ ଥାନା ଅନ୍ତର୍ଗତ ନିନ୍ଦିପୁର ଗାଁରେ ଅସ୍ଥି ବିସର୍ଜନ ସମୟରେ ବୁଡ଼ି ଯିବାରୁ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

  15. 15.ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ।

52 Y
6 19-09-2025 English
  1. 1.A 30-year-old Indian techie was shot by the police in California after he allegedly stabbed his roommate with a knife earlier this month. .

  2. 2.In Assam, the Congress, has lodged a complaint with the Guwahati police against the BJP state unit over an AI video that was posted on its official social media handles.

  3. 3.Congress's Rahul Gandhi after the second round of his campaign against alleged "vote theft" posted on X in the evening that students and youth of the country will "save the constitution, protect democracy and stop vote theft" and that he stands .

  4. 4.The "all clear" to the Adani Group from market regulator Securities and Exchanges Board of India or SEBI has "massive ramifications, both from a legal perspective and also from a market perspective," Supreme Court advocate Jai Anant Dehadrai said.

  5. 5.Pakistan and Saudi Arabia have signed a strategic defence agreement, which declares that any attack on either country will be considered ‘an aggression against both’.

  6. 6.Bhubaneswar As many as 42 industrial houses, including government ones, owe water cess amounting to Rs 3,797.14 crore to the state government till March this year, Chief Minister Mohan Charan Majhi told the Assembly.

  7. 7. Indian photographer Prasenjeet Yadav’s image of a black tiger from Odisha’s Similipal National Park has featured on the cover of National Geographic magazine’s upcoming October 2025 edition.

  8. 8.Bhubaneswar Municipal Corporation (BMC) Thursday began its street dog census across the City, an official said. The counting of stray dogs will take place in every street and ward across the state capital everyday between 5am to 7am, the official mentioned.

  9. 9.The Crime Branch (CB) of Odisha Police has reopened an investigation into the 2023 fake certificate scam and arrested a man from Kalahandi district, officials said Thursday.

  10. 10.The decision of the US government to revoke the 2018 sanctions waiver with regard to strategic Iranian port of Chabahar will have implications for India, which is engaged in the development of a terminal at the port.

  11. 11.Slogans of ‘Go back Kangana, you are late’ rent the air Thursday when the Bollywood actor and BJP MP from Mandi visited a rain-affected area in Himachal Pradesh’s Manali.

  12. 12.The Election Commission Thursday dubbed as incorrect and baseless the allegations made by Congress leader Rahul Gandhi that CEC Gyanesh Kumar is protecting “vote chors”.

  13. 13.The Supreme Court Thursday imposed a Rs 5 lakh fi ne on Delhi government's Public Works Department for engaging manual sewer cleaners, including a minor, right outside the top court in violation of its orders prohibiting the practice.

  14. 14.Climate change could be affecting when girls get their fi rst periods, with higher humidity linked with an earlier onset and higher temperatures with a delayed one, according to a study.

  15. 15.The India Meteorological Department (IMD) has predicted the formation of two low pressure areas over the Bay of Bengal this month, one of which is likely to cross Odisha.

53 Y
7 18-09-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ପଠାଇଥିବା ଜଣେ ଅବତାରୀ ପୁରୁଷ ବୋଲି କହିଛନ୍ତି।

  2. 2.ଭାରତର ନିର୍ବାଚନ କମିସନ (ଇସିଆଇ) ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌) ବାଲଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ଇଭିଏମ୍‌ ବାଲଟ୍‌ରେ ପ୍ରାର୍ଥୀଙ୍କ ଫଟୋ ଏବେ ପୂର୍ଣ୍ଣ ରଙ୍ଗୀନ ହେବ।

  3. 3.ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ୭୫ତମ ଜନ୍ମଦିନରେ ମହିଳାଙ୍କ ପାଇଁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି । 

  4. 4.ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ପକ୍ଷରୁ ଅଜିମ ପ୍ରେମ୍‌ଜୀ ଶିକ୍ଷାବୃତ୍ତି ଘୋଷଣା କରାଯାଇଛି। ୨୦୨୫-୨୬ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨.୫ ଲକ୍ଷ ଛାତ୍ରୀଙ୍କୁ ବୃତ୍ତି ଦିଆଯିବ। ଓଡ଼ିଶାରୁ ୨୦ ହଜାର ଛାତ୍ରୀ ବୃତ୍ତିର ଲାଭ ପାଇପାରିବେ ବୋଲି ଫା‌ଉଣ୍ଡେସନ ପକ୍ଷରୁ କୁହାଯାଇଛି। 

  5. 5.ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କ ଉପରେ ଯେଉଁ ଇ-ଚାଲାଣ କଟାଯାଇଥିଲା ସେ ବାବଦକୁ ଜରିମାନା ଆଦାୟ କରାଯାଇପାରୁନି। ଏହି ବକେୟା ଜରିମାନା ଆଦାୟ ପାଇଁ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ସମାଧାନ (ଓଟିଏସ୍) ଘୋଷଣା କରାଯାଇଛି। ଏହା ଆସନ୍ତା ୬ମାସ ପାଇଁ ଲାଗୁ ହେବ। ଏହି ଓଟିଏସ୍‌ରେ ବହୁ ଜରିମାନା ଉପରେ ଅଧା ଜରିମାନା ଛାଡ଼ କରାଯାଇଛି। ଏପରିକି ସର୍ବାଧିକ ଜରିମାନା ଦେୟ ୫ହଜାର ଟଙ୍କାରେ ସୀମିତ ରଖାଯାଇଛି।

  6. 6. ଲେଖିକା ପଞ୍ଚମୀ ମାନୁ ଉକିଲ ତାଙ୍କ ରଚିତ ପୁସ୍ତକ ‘ମହାଗୋପନରେ ମହାବାହୁ’ ପୁସ୍ତକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। 

  7. 7.କିଛି ଦିନ ମଧ୍ୟରେ ୪ ଲକ୍ଷ ଲୋକ ଗାଜାରୁ ପଳାୟନ କରିଛନ୍ତି। ଗାଜାର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ ଥିଲା ଏବଂ ପ୍ରାୟ ୪ ଲକ୍ଷ ଲୋକ ସେଠାରୁ ପଳାୟନ କରିଛନ୍ତି। ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଜନସଂଖ୍ୟା ଗାଜା ଛାଡି ପଳାୟନ କରିଛନ୍ତି।

  8. 8.ବାଂଲାଦେଶ ଗୁଇନ୍ଦା ସଂସ୍ଥା  ସୂତ୍ର ଅନୁଯାୟୀ, ଆମେରିକା ସେନା ଏବଂ ବାୟୁସେନାର ପ୍ରାୟ ୧୨୦ ଜଣ ଅଧିକାରୀ ସେପ୍ଟେମ୍ବର ୧୦ ତାରିଖରେ  ଚିତ୍ତଗଙ୍ଗର ରାଡିସନ ବ୍ଲୁ ହୋଟେଲରେ ପ୍ରବେଶ କରିଥିଲେ।  ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ମିଳିତ ଅଭ୍ୟାସ କରିବାପାଇଁ  ଆମେରିକୀୟ ସେନା ବାଂଲାଦେଶ ଆସିଥିଲେ।

  9. 9.ବୁଧବାର ସୁପ୍ରିମ୍‌କୋର୍ଟ ଦିଲ୍ଲୀର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲ ଅବଶେଷ (ନଡ଼ାପାଳ) ଜାଳିବା ପାଇଁ କୃଷକମାନଙ୍କୁ ଦିଆଯାଇଥିବା ସମ୍ପୂର୍ଣ୍ଣ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।  ଆଇନ ଉଲ୍ଲଂଘନକାରୀ ଚାଷୀ କାହିଁକି ଗିରଫ ହେବେନାହିଁ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିବା ସହ ଏଭଳି ମାମଲାରେ ସୁରକ୍ଷା ମିଳିବା ଜରୁରୀ ନୁହେଁ ବୋଲି କହିଛନ୍ତି।

  10. 10.ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମା’ଙ୍କ ଏଆଇ ଭିଡିଓ ମାମଲାର ଶୁଣାଣି କରି ପାଟନା ହାଇକୋର୍ଟ କଂଗ୍ରେସକୁ କଡ଼ା ଝଟକା ଦେଇଛନ୍ତି।  ଏହି ନିର୍ଦ୍ଦେଶରେ କୋର୍ଟ ଯଥାଶୀଘ୍ର ମୋଦୀ ଓ ତାଙ୍କ ମା’ଙ୍କ ଭିଡିଓକୁ ହଟାଇବାକୁ କଂଗ୍ରେସକୁ ଚେତାଇ ଦେଇଛନ୍ତି।

  11. 11.ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

  12.  12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ “ଏକ ପେଡ଼ ମା କେ ନାମ୍” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାରେ ୧,୪୯,୧୧,୩୩୯ ଚାରା ରୋପଣ କରି ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି।

  13. 13. ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଭୋଟର ତାଲିକାର ଏସ୍‌ଆଇଆର୍‌ କରାଯାଇଛି। 

  14. 14.ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୧, ୨୦୨୫ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ସ୍କୂଲ ଛାତ୍ରଛାତ୍ରୀ ବୈଧ ଛାତ୍ର ପରିଚୟପତ୍ର କିମ୍ବା ସ୍କୂଲ ୟୁନିଫର୍ମ ଦେଖାଇ ମାଗଣା ବସ୍ ଯାତ୍ରା ସୁବିଧା ପାଇପାରିବେ।

  15. 15.ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍‌ ଆକ୍ୱାରିୟମ୍‌ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।

77 Y
8 18-09-2025 English
  1. 1.Odisha planted approximately 1.5 crore saplings within just 12 hours as a mark of gratitude towards Prime Minister Narendra Modi, who turned 75 Wednesday.

  2. 2.The Electronic Voting Machines (EVM) will now have colour photographs of candidates. Since 2015, the ballot papers pasted on EVMs had black and white photos of candidates which many voters found difficult to recognise.

  3. 3.More than half the electorate in most of the states may not have to provide any document as they will be covered in the electoral roll of the last Special Intensive Revision (SIR) held in their states, Election Commission (EC) officials said Wednesday.

  4. 4.Chief Minister Mohan Charan Majhi Wednesday approved a proposal to provide free bus rides to schoolchildren across the state, an official release said. The initiative will be implemented under the Mukhyamantri Bus Seva (MBS) scheme.

  5. 5.The Monsoon Session of Assembly starting Thursday is likely to be stormy, as Opposition Congress announced that it will move a no-confidence motion against the BJP government and the BJD resolved to raise questions on law and order, women’s safety, fertiliser scarcity and other burning issues.

  6. 6.Amid recent road mishaps involving vehicles with unauthorised structural modifications, the State Transport Authority (STA) has directed the regional transport officers (RTOs) to take stringent action against such vehicles, especially DJ vehicles, official sources said Wednesday.

  7. 7.State Commerce and Transport department has announced a ‘One-Time Settlement Scheme’ for pending e-challans as of July 31, 2025.

  8. 8.Child marriage and teenage pregnancies have emerged as grave concerns in Nabarangpur district. Figures from the District Social Welfare department show that between 2020 and August 2025, authorities prevented 1,638 child marriages. Yet the same period recorded 7,559 pregnancies among minors, despite repeated government campaigns and awareness drives.

  9. 9.Concerned over the usual spike in pollution levels in winter, the Supreme Court asked the Punjab government Wednesday why some errant farmers should not be arrested for indulging in stubble burning, a key contributor to air pollution, to send across a stern message.

  10. 10.The Patna High Court Wednesday directed the Congress to take off from its social media handles an AI-generated video depicting Prime Minister Narendra Modi and his late mother.

  11. 11.Researchers have developed an artificial intelligence tool that could predict the risk of heart disease in women by analysing their mammogram and age, without depending on an extensive medical history.

  12. 12.The Supreme Court Wednesday refused to entertain the pleas against the Kerala High Court order which dismissed petitions challenging the decision of the Travancore Devaswom Board to conduct a global conclave of Ayyappa devotees September 20.

  13. 13. Benchmark indices Sensex and Nifty rose for the second day Wednesday on buying in IT, banking, and auto shares by investors enthused by positive day-long discussions with the visiting US team on a bilateral trade deal.

  14. 14.Security Exchange Board of India (SEBI) is seeking government nod to allow banks, insurance companies, pension funds, and FPIs to invest in non-agriculture commodity derivative markets, its chairman Tuhin Kanta Pandey said Wednesday.

  15. 15.The Union Finance Ministry has notifi ed Central GST (CGST) tax rates for goods, which will be effective from September 22.

70 Y
9 17-09-2025 Odia
  1. 1.ଆଜି ସେପ୍ଟେମ୍ବର ୧୭ ତାରିଖ। ଆମର ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ୭୫ତମ ଜନ୍ମଦିନ।  ଅଭିନନ୍ଦନ ।

  2. 2.ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି।

  3. 3. ଇଣ୍ଟରପୋଲର ଅପରେସନ୍ ଲାୟନଫିସ୍-ମାୟାଗ-୩ ମାଧ୍ୟମରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୭୬ ଟନ୍ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତ ସମେତ ୧୮ଟି ଦେଶରେ ଏହି ସମନ୍ୱିତ ଚଢ଼ଉ ଚାଲିଥିଲା। କର୍ତ୍ତୃପକ୍ଷ ରେକର୍ଡ ୨୯୭ ନିୟୁତ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଛନ୍ତି।

  4. 4.ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କ ଭିତରେ ସଂଘର୍ଷ ହେବା ପରେ ସୋମବାର ସନ୍ଧ୍ୟାରେ ଭାରତରେ ଜନ୍ମିତ ଏକ ୨୦ ମାସର ମାଈ ଚିତାର ମୃତଦେହ ଉଦ୍ଧାର କରାଯାଇଛି।

  5. 5.ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ଦିଆଯାଉଥିବା ଶିକ୍ଷାଋଣ ଉପରେ ସୁଧ ଛାଡ଼ କରିଛନ୍ତି ବିହାର ସରକାର।

  6. 6.ଅବୈଧ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଭିଯୋଗରେ ସାରା ଭାରତରେ ଅଟକ ଥିବା ପ୍ରାୟ ୧୬,୦୦୦ ବିଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରିବାକୁ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ତାଲିକାରେ ବାଂଲାଦେଶ, ଫିଲିପାଇନ୍‌ସ, ମ୍ୟାମାର, ମାଲେସିଆ, ଘାନା, ନାଇଜେରିଆ ପ୍ରଭୃତି ଦେଶର ନାଗରିକଙ୍କ ନାମ ରହିଛି।

  7. 7. ଆମେରିକୀୟ କମ୍ପାନି ଆପଲ୍‌ ଆଣିଥିବା କସ୍‌ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ପ୍ରବଳ ଚାହିଦାରେ ରହିଛି। ପ୍ରାକ୍ ବୁକିଂ ଆରମ୍ଭ ହେବାର ତିନି ଦିନରେ ଭାରତ ଓ ଆମେରିକାରେ ଏହି ରଙ୍ଗର ଫୋନ୍‌ ଷ୍ଟକ୍ ଶେଷ ହୋଇଯାଇଛି।

  8. 8.ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି। 

  9. 9.ବାଦଲଫଟା ବର୍ଷା ଯୋଗୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟିରେ ଆଜି ଅପରାହ୍‌ଣରେ ବଡ଼ଧରଣର ଭୂସ୍ଖଳନ ଘଟିଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ଼ ପଥର ଓ ମାଟି ଅତଡ଼ା ଖସି ୧୫୭ ନମ୍ବର ଜାତୀୟ ରାଜପଥକୁ ମାଡ଼ି ଆସିଛି।

  10. 10.ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର। ୫ ବର୍ଷର ସମସ୍ତ ଇ-ଚାଲାଣକୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ତେବେ ଏହି ସମୟରସୀମା ହେଉଛି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ।

  11. 11.ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍‌ ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।

  12. 12.ଫିଲ୍ମ ‘କଥାକାର କି ଡାଏରୀ’, ଏହି ଫିଚର ଫିଲ୍ମ ମୁମ୍ବାଇ, ପୁଣେ ଓ ଓଡ଼ିଶାରେ ସୁଟିଂ ହୋଇଛି । ଓଡ଼ିଶାର ସୁନ୍ଦରଗଡ଼ର ଜଙ୍ଗଲରେ ଫିଲ୍ମର ପ୍ରମୁଖ ଦୃଶ୍ୟ ସୁଟିଂ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ପ୍ରକୃତିକୁ ବିଶେଷ ଭାବେ ସ୍ଥାନ ଦିଆଯାଇଛି । ଜଣେ ସାଧାରଣ ମଣିଷର ଜୀବନ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ ।

  13. 13.ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ୟୁନିଫାଏଡ୍‌ ଅଟୋମେଶନ ସିଷ୍ଟମ (ୟୁଏଏସ୍‌) ମଡ୍ୟୁଲ ଉପସ୍ଥାନ ଲାଗୁହେବ। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମଙ୍ଗଳବାର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫-୨୬ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

  15. 15.ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ।

  16. 16.ଉତ୍ତରପ୍ରଦେଶରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିଥିବାରୁ ଯୋଗୀ ଆଦିତ୍ୟନାଥ ସରକାର ସମସ୍ତ ନଗର ନିଗମକୁ ଏକ କଡ଼ା ଆଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ (ନଗର ବିକାଶ) ଅମୃତ ଅଭିଜାତଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ବୁଲା କୁକୁର ପ୍ରଥମ ଥର କାମୁଡେ, ସେ କୁକୁରକୁ ୧୦ ଦିନର ଶିକ୍ଷା ମିଳିବ, କିନ୍ତୁ ଦ୍ୱିତୀୟ ଥର କାମୁଡିବା ପରେ ତାହାକୁ ‘ଆଜୀବନ ଦଣ୍ଡ ମିଳିବ, ଅର୍ଥାତ୍ ଏନିମାଲ୍ ବାର୍ଥ୍ କଣ୍ଟ୍ରୋଲ୍ (ଏବିସି) ସେଣ୍ଟରରେ ଆଜୀବନ ରଖାଯାଇବ।

  17. 17.କେରଳରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ରାଜନେତା, ଦୁଇ ସରକାରୀ କର୍ମଚାରୀ ଓ ଜଣେ ଫୁଟବଲ କୋଚ ସମେତ ୯ ଜଣଙ୍କୁ କେରଳ ପୋଲିସ ଗିରଫ କରିଛି।

  18. 18.ପୂର୍ବତନ କ୍ରିକେଟର୍‌ ରବିନ୍ ଉଥାପ୍ପା ଓ ଯୁବରାଜ ସିଂହଙ୍କ ସମେତ ଅଭିନେତା ସୋନୁ ସୁଦ୍ ବେଆଇନ ବେଟିଂ ଆପ୍ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ତିନିଜଣଙ୍କୁ ଆସନ୍ତା ସପ୍ତାହରେ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇଛି।

  19. 19.କେନ୍ଦ୍ର ସରକାର ଖୁବ ଶୀଘ୍ର ତାଙ୍କର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ କିଛି ଭଲ ଖବର ଦେଇପାରନ୍ତି। ଆସନ୍ତା ମାସରେ ମହଙ୍ଗା ଭତ୍ତା (DA)ରେ ୩% ବୃଦ୍ଧି ହେବାର ସମ୍ଭାବନା ଅଛି।

  20. 20.ଭୁବନେଶ୍ୱରଠାରେ ଆୟୋଜିତ ‘କନ୍‌ଭେନଶନ ଅନ୍‌ କ୍ୱାଲିଟି କନ୍‌ସେପ୍ଟସ୍‌’ (ସିସିକ୍ୟୁଏସ୍‌-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍‌(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି।

82 Y
10 17-09-2025 English
  1. 1.Today is 75th birthday of Prime Minister Narendra Modi. To mark Prime Minister Narendra Modi’s 75th birthday and the national plantation drive ‘Ek Ped Maa Ke Naam 2.0’, 1.5 crore saplings will be planted across the country Wednesday.  

  2. 2.A part of National Highway 157 connecting Kandhamal with Ganjam districts, was disrupted and power supply went off across the Kandhamal district for over two hours after a major landslide occurred on the Kalinga ghat road triggered by incessant rainfall Tuesday.

  3. 3.The Supreme Court Tuesday attributed the disinclination of former high court judges in taking up post retirement roles in tribunals to the lack of amenities and remarked all such quasi-judicial bodies should be abolished if the government was unable to mitigate the situation.

  4. 4. In a first-ofits-kind move, the Uttar Pradesh government has ordered ‘life imprisonment’ for stray dogs that bite people more than once.

  5. 5.Deputy Chief Minister Pravati Parida Tuesday inaugurated 913 new buildings of Anganwadi centres in different parts of the state through virtual mode.

  6. 6.At least 190 minor girls have been raped in Nabarangpur district between 2022 and August 2025, according to police records, raising serious concerns about child safety.

  7. 7.The Maharashtra cabinet Tuesday cleared the new Animation, Visual Effects(VE), Gaming, Comics and Extended Reality (AVGC-XR) Policy 2025 with a roadmap till 2050, projecting the industry to create two lakh jobs and attract Rs 50,000 crore investment over the next 20 years.

  8. 8.The Centre has asked all states and Union territories to identify about 16,000 foreign nationals, mostly from African countries, who are “overstaying” in the country and could be involved in crimes including drug traffi cking, offi cial sources said Tuesday.

  9. 9.Pulling up the Maharashtra State Election Commission for non-compliance of its order, the Supreme Court Tuesday directed the state local body polls, stalled since 2022, to be completed by January 31, 2026 without further extension .

  10. 10.RJD leader Tejashwi Yadav Monday launched a ‘Bihar Adhikar Yatra’ with back-to-back rallies in Patna and Jehanabad districts, besides Nalanda, the home turf of Chief Minister Nitish Kumar whom he vowed to defeat in the upcoming Assembly polls.

  11. 11.The Supreme Court Tuesday sought the stand of several states on pleas seeking a stay on their respective anti-conversion laws.

  12. 12.Nine people, including two government employees, have been arrested from this district for allegedly sexually assaulting a 16-year-old boy after befriending him on a mobile app for the LGBTQ community, police said Tuesday.

  13. 13.Mother Dairy Tuesday announced it will pass on GST reduction benefi ts to consumers from September 22.

  14. 14.Denmark is leading a military exercise with hundreds of troops from several European NATO members in Greenland, a maneuver that coincides with months of tensions over the Trump administration's desire for US jurisdiction over the vast Arctic territory.

  15. 15.Apollo Tyres has been locked in as the new jersey sponsor for the Indian cricket team following the exit of online game platform Dream 11, a senior BCCI offi cial told PTI Tuesday.

76 Y