Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 22-11-2025 Odia
  1.  1.ଦେଶରେ ସମସ୍ତ ଚାରି ଶ୍ରମ କୋଡ୍ ଲାଗୁ ହୋଇଛି। ସେଗୁଡ଼ିକ ହେଊଛି ମଜୁରି କୋଡ୍‌ (୨୦୧୯), ଶିଳ୍ପ ସମ୍ପର୍କ କୋଡ୍ (୨୦୨୦), ସାମାଜିକ ସୁରକ୍ଷା କୋଡ୍ (୨୦୨୦) ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ (୨୦୨୦)। ପୂର୍ବରୁ ପ୍ରଚଳନରେ ଥିବା ୨୯ଟି ଶ୍ରମ ନିୟମ ସ୍ଥାନରେ ଏହି ଚାରି କୋଡ୍ ଲାଗୁ ହୋଇଛି।

  2. 2.ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ।

  3. 3.ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ।

  4. 4.ମେକ୍ସିକୋର ଫାତିମା ବୋଶ୍‌ ୨୦୨୫ ବର୍ଷ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ସେ ହେଉଛନ୍ତି ଏହାର ୭୪ ତମ ବିଜୟିନୀ । ଥାଇଲାଣ୍ଡରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ।

  5. 5.ସିଡ୍‌ନୀ - ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ ।

  6. 6.ଶ୍ରମ କୋଡ୍ ଲାଗୁ ହୋଇଥିବାରୁ ସ୍ଥାୟୀ କର୍ମଚାରୀଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ମିଆଦର କର୍ମଚାରୀମାନେ ମଧ୍ୟ ଛୁଟି, ମେଡିକାଲ୍ ଓ ସାମାଜିକ ସୁରକ୍ଷା ସୁବିଧା ପାଇବେ। ଏକ ବର୍ଷର ଚାକିରି ପରେ କର୍ମଚାରୀମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବିବେ‌ଚିତ ହେବେ।

  7.  7.ଓଡ଼ିଶା ଆଇଟି ନୀତି ୨୦୨୫ର ଏକ ଟପ୍‌-ଅପ୍ ଭାବେ ଏହା କାର୍ଯ୍ୟ କରିବ। ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ନୀତିରେ ୧୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

  8. 8.ଓଡିଶା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି।

  9. 9.ଓଡ଼ିଶାର ୨୫ରୁ ଅଧିକ ଗଡ଼ଜାତ ରାଜ୍ୟକୁ ମିଶାଇବାରେ ଡ.ହରେକୃଷ୍ଣ ମହତାବଙ୍କ ଅବଦାନ ରହିଥିଲା। ତାଙ୍କ ପ୍ରଚେଷ୍ଟାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଦୂରଦୃଷ୍ଟିସଂପନ୍ନ ନେତୃତ୍ବ ଯୋଗୁ ଓଡ଼ିଶାର ବିକାଶ ସମ୍ଭବ ହୋଇଛି।

  10. 10.ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପାଇଁ ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍‌ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍‌ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ।

  11. 11.ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟି ବୈଠକରେ ଏଭଳି ଏକାଧିକ ନିଷ୍ପତ୍ତି ନିଆଯାଇଛି। ଅର୍ଥ ସବ୍‌କମିଟି ପ୍ରସ୍ତୁତ କରିଥିବା ୧୦୪ କୋଟିର ବଳକା ବଜେଟ୍‌କୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛନ୍ତି। 

  12. 12.ଖାଇବା ତେଲ ବଜାରରେ କିଛି ସଂସ୍ଥା ଏକ ଲିଟରର ପ୍ୟାକେଟ୍‌ରେ ଅପେକ୍ଷାକୃତ କମ୍ ତେଲ ବିକ୍ରି କରୁଛନ୍ତି। ‌ସାଧାରଣତଃ ଗୋଟିଏ ଲିଟର ପ୍ୟାକେଟ୍‌ରେ ୯୧୦ ଗ୍ରାମ ତେଲ ରହିଥାଏ। ପ୍ୟା‌କେଟ୍‌ର ଓଜନକୁ ମିଶାଇବା ପରେ ତାହାର ଓଜନ ୯୧୬-୯୧୮ ଗ୍ରାମ ପାଖାପାଖି ହୋଇଥାଏ।

  13. 13.ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ ଘଟି ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

  14. 14.୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିଛନ୍ତି ।

  15. 15. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ନ୍ୟୁୟର୍କ ସିଟି ମେୟର-ନିର୍ବାଚିତ ଜୋହରାନ ମାମଦାନୀଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଛନ୍ତି।

6 Y
2 22-11-2025 English
  1. 1.A Tejas fighter jet of the Indian Air Force crashed in a ball of fire Friday during an aerial display at the Dubai Air Show killing the lone pilot.

  2. 2.The  central government notified all four Labour Codes, ushering in major reforms, including universal social security coverage for gig workers, mandatory appointment letters for all employees, and statutory minimum wages and timely payment across sectors.

  3. 3.Over a fifth of women in India aged 15-49 were subjected to intimate partner violence in 2023, while nearly 30 per cent have been affected during their lifetime, according to a new global report by the World Health Organisation (WHO).

  4. 4.Odisha Global Capability Centre (GCC) Policy, 2025 was also among the 12 proposals which received the state government’s approval, Chief Secretary Manoj Ahuja said.

  5. 5.Vigilance sleuths Friday arrested Suresh Chandra Sahu, secretary of the Kadopada Primary Agricultural Cooperative Society (PACS) in Deogarh district, for allegedly embezzling public funds amounting to Rs 40,71,644.

  6. 6.The state government has requested the Centre for early evacuation of 7.60 lakh metric tons of rice procured by the state within the time frame specified by the Union government.

  7. 7.Sixteen suspected Bangladeshi nationals have been detained for allegedly living illegally in Kendrapara after they failed to produce valid citizenship documents, Kendrapara Superintendent of Police Siddharth Kataria said .

  8. 8.In a rare incident, the emergency room of a private hospital turned into a wedding venue after a Thumboli native tied the knot with his bride, who had been injured in a road accident here Friday, hospital authorities said.

  9. 9.In a significant ruling, the Bombay High Court has held that probe agencies can not ‘debit freeze’ a bank account allegedly involved in cyber fraud transactions under the Bharatiya Nagarik Suraksha Sanhita (BNSS).

  10. 10.The Enforcement Directorate Friday conducted a mega search operation in Jharkhand and West Bengal as part of a money laundering probe against the coal mafia in the two neighbouring states and seized more than Rs 10 crore worth of cash and gold, officials said.

  11. 11.Nepal’s Gen Z groups and the supporters of CPN-UML led by deposed Prime Minister KP Sharma Oli once again came face to face in capital Kathmandu Friday, a couple of days after clashes between them led to curfew in Bara district.

  12. 12.Systemic leakages due to fraud, waste, and abuse (FWA) of approximately Rs 10,000 crore each year are silently eroding trust and financial resilience within the insurance ecosystem, according to a report.

  13. 13.Gold prices declined by Rs 600 to Rs 1,26,100 per 10 grams in the national capital Friday, tracking a weak global trend, according to the All India Sarafa Association.

  14. 14.Nineteen wickets fell on a chaotic opening day of the first Ashes Test at Perth Stadium, where fast bowlers from both sides wreaked havoc on a bouncy surface to leave the match dramatically in the balance.

  15. 15.Young marksman Shourya Saini clinched the men's 50m rifle 3-positions silver medal as India's dominance in the shooting competition of Deaflympics continued here Friday.

4 Y
3 21-11-2025 Odia
  1. 1.ମାଗଣା ମାସିକ ରାସନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ, ୨.୨୫ କୋଟି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଇଛି।

  2. 2.ବିଶ୍ବର ୫୭ ପ୍ରତିଶତ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଭାରତରେ ଚାଲୁଛି। ୨୦୨୩-୨୪ରେ ବାର୍ଷିକ ୨୩ ପ୍ରତିଶତ ହାରରେ ଭାରତରେ ହାଲୁକା ଇଲେକ୍ଟ୍ରିକ୍ ତିନିଚକିଆ ଯାନ ବିକ୍ରି ହୋଇଛି। 

  3. 3.ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି।

  4. 4.ନଭେମ୍ବର ୧୬ ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି, ଫଳ-ଆଧାରିତ ପାନୀୟ, ରେଡି-ଟୁ-ସର୍ଭ ଡ୍ରିଙ୍କ୍, ଇଲେକ୍ଟ୍ରୋଲାଇଟ୍ ବେଭରେଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ, ଯେଉଁଥିରେ ‘ORS’ ଶବ୍ଦଟି ଏକାକୀ କିମ୍ବା କୌଣସି ଶବ୍ଦ ସହିତ (ଯଥା: ORS-Lite, ORSL) ଉଲ୍ଲେଖ କରାଯାଇଛି, ସେଗୁଡ଼ିକୁ ଖୁଚୁରା ଦୋକାନ ଏବଂ ଇ-କମର୍ସ ପ୍ଲାଟଫର୍ମରୁ ତୁରନ୍ତ ହଟାଇବାକୁ ପଡ଼ିବ।

  5. 5.ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକର ୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ବାଜ୍ୟାପ୍ତ କରିଛି।

  6. 6.ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନୀ ପାକିସ୍ତାନ ପେଟ୍ରୋଲିୟମ ଲିମିଟେଡ୍ (PPL), ସମୁଦ୍ରରୁ ଜମି ଉଦ୍ଧାର କରି ସିନ୍ଧ ଉପକୂଳରୁ ପ୍ରାୟ ୩୦ କିଲୋମିଟର ଦୂରରେ, ସୁଜାୱାଲ୍ ନିକଟରେ ଏହି କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି।

  7. 7.ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ବିନା କୌଣସି କଟକଣାରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି।

  8. 8.ଫ୍ଲିପକାର୍ଟ, ବ୍ଲିଙ୍କିଟ୍, ରିଲାଏନ୍ସ ରିଟେଲ, ଜୋମାଟୋ, ଟାଟା 1mg ସମେତ ୨୬ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ଦାବି କରିଛନ୍ତି ଯେ ସେମାନଙ୍କ ୱେବସାଇଟରେ ‘ଡାର୍କ ପାଟର୍ନ’ର ବ୍ୟବହାର ହେଉନାହିଁ।

  9. 9.ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ବିଲ୍‌ଗୁଡ଼ିକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ।

  10. 10. ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି।

  11. 11.ସାଲିଆସାହିରେ ଉଚ୍ଛେଦ ଚାଲିଛି। ତେବେ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

  12. 12.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।

  13. 13. ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି।

  14. 14.କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି।

  15. 15.ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌)ର ସମଯାଜପୁର ଓଭରବ୍ରିଜ୍‌ ଉପରେ ଆଜି ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ଗହଣା ବ୍ୟବସାୟୀଙ୍କ ଦେଢ଼ କେଜି ସୁନା ଅଳଙ୍କାର, ୩୩ କେଜି ରୁପା ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

  16. 16. କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ମାରାତ୍ମକ ଆଡେନୋ ଭାଇରସ୍‌ର ଚିକିତ୍ସା ପଦ୍ଧତି ଉପରେ ଗବେଷଣା ପାଇଁ ଆଇସିଏମ୍‌ଆର୍(ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ପକ୍ଷରୁ ଶିଶୁଭବନକୁ ଅନୁମତି ପ୍ରଦାନ କରାଯାଇଛି.

  17. 17. ନେପାଳର ‘ଜେନ୍ ଜେଡ୍‌’ ଯୁବଗୋଷ୍ଠୀ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରର ପତନ ଘଟାଇଥିବା ଏହି ଆନ୍ଦୋଳନ ଏବେ ପୁଣି ମୁଣ୍ଡ ଟେକିଥିବାରୁ ଅନ୍ତରୀଣ ସରକାରର ଚିନ୍ତା ବଢ଼ିଯାଇଛି।

  18. 18.ଭାରତ-ଜନ୍ମିତ ଚିତା ମୁଖୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ଶାବକଙ୍କୁ ଜନ୍ମ ଦେଇ ଇତିହାସ ରଚିଛି।

  19. 19.ମଧ୍ୟ ଓ ଉତ୍ତର ଭାରତରେ ଏବେ ଶୀତର ପ୍ରକୋପ ଜୋର୍‌ ଧରିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୭ ନଭେମ୍ବର ସକାଳେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।

  20. 20.ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ  ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି।

31 Y
4 21-11-2025 English
  1. 1.The Supreme Court held that the court cannot impose any timelines on Governors and the President to grant assent to Bills passed by state Assemblies but at the same time said Governors don’t have ‘unfettered’ powers to sit on the Bills for ‘perpetuity’.

  2. 2.Bihar’s longest-serving Chief Minister Nitish Kumar was Thursday sworn in for a record 10th term here at a grand ceremony, attended by Prime Minister Narendra Modi, CMs of several NDA-ruled states, and senior alliance leaders.

  3. 3.The eviction drive in Salia Sahi, the largest slum in Bhubaneswar, was completed Thursday, with the demolition of over 550 ‘unauthorised’ dwelling units, an official said.

  4. 4.The Odisha state government has announced a welfare package of Rs41.17 crore for kendu leaf pluckers, binders and seasonal staff.

  5. 5.A three-member CBI team Thursday appeared before the court of District and Sessions Judge here as part of its ongoing probe into the police sub-inspector (SI) recruitment scam.

  6. 6.The famous male black tiger roaming the Similipal Tiger Reserve have once again captured public attention after former Principal Chief Conservator of Forests (PCCF) Sushant Nanda recently shared a striking photograph of a male black tiger.

  7. 7.The Enforcement Directorate has filed a chargesheet against businessman Robert Vadra, husband of Congress MP Priyanka Gandhi Vadra.

  8. 8.The Enforcement Directorate Thursday said it has attached fresh assets worth more than Rs1,452 crore as part of a money laundering investigation against businessman Anil Ambani’s Reliance Group.

  9. 9.The State Investigation Agency (SIA) Thursday carried out searches at the head office of media outlet — Kashmir Times — in Jammu.

  10. 10.Reliance Industries Ltd Thursday said it has halted the use of Russian crude at its export-only refinery in Jamnagar, Gujarat, as the company moves to comply with European Union sanctions

  11. 11.The Enforcement Directorate on Friday conducted simultaneous raids and search operations at several locations across West Bengal, including the state capital Kolkata, as part of a money laundering probe against the coal mafia.

  12. 12.A school teacher deployed to work as a Booth Level Officer (BLO) allegedly died by suicide in Gujarat's Gir Somnath district on Friday.

  13. 13.The Delhi government has directed all schools, colleges, universities and sports bodies in the capital to postpone physical sports competitions scheduled for November and December due to the deteriorating air quality.

  14. 14.The state’s long-term development vision under Viksit Odisha 2036 and 2047, the policy aims to drive investments of over Rs 1,000 crore, establish at least five modern GCC hubs, and create more than 50,000 direct and indirect job opportunities.

  15. 15.The Odisha Cabinet on Friday approved a significant increase in Pre-Matric and Post-Matric scholarship rates for Scheduled Tribe and Scheduled Caste students under the Mukhya Mantri Medhabi Chatra Protsahan Yojana.

12 Y
5 20-11-2025 Odia
  1. 1.ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଅସାମ୍ବିଧାନିକ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ବି.ଆର୍.ଗୱାଇ ଏବଂ ବିଚାରପତି କେ.ଭି.ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୩୭ ପୃଷ୍ଠାର ଏକ ଐତିହାସିକ ରାୟ ଶୁଣାଇଛନ୍ତି।

  2. 2.ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ, ସମସ୍ତ ପ୍ରମୁଖ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ, ଷ୍ଟକ୍ ମାର୍କେଟ ପ୍ରତିଷ୍ଠାନ ଏବଂ ପେନସନ୍ ସଂଗଠନଗୁଡ଼ିକ ସେମାନଙ୍କର ଗ୍ରାହକଙ୍କ କଲ୍ ପାଇଁ '1600' ରୁ ଆରମ୍ଭ ହେଉଥିବା ନମ୍ବର ବ୍ୟବହାର କରିବେ।

  3. 3.ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶୀଦାରମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପଞ୍ଚମ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି।

  4. 4.ଧଉଳି ଶାନ୍ତିସ୍ତୁପ ତଳୁ ଧଳା ଜହର ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ୨୬୪ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି।

  5. 5.ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ବର କୃଷି ଭବନ ଠାରେ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

  6. 6.ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

  7. 7.ଭୌତିକ ଗବେଷଣାଗାର (PRL)ର ବୈଜ୍ଞାନିକମାନେ ମାଉଣ୍ଟ ଆବୁରେ ଥିବା ୧.୨-ମିଟର ଟେଲିସ୍କୋପ ବ୍ୟବହାର କରି ଧୂମକେତୁ 3I/ATLASର ଆଶ୍ଚର୍ଯ୍ୟଜନକ ଫଟୋ ଏବଂ ସ୍ପେକ୍ଟ୍ରା କଏଦ କରିଛନ୍ତି।

  8. 8.୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​NDAର ବିପୁଳ ବିଜୟ ପରେ, ଆଜି ପାଟନାର ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଉ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଦଶମଥର ପାଇଁ ନୀତିଶ କୁମାର ଶପଥ ନେଇଛନ୍ତି ।

  9. 9.ଦେଶର ଦକ୍ଷିଣ ଭାଗରେ ଏନ୍‌ ଏଲ୍‌ ହିଲ୍‌ୱେରେ ପ୍ରବଳ ଜନଗହଳିପୂର୍ଣ୍ଣ ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି।

  10. 10.ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍‌ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍‌ ସୋ’କୁ ନେଉଥିଲେ ।

  11. 11.ଉତ୍ତର ପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ନିର୍ବାଚନମଣ୍ଡଳୀର ସମାଜବାଦୀ ପାର୍ଟି ବିଧାୟକ ଏବଂ ତାଙ୍କ ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା ସୁଧାକର ସିଂହଙ୍କର ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି।

  12. 12.ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବ ଏକ ‘ଟ୍ୟାପ୍ ଇକୋନୋମି’ ସୃଷ୍ଟି କରିଛି, ଯାହା ସଞ୍ଚୟରେ ଏକ ଅଦୃଶ୍ୟ କ୍ଷତି ଘଟାଉଛି। ପ୍ରତିଦିନ ଆମେ Paytm, PhonePe, ଏବଂ Google Pay ଭଳି ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଚା’ କପ୍, ରିକ୍ସା ଭଡ଼ା କିମ୍ବା ଆପ୍ ସବସ୍କ୍ରିପସନ୍ ପାଇଁ ସ୍ୱଳ୍ପ ପରିମାଣର ଅର୍ଥ ଦେଉଛୁ।

  13. 13.କେନ୍ଦ୍ର ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ବୁଧବାର ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା (RSP)ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୩୦,୦୦୦ କୋଟି ଟଙ୍କା ବିନିଯୋଗରେ ୨୦୩୦ ସୁଦ୍ଧା RSPର ବାର୍ଷିକ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ୯.୮ ମିଲିୟନ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

  14. 14.ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଗୋଟିଏ ଦିନରେ ୩୨୦ରୁ ଊର୍ଦ୍ଧ୍ୱ ଘର ଭଙ୍ଗାଯାଇଛି। ତେବେ ଏହାକୁ ମିଶାଇ ପ୍ରାୟ ୪୦୦ଟି ଘର ଭଙ୍ଗାଯାଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। 

  15. 15.ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଥିବା ଅତ୍ୟଧିକ ଉତ୍ସାହ ଏବଂ ନିବେଶକୁ ନେଇ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି ବର୍ତ୍ତମାନର ଏହି ‘AI ବବଲ୍’ (ଅତ୍ୟଧିକ ମୂଲ୍ୟାଙ୍କନ) ଫାଟିଯାଏ, ତେବେ ଗୁଗଲ୍ ସମେତ କୌଣସି ଟେକ୍ କମ୍ପାନୀ ଏହାର ପ୍ରଭାବରୁ ରକ୍ଷା ପାଇବେ ନାହିଁ।

30 Y
6 20-11-2025 English
  1. 1.Prime Minister Narendra Modi will be visiting Johannesburg from November 21 to 23 to attend the 20th G20 Leaders’ Summit hosted by South Africa, the Ministry of External Affairs said Wednesday.

  2. 2.Over 34.12 lakh farmers from Odisha have received the 21st instalment of the PM-Kisan scheme Wednesday, officials said.

  3. 3.Nitish Kumar took oath as chief minister for a record 10th time at Patna’s historic Gandhi Maidan November 20.

  4. 4.The Supreme Court Wednesday struck down key provisions of the 2021 Tribunals Reforms law related to appointment, tenure, and service conditions of tribunal members and presiding officers, saying “Parliament cannot simply override judicial decision by reenacting these” with minor tweaks.

  5. 5.‘123456’ has once again emerged as India’s most common password, topping the list for the second consecutive year, a new report said Wednesday.

  6. 6.Vigilance  arrested Superintendent of Excise, Keonjhar district and ASI-cum-OIC of Champua Excise Station, for accepting Rs 40,000 as bribe from a licensed liquor vendor for allowing him to run his business smoothly.

  7. 7.The Supreme Court Wednesday said it does not mind criticism of the judiciary but there should not be sweeping allegations of any kind.

  8. 8.Odisha plans to achieve 11GW of green energy capacity by 2030 and is supporting industries in adopting clean energy, Deputy Chief Minister KV Singh Deo said.

  9. 9.The Gujarat cabinet Wednesday approved extended electricity supply hours for farmers in key districts to support Rabi season cultivation.

  10. 10.Science and Technology Minister Jitendra Singh Wednesday launched India’s first indigenous CRISPR-based gene therapy for sickle cell disease, which particularly affects the country’s tribal population.

  11. 11.Unidentified men allegedly posing as Income Tax officials intercepted a ATM cash van here and fled with about Rs 7 crore Wednesday, in what is said to be a first of its kind daylight robbery in recent time, police said.

  12. 12.The Supreme Court Wednesday made an appeal to all women without sons, daughters or husbands to make a will to avoid potential litigation disputes between their parents and inlaws.

  13. 13.Bangladesh’s High Court Thursday ordered India’s Adani Group not to proceed with its planned international arbitration in Singapore over the payment dispute with state-run Power Development Board (BPDB) until an investigation into its power supply deal is completed.

  14. 14.India, along with six other countries, “will shape the future growth of the city population” of the world as they are expected to add more than 500 million city residents between 2025 and 2050, the UN said.

  15. 15.Grandmaster Arjun Erigaisi was knocked out of the FIDE World Cup, losing to Wei Yi of China 1.5-2.5 in the fi rst set of tiebreak games here Wednesday.

17 Y
7 19-11-2025 Odia
  1. 1.ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ରୋକିବା ଏବଂ ଅଫଲାଇନ ଯାଞ୍ଚକୁ ନିରୁତ୍ସାହିତ କରିବା ପାଇଁ ଆଗାମୀ ନୂତନ ଆଧାର କାର୍ଡରେ କେବଳ ଆପଣଙ୍କର ଫଟୋ ଏବଂ ଏକ QR କୋଡ ରହିବ। ପୂର୍ବରୁ ଲେଖାଯାଇଥିବା ନାମ, ଠିକଣା ଏବଂ ଆଧାର କାର୍ଡ ନମ୍ବର ହଟାଇ ଦିଆଯିବ।

  2. 2.ନୀତିଶ କୁମାର  ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ।

  3. 3.ରେଳବାଇ ଦ୍ୱାରା ପ୍ରବର୍ତ୍ତିତ ଭଡ଼ା ସଂସ୍କାର ଯୋଗୁଁ ମଧ୍ୟବିତ୍ତ ପରିବାର ପାଇଁ ସିମେଣ୍ଟ ପରିବହନ ଖର୍ଚ୍ଚ ହ୍ରାସ ପାଇବ।  

  4. 4.ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ନିର୍ବାଚନ ଆୟୋଗ କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି ।

  5. 5.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ମନି ଲଣ୍ଡରିଂ ମାମଲାରେ ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍‌ ଫଲାହ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାତା ଜୱାଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି।

  6. 6.ଦକ୍ଷିଣ ଲେବାନନର ଆଇନ ଅଲ-ହିଲୱେ ଶରଣାର୍ଥୀ ଶିବିରରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

  7. 7.ଆମେରିକା , ରୁଷ୍‌ ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛି। ରୁଷ୍‌ଠାରୁ ତେଲ କିଣି ବିଦେଶକୁ ରପ୍ତାନି କରୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପ୍ରସ୍ତାବ ରହିଛି।

  8. 8.ସୁପ୍ରିମ୍‌କୋର୍ଟ ନିଜର ପୂର୍ବ ରାୟକୁ ଖାରଜ କରି ଦେଇଛନ୍ତି ଯାହା କେନ୍ଦ୍ରକୁ ଅତୀତର ପରିବେଶ ମଞ୍ଜୁରୀ ପ୍ରଦାନ କରିବାକୁ ବାରଣ କରିଥିଲା। ମେ ୧୬ ତାରିଖରେ ଜଷ୍ଟିସ୍ ଏଏସ୍ ଓକା (ଅବସରପ୍ରାପ୍ତ) ଓ ଜଷ୍ଟିସ୍ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ପୂର୍ବର ‘ବନଶକ୍ତି ରାୟ’ରେ କହିଥିଲେ ଯେ ପୁରୁଣା ମଞ୍ଜୁରି ଅନୁମତିଯୋଗ୍ୟ ନୁହେଁ।

  9. 9.ଚୀନ୍ ଟେକ୍ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ୯-୯-୬ ମଡେଲ୍ ଅନୁସାରେ କର୍ମଚାରୀମାନଙ୍କୁ ସପ୍ତାହରେ ଲଗାତାର ଛଅ ଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାମ କରିବାକୁ ପଡିବ। ଏହା ୭୨ ଘଣ୍ଟା କାର୍ଯ୍ୟ ସପ୍ତାହକୁ ଅନୁସରଣ କରେ। ଯେବେକି ବିଶ୍ଵରର ଅଧିକାଂଶ ଦେଶରେ କାର୍ଯ୍ୟ ଘଣ୍ଟା ୪୦ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ।

  10. 10.ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ  ଆସିବା ପରେ ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ନୂତନ ନିୟମ ପ୍ରଣୟନ କରିବେ। ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ କଫ ସିରପ ଉପଲବ୍ଧ ହେବ ନାହିଁ।

  11. 11.ଭୋପାଳର ତୁଳସୀ ନଗରରେ ପ୍ରାୟ ୫୦ କୋଟି ଟଙ୍କା ବିନିଯୋଗରେ ଭୋପାଳ ନଗର ନିଗମର କୋଠା ତିଆରି ହୋଇଛି। କିନ୍ତୁ ବୈଠକ ପାଇଁ କୌଣସି ମିଟିଂ ହଲ୍‌ ନାହିଁ।

  12. 12.ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର କୋରାପୁଟ ଜିଲା ଜୟପୁରର।

  13. 13.ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି।

  14. 14.ଓଡ଼ିଶା ସରକାର ରାଜ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ ହେବ। ନୂତନ ୪ଟି ତହସିଲ ମଧ୍ୟରୁ ଦୁଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ଅବଶିଷ୍ଟ ଗୋଟିଏ କଟକରେ ଏବଂ ଗୋଟିଏ ସମ୍ବଲପୁର ଜିଲାରେ ଗଠନ କରାଯିବ।

  15. 15.ବେଦାନ୍ତ ଆଲୁମିନିୟମ ଜାମଖଣି, ଘୋଘରପଲ୍ଲୀ ଏବଂ କୁରାଲୋଇ (ଏ) ଉତ୍ତର କୋଇଲା ଖଣି କାର୍ଯ୍ୟକ୍ଷମ ଅଞ୍ଚଳରେ ୪୦ଟି ଅଙ୍ଗନୱାଡି କେନ୍ଦ୍ରରେ ୪୫୦ରୁ ଅଧିକ ପିଲାଙ୍କୁ ଶିକ୍ଷଣ ସହାୟତା କିଟ୍ ପ୍ରଦାନ କରି ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।

25 Y
8 19-11-2025 English
  1. 1.Chief Minister Mohan Charan Majhi Tuesday called upon Collectors and Superintendents of Police (SPs) to remain firmly committed to public service and ensure transparent, corruption-free administration across all levels.

  2. 2.Top Naxalite commander Madvi Hidma, who had masterminded several attacks over the last two decades, was killed in an encounter in neighbouring Andhra Pradesh Tuesday, a breakthrough Chhattisgarh Police described as the “last nail in the coffi n” of the insurgency.

  3. 3.The Supreme Court Tuesday voiced concern over a news report that claimed that every eight minutes, a child goes missing in the country, and described it as a serious issue.

  4. 4.Bihar Chief Minister Nitish Kumar is all set to be elected as leader of the NDA Wednesday ahead of the formation of a new government under his leadership in the state November 20.

  5. 5.The Ministry of Information and Broadcasting Tuesday issued an advisory to all private television channels against telecasting visuals that could aid, abet or promote unlawful activities.

  6. 6.The government has introduced a next-generation “e-passport” that combines both paper and electronic elements, a step that also seeks to detect and check forgery, impersonation and other fraudulent acts.

  7. 7.A senior Trump administration official has said that a trade deal between India and the US can be worked out “soon”.

  8. 8.Sri Lanka Tuesday said it has secured agreements to obtain USD 300 million in fi nancial assistance from the Asian Development Bank (ADB) to support economic stability

  9. 9.The Supreme Court verdict, recalling its May 16 judgement that had barred the Centre from granting retrospective environmental clearances to projects, has provided a lifeline to critical public infrastructure projects across India including Bhubaneswar AIIMS.

  10. 10.Odisha shone at the 6th National Water Awards and Jal Sanchay– Jan Bhagidari (JSJB) Awards, with RCCF Berhampur Circle securing the first rank (joint winner) in the ‘Best Institute Other Than School and College Outside Campus’ category.

  11. 11.Sushil Kumar Meher will play Kansa Maharaj in the Bargarh Dhanu Jatra, which is scheduled to begin December 24.

  12. 12.The Election Commission has summoned Punjab DGP Gaurav Yadav here November 25 over complaints against Tarn Taran SSP during the recent assembly bypoll, officials said Tuesday.

  13. 13.The air quality in Delhi stayed in the ‘very poor’ category for the fi fth consecutive day Tuesday.

  14. 14. In a good news for investors, a research report by the SBI has predicted that India's GDP growth is expected to reach 7.5 per cent or more in the second quarter of the current fi scal, mainly driven by robust festive sales triggered by the GST rate cut in late September.

  15. 15.A 4-year-old boy died Tuesday after accidentally swallowing a plastic toy that came inside a packet of snack sticks, police and health officials said.

10 Y
9 18-11-2025 Odia
  1. 1.ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅନିଲ ଅମ୍ବାନୀଙ୍କ ସହ ଜଡିତ ୨୦,୦୦୦ କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ କରିବାକୁ ରାଜି ହୋଇଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟ ତଦାରଖରେ ଏହି ତଦନ୍ତ ଦାବି କରିଛନ୍ତି।

  2. 2.ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ପାକିସ୍ତାନ ଓ ଏହାର ମାଟିରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ଭାରତର ନିକଟରେ ହୋଇଥିବା ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ କେବଳ ଏକ ଟ୍ରେଲର୍ ଥିଲା ଏବଂ ଭବିଷ୍ୟତ ଆହ୍ବାନ ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

  3. 3.ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ମାନବତା ବିରୁଦ୍ଧରେ ଗମ୍ଭୀର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତିନି ଜଣିଆ ଟ୍ରିବ୍ୟୁନାଲ୍ ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। 

  4. 4.ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରରେ ୨୬% ବୃଦ୍ଧିକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଦୈନିକ ୧ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭ ଟଙ୍କା ୪୦ ପଇସାରୁ ୫୯ ଟଙ୍କା ୬୮ ପଇସ‌ାକୁ ବୃଦ୍ଧି କରାଯାଇଛି। 

  5. 5.ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଆମେରିକାର ଶାନ୍ତି ଯୋଜନାକୁ ଅନୁମୋଦନ କରିଛି, ଯାହା ଗାଜାରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ପଥ ପ୍ରଶସ୍ତ କରିଛି। ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ ମୁତୟନ ଏବଂ ଭବିଷ୍ୟତର ପାଲେଷ୍ଟାଇନୀ ରାଷ୍ଟ୍ର ପାଇଁ ଏକ ସମ୍ଭାବ୍ୟ ପଥ ମଧ୍ୟ ଉଲ୍ଲେଖ କରିଛି।

  6. 6. ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମର ଅତ୍ୟଧିକ ଚାପ ଯୋଗୁଁ ରାଜସ୍ଥାନ ଓ କେରଳରେ ଦୁଇଜଣ ବୁଥ୍‌ ସ୍ତରୀୟ ଅଫିସର (ବିଏଲ୍‌ଓ) ଆତ୍ମହତ୍ୟା କରିଛନ୍ତି।

  7. 7.ବେଙ୍ଗାଲୁରୁର ନନ୍ଦିନୀ ଡାଏରୀ ପାର୍ଲରକୁ ଉତ୍ପାଦ ଯୋଗାଉଥିବା ଏକ ନକଲି ଘିଅ ରୢାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଅଧିକାରୀମାନେ ଏକ ପ୍ରାଧିକୃତ ବିତରକଙ୍କ ଦ୍ୱାରା ପରିଚାଳିତ ଅପମିଶ୍ରଣ ନେଟୱାର୍କର ପର୍ଦ୍ଦାଫାସ କରିଛନ୍ତି। 

  8. 8.ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। 

  9. 9.ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି।

  10. 10.ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି।

  11. 11.ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍‌ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି

  12. 12.ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ ରଖିଥିଲେ ଏବଂ ତାଙ୍କଠାରୁ ପ୍ରାୟ ₹୩୨ କୋଟି ଟଙ୍କା ଠକି ନେଇଛନ୍ତି। ମହିଳା ଜଣକ ମୋଟ୍ ୧୮୭ଟି ବ୍ୟାଙ୍କ ଟ୍ରାଞ୍ଜାକସନ୍ ଜରିଆରେ ଏହି ଅର୍ଥ ହରାଇଛନ୍ତି।

  13. 13.ପାରାଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆନ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।

  14. 14.ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। 

  15. 15.ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି।

34 Y
10 18-11-2025 English
  1. 1.Indian public sector oil companies have finalised a one-year contract to import approximately 2.2 million tonnes per annum (MTPA) of liquefi ed petroleum gas (LPG) from the US starting in 2026.

  2. 2.Popular singer Humane Sagar died at the age of 34 Monday while undergoing treatment at All India Institute of Medical Sciences (AIIMS) here, a bulletin issued by the health facility said.

  3. 3.Forty-two Indian Umrah pilgrims from Telangana were among 44 people killed in a collision involving their bus and a fuel tanker near Madinah in Saudi Arabia in the wee hours of Monday.

  4. 4.Researchers from National Institute of Technology (NIT), Rourkela have patented an eco-friendly method to produce black terracotta wares.

  5. 5.Brahma Kumaris’ will take the form of a global movement, spreading the message of world peace from Mount Abu to New York and Nairobi to London.

  6. 6.Marking the first phase of the census of India 2027, the Directorate of Census Operations, Odisha, began the pre-test for the house listing and house census in selected areas of the state.

  7. 7.The Indian Railways is redeveloping the Baripada Railway Station in Mayurbhanj district under the Amrit Bharat Station Scheme, a nationwide initiative designed to modernise stations and improve overall passenger experience.

  8. 8.CNG pumps in Mumbai witnessed long queues for refuelling Monday after a major gas pipeline was damaged, disrupting supply and affecting thousands of autorickshaws, taxis and other CNG-run vehicles.

  9. 9.Five children suffered from food poisoning after eating ‘samosas’ at the canteen of a private school in Mumbai Monday afternoon, a civic official said.

  10. 10.Bangladesh’s deposed prime minister Sheikh Hasina was Monday sentenced to death in absentia by a special tribunal for “crimes against humanity” over her government’s brutal crackdown on student-led protests last year.

  11. 11.Batting for a long-term solution for air pollution in Delhi-NCR, the Supreme Court Monday refused to impose year-round restrictions on all activities prohibited under the Graded Response Action Plan (GRAP) -- a set of emergency measures to control pollution.

  12. 12.The Election Commission Monday ordered ‘Special Revision’ of electoral rolls in Assam and the fi nal voter list will be published February 10, 2026.

  13. 13.In a rare move, the Supreme Court Monday restrained the courts from releasing from jail the accused who had duped a 72-year-old woman advocate of the apex court of Rs 3.29 crore through ‘digital arrest’ fraud, saying the case warrants “unusual orders”.

  14. 14.Thirty-one blackbucks have died at a zoo here in just four days due to a bacterial infection, Karnataka Forest Minister Eshwar Khandre said Monday.

  15. 15.The government Monday approved 17 projects under Electronics Component Manufacturing Scheme (ECMS), entailing an investment of Rs 7,172 crore, signalling India's decisive push in producing high-precision components, and its resolve to secure a firm foothold in global supply chains. These projects are expected to create 11,800 jobs.

28 Y