Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 05-01-2026 Odia
  1. 1.ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ ସଂସ୍ଥା ଲାଗୋସର ମୁଖ୍ୟ ବନ୍ଦରରେ ଏକ ବାଣିଜ୍ୟ ଜାହାଜରୁ ୩୧.୫ କିଲୋଗ୍ରାମ କୋକେନ୍ ଉଦ୍ଧାର କରିବା ପରେ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି।

  2.  2.ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍‌ସିଏସ୍‌) ଅନୁଯାୟୀ ଆସାମର ମୋରିଗାଓଁ ଜିଲ୍ଲାରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ଭୋର ୪ଟା ୧୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୨୬.୩୭ ଉତ୍ତର ଅକ୍ଷାଂଶ ଏବଂ ୯୨.୨୯ ପୂର୍ବ ଦ୍ରାଘିମାରେ ୫୦ କିଲୋମିଟର ଗଭୀରତାରେ ଥିଲା।

  3. 3.ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । 

  4. 4.ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବଣ୍ଟନକୁ ମଞ୍ଜୁରୀ ଦିଆଯାଇଛି।

  5. 5.କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଫାଇଦା ଉଠାଉଛି।

  6. 6.ଖୋର୍ଦ୍ଧା ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍‌ (ହେପାଟାଇଟିସ୍‌-ସି) ଆତଙ୍କ। ବିଦ୍ୟାଳୟରେ ଜଣ୍ଡିସ୍‌ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍‌ ବାହାରୁଛି।

  7. 7.ଆମ ବସ୍‌ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଡ୍ରାଇଭରଙ୍କ ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଗାଡ଼ି ଚଳାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ନଚେତ ମିଳିବ ନାହିଁ ବୋଲି ସଚିବ ପାଢୀ ଗଣମାଧ୍ୟମକୁ କହିଛନ୍ତି।

  8. 8.ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି ।

  9. 9. ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL ଦେଶବ୍ୟାପୀ ଭଏସ ଓଭର ୱାଇଫାଇ (VoWiFi) ସେବା ଆରମ୍ଭ କରିଛି। 

  10. 10. ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ୪୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସାରେ ଥିବା ଡେରା ସଚ୍ଚା ସୌଦାରେ ରହିବେ। 

  11. 11. ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ମହାପ୍ରଭୁ ବର୍ଷସାରା ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ ।

  12. 12.ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଥିବାବେଳେ ମେଣ୍ଟରେ ମତଭେଦ ଦେଖିବାକୁ ମିଳିଛି।

  13. 13.ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ନେଇ ଚୀନ ଉଦ୍‌ବେଗ ପ୍ରକାଶ କରିବା ସହିତ ୱାଶିଂଟନକୁ କଡା ଚେତାବନୀ ଦେଇଛି।

  14. 14.ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ ।

  15. 15.୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି।

 

13 Y
2 05-01-2026 English
  1. 1.The Indian Psychiatric Society (IPS) has expressed deep concern over the persistently high mental health treatment gap in India, noting that nearly 80-85 per cent of individuals suffering from psychiatric disorders do not receive timely or appropriate care.

  2. 2.No ad-hoc judges have been appointed in high courts so far to tackle pending criminal cases, nearly a year after the Supreme Court cleared the decks for it, as the high courts have not evinced interest.

  3. 3.At least 30 villagers have been killed and several others are missing after gunmen raided a village in northern Nigeria’s Niger state, police said Sunday.

  4. 4.The United States might have taken charge of Venezuela’s oil sector, but that is unlikely to change oil prices immediately as years of neglect and sanctions have damaged the industry there.

  5. 5.The first ‘Patha Utsav’ of 2026, organised by the Bhubaneswar Municipal Corporation (BMC), turned out to be a huge success, drawing a massive crowd Sunday.

  6. 6.A Bhubaneswar court sentenced drug peddler Sk Hasim Bux to 20 years of rigorous imprisonment (RI) and imposed a fi ne of Rs1 lakh for traffi cking contraband brown sugar.

  7. 7.Swachh Sathis who achieve 90 per cent collection of user fees will receive special incentive of Rs5,000, announced Bhubaneswar Municipal Corporation (BMC) Mayor Sulochana Das recently.

  8. 8.Odisha Vigilance Sunday arrested CRRI Police Station, Cuttack Inspector In-Charge (IIC) Bijay Kumar Barik while accepting Rs 40,000 as bribe from a licensed liquor vendor.

  9. 9.Khariar King Dr Jitamitra Prasad Singh Deo, a noted historian, archaeologist and researcher, passed away Sunday in his palace at Khariar town under Nuapada district. He was 80.

  10. 10.The Uttar Pradesh government Sunday launched the state's first Barille library with a collection of more than 4,000 books, an official statement said.

  11. 11.Braving the bitter cold, devotees thronged the Sangam Sunday for a holy dip in the Ganga during the ongoing Magh Mela.

  12. 12.Former union minister Maneka Gandhi Sunday advocated a nationwide ban on the sale and use of firecrackers in the country to check air pollution.

  13. 13.India Sunday voiced “deep concern” over the US capturing Venezuela’s President Nicolas Maduro and his wife in a military operation, and said it is closely monitoring the unfolding situation in the oil-rich South American country.

  14. 14.Dera Sacha Sauda chief Gurmeet Ram Rahim Singh, who is serving a 20-year jail term for raping two of his disciples and is currently lodged in the Sunaria jail in Haryana's Rohtak, was again granted a 40-day parole, said sources Sunday.

  15. 15.Authorities here have barred courier companies and parcel services from transporting narcotic drugs, psychotropic substances and other contraband without a valid permit, and directed them to ensure police verification of all their employees.

7 Y
3 04-01-2026 Odia
  1. 1.ଓଡ଼ିଶା ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି।

  2. 2.ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକୀୟ ସେନାର ହେପାଜତରେ ଅଛନ୍ତି।

  3. 3.ପାକିସ୍ତାନ ବାୟୁସେନା ଶନିବାର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।

  4. 4.ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

  5. 5.ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ, ବରଂ ଭାରତର ପବିତ୍ର ଐତିହ୍ୟର ଅଂଶବିଶେଷ। ୧୮୯୮ରେ ଆବିଷ୍କୃତ ପିପରହଓ୍ବା ରତ୍ନ ୧୨୭ ବର୍ଷ ପରେ ଭାରତ ଫେରିଥିବାବେଳେ ନୂଆଦିଲ୍ଲୀରେ ଏହାର ପ୍ରଦର୍ଶନ ପାଇଁ ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

  6. 6.ମଧ୍ୟପ୍ରଦେଶର ଖରଗୋନ୍‌ ଜିଲାରେ ନର୍ମଦା ନଦୀକୂଳରୁ ପ୍ରାୟ ୨୦୦ ଶୁଆଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏତେ ସଂଖ୍ୟକ ଶୁଆ ମରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। 

  7. 7.ଶ୍ରୀନଗର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

  8. 8.ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଏକ ବଡ଼ଧରଣର ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

  9. 9.ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

  10. 10.ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ରିଲ୍ସ, ଭିଡିଓ ଉତ୍ତୋଳନ ଉପରେ ସରକାର କଟକଣା ଲଗାଇଛନ୍ତି।

  11. 11. ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି।

  12. 12.ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (ଓଟିଏସ୍‌)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (ଓଡବ୍ଲ୍ୟୁଏସ୍‌)ରେ ୮ଟି ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ଅନୁରୋଧ କରାଯାଇଛି।

  13. 13.୨୦୨୫ ନଭେମ୍ବର ମାସରେ ଓଡ଼ିଶାରେ ୧.୫୫ ଲକ୍ଷ(୧,୫୪,୯୨୨) ନୂଆ ମୋବାଇଲ ଫୋନ ଗ୍ରାହକ ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୩୬ ହଜାର ୮୨୪ରେ ପହଞ୍ଚିଛି।

  14. 14.ମାଓ ଦମନରେ ସୀମାନ୍ତ ଛତିଶଗଡ଼ର ସୁକମା ଓ ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟରରେ ୧୪ ନକ୍ସଲ ନିହତ ହୋଇଛନ୍ତି। 

  15. 15.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି।

14 Y
4 04-01-2026 English
  1. 1.Prime Minister Narendra Modi Saturday inaugurated an exposition of sacred ancient gems and bone fragments linked to the Buddha, asserting that they were not mere artefacts but part of India’s revered heritage.

  2. 2.US President Donald Trump said Saturday that Venezuelan President Nicolas Maduro and his wife were aboard US warship Iwo Jima and headed to New York, where they will face prosecution.

  3. 3.Chief Minister Mohan Charan Majhi Saturday recommended to the Odisha Public Service Commission (OPSC) to conduct examinations for fi lling up an additional 151 vacant posts, including 14 in the state civil service.

  4. 4. A powerful explosion rocked a stone quarry near Gopalpur village under Motanga police limits in Dhenkanal district Saturday evening, reportedly killing four worker.

  5. 5.India saw new investment announcements worth Rs 26.62 lakh crore in the first nine months of FY26, with Odisha bringing 13.1 per cent of such intents taking the second spot after Andhra Pradesh (25.3 per cent), according to a new report Saturday.

  6. 6.All educational institutions across Odisha will observe a statewide programme of collective singing of Vande Mataram January 12, coinciding with Swami Vivekananda Jayanti and the National Youth Day.

  7. 7.In a first, the state government has implemented Aadhaar-based payments to ensure that only genuine farmers registered on Paddy Procurement Automation System (P-PAS) portal receive payment directly into their bank accounts.

  8. 8.The Odisha government will soon undertake restoration work at Chilika Lake, Asia’s largest brackish water lagoon and a designated Ramsar site, as its brackish character has been adversely affected by silting at the lake’s mouth.

  9. 9.The Jagatsinghpur district mining officer has been suspended on charge of collusion with leaseholders and sand mafi a in illegal sand mining.

  10. 10.A people-led conservation collective, ‘We Are Aravalli’, Saturday released a satellite audit claiming that nearly one-third of the Aravalli mountain range is under ecological risk, and demanded a complete ban on mining across the region.

  11. 11.The Rajasthan government has made daily newspaper reading compulsory in all government schools in an effort to promote reading habits, improve vocabulary and enhance general awareness among students.

  12. 12. Gujarat Deputy Chief Minister Harsh Sanghavi Saturday reviewed the situation at Gandhinagar Civil Hospital after 104 patients, including children, were admitted for suspected typhoid.

  13. 13.In the first Naxalite encounter of 2026, at least 14 Maoists, including wanted ultras Vetti Mangdu and Madvi Hunga, were killed in separate encounters in Chhattisgarh’s Sukma and Bijapur districts in the Bastar region Saturday, officials said.

  14. 14.India Saturday night advised its nationals to avoid all non-essential travel to Venezuela in view of the situation arising out of the capture of the oil-rich country’s president by the US.

  15. 15.The transport ministry has proposed assigning Aadhaar-like unique identification number to EV batteries to ensure their end to-end traceability and efficient recycling.

10 Y
5 03-01-2026 Odia
  1. 1.ପୂଜ୍ୟପୂଜା ଭାରତୀୟ ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଓଡ଼ିଶାରେ ଏହି ପରମ୍ପରାକୁ ଆଗେଇ ନେବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ସ୍ଥାପନ କରି ରାଜ୍ୟ ଓ ଜାତି ପ୍ରତି ସେମାନଙ୍କ ଅବଦାନକୁ ପର ପିଢ଼ିକୁ ଜଣାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।

  2. 2.ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍‌କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।

  3. 3.ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ହିଁ ଡାଇରିଆ ବ୍ୟାପିଛି ଏବଂ ୧୪ ଜଣଙ୍କ ଜୀବନ ଯାଇଛି।  ଗତ ୮ ବର୍ଷ ଧରି ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ହୋଇଥିଲେ  ଇତିମଧ୍ୟରେ ଲ୍ୟାବ୍‌ ରିପୋର୍ଟ ମଧ୍ୟ ସ୍ପଷ୍ଟ କରିଛି ଯେ ଇନ୍ଦୋରରେ ପାଇପ୍‌ଲାଇନ୍‌ ଲିକେଜ୍‌ ଯୋଗୁ ପାନୀୟ ଜଳରେ ନର୍ଦ୍ଦମା  ଜଳ ମିଶି ଏହା ଦୂଷିତ ହୋଇଛି।

  4.  4.ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ବଡ଼ ଧରଣର ପ୍ରତିବାଦ ଜାରି ରହିଥିବା ବେଳେ ଗତକାଲିଠାରୁ ଏହା ଅଧିକ ହିଂସାତ୍ମକ ହୋଇଉଠିଛି ଏବଂ ସମଗ୍ର ଦେଶରେ ଅସ୍ଥିରତା ଲାଗି ରହିଛି।

  5. 5.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।

  6. 6.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।

  7. 7.ବିଶ୍ଵର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ଏଆଇ ଟୁଲ୍‌ ‌‘ଗ୍ରୋକ୍‌’ର ବ୍ୟାପକ ଅପବ୍ୟବହାରକୁ ନେଇ ବିଶ୍ଵବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପୁରୁଷମାନେ ମହିଳାମାନଙ୍କ ପୋଷାକ ବଦଳାଇବା ଲାଗି ‘ଗ୍ରୋକ୍‌’ ନିର୍ଦ୍ଦେଶ ଦେଇ ସେହି ଛବିକୁ ପୋଷ୍ଟ କରୁଛନ୍ତି।

  8. 8.ନେପାଳ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।

  9. 9.ରାଉରକେଲା – ପୁରୀ – ରାଉରକେଲା ବନ୍ଦେ ଭାରତ ମଙ୍ଗଳବାର ବ୍ୟତିତ ସପ୍ତାହର ସମସ୍ତ ଦିବସରେ ଚଳାଚଳ କରିବ ।

  10. 10.ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ ।

  11. 11.ଓଡିଶାରେ ରାଜ୍ୟର ୩୦ ଜିଲାର ୨୬ ଲକ୍ଷ ୧୪ ହଜାର ୧୩୭ ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି।

  12. 12. ଆଇଟି (IT) ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୪୬ ହଜାର କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି। ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ।

  13. 13.ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର ୨୧ ବର୍ଷୀୟ ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗିସଙ୍କୁ ବାର୍ଷିକ ୨.୫ କୋଟି ଟଙ୍କାର ବ୍ୟୟବହୁଳ ପ୍ୟାକେଜ୍ ପ୍ରଦାନ କରାଯାଇଛି। ୨୦୦୮ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହି ଶିକ୍ଷାନୁଷ୍ଠାନରେ ଏହା ହେଉଛି ସର୍ବୋଚ୍ଚ ପ୍ୟାକେଜ୍।

  14. 14.ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

  15. 15.ରେଲଓ୍ବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, ଦେଶର ପ୍ରଥମ ବୁଲେଟ ଟ୍ରେନ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ପ୍ରାରମ୍ଭିକ ଭାବରେ, ଏହି ଟ୍ରେନ ଗୁଜରାଟର ସୁରଟ ଏବଂ ବାପି ମଧ୍ୟରେ ଚାଲିବ। ପ୍ରଥମ ପର୍ଯ୍ୟାୟରେ, ସୁରଟ ଏବଂ ବିଲିମୋରା ମଧ୍ୟରେ ସେବା ଆରମ୍ଭ ହେବ। ଏହା ପରେ, ବାପିରୁ ସୁରଟ ସେକ୍ସନ ଖୋଲିବ।

18 Y
6 03-01-2026 English
  1. 1.The government issued a stern notice to Elon Muskled social media platform X to immediately remove all vulgar, obscene and unlawful content, especially generated by AI app Grok, or face action under the law.

  2. 2.The Odisha transport authority has decided to distribute green stickers to show the validity of a vehicle’s pollution under control certificate (PUCC). The sticker will be made available in the offices of all regional transport offi cers (RTOs) and pollution testing centres from January 10.

  3. 3.Odisha government credited a total of Rs 2,566 crore to farmers’ bank accounts as part of the ongoing paddy procurement process.

  4. 4.Senior Congress leader and former MLA Akshay Kumar Acharya died here Friday, family sources said. He was 78.

  5. 5.Tamil Nadu has successfully deployed AI tools to prevent human-animal conflicts, a move that has significantly reduced incidents involving wild elephants.

  6. 6.Around 1.6 lakh people visited the Kochi–Muziris Biennale contemporary arts festival from December 12 to 31, 2025, organisers said Friday.

  7. 7.The Madhya Pradesh government Friday shunted out the Indore municipal commissioner and suspended two senior officials. The health crisis was now under control due to the emergency measures taken, and there was "no abnormal increase in fresh cases,".

  8. 8.Pan masala manufacturers need to apply for registration under the health and national security cess law immediately after it comes into effect from February 1.

  9. 9.At least 200 parrots have died on the banks of the Narmada River in Madhya Pradesh's Khargone district due to food poisoning, officials said Friday.

  10. 10.Yemen’s southern separatist movement said Friday it aimed to hold a referendum on independence from the north in two years, following its seizure of swathes of the country last month in a move that triggered a major feud between Gulf powers.

  11. 11.Hong Kong’s anti-graft agency arrested 21 people on suspicion of corruption in relation to renovation work at two residential estates.

  12. 12.China removed a three-decade-old tax exemption on contraceptive drugs and devices from January 1 in new steps to spur a flagging birth rate. Condoms and contraceptive pills now incur value-added tax of 13%, the standard rate for most consumer goods.

  13. 13. Insurance behemoth Life Insurance Corporation of India (LIC) on Friday announced the launch of a two-month-long campaign for the revival of individual lapsed policies.

  14. 14.Seven-time Grand Slam champion Venus Williams received a wild card entry into the main draw at the 2026 Australian Open.

  15. 15.Accord Tamil Nadu Dragons will bank on the home support when they cross swords with Hyderabad Toofans in the opening match of the men's Hockey India League (HIL) here Saturday.

12 Y
7 02-01-2026 Odia
  1. 1.ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ ।  ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁଳ୍କ ବୃଦ୍ଧି ପରେ ସିଗାରେଟ, ପାନ ମସଲା ଏବଂ ଗୁଟଖା ଦର ବୃଦ୍ଧି ହେବ ।
  2. 2.ଆସନ୍ତା ଅଗଷ୍ଟ ୧୫, ୨୦୨୭ରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମୁମ୍ବାଇରୁ ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ବ୍ୟାପି ଏହି ହାଇ-ସ୍ପିଡ୍ ରେଳ ପ୍ରକଳ୍ପ ଦେଶର ଯାତ୍ରୀ ପରିବହନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ।

  3. 3.ବଡ଼ଦିନ (ଡିସେମ୍ବର ୨୫) ଠାରୁ ‘ଜିରୋ ନାଇଟ୍‌’ (ଡିସେମ୍ବର ୩୧) ମଧ୍ୟରେ ଭୁବନେଶ୍ଵର ରାଜଧାନୀବାସୀ ପ୍ରାୟ ୩୨ କୋଟି ଟଙ୍କାର ମଦ ପିଇଛନ୍ତି।

  4. 4.ରାଜଧାନୀ ଢାକା ଠାରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଏକ ଗାଁରେ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି ଏବଂ ତାଙ୍କୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରାଯାଇଛି।

  5. 5.ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି -ଜନଅଭିଯୋଗ ୧୦ଦିନ ଭିତରେ ଫଇସଲା କରିବାକୁ ନିର୍ଦ୍ଦେଶ ଏବଂ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ  ବୈଠକରେ  ଉପସ୍ଥାପନା(ପିପିଟି) ଏବଂ ବୈଠକର  ବିବରଣୀଗୁଡ଼ିକ  ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

  6. 6.ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରି ଓଡ଼ିଶା ଉପକୂଳରେ ପହଞ୍ଚିସାରିଛନ୍ତି ବିରଳ ଅଲିଭ୍‌ରିଡ୍‌ଲେ କଇଁଛ। ଗଞ୍ଜାମଜିଲ୍ଲା ଋଷିକୁଲ୍ୟା ମୁହାଣ ନୀଳ ସମୁଦ୍ରରେ କଇଁଛଙ୍କ ମିଳନ ପର୍ବ ଜାରି ରହିଛି। ୨୦୨୪-୨୫ରେ ପ୍ରାୟ ୯ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିଲେ। ଯାହାକି ଏକ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଥିଲା।

  7. 7.ସାଧାରଣ କାଶ, ଥଣ୍ଡା, ଛିଙ୍କ ମଧ୍ୟ ଆଣ୍ଟିବାୟୋଟିକ୍‌ ଦ୍ବାରା ଭଲ ହେଉନାହିଁ। ବ୍ୟାକ୍ଟେରିଆମାନେ ଆଣ୍ଟିବାୟୋଟିକ୍‌ ଦ୍ବାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହୋଇ ରୋଗୀଙ୍କ ଜୀବନ ନେବାକୁ ପଛାଉନାହାନ୍ତି। ଏନେଇ ଆଇସିଏମ୍‌ଆର୍‌ର ଏକ ଅନୁସନ୍ଧାନକାରୀ ଦଳ ଗବେଷଣା କରି ଆଣ୍ଟିବାୟୋଟିକ୍‌ର ମାତ୍ରାଧିକ ବ୍ୟବହାରକୁ ଦାୟୀ କରିଛନ୍ତି।

  8. 8.ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ଭୁବନେଶ୍ବର ଓ କଟକରେ ସିଏନ୍‌ଜି ଓ ଘରୋଇ ପିଏନ୍‌ଜି ଦାମ୍‌ ନୂଆବର୍ଷରେ ପ୍ରାୟ ୧ ଟଙ୍କା ହ୍ରାସ କରିଛି। ଭୁବନେଶ୍ବରରେ ପୂର୍ବରୁ ୟୁନିଟ୍‌ ପିଛା ଘରୋଇ ପିଏନ୍‌ଜି ଦାମ୍‌ ୪୬ ଟଙ୍କା ୩୩ ପଇସା ଥିବାବେଳେ ଆଜିଠାରୁ ଏହା ୪୫ ଟଙ୍କା ୩୩ ପଇସାକୁ ଖସିଆସିଛି।

  9. 9.ଜଷ୍ଟିସ ସଙ୍ଗମ କୁମାର ସାହୁ ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ।

  10. 10.ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ ଡିସେମ୍ବରରେ ମୋଟ GST ସଂଗ୍ରହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  11. 11.ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।

  12. 12.ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ନୀଳଗିରିରେ ଦେହାନ୍ତ ହୋଇଛି । ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ ଅକ୍ଷୟ । ସେ ୧୯୮୦-୮୫ ଏବଂ ୧୯୯୦-୯୫ ଯାଏଁ ଥିଲେ ବିଧାୟକ ଥିଲେ ।

  13. 13.୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।

  14. 14.ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି।

  15. 15.ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି ପର୍ଯ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ପୁଡ ପାର୍କ ନିର୍ମାଣ ହେବ ।

25 Y
8 02-01-2026 English
  1. 1.The government has notified February 1 as the date from which additional excise duty on tobacco products, and a health cess on pan masala will be levied, replacing the existing GST compensation cess levy on such ‘sin goods’.

  2. 2.The state government Thursday appointed Revenue & Disaster Management (R&DM) department Additional Chief Secretary (ACS) Deoranjan Kumar Singh as the new Development Commissioner (DC)-cum-ACS.

  3. 3.Passenger vehicle wholesales in India clock a record 45.5 lakh units in 2025, growing by nearly 6 per cent, turbocharged by GST 2.0

  4. 4.The state government Thursday appointed Revenue & Disaster Management (R&DM) department Additional Chief Secretary (ACS) Deoranjan Kumar Singh as the new Development Commissioner (DC)-cum-ACS.

  5. 5.Price of aviation turbine fuel (ATF), or jet fuel, was reduced by 7.3 per cent Thursday, while commercial LPG rate was raised by Rs111 per cylinder, as state-owned oil marketing companies implemented their monthly price revisions aligned with global fuel benchmarks.

  6. 6.Around 40 people were killed and 115 injured when a fire ripped through a crowded bar during a New Year’s Eve party in the upscale Swiss ski resort of Crans-Montana, officials said Thursday.

  7. 7.India, home to the world’s largest tiger population, has lost as many as 166 of these majestic animals in 2025, 40 more than the previous year, due to various reasons, as per the latest data of the National Tiger Conservation Authority (NTCA).

  8. 8.Health and Family Welfare Minister Mukesh Mahaling Thursday said the state government is examining the demands of the Odisha Medical Services Association (OMSA) and that efforts are under way to fulfi ll all reasonable demands of doctors in the coming days.

  9. 9.Much to the delight of ornithologists, migratory winged species are arriving in batches from Himalayan region to wetland sites in Chilika and Bhitarkanika National Park, triggering soothing chirpy cacophony in the region.

  10. 10.Permanent migration has emerged as the primary reason for electoral discrepancies in Uttar Pradesh, accounting for nearly 1.30 crore of the 2.88 crore uncollectable electoral forms identifi ed during the Special Intensive Revision.

  11. 11.Indian Railways has successfully completed the final high-speed trial of the indigenously designed and manufactured Vande Bharat Sleeper Train under the supervision of the Commissioner of Railway Safety (CRS).

  12. 12.Prime Minister Narendra Modi will fl ag off the much-awaited Vande Bharat sleeper train between Guwahati and Kolkata later this month, Railway Minister Ashwini Vaishnaw said Thursday.

  13. 13.Anti-graft ombudsman Lokpal has cancelled its controversial tender to procure seven luxury BMW cars, collectively worth around Rs5 crore, two months after it was floated, officials said Thursday.

  14. 14.The Enforcement Directorate (ED) Thursday said it has conducted searches at the accounting firm of real money online money gaming app WinZO and has frozen fresh bank deposits, mutual funds and fi xed deposits worth Rs192 crore.

  15. 15.A Hindu businessman has been brutally attacked, hacked and set on fi re by unidentifi ed miscreants in Bangladesh, police said Thursday.

16 Y
9 01-01-2026 Odia
  1. 1.ନୂଆ ବର୍ଷ ୨୦୨୬ର ଆରମ୍ଭ ହେବା ପୂର୍ବରୁ ଗଣତନ୍ତ୍ର ଦିବସ ପରେଡ୍‌ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୨୬ ଜାନୁଆରୀରେ ଭାରତୀୟ ସେନା ବିଶେଷ ଭାବରେ ଚୟନିତ ପଶୁ ଦଳକୁ ଦିଲ୍ଲୀ ରାଜପଥରେ ହେବାକୁ ଥିବା ପରେଡ୍‌ରେ ସାମିଲ୍‌ କରିବେ ।

  2. 2.ଜାନୁଆରି ୧ ତାରିଖରେ ସାରା ଦେଶରେ ନୂଆବର୍ଷ ପାଳନ ଚାଲିଥିବା ବେଳେ, ଗ୍ୟାସ୍ ଏଜେନ୍ସିଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ରାସ୍ଫୀତିଜନିତ ଝଟକା ଦେଇଛନ୍ତି। IOCL ତଥ୍ୟ ଅନୁଯାୟୀ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ନଭେମ୍ୱର ୨୦୨୩ ପରଠାରୁ ଏହା ପ୍ରଥମ ଥର ପାଇଁ ୧୦୦ ରୁ ଅଧିକ ବୃଦ୍ଧି। ଅକ୍ଟୋବର ୨୦୨୩ ପରଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହା ସବୁଠାରୁ ବଡ଼ ବୃଦ୍ଧି।

  3. 3.ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି ଯେ ବେଜିଂ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧବିରତି କରାଇଥିଲା।ଅସ୍ତ୍ରବିରତି ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁହାକୁ ତୁହା ଦାବି କରୁଥିବା ବେଳେ ଏବେ ଚୀନ୍‌ର ଦାବି ଏହାର ବିବାଦୀୟ କୂଟନୀତିକୁ ଦର୍ଶାଉଛି।

  4. 4.୨୦୩୦ ସୁଦ୍ଧା ‘ନାସା’ର ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ଅବସର ନିମନ୍ତେ ପ୍ରସ୍ତୁତି କରୁଛି ସେହେତୁ ଘରୋଇ ଅର୍ବିଟାଲ୍‌ ଇଣ୍ଡଷ୍ଟ୍ରି ଉକ୍ତ କ୍ଷେତ୍ରରେ ପ୍ରବେଶ କରିବାକୁ ସଜବାଜ ହେଉଛି।

  5. 5.ଆସନ୍ତା ୬ ତାରିଖରେ ଭାରତୀୟ ବଜାରରେ ରିଏଲ୍‌ମି ଏହାର ୧୬ ପ୍ରୋ ସିରିଜର ଦୁଇଟି ଫୋନ୍ ଉନ୍ମୋଚିତ କରିବ। ସେଥି ମଧ୍ୟରୁ ୧୬ ପ୍ରୋ ପ୍ଲସ‌୍ ମଡେଲ୍‌ର ବିଭିନ୍ନ ଫିଚର୍ସ ଲୋକଲୋଚନକୁ ଆସିଛି।

  6. 6.୨୦୨୫ ବର୍ଷ ସାରାରେ ଓଡିଶା ରାଜ୍ୟ ସରକାର ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି ଓ ୨୫୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

  7. 7.ଏମ୍‌ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ କରାଯାଇଛି । ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ । ଚଳିତ ମାସ ୨୦ ତାରିଖରେ ଏମ୍‌ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରାଯାଇଛି ।

  8. 8.ଅନୁ ଗର୍ଗ  ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ଅନୁ ଗର୍ଗ  ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ   ହୋଇଛନ୍ତି ।

  9. 9.ଅରବିନ୍ଦ ପାଢୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚୀବ ଭାବେ ଦାୟିତ୍ୱ ମିଳିଛି । ଏହା ସହ ସୁଶୀଲ କୁମାର ଲୋହାନୀଙ୍କୁ ସ୍ତର-୧୭ ପେ ମାଟ୍ରିକ୍ସ ପଦୋନ୍ନତି ଦିଆଯାଇଛି ।

  10. 10.ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପାଲକୋଟୀ ଅଞ୍ଚଳ ତେହରି ଜଳବିଦ୍ୟୁତ୍ ଉନ୍ନୟନ ନିଗମ (THDC) ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡଙ୍ଗରେ ଦୁଇଟି କାର୍ଯ୍ୟରତ ରେଳଗାଡ଼ି ଧକ୍କା ହୋଇଛି । ଫଳରେ ୬୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

  11. 11.ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର ମାନ୍ୟତା ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ ଏକାଧିକ ନୂଆ ପୌର ପରିଷଦ ଓ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଗଠନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୪ଟି ଜିଲାରେ ୨୪ଟି ନୂଆ NAC ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି।

  12. 12.ଓଡିଶାରେ ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଶେଷ ହେଉଥିବା ବେଳେ ଆହୁରି ଦୁଇମାସ ସମୟ ବଢିଥାଏ ।

  13. 13.କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ କରି ଭାରତ ଏବେ ବିଶ୍ୱର ନମ୍ବର-୧ ଧାନ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ବିଶ୍ୱର ମୋଟ ଧାନ ଉତ୍ପାଦନରେ ଭାରତର ଅଂଶ ଏବେ ୨୮% ଅତିକ୍ରମ କରିଛି।

  14. 14.ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ସାମ୍ପ୍ରତିକ ତଥ୍ୟ ଅନୁସାରେ, ୨୦୩୦ ସୁଦ୍ଧା ଭାରତ ଜର୍ମାନୀକୁ ଅତିକ୍ରମ କରି ତୃତୀୟ ସ୍ଥାନ ଅଧିକାର କରିବା ପଥରେ ଅଗ୍ରସର ହେଉଛି ।

  15. 15.ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି।

19 Y
10 01-01-2026 English
  1. 1.Senior IAS officer Anu Garg takes charge as first woman Chief Secretary of Odisha.

  2. 2.The Union Cabinet Wednesday approved the widening and strengthening of NH-326 in Odisha, upgrading the existing twolane stretch to a two-lane highway with paved shoulder from 68.600 km to 311.700 km under the EPC mode. According to an official statement, the total capital cost for the project is Rs1,526.21 crore.

  3. 3.The Supreme Court has held vacation courts for the first time with Chief Justice of India Surya Kant himself sitting twice during the winter break to hear urgent matters involving life and liberty as well as those requiring immediate judicial intervention.

  4. 4.Vigilance sleuths Wednesday arrested an additional tehsildar and panchayat executive officer (PEO) for allegedly possessing disproportionate assets (DA) to their known sources of income.

  5. 5.After US President Donald Trump’s 70-odd assertions, China has now claimed a role in “mediating” a ceasefire between India and Pakistan, drawing a sharp contrast with New Delhi’s insistence that there was no third-party intervention in bringing the conflict to a pause.

  6. 6.Authorities of Srimandir in Puri Wednesday tendered an apology to the public and stopped the sale of calendars with a picture of the sibling deities in wrong positions on the ‘Ratna Singhasan’ in the 12th-century shrine.

  7. 7.All India Institute of Medical Sciences (AIIMS)-Bhubaneswar has successfully conducted its first-ever liver transplant procedure on a 37-year-old man from Puri’s Pipli recently reaffirming its commitment to delivering advanced and life-saving medical services to the people of Odisha and neighbouring states, the hospital authorities said Wednesday.

  8. 8.India Wednesday successfully test fired two Pralay missiles in quick succession off the coast of Odisha, paving way for its induction into the military.

  9. 9.Ending a long wait, the state government Wednesday officially upgraded Puri city from a municipality to a Municipal Corporation.

  10. 10.The Union Health Ministry has banned the manufacture, sale and distribution of all oral formulations containing the popular painkiller nimesulide above 100 mg, citing serious risks to health, an official notification said.

  11. 11.Chamoli District Magistrate Gaurav Kumar Wednesday ordered a magisterial inquiry into the collision between two loco trains inside the Pipalkoti tunnel of the under-construction Vishnugad-Pipalkoti hydropower project, which left 88 people injured.

  12. 12.Bulgaria becomes the 21st country to join the euro currency union, furthering its integration into the European Union. But the historic milestone arrives amid political instability and scepticism among ordinary people fuelled by fears of price rises

  13. 13.Zohran Mamdani was a trailblazing candidate whom many in his city of 8 million -- some with hope, some with trepidation -- expect to be a disruptive New York mayor.

  14. 14.Prices of cooling appliances such as room air conditioners and refrigerators may go up 5-10 per cent from January 1, 2026, as the new revised star rating from the Bureau of Energy Efficiency comes into force.

  15. 15.The Centre's fiscal deficit at the end of November stood at Rs 9.76 lakh crore, or 62.3 per cent of the annual budget target for 2025-26, compared to 52.5 per cent in the year-ago period, according to government data released Wednesday.

11 Y