| # |
Date |
Type |
Current Affairs |
No. Of Views |
Status |
Action |
| 1 |
12-02-2026 |
Odia |
-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ୱାଶିଂଟନରେ ରୁଦ୍ଧଦ୍ଵାରର ବୈଠକ କରିଛନ୍ତି।
-
2.ବାଂଲାଦେଶରେ ଗୁରୁବାର ଜାତୀୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ପ୍ରାୟ ୧୮ ମାସ ପୂର୍ବେ ଜୁଲାଇ ୨୦୨୪ ଛାତ୍ର ବିଦ୍ରୋହ ପରେ ଏହା ବାଂଲାଦେଶର ପ୍ରଥମ ନିର୍ବାଚନ।
-
3.୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶା ଉପକୂଳ ଏବଂ ଚିଲିକା ହ୍ରଦରେ ମୋଟ ୭୬୫ଟି ଡଲଫିନ ଓ ଅନ୍ୟାନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି।
-
4.ବ୍ୟାଙ୍କ ଶାଖାରେ ବିଭିନ୍ନ ଆର୍ଥିକ ଉତ୍ପାଦର ବ୍ୟାପକ ମିସ୍ ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଦେବେ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଆସନ୍ତା ଜୁଲାଇ ୧ରୁ ଏହି ନିୟମ ଲାଗୁ ହେବ।
-
5.ଚଳିତ ଆର୍ଥିକ ବର୍ଷରେ ଦେଶରେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ ହେବା ନେଇ ଆଶଙ୍କା। ଡିସେମ୍ବର ମାସରେ ତାପଜ ଶକ୍ତି ଉତ୍ପାଦନ ନୈରାଶ୍ୟଜନକ ରହିଛି।
-
6.ଆଗାମୀ ଦିନରେ ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଭାରତକୁ ଆସିବ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ପରେ ତୈଳ କ୍ରୟ ରଣନୀତିରେ ପରିବର୍ତ୍ତନ କରିବାକୁ ତୈଳ କମ୍ପାନିଗୁଡ଼ିକୁ ସରକାର କହିଛନ୍ତି।
-
7.ପୁଞ୍ଜି ବଜାର ମୂଲ୍ୟ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହା ସଫ୍ଟୱେର କମ୍ପାନି ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍)କୁ ପଛରେ ପକାଇ ଦେଶର ଚତୁର୍ଥ ବଡ଼ ମୂଲ୍ୟବାନ କମ୍ପାନି ଭାବେ ଉଭା ହୋଇଛି।
-
8.ଲେହ ପ୍ରଶାସନ ସୋନମ ୱାଙ୍ଗଚୁକ୍ଙ୍କୁ ମୁକ୍ତ କରିବାକୁ ମନା କରିଦେଲେ । ସୁପ୍ରିମକୋର୍ଟରେ ତାଙ୍କ ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ ସୁସ୍ଥ ଥିବା ଦର୍ଶାଇଛନ୍ତି ପ୍ରଶାସନ।
-
9.ଭାରତ ସରକାର ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ପ୍ରତି ସମ୍ମାନ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ଦେ ମାତରମ ୩ ମିନିଟ୍ ୧୦ ସେକେଣ୍ଡରେ ସରିବ।
-
10.ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମ୍ରେ ୩୧ଟି ପଥର କ୍ରସର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନେତା ଓ ସରକାରୀ ଅଧିକାରୀମାନଙ୍କ ମାଲିକାନାରେ ଥିବା କଥା ମଙ୍ଗଳବାର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।
-
11.ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେଙ୍କ ଆତ୍ମଜୀବନୀକୁ ନେଇ ବଡ଼ଧରଣର ବିବାଦ ପରେ ଦିଲ୍ଲୀ ପୁଲିସ ବୁଧବାର ପବ୍ଲିସର୍ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆକୁ ନୋଟିସ ଜାରି କରିଛି।
-
12.୧୦ଟି ଶ୍ରମିକ ଓ ସ୍ଵାଧୀନ ଫେଡେରେସନ୍ ପକ୍ଷରୁ ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜାରି ରହିବ।
-
13.ଋତୁ ତାୱଡେ ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
-
14.ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ ତଥା ଆନିକଟ୍(ଆଇଏସସ୍- ଇନ୍ ଷ୍ଟ୍ରିମ ଷ୍ଟୋରେଜ) ହେବ।
-
15.କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ।
|
10 |
Y |
|
| 2 |
12-02-2026 |
English |
-
1.The Union Home Ministry has directed that all six stanzas of the National Song ‘Vande Mataram’, written by Bankim Chandra Chattopadhyay, shall be sung first when the National Song and National Anthem ‘Jana Gana Mana’ are to be played together.
-
2.The White House has removed pulses from a list of American products on which it said India will eliminate or reduce tariffs, in a revised fact sheet issued on the interim trade deal.
-
3.A key review meeting of Booth Level Officers (BLOs) was held at Ekamra Hall in the premises of the Bhubaneswar Municipal Corporation (BMC) headquarters.
-
4.Renowned folk play director, actor and singer Guru Damodar Badatya, fondly called ‘Dama Master’, died at the of 85 Wednesday, owing to prolonged illness.
-
5.The Centre Wednesday told the Supreme Court that climate activist Sonam Wangchuk has been examined medically 24 times since his detention and he is “fit, hale and hearty” and there is nothing alarming.
-
6.The Delhi Police’s Special Cell has issued a notice to Penguin Random House India seeking clarifications over the circulation of the unpublished book of former Army chief General Manoj Mukund Naravane on social media.
-
7.The Central Board of Secondary Education (CBSE) will implement on-screen marking (OSM) for evaluation of Class XII answer books from this year, according to officials.
-
8.Union Minister Kiren Rijiju Wednesday claimed that 20 to 25 Congress MPs had abused Lok Sabha Speaker Om Birla in his chamber and they were not stopped by senior leaders K C Venugopal and Priyanka Gandhi Vadra, who were present there.
-
9.Ritu Tawde was Wednesday elected as the 78th mayor of Mumbai, becoming the second BJP corporator to occupy the prestigious post in 44 years, while Shiv Sena’s Sanjay Ghadi was elected as deputy mayor.
-
10.The Opposition notice for removal of Lok Sabha Speaker Om Birla could have been rejected due to flaws in drafting, but he directed officials to get it rectified so that it can be listed at the earliest, parliamentary sources said.
-
11.Odisha Police is preparing to launch a major anti-Maoist operation in Gandhamardhan hills.
-
12.Drug law enforcement agencies have seized nearly 39 lakh kg of cannabis based drugs across India since 2020 with Odisha alone accounting for more than 27 per cent of the total recoveries, according to government data presented in Parliament.
-
13.Suspended TMC MLA Humayun Kabir Wednesday began the construction of the much-hyped mosque, modelled on Ayodhya’s Babri Masjid in West Bengal’s Murshidabad district.
-
14.Dubai International Airport maintained its crown as the world’s busiest airport last year. That a record 95.2 million passengers transited through its terminals, part of the emirate’s continued economic boom.
-
15.India let in two goals in the fi nal quarter to suffer a 1-3 defeat to Belgium in their Rourkela leg of the FIH Men's Pro League 2025-26 match here Wednesday.
|
9 |
Y |
|
| 3 |
11-02-2026 |
Odia |
-
1.ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ରାଜ୍ୟ ସରକାର ୪,୧୧୧.୮୦ କୋଟି ଟଙ୍କାର ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
-
2.ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।
-
3.ଆସାମରେ SIR ପରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି କରାଯାଇଛି। ଆସାମରେ ଭୋଟର ତାଲିକାରେ ୨.୪୯ କୋଟି ଭୋଟରଙ୍କର ନାମ ରହିଛି। ଅର୍ଥାତ ସଦ୍ୟ ପ୍ରକାଶିତ ତାଲିକାରେ ପୂର୍ବାପେକ୍ଷା ୦.୯୭ ପ୍ରତିଶତ କମ୍ ମତଦାତା ଅଛନ୍ତି।
-
4.ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି।
-
5.ନବରରଙ୍ଗପୁର ଜୀବିତ ୧୭ ଶ୍ରମିକଙ୍କୁ ମୃତ ଦର୍ଶାଇ ୩୨ଲକ୍ଷ ୯୦ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
-
6.ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ। କପି ରୋକିବାକୁ ବ୍ୟବହାର ହେବ ଏଆଇ ଏବଂ କ୍ୟୁଆର କୋଡ୍ ।
-
7. ୧୦ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି MDA(Mass Drug Administration) ଅଭିଯାନରେ ବଲାଙ୍ଗୀର, ବରଗଡ଼, ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ୭ଟି ବ୍ଲକ୍/ସହରାଞ୍ଚଳର ପ୍ରାୟ ୭.୪0 ଲକ୍ଷ ଲୋକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଦିଆଯିବ।
-
8.ଚେନ୍ନାଇର ପ୍ରସିଦ୍ଧ ଫଟୋଗ୍ରାଫର ରାମ୍ୟା ଶ୍ରୀରାମ କେରଳର ଏକ ପାରମ୍ପରିକ ରୀତିନୀତିର ତାଙ୍କର ସ୍ପନ୍ଦନଶୀଳ ଫଟୋଗ୍ରାଫ ପାଇଁ ବିଶ୍ୱସ୍ତରୀୟ ଖ୍ୟାତି ଅର୍ଜନ କରିଛନ୍ତି। ଏହି ଫଟୋଗ୍ରାଫଟି ନେଟ୍ ଜିଓ ଇଣ୍ଡିଆ ୱାର୍ଲୱାଇଡ୍ କଣ୍ଟେଷ୍ଟ ୨୦୨୫ ଜିତିଥିଲା
-
9. ଭାରତୀୟ ଗୃହିଣୀମାନଙ୍କ ସୁନା ପ୍ରତି ରୁଚି ସେହି ପାରମ୍ପରିକ ଅଭ୍ୟାସ ଭାରତୀୟ ପରିବାରଗୁଡ଼ିକ ପାଖରେ ୩୦ ହଜାର ଟନ୍ରୁ ଅଧିକ ସୁନା ପହଞ୍ଚାଇଛି।
-
10.ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂତନ ସଂଶୋଧନଗୁଡ଼ିକ ଫେବୃଆରୀ ୨୦ରୁ କାର୍ଯ୍ୟକାରୀ ହେବ।
-
11.NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
-
12.ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରତି ଗାଁରେ ପାଇପ୍ ଯୋଗେ ପାଣି ପହଞ୍ଚିବା ଦରକାର।
-
13.ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଦେଶର ବେକାରି ହାର ୬.୭ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ତାହା ୬.୯ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୪ ପ୍ରତିଶତରୁ ହ୍ରାସ ପାଇ ୪ ପ୍ରତିଶତ ହୋଇଛି।
-
14.ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତା ‘ନଗେଶ ଟ୍ରଫି’ର ସୁପର-୮ ପର୍ଯ୍ୟାୟରେ ଓଡ଼ିଶାର ବିଜୟ ଜାରି ରହିଛି। ମଙ୍ଗଳବାର ନିଜର ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ୨୨୭ ରନ୍ରେ କେରଳକୁ ପରାସ୍ତ କରିଛି।
-
15.ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
|
10 |
Y |
|
| 4 |
11-02-2026 |
English |
-
1.The Supreme Court Tuesday asked the Centre to ascertain whether there is a nationwide network or state-specific group behind the incidents of children going missing from different parts of the country.
-
2.Chief Minister Mohan Charan Majhi Tuesday flagged off 250 new ambulances to strengthen emergency health services across the state.
-
3.The State Level Single Window Clearance Authority (SLSWCA), headed by Chief Secretary Anu Garg, approved 23 industrial projects involving an investment of Rs 4,111.80 crore, with the potential to generate 9,924 jobs.
-
4.To enhance the salaries of contractual AYUSH doctors working under the National Health Mission (NHM) hike ranges from Rs20,000 to Rs 40,000 per month, depending on their period of service, said a statement issued by the Chief Minister’s Offi ce (CMO).
-
5.The Orissa High Court Tuesday observed that vehicle owners have to clear outstanding challans older than 90 days before obtaining a Pollution Under Control Certificate (PUCC).
-
6.Health and Family Welfare (H&FW) Minister Mukesh Mahaling launched the Mass Drug Administration (MDA) programme. The 10-day campaign, scheduled to conclude February 19, will cover an estimated 7.4 lakh population across seven endemic blocks and urban areas in five districts—Bolangir, Bargarh, Ganjam, Dhenkanal and Jajpur.
-
7.Chief Minister Mohan Charan Majhi set an ambitious target to provide piped drinking water to all villages in Odisha by March 2027, directing officials to fast-track ongoing projects in mission mode to meet the deadline.
-
8.Uttar Pradesh’s budget size has more than doubled from Rs3.47 lakh crore in 2016-17 to an estimated Rs8.33 lakh crore in 2025-26, while capital expenditure rose from Rs69,790 crore to Rs1,47,720 crore during the period, according to the Economic Survey.
-
9.The government Tuesday tightened rules for social media platforms such as YouTube and X, mandating the takedown of unlawful content within three hours, and requiring clear labelling of all AI-generated and synthetic content.
-
10.Assam Chief Minister Himanta Biswa Sarma Tuesday filed a Rs500 crore defamation case against Congress leaders for their “land grabbing” allegations against him and his family.
-
11.French President Emmanuel Macron will undertake a three-day visit to India next week to attend the AI Impact Summit and hold talks with Prime Minister Narendra Modi to boost ties in key sectors such as trade and defence.
-
12.India climbed five places to the 91st position out of 182 countries and territories on the Corruption Perceptions Index (CPI) 2025 released Tuesday.
-
13.Israeli airstrikes and gunfire killed five Palestinians in Gaza Tuesday.
-
14.India's coal consumption could more than double by mid-century before plunging sharply as the country shifts toward cleaner energy, long-term projections published by government think-tank NITI Aayog show.
-
15.Foreign direct investment (FDI) equity infl ow in the banking sector has declined from USD 898 million in FY23 to USD 115 million in FY25, Parliament was informed on Tuesday.
|
8 |
Y |
|
| 5 |
10-02-2026 |
Odia |
-
1.ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୪ ପ୍ରତିଶତ ହେବ ବୋଲି ଅର୍ଥନୈତିକ ସଂସ୍ଥା ‘ମୁଡିସ୍’ ଆକଳନ କରିଛି।
-
2.ଡିଜିଟାଲ୍ ଆରେଷ୍ଟ୍ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
-
3.ବିରୋଧୀ ଦଳ ଗୃହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ।
-
4.ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି । ସଶସ୍ତ୍ର ହିଂସାକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
-
5.ସୁପ୍ରିମକୋର୍ଟ ସିଜେଆଇ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି କହିଛନ୍ତି ଯେ ‘ଏସଆଇଆର ପ୍ରକ୍ରିୟାରେ ଯେଉଁଠାରେ ଉନ୍ନତି ଆବଶ୍ୟକ, ସେଠାରେ ନିର୍ଦ୍ଦେଶ ଜାରି କରାଯିବ । ତଥାପି, ଯଦି କୌଣସି ପ୍ରତିବନ୍ଧକ ସୃଷ୍ଟି ହୁଏ, ତେବେ ଆମେ ତାହା ହେବାକୁ ଦେବୁ ନାହିଁ। ସମସ୍ତ ରାଜ୍ୟ ଏହାକୁ ବୁଝିବା ଉଚିତ ।
-
6.୨୦୨୩ରେ ନୋବେଲ ପୁରସ୍କାର ପାଇଥିବା ମୋହମ୍ମଦିଙ୍କୁ ଗତବର୍ଷ ସରକାର ବିରୋଧୀ ଆନ୍ଦୋଳନ ଉସୁକାଇବା ଅଭିଯୋଗରେ ୬ ବର୍ଷ ଓ ଅନ୍ୟ ଏକ ମାମଲାରେ ଦେଢ଼ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି।
-
7.ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଆଇଏଏସ୍, ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍କୋ)ର ଅଧ୍ୟକ୍ଷା ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
8.ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍ଷ୍ଟିନ୍ ଜେନେଟିକ୍ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର ଏକ ଶ୍ରେଷ୍ଠ ପ୍ରଜାତି ବିକଶିତ କରିବାକୁ ଯୋଜନା କରିଥିଲେ।
-
9.ନୂତନ ନିୟାମାବଳି ୩ ମାସ ମଧ୍ୟରେ ଫଇସଲା ଅନୁଯାୟୀ ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟରେ ପ୍ରଥମ ରାୟ ପ୍ରକାଶ ୨୦୨୫ ମସିହାରେ ବିଂଝାରପୁର ଥାନା ଚନ୍ଦ୍ରମୁଁ ଗାଁରେ ନିଜ ଘରେ ମଦ୍ୟପାନ କରି ନିଜ ପତ୍ନୀଙ୍କୁ ଶାବୁଳରେ ଛେଚିବା ପରେ ଛୁରୀ ଭୁସି ହତ୍ୟା କରିଥିଲେ ଅଭିଯୁକ୍ତ। ମଦ୍ୟପାନ କରି ନିଜ ପତ୍ନୀଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ।
-
10.ରିସର୍ଚ୍ଚ ଜର୍ନାଲ ‘ସାଇଣ୍ଟ୍ଫିକ ରିପୋର୍ଟସ’ ଅନୁଯାୟୀ, ଜମାର୍ନୀର ଏକ ସ୍କୁଲରେ ପଢୁଥିବା ୫୪ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ଯେଉଁମାନେ ଷ୍ଟଡିରୁମ୍ରେ ଗୋଲାପ ରଖି ପାଠ ପଢ଼ିଥିଲେ ବା ବାସ୍ନା ଶୁଙ୍ଘିଥିଲେ ସେମାନଙ୍କର ଇଂରାଜୀ ଭଲ ମନେ ରହିଥିଲା।
-
11.ବାଲେଶ୍ଵର ଜିଲାର ନୀଳଗିରି ଅଞ୍ଚଳର ଝିଅ ଜ୍ୟୋତିର୍ମୟୀ ନାୟକ ଇଣ୍ତିଆନ ଆଇଡାଲ ୧୬ରେ ଫାଇନାଲରେ ପ୍ରବେଶ କରିଛନ୍ତି।
-
12.ନୂଆଦିଲ୍ଲୀରେ ଚଳିତ ମାସ ୧୯ ଓ ୨୦ ତାରିଖରେ ହେବାକୁ ଯାଉଛି ଏଆଇ ଇମ୍ପାକ୍ଟ ସମ୍ମିଳନୀ। ଏଥିପାଇଁ ବିଭିନ୍ନ ଦେଶରୁ ପ୍ରତିନିଧିମାନଙ୍କର ସମାଗମ ହେବ।
-
13.ଓଡିଶା ରାଜ୍ୟର ୩୦୮୨ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
-
14.ଗୁଜୁରାଟର ଅହମଦାବାଦ ବିମାନବନ୍ଦରରେ କଷ୍ଟମ୍ସ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଏକ ଯୋଡ଼ା ଅନ୍ତଃବସ୍ତ୍ର ଜବତ କରିଛି। ଏହି ଅନ୍ତଃବସ୍ତ୍ର ସାଧାରଣ ଦେଖାଯାଉଥିଲା। କିନ୍ତୁ ଏହାର ପ୍ରକୃତ ମୂଲ୍ୟ ୪୫ ଲକ୍ଷ ଟଙ୍କା ବୋଲି ଜଣାପଡିଛି।
-
15.ଦେଶରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ ପାଇଁ ଥିବା ନିୟମଗୁଡ଼ିକୁ କୋହଳ କରିବାକୁ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଥିବା ପ୍ରାକୃତିକ ଖଣିଜ ସଂପଦ ମଧ୍ୟରୁ ଏବେବି ଅନେକର ଉପଯୁକ୍ତ ଉତ୍ତୋଳନ ଓ ଅର୍ଥନୈତିକ ବିନିଯୋଗ ହୋଇପାରି ନାହିଁ।
-
16.ଉତ୍ତର କୋରିଆରେ ପପ୍ ସଙ୍ଗୀତ ଏବଂ ସ୍କ୍ବିଡ୍ ଗେମ୍ ଭଳି ଦକ୍ଷିଣ କୋରିଆର ଟିଭି ଡ୍ରାମା ଦେଖିଲେ କଠୋର ଦଣ୍ଡ ମିଳୁଛି ।
-
17.ଔରଙ୍ଗାବାଦ- ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ ।
-
18.ବେଙ୍ଗାଲୁରୁରେ ଓଡ଼ିଶାର ମହିଳା ସାଇକ୍ଲିଷ୍ଟ ଆୟୋଜିତ ଏଚ୍ସିଏଲ୍ ସାଇକ୍ଲୋଇନ୍ର ୫୦ କିଲୋମିଟର ରୋଡ୍ କ୍ରିଟେରିଅମ୍ ରେସ୍ରେ ସ୍ଵସ୍ତି ବିଜୟିନୀ ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
-
19.ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୪ଟି ଦାବି ରଖିଥିଲା। ସୂତ୍ର ଅନୁସାରେ ପିସିବିର ଦାବିକୁ ଆଇସିସି ଅସ୍ଵୀକାର କରିଛି।
-
20.ବରଗଡ଼ ବିକାଶ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ସିକେ ନାୟୁଡୁ ଟ୍ରଫିରେ ବେଙ୍ଗଲ ୧୦୨ ରନ୍ରେ ଓଡ଼ିଶାକୁ ହରାଇଦେଇଛି।
|
21 |
Y |
|
| 6 |
10-02-2026 |
English |
- 1.The Supreme Court on Monday termed the siphoning of over `54,000 crore through digital arrests so far as nothing short of “robbery or dacoity” and directed the Centre to formulate a standard operating procedure (SoP) to tackle such offences.
- 2.24-year-old Thanya Nathan saw a new opportunity ,she has topped the Civil Judge (Junior Division) examination under the persons with disabilities category and is set to become Kerala’s first judge with a visual disability.
- 3.The Supreme Court Monday made it clear to the states that it will not allow anyone to create any impediment in completion of the Special Intensive Revision of electoral rolls and directed the director general of police of West Bengal to file an affidavit on the Election Commission's allegation of burning of its notices by miscreants.
- 4.The Chandrayaan-4 Mission is at least two years away, but the ISRO has identified a location in the South Polar region of Moon to land its lander. The union government has approved the Chandrayaan-4 mission, designed as a lunar sample-return mission and it will be India's most complex lunar endeavour yet.
- 5.Fresh violence broke out in Manipur’s Ukhrul district Monday afternoon after armed miscreants allegedly set fi re to more houses in Litan Sareikhong village, offi cials said.
- 6.The Kolkata Municipal Corporation (KMC) has received more than 19,000 applications for domicile certificates in the past one-and-ahalf months, an unprecedented spike linked to the Election Commission's ongoing Special Intensive Revision (SIR) of electoral rolls.
- 7.The Opposition Monday decided to move a resolution to remove Lok Sabha Speaker Om Birla from offi ce for disallowing Leader of Opposition Rahul Gandhi from speaking in the House on the Motion of Thanks to the President’s address.
- 8.The Delhi Police has registered an FIR over the circulation of an unpublished book of former Chief of Army Staff Gen MM Naravane on social media.
- 9.Japanese Prime Minister Sanae Takaichi renewed a pledge Monday to cut a sales tax on food, after a historic election win brightened chances for stimulus measures that have rattled financial markets.
- 10.British Prime Minister Keir Starmer signalled Monday he would not heed calls to quit, even by the leader of his party in Scotland, after a second aide resigned from a team in crisis over the appointment of Peter Mandelson as ambassador to the US.
- 11.Of the 14,054 complaints received during the last 16 hearings at the Chief Minister’s Grievance Cell, 13,169 about 94 per cent have so far been resolved.
- 12.National Highway (NH) 55 connecting Sambalpur and Cuttack will be widened to six lanes, while all state highways will be expanded to four lanes, as Works Minister Prithiviraj Harichandan Monday directed officers to fast-track measures for the mega initiative.
- 13.Aurangabad,Four girls allegedly died by suicide together after their parents scolded them for mingling with boys at a place in Bihar’s Aurangabad district, a senior police offi cer said Monday.
- 14.Draft Income Tax Rules have proposed significantly raising transaction limits for quoting of PAN for cash deposits/withdrawal in banks, purchase of motor vehicles and property, and payment of hotel bills
- 15.At least 18 children were admitted to hospital after having ice-cream in Cuttack district Monday.
|
15 |
Y |
|
| 7 |
09-02-2026 |
Odia |
-
1.ଜାପାନରେ ପ୍ରଧାନମନ୍ତ୍ରୀ ସାନାଏ ତାକାଏଚିଙ୍କ ଲିବରଲ ଡେମୋକ୍ରାଟିକ୍ ପାର୍ଟି (ଏଲ୍ଡିଏଫ) ଏକ ରେକର୍ଡ ଭାଙ୍ଗି ବିଜୟ ସହିତ କ୍ଷମତାକୁ ଫେରିବାକୁ ଯାଉଛି।
-
2.ଭାରତ ଏବଂ ମାଲେସିଆ ରବିବାର ସେମାନଙ୍କର ରଣନୈତିକ ସହଭାଗୀତାକୁ ତ୍ୱରାନ୍ୱିତ କରିବାକୁ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଗଭୀର କରିବାକୁ ଏବଂ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଡିଜିଟାଲ୍ ପେମେଣ୍ଟ ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାକୁ ରାଜି ହୋଇଛନ୍ତି ।
-
3.ଦେଶରେ ବ୍ୟାଙ୍କିଂ କ୍ଷେତ୍ରର ସମୀକ୍ଷା କରିବା ସହିତ ବୃହତ୍ ଏବଂ ବିଶ୍ଵସ୍ତରରେ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ଆବଶ୍ୟକ ବ୍ୟାଙ୍କ ଗଠନ ଦିଗରେ ଉକ୍ତ କମିଟି ସରକାରଙ୍କୁ ସୁପାରିସ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।
-
4.ଭାରତ ଓ ଆମେରିକା ଗତକାଲି ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଜାରି କରିଛନ୍ତି। ଟ୍ରମ୍ପ ମଧ୍ୟ ରୁଷ୍ରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କକୁ ହଟାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଭାରତର ତେଲ କମ୍ପାନିଗୁଡ଼ିକ ରୁଷ୍ରୁ ତେଲ କ୍ରୟକୁ ଏଡ଼ାଇବା ଆରମ୍ଭ କରିଛନ୍ତି।
-
5.ମାଲକାନଗିରି ପୁଲିସ ତରଫରୁ ଚଢ଼ାଉ କରାଯାଇ ୧୨୫୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।
-
6.ଲଣ୍ଡନ ଜେଫ୍ରି ଏପଷ୍ଟାଇନଙ୍କ ସହ ସମ୍ପର୍କ ସତ୍ତ୍ୱେ ପିଟର ମାଣ୍ଡେଲସନଙ୍କୁ ଆମେରିକାରେ ୟୁକେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନେଇ ରବିବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୟାର ଷ୍ଟାରମରଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଇସ୍ତଫା ଦେଇଛନ୍ତି।
-
7.ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ଦ୍ୱାରା ନୂତନ ଭାବରେ ଆରମ୍ଭ ହୋଇଥିବା ରେଳ-ଭିତ୍ତିକ ପର୍ଯ୍ୟଟନ ସର୍କିଟ୍, 'ଡିଭାଇନ୍ ଇଷ୍ଟ ଟେମ୍ପଲ୍ ଟୁର୍'ରେ ଓଡ଼ିଶାର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ କେନ୍ଦ୍ର ସ୍ଥାନ ଗ୍ରହଣ କରିଛି।
-
8.ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରାଉରକେଲା ଏପର୍ଯ୍ୟନ୍ତ ୧୦୧ଟି ପେଟେଣ୍ଟ ପ୍ରଦାନ କରି ଏକ ପ୍ରମୁଖ ଗବେଷଣା ମାଇଲଖୁଣ୍ଟ ଅତିକ୍ରମ କରିଛି, ଯାହା ନବସୃଜନ ଉତ୍ପାଦନ ଏବଂ ବୌଦ୍ଧିକ ସମ୍ପତ୍ତି ସୃଷ୍ଟିରେ ତୀବ୍ର ବୃଦ୍ଧିକୁ ପ୍ରତିଫଳିତ କରେ।
-
9.ପ୍ରାୟ ୧୧ ବର୍ଷର ବ୍ୟବଧାନ ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦେଶବ୍ୟାପୀ କୋର୍ଟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ ଫି ବୃଦ୍ଧି କରିଛି।
-
10.ଆମେରିକା ସହିତ ହୋଇଥିବା ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚାରେ ଭାରତ ଦାମୀ ବାଇକ୍, କାର ଉପରୁ ଆମଦାନି ଶୁଳ୍କ ହ୍ରାସ କରିଛି। ଏଥିଯୋଗୁ ଆମେରିକାରେ ସଂପୂର୍ଣ୍ଣ ନିର୍ମିତ ହାର୍ଲି ଡେଭିଡସନ୍ ବାଇକ୍ ଭାରତରେ ଶସ୍ତା ହେବ।
-
11.ଦିଲ୍ଲୀ ସରକାର ରବିବାର ୫୦୦ଟି ନୂତନ ଇଲେକ୍ଟ୍ରିକ୍ ବସ୍ ଲଞ୍ଚ କରିଛନ୍ତି, ଯାହା ଦିଲ୍ଲୀ ପରିବହନ ନିଗମ (DTC)ର ମୋଟ EV ଫ୍ଲିଟକୁ ୪,୦୦୦ ରୁ ଅଧିକ କରିଛି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି।
-
12.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ରବିବାର କହିଛନ୍ତି ଯେ ସମସ୍ତଙ୍କୁ ବିଶ୍ୱାସକୁ ନେଇ ସମାନ ନାଗରିକ ସଂହିତା (UCC) ପ୍ରସ୍ତୁତ କରାଯିବା ଉଚିତ ଏବଂ ଏହା ମତଭେଦ ସୃଷ୍ଟି କରିବା ଉଚିତ୍ ନୁହେଁ।
-
13.ଭାରତର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱାକାଂକ୍ଷାକୁ ଏକ ପ୍ରମୁଖ ପ୍ରୟାସ ସ୍ୱରୂପ, IIT ମାଡ୍ରାସ ରିସର୍ଚ୍ଚ ପାର୍କ ସାରା ଦେଶରେ ଡିପ୍ ଟେକ୍ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ୬୦୦ କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ ଆରମ୍ଭ କରିଛି।
-
14.ଅନ୍ତର୍ଜାତୀୟ ହକି ବର୍ଷକପରେ ରାଉରକେଲାକୁ ଫେରୁଛି । ଆସନ୍ତା ୧୦ ତାରିଖରୁ ବିଶ୍ଵର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ପ୍ରୋ-ଲିଗ୍ ଆରମ୍ଭ ହେବ ।
-
15. ଟି-୨୦ ବିଶ୍ୱକପ୍-୨୦୨୬ରେ ଆସନ୍ତା ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଚାଲିଥିବା ବିବାଦ ଏବେ ସମାଧାନ ଆଡକୁ ଗତି କରୁଥିବା ପରି ମନେ ହେଉଛି। ରବିବାର ଦିନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ଲାହୋରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।
|
36 |
Y |
|
| 8 |
09-02-2026 |
English |
-
1.The governing party of Prime Minister Sanae Takaichi secured a more than two-thirds majority in a key parliamentary election Sunday, Japanese media reported, citing preliminary results.
-
2.Indian refiners are avoiding Russian oil purchases for delivery in April and are expected to stay away from such trades for longer, refining and trade sources said, a move that could help New Delhi seal a trade pact with Washington.
-
3.India and Malaysia Sunday agreed to accelerate their strategic partnership, deepen defence and security cooperation, and expand collaboration in emerging sectors such as semiconductors, artificial intelligence (AI), and digital payments, as Prime Minister Narendra Modi announced a “new speed and depth” in bilateral relations during his first foreign visit of 2026.
-
4.The Cyber Crime and Economic Offences Wing (EOW) of Bhubaneswar Sunday arrested a 46-year-old West Bengal man in connection with an online investment fraud in which a City resident was duped of Rs50.16 lakh on the promise of high returns.
-
5. British Prime Minister Keir Starmer’s chief of staff resigned Sunday over the furore surrounding the appointment of Peter Mandelson as the UK ambassador to the US despite his ties to Jeffrey Epstein.
-
6.Odisha’s rich spiritual and cultural heritage takes centre stage in Indian Railway Catering and Tourism Corporation’s (IRCTC) newly launched rail-based tourism circuit, ‘Divine East Temple Tour’.
-
7.National Institute of Technology (NIT) Rourkela has crossed a major research milestone with 101 patents granted so far, reflecting a sharp rise in innovation output and intellectual property creation.
-
8.The Union Law Ministry has increased the fees of advocate, who represent the central government in courts across the country, after a gap of nearly 11 years.
-
9.A 50-yearold Cessna 172 trainer aircraft made a crash landing due to inadequate fuel and broke into three pieces near Belagavi airport Sunday afternoon, and the two pilots, who were on board the plane, are safe, according to sources.
-
10.The Delhi government Sunday launched 500 new electric buses, taking the total EV fleet of the Delhi Transport Corporation (DTC) to more than 4,000, Chief Minister Rekha Gupta said.
-
11.France’s former Culture Minister Jack Lang has resigned as head of a Paris cultural centre over alleged past financial links to convicted sex offender Jeffrey Epstein that prompted a tax investigation.
-
12.Kyiv's foreign minister has said the Ukrainian and Russian leaders need to meet in person to hash out the hardest remaining issues in peace talks, and that only US President Donald Trump has the power to bring about an agreement.
-
13.Rashtriya Swayamsevak Sangh (RSS) chief Mohan Bhagwat on Sunday said the Uniform Civil Code (UCC) should be framed by taking everyone into confidence and it should not lead to differences.
-
14.The India-US trade deal has sparked huge concern among the country's farmers, who feel that cheaper American products coming into the country will add to the challenges they face.
-
15.In a major push to India's indigenous technology ambitions, the IIT Madras Research Park has launched a Rs 600-crore venture capital fund aimed at nurturing deep tech startups across the country.
|
24 |
Y |
|
| 9 |
08-02-2026 |
Odia |
-
୧. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୨୬ରେ ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଏକ ଆଧ୍ୟାତ୍ମିକ କେନ୍ଦ୍ରର ଶିଳାନ୍ୟାସ କରିବେ।
-
୨. ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବିଶ୍ୱର ତୃତୀୟ ବୃହତ୍ତମ ହୋଇପାରିଛି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
-
୩. ବସ୍ତର ଡିଭିଜନ ଅନ୍ତର୍ଗତ ଦୁଇଟି ଜିଲ୍ଲାରେ ଶନିବାର ଦିନ ୫୧ ଜଣ ନକ୍ସଲ, ଯାହାଙ୍କ ପାଇଁ ୧.୬୧ କୋଟି ଟଙ୍କାର ସାମୂହିକ ପୁରସ୍କାର ରହିଛି, ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀ କ୍ୟାଡରଙ୍କ ମଧ୍ୟରେ ୩୪ ଜଣ ମହିଳା ଅଛନ୍ତି।
-
୪. ପ୍ରମାଣ ଅଭାବରୁ ଡ୍ରଗ୍ସ ବ୍ୟବସାୟୀମାନେ ପ୍ରାୟତଃ ଜାମିନ ପାଉଥିବାରୁ, ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି ଯେ ଅବକାରୀ କର୍ମଚାରୀଙ୍କ ଦ୍ୱାରା ପିନ୍ଧାଯାଇଥିବା ବଡି କ୍ୟାମେରା ଦୋଷୀ ସାବ୍ୟସ୍ତ କରିବାରେ ଏକ ଶକ୍ତିଶାଳୀ ଉପକରଣ ଭାବରେ କାର୍ଯ୍ୟ କରିବ।
-
୫. ଏକ ସରକାରୀ ଡକ୍ୟୁମେଣ୍ଟ ଅନୁଯାୟୀ, ସହରାଞ୍ଚଳରେ ଖାଲି ଏବଂ ଅବ୍ୟବହୃତ ରାଜ୍ୟ ମାଲିକାନା କୋଠାଗୁଡ଼ିକୁ ସୁଲଭ ଭଡା ଘର (ARH)ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
-
୬. ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସବୁଜ ଅଳିଆକୁ ପରିବେଶ ଅନୁକୂଳ ଇନ୍ଧନରେ ପରିଣତ କରିବା ପାଇଁ ଏକ ଅଭିନବ ବାୟୋମାସ ବ୍ରିକେଟ୍ ଉତ୍ପାଦନ ପ୍ରକଳ୍ପ ଆରମ୍ଭ କରିଛି।
-
୭. ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ସେକ୍ଟରର ଆଗୁଆ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ନିୟୋଜିତ ସୈନ୍ୟଙ୍କ ସ୍ଥିତି, ନିରୀକ୍ଷଣ ପଦକ୍ଷେପ ଏବଂ ପ୍ରସ୍ତୁତତାର ମୂଲ୍ୟାଙ୍କନ କରିଥିଲେ।
-
୮. ଜମ୍ମୁ ଏବଂ କାଶ୍ମୀର ସରକାର ଶନିବାର ବିଧାନସଭାକୁ ସୂଚନା ଦେଇଛନ୍ତି ଯେ ୨୦୨୫ ମସିହାରେ ୩୬,୦୦୦ ରୁ ଅଧିକ ବିଦେଶୀଙ୍କ ସମେତ ୧.୭୭ କୋଟି ପର୍ଯ୍ୟଟକ କେନ୍ଦ୍ର ଶାସିତ ଅଞ୍ଚଳ ପରିଦର୍ଶନ କରିଥିଲେ।
-
୯.ତୋଶାଖାନା-୨ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି।
-
୧୦.ସାଇବର୍ ଅପରାଧୀଙ୍କୁ ବଡ଼ ଝଟକା ଲାଗିଛି। ଅପରେସନ୍ ସାଇହକ୍ ୩.୦ ମାଧ୍ୟମରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଚଢାଉ କରି ୯୫୫ ଜଣଙ୍କୁ ଗିରଫ କରିଛି।
-
୧୧.ରୁଷ ଗଣରାଜ୍ୟ ବାଶକୋର୍ଟୋସ୍ତାନର ଉଫାରେ ଥିବା ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏକ ଛୁରୀ ଆକ୍ରମଣ ଘଟିଛି। ଏହି ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।
-
୧୨.କେନ୍ଦୁଝର ଜିଲ୍ଲାରେ କଫି ଓ ଚା’ ଚାଷ ପରେ ଏବେ ପାମ୍ ଚାଷକୁ ନେଇ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୋଟ ୨୦୦ ହେକ୍ଟର ଚାଷ ଜମିରେ ପାମ୍ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ୧୬.୪ ହେକ୍ଟର ଜମିରେ ଚାଷ ହୋଇଥିଲା।
-
୧୩.ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ପ୍ରଥମ ସମନ୍ୱିତ ଇସ୍ପାତ ଉତ୍ପାଦକ ଭାବେ ଇସ୍ପାତ ମନ୍ତ୍ରଣାଳୟର ନୂତନ ସବୁଜ ଇସ୍ପାତ ବର୍ଗୀକରଣ ଅଧୀନରେ ସବୁଜ ଇସ୍ପାତ ପ୍ରମାଣପତ୍ର ହାସଲ କରିଛି।
-
୧୪.ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗୁରୁ-ଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପୁନରୁଦ୍ଧାର କରାଯିବ। କେବଳ ଏତିକି ନୁହେଁ, ପଞ୍ଚସଖାଙ୍କ ସମାଧି ପୀଠ ସହିତ ପଞ୍ଚସଖା ପାଠାଗାରକୁ ମଧ୍ୟ ବିକଶିତ କରାଯିବ।
-
୧୫.ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ ଖୁବ୍ ଶୀଘ୍ର ମାଲେସିଆରେ ପ୍ରଚଳନ କରାଯିବ।
|
50 |
Y |
|
| 10 |
08-02-2026 |
English |
-
1.President Droupadi Murmu will lay the foundation stone of Sri Jagannath Temple and a spiritual centre in Jamshedpur February 26.
-
2.India’s startup ecosystem has become the third largest in the world, said Union Minister of Education Dharmendra Pradhan.
-
3.As many as 51 Naxalites, carrying a collective bounty of Rs 1.61 crore, surrendered before the police in two districts under the Bastar division Saturday. The surrendered cadres include 34 women.
-
4.With drug peddlers often availing bail due to lack of evidence, body cameras worn by Excise personnel will serve as a powerful tool in securing convictions, said Excise Minister Prithiviraj Harichandan.
-
5.The state government has initiated the process to identify vacant and unutilised stateowned buildings in urban areas for converting them into affordable rental housing (ARH), according to an official document.
-
6.Bhubaneswar Municipal Corporation (BMC) launched an innovative biomass briquette manufacturing project to convert green waste into eco-friendly fuel.
-
7.Army chief Gen Upendra Dwivedi Saturday visited forward areas of Jammu and Kashmir’s Poonch sector and assessed deployment posture, surveillance measures and readiness of deployed formations.
-
8.The Jammu and Kashmir government Saturday informed the Legislative Assembly that 1.77 crore tourists, including over 36,000 foreigners, visited the Union Territory in 2025.
-
9.The Kerala High Court has said that statutes, rules and regulations should not become instruments for creating discord or disharmony between religious, castes or communities, instead they should function as a unifying force.
-
10.The Supreme Court has agreed to hear a plea of the Himachal Pradesh government against a high court order not allowing the withdrawal of 45 cases lodged against MPs and MLAs, including those lodged during the tenure of the previous BJP government against Congress workers for holding rallies during the Covid pandemic.
-
11.Prime Minister Narendra Modi Saturday said India is seen as a "trusted partner for growth" and it was reflected in the recent trade deals it has agreed with various countries, including the UK, USA and the EU.
-
12.In a major breakthrough in AAP leader Lucky Oberoi’s murder case, the Punjab Police arrested a key accused following a brief exchange of fire in Amritsar Saturday.
-
13.Expelled BJP leader Kuldeep Singh Sengar has moved the Supreme Court seeking bail in the custodial death case of the Unnao rape survivor's father. The apex court will hear his plea seeking the relief Monday.
-
14.Iran will strike US bases in the Middle East if it is attacked by US forces .
-
15.The United States wants Moscow and Kyiv to find a solution on how to end the war in Ukraine before summer, President Volodymyr Zelenskyy said.
-
16.The tax department Saturday released draft rules and forms under the new Income Tax Act, 2025, which proposes to simplify the provisions and reduce compliance burden for ease of understanding and make it taxpayer-friendly.
-
17.Bitcoin could drop further after wiping out all of its price gains since the election of US President Donald Trump as liquidity is expected to remain thin for the near future.
-
18.The Mayur Vihar Pocket 1 Metro Station in East Delhi has been renamed Shri Ram Mandir Mayur Vihar, following a long-standing demand from locals and the community, an official said on Saturday.
-
19.The Indian government is closely engaged with the US for electronics and IP-related matters, Union Minister Ashwini Vaishnaw said on Saturday
-
20.The BCCI have announced a total cash award of Rs 7.5 crore for the U20 Men's Cricket World Cup winning team, technical staff and the selection committee, the board's secretary Devajit Saikia told IANS Saturday.
|
17 |
Y |
|