Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 31-12-2025 Odia
  1. 1.ପରିବହନ ଆୟୁକ୍ତ। ଇଂରାଜୀ ନବବର୍ଷ ପାଇଁ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି କରିବାକୁ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି।  ଚିଠି ଅନୁସାରେ, ଡିସେମ୍ବର ୩୦ ଏବଂ ୩୧ରେ ମଦ ପିଇ ଗାଡ଼ିଚାଳନା ରୋକିବା ଲାଗି ଯାଞ୍ଚକୁ କଡ଼ାକଡ଼ି କରାଯିବ। 

  2. 2.ସଲମାନ ଖାନ୍‌ଙ୍କ ଦ୍ଵାରା ପ୍ରଯୋଜିତ ଏବଂ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ୍‌ ଗଲୱାନ’ ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପର୍ଯ୍ୟବସିତ।

  3. 3.ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ଦ୍ଵାରା ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି।

  4. 4.ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  5. 5.ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତ ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି ।

  6. 6.ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି ବାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବ।

  7. 7.ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ ପୁଣି ଚମକିଛନ୍ତି।

  8. 8.ଭିଡିଓ ଏଡିଟିଂ ଫାର୍ମ ‘କାପୱିଙ୍ଗ’ର ଏକ ରିପୋର୍ଟ ଅନୁଯାୟୀ, ‘ବନ୍ଦର ଆପନା ଦୋସ୍ତ’ (Bandar Apna Dost) ନାମକ ଏକ ଭାରତୀୟ ଚ୍ୟାନେଲ କେବଳ AI ଦ୍ୱାରା ପ୍ରସ୍ତୁତ ନିମ୍ନମାନର କଣ୍ଟେଣ୍ଟ ଜରିଆରେ ବାର୍ଷିକ ପ୍ରାୟ ୩୫ ରୁ ୩୮ କୋଟି ଟଙ୍କା ($4.25 Million) ରୋଜଗାର କରୁଛି।

  9. 9.ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ହେଉଛି ତା’ ସହିତ ଏବେ ହେଲମେଟ ଠିକ ଭାବେ ନ ପିନ୍ଧିଲେ ମଧ୍ୟ ଟ୍ରାଫିକ ପୋଲିସ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି।

  10. 10.ୟେମେନର ମୁକାଲ୍ଲା ବନ୍ଦରରେ ଠିଆ ହୋଇଥିବା UAE ର ଦୁଇଟି ସାମରିକ ଜାହାଜ ଉପରେ ସାଉଦି ଆରବ ମଙ୍ଗଳବାର ଏୟାରଷ୍ଟ୍ରାଇକ୍ କରିଛି। ଏହି ଜାହାଜଗୁଡ଼ିକ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧାସ୍ତ୍ର ନେଇ ଆସିଥିବା ସାଉଦି ଅଭିଯୋଗ କରିଛି।

  11. 11.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି।

  12. 12.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାଜ୍ୟରେ ଏସ୍‌ଆଇଆର୍‌ ( ସ୍ବତନ୍ତ୍ର ‌ଭୋଟର ତାଲିକା ସଂଶୋଧନ)କୁ ନେଇ କହିଛନ୍ତି, ରାଜ୍ୟରେ ଏସ୍ଆଇଆର୍‌ ପ୍ରକ୍ରିୟା ଶେଷ ହେବାପରେ ଯଦି ଚୂଡ଼ାନ୍ତ ଭୋଟର ତାଲିକାରୁ ଜଣେ ବି ବୈଧ ଭୋଟରଙ୍କ ନାଁ କଟାଯା‌ଏ ତେବେ ଦିଲ୍ଲୀ ସ୍ଥିତ ନିର୍ବାଚନ କମିସନଅଫିସ ଘେରାଉ କରାଯିବ। 

  13. 13.ଇରାନରେ ଅର୍ଥନୈତିକ ସଂକଟ ଦେଖାଦେଇଛି। ଦେଶର ମୁଦ୍ରା ‘ରିଆଲ’ ମୂଲ୍ୟ ଆମେରିକାର ଡଲାର ତୁଳନାରେ ରେକର୍ଡ ସ୍ତରକୁ ହ୍ରାସ ପାଇବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।

  14. 14.ଏଟିଏମମ୍ ଉପରେ ଲୋକମାନଙ୍କ ନିର୍ଭରଶୀଳତା କମ୍ ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ଗୋଟିଏ ବର୍ଷରେ ୨୩୬୦ ଏଟିଏମ୍‌କୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ଏଟିଏମ୍‌ ସଂଖ୍ୟା ୨,୫୧,୦୫୭କୁ ଖସିଆସିଛି।

  15. 15.ଏହି ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ସଂଖ୍ୟା ୭,୫୬,୦୧୫ରୁ ବୃଦ୍ଧି ପାଇ ୭,୫୭,୬୪୧ ହୋଇଛି। ଅର୍ଥାତ କର୍ମଚାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। କିନ୍ତୁ, ଘରୋଇ ବ୍ୟାଙ୍କ କର୍ମଚାରୀ ସଂଖ୍ୟା ୮,୪୫,୪୦୭ରୁ ହ୍ରାସ ପାଇ ୮,୩୮,୧୫୦କୁ ଖସିଆସିଛି।

18 Y
12 31-12-2025 English
  1. 1.Chief Minister Mohan Charan Majhi inaugurated and laid stones for 123 projects worth over Rs1,362 crore in Bargarh district Tuesday.

  2. 2.Khaleda Zia, who became Bangladesh’s first female prime minister in 1991 died Tuesday after a long illness. She was 80.

  3. 3.Drinking bottled water is fraught with tremendous health risks as a new review has revealed that daily consumers of bottled (plastic) water ingest over 90,000 more mircroplastic particles per year than their tap water counterparts.

  4. 4.Three Public Sector Undertakings (PSUs) under department of Agriculture and Farmers Empowerment paid a total sum of Rs6,39,97,589 as dividend to the state government.

  5. 5.The Bhubaneswar Municipal Corporation (BMC) is all set to organise Patha Utsav from January 4, official sources .

  6. 6.Coming to the rescue of a woman who underwent Sex Reassignment Surgery (SRS) to become a male, the Orissa High Court has directed the state government to change the gender status of the petitioner in the land mutation certificate.

  7. 7.Eleven people have been arrested in Assam and Tripura for their alleged links with Bangladesh-based fundamentalist groups that were aiming to destabilise the Northeast, police said Tuesday

  8. Boeing, was given an $8.6 billion contract for the F-15 Israel Program, the Pentagon said Monday, after US President Donald Trump met Israeli Prime Minister Benjamin Netanyahu in Florida.

  9. India has imposed a three-year import tariff of between 11% and 12% on some steel products, according to a finance ministry order published on Tuesday, as the government aims to curb cheap shipments from China.

  10. The Enforcement Directorate alleged that a "criminal" syndicate, involving senior bureaucrats and political figures of the state, "completely hijacked" the Chhattisgarh excise department between 2019 and 2023.

  11. The United Arab Emirates said Tuesday said it was pulling out its remaining forces in Yemen after Saudi Arabia backed a call for UAE forces to leave the country within 24 hours.

  12. US President Donald Trump said Monday the United States could support another major strike on Iran were it to resume rebuilding its ballistic missile or nuclear weapons programs and warned Hamas of severe consequences if it does not disarm.

  13. Russia’s nuclear-capable Oreshnik missile system has entered active service in Belarus, Russia’s Defence Ministry said Tuesday, as the US efforts to broker a deal to end the nearly four-year war in Ukraine have entered a pivotal stage.

  14. India's imports of Russian crude oil are set to register a sharp pullback in December, but the decline reflects short-term disruptions rather than a structural shift in sourcing patterns.

  15. Nita Football Academy continued their unbeaten streak in the Indian Women’s League 2025–26 after edging past Garhwal United FC 1–0 in a closely contested match at the National Centre of Excellence here Tuesday

11 Y
13 30-12-2025 Odia
  1. 1.ସଶସ୍ତ୍ରବାହିନୀର ଯୁଦ୍ଧ ଦକ୍ଷତାକୁ ଅଧିକ ସୁଦୃଢ଼ କରିବାକୁ କ୍ଷେପଣାସ୍ତ୍ର, ରକେଟ୍‌, ରାଡାର ସିଷ୍ଟମ୍‌ ଏବଂ ଡ୍ରୋନ୍‌ କିଣିବା ପାଇଁ କେନ୍ଦ୍ର ସରକାର ୭୯ ହକାର କୋଟି ଟଙ୍କାର ଏକ ପ୍ରମୁଖ  ପ୍ରତିରକ୍ଷା  ଚୁକ୍ତିକୁ ଅନୁମୋଦନ କରିଛନ୍ତି।
  2. 2.ଆର୍ଥିକ ବର୍ଷ ୨୦୨୫-୨୬ ଦେଶର ବିମାନ ଶିଳ୍ପ ପାଇଁ  ଏୟାରଲାଇନ୍ସଗୁଡ଼ିକ ୧୭-୧୮ ହଜାର କୋଟି ଟଙ୍କାର କ୍ଷତି ସହିବେ ବୋଲି ରେଟିଂ ଏଜେନ୍ସି ‘ଇକ୍ରା’ ଆକଳନ କରିଛି।

  3. 3.ଭାରତୀୟ ପରିବାରଗୁଡ଼ିକ ପାଖରେ ଯେତିକି ପରିମାଣର ସୁନା ରହିଛି ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ଠାରୁ ଅଧିକ। ଗୃହିଣୀମାନଙ୍କ ପାଖରେ ୩୪,୬୦୦ ଟନ୍‌ ସୁନା ଥିବା ଆକଳନ କରାଯାଇଛି। ତାହାର ମୂଲ୍ୟ ହେଉଛି ପାଖାପାଖି ୪୫୦ ଲକ୍ଷ କୋଟି ଟଙ୍କା। ଡଲାର ହିସାବରେ ତାହା ୫ ଟ୍ରିଲିଅନ୍‌ ଡଲାରରୁ ଅଧିକ।

  4. 4.ବାଲେଶ୍ଵର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସଫଳତାର ସହ ଲଙ୍ଗ୍‌ରେଞ୍ଜ ଗାଇଡେଡ୍‌ ରକେଟ୍‌ ‘ପିନାକ’ର ସଫଳ ପରୀକ୍ଷା ହୋଇଛି। ରକେଟ୍‌ଟି ୧୨୦ରୁ ୩୦୦ କିଲୋମିଟର ଦୂର ୧୦ ମିଟର ପରିଧି ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କ କିମ୍ବା ଅନ୍ୟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍‌ କରିବାର କ୍ଷମତା ରଖିଛି।

  5. 5.୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି।  ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି।

  6. 6.ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ । ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ‘ଆତ୍ମନିର୍ଭର ଭାରତ’ ଗଠନ ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିଛି ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’।

  7. 7.ଏସ୍‌ବିଆଇ ରିପୋର୍ଟ ‘ଭିବି-ଜି ରାମ ଜି’ ଯୋଜନା ଦ୍ବାରା ରାଜ୍ୟଗୁଡ଼ିକୁ ୧୭ ହଜାର କୋଟି ଟଙ୍କାର ଲାଭ ମିଳିବ। ରାଜ୍ୟଗୁଡ଼ିକର ଗତ ୭ ବର୍ଷର ହାରାହାରି ଆବଣ୍ଟନ ବିଚାରକୁ ନେଇ ଏହି ହିସାବ କରାଯାଇଛି। ସେହି ଅନୁସାରେ ଓଡ଼ିଶାକୁ ୫୮୩ କୋଟି ଟଙ୍କାର ଫାଇଦା ମିଳିବ ବୋଲି ରିପୋର୍ଟ କହୁଛି।

  8. 8.ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍‌ସ୍କିଙ୍କ ମଧ୍ୟରେ ରବିବାର ଦୀର୍ଘ ସମୟଧରି ଆଲୋଚନା ହୋଇଛି। ଦୁଇ ନେତା କୌଣସି ବଡ଼ଧରଣର ଘୋଷଣା କରିନାହାନ୍ତି।

  9. 9.ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ ଦେଇଛନ୍ତି।

  10. 10.ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି।

  11. 11.ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି ।

  12. 12.ତାମିଲନାଡୁର ତିରୁଭଲ୍ଲୁର ନିକଟ ପୋଥରଥୁରପେଟ୍ଟଇ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ୫୬ ବର୍ଷୀୟ ଗଣୋ। ୩ କୋଟି ଟଙ୍କାର ବୀମା ରାଶି ଏବଂ ବାପାର ସରକାରୀ ଚାକିରି ପାଇବା ନିଶାରେ ପୁଅ ବାପାକୁ ହତ୍ୟା କରିଛି। ତାହା ପୁଣି ସର୍ପ ଦଂଶନ କରାଇ।

  13. 13.ଆରାବଲ୍ଲୀ ମାମଲାରେ ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ।

  14. 14.ଥଲାପତି ନାଁ ଶୁଣିଲେ ପ୍ରଶଂସକଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳେ। ଦୀର୍ଘ ଦଶନ୍ଧି ଧରି ସେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଭିନୟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ସାଉଥ ସୁପରଷ୍ଟାର ଥଲାପତି ବିଜୟ ।

  15. 15.ଭୂଟାନର ବାମହାତୀ ବୋଲର ସୋନମ ୟେଶେ। ଟି-୨୦ରେ ୮ ଉଇକେଟ ଅକ୍ତିଆର କରିବାରେ ସେ ବିଶ୍ଵର ପ୍ରଥମ ଖେଳାଳି ଆଖ୍ୟା ଅର୍ଜନ କରିଛନ୍ତି। ମ୍ୟାନମ୍ୟାର ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସେ ଏହି ବିରଳ ବିଶ୍ଵ ରେକର୍ଡର ଅଧିକାରୀ ହୋଇଛନ୍ତି।

25 Y
14 30-12-2025 English
  1. 1.The Supreme Court Monday kept in abeyance the directions in its November 20 verdict that had accepted a uniform defi nition of the Aravalli hills and ranges.

  2. 2.The maiden flight test of Pinaka long-range guided rocket was conducted successfully Monday, and it impacted the target with “textbook precision”, the Defence Ministry said.

  3. 3.The Supreme Court Monday stayed the Delhi High Court’s order suspending the life sentence of expelled BJP leader Kuldeep Singh Sengar in the 2017 Unnao rape case.

  4. 4.Russia Monday claimed that 91 long-range Ukrainian drones attempted to attack President Vladimir Putin’s country residence in Novgorod region, north of Moscow.

  5. 5.Odisha’s vibrant tableau will roll down Kartavya Path during the Republic Day Parade 2026, showcasing the state’s remarkable contribution to building an Atmanirbhar Bharat — from agriculture to advanced semiconductor technology.

  6. 6.The Defence Ministry Monday approved procurement of long range rockets, missiles, radar systems and military platforms worth Rs 79,000 crore to bolster the military’s combat prowess.

  7. 7.The Chief Minister’s Public Grievance Hearing will be held Monday, January 5, according to information released by the Public Administration and Public Grievances Department.

  8. 8.A parliamentary panel Monday examined various aspects of the UPA-era rural job guarantee law MGNREGA, which has now been replaced by the Narendra Modi government’s VB-G RAM G Act, and how to move ahead in the next six months for a smooth transition to the new legislation

  9. 9.Iraq’s newly elected parliament convened Monday for its first session since the November national election, opening the way for lawmakers to begin the process of forming a new government.

  10. 10.The United States is offering Ukraine security guarantees for a period of 15 years as part of a proposed peace plan, Ukrainian President Volodymyr Zelenskyy said Monday, though he said he would prefer an American commitment of up to 50 years to deter Russia from further attempts to seize its neighbour's land by force.

  11. 11.India's industrial production grew at a two-year high of 6.7 per cent in November this year.

  12. 12.Pakistan Cricket Board (PCB) chief Mohsin Naqvi has reiterated that India will have to come to Dubai to collect the T20 Asia Cup 2025 trophy, saying there will be no deviation from the existing protocol on handing over the silverware.

  13. 13.IPL founder Lalit Modi Monday apologised for calling himself and Vijay Mallya the “two biggest fugitives” of India in a video posted on social media and said that his statement was “misconstrued”.

  14. 14.Delhi recorded its worst air quality for December this year since 2018 with an average AQI of 349, even as farm fires accounted for just 3.5 per cent of the PM2.5 pollution, according to official data. In December 2018, the capital logged an average Air Quality Index (AQI) of 360, an official told PTI

  15. 15.Odisha continued to reel under cold wave conditions Monday as minimum temperatures dipped below 10 degrees Celsius in at least 13 places across the state, severely affecting normal life, the India Meteorological Department (IMD) said.

17 Y
15 29-12-2025 Odia
  1. 1.ଓଡ଼ିଶା ସରକାର 'ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ଅଧୀନରେ ଲୋକ କଳାକାରଙ୍କ ପାଇଁ ମାସିକ ସହାୟତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

  2. 2.୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍‌ରେ ଆଉ ୧୨ଟି ଏମ୍ଏସ୍‌ଏମ୍ଇ ପାର୍କ ପାଇଁ ବ୍ୟୟବରାଦ କରାଯିବ। ନିର୍ମାଣ କରାଯାଉଥିବା ପାର୍କଗୁଡ଼ିକ ୨୦୨୭ ଡିସେମ୍ବର କିମ୍ବା ୨୦୨୮ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ।

  3. 3.ବର୍ଷ ୨୦୨୫ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ୨୦୨୫ରେ ସେମାନେ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

  4. 4.ନନ୍ଦନକାନନ ପ୍ରାଣୀ ଉଦ୍ୟାନ (NZP) ରେ ଏକ ତିନି ବର୍ଷ ବୟସ୍କା ବାଘୁଣୀ ତିନୋଟି ଛୁଆ ଜନ୍ମ କରିଛି। ତଥାପି, ନବଜାତକଙ୍କ ମଧ୍ୟରୁ କେବଳ ଗୋଟିଏ ବଞ୍ଚିଛି।

  5. 5.କାନପୁରର ଲାଲା ଲଜପତ ରାୟ ହସ୍ପିଟାଲର ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର ଏବଂ ଜଣେ ନର୍ସଙ୍କ ସମେତ ତିନି ଜଣ କର୍ମଚାରୀଙ୍କୁ କାଗଜପତ୍ରରେ ଭୁଲବଶତଃ ଜୀବନ୍ତ ଜଣକୁ ମୃତ ଘୋଷଣା କରାଯିବା ପରେ ନିଲମ୍ବିତ କରାଯାଇଥିଲା ।

  6. 6.ସୁପ୍ରିମକୋର୍ଟ ଦ୍ୱାରା ଅନୁମୋଦିତ ଆରାବଲ୍ଲୀ ପାହାଡ଼ର ପରିଭାଷାକୁ ନେଇ ବିବାଦ ମଧ୍ୟରେ, ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ସ୍ୱତଃସ୍ପୃତ ବିଚାର କରିଛନ୍ତି ଏବଂ ସୋମବାର ଏହି ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ କରାଯାଇଛି।

  7. 7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍‌ର ୧୨୯ତମ  ସଂସ୍କରଣରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଆସନ୍ତା ମାସରେ ଅନୁଷ୍ଠିତ ହେବ।

  8. 8.ବିହାରର ଜାମୁଇ ଜିଲ୍ଲାରେ ଏକ ମାଲବାହୀ ଟ୍ରେନର ଆଠଟି ୱାଗନ ଲାଇନଚ୍ୟୁତ ହୋଇଛି, ଯାହା ଫଳରେ ହାଓଡ଼ା-ପାଟନା-ଦିଲ୍ଲୀ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି।

  9. 9.ଉତ୍ତର ପ୍ରଦେଶର ଡ୍ରାଫ୍ଟ ଭୋଟର ତାଲିକା, ଯାହା ଡିସେମ୍ବର 31 ରେ ପ୍ରକାଶିତ ହେବ, ଏଥିରେ ପ୍ରାୟ 12.55 କୋଟି ଭୋଟରଙ୍କ ନାମ ରହିବାର ସମ୍ଭାବନା ଅଛି, ଯେଉଁଥିରେ SIR-ପୂର୍ବ ଭୋଟର ତାଲିକାରୁ ପ୍ରାୟ 2.89 କୋଟି ନାମ ବାଦ ଦିଆଯାଇଛି।

  10. 10.ମାଲକାନଗିରି ଜିଲ୍ଲାର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଜଳସଂକଟ। ଜଳକଷ୍ଟରୁ ବାଦ୍‌ ପଡ଼ିନାହିଁ ସମ୍ବେଦନଶୀଳ ସ୍ବାଭିମାନ ଅଞ୍ଚଳ। ଏଠାରେ ପରିସ୍ଥିତି ଏମିତି ଯେ ପ୍ରଶାସନିକ ବିଫଳତାର ସୁଯୋଗ ନେଇ ମାଡ଼ି ଆସିଛି ଆନ୍ଧ୍ର। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଆନ୍ଧ୍ର।

  11. 11.ଇରାନର ସରକାରୀ ଟେଲିଭିଜନ ରିପୋର୍ଟ କରିଛି ଯେ ରୁଷ ରବିବାର ତିନୋଟି ଇରାନୀ ଯୋଗାଯୋଗ ଉପଗ୍ରହକୁ କକ୍ଷପଥରେ ପଠାଇଛି, ଜୁଲାଇ ପରେ ଏହା ଦ୍ୱିତୀୟ ଥର ପାଇଁ ଏପରି ଉତ୍ କ୍ଷେପଣ।

  12. 12.ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବହାର ନେଇ ଭାରତ ଦ୍ୱାରା ଉଠାଯାଇଥିବା ଚିନ୍ତାକୁ ଢାକା ପ୍ରତ୍ୟାଖ୍ୟାନ କରିଛି।

  13. 13.ନାଇଟ୍ ଫ୍ରାଙ୍କ୍ ଇଣ୍ଡିଆ ଅନୁଯାୟୀ, ଗୃହ ନିର୍ମାଣ ଏବଂ ଗୋଦାମ ପ୍ରକଳ୍ପରେ ପାଣ୍ଠିର ହ୍ରାସ ଯୋଗୁଁ ଚଳିତ ବର୍ଷ ରିଅଲ୍ ଇଷ୍ଟେଟ୍‌ରେ ଘରୋଇ ଇକ୍ୱିଟି ନିବେଶ ୨୯ ପ୍ରତିଶତ ହ୍ରାସ ପାଇ ୩.୪୬ ବିଲିୟନ ଡଲାର ହୋଇଛି।

  14. 14.ଜମ୍ମୁ ଏବଂ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଏକ ସାମ୍ପ୍ରତିକ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର କାଶ୍ମୀରର ବୌଦ୍ଧ ଅତୀତକୁ ଲୋକଲୋଚନକୁ ଆଣିଛି।

  15. 15.ଭିକ୍ଟର ଓସିମହେନ୍ ଏକ ବିରଳ ଆଫ୍ରିକା କପ୍ ଅଫ୍ ନେସନ୍ସ ଗୋଲ ସ୍କୋର କରିଥିଲେ ଏବଂ ନାଇଜେରିଆ ଟ୍ୟୁନିସିଆ ବିପକ୍ଷରେ ୩-୨ ବିଜୟ ସହିତ ନକଆଉଟ୍ ପର୍ଯ୍ୟାୟରେ ନିଜର ସ୍ଥାନ ବୁକ୍ କରିଥିଲା।

20 Y
16 29-12-2025 English
  1. 1.The Odisha government has decided to hike the monthly assistance for folk artistes under ‘Mukhyamantri Kalakar Sahayata Yojana’.

  2. 2.A three-year-old tigress gave birth to three cubs at Nandankanan Zoological Park (NZP). However, only one of the newborns has survived.

  3. 3.Three staff members of Lala Lajpat Rai Hospital in Kanpur, including a junior resident doctor and a nurse, were suspended after a living patient was erroneously declared dead on paper, prompting the initiation of post-mortem formalities.

  4. 4.Amid a row over the definition of Aravalli hills approved by it, the Supreme Court has taken suo motu cognisance of the issue and is slated to hear the matter Monday.

  5. 5.Prime Minister Narendra Modi Sunday announced that birth centenary celebrations of freedom fighter Parvati Giri will be held next month.

  6. 6.President Droupadi Murmu Sunday undertook a sortie onboard Indian Navy’s indigenously-built frontline submarine INS Vaghsheer on the Western seaboard.

  7. 7.Eight wagons of a goods train have derailed in Bihar’s Jamui district, causing disruption of railway services on the Howrah-Patna-Delhi route.

  8. 8.The draft electoral roll in Uttar Pradesh, which will be published December 31, is likely to have the names of about 12.55 crore voters, with almost 2.89 crore names deleted from the pre-SIR voter list.

  9. 9.The local administration has initiated the cancellation process of the public hearing held earlier this month for an upcoming coal mining project, a day after violent protests left several policemen injured and vehicles torched in Tamnar area in Raigarh district.

  10. 10.Russia Sunday sent three Iranian communications satellites into orbit, the second such launch since July, Iranian state television reported.

  11. 11.Dhaka rejects concerns raised by India over treatment of minorities in Bangladesh.

  12. 12. Private equity investments in real estate fell 29 per cent this year to $3.46 billion due to lower inflow of funds in housing and warehousing projects, according to Knight Frank India.

  13. 13.A recent archaeological discovery in Jammu and Kashmir's Baramulla district has brought Kashmir's Buddhist past into the spotlight.

  14. 14.Yuvraj Sandhu, who had already secured the 2025 PGTI Order of Merit crown following his sixth victory of the season two weeks back, added another feather to his cap with a one-stroke triumph in the Tata Open 2025 to make it a record seven titles in the season.

  15. 15.Victor Osimhen scored a rare Africa Cup of Nations goal and Nigeria booked its place in the knockout stage with an ultimately nervy 3-2 win over Tunisia.

13 Y
17 28-12-2025 Odia
  1. 1.ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍‌ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି।

  2. 2.ସୁପ୍ରିମକୋର୍ଟ ଆରାବଳି ପାହାଡ଼ ମାମଲାର ସ୍ୱତଃସ୍ପୃତ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠ ସୋମବାରଠାରୁ ଏହି ମାମଲାର ଶୁଣାଣି କରିବେ।

  3. 3.ବାଂଲାଦେଶରେ ଛାତ୍ରନେତା ହତ୍ୟା ଘଟଣାକୁ ବିରୋଧ କରି ଦେଶବ୍ୟାପୀ  ହିଂସା ଏବଂ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥ‌ଳରେ  ୨ ଜଣ ହିନ୍ଦୁ ଦୀପୁଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

  4. 4. ଭାରତରେ ଶିଶୁ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ଜନ୍ମଗତ ତ୍ରୁଟି ବା ଜନ୍ମଗତ ଅସଙ୍ଗତି। ଏହାକୁ ସମୟୋଚିତ ଅସ୍ତ୍ରୋପଚାର ସହାୟତାରେ ସଫଳତାର ସହିତ ଚିକିତ୍ସା କରାଯାଇପାରିବ।

  5. ୫.କ୍ୟାଲେଣ୍ଡର ବର୍ଷରେ ପ୍ରଥମ ଥର ପାଇଁ SIP ମାଧ୍ୟମରେ ନିବେଶକମାନେ ମ୍ୟୁଚୁଆଲ୍ ଫଣ୍ଡ ଯୋଜନାରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି।

  6. ୬.ଟ୍ରାଫିକ୍ ଉଲ୍ଲଂଘନ ପାଇଁ ମୋଟର ଚାଳକମାନଙ୍କୁ ଦିଆଯାଇଥିବା ଇ-ଚାଲାଣ ବାବଦରେ  ନଗଦ ଦେୟ ଗ୍ରହଣ କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ (STA) ସମସ୍ତ RTO ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

  7. ୭.ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ଏବଂ ପ୍ରାଣୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ପାଞ୍ଚ ଜଣିଆ ସମ୍ପୂର୍ଣ୍ଣ ମହିଳା ସ୍କ୍ୱାଡ୍ ନିୟୋଜିତ କରିଛନ୍ତି।

  8. 8.ଡିଜିଟାଲ୍ ଫସଲ ସର୍ଭେ ଏବଂ କୃଷକ ପଞ୍ଜିକରଣର ସଫଳ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ୧୫୫ କୋଟି ଟଙ୍କାର ପ୍ରୋତ୍ସାହନ ପାଇବାକୁ ଯାଉଛନ୍ତି।

  9. 9.ଡିସେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ଶିବିର (ଆରଡିଏସି)ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୨୭ ଜଣ ଏନସିସି କ୍ୟାଡେଟ୍ (୮୦ ଜଣ ପୁଅ ଏବଂ ୪୭ ଜଣ ଝିଅ)ଙ୍କୁ ମନୋନୀତ କରାଯାଇଛି।

  10. 10.କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଉରକେଲାରେ ୨୧୫ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପ ଘୋଷଣା କରିଛନ୍ତି।

  11. 11.ଗତବର୍ଷ ସନ୍ଧ୍ୟା ଥିଏଟରରେ 'ପୁଷ୍ପା-୨' ଚଳଚ୍ଚିତ୍ରର ପ୍ରିମିୟର ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ସହର ପୋଲିସ ଏଠାକାର ଏକ କୋର୍ଟରେ ଶ୍ରେଷ୍ଠ ତେଲୁଗୁ ଅଭିନେତା ଆଲୁ ଅର୍ଜୁନଙ୍କ ସମେତ ୨୩ ଜଣଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଛି।

  12. 12.୨୦୧୭ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂହ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଡିସେମ୍ବର ୨୯ରେ କରିବେ।

  13. 13.ବିଶ୍ୱର ସବୁଠାରୁ ଲମ୍ବା ହାତଲେଖା ବାଇବଲ, ଯାହା ଅସାଧାରଣ ୧୦୦ କିଲୋମିଟର ଲମ୍ବ, ରବିବାର କେରଳର ତ୍ରିସୁରଠାରେ କାର୍ଡିନାଲ୍ ମାର ଜର୍ଜ କୁଭାକ୍କଡଙ୍କ ଦ୍ୱାରା ଉନ୍ମୋଚିତ ହେବ।

  14. 14.ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୩ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ ଇଲେକ୍ଟ୍ରୋନିକ୍ସ ଏବେ ଭାରତର ତୃତୀୟ ସର୍ବବୃହତ ରପ୍ତାନି ବର୍ଗ, ସପ୍ତମ ସ୍ଥାନରୁ ଉପରକୁ ଉଠି କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

  15. 15.ଆଇଟି କ୍ଷେତ୍ରରେ ଉଚ୍ଚ ମୂଲ୍ୟ ଏବଂ କର୍ମଚାରୀ ଛଟେଇ ପରେ ଦୁର୍ବଳ ଚାହିଦା ଯୋଗୁଁ ସାତଟି ପ୍ରମୁଖ ସହରରେ ଗୃହ ବିକ୍ରୟ ଚଳିତ ବର୍ଷ ୧୪ ପ୍ରତିଶତ ହ୍ରାସ ପାଇ ପ୍ରାୟ ୩.୯୬ ଲକ୍ଷ ୟୁନିଟ୍ ହୋଇଛି, କିନ୍ତୁ ଆନାରକ୍ ଅନୁଯାୟୀ ମୂଲ୍ୟ ଦୃଷ୍ଟିରୁ ୬ ପ୍ରତିଶତ ବୃଦ୍ଧି ପାଇ ୬ ଲକ୍ଷ କୋଟି ଟଙ୍କା ହୋଇଛି।

34 Y
18 28-12-2025 English
  1. 1.The process of ‘SIR of the voter list is underway in 12 states and union territories of the country. It will be completed by next February. The SIR of Odisha will be published by the end of this year and accordingly, preparations are underway to hold three-tier panchayat elections in the state in 2027.

  2. 2.The Supreme Court has decided to hear the Aravalli Hills case independently. A bench headed by Chief Justice Surya Kant will hear the case from Monday.

  3. 3.Violence and agitation are continuing across the country in Bangladesh to protest against the killing of a student leader. The lynching of two Hindus, Deepuchandra Das and Amrit Mandal, has created terror among Hindus in Bangladesh.

  4. 4.Birth defects or congenital anomalies are a major cause of child diseases and deaths in India. It can be successfully treated with timely surgical intervention.

  5. 5.Prime Minister Christopher Lockne has strongly supported the Free Trade Agreement (FTA) between India and New Zealand. The much-awaited agreement with India has been reached.

  6. 6.Investors pour over Rs3 lakh crore into mutual fund schemes through SIP, for the first time in a calendar year.

  7. 7.The State Transport Authority (STA) has instructed all RTOs to accept cash payments against e-challans issued to motorists for traffic violations.

  8. 8.The state government has inducted a five-member all-woman squad for the protection of forest and animals in Debrigarh Wildlife Sanctuary.

  9. 9.West Bengal Chief Minister Mamata Banerjee, Saturday, condemned the killing of a migrant worker from the state in Odisha and asserted that speaking in Bengali cannot be a crime.

  10. 10.The state government is set to receive incentives of Rs 155 crore from the Centre for the successful implementation of the digital crop survey and farmers’ registry.

  11. 11.127 NCC cadets (80 boys & 47 girls) from Odisha have been selected to participate in the Republic Day Camp (RDC) in New Delhi from December 27 to 29.

  12. 12.Union Education minister Dharmendra Pradhan Saturday launched several developmental projects worth Rs215 crore in Rourkela.

  13. 13.The Hyderabad city police have filed a charge sheet in a court here against 23 persons, including top Telugu actor Allu Arjun, in connection with the death of a woman in a stampede during the premiere of ‘Pushpa-2’ film at Sandhya theatre here last year.

  14. 14.The world’s longest handwritten Bible, stretching an extraordinary 100 kilometres, will be unveiled Sunday by Cardinal Mar George Koovakkad at Thrissur in Kerala.

  15. Housing sales declined 14 per cent this year to nearly 3.96 lakh units across seven major cities, mainly due to high prices and poor demand following layoffs in the IT sector, but rose 6 per cent in value terms to Rs 6 lakh crore, according to Anarock

13 Y
19 27-12-2025 English
  1. 1.China opened to traffic a 22.13-km-long tunnel, which it claimed to be the “world’s longest”, in Xinjiang province, Friday.

  2. 2.China Friday imposed sanctions on 20 US defence firms in response to the Trump administration’s approval of a record $11.1 billion arms sales package to Taiwan.

  3. 3.The fifth Rupert Cornwell Prize for Journalism has been won by Trisha Mukherjee, a freelance journalist based in New York.

  4. 4.Malaysia’s influential former premier Najib Razak was jailed Friday for a further 15 years and fined $2.8 billion for power abuse and money laundering in the biggest trial of the multibillion-dollar 1MDB scandal, a ruling that could have big political ramifications.

  5. 5.Silver prices soar by Rs9,350 to hit fresh lifetime high of Rs2,36,350 per 1 kg tracking strong global cues.

  6. 6.Chief Minister Mohan Charan Majhi Friday said that 15 lakh hectares of land will be irrigated during the next three years in the state.

  7. 7.The rupee depreciated 19 paise to close at 89.90 against the US dollar Friday.

  8. 8.The state government will provide free travel for school students in government-run buses under the Mukhyamantri Bus Seva (MBS) scheme, a move aimed at reducing dropouts, officials said.

  9. 9.The United States carried out a strike against Islamic State militants in northwest Nigeria at the request of Nigeria’s government, President Donald Trump and the US military said Thursday.

  10. 10.Senior BJP leader and former MLA Sanchita Mohanty died at her residence at the age of Sixty-seven-year .Mohanty was elected to the Odisha Assembly from the Korei constituency in 2004.

  11. 11.A Special Vigilance Court here Friday found former IAS officer Vinod Kumar, the ex-managing director of Odisha Rural Housing Development Corporation (ORHDC), and five others guilty in a housing scam case.

  12. 12.Several parts of the state continue to reel under cold wave conditions with mercury plummeting to below 10 degrees Celsius mark at 11 places Friday.

  13. 13.More Than 2,000 Maoists Have Surrendered said Chhattisgarh Chief Minister

  14. 14.Two daughters of gangster-turned-politician Arun Gawli filed their nomination papers on Friday for the January 15 Mumbai civic polls.

  15. 15.The 14-year-old batting prodigy Vaibhav Suryavanshi, who has taken the cricket world by storm with his audacious stroke-play, and seven-year-old chess prodigy Vaka Lakshmi Pragnika were among a host of children who were Friday conferred with the prestigious Pradhan Mantri Rashtriya Bal Puraskar by President Droupadi Murmu .

21 Y
20 27-12-2025 Odia
  1. 1.ଶୁକ୍ରବାର ଦିନ ଜିନଜିଆଙ୍ଗ ପ୍ରଦେଶରେ ଚୀନ୍ 22.13 କିଲୋମିଟର ଲମ୍ବା ଏକ ସୁଡ଼ଙ୍ଗକୁ ଯାତାୟାତ ପାଇଁ ଖୋଲିଛି, ଯାହାକୁ ଏହା "ବିଶ୍ୱର ସବୁଠାରୁ ଲମ୍ବା" ସୁଡ଼ଙ୍ଗ ବୋଲି ଦାବି କରୁଛି।

  2. 2.ଟ୍ରମ୍ପ ପ୍ରଶାସନ ତାଇୱାନକୁ ରେକର୍ଡ $11.1 ବିଲିୟନ ଅସ୍ତ୍ରଶସ୍ତ୍ର ବିକ୍ରୟ ପ୍ୟାକେଜକୁ ଅନୁମୋଦନ କରିବା ପରେ ଚୀନ୍ ଶୁକ୍ରବାର 20 ଟି ଆମେରିକୀୟ ପ୍ରତିରକ୍ଷା ଫାର୍ମ ଉପରେ କଟକଣା ଲଗାଇଛି।

  3. 3.ନ୍ୟୁୟର୍କରେ ରହୁଥିବା ଜଣେ ଫ୍ରିଲାନ୍ସ ସାମ୍ବାଦିକ ତ୍ରିଶା ମୁଖାର୍ଜୀ ସାମ୍ବାଦିକତା ପାଇଁ ପଞ୍ଚମ ରୁପର୍ଟ କର୍ଣ୍ଣୱେଲ ପୁରସ୍କାର(fifth Rupert Cornwell Prize) ଜିତିଛନ୍ତି।

  4. 4.ବିଶ୍ୱ ସ୍ତରରେ ଦୃଢ଼ ସଙ୍କେତକୁ ଅନୁସରଣ କରି ରୂପା ମୂଲ୍ୟ 9,350 ଟଙ୍କା ବୃଦ୍ଧି ପାଇ ପ୍ରତି 1 କିଲୋଗ୍ରାମ 2,36,350 ଟଙ୍କାରେ ପହଞ୍ଚିଛି।

  5. 5.ଭିତ୍ତିଭୂମି ଫାଇନାନ୍ସ ସଂସ୍ଥା ଶ୍ରେଇ ଇନଫ୍ରାଷ୍ଟ୍ରକଚର୍‌ ଫାଇନାନ୍ସର ପୂର୍ବତନ ପ୍ରତିଷ୍ଠାତା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ୨୪୩୪ କୋଟି ଟଙ୍କାର ଠକେଇ କରିଛନ୍ତି। ଏବିଷୟରେ ବ୍ୟାଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି।

  6. 6.ଭାରତ ଧ୍ୱନିଠାରୁ ଅଧିକ ଗତିବିଶିଷ୍ଟ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ଉନ୍ନତ ସଂସ୍କରଣଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରୁଛି। ଏହାର ରେଂଜ୍‌ ୪୫୦ କିଲୋମିଟରରୁ ଏବେ  ୮୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବ।

  7. 7.ଉତ୍ତରପ୍ରଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଅଧୀନରେ ପ୍ରାୟ ୨.୮୯ କୋଟି ମତଦାତାଙ୍କ ନାମ କଟାଯାଇଛି।

  8. 8.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ଆଗାମୀ ତିନି ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ ବୋଲି ସୂଚନ ଦେଇଛନ୍ତି  ।

  9. 9.ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୯ ପଇସା ହ୍ରାସ ପାଇ ୮୯.୯୦ ରେ ବନ୍ଦ ହୋଇଛି।

  10. 10.ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ((MBS)) ଯୋଜନା ଅଧୀନରେ ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ଯୋଗାଇବେ, ଯାହା ଡ୍ରପ୍ ଆଉଟ୍‌ଙ୍କୁ ହ୍ରାସ କରିବା ପାଇଁ ଏକ ପଦକ୍ଷେପ।

  11. 11.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକୀୟ ସେନା ଗୁରୁବାର କହିଛନ୍ତି ଯେ ନାଇଜେରିଆ ସରକାରଙ୍କ ଅନୁରୋଧରେ ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ଏକ ଆକ୍ରମଣ କରିଛି।

  12. 12.ଶୁକ୍ରବାର ଏଠାରେ ଏକ ସ୍ୱତନ୍ତ୍ର ସତର୍କତା ଅଦାଲତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାର, ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ORHDC)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଏକ ଗୃହ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

  13. 13.ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ଜାରି ରହିଛି ଏବଂ ଶୁକ୍ରବାର ୧୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳେ ଖସି ଆସିଛି।

  14. 14.୨୦୦୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି।

  15. 15.୧୪ ବର୍ଷୀୟ ବ୍ୟାଟିଂ ପ୍ରତିଭାଶାଳୀ ବୈଭବ ସୂର୍ଯ୍ୟବଂଶୀ, ଯିଏ ନିଜର ସାହସିକ ଷ୍ଟ୍ରୋକ୍-ପ୍ଲେ ସହିତ କ୍ରିକେଟ୍ ଜଗତରେ ଝଡ଼ ସୃଷ୍ଟି କରିଛନ୍ତି, ଏବଂ ସାତ ବର୍ଷୀୟ ଚେସ୍ ପ୍ରତିଭାଶାଳୀ ଭାକା ଲକ୍ଷ୍ମୀ ପ୍ରଜ୍ଞିକା ଏପରି ଅନେକ ପିଲାଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନଙ୍କୁ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଥିଲେ।

26 Y