| # |
Date |
Type |
Current Affairs |
No. Of Views |
Status |
Action |
| 1 |
01-04-2026 |
Odia |
-
1.ଆଜିଠୁ ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ଗଣନା କାର୍ଯ୍ୟ ସମ୍ପକରାଯିବ।
-
2.ବିଶ୍ୱର ପ୍ରାୟ ୨୫-୩୦% ତୈଳ ଏବଂ ଏହାର ୨୦% ଏଲଏନଜି ଯୋଗାଣ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରେ। ଯଦି ଯୁଦ୍ଧ ଯୋଗୁଁ ଏହି ମାର୍ଗ ବାଧାପ୍ରାପ୍ତ ହୁଏ, ତେବେ ଏସିଆ ଏବଂ ୟୁରୋପର ଶକ୍ତି ଆମଦାନୀକାରୀ ରାଷ୍ଟ୍ରଗୁଡ଼ିକରେ ଇନ୍ଧନ ମୂଲ୍ୟ ବୃଦ୍ଧି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରିବ ଏବଂ ସାଧାରଣ ଜନତାଙ୍କ କ୍ରୟ ଶକ୍ତିକୁ ହ୍ରାସ କରିବ।
-
3.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ।
-
4.ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ଭବ୍ୟତାର ସହ ପାଳନ କରାଯିବ।
-
5.ଏପ୍ରିଲ ୧ରୁ RuPay ପ୍ଲାଟିନମ୍ ଡେବିଟ୍ କାର୍ଡ ଧାରକମାନେ ଆଉ ମାଗଣାରେ ବିମାନବନ୍ଦର ଏବଂ ରେଳ ଷ୍ଟେସନ ଲାଉଞ୍ଜକୁ ପ୍ରବେଶ କରିପାରିବେ ନାହିଁ। HDFC ବ୍ୟାଙ୍କ, PNB ଏବଂ ବନ୍ଧନ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ସେମାନଙ୍କର ATM ନଗଦ ଉଠାଣ ନୀତି, ଫି ଏବଂ ସୀମା ସଂଶୋଧନ କରିଛନ୍ତି।
-
6.ବିଶ୍ୱସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତୈଳ କମ୍ପାନିଗୁଡ଼ିକ ବୁଧବାର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୯୫.୫୦ ଟଙ୍କା ବୃଦ୍ଧି କରିଛନ୍ତି। ୧୪.୨ କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ।
-
7.ଓଡ଼ିଶା ଅର୍ଥନୀତି ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ୧୧.୪୦ ପ୍ରତିଶତ ହାରରେ ବଢ଼ିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ ୮.୯୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫.୪୦ ଲକ୍ଷ କୋଟି ଟଙ୍କାରେ ରହିଥିଲା।
-
8.ଲଗାତାର ୯ ଦିନର ଅଚଳାବସ୍ଥା ପରେ ବିଧାନସଭାରେ ପୂର୍ବାହ୍ଣରେ ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା। ଶେଷ ପର୍ଯ୍ୟାୟରେ ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ୨୦୨୬ ଉପରେ ବିଧାୟକମାନେ ଚର୍ଚ୍ଚା କରିଥିଲେ। ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ହୋଇ ବିଲ୍ ପାରିତ ହୋଇଥିଲା।
-
9.ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ ଉଭୟ ମୁଦ୍ରା ଓ ଷ୍ଟକ୍ ବଜାର ପାଇଁ ଖରାପ ରହିଛି। ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୯୫ ଅତିକ୍ରମ କରିଛି।
-
10.ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ ଯୋଜନା (ଇସିଏମ୍ଏସ୍)ରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ୭୫ଟି ଆବେଦନକୁ ମଞ୍ଜୁର କରିଛି। ଇସିଏମ୍ଏସ୍ରେ ମୋଟ ୫୯,୩୫୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଥିଲା।
-
11.ଗଞ୍ଜାମ ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ପଞ୍ଚାୟତ କୃତିତ୍ୱ ଲାଭ କରିଛି । ସେହିପରି ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲା ଗୌରବାନ୍ୱିତ ହୋଇଛି ।
-
12.ଇରାନ ପାରସ୍ୟ ଉପସାଗରରେ ତେଲ ପରିବହନ କରୁଥିବା କୁଏତ ତୈଳ ଟ୍ୟାଙ୍କର୍ ‘ଅଲ୍ ସାଲମି’କୁ ଟାର୍ଗେଟ କରିଛି, ଯେଉଁଥିରେ ନିଆଁ ଲାଗିଛି।
-
13.ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି ଯେ ଏକ ରୁଷୀୟ ଆଣ୍ଟୋନୋଭ-୨୬ ସାମରିକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁଃଖଦ ଦୁର୍ଘଟଣାରେ ଏଥିରେ ଥିବା ସମସ୍ତ ୨୯ ଜଣଙ୍କ ମୃତ୍ୟୁ ହୋଇଛି।
-
14.ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ କରାଯାଇଥିବା ନେଇ CEO ସୂଚନା ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ SIR ସ୍ଥଗିତ ନେଇ ନିଷ୍ପତ୍ତି ନିଆଯାଇଥିବା CEO ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
-
15.ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମନ୍ଦିରରେ ଏକ ଧାର୍ମିକ ସମାବେଶ ସମୟରେ ଦଳାଚକଟାରେ ଆଠ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।
|
9 |
Y |
|
| 2 |
01-04-2026 |
English |
-
1.The state government is set to celebrate Odia Pakhya— a grand cultural initiative aligning with Utkal Divas from April 1 to April 14.
-
2.The Sahitya Akademi has announced its prestigious fellowship for three eminent writers, including Odia author Pratibha Ray, at the Akademi’s general council meeting recently. Alongside Ray, the fellowship will also be conferred on noted Sindhi writer Lakhmi Khilani and eminent Urdu author Abdus Samad.
-
3.The state government has extended its ongoing special road safety drive till April 10.
-
4.A total of 523 people have lost their lives and 1,391 have been injured in attacks by wild animals, including elephants, in Odisha over the past three years.
-
5.At least eight devotees, mostly women, were killed and eight injured in a stampede at a temple in Bihar's Nalanda district Tuesday.
-
6.Senior bureaucrat Vir Vikram Yadav has been appointed the chief of Directorate General of Civil Aviation (DGCA).
-
7.The country’s largest airline, IndiGo, Tuesday announced the appointment of William Walsh, a pilot and current chief of the global airlines’ grouping IATA, as its next CEO.
-
8.Seven state public sector enterprises (SPSEs) incurred a loss of Rs794.98 crore during FY 2022–23, up from Rs 453.11 crore in FY 2021–22, the Comptroller and Auditor General of India (CAG).
-
9. A special POCSO court in Jharsuguda Tuesday sentenced a man to life imprisonment for raping his four-year-old stepdaughter.
-
10.The Income Tax department has notifi ed all income tax return forms for the assessment year (AY) 2026-27.
-
11.A total of 35 Naxalites surrendered before security forces across five districts in Chhattisgarh's Bastar region .
-
12.Senior IAS officer Ashwini Bhide, who played a key role in developing Mumbai's metro rail network, Tuesday became the first woman commissioner of the Brihanmumbai Municipal Corporation (BMC) which was established more than 150 years ago.
-
13.The CBI has arrested two senior officials of the Municipal Corporation of Delhi (MCD), including a deputy commissioner, for allegedly demanding Rs 4 lakh to make a favourable report for two suspended employees of the civic body.
-
14.India's average monthly mobile data consumption per user crossed the 31 GB mark in 2025, up from 27.5 GB in 2024, according to a report by telecom gear maker Nokia.
-
15.Dalal Street investors have lost a whopping Rs 51 lakh crore from their wealth since the West Asia conflict began late last month, with the BSE benchmark Sensex tumbling over 11 per cent during this time.
|
6 |
Y |
|
| 3 |
31-03-2026 |
Odia |
- 1.ନାସା ଏହାର ମହତ୍ୱାକାଂକ୍ଷୀ ଆର୍ଟେମିସ୍-୨ ମିସନ କାଉଣ୍ଟଡାଉନ୍ ଆରମ୍ଭ କରିଛି ୫୩ ବର୍ଷ ପରେ ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ଏହା ହେଉଛି ପ୍ରଥମ ଯୋଜନା।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ସାନନ୍ଦରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ଉଦଘାଟନ କରିବେ ଏବଂ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ।
-
3.ଆସନ୍ତା ଏପ୍ରିଲ ପହିଲାରୁ ନନ୍ଦନକାନନ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ରେ ବନ୍ଦ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଏହି ନିୟମ ୨୦୨୬ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ। ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ।
-
4.ରାଜ୍ୟର ସମସ୍ତଜିଲ୍ଲା ଓ ମେଡିକାଲ କଲେଜରେ ଆସନ୍ତା ୨ବର୍ଷ ମଧ୍ୟରେ ୫୦୦ଟି ପିଜି ଆସନ ବୃଦ୍ଧି କରାଯିବ। ଆସନ୍ତା ବର୍ଷ ୧୫୦ଟି ଏମ୍ବିବିଏସ୍ ସିଟ୍ ବୃଦ୍ଧି ପାଇଁ ବି ପ୍ରସ୍ତାବ ଦିଆଯିବ।
-
5.ଏପ୍ରିଲ ୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ‘ଉତ୍ସଳ ଦିବସ’ ପାଳନ କରିବ। ଏପ୍ରିଲ ୨ରେ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଥିବା ଶିଶୁଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ଖଡ଼ିଛୁଆଁ ଦିବସ’ ପାଳନ କରିବ।
-
6.ଆର୍ଥିକବର୍ଷ ୨୦୨୫-୨୬ ଶେଷ କାରବାର ଦିବସ ଉଭୟ ମୁଦ୍ରା ଓ ଷ୍ଟକ୍ ବଜାର ପାଇଁ ଖରାପ ରହିଛି। ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ପାଇଁ ୯୫ ଅତିକ୍ରମ କରିଛି।
-
7. ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ପକ୍ଷରୁ ୨୭ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।
-
8.ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ ଯୋଜନା (ଇସିଏମ୍ଏସ୍)ରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ୭୫ଟି ଆବେଦନକୁ ମଞ୍ଜୁର କରିଛି। ଇସିଏମ୍ଏସ୍ରେ ମୋଟ ୫୯,୩୫୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟ ୬୧,୬୭୧ କୋଟି ଟଙ୍କାର ଆବେଦନକୁ ମଞ୍ଜୁରି ଦିଆଯାଇ ସାରିଲାଣି।
-
9.ଚଳିତ ଆର୍ଥିକବର୍ଷ ୨୦୨୫-୨୬ର ଶେଷଦିନ ବା ମାର୍ଚ୍ଚ ୩୧ ଦେଶର ଆୟକର କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ।
-
10.ଚୀନ କମ୍ପାନିଗୁଡ଼ିକ ଭାରତରେ ଆଉ ନିଜର ସିସିଟିଭି ବିକ୍ରି କରିପାରିବେ ନାହିଁ। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସିସିଟିଭିକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି।
-
11.ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ ।
-
12.ଇରାନ। ସୁଲେମାନିଆରେ ଥିବା ଆମେରିକୀୟ ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରାଯାଇଛି। ତେହେରାନ ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ ପରେ ଇରାନ ଆକ୍ରମଣ କରିବାକୁ ଧମକ ଦେଇଥିଲା।
-
13.ଇରାନର ମସାଦ ବିମାନବନ୍ଦର ଉପରେ ଆମେରିକାର ଆକ୍ରମଣରେ ଭାରତକୁ ଉଡ଼ାଣ ଭରିଥିବା ଏକ ବେସାମରିକ ବିମାନ କ୍ଷତିଗ୍ରସ୍ତ ହୋଇଛି।
-
14.ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଟିଟିଲାଗଡ଼ରେ ପାରଦ ୪୧.୮ଡିଗ୍ରୀ ଛୁଇଁଛି। ଯାହାକି ଚଳିତ ବର୍ଷର ଅଦ୍ୟାବଧି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।
-
15. ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ଆମେରିକା ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ଫେରିପାଇବ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ମଧ୍ୟରୁ ଗୋଟିଏରେ ନୌଚାଳନା ସ୍ୱାଧୀନତା ସୁନିଶ୍ଚିତ କରିବ।
|
13 |
Y |
|
| 4 |
31-03-2026 |
English |
-
1.Nepal’s Supreme Court refuses interim relief to ex-PM KP Sharma Oli, arrested over Gen Z movement crackdown.
-
2The Registrar General and Census Commissioner of India, Mritunjay Kumar Narayan, Monday asked people to provide accurate information to census enumerators, asserting that individual data will remain confidential and cannot be used as evidence or to obtain any benefit under any scheme.
-
3.Names of 7.68 lakh voters in Odisha have been deleted from the electoral roll for various reasons between June 2025 and March 22 this year, Chief Minister Mohan Charan Majhi told the Assembly Monday.
-
4.The state government will celebrate Odia Pakhya, a 14-day cultural festival, from April 1 to 14 across Odisha.
-
5.A woman Maoist surrendered before Odisha Police Monday, a day ahead of the March 31 deadline to make India “Naxal-free”.
-
6.The Orissa High Court has directed the state government to reinstate Deogarh Municipality chairperson Shanti Manjari Dei, who was removed from office earlier this year.
-
7.The Indian Navy Monday received three new ships constructed by state-run Garden Reach Shipbuilding and Engineers Ltd (GRSE).
-
8.US President Donald Trump Monday threatened widespread destruction of Iran’s energy resources and other vital infrastructure if a deal to end the war with Tehran is not reached soon.
-
9.Spain has closed its airspace to US planes involved in the Iran war, the defence minister said Monday.
-
10.The first hearing of the fast-track Sessions Court, set up by the Gauhati High Court for day-today trial proceedings in singer Zubeen Garg’s death case, was held Monday, with the counsel for arrested singer Amritprava Mahanta making a submission on her behalf.
-
11.The Jharkhand High Court Monday took suo motu cognisance of the alleged rape and murder of a 12-year-old girl in Hazaribag district.
-
12.President Donald Trump warned Monday that Iran’s energy plants and oil wells would be obliterated if it did not open the Strait of Hormuz, after Tehran described US peace proposals as “unrealistic” and fi red waves of missiles at Israel.
-
13.Precious metal prices rebounded by about 3 per cent in the national capital Monday, with silver jumping by Rs7,000 to Rs2.37 lakh per kilogram, and gold advanced to Rs1.51 lakh per 10 grams on the back of fresh buying by jewellers ahead of the wedding season.
-
14.BJD president Naveen Patnaik Monday said BJP MP Nishikant Dubey needs to consult a “mental doctor” for making “outrageous” remarks against freedom fighter and former Odisha CM Biju Patnaik.
-
15.The government Monday left interest rates unchanged for various small savings schemes, including PPF and NSC, for the eighth straight quarter, beginning April 1, 2026
|
7 |
Y |
|
| 5 |
30-03-2026 |
Odia |
-
1.ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ନିଜର ‘ପଡ଼ୋଶୀ ପ୍ରଥମ’ ନୀତି ବଜାୟ ରଖି ଶ୍ରୀଲଙ୍କାକୁ ଭାରତ ତେଲ ପଠାଇଛି।
-
2.କୁଏତର ଏକ ବିଦ୍ୟୁତ୍ କେନ୍ଦ୍ର ଉପରେ ଇରାନ ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ସେଠାରେ ଥିବା ଏକ କୋଠା କ୍ଷତିଗ୍ରସ୍ତ ହୋଇଛି।
-
3.ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ ଏକ ବଡ଼ ବୃଦ୍ଧି ଘଟିଛି ।
-
4.ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ (OMCs) ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ ମୂଲ୍ୟ ସମୀକ୍ଷା କରନ୍ତି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଅଶୋଧିତ ତୈଳ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳସୱରୂପ, 1 ଏପ୍ରିଲରୁ ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି।
-
5.ସରକାରଙ୍କ ଆହ୍ବାନକ୍ରମେ ପାଇପ୍ଡ ନାଚୁରାଲ୍ ଗ୍ୟାସ୍(ପିଏନଜି) ବ୍ୟବହାର କରୁଥିବା ୬୦୦୦ ଗ୍ରାହକ ସେମାନଙ୍କ ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍(ଏଲପିଜି) ସଂଯୋଗ ହସ୍ତାନ୍ତର କରିଛନ୍ତି।
-
6.ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ରବିବାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
-
7.କେନ୍ଦ୍ର ସରକାର ବିକଳ୍ପ ରୋଷେଇ ଇନ୍ଧନ ଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୪୮୦୦୦ କିଲୋଲିଟର (କେଲୋଲିଟର) କିରୋସିନ୍ ଆବଣ୍ଟନ କରିଛନ୍ତି।
-
8.ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଗବେଷଣା ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ‘ସୁଭଦ୍ରା’ ଯୋଜନା ହିତାଧିକାରୀଙ୍କ ସଞ୍ଚୟରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ଏହା ସେମାନଙ୍କ ଉଭୟ ସଞ୍ଚୟ ଓ ବ୍ୟୟକୁ ସକାରାତ୍ମକ ଢଙ୍ଗରେ ପ୍ରଭାବିତ କରିଛି।
-
9.ଇରାନ କହିଛି ଯେ ଆମେରିକାର ସ୍ଥଳ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ, ୱାଶିଂଟନ ରବିବାର ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ।
-
10.ମାର୍ଚ୍ଚ ମାସରେ ଘରୋଇ ଇକ୍ୱିଟିରୁ ବିଦେଶୀ ନିବେଶକମାନେ ୧.୧୪ ଲକ୍ଷ କୋଟି ଟଙ୍କା (ପ୍ରାୟ ୧୨.୩ ବିଲିୟନ ଆମେରିକୀୟ ଡଲାର) ବାହାର କରି ନେଇଛନ୍ତି ।
-
11.ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ତାଳସାରି ବେଳାଭୂମିରେ ସମୁଦ୍ରରେ ବୁଡ଼ି ଯିବାରୁ ରବିବାର ଲୋକପ୍ରିୟ ବଙ୍ଗୀୟ ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ମୃତ୍ୟୁ ଘଟିଛି।
-
12.ରାଜ୍ୟପାଳ ହରି ବାବୁ କାମଭାମପତି ଏକ ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶିକ୍ଷକମାନଙ୍କୁ ଛାତ୍ରମାନଙ୍କ ମଧ୍ୟରେ ଜ୍ଞାନ ସହିତ ଚରିତ୍ର ପୋଷଣ କରିବାକୁ ଆହ୍ୱାନ କରିଛନ୍ତି।
-
13.ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ସମସ୍ତ ଡିଜିଟାଲ୍ କାରବାର ପାଇଁ 2-ଫ୍ୟାକ୍ଟର ଅଥେଣ୍ଟିକେସନ୍ (2FA) ବାଧ୍ୟତାମୂଳକ କରିବ। ସରଳ ଭାବରେ କହିବାକୁ ଗଲେ, ଯେକୌଣସି ଅନଲାଇନ୍ ପେମେଣ୍ଟ ସମାପ୍ତ କରିବା ପାଇଁ ଆପଣଙ୍କୁ ଦୁଇଟି ପୃଥକ ପଦକ୍ଷେପରେ ଆପଣଙ୍କର ପରିଚୟ ପ୍ରମାଣ କରିବାକୁ ପଡିବ। ପୂର୍ବରୁ, ଅନେକ ପ୍ଲାଟଫର୍ମରେ ପେମେଣ୍ଟ ଗୋଟିଏ କ୍ଲିକ୍ କିମ୍ବା ଗୋଟିଏପିନମାଧ୍ୟମରେ କରାଯାଉଥିଲା।
-
14.ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ ରବିବାର ପୂର୍ବାହ୍ଣଷର ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେବେ। ସେ ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହି ପଦକ୍ଷେପ ନିଶ୍ଚିତ ବୋଲି ବିବେଚନା କରାଯାଉଛି।
-
15.ମର୍ସିଡିଜ୍ର ୧୯ ବର୍ଷୀୟ ଚାକଳ କିମି ଆଣ୍ଟୋନେଲି ଚମତ୍କାର ପ୍ରଦର୍ଶନ କରି ଜାପାନିଜ୍ ଗ୍ରାଁ ପ୍ରି ବିଜେତା ହୋଇଛି।
|
13 |
Y |
|
| 6 |
30-03-2026 |
English |
-
1.Iran said it is ready to respond to a US ground attack, accusing Washington Sunday of preparing a land assault even as it sought negotiations and as regional powers held talks in Pakistan to try to end the fighting.
-
2.Foreign investors have pulled out Rs1.14 lakh crore (about USD 12.3 billion) from domestic equities in March.
-
3.Popular Bengali actor Rahul Arunoday Banerjee died Sunday after drowning in the sea at Talsari beach in Balasore district of Odisha.
-
4.Governor Hari Babu Kambhampati Sunday emphasised the vital role of value-based education in shaping a peaceful and progressive society, urging teachers to nurture character alongside knowledge in students.
-
5.The fine for letting a dog roam in a public street without a leash, which currently is Rs50 under the Delhi Municipal Corporation Act, 1957, will increase to Rs1,000 if the Parliament passes the Jan Vishwas (Amendment of Provisions) Bill, 2025.
-
6.The Election Commission on Sunday transferred officers-in-charge and inspectors-in-charge of 173 police stations across West Bengal.
-
7.Odisha DGP YB Khurania Sunday said 77 Maoists have surrendered before police in the state between January 2025 and March this year.
-
8.Senior Biju Janata Dal (BJD) leader and Rajya Sabha MP Sasmit Patra has tendered his resignation from Parliamentary Standing Committee on Communications and IT, chaired by BJP leader Nishikant Dubey, over an alleged disrespectful statement made by Dubey against Biju Patnaik recently.
-
9.Titlagarh MLA Nabin Jain has been booked for allegedly firing in the air during a Ram Navami procession at the western Odisha town in Bolangir district .
-
10.The Union government said Sunday it is relaxing petroleum safety and licensing rules to allow faster distribution of kerosene to households, as the Iran war disrupts energy supplies worldwide.
-
11.A Naxalite carrying a bounty of Rs 5 lakh was killed in an encounter with security personnel in Chhattisgarh's Sukma district Sunday.
-
12.Airlines will start offering at least 60 per cent of seats in a fl ight without levying any additional charge from April 20, as well as maintain a transparent seat allocation policy, according to aviation watchdog DGCA.
-
13.North Korean leader Kim Jong Un observed a test of an upgraded, high-thrust, solid-fuel engine for weapons and hailed it as a signfi cant development to boost the country's strategic military capability, state media reported Sunday.
-
14.Russian Deputy Prime Minister Alexander Novak instructed the energy ministry to draft a resolution banning gasoline exports from April 1, the Russian government said.
-
15.Nepal's former Prime Minister KP Sharma Oli was remanded in judicial custody for five days by the Kathmandu District Court Sunday, even as protests continue to erupt in various parts of the country over the arrest.
|
7 |
Y |
|
| 7 |
29-03-2026 |
Odia |
-
1.ବିଶ୍ୱବ୍ୟାପୀ ଯୁଦ୍ଧରେ ଡ୍ରୋନ୍ର ବର୍ଦ୍ଧିତ ଭୂମିକାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଦେଶର ପ୍ରଥମ ହେଲିକପ୍ଟର-ଉଲ୍ଚଡ୍ ଡ୍ରୋନ୍ ପ୍ରକଳ୍ପ ଉପରେ କାମ ଆରମ୍ଭ କରିଛି, ଯାହାକୁ 'Vayu Prana' କୁହାଯାଉଛି।
-
2.ଇରାନ ଏକ ଚାଞ୍ଚଲ୍ୟକର ଦାବି କରିଛି ଯେ ଏହାର ରିଭୋଲ୍ୟୁସନାରୀ ଗାର୍ଡ ଦୁବାଇରେ ଦୁଇଟି ଗୁପ୍ତ ଆମେରିକୀୟ ସାମରିକ ଘାଟି ଉପରେ ଏକ ସଠିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି, ଯାହା ଫଳରେ ପ୍ରାୟ ୫୦୦ ଲୋକ ପ୍ରାଣ ହରାଇଛନ୍ତି।
-
3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ନୀତି ବିରୁଦ୍ଧରେ ଆମେରିକାରେ ହଜାର ହଜାର ରାଲି ଅନୁଷ୍ଠିତ ହୋଇଛି। ହଜାର ହଜାର ଲୋକ ଏହି ରାଲିରେ ଅଂଶଗ୍ରହଣ କରି ସ୍ଲୋଗାନ ଦେଇଛନ୍ତି।
-
4.ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି।
-
5.ରୁଷିଆ ୧ ଏପ୍ରିଲ, ୨୦୨୬ ରୁ ପେଟ୍ରୋଲ (ପେଟ୍ରୋଲ) ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏହି ପ୍ରତିବନ୍ଧକ ଜୁଲାଇ ୩୧, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଶା କରାଯାଉଛି।
-
6.ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏକ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ହର୍ମୁଜ ପ୍ରଣାଳୀରେ ଅନୁପ୍ରବେଶ କରେ, ତେବେ ସମ୍ପୂର୍ଣ୍ଣ ଆରବ ଦେଶ ପାଉଁଶ ହୋଇଯିବ।
-
7.ବିମାନ ସେବାକୁ ବଳ । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୧ ହଜାର ୨୦୦ କୋଟି ଟଙ୍କାରେ ନିର୍ମିତ ଉତ୍ତର ପ୍ରଦେଶରେ ଭାରତର ସର୍ବବୃହତ ଅତ୍ୟାଧୁନିକ ଏୟାରପୋର୍ଟ ।
-
8.ଲକ୍ଷ୍ନୌ ସିବିଆଇ ମାମଲା ପାଇଁ ସ୍ୱତନ୍ତ୍ର ବିଚାରପତି (ପଶ୍ଚିମ) ଜଣେ ପୂର୍ବତନ ସିଆରପିଏଫ୍ ଡିଆଇଜି ଏବଂ ଅନ୍ୟ ଦୁଇ ଜଣଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଉପରେ ମୋଟ ୧.୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି।
-
9.ମାଦଳାପାଞ୍ଜିରେ ଉଲ୍ଲେଖ ଅଛି, ସୁପ୍ରସିଦ୍ଧ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ନିଜ ରାଜ୍ୟ କୋଷାଗାରକୁ ୪୭ଲକ୍ଷ ୮୮ହଜାର ମାଢ଼ ସୁନା ପ୍ରଦାନ କରିଥିଲେ। ସେଥିରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ତିଆରି ଲାଗି ୨ ଲକ୍ଷ ୫୦ହଜାର ମାଢ଼ ସୁନା ଓ ରତ୍ନଭଣ୍ଡାରକୁ ୧୦ହଜାର ମାଢ଼ ସୁନା ଅର୍ପଣ କରିଥିଲେ।
-
10.ଦୁଇ ଚକିଆ ବିଦ୍ୟୁତ୍ ଯାନ ଉପରେ କେନ୍ଦ୍ର ସରକାର ସବ୍ସିଡି ପ୍ରଦାନ ଅବଧିକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାର ଅବଧି ଚଳିତମାସ ୩୧ ତାରିଖରେ ଶେଷ ହେଉଥିଲା। ଏଥିସହିତ ଇ-ରିକ୍ସା ଓ ଇ-କାର୍ଟରେ ସବ୍ସିଡି ପ୍ରଦାନ ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍ ଆସନ୍ତା ୨୦୨୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
-
11.ମାଲକାନଗିରି ସମେତ ପଡୋଶୀ ଛତିଶଗଡକୁ ସମ୍ପୂର୍ଣ୍ଣ ମାଓମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି।
-
12.ସିଏଚ୍ଏସଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି।
-
13.ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣ ହୋଇଛି। ସଂଘର ସଭାପତି ରୂପେ ଅଶୋକ ଛୋଟରାୟ ନିର୍ବାଚିତ ହୋଇଛନ୍ତି।
-
14.ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିବା ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧର ୨ ସମସ୍ୟାର ସମ୍ମୁଖୀନ ହୋଇପାରେ। କିଛି ଲୋକ ଏହି ଫିଲ୍ମକୁ ରାଜନୈତିକ ବୋଲି କହୁଛନ୍ତି।
-
15.ଗାଙ୍ଗେୟ ପଶ୍ଚିମବଙ୍ଗ, ଦକ୍ଷିଣ ତାମିଲନାଡୁ, ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଲମ୍ବିଛି। ଏଥିସହିତ ଆସନ୍ତା ମାସ ୩ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ।
|
17 |
Y |
|
| 8 |
29-03-2026 |
English |
-
1.Deputy Chief Minister Pravati Parida Saturday announced that the government will accept new applications for the inclusion of eligible beneficiaries under the Subhadra Yojana, a state-run scheme aimed at women empowerment, from April
-
2.Construction of a bypass road for National Highway 57 (NH-57), connecting Khurda and Bolangir, has received technical and administrative approval from the Union Ministry of Road Transport and Highways.
-
3.Elon Musk joined a phone call between US President Donald Trump and India’s Prime Minister Narendra Modi Tuesday about the war in Iran, the New York Times reported Friday.
-
4.The Ministry of Defence issued a request for proposals on March 25 for the integration and testing of the ASRAAM on the MiG-29 UPG variant.
-
5.German Chancellor Friedrich Merz has sharply criticised US President Donald Trump for his course of action in the Iran conflict, the German Press Agency reported.
-
6.The next phase of the inventory of the Ratna Bhandar in Puri will be conducted over three days from April 8, Law Minister Prithiviraj Harichandan said Saturday.
-
7.Elections to the Bhubaneswar Bar Association (BBA) for the 2026– 27 term concluded Saturday, with Ashok Kumar Chhotray elected president and Suman Routray as secretary.
-
8.The Nagaland Assembly recently referred the Frontier Nagaland Territorial Authority (FNTA) Bill back to the state government for further examination following fresh concerns raised by MLAs and pending inputs from the Centre.
-
9.Veteran Congress leader and former Punjab Minister Lal Singh passed away Saturday.
-
10.Prime Minister Narendra Modi Saturday spoke to Crown Prince and PM of Saudi Arabia, Prince Mohammed bin Salman, discussed with him the ongoing conflict in West Asia and agreed on the need to ensure freedom of navigation.
-
11.The ruling DMK Saturday named its candidates for 164 constituencies for the April 23 Assembly polls.
-
12.Two liquefied petroleum gas tankers, BW Elm and BW Tyr, are crossing the Strait of Hormuz bound for India.
-
13.Vijaypat Singhania, former Chairman of the Raymond Group and a Padma Bhushan awardee, has died in Mumbai at the age of 87.
-
14.The Election Commission of India (ECI) is set to adopt a stricter approach to ordering repolls in the upcoming West Bengal Assembly elections, with officials indicating that re-polling may now be ordered more promptly in cases of voter intimidation or obstruction of voting.
-
15.Royal Challengers Bengaluru began their IPL 2026 campaign in style, defeating Sunrisers Hyderabad by 6 wickets in the season opener in Bengaluru Saturday.
|
9 |
Y |
|
| 9 |
28-03-2026 |
Odia |
-
1.ରାମ ନବମୀ ଅବସରରେ ଏଠାରେ ଥିବା ବିଶାଳ ମନ୍ଦିରରେ 'ସୂର୍ଯ୍ୟ ତିଳକ' ରାମ ଲଲ୍ଲାଙ୍କ ପ୍ରତିମାକୁ ଆଲୋକିତ କରିଥିଲେ, ଯାହା ଧାର୍ମିକ ଉତ୍ସାହ ଦ୍ୱାରା ଚିହ୍ନିତ ହୋଇଥିଲା ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କୁ ପବିତ୍ର ନଗରୀକୁ ଟାଣି ଆଣିଥିଲା।
-
2.ବଳେନ୍ଦ୍ର ଶାହା 'ବାଲେନ' ଶୁକ୍ରବାର ନେପାଳର ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
-
3.ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧର ଆଜି ଗୋଟିଏ ମାସ ପୁରିଛି। ଏହି ସମୟରେ ଟ୍ରମ୍ପ ଏବଂ ନାଟୋ ସହଯୋଗୀଙ୍କ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି।
-
4.ଇରାନ ସାଉଦି ଆରବର ପ୍ରିନ୍ସ ସୁଲତାନ ବାୟୁସେନା ଘାଟି ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯାହା ଫଳରେ ଆମେରିକୀୟ ବାୟୁସେନାର ପାଞ୍ଚଟି ବିମାନ କ୍ଷତିଗ୍ରସ୍ତ ହୋଇଥିଲା।
-
5.ବିଶ୍ଵର ତୈଳ ଓ ଗ୍ୟାସ୍ କାରବାରର ପ୍ରମୁଖ ଜଳମାର୍ଗ ହର୍ମୁଜ୍ ପ୍ରଣାଳୀକୁ ଇରାନ ନିଜ ଅକ୍ତିଆରରେ ରଖିବା କାରଣରୁ ବିଶ୍ଵ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିଛି। ପେଟ୍ରୋଲିୟମ ଉତ୍ପାଦର ଆମଦାନି ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଭାରତ ଭଳି ଦେଶର ଅର୍ଥନୀତି ପ୍ରବଳ ଚାପର ସମ୍ମୁଖୀନ ହୋଇଛି।
-
6.ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ଚଳିତ ଆର୍ଥିକବର୍ଷ ୨୦୨୫-୨୬ରେ ୭.୬ ପ୍ରତିଶତ ରହିବ। ୨୦୨୬-୨୭ରେ ଏହା ୬.୧ ପ୍ରତିଶତକୁ କମିଯିବ। ତେବେ ୨୦୨୭-୨୮ରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋଅପରେସନ ଆଣ୍ଡ୍ ଡେଭଲପମେଣ୍ଟ୍ (ଓଇସିଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
-
7.ନବେ ଦଶକରେ ଭାରତୀୟ ଅର୍ଥନୀତି ଗମ୍ଭୀର ସଙ୍କଟରେ ପଡ଼ିଯାଇଥିଲା। ଦୁଇ ସପ୍ତାହର ଆମଦାନି ବିଲ୍ ଦେବା ଲାଗି ସରକାରଙ୍କ ପାଖରେ ଆବଶ୍ୟକ ବିଦେଶୀ ମୁଦ୍ରା ନଥିଲା। ୨୦୦ ନିୟୁତ ଡଲାର ଯୋଗାଡ଼ କରିବାକୁ ବ୍ୟାଙ୍କ ଅଫ୍ ସ୍ବିଜରଲ୍ୟାଣ୍ଡ୍ରେ ୨୦ ଟନ୍ ସୁନା ବନ୍ଧକ ରଖାଯାଇଥିଲା। ୪୦୫ ନିୟୁତ ଡଲାର ଆଣିବାକୁ ୪୭ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ରଖିବାକୁ ପଠାଯାଇଥିଲା।
-
8.ଭାରତରେ ୨୦୨୩ ମସିହାରେ ପ୍ରତି ଏକ ଲକ୍ଷ ଜନ୍ମରେ ୨୪,୭୦୦ ମାତୃ ମୃତ୍ୟୁ ହୋଇଥିଲା। ଆକଳନ ଅନୁଯାୟୀ ପାକିସ୍ତାନରେ ସେହି ବର୍ଷ ପ୍ରତି ଏକ ଲକ୍ଷ ଜନ୍ମରେ ୧୦,୩୦୦ ମାତୃ ମୃତ୍ୟୁ ଘଟିଥିଲା, ଇଥିଓପିଆ ଏବଂ ନାଇଜେରିଆ ଭଳି ଆଫ୍ରିକୀୟ ଦେଶଗୁଡ଼ିକରେ ଯଥାକ୍ରମେ ପ୍ରତି ଏକ ଲକ୍ଷ ଜନ୍ମରେ ୧୧,୯୦୦ ମାତୃ ମୃତ୍ୟୁ ଏବଂ ପ୍ରତି ଏକ ଲକ୍ଷ ଜନ୍ମରେ ୩୨,୯୦୦ ମାତୃ ମୃତ୍ୟୁ ଘଟିଥିଲା।
-
9. ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ନୂଆ ରେକର୍ଡ କରିଛି। ୧ ଡଲାର ମୂଲ୍ୟ ୯୪ ଟଙ୍କା ପାର୍ କରି ୯୪.୮୧୨୫ ସ୍ତରରେ ବନ୍ଦ ହୋଇଛି।
-
10. ନେପାଳ ପୁଲିସ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ନେପାଳୀ କଂଗ୍ରେସ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ସେପ୍ଟେମ୍ବର ଗତବର୍ଷ ଜେନ୍-Z ପ୍ରତିବାଦ ସମୟରେ ମୃତ୍ୟୁ ସହିତ ଜଡିତ ଅପରାଧିକ ହତ୍ୟା ଏବଂ ଅପରାଧିକ ଅବହେଳା ଅଭିଯୋଗରେ ଶନିବାର ସକାଳୁ ଗିରଫ କରିଛି।
-
11.ଭାରତ ଏକ କୂଟନୈତିକ ସଫଳତା କ୍ରମେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଅତିକ୍ରମ କରିବାକୁ ଇରାନର ଅନୁମତି ହାସଲ କରିଛି ।
-
12.ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ ସହିତ ବର୍ଷ ବର୍ଷ ଧରି ପାଳିତ ଏକ ସ୍ୱପ୍ନ ଶେଷରେ ସାକାର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନବନ୍ଦରର ଉଦଘାଟନ କରିବେ।
-
13.ଭାରତୀୟ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଶ୍ରୀ ଦ୍ବିବେଦୀ ଭୁବନେଶ୍ଵରରେ ପହଞ୍ଚିବା ପରେ ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ। ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
-
14. କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ର ଗହୀରମଥାରେ ଏଯାଏଁ ଅଲିଭ୍ରିଡ୍ଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କୂଳରୁ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ମାସେ ହେଲା ଠୁଳ ହୋଇଥିଲେ ମଧ୍ୟ ଅଣ୍ଡା ଦେବା ପାଇଁ ବାଲୁକାଶଯ୍ୟା ଉପରକୁ ଆସୁ ନାହାନ୍ତି।
-
15.ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକେରା ଘାଟି ନିକଟରେ ରାତି ଅଧରେ ଏକ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ଗୁରୁତର ଅଛନ୍ତି
-
16.ସରକାର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି ଯାହା ଦ୍ୱାରା ଡ୍ରାଇଭିଂ ଲାଇସେନ୍ସର ମିଆଦ ଶେଷ ହେବା ପରେ ୩୦ ଦିନର ମହଲତ ଅବଧି ମିଳିବ, ଯାହା ମଧ୍ୟରେ ଏହା ବୈଧ ରହିବ।
-
17.ମେଟା-ମାଲିକାନାଧୀନ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ଶୁକ୍ରବାର ଅନେକ ନୂତନ ବୈଶିଷ୍ଟ୍ୟ ଘୋଷଣା କରିଛି, ଯାହା ଦ୍ୱାରା ଆପଲ୍ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏକକାଳୀନ ଗୋଟିଏ ଡିଭାଇସରେ ଦୁଇଟି ଆକାଉଣ୍ଟ ପରିଚାଳନା କରିବାକୁ ଅନୁମତି ଦିଆଯାଇଛି, ଏବଂ ଫଟୋ ଏଡିଟିଂ ଏବଂ ମେସେଜ୍ ଡ୍ରାଫ୍ଟ କରିବା ପାଇଁ ନୂତନ କୃତ୍ରିମ ବୁଦ୍ଧିମତ୍ତା (AI) ଉପକରଣ ମଧ୍ୟ ପ୍ରଚଳନ କରାଯାଇଛି।
-
18.କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜସ୍ୱ ଫାଙ୍କକୁ ପାଣ୍ଠି ଯୋଗାଇବା ପାଇଁ ୨୦୨୬-୨୭ ଏପ୍ରିଲ-ସେପ୍ଟେମ୍ବର ଅବଧି ମଧ୍ୟରେ ତାରିଖ ସିକ୍ୟୁରିଟିଜ୍ ମାଧ୍ୟମରେ ୮ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛି।
-
19.ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଶୁକ୍ରବାର ଛଅ ଦିନିଆ ପରିବର୍ତ୍ତନଶୀଳ ହାର ରେପୋ (VRR) ନିଲାମ ମାଧ୍ୟମରେ ବ୍ୟାଙ୍କିଂ ସିଷ୍ଟମରେ ୬୫,୩୨୨ କୋଟି ଟଙ୍କାର କ୍ଷଣସ୍ଥାୟୀ ତରଳତା ପ୍ରବେଶ କରିଛି।
-
20.ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି, କିନ୍ତୁ ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିବ କାରଣ ରିଫାଇନାରୀମାନେ ଅଧିକ ଇନପୁଟ ଖର୍ଚ୍ଚ ବିରୁଦ୍ଧରେ ହ୍ରାସକୁ ପୂରଣ କରନ୍ତି। ଗ୍ରାହକଙ୍କ ପାଇଁ କୌଣସି ଲାଭ ନାହିଁ।
|
17 |
Y |
|
| 10 |
28-03-2026 |
English |
-
1.India saw 24,700 maternal deaths per one lakh livebirths in 2023. Estimates suggest that Pakistan saw 10,300 maternal deaths per one lakh livebirths the same year, while the African countries of Ethiopia and Nigeria had 11,900 maternal deaths per one lakh livebirths and 32,900 maternal deaths per one lakh livebirths, respectively.
-
2.The ‘Surya Tilak’ illuminated Ram Lalla’s idol at the grand temple here Friday on the occasion of Ram Navami, which was marked by religious fervour and drew lakhs of devotees to the holy town.
-
3.Balendra Shah ‘Balen,’ took oath as Nepal’s democratically elected prime minister Friday.
-
4.The rupee slumped by a massive 89 paise to close at a historic low of 94.85 against the US dollar Friday.
-
5.The government cut excise duty on petrol and diesel by Rs10 per litre each, but retail prices will remain unchanged as refiners offset the reduction against higher input costs. No benefit to consumers.
-
6. The Allahabad High Court has said that a married man living in a consensual live-in relationship with an adult woman does not amount to a criminal offence under law.
-
7.The Orissa High Court directed the Archaeological Survey of India (ASI) to immediately halt the laying of paver blocks on the walking track at Satyabrata Stadium, located near the iconic Barabati Stadium in Cuttack, citing potential health risks to pedestrians.
-
8.A joint platform of central trade unions on Friday gave a call for observing April 1, 2026, as Black Day, to stage a protest against the four labour codes implemented by the government.
-
9.The much-awaited Noida International Airport (NIA) is set to be inaugurated Saturday by Prime Minister Narendra Modi, the second major airport in the national capital region that will boost the country's efforts to be a global aviation hub.
-
10.The government Friday introduced in the Lok Sabha the second edition of the Jan Vishwas Bill seeking to amend certain provisions to decriminalise a host of minor offences to promote ease of doing business, rejecting objections raised by Congress members.
-
11.The government has proposed to amend the Motor Vehicle Act to allow a 30-day grace period after the expiry of a driving licence, during which it will continue to remain valid.
-
12.Meta-owned messaging platform WhatsApp Friday announced a slew of new features, allowing Apple iPhone users to operate two accounts on a single device simultaneously, while also introducing new artificial intelligence (AI) tools for photo editing and drafting messages. The 'two accounts, one phone' feature, which was previously available only to Android users, is now rolling out on iOS.
-
13.The Centre is planning to mobilise Rs 8 lakh crore through dated securities during the April-September period of 2026-27 to fund the revenue gap, the finance ministry .
-
14.The Reserve Bank of India (RBI) Friday injected Rs 65,322 crore of transient liquidity into the banking system through a six-day variable rate repo (VRR) auction.
-
15.Karnataka extended their lead at the top of the medal tally with yet another dominant showing at the swimming pool while hosts Chhattisgarh had their best outing in the first Khelo India Tribal Games so far, winning one silver and two bronze, here Friday.
|
10 |
Y |
|