| # |
Date |
Type |
Current Affairs |
No. Of Views |
Status |
Action |
| 1 |
24-05-2026 |
Odia |
-
1.୨୦୨୫-୨୬ ଆର୍ଥିକବର୍ଷରେ ଦେଶକୁ ୯୪.୫ ବିଲିଅନ ଡଲାରର ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆସିଛି।
-
2.କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ଶନିବାର ରାତିରେ କାନାଡା ଗସ୍ତରେ ଯାଇଛନ୍ତି। ପାଖାପାଖି ୧୫୦ ଜଣ ବ୍ୟବସାୟ ପ୍ରତିନିଧିଙ୍କୁ ନେଇ ସେ ଏହି ଗସ୍ତ କରିଛନ୍ତି। ୨୫ ତାରିଖରେ ଅଟାୱାରେ ଏବଂ ୨୬ ଓ ୨୭ ତାରିଖରେ ଟରଣ୍ଟୋରେ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି।
-
3.ଶନିବାର ଜମ୍ମୁ ଡିଭିଜନର ରାଜୌରୀ ଜିଲ୍ଲାର ଗମ୍ଭୀର ମୁଘଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
-
4.ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସାତଟି ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ଚିତ୍ତୋରଗଡ଼ ରାଜ୍ୟର ସବୁଠାରୁ ଗରମ ସ୍ଥାନ ଥିଲା।
-
5.ବିଜେପିରେ ଯୋଗ ଦେବା ପରେ, ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାର ପିଟିସନ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
-
6.ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି।
-
7. ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ ବିଷୟରେ ମତାମତ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସେ ଶ୍ରୀ ମାର୍କୋ ରୁବିଓଙ୍କୁ ସ୍ବାଗତ କରି ଖୁସି।
-
8.ସୋସିଆଲ୍ ମିଡିଆ ଆଧାରିତ ଅପରାଧ, ଭ୍ରାନ୍ତ ସୂଚନା ଓ ଆଣ୍ଟି ପୁଲିସ ପ୍ରଚାର ଉପରେ ନିରୀକ୍ଷଣ କରିବା ପାଇଁ ଓଡ଼ିଶା ପୁଲିସ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବ। ଓଡ଼ିଶା ପୁଲିସ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ ଆଣ୍ଡ ଇନ୍ଫର୍ମେସନ୍ ସେଲ୍ (ଓପିଏସ୍ସି ଆଣ୍ଡ ଆଇସି) ଗଠନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବିସ୍ତୃତ ରିକ୍ୱେଷ୍ଟ ଫର୍ ପ୍ରୋପୋଜାଲ୍ ଜାରି କରାଯାଇଛି।
-
9.ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତ ସଂଚାର ନିଗମ ଲିମିଟେଡ଼ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ‘ଭାରତ ନେଟ୍ ପରିଯୋଜନା’ ଫେଜ୍-୩ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।
-
10.ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।
-
11.ଭାରତର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା “କକ୍ରୋଚ ଜନତା ପାର୍ଟି” ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ପହଞ୍ଚିଛି।
-
12.ଆମେରିକାର କାଲିଫର୍ଣ୍ଣିଆରେ ଏକ ଶିଳ୍ପାଞ୍ଚଳରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ ହୋଇଯିବା ଯୋଗୁଁ ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ଏବଂ ବିଷାକ୍ତ ଗ୍ୟାସ ବ୍ୟାପିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ପ୍ରାୟ ୪୦ ହଜାର ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
-
13.ଉତ୍ତର ଚୀନର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଗ୍ୟାସ ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ ଜଣ ଶ୍ରମିକଙ୍କ ପତ୍ତା ମିଳୁନି ।
-
14.ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ଇରାନ ବିରୁଦ୍ଧରେ ନୂତନ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।
-
15.ଆମେରିକାର ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ଅନୁଯାୟୀ ଜଣେ ସନ୍ଦିଗ୍ଧ ବ୍ୟକ୍ତି ହ୍ୱାଇଟ୍ ହାଉସ୍ ନିକଟବର୍ତ୍ତୀ ଏକ ସୁରକ୍ଷା ଚେକ୍ପଏଣ୍ଟ ନିକଟକୁ ଯାଇ ସେଠାରେ ନିୟୋଜିତ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିର ମୃତ୍ୟୁ ଘଟିଛି।
|
10 |
Y |
|
| 2 |
24-05-2026 |
English |
- 1.The country received a total of $94.5 billion in foreign direct investment (FDI) in the financial year 2025-26.
- 2. Union Commerce Minister Piyush Goyal left for Canada on Saturday night. He is on a visit of about 150 business representatives. He is scheduled to hold talks in Ottawa on the 25th and in Toronto on the 26th and 27th.
- 3. Andhra police setting up a temporary checkpost in the disputed Kotia region of Koraput district.
- 4. In Telangana, 16 people have died in seven districts of the state due to heat wave. In Rajasthan, Chittorgarh was the hottest place in the state.
- 5. After joining the BJP, Rajya Sabha MP Raghav Chadha has been appointed as the Chairman of the Rajya Sabha Petitions Committee.
- 6. Supreme Court takes up Twisha Sharma case, Chief Justice of India Surya Kant to hear matter on May 25 .
- 7. India has moved a significant step closer towards long-term energy self-sufficiency after indigenously developed 500 MW Prototype Fast Breeder Reactor (PFBR) at Kalpakkam in Tamil Nadu achieved criticality.
- 8. Odisha Police has issued a detailed request for proposal for the formation of the Odisha Police Strategic Communication and Information Cell (OPSC & IC).
- 9. Odisha Electronics and Information Technology Minister Dr. Mukesh Mahaling chaired an important meeting of Bharat Sanchar Nigam Limited and reviewed the progress of ‘Bharat Net Pariyojana’ Phase-3 and the upcoming work plan.
- 10. The entrance examination for the two-year B.Ed course will be held on the 31st May from 10 am to 12 noon.
- 11. The “Kakroch Janata Party”, which went viral on Indian social media, has now reached neighboring Pakistan.
- 12. A toxic chemical tank kept at an industrial site in California, USA, has suddenly become extremely hot, creating a panic situation there. The administration has ordered about 40,000 people to immediately leave their homes and move to safer places due to the risk of explosion and spread of toxic gas.
- 13. A major explosion occurred at the Liusenyu coal mine in North China’s Shaanxi province. The gas explosion killed 82 people, while the location of 9 workers is missing.
- 14. According to American media reports, the United States is preparing for new air strikes against Iran.
- 15. According to American law enforcement officials, a suspect approached a security checkpoint near the White House and opened fire on officers deployed there. The suspect died on spot.
|
9 |
Y |
|
| 3 |
23-05-2026 |
English |
-
1. It has shocked, In the world; 97 out of the world's 100 hottest cities are located in India.
-
2. Prime Minister Narendra Modi will virtually distribute more than 51,000 job letters to newly recruited youth in various government departments and organizations at a job fair on Saturday.
-
3. India has reiterated its commitment and support to Afghanistan in the health sector. India has sent 20 tonnes of essential supplies to boost the country's child vaccination programme.
-
4. Keeping in mind how to ensure uninterrupted power supply in Odisha and prevent employees from going on strike, the state government has imposed the Essential Services Maintenance Act (ESMA) in the power sector for the next 6 months.
-
5. The notification for the enrolment registration of Plus 2 has been issued. Students can apply online from 26th to 30th June.
-
6. The Odisha Teacher Eligibility Test (OTET) was scheduled to be held on June 21, has been postponed and will be held on June 28.
-
7. In Odisha, more than 118,000 students of various educational institutions under the Higher Education Department have been given internship and community service opportunities in the academic year 2025-26.
-
8. In the field of food security, the state government and the United Nations World Food Programme have inaugurated a grain ATM in Jharsuguda. It is the second grain ATM in the state and the third in the country to provide food.
-
9. As the consumption has increased more than the supply of electricity, the number of accidents, short circuits and transformers is increasing. Which is destroying livelihoods.
-
10. Samarth, Twisha's husband,was arrested by the police on Friday after the Jabalpur court asked him to surrender before a court in Bhopal instead.
-
11. An army helicopter 'Cheetah' has crashed in eastern Ladakh. A senior military officer has been killed in this accident.
-
12. The Trump administration in America has suffered a major setback. Tulsi Gabbard has resigned from the post of Director of National Intelligence.
-
13. US Secretary of State Marco Rubio arrived in Kolkata on Saturday morning for his four-day visit to India
-
14. Those who are temporarily residing in the US can now apply for a green card (permanent residence) only after returning to their country.
-
15. Fuel Price Hike: Petrol Prices Hiked By 87 Paise, Diesel Up By 97 Paise In 3rd Hike In 10 Days.
|
6 |
Y |
|
| 4 |
23-05-2026 |
Odia |
-
1.ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର ୧୦୦ଟି ଗରମ ସହର ମଧ୍ୟରୁ ଭାରତରେ ୯୭ଟି ଅବସ୍ଥିତ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ନିଯୁକ୍ତି ମେଳାରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ନିଯୁକ୍ତି ପାଇଥିବା ଯୁବକଯୁବତୀଙ୍କୁ ଭର୍ଚୁଆଲ୍ ଭାବରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ।
-
3.ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଭାରତ ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ।
-
4.ଓଡିଶାରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସ୍ମା (ଏସେନ୍ସିଆଲ୍ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ) ଲାଗୁ କରାଗଲା
-
5.ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍ ୩୦ ଯାଏ ଛାତ୍ରୀଛାତ୍ର ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।
-
6.ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁନ୍ ୨୧ ତାରିଖରେ ହେବାର ଥିଲା, ଏହାକୁ ଘୁଞ୍ଚାଇ ଦିଆଯାଇ ଆସନ୍ତା ଜୁନ୍ ୨୮ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
-
7.ଓଡିଶାରେ ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ଶିକ୍ଷାନୁଷ୍ଠାନର ୧ଲକ୍ଷ ୧୮ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ଦିଆଯାଇଛି।
-
8. ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଓ ଜାତିସଂଘ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ଏକ ବଡ଼ ପଦକ୍ଷେପ ସ୍ବରୂପ ଝାରସୁଗୁଡ଼ାରେ ଉଦ୍ଘାଟିତ ହୋଇଛି ଗ୍ରେନ୍ ଏଟିଏମ୍। ଏହା ରାଜ୍ୟର ଦ୍ଵିତୀୟ ତଥା ଦେଶର ତୃତୀୟ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଭାବେ ଆଜି ଖାଉଟିଙ୍କ ପାଇଁ ଲୋକାର୍ପିତ ହୋଇଛି।
-
9.ଦିନକୁ ଦିନ ବିଦ୍ୟୁତ୍ ବ୍ୟବହାର ମାତ୍ରାଧିକ ବୃଦ୍ଧି ପାଇଛି। ବିଦ୍ୟୁତ୍ ଯୋଗାଣଠାରୁ ମାତ୍ରାଧିକ ବ୍ୟବହାର ବୃଦ୍ଧି ପାଉଥିବାରୁ ନାହିଁନଥିବା ଦୁର୍ଘଟଣା ସଟ୍ସର୍କିଟ୍ ଓ ଟ୍ରାନ୍ସଫରମର ପୋଡ଼ି ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଧନଜୀବନ ନଷ୍ଟ ହେବାରେ ଲାଗିଛି।
-
10.ବେଆଇନ ଅନୁପ୍ରବେଶ ଓ ଅପ୍ରବାସ ଦେଶ ପାଇଁ ବଡ ସମସ୍ୟା ହୋଇ ରହିଛି। ବେଆଇନ ଅନୁପ୍ରବେଶ ରୋକିବା ଲାଗି ଏକ ଉଚ୍ଚକ୍ଷମତା ସମ୍ପନ୍ନ ଡେମୋଗ୍ରାଫି ମିଶନ ଗଠନ କରାଯିବ। ପ୍ରଧାନମନ୍ତ୍ରୀ ତାଙ୍କ ୨୦୨୫ ସ୍ଵାଧୀନତା ଦିବସ ଭାଷଣ କାଳରେ ଏହି ମିଶନ ଗଠନ ସମ୍ପର୍କରେ ଘୋଷଣା କରିଥିଲେ।
-
11.ପୂର୍ବ ଲଦାଖରେ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବରିଷ୍ଠ ସାମରିକ ଅଧିକାରୀ ବର୍ତ୍ତି ଯାଇଛନ୍ତି।
-
12.ଆମେରିକାରେ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ତୁଲସୀ ଗାବାର୍ଡ , ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।
-
13.ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ଚାରି ଦିନିଆ ଭାରତ ଗସ୍ତ ପାଇଁ ଶନିବାର ସକାଳେ କୋଲକାତାରେ ପହଞ୍ଚିଛନ୍ତି। ଜୟଶଙ୍କର ଏବଂ ରୁବିଓଙ୍କ ମଧ୍ୟରେ ଆଲୋଚନାରେ ଶକ୍ତି, ବାଣିଜ୍ୟ, ନିବେଶ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଲୋକ-ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ପ୍ରମୁଖ ପ୍ରସଙ୍ଗ ହେବ।
-
14.ଯେଉଁମାନେ ଅସ୍ଥାୟୀ ଭାବରେ ଆମେରିକାରେ ରହୁଛନ୍ତି ସେମାନେ ଏବେ ନିଜ ଦେଶକୁ ଫେରିବା ପରେ ହିଁ ଗ୍ରୀନ୍ କାର୍ଡ (ସ୍ଥାୟୀ ବାସସ୍ଥାନ) ପାଇଁ ଆବେଦନ କରିପାରିବେ।
-
15.ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ବୃଦ୍ଧି। ପୁଣି ଥରେ ବୃଦ୍ଧି ପାଇଛି। ଶନିବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି। ଏହିପରି ଗତ ୧୦ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୋଟ ୫ଟଙ୍କା ମହଙ୍ଗା ହୋଇଛି।
|
11 |
Y |
|
| 5 |
22-05-2026 |
English |
-
1.Prime Minister Narendra Modi has presented handcrafted masterpieces, a silver sailboat model and a Palm Leaf Pattachitra, to King Harald V and Queen Sonja of Norway during his recently concluded five-nation diplomatic tour.
-
2.The Centre has reportedly dropped the long-pending proposal for the construction of a four-lane road between Nayagarh and Khordha on National Highway-57.
-
3.The state government’s commitment to providing piped drinking water facilities to all villages in Odisha by March 2027, stating that all necessary measures are being taken to achieve the target.
-
4.Odisha Chief Minister issued an eight-point directive for all departments of the state government to reduce fuel consumption . The departments have been asked to hold meetings, workshops and other events through virtual mode.
-
5.The Odisha government has directed all public universities in the state to refrain from making any appointments or engagements without prior approval from the Higher Education Department.
-
6.A division bench of the Calcutta High Court Thursday directed a fresh probe into the R.G. Kar rape and murder case by a three-member Special Investigation Team (SIT).
-
7.A vegetable vendor’s daughter Naismita Sahu , Gajapati district by emerging as the science stream topper in the Plus Two examinations with 99.03% ,a resident of Betarsing village under Mohana block, secured 560 marks out of 600.
-
8.Days after a portion of the 'Vikramshila Setu' in Bihar's Bhagalpur district collapsed, the Border Roads Organisation (BRO) has begun the construction of a temporary Bailey bridge over the damaged area.
-
9.Faridabad police arrested a husband and wife from Mumbai for defrauding people of around Rs 31 crore by promising investments in forex trading and film production, police said on Thursday.
-
10.The CBI has so far arrested nine accused in this case, including individuals from Jaipur and Sikar in Rajasthan, Gurugram in Haryana, and Nashik, Pune, and Ahilyanagar in Maharashtra.
-
11.Prime Minister Modi held a Council of Ministers meeting focusing on reforms to enhance ease of living and ease of doing business.
-
12.Minister Suresh Pujari laid Foundation for 82 Projects Worth Rs 23.48 Crore in Brajrajnagar.
-
13.The Government of Odisha will organize 58 Farm Mechanization Melas across the state between November 2025 and January 2026, aimed at connecting farmers with manufacturers, dealers, and financial institutions.
-
14.A total of 27 Maoists surrendered before Jharkhand Police in Ranchi on Thursday in the presence of DGP Tadasha Mishra.
-
15.The Odisha Assembly confirmed that higher education institutions across the state will soon introduce the ‘AI for ALL’ curriculum to promote artificial intelligence learning.
|
10 |
Y |
|
| 6 |
22-05-2026 |
Odia |
-
1.ଓଡିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ ସମ୍ମାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେ କିଙ୍ଗ୍ ହାରାଲ୍ଡ ଭି’ଙ୍କୁ ରୁପା ତାରକସି ସେଲବୋଟ ଭେଟି ଦେଲେ । ନରୱେ ମହାରାଣୀ ସୋନଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ।
-
2.ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ବା ପରେ ଆତଙ୍କବାଦୀର ମୃତ୍ୟୁ ଘଟିଛି।
-
3.ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଜବରଦଖଲ ଉଚ୍ଛେଦ ଅଭିଯାନ ସମୟରେ ପଥର ଫିଙ୍ଗା ଘଟଣାରେ ପୁଲିସ ୧୬ ଜଣଙ୍କୁ ଗିରଫ କରିଛି ଏବଂ ୧୫୦ରୁ ଅଧିକ ଲୋକଙ୍କୁ ଖୋଜୁଛି।
-
4.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ।
-
5.ପୁଣିଥରେ ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାର୍ଏୟାର୍ ବିମାନ ସେବା ଆରମ୍ଭ ହୋଇଛି। ୪୨ ଦିନ ପରେ ଭୁବନେଶ୍ବର ଓ ହାଇଦ୍ରାବାଦକୁ ବିମାନ ଉଡ଼ିଛି।
-
6.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ୨୦୨୪-୨୫ରେ ଷ୍ଟକ୍ ବଜାରରେ ୬.୯୧ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି।
-
7.ସ୍ୱିଗି ଓ ଜୋମାଟୋ ଭଳି କମ୍ପାନିର ଖର୍ଚ୍ଚ ବୃଦ୍ଧି କରିଛି। ଏଲାଇରା କ୍ୟାପିଟାଲର ଏକ ରିପୋର୍ଟ ଅନୁଯାୟୀ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ସିଧାସଳଖ କମ୍ପାନିଗୁଡ଼ିକର ମାର୍ଜିନକୁ ପ୍ରଭାବିତ କରୁଛି। କମ୍ପାନିଗୁଡ଼ିକ ଏହି ଅତିରିକ୍ତ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦିବା ଆଶଙ୍କା ରହିଛି।
-
8.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାୟୀ ଶାନ୍ତି କଥାବାର୍ତ୍ତା ଏବେ ହଁ ଓ ନାହିଁ ମଝିରେ ଅର୍ଥାତ୍ ବର୍ଡରଲାଇନରେ ରହିଛି। ଏ ପରିସ୍ଥିତିରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିବା ଲାଗି ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ଇରାନ ଗସ୍ତ କରିଛନ୍ତି।
-
9. ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତକୁ ୱାସିଂଟନ୍ ଯେତେ ଶକ୍ତି କିଣିବାକୁ ଚାହୁଁଛି ସେତିକି ବିକ୍ରୟ କରିବାକୁ ପ୍ରସ୍ତୁତ।
-
10.ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବ। କଥାବାର୍ତ୍ତା ପାଇଁ ଆମେରିକାର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଭାରତ ଆସୁଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।
-
11.ଶିକାରୀଙ୍କ କବଳରେ ଶିମିଳିପାଳ।ଶିମିଳିପାଳରେ ପୁଣିଥରେ ଜଣେ କଳା ମହାବଳ ବାଘ ଛୁଆର ଚମଡ଼ା ଜବତ ହେବା ଘଟଣା ସମଗ୍ର ବନ୍ୟପ୍ରାଣୀ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।
-
12.ଜାତୀୟ ରାଜପଥ-57 ରେ ନୟାଗଡ ଏବଂ ଖୋର୍ଦ୍ଧା ମଧ୍ୟରେ ଚାରି ଲେନ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।
-
13.ମାର୍ଚ୍ଚ 2027 ସୁଦ୍ଧା ଓଡ଼ିଶାର ସମସ୍ତ ଗ୍ରାମକୁ ପାଇପ୍ ପାନୀୟ ଜଳ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା, ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି।
-
14.ଓଡିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା କୌଣସି ନିଯୁକ୍ତି କିମ୍ବା କାର୍ଯ୍ୟ କରିବାରୁ ନିବୃତ୍ତ ରହିବାକୁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
-
15.କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଗୁରୁବାର ଦିନ ଆର.ଜି. କର ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକ ତିନି ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ନୂତନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
|
25 |
Y |
|
| 7 |
21-05-2026 |
English |
-
1.Odisha's Council of Higher Secondary Education (CHSE) declared the results of its Class XII examinations Wednesday, with close to 86 per cent of the 3.98 lakh students who appeared for it clearing the exam.
-
2.The state Cabinet, headed by Chief Minister Mohan Charan Majhi, approved the Odisha Marine Fishing Regulation Bill, 2026, for establishment of a robust, modern and inclusive legal framework for the marine fisheries sector.
-
3.The Odisha Cabinet on Wednesday approved the repeal of 358 number of Acts enacted by the State Legislature॰
-
4.The Odisha Cabinet on Wednesday approved a revised cost estimate of Rs 854.24 crore for the 400/220/33 kV Grid Sub-Station at Paradeep (Ersama) and its associated transmission lines.
-
5.The Odisha Cabinet has approved the creation of a separate Directorate of Archaeology along with a new service cadre for professional management of ancient monuments and temples.
-
6.The state government will establish the Directorate of Archaeology for better management and preservation of ancient temples and monuments in Odisha.
-
7.Odisha reduces state power purchase share to 5% and simplifies MoU process to attract more IPP investments
-
8.The Regional Meteorological Centre in Bhubaneswar, at least 21 locations recorded maximum temperatures of 40 degrees Celsius or above, with Jharsuguda emerging as the hottest place at a scorching 46°C.
-
9.The agreements India and South Korea were exchanged on promoting cooperation in the field of Defence Cyber; training between India's National Defence College and Korea National Defence University.
-
10.During his official visit to Rome, PM Modi gifted Meloni a pack of Melody toffees, reviving the internet-famous “Melodi” trend that has become popular among users online.
-
11.Prime Minister Narendra Modi and Italian Prime Minister Giorgia Meloni planted a black mulberry plant in Rome on Wednesday.
-
12.The Supreme Court rejected a petition challenging the Centre’s decision to conduct caste enumeration as part of the upcoming Census.
-
13.The Municipal Corporation of Delhi (MCD) is planning to undertake euthanasia of aggressive and demonstrably dangerous stray dogs after the Supreme Court's recent order upheld prioritisation of human safety.
-
14.A Delhi court Wednesday sent five accused in the NEET paper leak case to judicial custody till June 2 and extended the CBI custody.
-
15.Odisha Higher Education department Wednesday asked all state-run and aided universities and colleges to ensure maximum student onboarding in the 'Shaktishree' app that aims to improve student safety, grievance redressal and counselling.
|
8 |
Y |
|
| 8 |
21-05-2026 |
Odia |
-
1.ଓଡ଼ିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ବୁଧବାର ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପାଇଛି , ଯେଉଁଥିରେ ୩.୯୮ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୮୬ ପ୍ରତିଶତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
-
2.ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ ଥର ବାନ୍ଦା ତାପମାତ୍ରା ୪୭.୬ ଡିଗ୍ରୀ ସେଲସିୟସ୍, କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଏବଂ ଏସିଆରେ ତୃତୀୟ ଭାବେ ଚିହ୍ନଟ ହୋଇଛି।
-
3.ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ ଏବଂ ଇଟାଲୀର ସଫଳ କୂଟନୈତିକ ଗସ୍ତ ପରେ ନୂଆଦିଲ୍ଲୀ ଫେରିଛନ୍ତି।
-
4.ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍ ଓ ଡ୍ରୋନ୍ ସମେତ ୪୨ଟି ବିମାନ ହରାଇଥିବା ଏହାର ଏକ ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।
-
5.ଭାରତୀୟ ବିମାନର ବାୟୁମଣ୍ଡଳରେ ପ୍ରବେଶ ଉପରେ ପାକିସ୍ତାନ ପ୍ରତିବନ୍ଧକକୁ ଜୁନ୍ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି।
-
6.ଦେଶରେ ବିଦ୍ୟୁତ୍ ଚାହିଦା ଗତ ସୋମବାର ଐତିହାସିକ ରେକର୍ଡ ୨୫୭.୩୭ ଗିଗାୱାଟ୍ ଛୁଇଁଛି। ପ୍ରବଳ ଖରା ଓ ଗରମ ପାଇଁ ଦେଶରେ ଏୟାର କଣ୍ଡିସନର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ବୃଦ୍ଧି ପାଇବାରୁ ଏହା ହୋଇଛି।
-
7.୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
-
8.854 କୋଟିର ପାୱାର୍ ପ୍ରୋଜେକ୍ଟକୁ ମିଳିଛି ଅନୁମତି। ଓପିଟିସଏଲ ୪୦୦କେଭି ଗ୍ରିଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ।ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ ହେବ।
-
9.୧୯୭୪ରୁ ୨୦୨୫ ମଧ୍ୟରେ ରାଜ୍ୟ ବିଧାନସଭା ଦ୍ବାରା ପ୍ରଣୀତ ୩୫୮ଟି ଅଧିନିୟମକୁ ବିଲୋପ କରିବାକୁ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ନିକଟରେ ଆଇନ ବିଭାଗକୁ ସୁପାରିସ କରିଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପକ୍ଷରୁ ଓଡ଼ିଶା ବିଲୋପ ବିଲ୍-୨୦୨୬ ଅଣାଯାଇଛି।
-
10.ନୂତନ ସି-ବ୍ୟାଣ୍ଡ୍ ଡପ୍ଲର ୱେଦର ରାଡାର୍ ସ୍ଟେସନ ପୁନରୁଦ୍ଧାର ହେବାକୁ ଅଢ଼େଇ ବର୍ଷ ପୂରିବ। ନିର୍ମାଣ ସରିବାକୁ ୩ ମାସ ବିତିଲାଣି। ଏବେ ବି ପାଣିପାଗ କେନ୍ଦ୍ର ପଶ୍ଚିମଓଡ଼ିଶାର ପାଣିପାଗ ଆକଳନ ପାଇଁ ପୂର୍ବ ଓଡ଼ିଶାର ରାଡାର୍ ଷ୍ଟେସନ୍ ଉପରେ ଭରସା କରୁଛି ।
-
11.ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ମେଟା ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ।
-
12.ବୁଧବାର ଦିନ ଓଡ଼ିଶା କ୍ୟାବିନେଟ ପାରାଦୀପ (ଏରସାମା) ସ୍ଥିତ ୪୦୦/୨୨୦/୩୩ କେଭି ଗ୍ରୀଡ୍ ସବ-ଷ୍ଟେସନ୍ ଏବଂ ଏହାର ସମ୍ପୃକ୍ତ ପରିବହନ ଲାଇନ ପାଇଁ ୮୫୪.୨୪ କୋଟି ଟଙ୍କାର ସଂଶୋଧିତ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି।
-
13.ପଶ୍ଚିମବଙ୍ଗର ଫଲଟା ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ସକାଳ ୭ଟାରୁ ପୁନଃ ମତଦାନ ଆରମ୍ଭ ହୋଇଛି।
-
14.ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି।
-
15.ଇରାନ ସହ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା କଂଗ୍ରେସ ପ୍ରସ୍ତାବ ପାରିତ କରିଛି। ଏଥିରେ ଟ୍ରମ୍ପଙ୍କ ୪ ଜଣ ସାଂସଦ ତାଙ୍କ ବିପକ୍ଷରେ ଭୋଟ ଦେଇଛନ୍ତି ଏବେ କେବଳ ରାଷ୍ଟ୍ରପତି ଭିଟୋ କ୍ଷମତା ବଜାୟ ରଖିଛନ୍ତି।
|
13 |
Y |
|
| 9 |
20-05-2026 |
Odia |
-
1.ୟୁଆଇଡିଏଆଇର ନୂତନ ନିର୍ଦ୍ଦେଶ ଅନୁଯାୟୀ ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ଶେଷ ତାରିଖକୁ ଗୋଟିଏ ବର୍ଷ ଏବେ ଜୁନ୍ ୧୪, ୨୦୨୭ ପର୍ଯ୍ୟନ୍ତ କରାଯାଇଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତାଙ୍କ ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀର ରାଜଧାନୀ ରୋମରେ ପହଞ୍ଚିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ।
-
3.ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି।
-
4.ଖୁବ୍ଶୀଘ୍ର ଇ-୩୦ ପେଟ୍ରୋଲ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ଦେଶରେ ଏବେ ଇ-୨୦ ପେଟ୍ରୋଲ ବିକ୍ରି ହେଉଛି। ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ୍ ରହୁଛି।
-
5.ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ।
-
6.ସୋସିଆଲ ମିଡିଆ ‘ଏକ୍ସ’ ବ୍ଲୁ ଟିକ୍ ହାସଲ କରି ନଥିବା ବ୍ୟବହାରକାରୀମାନଙ୍କ ଉପରେ କେତେକ କଟକଣା ଲଗାଇବା ଉପରେ ବିଚାର କରୁଛି। ବ୍ଲୁ ଟିକ୍ ନଥିଲେ ଦିନକୁ ସର୍ବାଧିକ ୫୦ ପୋଷ୍ଟ ଓ ୨୦୦ ରିପ୍ଲାଏ କରିହେବ। ସେମାନେ ଦିନକୁ ସର୍ବାଧିକ ୫୦୦ ଡାଇରେକ୍ଟ ମେସେଜ୍ କରିପାରିବେ।
-
7.ବ୍ରିଟେନର ପ୍ରମୁଖ ବ୍ୟାଙ୍କ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଏହାର ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବକୁ ଦୃଷ୍ଟିରେ ରଖି କମ୍ପାନି ୨୦୩୦ ସୁଦ୍ଧା ଏହି ସଂଖ୍ୟାର କର୍ମଚାରୀ କମ୍ କରିବ ।
-
8.ମଧ୍ୟପ୍ରଦେଶ ଧାରସ୍ଥିତ ଭୋଜଶାଳାରେ ପୂଜା କରିବା ପାଇଁ ଅନୁମତି ମିଳିବା ପରେ ହିନ୍ଦୁ ସଂଗଠନଗୁଡ଼ିକ ଆଶାବାଦୀ ଯେ ସେମାନଙ୍କୁ ଦିଲ୍ଲୀର କୁତବ ମୀନାର ପରିସରରେ ମଧ୍ୟ ପୂଜା କରିବାକୁ ଅନୁମତି ମିଳିବ।
-
9.ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୪.୮ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।
-
10.ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଫାଲଟା ଉପନିର୍ବାଚନ ଲଢ଼ିବେନି। ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି।
-
11.ମାଲକାନଗିରି ତମସା ଗାଁର ଦେବା ମାଡକାମୀ ମିଆଜାକି ଆମ୍ବ ଚାଷ କରିଛନ୍ତି। ଭାରତ ବଜାରରେ ଏହା କିଲୋଗ୍ରାମ ପିଛା ୩ହଜାରରୁ ୧୦ ହଜାର ଟଙ୍କା ଯାଏଁ ରହିଛି। ଚାରି ବର୍ଷ ତଳେ ମାଲକାନଗିରିର ସର୍ବ କୁମାର ବିଷୋୟୀ ନାମକ ବ୍ୟକ୍ତି ତାଂକୁ ଏହି ବୃକ୍ଷର ଚାରା ପ୍ରଦାନ କରିଥିଲେ।
-
12.ଆମେରିକାର ଇଦାହୋ ସହରସ୍ଥିତ ମାଉଣ୍ଟେନ ହୋମ୍ ବାୟୁସେନା ଘାଟିରେ ରବିବାର ଏୟାର ଶୋ’ ଚାଲିଥିବାବେଳେ ବାୟୁସେନାର ଦୁଇଟି ଲଢୁଆ ଜେଟ୍ ମଧ୍ୟରେ ଧକ୍କା ହୋଇ ଦୁଇଟି ବିମାନ ଆକାଶମାର୍ଗରେ ଧ୍ବଂସ ହୋଇଥିବା ଜଣାପଡିଛି।
-
13.ଓଡିଶା ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରୁଛନ୍ତି। ଅନ୍ୟପକ୍ଷେ ୨ ବର୍ଷ ମଧ୍ୟରେ କୋରାପୁଟରେ ୧ ଲକ୍ଷ ଏକର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
-
14.କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ “ଅପରେସନ ବୈତରଣୀ” କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ବାଲି ମାଫିଆ ଓ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
-
15.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ୧୫ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।
|
17 |
Y |
|
| 10 |
20-05-2026 |
English |
-
1.The National Highways Authority of India (NHAI) will launch Odisha’s first-ever Bee Corridor project with the beginning of the monsoon season in June. Under this initiative, nearly 20,000 flowering plants will be planted along highways in Sambalpur, Berhampur and Dhenkanal.
-
2.Indian Railways has converted the highly patronised Bhanjapur–Puri–Bhanjapur Special trains into regular Express services
-
3.ISKCON organised Shree Jagannath Ratha Yatra at Jacksonville Beach, Florida, on Saturday, May 16, 2026, despite a formal protest letter submitted by Odia residents of Florida. Community members expressed strong objections.
-
4.The Kerala-based company will run 16 centres across all seven emirates, replacing BLS International, which has managed outsourced consular services since 2011.
-
5.Former Bangladesh Prime Minister Sheikh Hasina warned that the country could face “dark days” similar to those between 2001 and 2006 if the BNP remains in power.
-
6.West Bengal politics,Trinamool Congress candidate Jahangir Khan announced his withdrawal from the upcoming Falta Assembly re-poll scheduled for May 21.
-
7.Fame India, an acclaimed rating magazine, has listed 100 District Magistrates (DMs) in its survey findings as the “outstanding and best-performing” administrative heads .From Odisha, Amrit Ruturaj (Khordha), Dattatraya Bhausaheb Shinde (Cuttack), Subhankar Mohapatra (Sundargarh), and V. Keerthi Vasan (Ganjam) have been placed in the list.
-
8.Russian President Vladimir Putin arrived in Beijing Tuesday night on a two-day state visit for talks with his Chinese counterpart Xi Jinping, days after US leader Donald Trump travelled to China.
-
9.The drones that targeted the United Arab Emirates' Barakah nuclear power plant all came from Iraq, the country's Defence Ministry said Tuesday.
-
10.The inventory work of the Puri Jagannath Temple's 'Ratna Bhandar' or treasury resumed here Tuesday amid tight security.
-
11.Ganjam district administration Tuesday launched a campaign with aim of making the district plastic-free through weekly cleanliness drives across all panchayats.
-
12.A special drive named ‘Operation Baitarani’. Police conducted simultaneous raids at 12 locations across Anandapur, Ghasipura, Nandipada and Ghatagaon police station areas, targeting suspected sand mafia operators involved.
-
13.A Delhi court Tuesday dismissed the bail plea of former JNU student Umar Khalid, accused in the 2020 northeast Delhi riots, saying the grounds for seeking the relief are unreasonable.
-
14.The Delhi High Court has sentenced YouTuber Gulshan Pahuja, who runs the channel "Fight 4 Judicial Reforms", to six months’ simple imprisonment in two criminal contempt cases for making derogatory and scandalous remarks against the judiciary and judicial officers.
-
15.Odisha reeled under intense heatwave conditions Tuesday, with 21 places recording temperatures of 40 degrees Celsius or above.
|
14 |
Y |
|