Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
421 30-01-2025 Odia
  1. 1. ସୁପ୍ରିମ୍‌କୋର୍ଟ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପାଇଁ ରାଜ୍ୟ କୋଟା ଭିତରେ ଡୋମିସାଇଲ୍ (ନିବାସ) ଆଧାରିତ ସିଟ୍ ସଂରକ୍ଷଣ ବା ସ୍ଥାନୀୟ କୋଟାକୁ ରଦ୍ଦ କରିଛନ୍ତି। ପିଜି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ବିଭିନ୍ନ ରାଜ୍ୟକୁ ଆବଣ୍ଟିତ କୋଟା ଅଧୀନରେ କେବଳ ମେରିଟ୍ ଆଧାରରେ ହୋଇପାରିବ।
  2. 2.ହିନ୍ଦୁ ରାଷ୍ଟ୍ରବାଦୀଙ୍କୁ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଛନ୍ତି ବ୍ରିଟେନ ସରକାର। ହିନ୍ଦୁ ରାଷ୍ଟ୍ରବାଦୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦେଶ ପାଇଁ ବିପଜ୍ଜନକ ବୋଲି ବ୍ରିଟେନ ସରକାର ତାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

  3. 3.ଚୀନ ଏକ ବିଶାଳ ଆଣବିକ ସଞ୍ଚାଳନ ଗବେଷଣା କେନ୍ଦ୍ର ନିର୍ମାଣ କରୁଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଚୀନର ମିଆନୟାଙ୍ଗ ଅଞ୍ଚଳରେ ଏହି କେନ୍ଦ୍ର ତିଆରି ଚାଲିଛି।

  4. 4.୧ ନଭେମ୍ବର, ୨୦୨୪ରୁ ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। 

  5. 5.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଧବାର ଦିନ ଭୋର୍ ସମୟରେ  ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ରାଜ୍ୟ ସରକାର ଦେଇଛନ୍ତି।

  6. 6.ନିର୍ବାଚନ କମିଶନଙ୍କ ଅନୁଯାୟୀ, ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା, ବିଜେପିର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ ୭,୧୧୩.୮୦ କୋଟି ଟଙ୍କା ଥିବା ବେଳେ କଂଗ୍ରେସ ପାଖରେ ୮୫୭.୧୫ କୋଟି ଟଙ୍କା ଅଛି। ବିଜେପି ୨୦୨୩-୨୪ ମଧ୍ୟରେ ୧୭୫୪.୦୬ କୋଟି ଖର୍ଚ୍ଚ କରିଥିଲା

  7. 7.ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  8. 8.ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା  କୁହାଯାଉଛି। 

  9. 9. ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ ।

  10. 10.ସ୍ମାର୍ଟଫୋନ ଦୁନିଆରେ ୨୦୨୫ ଏକ ବଡ ପରିବର୍ତ୍ତନ ଆଣିଛି । ବିଶେଷ କରି ବ୍ୟାଟେରୀ କ୍ଷେତ୍ରରେ। ବର୍ତ୍ତମାନ ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଯୁଗ ଶେଷ ହେବାକୁ ଯାଉଛି ଏବଂ ଏହାର ସ୍ଥାନରେ ନୂତନ ସିଲିକନ୍-କାର୍ବନ (ଏସ୍ଆଇସି) ବ୍ୟାଟେରୀ ଲଗାଯିବ ।

  11. 11.ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।

  12. 12.ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ର କମିଶନରମାନଙ୍କୁ ବେଆଇନ ଜବରଦଖଲ ଉଚ୍ଛେଦ କରିବା ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  13. 13.ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍‌କ୍ଳେଭ୍‌-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି।

  14. 14.ଚାଇନିଜ ଷ୍ଟାର୍ଟଅପ ‘ଡିପ୍‌ସିକ୍‌’ ଆପ୍‌ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍‌ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍‌ଜିପିଟି, ଓପନ୍‌ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି।

  15. 15.୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

210 Y
422 30-01-2025 English
  1. 1.At least 30 people were killed and 60 injured in a pre-dawn stampede at the Sangam area of the Mahakumbh early Wednesday as millions of pilgrims jostled for space to take a holy dip on the occasion of Mauni Amavasya, one of the most auspicious days of the Hindu calendar.

  2. 2.The state government has signed 145 MoUs with various companies which have proposed to invest Rs 12.89 lakh core, thereby generating employment for over 8.94 lakh people.

  3. 3.The government Wednesday approved a Rs16,300-crore National Critical Minerals Mission, envisaging a total outlay of Rs34,300 crore spread over seven years, with an aim to achieve self-reliance and accelerate India’s journey towards green energy transition.

  4. 4.Green economy could directly contribute Rs2 lakh crore to Odisha’s GDP, boosting it by 23 per cent by 2030 and positioning the state as a leader in India’s green growth, according to a study conducted by the Council on Energy, Environment and Water (CEEW)

  5. 5. The Supreme Court Wednesday directed the Centre for a legal framework to provide a safeguard to domestic workers observing their exploitation and a “legal vacuum” over the protection of their rights.

  6. 6.Dr Sarthak Patnaik, has been appointed as the Chief Medical Officer (CMO) for the Indian ice hockey team at the 2025 Asian Winter Games in Harbin, China. The games will take place from February 7 to 14, 2025.

  7. 7.The launch of e-KYC (Know Your Customer) by the state government to ensure transparency in the food security scheme under public distribution system (PDS) has exposed the ugly secrets in the scheme, a report said.

  8. 8.Palm jaggery, known for its unique taste, has become a sustainable means of livelihood for farmers in Gajapati district as around 400 farmers from R Udayagiri, Nuagada, and Ramagiri blocks are engaged in its production.

  9. 9.The Supreme Court recently said the Railways required immediate corrective steps for the “lapses” in the management of catering stalls at the Chhatrapati Shivaji Terminus in Mumbai.

  10. 10.Union Cabinet Wednesday approved a three per cent increase in the procurement price for ethanol made from C-heavy molasses to `57.97 per litre for the 2024-25 supply year, while keeping rates unchanged for other feedstocks.

  11. 11. A federal judge Tuesday temporarily blocked a push from President Donald Trump to pause federal funding while his administration conducts an across-theboard ideological review to uproot progressive initiatives.

  12. 12.Two types of extremism with their origins in the Indian subcontinent -- pro-Khalistan extremism and Hindu nationalist extremism -- have been fl agged as threats to “understand” in a leaked report into the UK government's ‘Extremism Review'.

  13. 13.Digital payments across the country registered an 11.11 per cent year-on-year rise as September 2024, according to RBI’s index that measures the adoption of online transactions.

  14. 14.Gold prices rallied Rs910 to hit a fresh all-time high of Rs83,750 per 10 grams in the national capital Wednesday due to heavy buying from jewellers and retailers, according to the All India Sarafa Association.

  15. 15.Former world no 1 Indian shuttler Kidambi Srikanth entered the second round of the Thailand Masters BWF Super 300 event with a straight-game win over his opponent here Wednesday. Srikanth defeated Israel's Danii Dubovenko 21-13 21-18 in the men's singles opening round.

167 Y
423 29-01-2025 Odia
  1. 1.୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି।
  2. 2.ଭାରତୀୟ ବାୟୁସେନା ବିଶ୍ୱର ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ସ୍ଥାନ ପାଇଛି। ଏହା ସହ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ବାୟୁସେନାର ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
  3. 3.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।
  4. 4.ଶରିୟତ ପରିବର୍ତ୍ତେ ଭାରତୀୟ ଉତ୍ତରାଧିକାରୀ ଆଇନ ଅନୁଯାୟୀ ପରିଚାଳିତ ହେବା ପାଇଁ ଜଣେ ମୁସଲମାନ ମହିଳାଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ରର ଆଭିମୁଖ୍ୟ ମାଗିଛନ୍ତି।
  5. 5.ମହାରାଷ୍ଟ୍ରରେ ବ୍ୟାପୁଛି ଜିବିଏସ ବ୍ୟାକ୍ଟେରିଆ । ପୁଣେ ପରେ ନାଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ୯ ରୋଗୀ ଚିହ୍ନଟ ହୋଇଛନ୍ତି ।
  6. 6.ଡେଲଫ୍‌ଟ ଦ୍ବୀପରେ ଶ୍ରୀଲଙ୍କା‌ ନୌସେନା ଗୁଳିମାଡ଼ରେ ୫ ଜଣ ଭାରତୀୟ  ମତ୍ସ୍ୟଜୀବୀ ଆହତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
  7. 7.ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେଉଛି। ପ୍ରଥମ ଦିନର ଅପରାହ୍‌ଣ ସୁଦ୍ଧା ୫୪ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
  8. 8.ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ,ରାଜ୍ୟକୁ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ।
  9. 9.ଭଦ୍ରକ ଜିଲ୍ଲାର ଧାମରାରେ ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି।
  10. 10.ସରକାରଙ୍କୁ ଚୂନ ଲଗାଇବାକୁ ଜାଲିଆତି। ଅର୍ଥ ହଡ଼ପ ପାଇଁ ଜୀବିତଙ୍କୁ ମାରିଦେଲେ। ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକରୁ ୧୦୧ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ହାତରେ ଲାଗିଛି।
  11. 11.ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା, ଏଣିକି ୨ଲକ୍ଷ ଟଙ୍କା ଯାଏଁ ଋଣ ପାଇବେ ।
  12. 12.ଏନ୍‌ପିସିଆଇ ତ୍ରୁଟି ଯୋଗୁଁ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି।
  13. 13.ଅସୁସ୍ଥତା କାରଣରୁ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହେଲେ ।
  14. 14.ଭୁବନେଶ୍ୱରର ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା, ୧୨ ବର୍ଷ ପରେ ଆସିଲା ରାୟ, ୪ ଅଭିଯୁକ୍ତଙ୍କୁ ଆଜୀବନ ସଜା।
  15. 15.୧୮-୧୯ବର୍ଷରୁ କମ୍ ମହିଳା ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ବିଶ୍ୱ ରେକର୍ଡ, ସ୍କଟଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କଲେ।
210 Y
424 29-01-2025 English
  1. 1.Global technology shares sank Tuesday, as a market rout sparked by the emergence of a low-cost Chinese artificial intelligence model entered its second day, making investors question the sky-high valuation and dominance of AI bellwethers.

  2. 2.Two back-to-back deaths of trained kumki elephants - Mahendra and Bhabani - in Similipal Wildlife Sanctuary within a span of just 15 days have sparked concern over safety of the gentle giants

  3. 3.Pope Francis called on the Indian Bishops to prioritise the poor and the vulnerable in their misery, urging them to open the doors of the Church, in his message at the 36th plenary assembly of the Conference of Catholic Bishops of India (CCBI) at XIM University .

  4. 4.The District and Sessions Court, Khurda here Tuesday awarded life imprisonment to four persons after holding them guilty of killing an elderly couple in the City in 2012.

  5. 5.Divisional forest officer (DFO), Rourkela Jasobant Sethi has been conferred with ‘Elite 100 Changemakers of Odisha 2024’ award for innovative use of artificial intelligence (AI) in protection of wildlife.

  6.  6.Adani Group Tuesday committed to investing Rs 2.3 lakh crore over the next five years across a host of sectors in Odisha.

  7. 7.Mining conglomerate Vedanta Tuesday said the company’s Rs 1-lakh crore aluminium refinery and smelter project will be set up in Rayagada district the fi rst phase of which is to be commissioned in the next three years, company Chairman Anil Agarwal said

  8. 8.Jindal Steel & Power (JSP) Tuesday said it will invest an additional Rs 70,000 crore in Odisha in the coming years. The announcement was made by the company’s Chairman Naveen Jindal during the ‘Utkarsh Odisha: Make in Odisha Conclave 2025’ here.

  9. 9.Sajjan Jindal-led JSW Group Tuesday inked a pact with the state government to set up a 5-million tonne per annum (MTPA) steel plant in Keonjhar district.

  10. 10.Dera Sacha Sauda chief and rape convict Gurmeet Ram Rahim Singh was released from a jail in Haryana’s Rohtak Tuesday after being granted a 30-day parole, a development which came ahead of the February 5 Delhi Assembly polls.

  11. 11.The Supreme Court has said police cannot serve notices to accused persons through WhatsApp or other electronic modes under the Criminal Procedure Code or Bhartiya Nagrik Suraksha Sanhita, 2023.

  12. 12.The UK government Tuesday updated its travel advisory for India for a second time within weeks to warn British nationals that they could be “fined or arrested” for carrying or operating satellite phones in the country without a licence.

  13. 13.India and China have agreed to resume direct air services after nearly fi ve years and work on resolving differences over trade and economic issues, New Delhi said, as relations continue to thaw after a deadly 2020 border clash.

  14. 14. India’s semiconductor market is projected to grow to $103.4 billion by 2030, powering the over $400 billion electronics market, the Indian Electronics and Semiconductor Association (IESA) said Tuesday.

  15. 15.Odisha FC triumphed 2-0 over Nita FA at the Kalinga Stadium, Bhubaneswar Tuesday in the Indian Women’s League 2024-25

176 Y
425 28-01-2025 Odia
  1. 1. ବିଶ୍ଵର ୧୨୪ଜଣ ମହିଳା ଆଣ୍ଟାର୍କଟିକା ଗସ୍ତ କରିବେ । ଏହି ଦଳରେ କୋରାପୁଟର ପୂର୍ବତନ ସିଡିଏମ୍‌ଓ ତଥା ଜୟପୁର ବାସିନ୍ଦା ସ୍ବର୍ଗତ ଡାକ୍ତର ଡି. ରାମଣା ରାଓଙ୍କ ଝିଅ ଡାକ୍ତର ସରିତା ଦାରା ସ୍ଥାନ ପାଇଛନ୍ତି । 

  2. 2.ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ଆଜି  ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ।

  3. 3.ମହାରାଷ୍ଟ୍ରର ସୋଲାପୁରଠାରେ ବ୍ୟାପୀଥିବା ବିରଳ ଗୁଲିଆନ୍‌-ବାରେ ସିଣ୍ଡ୍ରମ୍‌ ବା ଜିବିଏସ୍‌ ବ୍ୟାଧିରେ ସୋମବାର ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ଵୀକାର କରିଛି।

  4. 4.ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି।

  5. 5.ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମ‌ୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

  6. 6.ଗଣତନ୍ତ୍ର ଦିବସ ଅବସରରେ ଏକ ଦୁଃଖଦ ଖବର ସବୁ ମହଲକୁ ସ୍ତବ୍‌ଧ କରିଦେଇଛି। ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ତ୍ରିପାଠୀ (୫୯)ଙ୍କ ଗତକାଲି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ମୃତ୍ୟୁ ଘଟିଛି।

  7. 7.ଜାନୁଆରି ୨୬, ୨୦୨୫। ଲୋକସେବା ଭବନ କନ୍‌ଭେନ‌ସନ ସେଣ୍ଟରରେ ରାଜ୍ୟପାଳ ପଦକ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହେଲା । ତାଲିକାରେ ଥିବା ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କଲେ। କିନ୍ତୁ ଦୁଇ ଆଇପିଏସ୍‌ ଅଧିକାରୀ ଦୀପକ କୁମାର ଓ ପରମାର ସ୍ମିତ୍‌ ପୁରୁଷୋତ୍ତମଙ୍କ ନାମ ତାଲିକାରେ ନଥି‌ଲା।

  8. 8.ଲୋକପ୍ରିୟ ମିଲ୍କ ମୁ ବ୍ରାଣ୍ଡ୍‌ର ଉତ୍ପାଦ ବିକ୍ରି କରୁଥିବା ମିଲ୍କ ମନ୍ତ୍ର ଡେରି ପ୍ରାଇଭେଟ୍ ଲିମିଟେଡ୍‌କୁ ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟସ୍‌ ଲିମିଟେଡ୍‌ ଅଧିଗ୍ରହଣ କରିଛି। 

  9. 9.ପୁଞ୍ଜି ବଜାରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ବିବାଦୀୟ ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ସରକାର ଆଉ ଏକ ସୁଯୋଗ ଦେବେନାହିଁ।

  10. 10.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ କିଛି ଦିନ ପରେ ସଂସଦରେ ଉପସ୍ଥାପନ କରିବାକୁ ଯାଉଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ରେ ଦେଶର ଗରିବ, ଚାଷୀ, ମହିଳା ଓ ଯୁବିପିଢ଼ିଙ୍କୁ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି।

  11. 11.ହିମାଚଳ ପ୍ରଦେଶ ପୁଲିସର ଜଣେ ଆଇଜି ପାହ୍ୟା ଅଧିକାରୀଙ୍କ ସମେତ ୮ପୁଲିସ କର୍ମଚାରୀଙ୍କୁ ଏକ ହାଜତ ମୃତ୍ୟୁ ଘଟଣାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।

  12. 12.୨୦୨୦ ପରଠାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହେବ। ୨୦୨୦ରେ କରୋନା ମହାମାରୀକୁ ନେଇ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିଥିଲା।

  13. 13. ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ସମ୍ଭାଳିବା ପରେ ଅନେକ ନୂଆ ନିଷ୍ପତ୍ତି ନେଉଛନ୍ତି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି ।

  14. 14.ପ୍ରୟାଗରାଜରେ ଗୃହମନ୍ତ୍ରୀ ଅମିତ୍‌ ଶାହ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ ପକାଇଛନ୍ତି। ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇ ସାରିଲେଣି ।

  15. 15.କେନ୍ଦ୍ରର ଅବହେଳା ଯୋଗୁ ହରିୟାଣାର ୬୦୦ରୁ ଅଧିକ ଘରୋଇ ଡାକ୍ତରଖାନା ଆସନ୍ତା ଫେବୃୟାରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ଯୋଜନାରେ ସେବା ଯୋଗାଣ ବନ୍ଦ କରିବାକୁ ଯାଉଛନ୍ତି। ଭାରତୀୟ ଭେଷଜ ସଂଗଠନ(ଆଇଏମଏ)ର ହରିୟାଣା ଶାଖା ଏହି ନିଷ୍ପତ୍ତି ନେଇଛି।

229 Y
426 28-01-2025 English
  1. 1.Retired IAS Madhusudan Padhi was appointed as the State Election Commissioner, Odisha.

  2. 2.Retired IPS offi cer Prakash Mishra was appointed as advisor to Chief Minister Mohan Charan Majhi .

  3. 3.The government has set up a search committee under Union Law Minister Arjun Ram Meghwal to shortlist names for the appointment of the next chief election commissioner, sources said Monday, citing an order.

  4. 4.Union Home Minister Amit Shah took a dip at the Triveni Sangam here Monday and described the Maha Kumbh as a unique symbol of the Sanatan culture’s philosophy, which is rooted in harmony.

  5. 5.A special CBI court here Monday sentenced Himachal Pradesh Inspector General of Police Zahur Haider Zaidi and seven other policemen to life imprisonment in a 2017 custodial death case

  6. 6.Two days after giving birth to three cubs, lioness Rewa, one of the major attractions at Nandankanan Zoological Park (NZP) died Monday.

  7. 7. The state government has successfully expedited the paddy procurement process for the current kharif season, achieving significant progress towards meeting procurement targets.

  8. 8.The Union Ministry of Education Monday approved Rs86.91 crore for the redevelopment of Ravenshaw Girls’ High School in Cuttack for the 2024-25 period.

  9. 9.The World Health Organization (WHO) has requested governments to prioritise leprosy elimination and ensure sustained funding for surveillance, treatment, care and support, while calling upon them to include those affected by leprosy in policy and decision-making processes.

  10. 10.The Centre’s Department of Consumer Affairs Monday said it has notifi ed Draft Legal Metrology (Indian Standard Time) Rules, 2025 to synchronise time across the country with an aim of “One Nation, One Time.”

  11. 11.Prime Minister Narendra Modi and US President Donald Trump Monday vowed to work towards a “trusted” partnership with a focus on boosting India-US cooperation in areas of trade, energy and defence in their first phone conversation since the American leader's inauguration last week.

  12. 12.Odisha Warriors emerge champions at the inaugural women's Hockey India League after eking out a 2-1 win over JSW Soorma Hockey Club.

  13. 13.Illegal abortions show no sign of abatement in Nayagarh district with abortion pills reportedly being sold over the counter at various pharmacy stores without the required prescriptions from doctors.

  14. 14.The number of credit cards has more than doubled to around 10.80 crore in fi ve years through December 2019 but the number of debit cards has remained relatively stable, says a Reserve Bank report released Monday.

  15. 15.There's all sorts of ways beyond merely the score to measure just how dominant Jannik Sinner was while outplaying and frustrating Alexander Zverev during the 6-3, 7-6 (4), 6-3 victory Sunday that earned the 23-year-old Italian a second consecutive Australian Open championship.

200 Y
427 27-01-2025 Odia
  1. 1.ସୁଜୁକୀ ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ଓସାମୁ ସୁଜୁକୀଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ଭାରତରେ ମାରୁତି କାରକୁ ଲୋକପ୍ରିୟ କରିବାରେ ତାଙ୍କର ପ୍ରମୁଖ ଅବଦାନ ଥିଲା ।
  2. 2.ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ସମ୍ପ୍ରତି ମହାକୁମ୍ଭରେ ଯୋଗଦେବା ପାଇଁ ପ୍ରୟାଗରାଜ ଆସିଥିଲେ।

  3. 3.ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର-କୀର୍ତ୍ତନିଆ ସୁବର୍ଣ୍ଣରେଖା ମୁହାଣରେ ଚଳିତବର୍ଷ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ୫ଟି ଇରାବାଡ଼ି ପ୍ରଜାତିର ଡଲଫିନ୍‌ ଠାବ ହୋଇଥିବା ବେଳେ ଚଳିତବର୍ଷ ୭ଟି ଡଲଫିନ୍‌ ନଜରକୁ ଆସିଛି।

  4. 4.ଭାଗବତ କହିଛନ୍ତି,  ଆମ ଦେଶରେ ବିବିଧତାକୁ ଆମେ ଜୀବନର ଏକ ପ୍ରାକୃତିକ ଅଙ୍ଗ ଭାବରେ ଦେଖିଥାଉ । ଆପଣଙ୍କର ନିଜର ସ୍ୱତନ୍ତ୍ରତା ଥାଇପାରେ, କିନ୍ତୁ ଆପଣଙ୍କୁ ପରସ୍ପର ସହିତ ଭଲ ରହିବାକୁ ପଡିବ । ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ହେବା ଆବଶ୍ୟକ । 

  5. 5.ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ଡାର୍ଫର ଅଞ୍ଚଳର ଏଲ୍-ଫାଶରରେ ଥିବା ଶେଷ କାର୍ଯ୍ୟକ୍ଷମ ହସ୍ପିଟାଲଉପରେ ଶନିବାର ଏକ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

  6. 6.ଲେଫ୍ଟନାଣ୍ଟ ଜେନେରାଲ ସାଧନା ଏସ୍ ନାୟାର ଏବଂ ତାଙ୍କ ପୁଅ ତରୁଣ ନାୟାରଙ୍କ ପାଇଁ ଗଣତନ୍ତ୍ର ଦିବସ ୨୦୨୫ ବହୁତ ସ୍ୱତନ୍ତ୍ର ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୬ ଜାନୁଆରୀ ଅବସରରେ ଉଭୟଙ୍କୁ ସମ୍ମାନିତ କରାଯାଇଛି.।

  7. 7. ଉତ୍ତର-ପୂର୍ବ ନାଇଜେରିଆରେ ଏକ ଜିହାଦୀ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୨୭ ନାଇଜେରିଆ ସୈନିକ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ କରିଥିବା ଏହି ଆତ୍ମଘାତୀ ଆକ୍ରମଣରେ ଜଣେ ବରିଷ୍ଠ ସେନା କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।

  8. 8.ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି (ୟୁଏସ୍ଏଆଇଡି) ବାଂଲାଦେଶରେ ଏହାର ସମସ୍ତ ସହାୟତା ଓ ପ୍ରକଳ୍ପକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହି ନିଷ୍ପତ୍ତିକୁ ବାଂଲାଦେଶର ୟୁନୁସ ସରକାର ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି।

  9. 9.ଓଡ଼ିଶାକୁ ବହୁମାତ୍ରାରେ ପୁଞ୍ଜିନିବେଶ ଆସୁଛି। ରାଜ୍ୟ ସରକାର ଗତ ୭ ମାସ ମଧ୍ୟରେ ୧୫୯ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହା ମାଧ୍ୟମରେ ୨ ଲକ୍ଷ ୭୫ ହଜାର କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିଛି।

  10. 10.ଦେଶରେ କାର୍‌ ବଜାରରେ ଇଲେକ୍ଟ୍ରିକ କାର୍‌ ସଂଖ୍ୟା ୨୦୨୬-୨୭ ଆର୍ଥିକବର୍ଷ ବେଳକୁ ୫ ପ୍ରତିଶତରେ ଏବଂ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ୯ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ ଏହା ୨ ପ୍ରତିଶତରେ ରହିଛି।

  11. 11.ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍‌ ରହିବ। ବିଶ୍ବରେ ଏଆଇର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରିଛି।

  12. 12.ନାଇଜେରିଆରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏକ ତେଲ ଟ୍ୟାଙ୍କର ଏକକାଳୀନ ୧୭ ଗାଡ଼ିକୁ ଧକ୍କା ଦେବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।

  13. 13.ଆସାମର ୨ୟ ରାଜଧାନୀ ହେବ ଡିବ୍ରୁଡଗ। ଡିବ୍ରୁଗଡ଼କୁ ଆଗାମୀ ୩ ବର୍ଷ ଭିତରେ ରାଜ୍ୟର ଦ୍ବିତୀୟ ରାଜଧାନୀ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ରବିବାର ଘୋଷଣା କରିଛନ୍ତି।

  14. 14.ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରବିବାର ଆଉ ନୂଆ ୨୮ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୧ ଜଣ ଏଥିରେ ପୀଡ଼ିତ ଥିବା ଚିହ୍ନଟ ହୋଇଛନ୍ତି।

  15. 15.ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ର ପୁରୁଷ ଫାଇନାଲ୍ ମ୍ୟାଚ୍ ବିଶ୍ୱ ମାନ୍ୟତାର ଶୀର୍ଷରେ ଥିବା ୟାନିକ୍ ସିନର୍ ଏବଂ ଜର୍ମାନୀର ଆଲେକ୍ଜାଣ୍ଡର ଜେଭେରେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ୟାନିକ୍ ସିନର ଜିତିବା ସହ ନିଜ ଟାଇଟଲକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି।

240 Y
428 27-01-2025 English
  1. 1.Prime Minister Narendra Modi set a powerful example on India's 76th Republic Day on Sunday by picking up waste on the Kartavya Path, promoting the concept of plogging and the goal of 'Swacch Bharat' (Clean India).

  2. 2.Uttarakhand will enforce a Uniform Civil Code, laying a framework for uniform marriage, divorce, property, inheritance and adoption laws for all citizens. It will become the second state after Goa to have a uniform legal framework for citizens.

  3. 3.Maharashtra Minister Uday Samant said that the upcoming period drama 'Chhaava' should be shown to "historians and scholars" and if they raise objections then "we will not let it be released."

  4. 4."Sanatana dharma is national religion of India," says Yogi Adityanath at NDTV Mahakumbh Samvaad

  5. 5.The Supreme Court has said expressing disapproval for marriage does not amount to abetment of suicide under section 306 of the Indian Penal Code (IPC).

  6. 6.Researchers at the National Institute of Technology (NIT), Rourkela, have developed an AI-based Multi-Class Vehicle Detection (MCVD) model and a Light Fusion Bi-Directional Feature Pyramid Network (LFBFPN) tool aimed at improving traffic management in developing countries. 

  7. 7.Indonesia President Prabowo Subianto on Sunday, during a dinner hosted by President Droupadi Murmu, quipped that he has "Indian DNA", sparking a burst of laughter among the dignitaries.

  8. 8.Manipur has sent a tableau themed on one of its most significant traditional sports 'sagol kangjei' (polo) to the Bharat Parv exhibition at the Red Fort as part of the Republic Day celebrations. 

  9. 9.For the first time in 35 years, the national tricolour was unfurled at Tral in Pulwama district of Jammu and Kashmir on Sunday as patriotic songs marked the celebration of 76th Republic Day.

  10. 10.Assam Chief Minister Himanta Biswa Sarma has said that Dibrugarh will be developed as the second capital of Assam.

  11. 11.Members of the parliamentary panel on the Waqf Amendment Bill have suggested 572 amendments to the draft legislation that has the government and the opposition at loggerheads।

  12. 12.Guillain-Barre Syndrome is a rare immunological nerve disorder that causes sudden numbness and muscle weakness.

  13. 13.Eight Manipur police officers have been awarded the 'President's Medal for Distinguished Service' and 'Medal for Meritorious Service', an official statement said on Sunday.

  14. 14.A Joint Parliamentary Committee on Monday cleared the Waqf Amendment Bill - which seeks to make 44 changes to the way Muslim charitable properties are managed in the country - with 14 alterations to the draft tabled in the House in August last year.

  15. 15.Grandmaster Nodirbek Yakubboev’s refusal to shake hands with Indian GM R Vaishali stirred up a controversy at the Tata Steel Chess Tournament before the Uzbek apologised, saying that he meant no disrespect and didn’t respond to the gesture because of “religious reasons”.

179 Y
429 26-01-2025 Odia
  1. 1.୭୬ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି,   ଭାରତୀୟ ଭାବରେ ଆମର ସାମୂହିକ ପରିଚୟର ଏକ ସର୍ବୋଚ୍ଚ ଭିତ୍ତିଭୂମି ଆମ ସମ୍ବିଧାନ ପ୍ରଦାନ କରିଥାଏ।
  2. 2.ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ।

  3. 3.୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡାକ୍ତର ସାଇପ୍ରସନ୍ନା ବେହେରାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ମହିଳା ସଶକ୍ତିକରଣ ତଥା ଉତ୍ସର୍ଗୀକୃତ ସେବା ପାଇଁ ଏକ ଆନ୍ତର୍ଜାତୀୟ ସଂଗଠନ ପକ୍ଷରୁ ତାଙ୍କୁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ରେ ସମ୍ମାନିତ କରାଯାଇଛି।

  4. 4.ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ଯୋଶିତା ରାଜପକ୍ଷେଙ୍କୁ ପୁଲିସ ଶନିବାର ଗିରଫ କରିଛି। ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୨୦୧୫ରେ ମହିନ୍ଦା କ୍ଷମତାରେ ଥିବା ସମୟରେ ସମ୍ପତ୍ତି କିଣାରେ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା।

  5. 5.ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମ ପୁରସ୍କାର’ (ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ) ଘୋଷଣା କରାଯାଇଛି। ଏହି ତାଲିକାରେ ୭ ପଦ୍ମବିଭୂଷଣ, ୧୯ ପଦ୍ମଭୂଷଣ ଓ ୧୧୩ ପଦ୍ମଶ୍ରୀ ରହିଛି। ଏହି ତାଲିକାରେ ବିଦେଶୀ/ଏନ୍‌ଆର୍‌ଆଇ/ପିଆଇଓ/ଓସିଆଇ ବର୍ଗର ୧୦ ଜଣ ଏବଂ ୧୩ ଜଣ ମହିଳା ଅଛନ୍ତି।

  6. 6.ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀ ପଦ୍ମଶ୍ରୀ ମିଳିଛି।

  7. 7.ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି

  8. 8.ବୀର ଗାଥା ପ୍ରତିଯୋଗିତାରେ ୨.୫ ଲକ୍ଷରୁ ଅଧିକ ସ୍କୁଲର ୧.୭୬ କୋଟି ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଚିତ୍ରକଳା, ପ୍ରବନ୍ଧ ଲେଖିବା ଭଳି କାର୍ଯ୍ୟରେ ଅଂଶଗ୍ରହଣ କରି ଦେଶ ପ୍ରତି ଅତୁଳନୀୟ ସେବା ଓ ବଳିଦାନ ପାଇଁ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସମ୍ବର୍ଦ୍ଧିତ ହୋଇଥିବା ୧୦୦ ବିଜେତାଙ୍କ ମଧ୍ୟରେ ୬୬ ଜଣ ଛାତ୍ରୀ ଅଛନ୍ତି।

  9. 9.ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀସ୍ଥ କର୍ତ୍ତବ୍ୟପଥରେ ଭବ୍ୟ ପରେଡ ମଧ୍ୟ ଆୟୋଜନ କରାଯିବ। ଚଳିତବର୍ଷ ପରେଡରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟର ମୋଟ ୩୦ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରୁଥିବା ଜଣାପଡିଛି।

  10. 10.ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ ଉପରେ ଶ୍ରୀମାତା ବୈଷ୍ଣୋଦେବୀ କାଟ୍ରା ଷ୍ଟେସନରୁ ଶ୍ରୀନଗର ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ପ୍ରଥମ ପରୀକ୍ଷଣ ଶନିବାର ଅନୁଷ୍ଠିତ ହୋଇଛି।

  11. 11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଟି କୀର୍ତ୍ତିଚକ୍ର ଏବଂ ୧୪ ଶୌର୍ଯ୍ୟଚକ୍ର ସମେତ ସଶସ୍ତ୍ର ବାହିନୀର ୯୩ ‌ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।

  12. 12.୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହବ୍ବୁର ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ଆମେରିକାର ସୁପ୍ରିମ୍‌କୋର୍ଟ ମଞ୍ଜୁରି ଦେଇଛନ୍ତି।

  13. 13.କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାର ୧୯ ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟ କ୍ଷେତ୍ରରେ ସାହାସିକତା ପ୍ରଦର୍ଶନ ନିମନ୍ତେ ୬ ଜଣଙ୍କୁ ସାହାସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।

  14. 14.ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍‌ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। 

  15. 15.ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି।

219 Y
430 26-01-2025 English
  1. 1.President Droupadi Murmu Saturday advocated for the “One Nation One Election” initiative, asserting it has the potential to redefi ne “good governance”.

  2. 2.76th Republic Day Celebration Live: The parade on Kartavya Path will commence at 10.30 am, with chief guest and Indonesian President Prabowo Subianto in attendance.

  3. 3. CEC Rajiv Kumar Saturday requested political parties to avoid “disruptive campaigning” and “fake narratives”, saying it might cause disillusionment among youngsters regarding the electoral process.

  4. 4.The Supreme Court recently observed that industrially allotted land should be utilised by someone who can generate income and employment.

  5. 5.Four Odias will be conferred with nation’s fourth-highest civilian award Padma Shri among 139 - seven Padma Vibhushan, 19 Padma Bhushan and 113 Padma Shri decorations. Dr. Ashok Mohapatra, Adwaita Charan Gadnayak, Durga Charan Ranbir, and Pratibha Satpathy, are set to receive the prestigious award for their remarkable contributions in healthcare, art, and literature.

  6. 6.Chandrakant Sompura, the architect of the Ram temple in Uttar Pradesh's Ayodhya, is among the Padma Shri recipients this year.

  7. 7.The Finance Ministry on Saturday notified the Unified Pension Scheme (UPS) which promises an assured pension of 50 per cent of the average basic pay drawn over the last 12 months prior to superannuation.

  8. 8.The CRPF has been awarded the highest number of police gallantry medals, 21, among all central and state police forces including two defence ministry issued Shaurya Chakras on the eve of the 76th Republic Day Saturday.

  9. 9.Mahanadi Coalfi elds Limited (MCL) has signed a Memorandum of Understanding (MoU) with the district administration of Sambalpur for Project ‘Sikshotthan’, a landmark initiative aimed at benefiting over 41,000 elementary students in this district of western Odisha.

  10. 10.Employees' State Insurance Corporation (ESIC) has added 16.07 lakh new workers enrolled under the ESI scheme in November, about one per cent higher as compared to the year-ago month, according to the latest payroll data.

  11. 11.Three in every four animal bites are due to dogs, with over 5,700 deaths in humans estimated to occur each year due to rabies in India, according to a study published in The Lancet Infectious Diseases journal.

  12. 12.YSRCP leader V Vijayasai Reddy Saturday resigned as a member of Rajya Sabha and announced he was quitting politics due to “personal reasons”, the fourth party MP to short-terminate their terms in the Upper House since its rout in the 2024 Assembly elections.

  13. 13.The Palestinian militant movement Hamas released four female Israeli soldier hostages Saturday, in return for 200 Palestinian prisoners, in keeping with a ceasefire agreement aimed at ending the 15-month-old war in Gaza.

  14. 14.Yemen’s Houthi rebels unilaterally released 153 war detainees Saturday, the International Committee of the Red Cross said.

  15. 15.The US State Department issued a “stop-work” order Friday for all existing foreign assistance and paused new aid, according to a cable seen by Reuters, after President Donald Trump ordered a pause to review if aid allocation was aligned with his foreign policy.

173 Y