Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 07-05-2026 Odia
  1. 1.ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

  2. 2.ରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ।

  3. 3.ନେପାଳର ବାଲେନ ସରକାର ଭାରତକୁ ନାଲିଆଖି ଦେଖାଇଛନ୍ତି। ନେପାଳ ସରକାର ମାନସରୋବର ଯାତ୍ରାର ପଥକୁ କଡ଼ା ବିରୋଧ କରିଛନ୍ତି।

  4. 4.ନିର୍ବାଚନରେ ଆଇଟି ପ୍ଲାଟଫର୍ମ – ECINET ଭୂମିକା ଗୁରୁତ୍ବପୂର୍ଣ୍ଣ।  ଭାରତୀୟ ନିର୍ବାଚନ କମିଶନର ଆଇଟି ପ୍ଲାଟଫର୍ମ – ECINET ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ – ସମ୍ପ୍ରତି ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି ।

  5. 5. ଉତ୍ତରପ୍ରଦେଶର ଲକ୍ଷ୍ନୌ ଏଟିଏସ୍‌ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ବାରବାଙ୍କିର ଦାନିୟାଲ ଏବଂ କୁଶୀନଗରର କୃଷ୍ଣଙ୍କୁ ଗିରଫ କରାଯାଇଛି। 

  6. 6.ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନି ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଏହାର ୪୦ ପ୍ରତିଶତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କରିବା ‌‌ଯୋଜନା ପ୍ରସ୍ତୁତ କରିଛି। ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ‌ଯୋଜନା କାର୍ଯ୍ୟକାରୀ ହେବ।

  7. 7.ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କୁ ଭାରତର ପ୍ରମୁଖ ଧନୀ ମୁକେଶ ଅମ୍ବାନୀ ଟକ୍କର ଦେବାକୁ ଯାଉଛନ୍ତି। ମସ୍କଙ୍କ ଉପଗ୍ରହଭିତ୍ତିକ ଯୋଗାଯୋଗ ସଂସ୍ଥା ଷ୍ଟାରଲିଙ୍କ ସହ ସେ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ମନ ସ୍ଥିର କରିଛନ୍ତି।

  8.  8.ପିଏମ୍‌ ବାଣୀର ବିଫଳତାରୁ ମିଳିଥିବା ଶିକ୍ଷାକୁ ନେଇ କେନ୍ଦ୍ର ସରକାର ଏକ ଉନ୍ନତ ସାର୍ବଜନୀନ ୱାଇ-ଫାଇ ବ୍ୟବସ୍ତା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ନୂତନ ସୁବିଧାରେ ଦେଶବ୍ୟାପୀ ସାର୍ବଜନୀନ ୱାଇ-ଫାଇ ପାଇଁ ଗୋଟିଏ ପାସ୍‌ୱାର୍ଡ ରହିବ।

  9. 9.ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି।

  10. 10.ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ ଉଦ୍ଧାର ହୋଇଛନ୍ତି ଶିବ ପ୍ରଧାନ ।

  11. 11.ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

  12. 12.ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିଧାସଳଖ ସମ୍ପୃକ୍ତି ପାଇଁ ୪୩୩ ଜଣଙ୍କୁ ଗିରଫ କରାଯିବା ସହିତ, ଡିଜିପି କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୧୦୦ ଜଣଙ୍କୁ ପ୍ରତିରୋଧକ ଅଟକ ରଖାଯାଇଛି।

  13. 13.ସହରାଞ୍ଚଳ ଗୃହ ସଂଯୋଗକୁ ବିସ୍ତାର କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଖୁବ୍ ଶୀଘ୍ର "ସମସ୍ତଙ୍କ ପାଇଁ ଏକ ଛାତ" ପ୍ରୟାସ ଆରମ୍ଭ କରିବ।

  14. 14.ଗ୍ରୀଷ୍ମ ପ୍ରବାହ ଭୁବନେଶ୍ୱରରେ ପାନୀୟ ଜଳ ସମସ୍ୟାକୁ ତୀବ୍ର କରିଛି, ନଦୀ ଜଳସ୍ତର ହ୍ରାସ ପାଉଛି ଏବଂ ଭୂତଳ ଜଳ ଭଣ୍ଡାର ହ୍ରାସ ପାଉଛି ଯାହା ସହରର ବିଭିନ୍ନ ସ୍ଥାନରେ ଯୋଗାଣକୁ ଗୁରୁତର ଭାବରେ ପ୍ରଭାବିତ କରୁଛି।

  15. 15.ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ବସନ୍ତ ଭିଲା ଆପାର୍ଟମେଣ୍ଟରେ ବୁଧବାର ଭୋର ସମୟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିବା ପରେ ଏକ ବୃଦ୍ଧ ଦମ୍ପତି ଏବଂ ସେମାନଙ୍କ ନାବାଳକ ନାତୁଣୀ ସମେତ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

13 Y
2 07-05-2026 English
  1. 1.Chandranath Rath, a close aide and personal assistant of outgoing Leader of the Opposition in the West Bengal Assembly Suvendu Adhikari, was shot dead.

  2. 2.The Union Cabinet has approved a proposal to amend the Prevention of Insults to National Honour Act, 1971 to make any obstruction to the singing of the national song Vande Mataram a punishable offence.

  3. 3.Jeetu Munda, who recently hit the headlines for carrying his sister's skeleton to a rural bank to prove her death and withdraw money, Wednesday underwent a purification ritual as per tribal tradition and offered a feast to the community.

  4. 4.A writ petition has been filed in the Madras High Court seeking the registration of a First Information Report (FIR) against actor and Tamilaga Vettri Kazhagam (TVK) President C. Joseph Vijay in connection with alleged income tax irregularities linked to the 2015 Tamil film.

  5. 5.The BJP-led NDA government in Assam is likely to be sworn in for a third consecutive term on May 12.

  6. 6.Senior bureaucrat Saurabh Vijay was appointed Wednesday as the Chief Executive Officer (CEO) of Unique Identification Authority of India. Vijay, a 1998-batch Indian Administrative Service (IAS) officer,

  7. 7.India and Vietnam Wednesday elevated their relations to enhanced comprehensive strategic partnership and vowed to significantly expand economic and defence ties.

  8. 8.India and the European Union have deepened their clean energy partnership with the launch of a third coordinated call for proposals on recycling electric vehicle (EV) batteries, under the India-EU Trade and Technology Council (TTC).

  9. 9.The bench also said that its judgment, which allows the Chief Justice of India to be on the selection panel, was an arrangement made in the absence of a law.

  10. 10.In addition to the 433 arrests made for direct involvement in cases of post-poll violence, the DGP said that 1,100 persons have so far been placed under preventive detention.

  11. 11.The police have busted a sex racket in Odisha’s Angul town and detained the pimp.

  12. 12.The Odisha  state will soon launch the “A Roof for All” initiative aimed at expanding urban housing access.

  13. 13.The Indian Railways has rejected allegations surrounding the recent reorganisation of railway jurisdictions, stating that the restructuring linked to the creation of the Rayagada Division and the South Coast Railway zone is purely an operational and administrative exercise with no adverse impact Odisha .

  14. 14.The summer heat has intensified the drinking water woes in Bhubaneswar, with shrinking river water levels and falling groundwater reserves severely affecting supply across several parts of the city.

  15. 15.Three members of a family, including an elderly couple and their minor granddaughter, died after a major fire broke out early on Wednesday at Basant Villa apartments in Bhubaneswar’s Laxmisagar area. 

7 Y
3 06-05-2026 English
  1. 1.Indian journalists Anand RK and Suparna Sharma have won the prestigious Pulitzer Prize for their work highlighting digital surveillance and cyber fraud. The awards were announced Monday

  2. 2.The Union Cabinet Tuesday cleared a proposal to increase the strength of the Supreme Court from the present 34 judges to 38, including the Chief Justice of India (CJI). Union Minister Ashwini Vaishnaw said .

  3. 3.Senior BJP leader and Union Home Minister Amit Shah has been appointed the Central observer for the election of the Leader of the Legislature Party in West Bengal, while Chief Minister Mohan Charan Majhi has been named Central coobserver to assist in overseeing the proceedings.

  4. 4.In a significant development for Odisha, a new railway division will be established at Rayagada under East Coast Railway, a move widely seen as strengthening the state’s rail infrastructure.

  5. 5.Deputy Chief Minister Kanak Vardhan Singh Deo Tuesday asked all power distribution companies (DISCOMs) to ensure uninterrupted and quality power supply across the state during the summer season.

  6. 6.State’s Chief Electoral Officer (CEO) will meet a BJD delegation May 11 to discuss alleged irregularities in the issuance of a second ballot paper to two BJP MLAs during voting for the Rajya Sabha elections March 16, an official said Tuesday.

  7. 7.Jitu Munda, who grabbed national and global headlines after carrying his sister’s skeletal remains to a bank as proof of death to withdraw money left in her bank account and subsequently received lakhs of rupees as aid, was chased and attacked by his younger brother demanding his share from the donations.

  8. 8.The Railway Board Tuesday called 34 years of operation of the world’s fi rst ladies special train service between Churchgate and Borivali in Mumbai a “key milestone in women-centric suburban travel”.

  9. 9. Punjab Chief Minister Bhagwant Mann Tuesday met President Droupadi Murmu and sought the termination of membership of six Rajya Sabha members from the state who defected to the BJP, saying their act was a “mockery” and “murder” of the Constitution.

  10. 10.The Cabinet Committee on Economic Affairs chaired by Prime Minister Narendra Modi Tuesday approved three projects costing about Rs 23,437 crore of the Railway Ministry.

  11. 11.Providing food baskets to 2.8 million people with tuberculosis in India could avert over 120,000 deaths yearly, according to a study.

  12. 12.The swearing-in of the TVK cabinet is likely May 7. Vijay's remarks assume significance in the wake of TVK being 10 short of the simple majority to form government, as it has only 108 members in the 234-member Tamil Nadu Assembly.

  13. 13.A BJP and a Trinamool Congress worker were killed in separate incidents of post-poll violence in West Bengal Tuesday, police said.

  14. 14.Sri Lanka’s anti-graft agency will question former president Mahinda Rajapaksa in a case involving the purchase of aircraft for the national carrier during his presidency, a court was told here Tuesday.

  15. 15.Total automobile retail sales in India grew by 12.94 per cent with a record 26,11,317 units in April as compared to 23,12,221 units in the same month last year, making a bright start to the new fiscal, Federation of Automobile Dealers Associations said Tuesday.

9 Y
4 06-05-2026 Odia
  1. 1.ଡିଜିଟାଲ  ଠକେଇରୁ ବର୍ତ୍ତିବା ପାଇଁ ଡିଜିଟାଲ ନିରୀକ୍ଷଣ ଏବଂ ସାଇବର ଠକେଇକୁ ଗ୍ରାଫିକ୍‌ ମାଧ୍ୟମରେ ଦର୍ଶାଇ ଲୋକମାନଙ୍କୁ ସଚେତନ କରିଥିବା ୨ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ଆନନ୍ଦ ଆର୍‌କେ. ଏବଂ ସୁପର୍ଣ୍ଣା ଶର୍ମାଙ୍କୁ ସମ୍ମାନଜନକ ପୁଲିଜର୍‌ ପୁରସ୍କାର-୨୦୨୬ ମିଳିଛି।

  2. 2.ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ଆଦାୟ ସହିତ ଜଡିତ ବ୍ୟାଙ୍କ ଏବଂ NBFC ପାଇଁ ନୂତନ ଡ୍ରାଫ୍ଟ ନିୟମ ପ୍ରଚଳନ କରିଛି। ଏହି ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏବେ ଅଣ-କାର୍ଫିଙ୍ଗ ସମ୍ପତ୍ତି ପୁନରୁଦ୍ଧାର ପାଇଁ ଜମି କିମ୍ବା ଘର ଭଳି ବନ୍ଧକ ଅସ୍ଥାବର ସମ୍ପତ୍ତିର ଦଖଲ ନେଇପାରିବେ।

  3. 3.ଜଳନ୍ଧରରେ ବିଏସଏଫ ପଞ୍ଜାବ ମୁଖ୍ୟାଳୟ ବାହାରେ ବିସ୍ଫୋରଣ ପରେ, ଅମୃତସରର ଖାସା ଅଞ୍ଚଳରେ ଏକ ସେନା ଶିବିର ବାହାରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ସେନା ଏବଂ ପଞ୍ଜାବ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଫରେନସିକ୍ ତଦନ୍ତ ଆରମ୍ଭ କରିଥିଲେ।

  4. 4.ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ପରିବହନ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ହ୍ରାସ କରିବା ପାଇଁ ଆର୍‌ଟିଓମାନେ ଗ୍ରାଉଣ୍ଡ୍‌ ଜିରୋରେ ବ୍ୟାପକ ଭାବେ କାର୍ଯ୍ୟ କରିବା ପାଇଁ ପରିବହନ କମିସନର୍‌ ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି।

  5. 5. ଦେଶର ପ୍ରତ୍ୟେକ ସଡ଼କ ଯେପରି ପଥଚାରୀଙ୍କ ପାଇଁ ସୁରକ୍ଷିତ ହେବ, ରାସ୍ତାରେ ବେଆଇନ ପାର୍କିଂ ହେବନି, ରାସ୍ତାକୁ ଲାଗି ଢାବା, ବ୍ୟବସାୟିକ ପ୍ରତିଷ୍ଠାନ କି କୌଣସି ବେଆଇନ ନିର୍ମାଣ ହେବନି, ସେନେଇ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଆବଶ୍ୟକୀୟ ପଦକ୍ଷେପ ନେଇ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  6. 6.ଚଳିତବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ମୋଟ ୮୮,୨୨୧ଟି ଗାଡି  ବିକ୍ରି ହୋଇଛି। ୨୦୨୫ ଏପ୍ରିଲରେ ହୋଇଥିବା ୭୦,୮୦୭ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୪.୮୯ ପ୍ରତିଶତ ଅଧିକ। 

  7. 7.ବାୟୋଫାର୍ମା କମ୍ପାନି ବାୟୋକନ୍‌ର ପ୍ରତିଷ୍ଠାତା କିରଣ ମଜୁମଦାର ସଙ୍କ ଉତ୍ତରାଧିକାରୀ ତାଙ୍କର ୩୭ ବର୍ଷୀୟା ଝିଆରୀ କ୍ଲେୟାର ମଜୁମଦାର ହେବେ। କ୍ଲେୟାର ଜଣେ ବାୟୋଟେକ  ବିଶେଷଜ୍ଞ ଅଟନ୍ତି ।

  8. 8.ବୟନିକାର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ବୟନିକା ପକ୍ଷରୁ ଏହାର ବିକ୍ରୟକେନ୍ଦ୍ରରେ ଗ୍ରାହକଙ୍କ ନିମନ୍ତେ ପୂର୍ବର ୨୦ ପ୍ରତିଶତ ରିହାତି ସହ ଅତିରିକ୍ତ ୧୦ ପ୍ରତିଶତ ରିହାତି ଦିଆଯାଉଛି। ଏହି ବିଶେଷ ରିହାତି ସୁବିଧା ତିନି ଦିନ (ଚଳିତ ମଇ ୫, ୬ ଓ ୭ ତାରିଖ) ପାଇଁ ଉପଲବ୍ଧ ରହିବ । 

  9. 9.ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଏହାର ସୁଯୋଗ ନେଇ ପାରିବେ।

  10. 10.ବର୍ତ୍ତମାନ ସୁପ୍ରିମକୋର୍ଟରେ ଭାରତର ମୁଖ୍ୟ ବିଚାରପତି (CJI) ସମେତ ୩୪ ଜଣ ବିଚାରପତିଙ୍କ ଅନୁମୋଦିତ କ୍ଷମତା ଅଛି।ସରକାର ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା ଚାରି ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  11. 11. ପଶ୍ଚିମବଙ୍ଗରେ କ୍ଷମତା ପାଇଁ ଲଢ଼େଇ ଏକ ନୂତନ ଏବଂ ଗମ୍ଭୀର ମୋଡ଼ରେ ପହଞ୍ଚିଛି। ନିର୍ବାଚନ କମିଶନ (EC) ମଙ୍ଗଳବାର ଏକ ନୂତନ ରାଜ୍ୟ ବିଧାନସଭା ଗଠନ ପାଇଁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛନ୍ତି।

  12. 12.କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ରେ ଯୁବ ପେସାଦାରମାନଙ୍କୁ ତାଲିମ ଦେବା ପାଇଁ କେନ୍ଦ୍ର ସରକର ଏକ ବଡ଼ ପଦକ୍ଷେପ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ, ମନୋରଞ୍ଜନ, ଗେମିଂ ଏବଂ ଆନିମେଶନ ସେକ୍ଟରରେ ୧୫,୦୦୦ ସ୍କଲାରଶିପ୍‌ ପ୍ରଦାନ କରାଯିବ।

  13. 13.ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପନ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ତିରୁପତ୍ତୁର ଆସନ ପାଇଁ ନିର୍ବାଚନ ହାରିଯାଇଥିଲେ। ଏହା ପ୍ରମାଣିତ କରେ ଯେ, ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ନିଜସ୍ବ ଗୁରୁତ୍ୱ ବହନ କରେ; ଗୋଟିଏ ଭୋଟ ସମଗ୍ର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିବ।

  14. 14.ତାମିଲନାଡୁର ରୋୟାପୁରମ୍‌ ନିର୍ବାଚନମଣ୍ଡଳୀରେ କେ. ବିଜୟ ଧାମୁ ନାମକ ଜଣେ ଅଟୋ ଡ୍ରାଇଭର ବିଜୟୀ ହାଇଛନ୍ତି। ବିଜୟଙ୍କ ଦଳ ଟିଭିକେରୁ ପ୍ରାର୍ଥୀ ହୋଇଥିବା ଧାମୁ ରାଜ୍ୟର ୨ ଜଣ ପ୍ରଭାବଶାଳୀ ରାଜନେତାଙ୍କୁ ପରାଜିତ କରିଛନ୍ତି।

  15. 15.ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ୟାନିକ୍‌ ସିନର ତାଙ୍କ ଟେନିସ୍‌ ଜୀବନରେ ପ୍ରଥମଥର ମାଦ୍ରିଦ ଓପନ୍‌‌ରେ ଚମ୍ପିଆନ୍‌ ହୋଇଛନ୍ତି।

18 Y
5 05-05-2026 English
  1. 1.The BJP is set to form its first government in West Bengal with a landslide victory in the state polls. The saffron party is also set to retain Assam for a third term.

  2. 2.In Tamil Nadu by actor-politician Vijay’s TVK with 107 wins and leads out of 234 seats to emerge as the single-largest party.

  3. 3.Riding a pro-incumbency wave, the AINRCled NDA emerged victorious in the April 9 Puducherry Assembly elections .

  4. 4.Three incumbent chief ministers -- Mamata Banerjee (West Bengal), MK Stalin (Tamil Nadu) and Pinarayi Vijayan (Kerala) -- are on their way out, with Banerjee and Stalin also losing their seats.

  5. 5.The Yangtze River valley is not just a geographical feature—it is the pulse of a civilisation. Stretching across China along the 30th parallel north, this immense river system supports nearly 400 million people.

  6. 6.The Supreme Court Monday came down heavily on Odisha courts for imposing “regressive”, “degrading” and “abhorrent” bail conditions like asking the accused, especially those belonging to Scheduled Tribe (ST) community, to clean police stations and set them aside.

  7. 7.Deputy Chief Minister Pravati Parida Monday disbursed financial assistance of over Rs61 crore to more than 79,000 beneficiaries, who had earlier missed the first, second, or third instalments of ‘Subhadra’ scheme due to various reasons, officials said.

  8. 8.Disability has not deterred the visually and hearing-impaired students from the path of success as all 25 students from the two special schools for the blind and deaf here in Ganjam district cleared the annual Class X state board examination this year, officials said Monday.

  9. 9.In a push to promote crop diversification and encourage farmers to shift away from water-guzzling paddy, the Punjab government has decided to expand its Kharif maize cultivation scheme from six to 16 districts for the 2026-27 season with an incentive of Rs 17,500 per hectare.

  10. 10.Fire-related emergencies in the national capital surged sharply in April, rising 73 per cent from March, while 32 people have died in fire accidents between January and April this year.

  11. 11.The SC said the issuance of new Aadhaar only to citizens up to the age of six years require legislative intervention and appropriate amendments in the existing legal framework.

  12. 12.The supply of domestic LPG is normal, with online bookings for cooking gas rising to 99 per cent Sunday and no dry-outs reported at retail distributors.

  13. 13.US forces Monday launched an effort to guide commercial ships through the Strait of Hormuz, where hundreds have been stuck since the Iran war began.

  14. 14.India’s manufacturing sector activity witnessed mild recoveries in growth of new business intakes and production, but rates of increase were the second-weakest in nearly four years.

  15. 15.Kimi Antonelli won the Miami Grand Prix Sunday for his third consecutive Formula 1 victory as the 19-year-old Mercedes drivers continued to show he's a legitimate championship contender.

9 Y
6 05-05-2026 Odia

୧. ରାଜ୍ୟ ନିର୍ବାଚନରେ ​​ବିପୁଳ ବିଜୟ ସହିତ ବିଜେପି ପଶ୍ଚିମବଙ୍ଗରେ ପ୍ରଥମ ସରକାର ଗଠନ କରିବାକୁ ଯାଉଛି। ଏହି ବିଜେପି ଦଳ ମଧ୍ୟ ତୃତୀୟ ଥର ପାଇଁ ଆସାରେ ସରକାର ଗଠନ କରିବାକୁ ଯାଉଛି।

୨. ତାମିଲନାଡୁରେ ଅଭିନେତା-ରାଜନେତା ବିଜୟଙ୍କ ଟିଭିକେ ୧୦୭ ବିଜୟ ସହିତ ୨୩୪ ଆସନରୁ ଅଗ୍ରଣୀ ହୋଇ ଏକକ ବୃହତ ଦଳ ଭାବରେ ଉଭା ହୋଇଛି।

୩. ତିନି ଜଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ - ମମତା ବାନାର୍ଜୀ (ପଶ୍ଚିମ ବଙ୍ଗ), ଏମକେ ଷ୍ଟାଲିନ (ତାମିଲନାଡୁ) ଏବଂ ପିନାରାଇ ବିଜୟନ (କେରଳ) - ବିଦାୟ ନେଇଛନ୍ତି  ବାନାର୍ଜୀ ଏବଂ ଷ୍ଟାଲିନ ମଧ୍ୟ ସେମାନଙ୍କର ଆସନ ହରାଇଛନ୍ତି।

୪.ପେଟ୍ରୋଲ, ଡିଜେଲ କିମ୍ବା LPG ସିଲିଣ୍ଡରର ଖୁଚୁରା ମୂଲ୍ୟ ବୃଦ୍ଧି କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ। ସରକାର ଏହା ମଧ୍ୟ କହିଛନ୍ତି ଯେ ଘରୋଇ LPGର ଯୋଗାଣ ସ୍ବାଭାବିକ, ଏବଂ ରବିବାର ଏହାର ଅନଲାଇନ ବୁକିଂ ୯୯ ପ୍ରତିଶତକୁ ବୃଦ୍ଧି ପାଇଛି।

୫. ରାୟଗଡ଼ା ଜିଲା କାଶୀପୁର ଥାନା ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୯ତାରିଖରେ ଦେଇଥିବା ଆଦେଶକୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତିର ଅଭିଯୁକ୍ତଙ୍କୁ ଜାମିନ ପାଇଁ ଥାନା ସଫା କରିବା ଭଳି ସର୍ତ୍ତ ରଖାଯିବା ଘଟଣାରେ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

୬. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରେ, ତେବେ ଏହା ପୃଥିବୀରୁ ପୋଛି ଦିଆଯିବ

୭. ତାମିଲନାଡୁ ବିଧାନସଭାର ଏକ ଆସନ ଆଲୋଚନାର ବିଷୟ ପାଲଟିଛି। ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପାନ ତିରୁପ୍ପଟୁର ବିଧାନସଭା ଆସନରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

୮. ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦୁଷ୍ୟନ୍ତ ନାରିଆଲା ସମସ୍ତ ବିଭାଗ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବିନା ଅନୁମତିରେ କୌଣସି ସରକାରୀ କାଗଜପତ୍ର ହଟାଯାଇପାରିବ ନାହିଁ। ନଷ୍ଟ କରାଯାଇପାରିବ ନାହିଁ କିମ୍ବା ନକଲ କରାଯାଇ ନାହିଁ।

୯. ପ୍ରବଳ ଝଡ଼, ବର୍ଷା, ଶିଳାବୃଷ୍ଟି ଏବଂ ବଜ୍ରପାତ ଯୋଗୁଁ  ସୋମବାର ଦିନ ବହୁ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ୨୪ ଜଣ ଏବଂ ବିହାରରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

୧୦. ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୨୭ ଜଣ ମହାରଣା ସେବକ, ଶ୍ରୀବଳଭଦ୍ରଙ୍କ ରଥରେ ୨୬ ଜଣ ଓ ଦେବୀ ସୁଭଦ୍ରାଙ୍କ ରଥରେ ୨୫ ଜଣ ମହାରଣା ସେବକ ନିୟୋଜିତ‌ ହୋଇଛନ୍ତି। ଏହିଭଳି ତିନି ରଥରେ ମୋଟ ୭୮ ଜଣ ମହାରଣା ସେବକ ନିୟୋଜିତ ହୋଇଛନ୍ତି ।

୧୧. କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଭାରତରେ ପୁରୁଷ ଓ ମହିଳାରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ନିବେଶକଙ୍କ ସଂଖ୍ୟା ବଢ଼ୁଛି। ୨୦୨୪-୨୫ ଓ ୨୦୨୫-୨୬ ତଥ୍ୟକୁ ତୁଳନା କରିବା ପରେ ଜଣାପଡ଼ିଛି ଯେ ରାଜ୍ୟରେ ପୁରୁଷ ନିବେଶକଙ୍କ ସଂଖ୍ୟା କମୁଥିବା ବେଳେ ମହିଳା ନିବେଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

୧୨. ଦେଶରେ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଏପ୍ରିଲରେ ଦେଶରେ ଏଲ୍‌ପିଜି ବ୍ୟବହାର ୧୬.୧୬ ପ୍ରତିଶତ କମିଯାଇଛି।

୧୩. ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଡଲାର ମୂଲ୍ୟ ୯୫ ଟଙ୍କା ୨୩ ପଇସା ହୋଇଯାଇଛି।

୧୪. ବୈଶ୍ବିକ ଉତ୍ତାପ ବୃଦ୍ଧି ନିମନ୍ତେ କାର୍ବନ୍‌ ଡାଇଅକ୍ସାଇଡ୍‌ ଯେତିକି ମାତ୍ରାରେ ଦାୟୀ ନୁହେଁ, ‘ଆର୍‌-୪୧୦ଏତାଅପେକ୍ଷା ୨୦୦୦ଗୁଣ ଦାୟୀ। ଯଦି ଚାହିଦା ଏମିତି ବୃଦ୍ଧି ପାଇଚାଲେ ତାହେଲେ ୨୦୫୦ ବେଳକୁ ବୈଶ୍ବିକ ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନର ୧୦ ପ୍ରତିଶତ ପାଇଁ ଦାୟୀ ହେବ  ଏୟାର୍‌କଣ୍ଡିସନର୍‌।

୧୫. ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୭ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍‌ସ ୬ ୱିକେଟ୍‌ରେ ବିଜୟୀ ହୋଇଛି। ମୁମ୍ବାଇ ପାଇଁ ରାୟନ ରିକେଲ୍‌ଟନ ଏବଂ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦଳ ୧୮.୪ ଓଭରରେ ୪ଟି ୱିକେଟ୍‌ ହରାଇ ୨୨୯ ରନ୍‌ ସଂଗ୍ରହ କରିଛି।

21 Y
7 04-05-2026 Odia
  1. 1.ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି।

  2. 2.ଲ୍‌ପିଜି ବାହକ ‘ସର୍ବ ଶକ୍ତି’ ଇରାନର ଲାରାକ ଦ୍ୱୀପ ନିକଟରୁ ବାହାରି ତେହେରାନ ଦେଇ ଆସୁଛି। ଜାହାଜଟି ୪୫୦୦୦ ଟନ୍‌ ଗ୍ୟାସ୍‌ ଏବଂ ୧୮ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଆଣି ଆସୁଛି। ଏହା ବିଶାଖାପାଟଣାର ଏକ ପ୍ରମୁଖ ଏଲ୍‌ଏନ୍‌ଜି ଟର୍ମିନାଲକୁ ଯାଉଛି।

  3. 3. ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି।

  4. 4.ପ୍ଲୁଟୋକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହର ମାନ୍ୟତା ଦେବା ପାଇଁ ନାସା ପ୍ରଶାସକ ଜେରେଡ ଆଇଜାକମ୍ୟାନ୍‌ ଦୃଢ଼ ଦାବି କରିଛନ୍ତି। ନାସା ପକ୍ଷରୁ ଏ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଖୁବ୍‌ଶୀଘ୍ର ଆଇଏୟୁ ନିକଟରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।

  5. 5. ‘TankerTrackers.com’ ପର୍ଯ୍ୟବେକ୍ଷଣ ସଂସ୍ଥା ଦାବି କରିଛି ଯେ ଏକ ବିଶାଳ ଇରାନୀ ତୈଳ ଟ୍ୟାଙ୍କର୍‌ ଆମେରିକୀୟ ନୌସେନାର କଠୋର ଅବରୋଧକୁ ଅତିକ୍ରମ କରିବାରେ ସଫଳ ହୋଇଛି। ଏହି ଜାହାଜ ଏବେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପହଞ୍ଚିଛି।

  6. 6.ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ କ୍ଲିୟରାନ୍ସ ଅପରେଶନ ସମୟରେ ରିଭୋଲ୍ୟୁସନାରୀ ଗାର୍ଡ (IRGC)ର ୧୪ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି।

  7. 7.ଓଡ଼ିଶାରେ କ୍ଷୀର ଦାମ୍‌ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି।

  8. 8.ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଏହି ସୂଚନା ଦେଇଛନ୍ତି।

  9. 9.ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି।

  10. 10.ନବରଙ୍ଗପୁର ବ୍ଲକର ତୁରୀ-ଗୁନଥାଟ୍ ମଧ୍ୟମ ଜଳସେଚନ ପ୍ରକଳ୍ପ। କାର୍ଯ୍ୟ ୮୦% ସରିଯିବା ପରେ ଏବେ ଜମି ଅଧିଗ୍ରହଣ ପାଇଁ ବିଭାଗୀୟ ତତ୍ପରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

  11. 11.ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଏସ୍‌ଆର ଛକରେ ଠାବ ହୋଇଛି ଭ୍ରାମ୍ୟମାଣ (ମୋବାଇଲ) ଗଞ୍ଜେଇ ତେଲ କାରଖାନା। ଘଟଣାସ୍ଥଳରୁ ହାସିସ୍‌ ତେଲ (ତରଳ ଗଞ୍ଜେଇ) ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୮୦୦ ଲିଟର ରାସାୟନିକ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।   

  12. 12.ଅବସରପ୍ରାପ୍ତ ମେଜର ରାଜଦୀପ ଦିନକର ପାଣ୍ଡେରଙ୍କ ପେନସନ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କୁ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

  13. 13.କପିଲ ଶର୍ମାଙ୍କ କାନାଡ଼ାରେ ଥିବା କାଫେ ନିକଟରେ ଏକ ବାର୍‌ ଉପରେ ଗୁଳି ମାଡ଼ ହୋଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଛି।

  14. 14. ଆସନ୍ତା ୭ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବୋର୍ଡ ବୈଠକରେ ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।

  15. 15.ମୁମ୍ବଇ ଇଣ୍ଡିଆନ୍‌ସ ଇତିହାସ ରଚିଛି। ଟି୨୦ କ୍ରିକେଟରେ ପ୍ରଥମ ଦଳ ଭାବେ ମୁମ୍ବଇ ଇଣ୍ଡିଆନ୍‌ସ ୫୦ ହଜାର ରନ ପୂରଣ କରିଛି।

14 Y
8 04-05-2026 English
  1. 1.Iran has conveyed a “multi-layered proposal” to Washington in an attempt to break the deadlock over peace talks, a senior official familiar with the development said Sunday.

  2. 2.Sunday objected to India and China planning to conduct the upcoming Kailash Mansarovar Yatra via Lipulekh Pass, claiming that it is Kathmandu’s territory.

  3. 3.A devastating fire tore through a residential building in east Delhi’s Vivek Vihar in the early hours of Sunday, killing nine people from two families, including a toddler, with officials suspecting an air-conditioner blast as the trigger.

  4. 4. Ruling Bharatiya Janata Party (BJP) in Odisha has revoked the suspension of Aira Kharabela Swain, a former Lok Sabha MP from Balasore.

  5. 5.The bodies of a fiveyear-old boy and his uncle were recovered from Bargi Dam in Madhya Pradesh’s Jabalpur district Sunday morning, raising the death toll in the cruise boat tragedy to 13.

  6. 6.Odisha State Cooperative Milk Producers’ Federation (Omfed) has increased the prices of milk by `4 per litre across the categories, citing a rise in processing and transportation costs.

  7. 7.The state government has announced strict enforcement of inland water transport safety norms, adopting a zero-tolerance approach toward overloading and non-compliance by boat operators .

  8. 8.Under the flagship ‘SUJALA’ programme state plans 391 projects, including 102 new initiatives in 2026–27 with an estimated investment of around Rs 1500 cror.

  9. 9. Jitu Munda, who carried the skeletal remains of his sister to a rural bank in Keonjhar district as proof of her death to withdraw money from her account, Sunday said he does not want any action against bank officials who allegedly harassed him.

  10. 10.The Delhi government will soon implement amended Central Motor Vehicles Rules, 1989, making the traffic challan process completely digital and time-bound, to curb violations and enhance road safety, Chief Minister Rekha Gupta said Sunday.

  11. 11.A tanker carrying liquefi ed petroleum gas (LPG) for India has sailed out of the Strait of Hormuz and is now headed towards the country, an official statement said Sunday.

  12. 12.The government on Sunday dismissed reports claiming that Aadhaar cards will soon be reduced to a simple format with just a photograph and QR code, stating that there is no such proposal under consideration and terming the claims misleading.

  13. 13.Sunita Nayak, a specially-abled student from Kamakhyanagar block in Dhenkanal district, has emerged as a symbol of determination after successfully clearing the Matric examination despite multiple challenges.

  14. 14. The police have busted an Indian Premier League (IPL) betting racket in Odisha’s Sundargarh district and arrested five persons in this regard. The betting racket was operating from Rajgangpur area in Sundargarh.

  15. 15.The Junior & Senior Artistic Gymnastics National Championships 2026–27 concluded the Women’s Artistic Gymnastics (WAG) competitions here Sunday with thrilling apparatus fi nals at the Gymnastics High Performance Centre in Kalinga Stadium, bringing an end to a highly competitive national championship.

15 Y
9 04-05-2026 English
  1. 1.Iran has conveyed a “multi-layered proposal” to Washington in an attempt to break the deadlock over peace talks, a senior official familiar with the development said Sunday.

  2. 2.Sunday objected to India and China planning to conduct the upcoming Kailash Mansarovar Yatra via Lipulekh Pass, claiming that it is Kathmandu’s territory.

  3. 3.A devastating fire tore through a residential building in east Delhi’s Vivek Vihar in the early hours of Sunday, killing nine people from two families, including a toddler, with officials suspecting an air-conditioner blast as the trigger.

  4. 4. Ruling Bharatiya Janata Party (BJP) in Odisha has revoked the suspension of Aira Kharabela Swain, a former Lok Sabha MP from Balasore.

  5. 5.The bodies of a fiveyear-old boy and his uncle were recovered from Bargi Dam in Madhya Pradesh’s Jabalpur district Sunday morning, raising the death toll in the cruise boat tragedy to 13.

  6. 6.Odisha State Cooperative Milk Producers’ Federation (Omfed) has increased the prices of milk by `4 per litre across the categories, citing a rise in processing and transportation costs.

  7. 7.The state government has announced strict enforcement of inland water transport safety norms, adopting a zero-tolerance approach toward overloading and non-compliance by boat operators .

  8. 8.Under the flagship ‘SUJALA’ programme state plans 391 projects, including 102 new initiatives in 2026–27 with an estimated investment of around Rs 1500 cror.

  9. 9. Jitu Munda, who carried the skeletal remains of his sister to a rural bank in Keonjhar district as proof of her death to withdraw money from her account, Sunday said he does not want any action against bank officials who allegedly harassed him.

  10. 10.The Delhi government will soon implement amended Central Motor Vehicles Rules, 1989, making the traffic challan process completely digital and time-bound, to curb violations and enhance road safety, Chief Minister Rekha Gupta said Sunday.

  11. 11.A tanker carrying liquefi ed petroleum gas (LPG) for India has sailed out of the Strait of Hormuz and is now headed towards the country, an official statement said Sunday.

  12. 12.The government on Sunday dismissed reports claiming that Aadhaar cards will soon be reduced to a simple format with just a photograph and QR code, stating that there is no such proposal under consideration and terming the claims misleading.

  13. 13.Sunita Nayak, a specially-abled student from Kamakhyanagar block in Dhenkanal district, has emerged as a symbol of determination after successfully clearing the Matric examination despite multiple challenges.

  14. 14. The police have busted an Indian Premier League (IPL) betting racket in Odisha’s Sundargarh district and arrested five persons in this regard. The betting racket was operating from Rajgangpur area in Sundargarh.

  15. 15.The Junior & Senior Artistic Gymnastics National Championships 2026–27 concluded the Women’s Artistic Gymnastics (WAG) competitions here Sunday with thrilling apparatus fi nals at the Gymnastics High Performance Centre in Kalinga Stadium, bringing an end to a highly competitive national championship.

15 Y
10 03-05-2026 Odia
  1. 1.ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ମେ ମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା କାରଣରୁ ପାଗ ନରମ ରହିବାକୁ ଥିବାବେଳେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ରାତିର ତାପମାତ୍ରା ଅଧିକ ରହିବା ନେଇ ସତର୍କ ସୂଚନା ଦିଆଯାଇଛି।

  2. 2.୫.୩୬ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଓଡ଼ିଶା ବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

  3. 3.ନିର୍ବାଚନ କମିଶନ (ଇସି) ଶନିବାର ଦିନ "ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରିବା" କାରଣରୁ ପଶ୍ଚିମବଙ୍ଗର ଫଲଟା ବିଧାନସଭା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ "ନୂତନ" ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  4. 4.ଓଡ଼ିଶାର ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିରୁ ବାଦ ପଡ଼ିଥିବା ହିତାଧିକାରୀମାନେ ୪ ମଇ ୨୦୨୬ରେ ଆର୍ଥିକ ସହାୟତା ପାଇବେ।

  5. 5.ଅମନ କୁମାର ଶର୍ମା, ୩୦, ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ତାଙ୍କ ଘରେ ଆତ୍ମହତ୍ୟା କରି ଜଣେ ବିଚାରପତିଙ୍କ ମୃତ୍ୟୁ ହୋଇଛି।

  6. 6.୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ ସରକାରଙ୍କ ଦ୍ୱାରା ଜରୁରୀକାଳୀନ ସାଇରନ ସିଷ୍ଟମର ଏକ ସଫଳ ପରୀକ୍ଷଣ ଥିଲା

  7. 7.୧୯୭୩ର ‘ୱାର୍ ପାୱାର୍ସ ରିଜୋଲ୍ୟୁସନ’ (ଯୁଦ୍ଧ କ୍ଷମତା ପ୍ରସ୍ତାକୁ)କୁ ନେଇ ଦେଖାଦେଇଥିବା ଆଇନଗତ ବିବାଦ।  ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ କଂଗ୍ରେସର ଅନୁମୋଦନ ଆବଶ୍ୟକ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ଯୁକ୍ତି ବାଢ଼ିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। 

  8. 8.ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍‌ରେ ଶୁଣାଣି। ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ହେଉଛି , ସେନେଇ ଟ୍ରିବ୍ୟୁନାଲରେ ଅବଗତ କରାଗଲା। ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । 

  9. 9.‘ଭାରତରେ ପୁରୁଷ ଓ ମହିଳା’ ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ନିବେଶକଙ୍କ ସଂଖ୍ୟା ବଢ଼ୁଛି। ମୋଟ୍‌ ନିବେଶକଙ୍କ ମଧ୍ୟରୁ ୨୦.୮% ମହିଳା ହୋଇଥିବା ବେଳେ ୭୯.୨% ହେଉଛନ୍ତି ପୁରୁଷ। ୨୦୨୪-୨୫ ଓ ୨୦୨୫-୨୬ ତଥ୍ୟକୁ ତୁଳନା କରିବା ପରେ ଜଣାପଡ଼ିଛି।

  10. 10.ଭାରତ ସରକାର ରୋହିତ ଜୈନଙ୍କୁ ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି।

  11. 11.ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।  ଅମନ କୁମାର ଶର୍ମା ନାମକ ଜଣେ ବିଚାରପତି ତାଙ୍କ ଘରେ ଜୀବନ ହାରିଥିବା ଅଭିଯୋଗ ହୋଇଛି।

  12. 12.ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।

  13. 13.ପଶ୍ଚିମ ଏସିଆରେ ସଂଘର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ଅସୁବିଧା ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଆମେରିକାର ସବୁଠାରୁ ଶସ୍ତା ବିମାନ ସେବା ସ୍ପିରିଟ୍ ଏୟାରଲାଇନ୍ସ ତୁରନ୍ତ କାର୍ଯ୍ୟ ବନ୍ଦ କରିଛି

  14. 14.ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ କରିଛନ୍ତି। ଫଳରେ ୩ଜଣ DRG ଯବାନ ଗୁରୁତର ଆହତ ହୋଇଥିଲେ।

  15. 15.ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୪ତମ ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍‌ସ ୮ ୱିକେଟ୍‌ରେ ଜିତିଛି।

21 Y