# |
Date |
Type |
Current Affairs |
No. Of Views |
Status |
Action |
921 |
22-05-2024 |
Odia |
-
1.ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାପରେ ଉତ୍ତରପୂର୍ବକୁ ଗତି କରି ୨୪ ବେଳକୁ ଅବପାତ ରୂପ ନେବ। ୨୩ ଓ ୨୪ରେ ସମୁଦ୍ର ଅଶାନ୍ତ ରହିବ।
-
2. ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ।
-
3.ଉପରାଷ୍ଟ୍ରପତି ମୋଖବେର ଇରାନର କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି
-
4. ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନମଣ୍ଡଳୀରୁ ଭୋଟରମାନେ ଗତକାଲି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି। ଆନୁମାନିକ ୬୦.୦୯% ମତଦାନ ସହିତ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।
-
5. ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପ୍ରଥମ ଥର ପାଇଁ ୫ ଟ୍ରିଲିଅନ ଡଲାର ଛୁଇଁଛି। କେବଳ ସେତିକି ନୁହେଁ, ୧୦ଟି ବଡ଼ କମ୍ପାନିଙ୍କ ବଜାରପୁଞ୍ଜି ମଧ୍ୟ ପ୍ରଥମ ଥର ପାଇଁ ୧ ଟ୍ରିଲିଅନ ଡଲାର ଟପିଛି।
-
6. ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିପାଇଁ କମ୍ପାନି ରାଜ୍ୟରେ ୫୦୦ ଏକର ଜମି ଅଧିଗ୍ରହଣ କରିବ।
-
7. ଜର୍ଜିଆର ଅଲ୍ଫାରେଟ୍ଟାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ୨ ଜଣ ଆହତ ହୋଇଛନ୍ତି।
-
8.ବିଜେପି ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଦଳ ହଜାରିବାଗ ଆସନରେ ମନୀଷ ଜୈସ୍ବାଲଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରଠାରୁ ଜୟନ୍ତ ସିହ୍ନା କୌଣସି ସାଂଗଠନିକ କାର୍ଯ୍ୟରେ ଆଗ୍ରହ ଦେଖାଉନାହାନ୍ତି।
-
9.ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ)ର ଏକ ଗବେଷଣାରୁ ଜଣାପଡିଛି ଯେ ଚିକେନରେ ଆଣ୍ଟିବାୟୋଟିକର ୪୦ ପ୍ରତିଶତ ଆଣ୍ଟିବାୟୋଟିକ୍ସ ଅଂଶ ରହିଥାଏ । ମଣିଷର ଶରୀର ଉପରେ ଏହାର ସାଧାସଳଖ କୌଣସି ପ୍ରଭାବ ନଥିଲେ ବି ଏହା ଆମର ଆଣ୍ଟିବାୟୋଟିକ୍ସ ପ୍ରତିରୋଧକୁ ବଢାଇଚାଲିଛି । ଅର୍ଥାତ୍ ଚିକେନ ଖାଉଥିବା ଲୋକଙ୍କ ଚିକିତ୍ସା ସମୟରେ ଆଣ୍ଟିବାୟୋଟିକ୍ସର ଯେତିକି ପ୍ରଭାବ ରହିବା କଥା ସେତିକି ରହେ ନାହିଁ ।
-
10.ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ନିୟମରେ ଅନେକ ବଡ଼ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ ଜୁନ୍ ୧ ରୁ କାର୍ଯ୍ୟକାରୀ ହେବ
-
11.ଟେଲିକମ୍ କମ୍ପାନିଗୁଡ଼ିକ ଏକସଙ୍ଗେ ୧୮ ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିବେ। ସାଇବର୍ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗତବର୍ଷ ଟେଲିକମ୍ କମ୍ପାନିଗୁଡ଼ିକ ୨ ଲକ୍ଷ ସିମ୍ ବନ୍ଦ କରିଥିଲେ। ହରିୟାଣାର ଏକ ଅଞ୍ଚଳରେ ୩୭,୦୦୦ ସିମ୍ ବନ୍ଦ କରାଯାଇଥିଲା।
-
12.କର୍ଣ୍ଣାଟକର ଗୃହମନ୍ତ୍ରୀ ପରମେଶ୍ୱର କହିଛନ୍ତି ଯେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ଜନତା ଦଳର ସାଂସଦ ପ୍ରଜ୍ୱଲ ରେଭାନ୍ନାଙ୍କ କୂଟନୈତିକ ପାସପୋର୍ଟ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।
-
13.ମଣିପୁରରେ ଏକ ପବିତ୍ର ପାହାଡ଼ର ନାମ ପରିବର୍ତ୍ତନ କରି ନିଜ କ୍ୟାମ୍ପରେ ପରିଣତ କରିବା ଅଭିଯୋଗରେ ରାଜ୍ୟ ସରକାର କୁକି ଆତଙ୍କବାଦୀ ସଂଗଠନ କୁକି ନ୍ୟାସନାଲ ଫ୍ରଣ୍ଟ ବିରୋଧରେ ଏତଲା ଦାୟର କରିଛନ୍ତି।
-
14.ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
-
15.ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ କରିଛି।
-
16.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍ ୪ ତାରିଖରେ ଯାଉଛନ୍ତି। ଜୁନ ୪ରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ।
-
17.ଓଡିଶାର ପୁରୀ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ସମ୍ମିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।
-
18.ଭାରତୀୟ ରେସଲିଂର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ ବିରୋଧରେ ଦେଶର ୫ ଜଣ ପ୍ରତିଷ୍ଠିତ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ ମଧ୍ୟ କରିଛନ୍ତି। ତଥାପି ବ୍ରିଜ ଭୂଷଣ କିଛି ଭୁଲ କରି ନଥିବା ସଫେଇ ଦେଇଛ
-
19ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବ ଏବଂ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ ଅନ୍ୟ ଏକ କୋର୍ଟ ଉଭୟଙ୍କୁ ଜୁନ୍ ୩ରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ଉଭୟଙ୍କୁ କୋଝିକୋଡି ସ୍ଥିତ ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଜୁନ୍ ୩ରେ ହାଜର ହେବାକୁ କୁହାଯାଇଛି।
-
20.ଉତ୍ତର ପ୍ରଦେଶର ବାରାଣସୀରେ ବିଜେପି ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ ସେ କହିଛନ୍ତି। ସେ ମହିଳାମାନଙ୍କୁ ପୋଲିଂ ବୁଥକୁ ଯିବା ସମୟରେ ଢୋଲ ଓ ଥାଳି ବାଡ଼େଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
|
314 |
Y |
|
922 |
22-05-2024 |
English |
-
Odisha has registered 17 out of 290 cases of KP.2 sub-lineage of Covid-19 reported across the country, according to official data released, Tuesday
-
A court here Tuesday framed charges of sexual harassment, intimidation and outraging the modesty of women against ex-Wrestling Federation of India (WFI) chief and BJP MP Brij Bhushan Sharan Singh in a criminal case filed by female wrestlers.
-
A voter turnout of 73.50 per cent was recorded in five Lok Sabha and 35 Assembly seats in Odisha where polling was held Monday, according to the Election Commission (EC), Tuesday.
-
Rourkela Steel Plant (RSP) has won the first round of its legal battle with Adarsha Pathagar over the possession of ‘Bhanja Bhawan’ and its periphery areas at the District Court of Sundargarh. The judge hearing the case has directed Adarsha Pathagar to vacate ‘Bhanja Bhawan’ and hand over the building and areas around it by June 30, 2024.
-
Three employees of the Raj Bhavan in Kolkata, who were booked on the charges of allegedly confining a woman contractual employee to stop her from filing an outrage of modesty complaint against West Bengal Governor CV Ananda Bose, Tuesday secured bail.
-
The Greater Noida Industrial Development Authority said it has intensified its action on encroachers in its notified areas and issued notices to about 350 people for carrying out illegal constructions.
-
People travelling on the Kolkata Metro’s North-South Line will soon be able to buy tickets or recharge smart cards using UPI, an official said Tuesday.
-
Labelling Prime Minister Narendra Modi as anti-tribal who put the tallest tribal leader of the country behind bars, Delhi Chief Minister Arvind Kejriwal Tuesday accused him of plotting to topple elected governments of AAP and JMM.
-
The National Investigation Agency (NIA) has filed charge sheet against Canada-based pro-Khalistani terrorist Arshdeep Singh and three of his aides for being part of a conspiracy to unleash terror attacks in various parts of Punjab and Delhi, the agency Tuesday said.
-
Israel and Hamas, engaged in heavy fighting in the Gaza Strip, both angrily rejected Monday moves to arrest their leaders for war crimes made before an international court.
-
India is likely to grow by 7.5 per cent in the first quarter of the current financial year, driven by rising aggregate demand and non-food spending in the rural economy, according to an article in the RBI’s May Bulletin released Tuesday.
-
Digital payments firm Paytm posted a wider loss in the fiscal fourth quarter on Wednesday, hurt by weakness in its payments and financial services business after the central bank shut down its banking unit.
-
Union Minister Nitin Gadkari on Tuesday asserted that the BJP-led central government accomplished in 10 years what the Congress could not do even in 60 years of its rule.
-
In a blow to Governor Arif Mohammed Khan, the High Court here on Tuesday cancelled the nominations made by him as Chancellor of Universities to the senate of the University of Kerala and directed him to select fresh nominees within six weeks.
-
Delhi has been placed 350 in the Oxford Economics Global Cities Index 2024, making it the highest ranked Indian city. The ranking compares the world's 1000 cities.
|
305 |
Y |
|
923 |
21-05-2024 |
Odia |
-
1.ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ୯ ଜଣ ଲୋକଙ୍କର ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ପଛରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ଅଲୀ ଖାମେନିଙ୍କ ପୁଅଙ୍କର ହାତ ରହିଥିବା କୁହାଯାଉଛି।
-
2.ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ସୋମବାର କହିଛି ଯେ ଆଫ୍ରିକାକୁ ‘ଆର୍ ୨୧/ମ୍ୟାଟ୍ରିକ୍ସ-ଏମ୍’ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କରିଛି।
-
3.ଆସନ୍ତା ୨୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୪ ମେ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି.
-
4.ଭାରତୀୟ ରେଳବାଇ ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ। ବାଂଲାଦେଶ ରେଳବାଇକୁ ୨୦୦ ବ୍ରଡଗେଜ୍ (ବିଜି) ଯାତ୍ରୀବାହୀ କୋଚ୍ ଯୋଗାଣ ପାଇଁ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା ରାଇଟ୍ସ ଲିମିଟେଡ୍ ଚୁକ୍ତି ସ୍ୱାକ୍ଷର କରିଛି। ରାଇଟ୍ସ ହେଉଛି।
-
5.ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନ ଖାଇବାରୁ ପେଟରେ ହୋଇଗଲା କଣା। ବେଙ୍ଗାଲୁରୁରେ ଜଣେ ୧୨ବର୍ଷୀୟ ଝିଅ ସହିତ ଘଟିଛି ଏଭଳି ଘଟଣା। ବିବାହ ଭୋଜିରେ ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଖାଇ ପୀଡ଼ିତାଙ୍କ ପେଟରେ କଣା ହୋଇଯାଇଛି।
-
6.ଭାରତୀୟ ନ୍ୟାୟ ସଂହିତା ୨୦୨୩ ସମେତ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଯାଞ୍ଚ, ଆକଳନ, ଚିହ୍ନଟ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟ ସୋମବାର (ମେ ୨୦) ମନା କରିଦେଇଛନ୍ତି।
-
7.ଟେଲିକମ୍ କମ୍ପାନିଗୁଡ଼ିକ ଏକସଙ୍ଗେ ୧୮ ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିବେ। ସାଇବର୍ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ।
-
8.ଭୁବନେଶ୍ବରରେ ରୁପାର କେଜି ପିଛା ଦାମ୍ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ଗୋଟିଏ ଦିନରେ ଏହାର ଦାମ୍ ୪୫୦୦ ଟଙ୍କା ବୃଦ୍ଧି ପାଇଛି।
-
9.ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବ। ଭାରତ ସରକାରଙ୍କ ଋଣ ପରିଚାଳନା କରିବାର ଦାୟିତ୍ବ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଛି। ନିକଟରେ ଏହା ଟ୍ରେଜେରି ବିଲ୍ ଜରିଆରେ ସରକାରଙ୍କ ଋଣ ୬୦,୦୦୦ କୋଟି ଟଙ୍କା କମ୍ କରିଥିଲା।
-
10.ନଗଦବିହୀନ କାରବାରରେ ବିପ୍ଳବ ଆଣିଥିବା ଡେବିଟ୍ କାର୍ଡ ଏବେ ଅଲୋଡ଼ା ହେବାରେ ଲାଗିଛି। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ଗ୍ରହଣୀୟତା ବଢ଼ିବା ପରେ ଡେବିଟ୍ କାର୍ଡକୁ ଲୋକମାନେ କ୍ବଚିତ୍ ବ୍ୟବହାର କରୁଛନ୍ତି।
-
11.ଓଡ଼ିଶା ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭକ୍ତ କହିଥିବାରୁ ଭୁଲ ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମୁଁ ୩ ଦିନ ଉପବାସ ରହିବି ।
-
12.ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ୨୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ତାହା ଜୁନ୍ ୧୮ରେ ସମାପ୍ତ ହେବ ।
-
13.ଭୀଷଣ ଗରମ ଏବଂ ଲୁ’ ପ୍ରବାହ ଯୋଗୁଁ ସରକାରୀ ସହାୟତା ପ୍ରାପ୍ତ ତଥା ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ତତ୍କାଳ ପ୍ରଭାବରେ ଗ୍ରୀଷ୍ମକାଳୀନ ଛୁଟି ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
-
14.ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ଖସି ପଳାଇଥିବା ଜଣାପଡିଛି। ରବିବାର ଉକ୍ତ ଚିତାକୁ ଗୋୱାଲିୟରରେ ଠାବ କରାଯାଇଛି।
-
15.ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି।
|
309 |
Y |
|
924 |
21-05-2024 |
English |
-
1.Over 60 per cent voter turnout was recorded Monday in 49 constituencies in six states and two Union Territories (UTs) in the Phase V of Lok Sabha election.
-
2.Jaya Badiya, an Indian-origin woman, has been appointed as a Judge in the Sacramento County Superior Court, making her the first Judge in California from the Southern India States.
-
3.Iranian President Ebrahim Raisi, 63, the country’s Foreign Minister Hossein Amirabdollahian, 60, and several other officials were found dead Monday, hours after their helicopter crashed in a foggy, mountainous region of the country’s northwest, the state media reported.
-
4.The heatwave which had hit Odisha from mid-April is set to return again Tuesday onwards for three days, the regional office of the IMD informed Monday here. However, it also added that there will be relief from May 25 as there will be rainfall in many districts. The rainfall will be accompanied by gusty winds.
-
5.The Supreme Court has directed that there shall be no attempt to reduce the area of open air prisons functioning in the country.
-
6.Tripura Chief Minister Manik Saha said the Maitri Setu in South Tripura and Agartala-Akhaura (Bangladesh) rail link will become operational very soon.
-
7.A special cabinet meeting here Monday chaired by Chief Minister Pinarayi Vijayan passed an ordinance to add one new ward in all the local bodies in the state.
-
8.The Gujarat Anti-Terrorist Squad (ATS) has arrested four Sri Lankans with links to the banned outfit Islamic State (IS) who were allegedly on a mission to carry out terror activities in India, police said Monday
-
9.Former Jharkhand chief minister Hemant Soren is actively attempting to subvert the probe into the money laundering case against him by “misusing state machinery”, the Enforcement Directorate told the Supreme Court Monday and opposed his “special prayer” for interim bail to campaign in the Lok Sabha polls.
-
10.British Prime Minister Rishi Sunak Monday apologised after Britain’s statefunded National Health Service (NHS) was accused of cover up in an infected blood scandal dating back to the 1970s in a public inquiry report submitted to the government.
-
11.India’s peak power demand is hovering near the projected 235 GW level in May, following excessive use of cooling appliances like air conditioners and desert coolers amid severe heat waves in the country
-
12.Ride hailing app Uber has received an aggregator licence by the Delhi Transport Department to operate buses in the national capital under the Delhi premium Bus Scheme, the company said in a statement.
-
13.Retirement fund body EPFO has recorded a net addition of 14.41 lakh members in March this year, according to the latest payroll data released Monday.
-
14.Sri Lankan Foreign Minister Ali Sabry expressed his country's keenness to join the BRICS grouping on Monday and conveyed that the group has become a 'good body' after India became part of it.
-
15.After Bijoy Mohapatra, the BJP on Monday expelled another senior leader and former MP Aira Kharabela Swain from the party. BJP state President Manmohan Samal has expelled him from the party on charges of anti-party activities and violation of party discipline for going against the party’s decision.
|
320 |
Y |
|
925 |
20-05-2024 |
Odia |
-
1.ବିଶ୍ବର ସବୁଠାରୁ ବୟସ୍କ ମହାକାଶଚାରୀ ହୋଇଛନ୍ତି ଏଡୱାର୍ଡ ଡ୍ବାଇଟ୍। ଡ୍ବାଇଟ୍ଙ୍କ ବୟସ ଏବେ ୯୦ ବର୍ଷ। ଆଉ ମଧ୍ୟ ଜଣେ କୃଷ୍ଣକାୟ ଭାବେ ଡ୍ବାଇଟ୍ ପ୍ରଥମ କରି ମହାକାଶ ଯାତ୍ରା କରିବାର ସୁଯୋଗ ପାଇଛନ୍ତି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି।
-
3.ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
-
4.ରୁଷ-ୟୁକ୍ରେନ ଯୁଦ୍ଧଠାରୁ ଆରମ୍ଭ କରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବି ତିକ୍ତତା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଶକ୍ତିଶାଳୀ ରାଷ୍ଟ୍ର ଋଷ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇଆସୁଛି।
-
5.ଇରାନ୍ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଆଜରବାଇଜାନ୍ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଏଯାଏଁ ଠାବ କରିବା ସମ୍ଭବ ହୋଇପାରିନାହିଁ।
-
6.କାରବାର ବଜାୟ ରଖିବାକୁ ହେଲେ ଲାଞ୍ଚ ଦେବାକୁ ପଡ଼ୁଛି। ଦୁର୍ନୀତିକୁ ସମର୍ଥନ କରିବାକୁ ପଡ଼ୁଛି। କାରଣ ଏହି ଦୁଇଟି କାମ ନକଲେ ବ୍ୟବସାୟ ହରାଇବାର ବିପଦ ରହିଛି। କେବଳ ଗୋଟିଏ କିମ୍ବା ଦୁଇଟି ଦେଶ ନୁହେଁ, ସାରା ବିଶ୍ବର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ) ଏହି ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଏସିସିଏର ଏକ ରିପୋର୍ଟରୁ ଜଣାପଡ଼ିଛି।
-
7.ସୋମବାରଠାରୁ ସଂସଦଭବନର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ଯାଉଛି । ଉଭୟ ନୂଆ ଓ ପୁରୁଣା ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)କୁ ଦିଆଯାଇଛି।
-
8.ଗୁଣାତ୍ମକ ପରୀକ୍ଷାରେ ପତଞ୍ଜଳିର ସୋନ୍ ପାପଡି ବିଫଳ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରାଖଣ୍ଡର ପିଥୋରାଗଡ ପୋଲିସ ପତଞ୍ଜଳିର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲେ। ଏହି ତିନିଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି।
-
9.ଭାରତର ଦଣ୍ଡବିଧାନ ସଂହିତାରେ ସଂଶୋଧନ ଆଣିବା ପାଇଁ ୩ଟି ନୂଆ ଆଇନ ପ୍ରଣୟନକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଶୁଣାଣି ସୋମବାର ସୁପ୍ରିମ୍ କୋର୍ଟରେ ହେବ। ସୁପ୍ରିମ୍କୋର୍ଟର ବରଚାରପତି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ପଙ୍କଜ ମିଥାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ ।
-
10.ଦେଶରେ ଚାଉଳ ଏବଂ ପିଆଜ ଦାମ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଛନ୍ତି। କିନ୍ତୁ ଭାରତ ଖୁବ୍ଶୀଘ୍ର ମରିସସ୍କୁ ୧୪ ହଜାର ଟନ୍ ଅଣବାସମତୀ ଚାଉଳ ଏବଂ କତରକୁ ୭୫୦୦ ଟନ୍ ପିଆଜ ରପ୍ତାନି କରିପାରେ।
-
11.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଲୋକମାନଙ୍କ ଶତ୍ରୁ ନୁହେଁ। ଏହା ସେମାନଙ୍କ ମିତ୍ର ବୋଲି ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି କହିଛନ୍ତି।
-
12.ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟବସାୟକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର।
-
13.ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ ଆବେଦନକାରୀଙ୍କୁ ଆର୍ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ଏଣିକି ବେସରକାରୀ ସଂସ୍ଥା ଡ୍ରାଇଭିଂ ଟେଷ୍ଟ କରୀବା ଏବଂ ସାର୍ଟିଫିକେଟ୍ ଜାରି କରିବା ଲାଗି ପଞ୍ଜିକୃତ ହେବେ। ଫଳରେ ଯେଉଁମାନଙ୍କୁ ସେମାନେ ଟ୍ରେନିଂ ଦେଇଥିବେ ସେମାନଙ୍କୁ ଲାଇସେନ୍ସ ମିଳିପାରିବ।
-
14.ବରଗଡ଼ ସହର ଗୋବିନ୍ଦପାଲିକୁ ଆସି ଶାଢ଼ି ବାଣ୍ଟୁଥିବା ବେଳେ ୨ଯୁବକ ଧରାପଡ଼ିବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ୨ଯୁବକଙ୍କଠାରୁ ପ୍ରାୟ ୨୦୦ଖଣ୍ଡ ଶାଢ଼ି ଏବଂ ସେମାନଙ୍କ ବ୍ୟବହୃତ ବାଇକ୍କୁ ପୋଲିସ ଜବତ କରିଛି। ସମ୍ପୃକ୍ତ ୨ଯୁବକଙ୍କୁ ପୋଲିସ ଅଟକ ରଖି ପଚରଉଚୁରା କରୁଛି।
-
15.ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍ରେ ବାନ୍ଧି ଘୋଷାଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ୩ ଅଭିଯୁକ୍ତ ବୃଦ୍ଧଙ୍କୁ କିଛିବାଟ ଘୋଷାଡ଼ିବା ପରେ ରାସ୍ତାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲେ।
-
16.ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ସେ ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
-
17ଉତ୍ତର ପ୍ରଦେଶର ଏଟାରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବକ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଏବେ ପୁଲିସ ଏକ ମାମଲା ରୁଜୁ କରି ଆଗାମୀ ଯାଞ୍ଚ ଜାରି ରଖିଛି ।
-
18.ଆମ୍ ଆଦମୀ ପାର୍ଟି(ଆପ୍)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ ରାଲିରେ କହିଛନ୍ତି।
-
19.ମଝି ଆକାଶରେ ଉଡୁଥିବାବେଳେ ଏୟାର ଇଣ୍ଡିଆର ଏକ ବିମାନରେ ନିଆଁ ଲାଗିଯାଇଥିଲା। ପାଇଲଟ୍ ଏହା ଜାଣିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଯାହା ଫଳରେ ବିମାନରେ ଥିବା ୧୭୯ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି।
-
20.ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩ ତାରିଖରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।
|
324 |
Y |
|
926 |
20-05-2024 |
English |
-
1.BJD Nimapara MLA Samir Ranjan Dash Sunday joined the saffron party after quitting the regional outfit. BJP Odisha unit president Manmohan Samal, party's Odisha in-charge Vijay Pal Singh Tomar and other leaders welcomed Dash at the party headquarters here.
-
2.The Supreme Court is scheduled to hear Monday a petition challenging the enactment of three new laws that seek to overhaul India's penal codes claiming that they suffer from many “defects and discrepancies”.
-
3.Tight security arrangements have been made, with the deployment of over 33,000 personnel, for elections to five Lok Sabha and 35 Assembly constituencies in Odisha, Monday, officials said.
-
4.A Delhi Police team reached the official residence of Chief Minister Arvind Kejriwal here, Sunday in connection with its investigation in the alleged assault on AAP Rajya Sabha MP Swati Maliwal, sources said.
-
5.Around 33,000 security personnel, including 102 companies of Central Armed Police Force (CAPF) and 66 platoons of Odisha Armed Police, have been deployed in the state for the May 20 simultaneous Lok Sabha and Assembly polls, DGP Arun Sarangi said Sunday.
-
6.The Delhi poll body has launched a ‘Sankalp Patra’ initiative aimed at schoolchildren to boost electoral participation in the national capital during the general elections.
-
7.Prime Minister Narendra Modi will address three election meetings in Punjab May 23 and 24, a senior party leader said Sunday. The PM will address a rally in Patiala in support of party candidate Preneet Kaur May 23.
-
8.The India Meteorological Department (IMD) Sunday issued red alert for four districts in Kerala - Pathanamthitta, Kottayam, Idukki, and Alappuzha - forecasting extremely heavy rainfall until May 21.
-
9.Delhi Chief Minister Arvind Kejriwal Sunday claimed the BJP has launched a campaign to crush AAP as the saffron party sees it as a challenge.
-
10.The Supreme Court has sought response from the Delhi government on a plea filed by alleged conman Sukesh Chandrasekhar seeking a direction to authorities to shift him from Mandoli jail to any other prison except those in Punjab and Delhi. A division bench of Justices Bela Trivedi and Pankaj Mithal issued notice to the AAP government.
-
11.The government has recovered about `852 crore under the amnesty scheme for exporters for onetime settlement of default in export obligation by the holders of advance and EPCG authorisations, an official said.
-
12. Reliance Industries Ltd has sought access to pipelines and storages that public sector oil companies have built over the years for supplying jet fuel (ATF) from depots and oil refineries to airports, as it looks for a larger pie of fuel trade at some of Asia’s busiest airports.
-
13.Mutual funds (MFs) showed strong confidence in Indian equities this year, injecting around `1.3 lakh crore, driven mainly by significant retail investor interest and the robust performance of the stock market.
-
14.In a confidence-boosting performance ahead of Paris Olympics, star Indian shuttlers Satwiksairaj Rankireddy and Chirag Shetty won Sunday the Thailand Open Super 500 badminton tournament with a straight-game victory over Chen Bo Yang and Liu Yi of China, here.
-
15.Abhishek Sharma (66, 28b, 5x4, 6x6) bossed the bowlers of Punjab Kings (PBKS) with yet another explosive half century as Sunrisers Hyderabad (SRH) cruised to a four-wicket win in their IPL encounter here Sunday.
|
319 |
Y |
|
927 |
19-05-2024 |
Odia |
-
ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
-
ମେ’ ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ମୌଦାନକୁ ଓହ୍ଲାଇଛନ୍ତି ୩୮୩ ଜଣ ପ୍ରାର୍ଥୀ। ଏଡିଆର ରିପୋର୍ଟରେ ଆହୁରି କହୁଯାଇଛି, ସମ୍ବଲପୁର ସ୍ୱାଧୀନ ପ୍ରାର୍ଥୀ ମହେଶ ଶର୍ମା ଓ ପାଟଣାର ବିଏସପି ପ୍ରାର୍ଥୀ ଦୁଲଭ ନାଏକ ପଞ୍ଚମ ଶ୍ରେଣୀ ଡେଇଁ ପାରିନାହାନ୍ତି। ଅନ୍ୟପକ୍ଷରେ ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ୍ କରିଥିବା ବେଳେ ୩୧ ଜଣ ଅଷ୍ଟମ ଓ ୪୯ ଜଣ ଦଶମ ପାସ କରିଛନ୍ତି।
-
ସମୀର ଦାଶ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ଏଥର ଟିକେଟ କଟିବାରୁ ଅସନ୍ତୁଷ୍ଟ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।
-
ମେ’୨୦ରେ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ର (ଲୋକସଭା ଆସନ) ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ମତଦାନ ହେବ।
-
ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଜବତ ପରିମାଣ ଖୁବ୍ଶୀଘ୍ର ୯୦୦୦ କୋଟି ଟଙ୍କା ଅତିକ୍ରମ କରିବ।
-
ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କିଙ୍ଗର ଭୀଷ୍ମ ପିତାମହ ଏନ୍.ବାଘୁଲଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଦେହାନ୍ତ ହୋଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା।
-
ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହା ହେଉଛି କରୋନାର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ। କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି।
-
ବର୍ଷକ ମଧ୍ୟରେ ୧୨୮୭କୋଟି ବଢ଼ିଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି। ସଣ୍ଡେ ଟାଇମ୍ସରେ ଧନୀମାନଙ୍କର ଏକ ନୂତନ ତାଲିକା ପ୍ରକାଶ କରିଛି।
-
ଟାଟା ସନ୍ସର ଚେୟାରମ୍ୟାନ୍ ତଥା ବ୍ୟବସାୟ ଜଗତର ଚର୍ଚିତ ବ୍ୟକ୍ତିତ୍ୱ ରତନ ଟାଟା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
-
ଭୁବନେଶ୍ବରକୁ ଆମ୍ୟୁଜ୍ମେଣ୍ଟ ପାର୍କ ମାନଚିତ୍ରରେ ଯୋଡ଼ିଥିବା ଦେଶର ଅଗ୍ରଣୀ ସଂସ୍ଥା ‘ୱଣ୍ଡର୍ଲା’ ଏଠାରେ ଏକ ରିସୋର୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରେ ଲୋକଙ୍କ ରହଣି ପାଇଁ କୋଠରିର ବ୍ୟବସ୍ଥା ରହିବ ବୋଲି ୱଣ୍ଡର୍ଲା ହଲିଡେଜ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତ୍ତିଲାପିଲ୍ଲୀ କହିଛନ୍ତି।
-
ଗୁଗଲ ୪ ଜୁନ୍ ୨୦୨୪ରୁ ଗୁଗଲ ପେକୁ ବନ୍ଦ କରିବାକୁ ଯାଉଛି। ଏହି ଖବର ଅନଲାଇନରେ ଟଙ୍କା ନେଣଦେଣ କରୁଥିବା ବ୍ୟବହାରକାରୀଙ୍କ ଚିନ୍ତା ବଢାଇ ଦେଇଛି। ଜିପେ ବନ୍ଦ ହେବ ଏହି ଖବର ସଠିକ୍। ଗୁଗଲ ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ଜାଣନ୍ତୁ ଗୁଗଲର ଏହି ନିଷ୍ପତ୍ତି କେଉଁ ଦେଶକୁ ପ୍ରଭାବିତ କରିବାକୁ ଯାଉଛି।
-
ଆମେଠିରେ, କ୍ଷତ୍ରିୟ ବା ରାଜପୁତ ସମ୍ପ୍ରଦାୟର ଲୋକମାନେ ସ୍ମୃତି ଇରାନୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ସେମାନେ ଶପଥ କରୁଛନ୍ତି ଏବଂ ଲୋକଙ୍କୁ ଶପଥ କରାଉଛନ୍ତି ଯେ ସେମାନେ ଏଥର ଭାଜପାକୁ ଭୋଟ ଦେବେ ନାହିଁ।
-
ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା।
-
ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍ରେ ନିଆଁ ଲାଗି ୯ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ୯ ମୃତଙ୍କ ମଧ୍ୟରୋ ୬ ଜଣ ମହିଳା ଓ ୩ ଜଣ ପୁରୁଷ।
-
ଭଉଣୀ ବାହାଘର ପାଇଁ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସିମଜାରେ ହଳଦୀ ଉତ୍ସବରେ ନାଚୁଥିବା ସାନ ଭଉଣୀର ଚାଲିଯାଇଛି ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟରେ। ମୃତକ ଜଣକ ହେଉଛନ୍ତି ୧୮ ବର୍ଷୀୟ ରିମଶା।
|
301 |
Y |
|
928 |
19-05-2024 |
English |
-
One hundred and twenty six candidates in fray for the third phase of Assembly elections in the state are ‘crorepatis’. BJD candidate from Champua Sanatan Mahakud is the richest with `227.67 crore assets.
-
The Election Commission of India (ECI) will deploy 102 companies of Central Armed Police Forces (CAPFs) for the second phase of simultaneous Lok Sabha and Assembly polls in the state May 20, an official said Saturday.
-
Curtains came down Saturday on the high-decibel campaigning for the second phase polls in the state wherein over 79.69 lakh voters will decide the fate of 305 candidates in fray for five Lok Sabha and 35 Assembly seats May 20.
-
A lowpressure area is likely to form over the southwest Bay of Bengal (BoB) around May 22 which will move initially northeastwards and concentrate into a depression over central parts of the BoB May 24, IMD said.
-
Acting on a tip off, Flying Squad Team (FST) seized an amount worth ` 8 lakh near Sunadei mundia area in Banki, Cuttack Saturday.
-
A unit of the National Council of Science Museums (NCSM), Regional Science Centre organised a Summer Hobby Camp for students from Class I to Class XII here recently. The camp started May 6 will continue till June 7.
-
More than 50 lakh large farmland trees vanished between 2018 and 2022 in India, partly due to altered cultivation practices, revealing a ‘concerning trajectory’, new research published in the journal Nature Sustainability has found.
-
Delhi Chief Minister Arvind Kejriwal’s aide Bibhav Kumar was arrested Saturday in connection with the alleged assault on AAP MP Swati Maliwal, even as the party claimed she was ‘blackmailed’ by the BJP as she faces a corruption case.
-
Nine people, including five women and a 12-year-old girl, were burnt alive and 17 injured when a moving tourist bus caught fire near Dhulawat village in Haryana’s Nuh district in the early hours Saturday, police said.
-
The Election Commission Saturday issued two separate show-cause notices to West Bengal BJP chief Sukanta Majumdar for “misleading” advertisements targeting the state’s ruling TMC.
-
The extreme heat scorching large parts of northwest India will continue for another five days, with Delhi, Haryana, Punjab, Rajasthan and Uttar Pradesh predicted to bear the maximum impact.
-
Norway’s central bank has excluded Adani Group’s port firm, APSEZ from its government pension fund over ethical concerns, making it the 15th Indian company to face such action with previous ones being the likes of ONGC, GAIL, NTPC and Vedanta.
-
Rajasthan Royals and Sunrisers Hyderabad will be aiming for second spot in the 10-team standing in their final league matches of IPL, Sunday.
-
The majority of the Indian players along with the jumbo support staff will be flying out to New York May 25, with the rest leaving for the T20 World Cup (World T20/WT20) only after the May 26 IPL final.
-
Raghunandan Kamath, the founder of Natural Ice Cream, has died, his company said in an online post. He was 75 and died Friday night after a brief illness.
-
A special court for MPs and MLAs in Bengaluru has issued an arrest warrant against JD(S) MP Prajwal Revanna in the sexual assault case.
-
Food regulator FSSAI has asked traders and food business operators not to use the banned product 'calcium carbide' for ripening of fruits.
-
A delegation comprising several foreign diplomats, including Singapore High Commissioner to India Simon Wong and Nepal's Ambassador to India Shankar P Sharma, attended Prime Minister Narendra Modi's public meeting in North East Delhi .
-
The Election Commission of India (ECI) on Saturday said that election-time seizures have reached ₹ 8,889 crore, with drugs comprising 45 per cent of the total.
-
The head of polling in Mumbai scheduled for May 20 in phase 5, Industrialist and philanthropist Ratan Tata urged all the Mumbaikars to go out and vote responsibly.
|
337 |
Y |
|
929 |
18-05-2024 |
Odia |
-
ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି।
-
ଭାରତର ସର୍ବବୃହତ୍ ପାର୍କ ଚେନ୍ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି. ଦୂର କୁମ୍ଭାରବସ୍ତରେ ଏହି ପାର୍କ ଆସନ୍ତା ୨୪ରେ ଖୋଲାଯିବ।
-
ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି ଆକଳନ କରିଛି।
-
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ।
-
ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ନେଇ ନିଶ୍ଚିତ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଆସନ୍ତା ୧୦୦ ଦିନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି ବୋଲି ଏକ ଟେଲିଭିଜନ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ସହ ତାଙ୍କ ଆମ୍ ଆଦମୀ ପାର୍ଟି(ଆପ୍)କୁ ମଧ୍ୟ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦର୍ଶାଇଛି।
-
ହରିୟାଣା ରାଜ୍ୟର ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦଳ ପକ୍ଷରୁ ନରୱାନା ବିଧାୟକ ରାମ ନିବାସ ସୁରଜେଖେଡା ଓ ବରୱାଲା ବିଧାୟକ ଯୋଗୀରାମ ସିହାଗଙ୍କୁ ଆଇନଗତ ନୋଟିସ ପଠାଯାଇଛି।
-
ମୁମ୍ବାଇରେ ମଇ ୧୩ ତାରିଖ ଦିନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ଜଣ ଆହତ ହୋଇଥିବା ଜଣାପଡ଼ିଛି ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯନଙ୍କ ମାମୁଁଙ୍କ ନାମ ମନୋଜ ଚନସୋରିୟା ଥିବା ବେଳେ ମାଇଁଙ୍କ ନାମ ଅନିତା ରହିଛି।
-
କ୍ରିପ୍ଟୋ କାରବାରର ପରିଚାଳନା ଲାଗି ନୀତି ନିର୍ଧାରଣ କରିବା ଲାଗି ଉଭୟ ସଂସ୍ଥା ଏକ ସରକାରୀ କମିଟିକୁ ନିଜର ସୁପାରିସ ପ୍ରଦାନ କରିଛନ୍ତି।
-
ନିର୍ବାଚନ ପରେ ଏଟିଏମ୍ରୁ ଟଙ୍କା ଉଠାଇବା ବାବଦରେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଇଣ୍ଟରଚେଞ୍ଜ ଫି’କୁ ୨୦ରୁ ୨୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।
-
ଭାରତକୁ ଅଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଆସିବ ଓ ଚୀନ୍ ବହୁ ପରିମାଣର ଏଫ୍ଡିଆଇ ହରାଇବ ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗରେ ବିଶ୍ବ ଅର୍ଥନୈତିକ ନିରୀକ୍ଷଣ ଶାଖାର ମୁଖ୍ୟ ହମିଦ୍ ରସିଦ୍ କହିଛନ୍ତି।
-
ହରଡ଼ ଡାଲି ଦରବୃଦ୍ଧିରେ ଲଗାମ ଲାଗୁନାହିଁ। ବର୍ତ୍ତମାନ ପାଇକାରୀ ବଜାରରେ ଏହାର ଦର କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ୧୬୫ ଟଙ୍କାରେ ବିକ୍ରି ହେଉଛି।
-
ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି
-
ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍ ଆକାରରେ ଦେବାକୁ ଘୋଷଣା କରିଛି।
-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି।
-
ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି।
-
ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
-
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ବହିଷ୍କୃତ ହେଲେ।
-
ଖଲ୍ଲିକୋଟ ହତ୍ୟା ଘଟଣା ତଦନ୍ତ କରିବ ଏସଆଇଟି। ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ। ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ।
-
. କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ପିଏଫ୍ ପଇସା ଉଠାଣର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି । ଇପିଏଫଓ ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି । ଏଥିରେ ୬ କୋଟିରୁ ଅଧିକ ପିଏଫ୍ ସଦସ୍ୟଙ୍କୁ ଲାଭ ମିଳିବ ।
|
313 |
Y |
|
930 |
18-05-2024 |
English |
-
The Supreme Court Friday reserved its verdict on Delhi CM Arvind Kejriwal’s challenge to his arrest by the ED in a money laundering case linked to the alleged excise scam but granted him liberty to move the trial court for regular bail.
-
Every single day counts in matters concerning the liberty of citizens, the Supreme Court said Friday while asking the Delhi High Court to decide on the regular bail plea of a businessman in a corruption case related to the now scrapped Delhi excise policy
-
The Supreme Court Friday sought the Centre’s stand on a petition challenging the marital rape exception under the new criminal laws.
-
A judgement of a Constitution bench would be ‘binding’ on benches of lesser strength, the Supreme Court has held while recalling its April 2022 verdict in a matter related to land which was meant exclusively for common use by the inhabitants of a village in Haryana.
-
The Calcutta High Court Friday granted bail to Sandeshkhali BJP worker Piyali Das who surrendered before a lower court three days ago over a criminal case lodged against her.
-
The Supreme Court told former Jharkhand chief minister Hemant Soren Friday that it needs to prima facie satisfy itself before granting interim bail to him in a moneylaundering case linked to an alleged land scam for campaigning in the Lok Sabha polls.
-
India’s largest amusement park chain, Wonderla Holidays announced the launch of its newest park at Kumbharbasta in Capital city Friday. The park will be officially opened for public May 24, Wonderla Holidays Limited managing director Arun K Chittilappilly shared in a press meet.
-
Arvind Kejriwal’s aide Bibhav Kumar Friday filed a police complaint against Swati Maliwal, alleging she breached the security of the CM’s residence to gain unauthorised entry May 13 and created a ruckus there, the party said.
-
A leopard created a stir as it strayed into this town Friday morning. The animal was spotted in Bhanjpur locality of this town in Mayurbhanj district.
-
The BJP Friday expelled senior leader Bijoy Mohapatra and two others from the party on the charge of ‘anti-party activities’.
-
The Odisha Police Friday constituted a special investigation team (SIT) to probe into the killing of a BJP worker in a clash between supporters of the ruling BJD and the saffron party in Ganjam district.
-
Life expectancy around the world is projected to improve by almost five years in men and by over four years in women between 2022 and 2050, according to a global study published in The Lancet journal.
-
Holding an urgent hearing at 6:30pm Friday evening, the Supreme Court sought a response within a week from the Election Commission on a plea by an NGO seeking a direction to upload polling station-wise voter turnout data on its website within 48 hours of conclusion of polling for each phase of the Lok Sabha elections.
-
The Election Commission Friday issued a show-cause notice to former high court judge and BJP Lok Sabha candidate Abhijit Gangopadhyay for his “improper, injudicious and undignified” remarks against Bengal Chief Minister Mamata Banerjee.
-
Eightyfive per cent of people surveyed in India say they are already experiencing the effects of climate change, and more than a third of them have either already moved or considered moving because of extreme weather events such as severe heat, droughts and floods.
-
Ukrainian President Volodymyr Zelenskyy signed a law allowing some categories of convicts to serve in the army, parliament’s database showed Friday.
-
Israel strongly denied charges of genocide Friday, telling the United Nations’ top court it was doing everything it could to protect the civilian population during its military operation in Gaza.
-
In an unprecedented embarrassment for Indian boxing, the country will fight afresh for qualification in the women’s 57kg category after being forced to surrender the quota owing to holder Parveen Hooda’s international suspension for three whereabout failures in 12 months.
-
Masters champion Scottie Scheffler was detained by police Friday morning on his way to the PGA Championship, with stunning images showing him handcuffed as he was led to a police car. ESPN reported he failed to follow police orders during a pedestrian fatality investigation.
-
The haircuts taken by creditors in bankruptcy resolutions have increased to 73 per cent in FY24 from the 64 per cent in FY23, a report said Friday.
|
302 |
Y |
|