| # |
Date |
Type |
Current Affairs |
No. Of Views |
Status |
Action |
| 1 |
28-05-2026 |
Odia |
-
1.ଦେଶରେ ପ୍ରଥମ ସ୍ଵଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିବ। ଭାରତୀୟ ରେଳପଥ ଦ୍ୱାରା ଅନୁମୋଦିତ ଏହି ଟ୍ରେନ୍ରେ ୧୦ଟି କୋଚ୍ ଓ ୧୨୦୦ କିଲୋୱାଟ୍ ବିଶିଷ୍ଟ ଇଞ୍ଜିନ୍ ରହିଛି, ଯାହାକି ଜିନ୍ଦ୍-ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ।
-
2.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରଯାନ-୨ ଅର୍ବିଟରରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ଗଭୀର ଗର୍ତ୍ତ ବା କ୍ରେଟର ଗୁଡ଼ିକର ଭୂତଳ ଭାଗରେ ବିପୁଳ ପରିମାଣର ବରଫ ଲୁଚି ରହିଥିବା ସଂକେତ ମିଳିଛି।
-
3.ଖାଇବା ତେଲ ପ୍ୟାକେଟ୍ରେ ରହୁଥିବା ଅସଙ୍ଗତିକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ। ଏହି ବ୍ୟବସ୍ଥା ଉପରେ ରୋକ ଲଗାଇବା ବିଷୟରେ ବିଚାର କରୁଛନ୍ତି। ପ୍ୟାକେଟ୍ଗୁଡ଼ିକରେ ୬୫୦ ଗ୍ରାମ, ୭୦୦ ଗ୍ରାମ, ୮୧୦ ଗ୍ରାମ, ୮୫୦ ଗ୍ରାମ ଓ ୮୭୦ ଗ୍ରାମ ଭଳି ଭିନ୍ନ ଭିନ୍ନ ଓଜନର ତେଲ ରହୁଛି।
-
4.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲାର ପାରାଦୀପ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ମେଗା ଇସ୍ପାତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ ହେବ।
-
5.ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ପାରିତ ହୋଇଛି।
-
6.ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାଙ୍କ ପାଇଁ ୩,୦୦୦ ଟଙ୍କାର ସହାୟତା ରାଶିକୁ ଅନୁମୋଦନ କରିଛି।
-
7.ମୁନ୍ଦ୍ରା ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ ମିଳିତ ଅଭିଯାନ ଚଳାଇଥିଲେ। ଗୁପ୍ତ ସୂଚନା ଆଧାରରେ ସେମାନେ ୧୧୫କିଲୋ କୋକେନ୍ ଜବତ କରିଥିଲେ।
-
8.ମାଡ୍ରାସ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ତାମିଲନାଡୁରେ ବକ୍ରୀଦ କିମ୍ବା ଅନ୍ୟ କୌଣସି ଦିନରେ ଗାଈ ଏବଂ ବାଛୁରୀ ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି।
-
9.ଗଞ୍ଜାମ ଜିଲ୍ଲାରେ ଗତ ୧୦ବର୍ଷରେ (୨୦୧୬ରୁ ୨୦୨୫) ୯୩୯ ହତ୍ୟାକାଣ୍ଡ ଘଟିଛି। ଏଥିସହ ୨୦୨୬ ମସିହାରେ ପାଖାପାଖି ୨୦ ମୁଣ୍ଡ ଗଡ଼ିସାରିଲାଣି। ତଥ୍ୟ ଅନୁସାରେ, ବିଜେଡି ସରକାରଙ୍କ ଶେଷ ୮ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲା ୭୫୫ଟି ହତ୍ୟାକାଣ୍ଡ ଦେଖିଛି।
-
10.ଭୁବନେଶ୍ବର ବିମାନବନ୍ଦର ଦେଇ ଆସୁଥିବା ଇବୋଲା ସନ୍ଦିଗ୍ଧଙ୍କୁ ସଙ୍ଗରୋଧ କରିବା ଲାଗି ଏମ୍ସ ଭୁବନେଶ୍ବରରେ ୬-୮ଟି ଶଯ୍ୟା ସଂରକ୍ଷିତ ରହିବ।
-
11.ବର୍ଷା ଋତୁରେ ହୀରାକୁଦ ଜଳଭଣ୍ତାରେ ଜଳରାଶି ବୃଦ୍ଧି ପାଇଥାଏ ଏହାକୁ ଆଖି ଆଗରେ ରଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି।
-
12.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଏମ୍ପି କାକୋଲି ଘୋଷ ଟିଏମସି ଦଳ ଛାଡ଼ଛନ୍ତି ।
-
13.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖରେ ଶେଷ ହେବ ।
-
14.ଓଡ଼ିଶା ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ।
-
15.ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର ୧୬ ବଲେ୍ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି
|
5 |
Y |
|
| 2 |
28-05-2026 |
English |
-
1.Indian Railways approves 10-car hydrogen fuel cell trainset on Jind-Sonipat section in Haryana for pilot operations.
-
2.Sikkim now joins the elite club of fully literate states, which includes Mizoram, Goa, Tripura, and Himachal Pradesh. It is the third state in the northeast and the fifth state in the country to achieve this feat. Mizoram was the first state in the country to achieve full literacy.
-
3.According to the latest data received from the Indian Space Research Organisation's (ISRO) Chandrayaan-2 orbiter, there is evidence of a large amount of ice hidden in the subsurface of deep craters or craters near the south pole of the moon.
-
4.The central government is unhappy with the inconsistencies in edible oil packets. The packets contain oil of different weights such as 650 grams, 700 grams, 810 grams, 850 grams and 870 grams.
-
5.Chief Minister Mohan Charan Majhi laid the foundation stone of JSW Steel's mega steel project at Dhinkia village under Paradip in Jagatsinghpur district. An investment of Rs 65,000 crore will be made in this project.
-
6.The historic Uniform Civil Code Bill has been passed in the Assam Assembly.
-
7.The West Bengal Cabinet has approved an assistance of Rs 3,000 for women under the Annapurna Bhandar Yojana.
-
8.The Gujarat Anti-Terrorism Squad of the Indian Coast Guard conducted a joint operation on the Mundra coast. Based on a tip-off, they seized 115 kg of cocaine.
-
9.The Madras High Court has given a historic verdict. Tamil Nadu has imposed a complete ban on the slaughter of cows and calves on Bakrid or any other day.
-
10.In the last 10 years (2016 to 2025) there have been 939 murders in Ganjam district.
-
11.6-8 beds will be reserved in AIIMS Bhubaneswar to quarantine Ebola suspects arriving through Bhubaneswar airport.
-
12.Allahabad High Court says hookah bars are not a fundamental right and can be restricted to protect public health
-
13.The Supplementary High School Certificate Examination conducted by the Board of Secondary Education will begin from July 2 and end on July 10.
-
14.Odisha will host the Asian Indoor Athletics Championship 2027.
-
15.The 70-foot statue of legendary Argentine footballer Lionel Messi set in Kolkata, West Bengal, is set to be taken down due to safety concerns, after it was spotted "swaying in the wind".
|
5 |
Y |
|
| 3 |
27-05-2026 |
English |
-
1.Iran’s Islamic Revolutionary Guard Corps (IRGC) threatened retaliation against the United States following American military strikes on Iranian missile launch sites and armed boats near the Strait of Hormuz.
-
2.E-admissions into Plus-III Degree colleges, including self-financing institutions and Sanskrit (Shastri) colleges across the state, UG admissions will be available on the SAMS portal (www.samsodisha.gov.in) from 4 PM on May 27, 2026.
-
3.OPSC on Tuesday announced the results of the Odisha Civil Services Examination 2024, with a total of 200 candidates, including 78 women, qualifying in the recruitment exam. Bubun Sahoo has secured the top position.
-
4.In Odisha over the past three days, authorities have taken strict action against offenders, issuing 4,611 e-challans and collecting fines exceeding Rs 21 lakh. As part of the crackdown, eight vehicles were seized and 93 driving licences were cancelled for serious violations.
-
5.The top 30 winners of the 19th edition of the Young Astronomer Talent Search (YATS), have an educational exposure visit to the Indian Space Research Organisation’s (ISRO) Satish Dhawan Space Centre (SDSC), Sriharikota Range (SHAR), Sriharikota, Andhra Pradesh. The visit is scheduled from May 26 to May 29, 2026.
-
6.Dera Sacha Sauda head, Gurmeet Ram Rahim, who is lodged in Sunaria Jail in Haryana's Rohtak serving sentences for raping two female followers, was granted a 30-day parole, the 16th release from the prison since his conviction of 20 years in 2017.
-
7.With the latest hike, CNG prices in Delhi have risen from Rs 77.09 per kg before May 15 to Rs 83.09 per kg on May 26.
-
8.The data shows that across Indian Oil Corporation Ltd, Bharat Petroleum Corporation Ltd and Hindustan Petroleum Corporation Ltd, 3.30 crore consumers did not book even a single cylinder refill.
-
9.Statewide raids bust betting rackets across four districts as IPL fever peaks; Puri emerges as the biggest catch with Rs57 lakh haul.
-
10Revenue Minister inagurated Developmental projects worth of Rs 4 crores in Jharsuguda.
-
11.Odisha Chief Electoral Officer (CEO) R S Gopalan Tuesday asked the district authorities to effectively counter any misinformation campaign on social media about Special Intensive Revision (SIR) of electoral rolls, which will begin in the state from May 30....
-
12. Anwesha Mishra, a 13-year-old girl from Bhawanipatna in Kalahandi district, has brought laurels to the district by excelling in the prestigious Glam India competition.
-
13.Bantala: In a positive development for wildlife conservation, 11 gharial hatchlings emerged from eggs at Baladamara in Satkosia gorge of the Mahanadi river in Angul district.
-
14 A court in Odisha’s Cuttack Tuesday acquitted Abdur Rehman, who was arrested over alleged links with terrorist outfit Al-Qaeda in the Indian Subcontinent (AQIS), citing lack of sufficient evidence.
-
15.You can now eat rice and fish curry for just Rs 5. The West Bengal government has taken a big decision regarding fish and rice.
|
5 |
Y |
|
| 4 |
27-05-2026 |
Odia |
-
1.ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆଜି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ୧ ଡଲାର ମୂଲ୍ୟ ୯୫ ଟଙ୍କା ୭୩ ପଇସାରେ ରହିଛି।
-
2.ଚଳିତ ମାସରେ ଡିଜେଲ ଦର ଚାରି ଥର ବଢ଼ିବାର ପ୍ରଭାବ ପରିବହନ କ୍ଷେତ୍ର ଉପରେ ପଡ଼ିବା ଆରମ୍ଭ ହୋଇଛି। ପ୍ରାୟ ୧୯ ଲକ୍ଷ ଟ୍ରକର ଚଳାଚଳ ବନ୍ଦ ହୋଇଯାଉଛି। ଦେଶରେ ପାଖାପାଖି ୯୫ ଲକ୍ଷ ଟ୍ରକ ରହିଛି।
-
3.ଦିଲ୍ଲୀରେ ୧୪ ବର୍ଷ ମଧ୍ୟରେ ସବୁଠାରୁ ଗରମ ରାତି ରେକର୍ଡ ହୋଇଥିବା ବେଳେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର ଓ ତେଲେଙ୍ଗାନା ସମେତ ଦେଶର ଏକ ବଡ଼ ଅଂଶ ଜଳୁଛି। ଏହାର ଏକ ସ୍ଥାୟୀ ସମାଧାନ ତଥା ଜୀବନ ଓ ଜୀବିକା ସୁରକ୍ଷା ପାଇଁ ଏକ ଉତ୍ତାପ ଆୟୋଗ (ହିଟ୍ କମିସନ) ଗଠନ କରାଯିବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ କହିଛନ୍ତି।
-
4.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)କୁ ନିଜର ପରଂପରାଗତ କର୍ତ୍ତବ୍ୟରୁ ଆଗକୁ ବଢ଼ିବାକୁ ହେବ। ନୂତନ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କେବଳ ସୀମା ଭିତରେ ସୀମିତ ନରହି ସୀମାଠାରୁ ୫୦କିମି ଦୂର ପର୍ଯ୍ୟନ୍ତ ନଜର ରଖିବାକୁ ହେବ।
-
5.ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ପୋସ୍କୋ କାରଖାନା କରିବାକୁ ଚାହୁଥିବା ଜଗତସିଂହପୁରର ଢିଙ୍କିଆରେ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଏହାର ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ କରିବାକୁ ଯାଉଛି।
-
6.ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଉପସାଗରୀୟ ଦେଶଗୁଡ଼ିକ ଆଉ ଆମେରିକାର ସାମରିକ ବେସ୍ ପାଇଁ ସୁରକ୍ଷା କବଚ ସାଜିବେ ନାହିଁ ଏବଂ ଏଠାରେ ଆମେରିକୀୟ ସୈନ୍ୟଙ୍କ ପାଇଁ କୌଣସି ସ୍ଥାନ ନାହିଁ
-
7.ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଇନ୍ ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ୍) ସହିତ ସମ୍ପର୍କ ଅଭିଯୋଗରେ ଗିରଫ ହୋଇଥିବା ଅବଦୁର ରେହମାନକୁ ମଙ୍ଗଳବାର କଟକର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି।
-
8.ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୪ ର ଫଳାଫଳ ଘୋଷଣା ହୋଇଛି , ଯେଉଁଥିରେ ୭୮ ଜଣ ମହିଳା ସମେତ ମୋଟ ୨୦୦ ଜଣ ପ୍ରାର୍ଥୀ ନିଯୁକ୍ତି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ବୁବୁନ୍ ସାହୁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
-
9.ଗତ ତିନି ଦିନ ମଧ୍ୟରେ ଓଡ଼ିଶା କର୍ତ୍ତୃପକ୍ଷ, ୪,୬୧୧ ଇ-ଚାଲାନ୍ ଜାରି କରିଛନ୍ତି ଏବଂ ୨୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନର ଏକ ଅଂଶ ସ୍ୱରୂପ, ଗୁରୁତର ଉଲ୍ଲଂଘନ ପାଇଁ ଆଠଟି ଯାନ ଜବତ କରାଯାଇଥିଲା ଏବଂ ୯୩ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା।
-
10.ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ସନ୍ଧାନ (YATS) ର ୧୯ତମ ସଂସ୍କରଣର ଶ୍ରେଷ୍ଠ ୩୦ ଜଣ ବିଜେତା, ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ସତୀଶ ଧାୱନ ମହାକାଶ କେନ୍ଦ୍ର (SDSC), ଶ୍ରୀହରିକୋଟା ରେଞ୍ଜ (SHAR), ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାକୁ ଏକ ଶିକ୍ଷାଗତ ଅଭିଜ୍ଞତା ପରିଦର୍ଶନ ଗସ୍ତ ୨୬ ମଇରୁ ୨୯ ମଇ, ୨୦୨୬ ପର୍ଯ୍ୟନ୍ତ ସ୍ଥିର କରାଯାଇଛି।
-
11.ସଦ୍ୟତମ ବୃଦ୍ଧି ସହିତ, ଦିଲ୍ଲୀରେ ସିଏନଜି ମୂଲ୍ୟ ୧୫ ମଇ ପୂର୍ବରୁ ପ୍ରତି କିଲୋଗ୍ରାମ ୭୭.୦୯ ଟଙ୍କାରୁ ବୃଦ୍ଧି ପାଇ ୨୬ ମଇରେ ପ୍ରତି କିଲୋଗ୍ରାମ ୮୩.୦୯ ଟଙ୍କାରେ ପହଞ୍ଚିଛି।
-
12.ତଥ୍ୟ ଦର୍ଶାଉଛି ଯେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ରେ ୩.୩୦ କୋଟି ଗ୍ରାହକ ଗୋଟିଏ ସିଲିଣ୍ଡର ରିଫିଲ୍ ବୁକ୍ କରି ନାହାଁନ୍ତି।
-
13.ଆଇପିଏଲ୍ ଜ୍ୱର ଶୀର୍ଷରେ ପହଞ୍ଚିବା ସହିତ ରାଜ୍ୟବ୍ୟାପୀ ଚଢାଉ ଚାରିଟି ଜିଲ୍ଲାରେ ବେଟିଂ ରାକେଟର ପର୍ଦ୍ଦାଫାସ୍ କରିଛି; ପୁରୀରୁ ୫୭ ଲକ୍ଷ ଟଙ୍କା ଜବତ ହୋଇଛି ।
-
14.ରାଜସ୍ୱ ମନ୍ତ୍ରୀ ଝାରସୁଗୁଡାରେ ୪ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
-
15.ଭାତ ଓ ମାଛ ତରକାରୀ ଏଣିକି ୫ ଟଙ୍କାରେ ଖାଇପାରିବେ । ଶୁଭେନ୍ଦୁ ସରକାର ମାଛ ଏବଂ ଭାତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସାରା ରାଜ୍ୟରେ ୪୦୦ଟି କ୍ୟାଣ୍ଟିନ୍ ଖୋଲିବ ।
|
14 |
Y |
|
| 5 |
26-05-2026 |
Odia |
-
1.ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ସମସ୍ୟା ବଢ଼ୁଥିବା ବେଳେ ପ୍ରଖ୍ୟାତ ଶ୍ବସନ ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ ଲୋକମାନଙ୍କୁ ପ୍ରବଳ ଗରମଜନିତ ଅସୁସ୍ଥତା, ଜଳଶୁଷ୍କତା ଓ ଅତ୍ୟଧିକ ଥକା ଲାଗିବା ଭଳି ସଙ୍କେତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
-
2. ରାଷ୍ଟ୍ରପତି (୨୫ ମେ, ୨୦୨୬) ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶୀ ମୁଦ୍ରା ସଞ୍ଚୟ ଆହ୍ବାନକୁ ସମର୍ଥନ ଜଣାଇ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନ କହିଛନ୍ତି ଯେ ଆମକୁ ୩ଟି ଏଫ୍-ଫୁଏଲ୍ (ଇନ୍ଧନ), ଫର୍ଟିଲାଇଜର (ସାର) ଓ ଫୋରେକ୍ସ (ବିଦେଶୀ ମୁଦ୍ରା ଭଣ୍ଡାର) ଉପରେ ଧ୍ୟାନ ଦେବାକୁ ପଡ଼ିବ।
-
4.ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ସମ୍ମିଳନୀ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ।
-
5.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୩ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ା,ସୁବର୍ଣ୍ଣପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରିର ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ବି ଗ୍ରୀଷ୍ମ ଲହରିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ଏହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବ।
-
6.ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ ଆମେରିକୀୟ ସୈନ୍ୟମାନେ ଦକ୍ଷିଣ ଇରାନରେ ଆକ୍ରମଣ କରିଛନ୍ତି।
-
7.ଉତ୍ତର ଚିଲିରେ ସୋମବାର ଦିନ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।
-
8.ମହାନଦୀ ଜଳ ବିବାଦ ମାମଲାର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ସମାଧାନର ବାଟ ଫିଟାଇବା ପାଇଁ ଉଦ୍ଦିଷ୍ଟ ତଥ୍ୟକୁ ନେଇ ବି ଉଭୟ ରାଜ୍ୟ ସହମତ ହୋଇସାରିଛନ୍ତି। ଗତକାଲି ଟ୍ରିବ୍ୟୁନାଲ୍ର ଶୁଣାଣି ବେଳେ ଏହା ସ୍ପଷ୍ଟ ହୋଇଛି।
-
9.ବିଶ୍ଵର ଏକ ପ୍ରମୁଖ ତୈଳ ଯୋଗାଣ ମାର୍ଗ ପ୍ରଭାବିତ ହୋଇଛି। ତଥାପି ୟୁଏଇ ଓ କତର ପରି ତୈଳ ସମୃଦ୍ଧ ଦେଶ ଶକ୍ତି ଆବଶ୍ୟକ କରୁଥିବା ରାଷ୍ଟ୍ରଗୁଡ଼ିକୁ ପାରସ୍ୟ ଉପସାଗର ଦେଇ ସେମାନଙ୍କ ତୈଳ ଓ ଗ୍ୟାସ ପରିବହନ ଜାରି ରଖିଛନ୍ତି।
-
10.ଗତ ୧୧ ଦିନ ମଧ୍ୟରେ ଚାରି ଥର ଦରବୃଦ୍ଧି କରିବା ପରେ ତୈଳ କମ୍ପାନିଗୁଡ଼ିକର ଦୈନିକ କ୍ଷତି ୬୦୦ କୋଟି ଟଙ୍କାକୁ ହ୍ରାସ ପାଇଛି।
-
11.ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ।
-
12.ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି ଭୁବନେଶ୍ୱରସ୍ଥିତ ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
13.ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ଅଧ୍ୟକ୍ଷ ପଦରୁ ସୋମବାର ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ।
-
14.କଙ୍ଗୋର ଇଟୁରି ପ୍ରଦେଶର ରାଜଧାନୀ ବୁନିଆରେ ଇବୋଲା ଆଉ କେବଳ ଏକ ରୋଗ ନୁହେଁ, ବରଂ ଏକ ଭାଇରସ ୫ ମଇରେ ପ୍ରଥମ ସତର୍କତା ପରେ ମାତ୍ର ୨୦ ଦିନ ମଧ୍ୟରେ, ୮୬୭ ସନ୍ଦିଗ୍ଧ ମାମଲା ଏବଂ ୨୦୪ ଜଣଙ୍କ ମୃତ୍ୟୁ ରିପୋର୍ଟ କରାଯାଇଛି।
-
15.ବାଲେଶ୍ବର ଜିଲା ନୀଳଗିରିର ମାଟିର ସନ୍ତାନ ଗରଡ଼ିହି ପଞ୍ଚାୟତ ଅସ୍ତରୁଖି ଗାଁର ଇଂ. ଶ୍ୟାମସୁନ୍ଦର ମାଝୀ ପ୍ରସ୍ତୁତ କରିଥିବା କ୍ଷୁଦ୍ର ସାନ୍ତାଳୀ ଚଳଚ୍ଚିତ୍ର ‘କୁକଲି’କୁ ମିଳିଲାଣି ୧୩୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ପୁରସ୍କାର।
|
24 |
Y |
|
| 6 |
26-05-2026 |
English |
-
President Droupadi Murmu Monday conferred the Padma Vibhushan on Hindi film industry actor Dharmendra posthumously and classical musician and violinist N Rajam at a Civil Investiture Ceremony at the Rashtrapati Bhavan.
-
A bench led by CJI Surya Kant, along with Justices Joymalya Bagchi and VM Pancholi, declined urgent hearings on petitions linked to the movement, stating there was “no such grave urgency” in the matter.
-
Odisha Government launched the Model Village Mission (MVM) and Mahapurusha Adarsha Grama Yojana (MAGY).
-
IMD in Bhubaneswar, A heatwave warning has been issued as hot weather is likely to persist for four more days.
-
Air connectivity between western Odisha and the state capital is set to improve significantly as daily flight services between Utkela Airport in Kalahandi district and Bhubaneswar commenced from May 25.
-
Government-owned oil marketing companies -- Indian Oil, Hindustan Petroleum and Bharat Petroleum -- are still losing around Rs 600 crore a day despite the increase in petrol and diesel prices
-
Chennai three AIADMK MLAs resigned from the Assembly Monday and later joined the ruling TVK.
-
The Supreme Court Monday stressed that girls should not give up education only for the reason that sanitary napkins and functional, gender-segregated toilets are not available at schools.
-
Indian tourists are among visitors from 40 countries who will be granted free on-arrival visas valid for 30 days.
-
Compressed Natural Gas (CNG) prices in Delhi have been increased by Rs 2 per kilogram.
-
. Tamil Nadu Chief Minister Vijay has allowed five screenings a day for newly released Tamil movies for a week after release. He has also offered a major crop loan waiver scheme for farmers -- offering significant relief to small and marginal farmers who availed loans through cooperative banks.
-
The Assam Legislative Assembly on Monday passed a resolution supporting one-third reservation for women in Parliament and state legislatures to be implemented once the delimitation process is completed in the state.
-
Odisha marked a new milestone in grassroots governance with the foundation stone of a Rs 32-crore state-of-the-art auditorium at the State Institute of Rural Development and Panchayati Raj (SIRD&PR) campus.
-
The Second BRICS Technical Meeting of the Disaster Risk Reduction Working Group will be held from June 3 to 5, 2026, at the Taj Puri Resort in Puri, under India’s current BRICS Presidency.
-
C Joseph Vijay on Monday directed police officials to promptly register sexual crime cases, conduct speedy investigations and ensure strict punishment for offenders.
|
9 |
Y |
|
| 7 |
25-05-2026 |
Odia |
-
1.ଗତ ଦଶ ଦିନ ମଧ୍ୟରେ ଏହା ଇନ୍ଧନ ମୂଲ୍ୟରେ ଚତୁର୍ଥ ବୃଦ୍ଧି। ପେଟ୍ରୋଲର ମୂଲ୍ୟ ୨ଟଙ୍କା ୬୧ ପଇସା ଏବଂ ଡିଜେଲର ମୂଲ୍ୟ ୨ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୫ଟଙ୍କା ୨୦ ପଇସା ଏବଂ ପେଟ୍ରୋଲର ମୂଲ୍ୟ ୧୦୨ ଟଙ୍କା ୧୨ ପଇସା ହୋଇଛି।
-
2.ଭାରତର ହାରାହାରି ତାପମାତ୍ରା ଗତ ଶତାବ୍ଦୀରେ ୦.୭ ପ୍ରତିଶତ ବଢ଼ିଛି। ଆଗାମୀ ଦିନରେ ଏହା ଜୀବନ ଓ ଜୀବିକା ଉପରେ ଅତ୍ୟନ୍ତ ଗମ୍ଭୀର ପ୍ରଭାବ ପକାଇବାକୁ ଯାଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଭାରତରେ ହିଟ୍ୱେଭ ଚଳିତ ଶତାବ୍ଦୀ ଶେଷବେଳକୁ ୩୦୦ରୁ ୪୦୦ ପ୍ରତିଶତ ବଢ଼ିଯାଇପାରେ।
-
3.ଯୁବପିଢ଼ିଙ୍କ ମଧ୍ୟ ସେଲ୍ଫି ଓ ରିଲ୍ସ ନିଶାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ଗତ ୧୧ ବର୍ଷ ମଧ୍ୟରେ ୨୭୧ ଜଣ ମୃତାହତ ହୋଇଛନ୍ତି।
-
4.ଉତ୍ତରପ୍ରଦେଶରେ ୱକଫ୍ ଭାବରେ ପଞ୍ଜୀକୃତ ୩୧,୦୦୦ରୁ ଅଧିକ ସମ୍ପତ୍ତିକୁ କେନ୍ଦ୍ରର ଉମିଦ୍ ପୋର୍ଟାଲରୁ ହଟାଇ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସମ୍ପତ୍ତି ସହ ଜଡିତ ଦସ୍ତାବିଜ ଯାଞ୍ଚ ପରେ ପଞ୍ଜୀକରଣ ବାତିଲ କରାଯାଇଛି।
-
5.ଆନ୍ଧ୍ରରେ ପେଟ୍ରୋଲ ଦର ଲିଟର ପିଛା ସର୍ବାଧିକ ୧୧୭ ଟଙ୍କା ୮୦ ପଇସା ରହିଛି। ଏହା ପଛକୁ ତେଲେଙ୍ଗାନାରେଦେର ୧୧୫ ଟଙ୍କା ୭୦ ପଇସା, କେରଳରେ ୧୧୨ ଟଙ୍କା ୩୦ ପଇସା। ଗୁଜରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ଗୋଆ ଓ ଆସାମରେ ପେଟ୍ରୋଲ ଦାମ୍ କମ୍ ରହିଛି।
-
6.ଗୁଜୁରାଟ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ଉଂଝାରେ ୩,୫୦୦ କିଲୋଗ୍ରାମରୁ ଅଧିକ ରଙ୍ଗଦିଆ ପାନମଧୁରୀ ଜବତ କରିଛନ୍ତି।
-
7.ସିବିଏସ୍ଇ ପୋର୍ଟାଲରେ ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପେପର ପିଛା ୬୯,୦୦୦ ଟଙ୍କା ଜମା କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ତେବେ ଏହି ପରିମାଣ ଚୂଡାନ୍ତ ନୁହେଁ।
-
8.ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ରବିବାର ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟକୁ ଆମେରିକୀୟ ସମାଜର ଏକ ପରିଭାଷିତ ବୈଶିଷ୍ଟ୍ୟ ଭାବରେ ଚିତ୍ରଣ କରିବାର ପ୍ରୟାସକୁ ଖାରଜ କରି କହିଛନ୍ତି।
-
9.ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ ୯୦ଟି କ୍ଷେପଣାସ୍ତ୍ର ଏବଂ ୬୦୦ଟି ଡ୍ରୋନ୍ ନିକ୍ଷେପ କରିଛି ।
-
10.ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ହିଟ ଓ୍ବେଭ୍ ଜାରି ରହିବ।
-
11.ପଶ୍ଚିମବଙ୍ଗର ଫାଲ୍ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।
-
12.ଜାତୀୟ ପରୀକ୍ଷା ଏଜେନ୍ସି (NTA) ମେ ୨୮, ୨୦୨୬ରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସଂଶୋଧିତ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ ବୋଲି NTA ପକ୍ଷରୁ ଅବଗତ କରାଯାଇଛି।
-
13.ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି।
-
14.କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଥାଟ୍ଟେ ହକ୍କାଲୁ ନଦୀରେ ରବିବାର ୮ଜଣ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି।
-
15.ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।
|
19 |
Y |
|
| 8 |
25-05-2026 |
English |
-
1. President Droupadi Murmu will present 66 Padma awards at the first civil investiture ceremony for 2026 to be held in the Ganatantra Mandap of the Rashtrapati Bhavan.
-
2.Once again across India on Monday, with petrol becoming costlier by Rs 2.61 per litre and diesel by Rs 2.71 per litre, marking the fourth increase in rates over the past two weeks.
-
3.CBSE Sunday extended the deadline for students seeking scanned copies of their evaluated answer books for Class 12 board examinations, with the last date now revised to May 25 midnight.
-
4.Odisha CM inspects Rs376-crore garment unit, defence manufacturing facility in Khurda.
-
5.The Works Department has asked its officials to ensure strict adherence to the Odisha government’s directive restricting the outdoor work in view of the prevailing heatwave condition in the state.
-
6.Bargarh Nearly two weeks after the commencement of rabi paddy procurement in Bargarh district, issues in the process remain unresolved, with the token system emerging as a major concern.
-
7.The BJP Sunday swept the repoll to Bengal's Falta Assembly seat with a victory margin of more than one lakh votes in the constituency.
-
8. Home Minister Amit Shah assures tribal communities remain outside Uniform Civil Code.
-
9.Uttar Pradesh Chief Minister Yogi Adityanath directs vigilance and regulated animal sacrifice for Bakri Eid. No Animal Sacrifice At Public Places On Bakrid.
-
10.Telangana Government has announced Rs 4 lakh compensation each to the families of the deceased who lost their lives due to heatstroke.
-
11.A public interest litigation (PIL) has been filed in the Supreme Court, flagging concerns over the rapid rise of a satirical social media campaign titled "Cockroach Janta Party" (CJP) following oral observations made during a recent hearing.
-
12.At least eight people, including seven women, all hailing from one family, reportedly died due todrowing in the Thatte Hakkalu river in Karnataka’s Uttar Kannada district on Sunday.
-
13.Ayodhya: In a unique initiative to elevate the tourism potential and cultural heritage of the holy city, a 'Lav-Kush Park' is set to come up in Ayodhya, with its 'Art from Waste' theme to be the highlight.
-
14. A team from India's elite National Security Guard (NSG), popularly known as the "Black Cats", successfully summited Mount Everest, according to the expedition organising company.
-
15. Odisha continued to reel under an intensive heatwave on Sunday, with six places recording maximum temperature of 45°C or above.
|
8 |
Y |
|
| 9 |
24-05-2026 |
Odia |
-
1.୨୦୨୫-୨୬ ଆର୍ଥିକବର୍ଷରେ ଦେଶକୁ ୯୪.୫ ବିଲିଅନ ଡଲାରର ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆସିଛି।
-
2.କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟେଲ ଶନିବାର ରାତିରେ କାନାଡା ଗସ୍ତରେ ଯାଇଛନ୍ତି। ପାଖାପାଖି ୧୫୦ ଜଣ ବ୍ୟବସାୟ ପ୍ରତିନିଧିଙ୍କୁ ନେଇ ସେ ଏହି ଗସ୍ତ କରିଛନ୍ତି। ୨୫ ତାରିଖରେ ଅଟାୱାରେ ଏବଂ ୨୬ ଓ ୨୭ ତାରିଖରେ ଟରଣ୍ଟୋରେ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି।
-
3.ଶନିବାର ଜମ୍ମୁ ଡିଭିଜନର ରାଜୌରୀ ଜିଲ୍ଲାର ଗମ୍ଭୀର ମୁଘଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
-
4.ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ସାତଟି ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ଚିତ୍ତୋରଗଡ଼ ରାଜ୍ୟର ସବୁଠାରୁ ଗରମ ସ୍ଥାନ ଥିଲା।
-
5.ବିଜେପିରେ ଯୋଗ ଦେବା ପରେ, ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାର ପିଟିସନ୍ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
-
6.ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି।
-
7. ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ ବିଷୟରେ ମତାମତ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସେ ଶ୍ରୀ ମାର୍କୋ ରୁବିଓଙ୍କୁ ସ୍ବାଗତ କରି ଖୁସି।
-
8.ସୋସିଆଲ୍ ମିଡିଆ ଆଧାରିତ ଅପରାଧ, ଭ୍ରାନ୍ତ ସୂଚନା ଓ ଆଣ୍ଟି ପୁଲିସ ପ୍ରଚାର ଉପରେ ନିରୀକ୍ଷଣ କରିବା ପାଇଁ ଓଡ଼ିଶା ପୁଲିସ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବ। ଓଡ଼ିଶା ପୁଲିସ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ୍ ଆଣ୍ଡ ଇନ୍ଫର୍ମେସନ୍ ସେଲ୍ (ଓପିଏସ୍ସି ଆଣ୍ଡ ଆଇସି) ଗଠନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବିସ୍ତୃତ ରିକ୍ୱେଷ୍ଟ ଫର୍ ପ୍ରୋପୋଜାଲ୍ ଜାରି କରାଯାଇଛି।
-
9.ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତ ସଂଚାର ନିଗମ ଲିମିଟେଡ଼ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ‘ଭାରତ ନେଟ୍ ପରିଯୋଜନା’ ଫେଜ୍-୩ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।
-
10.ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।
-
11.ଭାରତର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା “କକ୍ରୋଚ ଜନତା ପାର୍ଟି” ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ପହଞ୍ଚିଛି।
-
12.ଆମେରିକାର କାଲିଫର୍ଣ୍ଣିଆରେ ଏକ ଶିଳ୍ପାଞ୍ଚଳରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ ହୋଇଯିବା ଯୋଗୁଁ ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ଏବଂ ବିଷାକ୍ତ ଗ୍ୟାସ ବ୍ୟାପିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ପ୍ରାୟ ୪୦ ହଜାର ଲୋକଙ୍କୁ ତୁରନ୍ତ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
-
13.ଉତ୍ତର ଚୀନର ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଗ୍ୟାସ ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯ ଜଣ ଶ୍ରମିକଙ୍କ ପତ୍ତା ମିଳୁନି ।
-
14.ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ଇରାନ ବିରୁଦ୍ଧରେ ନୂତନ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।
-
15.ଆମେରିକାର ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ଅନୁଯାୟୀ ଜଣେ ସନ୍ଦିଗ୍ଧ ବ୍ୟକ୍ତି ହ୍ୱାଇଟ୍ ହାଉସ୍ ନିକଟବର୍ତ୍ତୀ ଏକ ସୁରକ୍ଷା ଚେକ୍ପଏଣ୍ଟ ନିକଟକୁ ଯାଇ ସେଠାରେ ନିୟୋଜିତ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ସନ୍ଦିଗ୍ଧ ବ୍ୟକ୍ତିର ମୃତ୍ୟୁ ଘଟିଛି।
|
15 |
Y |
|
| 10 |
24-05-2026 |
English |
- 1.The country received a total of $94.5 billion in foreign direct investment (FDI) in the financial year 2025-26.
- 2. Union Commerce Minister Piyush Goyal left for Canada on Saturday night. He is on a visit of about 150 business representatives. He is scheduled to hold talks in Ottawa on the 25th and in Toronto on the 26th and 27th.
- 3. Andhra police setting up a temporary checkpost in the disputed Kotia region of Koraput district.
- 4. In Telangana, 16 people have died in seven districts of the state due to heat wave. In Rajasthan, Chittorgarh was the hottest place in the state.
- 5. After joining the BJP, Rajya Sabha MP Raghav Chadha has been appointed as the Chairman of the Rajya Sabha Petitions Committee.
- 6. Supreme Court takes up Twisha Sharma case, Chief Justice of India Surya Kant to hear matter on May 25 .
- 7. India has moved a significant step closer towards long-term energy self-sufficiency after indigenously developed 500 MW Prototype Fast Breeder Reactor (PFBR) at Kalpakkam in Tamil Nadu achieved criticality.
- 8. Odisha Police has issued a detailed request for proposal for the formation of the Odisha Police Strategic Communication and Information Cell (OPSC & IC).
- 9. Odisha Electronics and Information Technology Minister Dr. Mukesh Mahaling chaired an important meeting of Bharat Sanchar Nigam Limited and reviewed the progress of ‘Bharat Net Pariyojana’ Phase-3 and the upcoming work plan.
- 10. The entrance examination for the two-year B.Ed course will be held on the 31st May from 10 am to 12 noon.
- 11. The “Kakroch Janata Party”, which went viral on Indian social media, has now reached neighboring Pakistan.
- 12. A toxic chemical tank kept at an industrial site in California, USA, has suddenly become extremely hot, creating a panic situation there. The administration has ordered about 40,000 people to immediately leave their homes and move to safer places due to the risk of explosion and spread of toxic gas.
- 13. A major explosion occurred at the Liusenyu coal mine in North China’s Shaanxi province. The gas explosion killed 82 people, while the location of 9 workers is missing.
- 14. According to American media reports, the United States is preparing for new air strikes against Iran.
- 15. According to American law enforcement officials, a suspect approached a security checkpoint near the White House and opened fire on officers deployed there. The suspect died on spot.
|
15 |
Y |
|