# |
Date |
Type |
Current Affairs |
No. Of Views |
Status |
Action |
521 |
11-12-2024 |
Odia |
- 1.ୟୁଏନସିସିଡି ଏବଂ ୟୁରୋପୀୟ କମିସନ ମିଳିତ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ବିଶ୍ୱ ମରୁଭୂମି ଆଟଲାସ୍ ପ୍ରକାଶ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ୨୫ ବର୍ଷ ପରେ ଅର୍ଥାତ୍ ୨୦୫୦ ସୁଦ୍ଧା ଅବା ୨୦୪୯ ବେଳକୁ ପ୍ରାୟ ୭୫ ପ୍ରତିଶତ ଲୋକ ମରୁଡ଼ିର ସଙ୍କଟର ସମ୍ମୁଖୀନ ହେବେ।
-
2.ଜାତୀୟ ପରିସଂଖ୍ୟାନ ୨୦୨୪ ତଥ୍ୟ କହୁଛି ୨୦୧୨-୧୩ ଆର୍ଥିକ ବର୍ଷ ପରେ ସର୍ବନିମ୍ନ ଆବଶ୍ୟକତାରେ ଲୋକମାନଙ୍କ ବ୍ୟୟ କମ୍ ହୋଇଛି। ସେହି ସମୟରେ କିନ୍ତୁ ସ୍ବାସ୍ଥ୍ୟ ଖର୍ଚ୍ଚରେ ୮.୨ ପ୍ରତିଶତ ଓ ଶିକ୍ଷାରେ ୭.୫ ପ୍ରତିଶତ ବୃଦ୍ଧି ହୋଇଛି।
-
3.୨୦୨୪କୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଜାନୁଆରିରୁ ନଭେମ୍ବର ମଧ୍ୟରେ ବିଶ୍ବର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ (୧୮୫୦-୧୯୦୦) ତୁଳନାରେ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା।
-
4.ସିରିଆର ପତନ ପରେ ଏବେ ଇରାନରେ ଆୟୋତୋଲ୍ଲା ଖାମେନିଙ୍କ ସହିତ ସମାନ ଘଟଣା ଘଟିବ କି ବୋଲି ଅନ୍ତର୍ଜାତୀୟସ୍ତରରେ ଆଲୋଚନା ତୀବ୍ର ହୋଇଛି।
-
5.ଓଡିଶା ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍ ହେବାକୁ ଯାଉଛି।
-
6.ଭାଷାକୁ ବଞ୍ଚାଇ ରଖିବାକୁ କେବଳ ଆଇନ ନୁହେଁ, ବରଂ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ଘର ଓ ବାଣିଜ୍ୟସ୍ଥଳ, ଏଭଳି ମୁଖ୍ୟ ୫ଟି ସ୍ଥାନରେ ଭାଷା ବହୁଳ ବ୍ୟବହାର ଜରୁରୀ ଅଟେ ।
-
7.ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସରକାରୀ ବ୍ୟାଙ୍କଗୁଡ଼ିକ ନିଜ ଋଣ ଖାତାରୁ ୪୨ ହଜାର କୋଟି ଟଙ୍କା ରାଇଟ୍ ଅଫ୍ କରିଛନ୍ତି।
-
8.ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ୩ଟି ରାଷ୍ଟ୍ରୀୟ ଲୋକ ଅଦାଲତରେ ୭ କୋଟି ୭୦ ଲକ୍ଷରୁ ଅଧିକ ମାମଲାର ସମାଧାନ ହୋଇଥିବା ଜଣାପଡିଛି।
-
9.ରାଜ୍ୟରେ ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୭,୭୯୯.୨୧ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ କରାଯାଇଛି ।
-
10.ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବା ନେଇ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ । ଦିନ ଗୋଟାଏରୁ ସନ୍ଧ୍ୟା ୫ଟା/୬ଟା ଯାଏଁ କାମ ଚାଲିବ ।
-
11.ଓଡିଶା ରାଜ୍ୟରେ ୪୦୨ଟି ସହକାରୀ ନିର୍ବାହୀ ଯନ୍ତ୍ରୀ, ୧୧୪୪ଟି ସହକାରୀ ଯନ୍ତ୍ରୀ ଓ ୨୨୮୯ଟି କନିଷ୍ଠ ଯନ୍ତ୍ରୀ ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି। ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ୧୨୭୭ଟି ଇଂଜିନିୟର ପଦବୀ ଖାଲି ପଡିଥିବା ଜଣାପଡିଛି।
-
12.ଓଡ଼ିଆ ସିନେମା ଶିଳ୍ପରେ ଦୀର୍ଘବର୍ଷ ପରେ ‘ଦମନ’, ‘ପ୍ରତୀକ୍ଷା’ ଭଳି ଫିଲ୍ମ ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣିଥିବା ବେଳେ ‘ପରବ’ ମଧ୍ୟ ଧମାକା କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମ ୩ଟି ଭାଷା ତଥା ଓଡ଼ିଆ, ହିନ୍ଦୀ ଓ ତେଲଗୁ ଭାଷାରେ ପରଦାକୁ ଆସିବ ।
-
13.ଓଡ଼ିଶାରେ ଗଡ଼ିବ ଦୁଇ ଥାକିଆ ବସ୍। କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ପକ୍ଷରୁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ ଜିଲା ପାଇଁ ଏହି ଯୋଜନା କରାଯାଇଛି।
-
14.ଇସ୍ରାଏଲ ସୋମବାର ପୂର୍ବତନ ଅସଦ୍ ସରକାର ସହ ଜଡିତ ସିରିଆର ୧୦୦ରୁ ଅଧିକ ସାମରିକ ସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।
-
15.ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିଥିଲା। ସେଗୁଡ଼ିକୁ ନିଲାମ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
|
201 |
Y |
|
522 |
11-12-2024 |
English |
-
1.Indian Institute of Technology (IIT), Madras has become the first research organisation in the world to release the most detailed 3D high-resolution images of the fetal brain, Director V Kamakoti said Tuesday
-
2.Archaeological Survey of India (ASI) is likely to begin the repair work at the Ratna Bhandar of the Srimandir December 17, an offi cial said Tuesday.
-
3.At least 75 Indians have been evacuated from war-torn Syria where the rebels have toppled the Bashar al-Assad government and are set to form a government on their own. The Indian nationals have safely crossed to Lebanon and will return by commercial flights to India, the External Affairs Ministry said late last night.
-
4.The Enforcement Directorate said it has begun restituting assets worth more than ₹ 2,500 crore as part of a money laundering investigation against absconding businessman Mehul Choksi in connection with alleged ₹ 13,000 crore PNB loan fraud case..
-
5.Facing relentless harassment after taking a loan of ₹ 2,000 from an instant loan app, a 27-year-old dying by suicide in Andhra Pradesh's Visakhapatnam just 47 days after he got married..
-
6.A district consumer forum imposed a fine of ₹ 15 lakh on Emami Ltd for unfair trade practices after a man alleged that the company's fairness cream advertisement was deceptive and misleading.
-
7.Billionaire Gautam Adani-led conglomerate on Tuesday said it will use its own resources to fund a Sri Lankan port project and not seek US funding.
-
8.The Vigilance department Tuesday arrested a junior woman clerk, a day after she was caught accepting a bribe of `20,000 at the offi ce of the sub-register here, an offi cial statement said.
-
9.The state government has set a target to complete the Bhubaneswar Metro Rail Project by 2027.
-
10.The state has lost 857 elephants in the past 11 years, with electrocution being the key cause of unnatural death of the gentle giants, the Odisha Assembly was informed Tuesday.
-
11.Double-decker electric buses are likely to be introduced in the state. The buses will be introduced in Bhubaneswar, Cuttack and in Puri initially.
-
12.The Coast Guard Tuesday intercepted two Bangladeshi vessels with 78 people on board while allegedly fi shing in Indian waters, a statement said.
-
13.The annual winter birdcount has highlighted the rich avian diversity of Delhi-NCR, recording over 254 bird species in a single day, including rare sightings like the Little Bunting, Eurasian Griffon, and Slender-billed Gull, organisers said Monday.
-
14.In a significant development, the Supreme Court Tuesday took note of news reports over the purported controversial statements of Justice Shekhar Kumar Yadav at a VHP function and sought details from the Allahabad High Court on the issue.
-
15.ISRO on Tuesday said it carried out 'well deck' recovery trials of the Gaganyaan with the Indian Navy on December 6.
|
193 |
Y |
|
523 |
10-12-2024 |
Odia |
-
1.ରାଜସ୍ଵ ସଚିବ ସଞ୍ଜୟ ମାଲହୋତ୍ରା ଭାରତର ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନୂତନ ଗଭର୍ନର ହେବାକୁ ଯାଉଛନ୍ତି।
-
2.ଓଡିଶାରେ ପାଞ୍ଚବର୍ଷରେ ଅନଲାଇନ୍ ଟ୍ରେଡିଂ ନିଶାରେ ୫୯ ହଜାର ୪୩୭ ଲୋକ ଠକେଇର ଶିକାର ହୋଇଛନ୍ତି।
-
3.ଯେଉଁମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୁରୁଣା। ସମସ୍ତେ ସେମାନଙ୍କର ଆଧାର କାର୍ଡ ମାଗଣାରେ ଅପଡେଟ କରିପାରିବେ। ମାଗଣା ଆଧାର କାର୍ଡ ଅପଡେଟ ପାଇଁ UIDAI ଡିସେମ୍ବର ୧୪କୁ ଶେଷ ତାରିଖ ଭାବରେ ସ୍ଥିର କରିଛି।
-
4.କଂଗ୍ରେସର ବରିଷ୍ଠ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଡିଆର ରାମଚନ୍ଦ୍ରନଙ୍କ ଅସୁସ୍ଥତା ହେତୁ ରବିବାର ସାରେ ୯୦ବର୍ଷ ବୟସ ରେ ଦେହାନ୍ତ ହୋଇଛି।
-
5.କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁରୀ କରାଯାଇଛି ।
-
6.ଭଦ୍ରକ ସମେତ ୩୦ଟି ଜିଲାରେ ମେଡିକାଲ କଲେଜ ଖୋଲିବା ସହ ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ।
-
7.ପୋଲାଭରମ୍ ପ୍ରକଳ୍ପ ହେଲେ ଓଡ଼ିଶାର ୬୪୮.୦୫ ହେକ୍ଟର ଓ ଛତିଶଗଡ଼ର ୭୯୫.୫୯ ହେକ୍ଟର ଜମି ଜଳମଗ୍ନ ହେବ।
-
8.ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି।
-
9.ଭାରତୀୟ ନୌସେନା ପାଇଁ ରୁଷନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ତୁଶିଲ ସୋମବାର ଋଷର ଉପକୂଳବର୍ତ୍ତୀ ସହର କାଲିନିନଗ୍ରାଡରେ କାର୍ଯ୍ୟକ୍ଷମ ହୋଇଛି ।
-
10.ପଶ୍ଚିମବଙ୍ଗ ସରକାରଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସଂରକ୍ଷଣର ଆଧାର ଧର୍ମ ହୋଇପାରିବ ନାହିଁ ଅର୍ଥାତ୍ ଧର୍ମ ଆଧାରରେ ସଂରକ୍ଷଣ ହୋଇପାରିବ ନାହିଁ।
-
11.କାନାଡାର ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍ ଜବ୍ କରୁଥିଲେ।
-
12.ସିରିଆର ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଜଲାଲି ଦମାସକସ ଏକ ଭିଡିଓ ବିବୃତି ଜାରି କରି କହିଛନ୍ତି ଯେ, ସେ କ୍ଷମତାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧୀ ଦଳକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ। ଜଲାଲି କହିଛନ୍ତି, ମୁଁ ମୋ ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ ଏବଂ ମୁଁ ଦେଶକୁ ଭଲ ପାଏ।
-
13.ପୁଅକୁ ସୁସ୍ଥ କରିବା ପାଇଁ ୨ଦିନରେ ୧୧୦ଜଣଙ୍କୁ ହତ୍ୟା କଲା ବାପା। ହୈତୀ ଦେଶରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା।
-
14.ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ ଜଣେ ଭର୍ଚୁଆଲ୍ ଇନ୍ଫ୍ଲୁଏନ୍ସର ମଧ୍ୟ ଇନ୍ଷ୍ଟାଗ୍ରାମରେ ନିଜ ଭିଡିଓ ପୋଷ୍ଟ କରି ବେଶ୍ ଭାଇରାଲ ହେଉଛନ୍ତି। ଭାରତର ସର୍ବବୃହତ୍ ସେଲିବ୍ରିଟି ମ୍ୟାନେଜମେଣ୍ଟ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘କଲେକ୍ଟିଭ୍ ଆର୍ଟିଷ୍ଟ ନେଟ୍ୱାର୍କ’ କାବ୍ୟାଙ୍କୁ ପ୍ରସ୍ତୁତ କରିଛି। କାବ୍ୟାଙ୍କ ଇନ୍ଷ୍ଟାଗ୍ରାମ ବାୟୋ ଅନୁଯାୟୀ ସେ ହେଉଛନ୍ତି ଭାରତର ପ୍ରଥମ ଏଆଇ ଚାଳିତ ମା’।
-
15.ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ। ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
|
272 |
Y |
|
524 |
10-12-2024 |
English |
-
1.The government Monday appointed Revenue Secretary Sanjay Malhotra as the 26th Governor of the Reserve Bank of India (RBI)
-
2.As many as 59,437 people in Odisha have fallen prey to online trading frauds during the last six years, Chief Minister Mohan Charan Majhi told the Assembly Monday.
-
3.The Ministry of Railways has sanctioned `509 crore for the construction of two major railway flyovers in the Cuttack and Rayagada districts of Odisha
-
4. Odisha is preparing to host the prestigious 18th Pravasi Bharatiya Diwas (PBD) Convention, set to take place from January 8 to January 10, 2025
-
5.The Maharashtra government plans to submit a proposal to the Archaeological Survey of India (ASI) to include the famous Lonar Lake in Buldhana district in the UNESCO World Heritage Sites list, offi cials have said.
-
6.SM Krishna, who had also served as the Governor of Maharashtra as well as External Affairs Minister, was born in 1932 died at the age of 92.
-
7.About 25 lakh senior citizens aged 70 and above have enrolled for the Ayushman Vay Vandana Card, in a span of less than 2 months of its launch.
-
8.A British Indian student, Anoushka Kale, has been elected president of the University of Cambridge's historic Cambridge Union Society.
-
9.The Haj quota of India for 2025 is fixed by Saudi Arabia at 1,75,025 pilgrims and has been distributed between the Haj Committee of India (HCoI) and Haj Group Organisers (HGO), the government informed the Rajya Sabha on Monday.
-
10.Reservation cannot be on the basis of religion, the Supreme Court observed Monday while hearing a batch of pleas challenging the Calcutta High Court verdict that struck down the OBC status of several castes in West Bengal granted since 20
-
11.The National Medical Commission (NMC) has issued guidelines for identifying “fake patients” in medical colleges and facilities seeking approval for setting up new institutes or for increasing the number of UG and PG seats.
-
12.Retail sales of vehicles across categories in India grew by 11.21 per cent at 32,08,719 units in November, as compared to 28,85,317 units in the same month last year riding on two-wheeler demand, Federation of Automobile Dealers Associations (FADA) said in Monday
-
13. India’s copper demand grew by 13 per cent annually to hit 1,700 kilo tonnes in FY24, driven by the rapid pace of infrastructure development and building constructions, the International Copper Association India said Monday.
-
14.Private carrier Air India Monday announced placing an order to purchase 100 more Airbus aircraft, comprising 10 wide-body A350 and 90 narrow-body A320 family aircraft including A321neo.
-
15.The survey report of the Shahi Jama Masjid at Sambhal is expected to be filed within 15 days by the court commissioner after he sought more time citing ill before a local court Monday while the Muslim side objected to it.
|
271 |
Y |
|
525 |
09-12-2024 |
Odia |
-
1.ବ୍ୟବସାୟ କରିବା ଲାଗି ଲାଞ୍ଚ ଦେବା ଏକ ଆବଶ୍ୟକତାରେ ପରିଣତ ହୋଇଯାଇଛି। ଲୋକାଲ୍ସର୍କଲ୍ସ ପକ୍ଷରୁ ଦେଶର ୧୫୯ ଜିଲ୍ଲାରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି।
-
2.ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନ (ଇଭି) ଶିଳ୍ପରେ ସେବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ କମ୍ କରିବା ଲାଗି ଉତ୍ପାଦନକାରୀ କମ୍ପାନିଗୁଡ଼ିକ ସର୍ଭିସ ନେଟ୍ୱର୍କ ବଢ଼ାଇବା ଉପରେ ଧ୍ୟାନ ଦେଉଛନ୍ତି।
-
3. ଦେଶରେ ଚୀନ୍ ସହିତ ବ୍ୟବସାୟ କରିବାକୁ ଏକ ନିଷେଧାଦେଶ ରହିବା ସତ୍ତ୍ବେ ୱାସିରେ ଥିବା କୃଷି ଉତ୍ପାଦନ ଏବଂ ପଶୁପାଳନ ବଜାର କମିଟି(ଏପିଏମସି)ର ଆଳୁ-ପିଆଜ ବଜାରରେ କିଛି ବ୍ୟବସାୟୀ ଲାଭ ପାଇବା ପାଇଁ ଚୀନ୍ରୁ ଆମଦାନୀ ହୋଇଥିବା ରସୁଣ ବିକ୍ରି କରୁଛନ୍ତି।
-
4.ମିଛ ପଞ୍ଜୀକରଣ ଚଳିତବର୍ଷ ପ୍ରଥମଥର ହୋଇନି। ଗତ ବର୍ଷଗୁଡ଼ିକରେ ବି ସାଟେଲାଇଟ୍ ସର୍ଭେରୁ ହଜାର ହଜାର ମିଛ ପ୍ଲଟ୍ ଧରାପଡ଼ିଥିଲା। ୨୦୨୨-୨୩ ବର୍ଷରେ ୭୬୧୫ ମିଛ ପ୍ଲଟ୍କୁ ସାଟେଲାଇଟ୍ ଧରିଥିବା ବେଳେ ୨୦୨୩-୨୪ ବର୍ଷରେ ୧୩ହଜାର ୧୬୭ ମିଛ ପ୍ଲଟ୍ ଧରାପଡ଼ିଥିଲା।
-
5.ଢେଙ୍କାନାଳ ଜିଲ୍ଲାରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ବଢ଼ି ଚାଲିଛି।ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ୫୦୦ ଟପିଲାଣି। ହିନ୍ଦୋଳ, ଢେଙ୍କାନାଳ ସଦର, ଓଡ଼ାପଡ଼ା ବ୍ଲକ୍ରେ ଏହି ସଂଖ୍ୟା ୩୦୦ ଲେଖାଏଁ ପାର କଲାଣି।
-
6.ଜାତୀୟ ପଞ୍ଚାୟତ ପୁରସ୍କାରରେ ଓଡ଼ିଶା ମୋଟ୍ ୭ଟି ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି
-
7.ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ।
-
8.କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ସେ ଡେପୁଟେସନରେ ଯିବେ।
-
9.ଜମ୍ମୁ କାଶ୍ମୀର ଉଦ୍ଦମପୁର ନିକଟରେ ପୁଲିସ ବସ୍ ଭିତରୁ ଦୁଇ ପୁଲିସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର.. ପରସ୍ପର ମଧ୍ୟରେ ଝଗଡାରୁ ଏକେ ୪୭ ରାଇଫଲରେ ଗୁଳିକାଣ୍ଡ ସନ୍ଦେହ.. ଅନ୍ୟ ଜଣେ ଆହତ ସୂଚନା..
-
10.ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ଲାଗୁ କରାଯିବ ଏବଂ ରାଜ୍ୟ ସରକାର ବର୍ଷକୁ ଏଥିପାଇଁ ୩ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟବରାଦ କରାଯାଇଛି।
-
11.ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍ର ୪୩,୦୦୦ ସୈନ୍ୟ ନିହତ ହେଲେଣି।
-
12.ଆମେରିକାରେ ଇ-କମର୍ସ କମ୍ପାନୀ ୱାଲମାର୍ଟ ହିନ୍ଦୁ ସମ୍ପ୍ରଦାୟ ଆକ୍ରୋଶର ଶିକାର ହୋଇଛି। କମ୍ପାନୀ ସାଇଟରେ ଗଣେଶ ପ୍ରିଣ୍ଟେଡ ସ୍ଲିପର, ଅନ୍ତଃବସ୍ତ୍ର ବିକ୍ରି ପାଇଁ ଲାଗିବାରୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।
-
13.ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
14.ଗତ ଆର୍ଥତ୍କ ବର୍ଷ ସୁଦ୍ଧା ରେଲଓ୍ବେ ୨.୫୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିଲାବେଳେ ୧,୩୨,୦୦୦ କି.ମି.ରୁ ଅଧିକ ରେଳ ଲାଇନ୍ ବିଛାଇଛି
-
15.୧୯୬୦-୭୦ ଦଶକରେ ବଲିଉଡର ରାଜ୍ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି।
|
213 |
Y |
|
526 |
09-12-2024 |
English |
-
1.Agitating farmers suspended their foot march to Delhi Sunday after some of them sustained injuries in teargas shelling by Haryana security personnel .
-
2.Syrians poured into streets echoing with celebratory gunfire Sunday after a stunning rebel advance reached the capital, putting an end to the Assad family’s 50 years of iron rule but raising questions about the future of the country and the wider region.
-
3.Sambhaji Kutey, a 1997-batch Odisha-cadre IPS officer, who was suspended by ECI for “unduly interfering in the conduct of the election” and reinstated later, has been appointed as Inspector General (IG) of the Border Security Force (BSF).
-
4.Chief Minister Mohan Charan Majhi Sunday launched the distribution of additional input assistance of Rs800 over and above the Minimum Support Price (MSP) of `2,300 per quintal of paddy to the farmers of the state.
-
5.During 2017-22, five Panchayat Samitis diverted Rs2.82 crore out of GGY funds for expenses not admissible under GGY. Out of it, Rs0.40 crore was pending for recoupment as of March 2022.
-
6.President Droupadi Murmu will present the National Panchayat Awards 2024 December 11 at Vigyan Bhawan. New Delhi, recognising. Odisha is set to be honoured in seven categories, reflecting its significant contributions to community development and sustainable growth.
-
7.In a significant move, the state government has allotted 24 state-of-theart All-Terrain Vehicles (ATVs) to the Forest department in Mayurbhanj district with a view to enhance wildlife protection and prevent forest fi res across five forest divisions of Similipal Wildlife Sanctuary.
-
8.Criticising the government over its statement in Parliament on India-China ties, the Congress Sunday claimed that the Modi government has agreed to a “new normal” over the “old normal” prevailing before April 2020 which was unilaterally disturbed by China.
-
9.Indian nationals in Syria are safe, government sources said Sunday, hours after Islamist rebels captured power in Damascus evicting Syrian President Bashar al-Assad from power.
-
10.The number of UPI transactions may touch 25 billion a month towards the end of 2025.
-
11.sixtysix per cent of business fi rms surveyed across 159 districts admitted that they paid bribes in the last 12 months, a report by online platform LocalCricles said Sunday.
-
12After heavy selling in the past two months, foreign investors have staged a strong comeback to Indian equities with a net investment of `24,454 crore in the first week of December amid stabilising global conditions and expectations of potential US Federal Reserve rate cuts.
-
13Donald Trump Sunday called for an immediate cease-fi re in Russia’s war with Ukraine and the president-elect renewed warnings that he was open to pulling the United States out of NATO.
-
14.Elections to five municipal corporations and 44 municipal councils and nagar panchayats in Punjab will be held December 21, the State Election Commission said Sunday.
-
15.The Archaeological Survey of India (ASI) is likely to start repair work for the Ratna Bhandar of Srimandir in Puri from December 16, an official said Sunday
|
209 |
Y |
|
527 |
08-12-2024 |
Odia |
-
1.‘ଡିଜିଜ୍ ଏକ୍ସ’ ନାମକ ଏକ ରହସ୍ୟମୟ ମହାମାରୀ ସଂକ୍ରମଣରେ କଙ୍ଗୋ ଗୁରୁତର ଭାବେ ପ୍ରଭାବିତ ହୋଇଛି, ଯାହା ଗତ କିଛି ଦିନ ମଧ୍ୟରେ ୭୯ ଜଣଙ୍କ ଜୀବନ ନେଇସାରିଲାଣି।
-
2.ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ବିଦ୍ୟାଳୟର କ୍ୟାମ୍ପସ୍ ମଧ୍ୟରେ ସିଗାରେଟ ଟାଣିବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ବିରତି ମିଳିଥାଏ।
-
3.ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୮୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
-
4.ବିଦ୍ରୋହୀମାନେ ସିରିଆର ରାଜଧାନୀ ଦାମାସ୍କସରେ ବଡ଼ ଧରଣର ଆକ୍ରମଣ କରି ତାହାକୁ ଦଖଲ କରିନେଇଛନ୍ତି ।
-
5.କମେଡିଆନ୍ ତଥା ୨୦୨୧ର ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ୍ ପ୍ରତିଯୋଗୀ କବୀର ‘କାବିଜୀ’ ସିଂଙ୍କର ଦେହାନ୍ତ ହୋଇଛି। ୩୯ବର୍ଷ ବୟସରେ ସାନ ଫ୍ରାନ୍ସିସ୍କୋରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
-
6.ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ୬ ହଜାର ୨ଶହ କୋଟି ଟଙ୍କାର ୩ଟି ନୂତନ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି ।
-
7.ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍ପୁଟ ସବ୍ସିଡି ପ୍ରଦାନ କରିବେ।
-
8.ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ଏହି ବିଲ୍ ଆଣିଛନ୍ତି। ନୂଆ ବିଲ୍ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି।
-
9.ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି। ଚଳିତବର୍ଷ ଲୋକେ ୧୫ କୋଟି ୩୫ ଲକ୍ଷ ୭୨ ବଲକ୍ ଲିଟର ବିୟର ପିଇଛନ୍ତି ।
-
10.ଦେଶର ବିକାଶ ଓ ବିଭିନ୍ନ ଯୋଜନା ସଂକ୍ରାନ୍ତ ଗବେଷଣା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦୀ ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲାଯାଇଛି।
-
11.କଟକ ରେଳ ଷ୍ଟେସନର ୧୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ଅତ୍ୟାଧୁନିକ ଦ୍ଵିତୀୟ ପ୍ରବେଶ ଦ୍ଵାରାକୁ କେନ୍ଦ୍ର ସୂଚନା, ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି।
-
12.୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ୧୨୦ ବର୍ଷ ପରେ ପୁଣି ଖୋଲାଯିବା ନେଇ ଏଏସ୍ଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ବାଲି ନିଷ୍କାସନ ପରେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ଵାରା ସବୁଦିନ ପାଇଁ ଖୋଲି ଦିଆଯିବ ବୋଲି ଜଣାପଡ଼ିଛି।
-
13.କଟକରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଫିଲିଗ୍ରୀ ତାରକସି ସାଧାରଣ ସୁବିଧା କେନ୍ଦ୍ର କମନ ଫେଶିଲିଟି ସେଣ୍ଟର।
-
14.କୃଷି ପାଇଁ ସୁଦାମ ସାହୁଙ୍କୁ ‘ଓଡ଼ିଶା ସିଟିଜେନ୍ସ ଆୱାର୍ଡ ୨୦୨୪’ ସହ କଳା ଓ ସଂସ୍କୃତି ପାଇଁ ପ୍ରଦୋଶ ସ୍ୱାଇଁ, ବ୍ୟବସାୟ ପାଇଁ ବୋଧିସତ୍ତ୍ୱ ସଂଘପ୍ରିୟ, ଶିକ୍ଷା ପାଇ ବେଦାଙ୍ଗ ଦାସ ମହାନ୍ତି, ମନୋରଂଜନ ପାଇଁ ସତ୍ୟବ୍ରତ ରାଉତ, ସ୍ୱାସ୍ଥ୍ୟ ପାଇଁ ଡାକ୍ତର ପତିତ ପାବନ ମହାନ୍ତି, ରାଜନୀତି ପାଇଁ ବିଧାୟକ ଲକ୍ଷ୍ମଣ ବାଗ୍, ସମାଜସେବା ପାଇଁ ରାଜେଶ୍ୱରୀ ଦଳାଇ ଓ କ୍ରୀଡ଼ା ପାଇଁ ସ୍ୱୟଂମ୍ସ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା
-
15.ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।
|
220 |
Y |
|
528 |
08-12-2024 |
English |
-
1.The US Saturday rejected the BJP’s allegations that organisations funded by the US State Department and elements in the American ‘deep state’ were behind attempts to destabilise India through targeted attacks on Prime Minister Narendra Modi and business tycoon Gautam Adani.
-
2.The Odisha government Saturday told the Assembly that a total of 11,710 children in the state are suffering from severe acute malnutrition (SAM).
-
3. KIIT and KISS founder, a wellknown social worker and educationist, Achyuta Samanta was conferred with his 62nd honorary doctorate by Poornima University, Jaipur (Rajasthan), at the university’s convocation ceremony Saturday.
-
4.Railway Minister Ashwini Vaishnaw inaugurated the east side (National Highway side) station building at Cuttack railway station Saturday evening.
-
5.Michael Kremer, 2019 Nobel Laureate in Economics and Professor at University of Chicago visited Krushi Bhawan here, Saturday and learned about the progress of state’s agriculture sector.
-
6.President Droupadi Murmu Saturday laid the foundation for six projects in the state, including three new railway lines, worth a total of Rs6,400 crore.
-
7.Sikkim University has allowed one day menstrual leave per month for female students, according to a notification.
-
8.Defence Minister Rajnath Singh will embark on a three-day trip to Russia Sunday to witness the commissioning of a stealth warship into the Indian Navy and hold talks with his Russian counterpart Andrey Belousov on the expansion of bilateral cooperation in co-production of military hardware.
-
9.The election to the post of the Speaker of the newly constituted 15th Maharashtra Legislative Assembly will be held Monday. According to the poll schedule released by the state legislature secretariat, the candidates will have to submit their nominations by 12 pm Sunday.
-
10.Delhi Pradesh Congress Committee president Devender Yadav Saturday concluded his month-long Delhi Nyay Yatra, which covered all the 70 Assembly constituencies, and said Delhiites now want good governance which can be delivered only by the Congress.
-
11.A group of people set fi re to an ISKCON temple in Dhaka district in Bangladesh in the early hours of Saturday. While ISKCON Bangladesh said it was a “family temple” belonging to an ISKCON devotee, the organisation's Kolkata offi ce said “ISKCON Namhatta Centre” was targetted.
-
12.Seventy-three complaints have been received against obscene and vulgar advertisements on private television channels by the regulatory bodies over the past three years, the government has told parliament.
-
13.The Goods and Services Tax (GST) has deeply impacted the traditional beedi industry, a cornerstone of rural livelihoods in India.
-
14.India co-sponsored a UN General Assembly draft resolution that was unanimously adopted to proclaim December 21 as World Meditation Day.
-
15.Information and Broadcasting Minister Ashwini Vaishnaw on Saturday said the Doordarshan will start news bulletins in Santali within a week. Vaishnaw.
|
249 |
Y |
|
529 |
07-12-2024 |
Odia |
- 1.ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷିରେ ୩ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ।
-
2.ସିରିଆରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ଭାରତ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
-
3.ନରେନ୍ଦ୍ର ମୋଦୀ ସରକାର ସମସ୍ତ ଚାଷ ଉତ୍ପାଦକୁ ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ କିଣିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟସଭାରେ ନିଶ୍ଚିତ କରାଇଛନ୍ତି।
-
4.ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାର୍ଗାରେଟ୍ ମ୍ୟାକ୍ଲାଉଡ୍ କହିଛନ୍ତି, ଆମେରିକା ବାଂଲାଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଦେଖିବାକୁ ଚାହୁଛି।
-
5.ଆୟକର ବିଭାଗ ଦ୍ଵାରା ଅଜିତ ପାୱାରଙ୍କ ଦିଲ୍ଲୀର ବେନାମୀ ସଂପତ୍ତିକୁ ଟ୍ରିବ୍ୟୁନାଲ ଶୁକ୍ରବାର ରାୟ ଶୁଣାଇ ଏସବୁ ଜବତ ମୁକ୍ତ କରିଛନ୍ତି।
-
6.ପୁରୀରେ ବିନାନୁମତିରେ ସଭା, ଶୋଭାଯାତ୍ରା ଓ ମାଇକ ବ୍ୟବହାର ବେଆଇନ ୯୦ ଦିନିଆ କଟକଣା ଲଗାଯାଇଛି ।
-
7.ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରୁ ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି ।
-
8.ବିଧାନସଭାରେ ଗୋ- ସୁରକ୍ଷା ଓ ଗୋ- ହତ୍ୟା ନିଷେଧ ବିଧେୟକ ଆଗତ ହୋଇଛି ।
-
9.ପରୀକ୍ଷା ଗଫଲତି ରୋକିବାକୁ ଓଡିଶା ସରକାର ଆଣିଲେ ନୂଆ ବିଲ, କଠୋର ଦଣ୍ଡ ବିଧାନ ରହିଛି ।
-
10.୨୮ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।
-
11.୮୫ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଲା ।
-
12.ଆଡିଲେଡ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଅଲଆଉଟ୍, ଅଷ୍ଟ୍ରେଲିଆ ୧ ଓ୍ବିକେଟ ବିନିମୟରେ ସଂଗ୍ରହ କରିଛି ୮୬ ରନ।
-
13.୨୦-ଭାରତରେ ୬ ହଜାର କୋଟି ନିବେଶ କରିବ ଚୀନ କମ୍ପାନୀ ୱାନପ୍ଲସ୍।
-
14.ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି।
-
15.ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳ ଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ଷ୍ଟେସନର ପ୍ଲାଟଫର୍ମ ସଂଯୋଗ କରୁଛି। ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ।
-
16.ପେଟରେ ଗୁଳି ବାଜିବା ସତ୍ବେ ଚାଳକ ଗାଡ଼ିକୁ ୫ କି.ମି. ଚଳାଇ ୧୫ ଯାତ୍ରୀଙ୍କୁ ବିପଦରୁ ରକ୍ଷା କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଚାଳକ ଜଣକ ହେଉଛନ୍ତି ବିହାରର ହେମନ୍ତପୁର ଗ୍ରାମର ସନ୍ତୋଷ ସିଂହ।
-
17.ଆଜିଠୁ ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ସମ୍ଭାବନା ରହିଛି ।
-
18.ହିମାଚଳ ପ୍ରଦେଶରେ ଶନିବାର ସକାଳେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ମଣ୍ଡି ସହରରେ ଭୂକମ୍ପ ଝଟକା ଥରେ ନୁହେଁ ବରଂ ୩ ଥର ଅନୁଭୂତ ହୋଇଛି।
-
19.କାର୍ କିଣିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ପକେଟ୍ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ। କାରଣ ଦେଶର ପ୍ରମୁଖ କାର୍ ନିର୍ମାତାମାନେ ଜାନୁଆରିରୁ ଦାମ୍ ବଢ଼ାଇବେ।
-
20.ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି।
|
229 |
Y |
|
530 |
07-12-2024 |
English |
- 1.President Droupadi Murmu Saturday laid the foundation stones for three new railway lines in Odisha. Bangriposi-Gorumahisani, Buramara-Chakulia and Badampahar-Keonjhargarh are the railway lines for which the foundation stones were laid by Murmu .
-
2.South Korea's president apologised Saturday for public anxiety caused by his short-lived attempt to impose martial law earlier this week hours ahead of a parliamentary vote on impeaching him.
-
3.Prime Minister Narendra Modi Saturday reaffirmed the Centre's commitment to providing quality school education to every section of society, aligning with the National Education Policy (NEP).
-
4. President Droupadi Murmu Friday turned emotional as she danced with tribal women while visiting her birthplace Uparbeda village in Odisha's Mayurbhanj district and said she never considered the village as just a place but as a family, reflecting her deep emotional connection with her.
-
5.More than 12.13 lakh jobless youths, who registered themselves with different employment exchanges in Odisha over the last five years, are waiting for jobs, the state government informed the Assembly Friday.
-
6.The Navy is gearing up to commission its latest addition, INS Tushil, on December 9, at a ceremony in Kaliningrad, Russia.
-
7.Women Home Guards would be provided 180 days of maternity leave while the daily allowance for Home Guards during deployment outside the State would be increased from ₹ 60 to ₹ 500, said Chief Minister Sukhvinder Singh Sukhu on Friday.
-
8.The decked up East Side Station Building (facing National Highway 16) of the century-old Cuttack railway station will be dedicated to people by Railway Minister Ashwini Vaishnaw in the presence of several distinguished leaders, including Cuttack MP Bhartruhari Mahtab, December 7.
-
9.The Cabinet Committee on Economic Affairs, chaired by Prime Minister Narendra Modi, Friday approved establishment of eight new Kendriya Vidyalayas (KVs) in Odisha.
-
10.Sam Pitroda, Chairperson of the Indian Overseas Congress, on Saturday said that his server has been hacked and hackers have issued threats, demanding payment of tens of thousands of dollars in cryptocurrency.
-
11.The Central government has approved the release of ₹ 944.8 crore to the Tamil Nadu government as two installments of central share from the State Disaster Response Fund (SDRF) to help it provide relief to people affected by cyclone Fengal.
-
12.In a big relief to Maharashtra Deputy Chief Minister Ajit Pawar, the Income Tax department has cleared properties worth over ₹ 1,000 crore seized in 2021.
-
13.Faith in her boyfriend and his promise of marrying her has led to a 20-year-old from Bengaluru losing ₹ 2.5 crore of her family's money.
-
14.The Union Cabinet approved on Friday the 26.463-km Rithala-Kundli corridor of the Delhi Metro's Phase-IV project that will further enhance connectivity between the national capital and neighbouring Haryana.
-
15.Two days after a woman died and her son was critically injured at a theatre during the premier show of 'Pushpa 2: The Rule', actor Allu Arjun said on Friday that he is 'deeply heartbroken' and announced an assistance of ₹ 25 lakh for the family.
|
197 |
Y |
|