# |
Date |
Type |
Current Affairs |
No. Of Views |
Status |
Action |
2951 |
28-06-2021 |
Odia |
- ରାଜ୍ୟରେ ସଂକ୍ରମଣ ହାର୍ ଖସିଥିବା ବେଳେ ମୃତ୍ୟୁସଂଖ୍ୟା କମୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଗତ ୨୬ ତାରିଖରେ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।
- ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୦୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୪୩ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୪୭୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୫୮୨ ସଂକ୍ରମିତ ।
- ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।
- ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଲେ ୩୯ ଖେଳାଳୀ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୋଲିସ ସେବାରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବାବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି ।
- ମହିଳା ଉଦ୍ୟୋଗ ଦିବସ ସଂଗଠନ ଭାରତର ଉତ୍ତରାଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଡଃ ସୁଶୀ ସିଂହଙ୍କୁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛି।
- ଜୁଲାଇ ୧୫ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ଜାମୁ ଏବଂ କାଶ୍ମୀର ସରକାରସ୍ଥିର କରିଛନ୍ତି | ଜାମ୍ମୁରେ କୌଣସି ଭ୍ରମଣ ପ୍ରତିବନ୍ଧକ ନାହିଁ କିନ୍ତୁ ଏକ ନକାରାତ୍ମକ ଆର ଟି -ପି ସି ଆର ପରୀକ୍ଷା ଆବଶ୍ୟକ |
- ଭାରତ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା ୨୦୨୦ ଅଧୀନରେ ଉତ୍ତରପ୍ରଦେଶ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ସ୍ଥାନ ପାଇଛି। ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି।
- ଜୁଲାଇ ୧ ରୁ ତେଲେଙ୍ଗାନାରେ କୌଣସି ଶାରୀରିକ ଶ୍ରେଣୀ ନାହିଁ; ଖୁବ୍ ଶୀଘ୍ର ବିଦ୍ୟାଳୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶିକ୍ଷା ମନ୍ତ୍ରୀ ପି ସାବିଥା ଇନ୍ଦ୍ର ରେଡ୍ଡୀଙ୍କ ଉପସ୍ଥିତିରେ କହିଛନ୍ତି।
- ଲଦାଖ ଅଞ୍ଚଳରେ ତିନି ଦିନିଆ ଗସ୍ତରେ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩୦୦ ରୁ ଅଧିକ ଯୁଦ୍ଧ ଭେଟେରାନ ଏବଂ ଏକ୍ସ-ସର୍ଭିସେନଙ୍କ ସହ ଯୋଗାଯୋଗ କରିଥିଲେ। ଦେଶ ପାଇଁ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା |
- କୋଭିଡ -୧୯ ଟିକାକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବା ପାଇଁ ଶୀତଳ ଶୃଙ୍ଖଳା ସୁବିଧା ନିର୍ମାଣ ପାଇଁ ଜାପାନ ଭାରତକୁ ୧୦ ମିଲିୟନ୍ ଡଲାର୍ ସହାୟତା ପ୍ରଦାନ କରିବ
- ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ପ୍ରକାଶ ପାଇବା ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି ।
- ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ , ୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ ।
- ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା ।
- କାର୍ର ଆଗ ଦୁଇଟି ସିଟ୍ରେ ଡୁଆଲ୍ ଏୟାରବ୍ୟାଗ୍ ସମୟ ସୀମା ବଢ଼ିଲା, ମିଳିଲା ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ।
- ଉପକୂଳରେ ବଢ଼ି ପାରେ ତାଲାବନ୍ଦ,୫ ପ୍ରତିଶତ ତଳକୁ ଖସୁନି ସଂକ୍ରମଣ। ଲୋକମାନଙ୍କ ଅମାନିଆ ପଣ ହିଁ ଦାୟୀ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
- ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପହିଲାରୁ ପିଲାଙ୍କୁ ମିଳିପାରେ କରୋନା ଟିକା। ଟିକାକରଣ ପାଇଁ ‘ଜାଇକୋଭ-ଡି’ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଜାଇଡସ କାଡ଼ିଲାର କୋଭିଡ ଟିକା ‘ଜାଇକୋଭ-ଡି’।
- ଆସନ୍ତା ସପ୍ତାହରୁ ନାମଲେଖା ଯୋଜନା,ଏଥର ଯୁକ୍ତ ଦୁଇ ପାଇଁ ବଢ଼ିବ ସ୍ଥାନ। ଖୁବ୍ ଶୀଘ୍ର ନିଷ୍ପତ୍ତି, କେହି ବଞ୍ଚିତ ହେବେନି: ମନ୍ତ୍ରୀ
- ଅଗଷ୍ଟ ୫ରୁ ଉତ୍କଳ ବିଶ୍ବବିଦ୍ୟାଳୟର ୟୁଜି ଅନଲାଇନ୍ ପରୀକ୍ଷା। ୮୦ ଅଙ୍କର ହେବ ପରୀକ୍ଷା, ଅଗଷ୍ଟ ୧୬ରୁ ମୂଲ୍ୟାୟନ, ସେପ୍ଟେମ୍ବରରେ ଫଳ।
- ଡେଲଟା ପ୍ଲସ ଭାଇରସ ଉପରେ ବିଶେଷଜ୍ଞ ପ୍ୟାନେଲର ମତ । କହିଲେ, ଫୁସଫୁସ ପ୍ରତି ଡେଲଟା ପ୍ଲସ ଅଧିକ ହୋଇପାରେ ଆକର୍ଷିତ, ହେଲେ କରିନପାରେ କ୍ଷତି ।
- ଭାରତୀୟ ତୀରନ୍ଦାଜ୍ ଦୀପିକା କୁମାରୀଙ୍କ କମାଲ୍, ଗୋଟିଏ ଦିନରେ ଜିଣିଲେ ୩ ସ୍ବର୍ଣ୍ଣ ପଦକ।
|
569 |
Y |
|
2952 |
28-06-2021 |
English |
- A single-day rise of 50,040 fresh COVID-19 infections took India's tally to 3,02,33,183 while the number of active cases reduced to 5,86,403, according to Union Health Ministry data on Sunday.
- June 28: As many as 3,319 persons in the state tested positive for coronavirus in the past 24 hours, informed Health Department officials.New Positive Cases: 3319, In quarantine: 1896, Local contacts: 1423
- June 28: The Covid death toll in Odisha has reached 3,930 with forty-three persons died of the virus in the past 24 hours.
- The Bar Council of West Bengal on Sunday wrote to Chief Justice of India NV Ramana seeking the removal of Justice Rajesh Bindal as the Acting Chief Justice of the High Court of Calcutta.
- A Special Police Officer or SPO and his wife were killed in Jammu and Kashmir's Pulwama district on Sunday after terrorists entered their home and sprayed them with bullets.
- Noted environmentalist and former Vice-Chancellor of Sambalpur University, Dhrubaraj Naik, was allegedly killed on Sunday outside his residence in Odisha's Jharsuguda district by a man who had demanded ₹ 100 from him, The police said.
- Twitter's new interim grievance redressal officer in the country, appointed less than a month ago to follow India's new rules for social networking websites, has resigned amid the company's bitter feud with the government.
- On June 18, the Calcutta High Court had ordered the NHRC to constitute a committee and visit those places where post-poll violence complaints were filed.
- The increase, second in as many days and 31st in less than two months, took rates across the country to fresh highs with Bihar becoming the latest state to see petrol cross Rs 100-a-litre mark.
- J&K to keep educational institutions closed till July 15 . There are no travel restriction in Jammu but a negative RT-PCR test is required.
- Uttar Pradesh was ranked as top performing state under India Smart Cities Award Contest 2020. Madhya Pradesh in 2nd position, while Tamil Nadu at 3rd position.
- No physical classes from July 1 in Telangana; guidelines to schools soon, Chief Minister K Chandrashekar Rao said in presence of Education minister P. Sabitha Indra Reddy.
- Defence Minister Rajnath Singh interacted with over 300 War veterans and Ex-Servicemen in Leh on arrival for a three day visit in Ladakh region. Applauding their contributions for the country.
- Japan is to provide India a $10 million assistance for building cold chain facilities to safely store COVID-19 vaccines.
- Senior Journalist Jimuta Mangaraj was killed in a road mishap today evening. The incident occurred at around 8 PM on National Highway-16 at Janla.
- Former Sambalpur University Vice-Chancellor Dhrubaraj Naik was today murdered by a miscreant, who barged into the former’s house and asked for giving him Rs 100, family sources said.
- Journalist Deepak Mishra died of high blood pressure and diabetes on Sunday. He was 37. He was the elder son of Purukha newspaper agent Bijay Mishra.
- The Odisha government today effected major reshuffle in IAS cadre by transferring 20 officers and assigning new postings to them. 1998 batch IAS, Suresh Kumar Vashishth was appointed as Commissioner-cum-Secretary of Agriculture and Farmer’s Empowerment Department. Currently he is working as the Special Secretary of the department.
- OPD service at the All India Institute of Medical Sciences (AIIMS)-Bhubaneswar, which was suspended due to the COVID-19 situation, resumed, today.
- The Andhra Pradesh Government has come under severe criticism from the Opposition for its claims of having filled up more than six lakh job vacancies in different Government departments, in the last two years.
|
650 |
Y |
|
2953 |
27-06-2021 |
English |
- India reports 50,040 new coronavirus cases in last 24 hours, 2.7% higher than yesterday
- The COVID-19 tally in Odisha reached 900470 as 3408 more persons tested positive for the virus during the last 24 hours. A total of 68335 samples were tested in the state, yesterday. The Test Positivity Rate (TPR) for the day stood at 4.9%. Khurda district reported highest 582 fresh infections, followed by Cuttack (553) and Jajpur (258).
- In a tweet, the Ministry said a document is doing the rounds on social media claiming resumption of DA to Central Government employees & Dearness Relief to Central Government pensioners from July 2021.
- Indian archer Abhishek Verma (/topic/abhishek-verma) clinched his first individual World Cup gold in the Archery World Cup stage three in Paris on Saturday.
- The Delta variant of COVID-19, identified in at least 85 countries, is the “most transmissible” of the variants identified so far and is spreading rapidly among unvaccinated populations, WHO chief Tedros Adhanom Ghebreyesus has warned.
- Madhya Pradesh today inoculated over 9.64 lakh beneficiaries against coronavirus, extending the state's cumulative vaccination coverage to over 1.97 crore.
- Social Justice & Empowerment Minister Thawaarchand Gehlot yesterday (26 June) launched the website for the Nasha Mukt Bharat Abhiyaan on the occasion of International Day Against Drug Abuse and Illicit Trafficking.
- PM Modi yesterday (26 Jun) reviewed the development plan for Ayodhya. During the virtual meeting, UP CM Yogi Adityanath presented a vision document for the development of Ayodhya.
- Union Agriculture Minister Narendra Singh Tomar on 26 Jun appealed to protesting farmers to end their agitation while saying that the government is ready to resume talks on the provisions of three legislations.
- Tamil Nadu Chief Minister MK Stalin on 26 June (Saturday) announced that his govt will reward sportspersons who bag medals in the upcoming Tokyo Olympic Games.
- Kashi Vishwanath Temple in Varanasi reopens for devotees with new COVID guidelines. The new COVID guidelines will be implemented from Sunday, June 27, 2021 onwards.
- Actor Sonu Sood launched his new initiative, COVREG, which aims to create the world's biggest volunteer program for Covid vaccination registration in Rural India.
- External Affairs Minister Dr. S. Jaishankar called on PM of Greece Kyriakos Mitsotakis and held bilateral talks with his counterpart Nikos Dendias. Both sides had a comprehensive exchange of views on further consolidating the bilateral relations.
- Indian Naval Ship deployed to participate in joint exercises with friendly navies. INS Tabar will transit across the Gulf of Aden, Red Sea, Suez Canal, Mediterranean Sea, North Sea and Baltic Sea.
- Indian Air Chief Marshal Rakesh Kumar Singh Bhadauria arrived in Dhaka on Saturday (26 June) on a three day visit to Bangladesh.
- In Mexico, a shootout between suspected drug cartels left 18 people dead on Friday (25 Jun). The battle was between rival gangs fighting over turf.
- UK Health minister Matt Hancock resigns after breaking Covid rules with affair in tbe office by kissing and embracing an aide in his office.
- A Helicopter carrying Colombia’s president Ivan Duque attacked, all safe
- On 26 June 2021 (Saturday); Sajan Prakash became the first-ever Indian swimmer to qualify for the Olympic Games by breaching the 'A' standard time, clocking 1:56:38 secs in the men's category. 200 mtr butterfly
- Hockey India on 26 June announced the nomination of Indian men’s hockey team goalkeeper P. R. Sreejesh and former India women’s hockey team player Deepika for the prestigious Rajiv Gandhi Khel Ratna Award.
|
656 |
Y |
|
2954 |
27-06-2021 |
Odia |
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୦,୦୪୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧,୨୫୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୦୨,୩୩,୧୮୩ ଓ ମୃତ୍ୟୁସଂଖ୍ୟା ୩,୯୫,୭୫୧ରେ ପହଞ୍ଚିଛି।
- ନକଲି କୋଭିଡ୍ ଟିକା ନେଇ ବଙ୍ଗଳା ଫିଲ୍ମ ଅଭିନେତ୍ରୀ ତଥା ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଗ୍ରହଣ ପରେ ବି ସେ ସୁସ୍ଥ ଅନୁଭବ ନ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
- ଦେଶରେ ୧୨ରୁ ୧୮ ବର୍ଷ ପିଲାମାନଙ୍କୁ ଖୁବଶୀଘ୍ର କୋଭିଡ୍ ଟିକା ଦିଆଯିବ। ଭାରତୀୟ ଫାର୍ମାସୁଟିକାଲ କଂପାନୀ ଜାଇଡସ୍ କାଡିଲା ପକ୍ଷରୁ ଏହି ଟିକା ବିକଶିତ କରାଯାଇଛି।
- ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି ମିଳିଲା ।
- ପାତିଆଲାରେ ଚାଲିଥିବା ୬୦ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଦୌଡ଼କୁଦ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ କାଂସ୍ୟ ପଦକ ଜିତିଥିବା ବେଳେ ଦେଶର ଦ୍ରୁତତମା ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତି ଚାନ୍ଦ ୪ର୍ଥ ସ୍ଥାନରେ ରହିଛନ୍ତି ।
- ଡିସେମ୍ବର ୩୧ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ ଟିକା: ସୁପ୍ରିମକୋର୍ଟକୁ ଜଣାଇଲେ କେନ୍ଦ୍ର ସରକାର ।
- ଗବେଷକଙ୍କ ଦାବି, ୨୦ ହଜାର ବର୍ଷ ପୂର୍ବେ ଏସିଆରେ ତାଣ୍ଡବ ରଚିଥିଲା କରୋନା ଭୂତାଣୁ। ଏନେଇ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶିତ ଖବରରେ ଦାବି କରାଯାଇଛି ।
- ରିଲାଏନ୍ସ ରିଟେଲ ୩ ରୁ ୫ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି ।
- ୧୦. ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ୍ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
- WTC ଏକାଦଶରେ ବିରାଟ କୋହଲିଙ୍କୁ ମିଳିଲାନି ସ୍ଥାନ, କେନ ଓ୍ଵିଲିୟମସନ ଅଧିନାୟକ, ଭାରତରୁ ଏହି ଖେଳାଳି ସାମିଲ୍ ।
- ଭୟ ବଢିଲା: ୨୨ ଜିଲ୍ଲାରେ ସଂକ୍ରମଣ ଉପଧ ମୁହାଁ । ୩ ହଜାର ଉପରେ ପଜିଟିଭ୍ , ଆଗାମୀ ୫ ଦିନ ଗୁରୁତ୍ୱପୂର୍ଣ୍ଣ ।
- ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍ ଛାତ୍ରଛାତ୍ରୀ ! ଯେତିକି ପାସ୍ କରିଛନ୍ତି, ସେତିକି +୨ରେ ସିଟ୍ ନାହିଁ।
- ଖୁବଶୀଘ୍ର ଓଡ଼ିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ଦେଶର ସର୍ବବୃହତ ହକି ଷ୍ଟାଡଅମରେ ୧୦୦୦ କୋଟି ଟଙ୍କା ନିବେଶ ହେବ ।
- ଆଜି ଲେହ-ଲଦାଖ ଗସ୍ତରେ ଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୁରକ୍ଷା ବ୍ୟବସ୍ଥାର କରିବେ ଯାଞ୍ଚ ।
- ଆଜିଠାରୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ରେ ଦେଖିହେବ ପାରମ୍ପରିକ କଳା ଓ ଗଣ୍ଡ ଚିତ୍ରକଳା ।
- ଡରାଉଛି ‘ଡେଲଟା ପ୍ଲସ୍’ କରୋନା ଭୂତାଣୁ । କଣ୍ଟେନମେଣ୍ଟ ଜୋନ୍ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଏପଟେ ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଲା ଟିମ୍ ।
- ଭାରତରେ ଉତ୍ପାଦନ ହେଲା ଆଉ ଏକ ବିଦେଶୀ ଟିକା ‘ନୋଭାଭାକ୍ସ । ସୂଚନା ଦେଲେ ସିରମ ଇନଷ୍ଟିଚ୍ୟୁଟର ଏମଡି ଅଦର ପୁନାଓ୍ବାଲା ।
- -ଜୁଲାଇ ୯ରେ ଜୋରଦାର ହେବ ଚାଷୀଙ୍କ ଆନ୍ଦୋଳନ, ଦିଲ୍ଲୀ ଅଭିମୁଖେ ୪ ଲକ୍ଷ ଟ୍ରାକ୍ଟର ଓ ୨୫ ଲକ୍ଷ ଚାଷୀ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ।
- ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
- ଓଡିଆ ଧାବକ ଅମୀୟ ମଲିକ୍ ୬୦ ତମ ଜାତୀୟ ଆଥଲେଟିକ୍ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ କରିଲେ ହାସଲ ।
|
577 |
Y |
|
2955 |
26-06-2021 |
Odia |
- ଦେଶର ୧୦୦ ସ୍ମାର୍ଟ ସିଟି ଭିତରେ ମଧ୍ୟ ପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରତ ସହର ମିଳିତଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
- ଦେଶର ୧୧ଟି ରାଜ୍ୟର ୧୮ଟି ଜିଲ୍ଲାରେ ୪୮ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲ୍ଟା ପ୍ଲସ୍ ମାମଲା ରହିଛି। ଚିନ୍ତାଜନକ ପ୍ରଜାତି ଭାବେ ଏହି ରୂପାନ୍ତରିତ କରୋନା ଭୂତାଣୁକୁ ଘୋଷଣା କରାଯାଇଛି।
- ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍ ଡ୍ରଗ୍ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍- JioPhone NEXT ବିଷୟରେ ଘୋଷଣା କରିଛନ୍ତି ।
- ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନ ବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ, ରାଜ୍ୟରେ ଆଉ ବସ୍ତି ରହିବ ନାହିଁ ।
- ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପାସ ହାର ୯୭.୮୯ ପ୍ରତିଶତ । ସେହିଭଳି ଫେଲ ପିଲାଙ୍କ ସଂଖ୍ୟା ୭ ହଜାର ୭୦୩ ରହିଛି ।
- ଜୁଲାଇ-ଅଗଷ୍ଟରେ ଅନ୍ଲାଇନ୍ ମୋଡ୍ରେ ହେବ ୟୁଜି-ପିଜି ଶେଷ ସେମିଷ୍ଟାର ପରୀକ୍ଷା ।
- ବୟସ୍କ ଏବଂ ଅଧିକ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତି ଯେଉଁମାନେ କି ଅତି ସହଜରେ ରୋଗର ଶିକାର ହୋଇପାରନ୍ତି ସେମାନଙ୍କ ପାଇଁ ବାର୍ଷିକ ବୁଷ୍ଟର୍ ଡୋଜ୍ ଆବଶ୍ୟକ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଏହି ଆକଳନ କରାଯାଇଛି।
- ମ୍ୟାଲେରିଆ ମୁକ୍ତ ରାଜ୍ୟ ଦିଗରେ ଓଡ଼ିଶା, ଗତ ତିନି ବର୍ଷ ମଧ୍ୟରେ ସଂକ୍ରମଣ ହାର ୯୦ ପ୍ରତିଶତ ହ୍ରାସ ।
- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଆଧାର-ପ୍ୟାନ ଲିଙ୍କ୍ କରିବାର ଶେଷ ତାରିଖ ।
- ଗର୍ଭବତୀ ମହିଳା ନେଇପାରିବେ କରୋନା ଟିକା । ସୂଚନା ଦେଲେ ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ ।
- ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ପିନାକ ରକେଟର ହେଲା ସଫଳ ପରୀକ୍ଷଣ ।
- ଭାରତ ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ମିଳିଲା ୨ଟି ପୁରଷ୍କାର ।
- ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଦେଲେ ସୂଚନା । କେତେ ସଂକ୍ରାମକ ଏହି ଭାରିଆଣ୍ଟ ଚାଲିଛି ଅନୁଧ୍ୟାନ ।
- ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ମିଳିଲା ଦ୍ୱିତୀୟ ସ୍ଥାନ ।
- ଭାରତ ସୀମା ନିକଟ ତିବତରେ ପ୍ରଥମ ବୁଲେଟ ଟ୍ରେନ ସେବା ଆରମ୍ଭ କଲା ଚୀନ ।
- କୋଭିଡରେ କୋହଳ ହେଲା ଆୟକର ନିୟମ, ଚିକିତ୍ସା ବାବଦ ବ୍ୟୟ ଲାଗି ପ୍ରାପ୍ତ ରାଶି ନିମନ୍ତେ ଦେବାକୁ ପଡିବନି କର ।
- ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ ।
- ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ମିଳିଲା ୧୧.୮୭ କୋଟି ଟଙ୍କା ପୁରସ୍କାର । ୧୨୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି ବିଶ୍ବ ବିଜେତା ନ୍ୟୁଜିଲାଣ୍ଡ ।
- ପ୍ରଥମ ମହିଳା ଜୁଡୋକା ଭାବରେ ସୁଶୀଳାଙ୍କୁ ମିଳିଲା ଅଲିମ୍ପିକ୍ସ ଯୋଗ୍ୟତା ।
|
644 |
Y |
|
2956 |
26-06-2021 |
English |
- A single-day rise of 51,667 COVID-19 infections took India's case tally to 3,01,34,445 while the weekly positivity rate declined to 3 per cent, according to Union Health Ministry data on Friday.
- Indore in Madhya Pradesh and Surat in Gujarat were adjudged joint winners of the Union Housing and Urban Affairs Ministry's Smart Cities Award 2020, while Uttar Pradesh secured the first position in the state awards category.
- Minister of State for Finance, Anurag Thakur said, that Govt announced tax exemption for expenditure on COVID-19 treatment & ex-gratia received on death due to COVID-19.
- Information & Broadcasting Minister, Prakash Javadekar has relaunched IIMC’s research Journals, Communicator and Sanchar Madhyam. Indian Institute of Mass Communication (IIMC) has been publishing Communicator since 1965 while Sanchar Madhyam was started in 1980.
- Chairman of COVID-19 Working Group of the National Technical Advisory Group on Immunization (NTAGI), Dr. Narendra Kumar Arora has said that the country will soon have the world’s first DNA-plasmid vaccine by Zydus Cadilla which has been Made in India.
- Union Education Minister Ramesh Pokhriyal Nishank assured students that proper evaluation criteria will be followed in Central Board of Secondary Education, CBSE class 12th examination. under the evaluation criteria, the students will get results as per their ability and talent, if any student has issue with the results, they can appear in the exam in August this year.
- DRDO successfully test fired extended range version of indigenously developed Pinaka rocket from a Multi-Barrel Rocket Launcher at Integrated Test Range , Chandipur off the coast of Odisha.
- External Affairs Ministry spokesperson Arindam Bagchi said in a meeting that India supports all peace initiatives & brought several development projects to Afghanistan and the world knows what Pakistan brought...?
- The Indian Navy & the Air Force concluded a two-day passage exercise which began on 23 June (Wednesday) with US Navy Carrier Strike Group (CSG) Ronald Reagan during its transit through the Indian Ocean Region (IOR). The Navy’s INS Kochi & Teg, along with P-8I long-range maritime patrol aircraft & MiG 29K fighters, participated in the exercise.
- Serum Institute begins production of Covovax Covid-19 vaccine at Pune plant: Adar Poonawalla, CEO, SII, said.
- China operationalised its first fully electrified bullet train in the remote Himalayan region of Tibet, connecting the provincial capital Lhasa and Nyingchi, a strategically located Tibetan border town close to Arunachal Pradesh.
- Bangladesh to impose week long countrywide strict lockdown from Monday (28 June).
- Former Minneapolis police Officer Derek Chauvin was sentenced to 22 1/2 years in prison for the murder of George Floyd, whose dying gasps under Chauvin’s knee on May 25, 2020, led to the biggest outcry against racial injustice in the U.S. in generations.
- 26 June - International Day against Drug Abuse and Illicit Trafficking
- In 1987, the United Nations General Assembly decided to observe 26th June as the International Day against Drug Abuse and Illicit Trafficking as an expression of its determination to strengthen action and cooperation to achieve the goal of an international society free of drug abuse
- 26 June - International Day in Support of Victims of Torture: The day was selected by the United Nations General Assembly because on 26 June 1945, the United Nations Charter was signed during the midst of World War II – the first international instrument obliging UN members to respect and promote human rights. So from
- 12 December, 1997 to eradicate torture and the effective functioning of the Convention against Torture and other cruel, inhuman or degrading treatment or punishment this day is observed.
- India won 2nd medal at the International Shooting Sport Federation (ISSF) World Cup Rifle/Pistol/Shotgun stage in Osijek, Croatia, as the Women’s 10M Air Pistol team beat Hungary 16-12 in the bronze medal match on 25 June (Friday). Shooters Rahi Sarnobat, Manu Bhaker and Yashaswini Deswal make it to medal contention.
- India’s schedule for second edition of the World Test Championship announced. New Zealand is scheduled to travel to India for a two-match Test series in November 2021.
- India cricket team tour of England, 2021:August 4-8: England vs India, First Test, Trent Bridge,August 12-16: England vs India, Second Test, Lord’s,August 25-29: England vs India, Third Test, Headingley,September 2-6: England vs India, Fourth Test, Kennington Oval,September 10-14: England vs India, Fifth Test, Old Trafford
|
684 |
Y |
|
2957 |
25-06-2021 |
English |
- India reported 54,069 new cases of COVID-19 in a day which took the infection tally to 3,00,82,778 while 1,321 more fatalities pushed the death count to 3,91,981, according to the Union Health Ministry data on Thursday.
- Prime Minister Narendra Modi, in a 3-hour meeting with political leaders of Jammu and Kashmir on Thursday, spoke about removing "Dilli ki Doori as well as Dil Ki Doori" and assured his commitment to restoring full statehood at the right time.
- The Govt of India, Govt of Mizoram & the World Bank have signed a USD 32 million Mizoram Health Systems Strengthening Project to improve management capacity and quality of health services in Mizoram. The project will strengthen the governance & the management structure of the Department of Health + Family Welfare and its subsidiaries.
- Pratham Pooja of Shri Amarnathji Shrine was performed on 24 June by Shri Nitishwar Kumar, Chief Executive Officer, he said that since the Yatra this year has been cancelled due to the current COVID-19 pandemic situation, the Shrine Board however is committed to carry out all religious rituals as per past practice.
- Andhra Pradesh Inter, SSC exams 2021 cancelled, results to be based on internal assessment. The decision will impact nearly 15 lakh students who registered for AP Board Exams.
- Education Minister Ramesh Pokhriyal Nishank will be virtually interacting with students at 4 pm on Friday on evaluation of CBSE board examinations.
- Karnataka Deputy Chief Minister with Higher Education portfolio Dr. Ashwatha Narayana has tweeted that offline classes for college students will begin only after the completion of the first dose of vaccination for the students in July.
- India & Bhutan have jointly launched the “Tax Inspectors Without Borders (TIWB)” on June 23, 2021(Wednesday). TIWB is a joint initiative of United Nations Development Programme (UNDP) and Organisation for Economic Cooperation and Development (OECD).
- Indian Institute of Technology (IIT) Madras has launched a ‘Centre for Research on Start-Ups and Risk Financing’ (CREST) which will provide academic & thought leadership in innovation, entrepreneurship and risk capital. CREST will help in creating a data repository on Indian start-ups & ventures.
- World number two and Youth Olympics and Asian Games champion Saurabh Chaudhary, gave India her first medal of the International Shooting Sport Federation (ISSF) World Cup Rifle/Pistol/Shotgun stage which got underway in Osijek, Croatia, on Thursday, by winning bronze in the Men’s 10M Air Pistol event.
- India's Official Olympic Theme Song was launched ahead of the Summer Games in July-August. Minister of Youth Affairs & Sports Kiren Rijiju was present on the occasion. Playback Singer Mohit Chauhan has composed and sung the song titled "Lakshya Tera Samne Hai".
- PM asserts that tradition and technology will boost initiative of Aatmanirbhar Bharat
- Over 30 crore doses of COVID vaccine administered in country so far; National recovery rate reaches 96.61%
- Union Minister Nitin Gadkari inaugurates and lays foundation stones of several road projects worth over Rs 6000 crore in Himachal Pradesh
- Philippines grounds its entire fleet of Black Hawk helicopters after a new aircraft crashes and kills all 6 on board
- Virat Kohli defends India's bowling combination for world Test championship final
- Maharashtra CM Uddhav Thackeray lauds Maharashtra Police and recommends advanced training for them
- Offline classes for college students in Karnataka to begin only after completion of 1st dose of vaccination for students in July
- Govt says Wheat procurement in Rabi Marketing Season 2021-22 continuing smoothly in procuring States
- India attracted 38% higher FDI inflow during April, 2021 as compared to April, 2020
|
631 |
Y |
|
2958 |
25-06-2021 |
Odia |
- ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ICMR। କରୋନା ଟିକାକରଣ ଏବଂ ସଂକ୍ରମଣ ସମ୍ବନ୍ଧରେ ଦେଶର ପ୍ରଥମ ଅଧ୍ୟୟନ ପ୍ରକାଶ କରିଛି। ଯାହା ଅନୁଯାୟୀ ୭୬ ପ୍ରତିଶତ ଲୋକ ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମଣର ଶିକାର ହେବା ପରେ, ଏମାନଙ୍କ ମଧ୍ୟରୁ କେବଳ ୧୬ ପ୍ରତିଶତ ଲୋକ ବିନା ଲକ୍ଷଣ ଥିବା କରୋନା ସଂକ୍ରମିତ ମିଳିଥିଲେ।
- ଦୈନିକ ସଂକ୍ରମଣ ମାମଲା ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ ହଜାର ୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୭୫ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୩୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି ।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ୪୪ ତମ ଆନୁଆଲ୍ ଜେନେରାଲ୍ ମିଟିଂ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନୀତା ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ମୁମ୍ବାଇରେ ଜିଓ ଇନଷ୍ଟିଚ୍ୟୁଟର ନିର୍ମାଣ ଆରମ୍ଭ ହେବ ।
- ୨୪ ଘଣ୍ଟାରେ ବନ୍ଦ ହେବ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ। ଏନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ।
- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓପେକ୍ ସେକ୍ରେଟାରୀ ଜେନେରାଲ ଡା. ମହମ୍ମଦ ସାନୁସୀ ବାରକିଣ୍ଡୋଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି।ଏହି ବୈଠକରେ ଅଶୋଧିତ ତୈଳ ଦରରେ ବୃଦ୍ଧି ନେଇ ଭାରତର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
- ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ଓ ମଧ୍ୟମା ରେଜଲ୍ଟ । ସଂଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ www.bseodisha.ac.in ଓ www.bseodisha.nic.in ୱେବ୍ସାଇଟ୍ରେ ନିଜର ରେଜଲ୍ଟ ଚେକ୍ କରିପାରିବେ ।
- ୩୧ ଜୁଲାଇ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
- ଓମ୍ଫେଡ ଚାଷୀଙ୍କ ପାଇଁ ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ମୁଖ୍ୟମନ୍ତ୍ରୀଙ୍କ eha କୋଭିଡ ସହାୟତା ।
- ଟ୍ରେନରେ କାନପୁର ଯିବେ ରାଷ୍ଟ୍ରପତି, ବୁଲେଟପ୍ରୁଫ୍ ବଗିରେ ହୋଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ ଏହି ଯାତ୍ରା ୫ ଘଣ୍ଟା ୩୦ ମିନିଟର ରହିବ ।
- କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ, କାଜୁରେ ତୃତୀୟ ଏବଂ ଆମ୍ବ ଉତ୍ପାଦନରେ ପଞ୍ଚମ ସ୍ଥାନ ଅଧିକାର କରିଛି ।
- ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର ଉପଯୁକ୍ତ ଅନୁମୋଦନ ବିନା କେନ୍ଦ୍ର ସରକାର କୋଭାକ୍ସିନ୍ ଟିକାକୁ ବ୍ୟବହାରିକ ମଞ୍ଜୁରୀ ଦେଇଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।
- ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଯିବାକୁ ନିଷ୍ପତି, ହେବ ଗୋଲ୍ଡ କ୍ୟାଟେଗୋରି ।
- ୬ ଜିଲ୍ଲାରେ ସଂକ୍ରମଣ ଅଧିକ, ୩ ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ’ । ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ହାଇପ୍ରିଭିଲାନ୍ସ ଜୋନରେ ରହିଛି ।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍ରେ ଜିଓ ଓ ଗୁଗୁଲ୍ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍ଗୁଡ଼ିକ ରହିଛି ।
- ଅକ୍ଷୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୩ ବର୍ଷରେ ନିବେଶ କରିବ ୭୫,୦୦୦ କୋଟି ଟଙ୍କା ।
- ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର ।
- ଭାରତୀୟ ତୀରନ୍ଦାଜୀ ଦମ୍ପତ୍ତି ଅତନୁ ଦାସ ଓ ଦୀପିକା କୁମାରୀ ଆର୍ଚେରୀ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଏହି ଦମ୍ପତ୍ତି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଛନ୍ତି ।
- ଦେଶରେ ତୃତୀୟ ଲହରର ଚର୍ଚ୍ଚା ଭିତରେ ଚିନ୍ତା ବଢ଼ାଉଛି ଡେଲଟା ପ୍ଳସ୍ । ଆକ୍ରାନ୍ତଙ୍କଠାରେ ଦେଖାଯାଉଛି ନୂଆ ଲକ୍ଷଣ, ପେଟ ସମସ୍ୟା ସହ ଦେଖା ଦେଉଛି ଗଣ୍ଠିଘୋଳା ବିନ୍ଧା।
- ହାତୀବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି । କୋଭିଡ଼୍ କଟକଣାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା । ଅଣସର ପହଣ୍ଡିରେ ପୂଜା ପାଇବେ ପଟ୍ଟିଦିଅଁ , ଶୁକ୍ରବାରଠୁ ଅଲାରନାଥ ଦର୍ଶନ ।
- ଦଶଟି ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ସମ୍ପ୍ରସାରଣ କରିବାକୁ ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୧୦ ମଧ୍ୟରୁ ୯ଟି ସଡ଼କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ନିର୍ମାଣ କରିବାକୁ ଥିବାବେଳେ ଏନଏଚ-୩୨୦ଡି ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ(ଏନ୍ଏଚ୍)କରିବ ବୋଲି ଜଣାପଡିଛି।
|
575 |
Y |
|
2959 |
24-06-2021 |
Odia |
- କେବଳ ପୁରୀରେ ହେବ ରଥଯାତ୍ରା । କେନ୍ଦ୍ରାପଡ଼ା ଓ ବରଗଡ଼ରେ ରଥଯାତ୍ରା ଅନୁଷ୍ଠିତ କରାଯିବା ଲାଗି ମଗାଯାଇଥିବା ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ଏ ନେଇ ହାଇକୋର୍ଟରେ ୫ ଟି ପିଟିସନ୍ ଦାଖଲ ହୋଇଥିଲା ।
- ଦେଶରେ ୪୦ ଜଣ କରୋନା ଡେଲ୍ଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ।
- ସ୍କୁଲ ପାଠ୍ୟକ୍ରମରେ ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ।
- ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ ।
- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ପୁରୀ ଗଜପତି ମହାରାଜ ।
- ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଏଥର ବି ୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ।
- ଶ୍ରୀନଗର ଉପକଣ୍ଠ ନଉଗାଁ ଅଞ୍ଚଳରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ ।
- ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ଆସିପାରେ କରୋନାର ତୃତୀୟ ଲହର, ପ୍ରତିଦିନ ଚିହ୍ନଟ ହୋଇ ପାରନ୍ତି ୫ ଲକ୍ଷ ପଜିଟିଭ୍: ଆଇଆଇଟି କାନପୁର ।
- ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଫଳରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଟାଇଟଲ ହାସଲ କରିଛି।
- ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ପ୍ରତିକ୍ରିୟା । ଗଲୱାନ ସଂଘର୍ଷରୁ ଚୀନକୁ ମିଳିଛି ଶିକ୍ଷା । ଚୀନ୍ ଅନୁଭବ କରିଛି, ପର୍ବତାଞ୍ଚଳ ଲଢ଼େଇରେ ସକ୍ଷମ ନୁହଁନ୍ତି ପିଏଲଏ ସେନା ।
- ‘ଆମ ପାଇଁ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ’ । ଏହା ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି , ଯଦି ଏହି ସମୟ ମଧ୍ୟରେ ଡେଲ୍ଟା ପ୍ଳସ୍ ସଂକ୍ରମଣ ବଢ଼ିଲେ ତୃତୀୟ ଲହର ଆଗୁଆ ଆସିପାରେ ।
- ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ପାଇଲା ବନ୍ଦେ ଉତ୍କଳ ଜନନୀ, ଏଣିକି ଉଭୟ ନବମ ଓ ଦଶମରେ ପିଲାଏ ପଢିବେ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ।
- ମୁଡିଜ୍’ ରେଟିଂରେ ଭାରତର ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ,Covid ଦ୍ୱିତୀୟ ଲହରରେ ଗୁରୁତର ପ୍ରଭାବିତ ହୋଇଛି ଅର୍ଥନୀତି ।
- ଏଣିକି ଗୃହିଣୀମାନଙ୍କ ଜମା ଟଙ୍କା ଉପରୁ ଆଦାୟ କରାଯାଇପାରିବ ନାହିଁ ଆୟକର ଟିକସ, ଟ୍ରିବ୍ୟୁନାଲ ଦେଲେ ବଡ଼ ରାୟ ।
- ବଦଳିଲା କେଜିଏଫ-୨ ର ରିଲିଜ୍ ତାରିଖ । ଜୁଲାଇ ୧୬ ରେ ରିଳିଜ୍ ହେବାକୁଥିବାବେଳେ କରୋନା ଯୋଗୁଁ ସେପ୍ଟେମ୍ବର ୯ ରେ ରିଲିଜ୍ କରାଯିବ ।
- ଜୁଲାଇ ମାସ ପହିଲା ଠାରୁ ପୂର୍ବତଟ ରେଳପଥ ମଧ୍ୟରୁ ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବା ପୁଣି ଚାଲୁ ହେବ ।
- ଆଗକୁ ତେଲ ଦର ଆହୁରି ଅସମ୍ଭାଳ ! ଅଶୋଧିତ ତୈଳ ବ୍ୟାରେଲ ୧୦୦ ଡଲାର ହେବ ବୋଲି ଚେତାଇଲେ ତେଲ କମ୍ପାନୀ CEO।
- ଦୀର୍ଘ ୧୦ ମାସ ପରେ ପୁଣି ଉଡ଼ାଣ ଭରିଲା ବିଶ୍ବର ସବୁଠୁ ବଡ଼ ଉଡ଼ାଜାହାଜ ଏଏନ-୨୨୫ ଯାହାର ଲମ୍ବ ୮୪ ମିଟର। ୟୁକ୍ରେନ୍ର ରାଜଧାନୀ କିଭ୍ର ଗୋଷ୍ଟୋମେଲ୍ ଏଣ୍ଟୋନୋଭ୍ ଏୟାରପୋର୍ଟରୁ ଉଡ଼ାଣ ଭରିଲା।
- ରବିନ୍ଦ୍ର ଜାଡେଜା ବନିଲେ ଦୁନିଆର ନମ୍ବର୧ ଟେଷ୍ଟ ଅଲରାଉଣ୍ଡର । ଚତୁର୍ଥ ସ୍ଥାନରେ ଅଶ୍ୱିନୀ ।
- ଭାରତରୁ ଋଣ ନେଇ ପଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସିଙ୍କ ବିରୋଧରେ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ର । ଏହାର ପରିଣାମ ସ୍ୱରୂପ ୯୩୭୧ କୋଟି ଟଙ୍କା ସରକାରୀ ବ୍ୟାଙ୍କକୁ ଫେରିଛି ବୋଲି ଇଡି ସୂଚନା ଦେଇଛି। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ଗୁଡ଼ିକୁ ଦିଆଯିବ ଯେଉଁ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଏହି ତିନି ପଳାତକ ପରିଶୋଧ କରିନଥିଲେ।
|
675 |
Y |
|
2960 |
24-06-2021 |
English |
- Odisha reported 3650 more COVID-19 cases in the last 24 hours while a total of 69480 samples were tested in the state, yesterday
- The patriotic poem ‘Bande Utkala Janani’, written by Kantakabi Laxmikant Mohapatra, will be taught to Class IX and X students from the 2021-22 academic session. In a notification, the Board of Secondary Education stated ‘Bande Utkala Janani’ will be included in the First Language Odia (FLO) syllabus for both Class IX and X.
- Like previous year, Puri king Gajapati Dibyasingha Deb, will abstain from performing Chhera Pahanra (sweeping of floors) at Puri Srimandir on Snana Jatra tomorrow in view of the COVID-19 pandemic
- Assets worth Rs 9,371 crore belonging to fugitive businessmen Vijay Mallya, Nirav Modi, Mehul Choksi have been transferred to state-run banks, who suffered losses, on account of the fraud committed against them. Total assets worth Rs 18,170.02 crore has been seized by the Enforcement Directorate so far, 80% of which is the the total bank loss.
- Union Cabinet on 23 June approved allocation of additional foodgrain under Pradhan Mantri Garib Kalyan Yojana, Phase IV for another period of five months from July to Nov 2021. Under it, 5 Kg foodgrains per person per month free of cost will be given to the beneficiaries covered under National Food Security Act .
- Around 40 cases of the Delta Plus variant, classified as a variant of concern (VOC), have been detected sporadically in Maharashtra, Kerala and Madhya Pradesh, the Union Health Ministry said.
- The Karnataka govt on 23 June set in motion the process to conduct the Secondary School Leaving Certificate Examination or the 10th standard examination in third week of July by releasing the standard operating procedure (SOP) for teachers.
- Lokmanya Tilak Municipal Medical College & General Hospital, popularly known as Sion Hospital has thanked Bollywood actor Amitabh Bachchan for providing critical infrastructure worth almost Rs 1.75 crore, including class 1 ventilators
- The Indian Navy will get three MH-60 Romeo helicopters in July this year, out of 24 MH-60 “Romeo” multi-mission heavy-duty helicopters, these are equipped with multi-mode radars & night-vision devices as well as armed with Hellfire missiles, MK-54 torpedoes and precision-kill rockets, it was the Rs 15,157 crore
- Indian Navy and Indian Air Force (IAF) are participating in a Passage Exercise with US Navy’s Carrier Strike Group (CSG) Ronald Reagan which is transiting through Indian Ocean Region (IOR) from June 23-24, 2021.
- India is pushing for a comprehensive ceasefire in Afghanistan amid a massive spike in violence in that country and reports of its contact with the Taliban for the first time in the backdrop of a renewed push for the Afghan peace process.
- Russia is offering the Indian Army a comprehensive upgrade of the Dragunov sniper rifle in service with almost all frontline battalions, with a demonstration planned next month.
- Air France to commence Paris-Chennai weekly flight from June 26 under air bubble pact.
- India reaffirmed its commitment towards eliminating educational inequalities at G20 Education Ministers meeting held in Italy virtually. Addressing the meeting, Minister of State in the Education Ministry Sanjay Dhotre reiterated the country’s commitment towards reducing and eventually eliminating educational poverty, inequalities and early school leaving.
- A Russian military ship fired warning shots at a British Royal Navy destroyer after it entered Russian waters in the Black Sea. The Royal Navy destroyer HMS Defender briefly sailed through territorial waters off the coast of the disputed territory of Crimea.
- The US military could slow down its withdrawal from Afghanistan due to the gains made by the Taliban insurgents.The situation in Afghanistan changes as the Taliban continue to conduct these attacks and to raid district centres as well as the violence.
- Face masks to no longer be compulsory in Italy from 28 June: Health Minister Roberto Speranza said. By June 28, experts predict all of Italy will be classified a "white" zone.
- WTC Final: New Zealand beat India by 8 wickets to win inaugural World Test Championship.
- Indian Golfer Anirban Lahiri qualifies for Tokyo Olympics. Lahiri, a former Asia No. 1 and two-time winner on the European Tour, will be representing the country in Olympics for the second time.
- England Beats Sri Lanka By 8 Wickets To Open Twenty20 Series in Cardiff. England reached its target of 130 with 17 balls to spare. Sri Lanka was limited to 129/7.
|
705 |
Y |
|