# |
Date |
Type |
Current Affairs |
No. Of Views |
Status |
Action |
401 |
09-02-2025 |
Odia |
- 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ମଞ୍ଜୁରିକୁ ରଦ୍ଦ କରିବା ସହ ଗୋପନୀୟ ସୂଚନା ପାଇବା ଉପରେ ରୋକ୍ ଲଗାଇଛନ୍ତି।
-
2.ଆମେରିକାରୁ ଭାରତୀୟଙ୍କ ନିର୍ବାସନକୁ ନେଇ ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ଓ ୧୩ ତାରିଖ ରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ।
-
3. ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଛି। ଭାରତ ୮୦ତମ ସ୍ଥାନରେ ରହିଛି ବୋଲି ହେନଲେ ଆଣ୍ଡ୍ ପାର୍ଟନର୍ସର ସୂଚୀ ୨୦୨୫ରୁ ଜଣାଯାଇଛି। ଭାରତ ସମେତ ଆଲଜେରିଆ, ଇକ୍ବେଟୋରିଆଲ ଗିନି ଏବଂ ତାଜିକିସ୍ଥାନ ମଧ୍ୟ ୮୦ତମ ସ୍ଥାନରେ ରହିଛନ୍ତି।
-
4.ୟୁଟ୍ୟୁବର୍ ତଥା ଫାଇନାନ୍ସିଆଲ ଇନଫ୍ଲୁଏନସର୍ ଭାବେ ପରିଚିତ ଅସ୍ମିତା ପଟେଲଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଣପଞ୍ଜୀକୃତ ନିବେଶ ସେବା ପ୍ରଦାନରୁ ତାଙ୍କୁ ଏବଂ ତାଙ୍କର ଟ୍ରେଡିଂ ସ୍କୁଲକୁ ନିଷିଦ୍ଧ କରାଯାଇଛି।
-
5.ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍ସନ୍ ଯୋଜନା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ କର୍ମଚାରୀ ଏନପିଏସ ବ୍ୟବସ୍ଥାରେ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
-
6.ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି। ଦାନ ଅର୍ଥର ବଡ଼ ଅଂଶ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ।
-
7.୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଦୁର୍ଗ ଭୁଶୁଡ଼ାଇ ଦେଇଛି।
-
8.ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ।
-
9.ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି।
-
10ରାଜ୍ୟ କ୍ୟାବିନେଟ ନିଷ୍ପତି , ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ।
-
11.ବୈତରଣୀ ଉପରେ କେନ୍ଦ୍ରାପଡା -ଚାନ୍ଦବାଲିକୁ ଏକ ନୂଆ ସେତୁ ହେବ ।
-
12.ଅନିମେଶ କୁଜୁର ଜାତୀୟ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଲେ ।
-
13.‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ,ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ।
-
14. ଓ ସି ଏ ଓଡ଼ିଶାର ୬୦ ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦେବ ।
-
15.ଉତ୍ତରପ୍ରଦେଶ:ଅଯୋଧ୍ୟା ପରାଜୟର ମିଲକିପୁରରେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ।
-
16.ଦିଲ୍ଲୀ ୩ ବିଧାନସଭା ନିର୍ବାଚନରେ ଦଳର ସାଂଘାତିକ ପରାଜୟ, ହେଲେ ବଢିଲା ଦଳର ଭୋଟ ହାର।
-
17.ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି।
-
18.ଆର୍ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୬ ପ୍ରତିଶତ ଏବଂ ୨୦୨୬ ଆର୍ଥିକ ବର୍ଷ ପାଇଁ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବାବେଳେ ଭାରତ ୭ଧ କିମ୍ବା ତା’ଠାରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିବ।
-
19.ଦୀର୍ଘ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଯାହା ଆଶା କରାଯାଉଥିଲା ଯେ, ସୁଧ ହାର ୨୫ ବେସିକ୍ ପଏଣ୍ଟ ହ୍ରାସ ହୋଇପାରେ, ତାହା ହିଁ ହୋଇଛି। ଫଳରେ ସୁଧ ହାର ୬.୨୫ %କୁ ହ୍ରାସ ପାଇଛି। ଏହି ହ୍ରାସ ପରେ ଗୃହ ଓ କାର୍ ଋଣ ଇଏମ୍ଆଇ ହ୍ରାସ ପାଇବ।
-
20.ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଗତ ଦୁଇ ମାସରେ ହୋଇଛି ୭୬ ଆକ୍ରମଣ ହୋଇଛି କେନ୍ଦ୍ର ସରକାର ସୂଚନ ଦେଇଛନ୍ତି।
-
21.ରବିବାର ବାରବାଟୀ ଷ୍ଟାଡିୟମରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରହିଛି। ଭାରତ-ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।
|
220 |
Y |
|
402 |
09-02-2025 |
English |
-
1.The Odisha government has decided to implement the Unified Pension Scheme (UPS), Antyodaya Gruha Yojana for economically weaker sections of society and another scheme for construction of block-level stadiums, Chief Minister Mohan Charan Majhi said Saturday
-
2.Chief Minister Mohan Charan Majhi Saturday disbursed Rs 5,000 each to over 18 lakh women beneficiaries under Subhadra Yojana in the 4th phase of the first instalment in the state.
-
3.The state Cabinet has approved construction of stadiums in all 314 blocks with an outlay of Rs4,124 crore over five years.
-
4.The state Cabinet has approved a proposal to undertake three projects for Hirakud Dam under the DRIP-III at an estimated cost of Rs 1,066.38 crore over a period of six years, starting FY2025-26.
-
5.Professor Dipak Kumar Sahoo, currently serving as a professor at the School of Engineering, Cochin University of Science and Technology (CUSAT), has been appointed as the Vice Chancellor of Veer Surendra Sai University of Technology (VSSUT), in Burla.
-
6.The Singaporean passport has emerged as the strongest passport in the world with visa-free or visa-on-arrival access to 193 out of 227 countries across the globe, according to the 2025 Henley Passport Index. India found the 80th spot on the list, with easy access to 56 nations.
-
7.Bangladesh's interim government launched an operation Saturday after a student group gave a 24-hour ultimatum to track down “culprits” who assaulted their activists during a reported attack by protesters on an Awami League leader's house on the outskirts of Dhaka.
-
8.The organiser of the Delhi Open -an ATP Challenger event -- Saturday announced wild card entries for three Davis Cuppers - Sasikumar Mukund, Ramkumar Ramanathan and young Karan Singh -- in the men's singles main draw.
-
9.A fresh impasse has erupted in the Kolkata film industry amid a drastic 70% drop in film productions within a year. This is the second such cease work within the last six months as the cold war between the directors and technicians continue to shake up the industry and its work.
-
10.Around 150 eco-friendly CNG taxis painted in the classic yellow colour with blue border will soon ply the roads of Kolkata, a transport official said Friday.
-
11.The results of Delhi Assembly polls has gone as per the predictions made by several pollsters. The BJP has completely decimated the Opposition with its spectacular performance. It will form the government in Delhi after a gap of more than 26 years.
-
12.Dravida Munnetra Kazhagam candidate V C Chandhirakumar trounced Naam Tamilar Katchi's (NTK) M K Seethalakshmi by a margin of 91,558 votes.
-
13.Chief Minister Atishi and three ministers in the outgoing AAP government -- Gopal Rai, Mukesh Ahlawat and Imran Hussain -- managed to secure wins Saturday.
-
14.India’s forex reserves rose $1.05 billion to $630.607 billion for the week ended January 31, the RBI said Friday.
-
15.India is on the path to achieve $800 billion in exports in the 2024-25 fi scal for the fi rst time, according to the government, signalling a robust economy and continued growth across sectors.
|
226 |
Y |
|
403 |
08-02-2025 |
Odia |
-
1.ଭାରତୀୟ ରିଜର୍ଭ ବ୍ୟାଙ୍କ ଏମ୍ପିସି ହାରକୁ ୨୫ ବେସିକ୍ ପଏଣ୍ଟ୍ ହ୍ରାସ କରିବା ପରେ ୬.୨୫% ରହିଛି ରେପୋ ରେଟ୍। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କର ଏହା ପ୍ରଥମ ନୀତି ବୈଠକ ଥିଲା। ୨୦୨୦ ମସିହା ପରଠାରୁ ରେପୋ ରେଟ୍ ପ୍ରଥମ ଥର ପାଇଁ ହ୍ରାସ ପାଇଛି।
-
2.୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷମତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିଛନ୍ତି।
-
3.ଗିରଫ ବ୍ୟକ୍ତିଙ୍କୁ ଗିରଫ କରାଯିବାର କାରଣ ସମ୍ପର୍କରେ ଅବଗତ କରାଇବା ସମ୍ବିଧାନର ଧାରା ୨୨(୧) ଅନୁଯାୟୀ କେବଳ ଔପଚାରିକତା ନୁହେଁ ବରଂ ଏକ ବାଧ୍ୟତାମୂଳକ ସାମ୍ବିଧାନିକ ଆବଶ୍ୟକତା ବୋଲି ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି।
-
4.ନୂଆ ଆୟକର ବିଲ୍ ପ୍ରସ୍ତାବକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା କାର୍ଯ୍ୟକାରୀ ହେଲେ ଦେଶର ଟିକସ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୧ତାରିଖରେ ଆଗତ ହୋଇଥିବା କେନ୍ଦ୍ର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ଆଇନ ସଂପର୍କରେ ଘୋଷଣା କରିଥିଲେ।
-
5.ଏକ ନୂଆ ରେଳ ଡିଭିଜନ - ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ । ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା - ବାଚେଲି, କୁନେରୁ - ଥେରୁବାଲି ଜେ.ଏନ୍., ସିଙ୍ଗାପୁର ରୋଡ୍ - କୋରାପୁଟ ଜନ୍ ଏବଂ ପାରଳାଖେମୁଣ୍ଡି - ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ । ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ ମଧ୍ୟ ମୋଦୀ କ୍ୟାବିନେଟ ଅନୁମୋଦନ କରିଛି ।
-
6.ଜିଏସ୍ଟି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଜରିଆରେ ୧୭ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ୩ ଧୂର୍ତ୍ତ ବନ୍ଧା ହୋଇଛନ୍ତି। ସେମାନେ ହେଲେ ମାଲିକ ମିଲନ୍ ଅଗ୍ରୱାଲ୍ ଓ ତାଙ୍କ ସଂସ୍ଥାର ୨ କର୍ମଚାରୀ ନିହାର ପଟ୍ଟନାୟକ ଓ ଅଭିଷେକ ପଟ୍ଟନାୟକ।
-
7. ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଫେବ୍ରୁଆରି ୭ରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ନିଟ୍ ୟୁଜି ପରୀକ୍ଷା ମେ ୪ ତାରିଖ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଅନୁଷ୍ଠିତ ହେବ।
-
8.ଭାରତ ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶର ହାଇକମିସନର ମହମ୍ମଦ ନୁରୁଲ ଇସଲାମଙ୍କୁ ସମନ କରିଛି । ବାଂଲାଦେଶର ଆଭ୍ୟନ୍ତରୀଣ ସମସ୍ୟା ଲାଗି ଭାରତକୁ ଦାୟୀ କରାଯିବାକୁ ନେଇ ନୂଆଦିଲ୍ଲୀ ନିଜର ଅସନ୍ତୋଷ ଜଣାଇଛି।
-
9.ଅରବିନ୍ଦ କେଜରିୱାଲ ତାଙ୍କ ଏକ୍ସରେ ଲେଖିଛନ୍ତି, "ବାରମ୍ବାର ଅନୁରୋଧ ସତ୍ତ୍ୱେ, ନିର୍ବାଚନ କମିଶନ ଫର୍ମ ୧୭ସି ଏବଂ ପ୍ରତ୍ୟେକ ବିଧାନସଭାର ପ୍ରତ୍ୟେକ ବୁଥରେ ପଡ଼ିଥିବା ଭୋଟ ସଂଖ୍ୟା ଅପଲୋଡ କରିବାକୁ ମନା କରିଦେଇଛନ୍ତି।
-
10.ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଆମେରିକା ଭାରତକୁ ୪୮୭ ଜଣ ସମ୍ଭାବ୍ୟ ଭାରତୀୟ ନାଗରିକଙ୍କ ବିଷୟରେ ଅବଗତ କରିଛି ଯେଉଁମାନଙ୍କୁ ଭାରତ ପଠାଇବାକୁ ଆଦେଶ ଜାରି କରାଯାଇଛି।
-
11.ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ ୨୦୨୨ରେ ଭାରତରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୪୬୨ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଦୈନିକ ୧୨୬୪ଟି ସଡ଼କ ଦୁର୍ଘଟଣା ଘଟୁଛି।
-
12.“ସନାତନୀ” ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ “ମିଶିରି” ୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।
-
13.ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଛକ ଠାରେ ଟ୍ରାଫିକ ସହାୟତା କେନ୍ଦ୍ରର ଉଦଘାଟନ କରିବା କ୍ରମରେ ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ ହୋଇଛି।
-
14.ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ସହିତ ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ରହିଛନ୍ତି।
-
15.ସମ୍ପ୍ରତି ୩ ଫୁଟ ଉଚ୍ଚତା ଥିବା ୨୩ ବର୍ଷୀୟ ପାରା ଖେଳାଳି ଶେଖର ଚର୍ଚ୍ଚାର ପରିସରରେ ରହିଛନ୍ତି। ଉତ୍ତରପ୍ରଦେଶ ପାରା ଆଥଲେଟ୍ସ ଚାମ୍ପିଅନସିପରେ ଉଭୟ ଖେଳରେ ପାରା ଆଥଲେଟ୍ ଶେଖର ସ୍ୱର୍ଣ୍ଣ ପଦକ ଜିତି ତାଙ୍କ ପିତାମାତାଙ୍କ ପାଇଁ ଗୌରବ ଅର୍ଜନ କରିଛନ୍ତି।
|
201 |
Y |
|
404 |
08-02-2025 |
English |
-
1.The Monetary Policy Committee (MPC), headed by RBI Governor Sanjay Malhotra, slashed the repo rate by 25 basis points to 6.25 per cent. This was the fi rst reduction since May 2020 and the first revision after two-and-a-half years. Home, auto and other loans are likely to see a drop in interest rates.
-
2. India has achieved the milestone of 100GW solar energy capacity, Union Minister Pralhad Joshi said Friday, underscoring the country's target of having 500 GW renewable energy capacity by 2030.
-
3.India stayed net importer of steel with the inbound shipments rising over 20 per cent to 8.29 million tonnes during the April-January period of this fiscal, official data showed Friday.
-
4.Odisha has 30 district non-communicable disease (NCD) clinics, 12 cardiac care units, 32 district day care centres and 414 community health centres, Union Health Minister JP Nadda said Friday.
-
5.Chief Minister Mohan Charan Majhi will disburse the fourth phase of the first instalment under the Subhadra Yojana Saturday, benefi tting over 18 lakh women.
-
6.Madhav National Park (MNP) in Shivpuri district will soon become the ninth tiger reserve of Madhya Pradesh, Chief Minister Mohan Yadav said Thursday.
-
7.The Union Cabinet Friday approved the continuation and restructuring of central sector scheme 'Skill India Programme' till 2026 with an overlay outlay of Rs 8,800 crore.
-
8.The Supreme Court Friday dismissed a plea seeking directions to cancel the all India quota (AIQ) round 3 of NEET-PG 2024 counselling and to conduct it afresh.
-
9.Prime Minister Narendra Modi will pay a two-day working visit to the US from February 12 during which he will meet President Donald Trump, the external affairs ministry Friday announced.
-
10.India Friday said it has registered concerns with the US over the deportation of illegal immigrants in shackles and conveyed that this kind of treatment could have been avoided.
-
11.In order to check cyber security threats, the Reserve Bank Friday decided that Indian banks will have exclusive internet domain name 'bank.in' and non-bank financial entities 'fin.in'.
-
12.Country’s largest fintech firm PhonePe Friday said it has exited from account aggregation business as it could not add enough partners to provide services as per its expectation
-
13.The promising director duo of Sisir Kumar Sahu and Peenakee Singh, who previously garnered critical acclaim for their fi lm Phalguna Chaitra, are set to present their latest Odia film, Misiri.
-
14.Despite opposition from the Christian community, an Odia film on religious conversion The movie 'Sanatani-Karma Hi Dharma' was released 30 cinema halls across the state Friday amid tight security.
-
15.The International Football Federation (FIFA) has suspended the Pakistan Football Federation (PFF) after it failed to make amendments to its constitution which the world body deemed necessary for smooth and just governance of the sport in the country.
|
215 |
Y |
|
405 |
07-02-2025 |
Odia |
- 1.ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।
-
2.ଚୀନର ଏଆଇ ଇଂଜିନ ଡିପସିକ୍ ଆର୍ ୧ ଏଆଇ ଲଞ୍ଚ ହେବା ମାତ୍ରେ ବିବାଦରେ ଫସିଯାଇଛି। ଆମେରିକା ସମେତ ଅନେକ ଦେଶରେ ଏହି ଏଆଇ ଟୁଲକୁ ନିଷିଦ୍ଧ କରାଯାଇଛି ।
-
3.ଗୁଗଲ୍ର ମାଲିକାନା ରଖିଥିବା ଆମେରିକୀୟ ସଂସ୍ଥା ଆଲ୍ଫାବେଟ୍ର ସେୟାର ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିବାରୁ ଗୋଟିଏ ଦିନରେ କମ୍ପାନି ୨୦,୦୦୦ କୋଟି ଡଲାର (୧୭,୫୧,୯୮୧ କୋଟି ଟଙ୍କା) ହରାଇଛି।
-
4.ଆମେରିକାରୁ ବିତାଡ଼ିତ ହୋଇଥିବା ୧୦୪ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକା ସେନା ବିମାନ ସି-୧୭ ବୁଧବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକା ସେନାର ତତ୍ତ୍ବାବଧାନରେ ସମସ୍ତଙ୍କୁ ହାତକଡ଼ି ବାନ୍ଧି ପଠାଯାଇଥିଲା।
-
5.ନୂଆ ଆୟକର ବିଲ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍ରେ ଉଲ୍ଲେଖ କରିଥିଲେ। ଶ୍ରୀ ପାଣ୍ଡେ ସ୍ପଷ୍ଟ କରିଛନ୍ତି ଯେ ବଜେଟ୍ରେ ଆୟକର ସ୍ଲାବ୍ରେ ହୋଇଥିବା ପରିବର୍ତ୍ତନ, ଛାଡ଼, ରିହାତି, ଟିଡିଏସ୍କୁ ନେଇ ହୋଇଥିବା ଘୋଷଣା ରହିବ।
-
6.ଅର୍ଥ କମିସନଙ୍କ ନିକଟରେ ହୋଇଥିବା ଦାବି ରାଜ୍ୟ ସରକାରଙ୍କ ୨୦୨୬-୨୦୩୧ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବାର ଆଶା ରହିଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥ କମିସନଙ୍କ ନିକଟରେ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି
-
7.ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ।
-
8.୨୦୧୭-୨୦୨୨ ମଧ୍ୟରେ ବାୟୁସେନା ୩୪ଟି ବିମାନ ଦୁର୍ଘଟଣା ରେକର୍ଡ କରିଛି। ୨୦୧୭-୧୮ରେ ବାୟୁସେନାର ୮ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୦୧୮-୧୯ରେ ୧୧ଟି ଦୁର୍ଘଟଣା ହୋଇଥିଲା,
-
9.ଚଳିତ ବର୍ଷର ପ୍ରଥମ ମାସରେ ରାଜ୍ୟରେ ୬୯,୫୭୯ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ଜାନୁଆରିରେ ହୋଇଥିବା ୬୮,୦୨୪ ଗାଡ଼ି ବିକ୍ରି ତୁଳନାରେ ଏହା ୨.୨୯ ପ୍ରତିଶତ ଅଧିକ ବୋଲି ଅଟୋମୋବାଇଲ୍ ଡିଲର୍ଙ୍କ ସର୍ବଭାରତୀୟ ମହାସଂଘ ଏଫ୍ଏଡିଏ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
-
10.ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା,ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବ ।
-
11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୭୬୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତିପତ୍ର ପାଇବେ ।
-
12.ସତ୍ୟବାଦୀ ବକୁଳ ବନର ହେବ ପୁନରୁଦ୍ଧାର ଓ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦେଇଛନ୍ତି ।
-
13.‘ଚନ୍ଦ୍ରଯାନ-୪’କୁ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରପୃଷ୍ଠର ଚଟାଣର ନମୁନା ପୃଥିବୀକୁ ଅଣାଯିବ।
-
14.ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ହରାଇଲା ଭାରତ । ନାଗପୁରର ଭିସିଏ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ ଚୟନ କରି ୪୭.୫ ଓଭରରେ ୨୪୮ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରି ବିଜୟ ଲାଭ କରିଥିଲା ।
-
15.ଆସନ୍ତା ୧୧ତାରିଖରୁ ଢେଙ୍କାନାଳ ଯୋରନ୍ଦା ମେଳା ଆରମ୍ଭ ହେବ ।
|
213 |
Y |
|
406 |
07-02-2025 |
English |
-
1.Singer Manmath Mishra receives Nadabrahma Samman 2025 at an event in Soochana Bhawan in Bhubaneswar.
-
2.Rupee plunged 16 paise to close at an all-time low of 87.59 against the US dollar Thursday.
-
3.A Mirage-2000 fighter aircraft of Indian Air Force (IAF) crashed in an agriculture field in Madhya Pradesh’s Shivpuri district .
-
4.The Odisha government has intensified efforts to curb road accidents in the state by strengthening enforcement, improving infrastructure, and enhancing public awareness.
-
5.A day after recovering over Rs2 crore in cash from an officer of the watershed department, the Odisha vigilance department launched a separate inquiry into alleged misappropriation of funds by the officer and his associates.
-
6.In a major step towards advancing India’s power semiconductor technology, IIT Bhubaneswar, IIT Bombay, and iVP Semiconductor have recently signed a tripartite Memorandum of Understanding (MoU).
-
7.The Uttar Pradesh government has approved the formation of an inland waterways authority to boost water transport and tourism in the state.
-
8. The University Grants Commission (UGC) has issued show-cause notices to 18 medical colleges for not complying with anti-ragging regulations, officials said Thursday
-
9.The blackbuck population in Ganjam district has increased to 8,789, an official said citing the latest census data.
-
10.The process of deportation is not new and been ongoing for several years, External Affairs Minister S Jaishankar said Thursday and added that the government is engaging with the US to ensure that deported Indians are not mistreated
-
11.India has sent a proposal to UNESCO for inclusion of the Diwali festival in its list of Intangible Cultural Heritage (ICH) of Humanity, Culture Minister Gajendra Singh Shekhawat said Thursday.
-
12.13.ChatGPT, one of OpenAI’s most popular Artificial Intelligence (AI) tools Thursday faced a global outage as millions of users were unable to access the service. Many frustrated users took to social media platforms like X Thursday to report that ChatGPT was not working for them.
-
Energy ministers from over 20 countries will attend the India Energy Week (IEW) to be held in Delhi from February 11 to 14. The largest energy producers from advanced economies and countries from the global south will participate.
-
14.FC Goa produced an impressive performance to outwit Odisha FC 2-1 in the Indian Super League here Thursday.
-
15.Vice-captain Shubman Gill orchestrated India's chase with grace, while debutant Harshit Rana dazzled with the ball as the hosts registered a four-wicket win against England in the series opener here Thursday.
|
213 |
Y |
|
407 |
06-02-2025 |
Odia |
-
1.ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି।
-
2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ପାଲେଷ୍ଟାଇନବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ପରେ ତାଙ୍କ ଦେଶ ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳ ଗାଜା ଷ୍ଟ୍ରିପ୍କୁ ନିଜ ଅକ୍ତିଆରକୁ ନେବ। ଏହାର ବିକାଶ କରିବ ଓ ଏହାର ମାଲିକ ହେବ।
-
3.ଫୋର୍ବସ୍ ୨୦୨୫ରେ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଆମେରିକା ଶୀର୍ଷରେ ଥିବା ବେଳେ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ଇସ୍ରାଏଲ ଦଶମ ସ୍ଥାନରେ ରହିଛି।
-
4. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ଯଦି ଇରାନ ତାଙ୍କୁ ହତ୍ୟା କରେ ତେବେ ଏହାକୁ ପୃଥିବୀ ମାନଚିତ୍ରରୁ ଲୋପ କରିଦେବାକୁ ସେ ତାଙ୍କ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
5. ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ସାରା ବିଶ୍ୱରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଆକ୍ରମଣାତ୍ମକ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ଏବେ ଜାତିସଂଘ ଉପରେ ନଜର ପକାଇଛନ୍ତି।
-
6.ଆମେରିକାରେ ବେଆଇନ ଭାବେ ରହୁଥିବା ୧୦୪ ଜଣ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସାମରିକ ବିମାନ ବୁଧବାର ଦିନ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକୀୟ ସାମରିକ ବିମାନ ସି-୧୭ ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟରୁ ୧୦୪ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଆସିଛି ।
-
7.ସ୍ବିଡେନ୍ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି।
-
8.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିଲ୍ଲୀରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ନାକ୍ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା।
-
10.ଆମେରିକାରେ ପୁଣି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେ ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
-
11.ପଶ୍ଚିମବଙ୍ଗ ଉପକୂଳରେ ଉଡ଼ନ୍ତା ମାଛ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ଏପରି ଉଡ଼ନ୍ତା ମାଛକୁ ଠାବ କରିଛି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର।
-
12.ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନିବେଶକମାନଙ୍କ ସକାଶେ ୨୦୧୫ରେ ଆରମ୍ଭ କରିଥିବା ସୋଭରେନ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ବନ୍ଦ କରିଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାରଙ୍କ ପାଇଁ ଏହି ସ୍କିମକୁ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା।
-
13.ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।
-
14.ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।
-
15.ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି।
|
209 |
Y |
|
408 |
06-02-2025 |
English |
-
1.Chief Minister Mohan Charan Majhi Wednesday launched the ‘Bikashita Gaon, Bikashita Odisha’ (BGBO) scheme for rural infrastructure developmental projects in the state.
-
2.US President Donald Trump said the US would take over war-ravaged Gaza and create a 'Riviera of the Middle East' after resettling Palestinians elsewhere, shattering decades of US policy on the Israeli-Palestinian conflict and drawing regional condemnation.
-
3.Offline ticket sale for the February 9 India-England One-Day International (ODI) match at Barabati Stadium here saw thousands of fans jostling, leading to a stampede-like situation, prompting the police to resort to mild lathicharge Wednesday.
-
4.The Bhubaneswar Development Authority (BDA) has converted 580 leasehold properties into freehold after it received 867 applications seeking the conversion.
-
5.The Twin City Commissionerate Police is set to launch a special drive against the use of black fi lms, sirens, and multi-toned horns in vehicles starting February 10.
-
6.A team of researchers from Estuarine Biology Regional Centre at Gopalpur in Ganjam district have identified a new species of flying fish, ‘Cheilopogon arcticeps’, in the Indian Ocean.
-
7.Chief Minister Sukhvinder Singh Sukhu Wednesday laid the foundation stone for north India’s first 1-MW green hydrogen plant at Dabhota in Himachal’s Solan district and asked officials to complete the project within a year.
-
8.A US military aircraft carrying 104 illegal immigrants from various states landed here Wednesday, the fi rst such batch of Indians deported by the Trump government as part of a crackdown it resolved to carry out when it was sworn in last month.
-
9.Less than four per cent of students enrolled for SWAYAM courses have completed the programme since 2017, with complaints including outdated content, inflexible teaching, and poor infrastructure, a parliamentary panel has pointed out.
-
10.Himachal Pradesh Chief Minister Sukhvinder Singh Sukhu Wednesday launched the state government’s ambitious ‘Swachh Shehar Samridh Shehar’ programme.
-
11.Vigilance sleuths Wednesday seized around Rs2 crore in cash from the house of deputy director and project director (PD) of Watershed department, Malkangiri, Santanu Mohapatra during a raid, officials said.
-
12.Continuing its slide, the rupee plunges 36 paise to close at an all-time low of 87.43 against the US dollar.
-
13.Liquor baron Vijay Mallya has submitted before the Karnataka High Court that the Rs 6,200 crore debt he owes to banks has been recovered "multiple times over," and sought a statement of accounts detailing the amounts recovered from him.
-
14.According to a report, several members of the Hamas group raped male Israeli victims during the October 7, 2023, attack in which at least 1,200 people were killed
-
.15.Enthusiastic cricket fans continued to throng the ticket counters at Barabati Stadium in Cuttack on Thursday morning, despite the fact that all offline tickets for the upcoming India vs England ODI match on February 9 have already been sold out.
|
193 |
Y |
|
409 |
05-02-2025 |
Odia |
-
1.ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍ ମାର୍ଚ୍ଚ ୧୫ରୁ ଜୁନ୍ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି।
-
2.ଆମେରିକୀୟ ଉତ୍ପାଦ ଉପରେ ଚୀନ୍ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଚୀନ୍ ଉତ୍ପାଦ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶୁଳ୍କ ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଛି। ଚୀନ୍ର ଅର୍ଥ ମନ୍ତ୍ରଣାଳୟ କହିଛି।
-
3.ବାଂଲାଦେଶ କରାଚୀରୁ ଢାକା ରୁଟ୍ରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ଏକ ଘରୋଇ ପାକିସ୍ତାନୀ ବିମାନ କମ୍ପାନିକୁ ଅନୁମୋଦନ ଦେଇଛି।
-
4.ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବଢ଼ାଇବାରେ ସରକାରଙ୍କ ଗୁରୁତ୍ବର ଚମତ୍କାର ଫଳ ସାମ୍ନାକୁ ଆସିଛି। କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ମୋବାଇଲ୍ ଉତ୍ପାଦନକାରୀ ଭାବେ ଉଭା ହୋଇଛି।
-
5.ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।
-
6.ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।
-
7.ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବା ପରେ ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସେଠାରୁ ୨୦୫ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯାଉଛି ।
-
8.କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।
-
10.ଦେଶର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଶୃଙ୍ଖଳା ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ୩୦ ମିନିଟ୍ରେ ସାମସଙ୍ଗ ଗାଲାକ୍ସି ଏସ୍୨୫ ସିରିଜ୍ ଫୋନ୍ ଡେଲିଭରି କରାଯାଉଛି।
-
11.ମାଘ ମାସ ଶୁଳ୍କ ଅଷ୍ଟମୀ ତିଥିରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
-
12.ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ।
-
13.ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ।
-
14.ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି।
-
15.ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି।
|
203 |
Y |
|
410 |
05-02-2025 |
English |
-
1.The stage is set for the high-stakes Assembly elections in Delhi, where the Aam Aadmi Party is eyeing a third straight term, while the BJP and the Congress are looking at resurgence. Over 1.56 crore voters are eligible to cast their ballots from 7am onwards Wednesday.
-
2.An eight-member team of the 16th Finance Commission headed by Dr Arvind Panagariya Tuesday began its four-day visit to Odisha to hold discussions with state government officials and receive memoranda from the administration.
-
3.The state government Tuesday organised a roadshow in Hyderabad to promote its tourism by showcasing its diverse attractions, including cultural heritage monuments, waterfalls, wildlife, local cuisine, hills, and Buddhist circuits.
-
4.The government has assigned one senior IAS offi cer in each of the state’s 30 districts to supervise the implementation of important welfare measures.
-
5.Lung cancer among those who never smoked is on the rise and air pollution could be contributing to the increase, according to a new study published in ‘The Lancet Respiratory Medicine’ journal.
-
6.The state government distributed Rs 5.05 crore assistance to 1,452 registered construction workers during a special ceremony held by the district Labour office here Tuesday.
-
7.A two-year-old girl from Keonjhar district has stunned everyone with her exceptional memory and intelligence, earning a place in the India Book of Records.
-
8.The Maharashtra government Monday made it mandatory to use Marathi for communication in all its offices and semi-government establishments, and warned employees not following the directive will face disciplinary action.
-
9.India Tuesday inked a contract with Russia for procurement of anti-ship cruise missiles, a move that will signifi cantly augment the combat capabilities of the Indian Navy’s submarine fl eet. The Defence Ministry made the announcement in a post on X platform.
-
10.US and Philippine fighter aircraft staged a joint patrol and training Tuesday over a disputed South China Sea shoal where Chinese fighter jets fi red flares last year to drive away a Philippine aircraft, Philippine officials said.
-
11. After Russia’s 2022 invasion, Ukraine’s normally febrile political life was becalmed under martial law. But there have been growing signs of activity picking up, as the United States has set its sights on finishing the war with Russia quickly.
-
12.The second round of the Prime Minister Internship Scheme (PMIS) pilot project started from January 9 and in the first round, partner companies made 82,077 offers to 60,866 candidates, the government said Tuesday.
-
13.The National Investigation Agency (NIA) on Tuesday arrested four members associated with banned CPI (Maoists) in Chhattisgarh on Tuesday.
-
14.A police case has been registered against former Delhi Chief Minister Arvind Kejriwal a day before Delhi goes to polls over his allegations that Haryana is poisoning the waters of Yamuna.
-
15.Israeli Prime Minister Benjamin Netanyahu, whose military had engaged in fierce fighting with Hamas militants in Gaza for over a year, on Tuesday laid out his three main goals for the besieged Palestinian enclave.
|
216 |
Y |
|