# |
Date |
Type |
Current Affairs |
No. Of Views |
Status |
Action |
1151 |
26-01-2024 |
Odia |
-
ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ।
-
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ଥିବା କହିଲେ ରାଷ୍ଟ୍ରପତି।
-
କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ପି.ବି. ଭରାଲେ ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।
-
ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୧୦୬ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।
-
ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ୬ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂହ ଯାଦବ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନ, ପୂର୍ବତନ ବିଦେଶ ମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣା ରହିଛନ୍ତି। ମେଡିସିନରେ ମରଣୋତ୍ତର ଭାବେ ଦିଲୀପ ମାହାଲନୋବିସ, ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଶ୍ରୀନିବାସ ବର୍ଦ୍ଧନଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି।
-
ବିଶ୍ବର ସବୁଠାରୁ ପୁରାତନ ସହର କାଶୀ (ବାରଣାସୀ)ର ପ୍ରଖ୍ୟାତ କାଶୀ ବିଶ୍ବନାଥ ମନ୍ଦିର ପାର୍ଶ୍ବରେ ବିବାଦୀୟ ଜ୍ଞାନବାପି ମସ୍ଜିଦ ତଳେ ଏକ ବିରାଟ ହିନ୍ଦୁ ମନ୍ଦିର ଥିଲା ବୋଲି ଭାରତୀୟ ପ୍ରତ୍ନତତ୍ବ ବିଭାଗ (ଏଏସ୍ଆଇ) ଜିଲ୍ଲା କୋର୍ଟ ନିକଟରେ ରିପୋର୍ଟ ଦାଖଲ କରିଛି।
-
ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି।
-
ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ।
-
ଏକ ସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର। ‘୫-ଟି’ ରୂପାନ୍ତରଣ ପରେ ଆଜି ପ୍ରାୟ ୪୪ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର।
-
କଳାରେ ଓଡ଼ିଶାର ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନାଟକ କୃଷ୍ଣଲୀଳାର ସଂଗୀତକାର ଭାବେ ପରିଚିତ ଶତାୟୁ ଗୋପୀନାଥ । ୮୫ ବର୍ଷୀୟ ଭାଗବତ ପ୍ରଧାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ ।
-
ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ଏହାଛଡ଼ା ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। IG ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ DSP ରାଙ୍କ ଅଧିକାରୀ ପାଇବେ ପଦକ।
-
ଆସନ୍ତା ଫେବ୍ରୁଆରି ୩ ତାରିଖ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ୍କୁ ଉଦ୍ଘାଟନ କରିବେ।
-
ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ, ୧୫ ଜଣ ପାଇବେ ସାହାସିକତା ପୁରସ୍କାର।
-
ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗିନିର ନ୍ଯାସ୍ନାଲ ଟ୍ରାନଜିସନ କାଉନସିଲ ପ୍ରେସିଡେଣ୍ଟ ଡ.ଦମଶା କୋରୋମାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ ପୁରସ୍କାର ପ୍ରଦାନ
-
କେନ୍ଦୁଝର:ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ, ୫୩୮ ସିମ୍ - ୧୮ଟି ମୋବାଇଲ ଜବତ।
-
ସମ୍ବଲପୁର:ଡାକ୍ତରାଣୀଙ୍କ ମହାନତା; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ବାସଭବନ।ସହରର ଜଣେ ଜଣାଶୁଣା ଡାକ୍ତର ହେଉଛନ୍ତି ୮୭ ବର୍ଷୀୟ ନାରାୟଣୀ ପଣ୍ଡା ।
-
ଚତୁର୍ଥ ଥର ପାଇଁ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର।
-
ଅଯୋଧ୍ୟା ରାମମନ୍ଦିର ଉପରେ ଦାନ ବର୍ଷା । ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା ୩କୋଟି ୧୬ଲକ୍ଷ ଟଙ୍କା।
-
ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, IIM ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସ୍ କରିବେ ଉଦ୍ଘାଟନ।
-
କ୍ରିକେଟ:ପ୍ରଥମ ଦିନ ସମାପ୍ତ, ୟଶସ୍ଵୀ ଜେସୱାଲଙ୍କ ଅର୍ଦ୍ଧଶତକ ଏବଂ ଭାରତୀୟ ସ୍ପିନରଙ୍କ କମାଲ।
|
361 |
Y |
|
1152 |
26-01-2024 |
English |
-
President Droupadi Murmu will lead India in celebrating the 75th Republic Day with an imposing display of its rising military might and rich cultural heritage during a 90-minute parade at the majestic Kartavya Path today.
-
Odisha is celebrating the 75th Republic Day with a great spirit of patriotism and fervour today. Governor Raghubar Das unfurled the tricolour at the state-level Republic Day celebration at Gandhi Marg in Bhubaneswar.Chief Minister Naveen Patnaik was also present at the event.
-
The Nari Shakti Vandan Adhiniyam will prove to be a revolutionary tool for women's empowerment and go a long way in improving governance, President Droupadi Murmu said Thursday.
-
There are 132 names on the list of Padma Awardees this year, including two duo cases (in a duo case, the award is counted as one). The list comprises 5 Padma Vibhushan, 17 Padma Bhushan and 110 Padma Shri Awards.
-
On Republic Day 2024, renowned sand artist Sudarsan Pattnaik once again did what he does best - create sand art dedicated to India's 75th Republic Day celebrations.
-
Four persons from Odisha have been selected for Padma Shri for the year 2024.Gopinath Swain, Bhagabat Pradhan, Binod Maharana and Binod Kumar Pasayat from Odisha have been selected for the prestigious award. They all have been chosen for Padma Shri for their contribution to various fields of art.
-
Soon, visitors will have the opportunity to watch melanistic or black tigers in the wild near Odisha’s Similipal Tiger Reserve.
-
Emmanuel Macron, the chief guest at this year's Republic Day parade, today announced measures to ensure that more Indian students study in France.
-
The Union Government has selected 33 police personnel from Odisha for the prestigious Gallantry/Service medals on the occasion of Republic Day-2024.
-
The Odisha Government has declared holiday for all schools and colleges across the State on the occasion of Samaleswari Temple Area Management and Local Economy Initiatives (SAMALEI) project inauguration in Sambalpur which is scheduled on January 27.
-
Gopinath Swain, Bhagabat Pradhan, Binod Maharana and Binod Kumar Pasayat of Odisha are among the 110 ‘unsung heroes’ picked for Padma Shri, Thursday.
-
The ASI survey report on the Gyanvapi complex here suggests that the mosque was built on remains of a pre-existing temple, claimed counsel for the Hindu side Vishnu Shankar Jain Thursday. Jain told reporters that copies of the survey report consisting of 839 pages were made available to the parties concerned by the court late Thursday evening.
-
The Odisha Joint Entrance Examination (OJEE) 2024 will begin May 6 and conclude May 10. Registrations for the entrance examination began January 25 and will continue till March 25, said the official.
-
Prime Minister Narendra Modi is likely to visit Odisha February 3, state BJP president Manmohan Samal said Thursday. “Apart from official programmes, the PM will address a BJP rally in Sambalpur,” Samal said. During the likely visit, the PM will inaugurate the permanent campus of IIM-Sambalpur.
-
A 123-foot-tall statue of Lord Shiva is set to be inaugurated in Jajpur district on the occasion of Mahashivratri March 8, officials said. The statue is being built near Barahanath temple on the banks of Baitarani river as part of the Baraha Kshetra development project.
-
In a firstof-its-kind initiative to integrate technology into the healthcare system, the All India Institute of Medical Sciences (AIIMS) Bhubaneswar commissioned Drone Health Services Thursday.
-
West Bengal government has decided to set up its own forensic science university in the state.
-
Ukraine will do everything possible to secure an international investigation into the downing of a Russian military transport plane, the country’s ombudsman said Thursday, a day after Moscow accused Kyiv of deliberately shooting it down.
-
India’s Zee Entertainment has told Walt Disney, it does not intend to move forward with a deal to pay around $1.4 billion for cricket TV rights it acquired from the US company, two people with direct knowledge of the matter said.
-
After spinners put England batters through a harsh scrutiny, Yashasvi Jaiswal rolled out his own version of ‘Bazball’ en route to a crushing fifty as India posted 119/1 to take the upper hand on day one of the opening Test here Thursday.
|
405 |
Y |
|
1153 |
25-01-2024 |
Odia |
- ଅଯୋଧ୍ୟା ରାମ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ସମସ୍ତ କ୍ୟାବିନେଟ୍ ସହଯୋଗୀଙ୍କୁ ମାର୍ଚ୍ଚ ପର୍ଯ୍ୟନ୍ତ ମନ୍ଦିର ସହରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
- ରସାୟନ ବିଜ୍ଞାନ, ପଦାର୍ଥବିଦ୍ୟା ଓ ଲାଇଫ୍ ସାଇନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ଯୁବ ବିଜ୍ଞାନୀଙ୍କୁ ଇଂଲଣ୍ଡର ସମ୍ମାନଜନକ ‘ବ୍ଲାଭାନ୍ତିକ ଆୱାର୍ଡସ୍ ଫର୍ ୟଙ୍ଗ୍ ସାଇଣ୍ଟିଷ୍ଟସ’ ପ୍ରଦାନ କରାଯାଇଛି। ଫେବ୍ରୁଆରି ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସେମାନଙ୍କୁ ମାନପତ୍ର ସହ ମୋଟ ୪୮୦,୦୦୦ ପାଉଣ୍ଡର ପୁରସ୍କାର ରାଶି ପ୍ରଦାନ କରାଯିବ। ପୁରସ୍କୃତ ଭାରତୀୟ ଯୁବବିଜ୍ଞାନୀମାନେ ହେଉଛନ୍ତି ପ୍ରଫେସର ରାହୁଲ ଆର୍ ନାୟାର, ମେହୁଲ ମଲିକ ଓ ଡ. ତନ୍ମୟ ଭରତ।
- ନିର୍ବାଚନ ଆୟୋଗ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ଆପାତତଃ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀର ସମସ୍ତ ୧୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏପ୍ରିଲ ୧୬ ତାରିଖ କେବଳ ରେଫରେନ୍ସ ପାଇଁ ଉଦ୍ଦିଷ୍ଟ ଥିଲା।
- ୬୫ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ଆଇଏଲ-୭୬ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ବେଲଗୋରୋଡ୍ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
- ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି।
- ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ମେଣ୍ଟ ପାଇଁ ମନା କରିବା ପରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କଂଗ୍ରେସ ସହ ମେଣ୍ଟ ପାଇଁ ମନା କରିଦେଇଛି ।
- ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ହାସଲ କରିବାକୁ କୋଇଲା ଇଣ୍ଡିଆ ଲିମିଟେଡ୍କୁ ଦୁଇଟି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ସରକାର ଅନୁମତି ଦେଇଛନ୍ତି।
- ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ।
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ନୂତନ କୋଠା କୌଶଳ ଭବନକୁ ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ବିଭିନ୍ନ ହିତାଧିକାରୀଙ୍କ ଦ୍ୱାରା ସ୍ଥାପିତ ପ୍ରଦର୍ଶନୀ ଏବଂ ଷ୍ଟଲଗୁଡ଼ିକ ପରିଦର୍ଶନ କରିଥିଲେ।
- ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ଗିରଫଦାରୀ ନିଶ୍ଚିତ ହେବ। ଯଦି ଆମେ ବର୍ତ୍ତମାନ କାର୍ଯ୍ୟ କରୁ, ସେମାନେ ଏହାକୁ ଏକ ରାଜନୈତିକ ପଦକ୍ଷେପ ବୋଲି କହିବେ ବୋଲି ଶର୍ମା କହିଛନ୍ତି।
- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଦୁଇ ଦିନ ଭିତରେ ମନ୍ଦିରକୁ ୩.୧୭କୋଟି ଟଙ୍କାର ଦାନ ମିଳିଛି। ଏହିସବୁ ଉଦ୍ଘାଟନୀରେ ଆସିଥିବା ଅତିଥିମାନେ ଦେଇଛନ୍ତି। ଏହାବାଦ୍ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଲୋକ ମନ୍ଦିରକୁ ପ୍ରାୟ ୧୦ଲକ୍ଷ ଟଙ୍କାର ନୈବେଦ୍ୟ ଚଢାଇଛନ୍ତି।
- ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ଟ୍ବିନ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି।
- ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନିଦିନ ଧରି ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ।
- 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।
- ଓମାନର ମସ୍କାଟରେ ଅନୁଷ୍ଠିତ ଏଫଆଇଏଚ ହକି ମହିଳା ବିଶ୍ୱକପ (୫)ରେ ଭାରତୀୟ ଦଳ ପୋଲାଣ୍ଡକୁ ୫-୪ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଖାଁ ମୁମତାଜ ଏବଂ ଦୀପିକା ସୋରେଙ୍ଗ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ କୁଜୁର ମାରିଆନା ଗୋଟିଏ ଗୋଲ ଦେଇଛନ୍ତି।
|
354 |
Y |
|
1154 |
25-01-2024 |
English |
- Russia accused Ukraine Wednesday of deliberately shooting down a Russian military transport plane carrying 65 captured Ukrainian soldiers to a prisoner exchange in what it called a barbaric act of terrorism that had killed a total of 74 people.
- Congress leader Rahul Gandhi, against whom an FIR has been registered here on the charge of instigating violence, will be arrested after the Lok Sabha elections, Assam Chief Minister Himanta Biswa Sarma said Wednesday.
- The DMK Election Manifesto Committee headed by party deputy general secretary and Member of Parliament from Thoothukudi constituency Kanimozhi Karunanidhi will meet various civil society members to finalise their elections manifesto.
- Aviation watchdog DGCA has imposed a penalty of `1.10 crore on Air India for safety violations with respect to operations of its leased Boeing 777 planes to the US while the airline said it plans to appeal against the regulator’s decision.
- Chief Minister Naveen Patnaik inaugurated the new campus of the Odia University at Satyabadi in Puri district Wednesday.
- Tribal leader from Kalahandi and former minister Balabhadra Majhi joined the Congress, Wednesday.
- Chief Minister Naveen Patnaik Wednesday inaugurated 286 staterun schools that have been ‘transformed’ with new amenities.
- The muchawaited annual Adivasi Mela2024 will be held in Capital city from January 26 to February 5.
- In a huge relief for farmers of this district, 24 cold storages have become operational, officials said Wednesday. It means that the farmers will not have to resort to distress sale of their products anymore. All the storage facilities are solar powered. Farmers can store large quantities of fruits and vegetables in these facilities, the officials added.
- The government Wednesday approved an outlay of `8,500 crore as financial assistance for promoting coal, lignite gasification projects.
- Director of Intelligence Sanjeeb Panda, a 1994-batch IPS officer, was made the Commissioner of Police of the twin cities of Bhubaneswar and Cuttack. The incumbent police commissioner Soumendra Priyadarshi, a 1995- batch IPS officer, was appointed the Director of Intelligence.
- In a tragic road mishap, six persons died and 11 sustained critical injuries after a truck carrying a jatra troupe turned sideways and fell 20 feet into a gorge at Dwarasuni Ghat on National Highway-49 in Bangiriposi area of Mayurbhanj district, Wednesday.
- The Supreme Court observed Wednesday education is a very important source of cultural power and it cannot be said that a pre-Constitution institution is not entitled to claim right under Article 30 of the Constitution.
- India’s petroleum consumption climbed to a new record last year and the country is on course to overtake China as the primary driver of incremental oil consumption before 2030.
- Donations totalling over ₹ 3 crore were made by devotees at the Ram temple on the first day after the consecration ceremony, the temple trust said.
- The Anti-Corruption Bureau has uncovered over ₹ 100 crore in disproportionate assets allegedly amassed by Shiva Balakrishna, the Secretary of TSRERA and the former Director of Hyderabad Metropolitan Development Authority.
- Karnataka High Court Chief Justice Prasanna B Varale has been elevated to the Supreme Court. He will take oath tomorrow, sources said.
- PM Modi introduced the ‘Pradhanmantri Suryodaya Yojana’ on January 22, with the target of installing rooftop solar on 1 crore houses.
- Around eight tonnes of sand and 500 steel bowls have been used to make the 7-foot tall sand sculpture, he said.
- Zee Entertainment said on Wednesday it has called on Sony Group to withdraw the Japanese company's termination of a $10 billion merger between its local unit and the Indian broadcaster.
|
347 |
Y |
|
1155 |
24-01-2024 |
Odia |
-
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ବିଶ୍ବର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ ତାଙ୍କ ନିକଟରେ ରହିଛି।
-
ବିହାରର ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତରଭାବେ ଭାରତର ୪୯ତମ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯିବ।
-
୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି।
-
ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି।
-
ମଧ୍ୟପ୍ରଦେଶର ଉମରିଆରେ ଜଣେ ସରକାରୀ ଅଧିକାରୀ ତାଙ୍କ ଗାଡ଼ିକୁ ଓଭରଟେକ୍ କରିବା ଅପରାଧରେ ଦୁଇଜଣ ଯୁବକଙ୍କୁ ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।
-
ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି।
-
ଭାରତର ଦ୍ବିତୀୟ ବୃହତ୍ତମ ସଫ୍ଟୱେୟାର କମ୍ପାନିର ମାଲିକ ଏନ୍ଆର୍ ନାରାୟଣ ମୂର୍ତ୍ତି ବିମାନରେ ସାଧାରଣ ଶ୍ରେଣୀର ଯାତ୍ରୀ ହୋଇ ତାଙ୍କ ପାଖ ସିଟ୍ରେ ବସିଥିବେ ବୋଲି ନରେନ୍ କ୍ରିଷ୍ଣା ନାମକ ଜଣେ ଯୁବକ ସ୍ବପ୍ନରେ ସୁଦ୍ଧା ଭାବି ପାରିନଥିଲେ।
-
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାରେ ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାରୁ ମିଳିଥିବା ଅନ୍ତରୀଣ ରିଲିଫକୁ ବମ୍ବେ ହାଇକୋର୍ଟ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ।
-
ସାମସଙ୍ଗ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଶକ୍ତି ଥିବା ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍୨୪ ସିରିଜ୍କୁ ଉନ୍ମୋଚନ କରାଯାଇଛି।
-
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଫଳରେ ଦେଶରେ ଗରିବ ଏବଂ ମଧ୍ୟମ ବର୍ଗ ବିଜୁଳି ବିଲରୁ ଆଶ୍ବସ୍ତି ପାଇପାରିବେ ।
-
ଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି।
-
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
|
363 |
Y |
|
1156 |
24-01-2024 |
English |
- Former Bihar Chief Minister Karpoori Thakur will be awarded Bharat Ratna posthumously, the Rashtrapati Bhavan announced on the eve of his birth anniversary. Prime Minister Narendra Modi, in a post, described the leader as a beacon of social justice.
- Chairman 5T and Nabin Odisha Kartik Pandian Tuesday visited Gajapati to review the progress of various developmental works in the district and interact with students and general public.
- SCB Medical College and Hospital emergency officer Bhubanananda Maharana passed away here Tuesday. He was 69.
- The congress party has withdrawn the suspension of Barbati-Cuttack MLA Mohammed Moquim and ex-legislator Chiranjib Biswal and expulsion of former MLA Krishna Chandra Sagaria, Congress Odisha-in charge Ajoy Kumar said .
- Odisha Police’s elite Special Operation Group (SOG) busted Tuesday a Maoist camp following an exchange of fire with the left-wing extremists near Matakupa reserve forest close to the BoudhKandhamal border.
- US urges its allies to continue supporting Ukraine in its war against Russia, despite running out of funds.
- The country’s net direct tax collections witness a rise by 160.52 per cent between financial years 2013-14 and 2022-23 .
- Assam police Tuesday registered an FIR against Congress MP Rahul Gandhi and other party leaders on charges of indulging in wanton acts of violence, Chief Minister Himanta Biswa Sarma said.
- Coinciding with the birth anniversaries of freedom fighters Netaji Subhas Chandra Bose and Veer Surendra Sai, the ruling Biju Janata Dal (BJD) headed by Chief Minister Naveen Patnaik Tuesday launched a ‘Paribar Sampark Yatra’, a statewide family contact programme ahead of the Lok Sabha and Assembly elections.
- Political circles in Bihar are abuzz as Chief Minister Nitish Kumar Tuesday went to the Raj Bhavan to meet Governor Rajendra Vishwanath Arlekar, accompanied by his Cabinet Minister Vijay Kumar Choudhary.
- The final electoral roll of Bihar published Monday ahead of the Lok Sabha polls showed an increase of 12,09,347 voters taking the total number of voters in the state to 7,64,33,329.
- In a significant move aimed at enhancing the safety and security of citizens, with a particular focus on women, children, and the elderly in Uttar Pradesh, the Urban Development Department, in collaboration with the Home Department, has successfully implemented a network of 1,00,000 CCTV cameras.
- In a miraculous escape, all 14 passengers on board a small Myanmar military plane survived after the aircraft overshot the table-top Lengpui airport runway near here and crash-landed Tuesday, officials said.
- A contingent of 140 CISF personnel has been deployed at the Parliament complex as part of the new measure to frisk the visitors and their baggage from the Budget Session that commences from January 31, official sources said.
- Edtech major Think and Learn, operating under brand BYJU'S, Tuesday said its operational loss widened to `6,679 crore in FY22, mainly due to losses incurred by subsidiaries White Hat Jr and Osmo
- A day after the Rahul Gandhi-led Congress workers clashed with Assam police personnel on the Guwahati city limits, party president Mallikarjun Kharge wrote to Union Home Minister Amit Shah, seeking his intervention to ensure the security of Mr Gandhi
- Shiv Sena (UBT) leader Uddhav Thackeray on Tuesday invoked king Vali from epic Ramayana to launch a veiled attack on Chief Minister Eknath Shinde whom he accused of stealing the party.
- Parliament staff has been warned against clicking pictures and making videos inside the Parliament House complex as such activities are prohibited under the security protocol.
- A Ram Lalla statue will front the tableau from Uttar Pradesh at this year's Republic Day parade at Kartavya Path in Delhi.
- The Ram temple in Ayodhya yesterday witnessed a massive crowd after its grand Monday opening that saw Prime Minister Narendra Modi and a host of celebrities descend on the temple town in Uttar Pradesh.
|
324 |
Y |
|
1157 |
23-01-2024 |
Odia |
-
ପ୍ରାୟ ୫୦୦ ବର୍ଷର ବ୍ୟବଧାନ ପରେ ଅଯୋଧ୍ୟାରେ ନିର୍ମିତ ନୂଆ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସ୍ଥାନ ପାଇଛନ୍ତି।
-
ମହୀଶୂରର ସ୍ଥପତି ଯୋଗୀରାଜ କହିଛନ୍ତି ଯେ ସେ ନିଜକୁ ଏବେ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛନ୍ତି। ‘ମୁଁ ଅନୁଭବ କରୁଛି ଯେ ମୁଁ ବର୍ତ୍ତମାନ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତିର ‘ପ୍ରାଣପ୍ରତିଷ୍ଠା’ ଶେଷ କରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ସମଗ୍ର ଭାରତ ଅଯୋଧ୍ୟାମୟ ହୋଇଉଠିଛି।
-
ଭାରତୀୟ ସେନାରେ ଆତ୍ମହତ୍ୟା ଭଳି ମାମଲା ଯେଭଳି ନ ଘଟେ ସେ ନେଇ ସେନାରେ ଭର୍ତ୍ତି ପୂର୍ବରୁ ପ୍ରାର୍ଥୀଙ୍କ ତ୍ରିସ୍ତରୀୟ ମାନସିକ ସ୍ବାସ୍ଥ୍ୟର ଯାଂଚ ହେବ।
-
ଅମ୍ବାନୀ ପରିବାର ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧କୋଟି ଟଙ୍କାର ଦାନ ଦେଇଛନ୍ତି ।
-
ଅଯୋଧ୍ୟାରେ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସୌରଶକ୍ତି ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ।
-
କ୍ୟାସ୍ଲେସ୍ (ନଗଦବିହୀନ) କାରବାରର ବାଦଶାହ ଭାବେ ଉଭା ହୋଇଛି ଭାରତ। ବିଶ୍ବର ଅନ୍ୟ କୌଣସି ଦେଶରେ ଏଭଳି ମାତ୍ରାରେ ନଗଦ କାରବାର ହେଉନାହିଁ।
-
ଫୋର୍ବସ୍ ଇଣ୍ଡିଆ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟି-ସିରିଜ୍ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ସଂଖ୍ୟା ହେଉଛି ୨୫ କୋଟି ୭୦ ଲକ୍ଷରୁ ଅଧିକ। ବିଶ୍ବର ଅନ୍ୟ କୌଣସି ଚ୍ୟାନେଲ୍ର ଏତେ ଅଧିକ ସବ୍ସ୍କ୍ରାଇବର୍ ନାହାନ୍ତି।
-
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି।
-
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି।
-
ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ।
-
୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ।
-
ଚଳିତ ଜାନୁୟାରୀ ୨୧ ଓ ୨୧ ତାରିଖ ଦୁଇଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
-
ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଥିଲେ ଅରୁଣ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିିଛି।
-
ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ।କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ। ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ। କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହେଲେ।
-
ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି। ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ। ୬ ଜିଲ୍ଲାରେ ହେବ କଫି ଚାଷ । ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।
-
ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା ।
-
ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ ‘ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ।
-
ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହି ଟଙ୍କା ଗଣତି କରି ରଖିବେ।
-
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ ।
|
376 |
Y |
|
1158 |
23-01-2024 |
English |
-
The new Ram Lalla idol was consecrated at the Ayodhya temple Monday, an event attended by Prime Minister Narendra Modi and watched by lakhs of people on television at their homes and in temples across the country
-
All 11 convicts in the Bilkis Bano case have surrendered at the Godhra sub jail in Gujarat’s Panchmahal district in keeping with the deadline set by the Supreme Court. They surrendered before jail authorities late Sunday night, local Crime Branch inspector NL Desai said.
-
A total of 17 districts got new collectors as per the notification issued. Bolangir Collector Chanchal Rana is the new Khurda Collector. He replaces K Sudarshan Chakravarthy who has been appointed director at Minor Minerals department.
-
There is always a huge uproar whenever a human being is killed by an animal or a reptile. The government in all countries, the police and other agencies swing into action whenever there is a tiger or shark attack.
-
Popular Odia poet Krushna Kumar Mohanty of Shaymali Das and Rubi Ray fame from Balasore will represent the state at the Multilingual Poets’ Meet in Kolkata.
-
Chief Minister Naveen Patnaik Monday watched the live telecast of the consecration ceremony of the Ram temple at Ayodhya, while people across the state celebrated the mega event.
-
The state Cabinet, under the chairmanship of Chief Minister Naveen Patnaik, Monday approved the Coffee Plantation for Sustainable Livelihood (CPSL) scheme with an outlay of `1,144 crore which will enhance coffee plantation area in Odisha from the present 10,000 acres to 1 lakh acres in the next 10 years.
-
Climate change has affected the arrival of migratory birds in the state this winter season, a report said Monday.
-
Artists in Berhampur have crafted miniature replicas of the Ayodhya Ram temple and Ram Lalla idol, using wood, chalks and stones. They took the initiative in view of the ‘Pran Pratishtha’ of the Ram Lalla idol at the Ayodhya temple Monday
-
The final electoral roll of Delhi published Monday ahead of the Lok Sabha polls showed a significant 85 per cent rise in the number of young voters in the 18 to 19 years age group as well as improved registration of women voters.
-
The Enforcement Directorate has issued a fresh summons to Jharkhand Chief Minister Hemant Soren and asked him to again record his statement in a money laundering case between January 27 and 31, official sources said Monday.
-
The BJP vs ruling DMK battle over live telecast of the Ayodhya Ram temple consecration in Tamil Nadu shrines reached the Supreme Court Monday, with the apex court asking the authorities to act in accordance with the law and not based on any oral instructions.
-
Polish Prime Minister Donald Tusk arrived in Ukraine’s capital Monday for talks with President Volodymyr Zelenskyy on how Poland can keep supporting the country’s almost two-year war with Russia and resolve a dispute between the neighbouring nations over grain shipments and trucking.
-
Domestic coal-based power generation increased 7.14 per cent to 872 billion units (BU) in the AprilDecember period of the current fiscal.
-
The Delhi High Court on Tuesday recalled its earlier order allowing a woman, who lost her husband in October last year, to terminate her 29-week foetus.
-
Tension has gripped Guwahati limits as about 5,000 Congress workers try to enter the city to continue the Rahul Gandhi-led Bharat Jodo Nyay Yatra. A huge contingent of state police is on the spot to prevent the Congress rally from hitting Guwahati .
-
The Ram Temple in Ayodhya was thrown open to the public this morning, a day after the much-celebrated consecration ceremony, presided over by Prime Minister Narendra Modi and attended by a host of politicians and celebrities.
-
Laser instrument onboard a NASA spacecraft orbiting the Moon has successfully pinged the Vikram lander of India's Chandrayaan-3 mission, the US space agency said.
-
A mob of 50-60 persons was booked by Mira Bhayander Vasai Virar police in Thane district for allegedly assaulting a man who was part of a procession on the eve of the idol consecration of the Ram Temple in Ayodhya, an official said.
-
JSW Group is set to invest 400 billion rupees ($4.81 billion) in electric vehicle (EV) manufacturing projects in Odisha, as it takes on both domestic and international players in India's small but booming EV market.
|
375 |
Y |
|
1159 |
22-01-2024 |
Odia |
-
ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଦିନ ଜାନୁଆରି ୨୨କୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିର ଲହରି ଖେଳିଯାଇଛି।
-
ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି।
-
ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି।
-
ମାଳଦ୍ୱୀପରେ ଶନିବାର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅସୁସ୍ଥ ବାଳକକୁ ଏୟାରଲିଫ୍ଟ କରିବା ପାଇଁ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ଡୋନିୟର ବିମାନ ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
-
ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |
-
ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |
-
ବହୁରାଷ୍ଟ୍ରୀୟ ଆମେରିକୀୟ ସଫ୍ଟୱେର୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ସିଇଓ) ସଞ୍ଜୟ ଶାହା ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ ଉତ୍ସବର ଏରିଏଲ୍ ସୋ ସମୟରେ ଷ୍ଟେଜରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି।
-
ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବ। ଦେଶରେ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ସପକ୍ଷରେ ୮୧ ପ୍ରତିଶତ ମତ ଦେଇଛନ୍ତି।
-
ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି। ପ୍ରାୟ ୧.୬ ଫୁଟ (୦.୫ ମିଟର) ଉଚ୍ଚତା ବିଶିଷ୍ଟ ଏକ ଡ୍ରୋନ୍, ରୋଭର ପର୍ସେଭେରାନ୍ସରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଅନ୍ୟ ଗ୍ରହରେ ସ୍ଵତଃସ୍ପୂର୍ତ ଭାବରେ ଉଡ଼ିଥିବା ପ୍ରଥମ ମୋଟର ଚାଳିତ ଯାନ ହୋଇଗଲା।
-
ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବାବେଳେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧ୍ୟଯୁଗ ଯୁଗର ଭଗବାନ ରାମ ଏବଂ ବୈଷ୍ଣବ ସାଧୁଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ହୋଇପାରିବ ନାହିଁ। ଯିଏ ରାଜ୍ୟରେ ପ୍ରତୀକ ଭାବରେ ବସିଛି।ସେ ଏହା ମଧ୍ୟ କହିଛନ୍ତି ଯେ ଜାନୁୟାରୀ ୨୨ ରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ସଂଖ୍ୟାଲଘୁ ପ୍ରାଧାନ୍ୟ ଅଞ୍ଚଳରେ ସମ୍ବେଦନଶୀଳ ରାସ୍ତାରେ କମାଣ୍ଡୋ ନିୟୋଜିତ ହେବେ।
-
ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ।
-
ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି।
-
୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଏହି ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଥିଲେ। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ତେବେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଥିବାରୁ ଏହାର ବହୁଳ ପ୍ରଚାର ପ୍ରସାର କରାଯିବ।
-
ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ।
-
ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି। ନିଶା ବେପାରୀ ଶିବ ପ୍ରସାଦଙ୍କ ୭୪ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ ।
-
ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
-
ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍ଧାମ୍ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ।
-
‘ଲକ୍ଷ୍ମୀ’ ବସ୍ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।
-
୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
|
354 |
Y |
|
1160 |
22-01-2024 |
English |
-
Prime Minister Narendra Modi will attend the Pran Pratishtha or consecration ceremony at the grand Ram Temple in Ayodhya today. PM Modi has been preparing for the mega ceremony for the past 11 days by following rigorous rites.
-
All 11 convicts in the 2002 Bilkis Bano gangrape case surrendered at a Gujarat jail on Sunday night in line with the Supreme Court enforced deadline.
-
The country’s exports of goods and services rose marginally by 0.4 per cent to $765.6 billion in 2023 despite global economic uncertainties, according to the commerce ministry data.
-
Temple trust member Anil Mishra and his wife Usha have been performing the rituals leading up to the event as ‘Pradhan Yajman’ (main hosts).
-
25 people die and 20 get injured after Ukrainian forces shell the Russian-controlled city of Donetsk in eastern Ukraine.
-
The Palestinian death toll from the war between Israel and Hamas has soared past 25,000, the Health Ministry in the Gaza Strip said Sunday, while the Israeli government appeared far from achieving its goals of crushing the militant group and freeing more than 100 hostages
-
The Congress Sunday alleged that its leaders were ‘attacked’ during the Bharat Jodo Nyay Yatra by BJP supporters, with Rahul Gandhi, who was heckled by a crowd chanting “Jai Shri Ram” and “Modi, Modi” slogans, asserting that his party is neither scared of the prime minister nor the Assam chief minister.
-
The All India Institute of Medical Sciences (AIIMS) here will remain open Monday, reversing its earlier decision to shut OPD services till 2:30pm on the occasion of the consecration ceremony at the Ayodhya Ram temple.
-
The Special Task Force (STF) of the state Crime Branch has forfeited ill-gotten property worth over `73 lakh of a drug trafficker in Odisha, an official in know of the development said, Sunday. Cash and bank deposits to the tune of `73.75 lakh of Shiba Prasad Das alias Shibu, a drug trafficker, of Mundia Sahi under.
-
Inaugurating the new campus of Institute of Medical Sciences (IMS) and SUM Hospital at Phulanakhara, located between Bhubaneswar and Cuttack, Sunday, Chief Minister Naveen Patnaik said that the hospital will help in meeting healthcare needs of people of the twin cities and the entire state.
-
Science and Technology department principal secretary and Planning and Convergence special secretary Chithra Arumugam inaugurated a weather station at the Bakul Library in Satyanagar here Saturday.
-
India will send back 276 Myanmarese soldiers who fled to Mizoram last week following gunfights with an ethnic insurgent group, an official said Sunday. With this repatriation, which will continue for two days -- Monday and T u e s d ay, m o r e t h a n 6 0 0 Myanmarese soldiers who fled to Mizoram will be sent back to their country, he said.
-
Months before the Lok Sabha polls, the TMC and BJP in West Bengal will evaluate their political prowess Monday, aligning with the Ram temple consecration in Ayodhya, with Mamata Banerjee slated to lead an "allfaith" rally seeking to project a counter-narrative to BJP's hindutva politics.
-
A police think tank that functions under the union home ministry has issued an advisory and alert against a variety of scams that take place on popular social media messaging platform WhatsApp leading to cyber crimes and financial frauds.
-
A Russian-registered charter plane with six people on board disappeared from radar screens over Afghanistan a day earlier, Russian aviation authorities said Sunday, after Afghan police said they had received reports of a crash.
|
351 |
Y |
|