# |
Date |
Type |
Current Affairs |
No. Of Views |
Status |
Action |
2651 |
28-11-2021 |
Odia |
- କଳିଙ୍ଗରେ କମାଲ୍ କରୁଛି ଟିମ୍ ଇଣ୍ଡିଆ । ପୋଲାଣ୍ଡକୁ ୮-୨ ଗୋଲରେ ହରାଇ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।
- ଆସନ୍ତା ସୋମବାରରୁ ଦିଲ୍ଲୀର ସମସ୍ତ ସ୍କୁଲ ଖୋଲିବ । ଏ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି
- ଓଡ଼ିଶାର ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷ ଓ ମହିଳା ନିଶା ସହ ତମାଖୁ ସେବନ କରୁଛନ୍ତି । ଏପରିକି ମଦ୍ୟପାନ କରିବାରେ ସହରିଆଙ୍କୁ ପଛରେ ପକାଇଛନ୍ତି ଗାଁ ମହିଳା । ନିଶା ସେବନ ଓ ଲୋକଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣରୁ ଆସିଥିବା ରିପୋର୍ଟ ଭବିଷ୍ୟତ ପିଢି ପାଇଁ ବେଶ୍ ଚିନ୍ତା ଜନକ ।
- କରୋନାର ନୂଆ ଭ୍ୟାରିଆଣ୍ଟ ବି.୧.୧.୫୨୯ ବା ଓମିକ୍ରନ ଭାଇରସ୍ ପୂର୍ବପେକ୍ଷା ଅଧିକ ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ଏଥିସହିତ ଏହାକୁ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି ମଧ୍ୟ କହିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଲୋକଙ୍କୁ କିଛିଟା ଆଶ୍ୱସ୍ତ କରିଛି ।
- ରାମାୟଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ ଉପରେ ଗବେଷଣା କରିବା ପାଇଁ ଶ୍ରୀଲଙ୍କା କାମ ଆରମ୍ଭ କରିଛି।
- ଭାରତର ବଡ଼ ବ୍ୟାଙ୍କ ଏସବିଆଇ ଉପରେ ୧ କୋଟି ଟଙ୍କାର ଫାଇନ୍ ପକାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଏସବିଆଇ ଉପରେ ଏହି ଫାଇନ୍ ପକାଇଛି ଆରବିଆଇ । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି
- କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢାଇଛି। ଆଉ ଏହି ନୂଆ ଭାରିଏଣ୍ଟ ପାଇଁ ସାରା ବିଶ୍ବକୁ ସତର୍କ କରିଦେଇଛି ।
- ସାରା ଦୁନିଆରେ ଧୀରେଧୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରୀକାଳୀନ ସ୍ଥିତି।
- ନୂଆ ଭାରିଏଣ୍ଟ ପାଇଁ ବାତିଲ ହେଲା FIH ମହିଳା ହକି ବିଶ୍ବକପ । ମହିଳା ହକି ବିଶ୍ବକପ ୫ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥାନ୍ତା ।
- ଆମେରିକାର ଜଣେ ବ୍ୟକ୍ତିଙ୍କୁ ଏକ ଚିତ୍ରକଳା କୋଟିପତି ବନାଇ ଦେଇଛି । ଗୋଟେ କି ଦୁଇ କୋଟି ନୂହେଁ, ପୂରା ୩୬୮ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି ବ୍ୟକ୍ତି ଜଣକ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବ୍ୟକ୍ତି ଜଣଙ୍କ ମାତ୍ର ୨୧ ଶହ ଟଙ୍କାରେ ଉକ୍ତ ସ୍କେଚ୍ (ଫଟୋଚିତ୍ର)ଟିକୁ କିଣିଥିଲେ ।
- ସୁପ୍ରିମ୍କୋର୍ଟ ଦ୍ବାରା ଆୟୋଜିତ ୭୨ତମ ସମ୍ବିଧାନ ଦିବସ ସମାପନ ସମାରୋହରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ କୋର୍ଟରୁମ୍ରେ ବିଚାରପତିମାନେ ସେମାନଙ୍କ ମନ୍ତବ୍ୟ ରଖିବା ବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ
- ‘ଏସ୍ଡିଏମ୍’ କଲେଜ୍ ଅଫ୍ ମେଡିକାଲ୍ ସାଇନ୍ସସେ୍’ କ୍ୟାମ୍ପସ୍ରେ ୨୮୧ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇ ତାହା ‘କୋଭିଡ୍ କ୍ଲଷ୍ଟର୍’ ହୋଇଥିଲେ ସୁଦ୍ଧା ଏବେ ରାଜ୍ୟରେ କଟକଣା ଲାଗୁ ହେବ ନାହିଁ ବୋଲି ଆଜି କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ କେ. ସୁଧାକର କହିଛନ୍ତି।
- ଗଞ୍ଜାମରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
- ଗତ ଜୁନ୍ ୧୦ ତାରିଖରେ ଏ ବର୍ଷରପ୍ରଥମ ସୂର୍ୟ୍ୟ ପରାଗସଂଗଠିତ ହୋଇଥିଲା। ତାହା ଏକ ବଳୟ ସୂର୍ୟ୍ୟ ପରାଗଥିଲା। ଡିସେମ୍ବର ମାସ ୪ ତାରିଖରେ ପୂର୍ଣ୍ଣସୂର୍ୟ୍ୟ ପରାଗଘଟିବ।
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲା ସାରା ରାଜ୍ୟର ୨୧ଟି ଜିଲ୍ଲା ସାମିଲ; ବାଲେଶ୍ବରର ୨୦ ଲକ୍ଷ ଓ ଭଦ୍ରକର ୧୧ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
- ବାଲେଶ୍ବର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ ।
- ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଗାମୀ ଦେଢ ବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି ।
- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ବସିଥିବା ବୈଠକରେ ସମସ୍ତଙ୍କ ସମ୍ମତି ପରେ ଆସନ୍ତା ମାସ ୨୯ ତାରିଖରୁ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି ।
- ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନ୍ନା ଶନିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସଂସଦରେ ଆଇନ ପ୍ରଣୟନ କାଳରେ ବିଧାୟିକା ଏହାର ହାନିଲାଭ ଆକଳନ କରିନଥାନ୍ତି। ଏଣୁ ଏଥିରୁ ବିବାଦ ସୃଷ୍ଟି ହୋଇଥାଏ ଓ କେବେ କେବେ ବଡ଼ ପ୍ରସଙ୍ଗରେ ପରିଣତ ହୁଏ।
- ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିରୋଧୀ ଦଳର ନେତାମାନେ ସାମିଲ ହେବେ।
|
624 |
Y |
|
2652 |
27-11-2021 |
English |
- India reported 10,549 new COVID-19 cases and 488 related fatalities in the last 24 hours. This has increasedthe country's cumulative cases to 3,45,55,431 while the death count climbed to 4,67,468.
- Foreign currency worth ₹ 3.7 crore was seized from two passengers at Mumbai's Chhatrapati Shivaji Maharaj International Airport.
- Social activist Anna Hazare was on Friday discharged from a private hospital in Pune, where he was admitted after he complained of chest pain, the hospital authorities said.
- Union Minister Mansukh Mandaviya Friday Friday said about ₹ 64,000 crore will be invested by the Centre in creating health infrastructure in the country over the next five years.
- Indian democracy has covered a remarkable distance since the first Lok Sabha polls and today 7 decades and 17 general elections later, women's participation in voting has exceeded that of men, Chief Election Commissioner Sushil Chandra said.
- The Centre informed the Delhi High Court on Friday that it has translated the draft Environment Impact Assessment (EIA) notification in all the 22 vernacular languages in the Eighth Schedule of the Constitution.
- Russian President Vladimir Putin will visit India on December 6 for the 21st annual summit between the leaders of the two countries.
- Bihar, Jharkhand and Uttar Pradesh have emerged as the poorest states in India, according to NITI Aayog's Multidimensional Poverty Index (MPI).
- The Supreme Court today said it was high time to take initiative for having a time frame for hearing of cases as "very limited time space" is available and same points are being sought to be argued by lawyers in one matter.
- The Supreme Court today agreed to hear the plea of an NGO challenging the Delhi High Court order which upheld the Centre's decision to appoint senior IPS officer Rakesh Asthana as Delhi Police Commissioner.
- Sand artist Sudarsan Pattnaik paid tribute to the victims and soldiers of the 26/11 Mumbai terror attacks on the 13th anniversary of the deadly terror attack that left 174 people killed and more than 300 people injured.
- Odisha Chief Minister Naveen Patnaik today said that his dream is to see the SCB Medical College and Hospital here transforming into an ‘AIIMS plus’ institution. Patnaik was speaking on the occasion of platinum jubilee celebration of the hospital.
- Lalu Prasad Yadav, Rashtriya Janata Dal (RJD) supremo, was today admitted to the Intensive Care Unit (ICU) of All India Institute of Medical Sciences (AIIMS) in Delhi, reports said. Yadav complained of fever and drowsiness, this evening.
- A low pressure area is likely to form over south Andaman Sea around November 29 while the forecasted system may intensify into a severe category cyclone over Bay of Bengal, the India Meteorological Department (IMD) said.
- The CBI has got the sanction to prosecute retired Allahabad High Court Judge Justice S N Shukla in a corruption case for allegedly favouring a private medical college in his orders, officials said.
- The Delhi Assembly on Friday adopted a resolution for providing compensation to the farmers who lost their lives during the protest against the three farm laws, removal of cases against them and removal of Minister of State for Home Ajay Mishra Teni
- Mr Gadkari, in a Facebook post, informed about the bridge, which has been built using cost-effective and durable technology. The 111-meter-long bridge, constructed in Masalga of Latur, was commissioned on Thursday.
- The Smart Cities project, which aims at developing 100 citizen-friendly and self-sustainable urban settlements, includes setting up Integrated Command and Control Centres for each city as a vital step.
- Multi-dimensional Poverty Index (MPI) prepared by government think tank Niti Aayog has said that Bihar has the highest proportion of people, at 51.91 per cent of the state’s population, who are multidimensionally poor, followed by Jharkhand at 42.16 per cent and Uttar Pradesh at 37.79 per cent.
- Broadway composer and lyricist Stephen Sondheim, who helped American musical theater evolve beyond pure entertainment and reach new artistic heights with works such as “West Side Story,” “Into the Woods” and “Sweeney Todd,” died early Friday at his home in Roxbury, Connecticut, at the age of 91, the New York Times reported.
|
628 |
Y |
|
2653 |
27-11-2021 |
Odia |
- କୋଭିଡ୍-୧୯ ‘ବି.୧.୧.୫୨୯’ ଷ୍ଟ୍ରେନ୍କୁ ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘ଓମାଇକ୍ରୋନ୍’ ନାଁ ଦେବା ସହ ତାହାକୁ ‘ଚିନ୍ତାଜନକ ଭେରିଏଣ୍ଟ୍’ ବର୍ଗିକରଣ କରିଛି। ଉପରୋକ୍ତ ବର୍ଗିକରଣ ‘ଓମାଇକ୍ରୋନ୍’କୁ କୋଭିଡ୍-୧୯ ଭେରିଏଣ୍ଟ୍ର ସବୁଠୁ ଅଧିକ ଅସୁବିଧାସୃଷ୍ଟିକାରୀ ପ୍ରଜାତି ତାଲିକାଭୁକ୍ତ କରିଛି।
- ‘ଜାତୀୟ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ’ରେ ଓଡ଼ିଶା ଦେଶର ୯ମ ସ୍ଥାନରେ ରହିଥିବା କଥା ‘ନୀତି ଆୟୋଗ’ ପ୍ରକାଶ କରିଥିବା ‘ବେସ୍ଲାଇନ୍ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି। ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
- ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ ସାଢେ ୭ ଲକ୍ଷ କୋଟି ।
- ଦୁର୍ନୀତିର ସବୁ ରେକର୍ଡକୁ ଟପିଗଲେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ । ସନ୍ତୋଷ କୁମାର ଦାସଙ୍କ ଘରୁ ମିଳିଲା ସର୍ବାଧିକ ୪୧ ଲକ୍ଷ ୭୭ ହଜାର ନଗଦ ଟଙ୍କା ।
- ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି। ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି। ସେହିପରି, ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
- ଆସନ୍ତା ଡିସେମ୍ବର ୧ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଗତ ୪ଟି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ।
- କୃଷକ ଆନ୍ଦୋଳନକୁ ପୂରିଛି ୧ ବର୍ଷ । ଏଥିପାଇଁ ଆଜି ଗାଜୀପୁର, ସିଂଘୁ ଏବଂ ଟିକରୀ ସୀମାରେ ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ । ହରିୟାଣା ବହାଦୁରଗଡ଼ରେ କୃଷକମାନେ ମହାପଞ୍ଚାୟତ କରିଛନ୍ତି ।
- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦୁଇବର୍ଷର ଅଧ୍ୟୟନ ପରେ ବୁଧବାର ପ୍ରକାଶିତ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି।
- ଗୋଷ୍ଠୀ ପାକଶାଳା ଢ଼ାଞ୍ଚା ପ୍ରସ୍ତୁତି ଉପରେ ବ୍ୟାପକ ବିଚାରବିମର୍ଶ ପାଇଁ ୮ ରାଜ୍ୟର ଖାଦ୍ୟ ସଚିବମାନଙ୍କୁ ନେଇ କେନ୍ଦ୍ର ସରକାର ଏକ ପାନେଲ୍ ଗଠନ କରିଛନ୍ତି। ଏଥିରେ ଓଡ଼ିଶା ସମେତ କେରଳ, ଉତ୍ତର ପ୍ରଦେଶ, ଗୁଜରାଟ, ଆସାମ, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଖାଦ୍ୟ ସଚିବ ସ୍ଥାନ ପାଇଛନ୍ତି।
- ଭାରତୀୟ ନୌସେନାରେ ସ୍କର୍ପିନ୍ ଶ୍ରେଣୀର ଚତୁର୍ଥ ଲଢ଼ୁଆ ବୁଡ଼ାଜାହାଜ ଆଇନ୍ଏସ୍ ଭେଲା ଗୁରୁବାର ସାମିଲ ହୋଇଛି।
- ବିଶ୍ୱର ପ୍ରସିଦ୍ଧ କମ୍ପାନି ରୋଲ୍ସ ରୟସ ଦୁନିଆର ସବୁଠୁ ଦ୍ରୁତ ଉଡୁଥିବା ଇଲେକଟ୍ରିକ ଉଡାଜାହାଜ ନିର୍ମାଣ କରିଛି । ଏହି ଇଲେକଟ୍ରିକ ବିମାନଟି ଘଣ୍ଟାପ୍ରତି ୬୨୩ କିଲୋମିଟର ବେଗରେ ଉଡିପାରିବ ।
- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଡିସେମ୍ବର ମାସରେ ଏକ ଭର୍ଚୁଆଲ୍ ବୈଠକରେ ଗଣତନ୍ତ୍ର ଉପରେ ଆଲୋଚନା ପାଇଁ ଭାରତ ଓ ପାକିସ୍ତାନ ସମେତ ୧୧୦ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି।
- ଭାରତ ବାୟୋଟେକ ଏବଂ ଆଇସିଏମ୍ଆର୍ ଦ୍ବାରା ପ୍ରସ୍ତୁତ ଭାରତର ସ୍ବଦେଶୀ କୋଭିଡ୍ ଟିକା କୋଭାକ୍ସିନ କେବଳ ୫୦ ପ୍ରତିଶତ ପ୍ରଭାବୀ ବୋଲି ଦିଲ୍ଲୀର ଦୁଇଟି ହସ୍ପିଟାଲରେ ହୋଇଥିବା ବାସ୍ତବ ଅନୁଧ୍ୟାନ ରିପୋର୍ଟରୁ ଜଣାପଡ଼ିଛି।
- ଇ-ଶ୍ରମ ପୋର୍ଟାଲ୍ରେ ଓଡ଼ିଶାରୁ ଶ୍ରମିକଙ୍କ ପଞ୍ଜୀକରଣ ଅଗଷ୍ଟ ୨୩ରୁ ନଭେମ୍ବର ୨୫ ସୁଦ୍ଧା ପୋର୍ଟାଲ୍ରେ ରାଜ୍ୟର ମୋଟ ୧ କୋଟି ୨୦ ଲକ୍ଷ ୩୦ ହଜାର ୪୭୬ ଜଣ boli ଜଣାପଡ଼ିଛି।
- ପାକିସ୍ତାନର ଋଣବୋଝ ବଢ଼ି ବଢ଼ି ଚାଲିଛି , ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ଏବେ ୫୦.୫ ଲକ୍ଷ କୋଟି ଟଙ୍କା ଟପିଯାଇଛି।
- ୟୁନିଟ୍-୫ ସ୍ଥିତ କେଶରୀ ନଗରରେ ନବନିର୍ମିତ ଅଡିଟ୍ ଭବନକୁ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଉଦ୍ଘାଟନ କରିଛନ୍ତି।
- ଭାରତ ସରକାରଙ୍କ ଟେଲିକମ କମ୍ପାନୀ ବିଏସଏନଏଲ ନିକଟରେ ୪ଜି ପରୀକ୍ଷା କରିଛି। ଭାରତରେ ବର୍ତ୍ତମାନ ୫ଜି ମଧ୍ୟ ନାହିଁ ଏବଂ କେବେ ଏହା ଲଞ୍ଚ ହେବା ଏହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ମାତ୍ର ସରକାର ଏବେ ୬ଜି ଆଣିବାକୁ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି।
- କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା ଜାନୁଆରୀ ମାସରୁ ଏହାକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
- ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ମହାମାରୀ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁନ୍ଦରଗଡ଼ର ଆଦିବାସୀ ମହିଳା ମାତିଲଦା କୁଲୁ ସମ୍ମାନଜନକ ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।
- ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏବେ ପ୍ରବେଶ କରିପାରିବେ ନାହିଁ ଟାଟା- ବିର୍ଲା ଭଳି ଗ୍ରୁପ, ଇଣ୍ଟରନାଲ ୱାକିଂ ଗ୍ରୁପର ପରାମର୍ଶକୁ ରିଜର୍ଭ ବ୍ୟାଙ୍କର ନାମଞ୍ଜୁର ।
|
602 |
Y |
|
2654 |
26-11-2021 |
Odia |
- ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧ ଲକ୍ଷ ୮ ହଜାର ୫ ଶହ ୫୫ ପରିବାରର ୩ ଲକ୍ଷ ୭୨ ହଜାର ୩ ଶହ ୮୭ ଜଣ ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ । ଏ ଅବସରରେ ବୌଦ୍ଧର ଦୁଗ୍ଧ ଚାଷୀଙ୍କୁ ପ୍ରଂଶସା କରିଛନ୍ତି ନବୀନ । ଦୁଗ୍ଧ ଉତ୍ପାଦନ ବଢ଼ାଇବାକୁ ଜିଲ୍ଲାରେ କୁଲିଂ ପ୍ଲାଣ୍ଟ ଖୋଲାଯିବ ବୋଲି ମୁଖମନ୍ତ୍ରୀ ଘୋଷଣା କରିଛନ୍ତି ।
- ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଚାଲିଛି । ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନକୁ ଦିଆଯିବ । ଏହାପରେ କମିଶନ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ।
- ଦିଲ୍ଲୀ ମେଟ୍ରୋରେ ୫୯ କିଲୋମିଟର ବ୍ୟାପି ପିଙ୍କ ଲାଇନ ଉପରେ ବିନା ଡ୍ରାଇଭରରେ ଟ୍ରେନ୍ ସଂଚାଳନ କରାଯାଇଛି । ଏହାକୁ ମିଶାଇ ଡିଏମଆରସି ତରଫରୁ ମୋଟ ୯୭ କିଲୋମିଟର ରେଳ ଲାଇନରେ ବିନା ଡ୍ରାଇଭରରେ ରେଳ ଚଳାଚଳ କରିବାର ଯୋଗ୍ୟତା ହାସଲ କରିଛି । ଏହି ମାମଲାରେ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି ଦିଲ୍ଲୀ ମେଟ୍ରୋ ।
- ସ୍ୱିଜରଲ୍ୟାଣ୍ଡ ଜଣେ ୩୭ ବର୍ଷିୟ ମର୍ସିଡିଜ୍ କାର ମାଲିକ ଓଭର ସ୍ପିଡ ଡ୍ରାଇଭିଂ କରିଥିଲେ। ଏହି କାରଣ ପାଇଁ ସେ ୭ କୋଟି ୪୬ ଲକ୍ଷ ଟଙ୍କାର ତଣ୍ଡ ଗଣିଛନ୍ତି । କାର ଚାଳକ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ କାର ଚଲାଉଥିଲେ । ଆଉ ଗାଡିରେ ସ୍ପିଡୋ ମିଟର ବି ଲଗାଇ ନଥିଲେ । ଏତେ ଦ୍ରୁତଗତିରେ ଗାଡି ଚଲାଇବା କାରଣରୁ ପୁଲିସ ୭କୋଟିରୁ ଅଧିକ ଟଙ୍କାର ଚାଲାଣ କାଟିଥିଲା ।
- ପ୍ରଫେସର ପ୍ରିୟମ୍ଵଦା ମହାନ୍ତି ହେଜମାଦୀଙ୍କ ପୁସ୍ତକ contours of my life, ଗତ ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହେଇଯାଇଛ
- ଏସିଆର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜେୱରରେ ନୋଏଡା ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ସୁଦ୍ଧା ଏହି ବିମାନବନ୍ଦର କାମ ସଂପୂର୍ଣ୍ଣ
- ତ୍ରିପୁରାରେ ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ପାଇଁ ସୁନିଶ୍ଚିତ ହେବାକୁ ତୁରନ୍ତ ଦୁଇ କମ୍ପାନି ଅତିରିକ୍ତ ଫୋର୍ସ ମୁତୟନ ଲାଗି ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାର ଓ ତ୍ରିପୁରା ରାଜ୍ୟ ନିର୍ବାଚନ କମିସନ୍ଙ୍କୁ ନିର୍ଦେଶ ଦେଇଛନ୍ତି।
- ଭାରତରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ହୋଇଥିବା ୫ମ ପର୍ଯ୍ୟାୟ ‘ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ’ରୁ (ଏନ୍ଏଫ୍ଏଚ୍ଏସ୍) ଜଣାପଡ଼ିଛି। ଏବେ ଭାରତରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧,୦୨୦।
- ‘ନେଟ୍ଫ୍ଲିକ୍ସ୍ ସିରିଜ୍’ର ‘ସ୍କୁଇଡ୍ ଗେମ୍’ ବିକ୍ରୟ କରୁଥିବା ଜଣେ ଉତ୍ତର କୋରୀୟ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ‘ଫାଇରିଙ୍ଗ୍ ସ୍କ୍ବାଡ୍’ ତାଙ୍କୁ ହତ୍ୟା କରିବେ।
- ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଇପିଏଲ୍ର ଆଗାମୀ ସଂସ୍କରଣ ୨୦୨୨ ଏପ୍ରିଲ ୨ ତାରିଖରୁ ଆରମ୍ଭ କରିବାକୁ ଯୋଜନା କରୁଛି। ସୂଚୀ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ବିସିସିଆଇ ଏହାର ସହଯୋଗୀଙ୍କ ସହ ଏପ୍ରିଲ ୨ରୁ ଆଇପିଏଲ୍ ଆରମ୍ଭ କରିବାକୁ ଆଲୋଚନା ଚଳାଇଛି।
- ଚିଟ୍ ଫଣ୍ଡ୍ ମାମଲାରେ ଯେଭଳି ଲୋକମାନଙ୍କ ଠାରୁ ଟଙ୍କା ସଂଗ୍ରହ କରିବା ପରେ ସଂସ୍ଥା ଉଭାନ ହୋଇଯାଏ, କ୍ରିପ୍ଟୋକରେନ୍ସିରେ ସେହିଭଳି ଧରଣର ସମସ୍ୟା ରହିଛି। ନିଜ ପାଖରେ କ୍ରିପ୍ଟୋକରେନ୍ସି ରଖିଥିବା ଅଧିକାଂଶ ଲୋକ ଚିଟ୍ ଫଣ୍ଡ୍ ଭଳି ସମସ୍ୟା ଭୋଗିବେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
- ଚୌଦ୍ବାରର ଇନ୍ଦ୍ରାଣୀପାଟଣା ଶିଳ୍ପାଞ୍ଚଳରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର (ପୁଞ୍ଜ) ସ୍ଥାପନ କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଏମ୍ଏସ୍ଇ-ସିଡିପି ସ୍କିମ୍ ଅଧୀନରେ ଏହାକୁ ସ୍ଥାପନ କରାଯିବ।
- ଡିସେମ୍ବର ଶେଷ ସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରିବା ଆଶା କରାଯାଉଛି। ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ ଏହି ସୂଚନା ଦେଇଛନ୍ତି।
- କୁଖ୍ୟାତ ଅପରାଧୀ ଦିଲ୍ଲୀପ ନାୟକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ । ୧୯୯୬ ମସିହାରେ ଏକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ହୋଇ ରହିଥିଲେ । ଗତ ମେ’ ମାସ ୨୬ ତାରିଖରେ ପାରୋଲରେ ୧୯ ଦିନ ଦିନ ପାଇଁ ଘରକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ୩୦ ଦିନ ଲେଖାଏଁ ଛୁଟି ବୃଦ୍ଧି ହୋଇଥିଲା ।
- ବ୍ରାଉନସୁଗାର ବେପାରୀ ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣ ଚନ୍ଦ୍ର ଭୁଜବଳର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଖୋର୍ଦ୍ଧା ପୋଲିସ । ମୋଟ୍ ୨ କୋଟି ୩୪ ଲକ୍ଷ ୫୨ ହଜାର ୫ ଶହ ୯୪ ଟଙ୍କାର ସମ୍ପତ୍ତି ଜବତ । ଏଥିରେ କୋଠା ଘର ୧ କୋଟି ୫୦ ହଜାର ଟଙ୍କା, ଗହଣା ୧୩ ଲକ୍ଷ ୫୦ ହଜାର ଟଙ୍କା, ବ୍ୟାଙ୍କ ଜମା ୭୯ ହଜାର ୬ଶହ ଟଙ୍କା, ନଗଦ ୩ ଲକ୍ଷ ୪୫ ହଜାର ଟଙ୍କା, ୫୦ ହଜାର ଟଙ୍କାର ଦାମୀ କୁକୁର, ୨୪ ଲକ୍ଷ ୫୦ ହଜାର ଟଙ୍କାର ଦୋକାନ, ମୋଟ୍ ୧୧ଟି ଗାଡି ରହିଛି।
- ମୂଲ୍ୟ ବୃଦ୍ଧିରେ ଏବେ ଜନତା ହତାସ। ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ୯୦୦ ଟଙ୍କାକୁ ପହଞ୍ଚିବା ଲୋକଙ୍କ ହାଣ୍ଡିଶାଳ ବଜେଟ ବିଗାଡି ଦେଇଛି। ଏଥିରେ ଗତ କିଛିମାସ ହେଲା ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ବାବଦ ଟଙ୍କା ବି ମିଳୁନି।
- ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେ ସ୍ଥିତ ରୁବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
- କଟକ ଜଗତପୁର ସ୍ଥିତ ଏସ୍. ଆର୍. ଆଲକୋଭେଦ୍ ପ୍ରା. ଲିଃ ସଂସ୍ଥା ଉପରେ ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ ସିବିଆଇର ଚଢ଼ାଉ କରିଛି ।୨ଟି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ ପରିଶୋଧ କରୁ ନାହିଁ ।
- ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା, ରାଜ୍ୟର ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୧ ଜଣଙ୍କ ସହିତ ଆଜି ପଶ୍ଚିମବଙ୍ଗର ଶାସକ ଦଳ ତଥା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
- ନିଶା ମାଫିଆଙ୍କ ସମ୍ପତି ବାଜ୍ୟାପ୍ତ କରିବାକୁ ପୂର୍ବରୁ ସୁପାରିଶ୍ କରାଯାଇଥିବା ବେଳେ ଏବେ କମିଶନରେଟ୍ ପୋଲିସ୍ ଏହାକୁ ନେଇ ଆକ୍ସନ ମୋଡ କୁ ଆସିଛି ଓ ଖୋଜି ଖୋଜି କୁଖ୍ୟାତ ନିଶା ମାଫିଆଙ୍କୁ ଗିରଫ କରିବା ପରେ ଏମାନଙ୍କ ସମ୍ପତି ଜବତ୍ କରାଯାଉଛି
|
619 |
Y |
|
2655 |
26-11-2021 |
English |
- Rakesh Tikait said that the government announced repealing of the three farm laws, but it will not solve the issues.
- Social activist Anna Hazare was hospitalised in Pune today after he complained of chest pain. The 84-year-old is admitted in Ruby Hall Clinic and is currently under observation
- For the first time in India with the sex ratio being 1,020: 1,000, according to findings of the National Family and Health Survey-5.
- Uttar Pradesh will have over 20 airports, including five international ones, in the coming years, state Civil Aviation Minister Nand Gopal Gupta said on Thursday during the foundation-laying ceremony of the Noida International Airport.
- The Kolkata Municipal Corporation (KMC) polls will be held on December 19, a notification issued by the State Election Commission (SEC) on Thursday said.
- Supreme Court on Thursday said it will list for hearing a PIL challenging the validity of two ordinances under which tenure of directors of CBI and Enforcement Directorate can now be extended by up to three years after the mandated term of two years.
- Sources said a three-line whip issued to the members of Rajya Sabha asking them to be present the entire day shows the government’s intent to repeal the contentious farm laws
- Almost half the population of Odisha is addicted to tobacco in its various types, as per the latest National Family Health survey (NFHS -5)
- The court of Additional Sessions Judge here Thursday sentenced and imposed a penalty of Rs 30,000 on convict Somendra Narayan Das, 50, of Balianta in Khurda district. to 10 years of rigorous imprisonment (RI) by pronouncing him guilty of sexually abusing a female job aspirant at his official residence September 6, 2014
- The Kolkata Municipal Corporation (KMC) polls will be held on December 19, a notification issued by the State Election Commission (SEC) on Thursday said.
- The United States Department of Defense late Tuesday said it will establish a new group to investigate reports on the presence of UFOs in restricted airspace.
- Pakistan Thursday conducted a successful flight test of the Shaheen-1A surface-to-surface ballistic missile.
- Telecom operator Bharti Airtel Thursday said it has conducted India’s first 5G trial in the 700 MHz spectrum band in partnership with Nokia
- Tata Steel’s Ores, Mines & Quarries (OMQ) Division has set up 8 MTPA Crushing & Washing Plant at its Khondbond Iron & Manganese Mine (KIMM) near Joda in Keonjhar district of Odisha. KIMM is a captive mine of Tata Steel, operated by OMQ Division.
- Moody’s projects India’s economic growth will rebound strongly, with GDP expanding 9.3% in the current fiscal ending March 2022, followed by 7.9% in fiscal 2023.
- : Investments in Indian capital through participatory notes (P-notes) rose to `1.02 lakh crore till October-end, making it the highest level in 43 months
- German luxury car maker BMW Thursday said it will launch three electric vehicles in the next 6 months in India to accelerate its electric mobility journey in the country. To start with, the company will launch its technology
- ITC Thursday confirmed that it is developing a nasal spray for Covid-19 prevention for which it has initiated clinical trials.
- Amid allegations of large-scale political violence, over 80 per cent of around 5 lakh voters exercised their franchise in the civic polls in Tripura on Thursday, officials said
- The Delhi High Court Thursday dismissed a plea seeking direction to stop the publication, circulation and sale of former Union Minister Salman Khurshid's controversial book .
|
751 |
Y |
|
2656 |
25-11-2021 |
English |
- The much-awaited FIH Odisha Hockey Men’s Junior World Cup Bhubaneswar 2021, which will see 16 top teams from across the globe vie for the title, was declared open by Ganeshi Lal, Governor of Odisha.
- The ongoing anti-farm laws protest will not end yet and its future course of action will be decided on November 27, BKU leader Rakesh Tikait said on Wednesday.
- The Supreme Court Wednesday said that to solve the legal "problem" of lawmakers being tried by special sessions courts for minor offences in some states like Uttar Pradesh, it would direct high courts to set up special magisterial courts.
- Centre decided to further extend the free supply of 5 kg foodgrains per month for 4 months till March 2022, a decision that will cost an additional ₹ 53,344 crore.
- Former Mumbai police commissioner Param Bir Singh, who has been declared a "proclaimed offender" by a court, on Wednesday said he was in Chandigarh and would visit Mumbai soon
- The Calcutta High Court today granted bail to BJP leader Rakesh Singh, who was arrested by the city police in connection with a drug-related case.
- The CBI court in Patna on Tuesday exempted Rashtriya Janata Dal (RJD) chief Lalu Prasad from further physical appearances in a fodder scam case, taking note of his ill health.
- Civil Aviation Secretary Rajiv Bansal on Wednesday said international flight services are expected to be normalised by the end of this year.
- The Supreme Court on Tuesday warned the Tripura police brass and the home secretary of “coercive action” if they failed to ensure free and fair civic elections on November 25.
- Opposition party workers today hurled eggs at Odisha Chief Minister Naveen Patnaik's carcade near Hospital Chhak here. The incident took place when the Chief Minister was returning to Bhubaneswar
- Puri Gajapati Dibyasingha Deb laid foundation stone of Srimandir Parikrama project in presence of Chief Minister Naveen Patnaik on the last day of 3-day Mahayajna at the Jagannath Temple.
- The Chief Minister unveiled the public grievances redressal portal of Electronics and IT Department and new portal of Odia Virtual Academy established by the Odia Language Literature and Culture Department.The people can lodge their grievances through the Janasunani portal.
- Odisha Chief Minister Naveen Patnaik has approved the appointment of 81 doctors in the state. The doctors will be appointed in the community health centres.
- The Odisha Cricket Association (OCA) is planning to renovate the iconic Barabati Stadium, the only venue in Odisha to host international cricket matches.
- Former Meghalaya Chief Minister Mukul Sangma, along with 11 of the 17 Congress MLAs in the state, has joined the Trinamool Congress, in a huge coup for Bengal's ruling party in the northeast.
- The Supreme Court today reimposed the ban on construction activities in Delhi after taking note of air quality. Non-polluting activities relating to construction like plumbing work, interior decoration, electrical work, and carpentry are allowed to be continued.
- The data in NFHS 2019-21, the fifth in the survey series, shows the fertility rate at 1.6 per cent in urban areas and 2.1 in rural India.
- The data in NFHS 2019-21 show that among all age groups, the highest spike in anaemia was reported among children aged 6-59 months — 67.1 per cent (NFHS-5) from 58.6 per cent (NFHS-4, 2015-16).
- The 165 km Assam-Mizoram border has many stretches of dispute which have time and again led to clashes between civilians and police forces.
- Putin was vaccinated with Sputnik V, Russia’s domestically developed COVID-19 vaccine, in the spring. On Sunday, he said he received a booster shot of Sputnik Light, the one-dose version of the jab, and said he wanted to take part in testing the nasal version of Sputnik V.
|
669 |
Y |
|
2657 |
25-11-2021 |
Odia |
- ସ୍ବିଡେନ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଡେମୋକ୍ରାଟ ନେତ୍ରୀ ମ୍ୟାଗଡାଲେନା ଆଣ୍ଡରସନଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ମଞ୍ଜୁରୀ ମିଳିସାରିଛି।
- ବିବାଦୀୟ କୃଷି ଆଇନ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
- ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ବୁଡାଜାହାଜର ମୁତୟନ ଯୋଗୁ ବଢିବ ଦେଶର ପ୍ରତିରକ୍ଷା। ସମୁଦ୍ର ଅଞ୍ଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏହାକୁ ଚାଲେଞ୍ଜ ଦେବା ଲାଗି ପ୍ରସ୍ତୁତ ହୋଇଛି ଭାରତ।
- ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ ବେଲା ଶତ୍ରୁ ପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ କରିପାରିବ ଟାର୍ଗେଟ । ଭାରତୀୟ ନୌସେନାର ୧୭୦ରୁ ଅଧିକ ଯୁଦ୍ଧଜାହାଜକୁ ସାମିଲ କରିବା ଲାଗି ଯେଉଁ ପ୍ରକ୍ରିୟା ଜାରି ରହିଛି ତାହା ଯୋଗୁ ଭାରତର ପ୍ରତିରକ୍ଷା ଶକ୍ତିଶାଳୀ ହେବ ।
- ନୂଆ କରି ନିଯୁକ୍ତି ପାଇବାକୁ ଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୮୧ଟି ପଦବୀରୁ ଅନୁସୂଚୀତ ଜାତି ପାଇଁ ୪୭ଟି ଓ ଅନୁସୂଚୀତ ଜନଜାତି ପାଇଁ ୩୪ଟି ପଦବୀ ସଂରକ୍ଷିତ । ଓ.ପି.ଏସ୍.ସି ଦ୍ବାରା ପ୍ରାର୍ଥୀ କୃତକାର୍ଯ୍ୟ ହୋଇସାରିବା ପରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁସାରେ ପ୍ରାର୍ଥୀ ମାନେ ଇ-କାଉନସେଲିଂରେ ଯୋଗ ଦେଇଥିଲେ ।
- ଡିସେମ୍ବର ମାସରେ ହେବାକୁ ଥିବା ଗଣତନ୍ତ୍ର ସମ୍ବନ୍ଧୀୟ ଏକ ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀକୁ ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ସମେତ ପ୍ରାୟ ୧୧୦ଟି ଦେଶଙ୍କୁ ନିମନ୍ତ୍ରଣ କରିଛନ୍ତି।
- ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ ।
- ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ। ପାକିସ୍ତାନ ବିପକ୍ଷରେ ଜର୍ମାନୀ ହାସଲ କରିଛି 5-2 ବିଜୟ ।
- ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ ।
- କୋଭାକ୍ସିନର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ । ଲକ୍ଷଣଯୁକ୍ତ କୋଭିଡ ସଂକ୍ରମଣ ବିରୋଧରେ କୋଭାକ୍ସିନ ମାତ୍ର ୫୦ ପ୍ରତିଶତ ସଫଳ ବୋଲି ରିପୋର୍ଟ ଦେଇଛି ଲାନସେଟ.
- ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବାବେଳେ ଏବେବି ସଂକ୍ରମଣ ଜାରି ରଖିଛି।
- ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ହତ୍ୟା ଧମକ ଆସିଛି। ଏହି ଧମକ ତାଙ୍କୁ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଛି। ଏହା ପୂର୍ବରୁ ଗତ ମଙ୍ଗଳବାର ବିଳମ୍ବିତ ରାତି ତାଙ୍କୁ ଏଭଳି ଇମେଲ ଜରିଆରେ ହତ୍ୟା ଧମକ ଆସିଥିଲା।
- ନିଖୋଜ ଥିବା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କ ପତ୍ତା ମିଳିଛି । ସେ ଚଣ୍ଡିଗଡ଼ରେ ଥିବା ନିଜେ ଗଣମାଧ୍ୟମକୁ ଜଣାଇଛନ୍ତି । ଇଣ୍ଡିଆ ଟୁଡେକୁ ସେ କହିଛନ୍ତି ଯେ ସେ ଦେଶଛାଡ଼ି ଯାଇନାହାନ୍ତି । ଚଣ୍ଡିଗଡ଼ରେ ହିଁ ଅଛନ୍ତି
- ଆଇନଷ୍ଟାଇନ ଥିଓରି ଅଫ ରିଲେଟିଭିଟି ଯେଉଁ ପାଣ୍ଡୁଲିପିରେ ପ୍ରଥମ ଥର ପାଇଁ ଲେଖିଥିଲେ ତାହାକୁ ନିଲାମ କରାଯାଇଛି । ଫ୍ରାନ୍ସର ନିଲାମକାରୀ ସଂସ୍ଥା କ୍ରିଷ୍ଟିଜ୍ ଅକ୍ସନ ପକ୍ଷରୁ ଏହାକୁ ପ୍ରାୟ ୧୩.୩ ନିୟୁତ ୟୁରୋ (୧୫ ନିୟୁତ ଡଲାର) ମୂଲ୍ୟରେ ନିଲାମ କରାଯାଇଛି ।
- ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ପୁସ୍ତକ ‘ଲାଲ ସଲାମ’ର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ସୋ’କୁ ଯାଇଥିଲେ।ଏହି ସମୟରେ ଗେଟରେ ଥିବା ଗାର୍ଡ ସ୍ମୃତି ଇରାନୀଙ୍କୁ ଚିହ୍ନି ପାରି ନଥିଲେ। ଫଳରେ ତାଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ।
- ଦିଲ୍ଲୀ ବାୟୁ ଗୁଣବତ୍ତା ସଙ୍କଟ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ବୋଲି ଆଜି ସକାଳେ ଆଜି ସୁପ୍ରିମ୍ କୋର୍ଟ ସରକାରଙ୍କୁ କହିଛନ୍ତି, ସମ୍ପ୍ରତି ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ବି ଆମେ ମାମଲା ବନ୍ଦ କରିବୁ ନାହିଁ।
- ଦେଶର ୧୩ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ଭାରତ ସରକାର ଏସିୟା ବିକାଶ ବ୍ୟାଙ୍କ(ଏଡିବି)ଠାରୁ ୩୦୦ ନିୟୁତ ଡଲାର ଋଣ ନିମନ୍ତେ ସ୍ୱାକ୍ଷର କରିଛନ୍ତି।
- ଦୁନିଆର ସମସ୍ତ ଦେଶକୁ ଛାଡ଼ିଦେଲେ ମାତ୍ର ଦୁଇଟି ଦେଶରେ କୋକାକୋଲା ବିକ୍ରି ହୁଏନାହିଁ । ଉତ୍ତର କୋରିଆ ଓ କ୍ୟୁବାରେ ଏହି ମୃଦୁ ପାନୀୟ ବିକ୍ରି ପାଇଁ ଅନୁମତି ନାହିଁ।
- କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଆରପିଏଫ) ଯବାନଙ୍କୁ ଡ୍ୟୁଟିରେ ଯବାନ ଗୁରୁତର ହେଲେ ୨୫ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ଯବାନଙ୍କ ଝିଅ କିମ୍ବା ଭଉଣୀ ବାହାଘର ପାଇଁ ଲକ୍ଷେ ଟଙ୍କା ସହାୟତା ଦେବେ ସରକାର । ତେବେ ସହିଦଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରସ୍ତାବକୁ ଗୃହ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି।
- ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଭାରତ ୬ଜି ଟେକ୍ନୋଲୋଜି ବିକଶିତ କରିବା ଦିଗରେ କାମ କରୁଛି। ୨୦୨୩ ଶେଷ ସୁଦ୍ଧା କିମ୍ବା ୨୦୨୪ ଆରମ୍ଭରେ ଭାରତରେ ୬ଜି ଲଞ୍ଚ ପାଇଁ ପ୍ରସ୍ତୁତି କରାଯାଉଥିବା ମନ୍ତ୍ରୀ କହିଛନ୍ତି।
|
601 |
Y |
|
2658 |
24-11-2021 |
Odia |
- ନୂତନ କୃଷି ଆଇନ ପ୍ରତ୍ୟାହାର ପାଇଁ କେବେ ତାଲିକାଭୁକ୍ତ ହେବ ବୋଲି ପଚରାଯିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିସାରିଛନ୍ତି, ସଂସଦୀୟ ପ୍ରକ୍ରିୟା ଅନୁଯାୟୀ ଏହା ତାଲିକାଭୁକ୍ତ ହେବ। ସେ କହିଛନ୍ତି, କୃଷି ମନ୍ତ୍ରଣାଳୟ ହେଉଛି ନୋଡାଲ ମନ୍ତ୍ରଣାଳୟ, ସେମାନେ ଇତି ମଧ୍ୟରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।
- ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ସାମାଜିକ ଗଣମାଧ୍ୟମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନକଲି ଭିଡିଓ ପୋଷ୍ଟ କରିବା ଅଭିଯୋଗରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି ଦିଲ୍ଲୀର ଏକ ଅଦାଲତ।
- ଦୀପାବଳିର ୩ ସପ୍ତାହ ପରେ ଦଶରୁ କରୋନା ସଂକ୍ରମଣ ହାର ହ୍ରାସ ହେଉଥିବା ଦେଖା ଯାଇଛି। ଏଣୁ କରୋନା ତୃତୀୟ ଲହର ନେଇ କରାଯାଇଥିବା ପୂର୍ବାନୁମାନ ହୁଏତ ଭୁଲ ହୋଇପାରେ ବୋଲି ଏବେ ବିଶେଷଜ୍ଞ କହୁଛନ୍ତି।
- ଭାରତୀୟ ସ୍ଥଳ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଭାବେ ଦ୍ୱାୟିତ୍ୱରେ ଥିବା ଓଡ଼ିଆ ପୁଅ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଏହି ପଦକ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଣ୍ଡି ପ୍ରସାଦଙ୍କୁ ସେନାରେ ଉଲ୍ଲେଖନୀୟ ସେବା ପ୍ରଦାନ କ୍ଷେତ୍ରରେ ଏହି ପଦକ ପ୍ରଦାନ କରିଛନ୍ତି ।
- ପୂର୍ବତନ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନିଷ ତିୱାରୀଙ୍କ ଆଗାମୀ ପୁସ୍ତକ ‘ଟେନ୍ ଫ୍ଲାସ୍ ପଏଣ୍ଟସ୍, ଟ୍ୱେଣ୍ଟି ଇୟର୍ସ’ କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ଏହି ପୁସ୍ତକ ବଜାରକୁ ଆସିନି। ତେବେ ଏହାର କିଛି ବିଷୟବସ୍ତୁ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏଥିରେ ମୁମ୍ବାଇ୨୬/୧୧ ପ୍ରସଙ୍ଗରେ ସେ ମନମୋହନ ସିଂହଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ତିୱାରୀ।
- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଜନଧନ ଯୋଜନାରେ ଖାତାଧାରୀଙ୍କୁ ଡିଜିଟାଲ ଦେୟ ପୈଠ ଲାଗି ଅସୁଲ କରିଥିବା ଶୁଳ୍କ ବାବଦ ୧୬୪ କୋଟି ଟଙ୍କା ଏପର୍ଯ୍ୟନ୍ତ ସେମାନଙ୍କୁ ଫେରାଇ ନାହାନ୍ତି। ମୁମ୍ବାଇସ୍ଥିତ ଭାରତୀୟ ପ୍ରଯୁକ୍ତି ସଂସ୍ଥା (ଆଇଆଇଟି) ପକ୍ଷରୁ ଜନଧନ ଯୋଜନା ଲାଗି ପ୍ରସ୍ତୁତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
- ବିଶ୍ୱ ବ୍ୟାଙ୍କ ଅନୁସାରେ, ସାରା ବିଶ୍ୱରେ ବିଦେଶରୁ ସ୍ୱଦେଶକୁ ଟଙ୍କା ପଠାଇବାରେ ଭାରତ ସବୁଠାରୁ ଆଗରେ । ୨୦୨୧ରେ ଭାରତକୁ ବିଦେଶରୁ ୮୭ ଆରବ ଡଲାର ପଠାଯାଇଛି । ଯେଉଁଥିରେ ୨୦ ପ୍ରତିଶତରୁ ଅଧିକ ଟଙ୍କା ଆମେରିକାରୁ ପଠାଯାଇଛି ।
- ୨୦୧୭ ବିଧାନସଭା ନିର୍ବାଚନ ଓ ଉପ ନିର୍ବାଚନରେ ବିଜୟୀ ହୋଇଥିବା ୟୁପିର ସମସ୍ତ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥ ପତ୍ରକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ମୁତାବକ ଏବେ ୟୁପି ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ ବିଧାୟକଙ୍କ ଉପରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ବିଜେପି ବିଧାୟକ ରହିଛନ୍ତି
- ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ଏବେ ସ୍ଥଳ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି ଲେଫ୍ଟନାଣ୍ଟ ଜେନାରାଲ ଚଣ୍ଡିପ୍ରସାଦ ମହାନ୍ତି
- ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି
- କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ-କିଶାନ ଯୋଜନାରେ ଆଉ ୨୨ ହଜାର କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । ଚଳିତ ଆର୍ଥକ ବର୍ଷର ଡିସେମ୍ବର-ମାର୍ଚ୍ଚ ସମୟ ପାଇଁ ଏହି କିସ୍ତି ପ୍ରେରଣ କରାଯିବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି ।
- ଲ୍ୟୁଟେନ୍ସ ଦିଲ୍ଲୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ସଂପର୍କିତ ଏକ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
- ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ।
- ମୁମ୍ବାଇର ଜଣେ ଅବସରପ୍ରାପ୍ତ ଏସିପି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମୀର ୱାଙ୍ଖେଡେ ମିଥ୍ୟା ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଶ୍ରେୟସକୁ ଫସାଇଥିବା କହିଛନ୍ତି ଅବସରପ୍ରାପ୍ତ ଏସିପି ଅନନ୍ତ କେଞ୍ଜଲେ। ଏଥିପାଇଁ ସେ ଏକ ଆଫିଡେଭିଟ ଦାଖଲ କରିଛନ୍ତି।
- ଶେଷଥର ପାଇଁ ନଭେମ୍ବର ୩ରେ ହିଁ ପେଟ୍ରୋଲ ୨୧ ପଇସା ଓ ଡିଜେଲ ୧୮ ପଇସା ବଢିଥିଲା । କିନ୍ତୁ ସେବେଠାରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି ।
- ରାଜ୍ୟରେ ୮ଟି ଶିଳ୍ପ ପ୍ରକଳ୍ପରେ ୧୮୭୨.୧୧ କୋଟି ଟଙ୍କା ନିବେଶ ହେବ। ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି।
- ୨୦୧୮ ପୁରୁଷ ହକି ବିଶ୍ବକପ୍୍ରେ କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଉତ୍ସାହ କମ୍ ନଥିଲା। ଏଭଳି ଉତ୍ସାହକୁ ଏଫ୍ଆଇଏଚ୍ଠାରୁ ଆରମ୍ଭକରି ବିଭିନ୍ନ ଦେଶର ଖେଳାଳିମାନେ ମଧ୍ୟ ପ୍ରଶଂସା କରିଥିଲେ। ଏବେ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।
- ଚଳିତ ମାସ ୨୬ରେ ହେବାକୁ ଥିବା ସମ୍ବିଧାନ ଦିବସରେ ଲୋକସଭା ସଚିବାଳୟ ଦ୍ୱାରା ଆୟୋଜିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଘୋଷଣା କରିଛନ୍ତି।ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ବିଧାନ ଦିବସରେ ସଂସଦର କେନ୍ଦ୍ରୀୟ କକ୍ଷରେ ଏକ କାର୍ଯ୍ୟକ୍ରମରେ ସମ୍ବିଧାନର ମୁଖବନ୍ଧ ପାଠ କରିବେ।
- ନାଏବ ସୁବେଦାର ସହିଦ ନୁଦୁରାମ ସୋରେନଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଛି।
- କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ଅରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନୱର, ଜେଡିୟୁର ପୂର୍ବତନ ମହାସଚିବ ପବନ ବର୍ମା ଆଜି ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗ ଦେଇଛନ୍ତି।
|
596 |
Y |
|
2659 |
24-11-2021 |
English |
- Chief minister Naveen Patnaik on Monday announced that a medical college and hospital will be set up in the underdeveloped Kandhamal district with an investment of Rs 504 crore. Around 100 students will be enrolled in the medical college every year, while the hospital will have 500 beds, the chief minister said.
- The Dhanbad district administration has ordered fuel outlets to refill only to people who show a proof of Covid-19 vaccination, a move meant to ramp up inoculation in the coal hub of Jharkhand which is lagging behind.
- Students of Ursuline Convent, Ranchi, take part in a drill during the inaugural ceremony of the 21st anniversary celebration of the Jharkhand Assembly in Ranchi on Monday. Internationally acclaimed archers Komalika Bari and Ankita Bhagat and cricketer Indrani Rai were also felicitated on the occasion.
- Police on Tuesday registered an FIR against Bollywood actor Kangana Ranaut here for allegedly using derogatory language against the Sikh community in a social media post, an official said.
- Samajwadi Party president Akhilesh Yadav and Rastriya Lok Dal chief Jayant Chowdhury on Tuesday met here to discuss seat-sharing for the 2022 Uttar Pradesh assembly polls.
- Anil Ghanwat, one of the members of the Supreme Court-appointed panel on farm laws, on Tuesday wrote to Chief Justice of India, urging him to consider releasing the report on the three agri laws in the public domain at the earliest or authorise the committee to do so.
- A 30-member joint parliamentary committee on Monday finalised its report on the contentious Personal Data Protection Bill 2019 after tossing out amendments proposed by Opposition members that were designed to stymie the government and its agencies from overriding an individual’s right of consent before processing his personal data.
- Union Power Minister RK Singh on Tuesday handed over a cheque of ₹ 22.5 crore to Uttarakhand Cabinet Minister Dhan Singh Rawat as financial assistance for disaster-hit people in the state.
- Civil Aviation Minister Jyotiraditya Scindia today flew on SpiceJet's special flight between Delhi and Gwalior using Boeing's 737 Max plane that has been allowed to return to service after two-and-a-half years.
- The Orissa High Court today directed for regularization of data entry operators appointed on contractual basis in four departments of the state government– Local Fund Audit, Sub Registrar, Loka Seva Bhavan and Gopabandhu Academy.
- The High Court has asked to regularize the data entry operators within three months with provision of other benefits.
- The Central Government is planning to establish a Greenfield Airport at Puri and make two more small airports operational in Odisha, said Jyotiraditya M Scindia, Union Minister for Civil Aviation.
- : The State Level Single Window Clearance Authority (SLSWCA) today cleared eight projects worth Rs 1,872.11 crore in steel, food processing and petroleum sectors.
- The Cabinet also approved 550 new projects under the Biju Setu Yojana scheme in addition to completion of 396 ongoing projects. The scheme will be implemented with an outlay of Rs 5,182 crore over a period of three years i.e. from 2021-22 to 2023-24. The Rural Development Department will execute the projects.
- The State Cabinet decided to formulate the Odisha Artisan Grade Stone Policy 2021. The policy will ease the difficulties of artisans of the State in getting grade stone.
- Indian Army Vice Chief Lieutenant General Chandi Prasad Mohanty was awarded the Param Vishisht Seva Medal by President Ram Nath Kovind during a special function at Rashtrapati Bhavan, New Delhi.
- The ‘Odisha Electronics Policy 2021’ will remain in force till March 31, 2026 or substituted by another scheme. In order to promote electronics system design and manufacturing (ESDM) industry in Odisha, the State government today formulated an electronic policy.
- A Delhi court on Tuesday ordered the police to register FIR against BJP national spokesperson Sambit Patra for allegedly sharing a doctored video of Delhi Chief Minister Arvind Kejriwal, news agency ANI reported.
- Union Minister for Road Transport and Highways Nitin Gadkari will lay foundation stone for 25 National Highway projects of total length 257 Km with an investment of Rs1 1 ,721 crore in Jammu.
- As per the new policy, all land, irrespective of extent of area, under occupation of standalone government degree colleges (including autonomous and non- autonomous government colleges) and standalone government higher secondary schools will be recorded in the name of Higher Education Department and School & Mass Education Department respectively with marfat of the concerned institutes.
|
642 |
Y |
|
2660 |
23-11-2021 |
Odia |
- ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ ।
- ବାଲାକୋଟ ହିରୋ ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ 'ବୀର ଚକ୍ର' ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
- ମଧ୍ୟ ପ୍ରଦେଶର ବୁରହାନପୁରର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ ପାଇଁ ଅବିକଳ ତାଜମହଲ ପରି ବିଳାସପୂର୍ଣ୍ଣ ଘର ତିଆରି କରି ଉପହାର ଦେଇଛନ୍ତି
- କୋଭିଡ-୧୯ ବିରୋଧରେ ଆମେରିକାର ବୁଷ୍ଟର ଡୋଜ । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ ।
- ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ , ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ।
- ତିନୋଟି ଯାକ ମ୍ୟାଚ୍ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ନୂଆ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି।
- ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ହାଜର ହେବାକୁ ସୁଯୋଗ ଦିଆଯିବ । ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଆଶ୍ୱସ୍ତିବାଣୀ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
- ‘ଟିକା ନିଅ, ନୋଚେତ ମର’ ନିଜ ଦେଶବାସୀଙ୍କୁ ଏପରି କଠୋର ଚେତାବନୀ ଶୁଣାଇଛନ୍ତି ଜର୍ମାନିର ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ । ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ କରିଥିବା ଲୋକ ଥିବେ ।
- ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନୂଆ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ତେବେ ସେ ନିଜ ପାଖରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଅର୍ଥ ଓ ଗୃହ ବିଭାଗ ରଖିଛନ୍ତି । ବିଶ୍ବେନ୍ଦ୍ର ସିଂ ରାଜସ୍ଥାନ ନୂଆ ପର୍ଯ୍ୟଟନ ମନ୍ତ୍ରୀ ହେବେ ।
- ଏସବିଆଇ ବ୍ୟାଙ୍କ ନିଜର ପାଖାପାଖି ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ କାର୍ଡ ଲିଙ୍କ କରିବାକୁ ନୋଟିସ୍ ଜାରି କରିଛି
- ମିଆଁମାରରେ ଭାରତ ତୁଳନାରେ ଜିନିଷପତ୍ରର ମୂଲ୍ୟ ସାଧାରଣତ କମ ରହିଥାଏ । ଭାରତରେ ଯେତେବେଳେ ଭାରତରେ ପେଟ୍ରୋଲ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି, ମିଆଁମାରରେ ଏହାର ମୂଲ୍ୟ ୭୦ରୁ ୮୦ ଟଙ୍କା ରହିଛି । ସେଠାରୁ ଚୋରାରେ ଭାରତ ଭିତରକୁ ଶସ୍ତାରେ ପେଟ୍ରୋଲ ଆସି ଏଠାରେ ଚଢ଼ା ଦରରେ ବିକ୍ରି କରାଯାଉଛି।
- ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ବତନ୍ତ୍ର ନୀତି ଆପଣାଇଛନ୍ତି। ଏଥିଲାଗି ଜବରଦଖଲ ଉଚ୍ଛେଦ ସହିତ ଶ୍ରୀଲିଙ୍ଗରାଜ ମନ୍ଦିରର ଭିତ୍ତିଭୂମି ଓ ଶ୍ରୀବୃଦ୍ଧି କରାଯାଉଛି। ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବିନ୍ଦୁସାଗର, ପାପନାଶିନୀ, ଦେବୀ ପାଦହରା, ଗଙ୍ଗାଯମୁନା ଓ କୋଟିତୀର୍ଥର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ।
- ରାଜ୍ୟ ମନ୍ତ୍ରିପରିଷଦ ବୈଠକ ସହିତ କ୍ୟାବିନେଟ୍ ବୈଠକ ମଙ୍ଗଳବାର(ଆଜି) ଅନୁଷ୍ଠିତ ହେବ। ବୈଠକରେ ୨୧ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି।
- ଓଡ଼ିଶାରେ ଆଉ ୩ଟି ନୂଆ ବିମାନ ବନ୍ଦର ସ୍ଥାପନ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି।
- ତୃତୀୟ ଲହର ଟଳିଯିବା ପରେ ଏବେ ଲୋକେ ଟିକା ନେବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ସର୍ଭେ ଅନୁଯାୟୀ ଦେଶର ୧୧.୫କୋଟି ଲୋକ ଏବେ କରୋନା ଟିକା ନେବାକୁ ଆଗ୍ରହୀ ନୁହନ୍ତି। ଅକ୍ଟୋବର ପ୍ରାରମ୍ଭରରେ ଏହି ଲୋକଙ୍କ ସଂଖ୍ୟା ୭.୦୪ କୋଟି ଥିବାବେଳେ ନଭେମ୍ବର ବେଳକୁ ଏହି ସଂଖ୍ୟା ୧୧.୫କୋଟିରେ ପହଞ୍ଚିଛି।
- ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ଆନ୍ଧ୍ରପ୍ରଦେଶର କ୍ଷମତା ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ବିଲ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଡଭୋକେଟ ଜେନେରାଲ ସୁବ୍ରମଣ୍ୟମ ଶ୍ରୀରାମ ସୋମବାର ଦିନ ଏକ ଆଫିଡେଭିଟରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ସୂଚନା ଦେଇଥିବା ବେଳେ ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ ହେବ ବୋଲି କହିଛନ୍ତି।
- ଲକ୍ଷ୍ନୌରେ ଆଜି କୃଷକମାନେ ‘ମହାପଞ୍ଚାୟତ’ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ସୁଦ୍ଧା ଆନ୍ଦୋଳନରତ କୃଷକ ଆନ୍ଦୋଳନରୁ ହଟିନାହାନ୍ତି।
- ପଂଜାବରେ ଚରଣଜିତ ସିଂହ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଏହି ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି।
- ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲ, ନାଏବ ସୁବେଦାର ସୋମବୀର (ଉଭୟଙ୍କୁ ମରେଣୋତ୍ତର ଭାବେ) ଏବଂ ମେଜର ମହେଶ କୁମାର ଭୁରେଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।
- ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ପାନ ମସାଲା ଉତ୍ପାଦନକାରୀ କମଲା ପସନ୍ଦକୁ ଆଇନଗତ ନୋଟିସ ପଠାଇଛନ୍ତି । ଏହି କମ୍ପାନି ସହିତ ତାଙ୍କ ଚୁକ୍ତିକୁ ରଦ୍ଦ କରାଯାଇଥିଲେ ବି ପାନ ମସାଲା ବିଜ୍ଞାପନ ଦେଖାଇଚାଲିଥିବାରୁ ବିଗ ବି ଏହି ପଦକ୍ଷେପ ନେଇଛନ୍ତି ।
|
626 |
Y |
|