1.ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୨୦୧୮-୧୯ବର୍ଷପାଇଁ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲେଖେଯାଗ୍ୟ କୃତ୍ତିତ୍ୱ ପାଇଁ ଓଡିଶାରୁ ୩ ଜଣଙ୍କୁ ଜାତୀୟ ସେବାଯୋଜନାରେ ଜାତୀୟ ସ୍ତରରେ ସଫଳତା ପାଇଛନ୍ତି। ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସତ୍ୟଜିତ ଦାସ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ, ଶ୍ରେଷ୍ଠ ସ୍ୱେଛାସେବୀଭାବେ ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱେଛାସେବୀ ଶୁଶ୍ରୀ ଦିବ୍ୟାନି ବେହେରା ଏବଂ ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆର ପ୍ରଭଞ୍ଜନ ମଣ୍ଡଳ ଜାତୀୟ ସେବା ଯୋଜନା କ୍ଷେତ୍ରରେ କତ୍ତିତ୍ୱ ପାଇଁ ସମ୍ମାନୀତ ହୋଇଛନ୍ତି।
2. ଆମେରିକା ଭିତ୍ତିକ ଲକ୍ଜ୍ୟୁରି ବାଇକ ନିର୍ମାଣକାରୀ କମ୍ପାନୀ ହାର୍ଲେ ଡାଭିଡ୍ସନ ଭାରତରେ ଥିବା ଏହାର ଫ୍ୟାକ୍ଟ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
3. -ଆୟକର ବିଭାଗ ପକ୍ଷରୁ ଫେସ୍ଲେସ୍ ଅପିଲ ବ୍ୟବସ୍ଥା ଆରମ୍ଭ, ଏଥର ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତ ।
4. ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ : ଚେନ୍ନାଇ ସୁପର କିଙ୍ଗସକୁ ୪୪ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।
5. ସାମ୍ସଙ୍ଗ୍ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ନୂଆ ଗାଲାକ୍ସି ଏସ୍୨୦ ଫ୍ୟାନ୍ ଏଡିଶନ(ଏଫ୍ଇ)ର ବଜାର ପ୍ରବେଶ କରାଯାଇଛି ।
6. ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡ଼ୁଛି। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ ଡେଭିଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ।
7. ଚଳିତମାସ ୨୭ରୁ ଅକ୍ଟୋବର ୧୧ ପର୍ୟ୍ୟନ୍ତ ସ୍ଥାନୀୟ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମରେ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମରେ ଆୟୋଜନ ହେବ।
9. ଗତ ମେ ୨୫ ତାରିଖରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି ।
10. ଜଣେ ଯାତ୍ରୀଙ୍କୁ ଚେକ୍-ଇନ୍-ବ୍ୟାଗେଜ ଆକାରରେ ୨୦ କିଲୋ ସାମଗ୍ରୀ ନେବାକୁ ଅନୁମତି ଦିଆଯାଇଥିଲା, ଲକଡାଉନ୍ ପୂର୍ବରୁ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ଯାତ୍ରୀଙ୍କୁ ଚେକ୍-ଇନ୍-ବ୍ୟାଗେଜ୍ ଆକାରରେ ୧୫ କିଲୋ ସାମଗ୍ରୀ ନେବାକୁ ଅନୁମତି ପ୍ରଦାନ କରୁଥିଲେ। ତେଣୁ କମ୍ପାନି ଗୁଡ଼ିକ ପୁନର୍ବାର