1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୌଦ୍ଧଧର୍ମୀୟ ସହଯୋଗ ବୃଦ୍ଧି ପାଇଁ ଶ୍ରୀଲଙ୍କାକୁ ୧୫ ନିୟୁତ ଡଲାର ସହାୟତା ଦେବାକୁ ଘୋଷଣା କରିଛନ୍ତି
2. ରାଜ୍ୟରେ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପ୍ରଥମରୁଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ରେଡିଓରେ ପାଠ ପଢାଯିବ। ବିଦ୍ୟାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ୨୮ରୁ ରେଡିଓ ଜରିଆରେ ପାଠପଢା ହେବ ।
3. କାମ୍ବୋଡ଼ିଆରେ ଲ୍ୟାଣ୍ଡ ମାଇନ୍ସ ଠାବ କରିବାରେ ସଫଳ ହୋଇଥିବା ଏକ ମୂଷାକୁ ସ୍ବର୍ଣ୍ଣ ପଦକ ବିଜେତା ଭାବେ ଘୋଷଣା କରାଯାଇଛି। ଆଫ୍ରିକାରୁ ଅଣାଯାଇଥିବା ଏହି ମୂଷାର ନାମ ମାଗୱା। ୭ ବର୍ଷ ମଧ୍ୟରେ ଏହି ମୂଷାଟି ୩୯ଟି ଲ୍ୟାଣ୍ଡ ମାଇନ୍ସ ଓ ୨୮ ବିସ୍ଫୋରକ ଠାବ କରିବାରେ ସଫଳ ହୋଇଛି।
4. ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଯଶୱନ୍ତ ସିଂ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଅର୍ଥମନ୍ତ୍ରୀ ଭଳି ବହୁ ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳି ଥିଲେ।
5. କୃଷି ବିଧେୟକକୁ ନେଇ ନାରାଜ ଥିବା ଅକଳୀ ଦଳ ଶନିବାର ନିଜକୁ ଶାସକ ଏନଡିଏରୁ ପ୍ରତ୍ୟାହାର କରି ନେଇଛି। ଅକାଳୀ ଦଳ ମୁୁଖ୍ୟ ସୁଖବୀର ସିଂହ ବାଦଲ ପାର୍ଟି କୋର କମିଟି ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
6. ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି (ଆଇଏନଏସ)ର ନୂତନ ସଭାପତି ଭାବେ ‘ହେଲ୍ଥ ଆଣ୍ଡ ଦି ଆଣ୍ଟିସେପ୍ଟିକ’ର ଏଲ ଆଦିମୁଲାମ ୨୦୨୦-୨୧ ପାଇଁ ନିର୍ବାଚିତ ହୋଇଛନ୍ତି।
7. ରାଜ୍ୟରେ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପ୍ରଥମରୁଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ରେଡିଓରେ ପାଠ ପଢାଯିବ। ବିଦ୍ୟାର୍ଥୀଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ୨୮ରୁ ରେଡିଓ ଜରିଆରେ ପାଠପଢା ହେବ।
8. ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ ।
9. ଗୋଟିଏ ସରକାରୀ କଂପାନିକୁ ଆଉ ଏକ ସରକାରୀ କଂପାନିକୁ ବିକ୍ରି କରି କେନ୍ଦ୍ର ସରକାର ତାହାକୁ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ପ୍ରତ୍ୟାହାର ଭାବେ