Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
3191 24-02-2021 Odia
  1.  ମହାରାଷ୍ଟ୍ରରେ ପତଞ୍ଜଳୀର କରୋନିଲ ଔଷଧର ବିକ୍ରି ହୁ ଏବଂ ଏଆଇଏମଏ ପରି ସକ୍ଷମ ସ୍ଵାସ୍ଥ୍ୟ ସଂସ୍ଥାର ବିନା ଅନୁମତିରେ ହୋଇ ପାରିବ ନାହିଁ। ଆଇଏମଏ ମଧ୍ୟ କରୋନିଲର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛି। ହୁ ମଧ୍ୟ କୋଭିଡ୍ ଉପଚାର ପାଇଁ ପତଞ୍ଜଳୀ ଆୟୁର୍ବେଦକୁ କୌଣସି ପ୍ରକାରର ସ୍ଵୀକୃତି ଦେବାକୁ ମନା କରିଛି।
  2. ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନର ହୋଇ ଅଦ୍ୟାବଧି ନିଖୋଜ ଥିବା ୧୩୫ ଜଣ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମୃତ ଘୋଷଣା କରାଯାଇଛି। 
  3. ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମଶେରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଧାନମନ୍ତ୍ରୀ ଓଲିଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଆଗାମୀ ୧୩ ଦିନ ଭିତରେ ସଂସଦ ଅଧିବେଶନ ଡକାଇବାକୁ କହିଛନ୍ତି।
  4. କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ  କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି।
  5. କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଗତକାଲି (୨୨ ଫେବୃଆରୀ)ଠାରୁ ମହାରାଷ୍ଟ୍ରର ଅମରାବତୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରାଯାଇଛି
  6. ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି।
  7. ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି |
  8. ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ବୈଠକରେ ଭାରତୀୟ ସେନା ନିମନ୍ତେ ୧୧୮ଟି ଅର୍ଜୁନ ମାର୍କ ୧ଏ ଯୁଦ୍ଧ ଟ୍ୟାଙ୍କ ଖରିଦକୁ ଅନୁମୋଦନ ଦିଆଯାଇଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ରହିବା ଅଟକଳ କରାଯାଉଛି ।
  9.  ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି 
  10. ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୦.୯୩ ଟଙ୍କା ହୋଇଛି । ସେହିଭଳି ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ ପାର୍‌ କରିଗଲାଣି । 
  11. ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମେରିଟାଇମ ବୋର୍ଡ ଗଠନ ହେବ।
  12. ଇରାକ ରାଜଧାନୀ ବାଗଦାଦରେ ଆମେରିକା ଦୂତାବାସ ଉପରେ ୩ଟି ରକେଟ୍‌ ମାଡ଼ ହୋଇଛି। ଏଥିରୁ ଗୋଟିଏ ଗ୍ରିନ୍‌ ଜୋନ୍‌ରେ ପଡ଼ିଥିବା ବେଳେ ଦ୍ବିତୀୟଟି ପାଖାପାଖି ଅଞ୍ଚଳରେ ପଡ଼ିଥିବା ସୂଚନା ମିଳିଛି। 
  13.  ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖଠାରୁ ଦିବ୍ରୁଗଡ଼ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି 
  14. ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 
  15. ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି।
  16. ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
  17. ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ୍ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି ।
  18. ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ରକୁ ମଞ୍ଜୁର କରିଛନ୍ତି।
  19. ମହାନଗର ନିଗମ ଓ ପୌର ନିର୍ବାଚନ ଏବେ ହୋଇ ନ ପାରେ। ନିର୍ବାଚନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି। 
  20. କଲର୍ସ ଟିଭି ରିୟଲିଟି ଶୋ’ ବିଗ୍‌ବସ୍‌-୧୪ର ଫଳ ପ୍ରକାଶ ପାଇଛି। ରୁବିନା ଦିଲା ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି। ସିଙ୍ଗର ରାହୁଲ ବୈଦ୍ୟ ପ୍ରଥମ ରନର୍ସଅପ୍ ହୋଇଛନ୍ତି।
600 Y
3192 24-02-2021 English
  1. Maharashtra Police Commissioner Shailesh Naval on Tuesday announced a night curfew in Aurangabad from 11 pm to 6 am till March 8.
  2. Petrol price today neared the  91 per litre mark in the national capital and diesel crossed  81 a litre, as fuel prices were hiked again after a two-day pause.
  3. The Defence Acquisition Committee of the Defence Ministry today granted an 'Acceptance of Necessity', paving the way for the Army to acquire 118 Arjun Mk-1A tanks in a deal worth  8,400 crore. 
  4. The Centre on Tuesday signed an agreement with Asian Infrastructure Investment Bank (AIIB) for borrowing $304 million (over  2,200 crore) to improve power transmission network in Assam.
  5. Some farmers in Haryana destroyed their wheat crop in protest against the Centre's new agriculture laws, prompting political and farmer leaders to appeal to them not to resort to such drastic measures.
  6. Prime Minister Narendra Modi today said his government is taking a holistic approach to healthcare in the country and is not just focused on treatment but also wellness.
  7.  The Aam Aadmi Party (AAP) on Tuesday won 27 seats in Surat Municipal polls to emerge as the main opposition party in the local body.
  8.  Mohan Delkar, an independent MP from Dadra and Nagar Haveli, was found dead at a Mumbai hotel, the police confirmed suicide.
  9. The  former Chief Minister Bhupinder Singh Hooda on Monday said that the party has decided to bring a no-confidence motion against the BJP-JJP government in Haryana.
  10. 136 people who went missing after a glacier burst in Uttarakhand's Chamoli flash floods will be declared dead, officials have said.
  11. Bhim Army chief Chandrashekhar Azad along with his supporters staged a sit-in after he was prevented by police from meeting the Unnao victim on Monday, official sources said.
  12. Union Minister Shripad Naik will be discharged from a hospital in Goa's Bambolim on February 24.
  13. Additional sessions Judge Dharmendra Rana granted the bail to Disha subject to the furnishing of two sureties of Rs 100,000 each. 
  14. Lakha Sidhana, who is wanted in connection with the violence in Delhi on Republic Day, on Tuesday attended a public meeting in Punjab's Bathinda in support of the ongoing farmers' agitation against the Centre's agri laws.
  15. The Supreme Court appointed expert committee on Tuesday held discussions with representatives of the All lndia Kisan Coordination Committee (AIKCC) and sought their viewpoints on the farm legislations.
  16. The Kerala High Court on Monday  Directed the police to register a case against a woman who had made a false complaint that she was raped by a junior health inspector while under quarantine. 
  17. More than two years after his arrest in the Elgar Parishad-Bhima Koregaon case, the Bombay High Court on Monday granted conditional bail to poet and writer Pendyala Varavara Rao for six months on medical grounds. 
  18. The Directorate General of Civil Aviation (DGCA) has given necessary clearance to Kushinagar airport, to make it Uttar Pradesh's third licensed international airport
  19.  The Centre plans to permit sale of 50 per cent of coal/lignite produced by captive blocks, a move aimed at augmenting the production and increasing the availability of dry fuel.
  20. The Crime Branch of Delhi Police has arrested two persons, including the president of Kashmir United Front organisation, from Jammu in connection with Red Fort riot violence.The accused have been identified as Mohinder Singh (45), a resident of Chatta Mill, Satbari, Jammu, and Mandeep Singh (23), a resident of Gole Gujral, Jammu.

 

686 Y
3193 20-02-2021 Odia
  1. ୯ ମାସର ଉତ୍ତେଜନା ପରେ ଉଭୟ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଉଭୟ ପକ୍ଷ ପର୍ଯ୍ୟାୟ କ୍ରମେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ବଳଙ୍କୁ ପଛକୁ ହଟାଇବା ପାଇଁ ରାଜି ହୋଇଥିଲେ । ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଯାଇଛି । 
  2. ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମାଇବାକୁ ଏବେ ସରକାର ଦେଶରେ ଇଲେକଟ୍ରିକ୍‌ ଟ୍ରାକ୍ଟର ଆଣିବାକୁ ଯୋଜନା ଚଳାଇଛନ୍ତି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି।
  3. ପାଖାପାଖି ୨୦ ପ୍ରତିଶତ କମ୍ପାନୀ ୨୦୨୧ରେ ଡବଲ ଡିଜିଟ୍‌ ଇନକ୍ରିମେଣ୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। 
  4. ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ନାଟ୍ୟ ମଣ୍ଡପ କୋଣାର୍କରେ ଉଦଘାଟନ ହୋଇଛି ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ । ଏହାକୁ ଉଦଘାଟନ କରିଛନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର ।
  5.  କରୋନା ଟିକାକରଣରେ ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଦେଶରେ ଟିକାକରଣରେ ୭୫ ପ୍ରତିଶତ ପୂରଣ କରିଥିବା ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ମଧ୍ୟରେ ଓଡ଼ିଶାରେ ୮୧. ୮ ପ୍ରତିଶତ ରେକର୍ଡ କରାଯାଇଛି।
  6. କରୋନା ସଂକ୍ରମଣ ମାମଲାକୁ ଦେଖି ଓଡିଶା ସରକାର ସତର୍କ ହୋଇ ଉଠିଛନ୍ତି। ଏ ନେଇ ରାଜ୍ୟ ସରକାର ସାନି ସତର୍କତା ଜାରି କରିଛନ୍ତି।
  7. ପୁରୀରେ ଖୁବଶୀଘ୍ର ତିଆରି ହେବ ବିମାନ ବନ୍ଦର । ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ଗ୍ରହଣ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏୟାରପୋର୍ଟ ପାଇଁ ସ୍ଥାନ ନିରୂପଣ ଏବଂ ଭିତ୍ତିଭୂମି ତଦାରଖ ପାଇଁ ଆସନ୍ତା ସପ୍ତାହରେ ପୁରୀ ଆସିବ କେନ୍ଦ୍ରୀୟ ଟିମ୍‌ ।
  8. ଏକାମ୍ର କ୍ଷେତ୍ର ପାଇଁ ସ୍ଥଗିତ ରହିଲା ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ । ବହୁ ବାଦ ବିବାଦ ପରେ ଏହି ଡ୍ରାଫ୍ଟ ବାଇଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
  9. ଏଣିକି ଅନ୍‌ଲାଇନ୍‌ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ବିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  10. ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ । କଡ଼ା ସୁରକ୍ଷା ବଳୟରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏହି ବଲିଉଡ଼୍‌ ଅଭିନେତ୍ରୀ ।
  11. ଆଇପିଏଲ ନିଲାମର କିଛି ସମୟ ପୂର୍ବରୁ ବାମହାତୀ ସିମର ଚେତନଙ୍କ ବ୍ରେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିବାବେଳେ ରାଜସ୍ଥାନ ରୟାଲ୍ସ ୧ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି।
  12. ପୂର୍ବ ଲଦାଖ୍‌‌ରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍‌ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। 
  13. କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଦାଖଲ କରିଥିବା ଜବାବର ପ୍ରତିଜବାବ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି।
  14. ଜମ୍ମୁ କାଶ୍ମୀରରେ ଆଜି ୨ଟି ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।
  15. ପ୍ରିନ୍ସ ହାରି ଏବଂ ପତ୍ନୀ ମେଘନ୍‌ ମାର୍କେଲ ବ୍ରିଟିଶ ରାଜ ପରିବାର ସହ ସେମାନଙ୍କର ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ରାଣୀ ଏଲିଜାବେଥ୍‌ ଏକ ଘୋଷଣା କରି କହିଛନ୍ତି, ହାରି ଏବଂ ମେଘନ୍‌ ରାଜ ପରିବାର କାର୍ଯ୍ୟକାରୀ ସଦସ୍ୟ ଭାବେ ଆଉ ଫେରିବେ ନାହିଁ। 
  16. ପୁଡୁଚେରୀରେ କଂଗ୍ରେସ ନେତୃତ୍ବାଧୀନ ସରକାର ଏବେ ଟଳମଳ ସ୍ଥିତିରେ ରହିଛି। ଆଗାମୀ ୨୨ ତାରିଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆଜି ଉପରାଜ୍ୟପାଳ କହିଛନ୍ତି। 
  17. ଆଗକୁ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରି ଆଦି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲା ବେଳେ ଏବେ ନାଗରିକ ସଂଶୋଧନ ଆଇନ(ସିଏଏ) ପୁଣି ଥରେ ଚର୍ଚ୍ଚାକୁ ଫେରିଛି।
  18. ଗତରାତି (ଶୁକ୍ରବାର) ପ୍ରାୟ ୨:୩୦ ସମୟରେ ‘ନାସା’ର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’ ମଙ୍ଗଳ ଗ୍ରହରେ ଅବତରଣ କରିଛି। ମଙ୍ଗଳ ଗ୍ରହରେ ଜୀବସତ୍ତା ଥିଲା କି, ନାହିଁ, ଜାଣିବା ନିମନ୍ତେ ସେଠାରୁ ଏହି ରୋଭର୍‌ ଶିଳା ନମୁନା ସଂଗ୍ରହ କରି ଫେରିବ। 
  19. ଗତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ଚାରିଜଣ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍‌ ପ୍ରଥମ କରି ଉଲ୍ଲେଖ କରିଛି।
  20. ଓଡ଼ିଶା ତୀରନ୍ଦାଜି ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି।
655 Y
3194 20-02-2021 English
  1. Railway Minister Piyush Goyal on Friday dedicated a series of projects for the development of rail infrastructure in poll-bound West Bengal.
  2. The number of deaths in the glacial disaster to 62, even as search and rescue operations continued on Friday for the 13th day at the NTPC's Tapovan-Vishnugad hydel project site.
  3. External Affairs Minister S Jaishankar on Friday launched India's website for five-nation grouping BRICS.
  4. Swedish climate activist Greta Thunberg has extended support to 22-year-old Disha Ravi in India
  5. West Bengal Governor Jagdeep Dhankhar on Friday said that the state should change towards the path of development.
  6. Jailed Rashtriya Janata Dal leader Lalu Yadav's bail plea in a case linked to the fodder scam was rejected by the Jharkhand High Court
  7. Yoga teacher Ramdev today released a research paper on what he called the "first evidence-based medicine for COVID-19 by Patanjali" - Coronil -- in presence of Union Health Minister Harsh Vardhan and Union Minister Nitin Gadkari.
  8. Climate activist Disha Ravi - arrested over a farmers' protest toolkit linked to Republic Day violence in Delhi - has been sent to jail for three days after she was produced in a court today by Delhi Police
  9. Eight months after a fierce border clash at Galwan Valley in eastern Ladakh, China has officially acknowledged casualties and named four officers and soldiers that it said were killed.
  10.  Bollywood actor Kangana Ranaut on Tuesday withdrew her suit filed in a civil court here against the notice issued by the Municipal Corporation of Greater Mumbai for alleged illegal merger of flats.
  11. Of the 1,04,49,942 doses administered, Joint Secretary in the Union Health Ministry, Mandeep Bhandari, said 70,52,845 vaccine doses were administered to healthcare workers
  12. Two of the poisoned girls died on way to hospital while the third one is battling for life in a Kanpur hospital. 
  13. Prime Minister Narendra Modi on Friday said India is devoting great importance to solar energy to ensure a stronger fight against climate change and also connect the country's farmers with the solar sector.
  14. Meet Swati Mohan, the Indian-origin scientist who helped NASA land rover on Mars
  15. Africa has surpassed 100,000 confirmed deaths from COVID-19 as the continent praised for its early response to the pandemic now struggles with a dangerous resurgence and medical oxygen often runs desperately short.
  16.  President Joe Biden and Vice-President Kamala Harris on Friday congratulated NASA for proving the power of science and American ingenuity after the US space agency's Perseverance rover nailed a historic landing on Mars, in the first step in the search for signs of ancient microbial life on the Red Planet.
  17. Petrol price on Friday was hiked by 31 paise per litre and diesel by 33 paise, according to a price notification of state-owned fuel retailers.
  18. The partnership, under the Flipkart 'Samarth' programme, would enable the artisans, weavers, craftsmen and small industries to showcase their products from the house of Flipkart.
  19. The total number of passengers flown by the Indian carriers on domestic routes in January 2020 was 1.27 crore.
  20. A BJP youth leader was arrested Friday evening in Bengal's Kolkata for allegedly carrying 100 gm cocaine.
677 Y
3195 19-02-2021 Odia
  1. ଭବିଷ୍ୟତର ୧୦୦ ଉଦୀୟମାନ ନେତାଙ୍କ ତାଲିକା ଜାରି କରିଛି ‘ଟାଇମ୍‌’ ମାଗାଜିନ। ଏଥିରେ ଏକମାତ୍ର ଭାରତୀୟ ଭାବେ ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦଙ୍କ ନାମ ସ୍ଥାନ ପାଇଛି। 
  2. ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। 
  3. ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ଯୌନବ୍ୟଭିଚାର ସଂକ୍ରାନ୍ତ ତଦନ୍ତକୁ ବନ୍ଦ କରାଇ ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ।
  4. ଗତ ବର୍ଷ ହୋଇଥିବା ଗଲଓ୍ବାନ ଉପତ୍ୟାକା ସଂଘର୍ଷ ଘଟଣାରେ ପ୍ରକୃତରେ ୪୫ ଜଣ ଚୀନ ସୈନ୍ୟ ମୃତ୍ୟୁବରଣ କରିଥିଲେ ବୋଲି ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି ।
  5. ଅଷ୍ଟ୍ରେଲିଆରେ ବହୁଳ ଭାବରେ ଚାଷ ହେଉଥିବା ଇଣ୍ଡିଗୋ ରୋଜ ଟମାଟୋ (କଳା ଟମାଟୋ)ର ଚାଷ ବର୍ତ୍ତମାନ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି |
  6. ପୁଡୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ବାମୀଙ୍କୁ ୨୨ ଫେବୃଆରୀ  ସନ୍ଧ୍ୟା ୫ରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରାଇବାକୁ ନିର୍ଦେଶ ଦେଇଛନ୍ତି।
  7. ଜେଡିୟୁ ୨୦୬ ଏଲଜେପି ନେତାଙ୍କୁ ସାମିଲ କରିବା ପରେ ଆଦସିପି ସିଂହ କହିଛନ୍ତି, ‘ଆଜି ଯିଏ ବି ନେତା ନିଜ ଦଳ ଛାଡ଼ି ଜେଡିୟୁରେ ସାମିଲ ହୋଇଛନ୍ତି ସମସ୍ତେ ଏଲଜେପିର ପଦାଧିକାରୀ ଥିଲେ।
  8. କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ବାସ୍ତବରେ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପରୁ ଭାରତୀୟ ଶିକ୍ଷା ବୋର୍ଡର ଆରମ୍ଭ ପାଇଁ ମଞ୍ଜୁରି ପ୍ରଦାନ କରିସାରିଛନ୍ତି । ଏହା ଭାରତୀୟ ଜ୍ଞାନ ପଦ୍ଧତି ଉପରେ ଆଧାରିତ ଏକ ବୋର୍ଡ ହେବ ।
  9. ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ବର୍ତ୍ତମାନ ସୁଧା ଏହି ଷ୍ଟାର୍‌ମାନେ ତୈଳଦର ବୃଦ୍ଧି ସମ୍ପର୍କରେ ପଦୁଟିଏ ବି କହି ନାହାନ୍ତି।
  10.  ପର୍ସିଭେରେନ୍ସ ରୋବର୍ ହେଉଛି ଚତୁର୍ଥ ପୀଢ଼ିର ରୋବର୍। ଏହି ରୋବର ମଙ୍ଗଳର ଜଜେରୀ ଫ୍ରିଟରରେ ଓହ୍ଲାଇବ ବୋଲି ଜଣାଯାଇଛି। କୁହାଯାଉଛି ଯେ, ମଙ୍ଗଳର ଏହି ଅଂଶରେ ପାଣି ପୂରା ଭରି ରୁହେ, ତେଣୁ ଏଠି ଜୀବନର ସତ୍ତା ଖୋଜିବ ରୋବର୍। ପୃଥିବୀର ଆରମ୍ଭ ସମୟର ପରିବେଶ ସହ ଏହି ଅଞ୍ଚଳର ପାଣିପାଗ ପ୍ରାୟତଃ ସମାନ ରହିଥିବା ନେଇ ବି ସୂଚନା ମିଳିଛି, ଆଉ ଏହା ଜଣାପଡିବା ପରେ ଏହି ରହସ୍ୟକୁ ଭେଦିବାକୁ ଚେଷ୍ଟା କରାଯାଇଛି।
  11. ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍‌ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି।
  12. ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଟିକା ମିଳିନି।
  13. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ, ପଟିଆଲାରେ ଖେଳା ଯାଉଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସଫଳତା । ପ୍ରତିଯୋଗିତା ଆରମ୍ଭ ଦିନରେ ଦୂତୀ ୧୦୦ ମିଟର ରେସରେ ଜିତିଛନ୍ତି ।
  14. ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗେଟସ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକର ନାମ ‘ହାଓ ଟୁ ଆଭଏଡ ଏ କ୍ଲାଇମେଟ ଡିଜାଷ୍ଟର’ (ଜଳବାୟୁ ବିପର୍ଯ୍ୟୟରୁ କେମିତି ବଞ୍ଚିବା)। ଏହି ପୁସ୍ତକ ଜରିଆରେ ସେ ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ ଅନେକ କଥା ଲେଖିଛନ୍ତି।
  15. କେରଳର ମତଦାନ ପୂର୍ବରୁ ଭାରତର କିମ୍ବଦନ୍ତୀ "ମେଟ୍ରୋ ମ୍ୟାନ୍" ଇ ଶ୍ରୀଧରନ୍ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ୮୮ବର୍ଷୀୟ ଇ ଶ୍ରୀଧରନ୍ ରବିବାର କେରଳରେ ହେବାକୁ ଥିବା ବିଜୟ ଯାତ୍ରା ସମୟରେ ଦଳରେ ଯୋଗଦେବାର ସମ୍ଭାବନା ରହିଛି
  16.  ନିକଟରେ ପ୍ରଧାନମନ୍ତ୍ରୀ ମାତୃତ୍ବ ବନ୍ଧନ ଯୋଜନା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ପିଏମ୍‌ଏମ୍‌ଭିୱାଇ କାର୍ଯ୍ୟକାରୀ କରାଯାଇନାହିଁ।
  17. ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏକ ଅଭାବନୀୟ ଘଟଣା‌ ଘଟିଛି। ୨ ଜଣ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ମୃତଦେହ ଏକ ପଡ଼ିଆରୁ ଉଦ୍ଧାର ହୋଇଛି। 
  18.  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ୨୯୦୧୯ ମସିହାରେ ଆଗତ ଯୌନ ନିର୍ଯାତନା ମାମଲାକୁ ସୁପ୍ରିମକୋର୍ଟ ଆପଣା ଛାଏଁ ବନ୍ଦ କରିଦେଇଛନ୍ତି।
  19. ସାମାଜିକ ଦୃଷ୍ଟିଭଙ୍ଗୀରୁ ମଣିଷର କେଉଁ ଅଙ୍ଗ ‘ବ୍ୟକ୍ତିଗତ ଅଙ୍ଗ’ ତାହା ନିର୍ଦ୍ଧାରଣ କରାଯାଇଥାଏ ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ପୋକସୋ କୋର୍ଟ ଜଣେ ଯୁବକକୁ ୧୦ବର୍ଷର ବାଳିକାଙ୍କ ନିତାମ୍ବକୁ ସ୍ପର୍ଶ କରିବା ଅପରାଧରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
  20.  ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଆଜି ଖେଳାଳି ନିଲାମୀରେ ୧୬.୨୫ କୋଟି ଟଙ୍କାରେ ନିଲାମ ହୋଇ ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ। 
672 Y
3196 19-02-2021 English
  1. Nigeria's Ngozi Okonjo-Iweala was appointed as Director-General of the World Trade Organisation (WTO), the leading international trade body.
  2. Bhim Army chief Chandrashekhar Aazad is on TIME's list of 100 "emerging leaders
  3. Prime Minister Narendra Modi will address the convocation of Visva-Bharati University on Friday at 11 am via video conferencing.
  4. After Rajasthan, petrol price on Thursday crossed the  100 per litre mark in Madhya Pradesh after fuel rates were increased for the tenth day in a row.
  5. Prime Minister Narendra Modi will chair the sixth meeting of the Governing Council of NITI Aayog on February 20 via video conferencing.
  6. The Congress government in Puducherry will face a test of strength on Monday, Lieutenant Governor Tamilisai Soundararajan said today, citing the opposition's stand that the ruling party no longer enjoyed a majority.
  7. The bypoll to the Karnataka Legislative Council seat which fell vacant due to the death of Council deputy speaker S L Dharmegowda will take place on March 15, the Election Commission said on Thursday.
  8. E Sreedharan, the legendary "Metro Man" of India, is set to join the BJP months ahead of polls in Kerala
  9. India will make up the biggest share of energy demand growth at 25% over the next two decades, as it overtakes the European Union as the world's third-biggest energy consumer by 2030.
  10. Senior Assam minister Himanta Biswa Sarma on Wednesday said that he communicated to state BJP chief Ranjeet Kumar Dass a year ago that he did not wish to contest the 2021 assembly election.
  11. Myanmar's generals came under increased diplomatic pressure Thursday over the coup that deposed Aung San Suu Kyi, as India joined the United States and other countries in calling for a restoration of democracy, and Britain and Canada announced sanctions against the junta.
  12. The budget session of the state legislature is scheduled to commence in Mumbai from March 1.
  13. The assembly resolution on Naga political issue was moved by Chief Minister Neiphiu Rio and seconded by Leader of Opposition T R Zeliang following a day-long discussion in the house Tuesday.
  14. A study by the International Energy Agency’s Clean Coal Centre (IEACCC) has stated that coal burning is responsible for heavy air pollution in India.
  15. The Prime Minister has laid the foundation stone of a Maharaja Suheldev memorial and the development work of Chittaura lake in Uttar Pradesh’s Bahraich district.
  16.  A group of palaeontologists have discovered fossils of coelacanth, a giant fish regarded as an iconic example of a “living fossil.”
  17. Five Chinese military officers and soldiers were killed in last year's Galwan Valley clash in eastern Ladakh with the Indian Army, the People's Liberation Army (PLA) officially acknowledged for the first time on Friday.
  18. Congress and the Left parties will hold a joint election rally on February 28 at Brigade Parade Ground in Kolkata.
  19. US President Joe Biden's administration on Thursday offered talks with Iran led by European allies and reversed two largely symbolic steps against Tehran imposed by Donald Trump, as it sought to salvage a nuclear deal on the brink of collapse.
  20. After seven months in space, NASA's Perseverance rover survived a nail-biting landing phase to touch down gently on the surface of Mars on Thursday, ready to embark on its mission to search for the signs of ancient microbial life.
860 Y
3197 18-02-2021 Odia
  1. ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା ହୋଇଛି। ୨ଶହ କୋଟିର ସମଲେଇ ଯୋଜନା ଘୋଷଣା କରାଯାଇଛି।
  2.  ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ୍ ଏରିଆ କରାଯିବ। କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ।
  3.  ସିଡିିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକିଛନ୍ତି। ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ।  
  4. ମିଳିତ କୃଷକ ସଂଗଠନ କାଲି ସାରା ଦେଶରେ ରେଳରୋକ୍  କରିବ ବୋଲି ଡାକରା ଦେଇଛି। ସାରା ଭାରତରେ ୪ଘଣ୍ଟା ପାଇଁ ରେଳ ରୋକ୍ କରିବେ ଆନ୍ଦୋଳନରତ ଚାଷୀ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ 
  5. ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଦାୟର କରିଥିବା ଅପରାଧିକ ମାନହାନି ମକଦ୍ଦମାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି ।
  6. (ବୁଧବାର) ପ୍ରଥମ ଥର ପାଇଁ ରାଜସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି।
  7. ଦେଶରେ ପ୍ରଚଳିତ ଥିବା ନାବାଳକ ଆଇନ ବା ଜୁଭେନାଇଲ୍‌ ଜଷ୍ଟିସ୍‌ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ପ୍ରଦାନ କରିଛି।
  8. ନେପାଳକୁ ବିଜେପିର ସମ୍ପ୍ରସାରଣ ପ୍ରସଙ୍ଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି ବିରୋଧରେ ମଙ୍ଗଳବାର ଦିନ କାଠମଣ୍ଡୁ ଆପତ୍ତି କରିଛି।
  9. ‘ଟୁଲ୍‌କିଟ୍‌’ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତା ମୁମ୍ବାଇର ଓକିଲ ନିକିତା ଜାକୋବ୍‌ଙ୍କୁ ମୁମ୍ବାଇ ହାଇକୋର୍ଟ ୩ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। 
  10. ମାନବାଧିକାର ପାଇଁ ଲଢ଼ୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ୧୭.୬୬ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। 
  11. ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ। 
  12. ସ୍ୱାଧୀନ ଭାରତ ଇତିହାସରେ ପ୍ରଥମଥର ଜଣେ ମହିଳା କଏଦୀଙ୍କୁ ଫାଶୀ ଦିଆଯିବ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଏକମାତ୍ର ମହିଳା ଫାଶୀଘରରେ ଶବନମଙ୍କୁ ଫାଶୀ ଦଣ୍ଡ ଦିଆଯିବ। 
  13. ସାମ୍ବାଦିକ ରାଜଦୀପ୍‌ ସରଦେଶାଇଙ୍କୁ ଆଶ୍ୱସ୍ତି । ରାଜଦୀପ୍‌ଙ୍କ ବିରୋଧରେ କୋର୍ଟ ଅବମାନନା ନେଇ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ସ୍ପଷ୍ଟ କଲେ ସୁପ୍ରିମକୋର୍ଟ । 
  14.  ମଙ୍ଗଳବାର ଗୁଏନିଆରେ ଇବୋଲାର ନୂଆ ମାମଲା ସାମ୍ନାକୁ ଆସିବାପରେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ହୁ ଏପରି ସତର୍କତା ଜାରି କରିଛି । ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଏନେଇ କହିଛି ଯେ, ପୂର୍ବ ସଂକ୍ରମଣକୁ ବିଚାର କଲେ ଏହାର ପୁଣିଥରେ ପୁନଃରୁଥାନ ହୋଇଛି ।
  15.  ଇୟୁରେପିଅନ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଏବଂ ଅନ୍ୟ ଦୁଇଟି ଅନୁଷ୍ଠାନର ମିଳିତ ସହଯୋଗରେ ଗୁଗୁଲ୍‌ କଭିଡ୍‌-୧୯ରେ କ୍ଷତି ସହିଥିବା ଛୋଟ ଏବଂ ମଧ୍ୟମ ଧରଣର କମ୍ପାନୀମାନଙ୍କୁ ୭୫ ମିଲିୟନ୍‌ ଡଲାର୍‌ର ସହଯୋଗ କରିବାକୁ ଘୋଷଣା କରିଛି ।
  16. ରାଜ୍ୟସରକାର କଳିଙ୍ଗ ଷ୍ଟୁଡିଓକୁ ନବକଳେବର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ ଅଫ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ନିର୍ମାଣ ହେବ ।
  17. ଣିକି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ମିଳିବ ଟ୍ରାନ୍ସଫର ସାର୍ଟିଫିକେଟ(ଟିସି) ଓ କଣ୍ଡକ୍ଟ ସାର୍ଟିଫିକେଟ (ସିସି)। ମାର୍ଚ୍ଚରୁ ୨୦ଟି କ୍ଷେତ୍ରରେ ଅନ୍‌ଲାଇନ୍‌ ସୁବିଧା ପ୍ରଦାନ କରାଯିବ। ଏଣିକି ପଞ୍ଚାୟତସ୍ତରରେ ଥିବା ଜନସେବା କେନ୍ଦ୍ରରେ ମିଳିବ ଟିସି ଓ କ‌ଣ୍ଡକ୍ଟ ସାର୍ଟିଫିକେଟ୍‌। 
  18. ସୀମାନ୍ତରେ ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପକ୍ଷରୁ ନିର୍ମିତ ଶିବିର ଓ ଭିତ୍ତିଭୂମିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଉଛି। ଫିଙ୍ଗର ୪ ଓ ଫିଙ୍ଗର ୮ ମଧ୍ୟସ୍ଥ ଅଞ୍ଚଳରେ ୨୦୨୦ ଏପ୍ରିଲ ପରଠାରୁ ହେଲିପ୍ୟାଡ, ଜେଟ୍ଟି, ନିରୀକ୍ଷଣ କେନ୍ଦ୍ର ଇତ୍ୟାଦି ଯେତେ ଯାହା ନିର୍ମାଣ ହୋଇଥିଲା ସବୁଗୁଡ଼ିକୁ ଭଙ୍ଗାଗଲାଣି। 
  19. ଜିଏସଟି ନିଅଣ୍ଟ ପୂରଣ ପାଇଁ କେନ୍ଦ୍ର ସ୍ବତନ୍ତ୍ର ବାତାୟନ ମାଧ୍ୟମରେ ସଂଗ୍ରହ ହୋଇଥିବା ୩୫୮୪.୧୭ କୋଟି ଟଙ୍କା ପ୍ରଦାନ କରିଛି। ଜିଏସଟି କ୍ଷତିପୂରଣ ନିଅଣ୍ଟ ପୂରଣ କରିବା ପାଇଁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସୋମବାର ରାଜ୍ୟକୁ ୫୦୦୦ କୋଟି ଟଙ୍କା ୧୬ତମ ସାପ୍ତାହିକ କିସ୍ତି ବାବଦରେ ପ୍ରଦାନ କରିଛି। 
  20. ଟେଲିକମ୍‌ କମ୍ପାନୀଗୁଡ଼ିକ ଏପ୍ରିଲ ପହିଲାରୁ କଲ୍‌ର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ ମଧ୍ୟ ଦର ବୃଦ୍ଧି ଜାରି ରହିବ। ରେଟିଂ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ମିଳିଛି।        (Collected from mass media)
712 Y
3198 18-02-2021 English
  1. Union minister Harsh Vardhan on Wednesday said 90 lakh doses of coronavirus vaccines have been administered in the country so far.
  2. Former Lok Sabha MP from Amethi and Rae Bareli and a long time Gandhi family loyalist Captain Satish Sharma passed away in Goa tonight after a brief illness. He was 73.
  3. Additional Chief Metropolitan Magistrate Ravindra Kumar Pandey dismissed the complaint filed by Akbar saying that no charges were proved against  journalist Priya Ramani in MJ Akbar’s criminal defamation case
  4.  Congress leader Rahul Gandhi on Wednesday said the killing of his father Rajiv Gandhi in 1991 brought him tremendous pain but he nursed no anger or hatred towards those responsible for it.
  5. The railways has deployed 20 additional companies of the RPSF across the country, with focus on Punjab, Haryana, Uttar Pradesh and West Bengal, in the wake of the “rail roko” called on Thursday by farmer groups protesting against the Centre’s new agri laws.
  6. Jacob will now have to move appropriate courts in Delhi—either the Delhi High Court or the sessions court—to seek anticipatory bail. These hearings will be important as they will look into the merits of the case, something the Bombay High Court did not address.
  7. Price of petrol crossed the Rs 100 per litre mark in Rajasthan after fuel rates were hiked .
  8. Farmers, mostly from Punjab, Haryana and Uttar Pradesh, are protesting at Delhi's borders against the legislations since November 28 last year and demanding these be repealed.
  9. The government on Wednesday approved a Rs 12,195 crore production-linked incentive (PLI) scheme for telecom gear manufacturing in India which is expected to encourage production of equipment worth Rs 2.44 lakh crore and create direct and indirect employment for about 40,000 people. The PLI scheme for telecom gear manufacturing will be operational from April 1, 2021.
  10. On April 14, 2008, Shabnam had brutally murdered seven of her family members including her father, mother, and even a 10-month old nephew. UP convict, who axed 7 kin to death, may become first woman to be hanged post Independence
  11. China has dismantled dozens of structures and moved vehicles to empty out entire camps along the Line of Actual Control (LAC)
  12. The Union Cabinet on Wednesday approved signing of a comprehensive economic cooperation agreement, a kind of a free trade pact, between India and Mauritius which is aimed at liberalising norms to boost two-way commerce
  13. The Union Cabinet on Wednesday approved enhanced delegation of financial powers to the tune of up to  200 crore under capital procurement to levels below vice-chief of Armed Forces.
  14. India, hailed as the pharmacy of the world, on Wednesday announced a gift of 200,000 COVID-19 doses for UN peacekeepers.
  15. The new SOPs by the Ministry of Health and Family Welfare and Ministry of Civil Aviation will come into effect from 23 February
  16. PM Modi will also lay the foundation stone of Inland Water Transport (IWT) Terminal at Jogighopa
  17. A total of 59.85 per cent of voters have downloaded online EPIC cards in Rajasthan so far
  18. Prime Minister Narendra Modi’s annual interaction with students 'Pariksha Pe Charcha' will be held online in this year in view of the COVID-19 pandemic, Union Education Minister Ramesh Pokhriyal ‘Nishank’ said on Thursday.
  19. Union Minister of Commerce and Industry Piyush Goyal on Wednesday invited the United States to look at India as a manufacturing base.
  20. On the occasion of Shree Panchami, a devotee of Lord Jagannath has donated specially designed gold and silver ornaments, worth over  2.33 crore, for the trinity of the 12th century shrine, Shree Jagannath Temple Administration (SJTA) in Puri said.  (Collected from mass media)
703 Y
3199 17-02-2021 Odia
  1. କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ହେଲେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା ।ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି ।
  2. ଗୋଧ୍ରା ଟ୍ରେନ ପୋଡ଼ି ୧୯ ବର୍ଷ ପରେ ଏହି ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରଫିକ ହୁସେନ ବହୁଟୁକଙ୍କୁ ପୋଲିସ  ଗିରଫ ହୋଇଛି। 
  3. ଦେଶର ୧୮୮ଟି ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ ଜଣେ ହେଲେ ନୂଆ ‌କରୋନା ରୋଗୀ ବାହାରି ନାହାନ୍ତି। ସେହିଭଳି ଗତ ୨୧ ଦିନ ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ଜଣେ ହେଲେ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। 
  4. ‘ହୁ’ ଟିମ୍‌ର ମୁଖ୍ୟ ତଦନ୍ତକାରୀ ପିଟର୍‌ ବେନ୍‌ ଏମ୍ବାର୍କ କହିଛନ୍ତି ଯେ ଉହାନରେ ହିଁ କରୋନା ଭାଇରସ୍‌ ବ୍ୟାପକ ଭାବେ ପ୍ରଥମେ ବ୍ୟାପିଥିଲା ଏବଂ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।
  5.  ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦୈନିକ ୨୪ଘଣ୍ଟାରୁ ୧୪ ଘଣ୍ଟା ପାଠ ପଢ଼। ୬ ଘଣ୍ଟା ଶୋଇବା ପାଇଁ ଓ ୪ ଘଣ୍ଟା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଦେବା ପାଇଁ ପରାମର୍ଶ ଦିଆ ଯାଇଛି  
  6.  ସ୍ମାର୍ଟ ସିଟି ରାଉରକେଲାରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l
  7. ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରି ଗୁଜବ ରଟେଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦେବୀଲାଲ ବୁରଦକ ଓ ସ୍ୱରୂପ ରାମଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲା। ଅତିରିକ୍ତ ସେସନସ୍‌ ଜଜଙ୍କ କୋର୍ଟ ମାମଲାରେ ଶୁଣାଣି  କରିଛନ୍ତି। ଉପଦ୍ରବୀଙ୍କୁ ଚୁପ କରିବା ଲାଗି ସରକାର ଏପର୍ଯ୍ୟନ୍ତ ଏହି ଆଇନର ଉପଯୋଗ କରିଆସିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ଡରାଇବା ଲାଗି ଏହାର ଉପଯୋଗ ଆଇନର ମର୍ଯ୍ୟଦା କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି।
  8.  ବ୍ରିଟେନ ପରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭୂତାଣୁ ଷ୍ଟ୍ରେନ୍‌ ଏପରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଭାରତ ମଧ୍ୟ ଏବେ ଏହି ଭୂତାଣୁ ଷ୍ଟ୍ରେନରୁ ମୁକ୍ତ ନଥିବା ମଙ୍ଗଳବାର ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମହାନିର୍ଦ୍ଦେଶକ  ବଲରାମ ଭାର୍ଗବଙ୍କ  ସୂଚନାରୁ ଜଣାପଡିଛି।
  9. ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି।
  10.  ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ପ୍ରଥମ ଭାରତୀୟ ମହିଳାଭାବରେ  ଇତିହାସ ରଚିଛନ୍ତି। 
  11.  ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଦ୍ରୀନାଥ ମନ୍ଦିର କବାଟ ଖୋଲି ଦିଆଯିବ। 
  12. ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପୋଲିସକର୍ମୀ ମଦ ସେବନ ନକରିବାର ଶପଥ ନେଇଛନ୍ତି। ଏଥିପାଇଁ କୌଣସି ପୋଲିସକର୍ମୀ ଯଦି ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତତ୍କାଳ ଚାକିରିରୁ ବରଖାସ୍ତ କରାଯିବ। 
  13.   ‘ଏମ୍ଏଯସ୍‍ ଧୋନୀ- ଦି ଅନ୍ଟୋାଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ସନ୍ଦୀପଙ୍କୁ ତାଙ୍କ ପତ୍ନୀ କାଞ୍ଚନ ଏବଂ ସାଙ୍ଗମାନେ ଗୋରେଗାଓଁସ୍ଥିତ ଫ୍ଲାଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ପରେ ତାଙ୍କୁ ଏସଭିଆର୍ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
  14.   ଦିଲ୍ଲୀର ପାମ୍‌ ଗ୍ରୀନ୍‌ ରିସର୍ଟରେ ଫେବୃଆରୀ ୧୨ରୁ ୧୪ ମଧ୍ୟରେ ତିନିଦିନ ଧରି ଆୟୋଜିତ ମିସ୍‌ ଟିନ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ଓ ତମନ୍ନା ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। 
  15.  ପାତାଳୀ ଶ୍ରୀକ୍ଷେତ୍ର ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ। ଆଜିକୁ ୧୬୦୦ ବର୍ଷ ତଳେ ମହାପ୍ରଭୂ ଏଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ। ଏଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁରୀକୁ ନିଆଯାଇ ନବକଳେବର କରାଯାଇଥିଲା।
  16. ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ସୂଚନା ମିଳିଛି। କୋଭିଡ଼୍‍ ନିୟମକୁ ପାଳନ କରିବା ସହ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 
  17.  ଗୁରୁତର ଶକ୍ତି ସଂକଟ ଆମେରିକାରେ ଅଶୋଧିତ ତୈଳ (କ୍ରୁଡ) ଉତ୍ପାଦନ ହ୍ରାସ କରିଛି।  ବଡବଡ ରିଫାଇନାରୀ ବନ୍ଦ ହୋଇଯିବା ତୈଳ ଉତ୍ପାଦନରେ ବାଧା ଉପୁଜିଥିବା ବେଳେ ପାଇପଲାଇନ୍‌ ଯୋଗାଣ ମଧ୍ୟ ଠପ ହୋଇଯାଇଛି। ଫଳରେ ନ୍ୟୁୟର୍କରେ ବର୍ଷରେ ପ୍ରଥମ ଥର କ୍ରୁଡ ବାରଲ ପିଛା ଦର ୬୦ ଡଲାରକୁ ପହଞ୍ଚିଛି। 
  18. ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜନୈକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି। ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରାଙ୍କ ୨ଟି ତଡକି ଏବଂ ୨ଟି ଝୋବା ।
  19.  କୋଭିଡ୍‌-୧୯ ମହାମାରୀ ପାଇଁ ଗତବର୍ଷ ପ୍ରଥମ ସଂସ୍କରଣ ବାଧାପ୍ରାପ୍ତ ହେବା ପରେ ଅନ୍‌ଏକାଡେମି ରୋଡ୍ ସେଫଟି ବିଶ୍ବ ସିରିଜ୍‌ ଟି-୨୦ ପ୍ରତିଯୋଗିତା ଚଳିତ ବର୍ଷ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଯାଉଛି।
  20.  ୨୦୧୬ରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି ।ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  (Collected from mass media)
685 Y
3200 17-02-2021 English
  1. President Ramnath Kovind has removed Kiran Bedi with immediate effect and handed over the additional charge of Puducherry to Telangana Governor Tamilisai Soundarajan.
  2. The Supreme Court Tuesday dismissed a plea seeking direction to the Centre to return Rs 365 crore donated by MPs from MPLADS fund to PM CARES Fund for tackling exigencies emerging from the COVID-19 pandemic.
  3. Nepal has expressed its concern over the "objectionable remarks" allegedly made by Indian Home Minster Amit Shah on "plans to expand" his Bharatiya Janata Party in neighbouring countries.
  4. Another suspect, lawyer Nikita Jacob's similar plea was heard by Justice P D Naik at the high court's principal bench in Mumbai, which said it would pass order on Wednesday.
  5. Petrol and diesel prices in the national capital stand at Rs 89.29 a litre (increase by 30 paise) and Rs 79.70 per litre (increase by 35 paise), respectively.
  6. Eleven students of AIIMS Gorakhpur had moved the Apex Court seeking its direction to allow them to sit in the first-year examinations.
  7. Police sought extension of Sidhu's custodial interrogation, saying it was required for further investigation and to identify other accused persons in the case.
  8. A court here has taken cognisance of a chargesheet filed by the Delhi Police against former Jawaharlal Nehru University Students' Union (JNUSU) President Kanhaiya Kumar and 9 others in a 2016 sedition case and summoned them on March 15.
  9. The principal and a teacher of a school here have been awarded death sentence and imprisonment for life, respectively, by a court for the rape of a Class 5 student in Bihar.
  10. Maharashtra registered 3,663 new cases of the coronavirus disease on Tuesday, 461 of them in Mumbai, after reporting 4,092 infections on Sunday, highest single-day tally in more than a month.
  11. Rashtriya Swayamsevak Sangh (RSS) chief Mohan Bhagwat met veteran Bollywood actor and former Member of Parliament Mithun Chakraborty at his Mumbai residence on Tuesday morning. 
  12. According to the agreement between India and China, the People’s Liberation Army (PLA) troops will withdraw to the east of Finger 8 at Sirijap while Indian Army soldiers will return to the Dhan Singh Thapa post between Finger 2 and Finger 3.
  13. A major road accident took place on Tuesday in Sidhi district of Madhya Pradesh. A bus carrying 54 passengers fell into a canal in Rampur Naikin police station area of Sidhi district.
  14. Uttar Pradesh Chief Minister Yogi Adityanath has introduced 'Abhyudaya Coaching' in the state to help the youth in preparing for many competitive exams like Civil, NEET and JEE.
  15. The sedition law cannot be used to "quieten the disquiet under the pretence of muzzling miscreants", a court in Delhi said while granting bail to two men accused of posting fake videos on Facebook on the farmer protests.
  16. Activist Shantanu Muluk, one of the three main accused in the "Toolkit" case, has received interim protection from arrest.
  17. The Jagannath Temple Management Committee has approved a  800-crore heritage corridor project aimed at redeveloping the surrounding area of the 12th century shrine, sources said on Tuesday.
  18. Senior UN official Siddharth Chatterjee has formally taken over as the United Nations Resident Coordinator in China
  19. The Badrinath temple will reopen for devotees on May 18 this year.
  20. Suspended Rajasthan Administrative Service officer Pinky Meena, who had been in jail for the past one month for allegedly demanding a bribe of Rs 10 lakh from a highway company, has married a judge from the Rajasthan Judicial Service.                       (Collected from mass media)
645 Y