# |
Date |
Type |
Current Affairs |
No. Of Views |
Status |
Action |
2921 |
15-07-2021 |
Odia |
- ବୁଧବାର କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା(ଡିଏ)କୁ ୧୭ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
- କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ବିଜେପିର ନେତା ନିଯୁକ୍ତ ହୋଇନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକ ରାଜ୍ୟପାଳ ହେବାପରେ ତାଙ୍କ ସ୍ଥାନରେ ପୀୟୂଷଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି।
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ସମେତ ମତଦାନ ସହ ସମ୍ପର୍କିତ ସମସ୍ତ ରେକର୍ଡ, କାଗଜପତ୍ର, ଭିଡିଓ ରେକର୍ଡି ଆଦି ସୁରକ୍ଷିତ ରଖାଯିବ।
- ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ତାହାର ଦିନକ ପୂର୍ବରୁ ଅର୍ଥାତ ୧୮ ତାରିଖ ରବିବାର ଦିନ ସରକାର ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (ଏଏଚପିଜିଆଇସି) ରେ ଏମଆରଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କରିଛନ୍ତି।
- ରାଷ୍ଟ୍ରୀୟ ଆୟୁଷ ମିଶନର ଅବଧି ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି, ବ୍ୟୟ ହେବ ୪୬୦୭ କୋଟି
- ଭୁବନେଶ୍ୱରରୁ ୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ; ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ସହ ୨ ଗିରଫ
- ୧୯୮୩ କ୍ରିକେଟ୍ ବିଶ୍ବକପ୍ ଚମ୍ପିଆନ୍ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଯଶପାଳ ଶର୍ମାଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ଯଶପାଳ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
- ଓଡ଼ିଶା ହାଇକୋର୍ଟଙ୍କ ଲଞ୍ଚ ହେବାକୁ ଯାଉଛି ଟେଲିଗ୍ରାମ ଚ୍ୟାନେଲ । ଯେଉଁଥିରେ ଆଇନୀବୀମାନଙ୍କ ପାଇଁ କୋର୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ । ତା ବ୍ୟତିତ ମହକିଲମାନେ ସେମାନଙ୍କ ମକଦ୍ଦମା, ବାବାଦୀୟ ତଥ୍ୟ, ସବିଶେଷ ତଥ୍ୟ ମଧ୍ୟ ପାଇ ପାରିବେ । ଏହା ବ୍ୟତିତ ହାଇକୋର୍ଟର କଜ୍ ଲିଷ୍ଟ , କୋର୍ଟଙ୍କ ବିଜ୍ଞପ୍ତି ଇତ୍ୟାଦି ସ୍ଥାନିତ ହେବ ।
- ଭୁବନେଶ୍ବର ଏମ୍ସରେ ଆରମ୍ଭ ହେବ ECMO ଚିକିତ୍ସା । ଏ ନେଇ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୁରୁବାର ଭୁବନେଶ୍ବର ସ୍ଥିତ ଏମ୍ସ ମେଡିକାଲର ୯ମ ପ୍ରତିଷ୍ଠା ଦିବସରେ ଏହି ସେବା ଆରମ୍ଭ ହେବ।
- ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ ବା ILS ଏନେଇ ଗବେଷଣା କରିଛି । ହେନ୍ତାଳ ଗଛର ଜେନୋମ ସିକ୍ୟୁଏନ୍ସରୁ ILSକୁ ମିଳିଛି ବଡ଼ ସଫଳତା । ହେନ୍ତାଳ ଗଛ ଜିନ୍ରୁ ନୂଆ ପ୍ରଜାତିର ଧାନ ବିହନ ସୃଷ୍ଟି ହେବ । ଉପକୂଳର ଚାଷୀମାନେ ଏନେଇ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।
- ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍ ହେଲେ ଓ୍ଵାସିମ ଜାଫର। ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।
- ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି ।
- ଟପ୍ ମାଓନେତା ଆର ରଞ୍ଜିତଙ୍କ ଆତ୍ମସମର୍ପଣ । ହାଇଦ୍ରାବାଦ ପୋଲିସରେ ସରେଣ୍ଡର କଲେ ରଞ୍ଜିତ୍ ।
- କ୍ରିକେଟ ଇତିହାସରେ ପ୍ରଥମ : ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଲା ଆୟରଲାଣ୍ଡ, ୧-୦ରେ ସିରିଜ ଆଗୁଆ ।
- ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା, ୨.୮୦ ଲକ୍ଷ କୃଷକଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ ।
- ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟର କରି ନିପାତ କଲା ୩ ଆତଙ୍କୀ । ମୃତକଙ୍କ ଭିତରେ ରହିଛି ଲସ୍କର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଐଜାଜ୍ ଆଲିଆସ ।
- ଏଣିକି ମଧ୍ୟାହ୍ନ ଭୋଜନ ଭଳି ଅଣ ଶିକ୍ଷା କାମରେ ନିୟୋଜିତ ହୋଇପାରିବେନି ଶିକ୍ଷକ ।
- ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବ ରାଉରକେଲା ଇନଡୋର ଷ୍ଟାଡିଅମ । ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଲାଗି ବିପିୟୁଟି କ୍ୟାମ୍ପସରେ ସହିଦ ବୀର୍ସା ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣ କରାଯାଉଛି।
- ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ନେଇ ଘୋଷଣା କଲା ଆଇସିସି ।ଆସନ୍ତା ଅଗଷ୍ଟ ୪ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ।
|
557 |
Y |
|
2922 |
15-07-2021 |
English |
- As per NCJCM (National Council of Joint Consultative Machinery), when the freeze order was notified, the DA rate had been 17 per cent. But the CCEA has raised the DA to 28 per cent
- Chief Minister Naveen Patnaik said people of the State need not go to other cities for treatment as sufficient latest facilities for cancer care will be made available in the State in the next 2-3 years.
- Critically-ill Covid-19 patients can avail Extracorporeal Membrane Oxygenation (ECMO) treatment facility at AIIMS-Bhubaneswar from tomorrow
- All the political parties in the State are now focusing on the upcoming Panchayat elections and seeing it as a major opportunity to build and ensure their prospects for the 2024 general polls
- Union minister Piyush Goyal on Wednesday was appointed leader of the house in Rajya Sabha.In the coming monsoon session starting from July 19, Goyal will take the place of Thaawarchand Gehlot, who has been appointed governor of Karnataka.
- The Central Board of Secondary Education (CBSE) is likely to announce the results for Class 10 Board Exams 2021 by July 20.
- Cuttack: Odisha Chief Minister Naveen Patnaik on Wednesday dedicated MRI and CT Scan services at Acharya Harihar Post Graduate Institute of Cancer in Cuttack on virtual platform.
- Former Indian batsman Wasim Jaffer has been appointed as the coach of Odisha cricket team till 2023, said the Odisha Cricket Association (OCA) in a press conference
- The three-tier Panchayat elections in Odisha likely to be held within six months for which the state government has started its preparations
- Maharashtra BJP president Chandrakant Patil on Wednesday said Maha Vikas Aghadi (MVA) allies will fight among themselves but they will not let the three-party government fall.
- The country's first "Grain ATM" has been set up as a pilot project in Gurugram and the machine can dispense up to 70 kg of grains within 5 to 7 minutes at a time, Haryana's Deputy Chief Minister Dushyant Chautala said on Wednesday.
- The Indian Space Research Organisation (ISRO) on Wednesday successfully conducted the third long-duration hot test of the liquid propellant Vikas engine for the Gaganyaan programme, the country's first manned mission to space.
- Marking a major milestone, one lakh villages and over 50,000 gram panchayats have tap water connections under the Jal Jeevan Mission, the Jal Shakti Ministry said on Wednesday.
- Cases cannot be registered under the defunct Section 66A of the Information Technology Act, the Centre told states and Union Territories today. The police should be asked to stop filing such cases and any case under the scrapped law should be immediately withdrawn, the home ministry said in an order this evening.
- Papers and EVMs used for voting in West Bengal's Nandigram, where Chief Minister Mamata Banerjee lost in the assembly election, should be preserved and kept safely, the Calcutta High Court said today.
- The Delhi Police has been fined by ₹ 25,000 and heavily reprimanded by a local court for mishandling of a case linked to the riots of February 2019.
- The Rourkela Steel Plant (RSP) has supplied steel for the Makru bridge of Manipur, which was inaugurated by Union Road Transport and Highways Minister Nitin Gadkari.
- The sixth-semester exam of the Plus Three students of Utkal University will begin from August 9, 2021. The authorities of the varsity issued a notification in this regard on Tuesday
- Ashwini Vaishnaw makes entry as a member of the Committee on Investment & Growth. , Dharmendra Pradhan makes entry as a member of the Committee on Economic Affairs.
- The University Grants Commission (UGC) accorded the 12(B) status to Rama Devi Women's University, Bhubaneswar.
|
615 |
Y |
|
2923 |
14-07-2021 |
Odia |
- ଦେଶରେ ୩୧,୪୪୩ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି। ୧୧୮ ଦିନରେ ଏହା ସବୁଠୁ କମ୍ ସଂକ୍ରମଣ। ଅନ୍ୟପକ୍ଷେ ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨,୦୨୦ କରୋନା ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି।
- ୮ ଉତ୍ତରପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ୍, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଭର୍ଚୁଆଲ୍ ବୈଠକ କରିଛନ୍ତି। ବୈଠକରେ ମୋଦୀ କହିଛନ୍ତି, କରୋନାର ତୃତୀୟ ଲହର ସହ ଲଢ଼ିବାପାଇଁ ଆମକୁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପଡ଼ିବ।
- ଇରାକ୍ରେ ଏକ କୋଭିଡ୍ ହସ୍ପିଟାଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍ରେ ୬୪ ଜଣ ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଲ୍ ହୁସେନ୍ ହସ୍ପିଟାଲ୍ରେ ହୋଇଥିବା ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି।
- ନେପାଳ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବା ମଙ୍ଗଳବାର ପଞ୍ଚମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
- କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ ।
- ଦୂତିଙ୍କୁ ମୋଦୀ ମନ୍ତ୍ର: ତୁମ ନାମର ଅର୍ଥ ‘ଚମକ’; ଦେଶବାସୀଙ୍କୁ ଚମକାଇ ଦିଅ ।
- ଦେଶରେ ଥାର୍ଡ ଡିଗ୍ରି ଅତ୍ୟାଚାର ଯୁଗରେ ଯବନିକା ପଡ଼ିବ । ଏଥିପାଇଁ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି), ଫୌଜଦାରୀ ଆଇନ(ସିଆର୍ପିସି) ଏବଂ ଭାରତୀୟ ପ୍ରମାଣ ଆଇନ (ଆଇଇଏ)ରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ।
- ଯୁକ୍ତ ୨ରେ ସିଟ୍ ବଢ଼ିବ, ଅନୁମତି ଦେଲେ ରାଜ୍ୟ ସରକାର ।
- ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ମନ୍ଦିରକୁ ଗଲା ରୁପା ଚାଦର ସହ ଷ୍ଟିଲ୍ ଫ୍ରେମ୍ ଓ ନୂଆ କବାଟ ।
- ସିଏଜି ମାଗିଲେ କୋଭିଡ୍ ଖର୍ଚ୍ଚର ହିସାବ, ଅର୍ଥ ବିଭାଗ ଅଡ଼ୁଆରେ ।
- ସିରିଜ୍ ହାରିବା ପରେ ଫର୍ମକୁ ଆସିଲେ ବାବର, ଦ୍ରୁତତମ ୧୪ ଶତକ ହାସଲ କରି ରଚିଲେ ଇତିହାସ, ପଛରେ ରହିଲେ ବିରାଟ କୋହଲି ।
- ପୁଣି ଆନ୍ଧ୍ରାର ଦାଦାଗିରି: ଉପର ସେମ୍ବିରେ ପଶି କଲା ଗ୍ରାମ ସଭା, ସଚିବାଳୟ ଷ୍ଟାଫଙ୍କ ସହ ଗ୍ରାମବାସୀଙ୍କ ବୈଠକ ।
- ଭୋପାଳ:ଏଣିକି ବିବାହ କାର୍ଯ୍ୟରେ ସାମିଲ ହୋଇପାରିବେ ୧୦୦ ଜଣ, ରାତି ୧୦ ଯାଏଁ ଖୋଲିପାରିବ ଦୋକାନ ବଜାର, ଅନ୍ତିମ ସଂସ୍କାର ପାଇଁ ୫୦ ଜଣଙ୍କୁ ଅନୁମତି ।
- ପ୍ରତିଶ୍ରୁତି ରଖିଲେ ଅପରାଜିତା, ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍ ଛକରେ ହେବ ଓଭରବ୍ରିଜ୍ ।
- ଟିମ୍ ଇଣ୍ଡିଆର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଫିଲ୍ମ, ଗାଙ୍ଗୁଲିଙ୍କ ଚରିତ୍ରରେ ନଜର ଆସିବେ ଏହି ବଲିଉଡ ଅଭିନେତା ।
- ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
- ପୁଣି ବଢିଲା ବିଜୁଳି ଦର। ୟୁନିଟ ପିଛା ପୁଣି ୩୦ ପଇସା ବୃଦ୍ଧି ପାଇଛି ।
- ବନ୍ଦ ହେଲା ବୋଲବମ ଯାତ୍ରା, ନିର୍ଦେଶ ଜାରି କଲେ ଏସ୍ଆରସି ।
- ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।
- ଚାଲିଗଲେ ୮୩ର ଅନ୍ୟତମ ତାରକା ଯଶପାଲ ଶର୍ମା! ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ତାରକା ଯଶପାଲ ଶର୍ମାଙ୍କର ମଙ୍ଗଳବାର ଦିନ ହୃଦଘାତରେ ପରଲୋକ ଘଟିଛି ।
|
568 |
Y |
|
2924 |
14-07-2021 |
English |
- This is the second time in a week that the Council of Ministers will meet after its expansion on July 7, with the induction of 43 new ministers.
- Over 1 lakh posts of different grades in 50 different departments of the Assam government are lying vacant since 2016, when the BJP came to power in the state for the first time, a minister said on Tuesday.
- A new bench will take up on Wednesday West Bengal Chief Minister Mamata Banerjee's election petition before the Calcutta High Court challenging BJP leader Suvendu Adhikari's victory from the Nandigram constituency in the assembly elections.
- The National Eligibility cum Entrance Test (NEET) 2021 will be conducted on September 12. NEET-UG in 13 languages; Punjabi, Malayalam new additions. Exam centre opened in Kuwait to facilitate the Indian student community in the Middle East.
- State Bank of India has urged the users to go to Income Tax e-filing portal and link PAN & Aadhaar to enjoy 'seamless banking services. if your Permanent Account Number (PAN) and Aadhaar are not linked. The Income Tax Department earlier extended the deadline till September 30 to link PAN with Aadhaar. The PAN cards which are not linked to Aadhaar would become useless and declared “inoperative" after the deadline.
- Nearly 15.30 lakh Metric Tonnes of food grains distributed across country under current phase of Pradhan Mantri Garib Kalyan Ann Yojana till date
- Nitin Gadkari inaugurates, lays foundation stone for 16 highway projects in Manipur.
- Panchayati Raj & Rural Development Minister Giriraj Singh reviews progress of SVAMITVA Scheme and e-Panchayat Programmes.
- Eight BJP MLAs resign from Chairmanship of Assembly Committees and Standing Committees of West Bengal Legislative Assembly.
- MSP for procurement of wheat in the current Rabi Marketing Season 2021- 22 in Uttar Pradesh. Ministry of Consumer Affairs, Food & Public Distribution said that during this season a record 56.41 Lakh Metric Tonnes of Wheat was procured from 12.98 lakh farmers at MSP in Uttar Pradesh as compared to 35.77 Lakh Metric Tonnes Wheat procured from 6.64 lakh farmers in 2020-21.
- National Thermal Power Corporation, NTPC will set up India’s single largest 4750 Mega Watt renewable solar energy park at Rann of Kutch in Khavada, Gujarat.
- Chandigarh schools to reopen for Classes 9-12 on July 19
- Nepal has signed a $1.3 billion deal with India's hydropower major Satluj Jal Vidyut Nigam (SJVN) to develop a 679-megawatt hydropower project in eastern Nepal, the second mega venture undertaken by India in Nepal.
- The Indian Navy has received the 10th anti-submarine warfare aircraft P-8I from the US-based aerospace company Boeing, The Defence Ministry had first signed a contract for eight P-8I aircraft in 2009. Later, in 2016, it signed a contract for four additional P-8I aircraft.
- Iran & Russia’s anxiety over surging Taliban will be key to India’s new Afghan policy. Deeply concerned about the unfavourable turn in Afghanistan, India is busy calibrating its response. That India will have to navigate difficult waters has become evident in its External Affairs Minister S. Jaishankar’s recent visit to Iran and Russia.
- PM Narendra Modi interacted with 15 out of the 126 athletes that are all set to represent India at the Tokyo Olympics 2020, in Japan; Says wishes and blessings of 135 crore Indians are with them. He spoke to veterans Sharath Kamal, Sania Mirza and Mary Kom and first-time Olympians Elavenil Valarivan & Saurabh Chaudhary.
- Former Indian middle-order batsman Yashpal Sharma, who was also a member of the Kapil Dev-led World Cup-winning team, passed away on Tuesday after suffering a cardiac arrest. He was 66.
- Tennis icon Roger Federer on 13 Jul announced that he is pilling out of the upcoming Tokyo Olympics owing to a knee injury.
- In view of the prevailing COVID-19 situation in Odisha, the state government Tuesday announced a ban on the religious activities and congregations of "Kaudias" or "Bol Bom" devotees.
- The 101 squadron would be mainly responsible for looking after the eastern frontier with China-based in Hashimara.
|
637 |
Y |
|
2925 |
13-07-2021 |
Odia |
- ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଜୁଲାଇ ୪ରୁ ଆରମ୍ଭ ହୋଇସାରିଛି ବୋଲି ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପରେ ବିଶ୍ଳେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି।
- ଆଇଏମ୍ଏ ସଭାପତି ଡାକ୍ତର ଜେ ଏ ଜୟଲାଲ୍ ଏବଂ ମହାସଚିବ ଡାକ୍ତର ଜୟେଶ ଲେଲେଙ୍କ ସ୍ବାକ୍ଷର ରହିଛି। ପର୍ଯ୍ୟଟନ ଏବଂ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିଦେବା ଦ୍ବାରା ଏହା ତୃତୀୟ ଲହର ପାଇଁ ସୁପର୍ସ୍ପ୍ରେଡର ହେବ ବୋଲି ଆଇଏମ୍ଏ ଚେତାବନୀ ଦେଇଛି।
- ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅମିତ ମିତ୍ର ରାଜ୍ୟ ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏଥିସହିତ ଅସୁସ୍ଥତା କାରଣରୁ ସେ ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବେ।
- ଗୁଜୁରାଟସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନି ଜାଇଡସ କାଡିଲା ପିଲାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା କରୋନା ଟିକା ଜାଇକୋଭି-ଡିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ସମୟ ଲାଗିପାରେ ।
- ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଦୁଇ ଦିନ ମଧ୍ୟରେ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି।
- ଭାରତରେ ପ୍ରତି ଦେଢ଼ ମିନିଟ୍ରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରୁ ସ୍ପଷ୍ଟ ହୋଇଛି ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ।
- ସେପ୍ଟେମ୍ୱର ୧୨ରେ ନିଟ୍ ୟୁଜି (NEET) ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଭିତରେ ସାରା ଦେଶରେ ଏହି ପରୀକ୍ଷା ହେବ । ଏନେଇ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି ।
- ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ।
- ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ ପରାସ୍ତ କରିଛନ୍ତି ।
- ଶ୍ରୀଲଙ୍କା ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୀମିତ କ୍ରିକେଟ୍ ସିରିଜ୍ ଏବେ ଜୁଲାଇ ୧୩ ପରିବର୍ତ୍ତେ ଜୁଲାଇ ୧୮ରେ ଖେଳାଯିବ ।
- ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି ମିଳିଛି ।
- ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା । ରାସ୍ତାରେ ବହିଲା ବନ୍ୟାପାଣି । ଭାସିଗଲା ଦୋକାନ ଘର ସହ ଏକାଧିକ କାର୍ ।
- ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ୍ ।
- ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦୁଇଟି ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱର ଇନ୍ଫୋଭ୍ୟାଲିରେ ଆଜି ଏହି କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- 1ଜୁଲାଇ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ଯାଏ ଚାଲିବ । ଅଧିବେଶନରେ ରହିବ ୧୯ଟି କାର୍ଯ୍ୟଦିବସ ।
- ପ୍ରଥମଥର ପାଇଁ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ।
- ଓଜେଇ ପକ୍ଷରୁ ପଞ୍ଜୀକରଣ ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୧୪ରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଶେଷ ତାରିଖ ମେ ୧୫ ଥିଲା। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ପାଇଁ ଜୁନ୍ ୧୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା।
- ଜୁଲାଇ ୧୫ରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ୪ ରେଳ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦ୍ୱୀପ-କଟକ ଏବଂ କଟକ-ଭଦ୍ରକ-କଟକ ବାତିଲ ରହିବ। ଏ ମାସ ୧୫ରୁ ୧୯ ଯାଏଁ ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର ଓ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ରେଳ ବାତିଲ ହେବ।
- ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କ୍ରୁଜ୍ ମିସାଇଲ ବ୍ରହ୍ମୋସ (ବ୍ରହ୍ମୋସର ଅପଡେଟ ଭରସନ୍) ଉତକ୍ଷେପଣ ହୋଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ ମିଶାଇଲ ବ୍ରହ୍ମୋସ।
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ର ନବକଳେବର ହେବ। ଏହି ଯୋଜନାରେ ଲୋକେ କିଭଳି ଅଧିକ ସୁଫଳ ପାଇବା ସହିତ ନିର୍ଭରଯୋଗ୍ୟ ଭରସା କରିପାରିବେ ତାକୁ ନେଇ ସରକାରଙ୍କ ପକ୍ଷରୁ ସୁଦୂର ପ୍ରସାରୀ ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ୧୦ରୁ ଅଧିକ ଘରୋଇ ଚିକିତ୍ସାଳୟକୁ ସଂଯୋଗ କରାଯିବା ଦ୍ବାରା ବିଭିନ୍ନ ସ୍ଥାନରେ ଲୋକେ ବିଭିନ୍ନ ପ୍ରକାର ଜଟିଳ ରୋଗରୁ ଉପଶମ ପାଇପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
|
604 |
Y |
|
2926 |
13-07-2021 |
English |
- The last date for submission of online application form for Odisha Joint Entrance Examination-2021 (OJEE-2021) was extended again. OJEE Chairman SK Chand said the last date for submission of the application form has been extended till 11:59 PM of July 26, 2021. Fee payment can be done up to 11:59 PM of July 28, 2021.The OJEE Chairman, however, said the last date extension is not applicable for those who wish to take admission to B.Tech. course.
- The National Testing Agency (NTA) will conduct the NEET (UG)-2021 across the country for admissions to MBBS, BDS, BAMS, BSMS, BUMS and BHMS courses amid Covid-19 protocols.The application process for the NEET (UG)-2021 will begin through the NTA websites,
- Chief Minister Naveen Patnaik today laid the foundation stone for two state-of-the-art cancer care institutions at infovalley here on the occasion of Ratha Jatra .
- An extended range version of cruise missile BrahMos was successfully test fired off Odisha coast .The missile, which has a target range of over 400 kilometre, was test fired from Chandipur Integrated Test Range (ITR) launch pad-5 in Balasore. The test was a partial success.
- The National Education Policy will be implemented from this academic year in institutions of the department of higher education in Karnataka & come into force in the state by 2030.
- Jagannath Rath Yatra is a popular festival dedicated to Lord Krishna in His Jagannath form. The Chariot Festival goes on for nine days and is observed with full dedication and fanfare. The festival is usually observed in Puri, a major city in Odisha.
- Hindustan Petroleum Corporation Ltd (HPCL) Aviation wing has commissioned its aviation fuel station at Rupsi Airport in Assam's Kokrajhar district.
- Peoples Democratic Party (PDP) president of Jammu & Kashmir Mehbooba Mufti said that she will not contest elections until both the constitutions of India and the erstwhile state are made applicable to Jammu and Kashmir. it (Article 370 and 35-A).
- Telangana state government has reduced hydroelectric power generation from the Srisailam plant by operating only one 150MW unit and producing 130 MW to 140 MW.
- Andhra Pradesh CM Jagan Mohan Reddy asked the officials to conduct Rythu Bharosa Chaitanya Yatra from July 9 to July 23, to create awareness among farmers on agriculture related aspects like RBKs, CMAPP, e-cropping and many more.
- The Karnataka High Court on 12 Jul (Monday) upheld the state government's decision to conduct the Secondary School Leaving Certificate (SSLC) or the 10th standard exam for the current academic year on July 19 & 22.
- . Tamil Nadu CM MK Stalin, chaired an all-party meeting on the Mekedatu-dam issue on 12 Jul (Monday). explained how the new project affects Cauvery water.
- Due to heavy rains in Himachal a Massive landslide dumps five houses under thousands tons of debris in Boh valley in Kangra district. About 12 people were missing.
- The Indian Air Force (IAF) and the Indian Army are both set to get the indigenous Light Combat Helicopters from the state owned Hindustan Aeronautics Limited (HAL), pending contract finalization of 15 Limited Series Production (LSP) of LCH.
- India withdraws diplomats from Kandahar. Taliban marches forward in Afghanista and takes control of several cities.
- China on 12 Jul (Monday) dismissed the 2016 verdict of the international tribunal on the South China Sea.
- India women’s cricket team has been fined 20% of its match fee for slow over rate during the 2nd T20I against England at Hove. ICC in its statement said that it has fined the visitors as it was one over short of the stipulated time interval. India beat England by 8 runs to level the three match series on 11 Jul (Sunday).
- Union Minister Nitin Gadkari inaugurates 4 NH Projects and lays foundation stone for 12 others worth over Rs 4,000 crore in Manipur
- Manpreet Singh, DSP of Punjab Police to lead Indian Hockey Team as captain in Tokyo Olympics
- Italy crowned Euro Cup 2020 champions after shootout win over England
|
628 |
Y |
|
2927 |
12-07-2021 |
Odia |
- ପୁଞ୍ଜିପ୍ରତ୍ୟାହାର ବ୍ୟବସ୍ଥା ଅର୍ଥନୀତି ଲାଗି ସହାୟକ ହୋଇଛି ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୨୦୨୦-୨୦୨୧ରେ ଅର୍ଥନୀତି ପ୍ରଭାବିତ ହୋଇଥିବା ସତ୍ତ୍ବେ ଅର୍ଥନୀତି ବେଶ୍ ଭଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ସେ କହିଛନ୍ତି- ଗତ ଦୁଇଟି କୋଭିଡ ଲହରୀର ଅଭିଜ୍ଞତା ଅନୁସାରେ ଭାରତ କୌଣସି ପ୍ରତିଘାତର ମୁକାବିଲା ଲାଗି ଯଥେଷ୍ଟ ପ୍ରସ୍ତୁତ ଅଛି ।
- ଜୁଲାଇ ୧୫ରୁ ଅଗଷ୍ଟ ୧୬ ଯାଏଁ ଖରିଫ ଧାନ କିଣା ପାଇଁ ଚାଲିବ ଚାଷୀ ପଞ୍ଜୀକରଣ । ଯେଉଁ ଚାଷୀ ସରକାରଙ୍କୁ ଧାନ ବିକିବେ, ସେମାନେ ସମସ୍ତ ତଥ୍ୟ ସହ ଫର୍ମ ପୂରଣ କରି ସରକାରଙ୍କ ଅନଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଚାଷୀଙ୍କୁ ସହଯୋଗ କରିବାକୁ ସମସ୍ତ ସମବାୟ ସମିତିରେ ହେଲ୍ପ ଡେସ୍କ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
- ବିଶ୍ୱର ଜନସଂଖ୍ୟା ଏବେ ରହିଛି ୭୭୯ କୋଟି । କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିପାରେ ଭାରତ ।
- ପୁରୁଡେ ୟୁନିଭସିଟିରେ ପଢ଼ିଥିବା ଭାରତୀୟ ବଂଶୋଦ୍ଭବ, ୩୪ ବର୍ଷୀୟ ଏରୋନେଟିକାଲ ଇଞ୍ଜିନିୟର ବି. ସିରିଶା ଅନ୍ତରୀକ୍ଷ ଯାତ୍ରା କରିବେ । ଚତୁର୍ଥ ଥର ପାଇଁ ମହାକାଶରେ ପଡିଲା ଭାରତୀୟଙ୍କ ପାଦ, ଭର୍ଜିନ୍ ଗାଲାକ୍ଟିକ୍ରୁ ସଫଳତାର ସହ ଉଡାଣ ଭରିଲେ ବାନ୍ଦଲା
- ଆସନ୍ତାକାଲିଠାରୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜୀଉ । ରଥଖଳାରୁ ଟଣା ହୋଇ ସିଂହଦ୍ବାରରେ ଲାଗିଲା ୩ ରଥ।
- କେନ୍ଦ୍ରାପଡ଼ା ବଳଦେବ ଜୀଉ ମନ୍ଦିର ଚାରିପାଖରେ ୧୪୪ଧାରା ଜାରି । ଆଜି ରାତି ୯ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ । ବଳଦେବ ଜୀଉ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ନୀତିକାନ୍ତି ଅନୁଷ୍ଠିତ ହେବ।
- ଜଳଜୀବନ ମିଶନରେ ଓଡ଼ିଶାକୁ ୩,୩୨୩ କୋଟି ମଞ୍ଜୁର । ୨୦୨୧-୨୨ ବର୍ଷ ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର ।
- ରାତି ପାହିଲେ ଘୋଷଯାତ୍ରା । ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଅନୁଯାୟୀ କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜିଲାପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି ।
- ନିତୀକାନ୍ତି ଓ ପୂଜାର୍ଚ୍ଚନା ପରେ ବର୍ତ୍ତମାନ ରଥକୁ ବିଜେ ହୋଇଛି ମହାପ୍ରଭୁଙ୍କ ନିକଟରୁ ଆସିଥିବା ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ରଥ ନିଆଯାଇଛି । ପରମ୍ପରା ଓ ରିତୀନିତୀ ଅନୁଯାୟୀ ତିନି ବାଡରେ ସେବକ ମାନେ ଏହି ଆଜ୍ଞାମାଳ ବିଜେ କରାଇଛନ୍ତି ।
- ଦ୍ବିତୀୟ ଜାତୀୟ ଲୋକ ଅଦାଲତ: ୩୫ଟି ବୀମା ଅଭିଯୋଗ ଫଇସଲା, କ୍ଷତିପୂରଣ ପାଇଁ ଆଦାୟ ହେଲା ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା ।
- ଆସନ୍ତା ୧୩ ତାରିଖରେ ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓ ଅଲିମ୍ପିକ୍ସ ପାଇଁ ଯିବାକୁ ଥିବା କ୍ରୀଡ଼ାବିତଙ୍କ ସହ ଭିଡିଓ କନ୍ଫରେନସିଂ ଜରିଆରେ କଥାହେବେ ।
- ନୂଆ ଆଇଟି ଆଇନ-୨୦୨୧ର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆ ଗାଇଡଲାଇନ ୟୁଜରଙ୍କ ସୁରକ୍ଷା, ନିରାପତ୍ତା ଓ ଦାୟିତ୍ବବୋଧ ବଢ଼ାଇବ କହିଲେ ଅଶ୍ବିନୀ ବୈଷ୍ଣବ ।
- ମାଓବାଦୀଙ୍କ ଗୁଳିରେ ଆହତ ୨ ଯବାନଙ୍କୁ ଭେଟିଲେ ପୁଲିସ ମହାନିର୍ଦେଶକ ଅଭୟ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି ।
- ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଅଭୟ ଶ୍ରୀନିବାସ ଓକା ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
- ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ ।
- ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୫ ଫୁଟ ଥିବାର ସୂଚନା ମିଳିଛି ।
- ପ୍ରତି ସପ୍ତାହରେ ଜମ୍ମୁ-କାଶ୍ମୀରର ଅପହଞ୍ଚ ଇଲାକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ୪ କେନ୍ଦ୍ରମନ୍ତ୍ରୀ, ଖୁବଶୀଘ୍ର ମିଳିପାରେ ରାଜ୍ୟ ମାନ୍ୟତା ।
- ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଭାରତୀୟ ଏକାଦଶ ବାଛିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍ ହଗ୍ । ତାଙ୍କ ଦଳରେ ସ୍ଥାନ ପାଇ ନାହାନ୍ତି ଫୁଲ ଫର୍ମରେ ଥିବା ଶିଖର ଧାଓ୍ବନ ।
- ଜୋକୋଭିଚଙ୍କୁ ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍: ନାଡାଲ ଓ ଫେଡେରରଙ୍କ ସମକକ୍ଷ ।
- ପଦ୍ମ ପୁରସ୍କାର: ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମନୋନିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ।
- ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ।
|
553 |
Y |
|
2928 |
12-07-2021 |
English |
- India reported 41,506 new cases of coronavirus and 895 related deaths on Sunday, according to the health ministry.
- A self-styled commander-in-chief of the United People's Revolutionary Front (UPRF) died on the intervening night of Saturday and Sunday after being shot by his own cadres at Karbi Anglong districts in Assam's southern hills following an inside tussle
- IT and communications minister Ashwini Vaishnaw on Sunday said the new information technology rules are empowering and protecting users.
- Veteran BJP leader and former union minister Thawarchand Gehlot on Sunday took oath as the 19th Governor of Karnataka succeeding Vajubhai Rudabhai Vala.
- The Centre increased its grant to Odisha under the Jal Jeevan Mission to Rs 3,323.42 crore in 2021-22. The Jal Jeevan Mission fund to the State was Rs 812.15 crore in 2020-21
- Internationally acclaimed sand artist Padma Shri Sudarsan Pattnaik has attempted to create the world’s biggest sand art of chariot at the Puri beach.He created 3D sand art of Lord Jagannath’s chariot (Nandighosa Ratha), which is 43.2 ft long and 35 ft wide.
- The three chariots- Lord Jagannath’s ‘Nandighosh’, Lord Balabhadra’s ‘Taladwaja’ and Devi Subhadra’s ‘Darpadalan’ chariots are ready to roll on the Grand Road.
- Union Transport Minister Nitin Gadkari inaugurated a Private LNG (Liquefied Natural Gas) plant in Nagpur on 11 Jul (Sunday). It is the country's first private LNG plant. LNG is a cost effective fuel which is capable of decreasing the logistics cost.
- Finance Minister Nirmala Sitharaman on 11 Jul (Sunday) hosted women members of the Union Council of Ministers, at high-tea at her residence in New Delhi. Recent expansion, the number of women Ministers in the Council of Ministers has been increased to 11, which is the highest number of women Ministers in the Central govt since 2004.
- Uttar Pradesh, the govt has announced new Population Policy 2021-2030′ on the occasion of World Population Day 11 Jul 2021 (Sunday).
- National Congress Party president Sharad Pawar said that Union govt cannot interfere in the functioning of the Maharashtra state cooperative sector.
- Delhi CM Aravind Kejariwal said that if Aam Aadi party got elected to power in Uttarakhand, the Party will give free electricity up to 300 units per month to every family, waive old bills and give free electricity to farmers. Next year Assembly elections are due in Uttarkhand.
- Andhra Pradesh Chief Minister YS Jagan Mohan Reddy decided to reshuffle the Cabinet after two-and-a-half years to give chances to others.
- Two militants of the Al-Qaeda-supported Ansar Ghazwatul Hind were arrested from the outskirts of Lucknow on 11 Jul, Sunday & they were planning explosions, including using “human bombs”, at several places in Uttar Pradesh for Independence day event.
- Chandigarh Administration plans to reopen colleges from next month. No decision on reopening of schools.
- The Indian Space Research Organization (ISRO) is offering two free online courses on Geospatial Modelling and Geospatial Technology through its Indian Institute of Remote Sensing (IIRS) centre. Students and professionals can apply for the same and get certificates upon completion.
- The Indian Army has invited applications for recruitment to the posts of officers under the NCC Special Entry Scheme for both male and female candidates. The last date for registration is July 15, 2021.
- US based Twitter company has named Vinay Prakash as its Resident Grievance Officer for India, Users can contact him using an email ID listed on company's website.
- Billionaire Richard Branson reaches Space in his own ship. India-born Sirisha Bandla part of crew.
- Indian cricket legend Sachin Tendulkar congratulated Lionel Messi & Argentina after the side lifted the 2021 Copa America title, defeating Brazil 1-0 in the final.
|
653 |
Y |
|
2929 |
11-07-2021 |
Odia |
- ବିଶ୍ବର ପ୍ରଥମ ଦେଶ ଭାବେ ୟୁରୋପୀୟ ଦେଶ ଜର୍ମାନୀ ମିକ୍ସ ଟିକା ଲଗାଇବାକୁ ଅନୁମତି ପ୍ରଦାନ କରିଛି । ଆଷ୍ଟ୍ରାଜେନିକା, ମଡେର୍ଣ୍ଣା ବା ଫାଇଜରର ପ୍ରଥମ ଡୋଜ୍ ନେଇଥିବା ଲୋକମାନେ ଅନ୍ୟ ଟିକାର ଦ୍ବିତୀୟ ଡୋଜ୍ ନେଇପାରିବେ । ଗୋଟିଏ ଟିକାର ଦୁଇଟି ଡୋଜ୍ ନେଇସାରିଥିବା ଲୋକମାନଙ୍କୁ ନିଜ ଇଚ୍ଛାରେ ଅନ୍ୟ ଏକ ଟିକାର ଡୋଜ୍ ନେବାକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସରକାର ଅନୁମତି ଦେଇଛନ୍ତି ।
- ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର ଏବଂ ମମତାଙ୍କ ମଧ୍ୟରେ ଗତକାଲି ତିନି ଘଣ୍ଟା ଧରି ଆଲୋଚନା ମଧ୍ୟ ହୋଇସାରିଛି। ମମତାଙ୍କ ବାସ ଭବନରେ ଏହି ମିଟିଂ ହୋଇଥିବା ସୂଚନା ରହିଛି। ଏଥିରେ ରାଷ୍ଟ୍ରୀୟ ରାଜନୀତିରେ ପାଦ ଥାପିବା ପାଇଁ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି।
- ଏଣିକି ବ୍ୟାଙ୍କର ଅତି ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀ, ଟ୍ରେଜେରୀ ଓ କରେନ୍ସି ଚେଷ୍ଟ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯିବ । ପ୍ରତିବର୍ଷ ଅତି କମରେ ୧୦ ଦିନ ଲାଗି ସେମାନଙ୍କୁ ଛୁଟିରେ ପଠାଯିବ ।
- ଶୃଙ୍ଖଳିତ ରଥଯାତ୍ରା ଲାଗି ସୁରକ୍ଷାବଳୟରେ ପୁରୀ । ଆସନ୍ତାକାଲି ରାତି ୮ଟାଠାରୁ ୪୮ଘଣ୍ଟା ଲାଗି ପୁରୀରେ କର୍ଫ୍ୟୁ ଜାରି । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା ଅନୁଷ୍ଠିତ ।
- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ଦଶମ ଆଧାରରେ ମାର୍କ ଦିଆଯାଉଥିବାରୁ ଆଶଙ୍କାରେ ଛାତ୍ରଛାତ୍ରୀ । ସିଏଚଏସଇ ମାର୍ଗଦର୍ଶିକା ଜାରି: ମାର୍କ ଦେବା ସମୟରେ କଲେଜର ଗତ ୩ ବର୍ଷର ପ୍ରଦର୍ଶନକୁ ବିଚାରକୁ ନିଆଯିବ । ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ କରାଯାଇପାରିବ ନାହିଁ ।
- ସୁପ୍ରିମକୋର୍ଟ ନିର୍ଦେଶକ୍ରମେ ଯୁକ୍ତ ଦୁଇ ପରୀକ୍ଷାଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ପରୀକ୍ଷାଫଳ ନେଇ ଅସନ୍ତୋଷ ଥିଲେ ପରୀକ୍ଷା କରାଯାଇପାରିବ ।
- ୨ରୁ ଅଧିକ ସନ୍ତାନ ଥିଲେ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମନା। ଚାକିରିକାଳରେ ୪ଥର ଇନ୍କ୍ରିମେଣ୍ଟ। ମାଗଣା ସ୍ବାସ୍ଥ୍ୟ ସେବା। ସନ୍ତାନକୁ ୨୦ବର୍ଷ ପର୍ଯ୍ୟନ୍ତ ବୀମା ସୁବିଧା। ଚାକିରିକାଳରେ ୨ଥର ଅତିରିକ୍ତ ଇନ୍କ୍ରିମେଣ୍ଟ।
- ଇପିଏଫ ଯୋଜନାରେ ୩ ପ୍ରତିଶତ ବୃଦ୍ଧି । ରିହାତି ଦରରେ ମିଳିବ ଘର କିମ୍ବା ଜମି। ପାଣି, ବିଜୁଳି ବିଲ୍ରେ ବି ରିହାତି । ସ୍କୁଲ ନାମଲେଖାରେ ମିଳିବ ଅଗ୍ରାଧିକାର। ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ।
- ସଂସଦ ଘେରିବେ ଅନ୍ନଦାତା । ଜୁଲାଇ ୨୨ରୁ ସଂସଦ ନିକଟରେ ୨୦୦ କୃଷକ କରିବେ ବିକ୍ଷୋଭ ।
- କେରଳରେ ୨ ଦିନରେ ୧୪ଜିକା ଭାଇରସ କେସ ଚିହ୍ନଟ। ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର କେରଳ ଗସ୍ତ ।
- ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର। ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର ଗବେଷଣା କେନ୍ଦ୍ର ଭାରତୀ ଅନୁଯାୟୀ ଏହାର ନାମ ରଖାଯାଇଥିବା ଜଣାଯାଇଛି ।
- ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି।
- ଏବେ ଆଉ ଶନିବାର-ରବିବାର ଛୁଟି ନାହିଁ, ସପ୍ତାହର ସାତ ଦିନ କାମ କରିବ ଶିକ୍ଷା ମନ୍ତ୍ରଣାଳୟ ।
- ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ ।
- ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।
- ରାଜ୍ୟର ପ୍ରଥମ ତଥା ଐତିହାସିକ ଫିଲାଟେଲିକ ବ୍ୟୁରୋ କଟକରୁ ଉଠିଯିବ। ଏହି ବ୍ୟୁରୋକୁ ଭୁବନେଶ୍ବରରେ ଥିବା ସର୍କଲ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ବ୍ୟୁରୋ ସହିତ ମିଶାଇ ଦିଆଯିବ। କେବଳ କଟକ ନୁହେଁ, ଗତ ଜାନୁଆରିରେ ସମ୍ବଲପୁରରେ ଖୋଲିଥିବା ନୂଆ ବ୍ୟୁରୋକୁ ମଧ୍ୟ ଭୁବନେଶ୍ବର ସହିତ ଯୋଡ଼ି ଦିଆଯିବ। ୧୨ ତାରିଖଠାରୁ କଟକ ଓ ସମ୍ବଲପୁର ବ୍ୟୁରୋର କାମ ବନ୍ଦ କରି ଦେବାକୁ ଗତ ୮ ତାରିଖରେ ଡାକ ବିଭାଗ ପକ୍ଷରୁ ଚିଠି କରାଯାଇଛି।
- ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରିବ |
- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ।
- ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଅତିଶୟ ଗରମ ଓ ଅତିଶୟ ଥଣ୍ଡା ବା ଅସ୍ବାଭାବିକ ତାପମାତ୍ରା ଦେଖାଯାଉଛି, ଯେଉଁଥିପାଇଁ ବାର୍ଷିକ ପ୍ରାୟ ୭,୪୦,୦୦୦ ମୃତ୍ୟୁ ହେଉଛି।
- ଟିଭି ସହ ଅନ୍ଲାଇନ୍ ଯଥା ୟୁଟ୍ୟୁବ୍ ମାଧ୍ୟମରେ ପାଠପଢ଼ା ଚାଲିଥିଲେ ମଧ୍ୟ ତାହା ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପ୍ରଥମରୁ ୧୦ମ ଶ୍ରେଣୀର ମାତ୍ର ୧୮ରୁ ୨୦ ପ୍ରତିଶତ ପିଲା ୟୁଟ୍ୟୁବ୍ରୁ ପଢ଼ୁଛନ୍ତି। ଆହୁରି ୮୦ ପ୍ରତିଶତ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ ନେଟ୍ୱାର୍କ ସମସ୍ୟା ଯୋଗୁଁ ବହୁ ପିଲାଙ୍କ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଅନ୍ଲାଇନ୍ ଶିକ୍ଷା ପାଉନାହାନ୍ତି।
|
550 |
Y |
|
2930 |
11-07-2021 |
English |
- India logged 42,766 new coronavirus infections taking the total tally to 3,07,95,716, while the active cases have declined to 4,55,033, according to the Union Health Ministry data updated on Saturday.
- Union Health ministry on 10 Jul (Saturday) said that more than 38 crore 54 lakh COVID vaccine doses have been provided to States and Union Territories
- Kerala Sabarimala temple of lord Aiyappa to Open for Devotees from July 17-21, Jabs, RT-PCR Test is mandatory which was conducted in last 72 hours.
- No govt job, subsidy if more than 2 kids: UP population draft bill. The draft bill, for which suggestions have been invited from the public till July 19, also debars people from getting promotion in govt job.
- ISRO is offering two free online courses on Geospatial Modelling and Geospatial Technology. Students and professionals can apply for the same and get certificates upon completion.
- The Indian Space Research Organisation is getting back into launch activity fully at Sriharikota spaceport with the planned orbiting of geo imaging satellite GISAT-1 on board GSLV-F10 rocket on August 12.
- Bharatiya Kisan Union leader Rakesh Tikait on Saturday informed that from July 22 onwards, 200 people will hold protests near Parliament, in view of the ongoing farmers' protests.
- Bharat Dynamics Limited (BDL) signed a contract worth about Rs 499 crore with the Ministry of Defence for the manufacture and supply of Akash missiles to the Indian Air Force (IAF).
- The Indian Oil Corporation Limited (IOCL) is looking for graduate engineers with sound academic record to join the organization as engineers/officers from five — Chemical Engineering, Civil Engineering, Electrical Engineering, Instrumentation Engineering, Mechanical Engineering — disciplines
- INS Tabar had undertaken a sea drill exercise along with aircraft of the Spanish Navy near Cape Trafalgar on July 8. The INS Tabar performed the naval exercise along with a Cessna Citation Maritime Patrol Aircraft and a Sea King.
- After Kalpana Chawla and Sunita Williams, Sirisha Bandla will become the third Indian-origin woman to fly into space. Sirisha Bandla, a 34-year-old aeronautical engineer, is set to become the third Indian-origin woman to head to space when she flies as part of Virgin Galactic's first fully crewed flight test on 11 Jul (Sunday).
- The Taliban claimed on 09 Jul (Friday) that they now control 85 per cent of Afghanistan's territory amid a surge in wins on the ground and as American troops complete their pullout.
- One of the world’s toughest and country’s prestigious Ladakh Marathon in Leh is being cancelled for the second time in a row, due to covid. Annually thousands of marathoners test their endurance in high altitude at above 11 thousand feet in Leh. Ladakh Marathon was created to encourage determination and resilience in youth.
- Telangana Sports Minister V Srinivas Goud on 09 Jul felicitated Tokyo 2020 bound Indian shuttlers PV Sindhu, Sai Praneeth, Chirag Shetty, and Satwiksairaj Rankireddy. All along with their coaches and families members were felicitated in an event organised by the Telangana state govt.
- Around 50 diplomats, and other staff members at the Kandahar consulate in Afghanistan have been evacuated by India amid claims by the Taliban about taking control of territories in Afghanistan
- Meghalaya Chief Minister Conrad Sangma said that 92 per cent of those who died due to COVID-19 in the state had not taken even a single dose of COVID-19 vaccine.
- Congress leader in Lok Sabha, Adhir Ranjan Chowdhury, on Saturday claimed that the Centre has earned ₹ 4.91 lakh crore revenue as petrol and diesel prices have been hiked 69 times since January 1 this year.
- Odisha has as many as 2282 more persons tested positive for COVID-19 during the last 24 hours, informed the health department on Sunday. A total of 78466 samples were tested in the state on Saturday. The Test Positivity Rate (TPR) for the day stood at 2.90%.
- Parasmani Devi, the last surviving Devadasi of Shree Jagannatha Temple in Puri, passed away today afternoon. She was 87. She died reportedly due to age-related ailments.
- Dr PK Warrier was the chief physician and managing trustee of the Kottakkal Arya Vaidya Sala, one of the leading Ayurvedic healthcare chains in the country.
|
611 |
Y |
|