Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
391 15-02-2025 Odia
  1. 1.ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। 

  2. 2.ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ମଧ୍ୟରେ ୬୭୯୪ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।

  3. 3.ରାଜ୍ୟରେ ଏବେ ୫ହଜାର ୨୮୪ଜଣ ଭିକାରି ଅଛନ୍ତି। ସେଥିମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଭିକାରି ରହିଛନ୍ତି। କଟକରେ ସର୍ବାଧିକ ଭିକାରି ଥିବାବେଳେ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଓ ପୁରୀରେ ୩୫୦ ଭିକାରି ଅଛନ୍ତି।

  4. 4.ଅସର ରିପୋର୍ଟ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲା ଫେଡାଣ-ହରଣ ଜାଣି ନାହାନ୍ତି। ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡ଼ାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ। ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ିବଢ଼ି ଚାଲିଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି।

  5. 5.ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମେ ୧୬ ନକ୍ସଲଙ୍କର ଚିହ୍ନଟ ହୋଇପାରିଥିବା ବେଳେ ଆଜି ୨୮ ନକ୍ସଲଙ୍କର ଚିହ୍ନଟ ସରିଛି।

  6. 6.୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲେଣି । ବିଶ୍ବ ଇତିହାସରେ ଏହାକୁ ସବୁଠାରୁ ବଡ଼ ଧାର୍ମିକ ସମାବେଶ ବୋଲି କୁହାଯାଉଛି.

  7. 7.ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ।

  8. 8.ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି।

  9. 9.ରାଜପଥରେ ଯାତ୍ରାକୁ ପୂର୍ବ ଅପେକ୍ଷା ସହଜ ଏବଂ ଶସ୍ତା କରିବ। ସରକାର ଖୁବ୍‌ଶୀଘ୍ର ବାର୍ଷିକ ଏବଂ ଜୀବନବ୍ୟାପୀ ଟୋଲ୍ ପାସ୍ ଆରମ୍ଭ କରିପାରନ୍ତି, ଯାହା ବାରମ୍ବାର ଟୋଲ୍ ଦେବାର ଅସୁବିଧାକୁ ସମାପ୍ତ କରିବ।

  10. 10.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିଲେ। ଅଦାନୀ ଗ୍ରୁପ୍ ଭଳି କାରବାରର ତଦନ୍ତରେ ବ୍ୟବହୃତ ପାଖାପାଖି ୫୦ ବର୍ଷ ପୁରୁଣା ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ସେ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି

  12. 12.୨୦୦୭ ରୁ ଏପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲୁଥିଲା । ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସ ପାଇଁ କଂପାନି ପକ୍ଷରୁ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍ ) ପ୍ରାୟ ୧୭ ବର୍ଷ ପରେ ଡିସେମ୍ବର ତ୍ରୟମାସରେ କମ୍ପାନୀ ୨୬୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି।

  13. 13.ବଲୁଚିସ୍ତାନ ପ୍ରଦେଶର ହରନେଇ ଅଞ୍ଚଳରେ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରକ୍‌ ଉପରକୁ ଆଇଇଡି ମାଡ଼ ହେବା ଫଳରେ  ଘଟଣାସ୍ଥଳାରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

  14. 14.ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆଗାମୀ ଏପ୍ରିଲ୍ ୨୫ ତାରିଖରେ ସିନେମାଟି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ।

  15. 15.ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି ।

  16. 16.ବଡ଼ ଘୋଷଣା। ଓଡିଶାର ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ ।

  17. 17.ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ।

  18. 18.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ।

  19. 19.କ୍ରମାଗତ ୮ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।

  20. 20.ଗୋଲାପୁରର ଅନ୍ତର୍ଜାତୀୟ କ୍ରୀଡ଼ା ଷ୍ଟାଡିୟମରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି।

227 Y
392 15-02-2025 English
  1. 1.Investors’ wealth erodes by Rs25.31 lakh crore in eight days of market crash as Sensex tumbles over 3 per cent.

  2. 2.Gold prices Friday soared by Rs1,300 to hit an all-time high of Rs89,400 per 10 grams amid heavy buying from jewellers and retailers, according to the All India Sarafa Association.

  3. 3.Chief Minister Mohan Charan Majhi Friday announced the launch of the ‘Lakhpati Didi Sahayika Yojana’ for the welfare of women working as community support staff at the grassroots level.

  4. 4.A selection committee headed by Prime Minister Narendra Modi is set to meet early next week to finalise the name of the next Chief Election Commissioner (CEC), sources said Friday.

  5. 5.United States President Donald Trump’s announcement to implement reciprocal tariffs is poised to significantly impact India’s export landscape. These tariffs are designed to mirror the duties that countries impose on US goods, potentially affecting several key Indian export sectors.

  6. 6.Over 50 crore devotees have taken a holy dip at the Triveni Sangam till Friday evening during the ongoing Maha Kumbh, the Uttar Pradesh government said.

  7. 7. In a special operation, police have destroyed opium cultivation worth approximately Rs125 crore in four districts of Jharkhand -- Ranchi, Khunti, Saraikela-Kharsawan and Chaibasa

  8. 8.The state government has so far identified 5,318 beggars across various districts and implemented the ‘Sahaya’ scheme to help them become self-employed. Cuttack tops the list with 1,060.

  9. 9 BJB Autonomous College here has retained its 'A' grade from the National Assessment and Accreditation Council (NAAC).

  10. 10.A US plane carrying 119 illegal immigrants is likely to land at Amritsar airport February 15, the second such batch of Indians deported by the Trump government as part of a crackdown it resolved to carry out when it was sworn in last month.

  11. 11.Opposition parties Friday said the President’s rule was imposed in strife-torn Manipur “to buy time to settle internal conflicts within the ruling coalition” as they asked the ruling BJP to acknowledge its “failure” in the state.

  12. 12.India has virtually ruled out any role for a third party in its border dispute with China after US President Donald Trump suggested that he was ready to extend support if it helps in the resolution of the lingering issue between the two neighbours.

  13. 13.India has slashed import duty on bourbon whiskey to 50 per cent as it warmed up to negotiating a mega trade deal with the US

  14. 14.Wholesale price infl ation moderated marginally to 2.31 per cent in January due to the decline in prices of food items especially vegetables, government data released Friday showed.

  15. 15.BSNL has posted a net profi t of Rs262 crore for December quarter, marking its return to profitability after almost 17 years, Union Minister Jyotiraditya Scindia said .

204 Y
393 14-02-2025 Odia

 

 

  1. 1.ଚୀନ୍‌ ଆକ୍ରମଣ ପରେ ଭାରତରେ ଶରଣ ନେଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସୁରକ୍ଷା ବଳର ଜେଡ୍‌ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

  2.  2.ନ୍ୟାସନାଲ୍‌ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨-୧୩ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ଏହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଋଣ ଅନୁପାତରେ ୧.୫ ପ୍ରତିଶତ ହ୍ରାସ ଆଣିପାରିଛି। ଏହା ଗୁଜରାଟ ପଛକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି। 

  3. 3.ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ ତ୍ଵହସ୍ତାନ୍ତର ସୂଚୀ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଦର୍ଶନକୁ ସ୍ଥାନାଙ୍କ ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷର ସୂଚୀକୁ ଇଣ୍ଡିଆନ୍ ଇନ୍‌‌ଷ୍ଟିଚ୍ୟୁସନ୍ ଅଫ୍‌ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍ (ଆଇଆଇପିଏ) ପ୍ରସ୍ତୁତ କରିଛି। ସେଥିରେ ଓଡ଼ିଶା ୧୨ଟି ରାଜ୍ୟଠାରୁ ପଛରେ ତ୍ରୟୋଦଶ ସ୍ଥାନରେ ରହିଛି।

  4. 4.ଚଳିତ ବର୍ଷ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦର କମିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଏହି ମୁଦ୍ରାସ୍ଫୀତି ୬.୦୫ ପ୍ରତିଶତକୁ ଖସିଛି।

  5. 5.ଓଡିଶାରେ ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ହଜାର ପଦବୀ ପୂରଣ ହେବ।

  6. 6.ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍(ପିଏମ୍‌ଆଇଏସ୍‌) ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

  7. 7.ରିପବ୍ଲିକାନ୍‌ ନେତ୍ରୀ ତୁଳସୀ ଗବାର୍ଡ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ।

  8. 8.ଠାକୁରଗାଓଁରେ ହିନ୍ଦୁ ମନ୍ଦିର ଏବଂ ଶ୍ମଶାନ ଭଙ୍ଗାରୁଜା ଏବଂ ଆକ୍ରମଣ ହୋଇଥିଲା।  ସେ ସମୟରେ ସାମ୍ପ୍ରଦାୟିକ ହିଂସା ଭୟ‌ରେ ପ୍ରାୟ ୪,୦୦୦ ହିନ୍ଦୁ ଭାରତୀୟ ସୀମା ନିକଟରେ ଆଶ୍ରୟ ନେବାକୁ ଚାହିଥିଲେ।  ଜାତିସଂଘ ରିପୋର୍ଟ ‘ ହ୍ୟୁମାନ ରାଇଟ୍‌ସ ଭାଓଲେସନ୍ସ ଆଣ୍ଡ୍‌ ଆବ୍ୟୁଜେସ୍‌ ରିଲେଟେଡ୍‌ ଟୁ ଦି ପ୍ରୋଟେଷ୍ଟ୍‌ସ ଅଫ୍‌ ଜୁଲାଇ ଆଣ୍ଡ୍‌ ଅଗଷ୍ଟ ୨୦୨୪ ଇନ୍‌ ବାଂଲାଦେଶ’ ରେ ଏ ବାବଦ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି।

  9. 9.ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  10. 10.ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ପରଠାରୁ କିଏ ନେତା ହେବେ ସେ ନେଇ ଛକାପଞ୍ଝା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତାଙ୍କୁ ମନୋନୀତ କରିବାରେ ବିଜେପି ବିଫଳ ହୋଇଥିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।

  11. 11.ବିଜୟଓ୍ବାଡାରୁ ଅଭିଯୁକ୍ତ ସ୍ପାଇଡର୍ ସତୀକୁ ଗିରଫ କରାଯାଇଛି।   କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି।  ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି।

  12. 12.ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭାଲିଆଡିହି ଗ୍ରାମର ଶକ୍ତିମାନ ରଣାଙ୍କ +୨ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ କନିଷ୍ଠ କିରାଣି ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

  13. 13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି।

  14. 14. ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ଇସ୍ତଫାର ୩ଦିନ ପରେ ମମତା ପୁଣି ଥରେ ମହାମଣ୍ଡଳେଶ୍ବର ଭାବେ ଯୋଗ ଦେଇଥିବା ଜଣାପଡ଼ିଛି।

  15. 15.ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ ଏପରି ଅନେକ ସାଧୁ ବାବା ଚର୍ଚ୍ଚାର ପରସରକୁ ଆସିଛନ୍ତି।  ବିଜ୍‌ନେସମ୍ୟାନ୍‌ ବାବା ମଧ୍ୟ ଅନ୍ୟ ବାବାଙ୍କଠାରୁ ଭିନ୍ନ। କାରଣ ସେ ତାଙ୍କର ସୁସଜ୍ଜିତ ଜୀବନ ଏବଂ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ବାବା ପାଲଟିଛନ୍ତି।

218 Y
394 14-02-2025 English
  1. Donald Trump plans to unveil reciprocal tariffs which could take aim at every country that charges duties on US imports.

  2. Prime Minister Narendra Modi said he had a “fruitful meeting” with US National Security Advisor Michael Waltz and they discussed defence, technology and security areas, which are important aspects of the India-US ties.

  3. India, the world’s second-biggest crude steel producer, imported 8.3 million metric tons of fi nished steel during April-January, up 20.3% from a year earlier, the data showed.

  4. Union Finance Minister Nirmala Sitharaman introduced the Income Tax Bill, 2025 in the Lok Sabha.

  5. The Centre has provided a Z-category armed protection cover to Tibetan spiritual leader Dalai Lama in view of potential security threats to him, offi cial sources said Thursday.

  6. Assam Chief Minister Himanta Biswa Sarma Wednesday met Singapore Deputy Prime Minister Gan Kim Yong and discussed the state’s role in strengthening India-ASEAN relations.

  7. Benchmark indices Sensex and Nifty pared early gains to close lower for the seventh straight day Thursday, dragged by fag-end selling in select IT and banking shares and foreign fund outflows.

  8. Renowned Hindustani classical vocalist Pandit Prabhakar Karekar has passed away in Mumbai following a brief illness, his family said Thursday. He was 80.

  9. President’s rule was imposed in strife-torn Manipur Thursday and the state Assembly put under suspended animation, a few days after Chief Minister N Biren Singh resigned from his post that led to political uncertainty in the northeastern state.

  10. National Green Tribunal (NGT) has directed disciplinary action against Begunia tehsildar in Khurda district over allegations of unauthorised cutting of trees for a road construction project under Pradhan Mantri Gram Sadak Yojana (PMGSY).

  11. Police Thursday arrested a man, identifi ed as Satish Reddy alias Spider Satish, a native of Visakhapatnam in Andhra Pradesh, for decamping with `2.50 lakh cash and gold ornaments worth `50 lakh from the house of senior Odisha Congress leader Niranjan Patnaik January 26, a senior police offi cer said.

  12. The second liver transplant recipient at SCB Medical College and Hospital (SCBMCH), Manas Muduli, 39, passed away Wednesday.

  13. Adani Green Energy, the renewable arm of billionaire Gautam Adani's conglomerate, has withdrawn from two proposed wind power projects in Sri Lanka, following the Island nation's new government deciding to renegotiate tariffs.

  14.  Rebuilt Rashtriya Swayamsevak Sangh (RSS) office, Keshav Kunj, at Jhandewalan, in New Delhi. RSS has moved back its office in the city to its old address following the near completion of the rebuilding project spread across over 3.75 acre premises, housing three 13-storey towers and around 300 rooms and offices in total

  15. India's women's hockey captain Salima Tete is confident that her team will give an improved performance when the Bhubaneswar leg of FIH Pro League commences Saturday and will not be pulled back by its disastrous showing in the previous season

175 Y
395 13-02-2025 Odia
  1. 1.ନିଜର କାର୍ଯ୍ୟ ସମ୍ପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ନିର୍ଭରଶୀଳତା ଯେତେ ବଢୁଛି ବ୍ୟବହାରକାରୀ ବ୍ୟକ୍ତିର ମାନସିକ ଦକ୍ଷତା ସେତେ ହ୍ରାସ ପାଉଛି ବୋଲି ମାଇକ୍ରୋସଫ୍‌ଟ ଓ କାର୍ଣ୍ଣେଗି ମୋଲୋନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି।
  2. .2.ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ଥିବା ୫୦ ଟଙ୍କିଆ ନୋଟ୍ ଖୁବଶୀଘ୍ର ଜାରି କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି।
  3. 3.ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଘୋଷଣା କରିବାର ଅଭ୍ୟାସ ଉପରେ ସୁପ୍ରିମ୍‌କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି ଏବଂ ଦେଶରେ ଏକ ‘ପରଜୀବୀ ଶ୍ରେଣୀ’ ସୃଷ୍ଟି ହେଉଛି।
  4. 4.କାଲିଫର୍ଣ୍ଣିଆ ଉପକୂଳ ବୁଡ଼ିବା ଉପରେ ନଜର ରଖିଥିଲେ। ସେମାନେ ଜାଣିବାକୁ ପାଇଛନ୍ତି ଯେ କାଲିଫର୍ଣ୍ଣିଆର କେନ୍ଦ୍ର ଓ କେନ୍ଦ୍ରୀୟ ଉପତ୍ୟକାର କିଛି ଅଂଶ ଭୂତଳ ଜଳ ଉତ୍ତୋଳନ ଯୋଗୁ ପ୍ରତିବର୍ଷ କିଛି କିଛି ବୁଡ଼ୁଛି। ନାସା କହିଛି ଯେ ଏହି ପରିବର୍ତ୍ତନ ସାମାନ୍ୟ ମନେ ହୋଇପାରେ, କିନ୍ତୁ ଏହା ସ୍ଥାନୀୟ ବନ୍ୟା ବିପଦ, ତରଙ୍ଗ ସଂସ୍ପର୍ଶ ଓ ଲୁଣା ଜଳ ଅନୁପ୍ରବେଶକୁ ବୃଦ୍ଧି କିମ୍ବା ହ୍ରାସ କରିପାରେ।
  5. 5.ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଗାମୀ ବର୍ଷ ଗୁଡ଼ିକରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି  ସ୍ବାକ୍ଷର ହୋଇଛି। ଏଥିରେ ସାମରିକ ଚୁକ୍ତି ସର୍ବାଧିକ ମହତ୍ବପୂର୍ଣ୍ଣ ରହିଛି।
  6. 6. ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି।  
  7. 7. ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳକୁ  ପ୍ରଶଂସା କରିବାରୁ ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟରେ   ଫାଟ  ସୃଷ୍ଟି ହୋଇଛି।
  8. 8. ଗତ ମଙ୍ଗଳବାର ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯  ଏକ ଖୁସି ଖବର ସମ୍ପର୍କ‌ରେ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିପାଇଁ କାମ ଆରମ୍ଭ ହୋଇଯାଇଛି।
  9. 9.ମହାକୁମ୍ଭରେ ଏତେ ଭିଡ଼ ଯେ ପ୍ରଶାସନ ସବୁସ୍ଥାନରେ ରାସ୍ତାକୁ ବଦଳାଇ ଦେଇଛି। ରୁଟ୍ ଡାଇଭର୍ସନ ଯୋଗୁଁ ୫୦୦ମିଟର ଆଗକୁ ଯିବାକୁ ହେଲେ ଦୁଇରୁ ତିନି କିଲୋମିଟର ଚାଲିବାକୁ ପଡ଼ୁଛି। ମହାକୁମ୍ଭରେ ସ୍ନାନ କରିବାକୁ ହେଲେ ଅତି କମରେ ୧୫ ରୁ ୨୦ କିଲୋମିଟର ଚାଲିବାର ଶକ୍ତି ରହିବା ଆବଶ୍ୟକ। 
  10. 10.ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
  11. 11.ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍‌ଏ) ଗଭୀର ଉଦ୍‌ବେଗ ପ୍ରକାଶ କରିଛି।
  12. 12.ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ। ୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ।
  13. 13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତର ୩ୟ ଦିବସ ବୁଧବାର ମାର୍ସିଲେ ସହରରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସ ଉଦଘାଟିତ ହୋଇଛି।
  14. 14.ଓଡ଼ିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି। ବୁଧବାର ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ ଯୋଗଦେଇ ଏପରି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର।
  15. 15.ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
218 Y
396 13-02-2025 English
  1. 1.A crispier and simplified Income Tax Bill 2025, having 536 sections, and 23 chapters running into 622 pages, is likely to be introduced in the Lok Sabha.

  2. 2.Mahant Satyendra Das, the chief priest of the Ram Janmabhoomi temple in Ayodhya, died at a hospital at the age of 85-year-old .

  3. 3.Comedian Samay Raina Wednesday said he has removed all episodes of India’s Got Latent from his YouTube channel, days after the show landed in a controversy over a remark by infl uencer Ranveer Allahbadia.

  4. 4.In the wake of US President Donald Trump’s threats to take control of Greenland, some Danes are California dreaming, offering to buy the golden state and infuse it with a Nordic vibe and universal health care.

  5. 5.The state the government has decided to launch a special project called ‘Amruta Anna’ under which the Mahaprasad at Puri Srimandir will be prepared by using organic rice and vegetables.

  6. 6.Odia rapper and engineer Abhinav Singh was found dead at his Bangalore apartment under mysterious circumstances Sunday night, sources said Wednesday.

  7. 7.Manipal Hospitals, Bhubaneswar, celebrated a major achievement—performing over 500 successful kidney transplants.

  8. 8.Amidst the stark reality of Odisha registering 7.6 per cent adolescent pregnancies among the girls, as per National Family Health Survey (NFHS)-4 data.

  9. 9.West Bengal Finance Minister Chandrima Bhattacharya Wednesday presented a Rs 3.89-lakh crore budget for 2025-26 with a signifi cant focus on social welfare, and announced a four per cent hike in dearness allowance (DA) for state government employees.

  10. 10.The Union Public Service Commission (UPSC) has introduced certain changes in its online application system for this year's civil services preliminary exam after aspirants complained of technical glitches while applying through it, according to an official notice.

  11. 11.Months before his superannuation, the Supreme Court Wednesday directed the removal of the chairperson of the National Commission for Homoeopathy saying his appointment was illegal.

  12. 12.The Reserve Bank of India Wednesday lifted nine-month old curbs on Kotak Mahindra Bank, allowing it to onboard new customers through its online and mobile banking channels.

  13. 13.Investors suffered an erosion of `18 lakh crore in six days of market fall, where the BSE benchmark Sensex tanked 3 per cent, amid continuous foreign fund outfl ows and trade war worries.

  14. 14.Investors suffered an erosion of `18 lakh crore in six days of market fall, where the BSE benchmark Sensex tanked 3 per cent, amid continuous foreign fund outfl ows and trade war worries.

  15. 15.The Delhi High Court observed Wednesday that artifi cial intelligence is a "dangerous tool" in anybody's hand, whether Chinese or American.

202 Y
397 12-02-2025 Odia
  1. 1.ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍‌ଣ ଭୋଜନ କରିବେ। ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।

  2. 2.ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ନଷ୍ଟ ନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  3. 3.ଆୟୁଷ୍ମାନ ଭାରତ ଯୋଜନାରେ ଏକ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ, ସରକାର କହିଛନ୍ତି ଯେ,ଜାତୀୟ ଠକେଇ ବିରୋଧୀ ୟୁନିଟ୍(ଏନଏଏଫୟୁ) ଘରୋଇ ହସ୍ପିଟାଲଗୁଡ଼ିକର ୫୬୨.୪  କୋଟି ଟଙ୍କାର ୨.୭ ଲକ୍ଷ ଦାବିକୁ ନକଲି ପାଇଛି।

  4. 4.୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ଦିଆ ନ ଯାଇ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

  5. 5.ତସଲିମା ନସରିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଏକୁଶେ ପୁସ୍ତକ ମେଳାର ପୁସ୍ତକ ଷ୍ଟଲ୍‌ରେ ଯେଉଁଠାରେ ତାଙ୍କ ପୁସ୍ତକ ବିକ୍ରୟ ପାଇଁ ରଖାଯାଇଥିଲା, ତାହାକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ତସଲିମା ନସରିନଙ୍କ ପୁସ୍ତକ ବାଂଲାଦେଶରେ ନିଷିଦ୍ଧ କରାଯାଇଛି।

  6. 6.ମହାକୁମ୍ଭ ଶେଷ ହେବାର ୧୫ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ମହାକୁମ୍ଭ ମେଳାକୁ ଆସୁଥିବା ସାଧୁ, ଶ୍ରଦ୍ଧାଳୁ, କଳ୍ପବାସୀ, ସ୍ନାନକର୍ତ୍ତା ଓ ଗୃହିଣୀଙ୍କ ସଂଖ୍ୟା ୪୫୦ ନିୟୁତ ଅତିକ୍ରମ କରିଛି।  

  7. 7.ଲୋକସଭାରେ ବର୍ତ୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜି ବ୍ୟତୀତ ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭଳି ୧୦ଟି ଭାଷାରେ ଏକକାଳୀନ ଅନୁବାଦ ସୁବିଧା ଉପଲବ୍ଧ ଥିଲା, କିନ୍ତୁ ଏବେ ଏଥିରେ ଆଉ ୬ଟି ଭାଷା ଯୋଡ଼ାଯାଇଛି। ବୋଡୋ, ଡୋଗରୀ, ମୈଥିଳୀ, ସଂସ୍କୃତ, ଉର୍ଦ୍ଦୁ ଓ ମଣିପୁରୀ ଭାଷାରେ ବି ଅନୁବାଦ ସୁବିଧା ଉପଲବ୍ଧ ହେବ।

  8. 8.ଚଳିତ ମାସରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ଏହାର ଦ୍ୱୀପ ପ୍ରତିରକ୍ଷା ହାଇପରସୋନିକ୍ ଗ୍ଲାଇଡ ଯାନ (ଏଚଜିଭି)ର ସଫଳତାର ସହ ଉଡ଼ାଣ ପରୀକ୍ଷଣ କରିଛି।

  9. 9.ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ୨୦୨୫ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ jeemain.nta.nic.inରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ ।

  10. 10.ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।

  11. 11.ସେୟାର ବଜାରରେ ହାହାକାର, ନିବେଶକଙ୍କ ୯.୩୨ ଲକ୍ଷ କୋଟି ଟଙ୍କା ବୁଡ଼ିଲା ।

  12. 12.ଗୁଜୁରାଟର ଏକ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୁଲଦୀପ ଶର୍ମାଙ୍କୁ ୪୧ବର୍ଷ ପୁରୁଣା ମାମଲାରେ ତିନି ମାସ ‌ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଭୁଜର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିଏମ୍ ପ୍ରଜାପତି ପୂର୍ବତନ ପୁଲିସ ଇନ୍ସପେକ୍ଟର ଜିଏଚ୍ ଭାସଭଡାଙ୍କୁ ମଧ୍ୟ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

  13. 13.୨୦୨୪ ଅକ୍ଟୋବରରୁ ୨୦୨୫ ଜାନୁଆରି ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୩.୩ ପ୍ରତିଶତ ଦୁର୍ବଳ ହୋଇଛି।

  14. 14.ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ  ପରାମର୍ଶ କେନ୍ଦ୍ର ଖୋଲାଯିବ। ୨୦୨୫ ବର୍ଷକୁ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ କରାଯିବ।

  15. 15.ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ପରେ ମଧ୍ୟ ବ୍ରାହ୍ମଣୀ ପ୍ରଦୂଷିତ ହେବାରେ ଲାଗିଛି। ଅଧିକାଂଶସ୍ଥାନରେ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀରେ ମିଶୁଛି। ବାଲୁଘାଟ ଏସ୍‌ଟିପିରେ କିଛି ମାତ୍ର ଜଳକୁ ଟ୍ରିଟ୍‌ମେଣ୍ଟ କରାଯାଉଛି।

254 Y
398 12-02-2025 English
  1. 1.The Congress Tuesday appointed former Union minister Bhakta Charan Das as the president of its Odisha unit.

  2. 2.Nabaneet Priyadarshi of Odisha has topped the state in the first edition of JEE-Main 2025 the results of which were announced by the National Testing Agency (NTA) Tuesday.

  3. 3.Pregnant women will receiveRs10,000 on the birth of a boy child and an additional Rs2,000 on the birth of a girl child as the Mohan Charan Majhi government Tuesday decided to club and implement Pradhan Mantri Matru Vandana Yojana alongside Mamata Yojana in Odisha.

  4. 4. Chief Minister Mohan Charan Majhi Tuesday announced that the students of Class IX and X will receive mid-day meals (MDM), a decision that is expected to increase student attendance in schools.

  5.  5.With incidents of divorce on the rise among young couples, the state government Tuesday decided to open a pre-marriage counselling centre, an official said.

  6. 6.Jayant Panda, Professor of Medicine at SCB Medical College and Hospital Cuttack, took over as the president of Indian Medical Association (IMA), Odisha Branch.

  7. 7.HIF Global India, a subsidiary of Chile-based HIF Global, has expressed interest in investing around $1 billion in Odisha’s renewable energy sector.

  8. 8.More than 2.05 crore farmer IDs, including 9,843 in Odisha, have been generated under the Digital Agriculture Mission, Parliament was informed Tuesday.

  9. 9.Kerala has launched the country’s first women’s scuba diving team through the state’s Fire Department, which Chief Minister Pinarayi Vijayan Tuesday described as a significant step towards women’s empowerment and progress in the state.

  10. 10.Prime Minister Narendra Modi Tuesday made a strong case for collective efforts to establish a global framework for artificial intelligence (AI) based on open source which enhances trust, transparency and is free from biases.

  11. 11.Indian stocks have lost about $180 billion in market value in the two days since US President Donald Trump said he would slap reciprocal tariffs on several countries, with many analysts saying the world’s fi fth-largest economy could be worst hit.

  12. 12.The United States said it remains concerned about terror group ISIS-Khorasan’s (ISIS-K) capabilities to plot, conduct attacks and sustain recruitment campaigns, particularly in Afghanistan and Pakistan.

  13. 13. Road accidents remain a significant concern in Ganjam district with 391 fatalities reported in 2024.

  14. 14.A day after he hit the spotlight with a comment on parents and sex, trouble mounted for infl uencer Ranveer Allahbadia Tuesday with Mumbai police at his doorstep, YouTube pulling down the episode of “India's Got Latent” and the issue being raised in Parliament

  15. 15. India's most accomplished player Pankaj Advani secured his 36th overall national title and 10th men's snooker crown at the Yashwant Club, in a commanding display of skill and determination.

221 Y
399 11-02-2025 Odia
  1. 1.ମହାକୁମ୍ଭ ଅବସରରେ ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ କରିବାରେ, ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ହେଉଛନ୍ତି । 

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ଆଲୋଚନା କରିବେ।

  3. 3ପ୍ରଥମ ଥର ପାଇଁ ଦଳ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ବିଜଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି । ହରିୟାଣା ବିଜେପି ସଭାପତି ମୋହନଲାଲ ବାଡୋଲି ସୋମବାର (ଫେବ୍ରୁଆରି ୧୦) ଅନୀଲ ଭିଜଙ୍କୁ ଏହି ନୋଟିସ୍ ପଠାଇଛନ୍ତି।

  4. 4.ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲ୍‌କୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ୨୦୨୪ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନିର ନିଟ୍‌ ଲାଭ ୧,୫୮୩ କୋଟି ଟଙ୍କା ହୋଇଛି। 

  5. 5.ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀ ମହାପାତ୍ର ବିଶ୍ବ ସାଇବର ନିରାପତ୍ତା ଦୁନିଆର ଏକ ଚର୍ଚ୍ଚିତ ଚେହେରାରେ ପରିଣତ ହୋଇଛନ୍ତି। ବର୍ତ୍ତମାନ ସେ ବିଶ୍ବସ୍ତରୀୟ କମ୍ପାନି ସିସ୍‌କୋର ସାଇବର୍ ନିରାପତ୍ତା ଶାଖାର ନେତୃତ୍ବ ନେଉଛନ୍ତି। ସିସ୍‌କୋର ସାଇବର ନିରାପତ୍ତା ପ୍ରଡକ୍ଟ ମ୍ୟାନେଜର ଭାବେ ସେ କାମ କରୁଛନ୍ତି। 

  6. 6.ସେସ୍‌ ଓ ସର୍‌ଚାର୍ଜ ବାବଦ ରାଶି କେନ୍ଦ୍ର ପାଖ‌ରେ ରହିବା ପରେ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିବା ପାଣ୍ଠି କମିଯାଉଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ସେହି ପାଣ୍ଠିର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ସେତିକି ବି ରାଜ୍ୟମାନଙ୍କ ପାଖରେ ପହଞ୍ଚୁନାହିଁ।

  7. 7.ଓଡ଼ିଶାରେ ଏନ୍‌ସିସିର କଳେବର ବଢ଼ିବ। ଏବେ କ୍ୟାଡେଟ୍‌ ସଂଖ୍ୟା ୬୦ହଜାର ଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‌ସିସି ଶାଖା ପ୍ରତିଷ୍ଠା କରାଯିବ।

  8. 8.ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ପୋଖରିଆଲ ନିଶଙ୍କଙ୍କଠାରୁ ଫିଲ୍ମ ନିର୍ମାଣ ନାମରେ ୪ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

  9. 9.କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ତାଙ୍କ ନିଯୁକ୍ତିକୁ ନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।

  10. 10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ  ଉଦବୋଧନ ଦେବା ସମୟରେ କହିଛନ୍ତି ଲୋକମାନେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ସେମାନେ ଆପଣଙ୍କ ଭାଷଣକୁ ଗ୍ରହଣ କରିବେ ନାହିଁ।

  11. 11.ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍‌ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍‌ ଭାବେ ସାଇକେଲ୍‌ ଟ୍ରାକ୍‌ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି।

  12. 12.ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି।

  13. 13.ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି।

  14. 14.ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଲେଖାଏ ଓ ୭୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଗ୍ରାମରେ ଦୁଇଟି ନଳକୂପ ଖନନ ହେବ।

  15. 15.ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି।

192 Y
400 11-02-2025 English
  1. 1.President Droupadi Murmu took a holy dip at Triveni Sangam here Monday and said the huge gathering of faith and belief at the Mahakumbh is a living symbol of India’s rich cultural heritage.

  2. 2.The Assam government has requested the Centre to set up India's fi rst Divyang University in Assam.

  3. 3.Gold prices zoomed by `2,430 to hit a lifetime high of `88,500 per 10 grams in the national capital Monday following firm global trends and a weak rupee, according to the All India Sarafa Association.

  4. 4.President Donald Trump said he will soon announce that the US will impose 25 per cent tariffs on all steel and aluminum imports from countries, including Canada and Mexico.

  5. 5.Close on the heels of reports about distress sale of tomato in Keonjhar district, farmers cultivating the juicy vegetable in Ganjam and Dhenkanal districts are facing severe losses as prices have crashed to Rs3 to `Rs5 per kg at farm level, despite being sold for Rs10 to Rs15 per kg in the market.

  6. 6.States do not have money to provide affordable housing and people don’t have clean water to drink and you are daydreaming about cycle tracks, the Supreme Court said Monday while refusing to hear a plea.

  7. 7.The state government has decided to lift curbs on mining of tubewells in rural areas to address the problem of drinking water during summer, Panchayati Raj and Drinking Water Minister Rabi Narayan Naik said Monday.

  8. 8.A court in Ganjam district Monday sentenced a 34-year-old man to life imprisonment for killing her girlfriend and looting his gold and silver ornaments approximately valued at 2 lakh last year.

  9. 9.In a move to maintain the sanctity of the Vaishno Devi shrine in Jammu and Kashmir's Reasi district, the ban on the sale, possession, and consumption of liquor and non-vegetarian food in and around it has been extended for an additional two months, offi cials announced Sunday.

  10. 10.The Supreme Court Monday questioned the Gujarat Police over an FIR against Congress MP Imran Pratapgarhi for allegedly posting an edited video of a provocative song.

  11. 11.Prime Minister Narendra Modi arrived in France Monday on a three-day visit during which he will co-chair an AI Action Summit with French President Emmanuel Macron and hold bilateral talks with him.

  12. 12.A Tirupati court Monday sent the four accused arrested in connection with the alleged adulteration of laddus offered as ‘prasadam’ at the Sri Venkateswara Swamy Temple to judicial custody till February 20, officials said.

  13. 13.Indian restaurants, nail bars, convenience stores, and car washes were among the targets of what the Home Offi ce Monday described as a “UK-wide blitz” on illegal working in the country.

  14. 14.Many of the world's biggest polluter nations have missed a UN deadline to set new climate targets as efforts to curb global warming come under pressure following US President Donald Trump's election.

  15. 15. India's central bank Monday said it will double the quantum of security purchases under its next tranche of open market operation February 13 to manage the liquidity defi cit in the country's banking system.

218 Y