# |
Date |
Type |
Current Affairs |
No. Of Views |
Status |
Action |
121 |
12-07-2025 |
Odia |
-
1.ଉକ୍ତ ସାଇ ଭକ୍ତଜଣକ ନିଜ ନାମ ଗୋପନ ରଖି ଗୁରୁବାର ଦିନ ଗୁରୁ ପୂର୍ଣ୍ଣିମା ଅବସରରେ ସାଇ ବାବାଙ୍କ ମନ୍ଦିରରେ ଥିବା ଦାନ ବାକ୍ସରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରିଛନ୍ତି।
-
2.କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନ୍ଫରେନ୍ସିଂରେ ଯୋଗଦେଇ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ।
-
3.ଏକ ଡଜନରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ ଛାଡ଼ି ଚାଲିଯିବା ଫଳରେ ରାଜ୍ୟରେ ସେମାନଙ୍କ ସଂଖ୍ୟା କମିଚାଲିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ଆଇଏଏସ୍ ବ୍ୟାଚର ଯୁବ ଅଧିକାରୀମାନେ ବାହାର ରାଜ୍ୟ ଯଥା ରାଜସ୍ଥାନ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ହରିୟାଣା ଭଳି ରାଜ୍ୟଗୁଡ଼ିକୁ ଚାଲିଯିବାରେ ଲାଗିଛନ୍ତି।
-
4.ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଗଠିତ ଆକ୍ସମ୍-୪ (ଆକ୍ସ-୪) ମିସନ ଜୁଲାଇ ୧୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରୁ ଫେରିବେ ବୋଲି କମ୍ପାନି ସୋସିଆଲ ମିଡିଆରେ ଘୋଷଣା କରିଛି।
-
5.ଦକ୍ଷିଣପଶ୍ଚିମ ପାକିସ୍ତାନରେ କିଛି ବନ୍ଧୁକଧାରୀ ବ୍ୟକ୍ତି ୨ଟି ବସ୍ରୁ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି।
-
6.ଆଇଆଇଟି ମାଡ୍ରାସର ୬୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଡୋଭାଲ କହିଛନ୍ତି ଯେ, ୨୩ ମିନିଟ୍ର ଏହି ଅପରେସନରେ ପାକିସ୍ତାନ ଭିତରେ ଥିବା ୯ଟି ଟାର୍ଗେଟ୍କୁ ଧ୍ବଂସ କରାଯାଇଥିଲା। ଆମେ ନିର୍ଦ୍ଦିଷ୍ଟ ଭାବରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ୍ କରିଥିଲୁ ଓ ଅନ୍ୟ କୌଣସି ସ୍ଥାନରେ ବୋମାମାଡ଼ କରି ନ ଥିଲୁ।
-
7.ଚୀନ୍ ତିବ୍ବତର ୟାର୍ଲୁଙ୍ଗ ସାଙ୍ଗପୋ ଉପରେ ନିର୍ମାଣ କରୁଥିବା ବିଶ୍ୱର ସର୍ବବୃହତ୍ ଜଳବିଦ୍ୟୁତ୍ ଡ୍ୟାମ୍ ଭାରତୀୟ ସୀମାଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ। ୧୩୭ ବିଲିୟନ ଡଲାରର ଏହି ପ୍ରକଳ୍ପରୁ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେବ। ତେବେ ଏହି ବିଶାଳ ପ୍ରକଳ୍ପ ଏବେ ବି ଗୋପନ ରହିଛି।
-
8.ରାଜ୍ୟସଭାର ‘ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସ’ରେ ଏହା ସ୍ପଷ୍ଟ କରାଯାଇଛି। ୱାକଫ୍(ସଂଶୋଧନ) ବିଲ୍କୁ ବିଜେଡିର ୫ ଜଣ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍ ସମର୍ଥନରେ ଭୋଟ୍ ଦେଇଥିଲେ।
-
9.'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ । ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ଜେପିସିକୁ ପରାମର୍ଶ ଦେଇଥିଲେ ଯେ ନିର୍ବାଚନ କମିଶନଙ୍କୁ ସଂଶୋଧନ ବିଲରେ ପ୍ରସ୍ତାବିତ ଅବାଧ କ୍ଷମତା ଦିଆଯିବା ଉଚିତ୍ ନୁହେଁ।
-
10.ଭାରତର ପ୍ରଥମ ଟେସଲା ସୋରୁମ ମୁମ୍ବାଇରେ ଖୋଲିବାକୁ ଯାଉଛି । ଏହି ସୋରୁମ୍ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଉଦଘାଟନ ହେବ।
-
11.କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ ।
-
12.ସୂଚନା ପ୍ରଯୁକ୍ତି ବିପ୍ଳବରେ ଆଗରେ ରହିବା ଓ ଏହାର ଲାଭକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବ୍ରହ୍ମପୁର ଓ ରାଉରକେଲାରେ ଦୁଇଟି ଆଇଟି ଟାୱାର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
13.କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓଡିଶାକୁ ୮୦୨.୯ କୋଟି ମୂଲ୍ୟରେ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ (୧୫.୯୯) ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ମଞ୍ଜୁରୀ ଦେଇଛନ୍ତି।
-
14.କେନ୍ଦ୍ର ସରକାର ଅଫର୍ ଫର୍ ସେଲ୍ ମାଧ୍ୟମରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି। କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛୁ। କମ୍ପାନିର ୬.୫ ପ୍ରତିଶତ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଚର୍ଚ୍ଚା ହେଉଛି।
-
15.ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍ରେ ଘରୋଇ ବସ୍ ଗଡ଼ିବ।
|
108 |
Y |
|
122 |
12-07-2025 |
English |
-
1.Byrnihat, located on the Assam-Meghalaya border, ranked as the most polluted city in the country in the first half of 2025 while Delhi stood a distant second, according to the analysis by independent research organisation Centre for Research on Energy and Clean Air (CREA).
-
2.Talcher and Rourkela are among the 10 most polluted cities in India, according to a new analysis.
-
3. The All Odisha Private Bus Owners’ Association has decided to distance itself from the ongoing cease-work agitation launched by the Odisha Drivers’ Association. In a major relief to commuters, private buses will resume operations from Saturday after four days of strike.
-
4.Congress leader Rahul Gandhi Friday launched a broadside against the BJP government in Odisha, accusing it of handing over the state’s land, water, forests, and other resources to a handful of billionaires.
-
5.A nine-year-old girl was delighted after a pleasant interaction on the dais with Congress leader Rahul Gandhi, who addressed a public meeting here Friday.
-
6.The state government has approved an annual plan of Rs10.48 crore for the ecological and socio-economic development in an around the Similipal Tiger Reserve (STR) in Mayurbhanj district to be utilised in financial year 2025-26.
-
7.Railways Minister Ashwini Vaishnaw has sanctioned the Cuttack–Nergundi fourth line along with a rail flyover at Nergundi at an estimated cost of Rs802.9 crore, officials said Friday.
-
8.A tribal couple in Rayagada district was allegedly forced to plough a field with a yoke placed on their shoulders as a form of public punishment for marrying against community traditions, offi - cials said Friday.
-
9.In a move reflecting heightened administrative vigilance over inter-state border disputes, Pottangi Tehsildar Debendra Bahadur Singh Dharua halted a health camp being held by a medical team from Andhra Pradesh in Paniki village under the disputed Kotia panchayat in Koraput district Friday.
-
10.Aam Aadmi Party leader Sanjay Singh Friday said his party will contest the upcoming Bihar Assembly elections independently,
-
11.A 38-year-old Trinamool Congress leader was shot dead in West Bengal’s South 24 Parganas district, police said Friday.
-
12.India smashed nine terror targets with precision, crisscrossing Pakistan, under Operation Sindoor, National Security Advisor Ajit Doval said dared the foreign media to show “even one image” of damage to any Indian structure, even a “glass pane having been broken”.
-
13.Congress leader Rahul Gandhi Friday pleaded not guilty in a Pune court in a defamation case pertaining to his comments on Hindutva ideologue V D Savarkar.
-
14.India has presented its candidature for reelection to the International Maritime Organisation (IMO) Council at the organisation’s 134th session in London.
-
15.Switzerland has fi nally completed the ratifi cation process for a landmark trade deal between India and the European Free Trade Association (EFTA) that would reduce trade barriers and signifi cantly open up the Indian market to Swiss exports.
|
99 |
Y |
|
123 |
11-07-2025 |
Odia |
-
1.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ।
-
2.ବାଂଲାଦେଶରେ ଏକ ସ୍ବତନ୍ତ୍ର ଟ୍ରିବୁନାଲ ଗୁରୁବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଆସନ୍ତା ଅଗଷ୍ଟ ୩ ତାରିଖରୁ ହସିନାଙ୍କ ବିରୋଧରେ ତାଙ୍କ ଅନୁପସ୍ଥିତିରେ ବିଚାରଣ ଆରମ୍ଭ କରିବେ।
-
3.ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡା ସ୍ଥିତି କ୍ୟାଫେରେ ଗୁଳିକାଣ୍ଡ ହୋଇଛି। ଅଜ୍ଞାତ ବନ୍ଧୁକଧାରୀମାନେ କ୍ୟାଫେ୍ ଉପରେ ଅଚାନକ ଗୁଳିବର୍ଷା କରି ଫେରାର୍ ହୋଇଯାଇଛନ୍ତି।
-
4.ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପାଇଁ ଲୋକଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର ଓ ରାସନ କାର୍ଡ ଉପରେ ବିଚାର କରିବାକୁ ସୁପ୍ରିମ୍କୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
5.କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନା ଜାରି ରହିଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଉକ୍ତ ପ୍ରସଙ୍ଗରେ ଏକ ଟିପ୍ପଣୀ ରଖି କହିଛନ୍ତି ଯେ କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ପଦ ଖାଲି ନାହିଁ।
-
6.ଧର୍ମପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ପାଇଁ ଛଙ୍ଗୁର ବାବା ବିଦେଶୀ ପାଣ୍ଠି ଓ ବ୍ୟାପକ ଜାଲିଆତି ଉପାୟ ଅବଲମ୍ବନ କରୁଥିଲା। ଏହି ପ୍ରକ୍ରିୟାରେ ଛଙ୍ଗୁର ବାବା କିଛି ବର୍ଷ ମଧ୍ୟରେ ବିଦେଶରୁ ୧୦୦ କୋଟିରୁ ଅଧିକ ଟଙ୍କା ହାସଲ କରିଥିବା ଜଣାପଡ଼ିଛି।
-
7.ଧନବାଦର ରେଳ ହସ୍ପିଟାଲର ଅସ୍ଥି ବିଭାଗର ଅପରେସନ ଥିଏଟରରେ ଡାକ୍ତର ପି.ଆର. ଠାକୁର ରୋଗୀଙ୍କ ଅସ୍ତ୍ରୋପଚାର କରୁଥିଲେ। ଏହି ସମୟରେ ଅପରେସନ୍ ଥିଏଟରର ଫଲ୍ସ ସିଲିଂର ଏକ ଅଂଶ ତଳେ ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟର ଘଟଣା କି ଏହି ଫଲ୍ସ ସିଲିଂ ଖଣ୍ଡ ସହିତ ଅପରେସନ୍ ଥିଏଟର ଭିତରେ ଏକ କୁକୁର ମଧ୍ୟ ଖସି ପଡ଼ିଥିଲା।
-
8.ଆଗାମୀ ୧୪ରେ ଶ୍ରାବଣର ପ୍ରଥମ ସୋମବାର । କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ ସ୍କୁଲ ଏବଂ କଲେଜ୍ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍ କ୍ଲାସ ଚାଲିବ ।
-
9.ଦେଶରେ ତୁରନ୍ତ ବ୍ୟବସାୟ ବା କ୍ବିକ୍ କମର୍ସର କ୍ରେଡ୍ ବଢିଚାଲିଛି । ଏ କ୍ଷେତ୍ରରେ ସ୍ବିଗି ଇନଷ୍ଟାମାର୍ଟ, ଜିଓମାର୍ଟ, ଜେପଟୋ, ବ୍ଲିଙ୍କିଟ୍ ପରି କମ୍ପାନି ଏ କ୍ଷେତ୍ରରେ ଆଗୁଆ ରହିଛି । ବିଭିନ୍ନ ନିତିଦିନିଆ ସାମଗ୍ରୀ ଅର୍ଡର କରିବାର ଅଳ୍ପ କିଛି ସମୟ ମଧ୍ୟରେ ଅର୍ଡର ହୋଇଥିବା ସମଗ୍ରୀ ଗ୍ରାହକଙ୍କ ଘରେ ପହଞ୍ଚୁଛି ।
-
10.ଆସନ୍ତା ୨୦ ତାରିଖରେ ଓଟିଇଟି ପରୀକ୍ଷା ହେବ , ପ୍ରଶ୍ନପତ୍ରରେ ୱାଟର ମାର୍କ ଓ କ୍ୟୁ ଆର କୋର୍ଡ ଲାଗିବ । ରାଜ୍ୟର ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେବେ ।
-
11.ଓଡିଶା ଚଳିତ ମାସ ପିଡିଏସରେ ଗହମ ମିଳିବ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଘୋଷଣା ।
-
12.ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାର ଓ ମହାସଂଘ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ଫଳରେ ପରିସ୍ଥିତି ସଙ୍ଗିନ ଆକାର ଧାରଣ କରିଛି। ସାରା ରାଜ୍ୟରେ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
-
13.ଆଇଏଏସ ମନୋଜ କୁମାର ମହାନ୍ତି ,୬ ବର୍ଷ ପାଇଁ ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି ।
-
14.ପୁରୀ ରତ୍ନଭଣ୍ଡାର ଗଣତି ମଣତି ବେଳେ ରିଜର୍ଭ ବ୍ୟାଙ୍କର ଦୁଇ ଅଧିକାରୀ ଉପସ୍ଥିତ ରହିବେ ।
-
15.ତାଳଚେର ଏମସିଏଲ ଚିଫ୍ ମ୍ୟାନେଜର ଅଖିଲେଶ କୁମାର ବର୍ମା , ୨୦ ହଜାର ଟଙ୍କା ଲାଞ୍ଜ ନେବା ବେଳେ ସିବିଆଇ ଧରିଲା ।
-
16.କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିବଦୀୟ ଗ୍ରାମପୁଞ୍ଜ ପ୍ରତି ଆନ୍ଧ୍ରର ଲୋଲୁପ ଦୃଷ୍ଟି ହଟାଇବା ପାଇଁ ଓଡ଼ିଶା ସରକାର ଅଣ୍ଟା ଭିଡିଛନ୍ତି। କୋଟିଆ ଓଡ଼ିଶାର ଥିଲା ଏବଂ ରହିବ।
-
17.ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। ୭ ତାରିଖରୁ କାଁ ଭାଁ ଅଞ୍ଚଳ ଛାଡ଼ିଦେଲେ ବର୍ଷା ନାହିଁ। ଆସନ୍ତା ୨ ଦିନ ରାଜ୍ୟରେ କେଉଁଠି କେମିତି ସ୍ବଳ୍ପ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ୧୩ ଓ ୧୪ ତାରିଖରେ ଲଘୁଚାପଜନିତ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି।
-
18.ଜର୍ମାନୀରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା-୨୦୨୫, କିଟ୍ ବିଶ୍ୱବିଦ୍ୟାଳୟରୁ ସର୍ବାଧିକ ୪୦ ଜଣ ଖେଳାଳି ମନୋନୀତ ହୋଇଛନ୍ତି ।
-
19.ଗୁରୁଗ୍ରାମରେ ଜଣେ ୨୫ ବର୍ଷୀୟା ରାଜ୍ୟସ୍ତରୀୟ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଗୁଳିକରି ହତ୍ୟା କରିଛନ୍ତି।
-
20.ଆଇପିଏଲ ଟିକେଟ ଦୁର୍ନୀତି ମାମଲାରେ ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ ଗିରଫ।
|
141 |
Y |
|
124 |
11-07-2025 |
English |
-
1.The Supreme Court Thursday asked the Election Commission of India (ECI) to consider Aadhaar, voter ID and ration cards as valid documents during its ongoing special intensive revision (SIR) of electoral rolls in Bihar, set to go to polls later this year.
-
2. Astronaut Shubhanshu Shukla and three other crew members of the Axiom-4 mission are set to return to earth from the International Space Station July 14, NASA said Thursday.
-
3.The ‘quit steering’ agitation by Odisha Driver Mahasangha to press for fulfilment of their demands entered third day Thursday, nearly paralysing transport services across Odisha.
-
4.Puri’s Gajapati Maharaja Dibyasingha Deb Thursday said he supports reforms in the 800-year-old Srimandir to preserve its heritage while adapting to changing times, but remained uncertain about allowing non-Hindus into the 12th-century shrine.
-
5.Enthused by the successful plantation of 8,000 trees last year using Miyawaki method, the Bhubaneswar Municipal Corporation (BMC) has now set a target to create 20 such mini forests and plant 2 lakh trees across the City and nearby areas.
-
6.Revenue and Disaster Management Minister Suresh Pujari Thursday said as many as 335 of the 444 people held in Jharsuguda district on suspicion of being Bangladeshis were found possessing fake Indian documents.
-
7.Former Chief Minister and BJD President Naveen Patnaik is set to return to Odisha Saturday (July 12), following his recovery from surgery.
-
8.Sleuths of the Enforcement Directorate (ED) again raided the residence of BJD leader Raja Chakra at Jagannathpur in Keonjhar and sealed his transport office Thursday.
-
9.Chief Minister Sukhvinder Singh Sukhu Thursday announced an immediate relief amount of Rs 7 crore to carry out restoration work in disaster-affected areas of Himachal Pradesh’s Mandi district.
-
10. Vatsala, the Asia’s oldest female elephant, who earned names -- Dadi Maa, Nani Maa in her life journey of more than 100 years from Kerala to Madhya Pradesh, died at the Panna Tiger Reserve (PTR) Tuesday.
-
11.Acting against a Himachal Pradesh university and its agents in the Rs 387-crore fake degree scam, the ED provisionally attached seven properties worth Rs 1.74 crore in Delhi, Haryana, UP and Bihar, an official said Thursday.
-
12. Maharashtra Minister for Social Justice Sanjay Shirsat Thursday said he has received a notice from the Income Tax department seeking an explanation of the increase in his assets between the 2019 and 2024 Assembly elections.
-
13.The Centre has revised its flagship rehabilitation programme for beggars to include components like dedicated shelter homes, vocational training, psychological counselling, healthcare services, and education for children.
-
14.Amid talk of leadership change in Karnataka, Chief Minister Siddaramaiah Thursday dismissed speculation saying there is "no vacancy" for the top post.
-
15.Russia unleashed heavy airstrikes on Ukraine Thursday before a conference in Rome at which Kyiv won billions of dollars in aid pledges, and US-Russian talks at which Washington voiced frustration with Moscow over the war.
|
95 |
Y |
|
125 |
10-07-2025 |
Odia |
-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତ ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍" ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା।
-
2.ନାମ୍ବିଆରେ ଏକ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
-
3.ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି, ଯାହା ତାଙ୍କ ପ୍ରଶାସନକୁ ବ୍ୟାପକ ଫେଡେରାଲ୍ ଚାକିରି କାଟ୍ ସହିତ ଆଗକୁ ବଢ଼ିବାକୁ ଅନୁମତି ଦେଇଛି।
-
4.ଶିମ୍ଲା :ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁଁ ହିମାଚଳପ୍ରଦେଶରେ ସେଓ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଅତି ସାଂଘାତିକ ଫଙ୍ଗଲ୍ ସଂକ୍ରମଣ ଯୋଗୁଁ ସେଓ ଗଛର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଇ ଫଳ ପରିପକ୍ବ ହେବା ପୂର୍ବରୁ ଝଡ଼ି ପଡ଼ୁଛି।
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତମ୍ବା ଉପରେ ୫୦% ଶୁଳ୍କ ଘୋଷଣା କରିଛନ୍ତି। ସେ ଇସ୍ପାତ ଏବଂ ଆଲୁମିନିୟମ, ଔଷଧ ଉପରେ ଶୁଳ୍କ ଗୋଟିଏ ବର୍ଷ ପରେ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।
-
6.ଗତ ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ଜୁନ୍ରେ ବିକ୍ରି ହୋଇଥିବା ୬୧,୦୬୨ଟି ଗାଡ଼ି ତୁଳନାରେ ୧୧.୨୧ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ବାଣିଜ୍ୟିକ ଯାନ ବିକ୍ରି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି।
-
7.ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା। ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି। ଫଳରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି।
-
8.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ୨୦୨୫ର ଏପ୍ରିଲ୍-ଜୁନ୍ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଯାହା ସାରା ଦେଶକୁ ଆସିଥିବା ମୋଟ୍ ପୁଞ୍ଜିନିବେଶର ୪୦ ପ୍ରତିଶତ।
-
9.ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କାଲିପାଇଁ କୋଡିଏ ଜିଲ୍ଲାକୁ ଆଲର୍ଟ ଜାରି, ଘଡଘଡି ସହ ଜୋର ବର୍ଷା ହେବ
-
10.ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
-
11.ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଂଶିକ ଭାବେ ସଫଳ।
-
12.ଭାରତ ବନ୍ଦ ଡାକରାର ପ୍ରଭାବ ବି ଆଂଶିକ। ଓଡ଼ିଶାରେ ବିଶେଷ ପ୍ରତିକ୍ରିୟା ନାହିଁ
-
13.ବେଦାନ୍ତ ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ । ସରକାରୀ ଜାଗା ଚିହ୍ନଟ ହୋଇଛି।
-
14.ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା।
-
15.ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।
-
16.ଛତ୍ରପୁରରେ ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା।
-
17.ଗୁଜୁରାଟରେ ଭଦୋଦରା ଆନନ୍ଦ ମୁଖ୍ୟ ଜନଗହଳି ରାସ୍ତାରେ ପୋଲ ଭାଙ୍ଗି ଅନେକ ମୃତ ଓ ଆହତ। ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
-
18.ରାଜସ୍ଥାନର ଚୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଜାଗୁଆର ଲଢ଼ୁଆ ବିମାନ। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି।
-
19.ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି।
-
20.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା।
|
119 |
Y |
|
126 |
10-07-2025 |
English |
-
1.Two pilots of the Indian Air Force (IAF) were killed Wednesday morning in a crash of a Jaguar trainer aircraft near Churu in Rajasthan.
-
2The state government has reintroduced the ‘pass-fail system’ in Class V and VIII annual examinations from the current academic year, an official notification said Wednesday.
-
3.Eleven persons, including two siblings, were killed and nine others rescued, some of them with injuries, after multiple vehicles plunged into the Mahisagar river when a portion of a fourdecade-old bridge collapsed in Vadodara district .
-
4.Vehicular movement in different parts of Odisha, including the capital, was affected Wednesday due to strike by trade unions and drivers’ associations.
-
5.A local court here Wednesday granted bail to BJP leader Jagannath Pradhan, who was arrested in a case involving the physical assault of a senior Odisha Administrative Service (OAS) offi cer in Bhubaneswar Municipal Corporation (BMC) .
-
6.Leader of the Opposition (LoP) in Lok Sabha Rahul Gandhi and Congress president Mallikarjun Kharge will address a mega rally in Bhubaneswar July 11, following which they will hold closed-door meetings with leaders of the party’s state unit.
-
7.Senior IPS officer Sanjeeb Panda was Wednesday posted as the Additional Director General (ADG), Anti-Naxal Operations.
-
8.The BJP government in the state will soon expand its Council of Ministers, the party’s state president Manmohan Samal said .
-
9.Bhubaneswar. The CID of Odisha Police arrested a man from Punjab on the charge of defrauding a person of Rs7.50 crore in Koraput district on the pretext of higher return in a fake IPO scheme.
-
10.Odisha was recognised as the best state for agriculture and received the Agriculture Leadership Award from the Agriculture Today Group .
-
11.In a move to strengthen urban sanitation, the Bhubaneswar Municipal Corporation (BMC) recently inaugurated three modern public toilets at key City locations.
-
12.Guwahati,Human-elephant conflicts in Assam have claimed over 1,400 lives during 2000-2023, while 1,209 pachyderms died in the state during the same period with majority 626 fatalities due to anthropogenic activities, a Wildlife Institute of India (WII) report has said.
-
13.To further strengthen the fight against tuberculosis, the Union Health Ministry will soon procure 1,500 more handheld X-ray machines to facilitate large-scale screening and early detection of cases, offi cial sources said.
-
14.The Supreme Court has initiated a suo motu case over the issue of investigation agencies summoning lawyers who offer opinion or represent parties in cases to examine if they can be put to notice
-
15.India's space regulator INSPACe has granted a licence to Elon Muskrun Starlink to offer spacebased internet services in the country.
|
85 |
Y |
|
127 |
09-07-2025 |
Odia |
-
1.ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି।
-
2.କର୍ଣ୍ଣାଟକରେ ହଠାତ ଲୋକଙ୍କର ହେଉଥିବା ମୃତ୍ୟୁ ପାଇଁ କରୋନା ଟୀକାକୁ ଦାୟୀ ଘଟଣାକୁ ନେଇ ଆଇସିଏମଆର ଏବଂ ଏମ୍ସ ପକ୍ଷରୁ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି କି ହୃଦଘାତ ଏବଂ କରୋନା ଟୀକା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ହଠାତ୍ ହେଉଥିବା ମୃତ୍ୟୁର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।
-
3.ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଉଛି ମହିଳାଙ୍କୁ ନିଯୁକ୍ତିରେ ୩୫ ପ୍ରତିଶତ ସଂରକ୍ଷଣ ଏବଂ ଏକ ଯୁବ ଆୟୋଗ ଗଠନ କରାଯିବ।
-
4.ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ ।
-
5.ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି ରୂପେ ଔପଚାରିକ ଭାବେ ଦଳ ଘୋଷଣା କଲା।
-
6.ବ୍ୟାଙ୍କିଂ, ବୀମା, ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର ଦେଶବ୍ୟାପୀ ଧର୍ମଘଟ ତଥା ‘ଭାରତ ବନ୍ଦ’ରେ ସାମିଲ ହେବାର ସମ୍ଭାବନା ରହିଛି।
-
7.ତାମିଲନାଡ଼ୁରେ ଏକ ସ୍କୁଲ ଭ୍ୟାନ୍ ଉପରେ ଟ୍ରେନ୍ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି।
-
8.ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାଉଡିଆ ଯାତ୍ରା ସମୟରେ କୌଣସି ପ୍ରକାରର ଉପଦ୍ରବ, ଝଗଡା, ବିବାଦ ଅଥବା ଅବ୍ୟବସ୍ଥା ସୃଷ୍ଟି ନହେବ ସେନେଇ ଅଫିସରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
-
9.ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫ ଦାବି କରିଛି ଯେ ଫେବୃଆରୀ ୨୦୧୯ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନରୁ କିଣାଯାଇଥିଲା। ଏଫଏଟିଏଫ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ।
-
10. ଦିଲ୍ଲୀରେ ପୁରୁଣା ଗାଡ଼ି ବିରୋଧୀ ଅଭିଯାନକୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନଭେମ୍ବର ୧ରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଏଠାରେ ପୁରୁଣା ଗାଡ଼ିଗୁଡ଼ିକର ଅର୍ଥ ହେଉଛି ୧୦ ବର୍ଷ ବା ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ବା ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି।
-
11.ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର। ହୀରାକୁଦ ବନ୍ୟା ଜଳ ପହଞ୍ଚିବାପରେ ବଢୁଛି ମୁଣ୍ଡଳି ଜଳସ୍ତର। ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି ।
-
12.ରାଜଧାନୀ ଦିଲ୍ଲୀରେ ମାଗଣା ବସ୍ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ ।
-
13.୨୫ ବର୍ଷ ପରେ ସ୍ମୃତି ଇରାନୀ ତାଙ୍କର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ଫେରୁଛନ୍ତି। ‘କିଉଁକି ଶାଶ୍ ଭି କଭି ବୋହୂ ଥି-୨’ ର ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଏବଂ ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
-
14.କଇଁଛ ପିଠିରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ଆଙ୍କି ତାକୁ ପାଣିରେ ଛାଡ଼ି ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିବା ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଦୁଇ ଯୁବକଙ୍କୁ ବନ ବିଭାଗ ଗିରଫ କରିଛି।
-
15.ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ବୁଧବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।
|
121 |
Y |
|
128 |
09-07-2025 |
English |
-
1.Banking, postal and other services are likely to face disruption today as more than 25 crore workers affiliated with Central and sectoral trade unions have announced to go on strike across the country to protest against new labour codes and privatisation, and press for demands such as minimum wage of Rs26,000 and old pension scheme, according to union leaders.
-
2.Only 55 per cent of Class 3 students can arrange numbers up to 99 in ascending or descending order while only 53 per cent of them in Class 6 know tables up to 10, a Ministry of Education (MoE) survey has found.
-
3.The ruling BJP Tuesday reappointed Manmohan Samal as its Odisha unit president.
-
4.Intensifying its crackdown on Bangladeshis and Rohingyas living illegally in the state, police Tuesday held 448 people for verification of their documents.
-
5.Odisha celebrated ‘Rasagola Dibasa’ Tuesday, marking the return of the sibling deities – Lord Balabhadra, Devi Subhadra and Lord Jagannath – to their abode in the 12th-century shrine in Puri after the annual Rath Yatra.
-
6.Deputy Chief Minister and Agriculture Minister Kanak Vardhan Singh Deo at Krushi Bhavan, flagged off a campaign vehicle to promote rooftop gardening across fi ve major cities—Bhubaneswar, Cuttack, Sambalpur, Berhampur, and Jeypore.
-
7.Three heritage structures associated with Mahatma Gandhi in Maharashtra’s Wardha district are set for a makeover, with a museum, prayer hall and a complex for artisans on the premises.
-
8.The Uttar Pradesh government is set to plant more than 12.5 crore saplings in the state under the MGNREGA scheme following the directives of Chief Minister Yogi Adityanath.
-
9.Global terror fi nancing watchdog FATF Tuesday cited the February 2019 Pulwama terror attack, which killed 40 CRPF personnel, and the 2022 Gorakhnath Temple incident to say that e-commerce platforms and online payment services are being misused for terror financing.
-
10.Possible convergence of interest among China, Pakistan, and Bangladesh may result in serious implications for India's stability and security dynamics, Chief of Defence Staff Gen Anil Chauhan said Tuesday.
-
11.The Centre’s panel on air quality in Delhi-NCR Tuesday decided to put on hold the implementation of the fuel ban on end-of-life (EOL) or overage vehicles in the national capital until November 1.
-
12.Union minister Ashwini Vaishnaw's father Daulal Vaishnaw passed away at AIIMS Jodhpur Tuesday, hospital authorities said. Daulal Vaishnaw, 82.
-
13.President Donald Trump said Monday the US will have to send more weapons to Ukraine, just days after ordering a pause in critical weapons deliveries to Kyiv.
-
14. India plans to source about 10 per cent of its cooking gas imports from US beginning in 2026 as part of a broader effort to boost energy purchases to narrow its trade gap with Washington, four industry refining sources familiar with the matter .
-
15.India will hope that skipper Harmanpreet Kaur and hard-hitting opener Shafali Verma will return to run-making ways in their quest to clinch the women’s T20I series during the fourth match here Wednesday.
|
78 |
Y |
|
129 |
08-07-2025 |
Odia |
-
1. ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି। ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି।
-
2.ଆମେରିକାର ଦୁଇ ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି ।
-
3.ରୁଷର ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି।
-
4.ଦଶଟି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରକୁ ନେଇ ଗଠିତ ‘ବ୍ରିକ୍ସ’ ସମୂହକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଆମେରିକା ବିରୋଧୀ କହିବା ସହ ବ୍ରିକ୍ସକୁ ସମର୍ଥନ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।
-
5.କମ୍ପାନିର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ବସାଇବାକୁ ଯାଉଛି।
-
6.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍ ଭି କଭି ବହୂ ଥି’କୁ ଫେରିଛନ୍ତି।
-
7.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତାଙ୍କ ୨ ଝିଅ ପ୍ରିୟଙ୍କା ଏବଂ ମାହିଙ୍କ ପାଇଁ ସେ ସରକାରୀ ବାସଭବନ ଛାଡ଼ି ପାରୁନାହାନ୍ତି। ୨ ଝିଅଙ୍କର ସ୍ବାସ୍ଥ୍ୟାବସ୍ଥା ପାଇଁ ଚନ୍ଦ୍ରଚୂଡ଼ ତାଙ୍କ ବାସଭବନକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୂପାନ୍ତରିତ କରିଛନ୍ତି।
-
8. ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ରକୋଷ୍ଠ ଭିତରେ ଅଟକ ରଖି ନିର୍ଯାତନା ଦେବା ଓ ଜୋରଜବରଦସ୍ତ ଫାଇଲ୍ରେ ଦସ୍ତଖତ କରାଇବା ଘଟଣା ନେଇ ଆଜି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
-
9.ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ମହରମ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏହାପରେ ସୋମବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି।
-
10.ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି। ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି।
-
11.ଆଜି ରସଗୋଲା ଦିବସ।ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା।
-
12.ଗତ କିଛି ମାସ ଭିତରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟା ବଢ଼ିଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍ରେ ୧୦-୧୨ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ଘୋଷଣା ହେବାର ସମ୍ଭାବନା ରହିଛି।
-
13.ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ସେମାନଙ୍କ ଦୁଇ ସନ୍ତାନ ରହିଛନ୍ତି। ଆମେରିକାର ଆଲବାମା ଅନ୍ତର୍ଗତ ଗ୍ରୀନ କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି।
-
14.ଭାରତୀୟ ଟ୍ରେନ୍ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (ଆଇଆର୍ସିଟିସି) ‘ଭାରତ ଗୌରବ’ ଡିଲକ୍ସ ଏସି ପର୍ଯ୍ୟଟନ ଟ୍ରେନ୍ ମାଧ୍ୟମରେ ଏହାର ପଞ୍ଚମ ‘ଶ୍ରୀ ରାମାୟଣ ଯାତ୍ରା’ ଶୁଭାରମ୍ଭ କରୁଛି। ଏହି ୧୭ ଦିନିଆ ଯାତ୍ରା କାର୍ଯ୍ୟକ୍ରମରେ ଯାତ୍ରୀ ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ ୩୦ରୁ ଅଧିକ ପବିତ୍ର ସ୍ଥାନ ଭ୍ରମଣ କରିପାରିବେ।
-
15.ଫାଶୀ ଦଣ୍ଡ ପ୍ରଦାନରେ ସାଉଦି ଆରବ ରେକର୍ଡ କରିଛି। ଫାଶୀ ଦଣ୍ଡ ପ୍ରଦାନ କ୍ଷେତ୍ରରେ ଏହା ଚୀନ୍ ଓ ଇରାନକୁ ଟପି ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୪ରେ ସେଠାରେ ସର୍ବାଧିକ ୩୪୫ ଜଣଙ୍କୁ ଫାଶୀ ଦିଆଯାଇଛି; ଯାହା କି ସର୍ବକାଳୀନ ରେକର୍ଡ।
|
138 |
Y |
|
130 |
08-07-2025 |
English |
-
1.US President Donald Trump has threatened to impose an additional 10% tariff on countries aligning themselves with the “anti-American” policies of the BRICS grouping.
-
2.Joining nine other parties in challenging the special intensive revision of electoral rolls in Bihar before the Supreme Court, the Congress Monday said the entire Opposition is united on the issue and alleged that the exercise is aimed at disenfranchising the vast number of voters with its “mischievous methodology”
-
3. Chief Minister Mohan Charan Majhi has resolved more than 10,000 public grievances during 11 rounds of hearings since assuming offi ce, the Chief Minister’s Offi ce (CMO) said Monday.
-
4.The Enforcement Directorate (ED) Monday said authorities in West Bengal and Odisha did not take any action against admission of ineligible candidates in certain private medical colleges under the NRI quota despite the MEA providing ‘categorical’ information of ‘forgery'.
-
5.By 2036, 10 lakh green livelihoods will be created to make Odisha a model in eco-tourism, Chief Minister Mohan Charan Majhi said during the state-level 76th Van Mahotsav-2025.
-
6.The Archaeological Survey of India (ASI) has completed the conservation and repair works of Ratna Bhandar (both inner and outer chambers) of Puri Srimandir, said Chief Administrator of Shree Jagannath Temple Administration (SJTA) Arabinda Padhee Monday, adding that 600 stone slabs were replaced with new ones.
-
7.BJD president Naveen Patnaik was Monday discharged from a private hospital in Mumbai, where he underwent a spine surgery for cervical arthritis, a party leader said.
-
8.Three Maoists, including two women and a youth, surrendered before Kandhamal police, offi cials said Monday.
-
9.The executive officer of Vyasanagar Municipality in Jajpur district was allegedly held captive by some councillors in his office June 26.
-
10.Nine donation boxes or ‘hundis’ of the revered Maa Majhighariani shrine in Rayagada district were opened Monday, which yielded a collection of Rs 1.04 crore in cash, along with 38 gram gold and 2.5 kg silver. Additionally, 12 currency notes of five different countries.
-
11.Tamil Nadu has become the fi rst state in the country to implement a model which predicts the probability of deaths among adults with Tuberculosis and has integrated it with the existing state-wide application TB SeWA, which triages them at diagnosis.
-
12.In a major step towards fostering social equity and unity among the youth, Tamil Nadu Chief Minister MK Stalin announced that all student hostels run by various government departments across the state will now be known as ‘Social Justice Hostels’
-
13.China said Monday it protested to India over Prime Minister Narendra Modi’s greetings to the Dalai Lama on his 90th birthday and the attendance of Indian officials at the celebrations, stressing New Delhi should fully appreciate Beijing’s sensitivities on Tibet-related issues.
-
14.India's markets regulator is enhancing its surveillance to scrutinise manipulation in derivatives trading, its chairman said Monday, and days after it barred US firm Jane Street from the local markets after its investigation found the fi rm manipulated stock indexes.
-
15.Jindal (India) Ltd Monday said the company has received a letter of approval from the Odisha government for its proposed greenfi eld project in the state to be set up with an investment of Rs3,600 crore.
|
84 |
Y |
|