Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 06-04-2026 Odia
  1. 1.ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା କହିଛନ୍ତି।

  2. 2.କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଇତିମଧ୍ୟରେ ଆଉ ୩ ନୂଆ କୋଇଲା ଖଣି ଚିହ୍ନଟ କରାଯାଇଛି। ଏଥିରୁ ଗୋଟିଏ ଖଣିର ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।

  3. 3.ଝାରସୁଗୁଡ଼ାର ଲଖନପୁରରେ ସ୍ଥାପନ ହେବାକୁ ଯାଉଥିବା କୋଲ୍‌ ଗ୍ୟାସିଫିକେସନ ପ୍ରକଳ୍ପ ହେଉଛି ।  ଭାରତକୁ ଗ୍ୟାସ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ।

  4. 4.ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ନେଉନଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନସେବା ସ୍ଥଗିତ ରଖାଯାଇଛି। ଫଳରେ ଇସ୍ରାଏଲରେ ବାସ କରୁଥିବା ପ୍ରାୟ ୪୦ ହଜାର ଭାରତୀୟ ସ୍ଵଦେଶ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

  5. 5. ଭୁବନେଶ୍ଵର ମେ‌ଟ୍ରା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୨୭୨ କୋଟି ଖର୍ଚ୍ଚ ହୋଇଥିଲା। ହେଲେ ସରକାର ବଦଳିବା ପରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ରିପୋର୍ଟକୁ ଆଧାର କରି ଏହି ପ୍ରକଳ୍ପକୁ ଏବେ ବନ୍ଦ କରିଦିଆଯାଇଛି। ଏହା ବଦଳରେ ଭୁବନେଶ୍ବର-ପୁରୀ-ପାରାଦୀପ-କଟକକୁ ନେଇ ବିସ୍ତୃତ ସଡ଼କ ଯୋଜନା କରାଯାଇଛି।

  6. 6.କୋରାପୁଟ କଳାଜିରା ଧାନକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । କୋରାପୁଟ ହଳଦୀର ବେଶ ଚାହିଦା ଥିବାରୁ ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

  7. 7.ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ୨୦୨୬-୨୭ ଆର୍ଥିକବର୍ଷରେ ୬ ପ୍ରତିଶତକୁ କମିଯିବ। ଆମେରିକାର ମୁଡିସ୍‌ ରେଟିଂ ଏହି ଆକଳନ କରିଛି।

  8. 8.କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୫-୨୬ ଆର୍ଥିକବର୍ଷରେ ମୋଟ ୯୧୫.୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛନ୍ତି।

  9. 9.ସମୁଦ୍ରରେ ମାଲ ପରିବହନ ଓ ବୀମା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି। ଏଥିସହିତ ପ୍ଲାଷ୍ଟିକ୍‌ ଦରଠାରୁ ଆରମ୍ଭ କରି ମେମୋରି ଚିପ୍‌ (ରାମ୍‌) ଦର ବଢ଼ିଯିବାରୁ ଟିଭି ଶିଳ୍ପ ପ୍ରଭାବିତ ହୋଇଛି।

  10. 10.ଏକ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଥିଲେ ଯେ ଭାରତରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ପର୍ଯ୍ୟାପ୍ତ ଆଇନ ଅଛି। ଏହା ସତ୍ତ୍ୱେ, ହିଂସା ଘଟଣା ହ୍ରାସ ପାଉନାହିଁ।

  11. 11.ଆମେରିକାର ବିବାଦୀୟ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନଙ୍କ ସହ ଶିଳ୍ପପତି ଅନିଲ ଅମ୍ବାନୀ ଯୋଗା‌ଯୋଗରେ ଥିଲେ। ଉଭୟଙ୍କ ମଧ୍ୟରେ ଦୁଇବର୍ଷ ପର୍ଯ୍ୟନ୍ତ ଶତାଧିକ ମେସେଜ୍‌ ଓ ଇମେଲ୍‌ ଆଦାନପ୍ରଦାନ ହୋଇଥିବା ନେଇ ନ୍ୟୁୟର୍କ ଟାଇମ୍‌ସର ଏକ ଖବରରେ ଦାବି କରାଯାଇଛି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ । ଯାହା ଧିରେ ଧିରେ ଶେଷ ଶେଷ ହେବାକୁ ଯାଉଛି। 

  13. 13.ଆମେରିକା ଶେଷରେ ଦ୍ଵୀତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି ।

  14. 14.ଦକ୍ଷିଣ ଲେବାନନ ଏବଂ ରାଜଧାନୀ ବେରୁତରେ ଇସ୍ରାଏଲୀ ଆକ୍ରମଣ କରିଛି। ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

  15. 15. ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଯେଉଁ ତୈଳ ସମସ୍ୟା ଉପୁଜିଛି, ସେହି ପରିପ୍ରେକ୍ଷୀରେ ନେପାଳ ସରକାର ସପ୍ତାହକୁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି।

24 Y
2 06-04-2026 English
  1. 1.Neutrality of elections cannot be assured if those who conduct polls are dependent on the contestants, Justice BV Nagarathna of the Supreme Court has said, in a veiled admonishment of the Election Commission.

  2. 2.The Election Commission of India (ECI) said Sunday that enforcement agencies have seized illegal cash, liquor, drugs, precious metals and freebies worth over Rs 650 crore so far.

  3. 3.Shiv Sena (UBT) leader Sushma Andhare claimed 71 lakh women have been disqualifi ed from Maharashtra government's flagship Mukhyamantri Ladki Bahin Yojana, under which benefi ciaries get Rs1,500 as monthly aid.

  4. 4.The Odisha police have registered an FIR over the death of actor Rahul Arunoday Banerjee, who allegedly drowned during a shoot of a Bengali television serial at Talsari beach in Balasore district, officials said Sunday.

  5. 5.In a sweeping move, the state government Sunday banned open sale and refilling of 5kg LPG cylinders, while making e-KYC mandatory for any LPG refills.

  6. 6.India accounts for around 25 per cent of global groundwater withdrawals, the Public Accounts Committee has flagged, and urged the Jal Shakti Ministry to persuade states to curb excessive extraction.

  7. 7.A moderate earthquake measuring 4.4 magnitude struck Koraput district late Saturday night, triggering panic in several towns and villages, with tremors also felt in neighboring Andhra Pradesh, officials said Sunday.

  8. 8.Gajapati district has earned a rare recognition for rubber cultivation, with farmers in the hilly areas benefi ting signifi cantly from the cash crop. Rubber is being cultivated in Gumma, Mohana, Kashinagar and Gosani blocks, where the produce has a strong market demand.

  9. 9.The Odisha Police Sunday arrested two persons and seized 3,750 cough syrup bottles worth around `20 lakh from their possession in Subarnapur district, officials said.

  10. 10.A US Air Force officer whose jet was shot down in Iran hid in a mountain crevice and hiked up to 7,000 feet to evade the enemy before he was rescued by the American forces after a two-day "lifeor-death" mission, the New York Times said

  11. 11.Moody's Ratings has slashed India's economic growth estimates for the current fiscal to 6 per cent from 6.8 per cent earlier, saying the ongoing confl ict in West Asia will moderate growth momentum and raise inflation risks.

  12. 12.The oil marketing companies (OMCs) March 26 fi xed rates for petroleum products that are at a discount of up to Rs60 per litre to their imported cost, two people with direct knowledge of the matter said. The discounted rates, which are applicable with effect from March 16, will hit standalone refi ners such as MRPL, CPCL and HMEL the most.

  13. 13. Foreign investors continued to exit Indian equities, withdrawing Rs19,837 crore ($2.1 billion) in the fi rst two trading sessions of April, weighed down by the West Asia confl ict, rising crude oil prices, and persistent rupee depreciation.

  14. 14.The country's gold imports rose 28.73 per cent to $69 billion during April-February 2025-26 on account of high prices of the precious metal, according to the Commerce Ministry data.

  15. 15.India suffered a crushing 0-5 defeat at the hands of Australia in the AFC U20 Women's Asian Cup 2026 at the Pathum Thani Stadium here Sunday

10 Y
3 05-04-2026 Odia
  1. 1.ଇରାନର ସର୍ବବୃହତ ପେଟ୍ରୋକେମିକାଲ୍ ଜୋନ୍ ଉପରେ  ଇସ୍ରାଏଲ ଏକ ବଡ଼ଧରଣର ଆକ୍ରମଣ କରିଛି, ଯେଉଁଥିରେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବେହେଳ ଅନେକ ଆହତ ହୋଇଥିବା ସୂଚନା ମିଳିଛି।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଇରାନର ଅନେକ ସାମରିକ ନେତାଙ୍କୁ‘ ନିପାତ କରାଯାଇଛି।

  3. 3.ଇରାନ ସେନା ପକ୍ଷରୁ ଶନିବାର ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ଆମେରିକୀୟ ଦୂତାବାସରେ ଥବା ସିଆଇଏ ଷ୍ଟେସନ ଉପରେ ଦୁଇଥର ଡ୍ରୋନ ମାଡ କରାଯାଇଥିବା ଜଣାପଡିଛି।

  4. 4.ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି।

  5. 5.ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି ।

  6. 6.ଟ୍ରାନ୍ସଜେଣ୍ଡର କର୍ମୀ ହୀନା ବଲୋଚ୍ ଦାବି କରିଛନ୍ତି ଯେ ୮୦ ପ୍ରତିଶତ ପାକିସ୍ତାନୀ ସମଲିଙ୍ଗୀ ଏବଂ ବାକି ୨୦ ପ୍ରତିଶତ ବାଇସେକ୍ସୁଆଲ୍।

  7. 7.ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା ଅଧିକାର ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

  8. 8.ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ ପରିବର୍ତ୍ତନ କରି ଚାଇନା ମୁହାଁ ହୋଇଛି।

  9. 9.ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଥିବା ଆଞ୍ଚଳିକ ଗଭର୍ନର ଓଲେକ୍‌ସାଣ୍ଡର ଗାଞ୍ଜା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

  10. 10.ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାରେ ଶନିବାର ଦିନ ଏକ ଚାରି ମହଲା ହୋଟେଲ ଭୁଶୁଡ଼ି ପଡ଼ିଛି। ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।

  11. 11.ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଆଉ ପାଦେ ଆଗେଇଛି। ୨୭.୮୮୭ ହେକ୍ଟର ଜଙ୍ଗଲ ଜମିରେ ବିମାନବନ୍ଦର ନିର୍ମାଣ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟ (ଷ୍ଟେଜ୍‌-୧) ଅନୁମତି ମିଳିଛି।

  12. 12.ରାଜ୍ୟର ରାସନ କାର୍ଡଧାରୀଙ୍କୁ ଏଣିକି ମାସକୁ ମୁଣ୍ଡ ପିଛା ଅତିରିକ୍ତ ୫ କେଜି ଚାଉଳ ମିଳିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିଛନ୍ତି।ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ଜଣ ହିତାଧିକାରୀ ଏଣିକି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ।

  13. 13.ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ବିଶ୍ୱବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି।

  14. 14.ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି।

  15. 15. ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ।

16 Y
4 05-04-2026 English
  1. 1.The Indian Space Research Organisation (ISRO) has announced the launch of a mission in Ladakh to examine the physiological, psychological and operational dynamics of “gaganyatris (astronauts)” and ground teams functioning in a high-altitude environment.

  2.  2.A child’s right to education does not encompass the right to select a particular school for it, the Delhi High Court has held.

  3. 3.The Centre has accorded in-principle approval for stage-1 forest clearance for the proposed Shree Jagannath International Airport in Puri, officials said Saturday.

  4. 4.The Centre has approved Rs 447.11 crore for upgradation of national highways in Nuapada and Bolangir districts.

  5. 5.The state Cabinet approved the launch of the “Mukhyamantri Annapurna Yojana” . Beneficiaries will receive an additional 5 kilograms of rice per person per month free of cost.

  6. 6.Debrigarh Ecotourism posted a record performance in 2025–26, earning Rs 02 crore and drawing nearly 1.4 lakh visitors. The surge marks a sharp rise from the previous fiscal’s Rs5.01 crore revenue and 85,000 tourists.  

  7. 7.The District Election Offi cer and District Collector here has suspended a booth-level officer (BLO), an assistant teacher, for alleged dereliction of duty and disobedience of official orders.

  8. 8.Chandrika Panda, a retired Labour Commissioner (Compensation) of the Odisha government, died March 25. She was 77.

  9. 9.Higher Education Minister Suryabanshi Suraj said that the Odisha Public Service Commission (OPSC) has been asked to fi ll up around 1400 teaching posts, including 385 posts of Assistant Professors by July.

  10. 10.Rajasthan Chief Minister Bhajanlal Sharma Saturday said the state government aims to plant 10 crore saplings this monsoon season under the ‘Mission Hariyalo Rajasthan.

  11. 11.Amid the evolving situation in West Asia, the government Saturday said that 5 kg LPG cylinders are available at distributors on showing a valid ID without the need for address proof.

  12. 12.A group of 345 Indian fi shermen, who were stranded in Iran amid escalating regional tensions, returned to India via Armenia on Saturday, offi cials said.

  13. 13.Russia and Ukraine traded deadly strikes overnight and Saturday morning, killing 10 people and wounding several dozen more, offi cials on both sides said.

  14. 14.World food prices climbed in March to their highest level since September last year and could rise further if the Middle East confl ict that pushed up energy prices continues, the United Nations Food and Agriculture Organization said Friday.

  15. 15.The downing of two American warplanes within 24 hours over Iran has spelled new peril for US President Donald Trump and his administration.

16 Y
5 04-04-2026 English
  1. 1.Defence Secretary Pete Hegseth has ousted the Army’s top uniformed officer and two other generals, the Pentagon said Thursday.

  2. 2.The Central Board of Secondary Education (CBSE) has rolled out its new curriculum, launching a phased implementation of the three-language formula from Class VI and a two-level system of Mathematics and Science for Class IX starting in the 2026-27 academic session.

  3. 3.Earthquake tremors were felt in several parts of north India Friday night, including Delhi, Jammu and Kashmir, Punjab and Haryana.

  4. 4.The National Council for Educational Research and Training (NCERT) has been formally declared a deemed to-be university empowering it to award its own degrees.

  5. 5.East Coast Railway (ECoR) gained outstanding achievements for the financial year 2025–26, highlighting record-breaking freight performance, strong revenue growth, and major infrastructure advancements.

  6. 6.Famed as India’s “Glass City” with a four-century tradition of glassmaking, Firozabad’s furnaces are now burning low, putting thousands of day labourers out of work in what would normally be peak season.

  7. 7.Madhya Pradesh Congress MLA Rajendra Bharti has been disqualified from the state legislative Assembly following his conviction in a case involving the tampering of bank records to secure illegal interest payments, officials said Friday.

  8. 8.India Friday commissioned its third indigenously-built nuclear-powered ballistic missile submarine, INS Aridaman, signifi cantly bolstering the naval component of the nation's nuclear triad, authoritative sources said.

  9. 9.With the West Asia crisis continuing to drive volatility in the global energy market, Russia has offered to increase supply of crude oil and natural gas to India even as the two sides agreed to further enhance the overall bilateral ties.

  10. 10.The Delhi High Court has protected the personality rights of preacher Aniruddhacharya, who is also popular as ‘Pookie’ Baba, and restrained the unauthorised use of his name, voice and image for creating memes, videos or any other content, including AI or deepfake content .

  11. 11.Indian-flagged LPG tanker Green Sanvi successfully passed through the Strait of Hormuz. The ship is carrying around 44,000 metric tonnes of LPG.

  12. 12.A vote on a proposal by the US to protect commercial shipping through the Strait of Hormuz has been postponed from Saturday to next week.

  13. 13.Donald Trump has once again started his tariff game. He has threatened to impose a 100 per cent tariff on patented medicines.

  14. 14.Air ticket prices are skyrocketing in the country. Air ticket prices have increased by 44 percent in April this year compared to last year.

  15. 15.Cash transactions will be completely stopped at toll plazas from the 10th of this month. Only digital payments will be accepted.

21 Y
6 04-04-2026 Odia
  1. 1.ଇରାନ ପ୍ରତିରକ୍ଷା ବାହିନୀ କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି।

  2. 2.ଇରାନର ବାଲିଷ୍ଟିକ୍‌ ମିସାଇଲ୍‌ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି ରମାତ୍ ଗନ୍ ଓ ତେଲ୍ ଅଭିଭ୍ ସହରର ବିଭିନ୍ନ ଜନବସତି ଅଞ୍ଚଳରେ ମାଡ଼ ହୋଇଛି, ଯେଉଁଥିରେ ଘର ଓ ଗାଡ଼ିଗୁଡ଼ିକ ନଷ୍ଟ ହୋଇଛି।

  3. 3.ଭାରତୀୟ ପତାକାଯୁକ୍ତ ଏଲପିଜି ଟ୍ୟାଙ୍କର୍ ଗ୍ରିନ୍ ସାନଭି ସଫଳତାର ସହ ହର୍ମୁଜ୍ ଷ୍ଟ୍ରେଟ୍ ପାର କରିଛି। ଏହି ଜାହାଜ ପ୍ରାୟ ୪୪,୦୦୦ ମେଟ୍ରିକ୍ ଟନ୍ ଏଲପିଜି ବହନ କରୁଛି।

  4. 4.ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦେବା ପାଇଁ ବାହାରିନ୍ ଦ୍ୱାରା ଆଗତ ଏକ ପ୍ରସ୍ତାବ ଉପରେ ଭୋଟ୍ ଶନିବାରରୁ ପରବର୍ତ୍ତୀ ସପ୍ତାହକୁ ସ୍ଥଗିତ ରଖାଯାଇଛି।

  5. 5.ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ପେଟେଣ୍ଟ୍‌ ହୋଇଥିବା ଔଷଧଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଧମକ ଦେଇଛନ୍ତି।

  6. 6.ଇରାନ ଶୁକ୍ରବାର ଚେତାବନୀ ଦେଇଛି ଯେ, ଏହି ଅଞ୍ଚଳର ସମସ୍ତ ଆଇସିଟି କମ୍ପାନି ଏହାର ଟାର୍ଗେଟ୍‌ରେ ଅଛନ୍ତି। ଯଦି ଆମେରିକା ଇରାନର ବିଦ୍ୟୁତ୍ କେନ୍ଦ୍ର ଓ ବ୍ରିଜ୍ ଉପରେ ଆକ୍ରମଣ କରେ, ତେବେ ତୁରନ୍ତ ପ୍ରତିଶୋଧ ନିଆଯିବ।

  7. 7.ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା ସହରରେ ଅବସ୍ଥିତ ଇସ୍ରାଏଲୀ କମ୍ପାନୀ ଏରୋସୋଲର ଡ୍ରୋନ କାରଖାନା।

  8. 8.ଦେଶରେ ବିମାନ ଟିକଟ ଦାମ୍‌ ହୁ ହୁ ହୋଇବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲ୍‌ରେ ବିମାନ ଟିକଟ ମୂଲ୍ୟରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି।

  9. 9.ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି।

  10. 10.ଚଳିତ ମାସ ୧୦ରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। 

  11. 11.କେନ୍ଦ୍ର ସରକାର ସୁନା, ରୁପା ଓ ପ୍ଲାଟିନମ୍‌ ଗହଣା ଆମଦାନି ଉପରେ କଟକଣା ଲଗାଇଛନ୍ତି। ଏନେଇ ବୈଦେଶିକ ବ୍ୟବସାୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

  12. 12.ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

  13. 13.ଆଇଏମ୍‌ଡିର ସାଟେଲାଇଟ୍ ଚିତ୍ରରେ ଏକ ବିରଳ ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି।

  14. 14.ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସେନାର ସର୍ବୋଚ୍ଚ ୟୁନିଫର୍ମ ପିନ୍ଧା ଅଧିକାରୀ ଏବଂ ଅନ୍ୟ ଦୁଇ ଜେନେରାଲଙ୍କୁ ବହିଷ୍କାର କରିଛନ୍ତି, ପେଣ୍ଟାଗନ୍ ଗୁରୁବାର କହିଛି।

  15. 15.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ନୂତନ ପାଠ୍ୟକ୍ରମ ପ୍ରଣୟନ କରିଛି, ଷଷ୍ଠ ଶ୍ରେଣୀରୁ ତିନି ଭାଷା ସୂତ୍ରର ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ଏବଂ ୨୦୨୬-୨୭ ଶିକ୍ଷା ଅଧିବେଶନରୁ ନବମ ଶ୍ରେଣୀ ପାଇଁ ଗଣିତ ଏବଂ ବିଜ୍ଞାନର ଏକ ଦୁଇ-ସ୍ତରୀୟ ବ୍ୟବସ୍ଥା ଆରମ୍ଭ କରିଛି।

  16. 16.ଶୁକ୍ରବାର ରାତିରେ ଦିଲ୍ଲୀ, ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଏବଂ ହରିୟାଣା ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

  17. 17.ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) କୁ ଆନୁଷ୍ଠାନିକ ଭାବରେ ଏକ ଡିମ୍ଡ୍ ଟୁ ବି ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଛି ଯାହା ଏହାକୁ ନିଜର ଡିଗ୍ରୀ ପ୍ରଦାନ କରିବାକୁ କ୍ଷମତା ପ୍ରଦାନ କରୁଛି।

  18. 18.ପୂର୍ବ ତଟ ରେଳପଥ (ECoR) 2025-26 ଆର୍ଥିକ ବର୍ଷ ପାଇଁ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ରେକର୍ଡ ଭାଙ୍ଗି ମାଲ ପରିବହନ କାର୍ଯ୍ୟଦକ୍ଷତା, ଦୃଢ଼ ରାଜସ୍ୱ ବୃଦ୍ଧି ଏବଂ ପ୍ରମୁଖ ଭିତ୍ତିଭୂମି ଉନ୍ନତିକୁ ଉଲ୍ଲେଖ କରିଛି।

  19. 19.କାଚ ତିଆରିର ଚାରି ଶତାବ୍ଦୀର ପରମ୍ପରା ସହିତ ଭାରତର "କାଚ ସହର" ଭାବରେ ପ୍ରସିଦ୍ଧ, ଫିରୋଜାବାଦର ଚୁଲିଗୁଡ଼ିକ ଏବେ କମ୍ ଜଳୁଛି, ଯାହା ସାଧାରଣତଃ ପିକ୍ ସିଜିନ୍ ସମୟରେ ହଜାର ହଜାର ଦିନ ଶ୍ରମିକଙ୍କୁ କାମରୁ ବଞ୍ଚିତ କରୁଛି।

  20. 20.ପଶ୍ଚିମ ଏସିଆ ସଙ୍କଟ ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରୁଥିବାରୁ, ରୁଷ ଭାରତକୁ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି, ଯଦିଓ ଉଭୟ ପକ୍ଷ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।

42 Y
7 03-04-2026 Odia
  1. 1.ଆସନ୍ତା ୧୬ତାରିଖରୁ ଏନେଇ ଅଧିବେଶନ ଆରମ୍ଭ ହେବ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଏହି ବିଲ ଉପରେ ଆଲୋଚନା ଚାଲିବ। ବିଶେଷ କରି ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌ ପାଇଁ ଏହି ସ୍ଵତନ୍ତ୍ର ଅଧିବେଶନ ଡକାଯାଇଛି।

  2. 2.ପୂର୍ବତଟ ରେଳବାଇରେ ୧୭ ନୂଆ ରେଳ ଲାଇନ ଲାଗି ଅର୍ଥ ମଞ୍ଜୁର। ପୁରୀ-କୋଣାର୍କ ନୂଆ ଲାଇନ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର।

  3. 3.ପେଣ୍ଟିଂର ଦାମ୍ ୧୬୭ କୋଟି । ରେକର୍ଡ ଭାଙ୍ଗିଲା ପ୍ରସିଦ୍ଧ ଭାରତୀୟ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ‘ଯଶୋଦା ଏବଂ କୃଷ୍ଣ’ ପେଣ୍ଟିଂ । ୧୬୭.୨୦ କୋଟି ଟଙ୍କାରେ ବିକ୍ରି ହେଲା

  4. 4. ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା କଳିଙ୍ଗ ଷ୍ଟୁଡିଓକୁ  ଆସନ୍ତା ୨ ବର୍ଷ ପାଇଁ ଇଡ୍‌କୋ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ଟେକି ଦେଇଛି।

  5. 5.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠାରୁ ସୁନା ଓ ରୁପା ଦର ଅସ୍ଥିର ରହିଛି। କେବେ ହଠାତ୍‌ ବଢ଼ିଯାଉଛି, ତ ଆଉ କେତେ ବେଳେ ଖସୁଛି। ଆଜି ଜାତୀୟ ବଜାରରେ ମଧ୍ୟ ଉଭୟ ମୂଲ୍ୟବାନ ଧାତୁ ଶସ୍ତା ହୋଇଛି।

  6. 6.ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦% ରୁ ୫୦% ପର୍ଯ୍ୟନ୍ତ ତୈଳ ଓ ଗ୍ୟାସ୍ ପରିବହନ ହୋଇଥାଏ। ଇରାନ ଏହାକୁ ଆଂଶିକ ଭାବେ ଅବରୋଧ କରିଥିବାରୁ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇଛି। ବ୍ରିଟେନ ୩୫ ରାଷ୍ଟ୍ରର ସମ୍ମିଳନୀ ପାଇଁ ଯୋଜନା କରିଥିବାବେଳେ ଏଥିରେ ୬୦ଟି ରାଷ୍ଟ୍ର ଯୋଗ ଦେଇଥିଲେ।  

  7. 7.ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ ବିଚାର କରି ସେମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ନିୟୋଜିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

  8. 8.ଆମେରିକାକୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରାଯାଇଛି। ଦ୍ୱିତୀୟ ନିର୍ଦ୍ଦେଶରେ ଇସ୍ପାତ, ଆଲୁମିନିୟମ ଏବଂ ତମ୍ବା ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରାଯାଇଛି। 

  9. 9.ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା କହିଛି ଯେ ଜାରି ଯୁଦ୍ଧ ଏବଂ ଧମକ ସତ୍ତ୍ୱେ, ଟ୍ରମ୍ପ ଇରାନ ସହିତ କୂଟନୀତି ପାଇଁ ପ୍ରସ୍ତୁତ।

  10. 10.ନୂତନ ଦର ଅନୁଯାୟୀ ଡିଜେଲର ମୂଲ୍ୟ ୫୪.୯% ବୃଦ୍ଧି ପାଇ ୫୨୦.୩୫ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି ଏବଂ ପେଟ୍ରୋଲର ମୂଲ୍ୟ ୪୨.୭% ବୃଦ୍ଧି ପାଇ ୪୫୮.୪୦ ପାକିସ୍ତାନୀ ଟଙ୍କା ପ୍ରତି ଲିଟର ହୋଇଛି। 

  11. 11.ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନ ପାରସ୍ୟ ଉପସାଗରର ହର୍ମୁଜ ପ୍ରଣାଳୀକୁ ଅବରୋଧ କରିରଖିଛି। ଏହାଦ୍ବାରା ବିଶ୍ବବ୍ୟାପୀ ଶକ୍ତି ସଂକଟ ଦେଖାଯିବା ସହ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି।

  12. 12.ଓଡ଼ିଶାର ଝିଅମାନଙ୍କ ପାଇଁ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଘୋଷଣା କରିଛନ୍ତି।

  13. 13. ଓଡିଶାର କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ।

  14. 14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କୁ ନିଜ କେନ୍ଦ୍ରାପଡ଼ା ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ ରଥ ମହିଳା ସଶକ୍ତିକରଣ  ଉପରେ ରଚନା ଲେଖି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓମ୍ ପ୍ରକାଶଙ୍କର ପ୍ରଶଂସା କରିଥିଲେ।

  15. 15.ପହଲଗାମ ଘଟଣା ପରେ ଯଦି ଆତଙ୍କବାଦୀ ଆକ୍ରମଣ ପୁନରାବୃତ୍ତି ହୁଏ ତେବେ ରାଜନାଥ ସିଂହ ପାକିସ୍ତାନକୁ ଅଭୂତପୂର୍ବ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।

  16. 16.ସୋନିପତ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବ କଂଗ୍ରେସ ନେତା ଖୁସବାଜ ସିଂହ ଜଟ୍ଟାନା ଏବଂ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ।

  17. 17.୨୦୦୩ରେ ଏନସିପି ନେତା ରାମାବତାର ଜଗ୍ଗିଙ୍କ ହତ୍ୟା ମାମଲାରେ ଛତିଶଗଡ଼ ହାଇକୋର୍ଟ ଅମିତ ଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

  18. 18.ସର୍ବାଧିକ ନିର୍ବାଚନ ସୁରକ୍ଷା ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ ୨.୪ ଲକ୍ଷ ସିଏପିଏଫ୍ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି।

  19. 19.ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟ ହୋଇଥିବା ଛଅ ଜଣ ବିଧାୟକଙ୍କ ପେନସନ ଉପରେ ରୋକ ​​ଲଗାଇବା ପାଇଁ ହିମାଚଳ ବିଧାନସଭା ବିଲ୍ ପାସ୍ କରିଛି।

  20. 20.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଭାରତର ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ସାତ ଜଣ ନ୍ୟାୟିକ ଅଧିକାରୀଙ୍କ ଘେରାଉ ଘଟଣାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିଛନ୍ତି।

36 Y
8 03-04-2026 English
  1. 1.Four astronauts blasted off from Florida Wednesday on NASA’s Artemis II mission, a high-stakes voyage around the moon that marks the US’ boldest step yet towards returning humans to the lunar surface later this decade in a race with China.

  2. 2.The Budget Session of Parliament will reconvene April 16 after a brief recess to pass Bills to increase the number of Lok Sabha seats so that the women’s reservation law can be implemented at the earliest, in what is expected to be the latest fl ashpoint between the government and the Opposition amid the poll season.

  3. 3.The Aam Aadmi Party (AAP) Thursday replaced its deputy leader in Rajya Sabha, Raghav Chadha, with Ashok Mittal, amid buzz over his alleged differences with the top leadership, though Chadha did not respond to the development, when contacted.

  4. 4.The Jan Vishwas (Amendment of Provisions) Bill, 2026, was passed in the Rajya Sabha with a voice vote after Commerce and Industry Minister Piyush Goyal replied to a discussion on the legislation.

  5. 5.Parliament Thursday passed a Bill seeking to recognise Amaravati as the sole and new capital of Andhra Pradesh with the Rajya Sabha giving its nod to it with a voice vote, and all parties except the YSRCP supporting the proposed legislation.

  6. 6.Dozens of countries sought ways to restart vital energy shipments through the Strait of Hormuz after US President Donald Trump vowed more aggressive strikes on Iran, pushing oil prices back up to damaging levels.

  7. 7.Russia’s Baltic Sea port of Primorsk, one of country’s largest export gateways, lost at least 40% of its storage facilities in Ukrainian drone attacks last month, US commercial satellite images seen by Reuters showed Thursday.

  8. 8.Transaction through the Unifi ed Payments Interface (UPI) touched a record high of 22.64 billion in volume terms in March. "UPI achieves 22.64 Bn transaction count in March'26.  

  9. 9.Rajnath Singh warns Pakistan of unprecedented action if terror attacks repeat after Pahalgam incident.

  10. 10.Punjab Congress leader Khushbaz Singh Jattana and his driver died in a road accident in Sonipat district.

  11. 11.Chhattisgarh High Court convicts Amit Jogi in 2003 murder of NCP leader Ramavatar Jaggi.

  12. 12.Election Commission deploys 2.4 lakh CAPF personnel in West Bengal for highest-ever election security.

  13. 13.Himachal Assembly passes bill to bar pensions for six MLAs disqualified under anti-defection law.

  14. 14.The Election Commission of India on Thursday handed over the probe into the gherao of the seven judicial officers in West Bengal's Malda district to the NIA, following a Supreme Court directive.

  15. 15.CBSE Board Exams 2026: The advisory comes in the wake of recent incidents where QR codes in CBSE exams went viral on social media for reasons unrelated to the examination.

17 Y
9 02-04-2026 Odia
  1. 1.ନାସା ଆଜି ଆର୍ଟେମିସ୍ -୨ ମିସନ୍ ସଫଳତାର ସହ ଉତକ୍ଷେପଣ କରିଛି। ବିଶାଳ SLS ରକେଟ୍ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସକାଳ ୩ଟା ୫୪ରେ ଉତକ୍ଷେପଣ କରାଯାଇଛି।

  2. 2.ଦେଶର ଏକ ଛୋଟ ରାଜ୍ୟ ଅରୁଣାଚଳ ପ୍ରଦେଶ। ଜିଏସ୍‌ଟି ରାଜସ୍ୱ ବୃଦ୍ଧିରେ ଅରୁଣାଚଳ ପ୍ରଦେଶ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି।

  3. 3.ଟ୍ରମ୍ପ ଇରାନକୁ ଗୁଳିମାଡ଼ ବନ୍ଦ କରିବା ଏବଂ ଆପୋଷ ସମାଧାନ ପାଇଁ ଏକ ଚରମବାଣୀ ଦେଇଥିଲେ। ଇସ୍ରାଏଲୀ ସେନା କହିଛି ଯେ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବା ପାଇଁ ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇଛି।

  4. 4.ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ମଧ୍ୟପ୍ରାଚ୍ୟରେ ଯୁଦ୍ଧରେ ସାମିଲ ହେବେ ନାହିଁ।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତି ଉଦ୍ଦେଶ୍ୟରେ ସମ୍ବୋଧନରେ କହିଛନ୍ତି, ଅପରେସନ ଫ୍ୟୁରି ଜାରି ରହିବ ବୋଲି ଘୋଷଣା କରିଛନ୍ତି।

  6. 6. ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି ଯେ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଅଗ୍ନିବୀରଙ୍କ ଅଭାବ ଦୂର କରାଯିବ।

  7. 7.ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ,କତାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା-ଅନ୍-ଆରାଇଭାଲ୍ ନୀତିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି,ଖିଲିଜ ଟାଇମ୍ସର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

  8. 8.ଇଣ୍ଡୋନେସିଆରେ ପ୍ରବଳ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ମାପ କରାଯାଇଛି। 

  9. 9.ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

  10. 10.କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଦର ୨୦୭୮ ଟଙ୍କା ୫୦ ପଇସାରେ ପହଞ୍ଚିଛି।

  11. 11.ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୩,୩୩୩ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୫୦,୩୭୫ ରେ ସ୍ଥିର ହୋଇଛି । ଏହି ସମୟରେ, ରୂପା ମୂଲ୍ୟରେ ୧୩,୦୩୭ ର ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି, ଯାହା କିଲୋଗ୍ରାମ ପ୍ରତି ୨,୩୦,୪୬୪ କୁ ହ୍ରାସ ପାଇଛି।

  12. 12.ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ଏପ୍ରିଲ ୧ ପର୍ଯ୍ୟନ୍ତ PUCC କୋହଳ କରାଯାଇଥିଲା। PUCC ନଥିଲେ ୧୦ ହଜାର ଟଙ୍କାର ଜରିମାନା ଲଗାଯିବ। ପ୍ରାୟ ୧୮ ଲକ୍ଷ ଗାଡ଼ିର PUCC ଏବେ ବି ବାକି ରହିଛି।

  13. 13.ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କଡ଼ା କାର୍ଯ୍ୟାନୁଷ୍ଠାନ ପଦକ୍ଷେପର ଅଂଶ ସ୍ୱରୂପ, ପୁଲିସ ୨୭୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ, ମଦ, ମାଦକ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

  14. 14. ମାଟ୍ରିକ ରେଜଲ୍ଟ ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବା ନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।

  15. 15.ଚଳିତ ଆଇପିଏଲରେ ଆୟର ପ୍ରଥମ ଅଧିନାୟକ ଭାବେ ଦଣ୍ଡିତ ହୋଇଛନ୍ତି। ଆଇପିଏଲ ପରିଚାଳନା ପରିଷଦ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଏକ ବଡ଼ ଜୋରିମାନା ଲଗାଇଛି। 

18 Y
10 02-04-2026 English
  1. 1.NASA successfully launched the Artemis-2 mission today. The huge SLS rocket was launched from the Kennedy Space Center in Florida at 3:54 am.

  2. 2. Arunachal Pradesh has secured the first place in the country in increasing GST revenue.

  3. 3. Trump gave Iran an ultimatum to stop firing and resolve the situation. The Israeli army said that its air defense system has been activated to respond to the Iranian missile attack.

  4. 4. The United States is looking to Europe for help in the conflict with Iran. However, the four countries in the region have clearly made it clear that they will not be involved in a war in the Middle East.

  5. 5. US President Donald Trump, in his address to the nation, announced that Operation Fury will continue.

  6. 6. Defence Chief General Anil Chauhan has told the Parliamentary Standing Committee on Defence that the shortage of Agniveer will be overcome in the next two to three years.

  7. 7. Amid the Middle East crisis, Qatar has temporarily suspended its visa-on-arrival policy for Pakistani nationals, a report in the Gulf Times has revealed.

  8. 8. A strong earthquake has struck Indonesia. Its intensity has been measured at 7.4 on the Richter scale.

  9. 9. Condom prices in the country may increase by up to 50% due to supply disruptions due to the ongoing conflict between the US and Iran.

  10. 10. The central government has increased the price of commercial LPG. The price of commercial LPG has been increased by Rs 195.50 per cylinder. The price of 19 kg commercial LPG in New Delhi has reached Rs 2078.50.

  11. 11. The price of 24-carat gold fell by Rs 3,333 to Rs 1,50,375 per 10 grams on the Multi Commodity Exchange (MCX). Meanwhile, silver recorded a big decline of Rs 13,037, which fell to Rs 2,30,464 per kg.

  12. 12. PUCC checks to be tightened again from today. Fines to be paid for not having a pollution certificate. The deadline for PUCC checks has expired. PUCC was relaxed till April 1. A fine of Rs 10,000 will be imposed for not having a PUCC. PUCCs of about 18 lakh vehicles are still pending.

  13. 13. As part of the crackdown ahead of the West Bengal Assembly elections, the police have seized cash, liquor, narcotics and other items worth over Rs 274 crore.

  14. 14. Board President Shrikant Tarai informed that the Matric results will be out in the first or second week of May.

  15. 15. Iyer becomes the first captain to be fined in the ongoing IPL. The IPL Governing Council has imposed a hefty fine of Rs 12 lakh on Punjab Kings captain Shreyas Iyer.

13 Y