Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
841 01-07-2024 Odia
  1. 1.ଦେଶରେ ୩ଟି ନୂଆ ଆପରାଧିକ ଆଇନ ଆଜି(ସୋମବାର)ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ।

  2. 2.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଉପ ବାଚସ୍ପତି ପଦ ପାଇଁ ସମାଜବାଦି ପାର୍ଟି (ଏସପି) କୁ ସୁଯୋଗ ଦେବାକୁ ଦାବି କରିଛନ୍ତି।

  3. 3.ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

  4. 4.ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି।

  5. 5.୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରମନୋଜ ଆହୁଜା ରବିବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି।

  6. 6.ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ।

  7. 7.ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି

  8. 8.ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜିଲ୍ଲାପରିଷଦ ସଦସ୍ୟ ଶାହଜାହନ୍‌ ଶେଖ୍‌ଙ୍କ ଆତଙ୍କରାଜ ଘଟଣା ତାଜା ରହିଥିବା ବେଳେ ଆଜି ପୁଣି ଜଣେ ଟିଏମ୍‌ସି ନେତା ତେଜମୁଲ୍‌ ଏକ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

  9. 9.ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାଯୁତି ସରକାର ଆଜି ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

  10. 10.ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି।

  11. 11.ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ପ୍ରଦାନ କରାଯାଇଛି।

  12. 12.ମୋବାଇଲ୍ ନମ୍ବର ପୋର୍ଟ ପାଇଁ ନବମ ଥର ପାଇଁ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ବର୍ତ୍ତମାନ ବ୍ୟବହାରକାରୀଙ୍କୁ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ।

  13. 13.ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ ପୂରଣ ହୋଇଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଆକାଶବାଣୀ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

  14. 14.ବିହାର ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲା ଦେଓରି ବ୍ଲକର ଅର୍‌ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍‌ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି।

  15. 15.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି।

287 Y
842 01-07-2024 English
  1. India has prepared a checklist of its entire fauna, covering 1,04,561 species, becoming the first country in the world to do so.

  2. For the financial year ending on March 31, 2024, the deadline for individuals to submit their Income Tax Returns (ITRs) is July 31, 2024. However, filing ITRs can be a complex process, particularly for individual taxpayers who might struggle with the various schedules and disclosures required.

  3. As the Bharatiya Nyay Sanhita came into force today, the first FIR was filed against a street vendor for obstructing a road near New Delhi Railway Station.

  4. Gen Upendra Dwivedi, who has vast operational experience along the frontiers with China and Pakistan, Sunday assumed charge as the 30th Chief of the Army Staff.

  5. Three new criminal laws will come into effect across the country from Monday, bringing widespread changes in India’s criminal justice system and ending colonial-era laws.

  6. Senior IAS officer Manoj Ahuja Sunday took charge as the Chief Secretary of Odisha. He assumed charge from Pradeep Kumar Jena who retired from service during the day at the Lok Seva Bhawan here.

  7. Chief Minister Mohan Charan Majhi Sunday said that Ratna Bhandar (treasury) of Puri Srimandir will be reopened soon and an inventory of the valuables stored inside it will be made.

  8. Chief Minister Mohan Charan Majhi said that ‘Subhadra Yojana’, a financial assistance scheme promised by the BJP in its election manifesto, will roll out September 17, the birthday of Prime Minister Narendra Modi.

  9.  Railway Minister Ashwini Vaishnaw said new railway projects worth `1 lakh crore will be implemented in Odisha in the next five years.

  10. Chief Electoral Officer (CEO) of Odisha and 1993- batch IAS officer Nikunja Bihari Dhal has been appointed the Additional Chief Secretary to Chief Minister Mohan Charan Majhi.

  11. With an aim to make Chilika Lake a zero-emission zone, the state government has decided to introduce solar/ electric powered boats in the lake soon.

  12. The ‘recent suicide’ of a weaver at Sircilla in Telangana has brought to the fore the alleged lack of work and adequate income in this textile hub, with the issue leading to a war of words between the Opposition BRS and the Congress.

  13. Andhra Pradesh’s Minister for Transport, Mandipalli Ramprasad Reddy said Sunday that the state government will soon roll out free travel facility for women in Andhra Pradesh State Road Transport Corporation (APSRTC) buses.

  14. The Central Bureau of Investigation, probing the alleged malpractices in conducting the NEET-UG exam at a private school in Godhra of Gujarat in May, Sunday arrested its owner.

  15. Indian stock indices gave a stellar performance in the June quarter of FY 2024-25. During the April- June period, Indian stock market capitalisation increased by 13.8 per cent, the highest among the top 10 stock markets.

304 Y
843 30-06-2024 Odia
  1. 1. ଟି-୨୦ ବିଶ୍ବକପ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଥିବାବେଳେ କୋଟି କୋଟି ଭାରତୀୟ ମଧ୍ୟ ଭାବପ୍ରବଣ ହୋଇପଡ଼ଛନ୍ତି। ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍‌ର ଏକ ଯୁଗ ଶେଷ ହୋଇଛି।

  2. 2. ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା  ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି। ଫାଇନାଲ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି।

  3. 3. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନ୍ୟାୟପାଳିକା ପବିତ୍ର, ସଚ୍ଚୋଟ ଓ ରାଜନୈତିକ ପକ୍ଷପାତିତାମୁକ୍ତ ହେବା ଉଚିତ। ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ ବିଚାରପତିମାନେ ସେମାନଙ୍କ ବ୍ୟକ୍ତିଗତ ବିଶ୍ୱାସ ଦ୍ବାରା ସେମାନଙ୍କ ରାୟକୁ ପ୍ରଭାବିତ ହେବାକୁ ଦେବା ଅନୁଚିତ।

  4. 4.ଚୀନ ସୀମା ପୂର୍ବ ଲଦାଖରେ ଏକ ବଡ଼ ଅଘଟଣ ଘଟିଯାଇଛି। ଭାରତୀୟ ସେନାର ଏକ ଟ୍ୟାଙ୍କ୍‌ ସମରାଭ୍ୟାସ ଚାଲିଥିବା‌ ବେଳେ ୫ ଜଣ ଯବାନ ନଦୀରେ ଭାସି ଯାଇ ସହିଦ ହୋଇଛନ୍ତି। ‌

  5. 5.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଥମ ଥର ପାଇଁ ଚରମପନ୍ଥୀ ବିରୋଧୀ ସୈନ୍ୟ ଅପରେସନ ଆଜମ୍-ଏ-ଇତେହକାମରେ ଚୀନ୍‌ର ଚାପ ହୋଇଥିବା ସମ୍ପର୍କରେ କହିଛନ୍ତି।

  6. 6.ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।

  7. 7.ଉତ୍ତରପ୍ରଦେଶରେ ଆଗାମୀ ୩ବର୍ଷ ମଧ୍ୟରେ ୫୦ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ୫ରୁ ୭ଲକ୍ଷ ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ଦିଆଯିବ । ଏନେଇ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ଯୋଗୀ ସରକାର ।

  8. 8.ଦିଲ୍ଲୀ ପରେ ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ଘଟଣା ଘଟିଛି।

  9. 9.ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ସିଏସ୍‌ ସେଟ୍ଟୀ ହୋଇପାରନ୍ତି। ସରକାରୀ କମିଟି ଫାଇନାନ୍ସିଆଲ ସର୍ଭିସେସ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ଶନିବାର ତାଙ୍କ ନାମ ସୁପାରିସ କରିଛି।

  10. 10.ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।

  11. 11.ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର ମଧ୍ୟ କହିଛନ୍ତି।

  12. 12.ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ସରକାରୀ କ୍ଷେତ୍ର, ବ୍ୟାଙ୍କ, ସ୍ବୟଂଶାସିତ ଅନୁଷ୍ଠାନକୁ ଏପରି ନିର୍ଦ୍ଦେଶ ଦେଇଛି।

  13. 13.ଦ ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ସମ୍ପାଦକ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ ଭେଙ୍କେୟା ନାଇଡୁଙ୍କ ଜୀବନୀ – ଲାଇଫ୍ ଇନ୍ ସର୍ଭିସକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ପୂର୍ବତନ ସଚିବ ଏ.ଆଇ.ବି ସୁବ୍ବାରାଓଙ୍କ ଦ୍ୱାରା ସଂକଳିତ ‘ସେଲିବ୍ରେଟିଙ୍ଗ ଭାରତ-ଦ ମିଶନ ଆଣ୍ଡ ମେସେଜ ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଆଜ ୧୩ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଏବଂ ସଞ୍ଜୟ କିଶୋରଙ୍କ ଦ୍ୱାରା ସଂକଳିତ ସଚିତ୍ର ଜୀବନୀ ମହାନେତା – ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଉନ୍ମୋଚନ କରିବେ।

  14. 14.କାନରେ ଇୟର୍‌ଫୋନ୍‌ ଲଗାଇ ଜୋରରେ ଗୀତ ଶୁଣିବା ଦ୍ବାରା ଏହା ଘାତକ ହୋଇପାରେ। ଏହାଦ୍ବାରା ହୃଦ୍‌ରୋଗ ହେବା ଆଶଙ୍କା ବଢ଼ିଯାଏ। ଯେତେବେଳେ ଆମେ ଅଧିକ ଜୋରରେ ଗୀତ ଶୁଣୁ ସେତେବେଳେ ଆମର ହୃଦ୍‌ସ୍ପନ୍ଦନ ବଢ଼ିଯାଏ। ଏଭଳି ନିୟମିତ ହେବା ଦ୍ବାରା ହୃଦ୍‌ରୋଗ ହେବା ଆଶଙ୍କା ବୃଦ୍ଧିପାଏ।

  15. 15.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରେକର୍ଡ ୨୨୮.୧ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ୮୮ ବର୍ଷର ରେକର୍ଡ ଭଙ୍ଗ କରିଛି।

295 Y
844 30-06-2024 English
  1. 1. India posts the biggest ever total in the history of women’s Test cricket by scoring a mammoth 603 for six against South Africa.

  2. 2.Virat Kohli, one of the greatest cricketers to play the game, quit T20 Internationals Saturday shortly after helping his team beat South Africa in the World Cup final.

  3. 3. Five soldiers, including a junior commissioned officer (JCO), were killed during an exercise early Saturday as their tank was swept away following flash floods in the Shyok river near the Line of Actual Control (LAC) in eastern Ladakh, officials said.

  4. 4.According to official sources, the government has decided to rename much-publicised Location Accessible Multi-modal Initiative (LAccMI). It will now be known ‘Mukhyamantri Bus Seva’, informed Transport, Mines and Steel Minister Bibhuti Bhusan Jena.

  5.  5.Union Tribal Affairs Minister Jual Oram Saturday suggested for a detailed mapping of schools across the state for disadvantaged groups and communities.

  6. 6.The Bhubaneswar Development Authority (BDA) will resume grievance hearing from July 1. The grievance hearing exercise will be carried out every Monday between 11am and 1:30pm.

  7. 7.Primary school teachers were caught off guard after the Block Education Officer (BEO) of Mohana block in Gajapati district warned of stopping one month’s salary if they are caught riding their scooters and bikes to schools sans helmets.

  8. 8. Maharashtra Chief Minister Eknath Shinde Saturday announced that the state government will soon launch a special pilgrimage scheme for senior citizens.

  9. 9.NCP(SP) President, Sharad Pawar, alleged Saturday that the Maharashtra Budget 2024-2025 – presented by Deputy Chief Minister Ajit Pawar in the legislature June 28 – had leaked in advance, and the proposals were made with an eye on the forthcoming Assembly elections.

  10. 10.Congress leader Jairam Ramesh Saturday slammed Prime Minister Narendra Modi over a news report that the Adani Group has “selected eight Chinese companies to help” its solar manufacturing project and called for a strategy “to wean India of its dependence on China”.

  11. 11.More than 13,000 pilgrims visited the holy cave shrine of Amarnath Saturday, the first day of the annual pilgrimage in the south Kashmir Himalayas that is being conducted amid tight security.

  12. 12.Ravi Agrawal, a 1988-batch IRS officer, has been appointed as the new chairman of the Central Board of Direct Taxes (CBDT), the administrative body for the Income Tax Department.

  13. 13. The CBI conducted a search operation Saturday covering 33 locations in Maharashtra after registering multiple FIRs against 14 officials of two Passport Seva Kendra (PSK) centres in Mumbai for large-scale “collusive corruption”, officials said.

  14. 14.The Biden administration has sent to Israel large numbers of munitions, including more than 10,000 highly destructive 2,000-pound bombs and thousands of Hellfire missiles, since the start of the war in Gaza, said two US officials briefed on an updated list of weapons shipments.

  15.  15.Governmentowned power giant NTPC said Saturday that its board has cleared a proposal to raise up to `12,000 crore through the issuance of bonds and nonconvertible debentures (NCDs).

271 Y
845 29-06-2024 Odia
  1. 1. କେନ୍ଦ୍ର ସରକାର ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ୧୯୮୯ ବ୍ୟାଚ୍‌ ଆଇଏଫ୍‌ଏସ୍‌ (ଭାରତୀୟ ବିଦେଶ ସେବା) ଅଫିସର ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି

  2. 2.ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ପୂର୍ବରୁ ଏହି ପରୀକ୍ଷା ପେନ୍‌ ଓ ପେପର୍‌ ଆଧାରିତ ଥିଲା । ୟୁଜିସି ନେଟ୍ ପରୀକ୍ଷା ଚଳିତ ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୫ରୁ ଜୁଲାଇ ୨୭ ମଧ୍ୟରେ ସିଏସ୍‌ଆଇଆର-ନେଟ୍ ପରୀକ୍ଷା ଶେଷ ହେବ।

  3. 3.ମହାକାଶ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧୯୯୪ ଇସ୍ରୋ ଗୁପ୍ତଚର ମାମଲାରେ ଫସାଇବା ଅଭିଯୋଗରେ କେରଳର ଦୁଇ ପୂର୍ବତନ ଡିଜିପି ସିବି ମାଥ୍ୟୁସ୍ ଓ ଗୁଜରାଟର ଆରବି ଶ୍ରୀକୁମାରଙ୍କ ସମେତ ଅନ୍ୟ ତିନି ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି

  4. 4.ଏପ୍ରିଲ ୨୦୨୩ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ବିଭିନ୍ନ କର୍କଟ ଗବେଷଣା ଏଜେନ୍ସିର ତଥ୍ୟ ଅନୁଯାୟୀ, ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ସବୁଠାରୁ ସାଧାରଣ କର୍କଟ ଅଟେ |

  5. 5.ମହାରାଷ୍ଟ୍ରର ୪୪ ଲକ୍ଷ ଚାଷୀଙ୍କ ବିଦ୍ୟୁତ୍ ବିଲ୍ ଦେୟ ଛାଡ କରାଯିବ। ଶୁକ୍ରବାର ବିଧାନସଭାରେ ୨୦୨୪-୨୫ ବଜେଟ୍ ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଅଜିତ ପାୱାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

  6. 6.ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଜମି ଦୁର୍ନୀତି ମାମଲା‌ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍‌ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଆଜି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଛନ୍ତି।

  7. 7.ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ୨୨୮ ମିଲିମିଟର ବର୍ଷା ହୋଇଛି, ଯାହା କି ୧୯୩୬ ପରଠାରୁ ଜୁନ୍ ମାସରେ ସର୍ବାଧିକ ଦୈନିକ ବର୍ଷା।

  8. 8.ଜିଓ ଏହାର ଟାରିଫ୍‌ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍‌ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍‌ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍‌ ଗ୍ରାହକଙ୍କୁ ପ୍ରଭାବିତ କରିବ।

  9. 9.ଦେଶର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ସ କମ୍ପାନି ଏଭିଜି ଲଜିଷ୍ଟିକ୍ସକୁ ରାଜ୍ୟ ସରକାର ଖୋର୍ଦ୍ଧାରେ ୪ ଏକର ଜମି ଆବଣ୍ଟନ କରିଛନ୍ତି।

  10. 10.ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି।

  11. 11.ଚଳିତ ଜୁନ୍‌ରେ ୯ ଦିନରୁ ଊର୍ଦ୍ଧ୍ୱ ପ୍ରଚଣ୍ଡ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ସାରା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମର ଯନ୍ତ୍ରଣା ସହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତର ୬୧.୯ କୋଟି ରହିଛନ୍ତି।

  12. 12.ସଂସଦର ନିୟମ ଅନୁଯାୟୀ, ଗୃହରେ ପ୍ରତ୍ୟେକ ଏମପିଙ୍କ ସାମ୍ନାରେ ଏକ ମାଇକ ରହିଛି। ଯାହାକୁ ସାଉଣ୍ଡ ଇଞ୍ଜିନିୟରମାନେ ଏହାକୁ ଅନ କିମ୍ବା ଅଫ କରନ୍ତି।

  13. 13.ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ଼୍ବ ଦେଇଛନ୍ତି ରାଜ୍ୟ ସରକାର । ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

  14. 14.ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଭାଜପା ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

  15. 15.ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍‌ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି।

299 Y
846 29-06-2024 English
  1. 1.The Railways has planned to run 315 special trains to and from Puri during Rath Yatra for hasslefree travel and convenience of pilgrims, from July 6 to 19. The Rath Yatra, also known as Gundicha Yatra, is being celebrated for two days this year.

  2. 2.Manoj Ahuja, a 1990-batch IAS officer, has been appointed as the new Chief Secretary (CS) of Odisha. He succeeds Pradeep Kumar Jena, whose term ends June 30.

  3. 3.Deputy National Security Adviser Vikram Misri, widely regarded as an expert on China, was Friday appointed as India’s next Foreign secretary.

  4. 4.The High Court of Jharkhand Friday granted bail to former Chief Minister Hemant Soren in a money laundering case linked to a land scam.

  5.  5.A day after the Home department sought information from the director general of police (DGP) regarding the leave availed by IPS officer Ashish Kumar Singh, DGP Arun Kumar Sarangi Friday said that the 2004-batch officer had resumed duty June 3.

  6. 6.Ousted from power in Odisha by the BJP, the Biju Janata Dal (BJD) joined the Opposition ranks Friday and protested, demanding a discussion on NEET in Rajya Sabha.

  7. 7.Nearly 80 per cent of inservice math teachers across India and the Middle East falter on basic concepts such as ratio, proportional reasoning, algebraic reasoning, estimation and logical reasoning, according to a new study.

  8. 8.Delhi recorded a sizable jump in temperature-related electricity demand in the last 12 months, with peak demand rising by an average of 711 megawatts (MW) on the hottest and most humid days, according to a new analysis published Friday.

  9. 9.All 17,500 police stations in the country will hold a special event July 1 involving women, youth, students, senior citizens and eminent personalities to apprise them the key features of the new criminal laws, which will come into force on that day, official sources said.

  10. 10.The first batch of pilgrims for the annual Amarnath Yatra reached the Kashmir valley Friday amid stringent security arrangements, officials said.

  11. 11.The Tamil Nadu Assembly Friday once again passed a unanimous resolution urging the Centre to exempt the state from National Eligibility-cum-Entrance Test and allow it to admit students to medical courses based on Plus Two exam marks.

  12. 12.Nearly five billion people globally, including 619 million from India, experienced climate-changedriven extreme heat over nine days in June, according to a new analysis by an independent group of scientists based in the US.

  13. 13.The government Friday left the interest rates on various small savings schemes unchanged for the quarter beginning July 1, 2024.

  14. 14.The central government’s fiscal deficit was only at 3 per cent of the annual estimates at May-end 2024- 25, the first two months of the financial year during which model code of conduct was in place due to Lok Sabha elections.

  15. 15.European Union leaders agreed Friday to nominate Ursula von der Leyen of Germany for a second five-year term as President of the European Commission, the EU’s powerful executive body.

279 Y
847 28-06-2024 Odia
  1. 1.ବୁକର ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟଙ୍କୁ ମର୍ଯ୍ୟାଦାଜନକ ପେନ୍‌ ପିଣ୍ଟର ପ୍ରାଇଜ୍‌ରେ ସମ୍ମାନିତ କରାଯାଇଛି। ତାଙ୍କର ଅଦମ୍ୟ ଏବଂ ଦୃଢ଼ ଲେଖା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ପ୍ରଥମ ଉପନ୍ୟାସ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’ ପାଇଁ ବୁକର ପୁରସ୍କାର ପାଇଥିଲେ ଅରୁନ୍ଧତୀ।

  2. 2.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା।  

  3. 3.ଓଏମ୍ଆର୍ ସିଟ୍‌ରେ ମାର୍କ ଗଣନାରେ ଅସଙ୍ଗତି ଅଛି ବୋଲି ଦାବି କରୁଥିବା ଏକ ଲର୍ଣ୍ଣିଂ ଆପ୍ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନୋଟିସ୍ ଜାରି କରିଛନ୍ତି।

  4. 4.ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ପ୍ଲାନ ଜାରି କରିଛି | କରିଛି। ଜିଓର ନୂତନ ଶୁଳ୍କ ପ୍ଲାନ ଜୁଲାଇ ୩, ୨୦୨୪ରୁ କାର୍ଯ୍ୟକାରୀ ହେବ। ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି।

  5. 5.କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ସମସ୍ୟା ବଢ଼ିଛି। ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ କର୍ଣ୍ଣାଟକ ସିଆଇଡି ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି।

  6. 6.ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨-୨୩ରେ ପରିବାର ସଞ୍ଚୟ ପରିମାଣ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୮.୪%କୁ ହ୍ରାସ ପାଇଛି। ୨୦୧୩-୨୨ ପର୍ଯ୍ୟନ୍ତ ଏହି ହାର ୨୦% ଭଳି ଉଚ୍ଚ ସ୍ତରରେ ଥିଲା। ପରିବାରଗୁଡ଼ିକର ଆର୍ଥିକ ଦେୟ ବଢ଼ୁଥିବା ବେଳେ ସେମାନଙ୍କ ଉପରେ ଋଣକୁ ନେଇ ଯେଉଁ ଚାପ ରହିଛି ତାହା ଉପରେ ତୀକ୍ଷ୍‌ଣ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି।

  7. 7.ରାଞ୍ଚିର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।

  8. 8.କଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଜିଲାରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ।  ବିଜେପି କର୍ମୀଙ୍କ ବିରୋଧ।

  9. 9.ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ.. ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା.. ଗତ ୨୪ ଘଣ୍ଟାରେ ୮ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

  10. 10.ଦିଲ୍ଲୀ ସମେତ ଦେଶର ୬୧ ରେଳ ଷ୍ଟେସନରେ ଜନୌଷଧି କେନ୍ଦ୍ର ଖୋଲିବ।

  11. 11.ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ ଅଚାନକ ଭୁଶୁଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି ।

  12. 12.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ପ୍ରାୟ ୩୦ ଲକ୍ଷ ଲୋକ ମଦ ପିଇ ପ୍ରାଣ ହରାଉଛନ୍ତି ।

  13. 13.ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।

  14. 14.ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  15. 15.ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ।

298 Y
848 28-06-2024 English
  1. 1.Booker Prizewinning author Arundhati Roy, currently facing the threat of prosecution over historic comments on Kashmir 14 years ago, was Thursday honoured with the prestigious Pen Pinter Prize 2024 for her “unflinching and unswerving” writings.

  2. 2.The family of late media baron Ch Ramoji Rao on Thursday donated ₹ 10 crore to the Andhra Pradesh government for the development of Amaravati city.

  3. 3.The Delhi airport roof collapse that killed one and injured six was a "very serious incident" and the aviation regulation DGCA will look into the matter thoroughly, Civil Aviation Minister Ram Mohan Naidu Kinjarapu told reporters today.

  4. 4.Amid student protests over alleged irregularities in the medical entrance exam NEET (National Eligibility cum Entrance Test) and other competitive exams, the opposition INDIA bloc is set to raise the issue in both houses of Parliament today.

  5. 5.Chief Minister Mohan Charan Majhi met President Droupadi Murmu and Vice President Jagdeep Dhankhar in New Delhi, Thursday.

  6. 6.President Droupadi Murmu Thursday termed the 1975 decision as the biggest and darkest chapter of direct attack on the Constitution.

  7. 7.The government is aiming to strengthen institutions like IITs, NITs, IIMs and AIIMS and increase their numbers as per requirement, President Droupadi Murmu said Thursday.

  8. 8.All citizens aged above 70 will be provided free treatment under the Ayushman Bharat, President Droupadi Murmu said.

  9. 9.Sara that had been a cherished wild tigress and an integral part of Nandankanan family died at the age of 18 Thursday, said reports.

  10.  10.The Single Window Committee (SWC) chaired by state energy secretary Vishal Kumar Dev Thursday approved an investment proposal of `903.41 crore to generate 102-MW renewable energy in Odisha.

  11. 11.A landmark ruling by the Supreme Court of India which recognised the right against adverse effects of climate change as a distinct fundamental right could drive more climate litigation in the country, according to a global report released Thursday.

  12. 12.Three personnel from Chandbali police station in Bhadrak have been transferred to the district police headquarters for allegedly assaulting a woman.

  13. 13.A chapter explaining the excesses and repression committed during the 1975-77 Emergency in the country and a spirited fight by those opposed to the drastic measure will be included in the school curriculum in Madhya Pradesh, Chief Minister Mohan Yadav has said.

  14. 14.Nobel laureate Amartya Sen has asserted the recent Lok Sabha poll results point to the fact that India is not a ‘Hindu Rashtra’.

  15. 15.Delhi Police is all set to implement the three criminal laws in the national capital starting July 1, with the completion of training of 25,000 personnel, officials said Thursday.

  16. 16.The Supreme Court Thursday asked the National Testing Agency (NTA) to apprise it whether there is any time limit for raising grievances regarding the OMR sheets provided to the candidates who appeared in NEET-UG 2024.

  17. 17.The country’s top telecom operator Jio will increase mobile services rates by 12-27 per cent from July 3 and at the same time restrict the access of unlimited free 5G services for customers, according to a company statement.

  18. 18.The decline in bad assets of banks to a 12-year low of 2.8 per cent and strong GDP numbers will help in sustaining the growth momentum and withstanding global shocks, said the Reserve Bank’s Financial Stability Report (FSR) released Thursday.

  19. 19.A city court on Thursday dismissed bail petitions of three suspended police officers who are accused in the alleged phone tapping case.

  20. 20.Parts of Delhi-NCR received heavy rain for the second consecutive day today with the India Meteorological Department (IMD) predicting more showers during the day.

306 Y
849 27-06-2024 Odia
  1. 1.ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ତମ ରାଜ୍ୟସଭା ର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ।

  2. 2.ଶାସକ ବିଜେପି ନେତୃତ୍ୱାଧୀନ ମେଣ୍ଟ ପାଖରେ ଯଥେଷ୍ଟ ସଂଖ୍ୟା ଥିବାରୁ ଓମ୍ ବିର୍ଲା ଲୋକସଭା ବାଚସ୍ପତି ଭାବେ ପୁନଃନିର୍ବାଚିତ ହୋଇଛନ୍ତି। ଏହାପରେ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇବା ସହ ନିରପେକ୍ଷ ଗୃହ ପରିଚାଳନା ପାଇଁ ଅନୁରୋଧ ଜଣାଇଛନ୍ତି।

  3. 3.ଦୀର୍ଘ ୧୪ ବର୍ଷର ଦେଶାନ୍ତର, ବନ୍ଦୀ ଜୀବନ ଓ ଆଇନଗତ ସଂଘର୍ଷ ପରେ ବହୁ ଚର୍ଚ୍ଚିତ ଗୁପ୍ତ ତଥ୍ୟ ପ୍ରକାଶନ ସଂସ୍ଥା ୱିକିଲିକ୍‌ସର ପ୍ରତିଷ୍ଠାତା ଜୁଲିଆନ୍‌ ଆସାଞ୍ଜ ଅଷ୍ଟ୍ରେଲିଆ ସ୍ଥିତ ନିଜ ଘରକୁ ମୁକ୍ତ ନାଗରିକ ଭାବେ ଫେରିଛନ୍ତି।

  4. 4.ଶାରୀରିକ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତର ଜନସଂଖ୍ୟା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି। ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥ ଜର୍ଣ୍ଣାଲ୍ ଅନୁଯାୟୀ ଭାରତର ୫୭ ପ୍ରତିଶତ ମହିଳା ଶାରୀରିକ ଦୃଷ୍ଟିରୁ ଅଳସୁଆ। ୪୨ ପ୍ରତିଶତ ଭାରତୀୟ ପୁରୁଷ ଅଳସୁଆ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

  5. 5.ଆସନ୍ତା ସପ୍ତାହରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମଏଚଏ) ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ୪୦ ଲକ୍ଷ ତୃଣମୂଳସ୍ତରର ଅଧିକାରୀଙ୍କୁ ତାଲିମ ଦିଆଯାଇଛି।

  6. 6.କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଦେଇଛନ୍ତି।

  7. 7.ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା

  8. 8.ଟେଲିକମ୍ ବିଭାଗ ସୂଚନା ଅନୁସାରେ ଓଡ଼ିଶାରେ କେବଳ ଭାରତୀ ଏୟାରଟେଲ୍‌ ସ୍ପେକ୍ଟ୍ରମ୍ କିଣିବା ଲାଗି ବିଡ୍ ଦାଖଲ କରିଥିଲା। ଏହା ୯୦୦ ମେଗାହର୍ଜ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ବିଡ୍‌ ଦାଖଲ କରି ସ୍ପେକ୍ଟ୍ରମ୍ ହାସଲ କରିଛି।

  9. 9.ଖାଲଖମା ଓ କାଦୁଅ ଥିବା ଖରାପ ରାସ୍ତା ଲାଗି ଟୋଲ ଶୁଳ୍କ ଆଦା‌ୟ କରାଯିବା ଅନୁଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଟୋଲ୍ ଶୁଳ୍କ ସଂଗ୍ରହ କରିବା ପୂର୍ବରୁ ରାଜପଥ ଏଜେନ୍ସିଗୁଡ଼ିକ ଭଲ ରାସ୍ତା ଯୋଗାଇଦେବା ଦରକାର।

  10. 10.ଜୁଲାଇ ପହିଲାରୁ ସବୁ ଜିଲା ଏବଂ ସରକାରଙ୍କର ସମସ୍ତ ବିଭାଗର ମିଳିତ ଜନ ଶୁଣାଣି ଆରମ୍ଭ ହେବ। ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି।

  11. 11.ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା।

  12. 12.ଟିଟିଲାଗଡରେ ଏକ ରେଳ ଫ୍ଲାଏ ଓଭର ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଭାରତୀୟ ରେଳାବାଈ ୧୮୩.୮୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରେଳବାଇର ଶକ୍ତି କରିଡର ସ୍କିମ୍ ଅଧୀନରେ କାର‌୍ୟ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ, ଏହି ବ୍ୟସ୍ତବହୁଳ ବିଭାଗରେ ଟ୍ରେନ୍ ଚଳାଚଳର ଦକ୍ଷତା ଏବଂ ଦକ୍ଷତା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

  13. 13.ଘରୋଇ ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି।

  14. 14.ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି।

  15. 15.ଟି-୨୦ ବିଶ୍ୱକପରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି।

289 Y
850 27-06-2024 English
  1. 1.National Democratic Alliance (NDA) nominee Om Birla was elected Lok Sabha Speaker Wednesday.

  2. 2.President Droupadi Murmu is scheduled to visit Odisha July 6, officials said Wednesday. The President is likely to attend Rath Yatra in Puri July 7.

  3. 3.A Delhi court Wednesday sent Chief Minister Arvind Kejriwal to three-day custody of Central Bureau of Investigation (CBI) .

  4. 4.The Gujarat government has set up a high-level committee tasked with framing modalities for unhindered movement of Asiatic lions in and around the Gir sanctuary area to protect them from railway accidents, the High Court was told Wednesday

  5. 5.Congress president Mallikarjun Kharge Wednesday reappointed Sam Pitroda as chairman of the Indian Overseas Congress.

  6. 6. A Bangalore court Wednesday rejected the bail plea of former JD(S) MP Prajwal Revanna, who is facing charges of rape and sexual harassment in multiple cases.

  7.  7.A staggering 80 per cent of marginal farmers in India have suffered crop losses due to adverse climatic events over the past five years, according to a report released Tuesday

  8. 8.Five people were killed and three others sustained injuries in separate incidents of lightning in Bargarh and Bolangir districts.

  9. 9. The Ministry of Railways has sanctioned Rs 183.89 crore towards construction of a flyover that would help ease train traffic issues at Titlagarh Junction under Sambalpur

  10. 10.Odisha may go Bihar way soon as the newly-elected Mohan Charan Majhi government reportedly plans to ban liquor sale and consumption in the state.

  11. 11.Odisha Police is prepared to implement the three new criminal laws — Bharatiya Nyaya Sanhita (BNS), Bharatiya Nagarik Suraksha Sanhita (BNSS) and Bharatiya Sakshya Adhiniyam (BSA), director general of police (DGP) Arun Sarangi said, Wednesday.

  12. 12.The state government has made elaborate arrangements to ensure devotees have a smooth darshan of Srimandir deities during the Rath Yatra.

  13. 13.In a welcoming step for waste management during the Rath Yatra, Puri district administration and municipality, in partnership with Hindustan CocaCola Beverages (HCCB), announced ‘used PET bottle-free’ initiative.

  14. 14.A defamation suit filed by noted Odia poet Haraprasad Das against the publisher and the editor of an Odia daily was dismissed by a local court here.

  15. 15.The Talibanordered crash in opium production in Afghanistan, long the world’s dominant supplier, could drive up overdose deaths as heroin users switch to synthetic opioids already proving deadly in Europe, a UN report said Wednesday.

326 Y