# |
Date |
Type |
Current Affairs |
No. Of Views |
Status |
Action |
2751 |
08-10-2021 |
Odia |
- ସାହିତ୍ୟ ପାଇଁ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ପାଇବେ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍ନାହ ।
- ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବିଦାହେଲେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀ ।
- ଫୋର୍ବସ ମାଗାଜିନ ଅନୁସାରେ ଏହି ୧୦୦ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ୭୭୫ ବିଲିୟନ ଡଲାର ବା ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଲିଷ୍ଟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୯୨.୭ ବିଲିୟନ ଡଲାର ବା ପ୍ରାୟ ୬.୮୯ ଲକ୍ଷ କୋଟି ଟଙ୍କା । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନି ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୭୪.୮ ବିଲିୟନ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ।
- ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ । ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
- କାବୁଲ ଆଫଗାନିସ୍ତାନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନୂଆ ନିୟମ। ୨୦୦୦ରୁ ୨୦୨୦ ମଧ୍ୟରେ ହାଇସ୍କୁଲ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ବେକାର।
- କୋଭିଡ୍ ପାଇଁ ଅନଲାଇନ୍ କ୍ଲାସକୁ ଦିଆଯାଉଛି ପ୍ରୋତ୍ସାହନ । ହେଲେ ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପାଠପଢ଼ା ନେଇ କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।
- ଜୁନ୍ ୩୦ ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି । ସେଥିମଧ୍ୟରୁ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ ତଥ୍ୟ ଦେଇନଥିବା ବେଳେ ପଶ୍ଚିମବଙ୍ଗରେ ସର୍ଭେ ଜାରି ରହିଛି ।
- ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି ।
- ଦେଶରେ କରୋନାର ୨ୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନଥିବାବେଳେ ସରକାର ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୩ୟ ଲହରରେ ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରାଯାଉଛି ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ଭି.କେ. ପଲ କହିଛନ୍ତି ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା ।
- ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି ।
- ରାଜ୍ୟରେ ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର । ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍, ବିନା ମୋବାଇଲରେ କିଭଳି ପଢିଥିବେ ପାଠ ।
- ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର ।
- ଶେଷ ହୋଇନି କରୋନାର ୨ୟ ଲହର: ଆଗାମୀ ୩ ମାସ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ଼ - ପୁରୀ ଜିଲ୍ଲାର ଏଗାର ବ୍ଲକ ପାଇଁ ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
- ପଛକୁ ପଛ ୨ ଲଘୁଚାପ, ବାତ୍ୟା ରୂପ ନେଇ ନପାରେ ପ୍ରଥମ ଲଘୁଚାପ ।
- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର, ଜଣେ ନିଖୋଜ ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା ।
|
574 |
Y |
|
2752 |
08-10-2021 |
English |
- The Supreme Court, which is hearing a petition regarding the events at Lakhimpur Kheri, today questioned "how many people have been arrested" and asked the state government to submit a status report by tomorrow. "We need to know whom you registered an FIR against and how many have you arrested," said the bench led by Chief Justice NV Ramana. The status report also has to include details of the eight persons killed.
- Lok Janshakti Party (Ram Vilas) chief Chirag Paswan on Thursday announced the names of his party's candidates for the Bihar assembly bypolls to be held later this month.
- The Calcutta High Court on Thursday allowed people to participate in Pushpanjali and Sindoor Khela amid the ongoing COVID-19 pandemic.
- West Bengal Governor Jagdeep Dhankhar administered the oath of office to Chief Minister Mamata Banerjee and two other newly-elected MLAs – Amirul Islam and Jakir Hossain – at the state Assembly on Thursday.Mamata Banerjee won from Bhabanipur in the recently concluded by-polls. Jakir Hossain was elected from Jangipur and Amirul Islam was elected from Samserganj assembly seats in West Bengal.
- Shiv Sena leader and Rajya Sabha MP, Sanjay Raut, on Thursday, slammed the government over Lakhimpur Kheri incident, where eight people including four farmers died in the violence that took place on October 3.
- The names of Varun Gandhi and his mother Maneka Gandhi were dropped from the fresh list of the 80-member BJP national executive posted today amid a flurry of tweets by the BJP MP, condemning the events of UP's Lakhimpur Kheri.
- A 56-year-old government school teacher has been sentenced to 20 years in prison by a POCSO court in Rajasthan for raping a Class 10 student of his school in 2019.
- Prime Minister Narendra Modi today inaugurated 35 pressure swing adsorption (PSA) oxygen plants established under the PM CARES fund across 35 states and union territories in an event at AIIMS Rishikesh in Uttarakhand.
- The principal and a teacher of a government school were killed by terrorists in Jammu and Kashmir's Srinagar today, less than 48 hours after three persons were shot dead in strikes on Tuesday.
- Prime Minister Narendra Modi today expressed condolences over the loss of lives after a house collapsed in Karnataka's Belagavi and announced a compensation of ₹ 5 lakh each from the Prime Minister's National Relief Fund (PMNRF)
- The 2021 Nobel Prize in Literature is awarded to the novelist Abdulrazak Gurnah. He has been awarded the prestigious award “for his uncompromising and compassionate penetration of the effects of colonialism and the fate of the refugee in the gulf between cultures and continents”, announced the award-giving organisation on Thursday.
- Odisha Chief Minister Naveen Patnaik on Thursday distributed Biju Swasthya Kalyan Yojana (BSKY) Smart Health Card at Brahmagiri in Puri district.Chief Minister Naveen distributed the smart health card to 3,64,000 people in the district.
- In Bihar and Uttar Pradesh, the plan is to further develop the sites of Bodh Gaya, Nalanda, Rajgir, Viashali, Sarnath, Shravasti, Kushinagar, Kaushambi, Sankisa and Kapilavastu.
- The 15 are from a list of 17 judges whose transfers were recommended by the SC collegium headed by Chief Justice of India N V Ramana on September 16.
- The Odisha Secondary School Teachers’ Association (OSSTA) on Thursday released a test paper for the class-10 students of Odisha board keeping in mind the COVID restrictions that has hampered their preparations for the exams.
- The Indian Air Force will celebrates its 89th anniversary Today on October 8. The Indian Air Force Day parade, a full dress rehearsal at Hindon Airbase in Ghaziabad.
- In the last 20 years, PM Modi has gone from being the Chief Minister of Gujarat to one of the most popular leaders in the world.
- Air India pilots union has written to the top management of the airline seeking reversal of pay cuts that were imposed during the coronavirus pandemic. They said that the 'disproportionate' pay cuts they are receiving for the last 18 months should be rolled back.
- The Hindustan Aeronautics Limited (HAL) has delivered the heaviest semi-cryogenic propellant tank (SC120- LOX) ever fabricated to the Indian Space Research Organization (Isro). The tank will be used in the Mk-III launch vehicle for future missions
- When the pilgrimage season at the famous Lord Ayyappa hill shrine in Sabarimala commences with the Mandala-Makaravilakku from November 16, 25,000 devotees would be permitted entry daily during the initial days, Kerala Chief Minister Pinarayi Vijayan said .
|
600 |
Y |
|
2753 |
07-10-2021 |
English |
- India reported 22,431 new COVID-19 cases in the last 24 hours, 19% higher than yesterday's figure when the country reported 18,833 Covid cases. About 318 deaths were recorded during the same period, according to the Health Ministry.
- Oil marketing companies have hiked the price of domestic Liquefied Petroleum Gas (LPG) cylinders by Rs 15. The new rates are effective from Wednesday, (October 6, 2021).
- The Union Cabinet approved setting up of seven Mega Integrated Textile Region and Apparel (PM MITRA) Parks with a total outlay of four thousand 445 crore rupees over five years.
- The Union Cabinet approved Productivity Linked Bonus equivalent to 78 days' wage to eligible non-gazetted Railway employees excluding RPF or RPSF personnel for financial year 2020-21. The maximum amount payable per eligible Railway employee is 17 thousand 951 rupees for 78 days.
- The Centre on 06 Oct Wednesday told the Supreme Court that in the interest of students, it has decided to implement changes in the pattern of the NEET-Super Speciality (NEET-SS) examination from the academic year 2022-23.
- Supreme Court has taken a suo motu cognisance of Lakhimpur Kheri violence. The hearing will take place on 07 Oct Thursday before a bench led by Chief Justice NV Ramana.
- Punjab and Chhattisgarh governments announce Rs 50 lakh each for families of farmers, journalist killed in Lakhimpur violence.
- Twenty teams of income tax department on Wednesday raided offices and factory of Hetero Labs Ltd and houses of its directors. The anti-tax evasion wing, along with the help of Central Reserve Police Force (CRPF), are carrying out raids on 20 properties owned by the group.
- Veteran actor Arvind Trivedi, widely known for his portrayal of Raavan in hit DD TV series 'Ramayan', died on Tuesday night. He was 82.
- India's security concerns will be the "first and foremost" and at the"front and centre" for Washington, US Deputy Secretary of State Wendy Sherman said Wednesday on New Delhi's apprehensions about the spill over of terrorist activity from Afghanistan.
- Benjamin List, David MacMillan win Nobel Chemistry Prize for developing tool to build molecules
- World’s first malaria vaccine 'Mosquirix' approved by the World Health Organization (WHO) on October 6 in Africa.
- Pragnya Parnita, a native of Sunalati village in Nayagarh has beaten 30 other beauty contestants to win the hearts of millions of Odias.
- State Health department has written to Collectors in all districts to constitute a committee at district-level for issuance of ‘Official document’ for Covid-19 death.
- BJD MLA Byomakesh Ray fined for parking Car outside Lord Jagannath Temple In Puri
- The Odisha government has come up with a policy providing equal opportunity to transgenders in all offices of the nodal department for such people in the state.
- The Shiv Sena won five seats on Wednesday, while the NCP and the BJP got four each in by-elections to 15 vacant seats of the Palghar Zilla Parishad (ZP), an official said.
- The violence in Uttar Pradesh's Lakhimpur Kheri, that left eight people including four farmers dead - triggering a major political row over the alleged involvement of a union minister's son, will be taken up by a Supreme Court bench led by Chief Just.
- According to the notification, these rules may be called the Central Motor Vehicles (23rd Amendment) Rules, 2021, and shall come into force with effect from April 1, 2022.
- Dillip Kumar Mohanty assumed charge as Director (Production) of NMDC Limited on Tuesday. NMDC is a Schedule “A” Government of India Enterprise, with Navaratna status, under the Ministry of Steel
|
621 |
Y |
|
2754 |
07-10-2021 |
Odia |
- MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ।
- ରେଳ କର୍ମଚାରୀ (ନନ୍-ଗେଜେଟେଡ୍)ଙ୍କୁ ୭୮ ଦିନର ବୋନସ୍ ଦିଆଯିବ । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା ।
- ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ରାବଣର ଭୂମିକାରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି।
- ପୁରୀ ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ। ଅପରାହ୍ନରେ ବ୍ରହ୍ମଗିରି ଯାଇ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ନବୀନ। ଜିଲ୍ଲାରେ ୩ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ।
- ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ଅର୍ଥ ବିଭାଗ ସବୁ ବିଭାଗର ମତାମତ ଲୋଡ଼ିଛି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ ।
- ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ । ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
- ମ୍ୟାଲେରିଆ ପାଇଁ ଅନୁମୋଦିତ ଏକମାତ୍ର ତଥା ପ୍ରଥମ ଟିକା ‘ମସ୍କ୍ୟୁରିକ୍ସ୍’କୁ ବ୍ୟାପକ ଭାବେ ଆଫ୍ରିକୀୟ ପିଲାମାନଙ୍କୁ ଦିଆଯିବା ଉଚିତ ବୋଲି ବୁଧବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି।
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି।
- ଦୁବାଇ ଠାରେ ୩୫ତମ ଓ୍ବାର୍ଲ୍ଡ ଏକ୍ସପୋ-୨୦୨୦ ଆସନ୍ତା ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀରେ ନିରୋଦ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ମାୟା ମିରିଗ’, ମନମୋହନ ମହାପାତ୍ରଙ୍କ ‘ନିରବ ଝଡ଼’, ଅପୂର୍ବ କିଶୋର ବୀର୍ଙ୍କ ‘ଲାବଣ୍ୟ ପ୍ରୀତି’, ସୁଶାନ୍ତ ମିଶ୍ରଙ୍କର ‘ଇନ୍ଦ୍ରଧନୁର ଛାଇ’, ବିଜୟ ଜେନା ଓ ଡଲି ଜେନାଙ୍କ ପ୍ରସ୍ତୁତ ‘ତାରା’, କପିଳାଶ ଭୂୟାଁଙ୍କ ‘ଯାତ୍ରା ଜୀବନ ଜୀବନ ଯାତ୍ରା’ ଓ ହିମାଂଶୁ ଶେଖର ଖଟୁଆଙ୍କର ‘କଥାନ୍ତର’ ପ୍ରଦର୍ଶିତ ହେବ।
- ଆନ୍ତର୍ଜାତିକ ହକି ମହାସଂଘ (ଏଫ୍ଆଇଏଚ୍)ର ବାର୍ଷିକ ପୁରସ୍କାରରେ ଭାରତ ବାଜିମାତ୍ କରିଛି। ବୁଧବାର ଏଫ୍ଆଇଏଚ୍ର ସବୁ ବର୍ଗର ଶ୍ରେଷ୍ଠ ପୁରସ୍କାର ଭାରତ ପୋଛି ନେଇଛି। ଜାତୀୟ ସଂଘଗୁଡ଼ିକ (୫୦ ପ୍ରତିଶତ) ସହିତ ପ୍ରଶଂସକ ଓ ଖେଳାଳି (୨୫ ପ୍ରତିଶତ) ଏବଂ ଗଣମାଧ୍ୟମ (୨୫ ପ୍ରତିଶତ) ଦ୍ବାରା ମତଦାନ ପ୍ରଣାଳିରେ ବିଜେତାଙ୍କ ନାମ ବଛା ଯାଇଥିଲା।
- ଉଜ୍ବେକିସ୍ତାନର ତାସ୍କେଣ୍ଟରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଆଥଲେଟିକ୍ ଫିଜିକ୍ର ମିଶ୍ରିତ ଯୁଗଳ ଇଭେଣ୍ଟରେ ଓଡ଼ିଆ ପୁଅ ଶୁଭମ୍ ଓଡ଼ିଶା ପାଇଁ ବିଶ୍ବସ୍ତରୀୟ ପଦକ ଜିତିଛନ୍ତି।
- ଫ୍ରାନ୍ସର କ୍ୟାଥଲିକ୍ ଚର୍ଚ୍ଚଗୁଡ଼ିକରେ ଗତ ୭୦ ବର୍ଷରେ ଅନ୍ୟୂନ ୩,୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ପ୍ରକାଶ କରିଥିବା କମିସନ ଅଧ୍ୟକ୍ଷ ଜିନ୍-ମାର୍କ ସୌଭେଙ୍କ କହିବା ଅନୁସାରେ ବୈଜ୍ଞାନକ ଗବେଷଣା ଭିତ୍ତିରେ କରାଯାଇଥିବା ଏହି ଆକଳନରେ ଯୌନ ଉତ୍ପୀଡ଼ନକାରୀଙ୍କ ଭିତରେ ଚର୍ଚ୍ଚଗୁଡ଼ିକର ମୁଖ୍ୟ ପାଦ୍ରୀ, ଅନ୍ୟ ଧର୍ମଯାଜକ ଏବଂ ଚର୍ଚ୍ଚ ସହ ସମ୍ପୃକ୍ତ ଅନ୍ୟ ଅଣ-ଧାର୍ମିକ ବ୍ୟକ୍ତିମାନେ ଅଛନ୍ତି।
- ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯିବା ଓ ତାଙ୍କ ପୁଅକୁ ଗିରଫ କରିବା ଦାବି ଜୋର ଧରିଛି। ପ୍ରାୟ ସମସ୍ତ ବିରୋଧୀ ଦଳ ମନ୍ତ୍ରୀଙ୍କ ପୁ୍ଅକୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
- ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍ ଅପରାଧ ନୁହେଁ : ସୁପ୍ରିମକୋର୍ଟ .
- ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲକ୍ଷ୍ମୀପୁର ଅଭିମୁଖେ ବାହାରିଲେ ଭାଇ ରାହୁଲ । ପ୍ରଦର୍ଶନ ବେଳେ ପ୍ରାଣ ହରାଇଥିବା କୃଷକ ଓ ସାମ୍ବାଦିକଙ୍କ ପରିବାରକୁ ଭେଟିବେ ।
- ଆଜିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର; ଜାରି ହେଲା ନୂଆ ଗାଇଡଲାଇନ ।
- କଟକ , ରାସ୍ତା ମଝିରେ ହଠାତ ହେଲା ଜଳ ବିସ୍ପୋରଣ, ରାସ୍ତା ଫଟାଇ ୨୦ ଫୁଟ ଉପରକୁ ଉଠିଲା ପାଣି, ଲୋକେ ଡରିଗଲେ .
- ଦୁର୍ଗାପୂଜା ବେଳକୁ ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା । ୧୦ରେ ସୃଷ୍ଟି ହେବ ଲଘୁଚାପ, ସମୁଦ୍ରରେ ୫ ଦିନ ରହି ବଳ ଗୋଟାଇବା ସମ୍ଭାବନା ।
- ୧୫ କୋଟି G-Mail ବ୍ୟବହାରକାରୀଙ୍କ ଆକାଉଣ୍ଟରେ ରହିବ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ ।
- ନାଗାଲାଣ୍ଡରେ ଚୋରାଚାଲାଣ ବିରୋଧରେ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁଲିସ ୪୮.୧୪ କିଲୋଗ୍ରାମ ଓଜନର ୨୯୦ଟି ସୁନା ଖଣ୍ଡ ଏବଂ ବିପୁଳ ପରିମାଣj ନିଷିଦ୍ଧ ଡ୍ରଗ୍ସ ଜବତ କରିଛି।
|
579 |
Y |
|
2755 |
06-10-2021 |
English |
- The Supreme Court Tuesday asked the centre as to what exercise it has undertaken to justify decisions to grant quota in promotions to the employees belonging to the Scheduled Castes (SCs) and Scheduled Tribes (STs).
- Air Chief Marshal VR Chaudhari on Tuesday said the Indian Air Force (IAF) is taking forward the proposed procurement of 114 Multi-Role Fighter Aircraft (MRFA) and that it would be carried out under the Make in India initiative.
- The Bahujan Samaj Party (BSP) has told the Election Commission that it did not receive any donation in excess of ₹ 20,000 from individual donors and entities during Financial Year 2020-21.
- India’s COVID-19 vaccination coverage crosses 92 Crore mark
- The Nobel Prize in Physics has been awarded to scientists from Japan, Germany and Italy. Syukuro Manabe, 90, and Klaus Hasselmann, 89, were cited for their work in the physical modelling of Earth's climate, quantifying variability and reliably predicting global warming .
- Reserve Bank of India (RBI) granted the licence to the Rs 6,000 crore National Asset Reconstruction Company Ltd. (NARCL).
- BJP has won over 41 of the total 44 seats of the Gandhinagar municipal corporation that went to the polls on October 3. The Congress party has managed to win 02 seats while the new entrant AAP has bagged 01 seat..
- The Karnataka govt has made a negative RT-PCR test report and at least one dose of coronavirus vaccine mandatory for officers and staff on duty and artists, who will perform during the world renowned Mysuru Dasara festival, commencing from 07 Oct.
- Chief Minister of Tamil Nadu Chief Minister, MK Stalin, launched face recognition software on October 4, 2021 for assisting police officials in their investigation. “Face recognition software” will help the police personnel in comparing the photos of suspects with “data resource” that have been uploaded in Crime and Criminal Tracking Network and Systems (CCTNS).
- Combat Vehicles Research & Development Establishment (CVRDE) that has been developing a 1,500-horsepower (HP) indigenous Bharat Power Pack engine for India.
- Defence Research & Development Organisation (DRDO) is all set to test long-troubled Indigenous Technology Cruise Missile (ITCM), a derivative of Nirbhay Cruise Missile with the indigenously developed Manik engine for the first time for a range of 750km from the Integrated Test Range (ITR), if weather permits even though launch window has been kept open from 6-8 Oct 2021.
- The four astronaut-elects shortlisted to be part of India’s first human spaceflight mission — Gaganyaan — are set to complete their training in aerospace medicine at the Indian Air Force’s (IAF) Institute of Aerospace Medicine (IAM) soon. Once this training, which will be a basic module, is complete, the astronauts will return to Russia for a brief period.
- Lt Gen Nadeem Anjum's likely appointment as the new ISI chief, outgoing DG Lt Gen Faiz Hameed has emerged as a top contender for the post of Pakistan Army chief.
- Russia successfully test-fires Zirkon hypersonic cruise missile from nuclear submarine for first time. Zircon would be capable of flying at nine times the speed of sound and have a range of 1,000 kilometres.
- The Orissa High Court on Tuesday dismissed the anticipatory bail application filed by suspended BJD MLA Prashant Jagdev who has been booked in two cases of assault and intimidation by the Balugaon police.
- The Odisha Staff Selection Commission (OSSC) has announced the schedule of the main written examination for the post of Assistant Fodder Development Officer, Laboratory Assistant, Operator, Dental Technician and Junior Laboratory Technician.The main written examination for these posts will be held on October 18, 2021 through Computer Based Recruitment Examination (CBRE) mode in Bhubaneswar.
- Smart pre-paid energy meters will be installed in different parts of Odisha, informed Speaker SN Patro following a crucial meeting of the Assembly Standing Committee of Energy Department on Tuesday. As per reports, the consumers will get pre-paid cards to re-charge their electricity meter, like they do for mobile phone service, after exhausting the consumption limits for the paid amount.
- The State Panchayati Raj department has issued a directive to the administrative heads of all districts to accelerate the preparations for the elections on a priority basis. Collectors in the districts have been asked to complete the reservation of seats as per the PRI/Act Rules and send the final list to the State Election Commission by October 30.
- The Odisha government on Tuesday ordered compulsory retirement of four officers including two Odisha Administrative Service (OAS) officers, one Sub-Registrar and a former Chief Veterinary Officer. The terminated OAS officers have been identified as Deputy Collector of Angul Janakinath Mishra and Nuagarh Tehsildar Akula Mallick.
- The CM also inaugurated and laid the foundation stone of 37 development projects which will be constructed at an estimated cost of Rs 819.61 Crore.
|
633 |
Y |
|
2756 |
06-10-2021 |
Odia |
- ବର୍ଷ ୨୦୨୧ ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର । ଦି ରୟାଲ୍ ସ୍ୱିଡେଶ ଏକାଡେମୀ ଅଫ୍ ସାଇନ୍ସ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପଦାର୍ଥ ବିଜ୍ଞାନର ଜଟିଳ ବ୍ୟବସ୍ଥାକୁ ସରଳଭାବେ ବୁଝିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୩ ଜଣ ବୈଜ୍ଞାନିକଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ, କ୍ଳାଉସ୍ ହାସେଲମାନ୍ନ ଓ ଜର୍ଜିଓ ପାରିସି ଏହି ପୁରସ୍କାର ପାଇବେ ।
- ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ କିନ୍ନରଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇଥିଲେ ରାଜ୍ୟ ସରକାର । ସରକାରଙ୍କ ଏଭଳି ପଦକ୍ଷେପକୁ କିନ୍ନର ସଂଘ ସ୍ୱାଗତ କରିଛି ।
- ଅନ୍ତରୀକ୍ଷ ହେଉ କି ଗଭୀର ଜଳ, ଅତି ସୂକ୍ଷ୍ମ ଜୀବର କରିପାରେ ସନ୍ଧାନ । ଏମିତି ଏକ ଗବେଷଣା କରି ରାଜ୍ୟର ନାଁ ରଖିଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତର ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର ।
- ଡ. ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ୍ କପୋରେସନ ଇନ୍ ଏ ଚେଞ୍ଜିଂ ୱାର୍ଲ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଏହି ପୁସ୍ତକ ଲିଖିତ ।
- ୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା
- ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ ।
- କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ ।
- ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .।
- ଲଖିମପୁର ମାମଲାରେ ଏଫଆଇଆର: ଗୃହ ରାଜ୍ୟମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଷଡଯନ୍ତ୍ର ରଚିଥିବା ଅଭିଯୋଗ ।
- ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ।
- ବିଏମସିର ଶୀତ ଦିନିଆ କରୋନା ଗାଇଡଲାଇନକୁ ବିରୋଧ । କ୍ୟାଟେରିଂ ଓ ଟେଣ୍ଟ ବ୍ୟବସାୟୀଙ୍କ ପ୍ରବଳ ପ୍ରତିବାଦ ।
- ଲକ୍ଷ୍ମୀପୁରରେ ଜବରଦସ୍ତ ପ୍ରବେଶ ନେଇ ପ୍ରିୟଙ୍କାଙ୍କ ବିରୋଧରେ କେସ ରୁଜୁ କଲା ପୋଲିସ । ସୀତାପୁରରେ ଗିରଫ ହେଲେ ପ୍ରିୟଙ୍କା, ଗେଷ୍ଟ ହାଉସ ହେଲା ଅସ୍ଥାୟୀ ଜେଲ ।
- କ୍ରୁଜ୍ ଡ୍ରଗ୍ସ ଲିଙ୍କ୍ ମାମଲା : ଓଡିଶାରୁ ୨ ଜଣଙ୍କୁ ଗିରଫ କଲା ଏନ୍ସିବି, ପୂର୍ବରୁ ଧରାପଡିଥିଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ।
- ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି ।
- ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, ବ୍ୟବସାୟ ପାଲଟି ଗଲାଣି ଡାକ୍ତରୀ ପାଠ୍ୟକ୍ରମ ।
- ଏଣିକି ପ୍ରିପେଡ୍ ଲାଇନ୍, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍ ।
- ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା, ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା ।
- ୬ ଘଣ୍ଟାର ସେବା ବନ୍ଦ ହୋଇଯିବା ଫଳରେ ଫେସବୁକ ହରାଇଛି ୭ ବିଲିୟନ ଡଲାର । ଏକ ବଡ଼ ଧରଣ ବ୍ଲାକଆଉଟ ପୂର୍ବରୁ କେବେ ଘଟି ନଥିଲା ।
- ଉତ୍ତରପ୍ରଦେଶ ଲଖିମପୁର ଖେରି ସ୍ଥିତ ଟିକୁନିଆରେ ୪ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ୨ ପରିବାର ଶବଦାହ କରିବାପାଇଁ ମନା କରିଦେଇଛନ୍ତି। ସେମାନେ ଶବବ୍ୟବଚ୍ଛେଦ ରିପୋର୍ଟ ଦାବି କରିଛନ୍ତି।
- ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା । ଗତ ସୋମବାର ମୋଦୀ ସରକାର ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁକୁ କମ କରିବାକୁ ଯାଇ ଏଭଳି ଏକ ଯୋଜନାର ଆରମ୍ଭ କରିଛନ୍ତି ।
|
570 |
Y |
|
2757 |
05-10-2021 |
English |
- India crosses 91 crore mark milestone in COVID-19 vaccination drive; Recovery rate stands at 97.89%
- PM Modi to inaugurate 3-day Urban conclave in Lucknow today. PM lay the foundation stones of 75 urban projects or schemes.
- Karnataka govt will soon hold discussions with Andhra Pradesh and Telangana on constructing a parallel balancing reservoir over Tungabhadra river to desilt it, an issue which involved both these states.
- The India Meteorological Department (IMD) has issued a red alert for the hilly Idukki district of Kerala on October 5 and an orange alert to Pathanamthitta, Kottayam, Palakkad and Malappuram districts on Monday and Tuesday for heavy rains.
- Mumbai Chhatrapati Shivaji Maharaj International Airport (CSMIA) domestic passenger terminal T1 to reopen from Oct 20.
- The country's top medical body ICMR successfully delivered the jabs from Manipur's Bhishnupur via Loktak Lake to the Karang Island.
- UP govt, farm leaders reach agreement; 45 lakh ex gratia for kin of each deceased, 10 lakh each for injured
- As a tribute to young freedom fighter 'Kodi Katha' Kumaran on his birth anniversary, Tamil Nadu Chief Minister M K Stalin on 04 Oct named an arterial road opposite to the Erode Collectorate after Kumaran.
- An all-India organization of ration dealers has filed a petition in the Supreme Court against the ‘Duare ration’ (ration at your doors) project of West Bengal chief minister Mamata Banerjee.
- Air Marshal Amit Dev AVSM VSM ADC assumed the appointment of Air Officer Commanding in Chief (AOC-in-C) of Western Air Command on 01 Oct 21.
- Major General Smita Devrani assumed charge as Additional Director General of Military Nursing Service (MNS) on October 01, 2021. The day coincided with the occasion of 96th MNS Corps Day.
- The Indian Army has successfully tested the made-in-India K-9 Vajra howitzers in high altitude locations in Eastern Ladakh.
- Khadi and Village Industries Commission (KVIC) has handed over the flag to the Indian Army. The Army has displayed the flag on a hilltop in the main Leh city. The Army has prepared a frame to display the flag so that it does not touch the ground
- The secret deals and hidden assets of some of the world’s richest and most powerful people have been revealed in the biggest trove of leaked offshore data in history. Cases pertaining to Pandora Papers will be investigated and appropriate action will be taken in such cases as per law. Finance Ministry said.
- The files were leaked to the International Consortium of Investigative Journalists (ICIJ), which shared access with the Guardian, BBC and other media outlets around the world. In total, the trove consists of 11.9m files leaked from a total of 14 offshore service providers, totalling 2.94 terabytes of information.
- The 40th edition of India International Trade Fair 2021 will be held from 14th to 27th November at Pragati Maidan in New Delhi.
- Fumio Kishida to be sworn-in as new Prime Minister of Japan.
- David Julius and Ardem Patapoutian, from the United States, Scientists who discovered how our bodies feel the warmth of the sun or the hug of a loved one have won the Nobel Prize. They share the 2021 prize in Medicine or Physiology for their work on sensing touch and temperature.
- Pakistan PM Imran Khan is facing flak after he said that his government started talks with some groups of the banned Tehreek-i-Taliban Pakistan (TTP) with the aim of having the group lay down their weapons.
- China, Pak hold first joint anti-terror exercise: under the ambit of the Shanghai Cooperation Organisation's Regional Anti-Terrorism Structure (RATS) concluded on 04 Oct with the participation of troops from China and Pakistan sharing their experiences to counter evolving threats. The closing ceremony of the Joint Anti-Terrorist Exercise (JATE) - 2021 was held at National Counter Terrorism Centre.
|
623 |
Y |
|
2758 |
05-10-2021 |
Odia |
- ପୂରା ଦୁନିଆରେ ଠପ୍ ହୋଇଗଲା ବିଶ୍ଵର ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ ଏବଂ ଏହାର ସହଯୋଗୀ କମ୍ପାନୀ ହ୍ଵାଟ୍ସଆପ୍ ଓ ଇନଷ୍ଟାଗ୍ରାମ। ଏ ସମସ୍ତ ୦୯:୦୯ Pm ରୁ ବନ୍ଦ ହୋଇ ଆଜି ସକାଳ ୦୪:୧୫ Am ରେ ଚାଲିଲା । କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ।
- ଡ୍ରଗ୍ସ ମାମଲାରେ NCB ବାଦଶାହାଙ୍କ ପୁଅ ଆର୍ୟନ ଗିରଫ । ବାପା ଶାହାରୁଖ ଖାନଙ୍କ ୩୭୮ କୋଟି ଟଙ୍କାର ବ୍ରାଣ୍ଡ ଭାଲ୍ୟୁ ସଂକଟରେ ।
- T20 World Cup: ଭାରତ ଓ ପାକିସ୍ତାନ ମ୍ୟାଚ୍ର ଟିକେଟ୍ କିଛି ଘଣ୍ଟାରେ ଶେଷ, ୩୩୩ ଗୁଣ ମହଙ୍ଗା ହେଲା ଟିକେଟ୍ ।
- ଲଖିମପୁର ଖେରି ହିଂସାକାଣ୍ଡ : ମୃତ ଚାଷୀଙ୍କ ପରିବାକୁ ୪୫ ଲକ୍ଷ ସହାୟତା ସହ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା .
- ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇକୁ ହରାଇ ଶୀର୍ଷକୁ ଉଠିଲା .।
- ୨୦୨୧ ବର୍ଷ ପାଇଁ ଡେଭିଡ୍ ଜୁଲିୟସ୍ ଏବଂ ଆର୍ଡେନ୍ ପାଟାମୁଟିୟମଙ୍କୁ ମିଳିବ ନୋବେଲ ପୁରସ୍କାର ।
- ଗଜପତିରେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ, ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।
- ଗିରଫ ପରେ ମୁକୁଳିଲେ ଅଖିଳେଶ: ଲଖିମପୁର ଯିବା ବାଟରେ ପ୍ରିୟଙ୍କା ଅଟକ, ଅନଶନରେ ବସିଲେ ।
- ସାମନ୍ଥା ଓ ନାଗାଚୈତନ୍ୟ ବିବାହ ବିଚ୍ଛେଦ ମାମଲା: ଭରଣପୋଷଣ ପାଇଁ କ୍ଷତିପୂରଣ ନେବାକୁ ମନାକଲେ ଅଭିନେତ୍ରୀ ସାମନ୍ଥା ।
- ଅଗଷ୍ଟରେ ୯୩,୫୫୦ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇଛି ଗୁଗଲ୍
- ଭିଜିଲାନ୍ସ ଜାଲରେ ଲାଞ୍ଜିଗଡ଼ ସିଡିପିଓ, ବିଲ୍ କରାଇବା ପାଇଁ ନେଉଥିଲେ ୮୦ ହଜାର ଟଙ୍କା ।
- ଡ୍ରୋନ୍ ସାହାଯ୍ୟରେ ମଣିପୁରରେ ହେଲା ଟିକା ବିତରଣ; ଡ୍ରୋନ୍ରେ ଟିକା ବିତରଣ କରିବାରେ ଭାରତ ଦକ୍ଷିଣ ପୂର୍ବ ଏସିଆରେ ପ୍ରଥମ ଦେଶ ।
- ୟୁପି ହିଂସାକାଣ୍ଡକୁ ନେଇ ରାଜନୀତି: ଉତ୍ତର ପ୍ରଦେଶରେ ଅନ୍ୟଦଳର ରାଜନେତାଙ୍କୁ ପ୍ରବେଶ ଉପରେ କଟକଣା ପରେ ଯୋଗୀଙ୍କୁ ସମାଲୋଚନା ।
- ବାତିଲ ହେବନି ନିଟ ପରୀକ୍ଷା: ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।
- ବଢିଲା ଶାହାରୁଖ୍ ଖାନଙ୍କ ପୁଅର ରିମାଣ୍ଡ ଅବଧି । ଆରୟନ ଖାନଙ୍କୁ ୭ ଅକ୍ଟୋବର ଯାଏଁ ହେପାଜତକୁ ନେଲା ଏନସିବି ।
- ଆକାଶରେ ରାଫେଲ ସହ ପ୍ରଥମ ଥର ନଜର ଆସିଲା ସ୍କାଲ୍ପ କ୍ରୁଜ୍ ମିସାଇଲ୍, ୫୦୦ କିମି ପର୍ଯ୍ୟନ୍ତ ଶତ୍ରୁ ହେବ ଧ୍ଵସ୍ତ ।
- ମମତା ବିଧାୟକ ହେବା ମାତ୍ରେ ବାଚସ୍ପତିଙ୍କ ଶକ୍ତି କମାଇ ଦେଲେ ରାଜ୍ୟପାଳ, ଶପଥ ପାଠ ବି କରାଇ ପାରିବେ ନାହିଁ ।
- ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ।
- କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା .।
- ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ।
|
558 |
Y |
|
2759 |
04-10-2021 |
English |
- India reported 22,842 new COVID-19 cases on Sunday, a slight decrease of six per cent from Saturday. At least 244 deaths were also recorded in the country due to the coronavirus, which took the death count to 4,48,817
- Rudra Pratap polled 96,972 (53.6 per cent) votes while BJP’s Ashrit Pattanayak garnered 76,056 (42.04 per cent) votes. Congress candidate Bishwokeshan Harichandan Mohapatra emerged distant third and polled 4,261 votes, a meagre vote share of 2.36 per cent.
- This year, the Special Task Force of Crime Branch has seized 299 tons of hard coke, 219 MT of Charge Chrome, 150 tons of Coal, 26 heavy vehicles and arrested 32 persons
- The State Energy Department has released a fund of Rs 445.75 crore to the power distribution companies to increase the ground clearance of the electrical transmission networks (33 kV, 11 kV, LT) and replace bare conductors in elephant corridors and movement areas.
- The State government has planned to conduct board examinations both in first year and second year and introduce internal tests for the students. The CHSE has decided to introduce internal examination system for first and second-year students. The board will monitor the examinations and tests to ensure transparency.
- India achieves milestone of administering over 90 crore 51 lakh COVID-19 vaccine doses
- The gross GST revenue collected in the month of September was 1,17,010 crore rupees, which included CGST component of 20,578 crore, SGST 26,767 crore and IGST component of 60,911 crore rupees.
- Scientists at the Indian Space Research Organisation (ISRO) are hard at work to get all the systems in place, including a human-rated launch vehicle, crew and service modules, a crew escape system, and the environment control and life support systems (ECLSS), to meet the launch timeline of the Gaganyaan mission slated for late 2022 or early 2023.
- Shahrukh Khan's son Aryan Khan was detained in a drug case by the Narcotics Control Bureau (NCB) during raids at several places in connection with the rave party.
- Tollywood couple Samantha Akkineni and Naga Chaitanya announced their separation on October 2 after months of speculation that they are calling it quits. The reports of a likely separation first came in July when the actress dropped ‘Akkineni’ from her social media handles.
- Chief Minister Y.S. Jagan Mohan Reddy formally launched Jagananna Swachha Sankalpam - Clean Andhra Pradesh (CLAP) programme, aimed at providing better sanitation services.
- Union Territory of Jammu and Kashmir, the Lieutenant Governor Manoj Sinha inaugurated the Wildlife Week 2021 at Sher-e-Kashmir International Convention Centre (SKICC) in Srinagar.
- Paddy procurement begins in Haryana and Punjab.
- Violence broke out in Lakhimpur Kheri, Uttar Pradesh, where farmers were holding protests since this morning over the visit of Union Minister of State for home Ajay Mishra and Deputy Chief Minister Keshav Maurya. Eight persons, including four farmers, were killed.
- CM Mamata Banerjee leads by over 45,738 votes in bypoll for Bhabanipur assembly seat after 17 rounds of counting. BJP candidate Priyanka Tibrewal is in second place while CPIM candidate Srijib Biswas is in third place.
- India and Sri Lanka will carry out a 12-day mega military exercise from Monday with a focus on enhancing counter-terror cooperation. The eighth edition of the ‘Mitra Shakti’ exercise will be conducted at Combat Training School in Sri Lanka’s Ampara from October 4 to 15
- UN General Assembly President Abdulla Shahid says, he received two doses of Covishield vaccine manufactured in India
- An FIR has been registered against Union Minister of State for Home Ajay Mishra's son and several other persons in connection with the Lakhimpur violence that left eight persons dead.
- Schools across Maharashtra resumed physical sessions for classes 5 to 12 on Monday after being shut for over 18 months in the wake of the COVID-19 pandemic.
- Trinamool Congress on Sunday announced that West Bengal Agriculture Minister Sobhandeb Chattopadhyay will fight from the Khardah assembly constituency where by-election will be held on October 30.
|
618 |
Y |
|
2760 |
04-10-2021 |
Odia |
-
- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୦୭୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୮୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୮ ଲକ୍ଷ ୩୪ ହଜାର ୭୦୨ରେ ପହଁଚିଛି ।
- ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ନିଜ କାର୍ ମଡାଇ ଦେବାରୁ ୨ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।
- ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ୟାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା 8ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ ।
- ଦେଶରେ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହୋଇପଡୁଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନା କହିଛନ୍ତି ।
- ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।
- ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତା ବନିବା ହେଉଛି ୭୫ ବର୍ଷ ଭିତରେ ଦେଶ ପାଇଁ ଏକ ବଡ଼ ସଫଳତା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି।
- ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ (ଏନସିଏପି)ରୁ ଚଳିତବର୍ଷ ଦିଲ୍ଲୀକୁ କେନ୍ଦ୍ର ସରକାର ବାୟୁ ପ୍ରଦୂଷଣ ରୋକିବା ପାଇଁ ୧୮.୭୪ କୋଟି ଟଙ୍କା ପ୍ରଦାନ କରିବେ। ୨୦୨୪ ମସିହା ସୁଦ୍ଧା ପିଏମ୍୨.୫ ଏବଂ ପିଏମ୍୧୦ ମାତ୍ରାରେ ୨୦ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଜାତୀୟସ୍ତରରେ ଏକ ରଣନୀତି ପ୍ରସ୍ତୁତ ହୋଇଛି।
- ଚଳିତ ବର୍ଷ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରଚାର ଅଭିଯାନରେ ୧୫୪.୨୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।
- ଟ୍ୱିଟର୍କୁ କମ୍ବ୍ୟାକ୍ କରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ୍ : ଆକାଉଣ୍ଟ୍ ରିଷ୍ଟୋର୍ କରିବାକୁ କୋର୍ଟଙ୍କ ନିକଟରେ ଅନୁରୋଧ ।
- ଆଫଗାନିସ୍ତାନରେ ବେଆଇନ ଅସ୍ତ୍ରଶସ୍ତ୍ର ନିଷିଦ୍ଧ କଲେ ତାଲିବାନ ସରକାର, ରାସ୍ତାରେ ଚାଲିପାରିବନି କାଗଜପତ୍ର ନଥିବା ଗାଡି ।
- ପିପିଲିରେ ପୁଣି ଶଙ୍ଖ ବାଜିଲା: ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।
- ପରଲୋକରେ ତାରକ ମେହେଟ୍ଟା କା ଓଲଟା ଚଷମା’ ର ନଟୁ କାକା, କ୍ୟାନ୍ସର ନେଇଗଲା ନଟୁଙ୍କ ଜୀବନ
- ପାକିସ୍ତାନରେ ଦୁର୍ବିସହ ହେଉଛି ଆର୍ଥିକ ସଂକଟ, ଖର୍ଚ୍ଚ କାଟ କରିବାକୁ ପିସିବିକୁ ଏମିତି ନିର୍ଦ୍ଦେଶ ଦେଲେ ରମିଜ୍ ରାଜା
- ସପ୍ତାହେ ହେଲା ବଢ଼ୁଛି ତୈଳ ଦର ।
- କୃଷକଙ୍କ ମୃତ୍ୟୁରେ ଟାର୍ଗେଟ୍ରେ ଯୋଗୀ ସରକାର, ସୋମବାର ଲକ୍ଷ୍ମୀପୁର ଖିରି ଯିବେ ଅଖିଳେଶ-ପ୍ରିୟଙ୍କା-ବଘେଲ
- ଲହୁଲୁହାଣ ଲକ୍ଷ୍ମୀପୁର ଖିରି: ୪ କୃଷକଙ୍କ ସହ ଗାଡିରେ ଥିବା ୪ ଜଣଙ୍କ ମୃତ୍ୟୁ, ଇଣ୍ଟରସେବା ବ୍ୟାନ୍ ।
- ଶିକ୍ଷକଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ବିଧାୟକ କରିବେ ସୁପାରିଶ । ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି ।
- ଆସନ୍ତା ୨୦୨୨ ଡିସେମ୍ବରରୁ ଭାରତରେ ବହୁପ୍ରତୀକ୍ଷିତ ଷ୍ଟାରଲିଙ୍କର ସେବା ଆରମ୍ଭ ହେବାକୁ ଯାଉଛି | ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ୟାଟେଲାଇଟ କମ୍ପାନୀ ଷ୍ଟାରଲିଙ୍କ ଆସନ୍ତା ବର୍ଷ ଡିସେମ୍ବରରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବ।
- ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି), ଆଇଟି ସଂକ୍ରାନ୍ତୀୟ ଅନ୍ୟାନ୍ୟ କ୍ଷେତ୍ର (ଆଇଟିଇଏସ୍) ଓ ଇଲେକ୍ଟ୍ରୋନିକ୍ ନିର୍ମାଣ କ୍ଷେତ୍ରର ହବ୍ରେ ପରିଣତ କରିବା ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
- ବିଶ୍ୱ ବ୍ୟାଙ୍କର ଶିକ୍ଷା ଦଳ ବିଶ୍ୱର ବିଭିନ୍ନ ଦେଶର ଅଭିଜ୍ଞତାକୁ ଆଧାର କରି ଏକ ନୀତି ନୋଟ୍ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ପୂର୍ବରୁ ବିଦ୍ୟାଳୟଗୁଡ଼ିକ ଖୋଲାଯାଇଛି । ସତର୍କତାର ସହିତ ବିଦ୍ୟାଳୟ ଖୋଲିବା ଦ୍ୱାରା ଛାତ୍ର, କର୍ମଚାରୀ ଏବଂ ସମାଜରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ବହୁତ କମ୍ ବୋଲି ପରାମର୍ଶ ଦିଆଯାଇଛି ।
|
533 |
Y |
|