# |
Date |
Type |
Current Affairs |
No. Of Views |
Status |
Action |
3211 |
11-02-2021 |
Odia |
- ନୂତନ କୃଷି ଆଇନ ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ ବାଧ୍ୟତାମୂଳକ ନୁହେଁ’ ବୋଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରିବା ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
- ଇକ୍ବାଲ୍ ସିଂହ ନାମକ ଏହି ‘ମୋଷ୍ଟ୍ ଓ୍ଵାଣ୍ଟେଡ୍’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍ପୁରରୁ ଗିରଫ କରାଯାଇଥିଲା।
- ଆରବ ଜଗତର ସର୍ବପ୍ରଥମ ଗ୍ରହାନ୍ତର ଅଭିଯାନର ବିଜୟସ୍ୱରୂପ ମଙ୍ଗଳବାର ଦିନ ‘ୟୁନାଇଟେଡ୍ ଆରବ ଏମିରେଟ୍ସ୍’ର ଏକ ମହାକାଶଯାନ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିଛି।
- ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ମଙ୍ଗଳବାର ଦିନ ଭାରତ-ପ୍ରାଶାନ୍ତ ଅଞ୍ଚଳରେ ଅନ୍ୟତମ ବିଶିଷ୍ଟ ଅଂଶୀଦାର ଆଖ୍ୟା ଦେବା ସହ ଅଗ୍ରଣୀ ବୈଶ୍ୱିକ ଶକ୍ତିଭାବେ ଭାରତର ଅଭ୍ୟୁଦୟକୁ ସ୍ୱାଗତ କରିଛି।
- ରାଜ୍ୟସଭାରୁ ଅବସର ନେଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ୍(୭୧)ଙ୍କୁ ଆଜି ବିଭିନ୍ନ ଦଳର ନେତାମାନେ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ଅବସରରେ ସେ ନିଜକୁ ଜଣେ ଭାରତୀୟ ମୁସ୍ଲିମ୍ ଭାବେ ବହୁତ ଗର୍ବ କରନ୍ତି ବୋଲି ଆଜାଦ୍ କହିଛନ୍ତି।
- ଉତ୍ତରାଖଣ୍ଡରେ ହିମଶୈଳ ଫାଟି ସଂଘଟିତ ବନ୍ୟା ବିଭୀଷିକାର ଆଜି ତୃତୀୟ ଦିନରେ ଆଉ ୭ଟି ମୃତଦେହ ମିଳିଛି। ଏହାକୁ ମିଶାଇ ମୋଟ ୩୩ଟି ଶବ ଉଦ୍ଧାର ହୋଇଥିବା ବେଳେ ଅଦ୍ୟାବଧି ୧୭୫ ଜଣରୁ ଅଧିକ ନିଖୋଜ ରହିଛନ୍ତି।
- କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ, ୬୪ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି
- ବିଶ୍ବରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଭାରତରେ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
- ବୁଧବାର ଦିନ କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ କରି ଉତ୍ତର ପ୍ରଦେଶରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି।
- ଦେଶରେ କୋବିଡ ଆରୋଗ୍ୟ ହାର ୯୭.୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ ଲୋକ କୋବିଡରୁ ଆରୋଗ୍ୟ ଲାଭ କରିଛନ୍ତି।
- ମାଇକ୍ରୋବ୍ଲଗିଂ ସାଇଟ୍ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
- ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚାନ୍ଦା ଆଦାୟ କରାଯାଉଛି। ଏହି ଅଭିଯାନ ଅଧୀନରେ ରାଜସ୍ଥାନର କୋଟାରେ ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି।
- ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ।
- କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନୂଆ ଶ୍ରମ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଚିଠା ନିୟମର ବ୍ୟବସ୍ଥା ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୪ଦିନ କାମ କରିବ ଓ ୩ଦିନ ଛୁଟି ପାଇବ।
- ରାଜ୍ୟର ମୋଟ ୧୨ଟିସରକାରୀ ବଶ୍ୱବି ଦ୍ ୟାଳୟର ୫୦୪ଟିସହକାରୀ ପ୍ରଫେସର ପଦବୀ ଫାଙ୍କା ପଡ଼ଛ
- ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି ।
- ଝାଡଖଣ୍ଡ ସରକାରଙ୍କୁ ରାଜ୍ୟରେ ଥିବା ମଠ ମନ୍ଦିରର ଆୟରୁ ଭାଗ ଦରକାର। ଏଥିଲାଗି ଏବେ ମନ୍ଦିରମାନଙ୍କୁ ନୋଟିସ୍ ଜାରି ହେଉଛି। ଏଣୁ ସରକାର ଏବେ ମନ୍ଦିର ଆୟରୁ ନିଜର ଭାଗ ନେବେ ବୋଲି ନୋଟିସ୍ରେ ସୂଚିତ କରିଛନ୍ତି।
- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ ଅଧିବେଶନରେ ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ସଂଗଠନ ୧୫ ଏବଂ ୧୬ ତାରିଖରେ ହରତାଳ କରିବା ନେଇ ଘୋଷଣା କରିଛନ୍ତି ।
- ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଆଜି (ବୁଧବାର) କହିଛନ୍ତି।
- ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ନିଜ କବଜାରେ ନେଇସାରିଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି।
|
684 |
Y |
|
3212 |
11-02-2021 |
English |
- Farmers participating in the ongoing protests against newly enacted three agri laws were not summoned by the National Investigation Agency (NIA), the government told Rajya Sabha on Wednesday.
- JD(S) patriarch HD Deve Gowda on Wednesday said his party will not contest byelections for Belgaum Lok Sabha segment, and Basavakalyan, Sindgi and Maski Assembly seats.
- Eighteen Indian sailors stuck in China will return to India on February 14, union minister Mansukh Mandaviya said today.
- The government and Parliament have great respect for farmers, Prime Minister Narendra Modi said Wednesday, adding that there have been continuous talks with them over their issues.
- The number of healthcare and frontline workers vaccinated against COVID-19 has reached 65.28 lakh on day 25 of the nationwide inoculation drive, the Union Health Ministry said on Tuesday.
- Farmers announce four-hour nationwide 'rail roko' on Feb 18
- India is now conducting its largest-ever naval combat exercise, with warships, submarines, fighter jets, maritime patrol aircraft and helicopters, to test the Navy’s operational preparedness in the wider Indian Ocean Region (IOR).
- After the World Health Organization said there is no evidence of coronavirus circulation in any animal species in China, the United States has refused to accept the latest findings by the global health body and said it will independently verify the results using its own intelligence.
- "Industrialisation is on top of the priority list of the Nitish Kumar-led government with the support of the Centre. I will try my best to revive the industrial revolution once again," he said.
- Minister of State for Ports Mansukh L. Mandaviya had said that the Bill was moved so that India's major ports can compete with major world-class ports.
- The Dhanbad Railway Division (DRD) will install solar panels on the 50 km route of the upcoming 160 km section of New Delhi-Howrah route that falls under the division.
- Poland has invited India’s Prime Minister while he will be visiting Portugal for the European Union-India summit (May 2021), and Cornwall, United Kingdom to attend the G7 grouping where India is a special invitee (June 2021).
- China warned off a USA warship sailing near contested Paracel islands in the South China Sea (SCS).
- The United States announced that it would rejoin the United Nations (UN) Human Rights Council that it left in 2018.The USA will return to the Council as an observer with the aim of seeking election as a full member.
- The Central Government has approved three six-lane road projects for Odisha, informed Union Road Transport & Highways Minister Nitin Gadkari .
- The Jharkhand Government will provide all kind of help to the people of the State trapped in the glacier disaster in Uttarakhand, Chief Minister Hemant Soren has said.
- The Ministry of Agriculture has said that the Indian Council of Agricultural Research (ICAR) has developed a total 838 high yielding and trait specific field crop varieties, of which 578 are climate resilient, 41 short duration and 47 bio-fortified varieties in the last three year.
- Chinese authorities are blocking access to Clubhouse, a social media app that allowed users in China to discuss sensitive topics with people abroad including Taiwan and treatment of the country’s Muslim minority.
- Israeli Prime Minister Benjamin Netanyahu pleaded not guilty on Monday as his trial on corruption charges resumed in a Jerusalem courtroom just weeks before national elections in which he hopes to extend his 12-year rule.
- Uttar Pradesh Chief Minister Yogi Adityanath on Tuesday sent a team of three ministers to Uttarakhand for better coordination with the state in carrying out relief works after the glacier disaster.
|
874 |
Y |
|
3213 |
10-02-2021 |
Odia |
- ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ଭଗବାନ ରାମ ଆମ ସମସ୍ତଙ୍କର। ଯଦି ଆମେ ଆଲ୍ହା ଏବଂ ଭଗବାନଙ୍କ ମଧ୍ୟରେ ପ୍ରଭେଦ ଦେଖିବା ତେବେ ଦେଶ ଭାଙ୍ଗିଯିବ।
- ମିଆଁମାରରେ ସେନା ସରକାର ଅନ୍ତର୍ଜାତୀୟ ଚାପରେ ମଧ୍ୟ ନଉଁ ନାହାନ୍ତି। ଜାତିସଂଘରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଗିରଫ ନେତାଙ୍କୁ ମୁକ୍ତ କରିବା ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ କ୍ଷମତା ଅର୍ପଣ ଲାଗି ମିଆଁମାର ସେନାକୁ ଅପିଲ କରିସାରିଲେଣି।
- ସୋମବାର ଏଲନ ମସ୍କଙ୍କ ଇଲେକ୍ଟ୍ରୋନିକ କାର କମ୍ପାନୀ ଟେସଲା ଦ୍ଵାରା ବିଟ୍କଏନରେ ୧.୫ ଅରବ ଡଲାର ନିବେଶ କରିବା ଘୋଷଣା ପରେ ମଙ୍ଗଳବାର ବିଟ୍କଏନର ଦାମ ଆକାଶଛଇଁଛି। ଗୋଟିଏ ବିଟ୍ କଏନର ମୂଲ୍ୟ ୪୭,୦୦୦ ଡଲାର ଅତିକ୍ରମ କରିଛି।
- ମଙ୍ଗଳ ଗ୍ରହରେ କେବେ ଜୀବନର ସତ୍ତା ଥିଲା କି ନାହିଁ ଏହାର ସନ୍ଧାନ କରିବା ପାଇଁ ଖୁବ୍ ଶିଘ୍ର ତିନୋଟି ଅନ୍ତରୀକ୍ଷ ଯାନ ମଙ୍ଗଳରେ ପହଞ୍ଚିବ । ଏହି ଅଭିଯାନରେ ପ୍ରଥମେ ୟୁନାଇଟେଡ୍ ଆରବ୍ ଏମିରେଟସ୍ ( ୟୁଏଇ ) ର ଯାନ ୯ ଫେବୃଆରୀରେ ମଙ୍ଗଳ ଗ୍ରହରେ ପହଞ୍ଚିବ ।
- ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା ।
- ବିବିସି ଇଣ୍ଡିଆନ ସ୍ପୋର୍ଟ୍ସଓ୍ବିମେନ୍ ଅଫ୍ ଦି ଇୟର ଆଓ୍ବାର୍ଡ ପାଇଁ ୫ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ଭିନେଶ ଫୋଗାଟ୍ ଓ ଚେସ୍ ଖେଳାଳି କେନେରୁ ହମ୍ପି ।
- ଦିଲ୍ଲୀ ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି।
- ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ‘ପ୍ରବାସୀ ଭାଷା ସମ୍ମାନ’ ୨୦୨୧ ପାଇଁ ଘୋଷଣା କରାଯାଇଛି ।
- ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍। ଟିମ୍ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ ବ୍ୟାପିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।
- ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
- ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍) ଦେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
- ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି।
- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଗଠନ ହେବାର ସାଢେ ତିନି ମାସ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଫାଗୁ ଚୌହାନ ଦ୍ୱାରା ମୋଟ ୧୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି |
- ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା କାରଣରୁ କାହାର ମୃତ୍ୟୁ ହୋଇନାହିଁ। ଦୀର୍ଘ ୧୦ମାସ ପରେ ଏହି ଦିନ ଦିଲ୍ଲୀବାସୀଙ୍କୁ ଦେଖିବାକୁ ମିଳିଛି। ଗୋଟେ ସମୟରେ ଦିଲ୍ଲୀରେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଅଧିକ ରହୁଥିବା ବେଳେ ଆଜିର ଦିନଟି ଦିଲ୍ଲୀବାସୀଙ୍କ ପାଇଁ ଖୁସି ଆଣିଦେଇଛି।
- ଚୀନର ମୁକାବିଲା କରିବାକୁ ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ କିଣୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦକୁ ସୂଚୀତ କରାଯାଇଛି ।
- ଖଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ସମର୍ଥିତ ପାଖାପାଖି ୧୨୦୦ ଟ୍ବିଟର ଆକାଉଣ୍ଟ୍କୁ ନିଷିଦ୍ଧ କିମ୍ବା ବନ୍ଦ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟର କମ୍ପାନିକୁ ଅବଗତ କରାଯାଇଛି।
- ମାର୍ଚ୍ଚ ୧୫ ଓ ୧୬ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ କରି ଧର୍ମଘଟ କରିବାକୁ ବ୍ୟାଙ୍କ ୟୁନିୟନମାନେ ଘୋଷଣା କରିଛନ୍ତି ।
- ଏବେ ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି। ସେଗୁଡ଼ିକ ସଂଖ୍ୟା ଦୁଇ ଡଜନ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ବିଚାର କରାଯାଉଛି। ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକର ଘରୋଇକରଣ କରାଯିବ। କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରାଯିବ।
- ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ କ୍ଷେତ୍ରରେ ଦେଶର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ବେଦାନ୍ତ ଝାରସୁଗୁଡ଼ା ଓଡ଼ିଶା ରାଜ୍ୟ ରପ୍ତାନି ପୁରସ୍କାର ଲାଭ କରିଛି । ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ପାଇଁ ଏହା ସର୍ବୋତ୍ତମ ରପ୍ତାନିକାରୀ ପୁରସ୍କାର ହାସଲ କରିଛି ।
- ନିକଟରେ ଆଲିୟା ସୋସିଆଲ ମିଡିଆରେ କହିଛନ୍ତି, ରଣବୀର ମଙ୍ଗଳବାର ଠାରୁ ତାଙ୍କର ଘର ଥାକଗୁଡ଼ିକରେ ସଜାଡ଼ି ରଖିଥିବା ଜିନିଷ ବିକ୍ରୀକରୁଛନ୍ତି ଏବଂ ସେଥିରୁ ଯାହା କିଛି ମିଳିବ ସେଥିରେ ସେ କ୍ୟାନ୍ସରରେ ପୀଡିତ ପିଲାମାନଙ୍କୁ ସାହାଯ୍ୟ କରିବେ । ଆଲିଆଙ୍କର ଏହି ପୋଷ୍ଟ ପରେ ରଣବୀରଙ୍କର ବଡ଼ପଣକୁ ନେଇ ଖୁବ୍ ପ୍ରଶଂସା କରାଯାଉଛି ।
|
642 |
Y |
|
3214 |
10-02-2021 |
English |
- During day 24 of the vaccination drive, 4,46,646 people (HCWs - 1,60,710 and FLWs- 2,85,936) were vaccinated across 10,269 sessions.
- The Supreme Court on Tuesday granted protection from coercive action to Aam Aadmi Party leader and Rajya Sabha MP Sanjay Singh in alleged hate speech cases lodged against him in Uttar Pradesh.
- Sarbananda Sonowal said by providing land ownership, the government established their rights over the land of an area measuring 2,778 bighas.
- Congress MPs from Punjab will move a private member's bill in Lok Sabha to repeal the three contentious new farm laws.
- Congress MP Ghulam Nabi Azad during his retirement speech in Rajya Sabha on Tuesday summed up his more than four-decade-old political career in few Urdu couplets and a brief speech.
- India will make up the biggest share of energy demand growth at 25% over the next two decades, as it overtakes the European Union as the world's third-biggest energy consumer by 2030, the International Energy Agency (IEA) said.
- The Supreme Court today granted protection from coercive action to Aam Aadmi Party leader and Rajya Sabha MP Sanjay Singh in alleged hate speech cases lodged against him in Uttar Pradesh.
- The Supreme Court today barred any agency from arresting Congress MP Shashi Tharoor and six journalists in cases relating to their tweets in connection with the Republic Day tractor rally violence in New Delhi. The cases will be taken up for hearing after two weeks, the court said.
- As many 9,110 COVID-19 cases and 14,016 discharges were reported in India in the last 24 hours, the Union Ministry of Health and Family Welfare informed on Tuesday.
- The CBI has absolved its former Special Director Rakesh Asthana of allegations of taking bribes from fraud-accused pharma company Sterling Biotech, sources have said.
- Actor-activist Deep Sidhu, accused in the violence at the Red Fort complex in Delhi on Republic Day during a farmers' tractor rally has been arrested, the police said today.
- Arunachal Pradesh Governor Brig (Retd) Dr BD Mishra on Monday urged the centre for more infrastructure for promoting sports and games activities in the state.
- The Telangana government on Monday issued orders providing 10 per cent reservation to the economically weaker section (EWS) in educational institutions and state government jobs, in line with the Central government guidelines.
- Bollywood actor and Raj Kapoor's son Rajiv Kapoor passed away on Tuesday. He was 58.
- 'Deep Sidhu, an accused in 26th January violence case arrested,' Delhi Police Special Cell said, The police had announced a ₹1 lakh reward for leads on Deep Sidhu and three other accused
- India’s combined import bill for fossil fuels is projected to triple over the next two decades, with oil by far the largest component. Domestic oil and gas output remains short of demand and net dependence on imported oil will rise above 90% by 2040, up from 75% today
- The deployment of the police force was increased in the Delhi borders following the violence during the farmers' tractor rally on January 26.
- Fifteen states and Union Territories have not reported any death due to COVID-19 in last 24 hours, the government said today, highlighting the weakening hold of the virus over the country.
- The government has decided not to pursue any action against Trinamool Congress MP Mahua Moitra over her remarks in parliament on a former Chief Justice of India.
- Apple Inc on Tuesday said supplier Wistron Corp will restart operations at its factory in Karnataka after violence at the site led to its shutdown late last year, though the Taiwanese company would remain on probation.
|
696 |
Y |
|
3215 |
09-02-2021 |
Odia |
- ଉତ୍ତରାଖଣ୍ଡର ଚମୋଲିରେ ଗତକାଲି ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ୨୬ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ।
- ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ସର୍ବଭାରତୀୟ ବ୍ୟବସାୟ ସଂଘଠନ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହ।କୁ ସମର୍ଥନ କରି ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି ।
- ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳା ଜେଲରୁ ମୁକ୍ତ ହୋଇ ଖୁବ୍ ଶୀଘ୍ର ‘ପୂର୍ଣ୍ଣକାଳୀନ’ ରାଜନୀତିକୁ ଫେରିବେ ବୋଲି ଘୋଷଣା କରିଛନ୍ତି।
- ଭାରତ-ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ୯ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।
- ଚାଷୀ ଆନ୍ଦୋଳନକୁ ନେଇ ବଲିଉଡର ଅନେକ କଳାକାର ସମେତ ଖେଳ ଜଗତର ସେଲିବ୍ରିଟି କରିଥିବା ଟୁଇଟକୁ ନେଇ ମହାରାଷ୍ଟ୍ରରେ ରାଜ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବ।
- .ଫ୍ରାନ୍ସରୁ କିଣାଯାଇଥିବା ସମସ୍ତ ରାଫେଲ ଯୁଦ୍ଧ ବିମାନ ଏପ୍ରିଲ ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ।
- ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଓ ଗୋଟିଏ ପ୍ରଶ୍ନପତ୍ରରେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ ।
- ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥିରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ଟି କୋଠା କୁନ୍ତଳା କୁମାରୀ ଗ୍ରନ୍ଥାଗାର ସହିତ ଏକାଡେମିକ୍ ବ୍ଲକ୍ -୨, ଏକାଡେମିକ ବ୍ଲକ୍ -୩ ଏବଂ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି।
- ଓଟିଡିସି( ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ)ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ବଲାଙ୍ଗୀରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଏହି ନୂତନ କୃଷି ଆଇନ୍ ପ୍ରତ୍ୟାହାର ହେବ ନାହିଁ।
- ୨୦୨୧ରେ ପୁଣି ଥରେ ଉଲ୍କା ପିଣ୍ଡ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କିଛି ଦିନ ପରେ ବିଶାଳକାୟ ଉଲ୍କା ପିଣ୍ଡ ପୃଥିବୀ ପାଖ ଦେଇ ଗତି କରିବାର ଅଛି।
- ହଲିଉଡ଼ର ଫେମସ୍ ଫିଲ୍ମ ଏଡିଟର ତଥା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ରବର୍ଟଙ୍କୁ ‘ଗେସ୍ ହୁଜ୍ କମିଙ୍ଗ ଟୁ ଡିନର’ ଏବଂ ‘ଲଭ୍ ଷ୍ଟୋରି ପାଇଁ’ ଜଣାଯାଏ ।
- ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସୁନିଶ୍ଚିତ କରିବା ମୋର ସ୍ଵପ୍ନ ଯେ ପ୍ରତି ରାଜ୍ୟରେ ଅତି କମ୍ରେ ଗୋଟିଏ ମେଡିକାଲ କଲେଜ୍ ଏବଂ ଏକ ବୈଷୟିକ କଲେଜ୍ରେ ମାତୃଭାଷାରେ ପାଠପଢା ଆରମ୍ଭ କରାଯିବ।
- ଗୁଆହାଟୀର ସର୍ସୁଜାଇ ଷ୍ଟାଡିୟମ୍ରେ ଚାଲିଥିବା ୩୬ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶା ୪ ପଦକ ଜିତିଛି। ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୬ରେ ପହଞ୍ଚିଛି।
- ଏଣିକି ଭାରତରେ ଡ୍ରୋନ ମାଧ୍ୟମରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ | ଚଳିତବର୍ଷ ଭାରତରେ ବିସିସିଆଇ ଦ୍ୱାରା ହେବାକୁ ଥିବା ସମସ୍ତ କ୍ରିକେଟ ମ୍ୟାଚର କ୍ୟାମେରା ସୁଟିଂ ପାଇଁ ଡ୍ରୋନ ବ୍ୟବହାର କରାଯାଇପାରିବ |
- ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ବିଶାଳ ୫୭୮ ରନ କରିଥିବା ଇଂଲାଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି ।
- ୨୦୧୫ରେ ଜାମ୍ମୁ-କାଶ୍ମୀରରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୧୫ରେ ସମାପ୍ତ ହେଉଛି।
- ରାଜ୍ୟବାସୀ ଯଦି ଚାହିଁବେ ତାଙ୍କୁ ଆଉ ୧୦ବର୍ଷ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରିପାରିବେ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି।
- ଓ୍ଵିଜଡନର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନ ବହୁତ ଧିମା ଓଭର ବୋଲିଂ କରିଛି। ଏହି କାରଣରୁ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ରେ ଭାରତର ପଏଣ୍ଟ କାଟି ପାରେ, ଯେମିତି ଅଷ୍ଟ୍ରେଲିଆ ସହିତ ହୋଇଥିଲା।
- ଝାରପଡା ଅଞ୍ଚଳର ମନୋରମା ସାହୁ ନାମକ ମହିଳା ମଙ୍ଗଳବାର ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ବେଳେ ଝାରପଡା ଜେଲ୍ ସମ୍ମୁଖରୁ ତାଙ୍କଠାରୁ ଲୁଟ୍ ହୋଇଛି । ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ।
|
677 |
Y |
|
3216 |
09-02-2021 |
English |
- A high-level committee on COVID-19 is likely to recommend allowing corporates to use CSR (corporate social responsibility) funds for vaccinating employees and local communities to control COVID-19, Niti Aayog Member (Health) VK Paul said on Monday.
- The Indian Navy has the maximum percentage of women in its workforce among the three services at 6.5 per cent, according to details provided by the government in Rajya Sabha on Monday.
- The anti-cow slaughter Bill was passed in the Karnataka Legislative Council by a voice-vote on Monday amid protest by the Congress party and JD(S).
- The Telangana government on Monday issued orders providing 10 per cent reservation to the economically weaker section (EWS) in educational institutions and state government jobs, in line with the Central government guidelines.
- Phulbani in Odisha's Kandhamal district was the coldest place in the state at 7.5 degree Celsius on Monday even as the India Meteorological Department (IMD) forecast said nine districts would experience cold wave in the next 24 hours.
- The much-awaited expansion of the Bihar cabinet - 80 days after Nitish Kumar was sworn-in as Chief Minister for a fifth time - will take place at noon Tuesday, with the BJP expected to get nine berths to the eight set aside for Mr Kumar's JDU
- Uttar Pradesh Chief Minister Yogi Adityanath on Monday said the construction of the six-lane Purvanchal Expressway will be completed by March and it will be inaugurated by Prime Minister Narendra Modi in April.
- In view of the Uttarakhand glacier burst, Chief Minister Trivendra Singh Rawat directed the State Disaster Response Fund (SDRF) to release ₹ 20 crore funds to carry out rescue and relief operations in the state.
- Veteran actor Ratna Pathak Shah on Monday clarified that her husband, actor Naseeruddin Shah does not have a Twitter account, after an unverified profile in his name posted a series of tweets about the ongoing farmers agitation on the microblogging site.
- Indian aviation regulator Directorate General of Civil Aviation (DGCA) and the Civil Aviation Ministry have given conditional permissions to the Board of Control for Cricket in India (BCCI) for aerial filming of cricket matches this year.
- The Supreme Court asked the centre for a one-time waiver of age as a qualifying criteria for candidates for whom the 2020 civil services exam was the final attempt
- The induction ceremony of the first five Rafale jets at the Ambala Air Force base on September 10 last cost the exchequer a little over of ₹ 41 lakh including ₹ 9.18 lakh GST, Defence Minister Rajnath Singh said in Rajya Sabha on Monday.
- Farmer leader Rakesh Tikait said business over hunger will not be allowed in the country and once again demanded a law on minimum support price (MSP) for crops along with the repeal of new contentious agri-marketing laws.
- India's tally of COVID-19 cases rose to 1,08,38,194, with 11,831 new infections being reported in a day, while the daily death count fell below 100 for the fourth time this month, according to Union Health Ministry data updated on Monday.
- The Congress has formed its board in 48 urban local bodies in Rajasthan while the BJP got 37 among the 90 that went to the polls for which results were declared on Sunday.
- Israeli PM Benjamin Netanyahu's corruption trial resumes weeks before election
- Pakistan's Sindh government issues notification to shift Daniel Pearl murder accused to rest house
- The Ministry of Railways has ordered a fresh survey to realign the proposed rail line from Puri to Konark.
- Barring stray incidents of skirmishes between supporters of contesting candidates, the first phase of panchayat elections in 12 of the 13 districts of Andhra Pradesh are going on peacefully.
- The common information format for sharing information between states could not be finalised during the hearing of the Mahanadi River Water Disputes Tribunal on Friday
|
709 |
Y |
|
3217 |
08-02-2021 |
Odia |
- ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।
- ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା
- ଆମ୍ବୁଲାନ୍ସରେ ଜିପିଏସ ସିଷ୍ଟମ ଖଞ୍ଜାଯିବ। ଏହି ପରି ସଡକ ଦୁର୍ଘଟଣା ରୋକିବା ଦିଗରେ ମନ୍ତ୍ରଣାଳୟ ଅନେକ ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି। ସମଗ୍ର ଦେଶରେ ଆଇଆଇଟି, ଏନଆଇଟି ପରି ଇଞ୍ଜିନିୟରିଂ ସଂସ୍ଥା ସହିତ ମିଶି ସଡକ ଦୁର୍ଘଟଣା ରୋକିବା ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
- ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କର ପରଲୋକ ଘଟିଛି। କଟକ ଡଗରପଡାସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି।
- କର୍ଣ୍ଣାଟକ ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ୨୩ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରି ସେ କହିଛନ୍ତି ଯେ ଯଦିଓ କରୋନା ଏକ ପ୍ରକାର ସ୍ୱାସ୍ଥ୍ୟ ସଙ୍କଟ ଭଳି ମନେହୁଏ ଯାହା କ୍ୱଚିତ୍ ଘଟେ, କିନ୍ତୁ ବୈଜ୍ଞାନିକମାନେ ଆମକୁ ଆଗାମୀ ଦିନରେ ଏଭଳି ଆହ୍ୱାନ ପାଇଁ ପ୍ରସ୍ତୁତ ହେବାକୁ ଚେତାବନୀ ଦେଇଛନ୍ତି।
- ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧ ଲକ୍ଷ ୪୮ ହଜାର ୭୬୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୧, ୦୫, ୨୨,୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
- ସେଖରୀପୁରମ ନାରାୟଣନ ସୁବ୍ରମଣ୍ୟନ୍ ଆସନ୍ତା ୩ ବର୍ଷ ପାଇଁ ଜାତୀୟ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି।
- ଅଯୋଗ୍ୟ ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ଉଠାଉଛନ୍ତି। ଯୋଜନା ଆଧାରରେ ୩୨.୯୧ ଲକ୍ଷ ଅଯୋଗ୍ୟ ଲାଭାର୍ଥୀଙ୍କ ଖାତାରେ ୨,୩୨୬ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ଆୟକର ପୈଠ କରୁଥିବା କିଛି କୃଷକ ମଧ୍ୟ ଯୋଜନାର ଲାଭ ଉଠାଉଛନ୍ତି। ରାଜ୍ୟ ସରକାର ଏମିତି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି।
- ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ପଦରୁ ମହିମା କୌଲ ଇସ୍ତଫା ଦେଇଛନ୍ତି। କମ୍ପାନୀର ଜନୈକ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି।
- ପ୍ରକାଶ ଜାଭଦେକର କହିଛନ୍ତି ଯେ, ଇଣ୍ଟରନେଟ୍ ଓ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ବା ଆଇଏଏମଏଆଇ ଓଟିଟି ଡିଜିଟାଲ କଣ୍ଟେଣ୍ଟ୍ ପାଇଁ ନିୟମାବଳୀ ଆଣିବେ । କେଉଁ କଣ୍ଟେଣ୍ଟ୍ ପ୍ରଦର୍ଶିତ ହେବ ଓ କଣ ପ୍ରଦର୍ଶିତ ହୋଇପାରିବ ନାହିଁ ତାହା ଉପରେ ଗାଇଡଲାଇନ୍ ରହିବ ।
- ୨୦୧୮ ମାର୍ଚ୍ଚ ମାସ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଦୁଇ ଥର ନୁହେଁ, ଗତ ତିନିବର୍ଷ ମଧ୍ୟରେ ମହାନଦୀ ସଂକ୍ରାନ୍ତରେ ୧୯ ଥର ଶୁଣାଣି ହୋଇଛି। ହେଲେ ଏ ପର୍ଯ୍ୟନ୍ତ ମହାନଦୀ ମାମଲାରେ କୌଣସି ଗୋଟିଏ ନିଷ୍କର୍ଷ ବାହାରିପାରିଲା ନାହିଁ
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୦୫୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୭୮ ମୃତ୍ୟୁ
- ଭାରତ-ଚୀନ୍ ସଂପର୍କ ଏବେ ଭୀଷଣ ତିକ୍ତତା ଭିତର ଦେଇ ଗତି କରୁଛି। ଗତବର୍ଷ ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରଠାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।
- ମିଆଁମାର୍ରେ ସାମରିକ ବିଦ୍ରୋହ ଦ୍ବାରା ସେନାର କ୍ଷମତା ଦଖଲକୁ ନେଇ ଜୋର୍ଦାର ବିରୋଧ ଜାରି ରହିଛି। ଆଜି ୩୦୦ରୁ ଅଧିକ ଲୋକ ପ୍ରତିନିଧି ଏକ ଘୋଷଣାନାମାରେ ସ୍ବାକ୍ଷର କରି ଦେଶରେ ସାମରିକ ଶାସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
- ଖୁବ୍ଶୀଘ୍ର ଚୀନ୍ କେତେକ ଅତ୍ୟାଧୁନିକ ଯୁଦ୍ଧ ପୋତ ଏବଂ ବୁଡ଼ା ଜାହାଜ ପାକିସ୍ତାନକୁ ବିକ୍ରି କରିବାକୁ ଯାଉଛି।
- ଦେଶର ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ନାବାର୍ଡ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ନାବାର୍ଡ ୩୦୨୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି।
- ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଁ ବ୍ୟାରେଲ ପିଛା ୬୦ ଡଲାର ନିକଟତର ହୋଇଛି।
- ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍ର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ଟି ୱକେଟ ହରାଇ ୨୫୭ ରନ୍ ସଂଗ୍ରହ କରିଛି। ବିରାଟ ବାହିନୀ ଇଂଲଣ୍ଡର ପ୍ରଥମ ପାଳି ଆଧାରରେ ୩୨୧ ରନ୍ ପଛରେ ରହିଛି।
- ଯଦି ଗତ ୨୦୨୦ ବର୍ଷର ଦର ସହ ଚଳିତ ବର୍ଷର ପ୍ରାରମ୍ବିକ ମାସ ଦରକୁ ତୁଳନା କରାଯାଏ ତେବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୦ ଟଙ୍କା ବଢିଥିବା ବେଳେ ସମାନ୍ତରାଳରେ ଡିଜେଲ ଦରରେ ୧୫ ଟଙ୍କା ବୃଦ୍ଧି ହୋଇଛି।
- ବଜେଟ୍ ୨୦୨୧-୨୨ ରେ ସ୍କ୍ରାପ୍ ପଲିସିର ନୀତି ଘୋଷଣା କରାଯାଇଛି | ନୂତନ ସ୍କ୍ରାପ୍ ପଲିସି ଅନୁଯାୟୀ, ୨୦ ବର୍ଷରେ ବ୍ୟକ୍ତିଗତ କିମ୍ବା ବେସରକାରୀ ଯାନ ଏବଂ ୧୫ ବର୍ଷରେ ବ୍ୟବସାୟିକ ଯାନ ପାଇଁ ଏକ ‘ଫିଟନେସ୍ ଟେଷ୍ଟ’ ହେବ।ଯେଉଁ ଗ୍ରାହକମାନେ ସେମାନଙ୍କ ଗାଡିକୁ ସ୍କ୍ରାପ୍ କରିବାକୁ ଚାହିଁବେ, ସେମାନଙ୍କୁ କାର ନିର୍ମାତାଠାରୁ କିଛି ଲାଭ ମିଳିବ
|
666 |
Y |
|
3218 |
08-02-2021 |
English |
- An early survey of the damage caused by the glacier break and flood to Uttarakhand's Tapovan Vishnugad hydropower plant shows the dam has been "completely washed off", Indian Air Force sources said on Sunday
- Nearly 150 people are missing or “feared dead” as a sudden flood inundated a power project at Reni village in Joshimath area of Uttarakhand’s Chamoli district on Sunday following a glacier burst, the ITBP, which is engaged in rescue and relief operations there, said.
- The Banaras Hindu University (BHU) administration is all set to reopen the university and start regular classes from February 22, after a long gap due to the outbreak of Covid-19 pandemic.The varsity hostels will reopen from February 17.
- In a shocking incident, an Indian Navy sailor from Jharkhand, who was kidnapped in Chennai, was brought to Palghar where he was allegedly set afire for refusing to pay the ransom amount, the police said on Saturday.
- The Uttar Pradesh government has introduced a system of issuing a unique 16-digit Unicode to mark all kinds of landholdings in the state, an official said on Sunday.
- Union Civil Aviation Minister Hardeep Singh Puri on Sunday said his ministry has set a target of operationalising 100 unserved and underserved airports and starting at least 1,000 air routes under the UDAN scheme.
- A "shortfall" of ₹ 1 lakh crore is likely in the upcoming Budget for Maharashtra, deputy chief minister Ajit Pawar said on Sunday.
- Prime Minister Narendra Modi on Sunday announced ₹ 2 lakh each for the family of those who have been killed in the tragic avalanche caused by a glacier breach in Chamoli, Uttrakhand.
- Twitter's Public Policy Director for India and South Asia, Mahima Kaul, resigned from her post in January to focus on her personal life, a senior official of the company has informed. She will continue in her role till March end, the official added.
- More than 57 lakh healthcare and frontline workers have been vaccinated against COVID-19 in the country till now, making India only the third country in the world with highest doses of vaccination, the Health ministry said today. Only the United States and the United Kingdom remain ahead of India, it said.
- Rajasthan civic polls: Congress gets chairperson posts to 48 urban local bodies, BJP secures 37
- The Meghalaya government has decided to reduce the tax on petrol and diesel in the state by Rs 2 per litre from Monday midnight.
- The Ashok Gehlot-led Rajasthan government has come up with this initiative to rehabilitate beggars across the state by equipping them with necessary life-skills.
- A shortfall of Rs 1 lakh crore is likely in the forthcoming Budget 2021-22 for Maharashtra, Deputy CM Ajit Pawar said.
- Tikait lauded the role of "khap panchayats" (caste councils) and their leaders in supporting the farmers' stir.
- According to a release by ITBP, it has trained 500 schoolchildren of Naxal-affected Kondagaon district in various sports including Hockey, Judo, and Archery since 2016.
- If everything goes well, materials on internet will soon be made available into India’s regional languages including Hindi and others in order to increase the digital power of country across the world.
- In his order issued on Saturday, special judge A T Wankhede cleared Rajan of all the charges due to lack of sufficient material to proceed against him in the case
- As per the Standard Operating Procedures (SoP) set by the School and Mass Education Department, classes will be held for two and a half hours beginning from 8 am every day, which will consist of three periods. As per the decision of the Mass Education department, the class room teaching for these two classes will continue till April 30.
- Mimansha Priyadarshini Rath, a girl from Sambalpur district has brought laurels for the state by winning the Opera Miss India 1st runners up title which was held virtually on Sunday.
|
800 |
Y |
|
3219 |
07-02-2021 |
Odia |
- ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି।
- ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ୍ କରାଯାଇଥିଲା। ଏଥିରେ ୪୦ଟି କୃଷକ ସଂଗଠନ ଅଂଶଗ୍ରହଣ କରିଥିବାବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା।
- ୨୦୨୦ରେ ସମଗ୍ର ଭାରତରେ ୯୬୫ଟି ଭୂମିକମ୍ପ ସଂଘଠିତ ହୋଇଥିବା ରେକର୍ଡ କରାଯାଇଛି ଏବଂ ରିକ୍ଟର୍ ସ୍କେଲ୍ରେ ଏହି ଭୂକମ୍ପନର ତୀବ୍ରତା ୩ କିଂବା ତତୋଽଧିକ। ସେଥିରୁ ପ୍ରାୟ ୧୩ଟି ଭୂମିକମ୍ପ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଏବଂ ତାହାର ଆଖପାଖ ଅଞ୍ଚଳରେ ସଂଘଠିତ ହୋଇଛି।
- କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ହୃଦ୍ଘାତର ଶିକାର ହେଲେ ତାଙ୍କର ମୃତ୍ୟୁ ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ ବୋଲି ଜଣାଯାଇଛି। ସେହିପରି ବିଶେଷ କରି ମହିଳା ରୋଗୀଙ୍କ କ୍ଷେତ୍ରରେ ସର୍ବାଧିକ ମୃତ୍ୟୁ ଆଶଙ୍କା ରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
- ଲୋକସଭାରେ ହଟ୍ଟଗୋଳ, ରାଜ୍ୟସଭାରେ ଉତ୍ତେଜକ ବିତର୍କ ସଂସଦ ସୋମବାର ପର୍ଯ୍ୟନ୍ତ ମୁଲତବୀ ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୭୨ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜଟିଳ ରୂପ ନେଉଛି
- ପୋଲାଭରମ୍ ପ୍ରକଳ୍ପ ଅନ୍ତର୍ଗତ ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ସାବେରୀ ଓ ସିଲେରୁ ନଦୀରେ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବ ରହିଛି। ତେବେ, ଓଡିଶା ସରକାର ଏହାକୁ ବିରୋଧ କରି ଆସୁଥିବାବେଳେ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଜଙ୍ଗଲ ମଞ୍ଜୁରୀ ମିଳିଛି।
- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ୍କୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଏବେ ତା’ର ପୂର୍ବ ଧାରାକୁ ଫେରିଛି ଏବଂ ଚୀନ୍ ପଟୁ ଆସୁଥିବା ଯେ କୌଣସି ଚ୍ୟାଲେଂଜକୁ ଆମେ ମୁହାଁମୁହିଁ ସମ୍ମୁଖୀନ ହେବୁ।
- ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ ଏବଂ ଏଥିରେ ୨୭ କୋଟି ହିତାଧିକାରୀ ସାମିଲ ହେବେ। ସେମାନଙ୍କ ଭିତରେ ୫୦ ବର୍ଷରୁ ଅଧିକ ବୟସର ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ୫୦ ବର୍ଷରୁ କମ୍ ବୟସର ହିତାଧିକାରୀ ରହିଛନ୍ତି
- ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
- ଫେବ୍ରୁଆରି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶିନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ କଟକ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
- ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି।
- ଉତ୍ତର ପ୍ରଦେଶରେ ମାର୍ଚ୍ଚ ୧ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ଷଷ୍ଠରୁ ଅଷ୍ଟ୍ରମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ ।
- କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ଟି ଦେଶ ଅନୁରୋଧ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
- ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ସ୍ପଷ୍ଟ କରିଛନ୍ତି ଯେ, ଦେଓଲ ପରିବାରକୁ ଏହି ଦୁଇ ରାଜ୍ୟରେ ଫିଲ୍ମ ସୁଟିଂ କରିବାକୁ ଦିଆଯିବନାହିଁ । କିଛି ଦିନ ପୂର୍ବରୁ ଅଭିନେତା ବବି ଦେଓଲଙ୍କ ଫିଲ୍ମ ଲଭ ହଷ୍ଟେଲର ସୁଟିଂକୁ ବନ୍ଦ କରିଦେଇଥିଲେ ଚାଷୀ । ଫଳରେ ଫିଲ୍ମର କ୍ରୁ ସଦସ୍ୟକୁ ବାଧ୍ୟ ହୋଇ ଫେରିବାକୁ ପଡିଥିଲା ।
- ଚକାଜାମ ଆନ୍ଦୋଳନ ପରେ ରାକେଶ ଟିକାୟତଙ୍କ ଚରମ ଚେତାବନୀ, ଅକ୍ଟୋବର ୨ତାରିଖ ସୁଦ୍ଧା ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନର ପରବର୍ତ୍ତୀ ଯୋଜନା କରାଯିବ । ଦେଶବ୍ୟାପୀ ଯାତ୍ରା କରାଯିବ ଏବଂ ଆନ୍ଦୋଳନ ଜାରି ରହିବ ବୋଲି ରାକେଶ ଟିକାୟତ କହିଛନ୍ତି ।
- ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବୃଦ୍ଧି ପାଇ ୫୯୦ ବିଲିୟନ ବା ୫୯,୦୦୦ ଡଲାରରେ (୧ ବିଲିୟନ = ୧୦୦ କୋଟି) ପହଞ୍ଚିଛି । ଗତ ବର୍ଷ ତୁଳନାରେ ଏହା ୧୧୯ ବିଲିୟନ ଡଲାର ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଡଲାର ରହିଛି ।
- ‘ସୁଇଚ୍ ଦିଲ୍ଲୀ’ ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଛନ୍ତି, ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରାଯାଇଛି।
- ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇପକ୍ଷ ମଧ୍ୟରେ ଇତିମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ଅଗ୍ରଗତି ହୋଇନଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।
- ସୁନାର ଦାମ୍ ଏବେ ୧୦ ଗ୍ରାମ ପିଛା ୪୭ ହଜାର ତଳେ ରହିଛି । ତେବେ ଆଗାମୀ ୧ ବର୍ଷ ମଧ୍ୟରେ ଦର ୫୨ ହଜାର ଟଙ୍କା ଛୁଇଁପାରେ । ଦୀପାବଳିରେ ସୁନା ଦାମ୍ ୫୦ ହଜାର ଟପିବ ବୋଲି ଅନୁମାନ କରାଯାଉଛି ।
- ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ହେବା ପାଇଁ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ୟୋ ମ୍ୟୁଙ୍ଗ-ହେ ଏବଂ ନଗୋଜି ଓକୋଞ୍ଜୋ-ଆଇୱାଲା ପୂର୍ବରୁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ୟୋ ମିୟୁଙ୍ଗ-ହି ତାଙ୍କର ନିଷ୍ପତ୍ତିରୁ ଓହରି ଯିବାପରେ ନଗୋଜି ଓକୋଞ୍ଜୋ-ଆଇୱାଲା ଡବ୍ଲୁଟିଓର ମୁଖ୍ୟ ହେବା ପାଇଁ ମନୋନୀତ ହୋଇଛନ୍ତି ।ନାଇଜେରିଆର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ନଗୋଜି ଓକୋଞ୍ଜୋ-ଆଇୱାଲା ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ଭାବେ ଏହି ଭାର ସମ୍ଭାଳିବାକୁ ଯାଉଛନ୍ତି ।
|
633 |
Y |
|
3220 |
07-02-2021 |
English |
- Persons in illegal occupation of government or panchayat land cannot claim regularisation as a matter of right, the Supreme Court has said.
- India has so far supplied COVID-19 vaccine to 15 countries and another 25 nations are in the queue at different levels for the jab, External Affairs Minister S Jaishankar said on Saturday.
- The 14th edition of the Jaipur Literature Festival (JLF) will be held virtually from February 19 to 28, its organisers announced on Saturday.
- Farmers protesting the centre's agriculture laws will not return home till their demands are met, and will not be pressured into holding talks with the centre, BKU leader Rakesh Tikait said Saturday, after the farmers' three-hour chakka jam ended
- More than 54 lakh people have been vaccinated against COVID-19 in the country, the Union Health Ministry said on Saturday.
- The star of the last Bengal budget before this year's elections or vote-on-account statement for 2021-22 was easily Netaji Subhas Chandra Bose whose 125th birth anniversary year is being celebrated across the country.
- A total of 174 doctors, 116 nurses and 199 healthcare workers have died due to COVID-19 in the country, the government informed Lok Sabha on Friday, citing data from states received under an insurance scheme.
- Aadhaar card is not mandatory for registration on Co-WIN portal, Union Minister of State for Health Ashwini Choubey informed the Lok Sabha today.
- Bhubaneswar Railway Station will be transformed into a world class multi-modal hub, informed Minister for Railways Piyush Goyal in the Rajya Sabha on Friday.
- Amid COVID pandemic, the primary schools and upper primary schools in Odisha are likely to reopen in last week of February this year.
- The Central Reserve Police Force (CRPF) has selected its first batch of women commandos to be inducted into its elite CoBRA unit to take on the Maoists.
- Assam has 126 Assembly seats and in 40-42 of them in Upper, Central, and Northern Assam besides Barak Valley, the votes of the tea garden workers determine the fate of political parties.
- Chairman Emeritus of the Tata Group, Ratan Tata, who is known for his social causes and philanthropic efforts, has responded to the social media campaign demanding for Bharat Ratna, the country's highest honour, to be given to him.
- Many opposition parties have appealed to the Centre to withdraw the three laws and not make it a prestige issue and have also termed the laws as 'kala kanoon'.
- Slamming the Centre over the treatment of farmers protesting the new farm laws, Chhattisgarh Chief Minister Bhupesh Baghel on Saturday likened the installing of multi-layered barricading and nails at protest sites to the old tactics of "dacoits" blocking routes of villages while caring out robberies, and accused the government of internationalising the farmers' issue.
- A museum celebrating the life of former Army Chief General Kodandera Subayya Thimayya, housing a variety of antique weaponry and war relics, was inaugurated on Saturday by President Ram Nath Kovind.
- The rural poor are benefited, he said the government's aim is to increase the contribution of the MSME sector to 40% from 30%, stating that there are 6.5 crore units
- The Kumbh Mela administration has put cameras with head-count software at the Ganga Ghats, to keep an eye on the crowd.
- The Centre on Saturday urged states and Union territories to exponentially increase the pace of coronavirus vaccination and schedule the inoculation of all healthcare workers at least once before February 20.
- The registration process for the H-1B visa application for the next fiscal year will begin on March 1 and the successful applicants through a computerised draw of lots would be notified by March 31, a federal agency has announced.
|
678 |
Y |
|