# |
Date |
Type |
Current Affairs |
No. Of Views |
Status |
Action |
2741 |
11-10-2021 |
Odia |
- ଆଗାମୀ ଖରିଫ ମାର୍କେଟିଂ ଋତୁରେ ଓଡିଶାରେ ଧାନ କ୍ରୟ ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।
- ଖୁବଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳରେ ବିଏସଏନଲ ର ଫୋର ଜି ନେଟଓ୍ୱର୍କ ସେବା ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍। ଚଣ୍ଡୀଗଡ଼ ରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ବିଏସଏନଏଲ 4G ସେବା ।
- କଟକ ମହାନଦୀ ଉପରେ ଆରମ୍ଭ ହେଲା ଭାସମାନ ରେଷ୍ଟୁରାଣ୍ଟ । ପର୍ଯ୍ୟଟକ ନେବେ ମଜା, ତେବେ ରେଷ୍ଟୁରାଣ୍ଟରେ ବର୍ତ୍ତମାନ ମାତ୍ର ୮ ସିଟ୍ ବିଶିଷ୍ଟ କରାଯାଇଛି। ପରବର୍ତ୍ତି ସମୟରେ ଏହା ସିଟ ସଂଖ୍ୟା ବୃଦ୍ଧି କରାଯିବ।
- ପାର୍ବଣ ସପ୍ତାହର ପ୍ରଥମ ୪ ଦିନରେ ବିକ୍ରି କରିଛି ୨.୭ କୋଟି ଡଲାର- ମାଲାମାଲ ହେଲା ଇ-କମର୍ସ କମ୍ପାନୀ ।
- ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୬ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୬୨ ଟଙ୍କା ରେକର୍ଡ କରାଯାଇଛି।
- କାବୁଲ - ବିସ୍ଫୋରଣ ଯୋଜନା କରୁଥିବା ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କଲା ତାଲିବାନ ।
- ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ୭୭.୧ କୋଟି ଡଲାରରେ ଚୀନର ଆରଇସି ସୋଲାର କମ୍ପାନୀକୁ କିଣିନେଲେ ।
- ୪ ଦେଶକୁ କୋଭିଡ-୧୯ ଟିକା ପଠାଇଲା ଭାରତ । ଦେଶ ଗୁଡିକ ହେଲେ ମିଆଁମାର, ନେପାଳ, ବାଂଲାଦେଶ ଏବଂ ଇରାନ ।
- ଆଠ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ସୈନ୍ୟ କମାଣ୍ଡର ବୈଠକ, ଲଦାଖ ଗତିରୋଧ ଦୂର କରିବା ଉପରେ ହେଲା ମନ୍ଥନ ।
- କୋଇଲା ଅଭାବ ଯୋଗୁଁ ପଞ୍ଜାବରେ ବନ୍ଦ ହେଲା ୩ ଥର୍ମାଲ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟକୁ କୋଇଲା ଯୋଗାଣ ବଢ଼ାଇବାକୁ କେନ୍ଦ୍ରକୁ କଲେ ଅନୁରୋଧ ।
- କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ଗତକାଲି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ହେଲା ମୃତ୍ୟୁ।
- ଆଇପିଏଲ ପ୍ରଥମ କ୍ଵାଲିଫାୟର : ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ଵିକେଟ୍ରେ ହରାଇ ନବମ ଥର ଫାଇନାଲ୍ରେ ପହଞ୍ଚିଲା ଧୋନୀ ବାହିନୀ ।
- ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା କଲା ICC; ବିଜୟୀ ଦଳକୁ ମିଳିବ ୧.୬ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୨ କୋଟି ଟଙ୍କା ।
- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଶ ଦାସ । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ । ମିନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଖରୀରରେ ମନୀଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।
- ରାୟଗଡ଼ା ଜିଲ୍ଲାର ଦୁଇ ବିଜେପି ପଦାଧିକାରୀ ହେଲେ ପଦଚ୍ୟୁତ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଅଭାବନୀୟ ପରସ୍ଥିତି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ହଟାଇବା ପରିସ୍ଥିତିକୁ ଆହୁରି ଜଟିଳ କରିଛି ।
- ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିବା ସମୟରେ ଅଦାଲତଗୁଡ଼ିକ ସତର୍କତା ଅବଲମ୍ବନ କରିବା ଉଚିତ। ବିଶେଷକରି ଅପରାଧର ଗମ୍ଭୀରତା ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମାନଦଣ୍ଡକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।
- ରବିବାର ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏଲ୍-୪୧୦ ବିମାନ କେନ୍ଦ୍ରୀୟ ରୁଷିଆରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୨ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୬ ଜଣଙ୍କଠାରେ ଜୀବନର ଲକ୍ଷଣ ପ୍ରକାଶ ପାଉ ନ ଥିବା ରୁଷିଆ ଇମର୍ଜେନ୍ସିଜ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
- ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ପୁଲିସ ଯାଞ୍ଚ ଅଭିଯାନକୁ ଆଜି ବ୍ୟାପକ କରିଛି। ଘଟଣାସ୍ଥଳରେ ପୁଲିସ ବାହିନୀର ୨ଟି ସ୍ବତନ୍ତ୍ର ଟିମ୍ ଛାନ୍ଭିନ୍ କରିଥିବା ବେଳେ ଆଖପାଖ ଅଂଚଳର ସିସିଟିଭି ରେକର୍ଡ ଯାଞ୍ଚ ହୋଇଛି।
- ଆଜିଠାରୁ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ। ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ରାତି ୮ଟା ପରେ ଆଉ ମୋ ବସ୍ ସେବା ଉପଲବ୍ଧ ହେବ ନାହିଁ।
- ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।
|
561 |
Y |
|
2742 |
11-10-2021 |
English |
- India reported 18,166 new COVID-19 cases on Sunday, the lowest single-day rise in nearly seven months. The country also reported 214 deaths due to coronavirus.
- Union Minister of State for Railways Raosaheb Patil Danve on Sunday reviewed the progress of the 272-km-long Udhampur-Srinagar-Baramulla Railway Line (USBRL) project and said it should be completed by 2023.
- Railways has successfully operated two long haul freight trains Trishul and Garuda for the first time over South-Central Railway. Railway Ministry said, Trishul is the first long haul of South-Central Railway comprising of three freight trains of 177 wagons.
- Security forces have detained over 700 people in J&K in response to the killing of seven civilians, including those from the Kashmiri Pandit, Sikh and Muslim communities, in six days.
- An earthquake of 3.0 magnitude was recorded in Kalaburagi on Sunday, the Karnataka State Natural Disaster Monitoring Centre (KSNDMC) said. The earthquake was felt two km north east of Kodadur in Kalgi Taluk of Kalaburagi district at 6.05 AM.
- Kannada actor Satyajith passed away at the Bowring and Lady Curzon Hospital in Karnataka's Bengaluru. Originally named Syed Nizamuddin, the actor began his journey in the film line as an antagonist. Satyajith has acted in over 600 films. He was 72 yrs.
- A union of traders in Maharashtra has objected to the state government calling a bandh today in protest against last week's violence in Uttar Pradesh's Lakhimpur Kheri where four farmers were among eight people killed.
- BJP’s chief whip in the Odisha Assembly Mohan Charan Majhi had a narrow escape on Sunday when two unidentified miscreants hurled bombs at his car in Keonjhar district,
- The brother of Rajasthan Chief Minister Ashok Gehlot has been summoned again by the Enforcement Directorate for questioning in a case of illegal export of fertiliser. Agrasen Gehlot has been told to come to the probe agency's office in Delhi.
- . Telangana and Uttarakhand have become the first states in the country to introduce mobile court units to allow witnesses and victims, including women and children, to record evidence from remote locations under circumstances which do not permit them to appear before courts in person.
- Justice Satish Chandra Sharma has been appointed Chief Justice of the High Court of Telangana. The Union government notified his appointment on Saturday after President Ram Nath Kovind endorsed the recommendation of the Supreme Court Collegium.
- Minister of State for External Affairs, V. Muraleedharan will be paying an official visit to New York from 11 Oct. During the 3 day visit, Mr Muraleedharan will represent India at the UN Security Council High Level Open Debate on Peace-building and sustaining peace.
- The UN Security Council High Level meeting is convened by Kenya which holds the Presidency of UN Security Council in the month of October, and will be chaired by the Kenya President Uhuru Kenyatta.
- Govt allows export of Russia's Sputnik Light vaccine manufactured in India. Sputnik Light is the same as component-1 of the Russian vaccine Sputnik
- Sixteen people were killed after an aircraft carrying parachutists crashed in central Russia on 10 Oct. The L-410 plane carrying 22 people crashed during a flight over the republic of Tatarstan.
- Iranian Parliament Speaker, Mohammad Baqer Qalibaf condemns the recent attack in a mosque in Afghanistan's Kunduz and asks authorities to punish those behind the tragic incident that killed over 100 people and injured many.
- In Odisha, inmates in two central jails can now see and speak to their visitors during mulaqat hours as they speak over an intercom, separated by two glass barriers. The facility was inaugurated on October 2.
- The Centre on Saturday appointed Chief Justices (CJ) to eight High Courts and approved the transfer of five other Chief Justices.The Supreme Court Collegium had recommended the transfer of the five Chief Justices on September 16.
- The Met department has also predicted isolated heavy falls over Kerala, Tamil Nadu and south interior Karnataka during next 5 days.
- BJP's Modi government is looting people of the country by imposing tax on petrol and diesel,” Congress Chandigarh unit spokesperson Harmail Kesri said.
|
628 |
Y |
|
2743 |
10-10-2021 |
Odia |
- ଲଖିମପୁ ଖିରି ହିଂସା ଘଟଣାରେ ଆଶିଷ ମିଶ୍ରା ଓରଫ ମୋନୁକୁ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଘଣ୍ଟା ଜେରା ପରେ ଗିରଫ କରାଯାଇଛି । ସୂଚନା ଅନୁସାରେ ଆଶିଷକୁ ହତ୍ୟା, ଦୁର୍ଘଟଣାରେ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ଓ ଅବହେଳାର ସହ ଗାଡ଼ି ଚଳାଇବା ଆଦି ଧାରାରେ ଗିରଫ କରାଯାଇଛି । ଆଶିଷ ତଦନ୍ତରେ ସହଯୋଗ ନକରିବାରୁ ଗିରଫ କରାଯାଇଥିବା କହିଛନ୍ତି ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ।
- ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ ଭଡ଼ା ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ନରୋତ୍ତମଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଛି ।
- ସ୍ବାସ୍ଥ୍ୟ କର୍ମୀଙ୍କ ଠାରେ ଅଧିକ ଆଣ୍ଟିବଡି ବଢିଥିବା RMRC ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି । ଜାନୁୟାରୀରୁ ଏପ୍ରିଲ ମଧ୍ୟରେ କରାଯାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ପୂର୍ବରୁ ସଂକ୍ରମିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୯୬ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସଂକ୍ରମିତ ହୋଇ ନଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୬୧.୩ ପ୍ରତିଶତ ଆଣ୍ଟିବଡି ପରିଲକ୍ଷିତ ହୋଇଛି ।
- ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ ନିଜ ବାସଭବନକୁ ଯିବା ସମୟରେ ଭିଜିଲାନ୍ସ ତାଙ୍କ ଗାଡି ଉପରେ ରେଡ କରିଥିଲା । କେନ୍ଦୁଝରରୁ କଟକ ଯାଉଥିବା ସମୟରେ ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ ।
- ଲର୍ନିଂ ଆପ୍ BYJU’s ଏହି ବଲିଉଡ ଅଭିନେତାଙ୍କର ସମସ୍ତ ବିଜ୍ଞାପନ ଉପରେ କଟକଣା ଲଗାଇଛି | କେବଳ ଏତିକି ନୁହେଁ, ଶାହାରୁଖଙ୍କ ପ୍ରି-ବୁକିଂ ବିଜ୍ଞାପନ ରିଲିଜ୍ ମଧ୍ୟ ଏବେ ହୋଇପାରିବ ନାହିଁ।
- କୋଲକାତାର ଦୁର୍ଗା ପୂଜା ମଣ୍ଡପରେ ଦୁନିଆର ସବୁଠୁ ଉଚ୍ଚ ଅଟାଳିକା ବୁର୍ଜ ଖଲିଫାର ଝଲକ ଦେଖିବାକୁ ମିଳିଛି।
- ସୋସିଆଲ୍ ମିଡିଆ ଆପ୍ ଇନଷ୍ଟାଗ୍ରାମ୍ ଆଜି ପୁଣି ଥରେ ଡାଉନ୍ ହୋଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଡାଉନ୍ ରହିଥିଲା ଇନଷ୍ଟାଗ୍ରାମ୍ ।
- କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି) ଦ୍ବାରା ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ (ପ୍ରିଲିମିନାରି) ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ।
- କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ନବରାତ୍ର ପରେ ଅକ୍ଟୋବର ୧୬ ଶନିବାର ଦିନ ୧୦ଟା ବେଳେ ଦଳର ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦଳର ନୂଆ ଅଧ୍ୟକ୍ଷ ବାଛିବା, ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଆଗାମୀ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳର ରଣନୀତି ଏବଂ ସାଂଗଠନିକ ନିର୍ବାଚନ ଆଦି ବ୍ୟାପାରରେ ଆଲୋଚନା ହେବ ବୋଲି ଏକ ବିବୃତିରେ କୁହାଯାଇଛି।
- ଆଠ ଜଣ ବିଚାରପତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେଇଛନ୍ତି। ଏଥିସହ ପାଞ୍ଚଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ବିଭିନ୍ନ ହାଇକୋର୍ଟକୁ ବଦଳି କରାଯାଇଛି ବୋଲି ଆଜି ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।
- ମୁନ୍ଦ୍ରା ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏନଆଇଏ ପକ୍ଷରୁ ଶନିବାରଦିନ ଚେନ୍ନାଇ, କୋଏମ୍ବାଟୁର, ବିଜୟଓ୍ବାଡ଼ା ଆଦି ଦେଶର କେତେକ ସ୍ଥାନରେ ଚଢଉ କରାଯାଇଛି ।
- ଫୋନ୍ ଟ୍ୟାପିଂ ଏବଂ ଡାଟା ଲିକ୍ ମାମଲାରେ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସୱାଲଙ୍କୁ ତଦନ୍ତର ପରିସରଭୁକ୍ତ କରି ତାଙ୍କ ନିକଟକୁ ସମନ ପଠାଇଛି ମୁମ୍ବାଇ ପୁଲିସ୍।
- କ୍ବାଲିଫାୟର-୧ ଆଜି : ଫାଇନାଲ ଲକ୍ଷ୍ୟରେ ଚେନ୍ନଇ ଓ ଦିଲ୍ଲୀ ।
- ପେଟ୍ରୋଲ ଦର ବେଲଗାମ; ଅତ୍ୟାବଶକୀୟ ଜିନିଷର ଦାମ ବଢୁଛି, ଖାଉଟି ହନ୍ତସନ୍ତ ।
- ଦୁବାଇ ଏକ୍ସପୋ ୨୦୨୦ରେ ପ୍ରଦର୍ଶିତ ହେବ ଓଡିଶାର କାଳଜୟୀ ସିନେମା, ଆୟୋଜକ ଓଡିଶା ସମାଜ ୟୁଏଇ ।
- ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେବ ରାଜଧାନୀ ଦିଲ୍ଲୀ; ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ।
- ପାର୍ବଣରେ କଟକଣା ନମାନିଲେ ପୁଲିସ୍ ଗିରଫ କରିବ : ସୌମେନ୍ଦ୍ର ପ୍ରିୟଦର୍ଶୀ ।
- ଲଖୀମପୁର ହିଂସାକାଣ୍ଡ ଘଟଣାରେ କିଷାନ ମୋର୍ଚ୍ଚାର ଆନ୍ଦୋଳନ । ଅକ୍ଟୋବର ୧୮ରେ ସାରା ଦେଶରେ ‘ରେଳ ରୋକ୍’ ।
- ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ଯୋଗୁଁ ବିଳମ୍ବିତ ହେବ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ : ସ୍କାଏମେଟ୍ ।
- ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ଚିଠା ତାଲିକା।
|
595 |
Y |
|
2744 |
10-10-2021 |
English |
- India reported 18,166 new COVID-19 cases in the last 24 hours, the lowest single-day rise in nearly seven months. The country also reported 214 deaths due to coronavirus.
- The State Vigilance today booked three government officials including a Superintending Engineer on graft charges. A large amount of cash was also seized from the possession of the three officials.
- In Covid-19 cases in the twin city of Bhubaneswar and Cuttack, Police Commissioner Saumendra Kumar Priyadarshi today cautioned people not obeying the night curfew regulations with strict action from October 11.
- Television and Bollywood actress from Odisha, Sulagna Panigrahi will add charm to the upcoming series ‘Vidrohi’ to be aired on Star Plus.
- Chattisgarh Chief Minister Bhupesh Baghel on Saturday said that the officials are making efforts to ensure that there is no shortage of coal supply in the state.
- PM Modi will launch Indian Space Association (ISpA) on Monday at 11 AM via video conferencing. He will also interact with representatives of the Space Industry on this landmark occasion.
- CM Y.S. Jagan Mohan Reddy has written a letter to PM Modi seeking his urgent intervention to tide over the energy crisis in Andhra Pradesh.
- 32 construction sites in Delhi fined for violating dust control norms.A fine of Rs 5 lakh was imposed earlier on L&T for violation of dust mitigation guidelines at a construction site near Pragati Maidan.
- Congress leader Siddaramaiah on 09 Oct (Saturday) once again questioned JD(S)' intentions behind fielding Muslim candidates from Sindagi and Hangal assembly constituencies where by-elections are being held on October 30.
- CBI chief Subodh Kumar Jaiswal has been summoned by the cyber cell of the Mumbai Police in connection with the leak of Maharashtra Intelligence Department's data on police transfers and postings that had spawned a political row and a case being heard by the Bombay High Court.
- Fuel price hike: Mumbai becomes first metro city to see diesel price cross Rs 100. The price of petrol in Delhi rose to its highest-ever level of Rs 103.84 a litre and Rs 109.83 per litre in Mumbai.
- Rajya Sabha MP and Shiv Sena leader Sanjay Raut on Friday issued a legal notice to the BJP state President Chandrakant Patil for his alleged defamatory comment linking him and his wife, Varsha to the PMC Bank scam.
- Ashish Mishra the accused in Lakhimpur violence case has been arrested by the police. After medical examination Ashish will be produced before the court on sunday.
- Hyderabad airport will receive Rs 6,300 crores to increase its capacity to 34 million passengers, announced Antoine Crombez, Deputy CEO, GMR Airports Ltd at the Indo-French Investment Conclave 2021 in Hyderabad on Friday.
- Chief Minister K. Chandrashekar Rao held the Andhra Pradesh govt responsible for the Centre issuing gazette in July taking over all irrigation projects on Krishna and Godavari rivers under its control.
- China's President Xi Jinping said on Saturday that "peaceful reunification" with Taiwan "will be and can be realised", as tensions between Beijing and Taipei soared days after record numbers of Chinese warplanes crossed into the democratic island's air defence zone.
- Taliban say they won’t work with US to contain Islamic State: Senior Taliban officials and US representatives are to meet Saturday and Sunday in Doha, the capital of the Persian Gulf state of Qatar. Officials from both sides have said issues include reining in extremist groups and the evacuation of foreign citizens and Afghans from the country.
- Singapore extends vaccinated travel lane scheme to 8 more countries.Fully vaccinated travellers from Canada, Denmark, France, Italy, the Netherlands, Spain, United Kingdom, and the United States will be able to enter Singapore from October 19.
- Ashish Mishra, the son of junior Union Home Minister Ajay Mishra who was arrested on Saturday, was not able to answer several questions about his whereabouts during last week's violence in Lakhimpur Kheri, sources in the Uttar Pradesh Police said.
- The Centre has once again refused to allow the Delhi government to implement the scheme for doorstep delivery of ration on the basis of a complaint by ration shopkeepers, the ruling Aam Aadmi Party claimed on Saturday.
|
614 |
Y |
|
2745 |
09-10-2021 |
Odia |
- ରାଜ୍ୟର ଆର୍ଥିକ ସଂସ୍କାରକୁ ରିଜର୍ଭ ବ୍ୟାଙ୍କ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ । ସ୍ୱଚ୍ଛତାର ସହିତ ଲୋକଙ୍କ ପାଇଁ ସମସ୍ତ ତଥ୍ୟ ପ୍ରଦାନ, ଓଡ଼ିଶା ସରକାରଙ୍କ ସଫଳତାର ମାପଦଣ୍ଡ ବୋଲି ସେମାନେ କହିବା ସହ ଓଡ଼ିଶାରୁ ବଜେଟ ମେକାନିଜମ୍ ଶିଖୁଛନ୍ତି ।
- ରାଜ୍ୟ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ନଭେମ୍ବର ମାସ (ଅକ୍ଟୋବରର ଦରମା)ରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ତେବେ ଏହି ବର୍ଦ୍ଧିତ ୧୧ ପ୍ରତିଶତ ମହଙ୍ଗା ଭତ୍ତା ସେମାନଙ୍କ ପାଇଁ ପିଛିଲା ଭାବେ ୨୦୨୧ ଜୁଲାଇ ୧ରୁ ଲାଗୁ ହୋଇଛି ।
- ଟାଟା ସନ୍ସ ହାତକୁ ଗଲା ଏୟାର ଇଣ୍ଡିଆ ମାଲିକାନା। ବିଡିଂରେ ସର୍ବାଧିକ ଡାକି ମାଲିକାନା ହାସଲ କଲା ଟାଟା। ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଲା ଟାଟା।ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା। ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା ।
- ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର ।
- ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ ।
- ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ ।
- ଆକାଶ ବାହିନୀ ଦିବସ ଅବସରରେ ଶୁକ୍ରବାର ଝାରସୁଗୁଡ଼ାରେ ରାଜ୍ୟର ୨ୟ ଏନ୍ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।
- ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
- ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଆରମ୍ଭ ହେଲା ଟୟ ଟ୍ରେନ୍, ନୂଆ ରୋପେୱର ଶିଳାନ୍ୟାସ ।
- ସୁନାମୀ ନିରୋଧୀ ହେବ ଓଡ଼ିଶା । ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟର ୩୨୬ଟି ଉପକୂଳିଆ ଗାଁକୁ ସୁନାମୀ ନିରୋଧୀ କରାଯିବ ।
- ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ ।
- ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଇଥିବାରୁ ଦୁଇ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋଭଙ୍କୁ ମିଳିତ ଭାବେ ମିଳିଛି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର।
- ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ ।୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଇଛି ।
- ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ।
- କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଭେଙ୍କଟ (କେ.ଭି) ସୁବ୍ରମଣ୍ୟମ୍ ନିଜ ପଦ ତ୍ୟାଗ କରିଛନ୍ତି। ଶୁକ୍ରବାର ତାଙ୍କର ତିନି ବର୍ଷିୟା କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସେ ନିଜର ପୁରୁଣା ଅଧ୍ୟାପନା କ୍ଷେତ୍ରକୁ ଫେରିଯିବେ ବୋଲି ଘୋଷଣା କରିଛନ୍ତି।
- ଆଫଗାନିସ୍ତାନର ଉତ୍ତରାଞ୍ଚଳ କୁନ୍ଦୁଜ୍ ସହର ଅନ୍ତର୍ଗତ ଖାନ୍ ଆବାଦ୍ସ୍ଥିତ ଏକ ମସ୍ଜିଦରେ ଶୁକ୍ରବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟି ଶତାଧିକ ସିଆ ସମ୍ପ୍ରଦାୟ ଲୋକ ପ୍ରାଣ ହରାଇଛନ୍ତି। କାବୁଲସ୍ଥିତ ଜାତିସଂଘ ମିଶନ ପକ୍ଷରୁ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଇଛି।
- କାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ପରୀକ୍ଷା ଫଳ। ଏହି ପରୀକ୍ଷାରେ ରାଉରକେଲାର ଅଙ୍କୁଶ ଅଭିଳାଷ ରାଜ୍ୟରେ ଦ୍ୱୀତୀୟ ସ୍ଥାନ ହାସଲ କରି ରାଉରକେଲାର ଗୋ÷ରବ ବୃଦ୍ଧି କରିଛନ୍ତି।
- ଆମେରିକୀୟ କମ୍ପାନୀ ମର୍କର କୋଭିଡ ଔଷଧ ମୋଲନୁପିରାଭିରର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)କୁ ଅନୁମତି ମାଗିଛନ୍ତି
- ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ। ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି ।
- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୩ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲା ୬୮ ଜଣ ରହିଥିବା ଜଣାଯାଇଛି ।
|
555 |
Y |
|
2746 |
09-10-2021 |
English |
- India reported less than 20,000 new COVID-19 cases (19,740) in the last 24 hours, seven per cent lower than yesterday's figure when the country recorded 21,257 cases. The country also reported 248 deaths due to coronavirus.
- Tata Wins Control of Air India Again With $2.4 Billion Bid: Tata Sons Pvt. was selected as the winning bidder for India's flag carrier, ending decades of attempts to privatize a money-losing and debt-laden airline, and potentially ending years of taxpayer-bailouts that's kept the company alive. Tata Sons, which originally launched Air India Ltd. with a namesake branding in 1932.
- KV Subramanian steps down as India's chief economic adviser, says to return to academia after completion of his three-year term in the finance ministry. He appointed as CEA in December 2018.
- The Ministry of Coal will launch next round of auction process for forty new coal mines for sale of coal. Union Minister of Coal and Mines Pralhad Joshi will be the chief guest of the launch event to be held on 12th of October in the Ministry.
- The Kerala Govt announced detailed guidelines on the reopening of schools in the State in November, after a long gap of one and a half years.
- The 2nd phase of panchayat union election will take place in 28 districts of Tamil Nadu today from 7 am till 6 pm. The counting of votes will take place on October 12.
- The Telangana Assembly on Friday unanimously adopted a resolution, urging the Centre to take up caste-wise census of the Backward Classes in the general census for 2021 to facilitate their upliftment.
- CM K. Chandrashekar Rao has ordered a CID inquiry into the alleged encroachment of Wakf lands and properties across the state. The CM made a statement to this effect in the Assembly in response to the persistent demand from AIMIM in the House.
- Union Civil Aviation Minister Jyotiraditya Scindhia on Friday inaugurated a newly built Airport terminal building at Jollygrant Airport in Dehradun. He also flagged off 7 new Heli Services in the State. Now the air services from Dehradun to Pithoragarh, Haldwani, Srinagar, Gauchar, and Chinyalisaur will be operational.
- Three units of the Indian Air Force (IAF) will receive the prestigious Chief of Air Staff Unit citation on the 89th foundation day of the force. The 47 Squadron, 116 Helicopter Unit and 2255 Squadron will receive the prestigious citation, the IAF announced.
- Ministry of Defence has said that process to select participants for National Cadet Corps (NCC) Republic Day Camp 2022 is in full swing. The Ministry said that competitive tests were conducted in 25 friendly countries last month to select approximately 300 cadets of NCC and youth organisations.
- PM Modi has spoken to Fumio Kishida and congratulated him for assuming charge as the Prime Minister of Japan.
- US deputy secretary of State Ambassador Wendy Sherman on Thursday visited Western Naval Command at Mumbai and interacted with Vice Admiral R Hari Kumar. She was accompanied by high level US delegation. They discussed various issues relating to Navies of both countries and strengthening growing co-operation, challenges on the maritime front
- China’s Electronic Warfare Aircraft J-16D Spotted Near Taiwan; Experts Say India Border Could Be Next: China is rapidly acquiring new military technologies and weapons as it tries to dominate the Indo-Pacific region, especially the South China Sea which it considers as its backyard.
- The Nobel Peace Prize awarded on Friday to journalists Maria Ressa of Philippines and Dmitry Muratov of Russia for their fight for freedom of expression in their countries.
- The United Nations voiced alarm at Myanmar's military junta deploying heavy weapons and troops to particular townships, fearing for the civilian population.
- More than 100 killed and injured in mosque blast in northeastern Afghanistan
- US President Joe Biden wants to address the inordinate delays in the processing system of the Green Card, the White House has said, a move that will benefit many Indians working in America on the H-1B visa.
- US Chief of Naval Operations (CNO) Michael M Gilday Admiral is scheduled to travel to India next week where he will meet with Chief of Naval Staff Admiral Karambir Singh as well as other senior leaders from the Indian Navy and government.
- Bahujan Samaj Party chief Mayawati on Saturday said she will write to the Election Commission demanding surveys by media organisations and other agencies be banned six months before any elections.
|
603 |
Y |
|
2747 |
08-10-2021 |
Odia |
- ସାହିତ୍ୟ ପାଇଁ ନୋବେଲ ଘୋଷଣା । ୨୦୨୧ ମସିହା ପାଇଁ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ନୋବେଲ ପାଇବେ ତାଞ୍ଜାନିଆ ଔପନ୍ୟାସିକ ଅବଦୁଲ ରଜାକ ଗୁର୍ନାହ ।
- ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବିଦାହେଲେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀ ।
- ଫୋର୍ବସ ମାଗାଜିନ ଅନୁସାରେ ଏହି ୧୦୦ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ୭୭୫ ବିଲିୟନ ଡଲାର ବା ପ୍ରାୟ ୫୮.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି ଲିଷ୍ଟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୯୨.୭ ବିଲିୟନ ଡଲାର ବା ପ୍ରାୟ ୬.୮୯ ଲକ୍ଷ କୋଟି ଟଙ୍କା । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନି ଗ୍ରୁପ ମୁଖ୍ୟ ଗୌତମ ଅଦାନୀ । ତାଙ୍କର ସମଗ୍ର ସମ୍ପତ୍ତିର ମୂଲ୍ୟ ହେଉଛି ୭୪.୮ ବିଲିୟନ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ ୫.୬ ଲକ୍ଷ କୋଟି ଟଙ୍କା ।
- ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ । ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
- କାବୁଲ ଆଫଗାନିସ୍ତାନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନୂଆ ନିୟମ। ୨୦୦୦ରୁ ୨୦୨୦ ମଧ୍ୟରେ ହାଇସ୍କୁଲ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ବେକାର।
- କୋଭିଡ୍ ପାଇଁ ଅନଲାଇନ୍ କ୍ଲାସକୁ ଦିଆଯାଉଛି ପ୍ରୋତ୍ସାହନ । ହେଲେ ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି । କୋଭିଡ୍ ସମୟରେ ପାଠପଢ଼ା ନେଇ କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।
- ଜୁନ୍ ୩୦ ସୁଦ୍ଧା ବିଭିନ୍ନ ରାଜ୍ୟ ସରକାର କେନ୍ଦ୍ରକୁ ଏ ରିପୋର୍ଟ ଦେଇଛନ୍ତି । ସେଥିମଧ୍ୟରୁ ଆଣ୍ଡାମାନ ନିକୋବର, ଅରୁଣାଚଳ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ମଣିପୁର, ଉତ୍ତରପ୍ରଦେଶ ତଥ୍ୟ ଦେଇନଥିବା ବେଳେ ପଶ୍ଚିମବଙ୍ଗରେ ସର୍ଭେ ଜାରି ରହିଛି ।
- ଓଡ଼ିଶାର ୧୫ ଲକ୍ଷ ପିଲାଙ୍କ ପାଖରେ ନାହିଁ ମୋବାଇଲ୍ । ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ୍ ନଥିବା ଜଣାପଡ଼ିଛି ।
- ଦେଶରେ କରୋନାର ୨ୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନଥିବାବେଳେ ସରକାର ୩ୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୩ୟ ଲହରରେ ଦୈନିକ ସାଢେ ୪ ଲକ୍ଷରୁ ୫ ଲକ୍ଷ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରାଯାଉଛି ବୋଲି ନିତି ଆୟୋଗ ସଦସ୍ୟ ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ଭି.କେ. ପଲ କହିଛନ୍ତି ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଶିଭମ ମାଭିଙ୍କ ଚମତ୍କାର ବୋଲିଂ: ୮୬ ରନରେ ରାଜସ୍ଥାନକୁ ହରାଇଲା କୋଲକାତା, ବଢିଲା କେକେଆରର ପ୍ଲେଅଫ ଆଶା ।
- ଭ୍ୟାକ୍ସିନ ରପ୍ତାନୀ ଆରମ୍ଭ, ଚାରି ଦେଶକୁ ୧୦-୧୦ ଲକ୍ଷ ଡୋଜ୍ ପଠାଇବାକୁ ମିଳିଲା ଅନୁମତି ।
- ରାଜ୍ୟରେ ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର । ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍, ବିନା ମୋବାଇଲରେ କିଭଳି ପଢିଥିବେ ପାଠ ।
- ଶ୍ରୀନଗରରେ ଆତଙ୍କୀ ହମଲା: ସ୍କୁଲରେ ପଶି ପ୍ରିନ୍ସପାଲ ଓ ଶିକ୍ଷକଙ୍କୁ ଗୁଳି କରି ହତ୍ୟା ପରେ ଆତଙ୍କବାଦୀ ଫେରାର ।
- ଶେଷ ହୋଇନି କରୋନାର ୨ୟ ଲହର: ଆଗାମୀ ୩ ମାସ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ଼ - ପୁରୀ ଜିଲ୍ଲାର ଏଗାର ବ୍ଲକ ପାଇଁ ବ୍ରହ୍ମଗିରିରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
- ପଛକୁ ପଛ ୨ ଲଘୁଚାପ, ବାତ୍ୟା ରୂପ ନେଇ ନପାରେ ପ୍ରଥମ ଲଘୁଚାପ ।
- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର, ଜଣେ ନିଖୋଜ ।
- ଆଜି ଦେଶ ପାଳୁଛି ୮୯ ତମ ବାୟୁସେନା ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବାକୁ ଭାରତୀୟ ବାୟୁସେନା ସମସ୍ତ ପ୍ରାକରର ପ୍ରସ୍ତୁତି କରିଛି। ଆଜି ଗାଜିଆବାଦ ହିଣ୍ଡନ ଏୟାରବେସ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
- ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ସୂଚନା ।
|
573 |
Y |
|
2748 |
08-10-2021 |
English |
- The Supreme Court, which is hearing a petition regarding the events at Lakhimpur Kheri, today questioned "how many people have been arrested" and asked the state government to submit a status report by tomorrow. "We need to know whom you registered an FIR against and how many have you arrested," said the bench led by Chief Justice NV Ramana. The status report also has to include details of the eight persons killed.
- Lok Janshakti Party (Ram Vilas) chief Chirag Paswan on Thursday announced the names of his party's candidates for the Bihar assembly bypolls to be held later this month.
- The Calcutta High Court on Thursday allowed people to participate in Pushpanjali and Sindoor Khela amid the ongoing COVID-19 pandemic.
- West Bengal Governor Jagdeep Dhankhar administered the oath of office to Chief Minister Mamata Banerjee and two other newly-elected MLAs – Amirul Islam and Jakir Hossain – at the state Assembly on Thursday.Mamata Banerjee won from Bhabanipur in the recently concluded by-polls. Jakir Hossain was elected from Jangipur and Amirul Islam was elected from Samserganj assembly seats in West Bengal.
- Shiv Sena leader and Rajya Sabha MP, Sanjay Raut, on Thursday, slammed the government over Lakhimpur Kheri incident, where eight people including four farmers died in the violence that took place on October 3.
- The names of Varun Gandhi and his mother Maneka Gandhi were dropped from the fresh list of the 80-member BJP national executive posted today amid a flurry of tweets by the BJP MP, condemning the events of UP's Lakhimpur Kheri.
- A 56-year-old government school teacher has been sentenced to 20 years in prison by a POCSO court in Rajasthan for raping a Class 10 student of his school in 2019.
- Prime Minister Narendra Modi today inaugurated 35 pressure swing adsorption (PSA) oxygen plants established under the PM CARES fund across 35 states and union territories in an event at AIIMS Rishikesh in Uttarakhand.
- The principal and a teacher of a government school were killed by terrorists in Jammu and Kashmir's Srinagar today, less than 48 hours after three persons were shot dead in strikes on Tuesday.
- Prime Minister Narendra Modi today expressed condolences over the loss of lives after a house collapsed in Karnataka's Belagavi and announced a compensation of ₹ 5 lakh each from the Prime Minister's National Relief Fund (PMNRF)
- The 2021 Nobel Prize in Literature is awarded to the novelist Abdulrazak Gurnah. He has been awarded the prestigious award “for his uncompromising and compassionate penetration of the effects of colonialism and the fate of the refugee in the gulf between cultures and continents”, announced the award-giving organisation on Thursday.
- Odisha Chief Minister Naveen Patnaik on Thursday distributed Biju Swasthya Kalyan Yojana (BSKY) Smart Health Card at Brahmagiri in Puri district.Chief Minister Naveen distributed the smart health card to 3,64,000 people in the district.
- In Bihar and Uttar Pradesh, the plan is to further develop the sites of Bodh Gaya, Nalanda, Rajgir, Viashali, Sarnath, Shravasti, Kushinagar, Kaushambi, Sankisa and Kapilavastu.
- The 15 are from a list of 17 judges whose transfers were recommended by the SC collegium headed by Chief Justice of India N V Ramana on September 16.
- The Odisha Secondary School Teachers’ Association (OSSTA) on Thursday released a test paper for the class-10 students of Odisha board keeping in mind the COVID restrictions that has hampered their preparations for the exams.
- The Indian Air Force will celebrates its 89th anniversary Today on October 8. The Indian Air Force Day parade, a full dress rehearsal at Hindon Airbase in Ghaziabad.
- In the last 20 years, PM Modi has gone from being the Chief Minister of Gujarat to one of the most popular leaders in the world.
- Air India pilots union has written to the top management of the airline seeking reversal of pay cuts that were imposed during the coronavirus pandemic. They said that the 'disproportionate' pay cuts they are receiving for the last 18 months should be rolled back.
- The Hindustan Aeronautics Limited (HAL) has delivered the heaviest semi-cryogenic propellant tank (SC120- LOX) ever fabricated to the Indian Space Research Organization (Isro). The tank will be used in the Mk-III launch vehicle for future missions
- When the pilgrimage season at the famous Lord Ayyappa hill shrine in Sabarimala commences with the Mandala-Makaravilakku from November 16, 25,000 devotees would be permitted entry daily during the initial days, Kerala Chief Minister Pinarayi Vijayan said .
|
600 |
Y |
|
2749 |
07-10-2021 |
English |
- India reported 22,431 new COVID-19 cases in the last 24 hours, 19% higher than yesterday's figure when the country reported 18,833 Covid cases. About 318 deaths were recorded during the same period, according to the Health Ministry.
- Oil marketing companies have hiked the price of domestic Liquefied Petroleum Gas (LPG) cylinders by Rs 15. The new rates are effective from Wednesday, (October 6, 2021).
- The Union Cabinet approved setting up of seven Mega Integrated Textile Region and Apparel (PM MITRA) Parks with a total outlay of four thousand 445 crore rupees over five years.
- The Union Cabinet approved Productivity Linked Bonus equivalent to 78 days' wage to eligible non-gazetted Railway employees excluding RPF or RPSF personnel for financial year 2020-21. The maximum amount payable per eligible Railway employee is 17 thousand 951 rupees for 78 days.
- The Centre on 06 Oct Wednesday told the Supreme Court that in the interest of students, it has decided to implement changes in the pattern of the NEET-Super Speciality (NEET-SS) examination from the academic year 2022-23.
- Supreme Court has taken a suo motu cognisance of Lakhimpur Kheri violence. The hearing will take place on 07 Oct Thursday before a bench led by Chief Justice NV Ramana.
- Punjab and Chhattisgarh governments announce Rs 50 lakh each for families of farmers, journalist killed in Lakhimpur violence.
- Twenty teams of income tax department on Wednesday raided offices and factory of Hetero Labs Ltd and houses of its directors. The anti-tax evasion wing, along with the help of Central Reserve Police Force (CRPF), are carrying out raids on 20 properties owned by the group.
- Veteran actor Arvind Trivedi, widely known for his portrayal of Raavan in hit DD TV series 'Ramayan', died on Tuesday night. He was 82.
- India's security concerns will be the "first and foremost" and at the"front and centre" for Washington, US Deputy Secretary of State Wendy Sherman said Wednesday on New Delhi's apprehensions about the spill over of terrorist activity from Afghanistan.
- Benjamin List, David MacMillan win Nobel Chemistry Prize for developing tool to build molecules
- World’s first malaria vaccine 'Mosquirix' approved by the World Health Organization (WHO) on October 6 in Africa.
- Pragnya Parnita, a native of Sunalati village in Nayagarh has beaten 30 other beauty contestants to win the hearts of millions of Odias.
- State Health department has written to Collectors in all districts to constitute a committee at district-level for issuance of ‘Official document’ for Covid-19 death.
- BJD MLA Byomakesh Ray fined for parking Car outside Lord Jagannath Temple In Puri
- The Odisha government has come up with a policy providing equal opportunity to transgenders in all offices of the nodal department for such people in the state.
- The Shiv Sena won five seats on Wednesday, while the NCP and the BJP got four each in by-elections to 15 vacant seats of the Palghar Zilla Parishad (ZP), an official said.
- The violence in Uttar Pradesh's Lakhimpur Kheri, that left eight people including four farmers dead - triggering a major political row over the alleged involvement of a union minister's son, will be taken up by a Supreme Court bench led by Chief Just.
- According to the notification, these rules may be called the Central Motor Vehicles (23rd Amendment) Rules, 2021, and shall come into force with effect from April 1, 2022.
- Dillip Kumar Mohanty assumed charge as Director (Production) of NMDC Limited on Tuesday. NMDC is a Schedule “A” Government of India Enterprise, with Navaratna status, under the Ministry of Steel
|
621 |
Y |
|
2750 |
07-10-2021 |
Odia |
- MITRA ସ୍କିମକୁ ବୁଧବାର ଦିନ ମଞ୍ଜୁରି ପ୍ରଦାନ କରିଛି କ୍ୟାବିନେଟ୍ । ଏହି ଯୋଜନା ଅଧିନରେ ସାରା ଦେଶରେ ୭ ମେଗା ଟେକ୍ସଟାଇଲ୍ ଇନଭେଷ୍ଟମେଣ୍ଟ ପାର୍କ ତିଆରି କରାଯିବ।
- ରେଳ କର୍ମଚାରୀ (ନନ୍-ଗେଜେଟେଡ୍)ଙ୍କୁ ୭୮ ଦିନର ବୋନସ୍ ଦିଆଯିବ । ଏଥିରେ ପାଖାପାଖି ୧୧,୫୬,୦୦୦ କର୍ମଚାରୀ ଉପକୃତ ହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧,୯୮୫ କୋଟି ଟଙ୍କା ।
- ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ରାବଣର ଭୂମିକାରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି।
- ପୁରୀ ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ। ଅପରାହ୍ନରେ ବ୍ରହ୍ମଗିରି ଯାଇ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ ନବୀନ। ଜିଲ୍ଲାରେ ୩ଲକ୍ଷ ୭୬ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଯୋଜନାରେ ଉପକୃତ ହେବେ।
- ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ପାଇଁ ଅର୍ଥ ବିଭାଗ ସବୁ ବିଭାଗର ମତାମତ ଲୋଡ଼ିଛି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବା ଲାଗି ସବୁ ବିଭାଗକୁ ଚିଠି ଲେଖିଛି ଅର୍ଥ ବିଭାଗ ।
- ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତବର୍ଷ ଦୁଇଜଣ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ନୋବେଲ୍ । ବେଞ୍ଜାମିନ୍ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ନୋବେଲ ନୋବଲ୍ ମିଳିବ । ଡେଭଲପମେଣ୍ଟ ଅଫ୍ ଆସେମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ଉଭୟଙ୍କ ଲାଗି ନୋବେଲ୍ ଘୋଷଣା କରାଯାଇଛି । ବେଞ୍ଜାମିନ୍ ଜର୍ମାନୀର ରସାୟନ ବିଜ୍ଞାନୀ ହୋଇଥିବାବେଳେ ଡେଭିଡ ମ୍ୟାକମିଲାନ ବ୍ରିଟେନରେ ଜନ୍ମିତ ରସାୟନ ବିଜ୍ଞାନୀ ।
- ମ୍ୟାଲେରିଆ ପାଇଁ ଅନୁମୋଦିତ ଏକମାତ୍ର ତଥା ପ୍ରଥମ ଟିକା ‘ମସ୍କ୍ୟୁରିକ୍ସ୍’କୁ ବ୍ୟାପକ ଭାବେ ଆଫ୍ରିକୀୟ ପିଲାମାନଙ୍କୁ ଦିଆଯିବା ଉଚିତ ବୋଲି ବୁଧବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି।
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୪୩୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୧୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି।
- ଦୁବାଇ ଠାରେ ୩୫ତମ ଓ୍ବାର୍ଲ୍ଡ ଏକ୍ସପୋ-୨୦୨୦ ଆସନ୍ତା ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀରେ ନିରୋଦ ମହାପାତ୍ରଙ୍କ ଚଳଚ୍ଚିତ୍ର ‘ମାୟା ମିରିଗ’, ମନମୋହନ ମହାପାତ୍ରଙ୍କ ‘ନିରବ ଝଡ଼’, ଅପୂର୍ବ କିଶୋର ବୀର୍ଙ୍କ ‘ଲାବଣ୍ୟ ପ୍ରୀତି’, ସୁଶାନ୍ତ ମିଶ୍ରଙ୍କର ‘ଇନ୍ଦ୍ରଧନୁର ଛାଇ’, ବିଜୟ ଜେନା ଓ ଡଲି ଜେନାଙ୍କ ପ୍ରସ୍ତୁତ ‘ତାରା’, କପିଳାଶ ଭୂୟାଁଙ୍କ ‘ଯାତ୍ରା ଜୀବନ ଜୀବନ ଯାତ୍ରା’ ଓ ହିମାଂଶୁ ଶେଖର ଖଟୁଆଙ୍କର ‘କଥାନ୍ତର’ ପ୍ରଦର୍ଶିତ ହେବ।
- ଆନ୍ତର୍ଜାତିକ ହକି ମହାସଂଘ (ଏଫ୍ଆଇଏଚ୍)ର ବାର୍ଷିକ ପୁରସ୍କାରରେ ଭାରତ ବାଜିମାତ୍ କରିଛି। ବୁଧବାର ଏଫ୍ଆଇଏଚ୍ର ସବୁ ବର୍ଗର ଶ୍ରେଷ୍ଠ ପୁରସ୍କାର ଭାରତ ପୋଛି ନେଇଛି। ଜାତୀୟ ସଂଘଗୁଡ଼ିକ (୫୦ ପ୍ରତିଶତ) ସହିତ ପ୍ରଶଂସକ ଓ ଖେଳାଳି (୨୫ ପ୍ରତିଶତ) ଏବଂ ଗଣମାଧ୍ୟମ (୨୫ ପ୍ରତିଶତ) ଦ୍ବାରା ମତଦାନ ପ୍ରଣାଳିରେ ବିଜେତାଙ୍କ ନାମ ବଛା ଯାଇଥିଲା।
- ଉଜ୍ବେକିସ୍ତାନର ତାସ୍କେଣ୍ଟରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାର ଆଥଲେଟିକ୍ ଫିଜିକ୍ର ମିଶ୍ରିତ ଯୁଗଳ ଇଭେଣ୍ଟରେ ଓଡ଼ିଆ ପୁଅ ଶୁଭମ୍ ଓଡ଼ିଶା ପାଇଁ ବିଶ୍ବସ୍ତରୀୟ ପଦକ ଜିତିଛନ୍ତି।
- ଫ୍ରାନ୍ସର କ୍ୟାଥଲିକ୍ ଚର୍ଚ୍ଚଗୁଡ଼ିକରେ ଗତ ୭୦ ବର୍ଷରେ ଅନ୍ୟୂନ ୩,୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ପ୍ରକାଶ କରିଥିବା କମିସନ ଅଧ୍ୟକ୍ଷ ଜିନ୍-ମାର୍କ ସୌଭେଙ୍କ କହିବା ଅନୁସାରେ ବୈଜ୍ଞାନକ ଗବେଷଣା ଭିତ୍ତିରେ କରାଯାଇଥିବା ଏହି ଆକଳନରେ ଯୌନ ଉତ୍ପୀଡ଼ନକାରୀଙ୍କ ଭିତରେ ଚର୍ଚ୍ଚଗୁଡ଼ିକର ମୁଖ୍ୟ ପାଦ୍ରୀ, ଅନ୍ୟ ଧର୍ମଯାଜକ ଏବଂ ଚର୍ଚ୍ଚ ସହ ସମ୍ପୃକ୍ତ ଅନ୍ୟ ଅଣ-ଧାର୍ମିକ ବ୍ୟକ୍ତିମାନେ ଅଛନ୍ତି।
- ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯିବା ଓ ତାଙ୍କ ପୁଅକୁ ଗିରଫ କରିବା ଦାବି ଜୋର ଧରିଛି। ପ୍ରାୟ ସମସ୍ତ ବିରୋଧୀ ଦଳ ମନ୍ତ୍ରୀଙ୍କ ପୁ୍ଅକୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
- ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତାଗିଦ୍ ଅପରାଧ ନୁହେଁ : ସୁପ୍ରିମକୋର୍ଟ .
- ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲକ୍ଷ୍ମୀପୁର ଅଭିମୁଖେ ବାହାରିଲେ ଭାଇ ରାହୁଲ । ପ୍ରଦର୍ଶନ ବେଳେ ପ୍ରାଣ ହରାଇଥିବା କୃଷକ ଓ ସାମ୍ବାଦିକଙ୍କ ପରିବାରକୁ ଭେଟିବେ ।
- ଆଜିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର; ଜାରି ହେଲା ନୂଆ ଗାଇଡଲାଇନ ।
- କଟକ , ରାସ୍ତା ମଝିରେ ହଠାତ ହେଲା ଜଳ ବିସ୍ପୋରଣ, ରାସ୍ତା ଫଟାଇ ୨୦ ଫୁଟ ଉପରକୁ ଉଠିଲା ପାଣି, ଲୋକେ ଡରିଗଲେ .
- ଦୁର୍ଗାପୂଜା ବେଳକୁ ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା । ୧୦ରେ ସୃଷ୍ଟି ହେବ ଲଘୁଚାପ, ସମୁଦ୍ରରେ ୫ ଦିନ ରହି ବଳ ଗୋଟାଇବା ସମ୍ଭାବନା ।
- ୧୫ କୋଟି G-Mail ବ୍ୟବହାରକାରୀଙ୍କ ଆକାଉଣ୍ଟରେ ରହିବ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ ।
- ନାଗାଲାଣ୍ଡରେ ଚୋରାଚାଲାଣ ବିରୋଧରେ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁଲିସ ୪୮.୧୪ କିଲୋଗ୍ରାମ ଓଜନର ୨୯୦ଟି ସୁନା ଖଣ୍ଡ ଏବଂ ବିପୁଳ ପରିମାଣj ନିଷିଦ୍ଧ ଡ୍ରଗ୍ସ ଜବତ କରିଛି।
|
579 |
Y |
|