# |
Date |
Type |
Current Affairs |
No. Of Views |
Status |
Action |
1171 |
15-01-2024 |
Odia |
-
ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନା ମାର୍ଚ୍ଚ ୧୫ ସୁଦ୍ଧା ଦେଶ ଛାଡିଯିବା ଉଚିତ ।
-
‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମଣିପୁରର ଥୋଉବାଲ୍ରୁ ଆରମ୍ଭ କରିଛନ୍ତି। ଏହି ଯାତ୍ରା ୧୫ଟି ରାଜ୍ୟର ୬୭୦୦ କିମି ଅତିକ୍ରମ କରିବ ଏବଂ ୧୧୦ଟି ଜିଲ୍ଲାରେ ପହଞ୍ଚିବ।
-
ସନ୍ତୋଷୀ ଦୁର୍ଗା ନାମକ ଛତିଶଗଡ଼ର ଜଣେ ମହିଳାଙ୍କୁ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି।ବର୍ତ୍ତମାନ ସୁଦ୍ଧା ସେ ୭୦୦ରୁ ଅଧିକ ଶବ ବ୍ୟବଚ୍ଛେଦ କରିସାରିଲେଣି।
-
ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ।୫୫ଟି ଦେଶର ୧୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି।
-
ଅଭିନେତା ପ୍ରକାଶ ରାଜ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ "ତିନୋଟି ରାଜନୈତିକ ଦଳ" ତାଙ୍କ ପଛରେ ପଡ଼ିଯାଇଛନ୍ତି ।
-
ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ବୟସ ୧୬ବର୍ଷ ହେବ ବୋଲି ଜଣାପଡ଼ିଛି।
-
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବେ ବୋଲି କିଛି ଦିନ ଧରି ଗୁଜବ ଚାଲିବା ପରେ ଆଜି ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ୍ ପାର୍ଟିରୁ ଇସ୍ତଫା ଦେଇଛନ୍ତି।
-
ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍ ଏଜେନ୍ସି ‘ଏପି’ ରିପୋର୍ଟ କରିଛି।
-
ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି।
-
ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି ।
-
ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା ।
-
ହିଟ୍ ଆଣ୍ଡ ରନ୍ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
-
ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି।
-
ଜଣେ ବୃଦ୍ଧ ପିତାଙ୍କୁ ରଖିବା ପୁଅର ପବିତ୍ର କର୍ତ୍ତବ୍ୟ ବୋଲି ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି।
-
ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।
|
374 |
Y |
|
1172 |
15-01-2024 |
English |
-
The Commissionerate Police has arrested a former lecturer for cheating a contractor of more than `7 lakh by impersonating a senior IPS officer and Superintendent of Police (SP) in the state Vigilance department, said Goutam Kisan, the ACP Zone-V Sunday
-
Maldivian President Mohamed Muizzu has asked India to withdraw its military personnel from his country by March 15.
-
Bharat Jodo Nyay Yatra Begins.The yatra will cover a distance of 6,713 km, straddling 100 Lok Sabha constituencies and 337 assembly segments and covering 110 districts. It will conclude in Mumbai March 20 after 67 days.
-
The Odisha government has declared January 17, the day of the dedication of Srimandir Parikrama Prakalpa in Puri, as a public holiday.
-
A total of 10 flights were diverted, nearly 100 delayed and some cancelled at the Delhi airport Sunday morning as low visibility conditions due to dense fog disrupted operations.
-
5T and Nabin Odisha Chairman Kartik Pandian visited the pilgrim town of Puri Sunday and inspected different works of the Srimandir Parikrama Prakalpa ahead of its inauguration January 17.
-
The Primary School Teachers’ Association in Odisha has threatened to go on strike again from January 29 if the state government fails to fulfil their three-point charter of demands.
-
Railway Minister Ashwini Vaishnaw said Sunday he will not contest the Lok Sabha elections from the Balasore constituency, putting speculations to rest.
-
The Opposition in Maharashtra Sunday attacked Union Minister Narayan Rane for his comments on the Shankaracharyas and sought his dismissal from the Narendra Modi government and an apology from the BJP.
-
The Supreme Court has directed the Centre to consider whether the compensation amounts in case of death and grievous injury in hit-and-run accidents can be enhanced annually.
-
We are on the path to victory and we will not stop until we achieve victory said Benjamtin Netanyahu Israel prime Minister.
-
National security advisors of several countries met here Sunday to discuss a peace formula for Ukraine and pushed for early restoration of peace in the war-hit country, with the host Switzerland asserting that India can play a key role with its influence and relations with Russia.
-
Bangalore has overtaken Delhi in terms of the highest number of private cars in India. According to the Delhi Statistical Handbook 2023, released by the state government, the number of private cars registered in Delhi stood at 2.071 million units as March 31 last year, reflecting a 38.8 per cent drop since March 31, 2021
-
Odisha are poised to take a first innings lead against Madhya Pradesh in their Ranji Trophy Elite Group D encounter being played in Indore. At stumps on the third day, Sunday, hosts Madhya Pradesh were 246 for the loss of six wickets in reply to Odisha’s massive first innings score of 498.
-
Ram devotees from various corners of Tripura convened at Swami Vivekananda Maidan in Agartala to mark the 'Pran Pratistha' of Ram Temple in Ayodhya on January 22.
|
356 |
Y |
|
1173 |
14-01-2024 |
Odia |
-
ଚୀନ୍ରୁ ଫେରିବା ପରେ ମୁଇଜୁ ଭାରତ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ କ୍ଷୁଦ୍ର ଦେଶ ହୋଇପାରୁ, କିନ୍ତୁ କେହି ଆମକୁ ଧମକାଇ ପାରିବେ ନାହିଁ କି ଏହି ଲାଇସେନ୍ସ କାହା ପାଖରେ ନାହିଁ।
-
ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତରପ୍ରଦେଶର ୩ ଜଣ ସାଧୁଙ୍କୁ ଗୁରୁବାର ଉଲଗ୍ନ କରି ଆକ୍ରମଣ କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ସାଧୁମାନେ ଅପହରଣକାରୀ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହି ଘଟଣା ଘଟିଛି।
-
ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଚୀନର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏହି ନିର୍ବାଚନରେ ଚାଇନା ସମର୍ଥକ ପ୍ରାର୍ଥୀଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ଚୀନର କଠୋର ବିରୋଧୀ ପ୍ରାର୍ଥୀ ଧମାକାଦାର ବିଜୟ ହାସଲ କରିଛନ୍ତି।
-
ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ ଅଭିଯୋଗ
-
କେରଳର ତିରୁଅନନ୍ତପୁରମ୍ରେ ଥିବା ଦୂରଦର୍ଶନ ଚାନେଲ୍ ଷ୍ଟୁଡିଓରେ ‘ଲାଇଭ୍ ପ୍ରୋଗ୍ରାମ୍’ ପ୍ରସାରଣ ବେଳେ ଶୁକ୍ରବାର ସନ୍ଧ୍ୟାରେ ଜଣେ କୃଷି ବିଶେଷଜ୍ଞ ଚେତା ହରାଇ ମରିଯାଇଥିବା କଥା ପୁଲିସ କହିଛି।
-
ୟୁରୋପର ବିମାନ ନିର୍ମାତା ଏୟାରବସ୍ ୨୦୨୩ରେ ରେକର୍ଡ ସଂଖ୍ୟକ ବିମାନ ବରାଦ ହାସଲ କରିଛି। କଂପାନି ବିଭିନ୍ନ ଦେଶର ଏୟାରଲାଇନ୍ସଠାରୁ ୨୦୯୪ଟି ବିମାନ ଲାଗି ବରାଦ ପାଇଛି।
-
ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏକ ବର୍ଷ ବଢ଼ାଇଛନ୍ତି। ସେ ଏହି ପଦରେ ୨୦୨୫ ଜାନୁଆରି ପର୍ଯ୍ୟନ୍ତ କାମ କରିବେ।
-
ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍ ପେନ୍ ଚୋରି ହୋଇଯାଇଛି।
-
ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦପୂର୍ଣ୍ଣ ହେବାକୁ ଯାଉଛି। ଏହାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ ତାହା ହେଉଛି ହ୍ବାଟସଆପ୍ ୟୁନିଭରସିଟି।
-
ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି।
-
ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦିଆଯିବ ବୋଲି ଜଣାପଡିଛି। ଚେନ୍ନଇରେ ଏହି ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।
-
ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିଏସ୍ପି ନେତା ଅଫ୍ଜଲ ଆନ୍ସାରୀ ତାଙ୍କର ଲୋକସଭା ସଦସ୍ୟ ପଦ ଫେରିପାଇଛନ୍ତି। ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି।
-
ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ୯୨ବର୍ଷ ବୟସରେ ପୁଣେ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି।
-
ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ର ଭର୍ଚୁଆଲ ବୈଠକ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦିଆଯାଇଛି।
-
ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି।
-
ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି।
-
୫ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି।
-
ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ବରିଷ୍ଠ ଅଲ୍ରାଉଣ୍ଡର ମିଚେଲ ସାଣ୍ଟ୍ନର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଶୁକ୍ରବାର ଏଠାରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ରେ ସାଣ୍ଟ୍ନର ଖେଳିନଥିଲେ।
-
ଭ୍ରମଣକାରୀ ଆଫଗାନିସ୍ତାନକୁ ୧ମ ଟି୨୦ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଦଳ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଭାରତ ତରଫରୁ ଶିଭମ୍ ୪୦ଟି ବଲ୍ରୁ ୬୦ ରନ୍ କରି ଅପରାଜିତ ଥିଲେ। ଶିଭମ୍ଙ୍କ ବ୍ୟାଟିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା।
|
376 |
Y |
|
1174 |
14-01-2024 |
English |
-
Israel keeps up bombardments in the Gaza Strip as its deadly war on Hamas reaches 100 days with no end in sight.
-
A consensus emerged on the name of Congress president Mallikarjun Kharge to be chairperson of the Opposition bloc INDIA, while JD(U) chief Nitish Kumar’s name was proposed for convener’s post, pending approval of parties absent at the alliance meeting Saturday, according to sources.
-
The Rahul Gandhi-led Bharat Jodo Nyay Yatra will begin from violencehit Manipur Sunday, in what is being seen as the party’s bid to set the narrative in the run-up to the Lok Sabha polls and put the spotlight on issues such as unemployment, price rise and social justice.
-
Anticipating a huge turnout of around five lakh devotees, five-layer security arrangements have been put in place in Puri, akin to measures taken during the annual Rath Yatra, for the inauguration of the temple heritage corridor project January 17, officials said.
-
Integrated lignite and coal mining and power generation company NLC India Ltd has awarded over `15,000 crore engineering, procurement and construction (EPC) contract to Bharat Heavy Electricals Limited (BHEL) for 2,400 MW pit head green field thermal power project in Odisha, the two companies said
-
Odisha discoms, a joint venture of Tata Power and the Odisha government, is organising the ‘My Odisha, India’s Pride’ contest, which has received over 400 entries from young people in form of paintings, sketches, poems, essays, and short stories.
-
India has registered a strong protest with the UK over the visit to Pakistan Occupied Kashmir (PoK) by its High Commissioner to Islamabad along with another British official.
-
After he failed to appear before the Enforcement Directorate, Chief Minister Arvind Kejriwal has been summoned for the fourth time in less than three months by the agency for questioning January 18 in the Delhi excise policy-linked money laundering case, official sources said Saturday.
-
All the guests coming to the consecration ceremony at the Ram temple January 22 will be given 'Ramraj', the soil extracted during the temple's foundation laying, as a ‘gift', the Uttar Pradesh government said Saturday.
-
Russia launched dozens of attacks over Ukraine overnight, the Ukrainian air force said Saturday, as Kyiv pushes for more air defence. “A total of 40 means of enemy air attack were recorded,” the air force said, adding it destroyed eight missiles.
-
The nationalist Muslim organisation 'Muslim Rashtriya Manch' (MRM) claimed on Saturday that 74% Muslims are happy with the construction of the Ram temple in Ayodhya and believe that Narendra Modi is the most successful Prime Minister of India.
-
Samajwadi Party president Akhilesh Yadav on Saturday thanked the Ram Mandir trust for inviting him to the 'Pran Pratishtha' on January 22 and said he would visit the temple with his family after the event.
-
A case was registered against Andhra Pradesh Deputy Chief Minister Narayana Swamy following a complaint by a Telangana Congress leader that he made derogatory comments against party leader Sonia Gandhi, police said on Saturday.
-
A Delhi court on Saturday sent the six accused arrested in connection with the Parliament security breach case to judicial custody till January 27.
-
Asian Games gold medallists Satwiksairaj Rankireddy and Chirag Shetty Saturday beat World Champion Korean pair of Seo Seung Jae and Kang Min Hyukdished in straight games to advance to the Malaysia Open Super 1000 men’s doubles final in their first tournament of the season.
|
340 |
Y |
|
1175 |
13-01-2024 |
Odia |
-
ଓଡିଶା ଉପକୂଳରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି।
-
ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ(ଇନର୍ କରିଡର୍) କରିବେ।
-
ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି।
-
ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍ ଲେଖିଲେ ତାହା କେବଳ ମେଡିସିନ୍ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। ଯାାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମଟିଏଚ୍ଏଲ୍)ର ଉଦଘାଟନ କରିଛନ୍ତି। ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହାକୁ ଦେଶର ଦୀର୍ଘତମ ସାମୁଦ୍ରିକ ପୋଲ ବୋଲି କୁହାଯାଉଛି
-
ବିଜୁ ଜନତା ଦଳ (ବିଜେଡି)କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ‘ଶଙ୍ଖ’କୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି
-
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।
-
ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।
-
ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
-
କର୍ଣ୍ଣାଟକର ଏକ ଲଜ୍ ରୁମ୍ ମଧ୍ୟକୁ ପଶି ଆନ୍ତଃଧାର୍ମିକ ଦମ୍ପତିଙ୍କୁ ମାଡ଼ ମାରିଥିବା ୬ଜଣ ବ୍ୟକ୍ତିଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।
-
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ‘ପ୍ରୋଜେକ୍ଟ ପଞ୍ଛି’ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲା।
-
ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।
-
କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।
-
ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ।
-
UIDAI ଓ୍ବେବସାଇଟ୍ ଅନୁଯାୟୀ, ସାଧାରଣତଃ ଆଧାର କାର୍ଡ ୯୦% ଅପ୍ଡେଟ୍ ଅନୁରୋଧ ୩୦ ଦିନ ମଧ୍ୟରେ ପୂରଣ ହୋଇଥାଏ।
-
୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନର ଭଗ୍ନାବଶେଷ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂରରେ ଠାବ ହୋଇଛି।
-
ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ସାମିଲ ହେବେନାହିଁ।
-
ମହାନଦୀ ଜଳବିବାଦ ମାମଲାର ବିଚାର ପାଇଁ ଗଠିତ ଟ୍ରିବ୍ୟୁନାଲ୍ ଆଜି ଝାଡ଼ଖଣ୍ଡ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ପୂର୍ବ ନିର୍ଦ୍ଦେଶ ସତ୍ତ୍ବେ ଝାଡ଼ଖଣ୍ଡ ସରକାର ସାକ୍ଷୀ ତାଲିକା ଓ ସତ୍ୟପାଠ ଦାଖଲ କରିପାରିନଥିବାରୁ ପ୍ରବଳ ବିରକ୍ତ ହୋଇଥିଲେ ଟ୍ରିବ୍ୟୁନାଲ୍ ।
-
ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜିତେନ୍ଦ୍ରଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି।
-
ଲ୍କିସ୍ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ।
|
388 |
Y |
|
1176 |
13-01-2024 |
English |
-
The Delhi High Court Friday refused to entertain a petition filed by the Odisha Bharatiya Janata Party (BJP) general secretary Jatin Mohanty against the Biju Janata Dal (BJD) and the Odisha government for using the ‘conch’ symbol in advertisements of various state government schemes.
-
Acting on the direction of the Orissa High Court, the state government has instructed doctors in the state to write post-mortem reports, prescriptions and medico legal reports in block letters or legible handwriting or typed form only so that their handwriting doesn’t create any confusion.
-
India Friday conducted a successful flight test of the new generation AKASH missile from the Integrated Test Range (ITR), Chandipur off the coast of Odisha, officials said.
-
The wreckage of a transport aircraft of the Indian Air Force (IAF) has been located at the depth of around 3.4 km in the Bay of Bengal, nearly seven-and-a-half years after the plane with 29 personnel on board went missing.
-
The Mahanadi Water Disputes Tribunal Friday continued the cross-examination of the witness produced by Odisha on the aspect of socio-economic development in Mahanadi basin of the state.
-
Rituals for the grand opening of the Srimandir Parikrama Prakalpa began here Friday with Gajapati Maharaja Dibyasingha Deb inviting priests for the ‘Maha Yajna’ which will begin January 15.
-
A team of Vigilance sleuths has recovered approximately `24.24 lakh cash among other valuables, from the possession of an OMVD traffic inspector.
-
Over 1.40 lakh overage vehicles were scrapped in the financial year 2022-23 as against 4,923 deregistered vehicles in the 2021-22 fiscal, according to the Statistical Handbook-2023.
-
The Delhi government launched the 'Sugamya Sahayak' scheme to empower the persons with benchmark disabilities by providing them aids and appliances, Social Welfare Minister Raaj Kumar Anand said Thursday.
-
The AAP’s Rajya Sabha nominees in Delhi -- Sanjay Singh, ND Gupta and Swati Maliwal -- have been elected unopposed, officials said Friday. No candidate from any other party filed nomination for the elections.
-
The ED resumed its raids Friday and searched the residences of state Fire and Emergency Services Minister Sujit Bose, TMC MLA Tapas Roy and another TMC leader in connection with the alleged irregularities in civic body recruitments.
-
The Supreme Court Friday took cognisance of termination of the services of six women civil judges by the Madhya Pradesh government for their unsatisfactory performance and issued notice to the registrar general of the high court seeking a response.
-
Japan successfully launched a rocket carrying a government intelligence-gathering satellite Friday on a mission to watch movements at military sites in North Korea and to improve responses to natural disasters.
-
British Prime Minister Rishi Sunak Friday travelled to the Ukrainian capital of Kyiv on a surprise visit after unveiling GBP 2.5 billion for 2024-25 in military aid to the country locked in conflict with Russia, an increase of GBP 200 million on the previous two year.
-
Indian Oil Corp, the country’s top refiner, will open 300 ethanol fuel stations, federal road transport minister Nitin Gadkari said Friday.
-
India’s edible oil imports declined 16 per cent annually in December to 13.07 lakh tonne due to lower shipments of crude and refined palm oils, according to industry data released Friday.
-
Delhi Chief Minister Arvind Kejriwal has been summoned for questioning by the Enforcement Directorate for the fourth time. He has been asked to appear before the probe agency on January 18.
-
The Supreme Court on Friday told a lawyer, who was sentenced to six months imprisonment after being held guilty of criminal contempt for making "scandalous, unwarranted and baseless imputations" against several sitting judges of the Delhi High Court.
-
Three key education officers have been suspended nearly a month after the CBSE cancelled the affiliation of 25 schools in Manipur over alleged paperwork fraud.
-
A delegation representing the Ram Temple Trust on Friday called on President Droupadi Murmu and formally invited her to attend the consecration ceremony in Ayodhya on January 22.
|
381 |
Y |
|
1177 |
12-01-2024 |
Odia |
-
ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି। ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ।
-
ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ଶେଓ୍ବାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି।
-
ବିବାଦ ପରେ ବି କିଛି ଭାରତୀୟ ମାଳଦ୍ବୀପ ବୁଲି ଯାଉଥିବା ସାମ୍ନାକୁ ଆସିଛି। ଗତ ୩ଦିନ ମଧ୍ୟରେ ମାଳଦ୍ବୀପକୁ ୧୪୦୦ରୁ ଅଧିକ ଭାରତୀୟ ବୁଲିବାକୁ ଯାଇଥିବା ସାମ୍ନାକୁ ଆସିଛି।
-
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସିଟ୍ ବାଣ୍ଟିବା ନେଇ କଂଗ୍ରେସ ସହିତ ବୈଠକ କରିବ ନାହିଁ।
-
ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଇନ୍ଦୋର ସପ୍ତମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ଇନ୍ଦୋର ସହିତ ମିଳିତ ଭାବେ ସୁରଟ ମଧ୍ୟ ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛି।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ। ଭୁବନେଶ୍ୱରକୁ ମିଳିଛି ୱାଟର ପ୍ଲସ୍ ଉତ୍କର୍ଷତା ଆୱାର୍ଡ।
-
ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୪.୭୦ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି। ଆୟକର ବିଭାଗ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।
-
ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ପତଞ୍ଜଳି ଗୁରୁକୁଳମ୍ର ଶିଳାନ୍ୟାସ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ ଅତିଥି ଭାବେ ଯୋଗଦେଇ ଭାରତର ଏହି ସର୍ବବୃହତ ଗୁରୁକୁଳ ସମେତ ଆଚାର୍ଯ୍ୟକୂଳମର ନୂଆ ଶାଖାର ଶିଳାନ୍ୟାସ କରିଥିଲେ।
-
ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୩୮୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଗୁଡିକ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲାର ୧୪୯ ହାଇସ୍କୁଲ, ଝାରସୁଗୁଡ଼ାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡ଼ାର ୧୧୨, ବରଗଡ଼ର ୬୦ ରୂପାନ୍ତରିତ ସ୍କୁଲ।
-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି ।
-
ରାଜ୍ୟ ସରକାର ରାଜ୍ୟର ୧୨୭ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୭୧୩.୬୫ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
-
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍ ନେଶନ୍,ଓ୍ବାନ୍ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍ ନେଶନ୍,ଓ୍ବାନ୍ ଇଲେକ୍ସନ’ ଠିକ ନୁହେଁ।
-
ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍ସିଆର୍ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି।
-
ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି।
-
୨୦୨୩ ବର୍ଷ ପାଇଁ ଶାହରୁଖ୍ ଖାନ୍ଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ କରାଯାଇଛି।
-
ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର କାରଣ ହେଉଛି ବିଶ୍ବବ୍ୟାପୀ ଅର୍ଥନୈତିକ ମନ୍ଥରତା ମଧ୍ୟରେ ଅନ୍ୟ ଦେଶ ତୁଳନାରେ ଭାରତର ଅର୍ଥନୀତି ଅଧିକ କୋହଳ ରହିଛି।
-
ସର୍ବେକ୍ଷଣ ଅନୁସାରେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୦୨୪ରେ ୬.୭% ହାରାହାରି ବେତନ ବୃଦ୍ଧି(୨୦୨୩ରେ ୬.୮%) ସହ ଭିଏତନାମ ଦ୍ବିତୀୟ ସ୍ଥାନରେ ରହିଛି, ଏହାପରେ ୬.୫%(ଗତ ବର୍ଷ ୬.୪%) ସହ ଇଣ୍ଡୋନେସିଆ ରହିଛି।
-
ମାରାତ୍ମକ ନିପା ଭାଇରସ ପାଇଁ ସିଏଚ୍ଏଡିଓକ୍ସ୧ ଏନ୍ଆଇଭି ନାମକ ଟିକାର ସଫଳ ପ୍ରି-କ୍ଲିନିକାଲ ପରୀକ୍ଷଣ ପରେ ଏହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ରୁ ୫୫ ବର୍ଷ ବୟସର ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି।
-
ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍। ବିଲ୍ ଗେଟ୍ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା।
-
ବର୍ତ୍ତମାନ ପରିସ୍ଥିତିରେ ୟୁପିଆଇ ହେଉଛି ବିଶ୍ବର ସବୁଠୁ ଶ୍ରେଷ୍ଠ ପେମେଣ୍ଟ୍ (ପୈଠ) ବ୍ୟବସ୍ଥା। ଏହା ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ପରିଣତ ହୋଇଛି।
|
365 |
Y |
|
1178 |
12-01-2024 |
English |
-
A brief Budget Session of Parliament is likely to start January 31 and conclude February 9, sources said Thursday. President Droupadi Murmu will address a joint sitting of the two Houses January 31, they said.
-
All four Shankaracharyas – pontiffs of major Hindu shrines – will not attend the consecration ceremony of the Ram temple in Ayodhya January 22, the Scroll reported.
-
Chief Minister Naveen Patnaik Thursday unveiled the logo of the first World Odia Language Conference (Biswa Odia Bhasa Sammilani) with the tagline ‘Language in the Future’. Language in the Future’. The conference is scheduled to take place from February 3 to 5.
-
The state government has adopted a wellplanned strategy to ensure the overall safety and security of tribal students in all SSD schools and hostels especially girl boarders.
-
In view of the fact that the newly inaugurated Ayodhya airport will witness unprecedented rush January 22 when the Pran Pratishtha ceremony takes place at the Ram temple, concerned officials have decided to adopt the ‘drop-and-move’ policy.
-
IT major Google will develop a digitisation agenda for Telangana in farming, education and health sectors.
-
The Uttar Pradesh government has unveiled a plan to boost religious tourism and improve sanitation along the Saryu Ghats in Ayodhya by installing 500 pre-fabricated toilets along the river bank.
-
National Conference (NC) president Farooq Abdullah did not appear before the Enforcement Directorate .
-
The situation in Jammu and Kashmir’s Rajouri-Poonch region is a matter of “concern” and enhancing deployment of troops, boosting intelligence apparatus and reaching out to local people are part of measures being initiated to contain terrorist activities in the area, Chief of Army Staff Gen Manoj Pande said Thursday.
-
The India Meteorological Department will provide panchayat-level weather forecast from next week, particularly to help small farmers plan farming better and cut down climate-induced losses, its chief Mrutyunjay Mohapatra said Thursday.
-
Indore bagged the cleanest city of India title for the seventh time in a row while Surat came out a joint winner for the top rank in the Central government’s annual cleanliness survey, the results of which were announced Thursday.
-
The Supreme Court Thursday extended by six months the interim bail of former Maharashtra minister Nawab Malik in a money laundering case.
-
The UK government will introduce new legislation to overturn the convictions of hundreds of post office managers who were wrongly convicted of theft and fraud.
-
Papua New Guinea’s Prime Minister declared a state of emergency Thursday, suspending government and police officials after 16 people were killed in rioting in the Pacific island nation.
-
The net direct tax collection so far this fiscal rose 19.41 per cent to Rs 14.70 lakh crore, reaching about 81 per cent of the full-year target, the income tax department said Thursday.
-
Rating agency ICRA expects the government to peg the fiscal deficit target at 5.3 per cent of GDP and keep disinvestment proceeds estimates to below Rs 50,000 crore in the interim budget for 2024-25.
-
India’s fringe players, led by Shivam Dube, made the opportunity count to set up a six-wicket win over Afghanistan in the first T20I of the three-match series here Thursday.
-
Prime Minister Narendra Modi will inaugurate the Atal Bihari Vajpayee Sewri--Nhava Sheva Atal Setu, built at cost of about ₹ 17,840 crore.
-
West Bengal Chief Minister Mamata Banerjee has once again asked the central government to change the name of her state to 'Bangla'.
-
The Lok Sabha Secretariat on Thursday revoked the disqualification of BSP leader Afzal Ansari as a member of the Lower House after the Supreme Court conditionally suspended his conviction in a Gangsters Act case.
|
381 |
Y |
|
1179 |
11-01-2024 |
Odia |
-
ଓଡିଶା ରାଜ୍ୟ ସରକାର ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନବୀନ ନିବାସରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
-
ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି ।
-
ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।
-
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ।ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ ।
-
ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି ।
-
ଅଯୋଧ୍ୟାର ରାମମନ୍ଦିରକୁ ଉତ୍ତରପ୍ରଦେଶ ଏଟାହ ଜିଲ୍ଲାର ଜଲେସର ସହରରୁ ୨୪୦୦ କେଜି ଓଜନର ଏକ ବିଶାଳ ଘଣ୍ଟି ମିଳିବାକୁ ଯାଉଛି। ଯାହା ୨୫ ଲକ୍ଷ ଟଙ୍କାରେ ଅଷ୍ଟଧାତୁରେ ନିର୍ମିତ ହୋଇଛି।
-
ଆମେରିକା ଓ ବ୍ରିଟେନର ନୌସେନା ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ୧୮ଟି ଡ୍ରୋନ୍ ଏବଂ ୩ଟି କ୍ଷେପଣାସ୍ତ୍ରକୁ ଗୋଟିଏ ରାତିରେ ନଷ୍ଟ କରିଛି।
-
ଆମେରିକାର ଘରୋଇ କମ୍ପାନି ଆଷ୍ଟ୍ରୋବୋଟିକ୍ର ଚନ୍ଦ୍ର ଲ୍ୟାଣ୍ଡର ମିସନ ବିଫଳ ହୋଇଥିବା ନେଇ ମଙ୍ଗଳବାର ପ୍ରକାଶ କରିଛି।
-
ଗୋଆର ଏକ ସର୍ଭିସ ଆପାର୍ଟମେଣ୍ଟରେ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ସେଠ୍ ବାଳକକୁ ଶ୍ବାସରୁଦ୍ଧ କରିବା ପାଇଁ ତଉଲିଆ କିମ୍ବା ତକିଆ ବ୍ୟବହାର କରିଥିବା ଡାକ୍ତର କହିଛନ୍ତି।
-
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ଗ୍ରୀନ୍ ଏନର୍ଜି ଆଣ୍ଡ୍ ରିନ୍ୟୁଏବଲ୍ ସେକ୍ଟର (ସବୁଜ ଶକ୍ତି ଏବଂ ନବୀକରଣ ଯୋଗ୍ୟ କ୍ଷେତ୍ରରେ) ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା ରଖିଛି
-
ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ।
-
ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅଗ୍ରାଧିକାର କ୍ଷେତ୍ର ଲାଗି ୨,୦୦,୬୦୮ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି।
-
ବିଶ୍ବର ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜ୍ ବିନାନ୍ସକୁ ଆପଲ୍ ଏହାର ଆପ୍ ଷ୍ଟୋର୍ରୁ ହଟାଇଦେଇଛି। ବିଟ୍ଫିନେକ୍ସ, ଏଚ୍ଟିଏକ୍ସ ଓ କୁକଏନ୍ ଭଳି ଆଠଟି କ୍ରିପ୍ଟୋ ଏକ୍ସଚେଞ୍ଜ୍ ଆଉ ଆପ୍ ଷ୍ଟୋର୍ରେ ନାହିଁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆପ୍ଗୁଡ଼ିକୁ ହଟାଇ ଦିଆଯାଇଛି।
-
ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି।
-
ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ।
-
୧୯୬୨ରେ ଭାରତ-ଚାଇନା ଯୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ରିଗେଡିୟର(ଅବସରପ୍ରାପ୍ତ) AJS ବହଲଙ୍କର ୮୨ବର୍ଷରେ ଦେହାନ୍ତ ହୋଇଛି।
-
୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି।
-
କେରଳର ଜଣେ ପ୍ରଫେସରଙ୍କ ପାପୁଲି କାଟିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସହାବକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୋର୍ଟ ଜାନୁଆରୀ ୨୪ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି।
-
ଶ୍ରୀଲଙ୍କାର କାଣ୍ଡିରେ ଆଇଆଇଟି ମାଡ୍ରାସର ଏକ ନୂଆ କ୍ୟାମ୍ପସ ଆରମ୍ଭ ହେବ ବୋଲି ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ଡଃ ସୁଶୀଲ ପ୍ରେମଜୟନ୍ତା କହିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରେମାସିଂହ ୨୦୧୪ ବର୍ଷ ପାଇଁ ପ୍ରସ୍ତାବିତ ବଜେଟରେ ଏହା ଅନ୍ତର୍ଭୁକ୍ତ ହୋଇଛି।
|
369 |
Y |
|
1180 |
11-01-2024 |
English |
-
In a relief to Maharashtra Chief Minister Eknath Shinde, Assembly Speaker Rahul Narwekar Wednesday held that the Shiv Sena faction led by him was the “real political party” when rival groups emerged in June 2022.
-
The Congress Wednesday announced that party chief Mallikarjun Kharge, Sonia Gandhi and Adhir Ranjan Chowdhury have “respectfully declined” the invitation to attend the Ram Temple consecration ceremony, alleging that it has been made into a “political project” by the BJP and the RSS for “electoral gain”
-
Ram Mandir Inauguration: The Ram temple in Ayodhya is set to receive a bell weighing 2,400 kg. The monumental bell has been made of 'ashtadhatu' (eight metals) and costs ₹ 25 lakhs.
-
In reaction to Maharashtra Assembly Speaker Rahul Narwekar giving the verdict that the Eknath Shinde faction was real Shiv Sena following the June 2022 split in the party, Aaditya Thackeray said that he has never seen a more "shameless verdict".
-
Andhra Pradesh High Court granted bail to former Chief Minister N Chandrababu Naidu in three cases including the Inner Ring Road case, Liquor case and Sand Policy case.
-
International Working President, Vishva Hindu Parishad Alok Kumar on Wednesday said that BJP veteran LK Advani will attend the Ram Temple "Pran Pratistha" ceremony on January 22 in Ayodhya.
-
US stock exchange Nasdaq has held talks with Indian authorities on potentially allowing local Indian companies to list directly on foreign stock exchanges, a senior Nasdaq executive said.
-
The maximum speed limit for four-wheelers on the Mumbai Trans Harbour Link (MTHL) will be 100 kmph, while motorbikes, autorickshaws and tractors won't be allowed on the sea bridge, the police said on Wednesday.
-
A Delhi Court on Wednesday extended till January 20 the judicial custody of AAP leaders Manish Sisodia and Sanjay Singh in a money laundering case related to the alleged excise scam.
-
A special court in Mumbai permitted Jet Airways founder Naresh Goyal, an accused in the alleged fraud of ₹ 538 crore on Canara Bank, to meet his ailing wife on January 13 on humanitarian grounds.
-
In a key development spearheaded by the Ministry of Health and Family Welfare, Delhi-based Skye Air has secured a major mandate to enhance healthcare accessibility in the eastern region.
-
As per the direction of Chief Minister Naveen Patnaik, 5T & Nabin Odisha Chairman Kartik Pandian visited Khurda and Nayagarh Wednesday and reviewed the progress of various developmental works in these districts. He also interacted with students and general public.
-
The State-Level Single Window Clearance Authority (SLSWCA), chaired by Chief Secretary PK Jena, approved 14 projects worth `1,713.65 crore that world create employment opportunities for 5,134 individuals, Wednesday.
-
Forest department personnel of Bhitarkanika National Park will carry out a three-day enumeration drive of dolphins from January 20. The census will end January 22 and will be conducted from Dhamara to Mahanadi river mouth within the Bhitarkanika mangrove wetlands and also in rivers within Gahirmatha Marine Sanctuary.
-
Chinese President Xi Jinping Wednesday held talks with his Maldivian counterpart Mohamed Muizzu after which the two countries signed 20 key agreements and elevated their bilateral ties to a comprehensive strategic cooperative partnership.
-
India’s economy is likely to surpass $4 trillion in 2024-25 and further escalate to $5 trillion by 2026-27, according to a PHDCCI report released Wednesday.
-
The spotlight will be only on the returning Rohit Sharma as his long-time colleague Virat Kohli pulled out of the opening T20I against Afghanistan due to “personal reasons” ahead of the first ever white-ball series between the two teams, beginning here Thursday
-
In good news for bibliophiles, two publishers Penguin Random House India (PRHI) and Cambridge University Press will come together for the first time to host a one-of-its-kind literature festival and book fair in Nagaland, starting February 9.
-
The fifth census of migratory birds and a festival on conservation of winged species at Kaziranga National Park in Assam have begun with participation of hundreds of enumerators, students and volunteers, a senior official said Wednesday.
-
Rourkela has emerged among the top 15 pioneer cities within the country in the ‘Streets for People and India Cycles for Change’ programme. This programme has been conducted by the Union Ministry of Housing and Urban Affairs and ended recently.
|
358 |
Y |
|