# |
Date |
Type |
Current Affairs |
No. Of Views |
Status |
Action |
1241 |
06-12-2023 |
Odia |
-
ଦେଶରେ ହ୍ରାସ ପାଉଥିବା ଜନ୍ମହାର ମୁକାବିଲା କରିବା ଲାଗି ଅଧିକ ସନ୍ତାନସନ୍ତତି ଜନ୍ମ କରିବା ଲାଗି ନାରୀମାନଙ୍କୁ ନିବେଦନ କରିବା ବେଳେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ କାନ୍ଦି ପକାଇ ଥିବା କଥା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
-
ଦେଶରେ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅଧୀନରେ ମାମଲା ସଂଖ୍ୟା ୨୦୨୧ ତୁଳନାରେ ୨୦୨୨ରେ ୨୩ ପ୍ରତିଶତ ବୃଦ୍ଧି ପାଇଛି ।
-
ଏ ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି।
-
୨୦୧୧-୨୦୨୦ ହେଉଛି ବିଶ୍ବର ସବୁଠୁ ଉତ୍ତପ୍ତ ଦଶନ୍ଧି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି।
-
ମିଲେଟ (ପୁଷ୍ଟିଶସ୍ୟ) ଗ୍ରହଣୀୟତା ବଢ଼ିବା ପରେ ଏହାର ଚାହିଦା ଓ ଯୋଗାଣରେ ତାରତମ୍ୟ ଦେଖାଦେଇଛି। ଯୋଗାଣଠାରୁ ଚାହିଦା ଅଧିକ ଥିବାରୁ ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଦାମ୍ରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।
-
ଦେଶରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି। ୨୦୨୨ ମସିହାରେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦିନକୁ ୪୬୮ ଜଣ ।
-
ଇଡି ଜବତ କରିଥିବା ୧୫,୧୮୬ କୋଟି ଟଙ୍କା ସରକାରୀ ବ୍ୟାଙ୍କଗୁଡ଼ିକୁ ଫେରାଇ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
-
ଭାରତ ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ। ୨୦୨୩ରୁ ୨୦୨୬ ମଧ୍ୟରେ ଦେଶର ଅଭିବୃଦ୍ଧି ହାର ୬.୪ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ଆକଳନ କରିଛି।
-
ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍ସେକ୍ସ ପ୍ରଥମ ଥର ଲାଗି ୬୯,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଛି। ଗତକାଲିର ବନ୍ଦ ତୁଳନାରେ ସେନ୍ସେକ୍ସ ୪୩୧ ପଏଣ୍ଟ ବୃଦ୍ଧିପାଇ ୬୯,୨୯୬ ପଏଣ୍ଟରେ ବନ୍ଦ ହୋଇଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୱେଲ୍ସ୍ପନ୍ ଗ୍ରୁପ୍ର ୬,୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ଇଣ୍ଡୋନେସିଆ ସମେତ ଚାରିଟି ଦେଶ ଗସ୍ତ କରିବେ। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସେ ବିଦେଶ ଗସ୍ତ କରିବେ।
-
ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର।
-
ଦେଶରେ ସବୁଠାରୁ ସୁରକ୍ଷିତ ସହର କେଉଁଟି? ଆପଣ ଜାଣନ୍ତି କି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି।
-
ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଶ୍ୱର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଭାରତର ୩ବଡ କମ୍ପାନୀ ଏଣ୍ଟ୍ରି କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ଏହି ୩ବଡ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକାଲ(ଏଚଏଏଲ), ଭାରତ ଇଲୋକ୍ଟ୍ରନିକ୍ସ(ବିଇଏଲ) ଓ ମଜାଗୋନ ଡକ୍ସ(ଏମଡିଏଲ) ବିଶ୍ୱର ଅସ୍ତ୍ରଶସ୍ତ୍ର ତିଆରି କରିବା ଭୂମିକାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।
-
ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍ ବ୍ୟାଙ୍କ ବିଜ୍ନେସ୍ ଏକ୍ସିଲେନ୍ସ ପୁରସ୍କାର -୨୦୨୩’ ହାସଲ କରିଛି।
-
ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍ସ ଲିଡର ଅଫ୍ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।
-
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।
-
ଭୀଷଣ ବାତ୍ୟା ‘ମିଗଜୋମ୍’ ଆନ୍ଧ୍ର ଉପକୂଳରେ ମାଡ଼ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ବାପାଟଲା ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଛି।
-
ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଡିସେମ୍ବର ୧୦ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ସହିତ ଏହି ମ୍ୟାଚ ଆରମ୍ଭ ହେବ।
|
406 |
Y |
|
1242 |
06-12-2023 |
English |
-
Shri Rashtriya Rajput Karni Sena's president Sukhdev Singh Gogamedi was shot dead in the living room of his house here Tuesday by three armed men, one of whom was also killed in retaliatory firing, police said.
-
Odisha witnessed 542 cases of cybercrime against women in 2022, which is the highest in India, according to the latest report released by the National Crime Records Bureau (NCRB).
-
With eight murders stemming from political rivalry in 2022, Odisha was ranked second behind Jharkhand (17) in the country.
-
Odisha has witnessed 8.65 per cent rise in incidents of suicides last year, as per the latest data shared by NCRB.
-
English Wikipedia raked in more than 84 billion views this year, according to numbers released Tuesday by the Wikimedia Foundation, the non-profit behind the free, publicly edited online encyclopedia. And the most popular article was about ChatGPT (yes, the AI chatbot that's seemingly everywhere today).
-
Carbon emissions in India are projected to increase in India by 8.2 per cent in 2023 and by 4 per cent in China, according to an international research.
-
Mizoram’s outgoing chief minister Zoramthanga Tuesday resigned as the Mizo National Front (MNF) president after a 33-year-long stint as its chief, following the party’s defeat in the assembly polls.
-
The Enforcement Directorate Tuesday raided 13 premises in Haryana and Rajasthan as part of a money laundering investigation against an alleged member of the Lawrence Bishnoi gang and some linked persons, official sources said.
-
Israeli forces stormed the main city in the southern Gaza Strip Tuesday and hospitals struggled to cope with scores of Palestinian dead and wounded.
-
Teenagers’ mathematics and reading skills are in an unprecedented decline across dozens of countries and COVID school closures are only partly to be blamed, the OECD said Tuesday in its latest survey of global learning standards.
-
Mineral production increased by 5 per cent in September as compared to the year-ago period, the government said Tuesday.
-
Banks have written off `10.57 lakh crore during the last five financial years, of which `5.52 lakh crore was in respect of loans pertaining to large industries, the government informed the Parliament Tuesday.
-
Solar power generation capacity can go up to 75,000 gigawatts by 2050 globally with long-duration storage c ap a c i t y, a re p o r t by t h e International Solar Association (ISA) and LDES Council, said.
-
India will become the world’s third largest economy by 2030, S&P Global Ratings said Tuesday as it forecast the nation’s GDP growth reaching 7 per cent in 2026-27 fiscal year.
-
Telangana Congress chief A Revanth Reddy, who switched from the TDP in 2017 and spearheaded the successful electoral campaign against the BRS, was Tuesday named as the new Chief Minister of the state.
-
Chief Minister Naveen Patnaik Tuesday approved a proposal for modernisation of Tusura airstrip in Bolangir and sanctioned Rs 65 crore for the project.
-
A 15-yearold boy allegedly killed the owner of an eatery where he was working with a stone slab after he was not paid his monthly wage of `1,500 for a long, and abused and assaulted whenever he asked for it, police said Tuesday.
-
In a move aimed at easing vehicular pollution, the state Cabinet, chaired by Chief Minister Naveen Patnaik, Tuesday approved waiver of Motor Vehicle (MV) Tax and penalty pending against more than 50,000 vehicle owners as it would go a long way towards scrapage of their old and polluting vehicles.
-
RJD national vice president Shivanand Tiwary was sentenced to one year in prison by a Patna court in a criminal defamation suit filed by Bihar minister Sanjay Kumar Jha five years ago.
-
Union Minister Rajeev Chandrasekhar met social media platforms to review progress made by them in tackling misinformation and deepfakes, and asserted that advisories will be issued in the next two days to ensure 100 per cent compliance by platforms.
|
420 |
Y |
|
1243 |
05-12-2023 |
Odia |
-
ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ୍ପିଏମ୍ ଦଳର ବିଜୟ ପରେ ଏହାର ମୁଖ୍ୟ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ୭୩ ବର୍ଷୀୟ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ।
-
ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଜିଭିଏଲ୍ ନରସିଂହ ରାଓଙ୍କ ପ୍ରସ୍ତାବ ଉପରେ ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।
-
ତେଲେଙ୍ଗାନାର କାମାରେଡ୍ଡୀ ଆସନରେ ବିଜେପିର କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଭୋଟ ପାଇ ବିଆର୍ଏସ୍ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପରାସ୍ତ କରିଛନ୍ତି
-
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ ପାତ୍ରଙ୍କୁ ପୁନଃମନୋନୀତ କରାଯାଇଛି।
-
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା
-
ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି।
-
ଦେଶର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ନିବେଶକମାନେ ମନଖୋଲା କାରବାର କରିବାରୁ ଉଭୟ ବଜାରର ସୂଚୀ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଆଜି ୧୩୮୩.୯୩ ପଏଣ୍ଟ୍ ବୃଦ୍ଧି ପାଇ ୬୮,୮୬୫ ପଏଣ୍ଟ୍ରେ ବନ୍ଦ ହୋଇଛି।
-
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନିଜ ସଂସ୍ଥାକୁ ଉଦ୍ଧାର କରିବା ଲାଗି ବାଇଜୁସ୍ର ମୁଖ୍ୟ ବାଇଜୁ ରବିନ୍ଦ୍ରନ ନିଜ ଓ ପରିବାରବର୍ଗଙ୍କ ନାମରେ ଥିବା ଘର ବନ୍ଧକ ରଖିଛନ୍ତି। ବେଙ୍ଗାଲୁରୁରେ ଥିବା ଦୁଇଟି ଘରକୁ ବନ୍ଧକ ରଖି ସେ ୧୨ ନିୟୁତ ଡଲାର ( ପ୍ରାୟ ୧୦୦ କୋଟି ଟଙ୍କା) ଋଣ ଆଣିଛନ୍ତି।
-
ବିଶ୍ବର ଚର୍ଚ୍ଚିତ ଭର୍ଚୁଆଲ ମୁଦ୍ରା ବିଟ୍କଏନ୍ ଦାମରେ ପୁଣି ଥରେ ବୃଦ୍ଧିର ଧାରା ଆରମ୍ଭ ହୋଇଛି। ଗୋଟିଏ ବିଟ୍କଏନ୍ର ଦାମ୍ ୪୦,୦୦୦ ଡଲାରରୁ ଅଧିକ ହୋଇଯାଇଛି।
-
ସପ୍ତାହକ ଭିତରେ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପତ୍ତିରେ ୫୬୦ କୋଟି ଡଲାର (ପ୍ରାୟ ୪୬,୬୦୦ କୋଟି ଟଙ୍କା)ର ବୃଦ୍ଧି ଘଟିଛି।
-
ଦେଶରେ ବହୁ ସଂଖ୍ୟାରେ ନୂତନ କଂପାନି ଗଠନ ହେଉଛି। ଅଧିକାଂଶ କଂପାନି ସେବା କ୍ଷେତ୍ରରେ ସ୍ଥାପନ କରାଯାଉଛି। ମାନୁଫାକ୍ଚରିଂ କ୍ଷେତ୍ରରେ ମଧ୍ୟ ନୂଆ କଂପାନି ଗଠନ ସଂଖ୍ୟା ଉଲ୍ଲେଖନୀୟ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ନୂତନ କଂପାନି ଗଠନ କରାଯାଇଛି।
-
ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଛି।
-
ଦେଶରେ ମହିଳା ମାନଙ୍କ ପ୍ରତି ୨୦୨୨ରେ ୪ ପ୍ରତିଶତ ବୃଦ୍ଧି ପାଇଛି ଅପରାଧ।
-
ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି।
-
ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍ ଓ କିସ୍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ୍ ପୁରସ୍କାର।
-
କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର।
-
ପୁରୀ:ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ମଠ ଓ ମନ୍ଦିର ; ଶ୍ରୀଜଗନ୍ନାଥ ସଂସ୍କୃତିର କଳା ସ୍ଥାପତ୍ୟ ବି ଏଥିରେ ସ୍ଥାନିତ ହେବ।
-
ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡକୁ ମାଡି ଆସୁଛି। ଘଣ୍ଟାପ୍ରତି ୧୦କି.ମି. ବେଗରେ ଆଗକୁ ମାଡୁଛି।
-
ପ୍ରଥମ ଦିନରେ ଲୋକସଭାରେ ଅଧିବକ୍ତା (ସଂଶୋଧନ) ବିଧେୟକ ୨୦୨୩ ଓ ରାଜ୍ୟସଭାରେ ଡାକଘର ବିଧେୟକ ୨୦୨୩କୁ ମଞ୍ଜୁରୀ ମିଳିଛି। ବିଧେୟକ ମଞ୍ଜୁରୀ ଲାଭ ପରେ ଆସନ୍ତାକାଲି କଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରହିଛି।
-
ନୌସେନା ଦିବସରେ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ତାରକାରଲି ବେଳାଭୂମିରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ନୌସେନାର ପଦବୀକୁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନୂତନ ନାମ ଦିଆଯିବ।
|
394 |
Y |
|
1244 |
05-12-2023 |
English |
-
The Propulsion Module (PM) of Chandrayaan-3 has been moved from an orbit around the Moon to an orbit around Earth, ISRO has said, terming the operation a unique experiment.
-
Byju Raveendran, the eponymous founder of edtech titan Byju's, has pledged his home as well as those owned by his family members to raise money for paying employees as the company battles a cash crunch
-
The Securities Appellate Tribunal (SAT) set aside the penalty imposed by Sebi on Mukesh Ambani and two other entities in a case related to alleged manipulative trading in the shares of erstwhile Reliance Petroleum Ltd (RPL).
-
IPhone maker Apple's vendor TDK will set up its lithium-ion battery plant in Haryana, Minister of State for Electronics and IT Rajeev Chandrasekhar said on Monday.
-
Union Minister Ramdas Athawale called on Tibetan spiritual leader the Dalai Lama in Dharamshala to invite him for the 'Dhamma Diksha', an international conference on Buddhism to be held in Mumbai.
-
Adani group shares extended gains on Monday amid a record breaking rally in the broader market following state poll results, taking the total market valuation of group companies to close ₹ 12 lakh crore mark.
-
The air quality in the national capital was in the lower spectrum of the 'very poor' category on Monday while the minimum temperature settled at 14.6 degrees Celsius, five notches above the season's average.
-
The Zoram People’s Movement (ZPM) stormed to power in Mizoram by dethroning the Mizo National Front (MNF) bagging 27 seats in the 40- member House Monday. The MNF won 10 seats, BJP (2) and Congress (1), Election Commission officials said.
-
With 7,327 cases of assault on women - with intent to outrage their modesty - Odisha stood fourth in the country in 2022, as per the latest data released by the National Crime Records Bureau (NCRB). The national figure in this facet of violence against women stood at 85,300 in the same period.
-
At least 13 people, suspected to be the cadres of the outlawed PLA terror group, were killed after a gunfight in a remote border village of Manipur’s Tengnoupal district Monday.
-
Odisha witnessed 8,240 incidents of crime against children in 2022, a 4.31 per cent rise from the previous year, according to the latest statistics released by the NCRB.
-
Biju Janata Dal (BJD) MP Sasmit Patra was Monday appointed to the panel of vice-chairpersons (VCs) for the fourth time by Rajya Sabha Chairman Jagdeep Dhankhar.
-
The Union Ministry of Mines has opposed imposition of capping on production of iron ore in Odisha stating that it would be highly detrimental towards achieving the common developmental goals of the nation.
-
The BJP has registered a spectacular victory in Madhya Pradesh assembly elections by garnering 48.55 per cent votes, a gain of more than seven per cent compared to 2018, which also cemented the saffron party's position in the state's bipolar politics.
-
The Supreme Court Monday extended till December 11 the interim bail granted to former Delhi minister Satyendar Kumar Jain in a money laundering case.
-
AAP MP Raghav Chadha was Monday held guilty of presenting misleading facts to the media by the Privileges Committee of Rajya Sabha and was allowed to attend the House proceedings after his suspension was ended through a motion.
-
Opposition members Monday demanded a discussion in the Lok Sabha on the Ethics Committee report, recommending the expulsion of TMC member Mahua Moitra, before any decision was taken on the matter.
-
Benchmark stock indices Sensex and Nifty soared more than 2 per cent to settle at record high levels on Monday, marking the fifth straight day of gains as the BJP’s victory in assembly polls in three states boosted investor sentiment.
-
Bitcoin has broken above $40,000 for the first time since May 2022 as it rides a wave of momentum on broad enthusiasm about US interest rate cuts and as traders bet on the imminent approval of US stock market-traded bitcoin funds.
-
Insolvency tribunal NCLT has issued notice to Think & Learn Pvt Ltd, which provides online educational services under the brand name of Byju’s, over a petition filed by the Board of Control for Cricket in India (BCCI).
|
399 |
Y |
|
1245 |
04-12-2023 |
Odia |
-
ରବିବାର ଦିନ ଲୋହିତ ସାଗରରେ ଆମେରିକାର ଗୋଟାଏ ଯୁଦ୍ଧପୋତ ଓ ୩ଟି ପଣ୍ୟବାହୀ ପୋତ ଉପରେ ଆକ୍ରମଣ କରାଯାଇଥିବା କଥା ‘ପେଣ୍ଟାଗନ୍’ କହିଛି।
-
ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍ଆପ୍ ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ରେକର୍ଡ ୭୫ ଲକ୍ଷ ୪୮ ହଜାର ଆକାଉଣ୍ଟ ନିଷିଦ୍ଧ କରିଛି
-
କୋରାପୁଟ ଜିଲ୍ଲାରେ ଉତ୍ପାଦିତ ଆରବିକା କଫି ସ୍ବାଦ ପାଇଁ ବଡ଼ ବଜାର ସୃଷ୍ଟି କରି ସାରିଲାଣି। ଯାହା ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ଏହାର ସଂପୂର୍ଣ୍ଣ ଶ୍ରେୟ କିନ୍ତୁ ଆନ୍ଧ୍ର ନେଉଛି। ଏପରିକି କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିକୁ ନିଜର ବୋଲି ଦର୍ଶାଇ ଜିଆଇ ଟ୍ୟାଗ୍ (ଭୌଗୋଳିକ ସଂକେତ) ହାସଲ କରିସାରିଛି।
-
ମାର୍କଫେଡ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ବର୍ଷ ମଧ୍ୟରେ ୩୫.୯୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୨୦୨୩ ଆର୍ଥିକ ବର୍ଷରେ ଏହାର ବିଭିନ୍ନ କାର୍ଯ୍ୟ ପାଇଁ ୧୮.୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାର୍କଫେଡ୍ରେ ରାଜ୍ୟ ସରକାରଙ୍କ ୨୦୫ କୋଟିର ଅଂଶଧନ ରହିଛି।
-
ରାଜସ୍ଥାନ, ମଧ୍ୟପ୍ରଦେଶ,ଓ ଛତିଶଗଡ଼ରେ ପଦ୍ମର ବିଜୟ ଯାତ୍ରା, କଂଗ୍ରେସ ହାତରେ ରହିଲା ତେଲେଙ୍ଗାନା।
-
୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ୬୫ ଆସନ ମିଳିଥିବାବେଳେ ବିଆର୍ଏସ୍ ୩୯ଟି ଆସନରେ ସୀମିତ ରହିଯାଇଛି।
-
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ରବିବାର ସକାଳେ କଂଗ୍ରେସ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡାକିଛି।
-
ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ୱରେ ବସ୍କୁ ଧକ୍କାଦେଲା କାର୍, ଜଣେ ମୃତ, ୩ ଗୁରୁତର।
-
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଛନ୍ତି। ଡିଜିପି ଅଞ୍ଜନୀ କୁମାରଙ୍କୁ ନିର୍ବାଚନ ଆୟୋଗ ଚାକିରୀରୁ ନିଲମ୍ବନ କରିଛନ୍ତି।
-
୫ ତାରିଖ ଅପରାହ୍ଶରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଚାଉଙ୍ଗ’।
-
ଦେଶର ଉଭୟ ଷ୍ଟକ ବଜାର ୪ ଟ୍ରିଲିଅନ (ଲକ୍ଷ କୋଟି) ଡଲାର କ୍ଲବ୍ରେ ସାମିଲ ହୋଇଛନ୍ତି। ଗତ ବୁଧବାର ବମ୍ବେ ଷ୍ଟକ ବଜାର (ବିଏସ୍ଇ) ଏହି କ୍ଲବ୍ରେ ସାମିଲ ହୋଇଥିଲା। ଗତ ଶୁକ୍ରବାର ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ) ଏହି ସଫଳତା ହାସଲ କରିଛି।
-
'ମିଚାଉଙ୍ଗ’ ପାଇଁ ୫୪ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ।
-
ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି।
-
ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି।
-
ପ୍ରଥମ ୩ ମ୍ୟାଚ୍ରେ ଉଭୟ ଦଳ ୨୦୦ରୁ ଊର୍ଧ୍ବ ରନ୍ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍ କରି ମଧ୍ୟ ହାରିଯାଇଥିଲା।
|
392 |
Y |
|
1246 |
04-12-2023 |
English |
-
The BJP swept Madhya Pradesh, Rajasthan and Chhattisgarh Sunday inflicting a resounding defeat on the Congress to tighten its stranglehold in the Hindi heartland, in a big boost for Prime Minister Narendra Modi and setting the tone for the 2024 Lok Sabha elections.
-
The Indian Medical Association (IMA) Sunday raised its objection to the National Medical Commission (NMC) logo depicting the Hindu deity Dhanwantari and urged it to adopt a religion-neutral emblem.
-
The Odisha Operations of AM/NS India bagged the prestigious HSE Innovation award under largescale process plant category at QuPID Conference & Awards 2023, organised by Pro MFG Media in Pune.
-
Illegal parking on highways has been causing lethal accidents and claiming precious lives as observation of ‘Zero Fatality Week’ by the state government went for a toss with as many as 17 lives lost on roads on the very first day of the programme.
-
The injured criminal was identified as Susant Sahu, 32, alias Dipu of Balipatna village under Tirtol police limits in Jagatsinghpur district.
-
The Supreme Court is scheduled to commence hearing December 5 to examine the constitutional validity of section 6A of the Citizenship Act relating to illegal immigrants in Assam.
-
The Bharat Adivasi Party registered its first victory in MP by winning the Sailana seat of Ratlam district.
-
The market capitalisation of listed companies on the NSE has surpassed the $4 trillion (Rs 334.72 trillion) mark for the first time ever, with the benchmark Nifty hitting its alltime high of 20,291.55 last Friday.
-
The proposed 5 per cent blending of biogas with natural gas supplies in the country can cut LNG imports worth $1.17 billion annually, says a study by the Indian Biogas Association (IBA).
-
Retail giant Walmart has confirmed that it is not advertising on Elon Musk-run X (formerly Twitter), according to a report by CNN
-
India was re-elected to the International Maritime Organisation (IMO) Council with the highest tally, and the term of council will be for the biennium 2024-25, according to an official statement.
-
India refrained from signing COP28 Declaration on Climate and Health, with sources pointing out that curbing greenhouse gas use for cooling in the health sector may not be achievable the within country's healthcare infrastructure in short term
-
Eight independent candidates, including four BJP rebels, have won in the Rajasthan assembly elections.
-
The Election Commission on Sunday ordered the suspension of Telangana DGP Anjani Kumar for violation of the MCC as the counting of votes was underway in the state.
-
SAI approves `27 lakh for Neeraj Chopra to train abroad ahead of Paris Olympics
|
406 |
Y |
|
1247 |
03-12-2023 |
Odia |
-
ଭାରତର ଆଦିତ୍ୟ-ଏଲ୍୧ ଉପଗ୍ରହରେ ଥିବା ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ୍ ଏକ୍ସପେରିମେଣ୍ଟ (ଏଏସ୍ପିଇଏକ୍ସ) ପେଲୋଡ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଇସ୍ରୋ ଅନୁଯାୟୀ, ଏଏସ୍ପିଇଏକ୍ସରେ ଦୁଇଟି ଉପକରଣ ରହିଛି- ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (ସ୍ୱିସ୍) ଏବଂ ସୁପରଥର୍ମାଲ ଆଣ୍ଡ୍ ଏନର୍ଜେଟିଭ ପାର୍ଟିକଲ ସ୍ପେକ୍ଟ୍ରୋମିଟର (ଷ୍ଟେପ୍ସ), ଯାହା ଏବେ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି।
-
୨୦୩୦ ସୁଦ୍ଧା ବିଶ୍ୱର ଅକ୍ଷୟ ଶକ୍ତିକୁ ତିନି ଗୁଣ କରିବାକୁ ଶନିବାର ସିଓପି-୨୮ ଜଳବାୟୁ ଶିଖର ସମ୍ମିଳନୀରେ ୧୧୦ରୁ ଅଧିକ ଦେଶର ସମର୍ଥନ ମିଳିବାକୁ ଯାଉଛି ଏବଂ ଜାତିସଂଘର ପରିବେଶ ସମ୍ମିଳନୀ ଶେଷ ସୁଦ୍ଧା ଏହି ଚୁକ୍ତିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଚାଲିଛି।
-
ସଂସଦର ଶୀତ ଅଧିବେଶନ ଆସନ୍ତା ୪ ତାରିଖ (ସୋମବାର)ରୁ ଆରମ୍ଭ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି।
-
ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇମାସ ପୂରିବାକୁ ବସିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ଶୀର୍ଷ ଗୁପ୍ତଚର ଏଜେନ୍ସିମାନଙ୍କୁ କେବଳ ଗାଜାଷ୍ଟ୍ରିପ୍ରେ ନୁହେଁ ବରଂ ସମଗ୍ର ବିଶ୍ୱରେ ହମାସ ନେତାଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ହମାସ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରି ଇସ୍ରାଏଲ ଶନିବାର ସକାଳେ ଗାଜାପଟିରେ ପ୍ରଚଣ୍ଡ ଆକ୍ରମଣ କରି ଶତାଧିକ କୋଠା ମାଟିରେ ମିଶାଇ ଦେଇଛି। ଦିନକରେ ଗାଜାରେ ୧୭୮ ଜଣଙ୍କର ମୃତ୍ୟୁ ହୋଇଛି।
-
୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଗତ ୩୦ ତାରିଖରେ ଶେଷ ହୋଇଥିବା ବେଳେ ଆଜି ୪ଟି ରାଜ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ଭୋଟ୍ ଗଣତି ହେବ।
-
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଫଟୋଚିତ୍ର ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାର ଆଜାଦୀ କେ ଦୀୱାନେ ସଂଗ୍ରହାଳୟରେ ପ୍ରାୟ ଦୁଇ ଦଶନ୍ଧି ପରେ ପୁନଃସ୍ଥାପନ କରାଯାଇଛି I
-
ମାଛ ଚାଷ ନିମନ୍ତେ ଟାଙ୍କି ନିର୍ମାଣ ପାଇଁ କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଋଣ ମଞ୍ଜୁର କରିବାରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର 6ଟି ସ୍ଥାନରେ ଚଢ଼ାଉ କରିଛି।
-
ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ପାଇଁ ୨୦୨୧ ମସିହାର ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୭୮୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୨ର ଉପରୋକ୍ତ ସମୟ ମଧ୍ୟରେ ଏମାନଙ୍କ ସଂଖ୍ୟା ୧୦୩୪୬ ଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଉକ୍ତ ସଂଖ୍ୟା ପ୍ରାୟ ୩୦ ହଜାର ( ୨୯୯୮୬)ରେ ପହଞ୍ଚିଛି। ୨୦୨୨ର ପ୍ରଥମ ୯ ମାସ ତୁଳନାରେ ୨୦୨୩ରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ୧୯୦ ପ୍ରତିଶତ ବୃଦ୍ଧି ଘଟିଛି।
-
ସତ୍ୟମ କମ୍ପ୍ୟୁଟର ସର୍ଭିସେସ୍ ଦୁର୍ନୀତି ମାମଲାରେ ଏହାର ପ୍ରତିଷ୍ଠାତା ବି ରାମଲିଙ୍ଗା ରାଜୁ, ଅନ୍ୟ ୪ ଜଣ ବ୍ୟକ୍ତି ଓ ଗୋଟିଏ ସଂସ୍ଥା ୧୭୪୭ କୋଟି ଟଙ୍କା ଦାଖଲ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିର୍ଦ୍ଦେଶ ଦେଇଛି।
-
ଚଳିତବର୍ଷ ଅକ୍ଟୋବର ମାସରେ ଦେଶରେ ୧୮୨.୮୪ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚା’ ଉତ୍ପାଦନ ୧୨.୦୬ ପ୍ରତିଶତ ବୃଦ୍ଧି ଘଟିଛି। ଚା’ ବୋର୍ଡର ତଥ୍ୟ ଅନୁଯାୟୀ ଅକ୍ଟୋବରରେ ପଶ୍ଚିମବଙ୍ଗରେ ୫୪.୯୮ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି ଯାହାକି ଗତବର୍ଷ ଅକ୍ଟୋବରରେ ୪୯.୭୫ ନିୟୁତ କ୍ରିଗା ଥିଲା।
-
ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି।
-
ଅନଲାଇନ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ପ୍ଲାଟଫର୍ମ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
-
ଯଦି ଆପଣଙ୍କର ପିଲା ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ, ରିଲ୍ସ, ସଟର୍ସ, ସ୍ନାପ ଚାଟ କିମ୍ବା କୌଣସି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି ତେବେ ତେବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ। ପିଲାମାନଙ୍କ ସହ ଜଡିତ ଆୟର ନିୟମାବଳୀ ଆୟକର ଅଧିନିୟମର ଧାରା ୬୪(୧ଏ) ରେ ବର୍ଣ୍ଣନା କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶିଶୁର ରୋଜଗାର କାହା ସହିତ ସଂଯୁକ୍ତ ହେବ।
|
430 |
Y |
|
1248 |
03-12-2023 |
English |
-
Odisha Police Saturday dismissed Boipariguda police station inspector-in-charge (IIC) Sushanta Satpathy after his arrest by the Vigilance following the seizure of `37.27 lakh in cash from his possession.
-
In what is seen as a semi-final contest ahead of the general elections in less than six months, counting of votes for the Assembly elections held in Madhya Pradesh, Rajasthan, Chhattisgarh and Telangana will be held Sunday.
-
Former Cuttack Collector and current Higher Education Director Bhabani Shankar Chayani finds himself in a soup after the Orissa High Court Saturday ordered criminal proceedings against him for conniving with sand miners in allowing illegal excavation of sand from Kathajodi riverbed in Cuttack.
-
Sports and Youth Services Minister Tusharkanti Behera presents cash reward of `9.40 lakh to athlete Srabani Nanda for her remarkable performance in the 37th National Games-2023, at Kalinga Stadium, Saturday.
-
The Chief Election Commissioner and other Election Commissioners (Appointment, Conditions of Service and Term of Office) Bill, 2023, is among the 21 key legislations likely to be taken up during the Winter session of the Parliament which begins Monday.
-
The Lok Sabha will also adopt the Ethics Panel’s report recommending the expulsion of Trinamool Congress MP Mahua Moitra from the lower house over a "cash-for-query" complaint.
-
Former BJD MP Jayaram Pangi, who had recently severed ties with Bharat Rashtra Samithi (BRS), Saturday joined the Congress and vowed to fight against the ruling party in Odisha and the BJP in the 2024 Lok Sabha and Assembly elections.
-
The Enforcement Directorate Saturday filed a chargesheet against AAP MP Sanjay Singh in connection with the Delhi excise policy-linked money laundering case, officials said.
-
The Aditya Solar wind Particle Experiment payload onboard India's Aditya-L1 satellite has commenced its operations and is performing normally, ISRO said Saturday.
-
In order to protect consumers’ interest, the government has banned use of “dark patterns” on e-commerce platforms which intend to deceive customers or manipulate their choices.
-
India’s sugar production was down by 10.65 per cent at 4.32 million tonne during October-November, the first two months of the ongoing 2023-24 season, cooperative body NFCSFL said Friday.
-
Nationalist Congress Party (NCP) president Sharad Pawar on Saturday said his party's stand of not joining hands with the BJP was always very clear, and even if any suggestion to the contrary came up, he did not approve of the idea.
-
Karanjawala & Co. has been honoured with three awards at the Economic Times Legal Awards, 2023.
-
The 77 people who went missing in the flash flood in Sikkim have been presumed dead as they could not be found even after two months of the disaster, Chief Secretary VB Pathak said on Saturday.
-
The CBI is conducting searches at six locations in four cities in connection with the alleged graft flagged by former Jammu and Kashmir governor Satya Pal Malik in awarding the contract for the ₹ 2,200-crore civil work for the Kiru Hydro Power.
-
A businessman, his wife, and their YouTuber daughter were arrested by the Kerala Police here on Saturday for allegedly kidnapping a six-year-old girl earlier this week, demanding a ransom of ₹ 10 lakh.
-
The looming cyclonic storm over the Southwest Bay of Bengal prompted meteorological authorities to issue a comprehensive rainfall warning.
-
A Paraguayan lawmaker and three other people died in a plane crash in the South American country on Saturday, local police said.
-
India spinner Axar Patel has admitted that he was upset after missing out on the ODI World Cup at home due to an injury and it took him about a week to get over the disappointment and focus on recovery.
-
Annu’s brace went in vain as India lost 2-3 to Belgium in a closely-contested Pool C match to slump to their second consecutive defeat in the FIH Junior World Cup here Saturday.
|
466 |
Y |
|
1249 |
02-12-2023 |
Odia |
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁନେସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜକୁ ‘ରାଷ୍ଟ୍ରପତି କଲର’ ପ୍ରଦାନ କରିଛନ୍ତି। ସେ ଆର୍ମଡ୍ ଫୋର୍ସ ସେଣ୍ଟର ଫର କମ୍ପ୍ୟୁଟେସନାଲ ମେଡିସିନ ‘ପ୍ରଜ୍ଞା’କୁ ଭର୍ଚୁଆଲ ଭାବେ ଉଦ୍ଘାଟନ କରିଥିଲେ।
-
ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ ଭାରତ ଏବଂ ଇଟାଲୀ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଖୋଜୁଛନ୍ତି।
-
ଭଣ୍ଡବାବା ନିତ୍ୟାନନ୍ଦଙ୍କ ନକଲି ଦେଶ ‘କୈଳାସ’ ସହ ଏକ ଚୁକ୍ତି ସ୍ବାକ୍ଷର କରିବା ପରେ ପାରାଗୁଏର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ସପ୍ତାହରେ ଚାକିରିରୁ ବହିଷ୍କାର କରାଯାଇଛି।
-
ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଯୁଦ୍ଧବିରତି ଶେଷ ହେବା ପରେ ଶୁକ୍ରବାରଠାରୁ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏହାର କିଛି ମିନିଟ୍ ପରେ ପ୍ରଥମ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍ ଅଞ୍ଚଳର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ' ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି ।
-
‘ୟୁଟ୍ୟୁବ୍ ଚାନେଲ୍’ରେ ଇଂରାଜୀ ଶିକ୍ଷା ଦେଇ ଉତ୍ତର ପ୍ରଦେଶ ରାଜ୍ୟର ଜଣେ ଗାଉଁଲି ମହିଳା ମାସକୁ ପ୍ରାୟ ୨୫ ହଜାର ଟଙ୍କା ଆୟ କରୁଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍ ଓ ମଛିଲିପଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।
-
ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବରରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି। ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇ ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
-
ଜଣେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପୁନଃ ଗୃହୀତ ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
-
ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରୁ ୫ ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି।ଏହାସତ୍ତ୍ୱେ ସେଠାରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ଖେଳାଯାଇଛି।
-
ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି।
-
ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ୨୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏମ୍ଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।
-
୨୦୨୪ରେ CBSE ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୂତ ହେଉଥିବା ଛାତ୍ରୀଛାତ୍ରମାନଙ୍କୁ ଡିଭିଜନ, ର଼୍ୟାଙ୍କ କିମ୍ବା ଏଗ୍ରିଗେଟ ମାର୍କ ଦିଆଯିବ ନାହିଁ। ନୂତନ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ଜଗତରେ ଅନେକ ପରିବର୍ତ୍ତନ କରାଯାଉଛି ।
-
ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି।
-
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟୀ ହୋଇଛି। ଶୁକ୍ରବାର ରାୟପୁରରେ ଖେଳାଯାଇଥିବା ୪ର୍ଥ ମ୍ୟାଚରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
|
388 |
Y |
|
1250 |
02-12-2023 |
English |
-
The Council of Higher Secondary Education (CHSE) Friday notified that the annual Higher Secondary Exanimations (Practical/Projects) 2024 will be held from January 2 to12 in all higher secondary schools/colleges affiliated to the council.
-
Odisha registered a phenomenal growth rate of 100.77 per cent in State GST with a collection of `2,791.45 crore in November 2023 against a collection of `1,390.36 crore in the corresponding month last year, an official said.
-
Chief Minister Naveen Patnaik Friday approved establishment of an Industrial Training Institute (ITI) at Lakhanpur in Jharsuguda district.
-
National Crisis Management Committee (NCMC), headed by Cabinet Secretary Rajiv Gauba, Friday reviewed preparedness of central departments and state governments, including Odisha, for the impending cyclone ‘Michaung’ in the Bay of Bengal.
-
Inching a step forward in digitisation of judicial infrastructure, 20 paperless courts were inaugurated recently by Acting Chief Justice of Orissa High Court Justice Bidyut Ranjan Sarangi through virtual mode.
-
The AAP Friday launched the ‘Mai Bhi Kejriwal’ signature campaign to get people’s feedback on whether Arvind Kejriwal should resign as Delhi chief minister if he is arrested under a “conspiracy by the BJP”
-
The Governor of a state cannot refer bills passed by the legislature and readopted by it for presidential assent, the Supreme Court ruled on Friday, and asked Tamil Nadu Governor R N Ravi to hold a meeting with Chief Minister M K Stalin in an effort to end the impasse over 10 such pending bills.
-
The country’s power consumption grew nearly 8.5 per cent to 119.64 billion units (BU) in November, showing a surge in electricity demand due to festivities and increased economic activities.
-
Impressed with his captaincy at the ODI World Cup, former captain Sourav Ganguly Friday threw his weight behind Rohit Sharma, saying he should lead India at least till the T20 World Cup (World T20/WT20) in June next year.
-
Assam government has suspended 21 state civil, police and allied service officers for their alleged involvement in the Assam Public Service Commission (APSC) 'cash for job' scam, official sources said on Friday.
-
Prime Minister Narendra Modi on Friday met Israeli President Isaac Herzog on the sidelines of the World Climate Action Summit of the Conference Of Parties-28 in Dubai.
-
Chief Minister Naveen Patnaik today provided financial assistance of Rs 2 lakh each to the Odia labourers, who were rescued from a partially-collapsed tunnel in Uttarakhand recently.
-
The Customs Department last night seized more than 5 kg of brown sugar from a ship anchored at the Paradip Port in Odisha’s Jagatsinghpur district, reports said.
-
Amid tension between Telangana and Andhra Pradesh at the Nagarjuna Sagar Dam, the Central Reserve Police Force (CRPF) reached the dam in Telangana’s Nalgonda district on Friday.
-
The Customs department has seized at least 22 kg of cocaine from a ship berthed at Odisha’s Paradip port on the intervening night of November 30 and December 1.
|
394 |
Y |
|