# |
Date |
Type |
Current Affairs |
No. Of Views |
Status |
Action |
1471 |
11-08-2023 |
Odia |
-
ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍ ରକେଟ୍ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।
-
ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍ପେଣ୍ଡ କରାଯାଇଛି । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବୃତ୍ତିରେ ଆପତ୍ତି ପ୍ରକାଶ କରିଥିଲେ। ସେ ଏହି ମାମଲାକୁ ପ୍ରିଭିଲେଜ୍ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ ମଧ୍ୟ କଂଗ୍ରେସ ସାଂସଦଙ୍କୁ ଗୃହରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଦେଇଥିଲେ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି ।
-
ନାବାର୍ଡ ଏକ ରିପୋର୍ଟକୁ ଅନୁଧ୍ୟାନ କରିବା ତାହେଲେ ଆଶ୍ଚର୍ଯ୍ୟ ହୋଇଯିବା। ରିପୋର୍ଟ ଅନୁଯାୟୀ, ଦେଶର ୧୬ କୋଟି ଚାଷୀଙ୍କ ଉପରେ ୨୧ ଲକ୍ଷ କୋଟି ଟଙ୍କାର କରଜ ରହିଛି। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କର ଚାଷୀଙ୍କ ଉପରେ ଏହି ଋଣ ଭାର ରହିଛି।
-
ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟାରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବ। ଏ ସମ୍ପର୍କରେ ରାଜ୍ୟସଭାରେ ଏକ ବିଲ୍ ଆଣିଛନ୍ତି ସରକାର।
-
ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
-
ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି।
-
କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହବି।
-
କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ ରହିବ । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ ।
-
କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଏଣିକି ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି l
-
ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ l
-
ବୁଟ ଡାଲିକୁ ‘ଭାରତ ଡାଲି’ ଭାବରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର l 1 କିଲୋଗ୍ରାମ ପ୍ୟାକେଟ୍ ପିଛା 60 ଟଙ୍କା l
-
ରାଜଧାନୀରେ ଡେଙ୍ଗୁ ବେକାବୁ, ସ୍ଥିତି ଅସମ୍ଭାଳ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ ।
-
ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ୬୦ଵର୍ଷ ଵୟସରେ ପରଲୋକ, କଟକର ପ୍ରଥମ ମେୟର ଥିଲେ l
-
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଦେବେ ଇଣ୍ଟରନେଟ୍ l
-
ଭୁବନେଶ୍ବର ସ୍ଥିତ ସହରାଞ୍ଚଳ ସମବାୟ ବ୍ୟାଙ୍କର ୬୧ କୋଟି ୫୮ ଲକ୍ଷ ଟଙ୍କାର ଋଣ ଅନାଦେୟ ରହିଛି। ଅବଶ୍ୟ ଏହି ସମୟ ମଧ୍ୟରେ ୧ କୋଟି ୭୯ ଲକ୍ଷ ୨୩ ହଜାରର ଋଣ ଟଙ୍କା ଆଦାୟ ମଧ୍ୟ ହୋଇଛି।
-
କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ଏ ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ।
-
ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍ ମାନଙ୍କର ହେଲା ନମୁନା ସଂଗ୍ରହ l ଜୁନ୍ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ହେଲାଣି ସଂଗ୍ରହ।
-
ଗୁରୁବାର ରାତିରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଅନ୍ତର୍ଗତ ପୋର୍ଟବ୍ଲେୟାର୍ର ଦକ୍ଷିଣ ଦକ୍ଷିଣ-ପୂର୍ବକୁ ପ୍ରାୟ ୧୧୨ କିଲୋମିଟର୍ ଦୂରରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।
-
ଏୟାର ଇଣ୍ଡିଆ ଏକ ନୂଆ ବ୍ରାଣ୍ଡ୍ ପରିଚୟ ଏବଂ ନୂତନ ଲୋଗୋ ଉନ୍ମୋଚନ କରିଛି । ଏଥିସହ ବହୁ କୋଟି ଡଲାରର ଚୁକ୍ତିରେ ୪୭୦ଟି ନୂତନ ବିମାନ କିଣିବା ସହିତ ଏହାର ଫ୍ଲିଟ୍ରେ ପରିବର୍ତ୍ତନ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି।
|
410 |
Y |
|
1472 |
09-08-2023 |
Odia |
-
ଟିଏମ୍ସି (ତୃଣମୂଳ କଂଗ୍ରେସ) ସାଂସଦ ଡେରେକ୍ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି ବୋଲି ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଘୋଷଣା କରିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କିନ୍ତୁ ପରେ ଧନଖଡ଼ କହିଥିଲେ ଯେ ଓବ୍ରାଏନଙ୍କ ନିଲମ୍ବନ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇନଥିବାରୁ ସେ ରାଜ୍ୟସଭା କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ।
-
ଦିଲ୍ଲୀ ସେବା ବିଲ୍ ବିରୋଧରେ ଭୋଟ୍ ଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥତା ସତ୍ତ୍ବେ ସୋମବାର ହ୍ବିଲ୍ ଚେୟାରରେ ଆସି ରାଜ୍ୟସଭାରେ ପହଞ୍ଚିଥିଲେ।
-
କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ୍ ସରକାରୀ ବଙ୍ଗଳା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପରେ ଗତକାଲି ରାହୁଲ ସଂସଦ ସଦସ୍ୟତା ଫେରିପାଇଥିଲେ।
-
ବିହାର ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମିଳିଥିବା ସୂଚନା ମୁତାବକ ଯଦି ବିହାର ବାହାରେ କାମ କରୁଥିବା ଶ୍ରମିକମାନେ ଦୁର୍ଘଟଣା ହେତୁ ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କ ସମ୍ପର୍କୀୟମାନେ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପାଇବେ।
-
ସେପ୍ଟେମ୍ବର ୫ତାରିଖରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ସେପ୍ଟେମ୍ବର ୮ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି ।ଏହି ୭ଟି ବିଧାନସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନ ଥିବା ବେଳେ ତ୍ରିପୁରାରେ ୨ଟି ଆସନ ରହିଛି।
-
ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟରେ ଶେଷ ହେବ ବୋଲି ମଙ୍ଗଳବାର ଦିନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି।
-
ବିଶ୍ବର ଏକ ନମ୍ବର ଧନୀ ହେଉଛନ୍ତି ଟେସ୍ଲା ଓ ଟ୍ବିଟର୍ର ମୁଖ୍ୟ ଏଲନ୍ ମସ୍କ। ସର୍ବାଧିକ ସମ୍ପତ୍ତିର ଅଧିକାରୀ ମସ୍କ ଅତ୍ୟନ୍ତ ସରଳ ଜୀବନଯାପନ କରୁଛନ୍ତି। ସେ ଆମେରିକାର ଟେକ୍ସାସ୍ ସହରରେ ଏକ ଦୁଇ ବଖରିଆ ଘରେ ରହୁଛନ୍ତି।
-
ବିଲ୍ ଗେଟ୍ସ ଦିନକୁ ସାତରୁ ଆଠ ଘଣ୍ଟା ଶୋଇବା ପାଇଁ ପ୍ରୟାସ କରୁଛନ୍ତି। କେତେ ଘଣ୍ଟା ଭଲ ଓ ଗାଢ଼ ନିଦ ହୋଇଛି ତାହା ସେ ଜାଣିବାକୁ ମଧ୍ୟ ଚାହୁଛନ୍ତି।
-
ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରୀଷ ମୂର୍ତ୍ତିଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍ଘାତ ହେତୁ ୫୧ ବର୍ଷୀୟ ଅମ୍ବରୀଷ ମୂର୍ତ୍ତିଙ୍କର ଗତକାଲି ରାତିରେ ଲେହରେ ମୃତ୍ୟୁ ହୋଇଯାଇଛି।
-
ଏନ୍ଏଲ୍ସି ଇଣ୍ଡିଆ ଓ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ପକ୍ଷରୁୁ ଏହି ଦୁଇ କାରଖାନା ସ୍ଥାପନ କରାଯିବ। ଏନ୍ଏଲ୍ସି ଇଣ୍ଡିଆ ଓଡ଼ିଶାର ତଲାବିରାରେ ଏକ ୨୪୦୦ ମେଗାୱାଟ୍ର ପାୱାର ପ୍ଲାଣ୍ଟ୍ ସ୍ଥାପନ କରିବାକୁ ଯୋଜନା ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୮ ସୁଦ୍ଧା ଶେଷ ହେବ।
-
ଚଳିତ ବର୍ଷ ଜୁଲାଇରେ ଗାଡ଼ି ବିକ୍ରି ୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ମାସରେ ସାରା ଦେଶରେ ମୋଟ ୧୭ ଲକ୍ଷ ୭୦ ହଜାର ୧୮୧ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଜୁଲାଇରେ ୧୬ ଲକ୍ଷ ୯ ହଜାର ୨୧୭ ଗାଡ଼ି ବିକ୍ରି ହୋଇଥିଲା
-
କ୍ଲିୟର୍ ନାମକ ଏକ ସଂସ୍ଥା ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁସାରେ ଦେଶର ୮୫% ଆୟକରଦାତା ପୁରୁଣା ଢାଞ୍ଚା ଅନୁସାରେ ରିଟର୍ଣ୍ଣ ଦାଖଲ କରିଥିବା ବେଳେ ମାତ୍ର ୧୫ ପ୍ରତିଶତ ଆୟକରଦାତା ନୂଆ ଢାଞ୍ଚାକୁ ଗ୍ରହଣ କରିଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ କରିଥିବା ୭୦ ପ୍ରତିଶତ ଟିକସଦାତା ପୁରୁଷ ହୋଇଥିବା ବେଳେ ୩୦ ପ୍ରତିଶତ ହେଉଛନ୍ତି ମହିଳା।
-
ବିଭିନ୍ନ ସେବା ଲାଗି ଗ୍ରାହକଙ୍କଠାରୁ ଶୁଳ୍କ ଓ ଜରିମାନା ବାବଦରେ ବ୍ୟାଙ୍କଗୁଡ଼ିକ ୩୫,୫୮୭ କୋଟି ଟଙ୍କା ଆୟ କରିଛନ୍ତି।
-
ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।
-
ଦକ୍ଷିଣ କୋରିଆକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା ‘ଖାନୁନ୍’, ଗୁରୁବାର କିମ୍ବା ଶୁକ୍ରବାର ଅତିକ୍ରମ କରିବ କୂଳ ।
-
ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ ।
-
ଆସାମ ରାଇଫଲସ୍ ବିରୋଧରେ ମଣିପୁର ପୋଲିସ୍ର ଏତଲା, ଅପରେସନରେ ହସ୍ତକ୍ଷେପ କରିଥିବାର ଆଣିଲା ଅଭିଯୋଗ । ମଣିପୁର ହିଂସାରେ ଏବେ ଯାଏ ୬୫୦୦ ଏଫ ଆଇ ଆର ରୁଜୁ ହୋଇଛି, ସୁପ୍ରିମକୋର୍ଟରେ ତଥ୍ୟ ପୋଲିସ ରଖିଲା ।
-
ଆସନ୍ତା ମାସରୁ ଟମାଟୋ ଦାମ୍ କମ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ହିମାଚଳପ୍ରଦେଶ ଟମାଟୋ ବଜାରକୁ ଆସିବା ପରେ ଦାମ୍ କମ୍ ହେବ। କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଜୁଲାଇ ତୁଳନାରେ ଅଗଷ୍ଟରେ ଟମାଟୋ ଉତ୍ପାଦନରେ ଦୁଇ ଗୁଣା ପାଖାପାଖି ବୃଦ୍ଧି ଘଟିବ।
-
ଅଲିମ୍ପିକ ବିଜେତା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖରୁ ବୁଦାପେଷ୍ଟରେ ଆୟୋଜିତ ହେବ। ବିଶ୍ବ ପ୍ରତିଯୋଗିତାକୁ ଭାରତର ୨୮ ଜଣିଆ ଦଳ ଯାଉଛି।
-
ସନ୍ତରଣରେ ଓଡ଼ିଶାର ସଫଳତା ସମ୍ପ୍ରତି ପ୍ରତ୍ୟାଶା ରାୟଙ୍କ ପ୍ରଦର୍ଶନରେ ସୀମିତ ରହିଥିଲେ ମଧ୍ୟ ରାଜ୍ୟ ବାହାରେ ଜଣେ ଓଡ଼ିଆ ପୁଅ ଚମକ ଛାଡ଼ିଛନ୍ତି। ମହାରାଷ୍ଟ୍ର ପାଇଁ ଜାତୀୟ ପଦକ ଜିତି ସାରିଥିବା ଏହି ଯୁବ ପ୍ରତିଭା ଜଣଙ୍କ ହେଲେ ଋଷଭ ଦାସ।
|
404 |
Y |
|
1473 |
09-08-2023 |
English |
-
When Rajya Sabha member Mamata Mohanta was speaking in the House, Phangnon Konyak was presiding over the proceedings and the secretariat table in the well of the House was occupied by women officials.
-
The government on Tuesday said it has "busted" eight YouTube channels, with a cumulative subscriber count of nearly 23 million, for spreading fake news such as declaration of early Lok Sabha polls and banning electronic voting machines.
-
The Economic Offences Wing (EOW) of state Crime Branch Tuesday brought the accused held in purportedly one of the largest pan-India crypto fraud case on a three-day remand for further interrogation to unearth the syndicate behind the multicrore scam.
-
To combat the threat of intestinal worms among women of reproductive age and children, the Health and Family Welfare department, along with UNICEF, is going up to conduct a state-wide deworming campaign August 10.
-
Despite high-level meetings and discussions, at least 94 fishermen from Tamil Nadu were arrested by the Sri Lankan Navy in the past one year for crossing the International Marine Boundary Line (IMBL), while 14 mechanised boats were also seized.
-
The Delhi Service Bill was introduced to convert the ordinance into law, granting power to the centrally appointed bureaucrats to overrule the elected CM and senior officers in the Delhi Government.
-
The government has said that over two crore 41 lakh houses have been completed under Pradhan Mantri Awas Yojana Gramin to provide pucca houses to poor people.
-
Congress leader Rahul Gandhi has been re-allotted the 12, Tughlaq Lane bungalow a day after his Lok Sabha membership was restored following the Supreme Court staying his conviction in a defamation case.
-
Bharat Jodo Yatra 2.0, Congress MP Rahul Gandhi will embark on a fresh padayatra (foot march) from Gujarat to Meghalaya and during that period leaders and workers of the party's Maharashtra unit would criss-cross the state.
-
The Chief Minister Y.S. Jagan Mohan Reddy sanctioned construction of a revetment to Godavari river bund in island villages over a stretch of 3.5 km at a cost of Rs 150-200 crore to check soil erosion in those habitations.
-
Gujurat state govt. has implemented One District One Product (ODOP) scheme with a grant of 58 crores rupees to promote its indigenous products at the international level. The Gujarat State Handicrafts and Handicrafts Development Corporation (GSHHDC) has started the implementation of this scheme.
-
Several leaders of the INDIA alliance have given a privilege notice against leader of the house in Rajya Sabha Piyush Goyal over his certain remarks against some opposition leaders. Among the parties whose leaders gave the notice are the Congress, TMC, AAP, RJD, DMK, RJD, JDU, NCP and the Left parties
-
Kerala legislative assembly on Tuesday unanimously urged the BJP led Central government to refrain from implementing measures like Uniform Civil Code (UCC) which could adversely affect the entire population and the unity of the country.
-
The Enforcement Directorate (ED) has summoned Chief Minister of Jharkhand Hemant Soren in the alleged land scam case. The central probe agency has asked the Chief Minister to appear before its Ranchi office on 14th August.
-
A study by ZSI has revealed that there are as many as 78 bird species which are found only in India. There is a rich diversity of 10,906 bird species in the world, and of them, India is home to 1,353, Zoological Survey of India scientist Amitava Majumder said.
-
Harayan Government has extended the temporary suspension of Mobile Internet services in the territorial jurisdiction of Nuh District. The suspension shall be in force up to 11th August.
-
Chief Justice of India, D.Y.Chandrachud, has announced the formation of an all-women panel, consists of three former High Court judges to oversee relief in Manipur.
-
Prime Minister Shehbaz Sharif Tuesday said he would write to President Arif Alvi Wednesday to dissolve Pakistan's National Assembly prematurely, a move aimed at getting extra time for holding the general elections scheduled for later this year.
-
Government has no proposal to increase the tax benefit accorded for preventive health check-ups in the country under Section 80D of Income Tax Act. The current benefit is up to rupees 5000 under this section.
-
Adani Enterprises Ltd. is exploring selling its stake in its Mumbai-listed consumer-staple joint venture with Wilmar International Ltd.
|
444 |
Y |
|
1474 |
08-08-2023 |
Odia |
-
ଭାରତର ତୃତୀୟ ଚନ୍ଦ୍ର ମିସନ – ଚନ୍ଦ୍ରଯାନ-୩ର ସ୍ବାସ୍ଥ୍ୟ ଠିକ୍ଠାକ୍ ଅଛି ଏବଂ ଏହାକୁ ଚନ୍ଦ୍ରର ଅଧିକ ନିକଟତର କରି ୧୦୦ କିମି ବୃତ୍ତାକାର କକ୍ଷପଥକୁ ଆଣିବା ଏକ ଜଟିଳ ପର୍ଯ୍ୟାୟ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ସୋମବାର କହିଛନ୍ତି।
-
ବିରୋଧୀଙ୍କ ବିତର୍କ ଏବଂ ବିରୋଧ ମଧ୍ୟରେ ବିବାଦୀୟ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି। ବିଲ୍ ସପକ୍ଷରେ ୧୩୧ ଏବଂ ବିପକ୍ଷରେ ୧୦୨ଟି ଭୋଟ୍ ମିଳିଛି। ଏହା ପୂର୍ବରୁ ଗତ ଗୁରୁବାର ଦିନ ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା।
-
ପଂଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ରାୟ ପରେ ହିଂସା ପ୍ରବଣ ନୁହ ଜିଲ୍ଲାର ମେୱତରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଡେପୁଟି କମିସନର ଧୀରେନ୍ଦ୍ର ଖଡ଼ଗଟା ଅଧିକାରୀଙ୍କୁ କହିଛନ୍ତି।
-
ଗଦର ଭାବରେ ଲୋକପ୍ରିୟ ଭାରତୀୟ କବି, ଗାୟକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଗୁମାଦି ବିଠଲ ରାଓଙ୍କର ରବିବାର ୭୭ ବର୍ଷ ବୟସରେ ପରଲୋକ ଘଟିଛି।
-
ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୪ ଲକ୍ଷ ୧୩ ହଜାର ହିତାଧିକାରୀ l ହିତାଧିକାରୀ ସେମାନଙ୍କ ପ୍ରଥମ ପେନସନ ଅଗଷ୍ଟ ୧୫ ତାରିଖ ପାଇବେ।
-
-ଖୁବ୍ଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ। ଉତ୍କେଲାରୁ ବିମାନ ଉଡ଼ିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡଜିସିଏ) କଲେ ଅନୁମତି ପ୍ରଦାନ l
-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ରୂପାନ୍ତର ନିମନ୍ତେ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କଲେ l
-
ମଣିପୁର ହିଂସା ପାଇଁ ୩ ଜଣିଆ ବିଚାର ବିଭାଗୀୟ କମିଟି ଗଠନ, ତଦନ୍ତ କରିବ ୪୨ SIT ଟିମ୍
-
୨୦୨୬ ସୁଦ୍ଧା ଭୂଟାନ ଦେଶ ସହ ସଂଯୋଗ ହେବ ରେଳଲାଇନ୍ l ଏହି ରେଳ ଲାଇନ୍ ଭୁଟାନର ଗେଲେଫୁ ଓ ଭାରତର ଆସାମର କୋକ୍ରାଝରକୁ ସଂଯୋଗ କରିବ ।
-
ପୁଡ଼ୁଚେରି ସରକାରଙ୍କ ପକ୍ଷରୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି।
-
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କରିବେ ଆଲୋଚନା । ୧୦ ତାରିଖ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହେବ ଆଲୋଚନା।
-
ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ଟେସଲାର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଭାବରେ ହେଲେ ନିଯୁକ୍ତ l
-
ଇଟାଓ୍ବାର ଭାଜପା ଏମ୍ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍ପି ଏମ୍ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି।
-
ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର l ସେ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।
-
ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପା ତାଙ୍କୁ ପଛରେ ଛୁରା ଭୁସି ଥିବାରୁ ଥିବାରୁ ସେ କଂଗ୍ରେସ ସହ ଯାଇଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି।
-
ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି।
-
ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବାହିନୀର ୧୦ କମ୍ପାନୀ ସୁରକ୍ଷାକର୍ମୀ ରାଜ୍ୟରେ ପହଞ୍ଚିଛନ୍ତି।
-
ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଥମେ ଏକ ୫ ମହଲା ଘର ଉପରେ ଆକ୍ରମଣ ହୋଇଥିଲା ।
-
ଦିଲ୍ଲୀ ବିଲ୍ ପ୍ରସଙ୍ଗରେ କଂଗ୍ରେସର ସମର୍ଥନ ପାଇଥିବା ନେଇ ଆପ୍ କଲା ବଡ଼ ଘୋଷଣା l ଗୁଜରାଟରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଏକାଠି ଆପ୍ ଓ କଂଗ୍ରେସ ।
-
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ୟୁରୋ କପ୍ ଚାମ୍ପିୟନ୍ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ।
|
421 |
Y |
|
1475 |
08-08-2023 |
English |
- The Government of National Capital Territory of Delhi (Amendment) Bill, 2023 was passed by the Parliament Monday, with the Rajya Sabha clearing the law with 131 votes in favour and 102 votes against.
- Commercial flight operations to Utkela airport in Kalahandi district will commence soon as the Directorate General of Civil Aviation (DGCA) has granted license in this regard.
- As Manipur sank deeper into ethnic violence, the Supreme Court Monday ordered setting up of a committee of three former women high court judges to oversee relief and rehabilitation of victims and compensation to them besides asking former Maharashtra police chief Dattatray Padsalgikar to monitor the probe in criminal cases.
- The Economic Offence Wing (EOW) of Odisha Police Monday claimed to have unearthed a Crypto Ponzi scam worth `1,000 crore. The EOW has arrested the head of ‘STA Crypto Token’ namely Gurtej Sigh Sidhu (40), from Sri-Ganganagar, Rajasthan and its Odisha unit head Nirod Das. Sidhu is a native of Faridkot, Punjab and Nirod belongs to Bhadrak district of Odish
- Russia will launch its first lunar landing spacecraft in 47 years Friday in a race with India to the south pole of the moon, a potential source of water to support a future human presence there.
- Orissa High Court’s outgoing Chief Justice S Muralidhar Monday dedicated two new e-initiatives — Warrant Management System and PIL portal – for the benefit of all stakeholders, including the police.
- The Parliament has passed the Mediation Bill 2023 with the Lok Sabha giving its assent to the Bill on Monday (7 August 2023). The Rajya Sabha had cleared it on 1st of this month.
- The Lok Sabha on Monday ( 07 August 2023) passed the Digital Personal Data Protection Bill, 2023.
- The Centre has approved a total of 385 projects under the Nagar Van Yojana (NVY) scheme since its inception in 2020. The scheme aims at promoting urban forestry by involving local communities, NGOs, educational institutions and local bodies.
- 35th batch of 500 pilgrims left for holy cave shrine of Shri Amarnath Ji from Bhagwati Nagar Yatri Niwas, Jammu. With this, 1,48,523 pilgrims have now departed the Jammu base camp for the Kashmir Valley since June 30. Shri Amarnathji Yatra registered over 4.19 lakh record-breaking number of pilgrims in just a period of 34 days of yatra.
- 17 new districts and 3 new divisions have come into existence in Rajasthan yesterday. CM Ashok Gehlot inaugurated new districts and divisions through video conference in a program organized at Birla Auditorium in Jaipur.
- The Government is drafting a Bill for establishment of the Higher Education Commission of India. For transforming the Regulatory System of Higher Education, the National Education Policy (NEP), 2020 envisions setting up of an umbrella institution, the Higher Education Commission of India (HECI).
- The Supreme Court announced on Monday (07August 2023) a three-member Committee comprising of former women High Court Judges and 42 Special Investigation Teams in relation to the Manipur violence cases to restore a sense of faith in the rule of law and build a sense of confidence.
- Supreme Court on Monday refused to stay the Patna high court's August 1 order giving the go-ahead for a caste survey in Bihar, and deferred the hearing on petitions challenging it to August 14.
- Enforcement Directorate (ED) is probing alleged fraudulent foreign funds infusion of more than Rs 86 crore into a company that runs the NewsClick portal even as it is expected to soon file a charge sheet in the case being probed under the anti-money laundering law.
- In Nepal, the construction work of the Indian Buddhist Culture and Heritage Centre has begun in Lumbini after Bhumi Pujan ceremony with special recitation by Buddhist monks.
- The growing number of suicides by students taking classes at this coaching hub has once again raised a question about the several mechanisms put in place to prevent aspirants from taking such a step
- Aam Aadmi Party's Gujarat unit chief Isudan Gadhvi Monday caused a flutter by saying the AAP and the Congress will fight the upcoming Lok Sabha polls in Gujarat under a seat-sharing formula as both the parties are members of the opposition INDIA alliance
- India provides financial assistance of Rs 45 crore to support Sri Lanka’s digital identity project.
- Their semifinals spot guaranteed, India prevailed over defending champions South Korea 3-2 in their fourth round-robin fixture of the Asian Champions Trophy (ACT) here Monday, maintaining their unbeaten run in the continental hockey tournament
|
420 |
Y |
|
1476 |
07-08-2023 |
Odia |
-
ଚନ୍ଦ୍ରଯାନ-୩ ଗତକାଲି ସଫଳତାର ସହ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିବା ବେଳେ ଆଜି ଏହା ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି।
-
ପାକିସ୍ତାନର ୨ଟି ପରିବାରର ମୋଟ ୧୫ ଜଣ ସଦସ୍ୟ ଭାରତ ପଳାଇ ଆସିଛନ୍ତି। ସେଠାରେ ଦରଦାମ ବୃଦ୍ଧି ଏବଂ ବେକାରି ସମସ୍ୟାରେ ଅତିଷ୍ଠ ହୋଇ ଭାରତରେ ରହିବା ପାଇଁ ପଳାଇ ଆସିଛନ୍ତି।
-
ମଣିପୁରରେ ତିନିମାସ ଧରି ଚାଲିଥିବା ଜାତିଆଣ ହିଂସା ଗତକାଲିଠାରୁ ପୁଣି ଉଗ୍ରରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋର୍ଟାର ଓ ବନ୍ଧୁକ ଆକ୍ରମଣ ଓ ପ୍ରତି-ଆକ୍ରମଣରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି।
-
ଅଲିଗଡ ସାରା ବିଶ୍ୱରେ ତାଲା ଓ ଚାବି ତିଆରି ଲାଗି ପ୍ରସିଦ୍ଧି । ଏହି ପରିଚୟକୁ ବଜାୟ ରଖିବା ଲାଗି ଅଲିଗଡର ଏକ ବୟସ୍କ ଦମ୍ପତି ବର୍ଷ ବର୍ଷ ଧରି ତାଲା ଓ ଚାବି ତିଆରି କରି ଆସୁଛନ୍ତି। ନିକଟରେ ଏହି ଦମ୍ପତି ୪୦୦କିଲୋର ତାଲା ତିଆରି କରିଥିବା ବେଳେ ୪ଫୁଟର ଚାବି ତିଆରି କରିଛନ୍ତି।
-
ମଣିପୁରରେ ତିନି ମାସରୁ ଅଧିକ ସମୟ ଧରି ଚାଲିଥିବା ହିଂସା କାଣ୍ଡ ଯୋଗୁଁ ଏନଡିଏର ସହଯୋଗୀ ଦଳ କୁକି ପିପୁଲ୍ସ ଆଲାଏନ୍ସ ମଣିପୁରରେ ଏନ. ବିରେନ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କୁକି ପିପୁଲ୍ସ ଆଲାଏନ୍ସ (କେପିଏ)ରେ ଦୁଇ ଜଣ ବିଧାୟକ ଅଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସାରା ଦେଶର ୫୦୮ ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନର୍ବିକାଶ ହେବାକୁ ଥିବା ଏହି ୫୦୮ଟି ଷ୍ଟେସନ ୨୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି।
-
ଇରାକ୍ ଏହାର ଟେଲିଗ୍ରାମ୍ ଆପ୍କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍ ଏହି ଆପ୍କୁ ବନ୍ଦ କରିଥିବା ଇରାକ୍ର ଟେଲିକମ୍ ମନ୍ତ୍ରଣାଳୟ କହିଛି।
-
ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।
-
ହୀରାକୁଦର ଜଳସ୍ତର ୬୨୧.୮୫ ଫୁଟ ରହିଛି। ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୧୮୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ମୋଟ ୨ଟି ଗେଟ୍ ଦେଇ ୩ଲକ୍ଷ ୨୪ହଜାର୪୧୩ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।
-
ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିବା ବେଳେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୫୦ ରୁ ଅଧିକ ଲୋକ ଆହତ ଥିବା ଜଣାପଡ଼ିଛି।
-
‘ବହୁଜନ ହିତାୟ, ବହୁଜନ ସୁଖାୟଃ’ର ବାର୍ତ୍ତା ପ୍ରଚାର କରୁଥିବା ଆକାଶବାଣୀ ଏବେ ଶ୍ରୋତାଙ୍କଠାରୁ ନିଜକୁ ଦୂରେଇନେବାକୁ ଅପଚେଷ୍ଟା ଆରମ୍ଭ କରିଦେଇଛି। ଲୋକପ୍ରିୟତାର ଶିଖର ଛୁଇଁଥିବା ଏହାର ପ୍ରମୁଖ ଏଫ୍ଏମ୍ ଚ୍ୟାନେଲ ‘୧୦୧.୩ ଏଫ୍ଏମ୍ ରେନ୍ବୋ’ରୁ ସମସ୍ତ କାର୍ଯ୍ୟକ୍ରମ ଆକାଶବାଣୀ କର୍ତ୍ତୃପକ୍ଷ ବନ୍ଦ କରି ଏହାକୁ ଏକ ରିଲେ ଷ୍ଟେସନରେ ପରିଣତ କରିଦେଇଛନ୍ତି।
-
ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଏହି ଅଭିନବ ପ୍ରକ୍ରିୟା ଆରମ୍ଭ ହେବ।
-
ପାକିସ୍ତାନର କରାଚୀରୁ ରାୱଲପିଣ୍ଡି ଯାଉଥିବା ହାଜରା ଏକ୍ସପ୍ରେସ୍ର ୧୦ଟି ବଗି ଲାଇନଚ୍ୟୁତ ହେବା ଯୋଗୁ ଅତି କମ୍ରେ ୩୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୮୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।
-
ହରିୟାଣାର ନୁହରେ ଏକ ଧାର୍ମିକ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ରୁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ହିଂସାକାଣ୍ଡ ସହ ଜଡ଼ିତ ଲୋକମାନଙ୍କର ବେଆଇନ ନିର୍ମାଣ ଭଙ୍ଗା ଅଭିଯାନ ଜାରି ରହିଛି।
-
ଦେଶର ଏକ ନମ୍ବର ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି କଂପାନିରୁ ଟଙ୍କାଟିଏ ବି ଦରମା ନେଉନାହାନ୍ତି। ୨୦୨୦ରେ ମହାମାରୀ ବ୍ୟାପିବା ପରେ ସେ ସ୍ବଇଚ୍ଛାରେ ଦରମା ନେବେ ନାହିଁ ବୋଲି ଘୋଷଣା କରିଥିଲେ।
-
ଭାରତର ମୋଟ ଔଷଧ ଆମଦାନିରେ ବଲ୍କ ଡ୍ରଗ୍ସ ବା ଆକ୍ଟିକ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟ (ଏପିଆଇ)ର ଅଂଶ ୫୫ରୁ ୬୬ ପ୍ରତିଶତ।
-
ଏକ ସଂସ୍ଥାର ଆକଳନ ଅନୁଯାୟୀ ଟମାଟୋ ପରେ ନିକଟ ଭବିଷ୍ୟତରେ ପିଆଜ ମୂଲ୍ୟ ମାତ୍ରାଧିକ ବଢ଼ିବ। ଏପରିକି ପିଆଜର କିଲୋଗ୍ରାମ ପିଛା ମୂଲ୍ୟ ସେପ୍ଟେମ୍ବର ମାସରେ ୬୦ରୁ ୭୦ ଟଙ୍କା ହେବ।
-
ଦୁନିଆରେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ଚାଇନା ଖବରକାଗଜର ସାହାଯ୍ୟ ନେଉଛି। ନିଜ ବିଷୟରେ ସକାରାତ୍ମକ ଖବର ପ୍ରକାଶ କରିବାକୁ ଓସେନିଆରେ ଅବସ୍ଥିତ ସୋଲୋମନ ଦ୍ୱୀପପୁଞ୍ଜ ଖବରକାଗଜକୁ ୧୩୦ ହଜାର ଡଲାର ଦେଇଛି।
-
ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଏକ ଜାହାଜ ବୁଡ଼ିଯିବା ପରେ ଚାରିଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଛି ଏବଂ ୫୧ ଜଣ ନିଖୋଜ ଅଛନ୍ତି।
-
ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି।
|
408 |
Y |
|
1477 |
07-08-2023 |
English |
-
The ISRO has released the first visuals of the Moon as captured by Chandrayaan-3.
-
Union Culture Minister G Kishan Reddy formally lit up the historic Charminar Monument in the colours of the tricolour on Saturday evening at a gala event in Hyderabad. The illumination project has been carried out under the National Culture Fund, under the Ministry of Culture.
-
Prime Minister Narendra Modi Sunday laid the foundation stone through virtual mode for redevelopment of 25 railway stations in Odisha, which are among 508 such stations across India that will be modernised under the ‘Amrit Bharat Station Scheme’.
-
NDA partner Kuki People’s Alliance (KPA) Sunday announced withdrawal of support from the N Biren Singh government in Manipur.
-
At least 30 people were killed and 80 others injured Sunday when several compartments of an express train derailed in Pakistan’s southern Sindh province. The Hazara Express travelling from Karachi to Rawalpindi derailed in Nawabshah district near the Sarhari Railway Station.
-
Day after a mob ransacked the Phiringia police station alleging the cops’ involvement in illegal ganja trade, the station IIC (inspector-in-charge) Tapan Kumar Nahak was transferred Sunday with the removal of two home guards from duty.
-
An elderly artisan from Aligarh, famous for its handmade locks, has made a 400 kg lock for the Ram Mandir in Ayodhya which is expected to open for devotees in January next year.
-
Delhi Chief Minister Arvind Kejriwal Thursday approved round-theclock operations of 29 more shops and commercial establishments in the national capital.
-
The Delhi government has simplified the process for issuing hotel, club, and restaurant (HCR) category licences by its Excise department with a view to give boost to the city's hospitality industry.
-
A group of people here allegedly forced two boys to drink urine, gave them petrol injections, and inserted chillis in their private parts, over suspicion of stealing Rs 2,000, police said Sunday.
-
Moscow unleashed a massive missile and drone barrage on western Ukraine Sunday, following through on its promise to retaliate for a Ukrainian attack on a Russian tanker.
-
Public sector banks (PSBs) have once again posted stellar performance by registering more than double profit of `34,774 crore for the first quarter ended June 2023.
-
A dominant India roared back to winning ways with a 5-0 mauling of Malaysia in a round-robin fixture of the Asian Champions Trophy (ACT) hockey here Sunday.
-
The National Investigation Agency (NIA) has intensified its crackdown on the Popular Front of India (PFI) for its alleged anti-national activities.
-
Home Ministry has deployed 10 additional companies of Central Armed Police Force (CAPF) to violence-hit Manipur. Around 900 CAPF personnel, including troops from CRPF, BSF, ITBP and SSB, arrived in the state on Saturday night.
-
Reliance Industries has sought shareholders' approval to give Mukesh Ambani another term as Chairman and Managing Director of the company till 2029.
-
The government has allocated one lakh 39 thousand 579 crore rupees to extend Bharat Net in six lakh 40 thousand villages across the country. The Communications Ministry said that the extension project of the Bharat Net will be achieved in nearly two year.
-
National Security Advisor Ajit Doval underscored India’s consistent engagement with both Russia and Ukraine at the highest levels to resolve the crisis and to promote global peace and stability.
-
Hockey: India vs Malaysia in 3rd round match of Asian Champions Trophy 2023 played on 06 Aug. Indian team won the match by 5-0 goals. India will play against Republic of Korea on Monday.
-
The Pakistan government confirmed that it has decided to send its cricket team to India for ODI World Cup 2023.
|
429 |
Y |
|
1478 |
06-08-2023 |
Odia |
-
ଭାରତର ‘ମୁନ୍ ମିଶନ’ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)କୁ ଆଜି ଏକ ସଫଳତା ମିଳିଛି। ଗତ ମାସ ଜୁଲାଇ ୧୩ରେ ଭାରତ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୩ ଆଜି ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି।
-
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ଜଣ ଦଲାଲଙ୍କୁ ବାଲେଶ୍ୱର ପୁଲିସ ଗିରଫ କରିଛି । ଏଥିସହ ଏହି ମାମଲାରେ ଏ ଯାଏଁ ୨୫ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।
-
ତୋଷଖାନା ମାମଲାରେ ଇମ୍ରାନ ଖାଁଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଇସଲାମାବାଦ ଟ୍ରାଏଲ କୋର୍ଟ । ଜେଲ ସହ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏହା ସହ ୫ ବର୍ଷ ଯାଏ କୌଣସି ନିର୍ବାଚନ ଲଢ଼ି ପାରିବେନି।
-
ଲୋକସେବା ଭବନରେ ୨ଟି ଏନଏଚ ପ୍ରକଳ୍ପର ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାମାକ୍ଷାନଗର-ଡୁବୁରୀ ୪ ଥାକିଆ NH ଏବଂ ମୋଟେର-ବାନେର NH ଭାୟା ଲଡୁଗାଁର ଶୁଭାରମ୍ଭ ହୋଇଛି ।
-
ଉତ୍ତରପ୍ରଦେଶ ଝାନ୍ସୀର ପିଛୋର ଗ୍ରାମରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ପବ୍ଜୀ ପାଇଁ ୨୬ ବର୍ଷୀୟ ପୁଅ ତାୱାରେ ଆକ୍ରମଣ କରି ବାପାମାଆଙ୍କୁ ହତ୍ୟା କରିଛି। ସୂଚନା ପାଇ ପୁଲିସ ଘରେ ପହଞ୍ଚିଥିଲା। ମାତ୍ର ପୁଲିସ କର୍ମଚାରୀଙ୍କୁ ଦେଖି ପୁଅ ଅଙ୍କିତ ହସିବାରେ ଲାଗିଥିଲା। ଇନ୍ସପେକ୍ଟର ପଚାରିବାରୁ କିଛି କହି ନ ଥିଲା। ପରେ ନିଜେ ମାରିଥିବା ସ୍ବୀକାର କରିଥିଲା।
-
ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯୁକ୍ତ ତିନି ଓ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତିତ ସମୟ ସାରଣୀ ପ୍ରକାଶ ପାଇଛି। ପରିବର୍ତ୍ତିତ ସୂଚୀ ଅନୁଯାୟୀ +୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅଗଷ୍ଟ ୧୨ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନେଇ ଅଗଷ୍ଟ ୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।
-
ପୂର୍ବାଞ୍ଚଳର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛନ୍ତି । ୨୦୧୫ରୁ ୨୦୧୯ ମଧ୍ୟରେ ମାଓବାଦୀ ହିଂସା ୩୦ ପ୍ରତିଶତ ହ୍ରାସ ପାଇଛି । ନକ୍ସଲ ବିରୋଧୀ ଅଭିଯାନରେ ସଫଳତା ପାଇଁ ହ୍ରାସ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
-
ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ ଉପରେ ଶୁଣାଶୀ କଲେ କୋର୍ଟ
-
ନୁହ ହିଂସା ଘଟାଇଥିବା ୨୫୦ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଲାଇଲେ ହରିୟାଣା ସରକାର ।
-
ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍ ସମେତ ଦେଶର ୫୦୮ଟି ଷ୍ଟେସନ୍ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
-
ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ଶ୍ରେଣୀ(ଏକାଦଶ)ରେ ମୋଟ ୧ଲକ୍ଷ ୩୧ହଜାର ୬୦୩ଟି ସିଟ୍ ଖାଲି ପଡିଲା l
-
ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ l ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ ।
-
ରାଜ୍ୟରେ ୧୩୮ଜଣ ଇନ୍ସପେକ୍ଟରଙ୍କ ହେଲା ବଦଳି l ଏ ନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l
-
୮୩ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍ କଲ ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସଙ୍କ l
-
ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୭ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l
-
ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଶନିବାର ଦିନ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
-
ତାମିଲନାଡୁବାସୀ ହିନ୍ଦୀ ଭାଷାର ଦାସତ୍ବ ସ୍ବୀକାର କରିବେ ନାହିଁ ବୋଲି ଶନିବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍କେ’ ନେତା ଏମ୍. କେ. ଷ୍ଟାଲିନ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି।
-
ଜ୍ଞାନବାପୀ ମସଜିଦରେ ଆଜି ଦ୍ବିତୀୟ ଦିନରେ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ସର୍ଭେ କାର୍ଯ୍ୟ ଶେଷ କରିବାପାଇଁ ବାରଣାସୀ ଜିଲ୍ଲା କୋର୍ଟ ଏଏସ୍ଆଇକୁ ୪ ସପ୍ତାହ ସମୟ ଦେଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
-
ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ଖେଳାଯିବ।
-
ଭାରତର ଷ୍ଟାର ଶଟଲର ଏଚଏସ୍ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ କଲେ ପ୍ରବେଶ l ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।
|
412 |
Y |
|
1479 |
06-08-2023 |
English |
-
Lunar Orbit Insertion (LOI) maneuver for Chandrayaan-3 was successfully completed Saturday. With this, Chandrayaan-3 has been successfully inserted into a lunar orbit. The next orbit maneuver is scheduled for Sunday
-
Union Home Minister Amit Shah Saturday inaugurated the muchawaited 51km KamakshyanagarDuburi four-lane section of National Highway-53 on EPC (Procurement and Construction) mode here in presence of Chief Minister Naveen Patnaik.
-
Eight more people were arrested Saturday from Balasore district for allegedly being involved in the leak of question paper for the JE (Civil) Main Examination, 2023, a senior officer said.
-
The India Meteorological Department Saturday said that isolated heavy to very heavy rainfall is likely over Uttarakhand, north Uttar Pradesh, Bihar, Sub-Himalayan West Bengal and Sikkim during the next 4-5 days, while an increase in rainfall activity is expected over the northeast in the coming five days
-
President Smt Droupadi Murmu has inaugurated the "Festival of Libraries 2023" at Pragati Maidan in New Delhi. The two-day Festival, which is being organised by the Ministry of Culture, will highlight iconic libraries from across the world to initiate a conversation on the modernisation and digitisation.
-
Health and Family Welfare Minister Dr Mansukh Mandaviya on Saturday said that India's G20 Presidency has provided a distinctive platform to amplify the concerns of the Global South.
-
Union Home Minister and Minister of Cooperation Amit Shah will launch the digital portal of the Central Registrar of Cooperative Societies office in Pune, Maharashtra on Sunday.
-
The Election Department of the Union Territory of Ladakh has issued a significant notification on Saturday, officially announcing the dates for the much-anticipated 5th Ladakh Autonomous Hill Development Council, Kargil general elections 2023.
-
The Karnataka government on Saturday formally launched 'Gruha Jyothi' scheme, one of the five poll guarantees of the Congress party, which promises to provide up to 200 units of free power to households in the state.
-
A Varanasi court granted the Archaeological Survey of India's request seeking four additional weeks to complete Gyanvapi mosque's scientific survey. The court ordered the ASI to submit a report of the survey by September 2.
-
Special Magistrate, Agra's MP/MLA Court Anuj sentenced Ram Shankar Katheria to two years' imprisonment for thrashing staff of a private power firm in 2011.
-
The Haryana government on Saturday said the attack on the cybercrime police station in Nuh district was aimed at destroying evidence related to a massive fraud unearthed earlier this year.
-
MK Stalin also asked Mr Shah to take note of "vehement" opposition to the "imposition" of Hindi in states like Karnataka and West Bengal.
-
The government has allocated 1,39,579 crore rupees to extend Bharat Net in 6.40 lakh villages across the country.
-
Adani Enterprises has sold its 100% stake in Natural Growers Private Limited, a wholly-owned subsidiary of the company, to Samarpratap Agrotech. As per a regulatory filing, the deal was worth ₹8.25 crore. Adani Enterprises on Thursday stated that its consolidated net profit rose 44% year-over-year to ₹674 crore in the quarter ended June.
-
The Embassy of India in Kathmandu and the Government of Nepal signed Memoranda of Understanding (MoUs) for undertaking four High Impact Community Development Projects (HICDPs) in Nepal to provide better education facilities, water supply and sanitation facilities for the local community.
-
The Uddhav Thackeray-led Shiv Sena (UBT) will host the third meeting of the opposition bloc INDIA in Mumbai on August 31-September 1, party Rajya Sabha MP Sanjay Raut said Saturday.
-
In a major development, the Islamabad High Court (IHC) Saturday issued its verdict in the Toshakhana case against former Prime Minister Imran Khan, sentencing him to at least three-years imprisonment and imposing a fine of 100,000 PKR.
-
Elon Musk-run X Corp (formerly Twitter) will not be able to pay verified creators on time as part of its ad revenue-sharing programme, saying it is currently flooded with requests for payments.
-
Aditi Swami Saturday became the youngestever senior World Champion at 17 years when she secured India’s first-ever individual title at the World Archery Championships with women’s compound gold here.
|
418 |
Y |
|
1480 |
05-08-2023 |
Odia |
-
ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ଏବଂ ଶରୀରର ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ଦେଉଥିବା ମହୁ ସମ୍ପର୍କରେ ବଡ଼ ଖବର ଆସିଛି। ଶୁଦ୍ଧତା ପରୀକ୍ଷାେର ବିଫଳ ହୋଇଛି ‘ଡାବର ହନୀ’ ବ୍ରାଣ୍ଡ୍ର ମହୁ। ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଡାବରର ମହୁରେ ଏଚ୍ଏମ୍ଏଫ୍ର ପରିମାଣ ୧୭୬.୫୭ ମିଲିଗ୍ରାମ୍ ରହିଥିବା ଜଣାପଡିଛି, ଯାହା ଏହାର ନିର୍ଦ୍ଧାରିତ ମାନକ ୮୦ ମିଲିଗ୍ରାମ୍ ଠାରୁ ଅଧିକ ହେବା ଠିକ୍ ନୁହେଁ।
-
ଭୁବନେଶ୍ୱରରୁ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବ ବିମାନ ଚଳାଚଳ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ସେବା ମିଳିବ। ଶ୍ରୀଲଙ୍କା ଏୟାର୍ଲାଇନ୍ସ ପକ୍ଷରୁ ଉଡ଼ିବ ପ୍ଲାଇଟ। ଏନେଇ ସୂଚନା ଦେଇଛି ଶ୍ରୀଲଙ୍କା ଏୟାର୍ଲାଇନ୍ସ ରିଜୋନାଲ ମ୍ୟାନେଜର ଭି ରବିନ୍ଦ୍ରନ ।
-
ସରକାରୀ ଅନୁଷ୍ଠାନର ଦକ୍ଷତା ବିକାଶ ଉପଦେଷ୍ଟା ହେଲେ ସୁବ୍ରତ ବାଗଚୀ । ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମିଳିବ ।
-
ଭାରତୀୟ ବାୟୁସେନା ଏକ ନୂତନ ପ୍ରଭାବଶାଳୀ ଏବଂ ସଠିକ ଅସ୍ତ୍ର ପାଇଛି। ବାୟୁସେନା ଇସ୍ରାଏଲରୁ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ ମିସାଇଲ୍ (ସ୍ପାଇକ୍ NLOS) ର ପ୍ରଥମ ବ୍ୟାଚ୍ ଗ୍ରହଣ କରିଛି । ଏହି କ୍ଷେପଣାସ୍ତ୍ରଗୁଡିକର ପରିସର ୩୦ କିଲୋମିଟର ପର୍ଯ୍ୟନ୍ତ ରହିଛି।
-
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ପରିସ୍ଥିତିକୁ ଦେଖି ହୀରାକୁଦ କର୍ତ୍ତୃପକ୍ଷ ଆହୁରି ୫ଟି ଗେଟ ଖୋଲିଛନ୍ତି। ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୭.୨୫ ଫୁଟ ରହିଛି ।
-
ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଅବସ୍ଥିତ ବିବାଦୀୟ ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ସୁପ୍ରିମକୋର୍ଟରୁ ମଧ୍ୟ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଜାରି ରହିବ ବୋଲି କହିଛନ୍ତି ।
-
ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଡାକ୍ତରଖାନା ଓ ବିଦ୍ୟାଳୟଗୁଡ଼ିକରେ ମିଲେଟଯୁକ୍ତ ମିଲ୍ର ବ୍ୟବସ୍ଥା କରାଇବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପୁଷ୍ଟିଶସ୍ୟର ଉପାଦେୟତା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଶାକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
-
ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ କରିଛି କମିଟି। ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ନିର୍ବାଚନ ଲଢିପାରିବେ ରାହୁଲ । ସାଂସଦ ପଦ ମଧ୍ୟ ଫେରିପାଇବେ ରାହୁଲ ।
-
ଏ ଏସ ଓ, ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ରାୟ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଆଇ ଆମ୍ ସରି(ମୁଁ ଦୁଃଖିତ)। ମୁଁ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇପାରିବିନାହିଁ। ମୁଁ ଇସ୍ତଫା ଦେଇସାରିଛି। କୋର୍ଟରେ ଏଭଳି କିଛି କଥା କହିଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେଓ।
-
ଲାପ୍ଟପ୍, ଟାବଲେଟ୍, ପର୍ସନାଲ୍ କମ୍ପ୍ୟୁଟର ଆମଦାନି ଉପରେ କଟକଣା ଜାରି କରାଯାଇଛି। ବୈଦଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ତତ୍କାଳ ଏହି କଟକଣା ଲାଗୁ କରାଯାଇଛି। ଏହି ସାମଗ୍ରୀଗୁଡ଼ିକୁ କେବଳ ବୈଧ ଲାଇସେନ୍ସ ଜରିଆରେ ଆମଦାନି କରାଯାଇପାରିବ।
-
ଆସନ୍ତା ୭ ବର୍ଷରେ ଭାରତୀୟ ଅର୍ଥନୀତି ଦ୍ବିଗୁଣିତ ହେବ। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୩୧ ସୁଦ୍ଧା ୬.୭ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ହୋଇଯିବ ବୋଲି ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ଆକଳନ କରିଛି।
-
ଦେଶର ୧୮ଟି କୋଇଲା ଖଣିର ବାଣିଜ୍ୟିକ ନିଲାମରୁ ମିଳିଥିବା ରାଶିରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କା ଓଡ଼ିଶା ସମେତ ଛଅଟି ରାଜ୍ୟକୁ ପ୍ରଦାନ କରିଛନ୍ତି। ଓଡ଼ିଶାକୁ ୧୯୯.୮୧ କୋଟି ଟଙ୍କା ଦିଆଯାଇଛି।
-
ଗତ ତିନି ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଓଡ଼ିଶାରେ ୫୬୬ କିମିର ୪-ଲେନ୍ ରାଜପଥ ନିର୍ମାଣ କରାଯାଇଛି। ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
-
ମାରୁତି ସୁଜୁକିର ଛୋଟ କାର୍ ଅଲ୍ଟୋ ହେଉଛି ଦେଶର ସର୍ବାଧିକ ବିକ୍ରି ହୋଇଥିବା କାର୍। ନିକଟରେ କଂପାନି ୪୫ ଲକ୍ଷ ଅଲ୍ଟୋ ବିକ୍ରି ମାଇଲଖୁଣ୍ଟ ହାସଲ କରିଛି।
-
ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।
-
ମଣିପୁରରେ ପୁଣିଥରେ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଛି। ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ସହିତ ମିଶି ଦୁର୍ବୃତ୍ତମାନେ ଅସ୍ତ୍ରାଗାରରେ ପଶି ଏକେ ଓ ଘଟକ ସିରିଜ୍ ଆସଲ୍ଟ ରାଇଫଲ ସମେତ ୧୯ ହଜାରରୁ ଅଧିକ ଗୁଳି ଲୁଟି ନେଇଛନ୍ତି।
-
ହରିୟାଣର ନୁହରେ ବଡ଼ ଧରଣର ସାଂପ୍ରଦାୟିକ ହିଂସା ଘଟଣାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦୨ ଜଣ ଗିରଫ ହୋଇଛନ୍ତି। ହିଂସା ନେଇ ୧୦୨ଟି ଏତଲା ରୁଜୁ ହୋଇଥିବା ବେଳେ ଏବେ ବି ଦୁଇ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।
-
ଚେସ୍ ବିଶ୍ବକପ୍ ମ୍ୟାଚ୍ର ଦ୍ବିତୀୟ ପର୍ଯ୍ୟାୟରେ ଆଜର୍ବୈଜାନ୍ର ମିସ୍ରାତ୍ଦିନ୍ ଇସ୍କାନଦାରୋଭ୍ଙ୍କ ଉପରେ ବିଜୟ ହାସଲ୍ କରି ଗୁରୁବାର ଦିନ ଭାରତର ୧୭ ବର୍ଷିୟ ଗ୍ରାଣ୍ଡ୍ମାଷ୍ଟର୍ ଡି. କୁକେଶ ଶ୍ରେଷ୍ଠ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।
|
444 |
Y |
|