# |
Date |
Type |
Current Affairs |
No. Of Views |
Status |
Action |
1451 |
21-08-2023 |
Odia |
-
ଉତ୍ତର କୋରିଆ ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆମେରିକା ଏବଂ ଦକ୍ଷିଣ କୋରିଆକୁ କଡ଼ା ଜବାବ ନେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ନୌସେନା ଜାହାଜରୁ କ୍ରୁଜ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।
-
କାବୋ ସାନ୍ ଲ୍ୟୁକାସ୍(ମେକ୍ସିକୋ): ରବିବାର ଦିନ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି’ ଉତ୍ତରପଶ୍ଚିମ ମେକ୍ସିକୋରେ ସ୍ଥଳଭାଗକୁ ପ୍ରବେଶ କରିବା ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଗ୍ରେଟ୍ ବ୍ରିଟେନ୍ ଅନ୍ତର୍ଗତ ବ୍ରିଷ୍ଟଲ ଚ୍ୟାନେଲ୍ର କାର୍ଡିଫ୍ ଉପକୂଳରୁ ୪ ମାଇଲ୍ ଦୂରରେ ରହିଛି ଏକ ଭିନ୍ନ ପୃଥିବୀ। ଫ୍ଲାଟ୍ ହୋମ୍ ନାମକ ଏହି ନିର୍ଜନ ଦ୍ବୀପର ଏକମାତ୍ର ବାସିନ୍ଦା ହେଉଛନ୍ତି ସାଇମନ୍ ପାର୍କର ନାମକ ଜଣେ ୩୮ ବର୍ଷୀୟ ଇଞ୍ଜିନିଅର।
-
ଭାରତ, ଆମେରିକା ଓ ଜାପାନ ମାଲାବାରରେ ମିଳିତ ସମରାଭ୍ୟାସ କରୁଥିବା ବେଳେ ତାହା ଉପରେ ନଜର ରଖିବା ପାଇଁ ଚୀନ୍ ଅଷ୍ଟ୍ରେଲିଆ ଉପରେ ଶତାଧିକ ମିନି ସାଟେଲାଇଟ ମୁତୟନ କରିଥିବା ଜଣାପଡ଼ିଛି।
-
ଅଗଷ୍ଟ ୧୧ରେ ରୁଷିଆ ପକ୍ଷରୁ ମହାକାଶକୁ ଛଡ଼ାଯାଇଥିବା ଲୁନା-୨୫ ଲକ୍ଷ୍ୟ ହାସଲ ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି। ଘୂରିଘୂରି ଏକ ଅନିୟନ୍ତ୍ରିତ କକ୍ଷପଥକୁ ଚାଲିଯିବା ପରେ ନିୟନ୍ତ୍ରଣ ହରାଇ ଏହା ଚନ୍ଦ୍ରରେ ଖସିପଡ଼ିଛି ବୋଲି ରବିବାର ରୁଷ୍ ମହାକାଶ ଗବେଷଣା ସଂସ୍ଥା ‘ରସ୍କସମସ’ ପ୍ରକାଶ କରିଛି।
-
ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲୋମଟାଙ୍କୁରା କାଣ୍ଡ ଆଜି ଦେଖିବାକୁ ମିଳିଛି। ୪୫ ବର୍ଷୀୟ ଜଣେ ବ୍ୟକ୍ତି କ୍ରୋଧରେ ନିଜ ପତ୍ନୀ ସହିତ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଜିଲ୍ଲାର ବଡ଼ନଗର ଅଞ୍ଚଳରେ ଏହି ଅପରାଧ ଘଟିଛି।
-
ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟଇଣ୍ଟରଫେସ୍ (ୟୁପିଆଇ)ର ଜଣେ ପ୍ରସଂଶକ ପାଲଟିଯାଇଛନ୍ତି । ସେ ନିଜେ ରବିବାରଦିନ ପନିପରିବା କିଣିବାକୁ ଆସିଥିଲେ।
-
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ନିକଟରେ ତାଙ୍କ ଦଳର କିଛି ଲୋକ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍କାନରରେ ଥିଲେ
-
୨୦୧୮ରେ ମହିଳା ସାମ୍ବାଦିକଙ୍କ ପ୍ରତି ଫେସ୍ବୁକ୍ରେ ଅପମାନଜନକ ପୋଷ୍ଟ କରିବାକୁ ନେଇ ମାମଲାର ସମ୍ମୁଖୀନ ହୋଇଥିବା ଅଭିନେତା ତଥା ପୂର୍ବତନ ତାମିଲନାଡ଼ୁ ବିଧାୟକ ଏସ୍ ଭେ ଶେଖରଙ୍କର ଏକ ଆବେଦନକୁ ଖାରଜ କରି ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିବା ବେଳେ ସତର୍କ ରହିବା ଉଚିତ। କିଛି ଅପମାନଜନକ ପୋଷ୍ଟ କଲେ ତା’ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କୋର୍ଟ ଚେତାବନୀ ଦେଇଛନ୍ତି।
-
ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି।
-
ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ, ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ, ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ହୋଇଛି ଅଭିଯୋଗ।
-
ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା।
-
ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ।
-
କିଟ୍ ପଲିଟେକ୍ନିକର ୨୯ତମ ପ୍ରତିଷ୍ଠା ଦିବସ ପାଳିତ: ସିଙ୍ଗାପୁରର ନନ୍ୟାଙ୍ଗ ଢାଞ୍ଚାରେ ରୂପ ଦେବାକୁ ଘୋସଷଣା କଲେ ପ୍ରତିଷ୍ଠାତା।
-
ପିପିଲି: ଡେଲାଙ୍ଗର ଧାନକେରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡଘଟି ୨୫ ବଖରା ଘର ଭସ୍ମିଭୂତ।
-
ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।
-
ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି, ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି।
-
ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ କରିବ ଅବତରଣ।
-
ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନୀ ଦେଓଲଙ୍କ ବଙ୍ଗଳା ନିଲାମ ହେବ। ସନୀଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଛି ବ୍ୟାଙ୍କ। ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ । ସନୀ ଦେଓଲଙ୍କ ‘ସନୀ ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ ।
-
ଇରାନର ବନ୍ଦର ସହର ବାନ୍ଦର ଅବ୍ବାସରେ ଭାରତୀୟ ନାଭାଲ ଜାହାଜ ଆଇଏନଏସ ତ୍ରିକନ୍ଦ ପହଞ୍ଚିଛି। ପରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।
|
412 |
Y |
|
1452 |
21-08-2023 |
English |
- The Special Task Force (STF) of the crime branch has arrested the mastermind behind a racket involved in duping gullible persons by impersonating as fake RTI activists and government officials
- Russia’s first moon mission in 47 years failed when its Luna-25 spacecraft spun out of control and crashed into the moon after a problem preparing for pre-landing orbit, underscoring the post-Soviet decline of a once mighty space programme
- ISRO Sunday said it has successfully reduced the orbit of Chandrayaan-3 mission’s lander module, and it is now expected to touch down on the surface of the moon at 1804 hours August 23
- Stateowned Bank of Baroda has put on the block a property owned by actor and sitting BJP Member of Parliament Sunny Deol to recover `56 crore through an eauction to be held August 25.
- Once bitten, twice ‘not’ shy! Snakes may rattle many but rescuing the reptiles is a child’s play for Pawan Jogpal from Haryana’s Fatehabad district, who is undeterred even after being bitten 10 times. Jogpal claimed he has rescued more than 5,600 snakes .
- The four-day Youth 20 Summit- 2023 concluded on 20th August 2023 with the unanimous adoption of the Y20 Communique. The Y20 Summit was held at Varanasi in Uttar Pradesh from the 17th to the 20th of this month.
- The Central Government has granted 200 crore rupees as an advance from the National Disaster Response Fund (NDRF) to the Himachal Pradesh Government. This aid aims to support relief measures during the current monsoon season.
- The government will organize a three-day national workshop on the localization of sustainable development goals in gram panchayats.
- J&K Lieutenant Governor Manoj Sinha on Sunday defended dismissal of government employees who support terrorism and said the administration would not hesitate in taking appropriate legal action against such persons.
- Forty-five Pakistani nationals from the Hindu community were detained in Gujarat's Banaskantha for overstaying after their visas expired and their applications for long term visas were rejected, a police official said on Sunday. They were detained from Akoli village here and the process to send them back to Pakistan was underway.
- Dera Sacha Sauda chief Gurmeet Ram Rahim Singh returned to Rohtak's Sunaria jail on Sunday after his month-long parole ended. The Sirsa-headquartered sect chief is serving a 20-year jail term for raping two of his disciples.
- Finance Minister Nirmala Sitaraman to address Chintan Shivir in Kevadiya today. She will interact with the G20 India representatives of the Finance track.
- The Reserve Bank of India (RBI) has issued guidelines to lenders, directing them to categorize penalties for borrower defaults as ‘penal charges’ rather than ‘penal interest.’ The RBI’s guidelines emphasize that these charges must be “reasonable” and proportional to the breach of the loan agreement, without discrimination within specific loan/product categories.
- Police and Excise officials Sunday seized ganja and brown sugar worth around Rs 70 lakh from two different places in and around Berhampur and arrested two persons.
- Servitors of Srimandir’s Khuntia Nijog have urged the state government to make traditional clothes mandatory for devotees visiting the shrine. They have submitted a memorandum in this regard to 5T Secretary VK Pandian during the later’s Puri visit recently.
- The Supreme Court has directed the Central Information Commission (CIC) and the State Information Commissions (SICs) to ensure proper implementation of provisions of the Right to Information (RTI) Act, 2005 including on proactive disclosure of information by public authorities
- Water Resources Development Commissioner-cum-Additional Chief Secretary Anu Garg reviewed projects on climate resilient agriculture in a meeting held in the conference hall of Rajiv Bhawan here Saturday
- The annual pilgrimage to the Amarnath shrine in south Kashmir Himalayas will remain temporarily suspended from August 23 in view of reduced pilgrim flow and track restoration works, an official spokesman said Sunday
- Russia's first moonshot in nearly half a century has failed after its Luna25 spacecraft spun out of control and smashed into the moon. Following are details about the mission and what its failure is likely to mean.
- Ukrainian President Volodymyr Zelenskyy Sunday vowed stern retaliation for a Russian missile strike in the center of the northern Ukrainian city of Chernihiv that killed seven people and wounded almost 150 others the day before.
|
396 |
Y |
|
1453 |
20-08-2023 |
Odia |
-
ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ(ଓପିଟିସିଏଲ)ରେ ଆଜି ୪୧୨ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ନବ ନିଯୁକ୍ତଙ୍କ ମଧ୍ୟରେ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ କାର୍ଯ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆଲ ସାମିଲ ଅଛନ୍ତି ।
-
ଲଦାଖରେ ବଡ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି ଗଭୀର ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଲଦାଖର କ୍ୟାରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
-
ପୁରୀ ଜିଲ୍ଲା ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଉପରକୁ କାଳିମାଡ଼ କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ଏକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି ।
-
ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।
-
ବୌଦ୍ଧକୁ ଛାଡ଼ି ସବୁ ଜିଲ୍ଲାରେ ଡେଙ୍ଗୁ,୨୪ ଘଣ୍ଟାରେ ୯୫୨ ପରୀକ୍ଷା,୮୪ ଆକ୍ରାନ୍ତ।
-
'ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ' ଯୋଜନା;୫ ବର୍ଷରେ ଖର୍ଚ୍ଚ ହେବ ୨୦୩୨. ୯୨ କୋଟି।
-
ସରକାରୀ ବାବୁଙ୍କ ଗାଡ଼ି ଚଢ଼ା ଉପରେ ଲାଗିଲା କଟକଣା । କେଉଁ ଅଫିସର, କେତେ କିଲୋମିଟର ଗସ୍ତ କରିବେ, ଧାର୍ଯ୍ୟ କଲା ଅର୍ଥ ବିଭାଗ । ସ୍ଥିର ହେଲା ଗାଡିର ମାସିକ ଭଡ଼ା।
-
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS।୬୦ କିଲୋମିଟର ଦୂରରୁ ରେଳ ଲାଇନ୍ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍।
-
ଆଣ୍ଟି ଡ୍ରଗ୍ସ ବିରୋଧରେ କମିସନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ପ୍ରଥମ ବଡ଼ ସଫଳତା, ୩ ଅଭିଯୁକ୍ତ ଗିରଫ।
-
ନୂଆ ଦିଲ୍ଲୀ:ବ୍ୟାଙ୍କରେ ପଡିଛି ଦାବିଦାର ନଥିବା ୩୫ ହଜାର କୋଟି ଟଙ୍କା , ଭୁଲି ଯାଇଥିବା ଲୋକଙ୍କ ପାଇଁ ଆରବିଆଇ ଲଞ୍ଚ କରିବ ପୋର୍ଟାଲ।
-
ସଂଖ୍ୟାଲଘୁ ମନ୍ତ୍ରଣାଳୟର ଛାତ୍ରବୃତ୍ତି ଯୋଜନାରେ ଦୁର୍ନୀତି: ୫୩% ସଂସ୍ଥା ନକଲି, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ସ୍ମୃତି ଇରାନୀ।
-
ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ବୁଧବାର ସକାଳ ୧୦ଟା ୨୮ମିନିଟରୁ ୧୦ଟା ୪୧ ମିନିଟ ମଧ୍ୟରେ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିବେ ବୋଲି ପଣ୍ଡିତ ମାନେ ନିର୍ଦ୍ଧାରିତ କରିଛନ୍ତି ।
-
ସମ୍ବଲପୁର ଚିପଲିମାର ଶ୍ରୀତମ ବେହେରାଙ୍କୁ ଡି.ଏମ୍.ଡି ଡିଜିଜ୍ ହୋଇଛି । ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେବାରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାପାଳ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିଭଳି ସମସ୍ତ ଗୁରୁତର ରୋଗୀ ସଠିକ ଚିକିତ୍ସା ପାଇ ପାରିବେ ସେନେଇ ସବୁବେଳେ ତତ୍ପର ଅଛନ୍ତି ରାଜ୍ୟ ସରକାର ।
-
୧୬ରୁ ୧୮ ବର୍ଷୀୟ ତରୁଣ-ତରୁଣୀଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ଲାଗି ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଶୁକ୍ରବାର ଏହା ଉପରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି।
-
ଦେଶରେ ପିଆଜ ମୂଲ୍ୟ ଗତ କିଛିଦିନ ହେଲା ବୃଦ୍ଧି ପାଉଛି। ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଜି ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ଘୋଷଣା କରିଛନ୍ତି।
-
ହରିୟାଣାର ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛି ହରିୟାଣା ପୁଲିସ । ପୁଲିସ କହିଛି ଯେ, ଉତ୍ତେଜନାମୂଳକ ଭାଷଣକୁ ନେଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ।
-
ଇଂଲଣ୍ଡର ଚେଷ୍ଟର ହସ୍ପିଟାଲରେ ନର୍ସ ଭାବେ କାମ କରୁଥିବା ଲୁସି ଲେଟ୍ବାୟ ୭ ନବଜାତ ଶିଶୁଙ୍କୁ ହତ୍ୟା କରିବା ଏବଂ ୬ ଜଣଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ମଞ୍ଚେଷ୍ଟର କ୍ରାଉନ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛି।
-
‘ଅପରେସନ ପାପ’ ଶୀର୍ଷକରେ ଆପ୍ ବିଧାୟକ ନରେଶ ବଲ୍ୟାନଙ୍କ ବିରୋଧରେ ନ୍ୟୁଜ୍ ଚ୍ୟାନେଲ୍ ଟାଇମ୍ସ ନାଓ ନବଭାରତର ଖବର ପ୍ରସାରଣ ଉପରେ ଦିଲ୍ଲୀ କୋର୍ଟ ରୋକ୍ ଲଗାଇଛନ୍ତି। ଆପ୍ ନେତାଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାକୁ ଆଧାର କରି ଦ୍ବାରକା କୋର୍ଟର ଏଏସ୍ସିଜେ ଅଜୟ କୁମାର ମଲିକ ଏହି ରାୟ ଦେଇଛନ୍ତି।
-
ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ।ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ତାଙ୍କ ବାସଭବନରେ ପହଞ୍ଚି ଟାଟାଙ୍କୁ ସମ୍ମାନିତ କରିଛନ୍ତି।
-
ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ।
|
405 |
Y |
|
1454 |
19-08-2023 |
Odia |
-
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ଆଜି କହିଛନ୍ତି, କରୋନା ଯଦିଓ ଏବେ ଆଉ ବିଶ୍ବ ପାଇଁ ଏକ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ହୋଇନାହିଁ କିନ୍ତୁ ଏହା ଏବେ ବି ଏକ ବୈଶ୍ବିକ ସ୍ବାସ୍ଥ୍ୟ ବିପଦ।
-
ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ଗତକାଲି ସଫଳତାର ସହ ଅଲଗା ହୋଇଥିବା ବେଳେ ଆଜି ଏହାର ଡିବୁଷ୍ଟିଂ (ଗତିବେଗ ହ୍ରାସ) ପ୍ରକ୍ରିୟା ସଫଳ ହୋଇଛି ଏବଂ ଅବତରଣ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍ ଅବତରଣ କରିବା ଆଶା…
-
ରାଜ୍ୟସଭାର ୧୨ ପ୍ରତିଶତ ସାଂସଦ ବିଲିୟନେୟାର। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ସର୍ବାଧିକ ସାଂସଦ ବିଲିଅନେୟାର ବୋଲି ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି।
-
ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ବଦଳିବା ମାତ୍ରେ ବୁଲଡୋଜରର ଦିଗ ବଦଳିଯିବ।
-
ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି।
-
ଡିଆର୍ଡିଓର ପୂର୍ବତନ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଭିଏସ୍ ଅରୁଣାଚଳମ୍ଙ୍କର ୮୭ ବର୍ଷ ବୟସରେ ବୁଧବାର ଆମେରିକାରେ ପରଲୋକ ହୋଇଯାଇଛି।
-
ମିଆମିରୁ ସାଣ୍ଟିଆଗୋ ଯାଉଥିବା ଲତାମ ଏୟାରଲାଇନ୍ସ ବିମାନରେ ଏକ ଅଭାବନୀୟ ଘଟଣା ଘଟିଛି। ଉଡ଼ାଣର ୩ ଘଣ୍ଟା ପରେ ବିମାନର ବାଥ୍ରୁମ୍ରେ ପାଇଲଟଙ୍କର ମୃତ୍ୟୁ ଘଟିଛି।
-
୨୦୨୨-୨୩ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମୋଟ ସଂପତ୍ତି ୧୧୮ କୋଟି ୨୮ ଲକ୍ଷ ୨୧ ହଜାର ୧୮୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି।
-
କେନ୍ଦ୍ରୀୟ ଯୋଜନାର କ୍ରିୟାନ୍ବୟନ ପାଇଁ ଆବଣ୍ଟନ କରାଯାଉଥିବା ଅର୍ଥରାଶି ହେଉ ଅଥବା ରାଜ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠିର ଉପଯୋଗକୁ ନେଇ କିଛି ରାଜ୍ୟରେ ଅନିୟମିତତା ହେଉଛି। ଏ ସଂପର୍କରେ କେନ୍ଦ୍ର ଅବଗତ ହେବା ପରେ ଉକ୍ତ ସମସ୍ୟାର ନିରାକରଣ ପାଇଁ ତତ୍ପରତା ପ୍ରକାଶ କରିଛି।
-
ମଣିପୁର ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ବିଧାନସଭାରେ ହଙ୍ଗାମା ହୋଇଛି। ଦିଲ୍ଲୀ ବିଧାନସଭାରେ ଆଜି ମଣିୁପର ପ୍ରସଙ୍ଗରେ ଆଲୋଚନାକୁ ବିରୋଧ କରିବାରୁ ୫ ଜଣ ବିଜେପି ବିଧାୟକଙ୍କୁ ମାର୍ଶାଲ୍ଙ୍କ ଦ୍ବାରା ଗୃହରୁ ବାହାର କରିଦିଆଯାଇଛି।
-
ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଭୁବନେଶ୍ୱରରେ ଲୋକାର୍ପିତ ।
-
ହିମାଚଳ ପ୍ରଦେଶରେ ବର୍ଷା ତାଣ୍ଡବରେ ୧୦, ହଜାର କୋଟିର ସମ୍ପତ୍ତି ନଷ୍ଟ ଓ ୭୪ ମୃତ୍ୟୁ। ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି।
-
ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ୫୦କୋଟି ଖାତା ଖୋଲା ଯାଇଛି, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା ।
-
ପୁଣି ହିଂସାରେ ମଣିପୁର ଥରିଲା । କୁକି-ମୈତିଇ ସମ୍ପ୍ରଦାୟ ମୁହାଁମୁହିଁ, ଗୁଳିମାଡ଼ରେ ୩ କୁକି ସମ୍ପ୍ରଦାୟ ଲୋକଙ୍କ ମୃତ୍ୟୁ ।
-
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ଏଲନ ମସ୍କଙ୍କ ପ୍ରଶଂସା।
-
ବିହାରର ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ୨୮ ବର୍ଷ ପୁରୁଣା ଏକ ଦ୍ଵୈତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
-
ବିହାରର ଆରାରିଆ ଜିଲ୍ଲାରେ ଆଜି ସକାଳେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଘର ସାମ୍ନାରେ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
-
କର୍ଣ୍ଣାଟକରେ ୧୦ ଜଣ ଲେଖକ ଏବଂ ହେତୁବାଦୀ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ବରଙ୍କୁ ଭେଟି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଥିବା କହି ସୁରକ୍ଷା ଲୋଡ଼ିଛନ୍ତି।
-
ବୈଜ୍ଞାନିକମାନେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ କ୍ଷତିକାରକ ରାସାୟନିକ କଣିକାର ପ୍ରମାଣ ପାଇଛନ୍ତି। ଘରୁ ବାହାରୁଥିବା ଧୂଳିକଣାରୁ ଅଧିକ କ୍ଷତିକାରକ ରାସାୟନିକ କଣିକା ସ୍ପେସ ଷ୍ଟେସନରେ ଦେଖିବାକୁ ମିଳିଛି।
-
ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍ଲିନ୍ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍ୱଥ୍ ଲୁଇସ୍ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି।
|
393 |
Y |
|
1455 |
19-08-2023 |
English |
-
Governor and Chancellor of Odisha universities Ganeshi Lal has appointed Sabita Pradhan as the first Vice-Chancellor (VC) of Odia University at Satyabadi in Puri. Pradhan, currently working as a professor of Odia at Visva Bharati University in Shantiniketan, has been appointed as the VC of the university for a period of two years.
-
Union Minister Dharmendra Pradhan Friday inaugurated Odisha’s first natural gas-based crematorium in the state capital. The project, undertaken by Gas Authority of India Limited (GAIL) under its Corporate Social Responsibility (CSR) initiative, is aimed at reducing air pollution.
-
Several parts of the state received heavy rainfall in the last 24 hours under influence of a low-pressure area in the Bay of Bengal, an official said Friday. The India Meteorological Department (IMD) has issued a yellow warning of light to moderate rain with thundershowers and lightning in 18 districts of Odisha, including the twin cities of Bhubaneswar and Cuttack Friday
-
The entirety of 4,000 tonnes of special steel used for manufacturing India’s sixth indigenously built stealth frigate INS Vindhyagiri has been supplied by Steel Authority of India Ltd (SAIL). This also includes special rolled plates from the new plate mill (NPM) of Rourkela Steel Plant (RSP) here
-
Rahul Gandhi will contest the coming Lok Sabha election from Amethi, newly appointed Uttar Pradesh Congress president Ajay Rai said Friday.
-
The Uttar Pradesh government has directed the Divisional Commissioners and District Magistrates to conduct an inquiry into “negative news” being published in daily newspapers in their regions and upload the details of such items on the online integrated grievance redressal system (IGRS) for monitoring.
-
About 12 per cent of sitting MPs of Rajya Sabha are billionaires with Andhra Pradesh and Telangana having the highest percentage of such parliamentarians, according to the Association for Democratic Reforms.
-
The total number of Jan Dhan accounts in the country has crossed 50 crore-mark, with 56 per cent of the accounts belonging to women, the finance ministry said Friday. About 67 per cent of these accounts have been opened in rural and semi-urban areas, it said in a statement.
-
CHANDRAYAAN-3 lander Vikram deboosted successfully; Lander Module health is normal says ISRO: The Vikram Lander module that separated from the Propulsion Module of Chandrayaan 3 spacecraft is now laced in 113 into 157 kms orbit after a successful deboosting operation on 18th August 2023.
-
Central Water Commission launches Mobile App ‘Floodwatch’ to provide Real-Time Flood Forecasts to public using Interactive maps.
-
Union Ministers Dharmendra Pradhan and Nirmala Sitharaman launch Kuwi and Desia books at Bhubaneswar. This marks a collaborative effort with Central University of Odisha, Koraput, Department of Posts, and NCERT.
-
The ODISHA government has withdrawn a controversial order issued on August 11, which told district officials that ‘deemed forests’ as a category would cease to exist under the recently amended Forest Act.
-
In MANIPUR: Zomi Council Steering Committee has apologised for the wrong display of the national flag in violation of the Flag Code of India, 2002, during a march in Manipur's Churachandpur on Tuesday.
-
Union Railways Minister Ashwini Vaishnaw on Friday inaugurated India's first post office constructed using 3D printing technology: The inauguration of the 1100 square feet post office was held in Bengaluru's Cambridge Layout near Ulsoor Bazaar.
-
In ASSAM: Former Union Minister and BJP Leader Rajen Gohain resigned from the cabinet rank on Friday. The leader’s resignation comes following his disagreement with the delimitation process of the Nagaon Lok Sabha seat in Assam.
-
The Indian Army has recovered a huge cache of arms and ammunition near Line of Control in Machil sector of Kupwara.
-
The Arunachal Pradesh government has constituted a one-man commission to probe into the alleged question paper leaks in various recruitment examinations conducted by the Arunachal Pradesh Public Service Commission (APPSC).
-
The US government said Thursday it is formally requesting a dispute settlement panel in its ongoing row with Mexico over its limits on genetically modified corn. Mexico's Economy Department said it had received the notification and would defend its position.
-
India’s fastest woman runner Dutee Chand experienced the shock of her life when she was told by a doctor in November 2021 that level 1 cancer has attacked her body and she must quit the sport. That was after she failed to go past the preliminary round in the Tokyo Olympics women’s 100m and 200m races.
-
Indian javelin thrower Kishore Jena Friday received his visa to travel to Hungary, paving the way for him to compete at the World Athletics Championships in Budapest from August 19 to 27.
|
476 |
Y |
|
1456 |
18-08-2023 |
Odia |
-
ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଦୁଇଜଣ ହେଉଛନ୍ତି ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା।
-
ଚଳିତ ଋତୁରେ ଉତ୍ପାଦନ କମ୍ ରହିଥିବାରୁ ଦେଶରେ ଗହମ ମୂଲ୍ୟ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗହମ ଦର ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗହମ ଦର ବଢ଼ିଲେ ବଜାରରେ ଅଟା ମହଙ୍ଗା ହେବ।ଗହମ କ୍ୱିଣ୍ଟାଲ ପିଛା ୨୪୮୦ ରୁ ୨୬୩୩ ଟଙ୍କାକୁ ବୃଦ୍ଧି ପାଇଛି।
-
ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଓ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
-
୨୦୨୨ ଜେଇଇ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାରିମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
-
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସଭାପତି ଥିବା ରାମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏଥି ସହିତ IG ରେଜିଷ୍ଟ୍ରେସନ ଓ ରାଜସ୍ୱ ଅଧିକାରୀଙ୍କ ତାଲିମ ପ୍ରତିଷ୍ଠାନ(ରୋଟି) ନିର୍ଦ୍ଦେଶକ ଥିବା ଜ୍ୟୋତିପ୍ରକାଶ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।
-
ବୋର୍ଡିଂ ଗେଟରେ ଅଚେତ ହୋଇ ପଡ଼ିଗଲେ ପାଇଲଟ। ହୃଦଘାତ ନେଇଗଲା ଜୀବନ। ପୁଣେକୁ ବିମାନ ଉଡ଼ାଣ କରିବାକୁ ଯିବା ପୂର୍ବରୁ ଗୁରୁବାର ସକାଳେ ନାଗପୁର ବୋର୍ଡିଂ ଫାଟକରେ ଇଣ୍ଡିଗୋର ଜଣେ ପାଇଲଟ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି।
-
କଂଗ୍ରେସ ପକ୍ଷରୁ ଗୁରୁବାର ଦଳୀୟ ସଂଗଠନରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
-
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର ବୁଧବାର ୧୪,୯୦୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୨ରୁ ୨୦୨୬ ମଧ୍ୟରେ ପାଞ୍ଚ ବର୍ଷ ମଧ୍ୟରେ ଏହି ଅର୍ଥ ବ୍ୟବହୃତ ହେବ।
-
କେବଳ ନାଁ ପାଇଁ ନୁହେଁ କାମ ପାଇଁ ନେହେରୁ ସୁପରିଚିତ ବୋଲି ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି।
-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଏଫଡି ସ୍କିମ୍ ଅର୍ଥାତ୍ ଏସବିଆଇ ଅମୃତ କଳସ ଯୋଜନାର ଶେଷ ତାରିଖ ଅଗଷ୍ଟ ୧୫, ୨୦୨୩ରେ ଶେଷ ହୋଇଥିଲା, ଯାହା ବ୍ୟାଙ୍କ ବର୍ତ୍ତମାନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି | ବର୍ତ୍ତମାନ ଗ୍ରାହକମାନେ ଏହି ସ୍ୱତନ୍ତ୍ର ଯୋଜନାରେ ଡିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ବିନିଯୋଗ କରିବାକୁ ସକ୍ଷମ ହେବେ।
-
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛିଯେ ଏହି ସ୍ୱତନ୍ତ୍ର ବିକ୍ରିରେ ଘରୋଇ ରୁଟରେ ଟିକେଟ୍ ମାତ୍ର ୧୪୭୦ ଟଙ୍କାରୁ ଆରମ୍ଭ ହେଉଛି | ଏୟାର ଇଣ୍ଡିଆର ଏହି ବିଶେଷ ବିକ୍ରୟ ଆଜିଠାରୁ ଆରମ୍ଭ ହୋଇଛି ଏବଂ ୨୦ ଅଗଷ୍ଟ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ | ଏହି ସମୟରେ ଆପଣ ୧ ସେପ୍ଟେମ୍ବର ୨୦୨୩ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିପାରିବେ
-
ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ, ନଡିଆ ଭାଙ୍ଗି ସେନାରେ ସାମିଲ କଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ।
-
ମାଟ୍ରିକ୍ ପରେ ପ୍ଲସ୍ ଟୁ ପରୀକ୍ଷା ଚିନ୍ତା, ଆସନ୍ତା ଫେବ୍ରୁଆରୀରେ ହେବ ଦୁଇଟି ବୋର୍ଡର ପରୀକ୍ଷା l ପ୍ରତି ବର୍ଷ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସାଧାରଣ ନିର୍ବାଚନ ଲାଗି ଆସନ୍ତା ବର୍ଷ ଆଗୁଆ ଭାବେ ଫେବୃଆରୀରେ ପରୀକ୍ଷା ହେବ।
-
ବିଦେଶରେ ଶୋଭା ପାଇବ ଓଡିଶା କୀର୍ତ୍ତିରାଜି, ଏଣିକି ଆମେରିକା ଟାଇମ୍ସ ସ୍କୋୟାରରେ ଶୋଭା ପାଇବ କୋଣାର୍କ ଚକ l
-
ସେପ୍ଟେମ୍ବର ପହିଲାରୁ ହେବ ଟମାଟୋ କେଜି ୩୦ ଟଙ୍କା, NCMLଲର ପରିଚାଳନା ନିର୍ଦ୍ଦେଶକଙ୍କ ଦେଲେ ସୂଚନା
-
ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ହେଲା ଅଲଗା ଏବଂ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଆଶା କରାଯାଉଛି।
-
ଓଡ଼ିଶା ଗସ୍ତରେ ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ: ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ବିଷୟରେ ବୁଝିଲେ l
-
RBI ଲଞ୍ଚ କଲା ଉଦ୍ଗମ ପୋର୍ଟାଲ୍, ଏଣିକି ସହଜରେ ଜାଣିହେବ ବ୍ୟାଙ୍କ୍ ରେ ଥିବା ଅନ୍କ୍ଲେମ୍ ଡିପୋଜିଟ୍ l
-
ଆଇଆଇଟି ଦିଲ୍ଲୀ ଏବଂ DRDO ନିର୍ମାଣ କଲେ ଦୁନିଆର ସବୁଠୁ ହାଲୁକା ବୁଲେଟ୍ପ୍ରୁଫ ଜ୍ୟାକେଟ୍ l ସ୍ନାଇପର ଗୁଳି ପାଇଁ ନିର୍ମିତ ଜ୍ୟାକେଟ୍ ମାତ୍ର ୯.୫ କିଲୋଗ୍ରାମ ଏବଂ ଏକେ୪୭ ପାଇଁ ନିର୍ମିତ ଜ୍ୟାକେଟ୍ ଓଜନ ୮.୨ କେଜି ରହିଛି ।
-
ଭାରତ ବନାମ ପାକିସ୍ତାନ ମ୍ୟାଚ୍କୁ ନେଇ ଶ୍ରୀଲଙ୍କାରେ ଉତ୍ସାହ, ଟିକେଟ୍ ର ଦାମ୍ ହେଲା ଆକାଶଛୁଆଁ l ଷ୍ଟାଣ୍ଡିଂ ଟିକେଟ୍ର ମୂଲ୍ୟ ୨୫୦୦ ଟଙ୍କା ଥିବା ବେଳେ ଭିଆଇପି ଟିକେଟ୍ର ମୂଲ୍ୟ ୧୦ ହଜାର ଟଙ୍କା ଓ ଭିଭିଆଇପି ଟିକେଟ୍ର ଦାମ୍ ୨୫ ହଜାର ଟଙ୍କା ରହିଛି।
|
412 |
Y |
|
1457 |
18-08-2023 |
English |
-
The Odisha government shifted Thursday the Board of Secondary Education (BSE) president Ramashis Hazra in a minor reshuffle in the IAS cadre. Hazra has been appointed as the director of Animal Husbandry and Veterinary Services department, said a notification issued by the General Administration department. IAS officer Jyoti Prakash Das, presently working as the Inspector General of Registration in Cuttack has been given additional charge as BSE president
-
The Central Water Commission launches FloodWatch mobile app for real-time flood forecast situations across the country.
-
The Orissa High Court ordered Thursday a CBI probe into the issuance of ‘erroneous’ JEE(Main), 2022 scorecard to a candidate last year. Hearing a plea filed by Anshuman Kanungo, a divisionbench of Justices BR Sarangi andMurahari Sri Raman asked the central agency to submit the investigation report within four months.
-
Dengue cases in Odisha have crossed 2,100-mark, an official said Thursday. This year, the state has reported 50 per cent more dengue cases than the previous year. While the state had reported 1,441 cases last year, this year the number has crossed 2,100.
-
The Supreme Court collegium Thursday recommended advocate Sibo Sankar Mishra and Judicial officer Ananda Chandra Behera for appointment as judges of the Orissa High Court.
-
Union Education and Skill Development & Entrepreneurship Minister Dharmendra Pradhan, and Union Finance & Corporate Affairs Minister Nirmala Sitharaman launched Kuwi and Desia books during an event here Thursday.
-
Padma Vibhusan Sudarshan Sahoo, noted Odissi dancer Ileana Citaristi and tabla player Guru Kulamani Sahoo were presented the Mallhar award on the concluding day of the Mallhar festival, organised by Nupur, at Rabindra Mandap here, Thursday.
-
Bhubaneswar Municipal Corporation (BMC) commissioner Vijay Amruta Kulange led a dengue awareness campaign here Thursday at the SAI International School to educate school students about dengue prevention through home audits and interactive sessions.
-
A launching session of the Parthenium Awareness Week, organised by the All India Coordinated Research Project (AICRP) on Weed Management was held at Odisha University of Agriculture and Technology (OUAT) Wednesday.
-
The Kerala government has decided to provide over six lakh free Onam kits to poor families and residents of welfare institutions in the state for the festival this year.
-
The Tamil Nadu government will be setting up ‘Zero Liquid Discharge’ facilities in textile clusters to prevent pollution and to ensure a green and clean environment.
-
Passengers not having change while purchasing tickets on Noida Metro can now avoid hassle by using the UPI payment facility across all the stations of the rail network. Noida Metro Rail Corporation (NMRC) Managing Director Lokesh M inaugurated the Unified Payments Interface (UPI) payment facility at the Sector 51 metro station of the Aqua Line Thursday.
-
The Supreme Court Thursday questioned the Gujarat government for extending the benefit of remission policy “selectively” to convicts, stating that the opportunity to reform and reintegrate with the society should be given to every prisoner.
-
The BJP Thursday named its candidates for 39 seats in Madhya Pradesh and 21 in Chhattisgarh, none of which is currently held by the party, for the upcoming assembly polls which are still months from being officially announced by the Election Commission.
-
A Russian court Thursday imposed a 3-millionruble ($32,000) fine on Google for failing to delete allegedly false information about the conflict in Ukraine. The move by a magistrate's court follows similar actions in early August against Apple and the Wikimedia Foundation that hosts Wikipedia.
-
Five youths from India have been named among 17 teen environmental activists from across the globe to receive the 2023 International Young Eco-Hero Award who have taken initiatives to tackle the world's most pressing environmental challenges.
-
Bata India is in talks with Adidas for a strategic partnership that could likely boost the German sportswear maker’s presence in the south Asian country, CNBC-TV18 reported Thursday.
-
The rupee pared its initial gains and settled for the day lower by 1 paisa at a fresh all-time low of 83.09 against the US dollar Thursday, weighed down by a strong greenback overseas and a negative trend in domestic equities. Forex traders said rupee is likely to trade with a negative bias on risk aversion in global markets and rising US dollar.On Monday, the rupee depreciated 26 paise to settle at an all-time low of 83.08 against the US dollar.
-
Manchester City marked their first appearance in the UEFA Super Cup by beating Sevilla 5-4 in a penalty shootout Wednesday to add another piece of silverware to their vast haul under manager Pep Guardiola.
-
The Odisha roller skating team found themselves in three record books following their non-stop roller skating relay marathon for five hours at the Kalinga Stadium here on the occasion of Independence Day August 15.
|
412 |
Y |
|
1458 |
17-08-2023 |
Odia |
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଜି ପାଞ୍ଚ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୭-୨୮ ଆର୍ଥିକ ବର୍ଷ) ପାଇଁ ୧୩ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଏକ ନୂତନ କେନ୍ଦ୍ରୀୟ ଯୋଜନା “ପିଏମ୍ ବିଶ୍ୱକର୍ମା”କୁ ଅନୁମୋଦନ କରାଯାଇଛି ।
-
ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର (କକ୍ଷପଥ ପରିବର୍ତ୍ତନ) ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x ୧୬୩ କିମି କକ୍ଷପଥରେ ସ୍ଥାପନ କରିଛି। ଏହାପରେ ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।
-
ପ୍ରାୟ ୨୩ବର୍ଷ ପରେ ମଣିପୁରରେ ଏକ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆଦିବାସୀ ସଂଗଠନ ହମାର ଷ୍ଟୁଡେଣ୍ଟସ୍ ଆସୋସିଏସନ୍, ଚୁରାଚାନ୍ଦପୁରର ଏକ ଅସ୍ଥାୟୀ ଖୋଲା ଥିଏଟରରେ ବଲିଉଡ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ସ୍କ୍ରିନିଂ ଆୟୋଜନ କରିଛି।
-
ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ କରିବା ଲାଗି ସୁପ୍ରିମ୍କୋର୍ଟ ପକ୍ଷରୁ ପ୍ରକାଶିତ ହୋଇଛି ‘ହ୍ୟାଣ୍ଡବୁକ୍ ଅନ୍ କମ୍ବ୍ୟାଟିଂ ଜେଣ୍ଡର ଷ୍ଟିରିଓଟାଇପ୍ସ’। ମହିଳାମାନଙ୍କ ପ୍ରତି ବ୍ୟବହାର ହେଉଥିବା ‘ପ୍ରଷ୍ଟିଚ୍ୟୁଟ୍’, ‘ହୁକର’, ‘ମିଷ୍ଟ୍ରେସ୍’, ‘ସ୍ଲୁଟ୍’ … ପରି ପ୍ରାୟ ୪୦ଟି ଶବ୍ଦକୁ ବାଦ୍ ଦେବାକୁ ପରାମର୍ଶ ଦିଆଯାଇଛି ।
-
ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କଲାଣି ବର୍ଷା। ଗଲାଣି ୬୬ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଗତ କିଛି ଦିନ ହେଲାଣି ଲଗାଣ ବର୍ଷା ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଶହ ଶହ ଘର ଭୁଶୁଡିବା ସହ ଚାପି ହୋଇ ରହିଛନ୍ତି ଲୋକେ।
-
ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ | ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ।
-
ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ନିକଟରେ ସମୁଦ୍ର ପତ୍ତନଠାରୁ ୧୯,୪୦୦ ଫୁଟ୍ ଉଚ୍ଚରେ ମଟର ଗାଡ଼ି ଚଳାଚଳ ନିମନ୍ତେ ରାସ୍ତା ନିର୍ମାଣ କରି ଭାରତ ବିଶ୍ବ ରେକର୍ଡ କରିବ ବୋଲି ‘ବର୍ଡର୍ ରୋଡ୍ସ୍ ଅର୍ଗାନାଇଜେସନ୍’ (ବିଆର୍ଓ) ସୂଚନା ଦେଇଛି।
-
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ର ଆବାହକ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି।
-
ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଚନ୍ଦ୍ର ଶେଷ ତଥା ପାର୍କିଙ୍ଗ୍ କକ୍ଷପଥକୁ ନିଆଯାଇଥିବା କଥା ଟୁଇଟ୍ କରି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସୂଚନା ଦେଇଛି।
-
ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି । ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ ।
-
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ ଜଣାପଡ଼ିଛି।ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ରହିବ।
-
ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ।
-
ଭାରତର ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚନ କରିଛନ୍ତି ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା।ବାଲୁକା ପଥରରେ ନିର୍ମିତ ଓ ପ୍ରାୟ ୪ ହଜାର ପାଉଣ୍ଡ ଓଜନର ଏହି ହାତତିଆରି ପ୍ରତିକୃତି (ରେପ୍ଲିକେସନ୍) ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ଲଳିତାଗରି ଗାଁର ଅନେକ କଳାକାର ମାସ ମାସ ଧରି କାମ କରିଛନ୍ତି।
-
ବେଙ୍ଗାଲୁରୁ: ବିଜୟାନନ୍ଦ ଟ୍ରାଭେଲ୍ସ ୫୫୦ଟି ଇଣ୍ଟରସିଟି ବିଳାସପୂର୍ଣ୍ଣ ବସ୍ କିଣିବା ଲାଗି ଭଲ୍ଭୋ ଓ ଆଇସର୍କୁ ବରାଦ ଦେଇଛି। କଂପାନି ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରିବ।
-
ଆସନ୍ତା ୨୦୪୭ରେ ଭାରତ ସ୍ବାଧୀନତାର ୧୦୦ ବର୍ଷ ପାଳନ କରୁଥିବା ବେଳେ ଦେଶର ମୁଣ୍ଡପିଛା ଆୟ ସେହି ସମୟରେ ପ୍ରାୟ ୭ ଗୁଣା ବୃଦ୍ଧି ପାଇ ୧୪.୯ ଲକ୍ଷ ଟଙ୍କା ହେବ ବୋଲି ଏସ୍ବିଆଇ ରିପୋର୍ଟରେ ଆକଳନ କରାଯାଇଛି।
-
ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି। ଏକ ଲିଟର ପେଟ୍ରୋଲ୍ ଦାମ୍ ୨୯୦.୪୫ ପାକିସ୍ତାନୀ ଟଙ୍କା ହୋଇଛି। ହାଇସ୍ପିଡ୍ ଡିଜେଲ୍ ଦାମ୍ ୨୯୩.୪୦ ପାକିସ୍ତାନୀ ଟଙ୍କା ହୋଇଛି।
-
ମୋବାଇଲ୍ ଫୋନ୍ ଉତ୍ପାଦନରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ମୋବାଇଲ୍ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି ।
-
ବିଶ୍ୱକପ ୨୦୨୩ ପାଇଁ ବୁଧବାର ସମ୍ଭାବ୍ୟ ଇଂଲଣ୍ଡ ଦଳ ଘୋଷଣା କରିଛି। ବେନ ଷ୍ଟୋକ୍ସ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ୨୦୨୨ରେ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ।
-
ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି।
|
393 |
Y |
|
1459 |
17-08-2023 |
English |
-
India's ambitious third Moon mission's spacecraft Chandrayaan-3 on Wednesday successfully underwent a fifth and final Moon-bound orbit maneouvre, bringing it even closer to the lunar surface.
-
The Nehru Memorial Museum and Library (NMML) has officially been renamed as the Prime Ministers' Museum and Library Society with effect from August 14, a senior official said on Tuesday.
-
Union minister for Jal Shakti Ganjendra Singh Shekhawat today said the Vishwakarma scheme, announced by Prime Minister Narendra Modi from the ramparts of the Red Fort on Independence Day, was not about politics or the Other Backward Classes.
-
The 19th round of India-China Corps Commander level meeting was held at the Chushul-Moldo border meeting point on the Indian side on 13-14 August 2023, the Ministry of External Affairs said in a press statement.
-
Cabinet nod to Rs 13,000 cr ‘PM Vishwakarma’ scheme, 7 projects of Indian Railways
-
The Union Cabinet gave a nod to the PM e-Bus Sewa for augmenting city bus operations. A total of 10,000 electric buses will be deployed on public-private partnership (PPP) model in 169 cities.
-
The craftsmen will be provided a subsidised loan of Rs 1 lakh in the first tranche, and another Rs 2 lakh in the second tranche, at a concessional interest rate of 5%.The scheme will be launched with a financial outlay of Rs 13,000 crores on Vishwakarma Jayanti on September 17.
-
The Union Cabinet also approved the extension Digital India project with an outlay of Rs 14,903 crore. The extended programme aims to re-skill and up-skill 6.25 lakh IT professionals and train another 2.65 lakh persons in information security.
-
Uttarakhand, Chief Minister Pushkar Singh Dhami Tuesday announced the withdrawal of cases registered against youths during the anti-Agnipath protests in the state last year. Uttarakhand had seen several protests against the Centre’s Agnipath scheme that recruits the youth into the armed forces for a four-year stint as ‘Agniveers’.
-
Words like eve-teasing, prostitute, and housewife may soon be out of the legal lexicon and will be replaced by terms like street sexual harassment, sex worker and homemaker, respectively.
-
The Sports and Youth Services department, in partnership with Hockey India, premiered the documentary film “India’s Game – a compelling account of a sports team that united the nation and ignited the flame of national pride.”
-
Former Gujarat chief minister Suresh Mehta Wednesday announced the launch of a “non-political” platform as an attempt to present an alternative narrative and spread awareness among voters about different issues
-
In a major mobilisation, the CBI Wednesday deputed 53 officers, including 29 women, drawn from its units across the country to probe Manipur violence cases, officials said.
-
NCP president Sharad Pawar Wednesday asserted he will not align with the BJP and instead work towards bringing about a change in 2024 when the Lok Sabha polls will be held as he sought to downplay his meeting with politically estranged nephew Ajit Pawar, saying it was about a family issue.
-
The police have arrested one Rajkumar a.k.a. Bittu Bajrangi for his alleged role in instigating the mob during the communal clashes that took place in Haryana’s Nuh during a procession organised by the Hindu groups July 31, an official said Wednesday.
-
The number of people known to have died in the horrific wildfire that levelled a Hawaiian town reached 106 Tuesday, authorities said, as a makeshift morgue was expanded to deal with the tragedy.
-
The Madurai bench of Madras High Court quashed the FIR registered against Lois Sophia, who was arrested for raising slogans against BJP in 2018 on board a flight on which then State BJP president Tamilisai Soundarajan had also travelled.
-
Days after his Lok Sabha membership was restored, Congress leader Rahul Gandhi was on Wednesday nominated to the parliamentary standing committee on defence.
-
InterGlobe Aviation’s promoter Shobha Gangwal Wednesday sold a nearly 2.9 per cent stake in the company for a little over Rs 2,800 crore through open market transactions.
-
Mohit Kumar became Wednesday the first Indian wrestler to win the junior World Championship title since 2019 after edging out Russia’s Eldar Akhmaduninov in the 61kg final while Priya lined herself up to be country’s only second woman grappler to grab the title.
|
451 |
Y |
|
1460 |
16-08-2023 |
Odia |
- ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହିତ ମୋଦୀ ତାଙ୍କର ଦଶମ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରାୟ ୯୦ ମିନିଟ ଧରି ଭାଷଣ ଦେଇଥିଲେ।
- ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ତାଙ୍କ ଅଭିଭାଷଣରେ ମନଇଚ୍ଛା ଗିରଫଦାରୀ ଏବଂ ସମ୍ପତ୍ତି ନଷ୍ଟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଜରୁରୀ ବୋଲି ସେ କହିଛନ୍ତି। ଏହା ସହ ଦେଶର ନ୍ୟାୟିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।
- ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି।
- ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି।
- ପରଲୋକରେ ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିାବାବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୁଲଭ ଇଣ୍ଟର ନ୍ୟାସନାଲର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନିଧନ ଘଟିଛି । ୧୯୭୦ କସିହାରେ ସେ ସାମାଜିକ ସେବା ପାଇଁ ସୁଲଭ ଇଣ୍ଟର ନ୍ୟାସନାଲକୁ ପ୍ରତିଷ୍ଠା କରିଥିଲେ ।
- ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
- +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୩୪ ହଜାର ୧୬୬ ସିଟ ବଳକା ରହିଛି । ଏହାକୁ ଆଖି ଆଗରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଆବେଦନ ଆହ୍ୱାନ କରାଯାଇଛି । ଛାତ୍ରଛାତ୍ରୀମାନେ ନାମ ଲେଖାଇବା ଲାଗି ଆସନ୍ତା ୧୬ ତାରିଖଠାରୁ ସାମ୍ସ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ ।
- ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ କରାଯାଉଛି, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୦,୦୦୦ରୁ ଅଧିକ ଧାର୍ମିକ ନେତା ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ।
- ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା।
- ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି।
- ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ ନାମକ ଧୀବର ଏହି ବିରଳ ମାଟିଆ ତେଲି ମାଛ ଧରି ଥିବା ଜଣାପଡିଛି। ମାଛଟିର ଓଜନ ୨୬କିଲୋ ହୋଇଥିବା ବେଳେ କେଜି ପ୍ରତି ଏହି ମାଛକୁ ୨୦ହଜାର ୫୦୦ ଟଙ୍କାରେ ମୋଟ ୫ଲକ୍ଷ ୩୩ହଜାରେ ଟଙ୍କାରେ ନିଲାମ କରାଯାଇଛି।
- ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି) ଯେଉଁ ଆଦେଶ ଦେଉଛନ୍ତି ତାହାର କେତେଦୂର କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସୋମବାର ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ ବିଲଡର ତଥା ନିୟମ ଉଲ୍ଲଘଂନକାରୀଙ୍କ ଉପରେ ୧୫୩ଟି ମାମଲାରେ ୧୯କୋଟି ୮୭ଲକ୍ଷ ୬ହଜାର ୫ଶହ ଟଙ୍କା ଜୋରିମାନା କରାଯାଇଛି; କିନ୍ତୁ ସେଥିରୁ ମାତ୍ର ୪୦ ଲକ୍ଷ ୪ ହଜାର ଟଙ୍କା ଆଦାୟ ହୋଇଛି।
- ଜାତୀୟ ପତାକା ଉତ୍ତୋଳନବେଳେ ଟଳିପଡ଼ିଲେ ପ୍ରଧାନଶିକ୍ଷକ। କୃଷ୍ଣପ୍ରସାଦ, ମଲେଶ୍ବରୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନବେଳେ ଅଘଟଣ। ପ୍ରଧାନଶିକ୍ଷକଙ୍କୁ ମୃତ ଘୋଷଣା କଲେ ଡାକ୍ତର।
- ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
- ୟୁଟ୍ୟୁବର ଏଲ୍ଭିସ୍ ଯାଦବ ଇତିହାସ ସୃଷ୍ଟି କରିଛନ୍ତି। ୱାଇଲ୍ଡ କାର୍ଡ ଏଣ୍ଟ୍ରି କରି ବିଗ୍ ବସ୍ ଓଟିଟି ସିଜିନ୍-୨ର ବିଜେତା ହୋଇଛନ୍ତି । ପୁରସ୍କାର ବାବଦକୁ ତାଙ୍କୁ ବିଗ୍ ବସ୍ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ମିଳିଛି। ସେହିପରି ବ୍ଲଗର ଅଭିଷେକ ମଲାନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।
|
419 |
Y |
|