Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1431 01-09-2023 Odia
  1. ଆସନ୍ତା ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଠିକ୍ ସମୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଗୁରୁବାର କୁହାଯାଇଛି ।

  2. କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ବର୍ତ୍ତମାନଠାରୁ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ।

  3. ଆମେରିକାର ପୂର୍ବତନ ରା‌ଷ୍ଟ୍ରପତି ବାରାକ ହୁସେନ ଓବାମା ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ। ଓବାମା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କର୍ଣ୍ଣାଟକର ମାଣ୍ଡ୍ୟା ଗସ୍ତରେ ଆସିବେ।

  4. ଭାରତର ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣିଥରେ ଗନ୍ଧକ ଏବଂ ଅନ୍ୟାନ୍ୟ ଉପାଦାନର ଉପସ୍ଥିତିକୁ ସୁନିଶ୍ଚିତ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚନ୍ଦ୍ର ମିସନର ଏହି ସଫଳତା ସଂପର୍କରେ ଘୋଷଣା କରିଛି।

  5. ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ୍‌)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।

  6. ଗୁଜୁରାଟର କାକ୍ରାପାରଠାରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି।

  7. ଶିଳ୍ପପତି ଗୌତମ ଆଦାନିଙ୍କ ସହ ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ରହିଛି। ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି।

  8.  ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାତ୍ରଙ୍କୁ ଅଭିଯୁକ୍ତ ନ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

  9. ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ।

  10. ଭୁବନେଶ୍ୱର:SC /ST ମେଡିକାଲ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜରେ ଫି' ଛାଡ଼।

  11. ୩୦ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ, ଯାଜପୁର ଜିଲ୍ଲା ସରିଲେ ଶେଷ ହେବ କାର୍ଯ୍ୟକ୍ରମ।

  12. ଆଧାର ଯୁକ୍ତ ଜନ୍ମ ପଞ୍ଜିକରଣ – ନାଗାଲାଣ୍ଡ  ହେଲା ପ୍ରଥମ ରାଜ୍ୟ।

  13. ଫୋନ୍‌ପେ ପକ୍ଷରୁ ଷ୍ଟକ୍ ବ୍ରୋକିଙ୍ଗ୍ ପ୍ଲାଟ୍‌ଫର୍ମ ସେୟାର୍‌(ଡଟ୍‌)ମାର୍କେଟ୍‌ର ଶୁଭାରମ୍ଭ ।

  14. ଜିଡିପି ଅଭିବୃଦ୍ଧି ୭.୮%: ବଜାୟ ରହିଲା ଦ୍ରୁତ ଅଭିବୃଦ୍ଧିଶୀଳ ମାନ୍ୟତା।

  15. ରେଳବାଇ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା।

  16. ଅସଲଙ୍କା ଓ ସମରବିକ୍ରମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା।

  17. ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏସିଆ କପ୍‌ର ଗ୍ରୁପ-ବିର ଏକ ମ୍ୟାଚ୍‌ରେ ଶ୍ରୀଲଙ୍କା ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି।

  18. ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିବ । ସେଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଯିବ । ଏହି ବିଲ ପାଇଁ ସ୍ୱତନ୍ତ ଅଧିବେଶନ ଡକାଯାଇଛି । ପ୍ରହ୍ଲାଦ ଜୋସି ଏକ୍ସରେ ଲେଖିଛନ୍ତି ଯେ, ଅମୃତ ସମୟ ମଧ୍ୟରେ ସଂସଦର ସାର୍ଥକ ଚର୍ଚ୍ଚା ଏବଂ ଯୁକ୍ତି ତର୍କର ଅପେକ୍ଷା କରିଛନ୍ତି।

  19. ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ।

  20. ବ୍ରାଜିଲର ଇନ୍‌ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍‌ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ମାତ୍ର ୩୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି। ବୋର୍ଗସଙ୍କ ମୃତ୍ୟୁ ଦୁଇଥର ହୃଦଘାତର ଶିକାର ହେବାପରେ ହୋଇଛି ବୋଲି କୁହାଯାଉଛି।

406 Y
1432 01-09-2023 English

 

  1. ISRO Thursday used an adorable mother-child reference and a term for the Moon most Indians have a nostalgic connect with—‘chandamama’-- to inform the progress of the Chandrayaan-3 mission, as rover ‘Pragyan’ continued to make more discoveries on the lunar surface.

  2. Finance Minister Bikram Keshari Arukha will present the first Supplementary Budget for financial year (FY) 2023-24 on the first day of Odisha Assembly’s Monsoon session that will begin September 22 and conclude October 4, according to an official notification, Thursday

  3. The government Thursday announced a five-day special session of Parliament from September 18 to 22 but kept the agenda for it under wraps, triggering speculation.

  4. Users of X, the social network formerly known as Twitter, will be able to make video and audio calls through the platform without having to share their phone number, owner Elon Musk said in a post Thursday, in the latest expansion of services as he seeks to create an ‘everything app’.

  5. Union Civil Aviation Minister Jyotiraditya Scindia Thursday inaugurated the Utkela Airport and a direct flight between Utkela and Bhubaneswar through videoconferencing.

  6. ST & SC Development, Minorities and Backward Classes Welfare department has extended financial assistance to the ST & SC students pursuing medical and engineering courses under Mukhyamantri Medhabi Chhatra Protshan Yojana (MMCPY).

  7. India has not yet received any confirmation on Chinese President Xi Jinping's in-person participation at the upcoming G20 summit, people familiar with the matter said Thursday amid reports that he is likely skip the conclave

  8. Elections in Jammu and Kashmir can be held “anytime from now” as the work on updation of voters list is almost over, the Centre told the Supreme Court Thursday but remained non-committal about setting a time-frame for restoration of statehood to the union territory (UT).

  9. Leaders of the Opposition’s INDIA alliance Thursday said they have come together to save the Constitution and democracy in the country, and would evolve a common program as they prepare to take on the ruling Bharatiya Janata Party (BJP)

  10. Aam Aadmi Party (AAP) leader Arvind Kejriwal on Thursday said his party demanded that seat-sharing across the country be discussed at the meeting of the Opposition's INDIA alliance here.

  11. The Supreme Court questioned one of the convicts in the Bilkis Bano gangrape case today about depositing the fine imposed on him when the hearing on the pleas challenging his remission was in progress.

  12. Taking a big step forward on the 'one nation, one election' proposal, the Centre has set up a committee to study the issue and submit a report. The panel will be headed by former President Ram Nath Kovind.

  13. Ukrainian President Volodymyr Zelenskyy said Thursday his country has developed a weapon that hit a target 700 kilometres away, in an apparent reference to the previous day’s strike on an airport in western Russia.

  14. India recorded GDP growth of 7.8 per cent during the April-June period of 2023-24, the highest in the past four quarters, on the back of double-digit expansion in the services sector, retaining its position as the world’s fastestgrowing major economy.

  15. Growth of eight key infrastructure sectors rose to 8 per cent in July 2023 on expansion in production of coal, crude oil, and natural gas, according to official data released Thursday

  16. Vietnam said China's official map released this week violates its sovereignty over the Spratly and Paracel Islands and jurisdiction over its waters, according to a statement posted on the nation's government news website.

  17. The central government on Tuesday slashed the price of a domestic LPG cylinder by ₹ 200. The union government has been facing criticism over rising inflation and its impact on households.

  18. Playing with points to prove, Harry Brook and Dawid Malan guided England to an easy win over New Zealand in the first of four T20Is between the teams.

  19. Australia turned the highest T20 total at Kingsmead into a 111-run win over South Africa. Made to bat first, Australia put up 226/6 then bowled out South Africa for 115 in 15.3 overs.

  20. South Africa look to bounce back as they take on Australia in the second T20I in Kingsmead, Durban

414 Y
1433 31-08-2023 Odia
  1. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବୁଧବାର ଏହାର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ର ଲଞ୍ଚ୍ ରିହର୍ସାଲ ସମ୍ପନ୍ନ କରିଛି। ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର)ରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍‌୧ର ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି।

  2. ଚନ୍ଦ୍ରପୃଷ୍ଠରେ ଦଣ୍ଡାୟମାନ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇ ପୃଥିବୀକୁ ପ୍ରେରଣ କରିଛି ରୋଭର ପ୍ରଜ୍ଞା। ରୋଭରର ନେଭିଗେସନ କ୍ୟାମେରା (ନେଭକ୍ୟାମ୍) ଦ୍ବାରା ଉଠାଯାଇଥିବା ଏହି ଫଟୋକୁ ‘ଇମେଜ୍‌ ଅଫ୍ ଦ ମିସନ୍‌’ ବୋଲି କୁହାଯାଉଛି।

  3. ବିଶ୍ବର ବିଶିଷ୍ଟ ନିବେଶକ ତଥା ବର୍କସାୟାର ହାଥାୱେର ପ୍ରତିଷ୍ଠାତା ୱାରେନ୍ ବଫେ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପାଖାପାଖି ୧୧୮.୩ ବିଲିୟନ ଡଲାର ସମ୍ପତ୍ତି ସହିତ ଫୋର୍ବସ ତାଲିକାରେ ବଫେ ହେଉଛନ୍ତି ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି।

  4. ବ୍ରିଟେନର ରାଷ୍ଟ୍ରାୟତ୍ତ ଏଜେନ୍ସି ନ୍ୟାସନାଲ ହେଲଥ୍ ସର୍ଭିସ (ଏନ୍ଏଚ୍ଏସ୍) ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ।

  5. ୮୦ ପ୍ରତିଶତ ଭାରତୀୟଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ସର୍ଭେରେ ଭାଗ ନେଇଥିବା ପ୍ରତି ୧୦ ଜଣରୁ ୮ ଜଣ ‌ମୋଦୀଙ୍କ ସପକ୍ଷରେ ବା ମୋଦୀଙ୍କ ପାଇଁ ଅନୁକୂଳ ମତ ଦେଇଛନ୍ତି।

  6. ୨୦୨୩-୨୪ ଶିକ୍ଷା ବର୍ଷରେ +୩ରେ ଖାଲି ପଡିଲା ୧.୧୧ଲକ୍ଷ ସିଟ୍।

  7. ଓଡ଼ିଶାକୁ ଉଜ୍ବଳା ଯୋଜନାରେ ୫ଲକ୍ଷ ନୂଆ ସଂଯୋଗ ମିଳିବ ବୋଲି  ଧର୍ମେନ୍ଦ୍ର ପଢନ କହିଛନ୍ତି ।

  8. ମନିଷ ଦେଶାଇ ପିଆବିର ପ୍ରମୁଖ ମହାନିର୍ଦ୍ଦେଶକ ନିଯୁକ୍ତ।୧ରେ ଦାୟିତ୍ଵ ନେବେ।

  9. ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ।

  10. ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ନୂଆ ଋଣନୀତି, ସହର ଉପରେ ୨୪ ଘଣ୍ଟା ନଜର ରଖିବ ସିସିଟିଭି।

  11. ଆଜିଠାରୁ ଉତ୍କେଲା ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ସେବା ଆରମ୍ଭ।

  12. ଦିଲ୍ଲୀ ୱାକଅଫ୍ ବୋର୍ଡରୁ ଫେରସ୍ତ ନିଆଯିବ ୧୨୩ ସମ୍ପତ୍ତି, ଜାରି ହେଲା ନୋଟିସ୍ , ଜାମା ମସଜିଦ୍ ମଧ୍ୟ ସାମିଲ।

  13. ମୁମ୍ବାଇ ବୈଠକରେ ଉନ୍ମୋଚିତ ହେବ ‘INDIA’ ଲୋଗୋ, ୨୭ ଦଳ ଯୋଗ ଦେବେ।

  14. ନୂଆ ଦିଲ୍ଲୀରେ ବସ୍ ଝରକା ବାହାରୁ ମୁହଁ ଖୋଲି କରୁଥିଲେ ବାନ୍ତି, ଦୁଇ ଗାଡ଼ି ମଝିରେ ଚାପି ହୋଇ ଫାଟିଲା ମୁଣ୍ଡ ଖପୁରୀ, ମହିଳାଙ୍କ ମୃତ୍ୟୁ।

  15. ଏସିଆ କପ୍ ପାଇଁ ଶ୍ରୀଲଙ୍କା ପହଞ୍ଚିଲା ଭାରତୀୟ ଦଳ, ଶନିବାର ପାକିସ୍ତାନ ସହ ମୁକାବିଲା।

  16. ହାତରେ ରାଖି ବାନ୍ଧିଲେ ୭ହଜାର ଛାତ୍ରୀ। ବିଶ୍ବ ରେକର୍ଡ କରିଥିବା କହିଲେ ବହୁ ଚର୍ଚ୍ଚତ ଟିଉସନ ଶିକ୍ଷକ ଖାନ୍ ସାର। ରକ୍ଷାବନ୍ଧନ ଅବସରରେ ପାଟନାର ଲୋକପ୍ରିୟ ଅନଲାଇନ୍ ଟିଉସନ ଶିକ୍ଷକ ଖାନ ସାରଙ୍କ ହାତରେ ତାଙ୍କର ୭,୦୦୦ ଛାତ୍ରୀ ରାଖି ବାନ୍ଧିଥିବା ଜଣାଯାଇଛି।

  17. କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନକୁ ସଂସଦୀୟ ଅଧିକାର କମିଟି ବୁଧବାର ଲୋକସଭାରୁ ପ୍ରତ୍ୟାହାର କରିନେଇଛି। ଚୌଧୁରୀଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସ୍ତାବକୁ ବୁଧବାର ସ୍ବାଧିକାର କମିଟି ଅନୁମୋଦନ କରିଥିଲା।

  18. ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

  19. ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।

  20. ଆଗାମୀ ସେପ୍ଟେମ୍ବର ୧୧ରୁ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ରୁ ବସ୍‌‌ ଚଳାଚଳ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ପୁରୀ, ଅନୁଗୋଳ, ସମ୍ବଲପୁର ଏବଂ ରାଉରକେଲାକୁ ସିଏନବିଟିରୁ ବସ୍‌‌ ରହଣି ସହ ଯାତାୟାତ କରିବ। ଏଥିପୂର୍ବରୁ ବସ ଟର୍ମିନାଲରେ ବାକିଥିବା ଛୋଟ ଛୋଟ କାମ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

415 Y
1434 31-08-2023 English

 

  1. West Bengal Chief Minister Mamata Banerjee tied rakhi to former Maharashtra Chief Minister Uddhav Thackeray at his residence today ahead of the meeting of Indian National Developmental Inclusive Alliance (INDIA) bloc in Mumbai on Thursday.

  2. Delhi Chief Minister Arvind Kejriwal is not a candidate for the Prime Minister's post, said his cabinet colleague Atishi on Wednesday.

  3. Assam Chief Minister Himanta Biswa Sarma on Wednesday said his government will soon start construction of 1,000 bridges across the state.

  4. Nandankanan Zoological Park (NZP) Visitors can now enter the park with digital tickets that will be available on their smartphones. The WhatsApp number will soon be prominently displayed at various locations near the zoo.

  5. Congress leader Adhir Ranjan Chowdhury’s suspension from Lok Sabha was revoked Wednesday, hours after a Parliamentary panel made a recommendation to the effect, the Lok Sabha Secretariat said in a notification.

  6. With about one-third of the state’s geographical area experiencing deficit rainfall due to weak monsoon, the state government has prepared a contingency plan to deal with the situation, a top official said Wednesday.

  7. The state government has asked all collectors to install CCTV cameras at Paddy Procurement Centres (PPCs) in their districts. Registrar of Cooperative Societies has recently written a letter to all Collectors (except Bolangir) for installation of CCTV cameras in PPCs under their jurisdiction.

  8. Business establishments, apartments and shopping malls should install at least one camera focused towards public roads, the Commissionerate Police said, Wednesday.

  9. The Union government Wednesday extended the deadline for mandatory use of Aadhaar based payment system (ABPS) for payment of wages to MGNREGAworkers till December 31 or further orders.

  10. China Wednesday defended its move to release a new “standard map” for 2023 showing Arunachal Pradesh and Aksai Chin as part of its territory, saying that it is a “routine practice” in accordance with its law and urged India to “stay objective and calm” and refrain from “over-interpreting” the issue.

  11. A lawyer was shot dead Wednesday in his chambers on the tehsil court complex in this Uttar Pradesh district, police here said. Manoj Chowdhary alias Monu Jaat was eating lunch in his chambers around 2 pm when two men entered the room and fired at him. He died on the spot, police said.

  12. Researchers have developed an innovative patient triage platform powered by artificial intelligence (AI) that they say can predict patient disease severity and length of hospitalisation during a viral outbreak.

  13. Bumper earnings in the first five months of the current fiscal and international benchmark coming off its highs will help state-owned oil companies absorb the Rs 200 per cylinder cut in cooking gas LPG prices, sources said indicating there may be no government compensation for that.

  14. Benchmark equity indices Sensex and Nifty retreated from early highs to close on a flat note Wednesday due to fag-end selling in banking and power shares amid mixed global cues.

  15. The Supreme Court is scheduled to resume hearing Thursday a clutch of petitions challenging the remission granted to all 11 convicts in the Bilkis Bano gang-rape case and murder of seven of her family members during the 2002 Gujarat riots.

  16. Seeking to fulfill another key pre-poll promise, the Congress government in Karnataka Wednesday launched the 'Gruha Lakshmi' scheme, offering a monthly assistance of Rs 2,000 to about 1.1 crore women who are heads of their households.

  17. The CBI has taken over the investigation in 27 FIRs lodged in connection with ethnic clashes in Manipur that have claimed more than 160 lives in nearly four months, officials said.

  18. About 80 per cent of Indians have a favourable view of Prime Minister Narendra Modi and around seven in 10 Indians believe their country has recently become more influential, according to a survey by the PEW Research Center.

  19. Janata Dal (Secular) leader and former Karnataka Chief Minister HD Kumaraswamy was admitted on Wednesday morning after weakness and discomfort.

  20.  In the Opposition meeting in Mumbai today, members of the INDIA alliance are expected to finalise a logo, a coordination committee, and a joint action plan to take on the ruling BJP in the 2024 Lok Sabha polls.

430 Y
1435 30-08-2023 Odia
  1. ଚୀନ୍‌ ଏହାର ପାଗଳାମି ପୁଣି ଦେଖାଇଛି। ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି।

  2. ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍‌ର ପସ୍କୋଭ୍‌ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ମିଖାଇଲ୍‌ ବେଦେର୍ଣ୍ଣିକୋଭ୍‌ କହିଛନ୍ତି।

  3. ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ ।(୩୦.୦୮.୨୦୨୩)ଠାରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ । 

  4. କିଛି ସପ୍ତାହ ପୂର୍ବେ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୧୪ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ଏବେ ୧୪-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭୁବନେଶ୍ବରରେ ଟମାଟୋ କେଜି ୩୦-୪୦ ଟଙ୍କା ରହିଛି।

  5. ୩୭୦ ଧାରା ଉଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ତାହା ‌ହେଲା କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ତା’ର ରାଜ୍ୟ ପାହ୍ୟା ଫେରି ପାଇବ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ,ଖୁବ୍‌ଶୀଘ୍ର ଏହା ରାଜ୍ୟ ମାନ୍ୟତା ଫେରିପାଇବ। ଉଚ୍ଚସ୍ତରୀୟ ବୈଠକ ପରେ ଏହାର ସମୟସୀମା ସମ୍ପର୍କରେ ଅଗଷ୍ଟ ୩୧ ସୁଦ୍ଧା ସେ କୋର୍ଟଙ୍କୁ ଅବଗତ କରାଇବେ।

  6. ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ କରିବାକୁ ଯାଉଛି।

  7.  ପ୍ରଦୂଷଣ ସାରା ବିଶ୍ବକୁ କଲବଲ କରୁଛି। ଦିଲ୍ଲୀ ହେଉଛି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର। ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଆଗକୁ ବି ଜାରି ରହିବ ତେବେ ଦିଲ୍ଲୀ ବାସିନ୍ଦାଙ୍କର ଆୟୁ ୧୧.୯ ବର୍ଷ କମିଯିବ।

  8. ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆଣିଛନ୍ତି ଏକ ସ୍ପର୍ଶକାତର ଅଭିଯୋଗ। ସେ ଦଳିତ ହୋଇଥିବାରୁ  ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ନିର୍ଯାତନା ଓ ଧମକର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।

  9. ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।

  10. ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ ।

  11. ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ।

  12. ‘କେବେ ସୁଦ୍ଧା ରାଜ୍ୟପାହ୍ୟା ଫେରି ପାଇବ ଜମ୍ମୁ-କାଶ୍ମୀର?’: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ ।

  13. କିକ୍ ବକ୍ସିଂରେ ସ୍ୱର୍ଣ୍ଣପଦକ ପାଇଲେ ଜ୍ୟୋତ୍ସ୍ନାରାଣୀ, ଜାତୀୟ ସ୍ତରକୁ ଉନ୍ନୀତ ।

  14. ମାସ ପରେ ପୁନଃ ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରରେ ବାଲି କଢା କାର୍ଯ୍ୟ, ଗର୍ଭଗୃହରୁ ଖୁବ ଶୀଘ୍ର ବାହାରିବ ବାଲି  ,୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ର ଗର୍ଭଗୃହର ପ୍ରବେଶ ପଥ ।

  15. ଟେକ୍ନିକାଲ ଟେକ୍ସଟାଇଲରେ ଷ୍ଟାର୍ଟଅପଙ୍କୁ ୫୦ ଲକ୍ଷର ଅନୁଦାନ ଦେବେ ସରକାର, ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ।

  16. ମୁକୁଳିଲେ ପ୍ରଫୁଲ ସାମନ୍ତରା; ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ ।

  17.  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ପୁଣିଥରେ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ନୀତୀଶ କହିଛନ୍ତି, ଯେକୌଣସି ସମୟରେ ୨୦୨୪ ଲୋକସଭା‌ ନିର୍ବାଚନ ହୋଇପାରେ। ତେବେ ଦ୍ବିତୀୟ ଥର ପାଇଁ ନୀତୀଶ ଏହା କହିଛନ୍ତି। 

  18. ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାପ‌ାର୍ଶ୍ବରେ ମୋମୋ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ଇଂରାଜୀ କହିକହି ଗ୍ରାହକଙ୍କୁ ମୋ‌ମୋ ବିକ୍ରି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। 

  19.  ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା।

  20. ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

411 Y
1436 30-08-2023 English
  1. Union Minister for Chemicals and Fertilizers Dr. Mansukh Mandaviya has said that the government will soon launch a new scheme for Promotion of Research and Innovation in Pharma- Med Sector- PRIP with a total outlay of 5000 crore.

  2. Children of National Food Security Act (NFSA) or State Food Security Scheme (SFSS) beneficiaries whose names are not included in the database will now be able to avail the benefits of the Biju Swasthya Kalyan Yojna (BSKY) following the approval of the Odisha government, Tuesday.

  3. The Odisha Public Service Commission (OPSC) will conduct the Odisha Civil Services (OCS) Examination, 2022 (Preliminary) October 15 this year.

  4. Following the instruction of Chief Minister Naveen Patnaik, 5T Secretary VK Pandian Tuesday visited Jajpur and interacted with the Mission Shakti group members and college students.

  5. Koraput Police from this district have busted an inter-state online fraud racket arresting three members of the gang from Bihar, officials said Tuesday.

  6. A high court in Pakistan Tuesday suspended Imran Khan's three-year sentence in the Toshakhana corruption case and ordered his release from jail, but the embattled former premier will continue to remain in prison in the cipher case.

  7. Delhi has emerged as the world’s most polluted city in a new study which has also found that its residents are on track to lose 11.9 years of life if the current levels of pollution continue to be higher than the limit set by the WHO

  8. LIBS confirms presence of Sulphur (S) on lunar surface : The Laser-Induced Breakdown Spectroscopy (LIBS) instrument onboard Chandrayaan-3 Rover has made the first-ever in-situ measurements on the elemental composition of the lunar surface near the south pole.

  9. ISRO's Aditya-L1, the first space-based Indian observatory to study the Sun will be launched on Saturday at 11.50 hrs from Sriharikota space station in Andhra Pradesh.

  10. Gujarat government announces 27% reservation for OBCs in local bodies like panchayats, municipalities & civic corporations. 

  11. Union Minister Nitin Gadkari launches world's first 100% Ethanol-fueled car in New Delhi. 

  12. The Supreme Court of India on Tuesday, while hearing the Article 370 case, asked the Centre to indicate if there is a time frame to restore the statehood for Jammu and Kashmir. 

  13. Chief Minister Bhagwant Mann inaugurated the “Khedan Watan Punjab Diyan” edition 2, a state-level event, this evening and disbursed over Rs 5.94 crore to 1,807 sportspersons from Punjab, who had won awards at state, national and international levels since 2017 to 2022. The money was transferred into their accounts.

  14. The Government of India is considering increasing the retirement age of Managing Directors (MDs) and Chief Executive Officers (CEOs) of public sector banks by two years.

  15. The government has decided to reduce the price of domestic LPG cylinders by 200 rupees for all the consumers, the benefit now stands at 400 rupees per LPG cylinder for the Ujjawala beneficiaries. He said government will provide 75 lakh new free LPG connections under Ujjwala scheme.

  16. India lodged a strong protest through diplomatic channels with the Chinese side on the so called 2023 standard map of China that lays claim to India’s territory.

  17. The preparation for G20 summit in New Delhi on 9th and 10th of the next month is in full swing.

  18. Ahead of U.S. President Biden’s visit to Delhi, Ambassador Garcetti outlooks cooperation on trade, counter-terror, G20 and China. 

  19. The addition of six new members to the BRICS grouping will see it controlling 46 per cent of the world’s population and 30 per cent of its economic output, according to a research paper.

  20. On the occasion of National Sports Day, celebrated annually on the birth anniversary of the hockey legend Major Dhyan Chand, Odisha recognised and honoured outstanding contributions to sports and games.

425 Y
1437 29-08-2023 Odia
  1. ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ। ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି।

  2. ୨୬୨ ଆସିଷ୍ଟାଣ୍ଟ ପ୍ରଫେସର ଓ ୮୮ ଟି  କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନ କନଭେନସ ସେଣ୍ଟରରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  3. ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି ।

  4. ୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ।

  5. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।

  6. ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍‌ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା।

  7. ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ ।  ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ ।

  8. ଉତ୍ତରପ୍ରଦେଶର ମ‌ହୋବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶିବଙ୍କ ପୂଜା କରୁଥିବା ବେଳେ ଏକ ନାଗସ‌ାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସାପଟି ମହିଳାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା।

  9. NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ''ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ'' ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ।

  10. ମୁଁ କିଛି ହେବାକୁ ଆଶାୟୀ ନୁହେଁ, ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ; ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

  11. କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ପ୍ରଚଳନ କରାଯାଇଛି। ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍‌ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ନାମିତ ଏହି ସ୍ବତନ୍ତ୍ର ମୁଦ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି।

  12. ଧାରା ୩୫ଏ ଜାମ୍ମୁ-କାଶ୍ମୀର ନାଗରିକଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେଲା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

  13. ଏଆଇ ସମ୍ପର୍କରେ ବର୍ତ୍ତମାନ ଜାତିସଂଘର ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଲୋକଙ୍କୁ କେତେକାଂଶରେ ଆଶ୍ବସ୍ତ କରିଛି। ନିକଟରେ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂସ୍ଥା( ଆଇଏଲ୍ଓ) କହିଛି ଯେ, ଏଆଇ ଆମମାନଙ୍କର କାର୍ଯ୍ୟଶୈଳୀ ବଦଳାଇଦେବ, କିନ୍ତୁ ମାନବର ସ୍ଥାନ ନେବନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ବିଭିନ୍ନ ଚାକିରୀ ଓ ଶିଳ୍ପ କ୍ଷେତ୍ର ଆଶିଂକ ସ୍ୱୟଂଚାଳିତ ହେବ।

  14. ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ଗମ୍ଭୀର ଅଭିଯୋଗ ଆଣିଥିଲା, ସେଥିରୁ କିଛିଟା ଅଭିଯୋଗରେ ସତ୍ୟତା ଥିବା ଭଳି ମନେ ହେଉଛି। କିଛି ଅଭିଯୋଗର ତଦନ୍ତ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମ୍‌ କୋର୍ଟ କହିଥିଲେ। ସେବି କରିଥିବା ତଦନ୍ତରେ ଆଦାନି ପକ୍ଷରୁ କିଛିଟା ତ୍ରୁଟି ଥିବା ଧରାପଡ଼ିଛି ବୋଲି କୁହାଯାଉଛି।

  15. ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ। ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାଯୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି।

  16. ବେଙ୍ଗାଲୁରୁରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ପ୍ରେସର କୁକରରେ ପିଟିପିଟି ହତ୍ୟା କରିଛି। ଦକ୍ଷିଣ ବେଙ୍ଗାଲୁରୁର ବେଗୁରରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

  17. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଉ କିଛି ଲୋକଙ୍କ ବିରୋଧରେ ସିବିଆଇ ସୋମବାର ମାମଲା ରୁଜୁ କରିଛି। ଇଡିର ସହକାରୀ ନିର୍ଦ୍ଦେଶକ ପୱନ ଖତ୍ରୀଙ୍କ ବିରୋଧରେ ସିବିଆଇ ଏଫଆଇଆର ରୁଜୁ କରିଛି।

  18. ବିଭିନ୍ନ ପାରା ମିଲ୍‌ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରୋଜଗାର ମେଳା’ର ଅଷ୍ଟମ ସଂସ୍କରଣରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

  19. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, ଭାଜପା ଡିସେମ୍ବର ୨୦୨୩ରେ ଲୋକ ସଭା ନିର୍ବାଚନ କରିପାରେ। ସେ ଦାବି କରିଛନ୍ତି ଯେ, ଭାଜପା ପ୍ରଚାର ପାଇଁ ସମସ୍ତ ହେଲକପ୍ଟର ବୁକ କରିଛି।

  20. ବିଶ୍ୱ ଆଥଲେଟିକ୍‌‌ ଚାମ୍ପିଅନସିପ୍‌‌ର ଅଂଶଗ୍ରହଣ କରି ତାଙ୍କ ପ୍ରଦର୍ଶନରେ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଥିବା ଓଡ଼ିଆ ଆଥଲେଟ୍‌ କିଶୋର କୁମାର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର । ପୁୁରସ୍କାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

421 Y
1438 29-08-2023 English
  1. Chief Minister Naveen Patnaik Monday handed over land ownership certificates to 65,000 poor families living in slums under Bhubaneswar, Cuttack, Berhampur, Sambalpur, and Rourkela municipal corporation areas at a programme organised at the Kalinga Stadium here. Incidentally, Odisha is the only state in the country to give land rights to slum dwellers.

  2. After Chandrayaan-3 Moon mission’s success, ISRO Monday announced that India’s first solar mission Aditya-L1 to study the Sun will be launched September 2 at 11.50am from Sriharikota spaceport

  3. With 65,000 poor families living in urban slums across the state receiving land ownership certificate from Chief Minister Naveen Patnaik Monday, the total number of beneficiary families covered under the Jaga Mission programme, which started in 2018, stands well over 2,40,000 at present.

  4. Union Education and Skill Development Minister Dharmendra Pradhan will launch an innovative comic book titled ‘Let’s move forward’ which is developed jointly by National Council of Educational Research and Training (NCERT) and United Nations Educational, Scientific and Cultural Organisation (UNESCO)

  5. The Central Bureau of Investigation (CBI) has registered an FIR against Enforcement Directorate (ED) assistant director Pawan Khatri in connection with an alleged payment of `5 crore bribe by liquor businessman Amandeep Dhall who wanted help in the Delhi excise policy scam case, officials said.

  6. Chief Minister Naveen Patnaik Monday announced a cash reward of `25 lakh for javelin thrower Kishore Jena who is the first athlete from Odisha to represent India at the finals of the World Athletics Championship.

  7. Chief Secretary Pradeep Kumar Jena inaugurated the office of Centre for Good Governance, Odisha (CGGO) in the presence of GAA Director General Raj Kumar Sharma at the premises of Gopabandhu Academy of Administration here Monday.

  8. At a time when people are battling inflation and finding it hard to make both ends meet, the Rajasthan government has brought much needed relief for the citizens by providing gas cylinders for Rs 500.

  9. The Nuh administration Monday allowed 15 seers and leaders of rightwing groups to offer prayers at the Shiva temple in Nalhar area of this district in Haryana which has been turned into a fortress in view of the Sarv Jatiya Hindu Mahapanchayat’s call for a ‘shobha yatra’.

  10. Police in Uttar Pradesh have filed a FIR against fact-checker and Alt News cofounder Mohd Zubair for social media posts allegedly revealing the identity of the Muslim boy slapped repeatedly by his classmates on the orders of their school teacher who also appeared to make communal remarks.

  11.  The Supreme Court Monday was told by the Union government that nobody except it is entitled to conduct a census or any exercise akin to a census.

  12. Supreme Court Monday disposed of a plea related to the demolition drive to clear alleged illegal constructions near Krishna Janmabhoomi in Uttar Pradesh's Mathura, and granted liberty to the petitioner to seek relief before the civil court.

  13.  China will no longer require a negative COVID-19 test result for incoming travellers starting Wednesday, a milestone in its reopening to the rest of the world after a threeyear isolation that began with the country's borders closing in March 2020.

  14. An investigation of India’s Adani group by the market regulator has uncovered violations of rules on disclosures by listed entities and limits on the holdings of offshore funds, two sources with direct knowledge of the matter said.

  15. Solar capacity addition in the country declined 58 per cent to 1.7 gigawatt in the April-June period, mainly due to land and transmission-related issues, Mercom India said Monday.

  16. Leading bourse NSE’s exchange-traded currency derivatives, which completes 15 years Tuesday, witnessed close to 2,000 crore contracts worth Rs 609 lakh crore transactions during its journey.

  17. The situation in Manipur is "firmly under control", Union Minister B L Verma said on Monday and stressed there should be no politics on the issue.

  18. A Delhi court sentenced former MLA Rambeer Shokeen to four months in jail for failing to appear before it despite repeated summons.

  19. Neeraj Chopra has arguably become India’s greatest sportsperson of all time but the slightest reference makes the newly-crowned World Champion uncomfortable.

  20. The Indian team entered the final of the Women’s Asian Hockey 5s World Cup Qualifier after defeating Malaysia 9-5 in Salalah, here Monday. India will now play the Final Monday. The victory also helped them seal a berth in the FIH Women’s Hockey 5s World Cup.

430 Y
1439 28-08-2023 Odia
  1. ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ୨୦୨୩ ମସିହା ପାଇଁ ୨ଜଣ ଉପବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଆଥଲେଟ ବାପି ହାଁସଦା ଓ ଭାରୋତ୍ତଳକ ଜ୍ୟୋତ୍ସ୍ନା ଶବରଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି।

  2. ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ ଏସ୍‌‌ସିବିର ମେଡିସିନ୍‌‌ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଗତ ୪ ତାରିଖରେ ଏସ୍‌‌ସିବି ମେଡିସିନ୍‌‌ ୱାର୍ଡରେ ଭର୍ତ୍ତି ହୋଇଥିଲେ।

  3. ବିଶ୍ବର ବହୁ ଲୋକପ୍ରିୟ କଂପାନିର ନେତୃତ୍ବ ସମ୍ଭାଳୁଛନ୍ତି ଭାରତୀୟସିଇସ। ଗୁଗୁଲ୍‌ଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟ, ୟୁଟ୍ୟୁବ୍, ଆଇବିଏମ୍‌, ନେଟ୍‌ଆପ୍‌, ଷ୍ଟାରବକ୍ସ, ମାଇକ୍ରନ୍ ଟେକ୍ନୋଲୋଜି, ଆଡୋବ୍ ଆଦିର ସିଇଓ ଭାବେ ଭାରତୀୟ କାର୍ଯ୍ୟ କରୁଛନ୍ତି। 

  4. ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’।

  5. ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୦୪ତମ ମନ୍‌ କୀ ବାତ୍‌ରେ କହିଥିଲେ ଯେ, ଚନ୍ଦ୍ରଯାନ-୩ ଏହା ପ୍ରମାଣିତ କରିଛି ଯେ ସଂକଳ୍ପର କିଛି ସୂର୍ଯ୍ୟ ଚନ୍ଦ୍ରରେ ମଧ୍ୟ ଉଦୟ ହୋଇଛି।

  6. ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ରବିବାର ତିରୁଅନନ୍ତପୁରମ୍‌ସ୍ଥିତ ପୌର୍ଣ୍ଣମୀକାବୁ, ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି।

  7. ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆସନ୍ତାକାଲି (ସୋମବାର) ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଘୋଷଣା କରାଯାଇଛି।

  8. ଅଷ୍ଟ୍ରେଲିଆରେ ଯୁଦ୍ଧାଭ୍ୟାସ ବେଳେ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ତିନି ଯବାନଙ୍କ ମୃତ୍ୟୁ। ।

  9. ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳକୁ ଶିବଶକ୍ତିନାମକରଣ କରାଯିବା ଭୁଲ୍‌ ନୁହେଁ : ସୋମନାଥ ।

  10. ରୁଷର ଘରୋଇ ସେନା ଓ୍ବାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା କଳ୍ପନଜଳ୍ପନାର ଅବସାନ ହୋଇଛି । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ରୁଷର ଅନୁସନ୍ଧାନ କାରୀ କମିଟି ସ୍ପଷ୍ଟ କରିଛି।

  11. ଗତ ୯ ବର୍ଷରେ ଭାରତକୁ ଅନେକ ସଫଳତା ମିଳିଛି। ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଓ ୟୁପିଆଇ ଭଳି ପଦକ୍ଷେପ ଭାରତକୁ ଏକ ଡିଜିଟାଲ୍‌ ଅର୍ଥନୀତିରେ ପରିଣତ କରିଥିବା ବେଳେ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚିପାରିଛି।

  12. ବୁଲେଟ୍ ୩୫୦ ହେଉଛି ରୟାଲ ଏନଫିଲଡର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ବାଇକ୍ । ରୟାଲ ଏନଫିଲ୍ଡ ବୁଲେଟ ମଡେଲକୁ ଏତେ ଭଲ ପାଇବା ମିଳିଥିଲା ଯେ ଅନେକ ଲୋକ ରୟାଲ ଏନଫିଲ୍ଡ କମ୍ପାନିର ଅନ୍ୟ ବାଇକଗୁଡ଼ିକୁ ମଧ୍ୟ ବୁଲେଟ ବୋଲି ଡାକିଥାନ୍ତି । 

  13. ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ଧରଣର ହ୍ରାସ ଘଟିଛି। ଅଗଷ୍ଟ ୧୮ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୭.୩ ବିଲିଅନ ଡଲାର ହ୍ରାସ ସହିତ ୫୯୫ ବିଲିଅନ ଡଲାର ତଳକୁ ଖସିଆସିଛି।

  14. ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲି‌ଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟିରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା।

  15. ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ ।

  16. ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ। ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ।

  17. ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାରକୁ ପଟ୍ଟା ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

  18. ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର। ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ । ୩୧ ତାରିଖ ସକାଳ ସାଢେ ୧୦ରେ ଉତ୍କେଲା ବିମାନ ବନ୍ଦରକୁ ଉଡ଼ିବ ବିମାନ ।

  19. ଯଦି ଅବସର ପରେ ସେ ଏକାଧିକ କୋଠା, ବାଡ଼ି ଏବଂ ପ୍ଲଟ୍‌‌ କିଣନ୍ତି, ତେବେ ଭିଜିଲାନ୍ସ କୋର୍ଟରୁ ଅନୁମତି ଆଣି ସେମାନଙ୍କ ଘରେ ଚଢ଼ଉ କରୁଛି। ବର୍ତ୍ତମାନ ଅବସର ନେଇଥିବା ୪୬ଜଣ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ନଜର ରଖିଛି।

  20. ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ।

412 Y
1440 28-08-2023 English
  1. Eminent litterateur Padma Shri Jayanta Mahapatra died Sunday while undergoing treatment at the SCB Medical College and Hospital in Cuttack. He was 95.

  2. The twin city Commissionerate Police Sunday arrested five members of a gang for their alleged involvement in a robbery at Nandan Vihar under Infocity police limits here, August 2

  3. Flight services between Utkela Airport in Kalahandi and the Capital city is scheduled to be inaugurated August 31. The flight operations will commence as the Director General of Civil Aviation (DGCA) has granted the requisite license to the Utkela Airport August 7.

  4.  Deaths of people due to human-elephant conflicts is on the rise in Assam with 118 people losing their lives since last year. During the same period, as many as 29 wild elephants have died, either after being run over by trains or other reasons, including electrocution.

  5. The influential Twipra Students Federation (TSF) has called for a 12-hour shutdown in Tripura Monday demanding introduction of Roman script for the tribal Kokborok language and passage of the 125th Constitutional Amendment Bill

  6. :As the race for the 2024 Lok Sabha polls hots up, all eyes are on the Opposition bloc INDIA's meeting in Mumbai where a logo of the coalition is likely to be unveiled and strategic issues including seat sharing are expected to be deliberated upon

  7. At least eight people were killed and scores injured in a blast at an illegal firecrackers factory in West Bengal's North 24 Parganas district Sunday morning, police said.

  8. ISRO Sunday released a graph of the temperature variation on the lunar surface and a senior scientist of the space agency expressed surprise over the high temperature recorded on the Moon

  9. Zimbabwe’s re-elected President Emmerson Mnangagwa suggested Sunday that those people questioning the results of last week's election, which an opposition leader dismissed as a “gigantic fraud”, take their case to court.

  10. The government has decided not to allow exports of basmati rice below $1,200 per tonne to restrict possible “illegal” shipment of white non-basmati rice in the garb of premium basmati rice.

  11. Prime Minister Narendra Modi Sunday called for a global framework for ethical use of Artificial Intelligence (AI) as he flagged concerns surrounding bias in such modern technologies and their impact on the society.

  12. Foreign direct investment (FDI) into India declined 34 per cent to $10.94 billion during April-June 2023-24, dragged by lower inflows in computer hardware and software, telecom, auto and pharma, according to government data.

  13. Lionel Messi needed just a few seconds for his unparalleled skills to shine, a flash of brilliance that capped a memorable Major League Soccer debut

  14. The AIFF Sunday announced India’s U-16 squad comprising 23 members for the upcoming SAFF Championship to be played next month.

  15. All India Chess Federation (AICF) president Sanjay Kapoor said Indian chess has entered the “golden era” and the country will have over a hundred Grandmasters within two years.

401 Y