# |
Date |
Type |
Current Affairs |
No. Of Views |
Status |
Action |
831 |
04-07-2024 |
Odia |
-
1.କେନ୍ଦ୍ର ସରକାର ୮ଟି କ୍ୟାବିନେଟ୍ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିମଧ୍ୟରୁ ଅଧିକାଂଶ କମିଟିରେ ମୁଖ୍ୟ ଅଛନ୍ତି। ସରକାର ଆଜି ନିଯୁକ୍ତି, ଆବାସ, ଅର୍ଥନୈତିକ ବ୍ୟାପାର, ସଂସଦୀୟ ବ୍ୟାପାର, ରାଜନୈତିକ ବ୍ୟାପାର, ସୁରକ୍ଷା, ବିନିଯୋଗ ଏବଂ ବିକାଶ, ଦକ୍ଷତା, ନିଯୁକ୍ତି ଓ ଜୀବିକା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି।
-
2.କୋଭିଡ୍ ମହାମାରୀ ଆହ୍ବାନ ସତ୍ତ୍ବେ ୨୦୨୨-୨୪ରେ ଭାରତର ଦାରିଦ୍ର୍ୟ ହାର ୮.୫ ପ୍ରତିଶତକୁ ଖସିଆସିଛି। ୨୦୨୧-୨୨ରେ ଏହି ହାର ୨୧.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା ବୋଲି ନ୍ୟାସନାଲ୍ କାଉନ୍ସିଲ୍ ଫର ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ୍ଚ (ଏନ୍ସିଏଇଆର୍)ର ଏକ ରିପୋର୍ଟରୁ ଜଣାପଡ଼ିଛି।
-
3.ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।
-
4.ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି।
-
5.ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫ ସିସି ଇଞ୍ଜିନ ସହିତ ଲଞ୍ଚ ହେବ।
-
6.ଲୋକସଭା ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ନିଶାଣ କରିଥିଲେ। ସମ୍ବିଧାନ ଉଲ୍ଲଂଘନ ଅଭିଯୋଗ ଆଣି ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ।
-
7.ଆତଙ୍କବାଦ ମାମଲାରେ ଜେଲରେ ୪ ବର୍ଷ ଧରି ବନ୍ଦୀ ଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅବସରରେ କୋର୍ଟ ମୌଖିକ ଭାବେ ଏନ୍ଆଇଏର ବିଳମ୍ବିତ ତଦନ୍ତକୁ ସମାଲୋଚନା କରି କହିଛନ୍ତି, ଆଇନର ଉପହାସ କରନାହିଁ।
-
8.ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ।
-
9.ଭାରତୀୟ ସେନା ଏବେ ଏକ ବଡ ପଦକ୍ଷେପ ନେଇଛି | ସୈନ୍ୟ ପରିବହନ ପାଇଁ ଭାରତୀୟ ସେନା ପ୍ରାୟ ୧୧୩ଟି ହାଇଡ୍ରୋଜେନ ବସ୍ କିଣିଛି। ଏହି ବସ୍ ୨୫୦ କିଲୋମିଟରର ମାଇଲେଜ ଦେଉଥିବାବେଳେ ଏହି ୪୦ ସିଟ୍ ବିଶିଷ୍ଟ ବସ୍ ମୁଖ୍ୟତଃ ସମତଳ ଏବଂ ପାହାଡ ଅଞ୍ଚଳରେ ନିୟୋଜିତ ହେବ |
-
10.ଭାରତର ଟ୍ବିଟର ଭାବେ ପରିଚିତ ସ୍ବଦେଶୀ ସୋସିଆଲ ମିଡିଆ ‘କୁ’ର ଯାତ୍ରା ଶେଷ ହେବାକୁ ଯାଉଛି। ଅନ୍ୟ ସଂସ୍ଥା ସହ ମିଶ୍ରଣ ଲାଗି କମ୍ପାନି କର୍ତ୍ତୃପକ୍ଷ କରିଥିବା ଉଦ୍ୟମ ବିଫଳ ହେବା ପରେ ପ୍ଲାଟଫର୍ମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
11.ବୁଧବାର ବିରୋଧୀ ଦଳର ଏମପିମାନେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସମୟରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବିଜେଡି ନେତା ତଥା ରାଜ୍ୟସଭା ଏମପି ଶସ୍ମିତ ପାତ୍ର ବିଜେଡିର ନେତୃତ୍ୱ ନେଇ ଇଣ୍ଡିଆ ମେଣ୍ଟ ପଛେ ପଛେ କକ୍ଷ ତ୍ୟାଗ କରିଥିଲେ।
-
12.ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍ ପ୍ଲାନ୍ ଲାଗୁ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ।
-
13.ହନ୍ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍ ମର୍ଡର୍ସ’ର ରିଲିଜ୍ ତାରିଖ ସୋମବାର ଘୋଷଣା କରାଯାଇଛି।
-
14.ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପାଇଁ ୪୦୦ ଇ-ବସ୍ ଅଣାଯିବ। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ପାଇଁ ୧୦୦ ଲେଖାଏ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
-
15.ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ଧଳା ବାଘୁଣୀ ମୌସୁମୀ ଗର୍ଭଧାରଣ ସହିତ ବାଘ ସଂରକ୍ଷଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
|
289 |
Y |
|
832 |
04-07-2024 |
English |
-
The Modi government Wednesday constituted various Cabinet Committees, including the country’s highest decision making bodies on security, economic and political affairs.
-
Poverty in India is estimated to have declined to 8.5 per cent in 2022-24 from 21.2 per cent in 2011-12, despite the challenges posed by the pandemic, according to a research paper by the economic think tank NCAER.
-
Nearly 33,000 deaths in 10 cities in India every year can be attributed to air pollution levels that are below India's national clean air threshold. The report has been published in Lancet Planetary Health.
-
Jharkhand Chief Minister Champai Soren resigned from his post, following which JMM leader Hemant Soren called on Governor CP Radhakrishnan and staked claim to form the government.
-
The state government has decided to add 400 ebuses to the fleet of ‘Mo Bus’ under PM e-Bus Sewa, Housing and Urban Development Minister Krushna Chandra Mahapatra said .
-
Justice Bidyut Ranjan Sarangi was appointed as the Chief Justice of Jharkhand High Court, the Law ministry said. Justice Sarangi is at present a judge of the Orissa High Court.
-
Two unaligned and key regional parties charted separate political paths in Parliament’s first session in the Modi government’s third term as the Biju Janata Dal (BJD) joined the Opposition in targeting the treasury benches, while the YSR Congress Party (YSRCP) kept away from such protests and remained sympathetic to Centre.
-
Forest department will plant mangroves in a coastal village of Ganjam district to mitigate cyclone impacts and curb soil erosion, officials said Wednesday.
-
Social media platform Koo, which had pitched itself as a rival and viable alternate to X, is shutting down.
-
A total of 10 bridges have collapsed in the last 15 days in Bihar.
-
Holding that the right to a speedy trial cannot depend on the severity of the alleged crime, the Supreme Court Wednesday rebuked the National Investigation Agency (NIA) for its delay in prosecuting a counterfeit currency case that resulted in the accused being lodged in jail for four years without trial.
-
Lord Jagannath’s blessing and an indomitable passion to do something different with 21 types of seeds have catapulted a Steel City girl into the India Book of Records (IBR).
-
Andhra Pradesh Mines, Geology and Excise Minister K Ravindra Wednesday said the government will supply sand free to everybody in the state by adopting a free sand policy in three months' time to prop up construction works.
-
A sovereign rating upgrade for India in the next 24 months is possible if the central government is able to prudently manage its finances and bring down fiscal deficit to 4 per cent of GDP, an S&P Global Ratings official said Wednesday.
-
The Calcutta High Court on Wednesday acquitted a person who was arrested on the charge of criticising a state minister on social media.
|
310 |
Y |
|
833 |
03-07-2024 |
Odia |
-
1.ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍ ଓ୍ବିଲ୍ ବି ଗର୍ଲସ୍’ ଫିଲ୍ମ ସୋମବାର ଆମେରିକାର ଲସ୍ ଏଞ୍ଜେଲସ୍ରେ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଏଲ୍ଏ)ରେ ସମ୍ମାନଜନକ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଛି।
-
2.ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ।
-
3.ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ଖବର ହେଡଲାଇନରୁ ଅଦୃଶ୍ୟ ହୋଇଥାଇପାରେ, କିନ୍ତୁ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଏକ ଆମେରିକୀୟ ରିପୋର୍ଟରେ ଏହି ଦାବି କରାଯାଇଛି।
-
4.ନିଟ ୟୁଜି ପେପର ଲିକ ବିବାଦକୁ ନେଇ ଏକ ବଡ ଅପଡେଟ ଆସିଛି। ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ।
-
5.ଜୁଲାଇ ୫ ତାରିଖରେ ଲୋକସଭା ସଦସ୍ୟ ଭାବେ ଶପଥ ନେବାକୁ କଶ୍ମୀର ନେତା ଶେଖ୍ ଅବଦୁଲ ରସିଦଙ୍କୁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଦୁଇ ଘଣ୍ଟିଆ ପ୍ୟାରୋଲ ପ୍ରଦାନ କରିଛନ୍ତି।
-
6.ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି
-
7.ମଙ୍ଗଳବାର ଭାରତର ଶେୟାର ମାର୍କେଟ୍ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସ ୮୦ ହଜାର ପଏଣ୍ଟ ପାର କରି ଇତିହାସ ରଚିଛି ।
-
8.ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।
-
9.ଉତ୍ତରପ୍ରଦେଶର ହାଥ୍ରସରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୧୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ତେବେ ଏହି ସତସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି ।
-
10.ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
-
11.ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜରେ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଜାରି ରହିବ। ଏନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏଲ୍ଏଲ୍ଏମ୍ ପାଠ୍ୟକ୍ରମକୁ ହଟାଇ ଦିଆଯାଇଥିଲା, ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
-
12.ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁନ୍ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୨୭ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ମାତ୍ର ୧୬୮.୮ ମିଲିମିଟର। ଆଧାରୁ ଅଧିକ ଜିଲାରେ ଏବେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଇ ଗତିକରୁଛି।
-
13.ଭାରତରେ ୫୫୦ ମିଲିୟନରୁ ଅଧିକ ହ୍ବାଟ୍ସଆପ୍ ବ୍ୟବହାରକାରୀ ଅଛନ୍ତି। ଯଦି ହ୍ବାଟ୍ସଆପ୍ କୌଣସି ଆକାଉଣ୍ଟ ବିଷୟରେ ଅଭିଯୋଗ ପାଏ, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ଏହା ବାଧ୍ୟତାମୂଳକ ନୁହେଁ ଯେ ହ୍ବାଟ୍ସଆପ୍ କାର୍ଯ୍ୟାନୁଷ୍ଠାନ ସ୍ଵରୂପ କେବଳ ଆକାଉଣ୍ଟ ବ୍ୟାନ୍ କରିବ।
-
14.ଆସନ୍ତା ୬ତାରିଖ ବେଳକୁ ଏକ ନିମ୍ନଚାପ ରେଖା ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର।
-
15.କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଅଭିଜ୍ଞ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ଏକ ବଡ଼ ଦାୟିତ୍ଵ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମେଣ୍ଟର ତଥା ବ୍ୟାଟିଂ ପ୍ରଶିକ୍ଷକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି।
|
285 |
Y |
|
834 |
03-07-2024 |
English |
-
1.A stampede at a religious congregation Tuesday killed 121 people, most of them women, as devotees suffocated to their deaths and bodies piled atop each other in the worst such tragedy in recent years
-
2.Chief Minister Mohan Charan Majhi Tuesday announced a two-day holiday for the upcoming Rath Yatra, July 7 and 8, marking a special occasion after 53 years.
-
3.Steel barricades were installed near Gadagadia Ghat of Mahanadi in Cuttack, Tuesday, to prevent drowning incidents.
-
4.The state government is planning to increase pensions and allowances for eligible beneficiaries across various schemes in the state. Efforts are underway to raise pensions for elderly, widows and persons with disabilities (PwDs).
-
5.State forest department has decided to translocate 64 deer from the Taptapani deer park, designated as the mini zoo, to Lakhari Valley in Ganjam and Chandaka wildlife sanctuary, an official said.
-
6.The Telangana government has decided to expand the disaster management wing of the Greater Hyderabad Municipal Corporation (GHMC) to offer various services, including protecting government assets like water bodies against the threat of encroachments.
-
7.The Bihar government has formed a high-level committee to investigate the recent bridge collapses across the state, including six incidents in the past 13 days. The latest collapse took place at Khausi Dangi village in Kishanganj Sunday, involving a small bridge built over Boond river in 2009-10 with MPLAD funds
-
8.Assam’s flood situation remained critical Tuesday with over 6.71 lakh people affected in 20 districts in the second wave of flooding this year.
-
9. The southwest monsoon has covered the entire country six days ahead of the normal date despite making sluggish progress during mid-June, the India Meteorological Department (IMD) said .
-
10.India’s markets regulator SEBI has slapped Hindenburg Research with a show cause notice for alleged ‘unfair trade practices’ in its 2023 broadside against the Adani Group - a move that the US firm termed as ‘nonsense’ and an attempt to ‘silence and intimidate’ those exposing corruption.
-
11.A replica of Ayodhya's Ram Mandir would be on display during the India Day parade in New York on August 18, which attracts thousands of Indian Americans from in and around New York.
-
12.The Lok Sabha passed a resolution on Tuesday condemning Opposition's disruptions during Prime Minister Narendra Modi's address, with Union minister Rajnath Singh saying these actions "shredded" parliamentary norms.
-
13.The Narendra Modi government has made key changes to National Security Council Secretariat (NSCS) with promotion of deputy NSA Rajinder Khanna to Additional NSA and appointing Special Director of Intelligence Bureau TV Ravichandran as Deputy NSA.
-
14.Former Chhattisgarh Chief Minister Bhupesh Baghel on Tuesday slammed BJP MP Santosh Pandey for his statement in Lok Sabha over the alleged Mahadev app scam and wondered why the betting platform had not been banned by the Centre and state
-
15.At least 12 Indian nationals suspected to be involved in cybercrimes were arrested and their equipment seized during a raid in central Sri Lanka, a media report said on Tuesday.
|
296 |
Y |
|
835 |
02-07-2024 |
Odia |
- 1.‘୨୦୨୪ ଗ୍ଲୋବାଲ୍ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ୍’ ନାମକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଚୀନରେ ଖାଦ୍ୟ ଉତ୍ପାଦନ ୨୨.୪ ପ୍ରତିଶତ, ଭାରତରେ ୧୬.୧ ପ୍ରତିଶତ ଓ ଆମେରିକାରେ ୧୨.୬ ପ୍ରତିଶତ କମିଯିବ ।
-
2.ଚାଇନାର ସ୍ପେସ୍ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍ଲଙ୍ଗ୍-୩’ ରକେଟକୁ ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍ ଉତ୍କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
3.ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ।
-
4.ଭାରତୀୟମାନେ ବିଦେଶ ଯାଉଥିବା ବେଳେ ସେଠାରେ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଦଶନ୍ଧି ଭିତରେ ବିଦେଶରେ ଭାରତୀୟଙ୍କ ଖର୍ଚ୍ଚରେ ୨୯ ଗୁଣା ବୃଦ୍ଧି ଘଟିଛି। ଭାରତୀୟମାନେ ବିଦେଶରେ କରିଥିବା ଖର୍ଚ୍ଚରେ ଭ୍ରମଣର ଭାଗ ୫୩.୬ ପ୍ରତିଶତ ରହିଛି। ସମ୍ପର୍କୀୟଙ୍କ ଭରଣପୋଷଣରେ ସେମାନେ ୧୫.୯ ପ୍ରତିଶତ, ଉପହାର ବାବଦରେ ୧୧.୩ ପ୍ରତିଶତ ଏବଂ ପିଲାଙ୍କ ପାଠପଢ଼ାରେ ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।
-
5.ବିଶ୍ବର ସବୁଠୁ କ୍ଷୁଦ୍ର ପ୍ରଜାତି ହାତୀର ମାନ୍ୟତା ରଖିଥିବା ‘ବୋର୍ଣ୍ଣୀୟ ହାତୀ’ ଏବେ ବିଲୋପନର ପାଦଦେଶରେ। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଦ୍ବାରା ବିପନ୍ନ ଘୋଷିତ ଏହି ପଶୁସମ୍ପଦ ଦେଖିବାକୁ ଖୁବ୍ କୌତୁକିଆ ଅଟେ।
-
6.ସାଢ଼େ ୪ ବର୍ଷ ବିତିଗଲା ସରିଲାନି ହଂସପାଳ ଫ୍ଲାଏ ଓଭର କାମ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲ୍କୁ ୩ ଥର ଅବଧି ବଢ଼ାଗଲା। ହେଲେ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିଛି ଏନ୍ଏଚ୍ଏଆଇ।
-
7.ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପଞ୍ଚଶୀଳ ନୀତିର ୭୦ତମ ବାର୍ଷିକୀ ଉତ୍ସବ ଚୀନ ପାଳନ କରିଛି। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନେହରୁଙ୍କ ପଞ୍ଚଶୀଳ ନୀତିକୁ ପ୍ରଶଂସା କରିଛନ୍ତି।
-
8.ରାଜ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ଜୁନ୍ ମାସରେ ହ୍ରାସ ପାଇଛି। ଚଳିତ ବର୍ଷ ମେ’ରେ ୫୦୨୭ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ଜୁନ୍ରେ ତା’ଠାରୁ ୪୦ କୋଟି ଟଙ୍କା କମ୍ ଅର୍ଥାତ ୪୯୮୭.୨୭ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିବା ବାଣିଜ୍ୟ କର ଓ ଜିଏସ୍ଟି କମିସନରେଟ୍ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।
-
9.ସମ୍ବଲପୁର ଜିଲ୍ଲାର ଚାରୁଲତା କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି।
-
10.ଦେଶରେ କମିଲା ବାଣିଜ୍ୟିକ ଏଲ୍ପିଜି ଦର। ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍ର ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ।
-
11.ଉର୍ଜା ଗଙ୍ଗା ଯୋଜନାର ଅଂଶ ସ୍ବରୂପ ସ୍ଥାପନ କରାଯାଉଥିବା ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ୍ ପାଇପ୍ଲାଇନ୍ କାର୍ଯ୍ୟରେ ୯ ମାସର ବିଳମ୍ବ ହେବ। ଏହାର ନିର୍ମାଣ କାର୍ଯ୍ୟ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନି ଗେଲ୍ ସୂଚନା ଦେଇଛି
-
12.ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଅଭିଯୋଗ ଶୁଣିଥିଲେ।
-
13.ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟର ମୋଟ ୯୭.୮୭ ପ୍ରତିଶତ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବିବୃତି ଜାରି କରି କହିଛି।
-
14.୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।
|
292 |
Y |
|
836 |
02-07-2024 |
English |
-
1.“After 16 years, the chief minister’s Grievance Cell was opened to the public. Former Chief Minister Naveen Patnaik had visited the cell for the last time in 2008.
-
2.The Reserve Bank of India (RBI) said Monday 97.87 per cent of the `2000 denomination banknotes have returned to the banking system, and only `7,581 crore worth of the withdrawn notes are still with the public.
-
3. Cutting of palm trees will need the permission of the Forest department, Principal Conservator of Forests (PCCF) Debidutta Biswal stated here Monday. Biswal stated that palm trees can be very useful in preventing lightning-related deaths and injuries.
-
4.Chief Secretary Manoj Ahuja has emphasized on the implementation of various plans and programmes as envisaged in the election manifesto of the newly formed state government.
-
5.The state has recorded collection of `2,039.71 crore of State GST (OGST+IGST settlement) during June 2024 against `1,650.82 crore during the corresponding period last year, registering a phenomenal growth of 23.56 per cent.
-
6.The Supreme Court Monday posted for hearing after two weeks a plea alleging OMR sheet manipulation in the controversy-ridden NEETUG, 2024. The plea came up for hearing before a vacation bench of Justice CT Ravikumar and Justice Manoj Misra.
-
7.The National Testing Agency announced the revised rank list for the medical entrance exam NEET-UG .
-
8.The United States is deepening its relationship with India in several key areas, a senior administration official said Monday.
-
9.Andhra Pradesh Deputy Chief Minister Pawan Kalyan on Monday said he declined to accept his salary and any special allowances, including new furniture for his office, considering the precarious financial condition of the state.
-
10.Six cases of Zika virus infection have been reported in Pune city. The patients include two pregnant women.
-
11.In a united front, 21 animal protection organisations have expressed strong support for the central government's proposed ban on Pit Bulls and similar foreign dog breeds amid a surge in illegal dog fighting and attacks.
-
12.India's power consumption rises nearly 9% to 152.38 billion units in June
-
13.Amit Shah Home Minister says it will take up to three-four years for the ‘entire process’ and relevant ‘technical aspects’ of the three criminal laws to become fully applicable; three laws available in all languages
-
14.Veteran Sri Lankan Tamil leader Rajavarothiam Sampanthan, who dedicated his political life to pursuing a just solution to the island nation’s Tamil question, passed away in Colombo late on Sunday. He was 91.
-
15.Prominent American lawmakers have pledged their support to Indian Americans to fight against Hinduphobia and discrimination against the minority Hindu community in the U.S.
|
283 |
Y |
|
837 |
01-07-2024 |
Odia |
-
1.ଦେଶରେ ୩ଟି ନୂଆ ଆପରାଧିକ ଆଇନ ଆଜି(ସୋମବାର)ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ।
-
2.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଉପ ବାଚସ୍ପତି ପଦ ପାଇଁ ସମାଜବାଦି ପାର୍ଟି (ଏସପି) କୁ ସୁଯୋଗ ଦେବାକୁ ଦାବି କରିଛନ୍ତି।
-
3.ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।
-
4.ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି।
-
5.୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସରମନୋଜ ଆହୁଜା ରବିବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି।
-
6.ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ।
-
7.ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି
-
8.ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜିଲ୍ଲାପରିଷଦ ସଦସ୍ୟ ଶାହଜାହନ୍ ଶେଖ୍ଙ୍କ ଆତଙ୍କରାଜ ଘଟଣା ତାଜା ରହିଥିବା ବେଳେ ଆଜି ପୁଣି ଜଣେ ଟିଏମ୍ସି ନେତା ତେଜମୁଲ୍ ଏକ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।
-
9.ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାଯୁତି ସରକାର ଆଜି ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି।
-
10.ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି।
-
11.ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ପ୍ରଦାନ କରାଯାଇଛି।
-
12.ମୋବାଇଲ୍ ନମ୍ବର ପୋର୍ଟ ପାଇଁ ନବମ ଥର ପାଇଁ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ବର୍ତ୍ତମାନ ବ୍ୟବହାରକାରୀଙ୍କୁ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ।
-
13.ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ ପୂରଣ ହୋଇଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଆକାଶବାଣୀ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
-
14.ବିହାର ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲା ଦେଓରି ବ୍ଲକର ଅର୍ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି।
-
15.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି।
|
285 |
Y |
|
838 |
01-07-2024 |
English |
-
India has prepared a checklist of its entire fauna, covering 1,04,561 species, becoming the first country in the world to do so.
-
For the financial year ending on March 31, 2024, the deadline for individuals to submit their Income Tax Returns (ITRs) is July 31, 2024. However, filing ITRs can be a complex process, particularly for individual taxpayers who might struggle with the various schedules and disclosures required.
-
As the Bharatiya Nyay Sanhita came into force today, the first FIR was filed against a street vendor for obstructing a road near New Delhi Railway Station.
-
Gen Upendra Dwivedi, who has vast operational experience along the frontiers with China and Pakistan, Sunday assumed charge as the 30th Chief of the Army Staff.
-
Three new criminal laws will come into effect across the country from Monday, bringing widespread changes in India’s criminal justice system and ending colonial-era laws.
-
Senior IAS officer Manoj Ahuja Sunday took charge as the Chief Secretary of Odisha. He assumed charge from Pradeep Kumar Jena who retired from service during the day at the Lok Seva Bhawan here.
-
Chief Minister Mohan Charan Majhi Sunday said that Ratna Bhandar (treasury) of Puri Srimandir will be reopened soon and an inventory of the valuables stored inside it will be made.
-
Chief Minister Mohan Charan Majhi said that ‘Subhadra Yojana’, a financial assistance scheme promised by the BJP in its election manifesto, will roll out September 17, the birthday of Prime Minister Narendra Modi.
-
Railway Minister Ashwini Vaishnaw said new railway projects worth `1 lakh crore will be implemented in Odisha in the next five years.
-
Chief Electoral Officer (CEO) of Odisha and 1993- batch IAS officer Nikunja Bihari Dhal has been appointed the Additional Chief Secretary to Chief Minister Mohan Charan Majhi.
-
With an aim to make Chilika Lake a zero-emission zone, the state government has decided to introduce solar/ electric powered boats in the lake soon.
-
The ‘recent suicide’ of a weaver at Sircilla in Telangana has brought to the fore the alleged lack of work and adequate income in this textile hub, with the issue leading to a war of words between the Opposition BRS and the Congress.
-
Andhra Pradesh’s Minister for Transport, Mandipalli Ramprasad Reddy said Sunday that the state government will soon roll out free travel facility for women in Andhra Pradesh State Road Transport Corporation (APSRTC) buses.
-
The Central Bureau of Investigation, probing the alleged malpractices in conducting the NEET-UG exam at a private school in Godhra of Gujarat in May, Sunday arrested its owner.
-
Indian stock indices gave a stellar performance in the June quarter of FY 2024-25. During the April- June period, Indian stock market capitalisation increased by 13.8 per cent, the highest among the top 10 stock markets.
|
301 |
Y |
|
839 |
30-06-2024 |
Odia |
-
1. ଟି-୨୦ ବିଶ୍ବକପ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଥିବାବେଳେ କୋଟି କୋଟି ଭାରତୀୟ ମଧ୍ୟ ଭାବପ୍ରବଣ ହୋଇପଡ଼ଛନ୍ତି। ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍ର ଏକ ଯୁଗ ଶେଷ ହୋଇଛି।
-
2. ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି। ଫାଇନାଲ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି।
-
3. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନ୍ୟାୟପାଳିକା ପବିତ୍ର, ସଚ୍ଚୋଟ ଓ ରାଜନୈତିକ ପକ୍ଷପାତିତାମୁକ୍ତ ହେବା ଉଚିତ। ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ମତକୁ ସମର୍ଥନ କରି କହିଛନ୍ତି ଯେ ବିଚାରପତିମାନେ ସେମାନଙ୍କ ବ୍ୟକ୍ତିଗତ ବିଶ୍ୱାସ ଦ୍ବାରା ସେମାନଙ୍କ ରାୟକୁ ପ୍ରଭାବିତ ହେବାକୁ ଦେବା ଅନୁଚିତ।
-
4.ଚୀନ ସୀମା ପୂର୍ବ ଲଦାଖରେ ଏକ ବଡ଼ ଅଘଟଣ ଘଟିଯାଇଛି। ଭାରତୀୟ ସେନାର ଏକ ଟ୍ୟାଙ୍କ୍ ସମରାଭ୍ୟାସ ଚାଲିଥିବା ବେଳେ ୫ ଜଣ ଯବାନ ନଦୀରେ ଭାସି ଯାଇ ସହିଦ ହୋଇଛନ୍ତି।
-
5.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଥମ ଥର ପାଇଁ ଚରମପନ୍ଥୀ ବିରୋଧୀ ସୈନ୍ୟ ଅପରେସନ ଆଜମ୍-ଏ-ଇତେହକାମରେ ଚୀନ୍ର ଚାପ ହୋଇଥିବା ସମ୍ପର୍କରେ କହିଛନ୍ତି।
-
6.ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।
-
7.ଉତ୍ତରପ୍ରଦେଶରେ ଆଗାମୀ ୩ବର୍ଷ ମଧ୍ୟରେ ୫୦ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ୫ରୁ ୭ଲକ୍ଷ ଲୋକଙ୍କୁ ପରୋକ୍ଷରେ ନିଯୁକ୍ତି ଦିଆଯିବ । ଏନେଇ ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି ଯୋଗୀ ସରକାର ।
-
8.ଦିଲ୍ଲୀ ପରେ ଗୁଜରାଟର ରାଜକୋଟ ବିମାନବନ୍ଦର ଟର୍ମିନାଲର କ୍ୟାନୋପି ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ଘଟଣା ଘଟିଛି।
-
9.ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ ସିଏସ୍ ସେଟ୍ଟୀ ହୋଇପାରନ୍ତି। ସରକାରୀ କମିଟି ଫାଇନାନ୍ସିଆଲ ସର୍ଭିସେସ ଇନଷ୍ଟିଚ୍ୟୁସନ୍ସ ବ୍ୟୁରୋ (ଏଫ୍ଏସ୍ଆଇବି) ଶନିବାର ତାଙ୍କ ନାମ ସୁପାରିସ କରିଛି।
-
10.ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।
-
11.ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର ମଧ୍ୟ କହିଛନ୍ତି।
-
12.ସରକାରୀ ଅଫିସରେ କାମ ଠିକ୍ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ସରକାରୀ କ୍ଷେତ୍ର, ବ୍ୟାଙ୍କ, ସ୍ବୟଂଶାସିତ ଅନୁଷ୍ଠାନକୁ ଏପରି ନିର୍ଦ୍ଦେଶ ଦେଇଛି।
-
13.ଦ ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ସମ୍ପାଦକ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ ଭେଙ୍କେୟା ନାଇଡୁଙ୍କ ଜୀବନୀ – ଲାଇଫ୍ ଇନ୍ ସର୍ଭିସକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ପ୍ରଧାନମନ୍ତ୍ରୀ ପୂର୍ବତନ ସଚିବ ଏ.ଆଇ.ବି ସୁବ୍ବାରାଓଙ୍କ ଦ୍ୱାରା ସଂକଳିତ ‘ସେଲିବ୍ରେଟିଙ୍ଗ ଭାରତ-ଦ ମିଶନ ଆଣ୍ଡ ମେସେଜ ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଆଜ ୧୩ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଏବଂ ସଞ୍ଜୟ କିଶୋରଙ୍କ ଦ୍ୱାରା ସଂକଳିତ ସଚିତ୍ର ଜୀବନୀ ମହାନେତା – ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ ଭେଙ୍କିଆ ନାଇଡୁ ଉନ୍ମୋଚନ କରିବେ।
-
14.କାନରେ ଇୟର୍ଫୋନ୍ ଲଗାଇ ଜୋରରେ ଗୀତ ଶୁଣିବା ଦ୍ବାରା ଏହା ଘାତକ ହୋଇପାରେ। ଏହାଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବଢ଼ିଯାଏ। ଯେତେବେଳେ ଆମେ ଅଧିକ ଜୋରରେ ଗୀତ ଶୁଣୁ ସେତେବେଳେ ଆମର ହୃଦ୍ସ୍ପନ୍ଦନ ବଢ଼ିଯାଏ। ଏଭଳି ନିୟମିତ ହେବା ଦ୍ବାରା ହୃଦ୍ରୋଗ ହେବା ଆଶଙ୍କା ବୃଦ୍ଧିପାଏ।
-
15.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରେକର୍ଡ ୨୨୮.୧ ମିଲିମିଟର ବର୍ଷା ହୋଇଥିବାବେଳେ ଏହା ୮୮ ବର୍ଷର ରେକର୍ଡ ଭଙ୍ଗ କରିଛି।
|
293 |
Y |
|
840 |
30-06-2024 |
English |
-
1. India posts the biggest ever total in the history of women’s Test cricket by scoring a mammoth 603 for six against South Africa.
-
2.Virat Kohli, one of the greatest cricketers to play the game, quit T20 Internationals Saturday shortly after helping his team beat South Africa in the World Cup final.
-
3. Five soldiers, including a junior commissioned officer (JCO), were killed during an exercise early Saturday as their tank was swept away following flash floods in the Shyok river near the Line of Actual Control (LAC) in eastern Ladakh, officials said.
-
4.According to official sources, the government has decided to rename much-publicised Location Accessible Multi-modal Initiative (LAccMI). It will now be known ‘Mukhyamantri Bus Seva’, informed Transport, Mines and Steel Minister Bibhuti Bhusan Jena.
-
5.Union Tribal Affairs Minister Jual Oram Saturday suggested for a detailed mapping of schools across the state for disadvantaged groups and communities.
-
6.The Bhubaneswar Development Authority (BDA) will resume grievance hearing from July 1. The grievance hearing exercise will be carried out every Monday between 11am and 1:30pm.
-
7.Primary school teachers were caught off guard after the Block Education Officer (BEO) of Mohana block in Gajapati district warned of stopping one month’s salary if they are caught riding their scooters and bikes to schools sans helmets.
-
8. Maharashtra Chief Minister Eknath Shinde Saturday announced that the state government will soon launch a special pilgrimage scheme for senior citizens.
-
9.NCP(SP) President, Sharad Pawar, alleged Saturday that the Maharashtra Budget 2024-2025 – presented by Deputy Chief Minister Ajit Pawar in the legislature June 28 – had leaked in advance, and the proposals were made with an eye on the forthcoming Assembly elections.
-
10.Congress leader Jairam Ramesh Saturday slammed Prime Minister Narendra Modi over a news report that the Adani Group has “selected eight Chinese companies to help” its solar manufacturing project and called for a strategy “to wean India of its dependence on China”.
-
11.More than 13,000 pilgrims visited the holy cave shrine of Amarnath Saturday, the first day of the annual pilgrimage in the south Kashmir Himalayas that is being conducted amid tight security.
-
12.Ravi Agrawal, a 1988-batch IRS officer, has been appointed as the new chairman of the Central Board of Direct Taxes (CBDT), the administrative body for the Income Tax Department.
-
13. The CBI conducted a search operation Saturday covering 33 locations in Maharashtra after registering multiple FIRs against 14 officials of two Passport Seva Kendra (PSK) centres in Mumbai for large-scale “collusive corruption”, officials said.
-
14.The Biden administration has sent to Israel large numbers of munitions, including more than 10,000 highly destructive 2,000-pound bombs and thousands of Hellfire missiles, since the start of the war in Gaza, said two US officials briefed on an updated list of weapons shipments.
-
15.Governmentowned power giant NTPC said Saturday that its board has cleared a proposal to raise up to `12,000 crore through the issuance of bonds and nonconvertible debentures (NCDs).
|
270 |
Y |
|