Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
381 18-02-2025 Odia
  1. 1.ମୁଖ୍ୟ ନିର୍ବାଚନ କମିସନର(ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ  ଆସନ୍ତା  ୧୮ ତାରିଖରେ ଶେଷ ହେଉଥିବା ‌ବେଳେ ଆଜି ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି।
  2. 2.ଏଯାବତ ତ୍ରିବେଣୀ ସଙ୍ଗମରେ ୫୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି ଏବଂ ଏହି ପ୍ରକ୍ରିୟା ଆଗାମୀ ୯ ଦିନ ପର୍ଯ୍ୟନ୍ତ ଜାରି ରହିବ।

  3. 3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨,୯୦,୦୦୦ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି।

  4. 4.୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସହ ୫୦୦ ବିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ବଜେଟ୍ ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। 

  5. 5.ଶିକ୍ଷା କ୍ଷେତ୍ରକୁ ୪୧,୨୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାର ସିଂହଭାଗ ଅର୍ଥାତ୍‌ ୨୧,୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆବଣ୍ଟନ କରାଯାଇଛି। ସମଗ୍ର ଶିକ୍ଷାକୁ ୪୬୮୧ କୋଟି ଟଙ୍କା ଦିଆଯାଇଛି ।

  6. 6.ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ୨୩,୬୩୫ କୋଟି ଟଙ୍କା ଦିଆଯାଇଛି ଯାହା ପୂର୍ବବର୍ଷର ବଜେଟ୍ ତୁଳନାରେ ୮ ପ୍ରତିଶତ ଅଧିକ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ୬୨୪୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାଗଣା ଔଷଧ ବଣ୍ଟନ ଯୋଜନା ‘ନିର୍ମାଲ୍ୟ’କୁ ୯୩୯ କୋଟି ଟଙ୍କା ଦିଆଯାଇଛି।

  7. 7.ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ୨୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

  8. 8.ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ୧୧୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ନୂଆ ସହର ବିକାଶ ପାଇଁ ୨୦୦ କୋଟି ଟଙ୍କା ଦିଆଯାଇଛି।

  9. 9.ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ବାରମ୍ବାର ସାମ୍ନା କରୁଥିବାରୁ ବଜେଟ୍‌ରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। 

  10. 10.୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି।

  11. 11.ଅର୍ଥନୀତି ସର୍ଭେ-୨୦୨୪ ରିପୋର୍ଟରେ, ଆର୍ଥିକ ବର୍ଷ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି କମିଛି.

  12. 12.୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ନୂତନ ଭାବରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପ୍ରାୟ ୧୩ କୋଟି ଲୋକ ଅଯୋଧ୍ୟାକୁ ଦର୍ଶନ ପାଇଁ ଆସିଛନ୍ତି।

  13. 13.ବାର୍ଷିକ ଦାନ ଦୃଷ୍ଟିରୁ ରାମ ମନ୍ଦିର ସ୍ବର୍ଣ୍ଣ ମନ୍ଦିର, ବୈଷ୍ଣୋ ଦେବୀ ଏବଂ ସିରିଡ଼ି ସାଇ ମନ୍ଦିରକୁ ପଛରେ ପକାଇଦେଇଛି | ରାମ ମନ୍ଦିରରେ ବାର୍ଷିକ ଦାନ ୭୦୦ କୋଟି ଟଙ୍କା ଅତିକ୍ରମ କରିଛି।

  14. 14.ରିପୋର୍ଟ ଅନୁଯାୟୀ, ସିରିଡ଼ିରେ ବାର୍ଷିକ ଦାନ ପ୍ରାୟ ୪୦୦-୪୫୦ କୋଟି ଟଙ୍କା ହୋଇଥିବାବେଳେ ବୈଷ୍ଣୋ ଦେବୀ ମନ୍ଦିରକୁ ବାର୍ଷିକ ଦାନ ପ୍ରାୟ ୪୦୦ କୋଟି ଟଙ୍କା ମିଳିଥାଏ |

  15. 15.ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

  16. 16.ଜେଲେନସ୍କି ରୁଷିଆ ସୀମାରେ ୧ ଲକ୍ଷ ସୈନିକଙ୍କ ଏକ ଶାନ୍ତି ସେନା ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତଥାପି, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ୟୁକ୍ରେନରେ ଆମେରିକୀୟ ସୈନ୍ୟ ମୁତୟନ କରିବାକୁ ମନା କରିଦେଇଛନ୍ତି।

  17. 17.ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି।

  18. .18. "ଛାବା"ର ପ୍ରଥମ ଦିନର ଆୟ ଦେଖିଲେ ଲାଗୁଛି ଯେ ଏହା ଚଳିତ ବର୍ଷର ବଲିଉଡର ପ୍ରଥମ ବ୍ଲକବଷ୍ଟର ସିନେମା ହୋଇପାରେ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୩୩କୋଟିରୁ ଅଧିକ ଆୟ କରିଥିବା ବେଳେ ଶନିବାରୁ ୩୯କୋଟିରୁ ଅଧିକ ଟଙ୍କା ଆୟ କରିଥିଲା।

  19. 19.ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ପୂର୍ବରୁ ମିନି ବିଶ୍ବକପ୍‌ କୁହାଯାଉଥିଲା। ଭାରତ ଏହାକୁ ମାତ୍ର ୨ ଥର ଜିତିଛି। ବର୍ଷାବାଧାପ୍ରାପ୍ତ ୨୦୧୩ ଫାଇନାଲ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଥିଲା। ଏହା ପୂର୍ବରୁ ୨୦୦୨ରେ ବର୍ଷା କାରଣରୁ ଶ୍ରୀଲଙ୍କା ସହ ଯୁଗ୍ମ ବିଜେତା ହୋଇଥିଲା।

  20. 20.ରାଜ୍ୟ ସରକାର କେନ୍ଦୁଝରସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ କ୍ରୀଡ଼ାର ହବ୍‌ କରିବାକୁ ଯାଉଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ୧୩ଟି ସ୍ଥାନରେ ନୂଆ ସୁଇମିଂପୁଲ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସୁଇମିଂପୁଲ ନିର୍ମାଣ ହେବ।

201 Y
382 18-02-2025 English
  1. 1.Chief Minister Mohan Charan Majhi, who holds the Finance portfolio, Monday presented Rs 2,90,000 crore state Budget for the 2025-26 fiscal with focus on infrastructure, agriculture and irrigation.

  2. 2.Among sectors, education received (Rs41,273 crore), followed by rural development (Rs39,221 crore), agriculture and allied (Rs37,838 crore), social security (Rs24,250 crore) and healthcare (Rs23,635 crore).

  3. 3.Around 48 per cent of the state’s workforce depends on agriculture and 80 per cent of people live in rural areas, Majhi said his government has allocated Rs37,838 crore for the agriculture and allied sectors, about 12 per cent increase over the previous year.

  4. 4.Among departments, Finance got the maximum allocation of Rs63,511.91 crore, followed by School & Mass Education (Rs31,185.47 crore), Panchayati Raj & Drinking Water (Rs28,451 crore), Health & Family Welfare (Rs22,741 crore), Women & Child Development (Rs15,223 crore) and Water Resources (Rs 14,894 crore).

  5. 5.“The revenue surplus is projected at 3 per cent of the GSDP, while the fiscal deficit is projected at 3.2 per cent of the GSDP. Year-end debt stock is expected to remain at 12.7 per cent of the GSDP.

  6. 6.A total of 36,420 women and 8,403 children went missing in the state over the past five years, Chief Minister Mohan Charan Majhi informed the Assembly Monday.

  7. 7.A total of 582 CPI (Maoist) cadres have surrendered in Odisha from 2006 up to January 2025, Chief Minister Mohan Charan Majhi told the state Assembly Monday.

  8. 8.An Israeli drone strike in southern Lebanon Monday killed the head of Hamas' military operations in the country, Israel's army said.

  9. 9.Gyanesh Kumar was appointed as the next Chief Election Commissioner (CEC) Monday, the Law Ministry said.

  10. 10.The BJP reported the highest income among national parties for FY 2023-24, earning Rs4,340.47 crore, according to the Association for Democratic Reforms (ADR).

  11. 11. India's exports declined for the third month in a row in January, falling by 2.38 per cent year-onyear to USD 36.43 billion, while the trade deficit widened to USD 22.99 billion in the month.

  12. 12.Stock markets snapped the eight-day losing run in a volatile session Monday with benchmark Sensex closing higher by 57 points on the back of value buying in blue-chip stocks HDFC Bank and Reliance Industries.

  13. 13.Tahawwur Hussain Rana became part of the 26/11 Mumbai terror attacks conspiracy in 2005 as a member of Lashkar-e-Taiba and HUJI and was closely engaged with Pakistan-based conspirators, offi cials said.

  14. 14.Singapore's Indian-origin Leader of the Opposition Pritam Singh was Monday fined SGD 14,000 after a district court found him guilty on two counts of lying under oath to a parliamentary committee.

  15. 15.Nearly 1,500 para-athletes from across India will showcase their skills when the 23rd National Para Athletics Championship begins at Jawaharlal Nehru Stadium here Tuesday.

176 Y
383 17-02-2025 Odia
  1. 1.ଡିଏସ୍‌ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଯାଉଥିଲେ। ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

  2. 2.ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍। ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି। ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ।

  3. 3.ୟୁ‌ରୋପୀୟ ସଂଘ (ଇୟୁ) ସହଯୋଗରେ କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ପକ୍ଷରୁ ୭ଟି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିରୁ ଓଡ଼ିଶା ସମେତ ୯ଟି ରାଜ୍ୟ ଉପକୃତ ହେବେ। ପ୍ରକଳ୍ପ ଲାଗି ଇୟୁ ୮୫.୫ କୋଟି ଟଙ୍କା ପ୍ରଦାନ କରିଛି।

  4. 4.ବୟନଶିଳ୍ପ ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର। ଦେଶର ବିନିର୍ମାଣ କ୍ଷେତ୍ରରେ ଏହାର ଯୋଗଦାନ ୧୧ ପ୍ରତିଶତ। ୨୦୨୫-୨୬ ମସିହା ପାଇଁ କେନ୍ଦ୍ର ବଜେଟ୍‌ରେ ବୟନଶିଳ୍ପ କ୍ଷେତ୍ର ପାଇଁ ୫୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

  5. 5.ବଜାଜ୍ ଅଟୋ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଏବେ ଇ-ରିକ୍ସା ବଜାରରେ ପ୍ରବେଶ କରିବ। ପ୍ରକୃତରେ, ଦେଶରେ ଦ୍ରୁତ ଗତିରେ ବଢୁଥିବା ଇ-ରିକ୍ସା ବଜାରକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

  6. 6.ସଡ଼କ, ରେଳ ଓ ବିମାନ ସେବା ହେଉ ଅବା ପୁଞ୍ଜିବ୍ୟୟ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିଛି। ଏଥିସହିତ ଦେଶର ୨୨ ସହରକୁ ରାଜ୍ୟରୁ ସିଧାସଳଖ ବିମାନ ସଂଯୋଗ କରାଯାଇଛି।

  7. 7.ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଚ୍ଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିଲା।

  8. 8.ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ ହୋଇଛି।

  9. 9.ଆମେରିକା ଭାରତକୁ ଦେବାକୁ ଥିବା ୧୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଛି। ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ) ରବିବାର ଘୋଷଣା କରି କହିଛି ଯେ, ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଲାଗି ଦେଉଥିବା ୨୧ ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

  10. 10.ଅନେକ ଇନଷ୍ଟାଗ୍ରାମ ୟୁଜରଙ୍କୁ ନିକଟରେ ତାଙ୍କ କମେଣ୍ଟ ସେକ୍ସନରେ Dislike ବଟନ୍‌ ଦେଖିବାକୁ ମିଳିଛି। ଅର୍ଥାତ୍, ଯଦି ଆପଣ କୌଣସି ପୋଷ୍ଟ କିମ୍ବା ମନ୍ତବ୍ୟ ସହିତ ସହମତ ନୁହଁନ୍ତି କିମ୍ବା ଆପଣଙ୍କୁ ତାହା ପସନ୍ଦ ଆସିଲା ନାହିଁ, ତେବେ ଆପଣ ତାହାକୁ ଏବେ ଡିସ୍‌ଲାଇକ୍ କରିପାରିବେ।

  11. 11.ବନ ବିଭାଗ ଜିଲ୍ଲାର ପ୍ରତି ସଂରକ୍ଷିତ ଜଙ୍ଗଲ ଓ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ସହ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଅଗ୍ନି ନିରୋଧକ ସ୍ବତନ୍ତ୍ର ମଞ୍ଚା ବାନ୍ଧିଛି। କୋରାପୁଟ ଜିଲ୍ଲାର ୧୨ଟି ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ୧୨୪ଟି ମଞ୍ଚା ବନ୍ଧାଯାଇଛି।

  12. 12.ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ଦିଆଯିବ। ୫୦ ପ୍ରାଣୀଙ୍କୁ ଆଶ୍ରୟ ଦେବାକୁ ସର୍ବନିମ୍ନ ୧ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ସର୍ବାଧିକ ଆର୍ଥିକ ସହାୟତା ୨୦ ଲକ୍ଷ ଟଙ୍କା ମିଳିବ।

  13. 13.ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି।

  14. 14.କଳିଙ୍ଗ ଲିଟେରାରି ଫେଷ୍ଟିଭାଲ (କେଏଲ୍‌ଏଫ୍‌) ପକ୍ଷରୁ କେଏଲ୍‌ଏଫ୍ ବୁକ୍ ଆୱାର୍ଡ ୨୦୨୫ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୧୨ଟି ବର୍ଗରେ ଉଲ୍ଲେଖନୀୟ ସାହିତ୍ୟ କୃତି ଲାଗି ଏଭଳି ପୁରସ୍କାର ପ୍ରଦାନ କରାଯାଇଛି ।

  15. 15.ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ୍ ଆରମ୍ଭ ହେବ ।  ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଆଇପିଏଲ୍ ଚାଲିବ । କୋଲକାତା-ବେଙ୍ଗଲୁରୁ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ ।

221 Y
384 17-02-2025 English
  1. 1.The US Department of Government Effi ciency (DOGE) led by billionaire Elon Musk has announced a series of expenditure cuts, including USD 21 million allocated for voter turnout in India.

  2. 2.The National Bank for Agriculture and Rural Development (NABARD) has projected Odisha's credit potential for 2025-26 fiscal at Rs 2,52,000 crore.

  3. 3.The National Bank for Agriculture and Rural Development (NABARD) has projected Odisha's credit potential for 2025-26 fiscal at Rs 2,52,000 crore.

  4. 4.Ahead of the Indian Premier League (IPL) 2025, the tournament’s trophy was taken to Srimandir here, Sunday.

  5. 5.The sluggish construction pace of the bridge over Kharla river, connecting Kuchinda town in Sambalpur district, has raised apprehension among locals that it might take another year for works to be over.

  6. 6.The Patna Circle of the Archaeological Survey of India (ASI) has sought permission from its headquarters to excavate Kurkihar village in Bihar’s Gaya district in search of archaeological treasures and to establish the region’s cultural sequence.

  7. 7.In the Panchayat Devolution Index (PDI), Tamil Nadu has been ranked third in the overall category and it is in the first place in the functional devolution dimension and it evidences the continuous efforts to empower village panchayats for grassroots democracy and  local self governance, the state government said Sunday.

  8. 8.A court here Sunday remanded Hitesh Mehta, the general manager and head of accounts of the New India Cooperative Bank, and co-accused Dharmesh Paun in police custody till February 21 in a case of alleged misappropriation of Rs122 crore from the bank.

  9. 9.More than 29,500 drones are registered in India, with the national capital having the maximum number at 4,882, according to official data.

  10. 10.The sixth edition of Joint Military Exercise Dharma Guardian, between India and Japan, is scheduled at Mount Fuji, Japan from February 25 to March 9, the Indian Army said Sunday.

  11. 11.Israel has received a shipment of heavy MK-84 bombs from the United States, after US President Donald Trump lifted a block imposed on the export of the munitions by the administration of predecessor Joe Biden, the defence ministry said Sunday.

  12. 12.On a recent Sunday, Tracy Quinn drove down the Pacifi c Coast Highway to assess damage wrought upon the coastline by the Palisades Fire.

  13. 13.New FASTag rules, imposing extra penalties on users with low balance, delayed payments or blacklisted tags, will come into force from Monday.

  14. 14Gold is 11 per cent up so far in 2025, outperforming equities and bitcoins, according to industry reports, which project that the bullion is heading towards $3,000 per ounce and is likely to cross $3,080 in Q1 this year.

  15. 15.The Indian women's hockey team fought back twice before going down 1-2 in shoot-out against England after both the teams finished 2-2 in regulation time in their FIH Pro League match here Sunday.

216 Y
385 16-02-2025 Odia
  1. 1.ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଆମେରିକାକୁ ତାଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ଭାବନ୍ତି। ପେଣ୍ଟାଗନର ଜଣେ ଉଚ୍ଚ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, ଉତ୍ତର କୋରିଆ ଆମେରିକାର ଯେକୌଣସି ସ୍ଥାନରେ ଆକ୍ରମଣ କରିପାରୁଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍)ର ଉତ୍ପାଦନ ଆଡକୁ ଅଗ୍ରସର ହେଉଛି।

  2. 2.ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ପୁଣି ଥରେ ସେକ୍ଟର-୧୯ରେ ଥିବା କଳ୍ପବାସୀଙ୍କ ଦ୍ୱାରା ଖାଲି ହୋଇଥିବା ତମ୍ବୁରେ ଅଗ୍ନିକାଣ୍ଡ ଘଟିଛି।

  3. 3.ଜମ୍ମୁ-କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଜି ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ତିନି ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହିଷ୍କୃତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ପୋଲିସ କନଷ୍ଟେବଳ ଏବଂ ଜଣେ ବନ ବିଭାଗର କର୍ମଚାରୀ ଅଛନ୍ତି।

  4. 4.ଓଡିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ରିପୋର୍ଟରେ ଆକନ କରାଯାଇଛି ଯେ ୨୦୨୪-୨୫ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ।

  5. 5.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮ ପ୍ରତିଶତ)କୁ ହ୍ରାସ ପାଇଛି । 

  6. 6.ରାଜ୍ୟରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଆଇଏଏସ) ଛୁଟିରେ ରହିଲେ ମୁଖ ଶାସନ ସଚିବଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନାହିଁ। 

  7. 7.ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ।

  8. 8.ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି  ରତ୍ନଭଣ୍ଡାର ଗଣତି ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ।

  9. 9.ଇ-କେଓ୍ବାଇସି ଅବଧି ମାର୍ଚ୍ଚ ୩୧ ଯାଏଁ ବଢିଲା ।

  10. 10.ଜିଓଷ୍ଟାର ଦେଶରେ ଏକ ନୂତନ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାର ଲଞ୍ଚ କରିଛି। ଏଥିରେ, ଉପଭୋକ୍ତାମାନେ ଗୋଟିଏ ସ୍ଥାନରେ ଡିସନି ହଟଷ୍ଟାର ଏବଂ ଜିଓସିନେମାର କଣ୍ଟେଣ୍ଟ ଉପଭୋଗ କରିପାରିବେ।

  11. 11.ସେଣ୍ଟ୍ରାଲ ଭିଜିଲାନ୍‌ସ କମିଶନ (CVC) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  12. 12.କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ତାଲିକାର ଶୀର୍ଷରେ ଅଛନ୍ତି । ସମଗ୍ର ଦେଶରେ ମଦ୍ୟପାନ କରୁଥିବା ମହିଳାଙ୍କର ଅନୁପାତ ଆସାମରେ ସର୍ବାଧିକ। ସାରା ଦେଶରେ ୧୫-୪୯ ବର୍ଷ ବୟସ ବର୍ଗରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ମାତ୍ର ୧.୨ ପ୍ରତିଶତ।

  13. 13.ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

  14. 14.ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଗତ  ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ  ୩ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

  15. 15.ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ପଙ୍କଜ ଲୋଚନ ମହାନ୍ତି ଓସିଏର ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

222 Y
386 16-02-2025 English
  1. 1.A recent study by the National Commission for Protection of Child Rights (NCPCR) revealed that over 11,000 children in Odisha are vulnerable to child marriages. The report was based on data from the 2023-24 academic  session.

  2. 2.The inventory of valuables stored inside the Ratna Bhandar of Jagannath Temple will be conducted after the completion of ongoing repair work in the treasury.

  3. 3.There are 3.32 crore PDS beneficiaries under both Central and state schemes, of whom more than 33 lakh have not completed their e-KYC verification. Earlier, the government had extended the deadline to January 31, then till February 15, and now, the fresh deadline is March 31, 2025.

  4. 4.The Tamil Nadu government has offi cially taken possession of the seized assets belonging to late Chief Minister J Jayalalithaa, marking a signifi cant development in the protracted disproportionate assets case.

  5. 5.India is already a solar superpower, one of only four countries to have installed more than 100 gigawatts of solar... Energy access is on the rise with villages across the country electrified by 2018, well ahead of schedule.

  6. 6.The Central Board of Secondary Education (CBSE) exams for Classes X and XII began Saturday, with more than 42 lakh students set to take the tests at over 7,800 centres across the country and abroad.

  7. 7.Income Tax payers can now match the sections of the I-Tax Act, 1961, with the corresponding clauses in the simplified I-T Bill, 2025, on the tax department portal.

  8. 8. The Enforcement Directorate (ED) has seized its biggest-ever cryptocurrency worth Rs1,646 crore as part of a "mega" money laundering investigation into a fraud investment scheme where numerous depositors were duped in the name of securities investment, official sources said.

  9. 9.Popular YouTuber Ranveer Allahbadia apologised for his controversial remark again on Saturday but said he is scared as he and his family are receiving death threats.

  10. 10.At least four women were reportedly injured and rushed to hospitals after a stampede-like situation broke out at the New Delhi railway station late Saturday evening, triggering a chaos on platform numbers 14 and 15, officials said.

  11. 11. A target to take bilateral trade to USD 500 billion by 2030 and plans to negotiate a bilateral trade agreement will help India boost its exports to the US, say exporters.

  12. 12.The Reserve Bank of India Friday said 20 non-banking fi nancial companies, including Reliance Commercial Finance and IDFC Limited, have surrendered their certifi cate of registration (CoR).

  13. 13.Catholic nuns working as doctors in government hospitals are a rare sight in India. However, senior doctor Jean Rose is an exception. 1st Catholic nun becomes medical officer in Kerala.

  14. 14.Seawater will soon be converted into fresh water in Ganjam district as the district administration has signed a Memorandum of Understanding (MoU) with Indian Rare Earths Limited (IREL) to establish a desalination plant, the first of its kind in the state.

  15. 15. Indian Administrative Service (IAS) officers are now prohibited from taking leave without prior approval from the Chief Secretary, according to a notification issued Saturday by the General Administration and Public Grievance department.

185 Y
387 15-02-2025 Odia
  1. 1.ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। 

  2. 2.ବାଲିଗୁଡ଼ା ବିଧାୟକଙ୍କର ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି ଯେ, ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ମଧ୍ୟରେ ୬୭୯୪ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।

  3. 3.ରାଜ୍ୟରେ ଏବେ ୫ହଜାର ୨୮୪ଜଣ ଭିକାରି ଅଛନ୍ତି। ସେଥିମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଭିକାରି ରହିଛନ୍ତି। କଟକରେ ସର୍ବାଧିକ ଭିକାରି ଥିବାବେଳେ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଓ ପୁରୀରେ ୩୫୦ ଭିକାରି ଅଛନ୍ତି।

  4. 4.ଅସର ରିପୋର୍ଟ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲା ଫେଡାଣ-ହରଣ ଜାଣି ନାହାନ୍ତି। ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡ଼ାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ। ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ିବଢ଼ି ଚାଲିଛି। ଅଷ୍ଟମ ଶ୍ରେଣୀ ପିଲା ଯେଉଁମାନେ ଫେଡ଼ାଣ କରି ପାରୁଛନ୍ତି ସେମାନଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି।

  5. 5.ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩୧ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ନକ୍ସଲଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିଲା। ପ୍ରଥମେ ୧୬ ନକ୍ସଲଙ୍କର ଚିହ୍ନଟ ହୋଇପାରିଥିବା ବେଳେ ଆଜି ୨୮ ନକ୍ସଲଙ୍କର ଚିହ୍ନଟ ସରିଛି।

  6. 6.୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲେଣି । ବିଶ୍ବ ଇତିହାସରେ ଏହାକୁ ସବୁଠାରୁ ବଡ଼ ଧାର୍ମିକ ସମାବେଶ ବୋଲି କୁହାଯାଉଛି.

  7. 7.ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ।

  8. 8.ଭାରତୀୟ ରିଜର୍ଭ ବ୍ୟାଙ୍କ ମହାରାଷ୍ଟ୍ରରେ ସକ୍ରିୟ ଥିବା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କକୁ ୬ ମାସ ପାଇଁ ନିଷିଦ୍ଧ କରିଛି। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ଏବଂ ନୂଆ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ ହୋଇଯାଇଛି।

  9. 9.ରାଜପଥରେ ଯାତ୍ରାକୁ ପୂର୍ବ ଅପେକ୍ଷା ସହଜ ଏବଂ ଶସ୍ତା କରିବ। ସରକାର ଖୁବ୍‌ଶୀଘ୍ର ବାର୍ଷିକ ଏବଂ ଜୀବନବ୍ୟାପୀ ଟୋଲ୍ ପାସ୍ ଆରମ୍ଭ କରିପାରନ୍ତି, ଯାହା ବାରମ୍ବାର ଟୋଲ୍ ଦେବାର ଅସୁବିଧାକୁ ସମାପ୍ତ କରିବ।

  10. 10.ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଥିଲେ। ଅଦାନୀ ଗ୍ରୁପ୍ ଭଳି କାରବାରର ତଦନ୍ତରେ ବ୍ୟବହୃତ ପାଖାପାଖି ୫୦ ବର୍ଷ ପୁରୁଣା ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ସେ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି

  12. 12.୨୦୦୭ ରୁ ଏପର୍ଯ୍ୟନ୍ତ ପ୍ରାୟ ୧୭ ବର୍ଷ ଧରି ବିଏସଏନଏଲ କ୍ଷତିରେ ଚାଲୁଥିଲା । ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସ ପାଇଁ କଂପାନି ପକ୍ଷରୁ ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍ ) ପ୍ରାୟ ୧୭ ବର୍ଷ ପରେ ଡିସେମ୍ବର ତ୍ରୟମାସରେ କମ୍ପାନୀ ୨୬୨ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି।

  13. 13.ବଲୁଚିସ୍ତାନ ପ୍ରଦେଶର ହରନେଇ ଅଞ୍ଚଳରେ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରକ୍‌ ଉପରକୁ ଆଇଇଡି ମାଡ଼ ହେବା ଫଳରେ  ଘଟଣାସ୍ଥଳାରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

  14. 14.ପ୍ରଯୋଜକ ବିଷ୍ଣୁ ମଞ୍ଚୁଙ୍କ ବ୍ୟୟବହୁଳ ସିନେମା ‘କନ୍ନପା’କୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆଗାମୀ ଏପ୍ରିଲ୍ ୨୫ ତାରିଖରେ ସିନେମାଟି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ।

  15. 15.ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ହେବାରେ ଲାଗିଛି ।

  16. 16.ବଡ଼ ଘୋଷଣା। ଓଡିଶାର ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। CRP, ବ୍ୟାଙ୍କମିତ୍ର, MBK, ପ୍ରାଣୀମିତ୍ର ବକେୟା ଦରମା ପାଇବେ ।

  17. 17.ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ।

  18. 18.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ।

  19. 19.କ୍ରମାଗତ ୮ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।

  20. 20.ଗୋଲାପୁରର ଅନ୍ତର୍ଜାତୀୟ କ୍ରୀଡ଼ା ଷ୍ଟାଡିୟମରେ ୩୮ତମ ରାଷ୍ଟ୍ରୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି।

226 Y
388 15-02-2025 English
  1. 1.Investors’ wealth erodes by Rs25.31 lakh crore in eight days of market crash as Sensex tumbles over 3 per cent.

  2. 2.Gold prices Friday soared by Rs1,300 to hit an all-time high of Rs89,400 per 10 grams amid heavy buying from jewellers and retailers, according to the All India Sarafa Association.

  3. 3.Chief Minister Mohan Charan Majhi Friday announced the launch of the ‘Lakhpati Didi Sahayika Yojana’ for the welfare of women working as community support staff at the grassroots level.

  4. 4.A selection committee headed by Prime Minister Narendra Modi is set to meet early next week to finalise the name of the next Chief Election Commissioner (CEC), sources said Friday.

  5. 5.United States President Donald Trump’s announcement to implement reciprocal tariffs is poised to significantly impact India’s export landscape. These tariffs are designed to mirror the duties that countries impose on US goods, potentially affecting several key Indian export sectors.

  6. 6.Over 50 crore devotees have taken a holy dip at the Triveni Sangam till Friday evening during the ongoing Maha Kumbh, the Uttar Pradesh government said.

  7. 7. In a special operation, police have destroyed opium cultivation worth approximately Rs125 crore in four districts of Jharkhand -- Ranchi, Khunti, Saraikela-Kharsawan and Chaibasa

  8. 8.The state government has so far identified 5,318 beggars across various districts and implemented the ‘Sahaya’ scheme to help them become self-employed. Cuttack tops the list with 1,060.

  9. 9 BJB Autonomous College here has retained its 'A' grade from the National Assessment and Accreditation Council (NAAC).

  10. 10.A US plane carrying 119 illegal immigrants is likely to land at Amritsar airport February 15, the second such batch of Indians deported by the Trump government as part of a crackdown it resolved to carry out when it was sworn in last month.

  11. 11.Opposition parties Friday said the President’s rule was imposed in strife-torn Manipur “to buy time to settle internal conflicts within the ruling coalition” as they asked the ruling BJP to acknowledge its “failure” in the state.

  12. 12.India has virtually ruled out any role for a third party in its border dispute with China after US President Donald Trump suggested that he was ready to extend support if it helps in the resolution of the lingering issue between the two neighbours.

  13. 13.India has slashed import duty on bourbon whiskey to 50 per cent as it warmed up to negotiating a mega trade deal with the US

  14. 14.Wholesale price infl ation moderated marginally to 2.31 per cent in January due to the decline in prices of food items especially vegetables, government data released Friday showed.

  15. 15.BSNL has posted a net profi t of Rs262 crore for December quarter, marking its return to profitability after almost 17 years, Union Minister Jyotiraditya Scindia said .

202 Y
389 14-02-2025 Odia

 

 

  1. 1.ଚୀନ୍‌ ଆକ୍ରମଣ ପରେ ଭାରତରେ ଶରଣ ନେଇଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସୁରକ୍ଷା ବଳର ଜେଡ୍‌ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

  2.  2.ନ୍ୟାସନାଲ୍‌ କାଉନ୍‌ସିଲ୍‌ ଫର୍‌ ଆପ୍ଲାଏଡ୍‌ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌) ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଅନୁସାରେ ୨୦୧୨-୧୩ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶା ଏହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଋଣ ଅନୁପାତରେ ୧.୫ ପ୍ରତିଶତ ହ୍ରାସ ଆଣିପାରିଛି। ଏହା ଗୁଜରାଟ ପଛକୁ ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ଉଭା ହୋଇଛି। 

  3. 3.ପଞ୍ଚାୟତକୁ କ୍ଷମତା ଓ ଦାୟିତ୍ ତ୍ଵହସ୍ତାନ୍ତର ସୂଚୀ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଦର୍ଶନକୁ ସ୍ଥାନାଙ୍କ ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷର ସୂଚୀକୁ ଇଣ୍ଡିଆନ୍ ଇନ୍‌‌ଷ୍ଟିଚ୍ୟୁସନ୍ ଅଫ୍‌ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍ (ଆଇଆଇପିଏ) ପ୍ରସ୍ତୁତ କରିଛି। ସେଥିରେ ଓଡ଼ିଶା ୧୨ଟି ରାଜ୍ୟଠାରୁ ପଛରେ ତ୍ରୟୋଦଶ ସ୍ଥାନରେ ରହିଛି।

  4. 4.ଚଳିତ ବର୍ଷ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦର କମିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଏହି ମୁଦ୍ରାସ୍ଫୀତି ୬.୦୫ ପ୍ରତିଶତକୁ ଖସିଛି।

  5. 5.ଓଡିଶାରେ ୨୦୨୪-୨୫ରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ହଜାର ପଦବୀ ପୂରଣ ହେବ।

  6. 6.ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍(ପିଏମ୍‌ଆଇଏସ୍‌) ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

  7. 7.ରିପବ୍ଲିକାନ୍‌ ନେତ୍ରୀ ତୁଳସୀ ଗବାର୍ଡ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତି ପାଇଥିବା ଗବାର୍ଡ ଏବେ ଆମେରିକାର ୧୮ଟି ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଦାୟିତ୍ୱରେ ରହିବେ ଏବଂ ସେମାନଙ୍କ କାର୍ଯ୍ୟର ତଦାରଖ ଓ ସମନ୍ୱୟ କରିବେ।

  8. 8.ଠାକୁରଗାଓଁରେ ହିନ୍ଦୁ ମନ୍ଦିର ଏବଂ ଶ୍ମଶାନ ଭଙ୍ଗାରୁଜା ଏବଂ ଆକ୍ରମଣ ହୋଇଥିଲା।  ସେ ସମୟରେ ସାମ୍ପ୍ରଦାୟିକ ହିଂସା ଭୟ‌ରେ ପ୍ରାୟ ୪,୦୦୦ ହିନ୍ଦୁ ଭାରତୀୟ ସୀମା ନିକଟରେ ଆଶ୍ରୟ ନେବାକୁ ଚାହିଥିଲେ।  ଜାତିସଂଘ ରିପୋର୍ଟ ‘ ହ୍ୟୁମାନ ରାଇଟ୍‌ସ ଭାଓଲେସନ୍ସ ଆଣ୍ଡ୍‌ ଆବ୍ୟୁଜେସ୍‌ ରିଲେଟେଡ୍‌ ଟୁ ଦି ପ୍ରୋଟେଷ୍ଟ୍‌ସ ଅଫ୍‌ ଜୁଲାଇ ଆଣ୍ଡ୍‌ ଅଗଷ୍ଟ ୨୦୨୪ ଇନ୍‌ ବାଂଲାଦେଶ’ ରେ ଏ ବାବଦ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି।

  9. 9.ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  10. 10.ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ପରଠାରୁ କିଏ ନେତା ହେବେ ସେ ନେଇ ଛକାପଞ୍ଝା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂଆ ନେତାଙ୍କୁ ମନୋନୀତ କରିବାରେ ବିଜେପି ବିଫଳ ହୋଇଥିବାରୁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।

  11. 11.ବିଜୟଓ୍ବାଡାରୁ ଅଭିଯୁକ୍ତ ସ୍ପାଇଡର୍ ସତୀକୁ ଗିରଫ କରାଯାଇଛି।   କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି।  ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି।

  12. 12.ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭାଲିଆଡିହି ଗ୍ରାମର ଶକ୍ତିମାନ ରଣାଙ୍କ +୨ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ କନିଷ୍ଠ କିରାଣି ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

  13. 13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି।

  14. 14. ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଏବେ ଇସ୍ତଫାର ୩ଦିନ ପରେ ମମତା ପୁଣି ଥରେ ମହାମଣ୍ଡଳେଶ୍ବର ଭାବେ ଯୋଗ ଦେଇଥିବା ଜଣାପଡ଼ିଛି।

  15. 15.ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ ଏପରି ଅନେକ ସାଧୁ ବାବା ଚର୍ଚ୍ଚାର ପରସରକୁ ଆସିଛନ୍ତି।  ବିଜ୍‌ନେସମ୍ୟାନ୍‌ ବାବା ମଧ୍ୟ ଅନ୍ୟ ବାବାଙ୍କଠାରୁ ଭିନ୍ନ। କାରଣ ସେ ତାଙ୍କର ସୁସଜ୍ଜିତ ଜୀବନ ଏବଂ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ବାବା ପାଲଟିଛନ୍ତି।

217 Y
390 14-02-2025 English
  1. Donald Trump plans to unveil reciprocal tariffs which could take aim at every country that charges duties on US imports.

  2. Prime Minister Narendra Modi said he had a “fruitful meeting” with US National Security Advisor Michael Waltz and they discussed defence, technology and security areas, which are important aspects of the India-US ties.

  3. India, the world’s second-biggest crude steel producer, imported 8.3 million metric tons of fi nished steel during April-January, up 20.3% from a year earlier, the data showed.

  4. Union Finance Minister Nirmala Sitharaman introduced the Income Tax Bill, 2025 in the Lok Sabha.

  5. The Centre has provided a Z-category armed protection cover to Tibetan spiritual leader Dalai Lama in view of potential security threats to him, offi cial sources said Thursday.

  6. Assam Chief Minister Himanta Biswa Sarma Wednesday met Singapore Deputy Prime Minister Gan Kim Yong and discussed the state’s role in strengthening India-ASEAN relations.

  7. Benchmark indices Sensex and Nifty pared early gains to close lower for the seventh straight day Thursday, dragged by fag-end selling in select IT and banking shares and foreign fund outflows.

  8. Renowned Hindustani classical vocalist Pandit Prabhakar Karekar has passed away in Mumbai following a brief illness, his family said Thursday. He was 80.

  9. President’s rule was imposed in strife-torn Manipur Thursday and the state Assembly put under suspended animation, a few days after Chief Minister N Biren Singh resigned from his post that led to political uncertainty in the northeastern state.

  10. National Green Tribunal (NGT) has directed disciplinary action against Begunia tehsildar in Khurda district over allegations of unauthorised cutting of trees for a road construction project under Pradhan Mantri Gram Sadak Yojana (PMGSY).

  11. Police Thursday arrested a man, identifi ed as Satish Reddy alias Spider Satish, a native of Visakhapatnam in Andhra Pradesh, for decamping with `2.50 lakh cash and gold ornaments worth `50 lakh from the house of senior Odisha Congress leader Niranjan Patnaik January 26, a senior police offi cer said.

  12. The second liver transplant recipient at SCB Medical College and Hospital (SCBMCH), Manas Muduli, 39, passed away Wednesday.

  13. Adani Green Energy, the renewable arm of billionaire Gautam Adani's conglomerate, has withdrawn from two proposed wind power projects in Sri Lanka, following the Island nation's new government deciding to renegotiate tariffs.

  14.  Rebuilt Rashtriya Swayamsevak Sangh (RSS) office, Keshav Kunj, at Jhandewalan, in New Delhi. RSS has moved back its office in the city to its old address following the near completion of the rebuilding project spread across over 3.75 acre premises, housing three 13-storey towers and around 300 rooms and offices in total

  15. India's women's hockey captain Salima Tete is confident that her team will give an improved performance when the Bhubaneswar leg of FIH Pro League commences Saturday and will not be pulled back by its disastrous showing in the previous season

172 Y