Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
3361 26-11-2020 Odia
  1. ଗତ ୨୦୧୯ରେ ଆଦର୍ଶ ଘର ଭଡ଼ା ଅଧିନିୟମର ଡ଼୍ରାଫ୍ଟ ପ୍ରସ୍ତୁତ ହୋଇଥିଲା, ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସରକାର ଏକ ନୂତନ ଅଧିନିୟମ ଆଣିବାକୁ ଯାଉଛନ୍ତି ।
  2. ଆସନ୍ତା ଜାନୁଆରୀ ୨୦ ତାରିଖରେ ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ।
  3. ଭାରତୀୟ ମୂଳବାସିନ୍ଦା କମଳା ହ୍ୟାରିସ ମଧ୍ୟ ସେହିଦିନ ଉପରାଷ୍ଟ୍ରପତି ଦାୟିତ୍ବ ନେବେ ।
  4. ଆମେରିକାର ରାଷ୍ଟ୍ରପତିଙ୍କ ଆବାସ ହ୍ବାଇଟ୍ ହାଉସରେ ମାଳା ଆଡ଼ିଗା ଭାରତୀୟଙ୍କ ମୁହଁ ଦେଖିବାକୁ ମିଳିବ ।
  5. ନଭେମ୍ବର ୨୬ ତାରିଖରେ ୧୦ଟି ଶ୍ରମିକ ସଙ୍ଗଠନ ଧର୍ମଘଟ ଡ଼ାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ନିର୍ଦେଶନାମା ଅନୁସାରେ ଏହି ଧର୍ମଘଟରେ ସରକାରୀ କର୍ମଚାରୀଙ୍କ ଯୋଗଦାନକୁ ବାରଣ କରାଯାଇଛି ।
  6. ସଂକଟଜନକ ସ୍ଥିତିରେ ଥିବା ଲକ୍ଷ୍ମୀ ବିଳାଶ ବ୍ୟାଙ୍କକୁ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଏଲ) ସହିତ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
  7. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ଆସନ୍ତା ୧ ତାରିଖରୁ ପୁଣି କାର୍ଯ୍ୟକାରୀ ହେବ ରାତ୍ରିକାଳୀନ କର୍ଫ୍ୟୁ। ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।
  8. ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ।
  9. ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ଚିଠିରେ ଉଲ୍ଲେଖ ଥିବା ସହ କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ଜାରି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।
  10. ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ୭୧ ବର୍ଷ ବୟସ ଦେହାନ୍ତ ହୋଇଛି
  11. ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିଭିନ୍ନ ବିଭାଗରେ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୧୦ ବର୍ଷରେ ଆନ୍ତର୍ଜାତିକ କ୍ରିକେଟ୍ରେ ପ୍ରଦର୍ଶନ ଭିତ୍ତିରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ଦୌଡ଼ରେ ୨ ଜଣ ଭାରତୀୟ ଅଛନ୍ତି। ସେ ଦୁହେଁ ହେଲେ ଅଧିନାୟକ ବିରାଟ କୋହଲି ଏବଂ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ।
  12. ଭାରତରେ ଗୁଗୁଲ ପେ ବ୍ୟବହାର ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ | ଗୁଗୁଲ ଇଣ୍ଡିଆ ବୁଧବାର ଦିନ ସ୍ପଷ୍ଟ କରିଛି ଯେ ତତକ୍ଷଣାତ୍ ଟଙ୍କା ଟ୍ରାନ୍ସଫର ଉପରେ ଫି ଲାଗୁ ହେବାର ଘୋଷଣା କେବଳ ଆମେରିକାରେ ଲାଗୁ ହେବ | ଏହି ଘୋଷଣା ଭାରତୀୟ ବଜାର ପାଇଁ ଲାଗୁ ହେବ ନାହିଁ।
  13. ଉତ୍ତରପ୍ରଦେଶରେ ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ (ଏସମା ଆକ୍ଟ) ଆସନ୍ତା ୬ ମାସ ପାଇଁ ଲାଗୁ ହୋଇଛି | ଅର୍ଥାତ୍ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଧର୍ମଘଟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
  14. ଡିସେମ୍ବର ପହିଲାରୁ ପଞ୍ଜାବରେ ରାତ୍ର କର୍ଫ୍ୟୁ ଜାରି କରିବାର ନିଷ୍ପତ୍ତି ନେଇଛି ପ୍ରଶାସନ। ଏହା ବ୍ୟତୀତ ମାସ୍କ ପିନ୍ଧିବା ନେଇ ମଧ୍ୟ କଟକଣା ଜାରି ହୋଇଛି। ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଜରିମାନା ଘୋଷଣା କରିଛନ୍ତି ରାଜ୍ୟ ସରକାର।
  15. ରୁଷିଆର ଗାମାାଲିୟା ଗବେଷଣା କେନ୍ଦ୍ର ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ପକ୍ଷରୁ ବିକଶିତ କରୋନା ଟିକା ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରାଯାଇଛି। ଲୋକଙ୍କୁ ଏହି ଟିକାର ପ୍ରଥମ ଡୋଜ୍ ଦିଆଯିବାର ୪୨ ଦିନ ପରେ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି ବୋଲି ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଦୁଇ ଡୋଜ୍ ବିଶିଷ୍ଟ ଏହି ଟିକା ଅନ୍ତର୍ଜାତୀୟ ବଜାରରେ ଡୋଜ୍ ପିଛା ୧୦ ଡଲାରରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ।
  16. ଆହ୍ଲାବାଦ୍ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଜୀବନସାଥୀ ଚୟନ କରିବା ଏକ ମୌଳିକ ଅଧିକାର। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଜଣେ ଜୀବନସାଥୀ ବାଛିବାର ଅଧିକାର ହେଉଛି ବ୍ୟକ୍ତି ସ୍ବାଧୀନତାର ମୂଳ ଆଧାର।
  17. ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ ‘ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ | ଟେଲିକମ୍ ମନ୍ତ୍ରାଳୟ ଏହା ସମ୍ପର୍କିତ ଟ୍ରାଇ ର ଏକ ପ୍ରସ୍ତାବକୁ ଗ୍ରହଣ କରିଛି |
  18. ଆସନ୍ତାବର୍ଷ ପ୍ରାରମ୍ଭରେ ଇଂଲଣ୍ଡ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ ବୋଲି କହିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି।
  19. ଭାରତୀୟ ଇତିହାସରେ ଏଭଳି ପ୍ରଥମ ଥର ଏଚଡିଏଫ୍ସିର ମାର୍କେଟ୍ କ୍ୟାପ୍ ୮ ଲକ୍ଷ କୋଟି ପାର କରିଥିବା ସୂଚନା ମିଳିଛି।
  20. ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶର ସାମ୍ବିଧାନିକ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗୃହିତ କରିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା। ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ୨୦୧୫ରେ ବିଜ୍ଞପ୍ତି ଜାରି କରିଥିଲା।
619 Y
3362 26-11-2020 English
  1. Nearly a week after Lakshmi Vilas Bank (LVB) was put under a 30-day moratorium by the Reserve Bank of India (RBI), the Union Cabinet headed by Prime Minister Narendra Modi on Wednesday approved the scheme of amalgamation of the Chennai-based with DBS Bank India Limited (DBIL).
  2. The NITI Aayog has released “Accelerating Progress On Nutrition In India: What Will It Take”, the third progress report on the National Nutrition Mission or the Poshan  Abhiyaan.
  3. A total of 177 Chinese apps banned till now.
  4. At the Afghanistan 2020 Conference, India has announced about 150 projects worth USD 80 million.
  5. Senior Congress leader Ahmed Patel died on Wednesday due to multiple organ failure, his son Faisal Patel said. He was 71 years old. 
  6.  USA has decided to reduce its troop presence in Afghanistan to about 2,500 by January 2021.
  7. The meritorious students successfully cleared the CHSE Plus II Examination 2020 will receive Rs 30,000 at their bank accounts towards purchasing of laptops.
  8. Maharashtra announced the setting up of a desalination plant in Mumbai. The plant will process 200 million litres of water daily (MLD), and will help in overcoming the water shortage faced by Mumbai in the months of May and June. Maharashtra will be the fourth state to experiment with Desalination Plants.
  9. International Maritime Organisation (IMO) is the United Nations specialised agency responsible for the safety and security of shipping and the prevention of marine and atmospheric pollution by ships.
  10. Next G20 Summits : 2021 : Italy , 2022 : Indonesia , 2023 : India , 2024 : Brazil
  11. State Bank of India (SBI) on Tuesday said it has raised Rs 2,500 crore from bonds to fund business growth
  12. Callers will soon be required to add ‘0’ prefix for making calls from landlines to mobile phones in the country, with the telecom department asking telcos to make necessary arrangements by January 1 to implement the new system
  13. The South Korean megastar for the first time was nominated in Grammy this year alongside Lady Gaga and Taylor Swift. The song “Dynamite” which was released in August, is their first English single which topped the Billboard’s Hot 100 for weeks.
  14. The Union Health Ministry Wednesday asked state governments to initiate steps for reopening of medical colleges from December 1 or before it, but with strict adherence to all COVID-19 related guidelines.
  15. Chief Minister Naveen Patnaik today wrote to Prime Minister Narendra Modi requesting him to give clarification on the time frame for conduct of Class 10  and 12 Board examinations and duration of 2020-21 academic session.
  16. The Best FIFA Football Awards ceremony organised by the International Federation of Association Football (FIFA), which was postponed from its September date due to the Covid-19 pandemic, will now be held on December 17 at a virtual event.
  17. The Malayalam film, Jallikattu, has been selected as the official Indian entry in the Best International Feature Film category at the upcoming 93rd Academy Awards, 2021.
  18. Daringbadi was the coldest place as a minimum temperature of 8.5 degree Celsius was recorded there. Other places where minimum temperature was recorded below 15 degree Celsius are Sonepur (9.4), Phulbani (10.5), Angul (11), Baripada (12), Keonjhar (12), Jharsuguda (12.2), Bhawanipatna (12.2), Talcher (12.3), Koraput (12.6), Boudh (14), Cuttack (14), and Balangir (14.8).
  19. The Ministry of Home Affairs (MHA) today allowed States and UTs to impose night curfew as a local restriction to prevent the spread of Covid-19 after assessing the situation. However, the MHA added State and UT Governments will not impose any local lockdown outside the containment zones, without prior consultation with the Central Government.
  20. The Russian Direct Investment Fund (RDIF) informed that the Sputnik V Covid-19 vaccine which is set to be tested in mid to late-stage human trial in India is expected to be rated at less than $20 for two doses.
852 Y
3363 25-11-2020 Odia

୧. ଚାଇନା ଚନ୍ଦ୍ରକୁ ପ୍ରଥମ ମାନବବିହୀନ ମହାକାଶଯାନ ପ୍ରେରଣ କରିଛି  । ଚନ୍ଦ୍ରରୁ ପୃଥିବୀକୁ ଲୁନର ରକର ସାମ୍ପୁଲ ଆଣିବାକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ସୂଚନା ମିଳିଛି ।

୨ .ଚୀନ କେବଳ ଭାରତ ସୀମାନ୍ତ ଭୁଟାନର ଦୁଇ କିଲୋମିଟର ଆଭ୍ୟନ୍ତରରେ, ଡୋକଲାମ୍ଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା କରି ନାହିଁ; ବରଂ ସୀମାନ୍ତ ନିକଟବର୍ତ୍ତୀ ଆଉ କିଛି ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିଛି।

୩ .ଲଣ୍ଡନସ୍ଥିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନିକା  ଟିକାର ଦୁଇଟି ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ରିପୋର୍ଟକୁ ଆଧାର କରି ୭୦.୪ ପ୍ରତିଶତ ପ୍ରଭାବଶାଳୀ ରହିଥିବା ଦାବି କରାଯାଇଛି।

୪ .ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯ଏ ଅନୁଯାୟୀ ୪୩ଟି ମୋବାଇଲ୍ ଆପକୁ ବ୍ଲକ କରାଯାଇଛି କରାଜାଇଛି 

୫ .ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଭବିଷ୍ୟତରେ ଅଧିକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରତି ୬୯୦୦୦ ପେଟ୍ରୋଲ ପମ୍ପ ପାଇଁ ଅତି କମରେ ଗୋଟିଏ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ କେନ୍ଦ୍ର ଯୋଜନା କରିଛି।

୬ .ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜିଠାରୁ ବାହାରିନ୍, ସଂଯୁକ୍ତ ଆରବ ଇମିରେଟ୍ ଓ ସେସେଲ୍ସକୁ ୬ ଦିନିଆ ଗସ୍ତରେ ଯାଉଛନ୍ତି। ଆସନ୍ତା ୨୫ ଓ ୨୬ ତାରିଖରେ ସେଠାରୁ ସେ ସଂଯୁକ୍ତ ଆରବ ଇମିରେଟ୍କୁ ଗସ୍ତ କରିବେ।

୭ .ସଂସଦ ଓ ବିଧାନସଭା ବାଚସ୍ପତିମାନଙ୍କ ଦୁଇ ଦିନିଆ ସମ୍ମିଳନୀ ଆସନ୍ତାକାଲି ଗୁଜୁରାଟର କେବାଡ଼ିଆ ସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଆରମ୍ଭ ହେବ।

୮  .ଆସନ୍ତା ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଦୀ-ପୋଖରୀ କୂଳରେ ଏକାଠି ମିଶି ଡଙ୍ଗା ଭସାଇବା ଓ ସ୍ନାନ ଉପରେ ଓଡିଶା ରାଜ୍ୟ ସରକାର କଟକଣା ଲଗାଇଛନ୍ତି।

୯ .କେନ୍ଦ୍ର ସରକାରୀ ପେନ୍ସନଭୋଗୀମାନଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସମୟସୀମାକୁ ସରକାର ଆସନ୍ତା ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।

୧୦. ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ)ର ନିର୍ଦ୍ଦେଶକ ଡଃ ଅଜୟ କୁମାର ପରିଡା କହିଛନ୍ତି - ଏପ୍ରିଲ ସୁଦ୍ଧା ଟୀକା ମିଳିବା ନେଇ ଆମେ ଆଶାବାଦୀ ରହିବା। ଅକ୍ସଫୋର୍ଡ ଦ୍ୱାରା ବିକଶିତ ହେଉଥିବା ଟୀକା ମାତ୍ରା ୧ ହଜାର ଟଙ୍କାରେ ଦୁଇଟି ଡୋଜ ମିଳିବା ସମ୍ଭାବନା ଥିବା ସେ କହିଛନ୍ତି।

୧୧. ହିମାଚଳ ପ୍ରଦେଶ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

୧୨. ଉତ୍ତରପ୍ରଦେଶ, ଜାମ୍ମୁ ଓ ଦିଲ୍ଲୀରେ ଥିବା ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ରାଇନା ଘୋଷଣା କରିଛନ୍ତି।

୧୩. ଭାରତର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବ୍ୟବହାର କରାଯିବା ପାଇଁ ଆମେରିକା ଠାରୁ  ଭାରତ କିଣିଥିବା ସ୍ବତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଛନ୍ତି।

୧୪. ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଆଶିଷ ରାୟଙ୍କ ପରଲୋକ ହୋଇଛି। ‘ଶଶୁରାଲ ସିମର କା, ‘ବନେଗୀ ଅପନି ବାତ, ‘ବ୍ୟୋମକେଶ ବକ୍ସି, ‘ୟେସ ବସ, ‘ବା ବହୁ ଔର ବେବି, ‘କୁଛ ରଙ୍ଗ ପ୍ୟାର କେ ଐସେ ଭି ଓ ‘ଆରମ୍ଭ ଭଳି ଟିଭି ଶୋରେ ଅଭିନୟ କରିଥିଲେ ଆଶିଷ ରାୟ। ୫୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

୧୫. ଭାରତ ସମେତ ଅନକେ ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏଥର ଲକ୍ଉଡ।ଉନ୍ ଆଉ ଲୋକଙ୍କର ହଜମ ହେଉନାହିଁ। ସରକାରଙ୍କ ବିରୋଧରେ ରାଜ ରାସ୍ତା ଉପରେ ଜୋରଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି ଇଂଲଣ୍ଡ, ଜର୍ମାନୀ ସମେତ ଅନେକ ଦେଶର ଲୋକେ।

୧୬. ଏୟାରଏସିଆ ଇଣ୍ଡିଆରେ ୫୧ ପ୍ରତିଶତ ଅଂଶଧନ ଥିବା ଟାଟା ସନ୍ସ ପ୍ରାୟ ୫୦ ନିୟୁତ ଡଲାର୍ ନିବେଶ କରିବ ।

୧୭. ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ ‘ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ |

୧୮. ଭାରତ ସବୁଠାରୁ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ୨୪ ନଭେମ୍ବରରେ ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶବ୍ଦର ତିନିଗୁଣ ବେଗରେ ଗତି କରିବା ସହ ୨୯୦ କିଲୋମିଟର ଦୂର ଲକ୍ଷ୍ୟକୁ ଭେଦ କରିପାରିବ।

୧୯. ଆସନ୍ତା ଜାନୁଆରି ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା।  କୁମ୍ଭ ମେଳା ଅଫିସର ଦୀପକ ରାୱତ କହିଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଅଧିକାଂଶ କାର୍ଯ୍ୟ ସମ୍ପାଦନ ହୋଇଯିବ। କୁମ୍ଭମେଳା ପାଇଁ ୮ଟି ଘାଟ ଏବଂ ୮ଟି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

୨୦. ଲଭ୍ ଜିହାଦ ଉପରେ ଅଧ୍ୟାଦେଶ ପାସ୍ କଲା ଉତ୍ତର ପ୍ରଦେଶ କ୍ୟାବିନେଟ୍। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅଧ୍ୟାଦେଶ ପାରିତ ହୋଇଥିବା ଜଣାପଡ଼ିଛି। ଅଧ୍ୟାଦେଶ ଅନୁସାରେ ଧୋକା ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍ ଦଣ୍ଡ ମିଳିବ। ଏହା ବ୍ୟତୀତ ଧର୍ମ ପରିବର୍ତ୍ତନ ପାଇଁ ଜିଲ୍ଲାଧିକାରୀଙ୍କୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡ଼ିବ।

616 Y
3364 25-11-2020 English

 

  1. The Ministry of Electronics and Information Technology today issued an order under section 69A of the Information Technology Act blocking access to 43 mobile apps. This action was taken based on the inputs regarding these apps for engaging in activities which are prejudicial to sovereignty and integrity of India, defence of India, security of state and public order.
  2. Chinese media has claimed that a new border village built by China near Bhutan was on Chinese territory. The village of Pangda has been newly built and authorities in Yadong county (an administrative region) of Southwest China’s Tibet Autonomous Region have confirmed that 27 households with 124 people voluntarily moved from Shangdui village to Pangda village in September 2020.
  3. The Prime Minister urged all the chief ministers to share their feedback in writing on COVID-19 strategy. "No one can impose any view and all have to work together,” Modi said.
  4. India has been concerned that the Afghan peace process and premature withdrawal of NATO/US coalition forces could leave opportunities for terrorist networks that could target both Afghanistan and India.
  5. According to a BBC report, the authorities informed that the world’s largest maker of latex would close down around 28 plants in stages as it will try to control the Coronavirus outbreak after 2,500 employees tested positive. 
  6. Negative Yield Bonds: Are debt instruments that offer to pay the investor a maturity amount lower than the purchase price of the bond. These are generally issued by central banks or governments, and investors pay interest to the borrower to keep their money with them.
  7. Jason-CS Mission: Sentinel-6-Satellite is a part of the mission dedicated to measuring changes in the global sea level. The mission is called the Jason Continuity of Service (Jason-CS) mission.
  8. The government is working on a new, unified single-window clearance system for foreign direct investment (FDI) proposals.
  9. The international version of UMANG app called ‘UMANG International’ was launched to mark three years of UMANG (UMANG App was launched in 2017).
  10. Actor Ashiesh Roy passed away due to kidney failure on Tuesday. He was 55.
  11. For having failed two reminders and a hearing, the Goa government has fined JSW Steel Limited over Rs 156 crore towards unpaid cess under Goa Rural Improvement and welfare cess Act, 2001, following transport of coal.
  12. There is no chance of Delhi schools - shut since March due to the Covid pandemic - re-opening any time soon, Deputy Chief Minister Manish Sisodia told.
  13. Quashing an FIR lodged into allegations that a Muslim man kidnapped a Hindu woman and forcefully married her, the Allahabad High Court has said that “two adults are free to choose their partner” and it is their right to freedom of choice as to whom they would like to live with.
  14. Auto major Toyota Kirloskar Motor on Tuesday launched the third generation of MPV Innova — ‘Innova Crysta’ priced between Rs 16.26 lakh and Rs 24.33 lakh.
  15. Elon Musk made headlines on November 24 with the soaring increase in his net worth owing to a surge in his company's shares. In 2020, Elon  Musk has added USD 100.3 billion to his net worth, according to Bloomberg Billionaires Index.
862 Y
3365 24-11-2020 English
  1. Three-time former Assam Chief Minister Tarun Gogoi passed away due to multiple organ failure at the Gauhati Medical College and Hospital (GMCH) in Guwahati on Monday. He was 84.
  2. Sushila Devi, wife of Odisha Governor Ganeshi Lal, passed away on Monday three weeks after testing positive for COVID-19. She was 74 .
  3. Odisha Governor Professor Ganeshi Lal appointed Vice Chancellors of six Universities of the State.---  Prof. Aparajita Chowdhury- Rama Devi Women’s University, Prof. Sabita Acharya- Utkal University, Prof. Dinabandhu Sahoo- Fakir Mohan University, Prof. N Nagaraju- Gangadhar Meher University, Prof. Kishore Kumar Basa- North Odisha University and Prof. Prafulla Kumar Mohanty- Khallikote University  
  4. Television actress Leena Acharya has passed away due to kidney failure on Saturday. The actress has been a part of many shows such as Seth Ji, Aap Ke Aa Jane Se, Meri Hanikarak Biwi and Alt Balaji’s Class of 2020 to name a few.
  5. To bring back the lunar rocks, China plans to launch an unmanned spacecraft to the moon by this week. Since the 1970s, this is any nation’s first attempt to retrieve samples from Earth’s natural satellite.
  6. Recently, at the G20 (Group of Twenty) summit held virtually India called for a “New Global Index” for the post-Corona world .
  1. New Global Index will be based on 4 pillars of Talent, Technology, Transparency and Trusteeship towards the planet.
  1. As India and China continue to grow demographically as well as economically amid increased consumption among its citizenry, both nations face water constraints and in a race to develop new projects in order to overcome them.
  2. Rajasthan government has planned two special investment regions along the Delhi-Mumbai Industrial Corridor (DMIC) to generate developmental opportunities for the State.
  3. The Conference was organised by Interpo Europol and the Basel Institute on Governance.

The annual Conference is an initiative of the Working Group on Crypto currencies and Money Laundering established in 2016 by the three organisations.

  1. The second edition of the India, Thailand and Singapore trilateral Naval exercise SITMEX-20 concluded in the Andaman Sea.
  2. SC seeks Covid report from Delhi, Gujarat, Maharashtra and Assam
  3. The government is planning to set up at least one e-charging kiosk at around 69,000 petrol pumps across the country with an aim to accelerate the uptake of electric vehicles, Union minister Nitin Gadkari said on Monday.     
  4. India will soon launch an ambitious ‘Deep Ocean Mission’ that envisages exploration of minerals, energy and marine diversity of the underwater world, a vast part of which still remains unexplored, a top official of the Ministry of Earth Sciences said.
  5. Supreme Court Judge Justice Surya Kant on Saturday inaugurated the North East Delhi Riots Claims Commission (NEDRCC) for providing compensation to victims of the communal violence that took place in February.
  6. Delhi Health Minister hopes for relief from COVID-19 impact over next two-three weeks
640 Y
3366 24-11-2020 Odia
  1. ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ, ଆସନ୍ତା ୨୭ ତାରିଖରେ ପଚିଶ ବର୍ଷ ପରେ ଅନୁଷ୍ଠିତ ହେବ। ୧୯୯୪ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।
  2. ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର 74 ବର୍ଷ ବୟସରେ ପରଲୋକ ଘଟିଛି 
  3. ଜିଓ ମୋବାଇଲ୍ ସେବା ଯୋଗାଇବା ପୂର୍ବରୁ ଦେଶରେ ୯ଟି ଘରୋଇ ଟେଲିକମ୍ କମ୍ପାନୀ ରହିଥିଲେ । ଏବେ ଜିଓକୁ ମିଶାଇ ଟେଲିକମ୍ କମ୍ପାନୀର ସଂଖ୍ୟା ମାତ୍ର ୩  ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ୨୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି।
  4. ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି।
  5. ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରାୟ ୧୨ଫୁଟ ଉଚ୍ଚର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି।
  6. ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ୮୬ ବର୍ଷ ବୟସରେ ଗୌହାଟୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।
  7. ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୫ଜଣଙ୍କ ମୃତ୍ୟୁ କରୋନାଜନିତ ମୃତ୍ୟୁ ରେକର୍ଡ କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। 
  8.  ଫେସବୁକ୍‌ ପକ୍ଷରୁ ହ୍ବାଟ୍‌ସଆପ୍‌ରେ ଡିସାପିୟରିଂ ସେବା ଆରମ୍ଭ କରାଯାଇଛି। ଆଣ୍ଡ୍ରଏଡ, ଆଇଓଏସ୍‌, ୱେବ୍ ଏବଂ ଡେସ୍କଟପ୍ ପ୍ଲାଟଫର୍ମରେ ଏସବୁ ସୁବିଧା ଉପଲବ୍ଧ ହୋଇଛି। ଏହି ସୁବିଧା ଦ୍ବାରା କୌଣସି ମେସେଜ୍ ୭ ଦିନ ପରେ ଆପେ ଡିଲିଟ୍‌ ହୋଇଯିବ। ଉଭୟ ବ୍ୟକ୍ତିଗତ ଏବଂ ଗ୍ରୁପ୍ ଚାର୍ଟ ‌କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି।
  9. କୁଳାଧିପତି ପ୍ରଫେସର ଗଣେଶୀ ଲାଲ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି - ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଫେସର ଦୀନବନ୍ଧୁ ସାହୁଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ପ୍ରଫେସର ଏନ୍‌. ନାଗାର୍ଜୁନଙ୍କୁ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ।
  10. ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍‌ ଆଜି ଓଡ଼ିଶା ବିଧାନସଭାରେ ପାରିତ ହୋଇଯାଇଛି। ଏହି ଆଇନ୍‌ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦିଅନ୍ତି ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡ ଅଥବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରେ। ସେହିପରି ଧର୍ମଘଟକୁ ସମର୍ଥନ କରି ଆର୍ଥିକ ସହଯୋଗ କଲେ ସଂପୃକ୍ତ ବ୍ୟକ୍ତି ମଧ୍ୟ ଦଣ୍ଡିତ ହେବେ। ସୂଚନାଯୋଗ୍ୟ ରାଜ୍ୟ ସରକାର ଅଗ୍ନିନିରାପତ୍ତା, ଜଙ୍ଗଲ, ଜେଲ ସଂସ୍କାର, ଅବକାରୀ, ଇଲେକଟ୍ରୋନିକ, ସୂଚନା ଓ ଯୋଗଯୋଗକୁ ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରିଛନ୍ତି।
  11. ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାର ଅଣନାତି ସତୀଶ ଧୂପେଲିଆଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି।
  12. ଲିବୋଲିପ୍‌ ମହିଳା ଟ୍ବେଣ୍ଟି୨୦ ଚମ୍ପିଆନସିପ୍‌ ଆସନ୍ତା ୨୦୨୧ ଜାନୁଆରୀ ୫ରୁ ୨୫ ତାରିଖ ପର୍ୟ୍ୟନ୍ତ କିଟ୍‌ କ୍ୟାମ୍ପସ ଖେଳ ପଡ଼ିଆରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ବିଦେଶୀ ଦଳ ଭାବେ ଇଂଲଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଥିବାବେଳେ ଭାରତୀୟ ଦଳ ଭାବେ ଝାଡଖଣ୍ଡ, ରେଲୱେ ଓ ଓଡ଼ିଶା ମହିଳା ଦଳ ଅଂଶଗ୍ରହଣ କରିବ। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ମହିଳା ଦଳ ଏଥିରେ ଅଂଶଗ୍ରହଣ କରିବ।
  13. ଓଲା ଖୁବ ଶୀଘ୍ର ଭାରତରେ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବ। ଓଲା ସ୍କୁଟର ପାଇଁ ନେଦରଲ୍ୟାଣ୍ଡର କମ୍ପାନୀ Etergo BV କୁ ଅଧିଗ୍ରହଣ କରିଛି । କମ୍ପାନୀ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ସ୍କୁଟର ଲଞ୍ଚ କରିପାରେ।
  14. ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତାକାଲିଠୁ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।
  15. ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବ। ଅବପାତ  ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପୁଡୁଚେରୀ ଓ ତାମିଲନାଡୁ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ସିଧା ସଳଖ ପ୍ରଭାବ ଯଦିଓ ଓଡିଶା ଉପରେ ପଡିବ ନାହିଁ, ତେବେ ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର କନ୍ଧମାଳ, ରାୟଗଡା, କୋରାପୁଟ, ମାଲକନିଗିରି ଆଦି ଜିଲ୍ଲାମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।
  16. ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  17. BCCIକୁ ଚଳିତ ଆଇପିଏଲରୁ ୪ହଜାର କୋଟି ଟଙ୍କାର ମୁନାଫା ମିଳିଛି ଏବଂ ଭ୍ୟୁୟରସିପରେ ମଧ୍ୟ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।  
  18. ହିମାଚଳ ପ୍ରଦେଶର ଜୟରାମ ଠାକୁର ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଅନଲାନ ପାଠପଢା ଜାରି ରହିବ ବୋଲି କୁହାଯାଇଛି।
  19. ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍‌)ର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଫ୍ଲୋରୋସେନ୍ସ ରିଜୋନାନ୍ସ ଏନର୍ଜି ଟ୍ରାନ୍ସଫର ପ୍ରୋଟିନ ଆଣ୍ଡ ପେଟିଡେସ (ଫ୍‌ଆର୍‌ଏପିପିଇ) ପ୍ରକଳ୍ପକୁ ମିଳିଛି ଆନ୍ତର୍ଜାତିକ ପୁରସ୍କାର। ବିଶ୍ୱର ସର୍ବବୃହତ ସିନ୍ଥେଟିକ୍ ଵାୟୋଲୋଜି ପ୍ରତିଯୋଗିତା ଆନ୍ତର୍ଜାତୀୟ ଜେନେଟିକ୍ ଇଞ୍ଜିନିୟରିଂ ମେସିନ୍(ଆଇଜିଇଏମ୍‌)ରେ ଏହି ପ୍ରକଳ୍ପକୁ ମିଳିଛି ସ୍ବର୍ଣ୍ଣ ପଦକ।
  20. କୋଭିଡ୍‌-୧୯ ଟିକା ବିକାଶରେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ବୋଲି ସୋମବାର ଘୋଷଣା କରିଛି ଅକ୍ସଫୋର୍ଡ।  
620 Y
3367 23-11-2020 English
  1. China Is Headed To Be The World’s Largest Luxury Market By 2025,
  2. Television actress Leena Acharya has passed away due to kidney failure on Saturday. The actress has been a part of many shows such as Seth Ji, Aap Ke Aa Jane Se, Meri Hanikarak Biwi and Alt Balaji’s Class of 2020 to name a few.
  3. HP collected Rs 8 cr as cow cess, rehabilitated 15,177 cattle
  4. Centre allows Ayurveda doctors to perform surgeriesThey would now be allowed to perform 58 surgical procedures, including general, dental and ENT.
  5. LIC launches Atma Nirbhar Agents New Business Digital Application
  6. India Is Losing Over Rs 75,000 Crore Every Year In Tax Revenue Due to Evasion:...
  7. The Department of Public Enterprises (DPE) said on Thursday that there will be a freeze till 30 June 2021 on additional dearness allowance for executives and non-unionised supervisors of central public sector enterprises (CPSEs) drawing salaries under certain pay scales.
  8. Narendra Modi lays foundation stone of rural drinking water projects in UP's Sonbhadra and Mirzapur. The total estimated cost of the projects is Rs 5,555.38 crore. The projects are planned to be completed in 24 months under the 'Jal Jeevan Mission' announced by the prime minister last year
  9. National Commission for Women says compensation not paid to acid attack survivors in 799 of 1,273 cases, demands immediate action from states
  10. Over 2.6 crore families provided with piped drinking water connection under Jal Jeevan Mission: PM
  11. Kerala Governor  signs controversial ordinance to amend Police Act; will curb freedom of expression, claims Oppn The law stipulates imprisonment for up to 5 years or a fine of up to Rs 10,000 or both to those who make content with intention to intimidate through social media
  12. Tata Steel Ltd. has tested coking coal samples from Russia for making steel through the blast furnace route, its Managing Director and Chief Executive Officer TV Narendran said
  13. Telecom tariff hike is needed as the current rates are "unsustainable" and market conditions will be seen before a call is taken, telecom czar and chairman of Bharti Airtel Sunil Mittal has said.
  14.  China plans to launch an unmanned spacecraft to the moon this week to bring back lunar rocks -- the first attempt by any nation to retrieve samples from Earth's natural satellite since the 1970s.
  15. The schools with student strength less than 15 in tribal areas will be merged with another school in the scheduled area. The number of such schools in the State will be around 3,000, Dash added. Earlier, the State government had said schools with enrolment of less than 25 will be merged.
726 Y
3368 23-11-2020 Odia

1. ଆୟୁର୍ବେଦିକ ଡାକ୍ତରମାନେ ପାଥୋଲୋଜି ଡାକ୍ତରଙ୍କ ଭଳି ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ ମଧ୍ୟ କରିପାରିବେ।
2.    ବାତାୟନ-ୟୁକେ ସଂସ୍ଥା ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ବାତାୟନ ଶିଖର ସମ୍ମାନରେ ସମ୍ମାନିତ କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଶଙ୍କଙ୍କୁ ମିଳିଛି ଏହି ସମ୍ମାନ । ନିଶଙ୍କ ୭୫ରୁ ଅଧିକ ପୁସ୍ତକ ଲେଖିସାରିଛନ୍ତି । 
3.ଜଣେ ଭାରତୀୟ-ଆମେରିକୀୟ ଡାକ୍ତର କରୋନା ରୋଗୀଙ୍କ ଫୁସଫୁସ ନଷ୍ଟରୁ ରକ୍ଷା ପାଇବା ପାଇଁ  ଏକ ନୂଆ ଚିକିତ୍ସା ଆବିଷ୍କାର କରିଛନ୍ତି । ଭାରତରେ ଜନ୍ମିତ ଏବଂ ଟେନେସିର ସେଣ୍ଟ ଜୁଡ ଶିଶୁ ଅନୁସନ୍ଧାନ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡକ୍ଟର ତିରୁମାଲା ଦେବୀ କନ୍ନେଗାଣ୍ଟିଙ୍କ ଅଧ୍ୟୟନ ଜର୍ନାଲ୍ ପତ୍ରିକାର ଅନଲାଇନ୍ ସଂସ୍କରଣରେ ପ୍ରକାଶ ପାଇଛି।
4.ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଆଣ୍ଡ ଫ୍ୟାସନ୍ ଲାଇଫ୍ଷ୍ଟାଇଲ୍ ଲିମିଟଡେ୍ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ)ମଞ୍ଜୁରି ଦେଇଛି ।
5. ଓବାମାଙ୍କ ପୁସ୍ତକ A promised ଲଣ୍ଡ ପ୍ରଥମ ଦିନ ବିକ୍ରିରେ ରେକର୍ଡ ଭାଙ୍ଗିଲା୨୪ ଘଣ୍ଟାରେ ବିକାହେଲା ୮ଲକ୍ଷ ୯୦ ହଜାର ବହି
6.ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର  ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌ ହାତ ଓ ସୋନାର ଆଖି ରହିଛି।
7.କେନ୍ଦ୍ର ସରକାର ୨୮ଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ୩୨୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକୁ ଖାଦ୍ୟ ମନ୍ତ୍ରଣାଳୟର ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଯୋଜନା ଅଧୀନରେ ଅନୁମୋଦନ କରାଯାଇଛି। 
8.ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।  ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। 
9.ଟେଲିଭିଜନ୍ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।
10.ସିଡୁଲ୍‌ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଛନ୍ତି ସକରାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
11.ନଭେମ୍ବର ୩୦ ତାରିଖରେ ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଥିବା ଏଥର ଏହି ମହାଜାଗତିକ ଘଟଣା ହେଉଛି ଏକ ‘ଉପଛାୟା ଚନ୍ଦ୍ର ଗ୍ରହଣ’।ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଭାଗ ଦେଇ ଗତି କରିବା ବେଳେ ‘ଉପଛାୟା ଗ୍ରହଣ’ ସଂଘଠିତ ହୋଇଥାଏ। ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଠିକ୍‌ ଭାବରେ ଗୋଟିଏ ସରଳ ରେଖାରେ ଅବସ୍ଥାନ ନ କରିବା ଯୋଗୁଁ ଏ ଭଳି ହୋଇଥାଏ।
12.ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ‌ଜୋ ବାଇଡେନ୍‌ ଯେଉଁଦିନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ସେଦିନ ଟ୍ବିଟର୍‌ ତାଙ୍କୁ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ୍ @POTUS (ଆଟ୍‌ ଦି ରେଟ୍‌ ପୋଟସ୍‌) ଆକାଉଣ୍ଟ୍‌ ହସ୍ତାନ୍ତର କରିବ। 
13.ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶେଷରେ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ପ୍ରକାଶ କରିଛି। ସିବିଏସ୍ଇ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ହେବ | ଏହା ସହ ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ତାରିଖଗୁଡିକ ସମ୍ଭାବ୍ୟ ଏବଂ ବୋର୍ଡ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରକୃତ ତାରିଖ ଘୋଷଣା କରିବ।
14.ଟାଟା ଗ୍ରୁପ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ସୁପାରିସ ଯଦି ଏମାନଙ୍କୁ ସୁହାଇବ ତାହେଲେ ସେମାନେ ପୁନର୍ବାର ବ୍ୟାଙ୍କ ବ୍ୟବସାୟକୁ ଆସିପାରନ୍ତି।
15.ଦେଶର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସଂପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଚଳିତବର୍ଷ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ସବା ଆଗରେ ଅଛନ୍ତି। ତାଙ୍କ କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ଫଳରେ ଚଳିତବର୍ଷ ଏପର୍ଯ୍ୟନ୍ତ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୯.୧ ବିଲିଅନ ଡଲାର ବା ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଅର୍ଥାତ ଦିନକୁ ସେ ପ୍ରାୟ ୪୪୯ କୋଟିର ସଂପତ୍ତି ଯୋଡ଼ିଛନ୍ତି। 
16.ଡିସେମ୍ବର ୨‌ରେ ଭାରତୀୟ ବଜାରରେ ପ୍ରବେଶ କରିବ ନିସାନ ମ୍ୟାଗ୍ନାଇଟ୍‌ କାର । ଏନେଇ ନିସାନ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।
17.ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମର ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିବା ଆରମ୍ଭ କରିଥାଆନ୍ତି। 
18.କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍ ଅବଧି ଶେଷ ହେବପରେ ଦିର୍ଘ ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। ସେ କେରଳ କ୍ରିକେଟ୍ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟାଲ ଟି-୨୦ କପ୍‌ରେ ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।
19.ସିଡୁଲ୍‌ ଏରିଆରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସିଡୁଲ୍‌ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
20.ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି।

662 Y
3369 22-11-2020 English
  1. 3-year-old wonder boy from Odisha has entered into the Exclusive World Records for his talents at a little age.K Sai Pratyush, son of K Sai Kishore and Deeptirekha Mohanty of Silver City Cuttack, has achieved the feat for reciting rhymes in a broken manner and English alphabets.He has been appreciated for identifying colours, animals, fruits, vegetables, body parts, shapes, telling national symbols, numbers (1-30), rhymes, month names, days of week, national anthem and reciting English alphabets at the age of only 3.
  2. In an initiative to recount and preserve glorious history of Mayurbhanj kingdom, the Ministry of Railways has decided to build a heritage museum at Baripada Railway Station.In this regard, the East Coast Railway (ECoR) has begun a tender process costs over Rs 1 crore.
  3. The United Nations Children’s Fund (UNICEF) has released the report “Averting a lost Covid generation”, which highlights significant and growing consequences of Covid-19 on children.
  4. Various economists have speculated chances of Sri Lanka joining Regional Cooperation Economic Partnership (RCEP) and its impact on the island nation.
  5. The Ministry of Home Affairs (MHA) has, for the first time, approved a research study on ‘status of radicalisation’ in the country. Study will be conducted by G.S. Bajpai, Director of the Centre for Criminology and Victimology, National Law University, Delhi.
  6. The IWG, headed by PK Mohanty, was constituted by the RBI in June 2020, to review the extant ownership gGoogle had earlier announced that they will be extending support for their browser Chrome on Windows 7 till summer next year. However, the company has decided to extend the support for at least another six months.uidelines and corporate structure for private sector banks in India.
  7. Indian Railways have allowed students as well teachers and non-teaching school staff have been allowed to board suburban trains being run in Mumbai
  8. Hyderabad boy Agastya Jaiswal has claimed himself to be the first Indian student to complete his graduation at the young age. The 14-year-old has completed his BA Mass Communication and Journalism Degree from Osmania University, which recently published its results, reports news agency ANI. Continue Reading
  9. AIADMK to continue alliance with BJP for 2021 Tamil Nadu assembly polls
  10. 422 of 615 women, in service bracket of 10-25 years, qualify for permanent commission. 
  11. The Department of Public Enterprises (DPE) said on Thursday that there will be a freeze till 30 June 2021 on additional dearness allowance for executives and non-unionised supervisors of central public sector enterprises (CPSEs) drawing salaries under certain pay scales.
  12. Different farmers' organisations in Punjab, protesting the three Central farm laws, on Saturday announced to lift their rail blockade for passenger trains from November 23.
  13.  The country's first regional rapid corridor coming up between Delhi-Ghaziabad-Meerut will now comprise indigenous platform screen doors (PSDs) under Prime Minister's Narendra Modi's Armanirbhar Bharat policy. 
  14. In Puri district, a history sheeter, K Ramesh (32), allegedly died within hours of arrest while in the second incident a youth detained by the police from Birmitrapur in Sundargarh district over allegations of abducting a businessman died on Thursday.
  15. The State Bank of India (SBI) sold Electoral Bonds worth Rs 282 crore to fund political parties in October ahead of the Assembly elections in Bihar. With this, total donations to political parties through Electoral Bonds have touched Rs 6,493 crore from the time the scheme was introduced in 2018.
865 Y
3370 22-11-2020 Odia

1.     ଭାରତ ସରକାରଙ୍କ ଓଡ଼ିଶାରେ କାର୍ୟ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି। ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି  ।
2.    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ୮୦ ବର୍ଷରୁ ଅଧିକ ପୁରୁଣା ୮ଟି ବଙ୍ଗଳାକୁ ଭାଙ୍ଗି ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି । 
3.    ନ୍ୟୁୟର୍କଠାରେ ବସବାସ କରୁଥିବା ସ୍କଟ୍ଲ୍ୟାଣ୍ଡ୍ର ଲେଖକ ଡଗ୍ଲାସ୍ ଷ୍ଟୁଆର୍ଟଙ୍କୁ ତାଙ୍କର ଆତ୍ମଜୀବନୀ ଉପରେ ଆଧାରିତ ଉପନ୍ୟାସ ‘ସୁଗୀବେନ୍’ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍ ପ୍ରାଇଜ୍ ପ୍ରଦାନ କରାଯାଇଛି। 
4.    ଅଗସ୍ତ୍ୟ ଜୈସୱାଲ ଭାରତର ପ୍ରଥମ ଛାତ୍ର ଭାବେ ମାତ୍ର ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଗସ୍ତ୍ୟ ଜୈସୱାଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ  ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
5.    ନିକଟରେ ହାଇପର୍ଫମାନ୍ସ ସେଣ୍ଟର ପକ୍ଷରୁ ପ୍ରତିଷ୍ଠାନର ପିଲାମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ବାଧାଦୌଡ଼ ଧାବିକା ସବିତା ଟପ୍ପୋ ୧୦୦ ମିଟର ବାଧାଦୌଡ଼କୁ ଶ୍ରେଷ୍ଠ ଟାଇମିଂ ୧୪.୫୪ ସେକେଣ୍ଡରେ ଅତିକ୍ରମ କରିଥିଲେ। 
6.ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
7.    ୨୦୨୩-୨୪ ସୁଦ୍ଧା ଦେଶରେ ଲକ୍ଷ୍ୟ ରଖାଯାଇଥିବା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 
8.    ୧୨୧ ତମ ଜୟନ୍ତୀ ଉତ୍ସବ ଅବସରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଭଦ୍ରକ ଜିଲ୍ଲା ଆଗରପଡା ଠାରେ  ଅନାବରଣ ହୋଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହ ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମୂର୍ତ୍ତି ଅନ।ବରଣ ହୋଇଛି ।
9.    କେନ୍ଦ୍ର ଅର୍ଥମନ୍ତ୍ରାଳୟ ଗତ ଏପ୍ରିଲ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୧ ଲକ୍ଷ ପେନସନ୍ ଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ରୋକ ଲଗାଇଥିଲେ। ସେହିପରି ଡିପିଇ  ୧ ଅକ୍ଟୋବର ୨୦୨୦ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଅବଧି ଲାଗି କୌଣସି ପ୍ରକାର ବକେୟା ମଧ୍ୟ ପ୍ରଦାନ କରିବେନି ବୋଲି କହିଥିଲେ।
10.    ବ୍ରୁକଲିନର ଜନୈକ ମହିଳା ଡୋନା ଓଲସନ (୬୭) ଓ ତାଙ୍କ ସ୍ୱାମୀ ରବର୍ଟ ଓଲସନ (୬୫) ଙ୍କୁ ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନ୍ୟୁୟର୍କ କୋର୍ଟ ଜନସନ୍ ଏଣ୍ଡ ଜନସନ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେବି ପାଉଡରରେ ଆଜବେଷ୍ଟସ୍ର ଉପସ୍ଥିତି ଲାଗି ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ଜନସନ୍ଏଣ୍ଡ ଜନସନ୍ଙ୍କ  ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।
11.    ବର୍ତ୍ତମାନ ଭାରତରେ ପ୍ରତିଦିନ ଏକ ମିଲିୟନ କରୋନା ପରୀକ୍ଷା କରାଯାଉଥିବା ବେଳେ ଏବେ ତାହାକୁ ବଢ଼ାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
12.    ବହୁଦେଶୀୟ କଂପାନିଗୁଡ଼ିକ ଦ୍ବାରା ଟିକସ ନିୟମର ଅପବ୍ୟବହାର ଓ ଘରୋଇ ସଂସ୍ଥା ଦ୍ବାରା କରାଯାଉଥିବା ଟିକସ ଠକେଇ ଯୋଗୁଁ ଭାରତ ପ୍ରତିବର୍ଷ ୭୦ ହଜାର କୋଟି ଟଙ୍କାର ଟିକସ ହରାଉଛି। 
13.    ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂହ କହିଛନ୍ତି-ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଏକ ମହତ୍ବପୂର୍ଣ୍ଣ ସଂସ୍କାର। କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ନୁହେଁ। ଏଥିରେ ସମସ୍ୟା ରହିଛି। ଜିଏସ୍ଟିକୁ ପ୍ରଭାବଶାଳୀ କରିବାକୁ ହେଲେ ପରିବର୍ତ୍ତନ ଆଣିବାକୁ ପଡ଼ିବ। 
14.    ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସାତ ବର୍ଷରୁ ଅଧିକ କାଳ ବିଚାରର ସମ୍ମୁଖୀନ ହୋଇଥିବା ଜଣେ କଲେଜ ଛାତ୍ରଙ୍କୁ ଚେନ୍ନାଇ ଅଦାଲତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ପୀଡ଼ିତା ଜନ୍ମ କରିଥିବା ଶିଶୁଟି ତାଙ୍କ ଔରସଜାତ ନୁହେଁ ବୋଲି ‘ଡିଏନ୍ଏ’ ପରୀକ୍ଷାରୁ ପ୍ରମାଣିତ ହେବା ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା।
15.    ଦୁବାଇରେ ରହୁଥିବା ଭାରତୀୟ ପ୍ରବାସୀ ୫ବର୍ଷର ପ୍ରାଣବୀ ଗୁପ୍ତା ଏହି ସାନ ଝିଅଟି ମୋବାଇଲରୁ ଶିଖି ଦେଶ ଏବଂ ରାଜଧାନୀର ନାଁ ମନେ ରଖି ମାତ୍ର ୪ମିନିଟ୍ ୨୩ସେକେଣ୍ଡରେ ୧୯୫ ଦେଶର ନାଁ କହି ଦିଅନ୍ତି।

698 Y