Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
411 07-02-2025 Odia
  1. 1.ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।
  2. 2.ଚୀନର ଏଆଇ ଇଂଜିନ ଡିପସିକ୍ ଆର୍ ୧ ଏଆଇ ଲଞ୍ଚ ହେବା ମାତ୍ରେ ବିବାଦରେ ଫସିଯାଇଛି। ଆମେରିକା ସମେତ ଅନେକ ଦେଶରେ ଏହି ଏଆଇ ଟୁଲକୁ ନିଷିଦ୍ଧ କରାଯାଇଛି ।

  3. 3.ଗୁଗଲ୍‌ର ମାଲିକାନା ରଖିଥିବା ଆମେରିକୀୟ ସଂସ୍ଥା ଆଲ୍‌ଫାବେଟ୍‌ର ସେୟାର ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିବାରୁ ଗୋଟିଏ ଦିନରେ କମ୍ପାନି ୨୦,୦୦୦ କୋଟି ଡଲାର (୧୭,୫୧,୯୮୧ କୋଟି ଟଙ୍କା) ହରାଇଛି। 

  4.  4.ଆମେରିକାରୁ ବିତାଡ଼ିତ ହୋଇଥିବା ୧୦୪ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକା ସେନା ବିମାନ ସି-୧୭ ବୁଧବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକା ସେନାର ତତ୍ତ୍ବାବଧାନରେ ସମସ୍ତଙ୍କୁ ହାତକଡ଼ି ବାନ୍ଧି ପଠାଯାଇଥିଲା। 

  5. 5.ନୂଆ ଆୟକର ବିଲ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍‌ରେ ଉଲ୍ଲେଖ କରିଥିଲେ। ଶ୍ରୀ ପାଣ୍ଡେ ସ୍ପଷ୍ଟ କରିଛନ୍ତି ଯେ ବଜେଟ୍‌ରେ ଆୟକର ସ୍ଲାବ୍‌ରେ ହୋଇଥିବା ପରିବର୍ତ୍ତନ, ଛାଡ଼, ରିହାତି, ଟିଡିଏସ୍‌କୁ ନେଇ ହୋଇଥିବା ଘୋଷଣା ରହିବ।

  6. 6.ଅର୍ଥ କମିସନଙ୍କ ନିକଟରେ ହୋଇଥିବା ଦାବି ରାଜ୍ୟ ସରକାରଙ୍କ ୨୦୨୬-୨୦୩୧ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବାର ଆଶା ରହିଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥ କମିସନଙ୍କ ନିକଟରେ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି 

  7. 7.ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ।

  8.  8.୨୦୧୭-୨୦୨୨ ମଧ୍ୟରେ ବାୟୁସେନା ୩୪ଟି ବିମାନ ଦୁର୍ଘଟଣା ରେକର୍ଡ କରିଛି। ୨୦୧୭-୧୮ରେ ବାୟୁସେନାର ୮ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୦୧୮-୧୯ରେ ୧୧ଟି ଦୁର୍ଘଟଣା ହୋଇଥିଲା, 

  9. 9.ଚଳିତ ବର୍ଷର ପ୍ରଥମ ମାସରେ ରାଜ୍ୟରେ ୬୯,୫୭୯ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ଜାନୁଆରିରେ ହୋଇଥିବା ୬୮,୦୨୪ ଗାଡ଼ି ବିକ୍ରି ତୁଳନାରେ ଏହା ୨.୨୯ ପ୍ରତିଶତ ଅଧିକ ବୋଲି ଅଟୋମୋବାଇଲ୍‌ ଡିଲର୍‌ଙ୍କ ସର୍ବଭାରତୀୟ ମହାସଂଘ ଏଫ୍‌ଏଡିଏ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।

  10. 10.ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା,ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବ ।

  11. 11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୭୬୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତିପତ୍ର ପାଇବେ ।

  12. 12.ସତ୍ୟବାଦୀ ବକୁଳ ବନର ହେବ ପୁନରୁଦ୍ଧାର ଓ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦେଇଛନ୍ତି  ।

  13. 13.‘ଚନ୍ଦ୍ରଯାନ-୪’କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରପୃଷ୍ଠର ଚଟାଣର ନମୁନା ପୃଥିବୀକୁ ଅଣାଯିବ। 

  14. 14.ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ହରାଇଲା ଭାରତ । ନାଗପୁରର ଭିସିଏ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ ଚୟନ କରି ୪୭.୫ ଓଭରରେ ୨୪୮ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରି ବିଜୟ ଲାଭ କରିଥିଲା । 

  15. 15.ଆସନ୍ତା ୧୧ତାରିଖରୁ ଢେଙ୍କାନାଳ ଯୋରନ୍ଦା ମେଳା ଆରମ୍ଭ ହେବ ।

214 Y
412 07-02-2025 English
  1. 1.Singer Manmath Mishra receives Nadabrahma Samman 2025 at an event in Soochana Bhawan in Bhubaneswar.

  2. 2.Rupee plunged 16 paise to close at an all-time low of 87.59 against the US dollar Thursday.

  3.  3.A Mirage-2000 fighter aircraft of Indian Air Force (IAF) crashed in an agriculture field in Madhya Pradesh’s Shivpuri district .

  4. 4.The Odisha government has intensified efforts to curb road accidents in the state by strengthening enforcement, improving infrastructure, and enhancing public awareness.

  5. 5.A day after recovering over Rs2 crore in cash from an officer of the watershed department, the Odisha vigilance department launched a separate inquiry into alleged misappropriation of funds by the officer and his associates.

  6. 6.In a major step towards advancing India’s power semiconductor technology, IIT Bhubaneswar, IIT Bombay, and iVP Semiconductor have recently signed a tripartite Memorandum of Understanding (MoU).

  7. 7.The Uttar Pradesh government has approved the formation of an inland waterways authority to boost water transport and tourism in the state.

  8. 8. The University Grants Commission (UGC) has issued show-cause notices to 18 medical colleges for not complying with anti-ragging regulations, officials said Thursday

  9. 9.The blackbuck population in Ganjam district has increased to 8,789, an official said citing the latest census data.

  10. 10.The process of deportation is not new and been ongoing for several years, External Affairs Minister S Jaishankar said Thursday and added that the government is engaging with the US to ensure that deported Indians are not mistreated

  11. 11.India has sent a proposal to UNESCO for inclusion of the Diwali festival in its list of Intangible Cultural Heritage (ICH) of Humanity, Culture Minister Gajendra Singh Shekhawat said Thursday.

  12. 12.13.ChatGPT, one of OpenAI’s most popular Artificial Intelligence (AI) tools Thursday faced a global outage as millions of users were unable to access the service. Many frustrated users took to social media platforms like X Thursday to report that ChatGPT was not working for them.

  13. Energy ministers from over 20 countries will attend the India Energy Week (IEW) to be held in Delhi from February 11 to 14. The largest energy producers from advanced economies and countries from the global south will participate.

  14. 14.FC Goa produced an impressive performance to outwit Odisha FC 2-1 in the Indian Super League here Thursday.

  15. 15.Vice-captain Shubman Gill orchestrated India's chase with grace, while debutant Harshit Rana dazzled with the ball as the hosts registered a four-wicket win against England in the series opener here Thursday.

214 Y
413 06-02-2025 Odia
  1. 1.ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଆଜି ‌ଭୋଟ୍‌ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସନ୍ଧ୍ୟା ୬ଟା‌ ସୁଦ୍ଧା ୫୭.୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

  2. 2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ପାଲେଷ୍ଟାଇନବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ପରେ ତାଙ୍କ ଦେଶ ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳ ଗାଜା ଷ୍ଟ୍ରିପ୍‌କୁ ନିଜ ଅକ୍ତିଆରକୁ ନେବ। ଏହାର ବିକାଶ କରିବ ଓ ଏହାର ମାଲିକ ହେବ।

  3. 3.ଫୋର୍ବସ୍ ୨୦୨୫ରେ ବିଶ୍ୱର ୧୦ଟି ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଆମେରିକା ଶୀର୍ଷରେ ଥିବା ବେଳେ ଚୀନ୍ ଦ୍ବିତୀୟ ସ୍ଥାନରେ ରହିଛି। ଇସ୍ରାଏଲ ଦଶମ ସ୍ଥାନରେ ରହିଛି।

  4. 4. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ଯଦି ଇରାନ ତାଙ୍କୁ ହତ୍ୟା କରେ ତେବେ ଏହାକୁ ପୃଥିବୀ ମାନଚିତ୍ରରୁ ଲୋପ କରିଦେବାକୁ ସେ ତାଙ୍କ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

  5. 5. ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ସାରା ବିଶ୍ୱରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଆକ୍ରମଣାତ୍ମକ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ଏବେ ଜାତିସଂଘ ଉପରେ ନଜର ପକାଇଛନ୍ତି।

  6. 6.ଆମେରିକାରେ ବେଆଇନ ଭାବେ ରହୁଥିବା ୧୦୪ ଜଣ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସାମରିକ ବିମାନ ବୁଧବାର ଦିନ ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକୀୟ ସାମରିକ ବିମାନ ସି-୧୭ ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟରୁ ୧୦୪ ଜଣ ଅବୈଧ ପ୍ରବାସୀଙ୍କୁ ନେଇ ଆସିଛି ।

  7. 7.ସ୍ବିଡେନ୍‌ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍‌ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି।

  8. 8.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିଲ୍ଲୀରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା। 

  10. 10.ଆମେରିକାରେ ପୁଣି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ  ଧକ୍କା ହୋଇଛି। ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେ ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

  11. 11.ପଶ୍ଚିମବଙ୍ଗ ଉପକୂଳରେ ଉଡ଼ନ୍ତା ମାଛ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ୍ୟ। ଏପରି ଉଡ଼ନ୍ତା ମାଛକୁ ଠାବ କରିଛି ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର। 

  12. 12.ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନିବେଶକମାନଙ୍କ ସକାଶେ ୨୦୧୫ରେ ଆରମ୍ଭ କରିଥିବା ସୋଭରେନ ଗୋଲ୍ଡ ବଣ୍ଡ(ଏସଜିବି) ସ୍କିମକୁ ବନ୍ଦ କରିଦେଇଛି। ବିଗତ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରୁ ସରକାରଙ୍କ ପାଇଁ ଏହି ସ୍କିମକୁ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା।

  13. 13.ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।

  14. 14.ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟ କୁଆଖାଇ ନଦୀରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।

  15. 15.ଭାରତ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି।

209 Y
414 06-02-2025 English
  1. 1.Chief Minister Mohan Charan Majhi Wednesday launched the ‘Bikashita Gaon, Bikashita Odisha’ (BGBO) scheme for rural infrastructure developmental projects in the state.

  2. 2.US President Donald Trump said the US would take over war-ravaged Gaza and create a 'Riviera of the Middle East' after resettling Palestinians elsewhere, shattering decades of US policy on the Israeli-Palestinian conflict and drawing regional condemnation.

  3. 3.Offline ticket sale for the February 9 India-England One-Day International (ODI) match at Barabati Stadium here saw thousands of fans jostling, leading to a stampede-like situation, prompting the police to resort to mild lathicharge Wednesday.

  4. 4.The Bhubaneswar Development Authority (BDA) has converted 580 leasehold properties into freehold after it received 867 applications seeking the conversion.

  5. 5.The Twin City Commissionerate Police is set to launch a special drive against the use of black fi lms, sirens, and multi-toned horns in vehicles starting February 10.

  6. 6.A team of researchers from Estuarine Biology Regional Centre at Gopalpur in Ganjam district have identified a new species of flying fish, ‘Cheilopogon arcticeps’, in the Indian Ocean.

  7. 7.Chief Minister Sukhvinder Singh Sukhu Wednesday laid the foundation stone for north India’s first 1-MW green hydrogen plant at Dabhota in Himachal’s Solan district and asked officials to complete the project within a year.

  8. 8.A US military aircraft carrying 104 illegal immigrants from various states landed here Wednesday, the fi rst such batch of Indians deported by the Trump government as part of a crackdown it resolved to carry out when it was sworn in last month.

  9. 9.Less than four per cent of students enrolled for SWAYAM courses have completed the programme since 2017, with complaints including outdated content, inflexible teaching, and poor infrastructure, a parliamentary panel has pointed out.

  10. 10.Himachal Pradesh Chief Minister Sukhvinder Singh Sukhu Wednesday launched the state government’s ambitious ‘Swachh Shehar Samridh Shehar’ programme.

  11. 11.Vigilance sleuths Wednesday seized around Rs2 crore in cash from the house of deputy director and project director (PD) of Watershed department, Malkangiri, Santanu Mohapatra during a raid, officials said.

  12. 12.Continuing its slide, the rupee plunges 36 paise to close at an all-time low of 87.43 against the US dollar.

  13. 13.Liquor baron Vijay Mallya has submitted before the Karnataka High Court that the Rs 6,200 crore debt he owes to banks has been recovered "multiple times over," and sought a statement of accounts detailing the amounts recovered from him.

  14. 14.According to a report, several members of the Hamas group raped male Israeli victims during the October 7, 2023, attack in which at least 1,200 people were killed

  15. .15.Enthusiastic cricket fans continued to throng the ticket counters at Barabati Stadium in Cuttack on Thursday morning, despite the fact that all offline tickets for the upcoming India vs England ODI match on February 9 have already been sold out.

194 Y
415 05-02-2025 Odia
  1. 1.ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜୁନ୍‌ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି।

  2. 2.ଆମେରିକୀୟ ଉତ୍ପାଦ ଉପରେ ଚୀନ୍ ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଚୀନ୍ ଉତ୍ପାଦ ଉପରେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ନୂତନ ଶୁଳ୍କ ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଛି। ଚୀନ୍‌ର ଅର୍ଥ ମନ୍ତ୍ରଣାଳୟ କହିଛି।

  3. 3.ବାଂଲାଦେଶ କରାଚୀରୁ ଢାକା ରୁଟ୍‌ରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ଏକ ଘରୋଇ ପାକିସ୍ତାନୀ ବିମାନ କମ୍ପାନିକୁ ଅନୁମୋଦନ ଦେଇଛି। 

  4. 4.ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ବଢ଼ାଇବାରେ ସରକାରଙ୍କ ଗୁରୁତ୍ବର ଚମତ୍କାର ଫଳ ସାମ୍ନାକୁ ଆସିଛି। କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ମୋବାଇଲ୍‌ ଉତ୍ପାଦନକାରୀ ଭାବେ ଉଭା ହୋଇଛି।

  5. 5.ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ  ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।

  6. 6.ଛତିଶଗଡ଼ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମାମଲାରେ ଚେନ୍ନାଇସ୍ଥିତ ଏକ କମ୍ପାନିର ପ୍ରାୟ ୧ହଜାର କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।

  7. 7.ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବା ପରେ ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ସେଠାରୁ ୨୦୫ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯାଉଛି ।

  8. 8.କାନାଡା ଓ ମେକ୍ସିକୋ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବର୍ତ୍ତମାନ ସମୟ ପାଇଁ ସ୍ଥଗିତ ରଖିବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। 

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ୧୨ ତ‌ାରିଖରେ ଆମେରିକା ଗସ୍ତ କରିବେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।

  10. 10.ଦେଶର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ରିଟେଲ୍‌ ଶୃଙ୍ଖଳା ରିଲାଏନ୍ସ ଡିଜିଟାଲ୍ ପକ୍ଷରୁ ୩୦ ମିନିଟ୍‌ରେ ସାମସଙ୍ଗ ଗାଲାକ୍ସି ଏସ୍‌୨୫ ସିରିଜ୍ ଫୋନ୍ ଡେଲିଭରି କରାଯାଉଛି।

  11. 11.ମାଘ ମାସ ଶୁଳ୍କ ଅଷ୍ଟମୀ ତିଥିରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  12. 12.ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ।

  13. 13.ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ।

  14. 14.ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି।

  15. 15.ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଫର୍ମରେ ଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଅନ୍ତର୍ଜାତୀୟ ଦିନିକିଆ ଦଳରେ ସାମିଲ କରାଯାଇଛି।

204 Y
416 05-02-2025 English
  1. 1.The stage is set for the high-stakes Assembly elections in Delhi, where the Aam Aadmi Party is eyeing a third straight term, while the BJP and the Congress are looking at resurgence. Over 1.56 crore voters are eligible to cast their ballots from 7am onwards Wednesday.

  2. 2.An eight-member team of the 16th Finance Commission headed by Dr Arvind Panagariya Tuesday began its four-day visit to Odisha to hold discussions with state government officials and receive memoranda from the administration.

  3. 3.The state government Tuesday organised a roadshow in Hyderabad to promote its tourism by showcasing its diverse attractions, including cultural heritage monuments, waterfalls, wildlife, local cuisine, hills, and Buddhist circuits.

  4. 4.The government has assigned one senior IAS offi cer in each of the state’s 30 districts to supervise the implementation of important welfare measures.

  5. 5.Lung cancer among those who never smoked is on the rise and air pollution could be contributing to the increase, according to a new study published in ‘The Lancet Respiratory Medicine’ journal.

  6. 6.The state government distributed Rs 5.05 crore assistance to 1,452 registered construction workers during a special ceremony held by the district Labour office here Tuesday.

  7. 7.A two-year-old girl from Keonjhar district has stunned everyone with her exceptional memory and intelligence, earning a place in the India Book of Records.

  8. 8.The Maharashtra government Monday made it mandatory to use Marathi for communication in all its offices and semi-government establishments, and warned employees not following the directive will face disciplinary action.

  9. 9.India Tuesday inked a contract with Russia for procurement of anti-ship cruise missiles, a move that will signifi cantly augment the combat capabilities of the Indian Navy’s submarine fl eet. The Defence Ministry made the announcement in a post on X platform.

  10. 10.US and Philippine fighter aircraft staged a joint patrol and training Tuesday over a disputed South China Sea shoal where Chinese fighter jets fi red flares last year to drive away a Philippine aircraft, Philippine officials said.

  11. 11. After Russia’s 2022 invasion, Ukraine’s normally febrile political life was becalmed under martial law. But there have been growing signs of activity picking up, as the United States has set its sights on finishing the war with Russia quickly.

  12. 12.The second round of the Prime Minister Internship Scheme (PMIS) pilot project started from January 9 and in the first round, partner companies made 82,077 offers to 60,866 candidates, the government said Tuesday.

  13. 13.The National Investigation Agency (NIA) on Tuesday arrested four members associated with banned CPI (Maoists) in Chhattisgarh on Tuesday.

  14. 14.A police case has been registered against former Delhi Chief Minister Arvind Kejriwal a day before Delhi goes to polls over his allegations that Haryana is poisoning the waters of Yamuna.

  15. 15.Israeli Prime Minister Benjamin Netanyahu, whose military had engaged in fierce fighting with Hamas militants in Gaza for over a year, on Tuesday laid out his three main goals for the besieged Palestinian enclave.

217 Y
417 04-02-2025 Odia
  1. 1.ଆଜି ବିଶ୍ଵ  କର୍କଟ ଦିବସ। ଚଳିତବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍। ରାଜ୍ୟରେ ପ୍ରତି ୧୦୦ ଜଣରେ ପ୍ରାୟ ୫ ଜଣ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ମୁଖ ଗହ୍ବର, ସ୍ତନ ଓ ପାକସ୍ଥଳୀ କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଗ୍ରେ ରହିଛି।
  2. 2.ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତାଙ୍କ ଆଲବମ୍‌ ‘ତ୍ରିବେଣୀ’ ପାଇଁ ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଆଣ୍ଟ ଏବଂ ଚାଣ୍ଟ୍‌ ଆଲବମ୍‌ ଶ୍ରେଣୀରେ ଗ୍ରାମୀ ପୁରସ୍କାର ଜିତିଛନ୍ତି।

  3. 3.ଉତ୍ତର ସିରିଆର ମନ୍‌ବିଜ୍‌ ସହର ଉପକଣ୍ଠ ଅଞ୍ଚଳରେ ସୋମବାର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଛି।

  4. 4.ଫେବ୍ରୁଆରି ୧୨ ତାରିଖରେ ରାଷ୍ଟ୍ରପତି ଭବନ ନିଜ ପରିସରରେ ଜଣେ ସିଆର୍‌ପିଏଫ୍ ଅଧିକାରୀଙ୍କୁ ବିବାହ ଉତ୍ସବ ଆୟୋଜନ କରିବାକୁ ଅନୁମତି ଦେଇଛି।

  5. 5.ସୁପ୍ରିମକୋର୍ଟ ମହାକୁମ୍ଭ ଦଳାଚକଟା ଘଟଣାକୁ ଏକ "ଦୁର୍ଭାଗ୍ୟଜନକ" ଘଟଣା ବୋଲି କହିଛନ୍ତି। 

  6. 6.ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି।

  7. 7.ଡଲାର ତୁଳନାରେ ଭାରତୀୟ ଟଙ୍କା ହ୍ରାସ ପାଇଛି। ପ୍ରଥମ ଥର ପାଇଁ, ଡଲାର ତୁଳନାରେ ଟଙ୍କା ୮୭ ଅତିକ୍ରମ କରିଛି।

  8. 8.ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ନାଭିଗେସନ ମିଶନକୁ ଏକ ବଡ଼ ଝଟକା ଲାଗିଛି। ଜାନୁଆରୀ ୨୯ରେ GSLV-MK 2 ରକେଟ ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିବା ନାଭିଗେସନ ସାଟେଲାଇଟ NVS-02,ଇସ୍ରୋର ଇଚ୍ଛା କରାଯାଇଥିବା କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ।

  9. 9.ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ଅଧ୍ୟକ୍ଷ ଏବଂ ଜଣାଶୁଣା ସଂଗୀତଜ୍ଞ ମହତାବ ଖାନ ରାଜା କଂଗ୍ରେସ ଛାଡି ଆମ ଆଦମୀ ପାର୍ଟି (ଆପ)ରେ ଯୋଗ ଦେଇଛନ୍ତି।

  10. 10.ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବ୍ରେନ ହାମରେଜ ହୋଇଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ରେଫର କରି ଦିଆଯାଇଛି। 

  11. 11.ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ।

  12. 12.ପୂର୍ବତନ ଚଳଚ୍ଚିତ୍ର ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ହେବା ପୁଣି ସେଥିରୁ ବିଦା ହେବା ଘଟଣା ଚର୍ଚ୍ଚାରେ ରହିଛି।  କିଛି ଦିନ ପୂର୍ବରୁ ମମତା କୁଲକର୍ଣ୍ଣୀଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା କିନ୍ତୁ ବିବାଦ ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।

  13. 13.ପଶ୍ଚିମବଙ୍ଗର ହାଓଡ଼ାର  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ କିଡ୍‌ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ସ୍ତ୍ରୀଙ୍କ କଥାକୁ ଗ୍ରହଣ କରି ସ୍ବାମୀ ୧୦ ଲକ୍ଷ ଟଙ୍କାରେ ନିଜ କିଡ୍‌ନୀକୁ ମଧ୍ୟ ବିକ୍ରି କରିଥିଲେ। ବିଳମ୍ବିତ ରାତିରେ ମହିଳା ଜଣକ ଉକ୍ତ ୧୦ ଲକ୍ଷ ଟଙ୍କା ନେଇ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।

  14. 14.ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

  15. 15.ମାଲକାନଗିରି ଜିଲାର ପୂର୍ବତନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ମାଲକାନଗିରି ଏସଡିଜେଏମ କୋର୍ଟ ମନୀଷ ଏବଂ ଅନ୍ୟ ୩ ଜଣଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି କରିଛନ୍ତି।

203 Y
418 04-02-2025 English
  1. 1.The Indian rupee fell to a record low Monday after US President Donald Trump slapped tariffs on imports from the country's three biggest trade partners, stoking fears of a trade war that rattled global financial markets.

  2. 2.Indian-American vocalist and entrepreneur Chandrika Tandon has won the Grammy award for album ‘Triveni’ in the Best New Age, Ambient or Chant Album category.

  3. 3.A few minutes after Union Railway Minister Ashwini Vaishnaw announced allocation of Rs10,599 crore for Odisha’s railway sector development in the Union Budget 2025-26.

  4. 4.The Supreme Court Monday restrained until further orders the Centre and the states from taking any step that would reduce forest areas.

  5. 5.In a bid to provide emergency advance care to accident victims, a 500- bed trauma centre will be set up at SCB Medical College and Hospital in Cuttack, Chief Minister’s Offi ce (CMO) sources said, Monday.

  6. 6.Kedar Ranjan Pandu has been appointed as the managing director (MD) of Odisha Power Generation Corporation Limited (OPGC), starting Monday.

  7. 7.Around 250 government employees in Subarnapur district have returned their ration cards, according to district administration data received by Monday evening.

  8. 8.A new report from Jawaharlal Nehru University (JNU) has highlighted the signifi cant impact of illegal migration from Bangladesh and Myanmar on the socio-political, economic, and demography.

  9. 9.Terming as “unfortunate” the January 29 stampede at Maha Kumbh where at least 30 people were killed, the Supreme Court Monday refused to hear a PIL for guidelines over safety of devotees and asked the petitioner to move the Allahabad High Court instead.

  10. 10.BJP members in the Rajya Sabha have moved a notice for breach of privilege against senior Congress leader Sonia Gandhi for her “poor thing” reference to President Droupadi Murmu and have sought exemplary action.

  11. 11.India and the UK are expected to resume the talks for the proposed free trade agreement from February 24, an official said. The UK trade minister is likely to visit the national capital soon, the official said.

  12. 12.European leaders were bracing for US tariffs Monday after President Donald Trump imposed sweeping levies on Mexico, Canada and China that will affect billions of dollars worth of trade, roiling global markets and currencies.

  13. 13.The RBI is likely to reduce the key interest rate by 25 basis points this week after keeping it on hold for two years, complementing the Union Budget initiatives to push consumption-led demand, though the sliding rupee continues to be a concern.

  14. 14.India's factory activity started 2025 on a positive note, growing at the quickest pace in six months in January largely buoyed by resilient demand and strong output, a private survey showed Monday, encouraging firms to hire at a record rate.

  15. 15.Nearly 94 per cent of Indian professionals surveyed believe that mastering AI skills will fast-track their career growth, according to 2025 Global Workplace Skills Study conducted by Emeritus.

176 Y
419 03-02-2025 Odia
  1. 1.ହମାସ ସହ ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଯାଇଛନ୍ତି । ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି।
  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଚଢ଼ା ଶୁଳ୍କ ଲଗାଇବା ଆରମ୍ଭ କରିଛନ୍ତି। ସେ ଚୀନ୍, ମେକ୍ସିକୋ ଓ କାନାଡା ଉପରେ ଶୁଳ୍କ ବଢ଼ାଇଛନ୍ତି। ମେକ୍ସିକୋ ଓ କାନାଡା ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଥିବା ବେ‌ଳେ କାନାଡା ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି।

  3. 3.୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌କୁ ୪.୪୯ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ମହିଳା ଓ ବାଳିକା କଲ୍ୟାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ। ୨୦୨୪-୨୫ରେ ଏବାବଦକୁ ୩.୨୭ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା। ତାହା ତୁଳନାରେ ଏହା ୩୭.୨୫ ପ୍ରତିଶତ ଅଧିକ। ମୋଟ ବଜେଟ୍‌ରେ ଲିଙ୍ଗଗତ ବଜେଟ୍‌ର ଭାଗ ୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି।

  4. 4.କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୬୪୪୦୮କୋଟି ଟଙ୍କା ପାଇବ ଯାହାକି ୨୦୨୪-୨୫ ଆଥିକ ବର୍ଷ ତୁଳନାରେ ୯୧୭୬କୋଟି ଟଙ୍କା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

  5. 5.ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଭକ୍ତକବି ମଧୁସୂଦନ ରାଓ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧର ଅବିକଳ ସଂସ୍କରଣର ଶୁଭ ଉନ୍ମୋଚନ କରିଛନ୍ତି।

  6.  6.ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିକାଶ ଗବେଷଣା ସଂସ୍ଥା (ଡିଆର୍‌ଡିଓ) ଦ୍ଵାରା  ଶନିବାର ଅତି ସ୍ୱଳ୍ପ  ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍‌ଏଚ୍‌ଓଆର୍‌ଏଡିଏସ୍‌)  କ୍ଷେପଣାସ୍ତ୍ରର ୩ଟି ପରୀକ୍ଷା ସଫଳ ହୋଇଛି।

  7. 7.ଜିଲ୍ଲା କୃଷି ବିଭାଗ ପକ୍ଷରୁ ଇ-କେୱାଇସି ୩୨ହଜାର୬୫୦ଜଣ, ଲ୍ୟାଣ୍ଡ ସିଡିଙ୍ଗ ୩୩ହଜାର ୬୭୭, ଏନପିସିଆଇ ସିଡିଙ୍ଗ ୧୨ହଜାର ୭୦୫ଜଣଙ୍କର ବାକି ରଖିଥିବା ସୂଚନା ମିଳିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅଧିକା ବ୍ୟାଙ୍କ ଥିବା ଜୟପୁରରେ ହିଁ ସବୁ କ୍ଷେତ୍ରରେ ପଛୁଆ ରହିଛି।

  8. 8.ଫେବ୍ରୁଆରି ଆରମ୍ଭରୁ ଦିନର ତାପମାତ୍ରା ଉପରମୁହାଁ ହୋଇଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି। ଯେଉଁ ସମୟରେ ଶୀତର ପ୍ରକୋପ ରହିବା କଥା ସେତେବେଳେ ରାଜ୍ୟବାସୀଙ୍କୁ ଟାଇଁଟାଇଁ ଖରାର ସାମନା କରିବାକୁ ପଡ଼ୁଛି।

  9. 9.ଓଡ଼ିଶାରୁ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇ ବର୍ଷରେ ପ୍ରାୟ ୨୪୯ ଜଣ ପ୍ରାଣ ହରାଇଲେଣି।

  10. 10.ବିଜେଡି ସରକାର ଅମଳର ବହୁଚର୍ଚ୍ଚିତ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ବନ୍ଦ କରି ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା।

  11. 11.ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ । 

  12. 12.ପ୍ରୟାଗରାଜ ସଙ୍ଗମରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମଗ୍ର ବ୍ୟବସ୍ଥା ତ୍ରୁଟିଶୂନ୍ୟ କରିବା ପାଇଁ  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

  13. 13.ସୋନିଆ ଗାନ୍ଧୀଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ ହୋଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା ଶନିବାର  କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି।

  14. 14.ଭାରତ ଆଇସିସି ୧୯ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ବିଶ୍ବକପ ଟ୍ରଫି ବଜାୟ ରଖିଛି। କ୍ବାଲାଲାମ୍ପୁରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣ ଫାଇନାଲ ରବିବାର ବୈମାସ ଓଭାଲରେ ଖେଳାଯାଇଥିଲା। ଏଥିରେ ଭାରତ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଛି। ଭାରତ ୨୦୨୩ ପ୍ରଥମ ସଂସ୍କରଣରେ ମଧ୍ୟ ଚମ୍ପିଆନ ହୋଇଥିଲା।

  15. 15.କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନ ଟିକେଟ୍ ବିକ୍ରି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସୂଚନା ଅନୁଯାୟୀ ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ହେବ।

211 Y
420 03-02-2025 English
  1. 1.President Donald Trump Saturday signed an order to impose stiff tariffs on imports from Mexico, Canada and China, drawing swift retaliation and an undeniable sense of betrayal from the country’s North American neighbours as a trade war erupted among the long time allies.

  2. 2.An utterly dominant India fl aunted their embarrassment of riches to win a second successive U-19 Women’s T20 World Cup title with a nine-wicket shellacking of South Africa here Sunday, the triumph giving a peek into the game’s most perfectly calibrated youth structure.

  3. 3.ISRO’s attempts to place the NVS-02 satellite in the desired orbit suffered a setback after the thrusters on board the spacecraft failed to fi re, the space agency said Sunday.

  4. 4.Chief Minister Mohan Charan Majhi Sunday released the republished original edition of Odia primer ‘Barnabodha’ written by ‘Bhaktakabi’ Madhusudan Rao.

  5. 5.Deputy Chief Minister Pravati Parida Sunday said the fi rst instalment of ‘Subhadra Yojana’, the women welfare scheme of the BJP government, will be distributed to eligible new applicants February 8 in Jajpur.

  6. 6.According to the dashboard of the Department of Justice, Odisha has 21 operational and 31 notified gram nyayalayas. The state has received Rs 5.24 crore from the Centre since the inception of the scheme in 2009.

  7. 7.Odisha Tourism bagged the ‘Best Decoration Award’ at Outbound Travel Mart (OTM) Mumbai, held from January 30 to February 1.

  8. 8.The Central Bureau of Investigation (CBI) has arrested a professor of Sambalpur University (SU), who was a member of the NAAC Peer Review Committee, in connection with alleged bribery case in the accreditation rating process.

  9. 9.Chitrasen Behera, a 70-year-old artisan from Balsakumpa village in Khajuripada block of this district, has dedicated his life to bamboo craftsmanship

  10. 10.Chief Justice of India Sanjiv Khanna, along with two senior judges of the Supreme Court, Sunday held a meeting with high court judges to discuss issues related to filling up of vacancies, appointment of ad-hoc judges in high courts and establishment of evening courts

  11. 11.Union Minister of State for Petroleum and Natural Gas Suresh Gopi Sunday courted a controversy by stating that the members of the "upper castes" should handle the tribal affairs portfolio, which he backtracked later.

  12. 12.The food infl ation rate in India has remained fi rm over the past two years defying the global trend, and frequent extreme weather events are one of the reasons, the government said in its latest Economic Survey.

  13. 13.Markets regulator Sebi is looking to come out with a new mechanism to ensure secure and efficient payments in the securities market through Unifi ed Payments Interface (UPI) in bid to distinguish legitimate fi nancial intermediaries from fraudsters.

  14. 14.India is reviewing its stance on cryptocurrencies due to shifting attitudes towards the virtual asset in other countries, a senior government official told Reuters Sunday

  15. 15.An utterly dominant India flaunted their embarrassment of riches to win a second successive U-19 Women’s T20 World Cup title with a nine-wicket shellacking of South Africa here Sunday, the triumph giving a peek into the game’s most perfectly calibrated youth structure.

195 Y