Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
421 02-02-2025 Odia
  1. 1.ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡରେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବା ପରେ ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥକାଠ ଅନୁକୂଳ ହେବ। ପୁରୀ ରାଜନଅର ପକ୍ଷରୁ ‌ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ।
  2. 2.ବଜେଟ୍‌ରେ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୩୩ ସୁଦ୍ଧା ପାଞ୍ଚଟି କ୍ଷୁଦ୍ର ଏବଂ ମଡ୍ୟୁଲାର ରିଆକ୍ଟର ସ୍ଥାପନ କରିବା ଲକ୍ଷ୍ୟରେ ଏହି କ୍ଷେତ୍ରରେ ଗବେଷଣା ପାଇଁ ୨୦,୦୦୦ କୋଟି ଟଙ୍କାର ଆଣବିକ ଶକ୍ତି ମିସନ ଘୋଷଣା କରିଛନ୍ତି।

  3. 3.  ୨୫ ପ୍ରକାର କ୍ରିଟିକାଲ୍ ମିନେରାଲ୍ ଉପରୁ ମୌଳିକ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

  4. 4. ବୁଣା ହୋଇଥିବା ଫ୍ୟାବ୍ରିକ୍ ଉପରେ ମୌଳିକ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ସଂଶୋଧନ କରାଯାଇଛି। କେଜି ପିଛା ୧୧୫ ଟଙ୍କା କିମ୍ବା ଟିକସ ଯାହା ଅଧିକ ତାହା ଲାଗୁ ହେବ।

  5.  5.ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ, ଉପକରଣ, କଞ୍ଜ୍ୟୁମେବଲ୍‌ ଓ ଯନ୍ତ୍ରାଂଶ ଉପରୁ ମୌଳିକ ସୀମ‌ା‌ ଶୁଳ୍କ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଇଛି। କ୍ୟାରିୟର ଗ୍ରେଡ୍‌ ଇଥରନେଟ୍‌ ସ୍ବିଚ୍‌ ଉପରେ ମୌଳିକ ସୀମା ଶୁଳ୍କ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଜାହାଜ ଭାଙ୍ଗିବା ଉପରେ ମଧ୍ୟ ସେହି ନିଷ୍ପତ୍ତି ଲାଗୁ ହେବ।

  6. 6. ଫ୍ରୋଜେନ୍ ଫିସ୍ ପେଷ୍ଟ୍‌ ଉପରୁ ମୌଳିକ ସୀମା ଶୁଳ୍କ ୩୦%ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ମାଛ ଖାଦ୍ୟରେ ବ୍ୟବହୃତ ଫିସ୍ ହାଇଡ୍ରୋଲାଇସେଟ୍‌ ଉପରୁ ମୌଳିକ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

  7. 7.ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବଢ଼ାଇବା, ଫସଲର ବିବିଧକରଣ କରିବା ଏବଂ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବା। କୃଷି ବଜେଟ୍‌କୁ ୪ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି।

  8. 8.ଡାଲି ମିସନ୍ ପାଇଁ ୧୦୦୦ କୋଟି, ପନିପରିବା ଏବଂ ଫଳ ମିସନ୍ ପାଇଁ ୫୦୦ କୋଟି, ମାଖନା ବୋର୍ଡ ପାଇଁ ୧୦୦ କୋଟି, ହାଇବ୍ରିଡ୍ ମଞ୍ଜି ମିସନ ପାଇଁ ୧୦୦ କୋଟି ଏବଂ କପା ପ୍ରଯୁକ୍ତି ମିସନ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

  9. 9.ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ବକୁ ବୁଝିପାରି ଦେଶରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ, ମେଡିକାଲ୍‌ ସିଟ୍‌ ସଂଖ୍ୟାରେ ୧୦ ହଜାର ବୃଦ୍ଧି, ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଡେ କେୟାର କ୍ୟାନସର୍‌ ସେଣ୍ଟର୍‌ ଖୋଲାଯିବ ବୋଲି ଘୋଷଣା କରାଯାଇଛି।

  10. 10.କେନ୍ଦ୍ର ସରକାର ମୋଟ ବଜେଟ୍‌ ରାଶି ମଧ୍ୟରୁ ସର୍ବାଧିକ ବ୍ୟୟ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ବା ପ୍ରକଳ୍ପ ବାବଦରେ ହେବ। ଏଥିପାଇଁ ୧୬ ଲକ୍ଷ ୨୧ ହଜାର ୮୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

  11. 11.ଆର୍ଥିକ ବର୍ଷ ୨୦୨୫-୨୬ରେ ରେଳବାଇକୁ ୨,୫୨,୨୦୦ କୋଟି ଟଙ୍କା ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ।

  12. 12.ସରକାର ଭାରତୀୟ ଡାକ ବିଭାଗକୁ ୧.୫ ଲକ୍ଷ ଗ୍ରାମୀଣ ଡାକଘର ସହିତ ଏକ ବୃହତ ଲଜିଷ୍ଟିକ୍ସ ସଂଗଠନରେ ପରିଣତ କରିବାକୁ ଯୋଜନା କରୁଛନ୍ତି।

  13. 13.ଜାନୁଆରି ୩୦ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ଏକ ଦେଶୀ ମଦଭାଟିରୁ ଡକାୟତମାନେ ୩.୫ କୋଟି ଟଙ୍କା ଲୁଟି ନେଇଥିଲେ। କିନ୍ତୁ ୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲା ପୁଲିସ ଏହି ଲୁଟ୍‌ରେ ସମ୍ପୃକ୍ତ ୮ଜଣିଆ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ୍‌କୁ ବାନ୍ଧିବା ସହ ସବୁତକ ଟଙ୍କା ଜବତ କରିବାରେ ସଫଳ ହୋଇଛି।

  14. 14.ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

  15. 15.୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି। ଆଇଟି ବିଭାଗ ପକ୍ଷରୁ ଜାତୀୟ ରାଜପଥ ୧୬ରେ ଚୋରା ଚାଲାଣବେଳେ ୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ କରାଯାଇଛି।

217 Y
422 02-02-2025 English
  1. 1.Union Minister Ashwini Vaishnaw Saturday said the Budget 2025-26 maintained the government’s continuous push to improve Railways by allocating Rs2.52 lakh crore to it and approving projects such as manufacturing 17,500 general coaches, 200 Vande Bharat and 100 Amrit Bharat trains, among others.

  2. 2.Prime Minister Dhan-Dhaanya Krishi Yojana to be launched in partnership with states, covering 100 districts, to benefit 1.7 crore farmers.

  3. 3.Thirty six  live savings drugs and medicines fully exempted from basic customs duty.

  4. 4. Fifty thousands Atal Tinkering Labs to be set up in Government schools in next 5 years.

  5. 5.Nuclear Energy Mission for research and development of Small Modular Reactors (SMR) with an outlay of Rs20,000 crore to be set up, 5 indigenously developed SMRs to be operational by 2033.

  6. 6.The Ministry of Education has been allocated more than Rs1.28 lakh crore in the Budget, higher than the revised estimate of Rs1.14 lakh crore in 2024-25.

  7. 7.The government has allocated Rs6.81 lakh crore to the defence sector, marking a major increase from the Rs6.2 lakh crore assigned in the current fiscal year.

  8. 8.India Post will be transformed into a large public logistics organisation, finance minister Nirmala Sitharaman said presenting Budget 2025 Saturday.

  9. 9.Odisha Police Saturday busted an inter-state robbery gang, arresting eight persons and recovering Rs3.51 crore of looted money from their possession, a senior officer said.

  10. 10.Ushering in reforms, Union Finance Minister Nirmala Sitharaman Saturday proposed to open up the nuclear power sector for private players and announced a Rs20,000 crore Nuclear Energy Mission for research in the field, with an aim to set up five small and modular reactors by 2033.

  11. 11.A total of 7,552 electors have opted for the home voting facility, available to elderly voters and differently-abled persons, for the upcoming Delhi Assembly election.

  12. 12.The government’s announcement, in the Union Budget 2025-26, to add 10,000 seats next year and 75,000 seats in the next five years heralds a significant boost to India’s healthcare sector and will boost the doctor-patient ratio in the country, said public health experts Saturday.

  13. 13.India Post will be transformed into a large public logistics organisation, finance minister Nirmala Sitharaman said presenting Budget 2025 Saturday. “India Post, with 1.5 lakh rural post offices.

  14. 14.India wicketkeeper-batter Wriddhiman Saha retired from all forms of cricket Saturday, bringing down the curtains on an illustrious career after playing his final Ranji Trophy group-stage match for Bengal against Punjab at the iconic Eden Gardens here.

  15. 15.The CBI has arrested the chairman and six members of a National Assessment and Accreditation Council (NAAC) inspection committee, including a JNU professor, in a corruption case Saturday, officials said.

183 Y
423 01-02-2025 English
  1. 1.Finance Minister Nirmala Sitharaman has announced revised tax slabs and rates under the new regime to reduce the burden for all taxpayers. There will be no tax burden on up to Rs 12 lakh annual income, except special income.

  2. 2.Those earning up to Rs 12 lakh annually won't have to pay any income tax under the new regime. Add to it the standard deduction of Rs 75,000 and taxpayers with up to Rs 12.75 lakh annual income will have to pay zero tax.

  3. 3.Nirmala Sitharaman announced a Nuclear Energy Mission to promote research and development of small modular reactors, with an outlay of Rs 20,000 crore.

  4. 4.The state government is planning to invest Rs 6,152 crore to ease the burgeoning traffi c congestion here, expand the City, and improve connectivity.

  5. 5.Indian-origin astronaut Sunita Williams has broken the record for total spacewalking time by a woman by logging 62 hours and 6 minutes of spacewalk. Williams and her colleague Butch Wilmore, who have been stranded on the International Space Station (ISS) since June 2024, conducted a spacewalk Thursday.

  6. 6.Madhusudan Padhi took charge as the State Election Commissioner, Friday. Padhi, a retired IAS officer, succeeded AP Padhi as the eighth State Election Commissioner.

  7. 7.Ahead of a high-octane ODI clash between India and England February 9, Chief Minister Mohan Charan Majhi Friday visited Barabati Stadium in Cuttack to take stock of the preparations and security measures put in place there.

  8. 8.Keeping in view the willingness of the farmers to participate in the paddy procurement process, the Group of Ministers (GoM), during a meeting held at Lok Seva Bhawan Friday, approved the enhancement of the Kharif procurement target to 77 lakh tonne from 65 lakh tonne.

  9. 9.Deputy Chief Minister Kanak Vardhan Singh Deo, who also holds the portfolios of Agriculture & Farmer Empowerment, and Energy, Friday reviewed the projects being operated by Waaree Energies Limited in Dhenkanal district.

  10. 10.School and Mass Education department, in a notification Friday informed, “State government, after careful consideration have been pleased to decide that ‘Godabarish Mishra Adarsha Prathamika Vidyalaya’ (GMAPV) scheme shall be implemented through Odisha School Education Programme Authority (OSEPA) and ‘Aitihya Vidyalaya’ scheme shall be implemented through Panchasakha Sikhya Setu (PSS).”

  11. 11.Police here Friday arrested fi ve people working in a cash logistics company on the charge of stealing `10 lakh during transition of money to ATMs in Kalahandi district.

  12. 12.The Additional District & Sessions Court here Friday sentenced Prabin Dhurua, a resident of Sirisguda Kuanrmal under Laikera police limits, to life imprisonment for the murder of former vice chancellor of Sambalpur University (SU) Dhrubaraj Naik. The court also imposed a fine of Rs10,000 on Dhurua.

  13. 13.Residents of Prayagraj have thrown their doors open to the hundreds of stranded and hungry after a massive surge in number of pilgrims arriving for the Maha Kumbh sent the city infra groaning under its weigh.

  14. 14.In a setback to the AAP, seven of its outgoing MLAs resigned from the party Friday, with only fi ve days to go for the Delhi Assembly polls.

  15. 15. The Supreme Court Friday rejected a plea seeking to hold “Urs” festival between February 1 and February 3 at a dargah (Muslim shrine) razed in Gujarat's Gir Somnath district during a demolition drive.

207 Y
424 01-02-2025 Odia
  1. 1.ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି।  

  2. 2.ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଜଳ ଜୀବନ ମିଶନକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ଗ୍ରାମୀଣ ଜନସଂଖ୍ୟାର ୧୦୦ ପ୍ରତିଶତକୁ ଅନ୍ତର୍ଭୁକ୍ତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

  3. 3.ବଜେଟ୍ ରେ ଏଆଇ ସେଣ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

  4. 4.୨୦୨୫ ବଜେଟ ପୂର୍ବରୁ କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି।

  5. 5.ରିପୋର୍ଟରେ କୁହାଯାଇଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବ । ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ର ଆକଳନ ୬.୫% ଓ ବିଶ୍ବ ବ୍ୟାଙ୍କର ଆକଳନ ୬.୭% ସହ ମେଳ ଖାଉଛି  । 

  6. 6.ନାସା ବୈଜ୍ଞାନିକମାନେ ପୃଥିବୀ ସହ ଧକ୍କା ହୋଇପାରୁଥିବା ଏକ ଗ୍ରହାଣୁର ଆବିଷ୍କାର କରିଛନ୍ତି। ଏନେଇ ସେମାନେ ସତର୍କ ସୂଚନା ଜାରି କରିଛନ୍ତି। ଏହି ଗ୍ରହାଣୁର ଚଉଡ଼ା ପ୍ରାୟ ୧୩୦ରୁ ୩୦୦ ଫୁଟ ହେବ ବୋଲି ଆକଳନ କରାଯାଇଛି।

  7. 7.ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇ ସଂଗଠନ ଛାଡି ଆରମ୍ଭ କଲେଣି।

  8. 8.ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିୟନ ଆମେରିକୀୟ ଡଲାର ଥିଲା । ସେହିପରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ଥିବା ଭାରତର ୭୧୧.୮ ବିଲିୟନ ଆମେରିକୀୟ ଡଲାରର ବୈଦେଶିକ ଋଣ ରହିଥିଲା ।

  9.  9.ଅର୍ଥନୈତିକ ସର୍ଭେରେ ଅଟକଳ କରାଯାଇଛି ଯେ ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ରେ ପହଞ୍ଚିବ, ଯାହା ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ। ସମୀକ୍ଷା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩ ପ୍ରତିଶତ ବୃଦ୍ଧି ପାଇଛି।

  10. 10.ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ପୁଲିସ ଓ ଯଶିପୁର ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରି ୬୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଗଞ୍ଜେଇ ମାଫିଆ ଯେ ସକ୍ରିୟ ଅଛନ୍ତି, ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।

  11. 11.ରାଜ୍ୟର ୧୩ଟି ଜିଲ୍ଲାରେ ଶୀତଳଭଣ୍ଡାର ନାହିଁ। କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ହେଲେ ପ୍ରତିଷ୍ଠା ହୋଇନି। ୮ଟି ଜିଲ୍ଲା ଯଥା ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ଶୀତଳଭଣ୍ଡାର ରହିଥିଲେ ମଧ୍ୟ ତାହା ଅଚଳ।

  12. 12.ରାଜ୍ୟରେ ଫେବ୍ରୁଆରି ୧ ତାରିଖ ଠାରୁ ଇ-ଡିଟେକ୍ସନ୍‌ ପ୍ରକ୍ରିୟାରେ ଯୋଡ଼ି ହେଉଛି ବୀମା। ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଟୋଲ୍‌ ଗେଟରେ ଗାଡ଼ି ଚାଳକ ଧରାପଡ଼ିବେ ।

  13. 13.ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ।

  14. 14.ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍‌ ପୂର୍ବରୁ ଗ୍ୟାସ୍‌ କମିଯାଇଛି। ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୭୯୭ ଟଙ୍କାରେ ପହଞ୍ଚିଛି।

  15. 15.ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା।

181 Y
425 31-01-2025 Odia
  1. 1.ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୧ଟାରେ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ।
  2. 2.ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପୁନର୍ବାର କ୍ଷମତାକୁ ଆସିବା ପରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ଆମେରିକା ପ୍ରଶାସନ ବାଂଲାଦେଶକୁ ଲକ୍ଷ ଲକ୍ଷ ଡଲାରର ସହାୟତା ବନ୍ଦ କରିଦେଇଛି।

  3. 3.ଉତ୍ତରପ୍ରଦେଶର ନଏଡାସ୍ଥିତ ଶିବ ନାଡର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଦକ୍ଷ ମଲିକ୍‌ (୧୪) ଏକ କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌)ର ଆବିଷ୍କାର କରିଛନ୍ତି, ଯାହାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ସ୍ବୀକୃତି ମିଳିଛି।

  4. 4.ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସମସ୍ତ UPI ଆପଗୁଡ଼ିକୁ ଟ୍ରାଞ୍ଜାକ୍ସନ ଆଇଡିରେ କେବଳ ଆଲଫାନ୍ୟୁମେରିକ (ଅକ୍ଷର ଏବଂ ସଂଖ୍ୟା) ଅକ୍ଷର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆପ୍ସ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ ଫେବୃଆରୀ ୧, ୨୦୨୫ ପରେ ସେମାନଙ୍କର କାରବାର ପ୍ରତ୍ୟାଖ୍ୟାନ କରାଯିବ। NPCI ୯ ଜାନୁଆରୀ ୨୦୨୫ରେ ଏକ ସର୍କୁଲାର ଜାରି କରିଥିଲା।

  5. 5.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୮ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୟୁଲିୟମ୍ସ ଓ ସହଯାତ୍ରୀ ବୁଚ୍‌ ଓ୍ବିଲମୋର ଗୁରୁବାର ପ୍ରଥମଥର ପାଇଁ ଆଇଏସ୍‌ଏସ୍‌ ବାହାରେ ସ୍ପେସ୍‌ଓ୍ବାକ୍‌ କରିଛନ୍ତି। ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଉଭୟେ ପୃଥିବୀରୁ ୪୨୦ କି.ମି. ଉଚ୍ଚରେ ପ୍ରାୟ ସାଢ଼େ ୬ ଘଣ୍ଟା ଧରି ସ୍ପେସ୍‌ଓ୍ବାକ୍‌ କରିଥିଲେ।

  6. 6.କୁକୁଡାଖଣ୍ଡି ଅଞ୍ଚଳରେ ରହୁଥିବା ଶିକ୍ଷକ ଦମ୍ପତି ସେମାନଙ୍କ ଠକେଇର ଶିକାର ହୋଇଛନ୍ତି। ସେମାନଙ୍କୁ ଡିଜିଟାଲ ଆରେଷ୍ଟର ଭୟ ଦେଖାଇ ୩୪ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି

  7. 7.ଜଣେ ମହିଳାଙ୍କ ଦ୍ବାରା ହୋଇଥିବା ଏକ ଦୁଷ୍କର୍ମ ମାମଲାରେ କଂଗ୍ରେସ ସାଂସଦ ରାକେଶ ରାଠୋର ଉତ୍ତରପ୍ରଦେଶର ସୀତାପୁରରୁ ଗିରଫ ହୋଇଛନ୍ତି। 

  8. 8.ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ଆପ୍‌-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍‌ ମିଳିଛି। ଆପ୍‌ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍‌ଲା ବିଜୟୀ ହୋଇଛନ୍ତି। 

  9. 9.୬୪ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଗୁରୁବାର ସକାଳେ ୱାସିଂଟନ ନିକଟରେ ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି। ଉଭୟ ଜେଟ୍‌ ଓ ହେଲିକପ୍ଟରରେ ଥିବା ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

  10. 10.ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ ।

  11. 11.ବିପଦରେ ମହାବଳ। ପ୍ରତିଦିନ ଗୋଟିଏ ଯୋଡ଼ିଏ ବାଘଙ୍କ ଜୀବନ ଯାଉଛି। କେଉଁଠି ଅଭୟାରଣ୍ୟ ଭିତରେ ତ ଆଉ କେଉଁଠି ଅଭୟାରଣ୍ୟ ବାହାରେ। ୨୦୨୫ ଜାନୁଆରି ମାସର ୨୪ ଦିନ ମଧ୍ୟରେ ସାରା ଦେଶରେ ୨୨ଟି ମହାବଳଙ୍କ ଜୀବନ ଗଲାଣି। 

  12. 12.ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ୩୦ଜଣଙ୍କର ମୃତ୍ୟୁ ଓ ୬୦ରୁ ଅଧିକ ‌ଲୋକ ଆହତ ହେବା ପରେ ରାଜ୍ୟ ସରକାର କୁମ୍ଭମେଳା ପାଇଁ ଚାଲିଥିବା ସ୍ବତନ୍ତ୍ର ବସ୍‌ ସେବାକୁ ସାମୟିକ ଭାବେ ବାତିଲ କରିଛନ୍ତି। 

  13. 13.ଫିକୋ ୧୪ଟି ଦେଶର ପ୍ରାୟ ୧୧,୦୦୦ ଗ୍ରାହକଙ୍କ ସହିତ ୧୦୦୦ ଭାରତୀୟଙ୍କ ଉପରେ ସର୍ଭେ କରିଥିଲା।୮ ଲକ୍ଷ ଟଙ୍କା ଅଧିକ ତାହା ପୂର୍ବ ବର୍ଷ ୨% ଥିବାବେଳେ ୨୦୨୪ରେ ୪%କୁ ବୃଦ୍ଧିପାଇଛି। ସେହିପରି ୫୦ ହଜାର ଟଙ୍କା ମଧ୍ୟରେ ଛୋଟ ଛୋଟ ଠକେଇ ୫୬ ପ୍ରତିଶତ ରହିଛି।

  14. 14.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଘଟିଥିବା ଦୁଃଖଦ ଘଟଣା ପରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

  15. 15.ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କେୱାସି ଶେଷ ତାରିଖ ଅବଧି ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି। ଇ-କେୱାଇସି ଅପଡେଟ୍‌‌ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

201 Y
426 31-01-2025 English
  1. 1.The maximum increase in monthly per capita expenditure (MPCE) in rural areas was recorded in Odisha while Punjab topped the chart in urban areas during August 2023 to July 2024, a government survey stated.

  2. 2.Pitching a monumental and potentially controversial proposal to his Republican allies, President Donald Trump is seemingly floating the idea of scrapping federal income taxes altogether.

  3. 3.The state government Thursday cancelled the special bus service for Maha Kumbh Mela till February 4, an offi cial notice said.

  4. 4.A commercial American Eagle plane about to land at the Reagan National Airport collided with a US Army Black Hawk helicopter Wednesday night, in one of the worst aviation disasters in recent US history.

  5. 5.The state government extended the deadline for e-KYC (know your customer) verification of ration cards to February 15, Food Supplies Minister Krushna Chandra Patra said Thursday.

  6. 6.Paradeep Phosphates Limited (PPL) Thursday signed a memorandum of understanding (MoU) with the state government for an investment of Rs 4,000 crore.

  7. 7.The Odisha government Thursday introduced the state’s first automated testing station (ATS) in Cuttack, marking a significant advancement in ensuring the transparency and efficiency of motor vehicle fitness testing.

  8.  8.A teacher couple from the Kukudakhandi police station area in Ganjam district was defrauded of Rs34.5 lakh through digital arrest by cybercriminals, police said Thursday.

  9. 9.The Delhi Police has been adjudged the ‘Best Marching Contingent’ at the Republic Day Parade 2025 held at Kartavya Path on January 26, an official said Wednesday.

  10. 10.The BJP Thursday won the post of mayor while AAP-backed Congress candidates registered victory in the poll for the senior deputy mayor and deputy mayor posts in the high-stakes Chandigarh mayoral elections that took place here.

  11. 11.Andhra Pradesh government Thursday launched WhatsApp governance platform 'Mana Mitra' (our friend) offering 161 citizen-centric services, enabling people to procure documents real-time with the touch of a button on their smartphones.

  12. 12. AAP supremo Arvind Kejriwal Thursday accused Chief Election Commissioner Rajiv Kumar of engaging in politics by issuing him a notice over his claim that the Haryana government was “mixing poison” in the Yamuna.

  13. 13.Considering a backlog of over 18 lakh criminal cases, the Supreme Court Thursday allowed the high courts to appoint ad-hoc judges, not exceeding the 10 per cent of the court's total sanctioned strength.

  14. 14.Finance Minister Nirmala Sitharaman will table Economic Survey 2024-25 Friday, providing an official assessment of the performance of the economy in the ongoing financial year, and list out the challenges being faced by the nation.

  15. 15.The Swedish prime minister said the shooting of an anti-Islam campaigner just hours before a trial verdict was due Thursday over his burning the Quran might be linked to a foreign power, and police arrested five people over the killing.

206 Y
427 30-01-2025 Odia
  1. 1. ସୁପ୍ରିମ୍‌କୋର୍ଟ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପାଇଁ ରାଜ୍ୟ କୋଟା ଭିତରେ ଡୋମିସାଇଲ୍ (ନିବାସ) ଆଧାରିତ ସିଟ୍ ସଂରକ୍ଷଣ ବା ସ୍ଥାନୀୟ କୋଟାକୁ ରଦ୍ଦ କରିଛନ୍ତି। ପିଜି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ବିଭିନ୍ନ ରାଜ୍ୟକୁ ଆବଣ୍ଟିତ କୋଟା ଅଧୀନରେ କେବଳ ମେରିଟ୍ ଆଧାରରେ ହୋଇପାରିବ।
  2. 2.ହିନ୍ଦୁ ରାଷ୍ଟ୍ରବାଦୀଙ୍କୁ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇଛନ୍ତି ବ୍ରିଟେନ ସରକାର। ହିନ୍ଦୁ ରାଷ୍ଟ୍ରବାଦୀ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦେଶ ପାଇଁ ବିପଜ୍ଜନକ ବୋଲି ବ୍ରିଟେନ ସରକାର ତାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

  3. 3.ଚୀନ ଏକ ବିଶାଳ ଆଣବିକ ସଞ୍ଚାଳନ ଗବେଷଣା କେନ୍ଦ୍ର ନିର୍ମାଣ କରୁଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଚୀନର ମିଆନୟାଙ୍ଗ ଅଞ୍ଚଳରେ ଏହି କେନ୍ଦ୍ର ତିଆରି ଚାଲିଛି।

  4. 4.୧ ନଭେମ୍ବର, ୨୦୨୪ରୁ ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ପାଇଁ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ (ଓଏମସି) ପାଇଁ ଇଥାନଲ କ୍ରୟ ମୂଲ୍ୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। 

  5. 5.ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ବୁଧବାର ଦିନ ଭୋର୍ ସମୟରେ  ହୋଇଥିବା ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସୂଚନା ରାଜ୍ୟ ସରକାର ଦେଇଛନ୍ତି।

  6. 6.ନିର୍ବାଚନ କମିଶନଙ୍କ ଅନୁଯାୟୀ, ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା, ବିଜେପିର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ ୭,୧୧୩.୮୦ କୋଟି ଟଙ୍କା ଥିବା ବେଳେ କଂଗ୍ରେସ ପାଖରେ ୮୫୭.୧୫ କୋଟି ଟଙ୍କା ଅଛି। ବିଜେପି ୨୦୨୩-୨୪ ମଧ୍ୟରେ ୧୭୫୪.୦୬ କୋଟି ଖର୍ଚ୍ଚ କରିଥିଲା

  7. 7.ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ୨୯ ଜଣ ମାଓବାଦୀ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସିପିଙ୍କ ସମ୍ମୁଖରେ ଏହି ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  8. 8.ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା  କୁହାଯାଉଛି। 

  9. 9. ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍‌ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍‌ ଆମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ ।

  10. 10.ସ୍ମାର୍ଟଫୋନ ଦୁନିଆରେ ୨୦୨୫ ଏକ ବଡ ପରିବର୍ତ୍ତନ ଆଣିଛି । ବିଶେଷ କରି ବ୍ୟାଟେରୀ କ୍ଷେତ୍ରରେ। ବର୍ତ୍ତମାନ ପାରମ୍ପରିକ ଲିଥିୟମ୍-ଆୟନ ବ୍ୟାଟେରୀର ଯୁଗ ଶେଷ ହେବାକୁ ଯାଉଛି ଏବଂ ଏହାର ସ୍ଥାନରେ ନୂତନ ସିଲିକନ୍-କାର୍ବନ (ଏସ୍ଆଇସି) ବ୍ୟାଟେରୀ ଲଗାଯିବ ।

  11. 11.ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।

  12. 12.ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଏବଂ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ର କମିଶନରମାନଙ୍କୁ ବେଆଇନ ଜବରଦଖଲ ଉଚ୍ଛେଦ କରିବା ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  13. 13.ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍‌କ୍ଳେଭ୍‌-୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି।

  14. 14.ଚାଇନିଜ ଷ୍ଟାର୍ଟଅପ ‘ଡିପ୍‌ସିକ୍‌’ ଆପ୍‌ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍‌ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍‌ଜିପିଟି, ଓପନ୍‌ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି।

  15. 15.୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

213 Y
428 30-01-2025 English
  1. 1.At least 30 people were killed and 60 injured in a pre-dawn stampede at the Sangam area of the Mahakumbh early Wednesday as millions of pilgrims jostled for space to take a holy dip on the occasion of Mauni Amavasya, one of the most auspicious days of the Hindu calendar.

  2. 2.The state government has signed 145 MoUs with various companies which have proposed to invest Rs 12.89 lakh core, thereby generating employment for over 8.94 lakh people.

  3. 3.The government Wednesday approved a Rs16,300-crore National Critical Minerals Mission, envisaging a total outlay of Rs34,300 crore spread over seven years, with an aim to achieve self-reliance and accelerate India’s journey towards green energy transition.

  4. 4.Green economy could directly contribute Rs2 lakh crore to Odisha’s GDP, boosting it by 23 per cent by 2030 and positioning the state as a leader in India’s green growth, according to a study conducted by the Council on Energy, Environment and Water (CEEW)

  5. 5. The Supreme Court Wednesday directed the Centre for a legal framework to provide a safeguard to domestic workers observing their exploitation and a “legal vacuum” over the protection of their rights.

  6. 6.Dr Sarthak Patnaik, has been appointed as the Chief Medical Officer (CMO) for the Indian ice hockey team at the 2025 Asian Winter Games in Harbin, China. The games will take place from February 7 to 14, 2025.

  7. 7.The launch of e-KYC (Know Your Customer) by the state government to ensure transparency in the food security scheme under public distribution system (PDS) has exposed the ugly secrets in the scheme, a report said.

  8. 8.Palm jaggery, known for its unique taste, has become a sustainable means of livelihood for farmers in Gajapati district as around 400 farmers from R Udayagiri, Nuagada, and Ramagiri blocks are engaged in its production.

  9. 9.The Supreme Court recently said the Railways required immediate corrective steps for the “lapses” in the management of catering stalls at the Chhatrapati Shivaji Terminus in Mumbai.

  10. 10.Union Cabinet Wednesday approved a three per cent increase in the procurement price for ethanol made from C-heavy molasses to `57.97 per litre for the 2024-25 supply year, while keeping rates unchanged for other feedstocks.

  11. 11. A federal judge Tuesday temporarily blocked a push from President Donald Trump to pause federal funding while his administration conducts an across-theboard ideological review to uproot progressive initiatives.

  12. 12.Two types of extremism with their origins in the Indian subcontinent -- pro-Khalistan extremism and Hindu nationalist extremism -- have been fl agged as threats to “understand” in a leaked report into the UK government's ‘Extremism Review'.

  13. 13.Digital payments across the country registered an 11.11 per cent year-on-year rise as September 2024, according to RBI’s index that measures the adoption of online transactions.

  14. 14.Gold prices rallied Rs910 to hit a fresh all-time high of Rs83,750 per 10 grams in the national capital Wednesday due to heavy buying from jewellers and retailers, according to the All India Sarafa Association.

  15. 15.Former world no 1 Indian shuttler Kidambi Srikanth entered the second round of the Thailand Masters BWF Super 300 event with a straight-game win over his opponent here Wednesday. Srikanth defeated Israel's Danii Dubovenko 21-13 21-18 in the men's singles opening round.

168 Y
429 29-01-2025 Odia
  1. 1.୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି।
  2. 2.ଭାରତୀୟ ବାୟୁସେନା ବିଶ୍ୱର ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ସ୍ଥାନ ପାଇଛି। ଏହା ସହ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ବାୟୁସେନାର ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
  3. 3.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।
  4. 4.ଶରିୟତ ପରିବର୍ତ୍ତେ ଭାରତୀୟ ଉତ୍ତରାଧିକାରୀ ଆଇନ ଅନୁଯାୟୀ ପରିଚାଳିତ ହେବା ପାଇଁ ଜଣେ ମୁସଲମାନ ମହିଳାଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ରର ଆଭିମୁଖ୍ୟ ମାଗିଛନ୍ତି।
  5. 5.ମହାରାଷ୍ଟ୍ରରେ ବ୍ୟାପୁଛି ଜିବିଏସ ବ୍ୟାକ୍ଟେରିଆ । ପୁଣେ ପରେ ନାଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ୯ ରୋଗୀ ଚିହ୍ନଟ ହୋଇଛନ୍ତି ।
  6. 6.ଡେଲଫ୍‌ଟ ଦ୍ବୀପରେ ଶ୍ରୀଲଙ୍କା‌ ନୌସେନା ଗୁଳିମାଡ଼ରେ ୫ ଜଣ ଭାରତୀୟ  ମତ୍ସ୍ୟଜୀବୀ ଆହତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
  7. 7.ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେଉଛି। ପ୍ରଥମ ଦିନର ଅପରାହ୍‌ଣ ସୁଦ୍ଧା ୫୪ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
  8. 8.ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ,ରାଜ୍ୟକୁ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ।
  9. 9.ଭଦ୍ରକ ଜିଲ୍ଲାର ଧାମରାରେ ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍‌ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି।
  10. 10.ସରକାରଙ୍କୁ ଚୂନ ଲଗାଇବାକୁ ଜାଲିଆତି। ଅର୍ଥ ହଡ଼ପ ପାଇଁ ଜୀବିତଙ୍କୁ ମାରିଦେଲେ। ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକରୁ ୧୦୧ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ହାତରେ ଲାଗିଛି।
  11. 11.ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା, ଏଣିକି ୨ଲକ୍ଷ ଟଙ୍କା ଯାଏଁ ଋଣ ପାଇବେ ।
  12. 12.ଏନ୍‌ପିସିଆଇ ତ୍ରୁଟି ଯୋଗୁଁ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି।
  13. 13.ଅସୁସ୍ଥତା କାରଣରୁ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହେଲେ ।
  14. 14.ଭୁବନେଶ୍ୱରର ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା, ୧୨ ବର୍ଷ ପରେ ଆସିଲା ରାୟ, ୪ ଅଭିଯୁକ୍ତଙ୍କୁ ଆଜୀବନ ସଜା।
  15. 15.୧୮-୧୯ବର୍ଷରୁ କମ୍ ମହିଳା ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ବିଶ୍ୱ ରେକର୍ଡ, ସ୍କଟଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କଲେ।
210 Y
430 29-01-2025 English
  1. 1.Global technology shares sank Tuesday, as a market rout sparked by the emergence of a low-cost Chinese artificial intelligence model entered its second day, making investors question the sky-high valuation and dominance of AI bellwethers.

  2. 2.Two back-to-back deaths of trained kumki elephants - Mahendra and Bhabani - in Similipal Wildlife Sanctuary within a span of just 15 days have sparked concern over safety of the gentle giants

  3. 3.Pope Francis called on the Indian Bishops to prioritise the poor and the vulnerable in their misery, urging them to open the doors of the Church, in his message at the 36th plenary assembly of the Conference of Catholic Bishops of India (CCBI) at XIM University .

  4. 4.The District and Sessions Court, Khurda here Tuesday awarded life imprisonment to four persons after holding them guilty of killing an elderly couple in the City in 2012.

  5. 5.Divisional forest officer (DFO), Rourkela Jasobant Sethi has been conferred with ‘Elite 100 Changemakers of Odisha 2024’ award for innovative use of artificial intelligence (AI) in protection of wildlife.

  6.  6.Adani Group Tuesday committed to investing Rs 2.3 lakh crore over the next five years across a host of sectors in Odisha.

  7. 7.Mining conglomerate Vedanta Tuesday said the company’s Rs 1-lakh crore aluminium refinery and smelter project will be set up in Rayagada district the fi rst phase of which is to be commissioned in the next three years, company Chairman Anil Agarwal said

  8. 8.Jindal Steel & Power (JSP) Tuesday said it will invest an additional Rs 70,000 crore in Odisha in the coming years. The announcement was made by the company’s Chairman Naveen Jindal during the ‘Utkarsh Odisha: Make in Odisha Conclave 2025’ here.

  9. 9.Sajjan Jindal-led JSW Group Tuesday inked a pact with the state government to set up a 5-million tonne per annum (MTPA) steel plant in Keonjhar district.

  10. 10.Dera Sacha Sauda chief and rape convict Gurmeet Ram Rahim Singh was released from a jail in Haryana’s Rohtak Tuesday after being granted a 30-day parole, a development which came ahead of the February 5 Delhi Assembly polls.

  11. 11.The Supreme Court has said police cannot serve notices to accused persons through WhatsApp or other electronic modes under the Criminal Procedure Code or Bhartiya Nagrik Suraksha Sanhita, 2023.

  12. 12.The UK government Tuesday updated its travel advisory for India for a second time within weeks to warn British nationals that they could be “fined or arrested” for carrying or operating satellite phones in the country without a licence.

  13. 13.India and China have agreed to resume direct air services after nearly fi ve years and work on resolving differences over trade and economic issues, New Delhi said, as relations continue to thaw after a deadly 2020 border clash.

  14. 14. India’s semiconductor market is projected to grow to $103.4 billion by 2030, powering the over $400 billion electronics market, the Indian Electronics and Semiconductor Association (IESA) said Tuesday.

  15. 15.Odisha FC triumphed 2-0 over Nita FA at the Kalinga Stadium, Bhubaneswar Tuesday in the Indian Women’s League 2024-25

176 Y