Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 24-09-2025 Odia
  1. 1.ଦିଲ୍ଲୀର ଜଣେ ୭୩ ବର୍ଷୀୟ ଅବସରପ୍ରାପ୍ତ ବ୍ୟାଙ୍କର୍ ଦେଶର ସବୁଠାରୁ ବଡ଼ ସାଇବର ଠକେଇ ମାମଲାର ସଦ୍ୟତମ ଶିକାର ହୋଇଛନ୍ତି। ସେ ସ୍କାମରମାନଙ୍କ ଦ୍ୱାରା ୨୩ କୋଟି ଟଙ୍କା ହରାଇଛନ୍ତି।

  2. 2.ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଆଜମ୍‌ ଖାନ୍‌ ସୀତାପୁର ଜେଲ୍‌ରୁ ପାଖାପାଖି ୨୩ ମାସ ଜେଲ୍‌ରେ ରହିବାପରେ ‌ମୁକୁଳିଛନ୍ତି।  

  3. 3.ରିପୋର୍ଟରୁ ଜଣାପଡିଛି ଯେ, ଶିକ୍ଷା, ଚାକିରି ଓ ଅର୍ଥର ମିଥ୍ୟା ପ୍ରତିଶ୍ରୁତି ଦେଇ ଭାରତ ଓ ନିକଟବର୍ତ୍ତୀ ଦେଶରୁ ଯୁବକମାନଙ୍କୁ ରୁଷ୍ ସେନାରେ ନିଯୁକ୍ତି ଦେଇ ଯୁଦ୍ଧକୁ ଠେଲି ଦେଉଛି।

  4. 4.ରାହୁଲ ଗାନ୍ଧୀ ମଙ୍ଗଳବାର ବୃଦ୍ଧି ପାଉଥିବା ବେକାରୀ ଓ ଦୁର୍ନୀତିକୁ ‘ଭୋଟ୍ ଚୋରି’ ସହ ଯୋଡ଼ିଛନ୍ତି।

  5. 5.କର୍ଣ୍ଣାଟକର ଶିବମୋଗାର ଜଣେ ବ୍ୟକ୍ତିଙ୍କୁ ସମସ୍ତେ ଅଏଲ କୁମାର ନାଁରେ ଜାଣନ୍ତି। ଅନ୍ୟ ସାଧାରଣ ଲୋକଙ୍କ ପରି ସେ ଭାତ, ଡାଲି କିମ୍ବା ରୁଟି ଖାଆନ୍ତି ନାହିଁ। ଦୈନିକ ୭ରୁ ୮ ଲିଟର ପୋଡ଼ା ଇଞ୍ଜିନ ଅଏଲ ପାନ କରନ୍ତି।

  6. 6. ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲୟାଲମ ସୁପରଷ୍ଟାର୍‌ ମୋହନଲାଲଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରିଛନ୍ତି।

  7. 7.ଜଣେ ମହିଳା ବିବାହର ମାତ୍ର ଗୋଟିଏ ବର୍ଷ ଦୁଇ ମାସ ପରେ ଛାଡପତ୍ର ପାଇଁ ୫ କୋଟି ଟଙ୍କା ଭରଣପୋଷଣ ଦାବି କରିଥିଲେ। ଶୁଣାଣି ସମୟରେ, ସୁପ୍ରିମକୋର୍ଟ ମହିଳାଙ୍କ ଆଚରଣ ଉପରେ କଡ଼ା ଆପତ୍ତି ଉଠାଇ କହିଛନ୍ତି ଯେ ଯଦି ସେ ୫ କୋଟି ଟଙ୍କା ଭରଣପୋଷଣ ଖର୍ଚ୍ଚ ପାଇଁ ତାଙ୍କ ଦାବିରେ ଅଟଳ ରହନ୍ତି, ତେବେ ତାଙ୍କୁ "ଅତ୍ୟନ୍ତ କଠୋର ନିର୍ଦ୍ଦେଶ" ଦିଆଯିବ। 

  8. 8.ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଯୋଜନା ପାଇଁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲୋକଙ୍କ ଟଙ୍କାକୁ ଦଳୀୟ ନେତାମାନଙ୍କ ମହିମାମଣ୍ଡନ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। 

  9. 9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଚ୍‌-୧ବି ଭିସା ଫି’କୁ ୧,୦୦,୦୦୦ ଡଲାରକୁ ବଢ଼ାଇବା ଏବଂ ପୁଞ୍ଜି ବଜାରରୁ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଭାରତୀୟ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି।

  10. 10.ବିଶ୍ବସ୍ତରୀୟ କମ୍ପାନିର ସିଇଓ ପଦରେ ରହିଥିବା ଭାରତୀୟଙ୍କ ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାମ ଯୋଡ଼ିହୋଇଛି। ‌ସେ ହେଉଛନ୍ତି ଶ୍ରୀନିବାସନ ଗୋପାଳନ। ଆଇଆଇଏମ୍ ଅହମଦାବାଦରେ ପାଠପଢ଼ିଥିବା ଗୋପାଳନଙ୍କୁ ଆମେରିକାର ଟି-‌ମୋବାଇଲ୍‌ର ସିଇଓ ଭାବେ ନିଯୁକ୍ତି ମିଳିଛି।

  11. 11.ସରକାର ପାସ୍ତା, ନୁଡୁଲ୍ସ, ଚିନି, ସିରପ, ଟଫି ଏବଂ କ୍ୟାଣ୍ଡି ଉପରେ ଜିଏସଟି ୧୨% ରୁ ୫% କୁ ହ୍ରାସ କରିଛନ୍ତି, କିନ୍ତୁ ବିଭିନ୍ନ କ୍ଷେତ୍ରର ଦୋକାନୀମାନେ ୧୨% ଜିଏସଟି ସହିତ ଏହି ଜିନିଷଗୁଡ଼ିକୁ ବିକ୍ରୟ କରୁଛନ୍ତି। 

  12. 12.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର ବିଜେତାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ଥର ଓଡ଼ିଆ ସିନେମା ‘ପୁଷ୍କରା’ର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ ବିଜ୍ଞାନ ଭବନରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଛନ୍ତି।  ‘ପୁଷ୍କରା’ ବ୍ୟତୀତ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ ‘ଅଣଫିଚର ଫିଲ୍ମ ବର୍ଗ’ରେ ପୁରସ୍କାର ହାସଲ କରିଛି। ଏହି ଫିଲ୍ମର ପ୍ରଯୋଜିକ‌ା ଇତିରାଣୀ ସାମନ୍ତ ଆଜି ଏହି ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଗ୍ରହଣ କରିଛନ୍ତି।

  13. 13.ବିଭିନ୍ନ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଲେ ହାଇକୋର୍ଟ। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ସମ୍ପର୍କରେ ତଥ୍ୟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ୬ ହଜାରରୁ ଅଧିକ ଅତିଥି ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଦାୟର ପିଟିସନ୍‌ର ଶୁଣାଣି କରିଛନ୍ତି ହାଇକୋର୍ଟ। 

  14. 14.ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ୮୦ତମ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେଇ ଭାରତ ଓ ଚାଇନାକୁ ରୁଷିଆ ଯୁକ୍ରେନ୍‌ ଆକ୍ରମଣର ‘ପ୍ରାଥମିକ ଅନୁଦାନକାରୀ’ ବୋଲି ଅଭିଯୋଗ କରିଛନ୍ତି।

  15. 15.ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଭାରତକୁ ପ୍ରଶଂସା କରିଛନ୍ତି।

21 Y
2 24-09-2025 English
  1. 1.The rupee depreciated 45 paise to hit an all-time low of 88.73against the US dollar on Tuesday, amid sustained outflow of foreign funds on the back of a steep hike in US H-1B visa fee that is expected to give a big blow to Indian IT services exports.

  2. 2.Two hundred and eightynine migrant labourers from Odisha died while working outside the state during the last five years, Labour and Employees’ State Insurance minister Ganesh Ram Singkhuntia told the Assembly Tuesday.

  3. 3.Chief Minister Mohan Charan Majhi Tuesday announced that an Ayurveda college will be set up at Rairangpur in Mayurbhanj district at a cost of `85 crore, and the state will get eight more ‘Panchakarma’ centres this year.

  4. 4.Dharma Productions, helmed by Karan Johar, is in the process of acquiring the remake rights of the record-breaking Odia fi lm Bou Buttu Bhuta (2025).

  5. 5.The 71st National Film Awards celebrated the finest in Indian cinema with Hindi film 12th Fail, produced by Vinod Chopra Films and directed by Vidhu Vinod Chopra, winning the coveted Best Feature Film honour. Both producer and director received a cash prize of Rs3,00,000 each.

  6. 6.As many as 289 migrant labourers from Odisha died while working outside the state in nearly 5 years – from 2021 to 2025 (till August), Labour and Employees’ State Insurance (ESI) Minister Ganesh Ram Singkhuntia told the Assembly Tuesday..

  7. 7.Odisha has diverted 2,21,180.826 hectares of forest land for mining, industrial and infrastructure projects over the last 10 years, Forest, Environment and Climate Change Minister Ganesh Ram Singkhuntia told the Assembly Tuesday.

  8. 8.Exiled Bangladeshi author and feminist activist Taslima Nasrin Tuesday said women have hopes where the state is secular and there is a need to separate the state from religion if true equality is to be achieved for females.

  9. 9.Arjuna awardee weightlifter Bijay Kumar Satpathy passed away Monday morning at his residence in Berhampur town in Ganjam district at the age of 73 years due to old-age related ailment, family sources said.           

  10. 10.The Rajasthan High Court has ruled that ex-servicemen are entitled to job reservation benefi ts only once, clarifying that the quota is meant to support their initial transition into civilian government jobs, and not to aid in career progression.

  11. 11.The Supreme Court has observed that the time has come to decriminalise the defamation law, while agreeing to examine a plea by the Foundation for Independent Journalism seeking to quash the summons issued to it in a criminal defamation case.

  12. 12.The Enforcement Directorate (ED) Tuesday said it has attached fresh assets worth Rs 7.44 crore of companies “beneficially owned and controlled” by AAP leader and former Delhi minister Satyendar Jain as part of an alleged “benami” assets-linked moneylaundering case.

  13. 13.Actress Poonam Pandey will no longer be a part of the world-famous Luv Kush Ramlila to be held at the Red Fort grounds in Delhi this year.

  14. 14.The Supreme Court Tuesday rued over the “stagnation” in district judiciary and underlined several “brilliant candidates” leaving service only after a few years as they don't become district judges even at the time of superannuation.

  15. 15. Germany has committed billions to beefing up its military’s equipment after years of neglect. Now it's trying to persuade more people to join up and serve.          

11 Y
3 23-09-2025 Odia
  1. 1.ବିଶ୍ୱର ପ୍ରାୟ ୪୬% ସ୍ବଳ୍ପ ଆୟକାରୀ ଲୋକ ଉପକୂଳ ଅଞ୍ଚଳରେ ରହୁଛନ୍ତି। ଖାସ୍‌କରି ଆଫ୍ରିକା ଏବଂ ଏସିଆରେ ଅଧିକ ସଂଖ୍ୟାରେ ସ୍ବଳ୍ପ ଆୟକାରୀ ଉପକୂଳରେ ରହୁଥିବା ନେଇ ଚାଇନାର ସିଚୁଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି।
  2. 2.କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାର ସଂପ୍ରସାରଣକୁ ଅନୁମତି ଦେଇଛନ୍ତି। ଏହା ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରି ସୂଚନା ଦେଇଛନ୍ତି।

  3. 3.୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ବଳକା କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ଥିବା ଦର୍ଶାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ୩୭,୨୬୩ କୋଟି ଟଙ୍କା ରାଜସ୍ବ ବଳକା ସହ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଗୁଜରାଟ ଓ ଓଡ଼ିଶା ନାମ ରହିଛି।

  4. 4.ବଡ଼ ସାମୁଦ୍ରିକ ଝଡ଼ ‘ରାଗାସା’କୁ ନେଇ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଫିଲିପାଇନ୍ସର ଉତ୍ତର ଭାଗ ଆଡ଼େ ଟାଇଫୁନ୍ ମୁହାଁଉଥିବାବେଳେ ପୂର୍ବ ତଥା ଦକ୍ଷିଣ ପୂର୍ବ ଏସିଆରେ ଏନେଇ ଆଲର୍ଟ ଜାରି ହୋଇଛି।

  5. 5.ଓଡିଶା ଉପକୂଳରେ ୨୫ ତାରିଖରେ ଆଉ ଏକ ଲଘୁଚାପ ହୋଇପାରେ। ଅକ୍ଟୋବର ୧ ରେ ବି ଲଘୁଚାପ ସମ୍ଭାବନା।

  6. 6.ରାଜ୍ୟର ଋଣଭାର ୧.୩୪ ଲକ୍ଷ କୋଟି ଟଙ୍କା ଟପିବ। ଗୋଟିକ ପରେ ଗୋଟାଏ ମାଗଣା ଯୋଜନା ବଢି ଚାଲିଛି।

  7. 7.୧୪ ମାସରେ ରାଜ୍ୟରେ ୩୭ ହଜାରରୁ ଅଧିକ ମହିଳା ନିର୍ଯାତନା ମାମଲା ହୋଇଛି।

  8. 8.ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ହେବ। ବର୍ଷକୁ ଦଶଲକ୍ଷ ଗୁଣାତ୍ମକ ବିହନ ଉତ୍ପାଦନ ହେବ।

  9. 9.କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ଜୁରୀ ପୁରସ୍କାର ୨୦୨୫ ମିଳିଲା।

  10. 10.କନ୍ଧମାଳ କଳିଙ୍ଗା ଘାଟି ପୁଣିଥରେ ଭୁଷୁଡିଗଲା । ଗଂଜାମରୁ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ପୁଣି ବିଚ୍ଛିନ୍ନ ହେଲା।

  11. 11.କେନ୍ଦୁଝରରେ ଧାନ ବିଲରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।

  12. 12.ଅହମବାଦରେ ଚଳିତବର୍ଷ ଜୁନ ୧୨ରେ ହୋଇଥିବା ଏଆଇ ୧୭୧ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ ‘ପାଇଲଟ୍‌ ତ୍ରୁଟି’ ଉଲ୍ଲେଖ କରାଯିବାକୁ ସୁପ୍ରିମ୍‌କୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି।

  13. 13.ବିହାରରେ ଆସନ୍ତା ନଭେମ୍ୱର ୫ରୁ ୧୫ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ।

  14. 14.ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଔରଙ୍ଗଜେବଙ୍କୁ ପ୍ରଶଂସା କଲେ ଓଡ଼ିଆ କୁଳପତି ପ୍ରଫେସର ସୁନିତା ମିଶ୍ର। ବିରୋଧ ପରେ କ୍ଷମା ମାଗିଲେ।

  15. 15.ପାକିସ୍ତାନ ସେନା ନିଜ ଦେଶରେ ନିଜେ ଏୟାରଷ୍ଟ୍ରାଇକ୍ କଲେ । ୩୦ ମୃତ, ଭଗ୍ନାବଶେଷ ତଳେ ଅନେକ ଜୀବନ ଚାପି ହୋଇ ରହିଛି ।

  16. 16.ସିଙ୍ଗାପୁରରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ଆଜି (ମଙ୍ଗଳବାର) ସମ୍ପନ୍ନ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି।

  17. 17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  18. 18.ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

  19. 19.ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି।

  20. 20.ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଫ୍ରାନ୍ସ ମହାଶକ୍ତି ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଇଛି।

  21.  
47 Y
4 23-09-2025 English
  1. 1.Odisha has achieved 81.05 per cent budget utilisation during the financial year 2024-25.

  2. .Sixteen  states were in revenue surplus during 2022-23, with Uttar Pradesh topping the chart with Rs 37,263 crore, followed by Gujarat (Rs 19,865 crore) and Odisha (Rs 19,456 crore), according a Comptroller and Auditor General (CAG) of India report.

  3. 3.GST rates took effect Monday, sales of air-conditioners, TV sets surged dramatically with buyers rushing to grab cheaper deals offered by retailers at the beginning of the Navratra festival.

  4. 4. Rupee depreciated 12 paise to close at 88.28 against US dollar Monday, as investors weighed Trump’s H-1B visa fee hike impact on Indian remittances amid heightened risk-averse sentiment.

  5. 5.Biswaranjan Sahu, ACP, in charge of Choudwar police station, has been suspended in connection with the death of Nayak in custody

  6. 6.As many as 37,611 cases of crimes against women were registered in the state in 14 months, between June 2024 and July this year, Chief Minister Mohan Charan Majhi told the Assembly Monday

  7. 7.Odisha currently has one doctor for every 1,735 people, falling short of the World Health Organisation’s recommended ratio of one doctor per 1,000 people.  

  8.  8.Panic has gripped villagers in Kendrapara district after a giant crocodile, estimated to be more than 25 feet long, was sighted at Gobari Mouth-1, the interjunction of Baulakani, Jambu and KB Dandua panchayats near the Mahakalapara Tini Muhani ferry ghat.

  9. 9.Restoration work at Kalinga Ghat, a stretch of NH-157 connecting Ganjam and Kandhamal districts, was hit due to a fresh landslide Monday.

  10. 10.The magnitude of the new H1B visa application fee for fresh petitions - math of which works out to $500 million in case of 5,000 fi lings - may nudge IT companies to expand offshore delivery or increase local hiring, according to Motilal Oswal Financial Services.

  11. 11.The Social and Educational Survey, popularly known as the ‘caste census’ in Karnataka, commenced Monday, with enumerators going door-to-door to collect data.

  12. 12. A 13-year-old Afghan boy's "curiosity" brought him to Delhi from Afghanistan after he somehow managed to get inside the landing gear compartment of an aircraft that took off from Kabul.

  13. 13.The Supreme Court Monday lamented some high court judges being unable to “deliver on their tasks” as it called for their “performance evaluation”.

  14. 14.India maintained their stranglehold over arch-foes Pakistan across sports as the country's football team notched a 3-2 victory in a highly-charged SAFF U17 Championship match.

  15. 15.Grandmaster Divya Deshmukh, the reigning FIDE Women’s World Cup champion, has been awarded a wild card for the upcoming FIDE World Cup 2025, scheduled to take place in Goa from October 31 to November 27.

22 Y
5 22-09-2025 Odia
  1. 1.ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ)ରେ ସଂସ୍କାର ଦରଦାମ୍‌ ଯୁବବର୍ଗଙ୍କୁ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ଵରାନ୍ବିତ କରିବ। ଦେଶରେ ସେପ୍ଟେମ୍ବର ୨୨ରୁ ନୂଆ ଜିଏସ୍‌ଟି କାର୍ଯ୍ୟକାରୀ ହେବାକୁ ଯାଉଛି। 

  2. 2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍‌-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି। 

  3. 3.ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ  ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି।

  4. 4.ବ୍ରିଟେନ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛି।

  5. 5.ତାମିଲନାଡୁର ତିରୁନେଲଭେଲିର ଏକ ମସଜିଦ ଗ୍ରାମାଞ୍ଚଳର ୧୧୦୦ ଏକର ଜମି ୱାକଫ ସମ୍ପତ୍ତି ବୋଲି ଦାବି କରୁଥିଲା । କିନ୍ତୁ ମାଡ୍ରାସ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

  6. 6.କେନ୍ଦ୍ରାପଡା ମହାକାଳପଡ଼ାରେ ମାଛ ମାରୁଥିବା ବେଳେ ବଜ୍ରପାତ, ଡଙ୍ଗାରେ ବାପା ଟଳି ପଡିଲେ, ପୁଅ ନିଖୋଜ।

  7. 7.ପୁରୀରେ ଶ୍ରୀକ୍ଷେତ୍ର କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ କରାଯାଇଛି ।

  8. 8.ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ଗୋଦାମରେ ବିସ୍ଫୋରଣରେ ଜଣେ ମୃତ, ୧୨ ଗୁରୁତର ।

  9. 9.ଭଦ୍ରକ ବନ୍ଧଗାଁ ରେ ନିଜ ଦେହରେ ନିଆଁ ଲଗାଇ ମେକାନିକ୍ ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର।

  10. 10.ଭଦ୍ରକ ସଦର ଚଢ଼ିଆ ପଞ୍ଚାୟତରେ ଖ୍ରୀଷ୍ଟିଆନରୁ ହିନ୍ଦୁ ଧର୍ମକୁ ଆସିଲେ ୧୦ ପରିବାରର ୪୦ ଆଦିବାସୀ

  11. 11.ଆଧାର କାର୍ଡକୁ ନେଇ ସରକାରଙ୍କ ନିଷ୍ପତ୍ତି। ବାୟୋମେଟ୍ରିକ୍ସ ଅପଡେଟ୍ ମାଗଣା କରାଯିବ ।

  12. 12.ପାଲେଷ୍ଟାଇନକୁ ମାନ୍ୟତା ଦେଲେ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ।

  13. 13.ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ ବ୍ରାଣ୍ଡର ଏକ ଲିଟରର ମୂଲ୍ୟ ପୂର୍ବରୁ ୧୫ ଟଙ୍କା ଥିବା ବେଳେ ଏବେ ଜିଏସଟି ହ୍ରାସ ପରେ ୧୪ ଟଙ୍କା ହୋଇଛି।

  14. 14.ଭାରତର ୨୮ ରାଜ୍ୟର ମୋଟ ସରକାରୀ ଋଣ ୧୦ ବର୍ଷ ମଧ୍ୟରେ ୩ ଗୁଣ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ (ସିଏଜି)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି।

  15. 15.ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଆମୁଲ ବ୍ରାଣ୍ଡ ଅଧୀନରେ ବିକ୍ରି ହେଉଥିବା ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି, ଯାହା ଦ୍ୱାରା ଗ୍ରାହକମାନଙ୍କୁ “ଜିଏସଟି ୨.୦ ହ୍ରାସର ପୂର୍ଣ୍ଣ ଲାଭ” ମିଳିପାରିବ।

  16. 16.ରାଜ୍ୟରେ ମୋଟ୍‌ ୭୪ ହଜାର ୨୨୪ଟି ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟରତ। ସେଥିମଧ୍ୟରୁ ୫୩ ହଜାର ୧୯୪ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ବର୍ତ୍ତମାନ ଭଡ଼ାଘରେ ଚାଲିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭଡ଼ାଗୃହରେ ଚାଲୁଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକର ଭଡ଼ା ବାବଦକୁ ୮୧୮.୧୬ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଥିଲା।

  17. 17.ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି।

  18. 18.ବିଜ୍ଞାନ କ୍ଷେତ୍ରରେ କିଛି ଗବେଷଣା ପ୍ରଥମେ ଲୋକଙ୍କୁ ହସାଇଥାଏ ଏବଂ ପରେ ଏହାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏପରି ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ ଆଇଜି ନୋବେଲ ସମ୍ମାନ ପ୍ରଦାନ କରାଯାଇଥାଏ।

  19. 19.ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି।

  20. 20.ସାଇବର ଆକ୍ରମଣ ଯୋଗୁଁ ୟୁକେ ଏବଂ ବେଲଜିୟମ ସମେତ ବହୁ ୟୁରୋପୀୟ ଦେଶରେ ବିମାନ ବାତିଲ, ହଜାର ହଜାର ଯାତ୍ରୀ ଫସିଲେ।

68 Y
6 22-09-2025 English
  1. 1.GST 2.0 Rates LIVE Updates: The new Goods and Services Tax (GST) rates have taken effect today, with many items, including daily food and essentials, as well as life and health insurance policies, becoming cheaper..

  2. 2.One of the biggest beneficiaries of this change is the electronics sector. Appliances such as air conditioners, refrigerators, washing machines, dishwashers, and large-screen TVs, previously taxed at 28%, will now attract 18% GST.

  3. 3.Britain, Canada and Australia all recognise a Palestinian state, in a move borne out of frustration over the Gaza war.

  4. 4.he Taliban has firmly rejected former US President Donald Trump’s demand that Afghanistan hand back control of Bagram Air Base, once the largest American military installation in the country.

  5. 5.The Election Commission (EC) has asked its state election officers to get ready for the special intensive revision (SIR) by September 30.

  6. 6. Prime Minister Narendra Modi Sunday asserted that the reforms in goods and services tax (GST) kicking in Monday will accelerate India’s growth story, emphasising that it is a big and important step for “Aatmanirbhar Bharat” and linking a boost to ‘swadeshi’ products to the country’s prosperity.

  7. 7.The state government has proposed to the Centre to change the venue of Prime Minister Narendra Modi’s public meeting September 27 from Berhampur to Jharsuguda in view of the forecast for heavy rain, the state’s Disaster Management Minister Suresh Pujari said Sunday.

  8. 8.Despite the Central and state governments launching multiple education schemes to encourage students to continue their studies and parents to send their children to school; such efforts have failed to yield desired results in Koraput district.

  9. 9.The Kochi Water Metro has achieved a new milestone of 50 lakh passengers within just 29 months of commencing operations, officials said Sunday.

  10. 10.Union Education Minister Dharmendra Pradhan Sunday said the Centre was not imposing any language anybody. He termed those who claim that the Centre imposes the three language policy on states as "politically motivated".

  11. 11.According to the revised rates, the price of a 500 ml UHT milk tetra pack has been cut by Rs2, bringing it down to Rs37, while the one-litre pack will cost Rs67 after a Rs3 reduction.

  12. 12.The Union government is preparing to incorporate skill-based learning into the curriculum of Classes 11 and 12 in line with the recommendations of the National Education Policy (NEP) 2020, Union Education Minister Dharmendra Pradhan said on Sunday. 

  13. 13.Odia feature film LAHARI has earned an official selection at the 20th edition of the Tasveer Film Festival—popularly known as the Seattle South Asian Film Festival—the only Oscar-qualifying South Asian film festival in the world. 

  14. 14.Several districts in Odisha may witness heavy rainfall as two fresh low-pressure areas are likely to form over the Bay of Bengal in the next few days.

  15. 15.In a stunning display of resilience and skill, India’s para badminton star Pramod Bhagat marked his return to the international stage with a gold medal in the Men’s Singles SL3 category at the China Para Badminton International 2025.

52 Y
7 21-09-2025 Odia
  1. 1.ରୁଷ୍‌ ଗତ ରାତିସାରା ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ୍‌ ଗତରାତିରେ ୫୮୦ ଡ୍ରୋନ୍‌ ଏବଂ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରିଛି।। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଶତାଧିକ ସ୍ଥାନରେ ଧ୍ବଂସଲୀଳା ଦେଖିବାକୁ ମିଳିଛି।
  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଇସ୍ରାଏଲ୍‌କୁ ୬.୪ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ବିକ୍ରୟ କରିବା ପାଇଁ କଂଗ୍ରେସକୁ ଏକ ପ୍ରସ୍ତାବ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ, ଏହି ଚୁକ୍ତିରେ ୭୦ ନିୟୁତ ଡଲାର ମୂଲ୍ୟର ୩୦ଟି ଏଲଚ-୬୪ ଆପାଚେ ହେଲିକପ୍ଟର, ୩,୨୫୦ ପଦାତିକ ଆକ୍ରମଣ ଯାନ ଏବଂ ସହାୟକ ଉପକରଣ ଅନ୍ତର୍ଭୁକ୍ତ ରହିଛି।

  3. 3.ଭାରତ ଉପରେ ଆମେରିକାର ବର୍ଦ୍ଧିତ ଟାରିଫ ପରେ ଏବେ ଭିସା ଫି ମାଡ଼। ଏଚ୍‌-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବଢ଼ିଲା

  4. 4. ମାଲୟାଲମ୍‌ ସିନେମାର ସୁପର୍‌ଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏହି ଘୋଷଣା ପରେ ମୋହନଲାଲ କହିଛନ୍ତି, ‘ଏହା କେବଳ ମୋର ନୁହେଁ, ସମଗ୍ର ମାଲୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ମାନ।’ ଏହି ପୁରସ୍କାର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଆସନ୍ତା ୨୩ ତାରିଖ ଦିନ ପ୍ରଦାନ କରାଯିବ।

  5. 5.ଅନଲାଇନ୍‌ରେ ଜୋତା ଅର୍ଡର କରିବା ଜଣେ ଆଇଆଇଟି ଛାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ଠକ ନିଜକୁ ଏକ କୋରିଅର କମ୍ପାନୀର ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟରୁ ୧.୨୬ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।

  6. 6.ଖଣିରୁ ଓଡ଼ିଶା ସରକାର ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍‌ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହି ରାଜସ୍ବ ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

  7. 7.୭୦,୦୦୦ କୋଟି ଟଙ୍କାର ନିବେଶ ପାଇଁ, ଓଡ଼ିଶା ସରକାର ସାଗରମାଳା ଫାଇନାନ୍ସ କର୍ପୋରେସନ ଏବଂ ପାରାଦୀପ ଏବଂ ବିଶାଖାପାଟଣା ବନ୍ଦର କର୍ତ୍ତୃପକ୍ଷଙ୍କ ସହଭାଗୀ ହୋଇ ଗଞ୍ଜାମ ଜିଲ୍ଲାର ବାହୁଡାଠାରେ ଏକ ଗଭୀର ସମୁଦ୍ର ସବୁଜ ବନ୍ଦର ଏବଂ ୬,୦୦୦ ଏକରରୁ ଅଧିକ ଜମିରେ ଏକ ବନ୍ଦର-ନେତୃତ୍ୱାଧୀନ ଶିଳ୍ପ କ୍ଷେତ୍ର ବିକଶିତ କରିବେ।

  8. 8.ରାଜ୍ୟରେ ୬୨୬୪ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ।

  9. 9.ରାଜ୍ୟରେ  ଆସନ୍ତା ବର୍ଷ ଖୋଲିବ ନୂଆ ୭ଟି ନର୍ସିଂ ମହାବିଦ୍ୟାଳୟ। ସବୁଥିରେ ୬୦ ଲେଖାଏଁ ସିଟ୍ ରହିବ।

  10. 10.ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ। ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

  11. 11.ନୂଆ ରେଳପଥ ଭୁବନେଶ୍ୱରରୁ କୋଣାର୍କ ନିର୍ମାଣ ହେବ।

  12. 12.ଭୁବନେଶ୍ୱର ୬୪ ଯୋଗିନୀ ପୀଠ ବିକାଶ ପାଇଁ  ୧୦ କୋଟି ଖର୍ଚ୍ଚ ହେବ।  

  13. 13.କଟକ ଭୁବନେଶ୍ୱର ଟ୍ରାଫିକ ନିୟନ୍ତ୍ରଣ ପାଇଁ ତ୍ରିଶୁଳିଆରେ ଦ୍ଵିତୀୟ ବ୍ରିଜ୍ ନିର୍ମାଣ ହେବ ।

  14. 14.ଯାଜପୁର ସୁକିନ୍ଦାରେ ପିଲାଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଲେ ମା’। ପୁଅ ମୃତ, ବର୍ତ୍ତିଗଲା ଝିଅ, ମହିଳା ଗୁରୁତର। ଅନ୍ୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଉଦ୍ଧାର କଲେ।

  15. 15.ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ହାଇସ୍କୋରିଂ ମ୍ୟାଚରେ ଭାରତକୁ ୪୩ ରନରେ ହରାଇଲା

63 Y
8 21-09-2025 English
  1. 1.Malayalam superstar Mohanlal has been named the recipient of the Dadasaheb Phalke Award for 2023, the country’s highest recognition in the fi eld of cinema, the I&B Ministry announced Saturday.

  2. 2. The state government has initiated steps for the construction of a new secretariat building in Bhubaneswar, Works Minister Prithiviraj Harichandan told the Assembly, Saturday

  3. 3. Over 1.33 lakh foreign tourists visited Odisha in five years, starting 2020, with the highest of 53,392 in 2024, Deputy Chief Minister Pravati Parida told the Assembly Saturday.

  4. 4.The state government has collected Rs 3,232.43 crore as Excise revenue till the end of August in the current financial year, Excise Minister Prithiviraj Harichandan informed the Assembly Saturday.

  5. 5.The Shree Jagannath Temple Administration (SJTA) has decided to put restrictions on the use of mobile phones by officials, police and servitors on the temple premises.

  6. 6.Commerce and Industry Minister Piyush Goyal will lead an offi cial delegation to the US for trade talks September 22, an offi cial statement said Saturday

  7. 7.Trump signed the proclamation ‘Restriction on entry of certain nonimmigrant workers’, saying the abuse of the H-1B visa programme is a ‘national security threat.’

  8. 8.The Kerala High Court has observed that it cannot accept multiple marriages of a Muslim man when he has no capacity to maintain his wives, and one of them approaches the court claiming maintenance.

  9. 9.Iraq is set to open the country's first industrial-scale solar plant on Sunday in a vast expanse of desert in Karbala province, southwest of Baghdad.

  10. 10.Saudi Arabia will defend Pakistan in the event of India declaring war on its neighbour, Pak Defence Minister Khawaja Asif told reporters in Islamabad Friday, emphasising the 'strategic mutual assistance' component of the deal two countries signed this week.

  11. 11.Using the Time Use Survey 2024, the government is set to decode deeper insights into applications of data for policymaking, according to the Ministry of Statistics and Programme Implementation (MoSPI)

  12. 12.The Employees Provident Fund Organisation (EPFO) has introduced a signifi cant change that will make it easier for professionals to transfer their provident fund balance when switching jobs.

  13. 13.India has emerged as a global leader in seafood exports, currently supplying to 132 countries, and the nation has set an aim to double its exports to $15 billion by 2030.

  14. 14.India's Greco-Roman wrestlers continued to struggle at the World Wrestling Championships with all three in action Saturday getting eliminated early, bringing an end to the abject show by the country at this year's edition.

  15. 15.Indian men's para badminton pair of Abu Hubaida and Prem Kumar Ale clinched a bronze medal in the WH1-WH2 category after the top seeds lost their semifi nal match to China's Mai Jianpeng and Qu Zimo 4-21, 10-21 in the China Para Badminton International, here Saturday

51 Y
9 20-09-2025 Odia
  1. 1.ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି।  ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍‌ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।

  2. 2.ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେବଗଡ଼ର ଆଡାସରେ ୧୬୮୫ କେଜି ଓ ‌କେନ୍ଦୁଝରର ଗୋପୁରରେ ୩୧୧.୦୭ କେଜି ସୁନା ପଥର ଥିବା ଆକଳନ କରାଯାଇଛି।

  3. 3.ଓଡ଼ିଶାରେ ବର୍ତ୍ତମାନ ପାରାଦୀପ, ଧାମରା ଓ ଗୋପାଳପୁରଠାରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଥିରୁ ପାରାଦୀପ ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଦୁଇଟି ବନ୍ଦର ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ ଅଧୀନରେ ରହିଛି।

  4. 4.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।

  5. 5.ରୁଷ୍‌-ବେଲାରୁଷ୍ ସହିତ ଚାଲିଥିବା ‘ଜାପାଡ୍’ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ ନ କରିବା ପାଇଁ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ରୁଷ୍‌ ଅଭିଯୋଗ କରିଛି।

  6. 6.ନିର୍ବାଚନ କମିସନର ଜ୍ଞାନେଶ କୁମାର ଗଣତନ୍ତ୍ରକୁ ଧ୍ବଂସ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବାର ଦିନକ ପରେ ରାହୁଲ ନିର୍ବାଚନ କମିସନ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି।

  7. 7.ବିଷ୍ଣୁପୁର ଜିଲ୍ଲାର ନାମ୍ବୋଲ ସବାଲ ଲେଇକାଇରେ ଆସାମ ରାଇଫଲ୍ସର ଗାଡ଼ିମାଳ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିବର୍ଷା କରିବାରୁ ୩୩ ନମ୍ବର ବାଟାଲିୟନର ଦୁଇ ଯବାନ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି।

  8. 8.କଟକର ବାରଙ୍ଗରେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ପିଏସ୍‌ପି ଇଲେଭେନ୍ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ଏକ ଇଭି ଓ ବ୍ୟାଟେରି ପ୍ରକଳ୍ପ ସ୍ଥାପନ କରାଯିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୪୨୦ ଏକର ଜମି ଦରକାର। ଇଡ୍‌କୋ ତରଫରୁ ବାରଙ୍ଗ ତହସିଲ ଅଧୀନସ୍ଥ ଚାରିଟି ଗ୍ରାମରେ ଥିବା ୮୭୧.୪୨ ଏକର ଜମି କମ୍ପାନିକୁ ଆବଣ୍ଟନ କରାଯାଇଛି।

  9. 9.ସପ୍ତାହର ଶେଷ ବ୍ୟବସାୟ ଦିବସରେ, ସେନସେକ୍ସ ୨୪୦ ପଏଣ୍ଟ ହ୍ରାସ ପାଇ ୮୨୭୭୧ ଏବଂ ନିଫ୍ଟି ୬୦ ପଏଣ୍ଟ ହ୍ରାସ ପାଇ ୨୫୩୬୧ରେ ପହଞ୍ଚିଛି। ତେବେ ନିଫ୍ଟି ବ୍ୟାଙ୍କ ମଧ୍ୟ ହ୍ରାସ ପାଉଛି, ପ୍ରାୟ ୧୫୦ ପଏଣ୍ଟ ହ୍ରାସ ପାଇଛି।

  10. 10.ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।

  11. 11.ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି ।

  12. 12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ।

  13. 13.ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରତ୍ରିରେ ୬୭ବର୍ଷ ବୟସରେ  ମୃତ୍ୟୁ ଘଟିଛି। ସେ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

  14. 14.ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲାକୁ ବଦଳି ହୋଇପାରିବେ। 

  15. 15.ଏସିଆ କପ୍‌ କ୍ରିକେଟ୍‌ରେ ଓମାନ୍‌ ବେଶ୍‌ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍‌ରେ ଏହି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି ।

83 Y
10 20-09-2025 English
  1. 1.A total of 2,164 lecturer posts have been lying vacant in government universities and colleges across the state. As many as 1,404 out of 2,073 sanctioned lecturer posts across various departments are lying vacant in 17 government universities.

  2. 2.The state government is considering the inclusion of Bhagavad Gita sessions in schools to support the moral and intellectual growth of students, School and Mass Education Minister Nityananda Gond told the Assembly Friday .

  3. 3.The Grand Alliance will not contest the Bihar assembly election without a Chief Ministerial face, Rashtriya Janata Dal's Tejashwi Yadav told NDTV , packing in a little dig.

  4. 4.As many as 27,167 persons were killed in road accidents in the state over the last five years, at an annual average of 5,433 deaths, while 50,041 persons were injured during the same period.

  5. 5.The State Level Single Window Clearance Authority (SLSWCA), headed by Chief Secretary Manoj Ahuja, Friday approved Rs4,739 crore worth 25 investment proposals which are expected to create 25,200 employment opportunities across several districts of Odisha.

  6. 6.As many as 19 sexual harassment complaints have been fi led in different colleges and universities across the state in 2024, Higher Education (HE) Minister Suryabanshi Suraj told the Assembly Friday.

  7. 7.The headmaster of Timanpur Ashram School under Sinapali block in Nuapada district has been suspended for allegedly torturing a student.

  8. 8.Surekha Yadav, who shattered the glass ceiling to become Asia’s fi rst woman locopilot, is set to retire at the end of this month after 36 years of service, an offi cial from the Central Railway said on Friday.

  9. 9.The Election Commission (EC) Friday said it has de-listed 474 more registered unrecognised political parties for fl outing norms, including not contesting elections in the last six years.

  10. 10.Union Minister Manohar Lal Khattar Friday unveiled the drainage master plan for Delhi, designed to meet the capital's requirements for the next 30 years and reduce waterlogging by 50 per cent in the next three years. The Rs57,362.85 crore plan also aims to reduce fl ood-related accidents by 30 per cent within five years.

  11. 11.The political storm over "vote theft" has flared up once again in the national capital, with Arvind Kejriwal's Aam Aadmi Party accusing the Election Commission of colluding with the BJP during the 2025 Delhi Assembly elections.

  12. 12. PhonePe Friday said it has got the final authorisation from the Reserve Bank of India (RBI) to operate as an online payment aggregator.

  13. 13.Apple's latest fl agship, the iPhone 17, launched Friday to an unprecedented frenzy, with eager customers lining up for hours - even camping overnight for up to 21 hours - outside Apple stores across major cities.

  14. 14.Skipper Suryakumar Yadav made optimal use of available resources in both departments as India did enough to beat a spirited Oman by 21 runs to end their league stage commitments in Asia Cup with a hat-trick of victories.

  15. 15.The Supreme Court Friday approved the draft Constitution of the All India Football Federation (AIFF) with certain modifi cations, directing the AIFF administration to adopt it within four weeks.

60 Y