# |
Date |
Type |
Current Affairs |
No. Of Views |
Status |
Action |
3421 |
04-10-2020 |
Odia |
ଆଜିର ଅନୁଚିନ୍ତା ......
ଜୀବନରେ ପ୍ରତ୍ୟେକଟି ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କର କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇଯାଇଥିବା
- ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।
- ଚଳିତ ବର୍ଷ କୋରନା ଯୋଗୁଁ ମୋଟର୍ ଯାନ ରାଜସ୍ବ ୪୨% କମିଛି, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
- ୩୬ ପାହାଚ ଚଢ଼ି ଚାଇନିଜ୍ ଆକ୍ରୋବାଟ୍ ଲି ଲଙ୍ଗ୍ଲଙ୍ଗ୍ ନିଜ ଗିନିଜ୍ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ହାତ କି ଗୋଡରେ ପାହାଚକୁ ଆଦୌ ସ୍ପର୍ଶ ନ କରି କେବଳ ମୁଣ୍ଡରେ ଏଭଳି କାରନାମା କରି ଦେଖାଇଛନ୍ତି ।
- ପୋର୍ଟବ୍ଲେୟାରରେ ଅସ୍ତ୍ରଶସ୍ତ୍ର ବୋଝେଇ ମାର୍କିନ ପି-୮ ବିମାନ; ଚୀନ ଉଦବିଗ୍ନ।ଲସ୍ ।
- ୭୦ ବର୍ଷ ପରେ କୃଷିକ୍ଷେତ୍ରକୁ ସ୍ୱାଧୀନତା ମିଳିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ମୋରାଟୋରିଅମ୍ ଅବଧିରେ ଗ୍ରାହକମାନଙ୍କୁ ସୁଧ ଉପର ସୁଧ ଛାଡ଼ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି।
- ବିଶ୍ବର ସବୁଠୁ ଚର୍ଚ୍ଚିତ ତଥା ଆମେରିକାର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ କଂପାନି ଟେସ୍ଲା ଆସନ୍ତା ବର୍ଷ ଭାରତ ଆସିବ। କଂପାନିର ସିଇଓ ଏଲନ୍ ମସ୍କ ଏହି ସଙ୍କେତ ଦେଇଛନ୍ତି।
- ଆମେରିକା ଏବଂ ବ୍ରାଜିଲ୍ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତର କରୋନା ମୃତ୍ୟୁ ୧ ଲକ୍ଷ ଟପିଯାଇଛି। ଗତକାଲି ୧,୦୭୬ ଜଣଙ୍କର ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨ରେ ପହଞ୍ଚିଛି।
- ଆଜନ୍ମରୁ ଦଳିତ, ନିଷ୍ପେଷିତ, ଉପେକ୍ଷିତ ଜନତାଙ୍କ ସେବାରେ ସମର୍ପିତ ‘ସମାଜ’ ଆଜି ଶହେ ବର୍ଷ ଅତିକ୍ରମ କରି ୧୦୧ ବର୍ଷରେ ପଦାର୍ପଣ କରିଛି।
- ଅଗ୍ରଣୀ ଇ-କମର୍ସ କଂପାନି ଫ୍ଲିପ୍କାର୍ଟର ସର୍ବବୃହତ ସପିଙ୍ଗ୍ ଉତ୍ସବ ‘ବିଗ୍ ବିଲିଅନ୍ ଡେଜ୍’ ଚଳିତ ମାସ ୧୬ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ। ଏହି ଛଅ ଦିନିଆ ସପିଙ୍ଗ୍ ଉତ୍ସବରେ ଫ୍ଲିପ୍କାର୍ଟ ନୂଆ ଓ ପୁରୁଣା ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟରେ ବିଭିନ୍ନ ପ୍ରକାର ଉତ୍ପାଦ ଯୋଗାଇବ
|
711 |
Y |
|
3422 |
04-10-2020 |
English |
- Prime Minister inaugurated the Atal Tunnel which is the world longest high-altitude tunnel at Rohtang.
- World Day for Farmed Animals was celebrated on October ,
- India successfully test-fired a new version of nuclear-capable Shaurya missile on October , 2020.
- Reliance Life Sciences has developed an real-time reverse transcription-polymerase chain reaction (RT-PCR) kit to diagnose COVID-19 infection in about 2 hours.
- NSS report- ‘Time Use Survey’, which was a first of its kind, was recently conducted by the Ministry of Statistics and Programme Implementation (MoSPI).
- The Supreme Court has held that the length of a prison sentence or the gravity of the crime cannot be the sole basis for denying a convict premature release from jail.
- The Department of Fertilizers (Ministry of Chemicals and Fertilizers) has been ranked 3rd out of the 65 Ministries/Departments with a score 4.11 on a scale of 5 on Data Governance Quality Index (DGQI).
- Oxfam International and the Stockholm Environmental Institute (SEI) has released a report titled “Confronting Carbon Inequality”, which highlights that a rich person contributes more to the climate crisis than a poor person.
- The Union Minister of Jal Shakti Gajendra Singh has launched the 100-days campaign to provide piped water supply to schools and Anganwadi centres.
- UK Prime Minister Boris Johnson will hold talks with the president of the European Commission, Ursula von der Leyen in order to discuss the current post-Brexit negotiations and steps that needs to taken forward.
- Northrop Grumman has launched their next Cygnus vehicle named as S.S. Kalpana Chawla and a Antares rocket for the NG-14 mission to the International Space Station (ISS).
- The second edition of Indian Navy (IN) – Bangladesh Navy (BN) Bilateral Exercise Bongosagar will commence in Northern Bay of Bengal on 03 October 2020.
- The Union Jal Shakti Minister presented the state level Swachh Sundar Samudayik Shouchalaya award to Gujarat
- Indian Bank has launched a green initiative named “IB-eNote” to enable a total paperless working environment.
- The Amnesty International India has stopped its operations in the country, after the government of India froze the bank accounts of the organisation for allegedly breaking rules on foreign funding laws
|
717 |
Y |
|
3423 |
03-10-2020 |
English |
- The Indian Council of Medical Research in collaboration with the Hyderabad based biopharmaceutical company Biological E ltd has developed “Purified Antisera” for a potential treatment for COVID 19.
- The Defence Ministry have placed orders with a private firm for the supply of 10 lakh hand grenades.
- Australian woman cricketer and wicketkeeper, Alyssa Healy broke the record of “Most Dismissal by Wicket Keeper” by MS Dhoni’s who made 91 dismissals in 98 T20 Internationals(T20Is) for India.
- The Reserve Bank of India (RBI) has deferred implementation of provisions made under Basel III capital due to uncertainty related to COVID crisis.
- Gujarat Government has signed a 5-year Memorandum of Understanding (MoU) with Denmark in the water sector.
- Armenia and Azerbaijan have involved in fighting again and a fresh clashes have erupted on the Armenia-Azerbaijan border.
- Prime Minister Narendra Modi will inaugurate a global virtual summit on Artificial Intelligence (AI) named RAISE 2020 on October 5.
- Union Minister for Chemicals & Fertilizers Shri. D.V. Sadananda Gowda has launched POS 3.1 software, SMS Gateway and Home Delivery facility of Fertilizers (RBK) for farmers in Andhra Pradesh.
- A Survey was conducted by the Development Monitoring and Evaluation Office (DMEO), NITI Ayog in order to assess performance of different Ministries or Departments’ on the implementation of Central Sector Schemes (CS) and Centrally Sponsored Schemes (CSS).
- A high level meeting at Ministry of AYUSH recently endorsed the operational integration of Ayush Grid with the National Digital Health Mission (NDHM).
- The South Eastern Railways (SER) has launched the project, “Operation my Saheli” to enhance the security of women passengers in the train throughout the entire journey from the originating point to their destinations.
- The 19th round of Foreign Office Consultations between India and Myanmar was held on October 1, 2020 in virtual mode.
- The Supreme Court (SC) of India struck down the Gujarat government’s decision to exempt industries from paying overtime wages to workers under the Factories Act, 1948.
- The International Day of Non-Violence is observed on October 2 to commemorate the birth anniversary of Mahatma Gandhi.
- Kolkata based Real Estate Developer, Bengal Peerless Housing Development Company Limited appointed Sourav Ganguly as it’s Brand Ambassador.
|
708 |
Y |
|
3424 |
03-10-2020 |
Odia |
ଆଜିର ଅନୁଚିନ୍ତା ......
ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ ।ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ ।
- ଭାରତ-ବାଂଲାଦେଶ ମିଳିତ ନୌ-ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି।
- ଗାନ୍ଧୀ ଜୟନ୍ତୀ ଉପଲକ୍ଷେ VAIBHAVର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବୈଜ୍ଞାନିକଙ୍କୁ ଦେଲେ ଧନ୍ୟବାଦ।
- ଦେଶର ସର୍ବ ବୃହତ ହସ୍ତତନ୍ତ ଓ ଜୈବିକ ଉତ୍ପାଦ ହାଟ ‘ଆଦିବାସୀ ଇଣ୍ଡିଆ ଇ-ମାର୍କେଟପ୍ଲେସ୍’ ଆରମ୍ଭ।
- ଆଜି ଉଦଘାଟିତ ହେବ ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ: ହିମାଚଳପ୍ରଦେଶ ରୋହତାଙ୍ଗରେ ଥିବା ୯ କି.ମିରୁ ଅଧିକ ଲମ୍ବର ଟନେଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
- IPL: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇ ।ରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ ।
- ଆରମ୍ଭ ହେଲା ୧୦୦ଦିନିଆ ଜଳଜୀବନ ମିଶନ ଅଭିଯାନ, ଏଣିକି ସବୁ ସ୍କୁଲ ଓ ଅଙ୍ଗନବାଡ଼ି ପିଲାମାନଙ୍କୁ ମିଳିବ ଶୁଦ୍ଧ ପାନୀୟ ଜଳ।
- ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ସରକାର ରାଜ୍ୟର ୧୪ ଲକ୍ଷ ୮୩ ହଜାର ପ୍ରାକ-ସ୍କୁଲ ପିଲାଙ୍କୁ ଦୁଇଟି ସେଟ୍ ଲେଖାଏଁ ୟୁନିଫର୍ମ ବଣ୍ଟନ କରିଛନ୍ତି।
- ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ପ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ଏହା ଆତ୍ମହତ୍ୟା ମାମଲା ବୋଲି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ସୂଚନା ଦେଇଥିବା ଜଣପଡ଼ିଛି ।
- ଦେଶର ୯୯ ପ୍ରତିଶତରୁ ଅଧିକ ସହର ବାହ୍ୟ ମଳତ୍ୟାଗ ମୁକ୍ତ ହୋଇପାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ ଆଜି ସ୍ଵଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ଅବସରରେ ‘ସ୍ୱଚ୍ଛତାର ୬ ବର୍ଷ-ଅତୁଳନୀୟ’ ଶୀର୍ଷକ ଏକ ୱେବିନାର ଆୟୋଜନ କରିଛି।
- ପରମାଣୁ ଶକ୍ତିସମ୍ପନ୍ନ ‘ଶୌର୍ଯ୍ୟ’ କ୍ଷେପଣାସ୍ତ୍ରର ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କଲା ଭାରତ
|
640 |
Y |
|
3425 |
02-10-2020 |
Odia |
ଆଜିର ଅନୁଚିନ୍ତା ......
ରୂପକୁ ଯେତେ ସଜାଇଲେ କଣ ହେବ ଯଦି ତୁମ ପାଖରେ ଗୁଣ ନାହିଁ,ସେ ରୂପର କିଛି ମହତ୍ତ୍ଵ ନାହିଁ କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ ଯେପରି ରାଜା ନିଜ ଦେଶରେ ସମ୍ମାନ ପାଉଥିବା ବେଳେ ବିଦ୍ବାନ ସାରା ଦେଶରେ ସମ୍ମାନ ପାଏ ।
- ବର୍ତ୍ତମାନ ବିଦେଶକୁ ଟଙ୍କା ପଠାଇବା ସମୟରେ ଉତ୍ସ (TCS) ରେ ସଂଗୃହିତ୫% ଟ୍ୟାକ୍ସକୁ ଅତିରିକ୍ତ ଦେୟ ଦେବାକୁ ପଡିବ |
- ସ୍ଥାୟୀ ଜମା ସୁଧ ଉପରେ ଟିକସ ସଞ୍ଚୟ କରିବାକୁ, ଜମା ହେବାକୁ ଥିବା ୧୫G ଏବଂ ୧୫H ଫର୍ମ, ଆୟକର କିମ୍ବା ଜିଏସ୍ଟି ଚ୍ୟାଲେଞ୍ଜ ସହିତ ଆକାଉଣ୍ଟ ଷ୍ଟେଟମେଣ୍ଟ ଅନୁରୋଧ, ଟର୍ମ ଜମା ରସିଦ ମଧ୍ୟ ଘରେ ଉପଲବ୍ଧ | ବର୍ତମାନ ଏହି ସେବା ବର୍ତ୍ତମାନ ଅକ୍ଟୋବର୨୦୨୦ ରୁ ଘରେ ଉପଲବ୍ଧ ହେବ |
- ବଢ଼ିଲା ବିଦ୍ୟୁତ୍ ଶୁଳ୍କ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ବିଦ୍ୟୁତ୍ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି।
- ସେପ୍ଟେମ୍ବର ମାସରେ ଉଭୟ ଦେଶ ଓ ରାଜ୍ୟରେ ଅଧିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ହୋଇଛି। ଓଡ଼ିଶାରେ ଏହି ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ।
- ଦେଶରେ ବିମାନବନ୍ଦରଗୁଡ଼ିକର ପରିଚାଳନା ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଜ ଇତିହାସରେ ପ୍ରଥମ ଥର ଲାଗି କ୍ଷତି ସହିବାକୁ ଯାଉଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହା ୨୫ ବର୍ଷ ପରେ ପ୍ରଥମ କ୍ଷତି ସହିବ। ଏହି ସଂସ୍ଥାକୁ ୧୯୯୫ରେ ସ୍ଥାପନ କରାଯାଇଥିଲା। ସେହି ବର୍ଷଠାରୁ କୌଣସି ଗୋଟିଏ ବର୍ଷ ଏହାର କ୍ଷତି ହୋଇନାହିଁ।
- ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
- ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ଆଜି ଡ୍ରଗ୍ସ କାରବାରରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି।
- ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ‘ଅନ୍ତର୍ଜାତୀୟ ଅହି˚ସା ଦିବସ’ ଭାବେ ପାଳନ କରିବା ପାଇଁ ୧୫ ଜୁନ୍ ୨୦୦୭ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା ଏବ˚ ସେହି ବର୍ଷ ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ପାଇଁ ଜାନୁଆରି ୨୦୦୪ରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଇରାନିଆନ୍ ନୋବେଲ୍ ବିଜୟିନୀ ସିରିନ ଇବାଦି।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍)ରେ ସିଲ୍ଭର ଲେକ୍ର ସହ-ନିବେଶକଗଣ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଓ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। ଏ
- ରେନୋ ଇଣ୍ଡିଆ ପକ୍ଷରୁ କ୍ବିଡ୍ର ନୂଆ ନିଓଟେକ୍ ଏଡିସନ୍କୁ ଉନ୍ମୋଚନ କରାଯାଇଛି। କ୍ବିଡ୍ ୦.୮ଏଲ୍ ଏମ୍ଟି, ୧.<
|
662 |
Y |
|
3426 |
02-10-2020 |
English |
- China is all ready to send out the world’s first asteroid mining robot into space in November 2020.
- The French Space Agency CNES announced on September 30, 2020 that it going to participate in ISRO’s Venus Mission which has been named SHUKRAYAAN.
- NABARD to undertake Sanitation Literacy Campaign in Karnataka
- E-commerce marketplace, Flipkart and Bajaj Allianz General Insurance have launched a cyber insurance cover for online financial frauds.
- Filmmaker Shekhar Kapur named FTII governing council chairman
- The National Crime Records Bureau (NCRB) has released the annual Crime in India 2019 report. Crime against SCs have increased by over 7% and crimes against STs have increased by 26% in year 2019 compared to 2018.
- Union Minister for Tribal Affairs to launch India’s largest handicraft and organic products marketplace, Tribes India E-Marketplace (market.tribesindia.com) on the occasion of Gandhi Jayanti on October 2, 2020.
- .BrahMos Land-Attack Cruise Missile (surface-to-surface) was successfully flight tested from the Integrated Test Range at Balasore in Odisha.
- India’s eight core industrial sectors contracted by 8.5% in August 2020 compared to August 2019, marking the sixth month in a row of shrinking output.
- The International Day of Older Persons (IDOP) is observed on 1st October (designated in 1990 by the United Nations General Assembly) every year.
- The Ministry of Social Justice & Empowerment has launched the ‘Ambedkar Social Innovation and Incubation Mission (ASIIM)’ under Venture Capital Fund for Scheduled Castes (SCs) .
- The Ministry of Housing and Urban Affairs will celebrate six years of Swachh Bharat Mission on the occasion of birth anniversary of Mahatma Gandhi .
- The Union Minister of Science and Technology Dr Harsh Vardhan launched the Council of Scientific and Industrial Research Technologies for rural development.
- The Indian Coast guard Vessel Karnaklata Barua was commissioned at Kolkata.
- The family of Chittipeddi Kotaiah is going to apply for Geographical Indications Registry’s (GIR) tag for ‘Kakinada kaja’.
|
678 |
Y |
|
3427 |
01-10-2020 |
English |
1. The National Institute of Nutrition (NIN) has increased the average body weight for Indians by 5kg (from 60 to 65 kgs for men and 50 to 55 kg for women) in its recent report.
2.India successfully test fired the surface-to-surface supersonic cruise missile BrahMos having an indigenous booster and airframe section at Balasore, Odisha
3.30th September is observed by the United Nations as International Translation Day, every year.
4.Harijan Sevak Sangh was founded on September 30, in 1932, when Gandhi Ji was on fast in the Yervada Jail, Pune.
5.Defence Minister Rajnath Singh has launched the Defence India Startup Challenge (DISC 4) during the iDEX event.
6.India and the Kingdom of Denmark have launched the Green Strategic Partnership for delivering sustainable solutions to India.
7.The United Arab Emirates (UAE) has decided to send an unmanned spacecraft to the moon in 2024.
8.India and Bangladesh have agreed to set up a ‘High Level Monitoring Committee’ to regularly review the progress of implementation of projects which are being run with Line of Credit (Loc) provided by India.
9.The Palghar administration has asked authorities to remain alert against a possible spread of the Congo fever in the Maharashtra district.
10.Amnesty International India has halted its human rights operations in India due to the freezing of its bank accounts by the Government of India.
11.Scientists from the Pune-based Maximum Containment Laboratory and Indian Council of Medical Research (ICMR)-National Institute of Virology have noted the presence of antibodies against the Cat Que virus (CQV) in two human serum samples.
12.Google India on September 30, 2020 announced the launch of its nationwide campaign “Make Small Strong” in order to help support small businesses and drive demand through customer support.
13.Several states have complained about the growing crisis of Indian federalism due to Ordinances and the Bills brought by the Centre which encroaches on their area of legislation.
14.Serum Institute of India (SII) has received funds from Gavi, the Vaccine Alliance and the Bill and Melinda Gates Foundation, that would allow it to double its supply of Covid-19 vaccines (200 million doses) to India and other poorer countries as part of the Gavi COVAX facility.
15.NITI Aayog and Embassy of the Netherlands, New Delhi have signed a Statement of Intent (SoI) in order to support the decarbonization and energy transition agenda to accommodate cleaner and more energy. |
719 |
Y |
|
3428 |
01-10-2020 |
Odia |
ଆଜିର ଅନୁଚିନ୍ତା ......
ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ପାଇଥାଏ ସେପର୍ଯ୍ଯନ୍ତ ସଠିକ୍ ରାସ୍ତାକୁ ଆସି ପାରି ନ ଥାଏ ।
1. କୋଭିଡ୍ ସମୟରେ ଭାରତୀୟ ଅତିଧନୀଙ୍କ ସମ୍ପତ୍ତି ପରିମାଣରେ ୨୦% ବୃଦ୍ଧି ଘଟିଥିବା ଜଣାଯାଇଛି। ଆଇଆଇଏଫ୍ଏଲ୍ ହୁରୁନ୍ ଧନୀ ତାଲିକାନୁଯାୟୀ, ୧୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
2. ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି ।
3. IPL2020: ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ଆଇପିଏଲରେ ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ ।
4. ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଧୋନୀ । ଏକ ୱେବ୍ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ।
5. ଓଡ଼ିଶାରେ ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ।
6. ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ବ୍ୟାବହାରିକ ପରୀକ୍ଷଣ।
7. ଓଡ଼ିଶାରେ ଗାଡ଼ି କାଗଜପତ୍ର, ଡ଼୍ରାଇଭିଂ ଲାଇସେନ୍ସ ଧରି ବୁଲିବା ଝମେଲା ଶେଷ।ଡ଼ିଜିଟାଲ ଲକରରେ ରହିଥିବା ଏହି ପ୍ରମାଣପତ୍ର ହେବ ବୈଧ।
8. ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ ।
9. 28 ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ, ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କଲେ ସ୍ୱତନ୍ତ୍ର କୋର୍ଟ।
10.ଗୁଗୁଲ ମିଟର ଯେଉଁ ମାଗଣା ସେବା ୩୦ ସେପ୍ଟେମ୍ବରରେ ଶେଷ କରାଯିବାକୁ ଘୋଷଣା ହୋଇଥିଲା ତାହାକୁ ମାର୍ଚ୩୧, ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଘୁଞ୍ଚାଇ ଦେଇଛି । ଅର୍ଥାତ ଗ୍ରାହକମାନେ ଗୁଗୁଲ୍ ମିଟ୍ ମାଗଣା ସେବା ଆଉ ୬ ମାସ ପାଇପାରିବେ।
|
662 |
Y |
|
3429 |
30-09-2020 |
English |
1. The Maharashtra government has banned the sale of loose cigarettes and beedis, to reduce the consumption of tobacco and to comply with the Cigarettes and Other Tobacco Products Act (COTPA) 2003.
2. Serum Institute of India (SII) has announced on September 29, 2020 that it will produce an additional 100 million COVID-19 vaccine doses for India and other low and middle-income countries in 2021.
3. A new Defence Acquisition Procedure (DAP) 2020 was released by the Ministry of Defence (MoD).
4. The Indian Council of Medical Research (ICMR) has warned of the danger that is being posed by another virus that have been found in China named ‘Cat Que Virus’ (CQV).
5. September 29 is observed as World Heart Day.
6. Rights group Amnesty International has halted its operations in India after alleging a “witch-hunt” by the government.
7 Bharati script is designed to be a common script that can express all the major Indian languages.
8 The ESG funds are increasingly becoming popular in the mutual fund industry in India. Recently, ICICI Prudential Mutual Fund has come out with its ESG fund.
9 Many states are exploring the possibilities of passing legislation under Article 254(2) of the Constitution, to negate the enforcement of three Farm Acts passed by the Central government under Entry 33 of the Concurrent List.
10 The Prime Minister has inaugurated six mega projects in Uttarakhand under the Namami Gange Mission mostly relating to the sewage treatment in Uttarakhand.
11 To mark the centenary of the discovery of the Harappan civilization at Mohenjo-Daro, the India Study Centre Trust in collaboration with the Directorate of Archaeology and Museums, Maharashtra, will organise a 10-day online lecture series from 5th October 2020.
12 The EPFO has started a facility on the UMANG App which enables members of the Employees’ Pension Scheme (EPS) 1995 to apply online for Scheme Certificates.
13 A special drive to uproot the invasive Lantana bushes in the Sajjangarh Wildlife Sanctuary in Rajasthan’s Udaipur district has been carried out along with the plantation of native species on the cleared patches of land.
14 The Defence Acquisition Council (DAC) has approved the proposals for the capital acquisition of equipment that the Armed Forces of India requires at an cost of Rs. 2,900 crores.
15 The World Health Organization announced on September 29, 2020 that it will roll out 120 million rapid diagnostic tests for COVID-19 joining hands with its partners. |
703 |
Y |
|
3430 |
30-09-2020 |
Odia |
ଆଜିର ଅନୁଚିନ୍ତା-----
ରାଜା ସବୁବେଳେ ମୁକ୍ତ। ରାଜାର ଚିନ୍ତା ଏବଂ ଚେତନା ସମଗ୍ର ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଭଲ ହେଉ କି ମନ୍ଦ, ରାଜ୍ୟର ଉନ୍ନତି ଅବନତି ପାଇଁ ସ୍ବୟଂ ରାଜ୍ୟମୁଖ୍ୟ ଉତ୍ତରଦାୟୀ।
1.ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୩ କୋଟି ୩୬ ଲକ୍ଷ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ୧୦ ଲକ୍ଷରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଏବେ ବି ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି।
2. . ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି ।
3. ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।
4. ନଭେମ୍ବର ୩ରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ, ଅକ୍ଟୋବର ୧୬ ସୁଦ୍ଧା ନାମାଙ୍କନ ଦାଖଲ।
5. ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’ ସୂଚନା ଦେଲେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ।
6. -ଶ୍ରୀଲଙ୍କା ସରକାର ର ବଡ଼ ପଦକ୍ଷେପ, ଦେଶରେ ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ତେବେ କେବଳ ସେହି ଲୋକମାନେ ବିଫ୍ କିଣିପାରିବେ ଯେଉଁମାନେ ଏହାକୁ ଖାଇଥାନ୍ତି ।
7. ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲକଡାଉନ୍ ପରଠୁ ଏବେସୁଦ୍ଧା ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ନେଟ୍ ଓ୍ୱର୍ଥ ବା ମୋଟ୍ ସମ୍ପତ୍ତି ବୃଦ୍ଧି ପାଇ ୬,୫୮,୪୦୦ କୋଟିରେ ପହଁଚିଛି ।
8. ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍ ଗ୍ରହଣ କରୁଛି ବୋଲି କହିଛି। ତେବେ ଚୀନର ଏଭଳି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି। ଚୀନ ପକ୍ଷରୁ ଏକପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ପକ୍ଷରେ କଦାପି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି।
9. ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୨୫% ଅଂଶଧନ ବିକ୍ରି କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ଲୋଡ଼ାଯିବ।
10. ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି। ଡେଲିଭରିକୁ ସୁଦୃଢ଼ କରିବା ଲାଗି ଆଇ ହାଭ୍ ସ୍ପେସ୍ ଅଭିଯାନ ଅଧୀନରେ କଂପାନି ୩୫୦ ସହରର ୨୮,୦୦୦ରୁ ଅଧିକ କିରାନା ଦୋକାନକୁ ଯୋଡ଼ିଛି। |
636 |
Y |
|