# |
Date |
Type |
Current Affairs |
No. Of Views |
Status |
Action |
3451 |
19-09-2020 |
Odia |
- ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ ସଂସ୍ଥାଙ୍କୁ ସରକାର ଅନୁମତି ଦେବେ ବୋଲି ଜଣାପଡ଼ିଛି।
- ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଫେରିଲା ଲୋକପ୍ରିୟ ପେମେଣ୍ଟ ଓ ଇ-କମର୍ସ ଆପ ପେଟିଏମ୍ । ପେଟିଏମ୍ ନିଜର ବିବାଦୀୟ କ୍ରୀଡ଼ା ବେଟିଂକୁ ପ୍ରତ୍ୟାହାର କରିନେବା ପରେ ଗୁଗୁଲ ପେଟିଏମ ଉପରୁ ନିଷେଧାଜ୍ଞା ଉଠାଇନେଇଥିବା ଜଣାଯାଇଛି ।
- ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ ।
- ସରକାର ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ଅନୁମୋଦନ କରିଛନ୍ତି। ନୂତନ ଲାଇସେନସଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସକାଶେ ଅନୁମତି ମିଳିଥିବାବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ କରିବା ପାଇଁ ହେଲେ ସରକାରୀ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି।
- ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା ସଂଶୋଧନ ବିଲ୍-୨୦୨୦ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍ସନ୍ ସଂଶୋଧନ ବିଲ୍-୨୦୨୦ ଶୁକ୍ରବାର ରାଜ୍ୟସଭାରେ ଗୃହିତ ହୋଇଛି। ଏହି ବିଲ୍ ଅନୁସାରେ ମନ୍ତ୍ରୀ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍ସନ୍ ଶତକଡ଼ା ୩୦ ଭାଗ ହ୍ରାସ ପାଇବ।
- ସାମସଙ୍ଗ ଗାଲାକ୍ସି ଏମ -୫୧ର ମୂଲ୍ୟ ୨୪ ହଜାର ୯୯୯ ରହିଛି । ଏଥିରେ ଆପଣ ୬ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ପାଇବେ। ସେହିପରି ୮ଜିବି ରାମ ୧୨୮ଜି ଷ୍ଟୋରେଜ ମୋବାଇଲର ମୂଲ୍ୟ ୨୬ ହଜାର୯୯୯ ଟଙ୍କା ରହିଛି। ଏମ -୫୧ ପ୍ରାଥମିକ ପର୍ଯ୍ୟାୟରେ ବଜାରକୁ ୨ଟି ରଙ୍ଗର ଆସିଛି ଇଲେକ୍ଟ୍ରିକ୍ ବ୍ଲୁ ଓ ସ୍ଲାଷ୍ଟିକ୍ କଳା।
- ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା କରିବ ଚୀନ୍ର ‘ସିନୋଭ୍ୟାକ୍ ବାୟୋଟେକ୍’
- ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କର ଆଉ ନାହାନ୍ତି।
- ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା’ ।
- ଆସନ୍ତା ରବିବାର ଠାରୁ ଆମେରିକାରେ ଚୀନ୍ର ଦୁଇ ଲୋକପ୍ରିୟ ଆପ୍ ଟିକ୍ଟକ୍ ଓ ୱିଚାଟ୍ ନିଷିଦ୍ଧ ହେବ
- ଦୁବାଇର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅକ୍ଟୋବର ୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଉଡାଣ ଉପରେ ରୋକ୍ ଲଗାଇ
- ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛା
- ବିଶ୍ବସ୍ତରରେ ପରିଚିତ ଦାମୀ ବ୍ୟାଗ୍ କମ୍ପାନୀ ‘ଲୁଇ ଭିଟୋଁ’ର ମହଙ୍ଗା ମାସ୍କକୁ ନେଇ ଏବେ ଜୋର୍ ଚର୍ଚ୍ଚା ଚାଲିଛି। ଫେସ୍ ସିଲ୍ଡ ଥିବା ଏ ମାସ୍କର ମୂଲ୍ୟ ୭୩ହଜାର ଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବରରେ ଏହାର ବିକ୍ରି ଆରମ୍ଭ ହେବ।
- ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେପ୍ଟେମ୍ବର ୨୧ରୁ କିଛି ସର୍ତ୍ତ ଏବଂ କଟକଣା ସହିତ ସ୍କୁଲ ଖୋଲା ଯାଇପାରିବ। ତେବେ ବିଦ୍ୟାଳୟ
685 |
Y |
|
|
3452 |
19-09-2020 |
English |
1 Brucellosis, also known as Malta fever has recently affected thousands of people in Northwest of China
2 Pakistan has decided to elevate Gilgit-Baltistan’s status to that of a full-fledged province
3 Wildlife populations have fallen by more than two-thirds over the last 50 years, according to a Living Planet Report 2020 of the World Wildlife Fund
4 In Rajasthan, Sambhar Lake and Keoladeo Ghana National Park have the prestigious tag of ‘Wetland of International Importance’, by the Ramsar Convention on Wetlands
5 Queen Elizabeth II, who is the head of state in the UK and 15 other Commonwealth realms, including Canada, Australia and New Zealand, will be dropped as monarch by Barbados next year
6 The world’s largest DNA sequencing of Viking skeletons conducted by researchers claims to debunk the modern image of Vikings as having blonde hair and reveals that not all of them were from Scandinavia
7 The USA is looking forward to India signing the Basic Exchange and Cooperation Agreement for Geo-Spatial cooperation (BECA), at the next India-USA 2+2 ministerial dialogue likely to be held in October, 2020
8 the Government of India has created the Indian National Space Promotion and Authorization Center (IN-SPACe), an independent nodal agency under the Department of Space
9 To curb air pollution, Gujarat Chief Minister has announced a scheme for e-Vehicles for encouraging the use of battery-operated two-wheelers and three-wheelers in the state
10 The railway board has announced that it will soon start charging a token user fee from the passengers who will take trains from the busy stations
11 The union Government of India has approved Foreign Direct Investment (FDI) of 74% under the automatic route in defence sector
12 External Affairs Minister (EAM) of India and Pakistan Foreign Minister (PFM) are expected to meet at the South Asian Association for Regional Cooperation (SAARC) meeting via videoconference on September 24
13 The Union Food Processing Industries Minister Shrimati Harsimrat Kaur Badal resigned on September 17, 2020
14 The Farmers (Empowerment and Protection) Agreement of Price Assurance and Farm Services Bill, 2020 was introduced in Lok Sabha by Union Minister of Agriculture & Farmers’ Welfare
15 The Smart City index for the year 2020 released by Institute for Management Development (IMD) along with Singapore University highlights that the Indian cities have declined in their technological updates
|
699 |
Y |
|
3453 |
18-09-2020 |
Odia |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସମିରତ କୌର ବାଦଲ।
- ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
- ଆଇଆଇଟି ଗୋଆ ନିର୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କୁ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର ଇଣ୍ଡିଆ(ଆଇଇଆଇ) ଏମିନେଣ୍ଟ ଇଞ୍ଜିନିୟର ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି।
- ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି।
- ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରର ଜଣେ ୩ ବର୍ଷ ୮ ମାସର କୁନି ବାଳକ ମାର୍କ ଅଗ୍ରୱାଲ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି।
- ହିମାଚଳ ପ୍ରଦେଶ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ର ତଥ୍ୟ ଅନୁସାରେ ମୋଟ୍ ୮,୮୧୩ ଜଣ କର୍ମଚାରୀଙ୍କ ମଧ୍ୟରୁ ସୀମା ହେଉଛନ୍ତି ଏକମାତ୍ର ମହିଳା ବସ୍ ଡ୍ରାଇଭର୍, ଯିଏ ମହାମାରୀ ସମୟରେ କାମ କରିବାକୁ ପଛଘୁଞ୍ଚା ଦେଇନଥିଲେ।
- ଆମରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ଆସିଛି। କୋଭିଡ-୧୯ ଟିକା ପାଇଁ ତାଙ୍କ ଯୋଜନା ପ୍ରକାଶ କରିବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଏହା ଅଧୀନରେ ଦେଶର ସମସ୍ତ ନାଗରିକ ମାଗଣାରେ କରୋନା ଟିକା ପାଇବେ।
- ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବ ଏବଂ କରୋନା ହିରୋମାନଙ୍କ ସମ୍ମାନାର୍ଥେ ଖେଳାଳିଙ୍କ ଜର୍ସି ପଛରେ ‘ମୋ କୋଭିଡ ହିରୋ ଲେଖାଯିବ
- ନୂଆ ଚାଷ ବିଲ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରି ପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସିମରତ କାଉର ବାଦଲ ।
- 2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା 10,500କୁ ହେବ ବୃଦ୍ଧି ।
- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ଫିଫା ଅଧ୍ୟକ୍ଷ ଜିଆନି ଇନ୍ଫାନ୍ଣ୍ଟିନୋ। ୨୦୨୬ ଫିଫା ବିଶ୍ବକପ୍ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ।
- ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ତରଫରୁ ଗୁରୁବାର ଜାରି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି ।
- ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦେଶରେ ପ୍ରତିବର୍ଷ ୧୪ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି। ଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଉତ୍ତରପ୍ରଦେଶରେ ଗତ ୩ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି। ୨୦୧୯ରେ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଯାଇଛି। କେବଳ ୟୁପିରେ ଗତ ୩ ବର୍ଷ ମଧ୍ୟରେ ଏହି ଧରଣର ୧୧.୫ ହଜାର ଅଧିକ ଦୁର୍ଘଟଣା ଘଟିଛି।
- ବିଜେପିର ରାଜ୍ୟସଭା ସାଂସଦ ଅଶୋକ ଗାଷ୍ଟି (୫୫)ଙ୍କର ଗୁରୁବାର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଛି। ସେପ୍ଟେମ୍ବର ୨ରେ ସେ କରୋନା ସଂକ୍ରମିତ ହେବା ପରେ ସ୍ଥାନୀୟ ମଣିପାଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
- ଖବର ପାଇବାର ସବୁଠୁ ବିଶ୍ବାସଯୋଗ୍ୟ ଉତ୍ସ ହେଉଛି
692 |
Y |
|
|
3454 |
18-09-2020 |
English |
1 Titan Company has partnered with the State Bank of India (SBI) to launch India’s first contactless payment watches named “Titan Pay”
2 The Fiumicino International Airport (FCO) in Rome, Italy, has become the first airport in the world to be certified with “COVID-19 5-star airport rating” from Skytrax, a U.K.- based airport and airline review firm
3 As per the World Bank, India ranks 169th position in the annual Human Capital Index
4 Indian scientists from the Zoological Survey of India, Pune have reported a first-of-its-kind discovery of morphological phenotypic plasticity (MPP) in the Kalinga cricket frog
5 The National Hispanic Heritage Month began in the USA. The annual event is marked every year from 15th September to 15th October
6 The World Patient Safety Day is observed globally on 17th September to create a global awareness for patient safety and urge people to show their commitment to making healthcare safer.
7 Scientists from NASA and the National Oceanic and Atmospheric Administration (NOAA)announced their predictions about the new solar cycle, called Solar Cycle 25
8 On Sep 18, 2020, Prime Minister Narendra Modi is to dedicate the Kosi Rail Maha Setu to thenation which enhances the accessibility to transport army and military related equipment from Northern part of India to North Eastern parts of India
9 As a part of efforts aimed at enhancing maritime security in the Indian Ocean region, “India joined Djibouti Code of Conduct as an observer.
10 Every year, on Prime Minister Modi’s birthday that falls on September 17, Seva Diwas is cele brated
11 the G20 Environment Ministers Meeting (EMM) has taken place under the Presidency of the Kingdom of Saudi Arabia
12 According to a recent research paper “Serial Interval of SARS-CoV-2 was Shortened Over Time by Non-pharmaceutical Interventions”, China was able to contain Covid- 19 due to its ability to manage the serial interval
13 The Lok Sabha has passed the Salary, Allowances and Pension of Members of Parliament (Amendment) Bill, 2020 which seeks to cut salaries of all MPs by 30 per cent for a period of one year commencing April 1, 2020
14 The TATA Group of Companies recently won the bid to construct a new Parliament building for Rs 861.90 crores.
15 The Paris-based Organisation for Economic Cooperation and Development (OECD) projects India’s gross domestic product (GDP) to grow at 10.7% |
697 |
Y |
|
3455 |
17-09-2020 |
Odia |
- ଲୋକସଭାରେ ବ୍ୟାଙ୍କିଙ୍ଗ୍ ନିୟାମକ ସଂଶୋଧନ ବିଲ୍ ୨୦୨୦କୁ ଅନୁମୋଦନ ମିଳିଛି। ଏହି ବିଲ୍ ଗୃହୀତ ହେବା ପରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)କୁ ମିଳିଛି ଅଧିକ କ୍ଷମତା। ଏହାଫଳରେ ଦେଶରେ ରହିଥିବା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କଗୁଡିକ ଏଣିକି ରିଜର୍ଭ ବ୍ୟାଙ୍କର ନିରୀକ୍ଷଣରେ ରହିବେ।
- ବାବ୍ରୀ ମସ୍ଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
- ୩ ଦିନ ପରେ ଆଇପିଏଲ୍: ଝଲସୁଛି ଦୁବାଇ-ଆବୁଧାବୀ ।ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ । ଏଥିପାଇଁ ପୁରା ପ୍ରସ୍ତୁତି ସରିଛି ।
- ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୦୨/ ୭ ରନ୍ କରିଛି ।
- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
- ସଂସଦର ନୂତନ ଭବନ ନିର୍ମାଣ କରିବ ଟାଟା କମ୍ପାନୀ, ବଜେଟ୍ ୮୬୧.୯୦ କୋଟି ।
- ଜାପାନ ପ୍ରଧାନମନ୍ତ୍ରୀ ପଦବୀରୁ ସିଞ୍ଜୋ ଆବେ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୟୋଶିଦେ ସୁଗା ।
- ୨. ଚୀନର ଡାଟା ଚୋରି ଅଭିଯୋଗର ସରକାର କରିବେ ତଦନ୍ତ ।
- କରୋନା ଭୂତାଣୁ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ତିରୁପତିର ସାଂସଦ ବାଳି ଦୁର୍ଗା ପ୍ରସାଦ ରାଓ ୬୪ବର୍ଷୀୟ ପ୍ରାଣ ହରାଇଛନ୍ତି।
- ସଂସଦ ସଦସ୍ୟ ବେତନ, ଭତ୍ତା, ପେନସନ ବିଧେୟକ ସଂଶୋଧନ ବିଲ୍ ଲୋକସଭାର ମଞ୍ଜୁରୀଲାଭ କରିଛି । ନୂଆ ନିୟମ ଅନୁସାରେ ସାଂସଦଙ୍କ ବେତନ ବର୍ଷକ ପର୍ଯ୍ୟନ୍ତ ୩୦% ହ୍ରାସ କରାଯିବ ଏବଂ ଏହାବ୍ୟତୀତ ସାଂସଦ ହାତପାଣ୍ଠି ବାବଦରେ ମିଳୁଥିବା ବାର୍ଷିକ ୫ କୋଟି ଟଙ୍କା ଅନୁଦାନ ୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିବ ।
- ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍-୨୦୨୦ ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା
- ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା।
- ବୁମ୍ରା ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ବୋଲର: ପ୍ୟାଟିନ୍ସନ
- ଦେଶରେ ମୋଟ ୮ଟି ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ପ୍ରତିଷ୍ଠା କରାଯିବ। ସେଥିମଧ୍ୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଅନ୍ୟତମ ।
- ଭାରତକୁ ୧୦କୋଟି କରୋନା ଟିକା ଡୋଜ ବିକିବ ରୁଷ୍
|
691 |
Y |
|
3456 |
17-09-2020 |
English |
1. Almost a year after China and Nepal together decided to re-measure the elevation of the world’s highest mountain, the two countries are soon expected to announce latest official height of Mount Everest.
2. The Abraham Accord between Israel, the United Arab Emirates and Bahrain is mediated by the USA. It is the first Arab-Israeli peace deal in 26 years
3. A team of scientists from the Indian National Centre for Ocean Information Services (INCOIS) have discovered a way to measure the quantity of chlorophyll-a that indicates abundance of phytoplanktons in the Bay of Bengal in real-time
4. The Chief Minister of Maharashtra, Uddhav Thackeray has launched a state-wide campaign titled, ‘My Family, My Responsibility’, to curb the spread of coronavirus pandemic.
5. Severely ill Covid-19 patients on ventilators are made to lie face down because it’s easier for them to breathe. But according to a new study, that position can also cause permanent nerve damage.
6. The Badminton World Federation (BWF) has announced that the Thomas Cup and the Uber Cup, which were scheduled to be held from 3 to 11 October 2020 in Denmark, has been postponed for 2021.
7. The central government issued a notification prohibiting the export of onions even as the average traded price of the bulb crossed the psychological barrier of Rs 30 per kg.
8. Amazon.com Inc has signed up Bollywood actor Amitabh Bachchan for its Alexa voice assistant.
9. According to the Living Planet Report 2020 released by the World Wide Fund for Nature, the population of vertebrate species has largely declined in the past half- century.
10. Scientists have detected the presence of phosphine in the atmosphere of Venus.
11. A Customized My Stamp on India’s First Anti Satellite Missile (A-SAT) launch was released by the Department of Posts on the occasion of Engineers Day.
12. An adjournment motion notice was moved in the Lok Sabha over the surveillance of key Indian personalities by a firm linked to the Chinese government.
13. Paytm First Games (PFG), a subsidiary of digital financial service platform Paytm, has roped in Cricket legend Sachin Tendulkar as its brand ambassador.
14. On September 16, 2020, Russia’s sovereign wealth fund agreed to sale 100 million doses of COVID-19 vaccine, Sputnik-V to India.
15. PM Modi inaugurated seven projects under Namami Gange and AMRUT Schemes in Bihar. |
732 |
Y |
|
3457 |
16-09-2020 |
English |
1 Republican strategist and convicted felon Roger Stone have suggested Trump to enforce martial law in the US and seize power if he loses the November-3 election.
2 Deep within the acidic clouds of Venus, astronomers have detected a unique gas never found on the planet before. The gas, Phosphine is an important sign of biological activity
3 Jane Fraser named the 1st female CEO of Citigroup
4 A few researchers are putting forth a hypothesis that supports universal mask wearing. They consider it to be a crude form of vaccine against the infection
5 The retail inflation growth dipped to 6.69% in the month of August. It was at 6.73% in July 2020
6 The USA announced sanctions, including asset freezes and visa bans, against two officials of the International Criminal Court (ICC) for their investigation into alleged war crimes by the USA forces and the Central Intelligence Agency (CIA) in Afghanistan since 2003
“7 The Centre has sought Parliament approval for a gross additional expenditure of ?2.35 lakh crore for 2020-21
8 The Ministry of Tourism has undertaken development of tourism related infrastructure and facilities at various Buddhist Sites in the country under its flagship schemes of Swadesh Darshan & PRASHAD
9 The researchers from the City University of Hong Kong have produced a laser-induced form of graphene masks that inactivate the coronavirus species
10 In India, the Engineer’s Day is celebrated on September 15 every year, since 1968, to recognise the contribution of engineers’ in the development of the nation
11 The Union Cabinet has approved establishment of a new All India Institute of Medical Sciences (AIIMS) at Darbhanga, Bihar
12 TikTok has chosen Oracle to be its technology partner for its American operations
13 India has been elected as a member of the United Nation’s Commission on Status of Women, a body of the Economic and Social Council (ECOSOC) for four years, 2021 to 25
14 The Appointments Committee of the Cabinet (ACC) has approved the appointment of Sameer Kumar Khare as new Executive Director of Asian Development Bank (ADB), Manila
15 Union Minister of Culture and Tourism, Prahlad Patel announced the formation of an expert committee to conduct a study on the origin and evolution of Indian culture |
770 |
Y |
|
3458 |
16-09-2020 |
Odia |
1-ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ।
2.ପୂର୍ବତନ ଭାରତୀୟ କ୍ରିକେଟର୍ ସଦାଶିବ ରାଓଜୀ ପାଟିଲ ମଙ୍ଗଳବାର ପରଲୋଗ ଗମନ କରିଛନ୍ତି। ତାଙ୍କୁ ୮୬ ବର୍ଷ ହୋଇଥିଲା।
3. କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି : ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା।
4. ମେସି ବିଶ୍ୱର ସବୁଠାରୁ ଧନୀ ବା ସର୍ବାଧିକ ଆୟକାରୀ ଫୁଟ୍ବଲ ଖେଳାଳି। ଫୋର୍ବଜ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଲିଓନେଲ ମେସି ଚଳିତବର୍ଷ ବିଶ୍ୱରେ ସର୍ବାଧିକ ୧୨୬ ନିୟୁତ ଡଲାର (ପ୍ରାୟ ୯୨୮ କୋଟି ଟଙ୍କା) ଆୟ କରିଛନ୍ତି।
5. ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି। ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’ ନାମକ ଏକ ଆପ୍ ଲଞ୍ଚ କରୁଛି ଏଥି ସହିତ ଫେସବୁକ ମଧ୍ୟ ’ଲାସୋ’ ନାମର ଏକ ବିକଳ୍ପ ଚୁପଚାପ୍ ବ୍ରାଜିଲରେ ପରୀକ୍ଷା କରୁଛି।
6. ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। କିନ୍ତୁ ସନ୍ତୋଷର ବିଷୟ ଏହି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବହୁତ କମ୍ ରହିଛି। କମ୍ ମୃତ୍ୟୁହାର ଥିବା ରାଜ୍ୟ ତାଲିକାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।
7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମଧ୍ୟମରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାବିନେଟ୍ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ସେହିପରି ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ବାଲେଶ୍ବର ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।
8. ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍ ଆରମ୍ଭ ହେବ। ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ
688 |
Y |
|
|
3459 |
15-09-2020 |
Odia |
1. କୃଷି ସଂକ୍ରାନ୍ତୀୟ ୩ଟି ବିଲ୍ ଲୋକସଭାରେ ଉପସ୍ଥାପିତ ।
2. ସୀମାରେ ଚୀନ୍ ବିଛାଇଛି ଅପଟିକାଲ ଫାଇବର କେବୁଲ, ଭାରତକୁ ଭରସା ରେଡିଓ ।
3. ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ା ୧୮୬୧ ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ
4. ୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି।
5. ତାଜମହଲ ନିକଟରେ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟ ବର୍ତ୍ତମାନ ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ। ସଂଗ୍ରହାଳୟରେ ଶିବାଜୀଙ୍କ ଇତିହାସ ମଧ୍ୟ ଲିପିବଦ୍ଧ ହେବ।
6. ଆଇପିଏଲ୍ର ଚଳିତ ସଂସ୍କରଣରେ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ନେତୃତ୍ବ ନେବେ ଦିନେଶ କାର୍ତ୍ତିକ।
7. ଜାତୀୟ ହୋମିଓପାଥି କମିଶନ୍ ବିଲ୍ ୨୦୧୯ ଓ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍ ବିଲ୍ ୨୦୨୦ ଲୋକସଭାରେ ଗୃହିତ ହୋଇଛି। ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ। ଦୁଇଟି ଯାକ ବିଲ୍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା।
8. ଦୁଇ ବର୍ଷରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି :ସାତକୋଶିଆ ପାଇଁ ୧୧.୧୯ କୋଟି ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮ କୋଟି -ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ମିଳିଛି ୯.୬୮ କୋଟି
9. ଆନ୍ତର୍ଜାତିକ ସ୍ତରରେ କୋଭିଡ ମୃତ୍ୟୁହାର ୩. ୨ ପ୍ରତିଶତ ଥିବାବେଳେ ଭାରତରେ ଏହା ୧.୬୫% ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ୦.୫ ଭାଗ ଲୋକଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡୁଛି ଓ ୧ ପ୍ରତିଶତରୁ କମ୍ ଲୋକଙ୍କୁ ଆଇସିୟୁରେ ରଖାଯାଇଛି।
10.ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ୟୁରୋପରେ ଅତି ଜଟିଳ ସ୍ଥିତି ଉପୁଜିବ ଏବଂ ଅଧିକ କରୋନା ମୃତ୍ୟୁ ହେବ ବୋଲି (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ‘ହୁ’ ୟୁରୋପ୍ ନିର୍ଦ୍ଦେଶକ ହାନ୍ କ୍ଲୁଗ୍ କହିଛି। ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍ରେ ହଠାତ୍ ସଂକ୍ରମଣ ବଢ଼ିଯାଇଛି। ବିଶେଷ କରି ସ୍ପେନ୍ ଏବଂ ଫ୍ରାନ୍ସରେ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ବଢ଼ିଛି।
11. ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି।
ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ । ଇସ୍ପାତ ମନ୍ତ୍ରାଳୟର ପୂର୍ବୋଦୟ ନୀତିର ଅଂଶବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ ।
12.ସଂସଦରେ ଦି ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋସନ ଆଣ୍ଡ୍ ଫାସିଲିଟେସନ) ଅଧ୍ୟାଦେଶ, ୨୦୨୦ ଓ ନିଶ୍ଚିତ ମୂଲ୍ୟ ଓ କୃଷି ସେବା ଉପରେ କୃଷକ (ସଶକ୍ତୀକରଣ ଓ
| 691 |
Y |
|
3460 |
15-09-2020 |
English |
1 The Asian Development Bank (ADB) on September 14, 2020, announced that it has appointed Takeo Konishi as a Country Director of India
2 Scientists have come up with a device that can facilitate the flow of blood from the veins in the legs thus preventing Deep Vein Thrombosis (DVT). The device can bring relief to patients affected by prolonged immobility, bedridden state, post-operative immobilization, paralysis of legs, majority of whom are affected by DVT
3 Yoshihide Suga, Japan’s Chief Cabinet Secretary on September 14, 2020,won the leadership vote of the ruling Liberal Democratic Party (LDP) of Japan. He will soon secure the post of the new Prime Minister
4 Japan’s Naomi Osaka defeated Victoria Azarenka of Belarus to clinch the Women’s Singles title in the 2020 US Open Tennis tournament
5 The Defence Research and Development Organisation (DRDO) performed a major technological feat when it flew a cruise vehicle at a hypersonic speed of Mach six for 20 seconds
6 The United Nations Convention on International Settlement Agreements Resulting from Mediation has come into force
7 The Chinese company Zhenhua Data Information Technology Co. Limited is monitoring over 10,000 Indian individuals and organisations in its global database of foreign targets
8 Every year, 14th September is celebrated as Hindi Diwas in India
9 A team of neuroscientists from the National Institute of Mental Health and Neuro Sciences (NIMHANS) has developed Indian Brain Templates (IBT) and a brain atlas
10 The Uttar Pradesh government is going to constitute a Special Security Force (SSF) in the state
11 Subhash Kamath has been elected as the chairman of the board of governors of the Advertising Standards Council of India (ASCI)
12 Lewis Hamilton (Mercedes-Great Britain) has won the Formula One Tuscan Grand Prix 2020 held at Mugello Circuit, Italy
13 India and the United States held a bilateral 2+2 Inter-sessional meeting in virtual mode. During the meeting, both sides reviewed the progress and developments in bilateral ties in defence, security, and foreign policy areas
14 Minister of State for External Affairs V Muraleedharan participated in the 27th ASEAN regional forum
15 Austria’s Dominic Thiem defeated Alexander Zverev to win the men’s singles title at the 2020 US Open tournament.
|
771 |
Y |
|