# |
Date |
Type |
Current Affairs |
No. Of Views |
Status |
Action |
3291 |
03-01-2021 |
Odia |
- ଆମେରିକାର ସର୍ଭେ ସଂସ୍ଥା ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ଅନୁଶୀଳନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ରହିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ଦକ୍ଷତାର ସହ ପରିଚାଳନା କରିବା ତଥା କୋଭିଡ୍-୧୯ ସଙ୍କଟର ପରିଚାଳନା କ୍ଷେତ୍ରରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
- କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଭାରତ ବୋଧହୁଏ ଏକମାତ୍ର ଦେଶ ଯେଉଁଠାରେ ୪ଟି ଟିକା ପ୍ରସ୍ତୁତ କରାଯାଉଛି। ଗତକାଲି ଜରୁରୀକାଳୀନ ବ୍ୟବହାର ପାଇଁ ସେରମର କୋଭିସିଲ୍ଡକୁ ଅନୁମୋଦନ କରାଯାଇଥିବା ସେ କହିଛନ୍ତି ।
- ଚଳିତ ମାସ ୧୬ ତାରିଖରେ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୧ତମ ସଂସ୍କରଣ ଚଳିତ ମାସ ୧୬ ତାରିଖରେ ଆରମ୍ଭ ହେବ। ଜାନୁଆରୀ ୨୪ ମହୋତ୍ସବର ଶେଷ ଦିନରେ କିୟୋସୀ କୁରୋସାବାଙ୍କ ନିର୍ଦ୍ଦେଶିତ ଜାପାନର ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ୱାଇଫ୍ ଅଫ୍ ଏ ସ୍ପାଏ’ ପ୍ରଦର୍ଶିତ ହେବ।
- ପୂର୍ବତନ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ଦଳିତ ନେତା ବୁଟା ସିଂହଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।
- ଗଜପତି ଜିଲା ମୋହନା ବ୍ଳକ୍ ଅନ୍ତର୍ଗତ ଜିରାଙ୍ଗସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଦୀର୍ଘ ୯ ମାସଧରି ବନ୍ଦ ରହିଥିଲା। ଗଜପତି ଜିଲା ପ୍ରଶାସନ ତରଫରୁ ନିର୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି।
- ପ୍ରତ୍ୟେକ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
- ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି।
- ରାଜ୍ୟରେ ଆସନ୍ତା ୮ ତାରିଖ ଠାରୁ ସ୍କୁଲ ଖୋଲିବ। ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଯାଇ ପାଠ ପଢ଼ିପାରିବେ।
- ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରି ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରି ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ।
- ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକଟିକାଲ୍ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବା ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
- ନୂଆ ନିୟମ ଅନୁସାରେ ବାଇକ୍ରେ ବାହାରକୁ ଯାଉଥିଲେ ଉଭୟ ଚାଳକ ଓ ପଛରେ ଥିବାଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ନ ମାନିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ। ଏଥି ସହିତ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ।
- ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟସ୍ଥ ଗୁଇଣ୍ଡିରେ ଥିବା ଆଇଟିସି ଗ୍ରୁପର ବିଳାଶମୟ ହୋଟେଲ ଗ୍ରାଣ୍ଡ ଚୋଳ କୋଭିଡ ହଟସ୍ପଟ ପାଲଟିଛି। ହୋଟେଲର ୮୫ ଜଣ କର୍ମଚାରୀଙ୍କ କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜିଟିଭ ମିଳିଛି।
- ଆମେରିକୀୟ କୋଭିଡ ଟିକା ଫାଇଜରର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଦୁଇ ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରି ଉପଯୋଗ ଲାଗି ଟିକାକୁ ମଞ୍ଜୁରି ପ୍ରଦାନ କରିବା ପରେ ଫିନ ଲ୍ୟାଣ୍ଡ ଏହି ଟିକାକରଣ କରିଛି। ଦେଶରେ ସରକାର ସାମୂହିକ ଟିକାକରଣ କରିଥିବା ବେଳେ ୫ଜଣଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ହୋଇଥିବାର ଫିନଲ୍ୟାଣ୍ଡ ମେଡିସିନ ଏଜେନ୍ସିକୁ ଅଭିଯୋଗ ମିଳିଛି।
- ଏସିୟା ମହାଦେଶର ଏକମାତ୍ର ସରକାରୀ ସ୍ୱୀକୃତ ହୀରାଖଣିରେ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଏନଏମଡିସି) ଡିସେମ୍ବର ୩୧ରୁ କାର୍ଯ୍ୟ ବନ୍ଦ କରିଛନ୍ତି। ଏନଏମଡିସି ଏଠାରେ ୧୯୬୮ ମସିହାରୁ ହୀରା ଉତ୍ପାଦନ କରିଆସୁଥିଲେ। ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ନିଗମଙ୍କୁ ଏଠାରେ ଅପରେସନ ଅନୁମତି ଥିଲା।
- ତେଲେଙ୍ଗାନା ରାଜ୍ୟବାସୀ ବର୍ଷର ଶେଷ ୪ ଦିନରେ ମୋଟ ୭୫୯.୫୩ କୋଟି ଟଙ୍କାର ମଦ କିଣିଥିବା ଏକ ରିପୋର୍ଟରୁ ଜଣାପଡିଛି।
- ଯେପରି ୧ ଜୁଲାଇ ୨୦୨୧ ସୁଧା ପ୍ୟାକେଜଡ୍ ଡ୍ରିଙ୍କିଙ୍ଗ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ଭଳି ଖଣିଜ ମହଜୁଦ ହୋଇପାରୁଥିବ। ପୂର୍ବରୁ ଖାଦ୍ୟ ବ୍ୟାପାର ଅପରେଟର(ଏଫବିଓ)ଙ୍କ ଲାଗି ଏଫଏସଏସଏଆଇ ୧ ଜୁଲାଇ ୨୦୨୦ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
- ସିଗାରେଟ ଓ ତମାଖୁ ଉତ୍ପାଦ ବିକ୍ରି ଲାଗି କେନ୍ଦ୍ର ସରକାର ବୟସ ସୀମା ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ଦେଶରେ ଏପରି ଉତ୍ପାଦ କ୍ରୟ ଲାଗି ସର୍ବନିମ୍ନ ୧୮ ବର୍ଷ ନିର୍ଦ୍ଧାରିତ ରହିଛି। ତେବ ସରକାର ଏହାକୁ ୨୧ ବର୍ଷ କରିବାକୁ ଯାଉଛନ୍ତି।
- କମ୍ପାନୀର ମେସେଜିଂ ଆପଗୁଡିକ ନୂଆବର୍ଷରେ ତାର ଭଏସ୍ କଲ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ଅର୍ଥାତ ୨୦୧୯ ମସିହା ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।
- ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ କହିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ଦାଦା ସୁସ୍ଥ ଅଛନ୍ତି
- ଇଟାଲିରେ ତୃତୀୟ ତଥା ଶେଷ ନର୍ମ ହାସଲ କରିବା ପରେ ଭାରତର ୬୭ ତମ ଗ୍ରାଣ୍ଡମାଷ୍ଟର ହେଲେ ଗୋଆର ୧୪ ବର୍ଷୀୟ ଚେସ୍ ଖେଳାଳି ଲିଓନ ମେଣ୍ଡୋଙ୍କା। ମେଣ୍ଡୋଙ୍କା ୧୪ ବର୍ଷ ୯ ମାସ , ୧୭ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ।ସେ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ ଅକ୍ଟୋବରରେ ରିଗୋ ଜିଏମ ରାଉଣ୍ଡ ରୋବିନରେ ହାସଲ କରିଥିଲେ।
|
659 |
Y |
|
3292 |
02-01-2021 |
Odia |
- ହୁ ଫାଇଜର୍-ବାୟୋଏନ୍ଟେକ୍ ଟିକାର ଏମର୍ଜେନ୍ସି ବ୍ୟବହାରକୁ ମଂଜୁରି ଦେବାପରେ ଏବେ ଏହା ଗରିବ ରାଷ୍ଟ୍ରମାନଙ୍କୁ କିଭଳି ଉପଲବ୍ଧ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
- ନୂଆବର୍ଷର ଖୁସି ସହିତ ଭାରତରେ କରୋନା ଟିକା ପାଇଁ ପ୍ରତିକ୍ଷାର ମଧ୍ୟ ଅନ୍ତ ଘଟିଛି। ସିଡିଏସ୍ସିଓ କମିଟି ଶୁକ୍ରବାର କରୋନା ଭ୍ୟାକସିନ୍ କୋଭିସିଲ୍ଡର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଅକ୍ସଫୋର୍ଡର ଏହି ଟିକାକୁ ଭାରତରେ ସିରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଉତ୍ପାଦନ କରୁଛି।
- ଆଜିଠାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାମ ଆରମ୍ଭ କରିବ। ଅଷ୍ଟମ ଥର ପାଇଁ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନେବାକୁ ଯାଉଛି।
- କୋଭିଡ-୧୯ ସତ୍ତ୍ବେ ସିବିଆଇ ୨୦୨୦ରେ ପ୍ରାୟ ୮୦୦ ମାମଲାର ଫଇସଲା କରିଛି।
- ୨ ଡିଗ୍ରୀ ତାପମାତ୍ରାରେ ଥରୁଛି ଦେଶର ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ୩୭ ଦିନରେ ପହଂଚିଛି । ହଜାର ହଜାର ଅନ୍ନଦାତା ସେମାନଙ୍କର ଦାବି ନେଇ ଦିଲ୍ଲୀର ଗାଜିପୁର, ଟିକ୍ରି ଓ ସିଂଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି।
- ଓସ୍ୱାସ୍ ତରଫରୁ ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଡିଜିଟାଲ୍ ହେବ ଏବଂ ଏତଦ୍ୱାରା ଫାଇଲ୍ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ। ଏହିବ୍ୟବସ୍ଥାକୁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।
- ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଅବଶିଷ୍ଟ ୨ଟି ମ୍ୟାଚରେ ରୋହିତ ଦଳର ଉପ ଅଧିନାୟକ ରହିବେ ।
- ୟୁପି ଫାଟକରେ କୃଷକ ଆନ୍ଦୋଳନରେ ଜଡିତ ଥିବା ବାଗପାଟସ୍ଥିତ ଭଗବାନ୍ପୁରର ୬୦ ବର୍ଷିୟ ଗାଲତ ସିଂ ପାନୱାରଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା।
- ୮୪୫୪୯୫୫୫୫୫ ନମ୍ବରରେ ମିସ୍ କଲ୍ କରି ବୁକ୍ ଏବଂ ନୂଆ ଗ୍ୟାସ୍ ସଂଯୋଗ କରିହେବ।
- ଡିସେମ୍ବର ୨୦୨୦ରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍ଟି ରାଜସ୍ୱ ହେଉଛି ୧ ଲକ୍ଷ ୧୫ ହଜାର ୧୭୪ କୋଟି ଟଙ୍କା। ସଂଗୃହିତ ରାଜସ୍ୱ ଗତ ଆର୍ଥିକ ବର୍ଷରେ ଏହି ଅବଧିରେ ଜିଏଓଟି ରାଜସ୍ୱଠାରୁ ୧୨ ପ୍ରତିଶତ ଅଧିକ।
- ୧୦ଟି ଡ୍ରୋନ୍ କିଣିବାକୁ ନୌସେନାର ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରିଛନ୍ତି। ଭାରତୀୟ ନୌସେନା ବର୍ତ୍ତମାନ ଭାରତ ମହାସାଗରରେ ନିଜ ନୀରିକ୍ଷଣ କ୍ଷମତା ବଢ଼ାଇବା ପାଇଁ ଜାହାଜରୁ ପରିଚାଳନା ହୋଇପାରୁଥିବା ୧୦ଟି ଡ୍ରୋନ୍ କିଣିବାକୁ ଯାଉଛି। ନୌସେନାକୁ ୧୦ଟି ଡ୍ରୋନ୍ ମିଳିବ, ଯାହାକୁ କିଣିବା ପାଇଁ ଖର୍ଚ୍ଚ ହେବ ୧,୩୦୦କୋଟି ଟଙ୍କା।
- ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ।
- ୟୁନାଇଟେଡ୍ ନେସନସ୍ ଚିଲ୍ଡ୍ରେନ୍ସ ଫଣ୍ଡ (ୟୁନିସେଫ) ୧ ଜାନୁୟାରୀ ୨୦୨୧ରେ ସାରା ବିଶ୍ୱରେ ୩ଲକ୍ଷ ୭୧ହଜାର ୫୦୪ ଶିଶୁଙ୍କ ଜନ୍ମ ହୋଇପାରେ ବୋଲି ଆକଳନ କରିଛନ୍ତି। ତେବେ ଏଥିରୁ କେବଳ ଭାରତରେ ୬୦ ହଜାର ଶିଶୁ ଜନ୍ମ ହେବେ ବୋଲି କହିଛନ୍ତି ୟୁନିସେଫ।
- କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବ୍ୟାପକ ବିଚାରବିମର୍ଶ ପରେ ଆଜି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିଡ୍ ଟିକା ‘କୋଭିସିଲ୍ଡ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି।
- ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର, ପରିବେଶ ପର୍ଯ୍ୟଟନ, ବୌଦ୍ଧ ଐତିହ୍ୟସ୍ଥଳ, ଉପକୂଳ ରାଜପଥ, ଦୁଇ ଦୁଇଟି ବନ୍ଦର ସଂଲଗ୍ନ କାରଣରୁ ପୁରୀର ଗୁରୁତ୍ବ ଏବେ ଯଥେଷ୍ଟ ବଢ଼ିଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି।
- କଳାହାଣ୍ଡି ଜିଲ୍ଲାର ବାଜାସାଲ ନୃତ୍ୟଦଳ ଜାତୀୟ ପରେଡ୍ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛି। ‘ପ୍ରତିଭା ଅନୁଷ୍ଠାନ’ର ୮୦ଜଣ ନୃତ୍ୟଶିଳ୍ପୀ ଏହି ଲୋକନୃତ୍ୟକୁ ପରିବେଷଣ କରିବ।
- ସରକାର ଆଗାମୀ ୪ ତାରିଖରେ ହେବାକୁ ଥିବା ଆଲୋଚନାରେ ଚାଷୀଙ୍କ ସପକ୍ଷରେ ଯଦି ନିଷ୍ପତ୍ତି ନ ନିଅନ୍ତି ତେବେ ଆନ୍ଦୋଳନ ଅଧିକ ବ୍ୟାପକ ହେବ ଏବଂ ଅତି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।
- ନୂଆବର୍ଷ ସକାଳେ ଦିଲ୍ଲୀ ତାପମାତ୍ରା ୧.୧ ଡିଗ୍ରି ସେଲ୍ସିୟସ୍କୁ ଖସି ଆସିଛି। ପ୍ରବଳ ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀ ବାସିନ୍ଦା। ଦୀର୍ଘ ୧୫ ବର୍ଷ ମଧ୍ୟରେ ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସବୁଠୁ ଥଣ୍ଡା ନୂଆବର୍ଷ।
- ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି ।
- ଦୈନିକରେ ସଂକ୍ରମଣ ଲଗାତାର ୪ଶହରୁ ୫ଶହ ତଳକୁ ଖସୁ ନ ଥିଲା। ଜୁଲାଇ ୨୫ରେ ସର୍ବାଧିକ ୭୩୨ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧ହଜାର ୮୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ବର୍ଷ ପ୍ରଥମ ଦିନରେ ଜିଲ୍ଲାରୁ ଆଜି କେହି କୋଭିଡ଼୍ ପଜିଟିଭ୍ ବାହାରିନାହାନ୍ତି।
|
688 |
Y |
|
3293 |
02-01-2021 |
English |
- Several Indians working at the Chinese Embassy in New Delhi have been asked to leave.
- A 57-year-old farmer on Friday died while protesting at the Delhi-Uttar Pradesh border against the three contentious agriculture laws enacted by the centre last year.
- North India, which has been reeling under a severe cold wave, is likely to get some relief from January 3 as temperatures are expected to rise by three to five degrees Celsius, the India Meteorological Department (IMD) said on Friday.
- The flight operations between India and the United Kingdom that were suspended last month by the centre over the detection of a highly contagious coronavirus strain in the European country, will resume from January 8,
- After leasing two predator drones from the US, the Indian Navy is now going to urgently acquire 10 shipborne drones for enhancing its surveillance capabilities in the Indian Ocean Region, for which it has received the government approval recently.
- The Uttar Pradesh government on Thursday transferred 16 IAS officers, including Hathras District Magistrate Praveen Kumar Laxkar, under whose jurisdiction the case of the 19-year-old Dalit woman who was raped and murdered, was being handled.
- Oxford-AstraZeneca Covid vaccine set to become first to get approval in IndiaPune-based Serum Institute of India has tied up with AstraZeneca to manufacture Covishield vaccine
- farmer unions on Friday warned that they will start shutting all malls and petrol pumps in Haryana if the government fails to resolve their main demands for the repeal of three new farm laws and a legal guarantee for MSP in the January 4 meeting.
- The GST collection in December crossed Rs 1.15 lakh crore, which is the highest till now. The earlier peak was Rs 1.14 lakh crore in April 2019.
- Prime Minister Narendra Modi on Friday launched Light House Projects in six cities to build 1,000 ready-to-move-in houses in a year. The projects, under government’s Global Housing Technology Challenge (GHTC), will kick start from today in Indore, Rajkot, Chennai, Ranchi, Agartala and Lucknow,
- Booking an LPG refill is just a missed call away for Indane consumers. Indian Oil cooking gas consumers anywhere in the country can use a single missed call number (8454955555) for refill booking, an official statement said on Friday
- Four High Court Chief Justices, including Justice Jitendra Kumar Maheshwari of the Andhra Pradesh High Court, were transferred on Thursday. Four judges were elevated as HC Chief Justices.
- une-based Bajaj Auto on Friday said it has become the first two-wheeler company globally to cross a market capitalisation of Rs 1 lakh-crore (around USD 13.6 billion).This market valuation is considerably higher than all other domestic two-wheeler companies, Bajaj Auto said in a statement.
- The Union government’s fiscal deficit soared to Rs 10.75 lakh crore, or 135.1% of the 2020-21 Budget Estimates (BE), at the end of November 2020, mainly on account of low realisation of revenue due to disruption in business activities amid the coronavirus pandemic.The fiscal deficit at the end of November 2019 had stood at 114.8% of 2019-20 BE.
- Bird flu virus has been detected in around 50 crows whose carcasses were found in the city three days ago, putting the authorities on alert, a civic health official said on Friday.The authorities have now launched a drive to identify those with suspected flu symptoms in the area.
- Lt Gen Shantanu Dayal has taken charge as the new DCOAS assuming the position from January 1, 2021.
- If someone is a Hindu he will be patriotic and that will be his basic character and nature, RSS chief Mohan Bhagwat said on Friday while citing Mahatama Gandhi's remarks that his patriotism originates from his dharma.Bhagwat was speaking at an event to release the book titled 'Making of a Hindu Patriot: Background of Gandhiji's Hind Swaraj', authored by JK Bajaj and MD Srinivas
- Over 850 academics sign open letter in support of three new farm lawsThese included faculty members and other functionaries of Delhi University, Banaras Hindu University, JNU, among other educational institutions.
- The World Health Organization (WHO) has granted emergency use validation for the Pfizer-BioNTech Covid-19 vaccine, opening the door for countries to expedite their own regulatory approval processes to import and administer the vaccine.
- Odisha Government is all set to conduct dry run for COVID-19 vaccination at 31 places across the state .The dry run will be held at all 30 District Headquarters Hospitals (DHH) and the Capital Hospital here. And, 25 healthcare workers at each site will be enrolled for the same
|
774 |
Y |
|
3294 |
01-01-2021 |
English |
- The Central Board of Secondary Education (CBSE) will conduct board exams for classes 10 and 12 physically from May 4 to June 10 next year, Union Minister of Education Ramesh Pokhriyal ‘Nishank’ announced on Thursday.
- The Labour and Employment Minister Santosh Kumar Gangwar on Thursday announced that the implementation of the payment of 8.5 per cent rate of interest on employees’ provident fund (EPF) accounts for the year 2019-20 has been rolled out from 31.12.20.
- FASTag rollout: Hybrid lanes at NH toll plazas to remain operational till Feb 15.Payments can be made through FASTag as well as cash at the hybrid lanes
- Public Provident Fund (PPF) and National Savings Certificate (NSC) will continue to carry an annual interest rate of 7.1 per cent and 6.8 per cent, respectively.
- The Kerala Assembly on Thursday unanimously passed a resolution demanding the scrapping of the three contentious central farm laws, against which farmers are agitating in Delhi, saying they were 'anti-farmer' and 'pro-corporate'.The resolution was passed in a special session convened in compliance with Covid protocols to express solidarity with the agitating farmers.
- The Odisha Government today sanctioned 12 new projects worth Rs 7,295.25 lakh under the Rastriya Krushi Vikash Yojana (RKVY).
- The government on Thursday appointed Suneet Sharma, the General Manager of the Eastern Railways, as the new Railway Board Chairman and CEO of the Indian Railways.
- The government will spend Rs 3,500 crore to transform SCB into a world-class healthcare institution under the 5-T programme. A statement issued by the Chief Minister’s Office stated that the aim is to transform the SCB into an AIIMS plus category healthcare facility.
- Olympian and former Indian Hockey defender Michael Kindo passed away while undergoing treatment at the Ispat General Hospital (IGH), Rourkela today. He was 74.
- Reliance Jio Infocomm has announced that it will make all domestic calls free starting January 1, as interconnect usage charges (IUC) for all domestic voice calls comes to an end.
- Union Railway Minister Piyush Goyal on Thursday launched the Indian Railway Catering and Tourism Corporation's upgraded e-ticketing website and mobile app for online booking of railway tickets.
- Eminent surgeon and Padma Shri awardee Raghu Ram Pillarisetti has found a place in the prestigious Queen Elizabeth IIs 2021 New years Honours list
- Colonel Narendra 'Bull' Kumar (Retired), who contributed significantly to the security of our country by paving the way for India's move into the Siachen Glacier, died on Thursday - the last day of the year 2020.
- Haryana Chief Minister Manohar Lal Khattar on Thursday reiterated his promise to quit politics if he couldn't secure the minimum support price guarantee for farmers.
- The Health Ministry said on Thursday that it had ensured delivery of 36,433 ventilators to government hospitals in the country and the average cost now ranges between Rs. 2-10 lakh as the domestic industry took up manufacturing of the equipment.
- Chief Justice of the Andhra Pradesh High Court Justice Jitendra Kumar Maheshwari was on Thursday transferred to the Sikkim High Court as its new chief justice.
- West Bengal Chief Minister Mamata Banerjee Wednesday joined tribal women and cooked vegetables during a surprise visit to a tribal village in Birbhum district.
- The TRS government in Telangana which hitherto opposed implementation of the Centre's Ayushman Bharat in the state has decided to link its Arogyasri Scheme with the flagship universal health insurance scheme of the BJP-led NDA government, an official release said on Wednesday.
- Manipur CM N Biren Singh said personnel of fire service, forest officials, and volunteers were reaching the site which is on the Nagaland-Manipur border
- The Haryana Police on Thursday used a water cannon and tear gas as farmers on tractor-trailers broke through barricades at the Shahjahanpur border with Rajasthan, trying to push towards the national capital.While farmers on around 25 tractor-trailers pushed past the Haryana Police barriers, others stayed behind on the Rajasthan side of the Shahjahanpur-Rewari border, police said
|
740 |
Y |
|
3295 |
01-01-2021 |
Odia |
- ଭାରତ ମହାସାଗରର ଜଳରାଶି ତଳେ ବିସ୍ତୃତ ଭାବେ ‘ସି ୱିଙ୍ଗ୍’ ବା ‘ହାଇ’ ନାମକ ଗ୍ଲାଇଡର ଡ୍ରୋନ୍ ମୁତୟନ କରିଛି ଚୀନ। ଠାବ କରାଇଥିବା ୧୪ଟି ଡ୍ରୋନ୍ ମଧ୍ୟରୁ ୧୨ଟି ଏବେ କାର୍ୟ୍ୟକ୍ଷମ ଅଛି।
- ଦୁଇମାସ ମଧ୍ୟରେ କଟକ ସହରରୁ ୨୨ଟି ନକଲି କାରଖାନା ଠାବ ହୋଇଛି। ଏହିସବୁ କାରଖାନାରୁ ପ୍ରାୟ ୮କୋଟିରୁ ଅଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ଏହି ନକଲି ସାମଗ୍ରୀ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୫ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ।
- ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଏସ୍.ମୂରଲୀଧରନଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ଜଷ୍ଟିସ ହିମା କୋହଲିଙ୍କୁ ତେଲଙ୍ଗାନା ହାଇକୋର୍ଟ, ଜଷ୍ଟିସ ସଞ୍ଜୀବ ବାନାର୍ଜୀଙ୍କୁ ମାଡ଼୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ମିଳିଛି ।
- ଜାନୁଆରୀ ୧ ତାରିଖରୁ ଦେଶର ଯେ କୌଣସି ସ୍ଥାନ ଓ ଯେ କୌଣସି ନେଟୱାର୍କକୁ ଜିଓ ଦେବ ମାଗଣା କଲ ସୁବିଧା । ଅର୍ଥାତ୍ ନିଜ ନେଟୱାର୍କ ସହ ଅନ୍ୟ ନେଟୱାର୍କକୁ କଲ କଲେ ଏଥିପାଇଁ କୌଣସି ଅତିରିକ୍ତ ଦେୟ ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
- ଦେଶର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡ଼ିକରେ ଫାସ୍ଟାଗ୍ ବ୍ୟବସ୍ଥା ମାଧ୍ୟମରେ ଟୋଲ ଆଦାୟ କରାଯିବାର ସମୟ ସୀମାକୁ ୨୦୨୧ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ଅର୍ଥ ମନ୍ତ୍ରଣାଳୟ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୮.୫% ସୁଧ ଦେବାକୁ ଘୋଷଣା କରିଛି ।ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଇପିଏଫଓରେ ପଞ୍ଜୀକୃତ ୬ କୋଟି ଆକାଉଣ୍ଟଧାରୀ ଉପକୃତ ହେବେ। କେନ୍ଦ୍ର ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଗୁରୁବାର ଏ ସଂପର୍କରେ ଘୋଷଣା କରିଛନ୍ତି ।
- କିମ୍ବଦନ୍ତୀ କଥକ ନୃତ୍ୟୁଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କୁ ଦିଲ୍ଲୀ ସ୍ଥିତ ବାସଗୃହ ଖାଲି କରିବାକୁ କେନ୍ଦ୍ର ସରକାର ଦେଇଥିବା ନୋଟିସ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।
- ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ହେଉଛି ଓଡିଶାବାସୀଙ୍କର ଭରସାର କେନ୍ଦ୍ର। ସ୍ବାସ୍ଥ୍ୟ ସେବା ପାଇଁ ଓଡିଶାବାସୀଙ୍କର ବିଶ୍ବାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜର ନବକଳେବର ହେବ। ଏଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
- ଆସନ୍ତାବର୍ଷ ମେ’ ୪ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ ଓ ଜୁନ ୧୦ ସୁଦ୍ଧା ଶେଷ କରାଯିବ। ଶ୍ରୀ ନିଶଙ୍କ କହିଛନ୍ତି ଯେ ବୋର୍ଡ ପରୀକ୍ଷା ପରେ ଉତ୍ତର ପତ୍ର ମୂଲ୍ୟାୟନ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ଓ ଶୀଘ୍ର ଫଳ ପ୍ରକାଶ କରାଯିବ। ସେ କହିଛନ୍ତି, ଜୁଲାଇ ୧୫ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ।
- ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
- ଚୀନର ୱାଟର କିଙ୍ଗ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ ଶାନ୍ଶାନ୍ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।
- ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ପକ୍ଷରୁ ନୂଆ ୱେବ୍ସାଇଟ୍ ପ୍ରସ୍ତୁତ ହୋଇଛି। ଫଳରେ ଏହି ନୂତନ ୱେବସାଇଟ୍ରେ ଗୋଟିଏ ମିନିଟ୍ରେ ୧୦ ହଜାର ଟିକେଟ ବୁକିଂ ହୋଇପାରିବ। ପୁରୁଣା ୱେବସାଇଟ୍ରେ ବର୍ତ୍ତମାନ ଏକ ମିନିଟରେ ୭୫୦୦ ଟିକେଟ ବୁକିଂ ହେଉଛି।
- ନୂଆବର୍ଷ ୨୦୨୧ର ଗୋଟିଏ ଦିନ ପୂର୍ବରୁ ଆଇଏଏସ ଅଧିକାରୀ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ସଚିବ ଦାୟିତ୍ବ ତୁଲାଉଛନ୍ତି ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି।ଆଇଏଏସ ଅଧିକାରୀ ସଞ୍ଜିବ ଚୋପ୍ରାଙ୍କୁ ଜିଏ ଓ ପିଜି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ। ଆଇଏଏସ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିଛି।
- ବିଦାୟୀ ବର୍ଷର ଶେଷ ଦିନରେ ମହାନ ହକି ତାରକା, ଅର୍ଜୁନ ପୁରସ୍କାର ବିଜେତା, ୧୯୭୫ ହକି ବିଶ୍ବକପ୍ ବିଜୟୀ ତଥା ୧୯୭୨ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଓ ଭାରତୀୟ ହକିର ‘ଲୌହ ପ୍ରାଚୀର’ ମାଇକେଲ୍ କିଣ୍ଡୋ (୭୩)ଙ୍କର ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି।
- ସାର୍ସ-କୋଭ୍-୨ ବା କୋଭିଡ୍-୧୯ର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଡ୍ରାଏ ରନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ୨୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ। ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି।
- ରାଜ୍ୟର ଚାରିଟି ଜିଲ୍ଲାର ପ୍ରାୟ ଦେଢ଼ ଶହ ଚାଷୀଙ୍କର ୫ କୋଟି ଟଙ୍କା ମୂଲ୍ୟର ୨,୬୦୦ କ୍ବିଣ୍ଟାଲ ଶସ୍ୟ ଠକେଇ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି।
- ଗୁରୁବାର ଦିନ ଆଉ ୫ଟି ‘ଇଂଲଣ୍ଡ୍ କରୋନାଭାଇାସ୍ ଷ୍ଟ୍ରେନ୍’ ସଂକ୍ରମିତ ରେକର୍ଡ କରାଯିବା ପରେ ଭାରତରେ ଏହି ‘ଷ୍ଟ୍ରେନ୍’ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
- ଭାରତ ଅନେକ ଧାରାବାହିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ ସାଙ୍ଗକୁ ସଂଖ୍ୟାଧିକ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ପରୀକ୍ଷା ନିରୀକ୍ଷା କରିବାକୁ ଯୋଜନା କରିଛି। ସେଗୁଡ଼ିକ ମଧ୍ୟରେ ବାଲିଷ୍ଟିକ୍ ମିଜାଇଲ୍ ଡିଫେନ୍ସ(ବିଏମ୍ଡି) ସିଲ୍ଡ, ବୁଡ଼ାଜାହାଜ ପାଇଁ ଉଦ୍ଦିଷ୍ଟ ଏୟାର ଇଣ୍ଡିପେଣ୍ଡେନ୍ସ ପ୍ରପଲ୍ସନ୍(ଏଆଇପି) ପ୍ରଣାଳୀ, ୮୦୦ କିମି. ଲକ୍ଷ୍ୟଭେଦୀ ବ୍ରହ୍ମୋସ୍ ସମେତ ସଂଖ୍ୟାଧିକ କ୍ଷେପଣାସ୍ତ୍ର ପରୀକ୍ଷା ଆଦି ରହିଛି।
- କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, କୃଷକମାନେ ଦେଶର ମୂଳଦୁଆ। ସେମାନଙ୍କ ବିରୋଧରେ ‘ନକ୍ସଲ୍’ ଏବଂ ‘ଖଲିସ୍ତାନୀ’ ଶବ୍ଦ ବ୍ୟବହାରକୁ ସେ ବିରୋଧ କରିଛନ୍ତି।
- ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହଯୋଗୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ଦ୍ୱାରା ପ୍ରଶିକ୍ଷିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୪୦୦ଟି ଜିଲ୍ଲାରେ ଏହି ଯୋଜନାକୁ ଆରମ୍ଭ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ୫୦ଜଣ ରାଷେୟାଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଜଣାପଡ଼ିଛି।
|
689 |
Y |
|
3296 |
31-12-2020 |
English |
- After nearly five hours of the sixth round of negotiations between three union ministers and a 41-member representative group of thousands farmers protesting on Delhi borders, Agriculture Minister Narendra Singh Tomar said at least 50 per cent resolution has been reached with mutual agreement on two out of four items on the agenda and discussions would continue on the remaining two on January 4.
- Akash is a Surface-to-Air Missile with a range of 25 Kms. The missile was inducted in 2014 in Indian Air Force (IAF) and in 2015 in Indian Army.
- The delegation of farmers from several states, who have been protesting at the borders of the national capital for over a month, maintained that they want the government to repeal the new farm laws.
- The deadline for filing ITR by other taxpayers has been extended till January 10. Accordingly, the timeline for tax audits has also been extended to January 15, 2021.
- The MHA said in a notification that the central government is of the opinion that the area comprising the whole of Nagaland is in a 'disturbed and dangerous condition.'
- Vasava, a six-time MP from tribal-dominated Bharuch in Gujarat, had said he was quitting the BJP only due to health problems and had no issues with the government or the party.
- Malaysian airline AirAsia Group Berhad has decided to sell 32.67% of its shares in Air- Asia India to its Indian partner and majority shareholder Tata Sons for $37.7 million.
- Nepal has sought India's help to procure coronavirus vaccines for around 20 per cent of its population, in an attempt to ramp up its efforts to contain the deadly virus that has killed more than 1,800 people and infected over 2,60,000 others in Nepal, a media report said today.
- Shantanu Mohapatra, legendary Odia music director died on Wednesday. Born at Baripada in Mayurbhanj district in 1936, Shantanu Mohapatra has many firsts to his credits in the field of Odia music.
- The coronavirus-induced suspension of scheduled international passenger flights has been extended till January 31, aviation regulator DGCA said today.
- The Gujarat government on Tuesday announced a new solar power policy comprising provisions to encourage small and medium scale solar projects on residential, commercial and industrial premises.
- Pune-based Serum Institute of India (SII) on Monday announced the launch of the world’s most affordable pneumococcal conjugate vaccine (PCV) in India that aims to provides protection against 10 variants of pneumococcus bacteria causing pneumonia, meningitis, ear, and blood infections in children.
- The CBI has booked Faridabad-based firm Richa Industries Ltd. and 11 directors of the company for defrauding Indian Overseas Bank and Union Bank of India to the tune of about Rs 237 crore.
- As a New Year gift, Chief Minister K. Chandrashekar Rao announced on Tuesday that he has decided to increase in salaries of all state government employees. He also announced the decision for an increase in the age of superannuation and recruitment of additional staff for all government departments. Pensioners will also see a hike
- India’s current account surplus narrowed to 2.4% of GDP in September quarter ($15.5 billion) compared to 3.8% of GDP in June quarter ($19.2 billion) on account of rising merchandise trade deficit.
- Kickstarting the process of recruitment to 50,000 government posts during the current fiscal, the Punjab Cabinet on Wednesday approved restructuring 10 departments, paving the way for boosting their functional efficacy through technical upgradation.
- Delhi has topped the charts as the world's most booked city on OYO's Travelopedia 2020, an annual year-end travel index release by OYO Hotels and Homes while India is the most booked country.
- Announcing this, Minister for Civil Aviation Hardeep Singh Puri in a Twitter post said, “Decision has been taken to extend the temporary suspension of flights to & from the UK till January 7, 2021.”
- A court here on Wednesday remanded Partho Dasgupta, a former CEO of rating agency BARC who has been arrested in the Television Rating Points (TRP) scam, in 14 days’ judicial custody.
- The Maharashtra government has extended till January 31, 2021 the lockdown restrictions in the state on account of coronavirus. A circular to this effect was issued on December 29.
|
712 |
Y |
|
3297 |
31-12-2020 |
Odia |
- ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ ବୁଧବାର ନାଗାଲ୍ୟାଣ୍ଡକୁ ପୁଣି ୬ ମାସ ଲାଗି ଅଶାନ୍ତ କ୍ଷେତ୍ର ଘୋଷିତ କରିଛନ୍ତି। ଏ ନେଇ ମନ୍ତ୍ରାଳୟ ଅଧିସୂଚନା ଜାରି କରିଥିବା ବେଳେ ରାଜ୍ୟରେ ସଶସ୍ତ୍ର ବଳ ବିଶେଷାଧିକାର ଆଇନ (ଏଏଫଏସପିଏ) ମଧ୍ୟ ଲାଗୁ ହୋଇଛି।
- ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏକନାଉଣ୍ଟର ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବୁଧବାର ଭୋର ସମୟରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅପରାହ୍ନରେ ଆଉ ୨ ଆତଙ୍କୀ ନିପାତ ହୋଇଛନ୍ତି।
- ଆୟକର ବିଭାଗ ଆକଳନ ବର୍ଷ ୨୦୨୦-୨୧ (୨୦୧୯-୨୦ ଆର୍ଥିକ ବର୍ଷ)ର ବ୍ୟକ୍ତିଗତ କରଦାତାଙ୍କ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ତିଥି ଡିସେମ୍ବର ୩୧ରୁ ୧୦ ଜାନୁୟାରୀ ୨୦୨୧କୁ ସମ୍ପ୍ରସାରିତ ହୋଇଛି।
- ନୂଆ ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବୁଧବାର ୩୫ ଦିନରେ ପହଞ୍ଚିଛି। ଆଇନକୁ ନେଇ ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଓ ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ବିଜ୍ଞାନଭବନରେ ୪୦ କୃଷି ସଙ୍ଗଠନଙ୍କ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ କୃଷକ ପ୍ରତିନିଧିଙ୍କୁ ଆଇନ ବ୍ୟାଖ୍ୟା କରି ବୁଝାଇଛନ୍ତି। ତେବେ ଚାଷୀମାନେ ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦରେ ଅଡି ରହିଛନ୍ତି।
- ପ୍ରାପ୍ତ ବୟସ୍କ ପ୍ରେମୀଯୁଗଳଙ୍କୁ କେବଳ ପୁଅର ବିବାହ ବୟସ ହୋଇନି ବୋଲି କେହି ଅଲଗା କରିପାରିବେ ନାହିଁ । ଏହି ରାୟ ଶୁଣାଇଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ।
- ରାଜସ୍ଥାନର ଉଦୟପୁରରେ ରହୁଥିବା ସୋନାଲି ଶର୍ମାଙ୍କ ପରିବାର ଲୋକେ କ୍ଷୀର ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ପାଠ ପଢ଼ା ବ୍ୟତୀତ ସୋନାଲି ପ୍ରତିଦିନ ଗାଈ ଗୋରୁ ସେବା ମଧ୍ୟ କରନ୍ତି। ୨୦୧୮ ମସିହାରେ ରାଜସ୍ଥାନ ଜୁଡିସିଆଲି ସର୍ଭିସ୍ (ଆର୍ଜେସି) ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ସୋନାଲି ପ୍ରଥମ ଥରରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
- ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ରହିଥିବା ଲକ୍ ଡାଉନ୍ କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢାଇଲେ ସରକାର ।
- ସାମାଜିକ, ସାଂସ୍କୃତିକ, ଧାର୍ମିକ, ଖେଳ, ମନୋରଞ୍ଜନ କାର୍ଯ୍ୟକ୍ରମରେ ୨୦୦ ଲୋକ ଏକତ୍ରିିତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଅତି ବେଶିରେ ୫୦ ପ୍ରତିଶତ ଲୋକ ଏକତ୍ରିତ ହେବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।
- ରାଜ୍ୟରେ ପୂର୍ବରୁ ୫୦% ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ଅନୁମତି ମିଳୁଥିବାବେଳେ ଜାନୁଆରୀ ୧ ତାରିଖରୁ ତାହାକୁ ୭୫%କୁ ବୃଦ୍ଧି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
- ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଏହାପୂର୍ବରୁ ବ୍ରିଟେନ ସରକାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।
- ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏ ନେଇ ସୂଚନା ଦେଇଛନ୍ତି।
- ଜିରୋ ନାଇଟ ଓ ନୂଆ ବର୍ଷ ପାଳନ ଲାଗି ବହୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଗୋପାଳପୁର ବେଳାଭୂମିରେ ଭିଡ଼ ଜମିବାର ଆଶଙ୍କା ରହିଥିବା ସହ କରୋନା ସଂକ୍ରମଣ ବ୍ୟାପିବାର ଆଶଂକାକୁ ନଜରରେ ରଖି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଉକ୍ତ ଦୁଇଦିନ ନିମନ୍ତେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ବାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
- ଜାନୁଆରୀ ମାସର ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ସିନେମା ହଲ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ଥିଏଟର, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି।
- ଜାନୁଆରୀ ୧ ତାରିଖ ପରଠାରୁ iOS 9 ଏବଂ Android 4.0.3 ଚାଲୁଥିବା ଫୋନରେ ଚାଲିବ ନାହିଁ। ସରଳ ଭାବରେ କହିବାକୁ ଗଲେ, ହ୍ବାଟ୍ସଆପ୍ iPhone 4 ଏବଂ ଏହାପୂର୍ବର ଆଇଫୋନ୍ ଗୁଡିକରେ କାମ କରିବ ନାହିଁ, କିନ୍ତୁ ଯଦି ଆପଣଙ୍କର ପାଖରେ iPhone 4S, iPhone 5, iPhone 5S, iPhone 5C, iPhone 6 କିମ୍ବା iPhone 6S ଅଛି ତେବେ ଆପଣ ଫୋନ୍କୁ ଅପଡେଟ୍ କରିପାରିବେ ।
- ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ଵସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ।
- ଦେଶରେ ଫାଷ୍ଟ୍ ଜେନେରେସନ୍ ବା ପ୍ରଥମ ପିଢ଼ିର ଇଥାନଲ୍ ଉତ୍ପାଦନ ସଂକ୍ରାନ୍ତ ସଂଶୋଧିତ ଯୋଜନାକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି।
- ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
- ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପଣଯୋଗ୍ୟ ଆକାଶ ମିସାଇଲ ସିଷ୍ଟମକୁ ଅନ୍ୟ ଦେଶମାନଙ୍କୁ ବିକ୍ରି କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।
- ସାମାଜିକ କର୍ମୀ ଆନ୍ନା ହଜାରେ ଆସନ୍ତା ମାସରେ ତାଙ୍କର ‘ଶେଷ ଆନ୍ଦୋଳନ’ ତଥା ଅନାହାର ଅନଶନ କରିବେ ବୋଲି କହିଛନ୍ତି। ଯଦି ମୋଦୀ ସରକାର କୃଷକଙ୍କ ଦାବି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଜାନୁଆରି ୨୦୨୧ରେ ଆନ୍ନା ତାଙ୍କ ଶେଷ ଅନଶନ କରିବେ।
- ରାଜ୍ୟରୁ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୫୧୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
|
656 |
Y |
|
3298 |
30-12-2020 |
Odia |
- କୃଷି ମନ୍ତ୍ରାଳୟଙ୍କୁ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ସୂଚନାରେ ସରକାର ଚାଷୀଙ୍କ ସହ ଆଇନ ନେଇ କରିଥିବା ଆଲୋଚନାର କୌଣସି ରେକର୍ଡ ରଖିନଥିବା ଏକ ଜାତୀୟ ଗଣମାଧ୍ୟ ସୂତ୍ରରୁ ଦୈନିକ ସମ୍ବାଦପତ୍ର ‘ଜନସତ୍ତା’ ସୂଚିତ କରିଛି ।
- ଭରୁଚ ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନସୁଖ ବାସୱା ବିଜେପିରୁ ଇସ୍ତଫା ଦେଇଛନ୍ତି।
- ଆନ୍ନା ହଜାରେ ତାଙ୍କ ଶେଷ ଆନ୍ଦୋଳନ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ସେ ଏହି ଆନ୍ଦୋଳନ ଦେଶର ଚାଷୀଙ୍କ ଲାଗି କରିବେ ବୋଲି କହିଥିବା ବେଳେ ଦିଲ୍ଲୀଠାରେ ଜାନୁୟାରୀ ମାସରେ ଆରମ୍ଭ କରିବେ ।
- କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟୀକା ଓ ଟୀକାକରଣ ପରିଷଦ (ଗାଭି)ର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ କ୍ଷେତ୍ର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧିତ୍ୱ କରିବେ।
- ୨୦୨୧ରେ ଅନ୍ତର୍ଜାତୀୟ ଟ୍ରାଭେଲ ଉପରେ ପଡିବାର ଆଶଙ୍କା କରାଯାଉଛି। ଏଥିରେ ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଭଳି ଭାକ୍ସିନ ପାସପୋର୍ଟ ଅର୍ଥାତ ଡିଜିଟାଲ ହେଲଥ୍ ପାସ୍ର ମଧ୍ୟ ଆବଶ୍ୟକତା ପଡିପାରେ ବୋଲି ଆଶଙ୍କା କରାଯାଉଛି।
- ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
- ବିଧାନ ପରିଷଦର ଉପ-ସଭାପତି ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍ରୁ ମିଳିଛି ।
- ପଞ୍ଜାବରେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛି ମୋବାଇଲ ଟାଓ୍ୱାର । ରାଜ୍ୟରେ ଥିବା ୧୫୦୦ରୁ ଅଧିକ ମୋବାଇଲ ଟାଓ୍ୱାରକୁ କୃଷକମାନେ ଭାଙ୍ଗିରୁଜି ବିଦ୍ୟୁତ ସରବରାହ ବିଛିନ୍ନ ଦେଇଛନ୍ତି ।
- ୧୯୯୬ ମସିହାର ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏଡିଜି ପାହ୍ୟା ପଦୋନ୍ନତି କରାଯାଇଛି। ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା।
- ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୧ରେ ଗୁଜରାଟର ରାଜକୋଟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏହାର ଆନୁମାନିକ ମୂଲ୍ୟ ୧୧୯୫ କୋଟି ଟଙ୍କା ହେବ ଏବଂ ଏହା ୨୦୨୨ ମଧ୍ୟଭାଗ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିରେ ଅତ୍ୟାଧୁନିକ ଡାକ୍ତରଖାନାରେ ୭୫୦ ଶଯ୍ୟା ସହ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ମଧ୍ୟ ରହିବ।
- ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
- ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ଦେଶର ବୃହତ୍ତମ ଘରୋଇ କ୍ଷେତ୍ର ଋଣ ପ୍ରଦାନକାରୀ ବ୍ୟାଙ୍କ ଏଚଡ଼ିଏଫସିର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ରହିଛି।
- ବ୍ରିଟେନକୁ ବିମାନ ଯାତାୟତ ୩୧ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ମାତ୍ର ଆସନ୍ତା ୩୧ ତାରିଖ ପରେ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଆଉ କିଛିଦିନ ପାଇଁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ହୋଇପାରେ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍ର ଉଦ୍ଘାଟନ କରିଛନ୍ତି। ଉତ୍ତର ପ୍ରଦେଶର ୩୫୧ କିଲୋମିଟର ଦୀର୍ଘ ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍ ନିର୍ମାଣରେ ୫ ହଜାର ୭୫୦ କୋଟି ଟଙ୍କା ବ୍ୟୟ କରାଯାଇଛି।
- ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଏନ୍ଏଚ୍ଏଆଇ ନିଜ ମୋବାଇଲ୍ ଆପ୍ ‘ମାଇଁ ଫାଷ୍ଟାଗ୍ ଆପ’ରେ ଚେକ୍ ବାଲାନ୍ସ ଷ୍ଟାଟସ୍ ନାମକ ଏକ ନୂତନ ଫିଚର୍ ଯୋଡିଛି।
- ଗତ ୪ ଦିନ ତଳେ ତଥା ଖ୍ରୀଷ୍ଟମାସ ଦିବସରେ ଆମେରିକୀୟ ସହର ନାସ୍ଭିଲ୍ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା। ବୋମା ନିକ୍ଷେପ କରିଥିବା ଆକ୍ରମଣକାରୀ ଆନ୍ଥୋନି କ୍ବିନ୍ ୱାର୍ନର୍ ଏଥିରେ ନିହତ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ପାଖାପାଖି ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।
- ଦୀର୍ଘ ୬ ମାସ ପରେ ଦେଶରେ ସବୁଠୁ କମ୍ ଦୈନିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୩୨ ସଂକ୍ରମଣ ଚିହ୍ନଟ ହୋଇଛି। ଦୀର୍ଘ ୧୮୭ ଦିନ ପରେ ଦେଶରେ ଏତେ କମ୍ ସଂକ୍ରମଣ ଚିହ୍ନଟ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୧,୦୨,୨୪,୩୦୩ ରହିଛି।
- ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ ।
- ନୂତନ ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ କାରରେ ଯାତ୍ରୀ ସିଟ୍ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଆଉ ଏହାର କାର୍ଯ୍ୟାନ୍ଵୟନ ପାଇଁ ସମୟସୀମା ହେଉଛି ନୂତନ ମଡେଲଗୁଡିକ ପାଇଁ ୧ ଏପ୍ରିଲ ୨୦୨୧ ଏବଂ ପ୍ରଚଳିତ ମଡେଲଗୁଡିକ ପାଇଁ ୧ ଜୁନ୍ ୨୦୨୧।
|
648 |
Y |
|
3299 |
30-12-2020 |
English |
- Jammu and Kashmir recorded the elimination of 203 terrorists including 166 local militants by security forces in 2020, while 43 civilians were killed and 92 others injured in the union territory, official sources said.
- The Centre on Monday invited the 40 protesting farmer unions for the next round of talks on December 30.But in its letter on Tuesday, the Samyukt Kisan Morcha, the umbrella organisation which represents the farmer unions, said the modalities for repealing the three contentious laws and a legal guarantee on minimum support price (MSP) must be part of the agenda.
- Deputy chairman of Karnataka Legislative Council S L Dharme Gowda allegedly died by suicide at Gunasagar village between Birur and Kadur at 2 am.
- It said the March 2019 revision order of the Income Tax Department that sought to cancel tax exemption to the three trusts was 'devoid of any legally sustainable merits'.
- Former Economic Affairs Secretary Atanu Chakraborty is likely to be the next Chairperson of the country's largest private sector lender HDFC Bank, sources said. He would replace Shyamala Gopinath, who is set to complete her term in January.
- Pandemic has shadowed New Year celebration and the hospitality sector will have to wait a bit more to get their patrons back and claimed that Delhi NCR may well lose Rs 200 crore to Rs 250 crore business on the last day of the year.
- The Ministry of Road Transport and Highways proposes to make it mandatory that an airbag be provided for the passenger seated on the front seat of a vehicle, next to the driver," the ministry said in a statement. The proposed timelines for the implementation of the move is April 1, 2021, for new models and June 1, 2021, for existing models.
- Over 1,500 mobile towers were targeted during farmers' stir in Punjab. COAI's Director General, SP Kochhar said disruption of telecom services is causing immense inconvenience to the common man, for whom mobile services are "essential".
- 21-year-old Arya Rajendran was sworn in the new Mayor of Thiruvananthapuram Corporation on Monday. Arya, who secured 54 votes in the 100-member council, is the youngest mayor to ever take charge in the country.
- Amid the fear of highly infectious new SARS-CoV2 strain, 92 persons, who had recently returned to the State from the UK are untraceable.
- The Delhi high Court has directed that services of various contractual teachers working with a school, being run under the aegis of Jamia Millia Islamia (JMI) University, shall not be discontinued till March next year.
- Despite the government's repeated claims that they have held multiple consultations with 'stakeholders' before the three farm bills were enacted into laws, in response to an RTI query filed by NDTV seeking information about such meetings held with farmers, the government said they do not "hold any record in this matter."
- NCP chief and former agriculture minister Sharad Pawar today accused the Centre of bulldozing three new farm laws without consulting states and asserted that agriculture cannot be run "sitting in Delhi" as it involves farmers toiling in distant villages.
- Malayalam film Varthamanam, set in the backdrop of students' protest held in Jawaharlal Nehru University (JNU) in New Delhi early this year, has been denied permission for screening by the Censor Board of Film Certification's (CBFC) regional office here.
- Although gross bad loans of banks have moderated in FY20 and even so far in FY21, asset quality may sharply deteriorate going forward, the Reserve Bank of India (RBI) said in a report on Tuesday.
- The deadline for filing income tax returns (ITR) for fiscal 2019-20 is fast approaching. According to the income tax department, over 4.37 crore income tax returns for assessment year 2020-21 have been filed as of 28 December, up from 4.23 crore a day earlier.
- The government has proposed to make it mandatory for automakers to offer airbags for front passengers on new vehicle models manufactured from 1 April.
- Bharat Biotech's experimental COVID-19 vaccine candidate Covaxin can offer protection against new strain of coronavirus found in the United Kingdom, chairman and managing director Krishna Ella said on Tuesday
- The new solar policy announced by the Gujarat government on Tuesday offers a slew of incentives such as no ceiling on capacity to be installed and allowing consumers to lease their roofs and premises for setting up plants.
- India defeated Australia by eight wickets in the second Test at the Melbourne Cricket Cricket Ground on Tuesday. The four-Test series is now level at 1-1. Australia had won the first Test in Adelaide, also by eight wickets.
|
746 |
Y |
|
3300 |
29-12-2020 |
Odia |
- ଡିସେମ୍ବର ୨୯ ପରିବର୍ତ୍ତେ ଡିସେମ୍ବର ୩୦ରେ ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ କରିବାକୁ କେନ୍ଦ୍ର ସରକାର କୃଷକ ସଂଗଠନର ମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି।
- ଜାନୁଆରି ସୁଦ୍ଧା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାକୁ ବ୍ରିଟେନରେ ଅନୁମତି ମିଳିବ.
- ନେସନାଲ ରିକ୍ରୁଟମେଣ୍ଟ ଏଜେନ୍ସି (ଏନଆରଏ) ଏକ ସ୍ବାଧୀନ ଓ ସ୍ବୟଂଶାସିତ ସଙ୍ଗଠନ ହେବ ଏବଂ ଏହା ସମସ୍ତ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ପରିଚାଳନା କରିବ । ବିଭିନ୍ନ ରାଜ୍ୟର କର୍ମଚାରୀ ଚୟନ ଆୟୋଗ, ଷ୍ଟେଟ ସିଲେକ୍ସନ ବୋର୍ଡ଼, ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଧ୍ୟ ଏଥିରୁ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନେଇ ପାରିବେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ନିମନ୍ତେ ଆସନ୍ତାବର୍ଷଠାରୁ ଏକ ଏକକ ଯୋଗ୍ୟତା ପରୀକ୍ଷା (କମନ ଏଣ୍ଟ୍ରାନ୍ସ ଟେଷ୍ଟ) ।
- ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଡାକ୍ତରୀ ଓ ଇଂଜିନୟରିଂ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଗାମୀ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବା ପାଇଁ ଏକ ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଛି।
- ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି। ୨୩ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଦୀ ପ୍ରଥମଥର ଓଡ଼ଇଶା ଆସି କଟକ କାଠଯୋଡ଼ୀ ନଦୀ ବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣ ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ରୁ ୧ ବର୍ଷ ବ୍ୟାପୀ ଆଗମନର ଶତବାର୍ଷିକୀ ମହାସମାରୋହ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେବାକୁ ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବ ଆଗତ କରାଗଲା।
- ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, କୋଟଲାର ନାମ ହେଲା ଅରୁଣ ଜେଟଲୀ ଷ୍ଟାଡିୟମ
- ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡ଼ା ଆୟୋଜନ କରୁଥିବା କମିଟି ଗୁଡ଼ିକ ଏକ ଟାସ୍କ୍ ଫୋର୍ସ ଗଠନ କରି ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକମାନଙ୍କୁ ନିରିକ୍ଷଣ କରିବେ। ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ।
- ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଓଡିଶାର ସବୁ ବରପୁତ୍ରମାନଙ୍କ ଜନ୍ମପୀଠ ଗୁଡିକର ବିକାଶ କରାଯିବ ବୋଲି କ୍ୟାବିନେଟରେ ସୋମବାର ପ୍ରସ୍ଥାବ ଗୃହୀତ ହୋଇଛି ।
- ଦେଶରେ ଆଗାମୀ ଦିନରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡ଼ା ଆୟୋଜନ କରୁଥିବା କମିଟି ଗୁଡ଼ିକ ଏକ ଟାସ୍କ୍ ଫୋର୍ସ ଗଠନ କରି ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକମାନଙ୍କୁ ନିରିକ୍ଷଣ କରିବେ।
- ୨୦୨୧ ଆରମ୍ଭରୁ ହିଁ ଟିଭି, ଫ୍ରିଜ୍ ଏବଂ ଓ୍ବାଶିଂ ମେସିନ୍ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଖାସ କରି ଭାରତରେ ଏବେ LED ଟିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏହାର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
- ଭାରତୀୟ ରେଳବାଇ କେବଳ ୫ ମାସରେ ଏବେ ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇଛନ୍ତି।
- ଦେଶରେ ଗଡ଼ିଲା ପ୍ରଥମ ଚାଳକ ରହିତ ମେଟ୍ରୋ। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ଡ୍ରାଇଭର ଲେସ୍ (ଚାଳକ ରହିତ) ମେଟ୍ରୋ ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଞ୍ଜେଟ୍ ଲାଇନ୍ ଓ ପିଙ୍କ ଲାଇନ୍ରେ ଚାଲିବ। ପ୍ରଥମ ଚରଣରେ ଏହି ଟ୍ରେନ୍ ମଞ୍ଜେଟା ଲାଇନ୍ରେ ଜନକପୁରୀରୁ ନୋଏଡାର ବୋଟାନିକାଲ୍ ଗାର୍ଡେନ୍ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ଦୌଡ଼ିବ।୨୦୧୪ରେ କେବଳ ୫ଟି ସହରରେ ମେଟ୍ରୋ ଟ୍ରେନ୍ ଥିଲା । ଏବେ ୧୮ଟି ସହରରେ ଏହି ରେଳ ସେବା ଜାରି ରହିଛି । ୨୦୨୫ସୁଦ୍ଧା ଏହାକୁ ୨୫କୁ ବୃଦ୍ଧି କରାଯିବ । ଦିଲ୍ଲୀରେ ମେଟ୍ରୋ ଟ୍ରେନର ଚର୍ଚ୍ଚା ବହୁ ଦିନ ଧରି ଚାଲିଥିଲେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହାକୁ ଆରମ୍ଭ କରାଯାଇଥିଲା ।
- .ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ସହ ଗାଡିର ଅନ୍ୟ ଦସ୍ତାବିଜର ବୈଦ୍ଧତା ମାର୍ଚ୍ଚ ୩୧, ୨୦୨୧ ଯାଏଁ ବୃଦ୍ଧି କରିଛନ୍ତି।ପୂର୍ବରୁ ପରିବହନ ବିଭାଗ ଲକଡାଉନ୍ ପାଇଁ ଲାଇସେନ୍ସ, ରେଜିଷ୍ଚ୍ରେସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ଓ ଫିଟନେସ୍ ପ୍ରମାଣପତ୍ରର ନବୀକରଣ ପାଇଁ ସମୟ ସୀମାକୁ ଡିସେମ୍ବର ୩୧ ଯାଏଁ ବଢାଇଥିଲେ ।
- ପ୍ଲେ ଷ୍ଟୋରରୁ ୧୫୮ ଲୋନ୍ ଆପ୍ ହଟାଇବାକୁ ଗୁଗ୍ଲକୁ କହିଲା ହାଇଦ୍ରାବାଦ ପୋଲିସ
- ପିଲାଙ୍କ ପାଠ୍ୟକ୍ରମ ସଂପର୍କରେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ ସଂପର୍କରେ ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ। ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ । ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ।
- ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ପ୍ରଦାନ କରିବେ ସମ୍ପତ୍ତି ତାଲିକା। ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଖାଯାଏ, ନେତା, ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ କଳାଧନରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାଆନ୍ତି।
- କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
- ଚାକିରିରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା କିମ୍ବା ୫୦ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଦୁର୍ନୀତି ବା ଅପରାଧିକ ମାମଲା ଥିବ, ଅବା ବିଭିନ୍ନ କାରଣରୁ ଯେଉଁମାନେ ଆଇନଗତ ବିବାଦରେ ଛନ୍ଦି ହୋଇଥିବେ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଏହି ବର୍ଗରେ ଆସୁଥିବା ୨୨୮ ଜଣ ଇନ୍ସପେକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଇତିମଧ୍ୟରେ ତାଲିକାଭୁକ୍ତ ୨୨୮ ଇନ୍ସପେକ୍ଟରଙ୍କ ମଧ୍ୟରୁ କିଛି ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ ଆସିଯାଇଥିବା ଚର୍ଚ୍ଚା ହେଉଛି ।
- ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଜାରି କରିଥିବା ନୂଆ ‘ସ୍ପେସ୍ ପଲିସି ଡିରେକ୍ଟିଭ୍’ (ଏସ୍ପିଡି) ବଳରେ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ବିଭାଗ ସହଯୋଗରେ ୨୦୨୬ ସୁଦ୍ଧା ‘ନାସା’ ଚନ୍ଦ୍ରପୃଷ୍ଠରେ ଆଣବିକ ରିଆକ୍ଟର୍ ସ୍ଥାପନ କରିବାକୁ ପ୍ରସ୍ତୁତି କରୁଥିବାରୁ ଚୀନ୍ ଭୟଭୀତ
- ଶନିବାର ଭାରତୀୟ ବୋଲରମାନେ ମିଳିତ ପ୍ରଦର୍ଶନ କରି କଙ୍ଗାରୁ ସେନାକୁ ୧୯୫ରେ ସୀମିତ ରଖିଦେଇଥିବା ବେଳେ ଭାରତ ରବିବାର ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ୫ ୱିକେଟ୍ ହରାଇ ୨୭୭ ରନ୍ ସଂଗ୍ରହ କରିନେଇଛି। ହାତରେ ୫ ୱିକେଟ୍ ଥାଇ ଭାରତ ୮୨ ରନ୍ ଅଗ୍ରଣୀ ନେଇସାରିଛି।
|
675 |
Y |
|