# |
Date |
Type |
Current Affairs |
No. Of Views |
Status |
Action |
931 |
18-05-2024 |
Odia |
-
ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି।
-
ଭାରତର ସର୍ବବୃହତ୍ ପାର୍କ ଚେନ୍ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି. ଦୂର କୁମ୍ଭାରବସ୍ତରେ ଏହି ପାର୍କ ଆସନ୍ତା ୨୪ରେ ଖୋଲାଯିବ।
-
ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି ଆକଳନ କରିଛି।
-
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ।
-
ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ନେଇ ନିଶ୍ଚିତ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ସରକାର ଆସନ୍ତା ୧୦୦ ଦିନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି ବୋଲି ଏକ ଟେଲିଭିଜନ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ସହ ତାଙ୍କ ଆମ୍ ଆଦମୀ ପାର୍ଟି(ଆପ୍)କୁ ମଧ୍ୟ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦର୍ଶାଇଛି।
-
ହରିୟାଣା ରାଜ୍ୟର ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଦଳ ପକ୍ଷରୁ ନରୱାନା ବିଧାୟକ ରାମ ନିବାସ ସୁରଜେଖେଡା ଓ ବରୱାଲା ବିଧାୟକ ଯୋଗୀରାମ ସିହାଗଙ୍କୁ ଆଇନଗତ ନୋଟିସ ପଠାଯାଇଛି।
-
ମୁମ୍ବାଇରେ ମଇ ୧୩ ତାରିଖ ଦିନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ଜଣ ଆହତ ହୋଇଥିବା ଜଣାପଡ଼ିଛି ।ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯନଙ୍କ ମାମୁଁଙ୍କ ନାମ ମନୋଜ ଚନସୋରିୟା ଥିବା ବେଳେ ମାଇଁଙ୍କ ନାମ ଅନିତା ରହିଛି।
-
କ୍ରିପ୍ଟୋ କାରବାରର ପରିଚାଳନା ଲାଗି ନୀତି ନିର୍ଧାରଣ କରିବା ଲାଗି ଉଭୟ ସଂସ୍ଥା ଏକ ସରକାରୀ କମିଟିକୁ ନିଜର ସୁପାରିସ ପ୍ରଦାନ କରିଛନ୍ତି।
-
ନିର୍ବାଚନ ପରେ ଏଟିଏମ୍ରୁ ଟଙ୍କା ଉଠାଇବା ବାବଦରେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଇଣ୍ଟରଚେଞ୍ଜ ଫି’କୁ ୨୦ରୁ ୨୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।
-
ଭାରତକୁ ଅଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଆସିବ ଓ ଚୀନ୍ ବହୁ ପରିମାଣର ଏଫ୍ଡିଆଇ ହରାଇବ ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗରେ ବିଶ୍ବ ଅର୍ଥନୈତିକ ନିରୀକ୍ଷଣ ଶାଖାର ମୁଖ୍ୟ ହମିଦ୍ ରସିଦ୍ କହିଛନ୍ତି।
-
ହରଡ଼ ଡାଲି ଦରବୃଦ୍ଧିରେ ଲଗାମ ଲାଗୁନାହିଁ। ବର୍ତ୍ତମାନ ପାଇକାରୀ ବଜାରରେ ଏହାର ଦର କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ୧୬୫ ଟଙ୍କାରେ ବିକ୍ରି ହେଉଛି।
-
ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି
-
ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍ ଆକାରରେ ଦେବାକୁ ଘୋଷଣା କରିଛି।
-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି।
-
ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି।
-
ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
-
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ବହିଷ୍କୃତ ହେଲେ।
-
ଖଲ୍ଲିକୋଟ ହତ୍ୟା ଘଟଣା ତଦନ୍ତ କରିବ ଏସଆଇଟି। ଏସଆଇଟି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବ। ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ।
-
. କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ପିଏଫ୍ ପଇସା ଉଠାଣର ପ୍ରକ୍ରିୟାକୁ ଅଧିକ ସହଜ କରିଦେଇଛି । ଇପିଏଫଓ ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି । ଏଥିରେ ୬ କୋଟିରୁ ଅଧିକ ପିଏଫ୍ ସଦସ୍ୟଙ୍କୁ ଲାଭ ମିଳିବ ।
|
313 |
Y |
|
932 |
18-05-2024 |
English |
-
The Supreme Court Friday reserved its verdict on Delhi CM Arvind Kejriwal’s challenge to his arrest by the ED in a money laundering case linked to the alleged excise scam but granted him liberty to move the trial court for regular bail.
-
Every single day counts in matters concerning the liberty of citizens, the Supreme Court said Friday while asking the Delhi High Court to decide on the regular bail plea of a businessman in a corruption case related to the now scrapped Delhi excise policy
-
The Supreme Court Friday sought the Centre’s stand on a petition challenging the marital rape exception under the new criminal laws.
-
A judgement of a Constitution bench would be ‘binding’ on benches of lesser strength, the Supreme Court has held while recalling its April 2022 verdict in a matter related to land which was meant exclusively for common use by the inhabitants of a village in Haryana.
-
The Calcutta High Court Friday granted bail to Sandeshkhali BJP worker Piyali Das who surrendered before a lower court three days ago over a criminal case lodged against her.
-
The Supreme Court told former Jharkhand chief minister Hemant Soren Friday that it needs to prima facie satisfy itself before granting interim bail to him in a moneylaundering case linked to an alleged land scam for campaigning in the Lok Sabha polls.
-
India’s largest amusement park chain, Wonderla Holidays announced the launch of its newest park at Kumbharbasta in Capital city Friday. The park will be officially opened for public May 24, Wonderla Holidays Limited managing director Arun K Chittilappilly shared in a press meet.
-
Arvind Kejriwal’s aide Bibhav Kumar Friday filed a police complaint against Swati Maliwal, alleging she breached the security of the CM’s residence to gain unauthorised entry May 13 and created a ruckus there, the party said.
-
A leopard created a stir as it strayed into this town Friday morning. The animal was spotted in Bhanjpur locality of this town in Mayurbhanj district.
-
The BJP Friday expelled senior leader Bijoy Mohapatra and two others from the party on the charge of ‘anti-party activities’.
-
The Odisha Police Friday constituted a special investigation team (SIT) to probe into the killing of a BJP worker in a clash between supporters of the ruling BJD and the saffron party in Ganjam district.
-
Life expectancy around the world is projected to improve by almost five years in men and by over four years in women between 2022 and 2050, according to a global study published in The Lancet journal.
-
Holding an urgent hearing at 6:30pm Friday evening, the Supreme Court sought a response within a week from the Election Commission on a plea by an NGO seeking a direction to upload polling station-wise voter turnout data on its website within 48 hours of conclusion of polling for each phase of the Lok Sabha elections.
-
The Election Commission Friday issued a show-cause notice to former high court judge and BJP Lok Sabha candidate Abhijit Gangopadhyay for his “improper, injudicious and undignified” remarks against Bengal Chief Minister Mamata Banerjee.
-
Eightyfive per cent of people surveyed in India say they are already experiencing the effects of climate change, and more than a third of them have either already moved or considered moving because of extreme weather events such as severe heat, droughts and floods.
-
Ukrainian President Volodymyr Zelenskyy signed a law allowing some categories of convicts to serve in the army, parliament’s database showed Friday.
-
Israel strongly denied charges of genocide Friday, telling the United Nations’ top court it was doing everything it could to protect the civilian population during its military operation in Gaza.
-
In an unprecedented embarrassment for Indian boxing, the country will fight afresh for qualification in the women’s 57kg category after being forced to surrender the quota owing to holder Parveen Hooda’s international suspension for three whereabout failures in 12 months.
-
Masters champion Scottie Scheffler was detained by police Friday morning on his way to the PGA Championship, with stunning images showing him handcuffed as he was led to a police car. ESPN reported he failed to follow police orders during a pedestrian fatality investigation.
-
The haircuts taken by creditors in bankruptcy resolutions have increased to 73 per cent in FY24 from the 64 per cent in FY23, a report said Friday.
|
302 |
Y |
|
933 |
17-05-2024 |
Odia |
-
1.କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡ୍ଭର୍ସ ଇଭେଣ୍ଟସ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସ୍ଆଇ ନେଇ ରିପୋର୍ଟ କରିଛନ୍ତି।
-
2.ମଲିୱାଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏନ୍ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍) ବିଭବ କୁମାରଙ୍କୁ ସମନ କରିଛନ୍ତି। ଉକ୍ତ ମାମଲାରେ ଏନସିଡବ୍ଲ୍ୟୁ ନିଜଆଡ଼ୁ ହସ୍ତକ୍ଷେପ କରି କୁମାରଙ୍କୁ ମେ’ ୧୭ ତାରିଖରେ ହାଜର ହେବାକୁ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଳୀ ପୁଲିସର ଏକ ଟିମ୍ ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛି।
-
3.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନକୁ ବାତିଲ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି।
-
4.ସୁ୍ପ୍ରିମ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଅର୍ଥ ହେରଫେର ନିବାରଣ ଆଇନ୍ (ପିଏମ୍ଏଲ୍ଏ) ମାମଲାରେ ଇଡି ଅଭିଯୁକ୍ତକୁ ମନଇଚ୍ଛା ଗିରଫ କରିପାରିବ ନାହିଁ। ଅଭିଯୁକ୍ତକୁ ଗିରଫ କରିବାକୁ ହେଲେ ଇଡିକୁ ସ୍ବତନ୍ତ୍ର ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ।
-
5.କେତେକ ସାଧାରଣ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ୪୧ଟି ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି।
-
6.ଭୋଜପୁରୀ ପାୱାରଷ୍ଟାର ପୱନ ସିଂ କାରାକାଟ ଲୋକସଭା ଆସନରୁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏନେଇ ଗତ ମେ ୧୩ରେ ବିଜେପି ନେତା ପ୍ରେମ କୁମାର କହିଥିଲେ ଯେ ଯଦି ପୱନ ସିଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-
7.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ସରକାର ସବୁଦିନ ପାଇଁ ରହିବ ନାହିଁ, ଆଜି ନୁହେଁ କାଲି ଏହି ଦଳ କ୍ଷମତାରୁ ଯିବ । ତାପରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଛନ୍ତି ।
-
8.ଫିନଟେକ୍ କମ୍ପାନି ଫୋନ୍ ପେ'ର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଶ୍ରୀଲଙ୍କାରେ ଏବେ ଫୋନପେ ଗ୍ରାହକମାନେ ୟୁଜର୍ସ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର କରି ପେମେଣ୍ଟ କରିପାରିବେ।
-
9.ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଥିବା ଟଙ୍କା ଗରିବଙ୍କ ପାଖକୁ ଫେରିବ। ସରକାରୀ ଏଜେନ୍ସିମାନେ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ କୋଟି ଟଙ୍କା ଜବତ କରିଥିବା ବେଳେ ଏହା ଯେଭଳି ଗରିବଙ୍କ ପାଖକୁ ଫେରିବ ସେଥିପାଇଁ ସରକାର ବିକଳ୍ପ ଖୋଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି।
-
10.ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି।
-
11.ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ ସିବଲ ୧୦୬୬ ଭୋଟ ପାଇଛନ୍ତି।
-
12.ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
13.ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ ପୂର୍ବରୁ ଭାଜପା ନର୍ଭସ।
-
14.ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଗୁଜରାଟର ମୋରବିର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମସ୍ତିଷ୍କ ରକ୍ତସ୍ରାବ ଯୋଗୁ ବୁଧବାର ମୃତ୍ୟୁ ଘଟିଛି। ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ଫଳ ମେ’ ୧୧ ତାରିଖରେ ପ୍ରକାଶ ପାଇଥିଲା। ଝିଅ ହୀର ଘେଟିଆ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭୦ ପ୍ରତିଶତ ନମ୍ବର ରଖିଛନ୍ତି।
-
15.୧୫୦ ମିଲିଲିଟର କପ କଫିରେ ୮୦-୧୨୦ ମିଲିଗ୍ରାମ କାଫିନ୍ ରହିଛି। ତୁରନ୍ତ ପ୍ରସ୍ତୁତ ହେଉଥିବା କଫିରେ ୫୦-୬୫ ମିଲିଗ୍ରାମ ଓ ଚା’ରେ ୩୦-୬୫ ମିଲିଗ୍ରାମ ରହିଛି। ଆଇସିଏମଆର କହିଛି, ୩୦୦ ମିଲିଗ୍ରାମରୁ ଅଧିକ କାଫିନ ସେବନ ଆଦୌ ହିତକର ନୁହେଁ।
-
16.ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ କହିଛନ୍ତି ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି। ସେମାନେ ୨୫ ପ୍ରତିଶତ କମ୍ କରିବା ନିହାତି ଆବଶ୍ୟକ। ନଚେତ୍ ୨୦୩୦ ସୁଦ୍ଧା ପାଖାପାଖି ୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିସାରିଥିବ। ୟୁରୋପରେ ୩୦ରୁ ୭୯ ବର୍ଷ ବୟସ୍କ ମଧ୍ୟରେ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ। ଯାହାର ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା ।
-
17.ଡବ୍ଲୁଏଚଓ ଅନୁଯାୟୀ,ୟୁରୋପରେ ପ୍ରତିଦିନ ୧୦ ହଜାର ଲୋକ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି। ଯାହାର ଅର୍ଥ ବାର୍ଷିକ ୪ ନିୟୁତ ଲୋକଙ୍କ ମୃତ୍ୟୁ। ଏହି ମୃତ୍ୟୁ ୟୁରୋପରେ ମୋଟ ମୃତ୍ୟୁର ୪୦ ପ୍ରତିଶତ ଅଟେ। ଅର୍ଥାତ୍ ପ୍ରତିବର୍ଷ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ କହିଛନ୍ତି ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି। ସେମାନେ ୨୫ ପ୍ରତିଶତ କମ୍ କରିବା ନିହାତି ଆବଶ୍ୟକ।
-
18.ଗଡ଼ିଆମାଳ ନିକଟ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇଥିବାବେଳେ ଏଥିରେ ପ୍ରାୟ ୧୫ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
-
19.ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
-
20.ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି।
|
320 |
Y |
|
934 |
17-05-2024 |
English |
-
1. The Supreme Court Thursday held that the agency cannot arrest anyone under Section 19 of the Prevention of Money Laundering Act (PMLA) without specific instruction of the special court holding trial.
-
2.Nearly one-third of 926 individuals, who received Bharat Biotech’s anti-Covid vaccine Covaxin, reported ‘Adverse Events of Special Interest’ (AESI), according to a oneyear follow up study conducted by a team of researchers at Banaras Hindu University (BHU).
-
3.Construction work for the sibling deities’ chariots in progress ahead of the Rath Yatra in Puri.
-
4.As many as 28 of the 64 candidates in fray for six Lok Sabha (LS) constituencies-Sambalpur, Puri, Bhubaneswar, Cutttack, Keonjhar and Dhenkanal- in the state going to polls in the third phase (sixth nationally) May 25 are crorepatis, according to a report by poll watchdog Association for Democratic Reforms (ADR), and Odisha Election Watch (OEW)
-
5.Odisha Police Thursday issued a warning to mobile users, urging caution against answering calls originating from Pakistani numbers starting with +92 on WhatsApp.
-
6.Stayed criminal proceedings before a trial court in Uttar Pradesh (UP) over five FIRs lodged against the vice-chancellor of the Sam Higginbottom University of Agriculture, Technology and Sciences (SHUATS) and others for alleged illegal conversion of Hindus to Christianity.
-
7.India Meteorological Department (IMD) in Bhubaneswar Thursday issued yellow alerts for rain and thundershowers in many districts during the next three days. Heatwave conditions are likely to return to the state this week The day temperature (maximum temperature) is gradually increasing by two to three degrees Celsius across the state.
-
8.In a significant boost to farm exports from Odisha, Farmer Producer Organisations (FPOs) in the state have marked their foray into the global markets with the first commercial shipment of fresh mangoes and vegetables.
-
9.About 50 per cent of people with high blood pressure (BP) or hypertension are likely to experience kidney damage in the long term and may require dialysis or transplantation, said experts on Thursday ahead of World Hypertension Day.
-
10.The Indian Coast Guard (ICG) has successfully coordinated the medical evacuation of a critically ill crewman of British nationality from a foreign vessel off the Kochi coast Thursday, a Defence release said her.
-
11.A doctor has been suspended after a wrong surgery was performed on a four-year-old girl at the Government Medical College Hospital Kozhikode. The child had been scheduled for surgery to remove a sixth finger on her hand at the Maternal and Child Care Centre of the Medical College Hospital, instead of which an operation was performed on her tongue mistakenly.
-
12.The cumulative turnout in the first four phases of Lok Sabha elections has been recorded at 66.95 per cent, the Election Commission (EC) said Thursday, adding 45.10 crore of the nearly 97 crore electors have voted so far in the ongoing electoral exercise.
-
13.A court here Thursday granted interim bail to JD(S) MLA and former Karnataka Minister HD Revanna in a sexual harassment case.
-
14.Air India Limited (AIL) ceased to be State or its instrumentality under Article 12 of the Constitution after its disinvestment and take over by the Tata Group in January 2022, and no case of alleged violation of fundamental right would lie against it, the Supreme Court ruled Thursday.
-
15.The Union government has reduced the prices of 41 commonly used medicines and six formulations used to treat diseases such as diabetes, heart and liver ailments.
|
356 |
Y |
|
935 |
16-05-2024 |
Odia |
-
1.ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି।
-
2.ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।…
-
3.ସିଏଏ ବିଜ୍ଞପିତ ହେବାର ୨ ମାସ ପରେ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂ୍ଆଦିଲ୍ଲୀରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
-
4.ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୁଲିସର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ନ୍ୟୁଜ୍କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟସ୍ଥ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆବେଦନର ଶୁଣାଣି କରି ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।
-
5. ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
-
6.କେନ୍ଦ୍ର ସରକାର ଜାରି କରିଥିବା ୨୦୨୪ ଜାନୁଆରି-ମାର୍ଚ୍ଚ ତ୍ରୈମାସିକର ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’କୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୨୩.୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର ୨୨.୯ ପ୍ରତିଶତ ଥିଲା।
-
7.ବିଦେଶରେ ଭାରତୀୟ ମସଲାରେ ଅପମିଶ୍ରଣ ସନ୍ଦେହ ଦୂର ହୋଇନାହିଁ। ନ୍ୟୁଜିଲାଣ୍ଡ ତରଫରୁ ଏହି ଅଭିଯୋଗର ଯାଞ୍ଚ କରାଯିବ। ଏମ୍ଡିଏଚ୍ ଓ ଏଭରେଷ୍ଟ ପଠାଉଥିବା ମସଲାକୁ ଯାଞ୍ଚ କରିବା ଲଗି ନ୍ୟୁଜିଲାଣ୍ଡର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ନିଷ୍ପତ୍ତି ନେଇଛି।
-
8.ଡିଜିଟାଲ ଯୁଗରେ ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାକୁ ହେଲେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଜରୁରୀ ।
-
9.ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
-
10(ଇଣ୍ଡିଆ) ବ୍ଲକ୍ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏଥିରେ ସାମିଲ ହେବ ନାହିଁ। ଇଣ୍ଡିଆ ବ୍ଲକ୍କୁ ଟିଏମ୍ସି ବାହାରୁ ସମର୍ଥନ ଦେବ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି
-
11.ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି।
-
12.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ରାଜ୍ୟପାଳ ତାଙ୍କୁ ଦିଲ୍ଲୀ ନେଇ ଏକ ହୋଟେଲରେ ଅସଦାଚରଣ କରିଥିବା ସେ ଦର୍ଶାଇଛନ୍ତି।
-
13.କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲା ବେଳେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।
-
14.ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି।
-
15.ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨ କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସୁଧ ମିଳିବ।
-
16.ଆମେରିକାରେ ଡେଙ୍ଗୁର ଦ୍ୱିତୀୟ ଟିକାକୁ ମିଳିଲା WHOଙ୍କ ମଞ୍ଜୁରୀ, ତିଆରିଛନ୍ତି ଜାପାନୀ ଫାର୍ମା କମ୍ପାନୀ l
-
17.ଆସନ୍ତା ୧୯ରୁ ବଢ଼ିବ ତାତି: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା l
-
18.ହାବାର୍ଡ ଷ୍ଟଡି ରୁ ଆସିଲା ଭୟଙ୍କର ତଥ୍ୟ : ନିୟମିତ ପ୍ୟାକେଜଡ଼ ଫୁଡ ଖାଉଥିବା ଲୋକଙ୍କର ଶୀଘ୍ର ହୋଇଥାଏ ମୃତ୍ୟୁ l
-
19.ଫ୍ରାନ୍ସରେ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପମ୍ ହେଲା ଉଦଘାଟିତ ।
-
20.ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ହେଲେ ଗିରଫ l ଇଡି ତାଙ୍କୁ ଗିରଫ କରିଛି
|
305 |
Y |
|
936 |
16-05-2024 |
English |
-
1.More than 1.53 lakh deaths a year were associated with heatwaves around the world, with over a fifth of these deaths - the greatest share - coming from India, according to new research looking at data over 30 years since 1990
-
2.The first set of citizenship certificates under the Citizenship (Amendment) Act (CAA) was issued Wednesday to 14 people, nearly two months after rules under the contentious law were notified to grant Indian nationality to persecuted non-Muslim migrants from three neighbouring countries.
-
3.Chief Minister Naveen Patnaik’s close aide Kartik Pandian Wednesday claimed that Patnaik will take oath for the sixth time June 9, 2024 and his first order will be free power supply for 90 per cent population of Odisha.
-
4. More than seven months after he was arrested under anti-terror law - Unlawful Activities (Prevention) Act (UAPA) - for allegedly spreading Chinese propaganda, the Supreme Court Wednesday declared as “invalid” the arrest of NewsClick founder and editor-in-chief Prabir Purkayastha and ordered his release.
-
5.Chief Electoral Officer (CEO) Nikunja Bihari Dhal Wednesday launched ‘Mo Booth’ mobile application through which voters can easily find the name and route to their polling stations. “Using the app, voters of Khurda district including Bhubaneswar City can know about their booth, its location and direction,” Dhal added.
-
6.Veteran Congress leader and former minister Dambarudhar Ulaka died of old age-related ailments, family sources said Wednesday. He was 86.
-
7.The Supreme Court Wednesday told the Centre that there is no need for making arrests in all Goods and Services Tax (GST) cases and that it can be done only if there is credible evidence and tangible material to prove culpability.
-
8.A litigant can exercise his legal remedies but does not have the liberty to make contemptuous allegations and undermine a court’s authority, the Delhi High Court has said.
-
9.Demanding that the Chief Minister ensure the immediate arrest of former Prime Minister HD Deve Gowda’s grandson Prajwal Revanna, 107 authors and thinkers from Karnataka have written an open letter to Siddaramaiah.
-
10.Basavaraj, a water tanker driver in India’s tech hub Bangalore, has to leave home by 6.30am each day to collect enough water for his customers, who now depend on his services for a very basic need.
-
11.Chief Minister Naveen Pattnaik, who made a quick visit to the Steel City Wednesday, addressed a massive rally at the Sector-13 Melana Field. There was a presence of over 50,000 persons from different parts of the district who thronged here braving the scorching sun.
-
12.Chief Justice of India DY Chandrachud said the Supreme Court has heard over 7,50,000 cases via video-conferencing and more than 1,50,000 cases were filed online as technology has re-negotiated the relationship between law and enforcement agencies, including the judiciary.
-
13.Olympic champion Neeraj Chopra’s presence prompted the organisers of the Federation Cup to tighten security around the Kalinga Stadium, which was buzzing with activity as fans waited in anticipation ahead of his event Wednesday.
-
14.India's trade deficit widens to a four-month high of USD 19.1 billion in April, according to government data.
-
15.The Enforcement Directorate Wednesday arrested Congress leader and Jharkhand Rural Development Minister Alamgir Alam in a money laundering case, official sources said.
|
295 |
Y |
|
937 |
15-05-2024 |
Odia |
-
1.କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍ଏଫ୍) ସଂସଦୀୟ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି।
-
2.ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏଥର ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ନେତା ଆଚରଣବିଧି ଉଲ୍ଳଂଘନ କଲେ, ସେମାନଙ୍କୁ ବ୍ୟକ୍ତିଗତ ଭାବେ କୈଫିୟତ ତଲବ କରାଯାଉ ନାହିଁ। ଏହା ବଦଳରେ ସଂପୃକ୍ତ ଦଳର ମୁଖ୍ୟମାନଙ୍କୁ ନୋଟିସ ପଠାଯାଉଛି।
-
3.ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି ‘ହଲଦୀରାମ୍’ ବିଦେଶୀ କମ୍ପାନି ହାତକୁ ଯାଇପାରେ। ବିଦେଶର କିଛି ସଂସ୍ଥା ମିଶି ଏହାର ୭୬ ପ୍ରତିଶତ ଅଂଶଧନ କିଣିବାକୁ ବିଡ୍ ଉପସ୍ଥାପନ କରିଛନ୍ତି।
-
4.ଇରାନର ଚବାହାର ବନ୍ଦରର ଏକ ଟର୍ମିନାଲ୍କୁ ୧୦ ବର୍ଷ ପରିଚାଳନା କରିବା ଲାଗି ଗତକାଲି ଭାରତ ସରକାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ଏହି ପଦକ୍ଷେପରେ ଆମେରିକା ଅସନ୍ତୋଷ ଜାହିର କରିଛି।
-
5.ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲ୍ଟିଟିଇ) ଭାରତରେ, ବିଶେଷ କରି ତାମିଲନାଡୁରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଜାରି ରଖିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଲାଗିଥିବା ନିଷେଧାଦେଶକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
-
6.ଭାରତରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା କୃଷକମାନେ ଏବେ ୧୭ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି।
-
7.ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କର୍ମଚାରୀମାନେ କୋଠା ଭିତରେ ଫସି ଯାଇଥିଲେ। ଏହି ଘଟଣାରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି।
-
8.ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅତ୍ୟନ୍ତ କଠୋର ହେବ ବୋଲି କୁହାଯାଉଛି।
-
9.ସାଧାରଣତଃ ଲୋକମାନେ ଯେତେବେଳେ ଜଣେ ବୃତ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ସେତେବେଳେ କଞ୍ଜ୍ୟୁମର କୋର୍ଟଙ୍କର ଦ୍ବାରସ୍ଥ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ଓକିଲମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
-
10.ନିର୍ବାଚନ ପରେ ମୋବାଇଲ୍ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ଭିତ୍ତିଭୂମି ବିକାଶ କରିବାରେ ବିପୁଳ ନିବେଶ କରିଛନ୍ତି।
-
11.ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ।
-
12.ଭାରତୀୟ ରେଳର ଚେନ୍ନାଇ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ପ୍ରସ୍ତୁତ ବନ୍ଦେ ମେଟ୍ରୋ ଟ୍ରେନ୍ରେ ଜିନ୍ଦଲ୍ ଷ୍ଟେନ୍ଲେସ୍ର ଲୁହା ଲାଗିଛି। ଏଥିପାଇଁ କମ୍ପାନି ଟେମ୍ପର୍ଡ ୨୦୧ ଏଲ୍ଏନ୍ ଗ୍ରେଡ୍ର ଷ୍ଟେନଲେସ୍ ଷ୍ଟିଲ୍ ଯୋଗାଇ ଦେଇଛି।
-
13.ଚଳିତ ବର୍ଷ ଏପ୍ରିଲ୍ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି।
-
14.ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଲୋକମାନେ ଘରେ ରଖିଥିବା ସୁନା ପରିମାଣ ୫ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି ପାଇଛି।
-
15.ଲୋକସଭା ନିର୍ବାଚନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।
-
16.ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ।
-
17.ଦିଲ୍ଲୀର ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା।
-
18.ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି।
-
19.ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
-
20.ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି।
|
308 |
Y |
|
938 |
15-05-2024 |
English |
- 1.Two NGOs urged the Supreme Court to consider listing their PIL seeking a court-monitored probe by a special investigation team into alleged instances of “apparent quid pro quo” involving political parties, corporate entities and officials of investigative agencies in the electoral bonds scheme (EBS).
- 2.Two government employees engaged in election duty died in separate road accidents after completing their duties in Malkangiri and Nuapada districts, respectively,
- 3.Prime Minister Narendra Modi filed his nomination here Tuesday, an event attended by several NDA leaders, including Union ministers and chief ministers, in a show of strength as he seeks a third term from the Varanasi Lok Sabha constituency.
- 4.Delhi Chief Minister Arvind Kejriwal's personal assistant Bibhav Kumar “misbehaved” with AAP Rajya Sabha MP Swati Maliwal at the CM's residence, party leader Sanjay Singh said Tuesday.
- 5.A civil society delegation submitted a petition signed by over 4,000 people to the Election Commission (EC) Tuesday, demanding greater transparency in the disclosure of voter turnout figures during the ongoing general elections.
- 6.The death toll in the hoarding collapse incident in Mumbai has risen to 14 while 75 others are injured, civic officials Tuesday said as rescue and search operations continued a day after the tragedy.
- 7.Four newborn tiger cubs were killed due to 'suffocation' under the weight of mother tigress in Ranchi's Bhagwan Birsa Biological Park, a zoo official said Tuesday.
- 8.The CBI has arrested former DHFL Director Dheeraj Wadhawan in connection with the alleged defrauding of a 17-member lender bank consortium to the tune of `34,000 crore, officials said Tuesday.
- 9.JD(S) MLA H D Revanna was released from the central prison here Tuesday, a day after a Special Court for Elected Representatives granted bail to him in a woman abduction case linked to sexual abuse charges against his son and MP Prajwal Revanna.
- 10.A 46-year-old income tax officer died while six people were rescued after a massive fire broke out at the Income Tax CR Building at ITO in central Delhi Tuesday afternoon, police said.
- 11.India have the potential to surpass the single-medal achievement from the Tokyo Olympics in the track and field events at the Paris Games, Athletics Federation of India (AFI) president Adille Sumariwalla said Tuesday.
- 12.The Supreme Court on Tuesday ruled that the complaint alleging "deficiency in service" against advocates would not be maintainable under the Consumer Protection Act (CP Act) as it noted that the legal profession is unique in nature.
- 13.A Delhi court on Tuesday extended the judicial custody of BRS leader K Kavitha, who has been arrested in a money laundering case related to alleged excise policy scam also involving Delhi chief minister Arvind Kejriwal, till May 20.
- 14.The CBI has arrested former DHFL Director Dheeraj Wadhawan in connection with the alleged defrauding of a 17-member lender bank consortium to the tune of ₹ 34,000 crore, officials said Tuesday.
- 15.Prime Minister Narendra Modi has total assets worth over ₹ 3 crore, but owns no land, houses or cars, he has said in his election affidavit.
|
336 |
Y |
|
939 |
14-05-2024 |
Odia |
-
1.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି।
-
2.ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ସ୍ଥାନରେ ସେ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ବେଲୋସୋଭଙ୍କୁ ନିଯୁକ୍ତ କରିଛନ୍ତି।
-
3.ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ଦ୍ୱୀପରେ ଆଗ୍ନେୟଗିରିରୁ ପ୍ରବାହିତ ଶୀତଳ ଲାଭାର ବନ୍ୟା ଯୋଗୁଁ ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
-
4.ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୯୬ଟି ଆସନରେ ୬୩.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
-
5.ଚତୁର୍ଥ ପର୍ଯ୍ୟାୟ ମତଦାନ ସହିତ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ପରବର୍ତ୍ତୀ ତିନିଟି ପର୍ଯ୍ୟାୟରେ ଆଉ ଅବଶିଷ୍ଟ ୧୬୨ଟି ଆସନରେ ଭୋଟ ଗ୍ରହଣ କରାଯିବ।
-
6.ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ।
-
7.ଗୁଜୁରାଟର ଦାଣ୍ଡି ବେଳାଭୂମିରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବାସ୍ତବରେ ଗତକାଲି ପିକନିକ୍ କରୁଥିବା ସମୟରେ ଜଣେ ମହିଳା, ତାଙ୍କ ଦୁଇ ପୁଅ ଏବଂ ଭାଣେଜୀ ସମୁଦ୍ରରେ ଭାସିଯାଇଥିଲେ |
-
8.ମୁମ୍ବାଇରେ ପ୍ରବଳ ପବନ ଓ ବର୍ଷା ହୋଇଛି । ମହାନଗରୀର ଘାଟକୋପରରେ ଥିବା ୧୦୦ ଫୁଟ ଲମ୍ବର ହୋର୍ଡିଂ ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି।
-
9.୯୦ ପ୍ରତିଶତ ଅଂଶଧନ ଥିବା ଏଲ ଆଣ୍ଡ ଟି କମ୍ପାନୀର ସଭାପତି ଆର ଶଙ୍କର ରମଣ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି |
-
10.ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
-
11.ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
-
12.ଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି।
-
13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍ ଟନ୍ (ଏମଟି)ରେ ପହଞ୍ଚିଛି।
-
14.ବୋଲେରୋରୁ ୨.୬୫ ଲକ୍ଷ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ ଛକରେ ଯାଞ୍ଚବେଳେ ଜବତ ହୋଇଥିଲା।
-
15.ଗଞ୍ଜାମ ଜିଲାରେ ମତଦାନ ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
|
319 |
Y |
|
940 |
14-05-2024 |
English |
-
1.The first phase of Lok Sabha and Assembly elections in Odisha Monday was peaceful barring some sporadic incidents of violence, with a voter turnout of over 64 per cent, officials said. The electoral fate of 280 candidates contesting in four Lok Sabha seats and 28 Assembly segments in the first phase was sealed in the EVM.
-
2. A voter turnout of over 64 per cent was recorded Monday in the fourth phase of the Lok Sabha elections covering 96 constituencies spread over 10 states and Union territories, with scattered incidents of violence reported in West Bengal and Andhra Pradesh.
-
3.A day before filing his nomination papers from the Varanasi Lok Sabha seat, Prime Minister Narendra Modi held a six-kilometre-long roadshow Monday evening and said the warmth and affection of people is “unbelievable”.
-
4.More than 9,600 children were wrongly incarcerated in adult prisons across India between January 1, 2016, and December 31, 2021, a new study has found.
-
5.India’s retail inflation rate eases slightly in April, partly due to lower fuel prices, although food prices remained elevated .
-
6.Governor Raghubar Das appointed Dr Manash Ranjan Sahoo as vice-chancellor (VC) of Odisha University of Health Sciences (OUHS) here, Monday.
-
7.Congress leader Rahul Gandhi and party president Mallikarjun Kharge will visit Odisha May 15 and May 16, respectively to address election rallies.
-
8.The Supreme Court Monday dismissed a plea seeking removal of Arvind Kejriwal as the Delhi chief minister after his arrest in a money laundering case, holding that the petitioner had no legal right to seek his ouster.
-
9.The Delhi government has informed the high court here that 143 toilets have been constructed in the national capital for exclusive use by transgender persons.
-
10. In a goodwill gesture, India has decided to extend vital budgetary support to the Maldives government with the rollover of a $50 million Treasury Bill for another year on the Maldivian government’s special request, it was announced Monday.
-
11.Finance Minister Nirmala Sitharman said Monday that India has fared relatively well compared with other countries as far as the government debt to GDP ratio is concerned and the country is the third least indebted nation among low- and middle-income countries (LMIC)
-
12.Varun Beverages Ltd, a franchise partner of PepsiCo, Monday reported a 25 per cent rise in consolidated profit after tax at `547.98 crore in the first quarter ended March 2024.
-
13.Online food delivery firm Zomato Ltd Monday reported a consolidated net profit of `175 crore in the March quarter on the back of higher revenue.
-
14.Star Indian javelin throwers Neeraj Chopra and Kishore Jena have been given direct entry into the Federation Cup finals here May 15, having already bettered the minimum qualification mark of 75m multiple times in their careers.
-
15.An academically-inclined child is a dream realised in most Indian households and that’s why Olympic-bound runner Jyothika Sri Dandi aspired to be a doctor before she realised that her father would be happier seeing her excel in sports.
|
314 |
Y |
|