Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
961 03-05-2024 Odia
  1. 1.ଟେକ୍‌ନୋଲୋଜି କମ୍ପାନି ଗୁଗୁଲ୍‌ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। କମ୍ପାନି ତାହାର ‘କୋର୍‌ ଟିମ୍‌’ରୁ ଅତି କମରେ ୨୦୦ କର୍ମଚାରୀଙ୍କୁ ଭାରତ ଓ ମେକ୍ସିକୋ ପଠାଇବାର ଯୋଜନା କରିଛି।

  2. 2.ହ୍ୱାଟ୍ସଆପକୁ ବ୍ୟବହାର କରି ବିଭିନ୍ନ ପ୍ରକାରରେ ଠକାମୀ ଏବଂ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ଫିଚର୍ସ ଲଞ୍ଚ କରିବାକୁ ଯାଉଛି କମ୍ପାନି। ଏହା ଦ୍ୱାରା ସନ୍ଦିଗ୍ଧ ମେସେଜ୍ ପଠାଯାଉଥିବା ଆକାଉଣ୍ଟକୁ ଲକ୍ କରି ମେସେଜ୍ ଯିବାରୁ ରୋକିବ।

  3. 3.ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

  4. 4.ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. 5. ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆ‌ନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ମହିଳାଜଣକ ରାଜଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ଚାକିରି ସଂପର୍କରେ ଗୁରୁବାର ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ସେ ଅସହଜ ମନେ କରିଥିଲେ। ଅଭିଯୋଗ ମୁତାବକ ସପ୍ତାହେ ତଳେ ମଧ୍ୟ ରାଜ୍ୟପାଳ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। 

  6. 6. ‘ସେକ୍ସ ଭିଡିଓ’ ମାମଲାରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ହାସନର ‘ଫେରାର’ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। 

  7. 7. କଲମ୍ବିଆ ବିଶ୍ବବିଦ୍ୟାଳୟରେ ମେ ୧ ତାରିଖରେ ପାଲେଷ୍ଟାଇନ୍‌ ସମର୍ଥନ ଓ ଇସ୍ରାଏଲ୍‌ ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ଆନ୍ଦୋଳନକୁ ବେଆଇନ ଘୋଷଣା କରିବା ସହ ୨୮୨ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା।

  8. 8. (ସିବିଆଇ) ଏଜେନ୍ସି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ବିଆର୍ ଗବାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ କହିଛନ୍ତି।

  9. 9. ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଠାରୁ ରାହୁଲ ଗାନ୍ଧି ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

  10. 10.ତ୍ରିପୁରା ସରକାର ରାଜ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହେତୁ ଇନ୍ଧନ ଷ୍ଟକର ଅଭାବକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ତଥା କ୍ରୟ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି।

  11. 11.ଓଡ଼ିଶାର ପାଟଣାଗଡ଼ ପାର୍ସଲକାଣ୍ଡର ପୁନରାବୃତ୍ତି ହୋଇଛି ଗୁଜରାଟରେ । ଗୁଜରାଟର ସାବରକାଣ୍ଠାରେ ଏକ ପାର୍ସଲ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

  12. 12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା

  13. 13.ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି।

  14.  14.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ବିଧାୟକ ପୁଅ ଏଚ୍ ଡି ରେବାନ୍ନା ଏବଂ ସାଂସଦ ନାତି ପ୍ରଜ୍ୱଲ ରେବାନ୍ନା ସେକ୍ସ ଟେପ୍ ମାମଲାରେ ଏସ୍ଆଇଟି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏସଆଇଟି ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

  15. 15.ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  16. 16.ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରଣ ଭୂଷଣ ସିଂ, ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀ।

  17. 17.ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି।

  18. 18.ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି।

  19. 19.ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ।

  20. 20.ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଘସିପୁରା- ଶମ୍ଭୁନାଥ ରାଉତଭୋଗରାଇ- ଆଶିଷ ପାତ୍ରଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକବରୀ- ଉମେଶ ଜେନାବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବେଗୁନିଆ- ପ୍ରକାଶ ରଣବିଜୁଳି

349 Y
962 03-05-2024 English
  1. 1. BJD president Naveen Patnaik Thursday filed his nomination for Kantabanji Assembly segment under Bolangir Parliamentary constituency in the state’s western region, two days after he filed papers for his traditional Hinjili seat in Ganjam.

  2. 2. West Bengal Governor CV Ananda Bose has been accused of molesting a woman, Trinamool Congress MP Sagarika Ghose claimed, Thursday. This comes ahead of Prime Minister Narendra Modi's stay at Raj Bhavan in Kolkata Thursday night.

  3.  3. Chief Minister Naveen Patnaik will never accept Bharat Ratna or any other award for his father Biju Patnaik in return for any election or political alliance with the BJP, his close associate and Biju Janata Dal (BJD) leader VK Pandian said.

  4. 4. Odisha has recorded the highest-ever collection of Gross GST of `5,902.25 crore in April 2024 against corresponding collection of `5,035.74 crore recorded during April 2023, registering a growth rate of 17.21 per cent as against the national average growth rate of 13 per cent, a state Finance department release stated.

  5. 5.BJD President and Chief Minister Naveen Patnaik Thursday filed nomination papers from the Kantabanji Assembly seat in Bolangir district.

  6. 6. Anup Paikaray, founder of Newrup Tech Solutions, a state-supported startup which manufacture the most affordable clean energy equipment, recently got an international honour at a programme in Boston.

  7.  7. The social media monitoring cell of the Odisha Police has blocked 292 offensive posts related to the general elections 2024. These posts were posted by supporters of various political parties and other groups on social media platfor ms like ‘YouTube’, ‘Instagram’, ‘Facebook’ and ‘X’ (formerly Twitter), a release said Thursday.

  8. 8. The Kolkata High Court Thursday expressed satisfaction with the progress of the CBI’s probe into allegations of crimes against women and land grabbing in West Bengal’s Sandeshkhal.

  9. 9. Congress leader Rahul Gandhi Thursday alleged that the BJP-JD(S) alliance candidate for Hassan Lok Sabha seat Prajwal Revanna had raped 400 women, and lashed out at Prime Minister Narendra Modi for seeking votes for a “mass rapist” and sought his apology.

  10.  10.Amid the political row over sex scandal-accused Janata Dal (Secular) MP Prajwal Revanna, the Ministry of External Affairs has said that he travelled to Germany on a diplomatic passport and no political clearance was either sought or given by the ministry.

  11.  11.More than 40 per cent of Americans now label China as an enemy, up from a quarter two years ago and reaching the highest level in five years, according to an annual Pew Research Center survey released Wednesday.

  12. 12.The Reserve Bank of India (RBI) Thursday said 97.76 per cent of the `2,000 denomination banknotes have returned to the banking system, and only `7,961 crore worth of the withdrawn notes are still with the public.

  13. 13.India’s food safety regulator said Thursday it had ordered testing and inspections at all companies making spice mixes, widening an investigation into the sector as global regulators look into suspected contamination in two popular local brands.

  14. 14.Bhuvneshwar Kumar did the star turn with a sensational final over as Sunrisers Hyderabad pulled off a heist, stunning Rajasthan Royals by just one run in a last-ball thriller to keep their IPL playoff hopes alive here Thursday

  15. 15.Midfielder Salima Tete Thursday replaced veteran goalkeeper Savita Punia as captain of the 24-strong Indian women’s hockey squad for the Belgium and England legs of the FIH Pro League starting later this month. Navneet Kaur has been named her deputy for the tour.

344 Y
963 02-05-2024 Odia
  1. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି।

  2. ଦକ୍ଷିଣ ଆମେରିକାର କଲମ୍ବିଆରେ ଚୋରି ମାମଲା ସାମ୍ନାକୁ ଆସିଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ଦୁଇଟି ସାମରିକ ବେସ୍‌ରୁ ହଜାରେରୁ ଅଧିକ ସେଲ ଏବଂ ୩୭ ଟି କ୍ଷେପଣାସ୍ତ୍ର ଚୋରି ହୋଇଛି।

  3. କଂଗ୍ରେସରୁ ଇସ୍ତଫା ଦେଇଥିବା ସଞ୍ଜୟ ନିରୁପମ୍ ଶେଷରେ ତାଙ୍କର ନୂତନ ରାଜନୈତିକ ଗନ୍ତବ୍ୟ ସ୍ଥଳ ସ୍ଥିର କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗଦେବେ।

  4. ତେଲେଙ୍ଗାନା ସିଏମ ଏବଂ ପୂର୍ବତନ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିରୋଧରେ ନିର୍ବାଚନ ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ଆୟୋଗ କେସିଆରକୁ ପ୍ରଚାର କରିବାକୁ ବାରଣ କରିଛନ୍ତି।

  5. ବୃଦ୍ଧ ଦମ୍ପତିଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ମଧ୍ୟ ନିଜର ନିୟମ ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ଏହି ଦମ୍ପତିଙ୍କ ପୁଅ (୧୯) ଆତ୍ମହତ୍ୟା କରିଥିଲେ। ଏହା ପରେ ଦମ୍ପତି ସନ୍ତାନ ଜନ୍ମ ଆଶାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ପରେ, ହାଇକୋର୍ଟ ଆଇଭିଏଫ୍ ମାଧ୍ୟମରେ ଚିକିତ୍ସା ପାଇଁ ଦମ୍ପତିଙ୍କୁ ବିଶେଷ ଅନୁମତି ଦେଇଛନ୍ତି।

  6. ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ଅନେକ ଲୋକ ସୁନା ଓ ରୁପା କିଣିଥାନ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଓ ରୁପାର ନୂତନ ମୂଲ୍ୟକୁ ଅପଡେଟ୍ କରାଯାଇଛି । ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ୧,୦୯୦ ଟଙ୍କା ହ୍ରାସ ପାଇଛି ।

  7. ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ଚୟନ କରନ୍ତି। ଏହି ଝିଅମାନଙ୍କୁ ଚୟନ କରି, ଝିଅମାନେ ତାଙ୍କ ପ୍ଲିଜର ସ୍କ୍ବାଡ୍‌ର ଏକ ଅଂଶ ଭାବେ କାର୍ଯ୍ୟ କରନ୍ତି।

  8. ଦେଶ ଏବଂ ବିଶ୍ୱରେ ଗୋଦରେଜ୍ ଗ୍ରୁପ୍‌ର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏହି ଗ୍ରୁପ୍ ସାବୁନ୍ ଏବଂ ଘର ଉପକରଣଠାରୁ ଆରମ୍ଭକରି ରିଅଲ୍ ଇଷ୍ଟେଟ୍ ପର୍ଯ୍ୟନ୍ତ କାରବାର ବିସ୍ତାର କରିଛି। ୧୨୭ ବର୍ଷ ପୁରୁଣା ଏହି ଗ୍ରୁପ୍ ମଧ୍ୟ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  9. ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଛି।

  10. ଜେଟ୍‌ ଏୟାରୱେଜ୍‌ର ସହ-ପ୍ରତିଷ୍ଠାତା ନରେଶ ଗୋୟଲ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ଗୋୟଲ ଏବଂ ତାଙ୍କ ପତ୍ନୀଙ୍କର କର୍କଟ ରୋଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି।

  11. ଗତକାଲି  ପାଣିପାଗରେ ପରିବର୍ତ୍ତନ  ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।

  12. ଆଗାମୀ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ।

  14. ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।

  15. ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ କରିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି।

  16. ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି।

  17. ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।  

  18. ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି।

  19. ଦିଲ୍ଲୀରେ ବହୁଜନ ସମାଜ ପାର୍ଟି ମଧ୍ୟ ଜାତୀୟ ରାଜଧାନୀରେ ରାଜନୈକ ଲାଭ ଦେଖୁଛି ଏବଂ ପାର୍ଟି ସହରର ସମସ୍ତ ସାତୋଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି।

  20. ନୟାଗଡ଼ ଅବକାରୀ ବିଭାଗ ସ୍କ୍ବାଡ୍‌କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ସ୍କ୍ବାଡ୍‌ର ସ୍କାନର୍‌ରେ ଥିବା ଚାନ୍ଦପୁର ଥାନା ଅଧୀନ ମୟୂରଝାଲିଆ ଗାଁର ରୀନା ପ୍ରଧାନ (୪୮) ଓ ତାଙ୍କ ପୁଅ ସଚିନ ପ୍ରଧାନ (୨୧)ଙ୍କୁ ଗିରଫ କରାଯାଇଛି।

 

349 Y
964 02-05-2024 English
  1. Odisha Chief Minister Naveen Patnaik has declared assets valued at ₹ 71.07 crore, up by over ₹ 7 crore in the last five years, as mentioned in an affidavit filed by him in the Election Commission.

  2. Edible oil major Adani Wilmar on Wednesday reported a 67 per cent increase in its consolidated net profit to ₹ 156.75 crore for the fourth quarter ended March 2024.

  3. Adani Group firm Ambuja Cements Ltd on Wednesday reported a consolidated net profit at ₹ 1,525.78 crore for the fourth quarter ended on March 2024.

  4. The Election Commission (EC) on Wednesday increased the polling time for the Lok Sabha elections in Telangana by an hour in view of heat wave conditions prevailing in the state.

  5. Bharatiya Janata Party candidate from Sultanpur Lok Sabha seat, Maneka Gandhi, filed her nomination papers on Wednesday.

  6. Janata Dal Secular leader Prajwal Revanna -- accused of raping multiple women -- will return within a week and cooperate with the investigation, his lawyer Arun G told NDTV in an exclusive interview today.

  7. The official X account of Jharkhand Congress was withheld on Wednesday after a 'deepfake morphed video' of Union Home Minister Amit Shah was posted on the social media handle.

  8. Hours after Trinamool Congress leader Kunal Ghosh shared a stage with a BJP Lok Sabha candidate and praised him, the TMC on Wednesday removed him from the post of state general secretary for making statements not aligning with the party.

  9. Goods and Services Tax collections grew 12.4 per cent to a record high of ₹ 2.10 lakh crore in April, aided by strong economic momentum and increased domestic transactions and imports, the finance ministry said today.

  10. The Election Commission Wednesday barred Bharat Rashtra Samithi (BRS) President and former Telangana Chief Minister K. Chandrasekhar Rao from campaigning for 48 hour.

  11.  Prime Minister Narendra Modi is scheduled to campaign for the BJP candidates in Odisha's Berhampur and Nabarangpur Lok Sabha constituencies May 6.

  12. The India Meteorological Department (IMD) Wednesday forecast heatwave conditions in several states across the country during the first week of May. Heatwave to severe heatwave conditions are likely to continue over south Peninsular India till May 3 and east India till May 2,

  13. TV actor Rupali Ganguly, famous for her roles in TV serials, such as Sarabhai vs Sarabhai and Anupamaa, joined the Bharatiya Janata Party.

  14. India Wednesday said it looked forward to strengthening bilateral economic cooperation with the Maldives as its envoy held discussions with a senior minister of the archipelagic nation.

  15. Environment Ministers from the G7 nations committed themselves to phase out the use of coal by 2035 as part of a wider effort to reduce and eventually eliminate the use of fossil fuels. Climate,

322 Y
965 01-05-2024 Odia
  1. ୧.ଭାରତୀୟ ନୌସେନା ନୂତନ ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

  2. ୨. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ଧର୍ମ ଭିତ୍ତିକ ସଂରକ୍ଷଣକୁ ନେଇ ବଡ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ଦେଶର ମୁସଲମାନମାନଙ୍କୁ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ।

  3. ୩.ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀ ସମୟକୁ ନେଇ ସୁପ୍ରିମ୍ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ପ୍ରଶ୍ନ କରିବା ସହ ଜବାବ ତଲବ କରିଛନ୍ତି ।

  4. ୪.ପ୍ରଜ୍ବଳଙ୍କ ପାଖରେ ଥିବା ଏକ ପେନ୍‌ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଥିବା ଜଣାପଡ଼ିଥିବା ବେଳେ ସାଂସଦଙ୍କ ଚାଳକ କାର୍ତ୍ତିକ ଦାବି କରିଛନ୍ତି କି, ମୁଁ ହିଁ ଜେଡିଏସ ନେତାଙ୍କ ସେକ୍ସ ଭିଡିଓ ଲିକ କରିଛନ୍ତି।

  5. ୫.ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍‌ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ତାଙ୍କ ଉପରେ ଜେଲ୍‌ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ। କେବଳ‌ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇ‌ସେନ୍ସକୁ ବାତିଲ ମଧ୍ୟ କରାଯାଇଛି।

  6. ୬.ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ମହିଳା ସଦସ୍ୟଙ୍କ ସମେତ ଅତି କମରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

  7. ୭.ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି, ଯେଉଁଥିରେ ବରିଷ୍ଠ ଅଭିନେତା ରାଜ ବବରଙ୍କ ନାମ ରହିଛି। ତାଙ୍କୁ ଦଳ ଗୁରୁଗ୍ରାମ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳର କାଙ୍ଗରା ଆସନରୁ ନିର୍ବାଚନ ଲଢ଼ିବେ।

  8. ୮.ପ୍ରତ୍ୟେକ ମାସ ଆରମ୍ଭ ପୂର୍ବରୁ, ଗ୍ୟାସ-ସିଲିଣ୍ଡର (ଏଲପିଜି), ପିଏନଜି ଏବଂ ସିଏନଜି ର ମୂଲ୍ୟ ସଂଶୋଧିତ ହୋଇଥାଏ।

  9. ୯.ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ ୧୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି

  10. ୧୦.ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି।

  11. ୧୧.ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ ରହୁନାହାନ୍ତି। ଥରେ ଦୁଇ ଥର ନୁହେଁ, ବହୁ ଥର ଏପରି ହେଉଛି।

  12. ୧୨.ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

  13. ୧୩.ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

  14. ୧୪.ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ।

  15. ୧୫.ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୌରଭ ଭରଦ୍ୱାଜ ମଙ୍ଗଳବାର କହିଛନ୍ତି ଯେ ରାଘବ ଚଢ଼ାଙ୍କ ଆଖିରେ ଜଟିଳତା ଦେଖାଦେଇଥିଲା ଏବଂ ସେ ସମ୍ଭାବ୍ୟ ଦୃଷ୍ଟିହୀନତାର ସମ୍ମୁଖୀନ ହୋଇଥିଲେ। ଚଢ଼ା ଏକ ବଡ଼ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଦୁଇ ମାସ ହେଲା ଲଣ୍ଡନରେ ଅଛନ୍ତି।

  16. ୧୬.ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ପୁଲିସ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭିଡ଼କୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଚାର୍ଜସିଟରେ ଏହି ସୂଚନା ଦିଆଯାଇଛି।

  17. ୧୭.ସାଧାରଣ ନିର୍ବାଚନ ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ତୃତୀୟ ଚରଣ ‘ବିମାନବନ୍ଦର ଘରୋଇକରଣ-୩.୦’ ଆରମ୍ଭ କରିବ। ଓଡ଼ିଶାର ସମେତ ଭୁବନେଶ୍ୱର ମୋଟ ୧୩ଟି ବିମାନବନ୍ଦରର ଘରୋଇକରଣ ହେବ।

  18. ୧୮.ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ପ୍ରତ୍ୟେକ ଖବରକାଗଜର ମୂଳ ପୃଷ୍ଠା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଉଭୟଙ୍କୁ ବ୍ୟକ୍ତିଗତ ହାଜର ହେବାରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମୁକ୍ତ କରିଛନ୍ତି।

  19. ୧୯.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ। ରାମ ମନ୍ଦିରର ପବିତ୍ରତା ସମାରୋହ ପରେ ଏହା ତାଙ୍କର ପ୍ରଥମ ରାମ ଜନ୍ମଭୂମି ଗସ୍ତ ହେବ। ରାଷ୍ଟ୍ରପତି ହନୁମାନଗଡ଼ୀ ଯାଇ ସନ୍ଧ୍ୟାରେ ଆରତୀରେ ଯୋଗଦେବେ।

  20. ୨୦.ଆଇପିଏଲ୍‌ରେ ମଙ୍ଗଳବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ବୋଲରଙ୍କ ସଫଳତା ବଳରେ ମୁମ୍ବଇ ଇଣ୍ଡିଆନ୍‌ସକୁ ୪ ୱିକେଟ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। 

352 Y
966 01-05-2024 English
  1. 1.Ruling Biju Janata Dal (BJD) president and Chief Minister Naveen Patnaik Tuesday filed his nomination papers for the Odisha Assembly elections from Hinjili seat in Ganjam district

  2. 2.Ten Naxalites including three women were killed in an encounter with security forces on the border of Narayanpur and Kanker districts of Chhattisgarh Tuesday morning, police said.

  3. 3.Severe heatwave conditions sizzled Odisha Tuesday with the mercury rising to 45.4 degrees Celsius in the capital Bhubaneswar, Baripada town in Mayurbhanj district was the hottest temperature of 46.4 degrees Celsius.

  4.  4.Terming life and liberty as ‘exceedingly important’, the Supreme Court Tuesday questioned the Enforcement Directorate (ED) on the timing of Delhi Chief Minister Arvind Kejriwal's arrest ahead of the general elections in the excise policy-linked money laundering case.

  5. 5.Indian Railways will procure three wheels, one each from the three chariots that represent the famous Rath Yatra, to place them at the centre of the concourse of Puri railway station that is being redeveloped under Amrit Bharat Station Scheme.

  6. 6.Security personnel at Biju Patnaik International Airport (BPIA) here seized `75 lakh cash from two persons during scanning of luggage bags here, official sources said Tuesday.

  7. 7.The Supreme Court Tuesday appreciated the ‘marked improvement’ in the unconditional public apology published in newspapers by yoga guru Ramdev, his aide Balkrishna and Patanjali Ayurved Limited (PAL) in the misleading advertisements case.

  8. 8.As many as 7,000 artisans have been rendered jobless following the closure of 70 per cent of the handloom units in Kendrapara district during the last three decades.

  9. 9.A nineyear-old tiger that had killed six persons in Chandrapur district of Maharashtra in the last two months has been caged, marking the successful culmination of a two-month-long operation to capture the elusive big cat on the prowl which had struck terror in villages.

  10. 10.A voter turnout of 81.16 per cent was recorded at six polling stations in Outer Manipur Lok Sabha seat, where repolling was held Tuesday, election officials said.

  11. 11.Manipur Chief Minister N Biren Singh said Tuesday that the influx of illegal immigrants from Myanmar led to the emergence of 996 new villages in the state in the past 18 years.

  12. 12.The Manipur government is likely to take up with the National Council of Educational Research and Training (NCERT) the issue of the popular Manipuri game of ‘Mukna-Kangjei’ being identified as that of Mizoram in one of its textbooks, officials said Monday.

  13. 13.Prime Minister Narendra Modi Tuesday tore into the Congress saying as long as he is alive he won’t allow reservation for Muslims, on the basis of religion, at the cost of SC, ST and OBCs.

  14. 14.The Congress Tuesday appointed former MLA Devender Yadav as interim president of its Delhi unit, two days after Arvinder Singh Lovely resigned from the post while criticising the alliance with AAP and statements of the party’s candidates in the national capital.

  15. 15.India’s net oil import bill could widen to $101-104 billion in current fiscal from $96.1 billion in 2023-24 and any escalation in the IranIsrael conflict could impart an upward pressure on the value of imports, ICRA said Tuesday.

351 Y
967 30-04-2024 Odia
  1. ୧। ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ୟୁଜିସି ମୁଖ୍ୟ ଜଗଦୀଶ କୁମାର  ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି ।

  2. ୨। ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପାଲେଷ୍ଟାଇନ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ମଧ୍ୟରେ ଆନ୍ଦୋଳନକାରୀମାନେ ହାର୍ବାର୍ଡ  ୟାର୍ଡରେ ଥିବା ଜନ୍ ହାର୍ବାର୍ଡ ଙ୍କ ପ୍ରତିମୂର୍ତ୍ତି ଉପରେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳୁଛି।

  3. ୩। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ ତାରିଖରେ ନିର୍ବାଚନ ହେବ।

  4. ୪। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଜିଲ୍ଲାର ୩୦ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ। ୨ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ।

  5. ୫। ସ୍ଥାନୀୟ ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ବଡ଼ ଧରଣର ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

  6. ୬। ଭାରତର ଇ-କମର୍ସ ବଜାର ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ ବଜାର ଭାବେ ପ୍ରତିଷ୍ଠାଲାଭ କରିବ। ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ ଇ-କମର୍ସ ବଜାରରେ ପରିଣତ ହେବ।

  7. ୭। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୪ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ଆସନ୍ତା ୬ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

  8. ୮। ହୋଲେନରାସିପୁର ଥାନାରେ ଏଚଡି ରେବନ୍ନା ଓ ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ରୋଷେୟା ଅଭିଯୋଗ କରି କହିଛନ୍ତି, ‘ମୁଁ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ସ୍ତ୍ରୀ ଭବାନୀଙ୍କ ସମ୍ପର୍କୀୟ।  ଭବାନୀଙ୍କ କହିବାନୁସାରେ ମୁଁ ପ୍ରଜ୍ବଲଙ୍କ ଘରେ ରହି ରୋଷେଇ କାମ ବୁଝାବୁଝି କରିଥାଏ। ଯେତେବେଳେ ଭବାନୀ ମ୍ୟାଡମ ଘରେ ନଥାଆନ୍ତି ପ୍ରଜ୍ବଲ ସାର ଘରେ କାମ କରୁଥିବା ମହିଳାମାନଙ୍କୁ ଷ୍ଟୋର ରୁମକୁ ଡାକି ଫଳ ଦେବା ବାହାନାରେ ‌ଯୌନ ନିର୍ଯାତନା ଦେଇଥାଆନ୍ତି।

  9. ୯। ରାହୁଲ ଗାନ୍ଧୀ ମେ’ ୩ ତାରିଖରେ ପୁଣି ଓଡ଼ିଶା ଆସିବେ । ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବା ସହିତ ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

  10. ୧୦।ନକଲି ପୁଲିସକୁ ଧରିଲା ଅସଲି ପୁଲିସ। କଟକରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିବା ୩ ଜଣଙ୍କୁ ସୋମବାର ଗିରଫ କରାଯାଇଛି। ବାଦାମବାଡି ଅଞ୍ଚଳରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିଲେ। ୩ ଜଣ ନକଲି ପୁଲିସଙ୍କୁ କମିଶନରେଟ ପୁଲିସ ଗିରଫ କରିଛି।

  11. ୧୧। କାଡ୍‌ବୁରୀ ଏହାର ଏକ ଲୋକପ୍ରିୟ ଚଲୋକେଟ୍‌ ଉତ୍ପାଦନକୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି, ଯାହାର ନାଁ ହେଉଛି ଡେରିମିଲ୍କ ଅରେଞ୍ଜ ବାର୍‌।

  12. ୧୨। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।

  13. ୧୩। ଢେଙ୍କାନାଳ କାମାକ୍ଷାନଗରରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

  14. ୧୪। ଶିମିଳିପାଳ ଓ ଏହାର ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ରବିବାର ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  15. 15।ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘ଲ୍ୟାଣ୍ଡସାଟ୍‌-୮’ ନିକଟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏକ ବିଶାଳ ଗର୍ତ୍ତ ଠାବ କରିଛି। ଅନେକ ବିଶ୍ଳେଷଣ ପରେ ତାହା ଉଲ୍‌କାମାଡ଼ ଜନିତ ଗର୍ତ୍ତ ବୋଲି ସ୍ପଷ୍ଟ ହୋଇଛି।

  16. ୧୬।ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ଯେଉଁମାନେ ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ। ଉକ୍ତ କମ୍ପାନି ପ୍ରଥମ ଥର ପାଇଁ ବ୍ରିଟେନର ଏକ କୋର୍ଟ ସତ୍ୟପାଠ ଦାଖଲ କରି ଏହା ସ୍ବୀକାର କରିଛି।

  17. ୧୭।ପୂର୍ବଭଳି ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଅନେକ ରାଜନୈତିକ ପରିବାର ସକ୍ରିୟ ରହିଛନ୍ତି। ଗୋଟିଏ ଗୋଟିଏ ପରିବାରରୁ ଏକାଧିକ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଗୋଟିଏ ପରିବାରର ୫ ଜଣ ପ୍ରାର୍ଥୀ ହୋଇଥିବା ବେଳେ ତାମିଲନାଡ଼ୁରେ ଗୋଟିଏ ପରିବାରର ୬ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

  18. ୧୮।ଭୁବନେଶ୍ବରର ମୂଲ୍ୟବାନ ସରକାରୀ ଜମିକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ସମ୍ପର୍କିତ ଓଡ଼ିଶା ହାଇକୋର୍ଟଙ୍କ ୨୦୧୮ ଜାନୁଆରି ୧୭ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ରାଜ୍ୟ ସରକାରଙ୍କ ଅପିଲକୁ ଗ୍ରହଣ କରିଛନ୍ତି।

  19. ୧୯।ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଦକ୍ଷିଣ ଆଫ୍ରିକା ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଜର୍ସିର ରଙ୍ଗ ହଳଦିଆ ରହିଥିଲା ବେଳେ ଏହାର କାନ୍ଧରେ ଦେଶର ଜାତୀୟ ପତାକା ରହିଛି। ଦକ୍ଷିଣ ଆଫ୍ରିକାର ଜାତୀୟ ଫୁଲ ‘କିଙ୍ଗ ପ୍ରୋଟିଆ’ ସାର୍ଟରେ ଭଲ ଭାବେ ପ୍ରଦର୍ଶିତ ହୋଇଛି। ‌ଟ୍ବେଣ୍ଟି-୨୦ ବିଶ୍ବକପ୍ ଜୁନ୍‌ ୨ରୁ ୱେ‌ଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବ।

  20. ୨୦।ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ଇସ୍ତଫା ଦେଇଛନ୍ତି। ଓଲା କ୍ୟାବ୍ସରେ ଯୋଗ ଦେବାର ମାତ୍ର ୪ ମାସ ପରେ ସେ କମ୍ପାନୀ ଛାଡୁଛନ୍ତି। 

341 Y
968 30-04-2024 English
  1. Delhi Police have asked Telangana Chief Minister Revanth Reddy to join their probe May 1 in connection with Union Home Minister Amit Shah’s doctored video being circulated on social media, official sources said here Monday.

  2. The Odisha government has requested the Centre to provide 1.56 crore Long Lasting Insecticidal Nets (LLIN) to curb malaria cases in the state.

  3. The Congress Monday alleged that the BJP was responsible for the ‘escape’ of former prime minister H D Deve Gowda’s grandson Prajwal Revanna against whom a ‘sexual harassment’ case has been registered..

  4. The Election Commission of India (ECI) has issued a notification for the third phase elections in the state, where six Lok Sabha and 42 Assembly seats will go to polls May 25, official sources said, Monday.

  5. Three persons were injured after a fire broke out at the zonal office building of a public sector bank in Odisha's Mayurbhanj district on Monday, an official said.

  6. Thirty six out of the 266 candidates for the Lok Sabha polls in Gujarat have criminal cases against them, with some also facing attempt to murder and dacoity charges, as per an analysis of their affidavits by the Association for Democratic Reforms (ADR).

  7.  Noting that Prime Minister Narendra Modi has set the context for the upcoming elections, Union Minister Dharmendra Pradhan Monday coined a new slogan ‘Duiti Phoola’ (two flowers) to counter the ruling BJD's ‘Jodi Sankha’ (two conches) campaign.

  8. The Supreme Court Monday stayed a Calcutta High Court order directing the CBI to probe the role of West Bengal government officials in a teacher recruitment scam. It, however, refused to stay for now the cancellation of the appointment of over 25,000 teachers and non-teaching staff.

  9. JD(S) leader H D Kumaraswamy Monday said the party has decided to suspend Prajwal Revanna, his nephew and Hassan MP who is a Lok Sabha poll candidate in the current elections, over allegations of his sexual abuse of several women.

  10. 10The Ministry of Education (MoE) has asked the NCERT to conduct a review of its textbooks and update them on yearly basis, according to sources. So far, there has been no mandate on the frequency of updating NCERT textbooks.

  11. The National Eligibility Test (NET) has been rescheduled to avoid a clash with the UPSC preliminary exam and will now be conducted June 18, UGC Chairman Jagadesh Kumar announced Monday.

  12. Scotland’s leader Humza Yousaf resigned Monday, further opening the door to the UK opposition Labour Party regaining ground in its former Scottish heartlands in a national election expected to be held later this year.

  13. Israeli airstrikes on three houses in the southern Gaza city of Rafah killed at least 25 Palestinians and wounded many others, medics said Monday, as leaders of Hamas arrived in Cairo for a new round of talks with Egyptian and Qatari mediators.

  14. Born and raised in Pakistan to parents who fled neighbouring Afghanistan half a century ago, an 18-year-old found himself at the mercy of police in Karachi who took his cash, phone and motorbike, and sent him to a deportation centre.

  15. With ICC T20 World Cup (World T20/WT20) selection round the corner, KL Rahul will have one final chance to stake claim on the second wicketkeeper’s spot in the Indian team when Lucknow Super Giants host Mumbai Indians in the IPL here Tuesday.

394 Y
969 29-04-2024 Odia
  1. ୧। ଗୁଜାରାଟ ଉପକୂଳରୁ ଏଟିଏସ୍ ଓ ଏନ୍‌ସିବି ଏକ ସ୍ବତନ୍ତ ଅପରେସନରେ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। ଏହି ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଛନ୍ତି।
  2. ୨। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ୁଥିବା ବେଳେ ଏହାକୁ ନେଇ କଂଗ୍ରେସରେ ଦଳୀୟ କନ୍ଦଳ ଚରମ ରୂପ ନେଇଛି। ମେଣ୍ଟକୁ ବିରୋଧ କରି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲଭ୍‌ଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
  3. ୩। କର୍ଣ୍ଣାଟକରେ ଜେଡିଏସ୍‌ ସାଂସଦ ପ୍ରଜ୍ବଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡିଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
  4. ୪। ମହାରାଷ୍ଟ୍ରରେ ନିଜ ଦଳ ହରାଇଥିବା ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ସପକ୍ଷରେ ସମବେଦନାର ଲହର ରହିଛି ବୋଲି କହିଛନ୍ତି ଏନ୍‌ଡିଏ ମେଣ୍ଟର ବରିଷ୍ଠ ନେତା ଛଗନ ଭୁଜବଳ।
  5. ୫। ଇରାକ ସଂସଦ ସମଲିଙ୍ଗୀ ସଂପର୍କ ତଥା ବିବାହକୁ ଅପରାଧ ଶ୍ରେଣୀରେ ସାମିଲ କରିଛି। ଏହି ଅପରାଧ ନିମନ୍ତେ ସର୍ବାଧିକ ୧୫ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି।
  6. ୬। ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମୃତା ପାଣ୍ଡେଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ବିହାର ଭାଗଲପୁରରେ ଏହି ଘଟଣା ଘଟିଛି | ପ୍ରାଥମିକ ସୂଚନା ମୁତାବକ ଶନିବାର ଦିନ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
  7. ୭। ୧୧୨ ବର୍ଷ ତଳେ ବୁଡ଼ି ଯାଇଥିବା ତତକାଳୀନ ବିଶ୍ବର ସର୍ବବୃହତ ଜାହାଜ ଟାଇଟାନିକ ପୁଣି ଚର୍ଚ୍ଚାକୁ ଆସିଯାଇଛି । ଉକ୍ତ ଜାହାଜରେ ଯାଉଥିବା ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକେଟ ଘଡ଼ି ନିଲାମ ହୋଇଛି । ଏହା ପ୍ରାୟ ୧.୧ ନିୟୁଡ ଆମେରିକୀୟ ଡଲାରରେ ନିଲାମ ହୋଇଛି ।
  8. ୮। ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି।
  9. ୯। ୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ।
  10. ୧୦। ସାହାରା ଗ୍ରୁପ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟିର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।
  11. ୧୧। ଗୁଗୁଲ୍‌ର ସିଇଓ ପଦରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇଙ୍କ କାର୍ଯ୍ୟ କାଳ ୨୦ ବର୍ଷ ପୂରିଛି।
  12. ୧୨। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଆରମ୍ଭ,୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୨୫ରେ ହେବ ମତଦାନ।
  13. ୧୩। ଚନ୍ଦ୍ରଶେଖରପୁର:ନିର୍ବାଚନ ବେଳେ ରାଜଧାନୀରୁ ଜବତ ହେଲା ଟଙ୍କା । ପୋଲିସର ଚେକିଂ ବେଳେ କାରରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଂକା।
  14. ୧୪। ଦେଶରେ ପେମେଣ୍ଟ ଠକେଇ ୭୦.୬୪% ବଢ଼ିଛି: ଅକ୍ଟୋବର-ମାର୍ଚ୍ଚ ମାଧ୍ୟରେ ୨,୬୦୪ କୋଟିର ଠକେଇ ହୋଇଛି।
  15. ୧୫। ରାଜ୍ୟକୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି। ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ। ଫଳରେ ଉତ୍ତାପ ବୃଦ୍ଧି ପାଉଛି। ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଦ୍ବାରା ବର୍ତ୍ତମାନ ସାରା ରାଜ୍ୟ ଉତ୍ତପ୍ତ ପିଣ୍ଡରେ ପରିଣତ ହେଉଛି।
  16. ୧୬। କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି।
  17. ୧୭। ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ।.
  18. ୧୮। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।
  19. ୧୯। ପାକିସ୍ତାନର ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ ବିବାହ କରନ୍ତି।
  20. ୨୦। ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ।
339 Y
970 29-04-2024 English
  1. 1. A case of sexual harassment and stalking was registered Sunday against the son and grandson of former prime minister HD Deve Gowda, former minister HD Revanna and Hassan MP Prajwal Revanna respectively.

  2. 2. Elon Musk is visiting Beijing with media reports saying he aims to discuss enabling autonomous driving mode on Tesla cars in China.

  3. 3. Recurve archers Dhiraj Bommadevara, Tarundeep Rai and Pravin Jadhav create history with World Cup team gold.

  4. 4. The Supreme Court is scheduled to hear Monday a plea by Delhi Chief Minister Arvind Kejriwal challenging his arrest in a money laundering case stemming from the alleged excise policy scam.

  5. 5. BJP president JP Nadda Sunday asserted that Prime Minister Narendra Modi has changed the culture, nature and definition of politics in India, as he exhorted the people of Odisha to unseat the BJD government to usher in development.

  6. 6. Oleksandr Taran’s mobile artillery unit isn’t officially part of Ukraine’s military, but that hasn’t stopped his men from destroying Russian targets on their own dime.

  7. 7. Chief Justice Chakradhari Saran Singh and other judges of the Orissa High Court offer tributes to Utkal Gourav Madhusudan Das on his birth anniversary by garlanding his statue on the court premises in Cuttack, Sunday.

  8. 8. The Chief Electoral Officer (CEO), Odisha Sunday urged all political parties in the state to not involve children in election-related activities of any form.

  9. 9. The Union Health Secretary has urged states and union territories (UTs)to take necessary action to link Ayushman Bharat Health Account (ABHA) with various health portals, such as Reproductive Child Health (RCH), National Tuberculosis Elimination Programme (NIKSHAY), among others.

  10. 10. Karnataka Chief Minister Siddaramaiah and his deputy DK Shivakumar along with several ministers and legislators Sunday staged a protest here alleging injustice to the state by the union government while releasing drought relief funds.

  11. 11. Prime Minister Narendra Modi has claimed that Odisha’s identity and its language are under threat and people of the state will not tolerate this any longer.

  12. 12. In a setback to the Congress ahead of the Lok Sabha polls, senior leader Arvinder Singh Lovely has resigned as the party’s Delhi unit chief, citing the alliance with the AAP as one of the reasons.

  13. 13. The Tihar jail administration has denied permission for Delhi Chief Minister Arvind Kejriwal’s wife Sunita to meet him on April 29, an AAP source said Sunday.

  14. 14. The combined market valuation of six of the top-10 most valued firms increased Rs 1,30,734.57 crore last week, with State Bank of India and ICICI Bank emerging as the biggest gainers in line with an overall positive trend in equities.

  15. 15. Mohun Bagan kept themselves in the hunt for an unprecedented double in the ISL by storming into the final with a 3-2 aggregate win over Odisha FC here Sunday. Mohun Bagan had to win the second leg by a minimum margin of two goals as they had lost the first leg of the semifinals 1-2

373 Y