# |
Date |
Type |
Current Affairs |
No. Of Views |
Status |
Action |
1391 |
22-09-2023 |
Odia |
-
ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍।
-
ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି। ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ଭାରତୀୟ ସଂସ୍ଥା ସେଣ୍ଟର ଫର ସିଭିଲ୍ ସୋସାଇଟି ସହଯୋଗରେ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।
-
ଆଇଏମଡି ଦ୍ୱାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୨-୨୮ ସେପ୍ଟେମ୍ବର ମଧ୍ୟରେ କୌଣସି ସିଷ୍ଟମର ସମ୍ଭାବନା ନ ଥିବା ବେଳେ, ୨୯ ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା (୧-୩୩ ପ୍ରତିଶତ) କମ ଦର୍ଶାଯାଇଛି।
-
୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଗୁରୁବାର ଘୋଷଣା କରିଛନ୍ତି।
-
ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା।
-
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
-
ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ ।
-
ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁଦାମ ମାର୍ଣ୍ଡି କୃତଜ୍ଞତା ଜଣାଇଛନ୍ତି।
-
ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନାମାଙ୍କନ ଦାଖଲ କରିଛନ୍ତି।
-
ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି ।
-
ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଆସନରେ ଅଳଙ୍କୃତ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଧାୟକ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଶୁକ୍ରବାରରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ।
-
ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ‘ଡ୍ରିଙ୍କ୍ଫ୍ରମ ଟ୍ୟାପ’ ଯୋଜନା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଡେଲ୍ ସାଜିଛି। ଦେଶର ବିଭିନ୍ନ ରାଜ୍ୟ ଓଡ଼ିଶା ଭଳି ନିଜ ରାଜ୍ୟରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପଦ୍ଧତି ଆପଣାଇ ଲୋକମାନଙ୍କୁ ସିଧା ସଳଖ ଟ୍ୟାପ୍ରୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
-
ଭାରତ ଓ କାନାଡ଼ା ଭିତରେ ଚାଲିଥିବା କୂଟନୈତିକ ବିବାଦ ପରିପ୍ରେକ୍ଷୀରେ ଭାରତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଘୋଷଣା କରିଛି।
-
ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବୁଧବାର କହିଛନ୍ତି ଯେ, ଯଦି ବିଶ୍ୱନେତାମାନେ ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି ତେବେ ବିଶ୍ୱ ୨.୮ ଡିଗ୍ର ସେଲସିୟସ୍ ତାପମାତ୍ରା ବୃଦ୍ଧି ଆଡ଼କୁ ଗତି କରିବ।
-
ନିଜ ଇଲେକ୍ଟ୍ରିକ୍ କାର୍କୁ ଭାରତରେ ବିକ୍ରି କରିବା ଲାଗି ଜୋରଦାର ଉଦ୍ୟମ କରୁଥିବା ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ କଂପାନି ଟେସ୍ଲା ଏକ ବ୍ୟାଟେରି ସଂରକ୍ଷଣ କାରଖାନା ନିର୍ମାଣ କରିବା ଉପରେ ବିଚାର କରୁଛି।
-
ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ୍) ବୁଧବାର ଆମେରିକାର ଫକ୍ସ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇରାନ୍ ପ୍ରଥମେ ପରମାଣୁ ବୋମା ତିଆରି କରେ, ତେବେ ତାଙ୍କ ଦେଶ ମଧ୍ୟ ପରମାଣୁ ବୋମା ତିଆରି କରିବ।
-
‘ଅଟୋମେଟେଡ୍ ଇମିଗ୍ରେସନ୍ କ୍ଲିଅରାନ୍ସ୍’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍ପୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି।
-
ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେଜ୍ ସେଲ୍ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍ ସବୁ ମିଳିବାକୁ ଯାଉଛି।
-
ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।
-
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି।
|
428 |
Y |
|
1392 |
22-09-2023 |
English |
-
It was a historic moment for the Odisha Legislative Assembly as Binjharpur MLA Pramila Mallik became the first woman Speaker of the House, today.The BJD legislator was elected unopposed as Opposition BJP and Congress hadn’t fielded any candidate for the Speaker election.
-
Odisha-born filmmaker and festival director Jitendra Mishra has been selected as a jury member for multiple international film festivals and forums in September 2023. He will participate as a juror for two major sections of the renowned 28th Schlingel International Film Festival in Ger many, scheduled for September 23, and for Animasyros, a leading film festival in Syros, Iceland Greece, set to take place from September 26 .
-
12 migrant workers from Kalahandi die in last 4 months due to inhuman working conditions at their places of work
-
Pakistan’s election commission announces that polls will be held in the last week of January, next year.
-
The Centre unveiled Thursday a new set of national awards in science, technology and innovation, called the ‘Rashtriya Vigyan Puraskar’, and scrapped nearly 300 awards by various science departments.
-
An official statement said the ‘Rashtriya Vigyan Puraskar’ will be one of the highest recognitions in science, technology and innovation, to be given across four categories – Vigyan Ratna, Vigyan Shri, Vigyan Yuva-Shanti Swarup Bhatnagar and Vigyan Team. Scientists will be selected across 13 domains by a committee headed by principal scientific advisor to the government, the release added..
-
In a series of flip-flops, a private agency hired by India to carry out initial scrutiny of visa applications of Canadians put out a note Thursday on its website on suspension of visa services due to ‘operational reasons’, withdrew it within hours and then again put it back online.
-
Extending its support to Women’s Reservation Bill in Rajya Sabha, Biju Janata Dal (BJD) Thursday requested the Union government to extend the benefits of reservation to women belonging to minority community too.
-
Mystery shrouds the death of assistant collector Susmita Minz whose dead body was found floating in the Century Park pond Tuesday in a suspicious condition in front of Rourkela Steel Plant (RSP) here.
-
DMK President and Tamil Nadu Chief Minister M K Stalin Thursday slammed the BJP-led Centre on NEET saying it has accepted that the test’s benefit is zero and it has nothing to do with merit.
-
More than 10 people were injured when Manipur security forces fired tear gas shells on protesters for trying to storm police stations and court arrest demanding the unconditional release of the five arrested youths Thursday
-
The 108 feet tall statue of Hindu saint Adi Shankaracharya, named ‘Ekatmata Ki Pratima’ (Statue of Oneness), was unveiled at Omkareshwar in Khandwa district, Madhya Pradesh.
-
With dawn breaking on the Moon, ISRO is now gearing up to try to reestablish communication with its lunar mission Chandrayaan-3's solar-powered lander Vikram and rover Pragyan, to revive them so that they can continue with scientific experiments.
-
Russian missiles and artillery pounded cities across Ukraine early Thursday, sparking fires, killing at least three people and trapping others under the rubble of destroyed buildings, authorities said, as Poland said it would stop providing weapons to its ally amid a trade dispute.
-
The Election Commission has told the Supreme Court that it would make "clarificatory" changes in its forms meant for adding new voters and updating records of old ones in the electoral roll, keeping in mind that providing Aadhaar numbers for voter ID cards is optional.
-
Rajasthan Chief Minister Ashok Gehlot on Thursday said the women's reservation bill has been welcomed by everyone but is incomplete without OBC reservation and the caste census.
-
The Aam Aadmi Party on Thursday accused Lt Governor V K Saxena of "illegally" expelling fellows of the Delhi Assembly to stop the work being done in people's interest.
-
Ms Nayak is the South Asia Lead for Seed System and Product Management at the IRRI in New Delhi.
-
Nirav Modi, the fugitive diamond merchant wanted in India to stand trial on fraud and money laundering charges, has been transferred out of one of the largest and most overcrowded prisons in the UK to a privately-run facility in London.
-
The Indian football team rode on a late Sunil Chhetri strike to beat Bangladesh by a solitary goal and stay alive for a place in the knockouts of the Asian Games here Thursday.
|
417 |
Y |
|
1393 |
21-09-2023 |
Odia |
-
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଏହି ବିଲ୍ ( ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍) ଦୀର୍ଘ ୭ ଘଣ୍ଟାର ବିତର୍କ ପରେ ଗୃହୀତ ହୋଇଛି। ବିଲ ସପକ୍ଷରେ ୪୫୪ ଓ ବିପକ୍ଷରେ ମାତ୍ର ୨ଟି ବିଲ୍ ପଡିଥିଲା । ବିଲ୍ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି।
-
ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩। କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ଭାବେ ସ୍ବାତୀ ନାୟକଙ୍କୁ ଏହି ଆୱାର୍ଡ ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
-
ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ।
-
ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।
-
ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ସେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ହେବେ।
-
କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାର ନିମନ୍ତେ ସର୍ବନିମ୍ନ ବୟସ ଧାର୍ଯ୍ୟ କରିବାକୁ କହିଛନ୍ତି। ଏହା ସହିତ ଇଣ୍ଟରନେଟରୁ ମୁଣ୍ଡ ଖରାପ କରୁଥିବା କଣ୍ଟେଣ୍ଟ (ବିଷୟବସ୍ତୁ) ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ବିଟରର ଏକ ମାମଲାର ଶୁଣାଣି କରି ଜଷ୍ଟିସ ଜି ନରେନ୍ଦ୍ର ଏବଂ ଜଷ୍ଟିସ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମକୁ ବନ୍ଦ କରିଦେଲେ ଭଲ ହେବ।
-
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଆଲୋଚନା ସମୟରେ ଶାହ କହିଛନ୍ତି, ପରବର୍ତ୍ତୀ ସରକାର ୨୦୨୪ ଲୋକସଭା ନିର୍ବାଚନ ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବେ। ଶାହ କହିଛନ୍ତି, ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ। ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ।
-
୨୦୧୯ରେ ଭାରତରେ ନିଷିଦ୍ଧ ହୋଇଥିବା ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) କାନାଡ଼ାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ଧମକ ଦେଇଛି।
-
ମେକ୍ସିକୋର ଡାକ୍ତରମାନେ ଦାବି କରିଛନ୍ତି ଯେ କିଛି ୟୁଏଫ୍ଓ ଗବେଷକ ଏଲିୟନ ବୋଲି କହୁଥିବା ଦୁଇଟି ମମିଫାଏଡ୍ (ମମୀକୃତ) ନମୁନା ଭିନ୍ନ ଭିନ୍ନ ହାଡ଼ରେ ନିର୍ମିତ ନୁହେଁ, ବରଂ ପ୍ରତ୍ୟେକ ଗୋଟିଏ କଙ୍କାଳର ଅଟେ।
-
ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି।
-
୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ କରିଛନ୍ତି।
-
ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ବ୍ୟାଙ୍କ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ। କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି ।
-
ବଲିଉଡ୍ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
-
ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା।
-
କ୍ରମାଗତ ୨ୟ ବର୍ଷ ଲାଗି ବ୍ୟାଙ୍କ ଅଫ ବରୋଦା (ବିଓବି) କୁ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଛି।
-
ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ।
-
ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ବକପ୍ ଆୟୋଜନ କରିବେ। ଏହି ବିଶ୍ବକପ୍ର କେତେକ ମ୍ୟାଚ୍ ଆମେରିକାର ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କ ସହରରେ ଖେଳାଯିବ ବୋଲି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଘୋଷଣା କରାଯାଇଛି।
-
ଇସ୍ରୋ ପ୍ରେରିତ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଓ ରୋଭର (ପ୍ରଜ୍ଞାନ) ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରାଂଶଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ପୂର୍ବକ ନିଦ୍ରାରୁ ଉଠାଇବା ଲାଗି ଗୁରୁବାର କିମ୍ବା ଶୁକ୍ରବାର ଇସ୍ରୋ ପକ୍ଷରୁ ଉଦ୍ୟମ କରାଯିବ। ଇସ୍ରୋର ଅଧିକାରୀ କହିଛନ୍ତି ଯେ ଗ୍ରାଉଣ୍ଡ ଷ୍ଟେସନ ଏହି ଦୁଇ ଯନ୍ତ୍ରାଂଶକୁ ଅତ୍ୟନ୍ତ ଥଣ୍ଡା ପରିବେଶରୁ ପୁନଃ କାର୍ଯ୍ୟକ୍ଷମ ଲାଗି ଉଦ୍ୟମ କରିବ।
-
ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ (IPACC) ଚଳିତ ମାସ ୨୬ ଓ ୨୭ରେ ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ତିରିଶରୁ ଅଧିକ ସେନା ମୁଖ୍ୟ ଅଂଶଗ୍ରହଣ କରିବେ।
-
ଚୀନ୍ର ହ୍ୟାଙ୍ଗ୍ଝାଓରେ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକା ଧରିବେ(ଧ୍ବଜାବହାକ) ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ମହିଳା ବକ୍ସର ଲଭଲିନା ବୋରଗୋହେନ।
|
438 |
Y |
|
1394 |
21-09-2023 |
English |
-
Chief Minister Naveen Patnaik disbursed `900 crore for 44.56 lakh farmers under Krushak Assistance for Livelihood and Income Augmentation (KALIA) scheme on the occasion of Nuakhai, Wednesday. “`2,000 each was transferred to the bank accounts of 43.88 lakh small and marginal farmers, and 68,750 landless farmers under KALIA scheme for Rabi crop,” an official said.
-
The Allahabad High Court has raised doubts over the fairness of examinations conducted to recruit staff for the Uttar Pradesh Legislative Assembly and Council and directed the CBI to conduct a probe.
-
The Biju Janata Dal (BJD) Wednesday named senior leader and Revenue Minister Pramila Mallik as its candidate for the Speaker post of Odisha Assembly
-
With the two nations in the middle of a diplomatic faceoff, the Ministry of External Affairs (MEA) Wednesday advised Indians living in Canada and those contemplating travelling there to exercise ‘utmost caution’ in view of growing anti-India activities and ‘politically-condoned’ hate crimes in the North American country
-
The Lok Sabha Wednesday passed the historic Bill granting reservation to women on one-third seats in Lok Sabha and state Assemblies with near unanimity amid demands from the Opposition to extend similar benefits to Other Backward Classes (OBCs) and immediate implementation of the measure before the elections next year
-
With the two nations in the middle of a diplomatic faceoff, the Ministry of External Affairs (MEA) Wednesday advised Indians living in Canada and those contemplating travelling there to exercise ‘utmost caution’ in view of growing anti-India activities and ‘politically-condoned’ hate crimes in the North American country.
-
A wave of immense pride has gripped Odisha after the World Food Prize Foundation (IOWA, USA) announced Odia scientist Dr Swati Nayak as the recipient of prestigious Norman Borlaug Field Award, 2023.
-
Several trains under the purview of South Eastern Railway (SER) and East Coast Railway (ECoR) were cancelled or diverted Wednesday, including the premium Rajdhani Express and Vande Bharat Express, owing to the blockade by members of Kurmi community in Jharkhand and Odisha, officials said
-
The low pressure area over northwest Bay of Bengal (BoB) and adjoining West Bengal-north Odisha coasts and the associated cyclonic circulation extending up to 7.6 km above mean sea level tilting southwestwards with height persists. It is likely to move northwestwards across Jharkhand during the next 2 days, the India Meteorological Department (IMD) said Wednesday in its mid-day bulletin.
-
Senior leaders from both Sharad Pawarand Ajit Pawar-led factions of the Nationalist Congress Party (NCP) have said that there is no split in the party.
-
As many as 36,000 women chanted ‘Atharvashirsha’ at the famous Dagdusheth Ganapati pandal in Maharashtra’s Pune Wednesday morning, on the second day of the 10-day Ganeshotsav.
-
Nearly 25 years after the JMM bribery scandal rocked the country, the Supreme Court on Wednesday agreed to reconsider its 1998 judgment granting MPs and MLAs immunity from prosecution for taking bribe to make a speech or vote in Parliament and state legislatures, saying it is an important issue having a significant bearing on "morality of polity". A five-judge bench of the apex court referred the issue to a larger seven-judge bench.
-
The Supreme Court Wednesday asked whether convicts have a fundamental right to seek remission, as it heard petitions challenging the premature release of 11 convicts in the Bilkis Bano gangrape case and murder of seven of her family members during the 2002 Gujarat riots.
-
Air Chief Marshal VR Chaudhari on Wednesday informed that 155 women 'Agniveers' are presently undergoing training at the Indian Air Force (IAF) training centre in Belgaum, Karnataka.
-
Retirement fund body EPFO has recorded the highest net member addition of 18.75 lakh in July 2023, according to the payroll data released Wednesday. The labour ministry in a statement said that the addition of 18.75 lakh during the month is the highest since the first publishing of EPFO payroll data from April 2018 covering the period of September 2017 onwards.
-
The Delhi High Court has directed WhatsApp and Telegram to deactivate all the groups and channels circulating and selling pirated copies of Shahrukh Khan's movie Jawan.
-
Civil Aviation Minister Jyotiraditya Scindia along with Chief Minister Pema Khandu will inaugurate the newly-developed infrastructure at the Tezu Airport in Lohit district of Arunachal Pradesh on September 24.
-
The Railway Board has increased by 10 times the relief payments made in case of death or injury to anyone in train accidents. The relief payments were last revised in 2012 and 2013. In the previous scheme, this amount was ₹ 50,000, ₹ 25,000 and ₹ 5,000 respectively.
-
Indian men’s volleyball team Wednesday stunned last edition silver winner South Korea in a five-set thriller to top the group and reach the knock-out stage of the Asian Games here.
-
The ICC Wednesday confirmed New York, Dallas and Florida as the three venues for the USA-leg of the ICC Men’s T20 World Cup 2024
|
411 |
Y |
|
1395 |
20-09-2023 |
Odia |
-
ଦେଶରେ ନିଟ୍ ପାରିବାରିକ ସଂଚୟ ଗତ ପ୍ରାୟ ୫ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଆସିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ନିଟ୍ ପାରିବାରିକ ସଂଚୟ ଜିଡିପିର ୭.୨ ପ୍ରତିଶତରେ ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ ପ୍ରତିଶତକୁ ହ୍ରାସ ପାଇଛି।
-
ସ୍ବଳ୍ପକାଳୀନ ରାଜନୈତିକ ଲାଭ ପାଇବା ଲାଗି ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ସରକାର ପୁରୁଣା ପେନ୍ସନ୍ ସ୍କିମ୍ (ଓପିଏସ୍) ଲାଗୁ କରିବା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଦୀର୍ଘସ୍ଥାୟୀ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କର ବୁଲେଟିନ୍ରେ କୁହାଯାଇଛି। ଯଦି ରାଜ୍ୟଗୁଡ଼ିକ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବେ ତେବେ ସେମାନଙ୍କ ବାର୍ଷିକ ପେନ୍ସନ୍ ଖର୍ଚ୍ଚ ୨୦୬୦ ମଧ୍ୟରେ ବାର୍ଷିକ ୦.୬ ପ୍ରତିଶତ ହାରରେ ବଢ଼ିବ।
-
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ୭୮ ତମ ଅଧିବେଶନ ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣର ନିରନ୍ତର ବିକାଶ ଲକ୍ଷ୍ୟକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହାର କାର୍ଯ୍ୟକାରିତା ଅଧାରୁ କେବଳ ୧୫ ପ୍ରତିଶତ ଲକ୍ଷ୍ୟରେ ଅଛି। ବିଶ୍ୱର ନେତାମାନେ ୨୦୧୫ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଗ୍ରହଣ କରିଥିଲେ ଓ ଯାହାକୁ କେହି ଛାଡିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।
-
ଇରାନ ୫ ଜଣ ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତିନାମା ଅନୁଯାୟୀ ଆମେରିକାରେ ବନ୍ଦୀ ଥିବା ପାଞ୍ଚ ଜଣ ଇରାନୀ ବନ୍ଦୀଙ୍କ ବଦଳରେ ପାଞ୍ଚ ଜଣ ଆମେରିକୀୟ ବନ୍ଦୀଙ୍କୁ ଇରାନରୁ ମୁକ୍ତ କରାଯାଇଛି।
-
କୃଷକମାନଙ୍କୁ ସବସିଡି ଋଣ ଏବଂ ପାଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କିଷାନ ଋଣ ପୋର୍ଟାଲ ଆରମ୍ଭ କରିଛନ୍ତି।
-
ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ବାସ୍ତବରେ, ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଲୋକସଭାର ୫୪୨ ସଦସ୍ୟଙ୍କ ମଧ୍ୟରେ ୭୮ ଜଣ ମହିଳା ଏମପି ଅଛନ୍ତି ଯାହା ସମୁଦାୟ ଏମପିଙ୍କ ସଂଖ୍ୟାର ୧୪ ପ୍ରତିଶତ ଅଟେ।
-
ଏଲନ୍ ମସ୍କ ସମସ୍ତ ‘ଏକ୍ସ’ (ପୂର୍ବର ଟ୍ଵିଟର) ବ୍ୟବହାରକାରୀଙ୍କ ଠାରୁ ଏକ ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି । ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ।
-
ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ୭ଦିନ ପରେ ପରେ ଶେଷ ହେଲା ଅପରେସନ। ନିହତ ହେଲା ଲସ୍କର କମାଣ୍ଡର ଉଜୈର ଖାନ୍।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପ୍ରଥମ ଥର ପାଇଁ ନୂତନ ସଂସଦର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମହିଳା ସଂରକ୍ଷଣ ବିଲ୍ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଏହି ବିଲ୍ର ନାମ 'ମହିଳା ବନ୍ଦନ ଅଧିନିୟମ' ହେବ।
-
ପୃଥିବୀକୁ ବିଦାୟ ଦେଇ 'ଆଦିତ୍ୟ- ଏଲ୧' ବର୍ତ୍ତମାନ ଏକ ଦୀର୍ଘ ଯାତ୍ରା ଆରମ୍ଭ କରିଛି। ପ୍ରାୟ ୧୧୦ ଦିନର ଯାତ୍ରା ପରେ, ମହାକାଶଯାନ ଏଲ୧ ପଏଣ୍ଟର କକ୍ଷପଥରେ ପ୍ରବେଶ କରିବ |
-
କିଛି ମାସ ପରେ ଶୀତ ଋତୁ ଆସିବାକୁ ଥିବା ବେଳେ ଏବେଠାରୁ ଅଶୋଧିତ ତୈଳ ଦରରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍ରେ ତେଲ ବିକ୍ରି ଆରମ୍ଭ ହେଲାଣି।
-
ସୋମବାର ଦିନ ସୀମା ସୁରକ୍ଷା ବଳ ବା ‘ବିଏସ୍ଏଫ୍’ ଭାରତ-ବାଂଲାଦେଶ ସୀମାନ୍ତ ନିକଟରେ ଚୋରାଚାଲାଣ ଉଦ୍ୟମ ଭଣ୍ଡୁର କରି ପ୍ରାୟ ୧୪ କୋଟି ଟଙ୍କା ମୂଲ୍ୟର ୨୩ କିଲୋଗ୍ରାମ୍ ସୁନା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
-
ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁରେ ବୋଟ ବୁଡି ଘଟଣା। ବର୍ତ୍ତମାନ ସୁଦ୍ଧା ୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି। ହେଲେ ସେମାନେ କୂଳକୁ ଫେରିନାହାନ୍ତି।
-
ଆସନ୍ତା ୨୬ ତାରିଖରୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା। ନାକ୍ ଟିମ୍ ତିନିଦିନିଆ ଗସ୍ତ କରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ। ନାକ୍ର ୫ ଜଣିଆ ପ୍ରତିନିଧିମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍ ପରିଦର୍ଶନରେ ଆସିବେ।
-
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆହୁରି କଡ଼ାକଡ଼ି ହେବ। ସେଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପାହ୍ୟାରେ ୨୬ଟି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ, ସହକାରୀ କମାଣ୍ଡାଣ୍ଟ, ଇନ୍ସପେକ୍ଟର, ୪ଜଣ ଏସ୍ଆଇ, ଦୁଇଜଣ ଏଏସ୍ଆଇ, ୨ଜଣ ଡ୍ରାଇଭର, ହାବିଲଦାର, ୬ଜଣ କନ୍ଷ୍ଟେବଳ ରହିଛନ୍ତି।
-
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦିଆଯାଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଗେହଲଟ କୋର୍ଟରେ ଆବେଦନ କରିଥିଲେ।
-
ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ’ ଏବେ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନୋଟ୍କୁ ଗ୍ରହଣ କରିବ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୯ରୁ କ୍ୟାଶ ଅନ୍ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନ ନେବାକୁ ନିଷ୍ପତ୍ତି ନେଇଛି।
-
ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୬ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫୧% ବୃଦ୍ଧି ଘଟି ୮.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି ।
-
ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତି ପରେ ୟୁକ୍ରେନ ସରକାର ୬ ଜଣ ଉପ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ବହିଷ୍କାର ପାଇଁ ସରକାର କୌଣସି କାରଣ ଦର୍ଶାଇ ନାହାଁନ୍ତି।
-
ଭାରତ-କାନାଡା ଦ୍ବିପାକ୍ଷିକ କାରବାର ୮୦୦ କୋଟି ଡଲାର ରହିଛି। କାନାଡାକୁ ଭାରତ ୪୦୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରିଥିବା ବେଳେ ସମାନ ମୂଲ୍ୟର ସାମଗ୍ରୀ କାନାଡାରୁ ଆମଦାନି କରିଛି।କାନାଡାକୁ ପ୍ରତିବର୍ଷ ବିଦେଶରୁ ଯେତିକି ଛାତ୍ରଛାତ୍ରୀ ପାଠପଢ଼ିବାକୁ ଆସୁଛନ୍ତି ସେମାନଙ୍କ ଭିତରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। କାନାଡାରେ ବିପୁଳ ସଂଖ୍ୟକ ଶିଖ୍ ଧର୍ମର ପରିବାର ବାସ କରୁଛନ୍ତି। କୋଡ଼ିଏ ବର୍ଷରେ ଜାପାନରେ ଶିଖ୍ଙ୍କ ସଂଖ୍ୟା ସେଠାକାର ମୋଟ ଜନସଂଖ୍ୟାର ୨.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଜଣେ ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ସହ ନୂଆଦିଲ୍ଲୀର ଜଣେ ଏଜେଣ୍ଟ୍ଙ୍କ ସମ୍ପର୍କ ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି।
|
404 |
Y |
|
1396 |
20-09-2023 |
English |
- Net financial savings of households fell to a nearly five-decade low of 5.1% of GDP in FY23, down from 7.2% in FY22, according an RBI bulletin.
- The RBI is considering a proposal to bring the manufacturing of solar panels under priority sector lending by banks as part of the country’s big push to green energy in the fight against climate change.
- Search engine Google has said it is opening up access to AI-powered chatbot Bard while integrating it with Google apps such as Maps, Docs and Drive and offering results in more languages and countries.
- The Women’s Reservation Bill, which was introduced in the Lok Sabha Tuesday, would not serve its purpose during 2024 general elections even after both the houses passed the legislation as reservation of seats will only come into effect after a delimitation exercise is undertaken. The benefits are unlikely to pass on to women before 2029 Lok Sabha polls.
- India Tuesday rejected as ‘absurd’ and ‘motivated’ Canadian Prime Minister Justin Trudeau’s allegations of ‘potential’ involvement of Indian agents in the killing of a Khalistani separatist leader and kicked out a senior Canadian diplomat in a tit-for-tat move to Ottawa’s expulsion of an Indian official over the case, marking fresh strain to the already frayed ties between the two nations.
- A survey conducted by CVoter for IANS has found that a majority of the respondents feel that during debates and discussions, TV journalists give preference to communal and divisive issues instead of real ones. The survey had a sample size of 2,433.
- Indian men’s football team go down 1-5 against hosts China in their opening group league encounter of the Asian Games.
- Ten more people were found positive for scrub typhus infection in the State in the last 24 hours, taking the total number of such cases to 832, a Health official said Tuesday.
- The Economic Offence Wing (EOW) of Crime Branch Tuesday claimed to have collected vital evidence against the alleged loan scam by the authorities and owner of Eastern Media Limited.
- The Modi government persisted in finding ways to open up forests for commercial plantations, beginning shortly after taking office and ultimately achieving it through recent amendments to the Forest Conservation Act that damages the rights of tribal people, reveals a trail of official documents.
- The Rajasthan High Court has reduced the punishment of a convict in an appeal filed around 35 years ago by Vice President Jagdeep Dhankhar when he was a practicing lawyer.
- Lashkar-eTaiba (LeT) commander Uzair Khan was among the two terrorists killed in a gunfight in Jammu and Kashmir's Anantnag district that ended after seven days, Additional Director General of Police, Kashmir, Vijay Kumar said Tuesday.
- The Andhra Pradesh High Court Tuesday reserved orders on a petition filed by former Chief Minister N Chandrababu Naidu seeking quashing of an FIR filed against him by the police in the Skill Development Corporation scam case and the judgment is expected to be pronounced within two days' time.
- US President Joe Biden appealed to world leaders at the UN General Assembly Tuesday to stand with Ukraine against Russian invaders, hoping Republicans in Congress will also take notice.
- Nepal President Ramchandra Paudel Tuesday pardoned 670 convicts and those serving jail terms as per the government's recommendation on the occasion of Constitution Day
- . Some of the riders and team officials bound for the inaugural MotoGP round in India, including sixtime champion Marc Marquez, are awaiting their visas ahead of the race this weeken.
- A Delhi court on Tuesday refused to acquit Rajasthan Chief Minister Ashok Gehlot in a criminal defamation complaint lodged by Union Minister Gajendra Singh Shekhawat, holding his request was "without any merit"
- Canada updated the travel advisory to India amid escalating tension. The advisory mirrors in many ways what the US advises its citizens.
- Several hospitals in Delhi are seeing an increased footfall of dengue patients, doctors said on Tuesday, even as the city's civic body has not released reports on vector-borne diseases for the last several weeks.
- Calling the Women's Reservation Bill 'good', Congress General Secretary KC Venugopal on Tuesday said that the party is not criticising the introduction of the bill adding that the party just wants to seek some clarification from the government.
|
443 |
Y |
|
1397 |
19-09-2023 |
Odia |
-
ଭାରତର ଆଦିତ୍ୟ-ଏଲ୍୧ ସୌର ମିସନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଏହା ବୈଜ୍ଞାନିକମାନଙ୍କୁ ପୃଥିବୀ ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ସୋମବାର କହିଛି।
-
ଦେଶରେ ଏକକ ‘ସାମ୍ବିଧାନିକ ଧର୍ମ’ ଚାହୁଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏଥିସହିତ ଲୋକଙ୍କୁ ନିଜର ଧାର୍ମିକ ବିଶ୍ବାସ ଅନୁସରଣ କରିବାକୁ କୋର୍ଟ ରୋକି ପାରିବେ ନାହିଁ ବୋଲି କହିଛନ୍ତି।
-
ମୁମ୍ବାଇ ଜିଏସ୍ବି ସେବା ମଣ୍ଡଳର ‘ମହାଗଣପତି’ ସମ୍ଭବତଃ ଦେଶର ସବୁଠୁ ଧନୀ ଗଣେଶ ମୂର୍ତ୍ତି। ଏହାକୁ ଯେଭଳି ସାଜସଜ୍ଜା କରାଯାଇଥାଏ ତାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଚଳିତବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯିବ।
-
୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ଗଠିତ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ଼ ଝଟକା। ସିପିଆଇ-ଏମ୍ ପଶ୍ଚିମବଙ୍ଗ ଓ କେରଳରେ ମେଣ୍ଟରୁ ଅଲଗା ରହି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।
-
ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷିତ ରଖାଯିବ। ଏସଂପର୍କରେ ସଂସଦରେ ବିଲ୍ ଆଗତ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।
-
ପୁରୁଣା ସଂସଦ ଭବନରେ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏଥିସହିତ ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆସନ୍ତାକାଲି (ମଙ୍ଗଳବାର) ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ।
-
ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ପୁନର୍ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ ସ୍ଥାନ ପାଇଛନ୍ତି।
-
ସୋମବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଆବେଦନର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ କହିଛନ୍ତି।
-
ମଙ୍ଗଳବାର ନୂତନ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାର ୧୭ଶ ଲୋକସଭାର ସମସ୍ତ ସାଂସଦଙ୍କ ଗ୍ରୁପ୍ ଫଟୋଗ୍ରାଫ୍ ନେବେ। ଏଥିସହ ଉଭୟ ଗୃହର ସାଂସଦଙ୍କ ସହିତ ସେଣ୍ଟ୍ରାଲ ହଲରେ ଏକ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି।
-
ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍ରେ ତେଲ ବିକ୍ରି ଆରମ୍ଭ ହେଲାଣି। ନାଇଜେରିଆ ଓ ମାଲେସିଆରେ ଉତ୍ପାଦିତ ଅଶୋଧିତ ତେଲ ଦାମ୍ ୧୦୦ ଡଲାରରେ ବିକ୍ରି ହେଉଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୯୪.୮୯ ଡଲାର ରହିଛି।
-
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ମଧ୍ୟରେ ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ ।
-
ଆନ୍ଦୋଳନ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ। ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ମହାସଂଘର ହୋଇଥିବା ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି।
-
ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ କାର୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
-
ପଶ୍ଚିମାଞ୍ଚଳ ନୂଆଁଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ଦାବି ହୋଇଆସୁଥିଲା ।
-
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ରୋହିତ-କୋହଲିଙ୍କୁ ବିଶ୍ରାମ, କେଏଲ ରାହୁଲ ଅଧିନାୟକ
-
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳ ହୋଇଛି। ଜୁଲାଇ ୨୦୨୨ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାତ୍ରୀ ଅଭିବୃଦ୍ଧି ହାର ୪୮.୩%ରେ ପହଞ୍ଚିଛି। ସେହିପରି ବିମାନ ଚଳାଚଳରେ ଅଭିବୃଦ୍ଧି ହାର ୩୧.୯% ରହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
-
ଜେଡ୍ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍ କରିବାର ସବୁ ସୀମା ଟପିଛି ଜେଡ୍ ଇଷ୍ଟେଟ୍। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍ ବସିଛି।
-
ସୋମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍ ଏହି ପିଟଶନ ଦାଖଲ କରିଥିଲେ।
-
ଛାତ୍ରୀଛାତ୍ରଙ୍କୁ ଉତ୍ତମ କ୍ୟାରିୟର ସହ ବିଦେଶରେ ଭଲ ଦରମାରେ ଚାକିରି ଯୋଗାଇ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଆଇଟି) ବମ୍ବେ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ବିଦେଶରେ ବାର୍ଷିକ ୩.୭ କୋଟି ଟଙ୍କା ଦରମାରେ ଚାକିରି ସୁଯୋଗ ମିଳିଛି।
-
ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
|
426 |
Y |
|
1398 |
19-09-2023 |
English |
-
India's Aditya-L1 solar mission spacecraft has commenced collecting data that will help scientists analyse the behaviour of particles surrounding Earth, ISRO said Monda
-
More than 1.3 lakh primary school teachers across the state Monday called off their 11-day-long agitation after holding discussions with the state government.
-
The government may not push for passage of the Bill on appointment of CEC and election commissioners in the five-day session of Parliament that began Monday, sources said amid criticism of its provisions including by the Opposition and former chief election commissioners.
-
The simmering tension with the BJP over its leader K Annamalai’s attack on Dravidian stalwart CN Annadurai prompted the AIADMK in Tamil Nadu Monday to state it had no alliance with the saffron party as of now, and that a decision on the matter will be made during the upcoming elections.
-
Minister of State Prahlad Singh Patel Monday posted on social media platform X that the Cabinet has approved the Women’s Reservation Bill, but deleted the post within an hour.
-
The Economic Offences Wing (EOW) Monday conducted searches at the office of Eastern Media Limited in Rasulgarh area here in connection with a case of loan fraud, cheating, forgery and criminal intimidation against the proprietor and employees of the media house lodged by a former employee.
-
The Supreme Court Monday expressed displeasure over the measures taken by the Odisha government to refund money to the victims of the chit fund scams in the state.
-
The Orissa High Court Monday asked the authorities to start the repair work of Srimandir Ratnabhandar from October 15.
-
Uttar Pradesh Chief Minister Yogi Adityanath Monday assured investors and entrepreneurs that the government guarantees their security, recalling the "lawlessness" in the state before the BJP came to power.
-
The Supreme Court Monday refused to entertain Jharkhand Chief Minister Hemant Soren's plea against the ED summons in a case of alleged money laundering. A bench of Justice Aniruddha Bose and Justice Bela M Trivedi granted Soren the liberty to approach the Jharkhand High Court for relief in the matter.
-
The Supreme Court Monday directed the Maharashtra Assembly Speaker to spell out the timeline within a week for adjudication of the disqualification petitions filed against Chief Minister Eknath Shinde and Shiv Sena MLAs loyal to him who had tied up with the BJP to form a new government in June 2022, saying apparently nothing has been done so far despite its direction for deciding the pleas within reasonable time.
-
An expert committee, set up by the Supreme Court to probe allegations against the Adani group following a bombshell report from a US short seller, has members with potential conflict of interest, a fresh petition filed in the Apex court on Monday said.
-
Five US detainees flew out of Iran Monday in a swap for five Iranians held in the US in a rare deal between the arch enemies that also unfroze $6 billion of Tehran’s funds.
-
The net direct tax collection increased 23.51 per cent to over `8.65 lakh crore till mid-September on higher advance tax mop-up from corporates, the Finance Ministry said Monday.
-
The Finance Ministry Monday approved a series of welfare measures, including enhancement of the gratuity limit and family pension, for the benefit of Life Insurance Corporation of India (LIC) agents and employees.
-
India’s men’s freestyle wrestlers cut a sorry figure at the World Championships as five of the six Olympic-quota contenders have exited the prestigious tournament and only Abhimanyu could reach the medal round in the non-Olympic 70kg weight class.
-
Prime Minister Narendra Modi recalled the 2001 Parliament attack in the Lok Sabha during the Special Parliament Session and saluted the soldiers who took bullets to save Parliament during the 2001 terrorist attack.
-
The Cauvery Water Management Authority (CWMA) on Monday reiterated the decision of the Cauvery Water Regulation Committee, asking Karnataka to continue releasing 5,000 cusecs of water to Tamil Nadu for another 15 days.
-
The Supreme Court on Monday stayed the Karnataka High Court order which invalidated the Lok Sabha membership of JDS MP Prajwal Revanna.
-
Former captain Kapil Dev believes India are ready to win the ODI World Cup at home but he doesn’t want to put the favourite tag on the hosts as a lot would depend on luck.
|
426 |
Y |
|
1399 |
18-09-2023 |
Odia |
ତାରିଖ ୧୮/୦୯/୨୦୨୩ ସୋମବାର ।
-
ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
-
ନିପା ଭାଇରସର ବାଂଲାଦେଶୀ ଷ୍ଟ୍ରେନ୍ ନିଃଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି କରେ ଏବଂ ସଂକ୍ରମିତ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ହତ୍ୟା କରିଥାଏ ବୋଲି ଦେଶର ମହାମାରୀ ବିଶେଷଜ୍ଞ ଡ ରମଣ ଗଙ୍ଗାଖେଡକର ଶନିବାର କହିଛନ୍ତି।
-
ଉତ୍ତରାଖଣ୍ଡର ମୁସୁରୀ ସ୍ଥିତ ‘ଦି ରିଙ୍କ୍’ ହୋଟେଲରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର୍ ୪ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ସମୟରେ ହୋଟେଲ ମାଲିକ ଭିତରେ ଶୋଇଥିଲେ।
-
ବିମାନ ଉଡ଼ାଣ ପୂର୍ବରୁ କିମ୍ବା ଅବତର ପରେ ହେଉଥିବା ପରୀକ୍ଷାରେ ୩୩ ଜଣ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ରୁ ସଦସ୍ୟ ମଦ୍ୟପାନ କରିଥିବା ଧରାପଡ଼ିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟରୁ ଏହା ଜଣାପଡ଼ିଛି।
-
ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଲାଗି ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ ।
-
ବିଶ୍ବକର୍ମା ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ବକର୍ମା ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍ରେ ଦେଶର ୧୮ ପ୍ରକାର କୌଳିକ ବୃତ୍ତିର କାରିଗରମାନଙ୍କ ଲାଗି ବହୁ ସୁବିଧା ରହିଛି। ସେମାନଙ୍କୁ ବନ୍ଧକମୁକ୍ତ ଋଣଠାରୁ ଆରମ୍ଭ କରି ଟୁଲ୍କିଟ୍ କିଣିବାକୁ ଭାଉଚର, ମୌଳିକ ଓ ଉନ୍ନତ ତାଲିମ, ଡିଜିଟାଲ କାରବାରରେ ପ୍ରୋତ୍ସାହନ ଭଳି ସୁବିଧା ପ୍ରଦାନ କରାଯିବ। ଏହି ସ୍କିମ୍ରେ ପାଞ୍ଚ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସ୍କିମ୍ ଦ୍ବାରା ଦେଶର ୩୦ ଲକ୍ଷ ପରିବାର ଉପକୃତ ହେବେ।
-
ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଗୁପ୍ତାଙ୍କ ଖଣ୍ଡପୀଠରେ ହେବ।
-
ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତଥା ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ମାମଲା ରୁଜୁ କରିଛି। ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୫୦୬, ୪୬୭, ୪୬୮, ୪୭୧, ୪୨୦ ଏବଂ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବେ ଅଭିଯୁକ୍ତଙ୍କୁ ଡାକି ଜେରା କରିବ ବୋଲି ଜଣାପଡିଛି।
-
୧୮ ରୁ ୨୦ ତାରିଖ ଯାଏଁ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।
-
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରେଳବାଇ ଏକ ମୂଷା ଧରିବା ପାଇଁ ୪୧ ହଜାର ଟଙ୍କା ଖର୍ଚ୍ଚ କରିଛି ଏବଂ ସେହିଭଳି ୩ ବର୍ଷ ମଧ୍ୟରେ ୧୬୮ଟି ମୂଷା ଧରିବା ପାଇ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।
-
ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।
-
ବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ଆରମ୍ଭ କରିଛି। ଏହା ବ୍ୟତୀତ ରବିବାର ଆରଏମଏଲ ହସ୍ପିଟାଲରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
-
ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍ କୋଟିପତି ଏଲନ୍ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପତ୍ନୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟାକୁ ଶେଷ କରିଛନ୍ତି।
-
ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଓଡ଼ିଶାକୁ ଝଟ୍କା ଲାଗିଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ନିର୍ମାଣ ରୋକିବା ସହ ଅଣମୌସୁମୀ ସମୟରେ ୧.୭୪ମେଗାଓ୍ବାଟ ଜଳ ଛାଡ଼ିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା କରିଥିବା ଅନ୍ତରୀଣ ଆବେଦନକୁ ଶନିବାର ଟ୍ରିବ୍ୟୁନାଲ ଖାରଜ କରିଛନ୍ତି।
-
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି।
-
ରିଓ ସୁଟିଂ ବିଶ୍ୱକପ୍ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍ରେ ଜିତିଲେ ସ୍ୱର୍ଣ୍ଣ ।
-
ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ ।
-
ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଋଣ ନେଇଥିବା ଗ୍ରାହକଙ୍କୁ କିସ୍ତି ବିଷୟରେ ମନେ ପକାଇବା ଲାଗି ଏକ ଅଭିନବ ପନ୍ଥା ଗ୍ରହଣ କରିଛି। ଗ୍ରାହକମାନଙ୍କ ପାଖକୁ ଚକୋଲେଟ୍ ପଠାଇ ସେମାନଙ୍କୁ କିସ୍ତି କଥା ମନେ ପକାଇବ।
-
ଟେନିସ୍ ଷ୍ଟାର ରୋହନ ବୋପନ୍ନାଙ୍କ ଅବସର, ଡେଭିସ୍ କପ୍ ଜିତିବା ପରେ ହେଲେ ଭାବବିହ୍ୱଳ।
-
ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍ରେ ହରାଇ ଚାମ୍ପିଅନ ହୋଇଛି। ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି।
|
407 |
Y |
|
1400 |
18-09-2023 |
English |
- At the all party meeting ahead of the special session of the Parliament, the Biju Janata Dal (BJD) and other parties Sunday pushed for the passage of the Women’s Reservation Bill during the five day session.
- The body of an Indian Army soldier was found at Khuningthek village in Manipur’s Imphal East district Sunday.
- Santiniketan, the famed place in West Bengal where poet Rabindranath Tagore built Visva Bharati over a century ago, has been inscribed on the UNESCO World Heritage List.
- The nation’s largest lender State Bank of India is adopting a novel way to ensure timely repayments, especially by its retail borrowers, by greeting those likely to default on monthly installments with a pack of chocolates.
- The state government has decided to provide financial assistance to kewra and betel leaf farmers of Odisha.
- The CBI has arrested the executive secretary to the CMD of Bridge and Roof Company (India) Limited (BRIL), a PSU, and six others in connection with the alleged bribery of Rs 20 lakh to favour a Gujaratbased firm bag a Rs 56 crore tender for an Eklavya Model Residential School (EMRS) in Odisha.
- More than 43 lakh children in the 0-5 age group were identified as obese or overweight last month, accounting for around six per cent of the total children surveyed at anganwadi centres across the country, according to official data
- “At that time, Odisha was receiving on an average `800 crore in a year as railway allocation in budget. Now, the Modi government has allocated `10,000 crore to the state for the railway sector in the latest budget,” Vaishnaw said
- The Bhubaneswar Development Authority (BDA) will transform Sikharchandi Hill here into a major tourist attraction hub by developing basic amenities, an official said Sunday.
- The Balasore district administration’s bid to shift all judicial courts functioning in Balasore town to Remuna about 12 km from this district headquarters town has sparked sharp resentment and anger among the denizens, a report said Sunday.
- Rajasthan Chief Minister Ashok Gehlot has approved the draft of 'Rajasthan Green Hydrogen Policy-2023' and a notification in this regard will be issued soon.
- Relying on its previous women centric scheme ‘Ladli Behna Yojana’ launched three months ago, Chief Minister Shivraj Singh Chouhan-led BJP government has now taken it forward and launched a housing scheme under similar name as the Assembly elections in Madhya Pradesh near.
- Prime Minister Narendra Modi Sunday invited film and television industry as well as global event management companies to organise events at Bharat Mandapam and the newly-constructed Yashobhoomi, the stateof-the-art convention centre which he inaugurated on the occasion of the launch of Rs 13,000- crore ‘PM Vishwakarma’ scheme.
- Foreign portfolio investors (FPIs) have pulled out close to `4,800 crore from equities in the first fortnight of September on rising US bond yields, a stronger dollar, and concerns over global economic growth.
- Union Sports Minister Anurag Singh Thakur virtually inaugurated 49 Khelo India Centres in Madhya Pradesh at the TT Nagar Stadium in Bhopal on Saturday.
|
446 |
Y |
|