Manage Current Affairs
Latest Current Affairs Listing
# | Date | Type | Current Affairs | No. Of Views | Status | Action |
---|---|---|---|---|---|---|
3091 | 19-04-2021 | Odia | 1.ବିଶ୍ବରେ ପ୍ରତ୍ୟେକ ଦିନ ହାରାହାରି ୧୨ ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି। ଅର୍ଥାତ୍ ପ୍ରତି ଘଣ୍ଟାରେ ୫୦୦ ଏବଂ ପ୍ରତି ମିନିଟରେ ୮ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି। 2.ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। 3.ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି । 4.ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ସକାଳେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। 5.ଆଇପିଏଲ ୨୦୨୧ରେ ବିଜୟ ଧାରା ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି। 6.ଶ୍ରୀଲିଙ୍ଗରାଜ ମନ୍ଦିରରୁ କିଛି ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲିଙ୍ଗରାଜ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। 7.୧୮ ତାରିଖରୁ ୧୯ ତାରିଖ ସକାଳ ୮ଟା ୩୦ ଯାଏ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି ହୋଇଛି। 8.୨୦୨୧ ଏପ୍ରିଲ ୨୭, ୨୮ ଓ ୩୦ରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । 9.ଚେତକ ସ୍କୁଟର ଇଲେକ୍ଟ୍ରିକ୍ ଗାଡି ରୂପରେ ବଜାରକୁ ଆସିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଇଲେକ୍ଟ୍ରିକ୍ ସ୍କୁଟର ବୁକିଂ ଶେଷ ହୋଇଯାଇଛି। 10.ଦେଶର ଅନେକ ରାଜ୍ୟରେ ଅକ୍ସିଜେନ୍ର ଘୋର ଅଭାବ ଖବର ସାମ୍ନାକୁ ଆସୁଛି। ଗତକାଲି ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଇବା ସହ ବେଡ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରେଲଓ୍ଵେ ଲିକ୍ଵିଡ୍ ମେଡିକାଲ ଅକ୍ସିଜେନ୍(ଏଲଏମଓ) ଓ ଅକ୍ସିଜେନ୍ ଏକ୍ସପ୍ରେସ୍ ଚଳାଇବାକୁ ଯୋଜନା କରିଛି। ଏଥିରେ ଅକ୍ସିଜେନ ଯୋଗାଣ ହେବ। ଏହି ଟ୍ରେନଗୁଡିକର ଅବାଧ ଯାତାୟତ ପାଇଁ ଗ୍ରୀନ କରିଡର କରାଯାଉଛି। 11.ପ୍ରସିଦ୍ଧ ସାହିତ୍ୟକାର ଏବଂ ଉପନ୍ୟାସକାର ନରେନ୍ଦ୍ର କୋହଲିଙ୍କ ୮୧ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି । 12.ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବେଳେ ହରିୟାଣାର କୁରୁକ୍ଷେତ୍ରରେ କୃଷକ ବିରୋଧ ପ୍ରଦର୍ଶନ କରି ବିଜେପି ସାଂସଦ ନୟାବ ସିଂ ସାଇନିଙ୍କୁ କଳା ପତାକା ଦେଖାଇଥିଲେ। 13.ରେଳବାଇ "ଅମ୍ଳଜାନ ଏକ୍ସପ୍ରେସ" ଟ୍ରେନ୍ ଚଳାଇବାକୁ ସ୍ଥିର ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। 14. ସମସ୍ତ ରାଜ୍ୟର ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ 162 ପ୍ରେସର ସୁଇଙ୍ଗ୍ ଆଡସର୍ପସନ୍ (PSA) ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ଅନୁମତି ଦେଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। 15. ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ମୁହାଁ ହେଲାଣି। ରାଜ୍ୟରୁ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 16. ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି। 17. ୧୭ପୋର୍ଟେବଲ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ଟେକ୍ନୋଲୋଜି (ପିଡିଏଫ୍) ର ବିକାଶରେ ପ୍ରମୁଖ ସଫ୍ଟୱେର୍ କମ୍ପାନୀ ଆଡୋବ୍ ଇନ୍କୋର ସହ-ପ୍ରତିଷ୍ଠାତା ଚାର୍ଲ୍ସ ଚକ୍ ଗେସ୍କେଙ୍କର ଦେହାନ୍ତ ହୋଇଛି। ସେ 81 ବର୍ଷ ହୋଇଥିଲେ। 18. ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜନତା ଦଳ (ୟୁନାଇଟେଡ୍) ବିଧାୟକ ମେୱାଲାଲ ଚଉଧୁରୀଙ୍କର ଦେହାନ୍ତ ହୋଇଛି ବୋଲି ଦଳ ସୂତ୍ରରୁ ପ୍ରକାଶ। 19. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାଚି ସିଂ ରାୱତଙ୍କର ଏଠାରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ରବିବାର ଦିନ 71 ବର୍ଷ ଦେହାନ୍ତ ହୋଇଛି. 20. ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ମମତା ବାନାର୍ଜୀ ଆଉ କୋଲକାତାରେ ପ୍ରଚାର କରିବେ ନାହିଁ। |
592 | Y | |
3092 | 18-04-2021 | Odia | 1.ରାଜ୍ୟରେ ନାଇଟ୍ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର 2.ଦିନକୁ ୫୦,୦୦୦ କୋଭିଡ୍ ପରୀକ୍ଷା କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। 3.ରାଜ୍ୟରେ ମୋଟ୍ ୧୫ଶହ ଟୀକାକରଣ କେନ୍ଦ୍ର ଅଛି । ଏଥିରୁ ଟିକା ନଥିବାରୁ ୧୦୭୩ଟି ସେଣ୍ଟରକୁ ବନ୍ଦ ରଖାଯାଇଛି । କିନ୍ତୁ ଏଥିପାଇଁ ୩ଟି ଜିଲ୍ଲା ଝାରସୁଗୁଡା, ନୂଆପଡ଼ାଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । 4.ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୧୮୮ଟି ମୋ ବସ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ । 5.କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନାରେ ନିର୍ମାଣ ହେବ ଆରଓ-ପାକ୍ସ ଜେଟି ପ୍ରକଳ୍ପ। ଏଥିପାଇଁ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୧୧୦ କୋଟି ଟଙ୍କା ବ୍ୟୟ ଅନୁମୋଦନ ହୋଇଛି। 6.ଓଡିଶା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ (ସିଇଓ) ସୂତ୍ର ଅନୁଯାୟୀ, ମେ 13 ରେ ପିପିଲି ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ମେ 16 ରେ କରାଯିବ। 7.ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ମହାରାଷ୍ଟ୍ର - ଦେଶର ସବୁଠାରୁ କରୋନା ଅଧିକ ପ୍ରଭାବିତ ରାଜ୍ୟ - ମେଡିକାଲରେ ଅମ୍ଳଜାନର ପର୍ଯ୍ୟାପ୍ତ ତଥା ନିରବଚ୍ଛିନ୍ନ ଯୋଗାଣ କରାଯିବ ଏବଂ ଏହି କେନ୍ଦ୍ର 1,121 ଭେଣ୍ଟିଲେଟର ପଠାଇବ ବୋଲି ନିଶ୍ଚିତ କରିଛନ୍ତି। 8.ମହାରାଷ୍ଟ୍ର 67,100 ରୁ ଅଧିକ କୋଭିଡ ମାମଲା ରିପୋର୍ଟ କରିଛି 9.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଏକ ଭୟଙ୍କର ଚେତାବନୀ ଦେଇ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ 24,000 ନୂତନ କରୋନାଭାଇରସ ମାମଲା ରେକର୍ଡ ହୋଇଥିବାରୁ ଶଯ୍ୟା, ଅମ୍ଳଜାନ ଏବଂ ଜୀବନ ରକ୍ଷାକାରୀ ଔଷଧ ରେମଡେସିଭିର ଦ୍ରୁତ ଅଭାବ ଗତିରେ ଚାଲିଛି। 10.ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶନ୍ତ ଚୌତାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। 11.ରେଳ ପରିସରରେ ଏବଂ ଟ୍ରେନରେ ମାସ୍କ ନ ପିନ୍ଧିଲେ rs500 ପର୍ଯ୍ୟନ୍ତ ଜୋରିମାନା କରାଯିବ .ଏହାକୁ ଜାତୀୟ ପରିବହନକାରୀ ଏହାକୁ ରେଳ ଅଧିନିୟମ ଅନୁଯାୟୀ ଅପରାଧ ଭାବରେ ଅନ୍ତର୍ଭୁକ୍ତ କରିଛନ୍ତି। 12.କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଦେବାଗୌଡ଼ କୁମାରସ୍ୱାମୀ ଙ୍କୁ COVID-19 ପଜିଟିଭ୍ ପରୀକ୍ଷା ରୁ ଜଣାଯାଇଛି । 13.ପ୍ରଧାନମନ୍ତ୍ରୀ ଟ୍ୱିଟରରେ ସେୟାର କରିଛନ୍ତି ଯେ ସେ ଜୁନା ଆଖାଦାର ମହମ୍ମଦଲେଶ୍ୱର, ସ୍ୱାମୀ ଅବଦେଶାନନ୍ଦଙ୍କ ସହ କଥା ହୋଇଛନ୍ତି ଏବଂ ଏହି ମେଗା ଇଭେଣ୍ଟକୁ ବର୍ତ୍ତମାନଠାରୁ ସାଙ୍କେତିକ ଭାବରେ ରଖିବାକୁ ଅନୁରୋଧ କରିଛନ୍ତି। 14.କରୋନା ମହାମାରୀର ପ୍ରଭାବକୁ ଦୂର କରିବା ପାଇଁ ସମସ୍ତଙ୍କୁ କୋଭିଡ ଟିକା ଉପଲବ୍ଧ କରାଇବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁରୁତ୍ୱାରୋପ କରିଛନ୍ତି। 15.ପଶ୍ଚିମବଙ୍ଗରେ ଆଜି ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ ସୁରୁଖୁରୁରେ ଶେଷ ହୋଇଛି। ପଶ୍ଚିମବଙ୍ଗରେ ୭୮.୩୬% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। 16.ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାତା , ନାଟ୍ୟକାର, ଅଭିନେତା ବଟରାଜ ଦେବ ଗୋସ୍ବାମୀଙ୍କ ଆଜି କୋଭିଡରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। 17.ଗତ ୯ ଏପ୍ରିଲରେ ଶେଷ ହେଉଥିବା ସପ୍ତାହ ସୁଦ୍ଧା ଦେଶର ବିଦ୍ରେଶୀ ମୁଦ୍ରା ଭଣ୍ଡାର ୪୩୪ କୋଟି ଡଲାର ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଫଳରେ ଦେଶରେ ଏବେ ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ ବୃଦ୍ଧି ପାଇ ୫୮ ହଜାର ୧୨୧ କୋଟି ଡଲାରରେ ପହଞ୍ଚିଛି। 18.ଚଳିତ ସପ୍ତାହ ପ୍ରଥମ ଭାଗରେ ମହାନିର୍ବାଣୀ ଆଖଡା ମୁଖ୍ୟ ୬୫ ବର୍ଷ ବୟସ୍କ ମହାମଣ୍ଡଳେଶ୍ୱର କପିଳ ଦେବ ଦାସ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ପରଲୋକ ଘଟିଛି। 19.ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମି ବର୍ଷା ୯୮ ପ୍ରତିଶତ ବର୍ଷିବ। ହୁଏତ ସ୍ବାଭାବିକ ବର୍ଷାରୁ ୫ ପ୍ରତିଶତ କମ କିମ୍ବା ଅଧିକ ବର୍ଷା ହୋଇପାରେ। 20.ସୋନୁ ସୁଦ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । |
642 | Y | |
3093 | 18-04-2021 | English |
|
645 | Y | |
3094 | 17-04-2021 | English | 1. Prof (Dr) Niranjan Mohanty, has been awarded Homoeo Ratna Award by the Indian Institute of Homoeopathic Physicians (IIHP). 2. Dr Girendra Pal from Jaipur and Italian doctor Reznzo Galassia bagged Lifetime Achievement Award by the Indian Institute of Homoeopathic Physicians (IIHP). 3. A 72-hour campaign silence period will be in place in the remaining rounds of voting in Bengal, the Election Commission said today, 4. Karnataka Chief Minister BS Yediyurappa tested positive for Covid 19 for the second time today. Earlier he tested for positive for the virus in August 2020 5. Union minister Prakash Javadekar Friday said he has tested positive for coronavirus 6.Congress leaders Randeep Surjewala and Digvijaya Singh tested positive for Covid on Friday. 7. The Punjab National Bank (PNB) scam accused and Diamond Merchant, Nirav Modi’s extradition was approved by UK home secretary Priti Patel, giving nod to bring back the fugitive billionaire to India. 8. The ICSE board exams for Classes 10 and 12 have been deferred amid the surge in COVID-19 cases across the country. The new dates will be announced in the first week of June. 9. The Election Commission on Friday extended the silence period from 48 hours to 72 hours in each of the remaining three of the eight phases of the West Bengal polls to be held on April 22, 26 and 29. 10. The University Grants Commission has issued an advisory to the vice-chancellors of all universities to include NCC training as General Elective Credit Course.The students opting for the course can earn academic credit. This is being done after a study was conducted by the NCC. 11. West Bengal will vote today in the fifth phase of the assembly elections held amid an alarming surge of coronavirus cases across the country. 12. A minor fire broke out Friday in a transformer at the Lady Hardinge Medical College and Hospital in central Delhi, but no casualty was reported, officials said. 13. Defence Minister Rajnath Singh has directed Defence Research and Development Organisation or DRDO to reopen the Sardar Vallabh Bhai Patel Covid care hospital in Delhi. He has also asked the defence body to set up a new facility in Lucknow. 14. Odisha Chief Minister Naveen Patnaik has announced an ex gratia of Rs 10 lakh each for their next of the kins who died Cuttack manhole .He also granted Rs 2 lakh for the labourer who is undergoing treatment at SCB hospital.15. Odisha government has constituted a state level committee headed by ADG, Crime Branch to check and prevent hoarding and black marketing of essential supplies for treatment of Covid patients.16. Former Central Bureau of Investigation (CBI) director Ranjit Sinha died here on Friday morning. He was 68.17. All technical institutions including ITIs/Polytechnics/Engineering and Professional Colleges/Technical Universities in Odisha will be closed from April 19 until further orders.18. Odisha Chief Minister Naveen Patnaik today took his second dose of COVID-19 vaccine. Patnaik was administered COVAXIN at the State Assembly Dispensary here. He had received the first dose of the vaccine on March 1.19. On 16.04.21Odisha capital reported as many as 311 fresh COVID-19 cases as the number of active cases in the city surged to 1981. Out of the 311 cases, 66 were detected in quarantine while 245 are local contact cases.20. Despite the economic slowdown due to Covid-19 pandemic, Odisha recorded a growth of nearly 20% in overall revenue collection in 2020-21 financial year over the previous year. |
701 | Y | |
3095 | 17-04-2021 | Odia |
|
581 | Y | |
3096 | 16-04-2021 | English | 1. A release from Chief Minister’s Office (CMO) today announced that the students of Class 9 and Class 11 in the academic session 2020-21 will be promoted to Class 10 and Class 12 respectively without appearing in any examination. 2. Delhi government has decided to enforce a weekend curfew in light of the recent surge in Covid-19 cases. The weekend curfew will be enforced from 10 pm on Friday evening till 6 am Monday. 3. The cinema halls and theatres in Odisha to operate with up to 50% of the hall capacity with strict adherence to wearing of mask and physical distancing during the entire period of the show. 4. Notorious gangster Sk Hyder escaped from police custody on Saturday was nabbed by the Commissionerate Police with the help of the Telangana Police. 5. The Odisha government today has restricted marriage gatherings at 50 persons and 20 persons for funeral or last rites. 6. General Administration and Public Grievance Department, all departments of the government will function with 50% strength of employees with effect from April 19. 7. All InterState bus operations to and from Odisha suspended keeping in view the rising Covid19 numbers 8. The Odisha government has decided to impose night curfew in urban areas of 20 districts including Cuttack and Bhubaneswar to begin from tomorrow between 9 pm and 5 pm. 9. Rajasthan Chief Minister Ashok Gehlot on Thursday announced a weekend curfew in the state from 6 pm to 5 am from April 16 to April 19, in view of rising COVID-19 cases. 10. Coronavirus (COVID-19) Latest News: With the new cases, the total tally of COVID-19 cases in the country rose to 1,40,74,564. 11. Chief Minister Uddhav Thackeray thanked Prime Minister Narendra Modi for allowing Maharashtra-government owned Haffkine Institute to manufacture Bharat Biotech's Covaxin. 12. Two ballot boxes were stolen in Rihawali village of Agra Rural constituency during the Uttar Pradesh panchayat elections on Thursday, 13. British Prime Minister Boris Johnson will visit India from April 25 and is set to agree on a "Roadmap 2030" for re-energised India-UK relations across trade and investment and climate action. 14. The Archeology Survey of India (ASI) on Thursday decided to shut all its monuments, museums, and protected sites including Taj Mahal, Qutub Minar and Humayun's tomb till May 15 as a precautionary measure. 15. With Mahakumbh termed as a 'Super Spreader' of Covid-19, Shri Panchayati Niranjani Akhada, one of the 13 prime akhadas, on Thursday announced the conclusion of the mega event on April 17. However, the final decision will be taken by the apex body of the 13 akhadas . 16. The Supreme Court on Thursday said that time has come when a woman should be Chief Justice of India and stressed that there is no attitudinal change. Not a single woman judge has figured in the list of 48 Chief Justice of India including the CJI designate NV Ramana, since it came into existence on January 26, 1950. 17. The Congress emerged as the single largest party, winning 12 of the 29 seats where elections were held on April 12 for Garo Hills Autonomous District Council (GHADC) in Meghalaya . 18. In light of the surge in COVID19 cases, GoI has decided to postpone NEETPG2021 exam which wasearlier scheduled to be held on April 18 19. The Manipur High Court on Thursday declared the election of BJP MLA, Okram Henry, who is also a minister, as null and void for filing incorrect and incomplete information in his affidavit. 20. Konark Sun temple has been closed with immediate effect till May 15 in the wake of Covid surge. |
722 | Y | |
3097 | 16-04-2021 | Odia | 1. କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ କମିଶନରେଟ୍ ପୁଲିସ ଗିରଫ କରିଛି। 2.ଓଡିଶା ରାଜ୍ୟରେ କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବସ ଚାଲିବ ନାହିଁ । 3. ଏଣିକି ଓଡିଶା ରାଜ୍ୟରେ ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ମିଳିବ। ଏଥି ସହିତ ବିବାହ ଉତ୍ସବରେ କରୋନା ଗାଇଡଲାଇନ୍ ସଠିକ ରୂପେ ପାଳନ କରାଯିବ। 4. ଓଡିଶା ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଛତିଶଗଡ ବୋର୍ଡରେ ଥିବା ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ,ଗ୍ରାମାଞ୍ଚଳରେ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ହେବ। ରାଜ୍ୟର ଅନ୍ୟସମସ୍ତ ୨୦ ଟି ଜିଲ୍ଲା ଅଞ୍ଚଳରେ କାଲି ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍କର୍ଫ୍ୟୁ ଜାରି କରାଯିବ। 5. କଟକ ସ୍ଥିତ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ସ୍ୱେରେଜ ଚାମ୍ବରରେ ଫସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। 6.ଓଡ଼ିଶାରେ ଏ ବର୍ଷ ପରୀକ୍ଷା ଦେବାକୁ ଥିବା ନବମ ଓ ଏକାଦଶ ପିଲା ସମସ୍ତେ ପାସ୍ କରିବେ 7. ଓଡ଼ିଶା ରାଜ୍ୟ ସହ ସହବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ କ୍ଲାସ ବନ୍ଦ ରହିବ। ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ। 8.ରାଜଧାନୀ ଭୁବନେଶ୍ବରରୁ 15.04.21 re ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୧୦୯ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ରୁ ୨୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 9. କୋଭିଡ ବୃଦ୍ଧି ପରେ ମେ 15 ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଛି। 10. COVID19 ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି GoI NEETPG2021 ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଯାହା ପୂର୍ବରୁ ଏପ୍ରିଲ 18 ରେ ଅନୁଷ୍ଠିତ ହେବାର ଥିଲା | 11. ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ଗୁରୁବାର ଦିନ ଏହାର ସମସ୍ତ ସ୍ମାରକୀ, ସଂଗ୍ରହାଳୟ ଏବଂ ତାଜମହଲ, କୁତବ ମିନାର ଏବଂ ହୁମାୟୁନ ଟମ ସମେତ ସଂରକ୍ଷିତ ସ୍ଥାନଗୁଡ଼ିକୁ ମେ 15 ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। 12. ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏପ୍ରିଲ 25 ରୁ ଭାରତ ଗସ୍ତ କରିବେ ଏବଂ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଏବଂ ଜଳବାୟୁ କାର୍ଯ୍ୟ ମଧ୍ୟରେ ଭାରତ-ବ୍ରିଟେନ ସମ୍ପର୍କକୁ ସ୍ଥାପନ କରିବା ପାଇଁ ଏକ "ରୋଡମ୍ୟାପ 2030" ରେ ସହମତ ହେବାକୁ ଯାଉଛନ୍ତି। 13.ଗୁରୁବାର ଦିନ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ସମୟରେ ଆଗ୍ରା ଗ୍ରାମ୍ୟ ନିର୍ବାଚନମଣ୍ଡଳୀର ରିହାୱାଲି ଗ୍ରାମରେ ଦୁଇଟି ବାଲା ବାକ୍ସ ଚୋରି ହୋଇଛି, 14. ମଣିପୁର ହାଇକୋର୍ଟ ଗୁରୁବାର ଦିନ ବିଜେପି ବିଧାୟକ ଓକ୍ରାମ ହେନେରୀଙ୍କ ନିର୍ବାଚନକୁ ତାଙ୍କ ଆଫିଡେଭିଟରେ ଭୁଲ ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ଦାଖଲ ପାଇଁ ଶୂନ୍ୟ ବୋଲି ଘୋଷଣା କରିଛନ୍ତି। 15. ଗୁରୁବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ସମୟ ଆସିଛି ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବା ଉଚିତ ଏବଂ ଏଥିରେ କୌଣସି ମନୋଭାବ ପରିବର୍ତ୍ତନ ହେବ ନାହିଁ। ଜାନୁୟାରୀ 26, 1950 ରେ ଏହା କାର୍ଯ୍ୟକାରୀ ହେବା ପରଠାରୁ ଜଣେ ମହିଳା ବିଚାରପତି CJI ନିଯୁକ୍ତ ଏନ ଭି ରାମନାଙ୍କ ସମେତ 48 ଜଣ ପ୍ରଧାନ ବିଚାରପତିଙ୍କ ତାଲିକାରେ ନାହିଁ । 16. ମହାକୁମ୍ବଙ୍କୁ କୋଭିଡ -19 ର 'ସୁପର ସ୍ପ୍ରେଡର୍' ଭାବରେ ନାମିତ କରାଯିବା ସହିତ 13 ଟି ପ୍ରଧାନ ଅଖାଡା ମଧ୍ୟରୁ ଶ୍ରୀ ପଞ୍ଚାୟତ ନିରଂଜନ ଅଖଡା ଗୁରୁବାର ଦିନ ଏପ୍ରିଲ 17 ରେ ମେଗା ଇଭେଣ୍ଟ ସମାପ୍ତ କରିବାକୁ ଘୋଷଣା କରିଛନ୍ତି। ତଥାପି ଚୂଡାନ୍ତ ନିଷ୍ପତ୍ତି ନିଆଯିବ 13 ଅଖାଡାଙ୍କ ସହ ଆଲୋଚନାପରେ | 17. ମେଘାଳୟର ଗାରୋ ହିଲ୍ସ ସ୍ୱୟଂଶାସିତ ଜିଲ୍ଲା ପରିଷଦ (GHADC) ପାଇଁ ଏପ୍ରିଲ 12 ରେ ନିର୍ବାଚନ ହୋଇଥିବା 29 ଟି ଆସନ ମଧ୍ୟରୁ 12 ଟିରେ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। 18. ଚୀନର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରଥମ ବର୍ଷ ତୁଳନାରେ ପ୍ରଥମ quarter ମାସରେ ରେକର୍ଡ 18.3 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାରୀ ତଥ୍ୟ ଶୁକ୍ରବାର ଦିନ ଚୀନ ଦର୍ଶାଇଛି। 19. ମାର୍ଚ୍ଚରେ ଭାରତର ରପ୍ତାନି 60.29 ପ୍ରତିଶତ ବୃଦ୍ଧି ହୋଇ 34.45 ବିଲିୟନ ଡ଼ଲାରରେ ପହଞ୍ଚିଛି କିନ୍ତୁ ସେହି ସମୟରେ ସେମାନେ ଆର୍ଥିକ ବର୍ଷରେ 7.26 ପ୍ରତିଶତ ହ୍ରାସ ପାଇ 290.63 ବିଲିୟନ ଡ଼ଲାରରେ ପହଞ୍ଚିଛନ୍ତି। 20.ମହାରାଷ୍ଟ୍ର-ସରକାରୀ ମାଲିକାନା ହଫକିନ୍ ଇନଷ୍ଟିଚ୍ୟୁଟକୁ ଭାରତ ବାୟୋଟେକ୍ କୋଭାକ୍ସିନ୍ ଉତ୍ପାଦନ କରିବାକୁ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। |
606 | Y | |
3098 | 15-04-2021 | Odia |
|
649 | Y | |
3099 | 15-04-2021 | English |
|
661 | Y | |
3100 | 14-04-2021 | Odia | 1. ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଭାରତରେ ତିଆରି କରିବ ବିଦେଶୀ କମ୍ପାନୀ । 2. ମହାରାଷ୍ଟ୍ରରେ ଆଜି ରାତି ୮ ରୁ ୧୪୪ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଏହା ଲକଡାଉନ ନୁହେଁ , କିନ୍ତୁ କରୋନା ନିୟନ୍ତ୍ରଣ କରିବା ଲାଗି କଡ଼ା କଟକଣା। ମେ ୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ କୋଭିଡର ନୂଆ କଟକଣା ଜାରି କରାଯାଇଛି। 3.ନିଜ କାର୍ଯ୍ୟାଳୟର କିଛି ଅଧିକାରୀ କୋଭିଡ -19 ପଜିଟିଭ୍ ହେବାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜକୁ ପୃଥକ କରିଛନ୍ତି। 4. ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି କହିଛନ୍ତି ଯେ ଉତ୍ତରାଖଣ୍ଡର ହରିଦ୍ୱାରର କୁମ୍ବ ମେଲାରୁ ଫେରୁଥିବା ଲୋକମାନେ COVID-19 ସଂକ୍ରମଣର ସମ୍ଭାବ୍ୟ ବାହକ ଭାବରେ ପରିଣତ ହେବେ ଯାହା “ହଇଚଇ ସୃଷ୍ଟି କରିବ”। 5.ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । 6. କଂଗ୍ରେସର ଡିଜିଟାଲ ନ୍ୟୁଜ ଚାନେଲର ଉଦଘାଟନ, ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ହେବ ଏହାର ମୁଖ୍ୟ ଉଦ୍ଦେଶ୍ୟ । 7.ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘର ୯୫ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ । 8. ମଧ୍ୟପ୍ରଦେଶ ସରକାରୀ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଗ୍ରୀଷ୍ମ ଛୁଟି April ୩୦ ପର୍ଯ୍ୟନ୍ତ ପାଇଁ ନିର୍ଦ୍ଦେଶ ଦେଇଥାଏ | ଅନ୍ଲାଇନ୍ କ୍ଲାସ୍ ଜାରି ରହିବ | 9. ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। 10. ଭୁବନେଶ୍ୱରରେ ଉତ୍କର୍ଷ କେନ୍ଦ୍ର ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। 11. ଭାରତର 24 ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ସୁଶୀଲ ଚନ୍ଦ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । 12. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ମତ୍ସ୍ୟଚାଷୀମାନଙ୍କ ପାଇଁ ଇ-ଶାନ୍ତା ଇଲେକ୍ଟ୍ରୋନିକ୍ ବଜାର ଉଦ୍ଘାଟନ କରିଛନ୍ତି। ଇ-ଶାନ୍ତା ଏଭଳି ଏକ ବଜାର ଯେଉଁଠାରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ। 13. ଦେଶର ବିଭିନ୍ନ ଭାଗରେ ଆଜି ପାରମ୍ପରିକ ହିନ୍ଦୁ ନବବର୍ଷ ପାଳିତ ହୋଇଛି। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନବବର୍ଷକୁ ଉଗାଡ଼ି , କର୍ଣ୍ଣାଟକରେ ୟୁଗାଡ଼ି, ମହାରାଷ୍ଟ୍ରରେ ଗୁଡ଼ିପଡ଼ୱା, ତାମିଲନାଡୁରେ ପୁଥାଣ୍ଡୁ, କେରଳରେ ବିଶୁ, ପଞ୍ଜାବରେ ବୈଶାଖୀ, ଓଡ଼ିଶାରେ ପଣାସଂକ୍ରାନ୍ତୀ, ପଶ୍ଚିମବଙ୍ଗରେ ପୋଇଲା ବୈଶାଖ ଓ ଆସାମରେ ବୋହାଗ୍ ବିହୁ ଭାବରେ ପାଳନ କରାଯାଇଥାଏ। 14. ହରିଦ୍ବାରରେ ଚାଲିଥିବା କୁମ୍ଭମେଳାରେ କରୋନାର ବିସ୍ଫୋରକ ରୂପ ଦେଖିବାକୁ ମିଳିଛି। ଗତ ୫ ଦିନରେ ଏଠାରେ ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 15. ଗୁଜରାଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନାନୋସାଇନ୍ସ ସ୍କୁଲ୍ର ଡିନ୍ ପ୍ରଫେସର ଇନ୍ଦ୍ରାଣୀ ବାନାର୍ଜୀ ସଠିକ୍ ସମୟରେ କୋଭିଡ୍ ଚିକିତ୍ସାରୁ ବଂଚିତ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। |
640 | Y |