Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
31 30-11-2025 Odia
  1. 1.ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ମୋଟ ୧୫ ଟି ବୈଠକ ଅନୁଷ୍ଠିତ ହେବ।

  2. 2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି।

  4. 4.ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି। ଗଭୀର ଖାଇ ଉପରେ ନିର୍ମିତ ୮୦ ଫୁଟ ଉଚ୍ଚ ପୋଲ ଉପରେ ଗଡ଼ିବ ଟ୍ରେନ୍‌। ଏହି ରେଳପଥରେ ‌ଟ୍ରେନ୍‌ ଗଡ଼ିବା ପାଇଁ ବୌଦ୍ଧ ଜିଲ୍ଲାରେ ୪ଟି ସୁଡ଼ଙ୍ଗ (ଟନେଲ୍‌) ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ବଡ଼ ଭାୟାଡକ୍ଟ ନିର୍ମାଣ ହେଉଛି।

  5. 5.ରାଜ୍ୟରେ ଏବେ ୭୪୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତାହା ମଧ୍ୟରୁ ୨୦୧୫୦ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୭୩୮୯ଟି କେନ୍ଦ୍ରର ଘର ନିର୍ମାଣାଧୀନ ଅଛି।

  6. 6.ଓଡିଶା ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହା ୫ କୋଟି ଟଙ୍କା ଥିବାବେଳେ ଏବେ ତାହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

  7. 7.ଓଡିଶାରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। 

  8. 8.ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ଆଉ ୧୫ ମାଓବାଦୀ ପୁଣି ଆତ୍ମସମର୍ପଣ କଲେ । ଏମାନେ  ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ।

  9. 9.ଓଡିଶାରେ ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି।

  10. 10.ଓଡିଶାରେ ସରଜମିନ ତଦନ୍ତ ପରେ ଶୁଭଦ୍ରା ଯୋଜନାରେ  ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି ।

  11. 11.ଦୁବାଇରେ ଆୟୋଜିତ ହୋଇଯାଇଛି ୫ ଷ୍ଟାର ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ମହାଶ୍ଵେତା ରାୟଙ୍କୁ ମିଳିଲା ଗୋଲ୍ଡେନ୍ ଏରା ଅଫ୍ ଇଣ୍ଡିଆନ୍ ସିନେମା ସମ୍ମାନ ।

  12. 12.ବିଜୁ ଜନତା ଦଳ (ବିଜେଡି)ର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି।

  13. 13.ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ପିଅନ ହେବେ । ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ।

  14. 14.କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି।

  15. 15.ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଆଉ ବର୍ତ୍ତମାନ ବ୍ୟାଙ୍କ ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଏହି ମାସରେ ବ୍ୟାଙ୍କଗୁଡ଼ିକ 18 ଦିନ ପାଇଁ ବନ୍ଦ ରହିବ।

  16. 16.ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସିଏନ୍‌ଏନ୍‌-ନ୍ୟୁଜ ୧୮ ପକ୍ଷରୁ ଇଣ୍ଡିଆନ ଅଫ୍‌ ଦି ଇୟର ପୁରସ୍କାର ବିତରଣ ଉତ୍ସବରେ ଆଉଟ୍‌ଷ୍ଟାଣ୍ଡିଂ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।

  17. 17.ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବ ବିଶ୍ଵକପ ପଞ୍ଚମ ସଂସ୍କରଣ-୨୦୨୫ ତାମିଲନାଡୁରେ ଆରମ୍ଭ ହୋଇଛି। ଶୁକ୍ରବାର ଉଦ୍‌ଘାଟନୀ ଦିବସରେ ୮ ଟି ମ୍ୟାଚ ଖେଳାଯାଇଥିଲା।

  18. 18.ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍‌ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।

  19. 19.ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଯାଉଥିବାରୁ ରୁଷ୍ ଉଭୟ ଦେଶ ପାଇଁ ପରସ୍ପର ଅଞ୍ଚଳରେ ସାମରିକ କର୍ମଚାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରିବାକୁ ଭାରତ ସହ ମିଳିତ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି।

  20. 20.ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ । ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ କରାଯାଇଛି । 

44 Y
32 30-11-2025 English

1. 1.The winter session of Parliament will begin from December 1 and continue till December 19, in which a total of 15 meetings will be held.

2. 2.According to the Asia Power Index 2025, India has become the world's third largest defense power. Along with this, India has surpassed China in the field of foreign investment.

3. 3.Prime Minister Narendra Modi on Friday unveiled the world's largest bronze statue of Lord Shri Ram, 77 feet high, at the Shri Sansthan Gokarna Portgali Jeewattham Math in Portgali village in South Goa's Canacona.

4. 4.The Khordha-Balangir railway is progressing at full speed. The train will run on an 80 feet high bridge built over a deep ditch. For the train to run on this railway, four tunnels are being constructed in Boudh district along with two big viaducts near Karanjkata and Tilakup villages.

5.5. There are currently 74244 Anganwadi centres in the state. Out of which 20150 centres do not have their own buildings. 7389 centres have houses under construction.

6. 6.The Odisha state government has increased the financial grant amount for 4145 temples. Earlier it was Rs 5 crore, now it has been increased to Rs 7.5 crore. The minister has informed that there are now more than 18,000 temples in the state under the Devotee Department.

7.7. 15 more POCSO courts will be opened in Odisha. The process has started in this regard. It is planned to open them in Balasore, Bhadrak, Cuttack, Berhampur, Jajpur, Keonjhar.

8. 8.15 more Maoists surrendered in Maharashtra's Gadchiroli district. These are IMMC spokesperson Anant alias Vikas Nagpur and 15 hardcore Maoists.

9. 9.Ration cards of 816,000 beneficiaries have been cancelled in Odisha. 96 percent e-KYC has been completed.

10. 10.After the land survey in Odisha, more than 17 lakh women have joined  subhadra scheme.

11. 11.The 5-star film award ceremony has been organized in Dubai. Mahasweta Roy was given the Golden Era of Indian Cinema Award.

12.12. Biju Janata Dal (BJD) Bhadrak district Bant Block President Manoranjan Ghadik has been suspended by party president Naveen Patnaik.

13.13. Every panchayat in the state will now have a designated peon. With the creation of the new post, the salary will be Rs 13,160.

14. 14.In view of the many child deaths and adverse effects due to cough syrup, the central government has taken strict steps to stop its indiscriminate sale.

15. 15.The month of December is about to begin. And now bank customers may face some problems. Because banks will be closed for 18 days in this month.

16.16. ICC Chairman Jay Shah has been awarded the Outstanding Achievement Award by CNN-News18 at the Indian of the Year Awards ceremony for his outstanding contribution to Indian women's cricket.

17. 17.The fifth edition of the FIH Junior Men's Hockey World Cup 2025 has begun in Tamil Nadu. Eight matches were played on the opening day on Friday.

18. 18.Cyclone 'Ditwah', which caused devastating damage in Sri Lanka, is steadily moving towards the coast of north Tamil Nadu and Puducherry, prompting authorities to take extensive measures. Schools and colleges have been closed and the government is ready for relief work.

19. 19.Russia has taken steps to make joint arrangements with India for the deployment of military personnel, warships and fighter jets in each other's territory as Prime Minister Narendra Modi visits New Delhi to host President Vladimir Putin.

20. 20.The Srigundicha temple, which was scheduled to open for devotees from December 1, will not open. The proposal to open the Srigundicha temple for the public has been temporarily stayed.

35 Y
33 29-11-2025 Odia
  1. 1.ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ଏକ ବିରଳ ପଦକ୍ଷେପରେ ଜାତିସଂଘ (UN)ର ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ପ୍ୟାନେଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି।

  2. 2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।

  3. 3.ରାଜ୍ୟର ସରକାରୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୧୩ହଜାର ୪୧୩ଜଣ ବିଦ୍ୟାର୍ଥୀ ୯ମ ଶ୍ରେଣୀ ପାସ୍‌ କରିପାରି ନାହାନ୍ତି। ନବମରେ ଫେଲ୍‌ ହୋଇଥିବାରୁ ସେମାନେ ପୁଣିଥରେ ଶିକ୍ଷା ଗ୍ରହଣ କରୁଛନ୍ତି। କିଛି ଜଣ ଦ୍ୱିତୀୟ ଥର ପରୀକ୍ଷା ଦେଇ ସେଥିରେ କୃତକ‌ାର୍ଯ୍ୟ ହୋଇ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।

  4. 4.ମୁଖ୍ୟମନ୍ତ୍ରୀ ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ।

  5. 5. ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗତ ୩ ବର୍ଷର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକା ସଙ୍ଗେ ସଙ୍ଗୀତ, ଲୋକକଳା, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଶବ୍ଦ ନୃତ୍ୟ ଆଦିକୁ ଏକାଡେମୀର ସର୍ବୋଚ୍ଚ ସ୍ବୀକୃତି ମିଳିଛି ।

  6. 6.୨୦୨୩ ମସିହା ପାଇଁ ବର୍ଷିୟାନ୍‌ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ମୋଗଲ ତାମସାର ପ୍ରଖ୍ୟାତ ଗୁରୁ ବାଦଲ ଶିକ୍‌ଦାରଙ୍କୁ ପ୍ରଦାନ କରାଯାଇଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’।  ସେହିଭଳି ୨୦୨୪ ମସିହା ପାଇଁ ବିଶିଷ୍ଟ ବଂଶୀ ବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଗୁରୁ ସୁଧାକର ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

  7. 7.୨୦୨୫ ମସିହା ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଛି। 

  8. 8.ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ଜବରଦଖଲ ହଟିବ ।

  9. 9.ରାଜ୍ୟ‌ର ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ୧,୮୩,୨୧୬ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ୍ ଥିବାବେଳେ ‘ଆସ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା‌ ୬୦,୭୨୯ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଅଣାଯାଇଛି।

  10. 10.ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଅତିରିକ୍ତ ବଜେଟରେ ନୂଆ ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କରାଯାଇଛି। ସେଥିପାଇଁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

  11. 11.ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। 

  12. 12.ଆଧାର ଅପ୍‌ଡେଟ୍‌ କରିବା ପାଇଁ ଏବେ  ଘରେ ବସି ଆଧାର ଅପ୍‌ଡେଟ୍‌ କରିପାରିବେ । (UIDAI) ନୂଆ ଆଧାର ଆପ୍‌ରେ ଏହି କାମ କରିପାରିବେ । ଏହି ଆପ୍ ନଭେମ୍ବର ୯ ତାରିଖରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି।

  13. 13.୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।

  14. 14.ଓଡିଶା ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି।

  15. 15.ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ମାମଲା ଚାଲିବ।

  16. 16.ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ କମିସନ (ଏନଜେଏସି)କୁ କାର୍ଯ୍ୟକାରୀ କରାଯିବ।

  17. 17.କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ।

  18. 18.ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି।

  19. 19.ଯଦି ଜଣେ ମୋବାଇଲ୍ ଗ୍ରାହକଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼କୁ ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାର ଦେଖାଯାଏ, ତେବେ ମୋବାଇଲ୍ ଗ୍ରାହକ ସେଥିପାଇଁ ଦାୟୀ ଏବଂ ଦଣ୍ଡନୀୟ ହୋଇପାରନ୍ତି।

  20. 20.ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍‌ରେ ନିଜ ଦାୟିତ୍ୱ ଜାରି ରଖିବେ।

43 Y
34 29-11-2025 English
  1. 1.The state government has tabled a supplementary budget of Rs17,440 crore for the financial year (FY) 2025-26 in addition to the main budget of Rs2.90 lakh crore passed in February this year.

  2. 2.Major alloctions are  Rs4,329 crore for food supplies and consumer welfare dept ,Rs2,000 for school and mass education Rs1422 crore for finance Rs1,152 crore for health and family welfare, Rs900 crore for works department, Rs858 crore for agriculture and farmers’ empowerment, Rs807 crore for Mission Shakti ,Rs751 crore for women and child development.

  3. 3.The Odisha government has launched a revised Maoist surrender and rehabilitation policy with a provision of maximum financial assistance up to Rs1.20 crore and also enhanced reward money for surrendered fire arms.

  4. 4.The Indian economy grew by a higher than expected 8.2 per cent - a six-quarter high .

  5. 5.Commerce and Transport (C&T) department convened an workshop on PM GatiShakti, marking a pivotal milestone in strengthening coordinated and data-driven infrastructure development across the state through the adoption of a Geo-Spatial Logistics Planning Framework.

  6. 6.A young woman from Slovakia travelled across continents and reached Paralakhemundi in Gajapati district to marry her long-time partner, illustrating what many describe as the power of committed love.

  7. 7.Himachal Pradesh Chief Minister Sukhvinder Singh Sukhu released  Rs 460cr for expansion of Kangra Airport.

  8. 8.The Assam Assembly Friday passed an amendment bill which will enable the government to distribute land in tea estates’ labour lines among the workers for housing ownership.

  9. 9.The Supreme Court Friday asked the Maharashtra government and its state election commission to conduct local body elections and made it clear that poll results of all bodies, including where 50 per cent ceiling on quota have been breached, will depend on its verdict.

  10. 10. A Trinamool Congress delegation Friday alleged before the Election Commission top brass that around 40 SIR-related deaths had occurred in West Bengal so far.

  11. 11.Jharkhand Chief Minister Hemant Soren Friday marked one year of his second government by distributing appointment letters among 9,000 youth for recruitment to state departments

  12. 12.The inflation rate in Delhi remained substantially lower than in other metro cities and the national average last year, especially in the fuel and light group, according to a government report.

  13. 13.The Supreme Court Friday dismissed a plea of Byju Raveendran, the promoter of Think and Learn Private Limited that operates ed-Tech firm Byju, challenging an NCLAT order which has mandated that the settlement of the BCCI’s claim be placed before the Committee of Creditors.

  14. 14.Sri Lanka Friday grappled with one of its worst disasters as cyclonic storm Ditwah wreaked havoc, causing floods and landslides that left more than 80 dead, amid a trail of destruction and damage to infrastructure.

  15. 15.TP Central Odisha Distribution Limited (TPCODL) has been honoured with the Odisha CSR Excellence Award–2025 by the Odisha CSR Forum.

38 Y
35 28-11-2025 Odia
  1. ୧. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ଭାବରେ ଗୁରୁବାର ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରି ଇତିହାସ ରଚିଛନ୍ତି  । ସେ ବିଧାନସଭାର ସଦସ୍ୟମାନଙ୍କୁ ଏପରି ଆଚରଣ କରିବାକୁ ଅନୁରୋଧ କରିଛନ୍ତି ଯାହା ସେମାନେ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବ ।

  2. ୨. ବାଂଲାଦେଶର ଏକ କୋର୍ଟ ଗୁରୁବାର ଏକ ସରକାରୀ ଗୃହ ପ୍ରକଳ୍ପରେ ଜମି ଆବଣ୍ଟନରେ ଅନିୟମିତତା ସହିତ ଜଡିତ ତିନୋଟି ଦୁର୍ନୀତି ମାମଲାରେ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ୨୧ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

  3. ୩. ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

  4. ୪. ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ବାର୍ଷିକ ହାରାହାରି ୫,୪୩୩ ଜଣଙ୍କ ମୃତ୍ୟୁ ହେଉଛି।

  5. ୫. ବ୍ରାଜିଲ କର୍ତ୍ତୃପକ୍ଷ ବିଶ୍ୱର ପ୍ରଥମ ସିଙ୍ଗଲ୍-ଡୋଜ୍ ଡେଙ୍ଗୁ ଟିକାକୁ ଅନୁମୋଦନ କରିଛନ୍ତି। ଏହା ଏକ 'ଐତିହାସିକ' ସଫଳତା ଭାବରେ ପ୍ରଶଂସା କରିଛନ୍ତି କାରଣ ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱ ସ୍ତରରେ ମଶା ବାହିତ ରୋଗର ମାମଲା ବୃଦ୍ଧି ପାଉଛି।

  6. ୬. ସରକାରୀ ଡକ୍ୟୁମେଣ୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (CMGC) ସହିତ ଜନ ଅଭିଯୋଗର ସମାଧାନ କରିବାରେ ବିଫଳ ହୋଇଥିବା ଅଭିଯୋଗରେ କଟକର ଏସ ପି (ଗ୍ରାମାଞ୍ଚଳ) ସମେତ ୯୧ ଜଣ ବରିଷ୍ଠ ଜିଲ୍ଲା ଅଧିକାରୀଙ୍କ ଦରମା ନଭେମ୍ବର ମାସ ପାଇଁ ସ୍ଥଗିତ ରଖାଯାଇଛି।

  7. ୭. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଜଭବନ ପରିସରରେ 'କଳିଙ୍ଗ ଅତିଥି ନିବାସ' ଉଦଘାଟନ କରିଛନ୍ତି।

  8. ୮॰ଓଡ଼ିଶା ମାଟିର ନଦୀ ଗର୍ଭରୁ ପାଣି ଟାଣି ୧୨୨ଟି ଶିଳ୍ପ ନିଜ ପ୍ରକଳ୍ପରେ ବ୍ୟବହାର କରୁଛନ୍ତି। ବିଧାୟକ ପବିତ୍ର ସାଉଁନ୍ତାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଶ୍ରୀ ମାଝୀ ଜଣାଇଛନ୍ତି ଯେ ଏହି ସଂସ୍ଥାଗୁଡ଼ିକଠାରୁ ରାଜ୍ୟ ସରକାର ବର୍ଷକୁ ୮୬୦.୯୭୯ କୋଟି ଟଙ୍କାର ଜଳକର ପାଉଛନ୍ତି।

  9. ୯. ଟ୍ରାଫିକ୍ ନିୟମ ବାରମ୍ବାର ଉଲ୍ଲଂଘନ କରିବା ପାଇଁ ବାଣିଜ୍ୟ ଏବଂ ପରିବହନ (C&T) ବିଭାଗ ରାଜ୍ୟ ସାରା ୨୪୧ ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର (RC) ସ୍ଥଗିତ ରଖିଛି। ସଡ଼କ ଦୁର୍ଘଟଣା ମୃତ୍ୟୁ ହ୍ରାସ କରିବା ଲକ୍ଷ୍ୟରେ ରାଜ୍ୟର ଚାଲିଥିବା 'ଜିରୋ କାଜୁଆଲ୍ଟି' ଅଭିଯାନର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି।

  10. ୧୦. ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF) ୨୦୨୫ରେ ଉତ୍କୃଷ୍ଟ ଉପସ୍ଥାପନା ପାଇଁ ଓଡ଼ିଶାକୁ 'ସ୍ୱର୍ଣ୍ଣ ପୁରସ୍କାର' ମିଳିଛି। ଗତ ତିନି ବର୍ଷ ମଧ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇବା ପରେ ଓଡ଼ିଶା ପାଭିଲିଅନ୍ ମଧ୍ୟ 'ଶ୍ରେଷ୍ଠ ପାଭିଲିଅନ୍' ପୁରସ୍କାର ପାଇଛି, ଯାହା ରାଜ୍ୟର ଲଗାତାର ଚତୁର୍ଥ ବିଜୟ।

  11. ୧୧. ଆସାମ ବିଧାନସଭା ଗୁରୁବାର ବହୁବିବାହକୁ ନିଷିଦ୍ଧ କରିବା ପାଇଁ ଏକ ବିଲ୍ ପାସ୍ କରିଛି, ଯାହା ଏକ ଅପରାଧ । ଏଠି ପାଇଁ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ।

  12. ୧୨. ଜଳବାୟୁ ପରିବର୍ତ୍ତନ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଭାରତର ଜିଲ୍ଲାଗୁଡ଼ିକରେ ପିଲାମାନେ କମ୍ ଓଜନର ହେବାର ସମ୍ଭାବନା କମ୍ ଜିଲ୍ଲାମାନଙ୍କ ତୁଳନାରେ ୨୫ ପ୍ରତିଶତ ଅଧିକ ହୋଇପାରେ, ଯାହା ସୂଚିତ କରେ ଯେ ଜଳବାୟୁ ଦୁର୍ବଳତା କିପରି ଜନସ୍ୱାସ୍ଥ୍ୟ ଫଳାଫଳକୁ ପ୍ରଭାବିତ କରିପାରିବ, ଏକ ଅଧ୍ୟୟନରୁ ଜଣାପଡିଛି।

  13. ୧୩. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହାଇଦ୍ରାବାଦରେ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏରୁଟ୍‌ର ଇନଫିନିଟି କ୍ୟାମ୍ପସ୍‌କୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଛନ୍ତି।  କମ୍ପାନୀର ପ୍ରଥମ କକ୍ଷପଥ ରକେଟ୍ ବିକ୍ରମ-୧ ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା କକ୍ଷପଥକୁ ଉପଗ୍ରହ ଉତ୍ କ୍ଷେପଣ କରିବାର କ୍ଷମତା ରଖିଛି।

  14. ୧୪.. ଗୁରୁବାର ଦିନ ପ୍ରକାଶିତ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୧୮ଟି ପ୍ରମୁଖ ସହରରେ କାରବାର ଉପରେ ଆଧାରିତ ଅଖିଳ ଭାରତୀୟ ଗୃହ ମୂଲ୍ୟ ସୂଚକାଙ୍କ (HPI) ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୨.୨ ପ୍ରତିଶତ ଧୀର ଗତିରେ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ସମୟରେ ୭ ପ୍ରତିଶତ ଥିଲା।

  15. ୧୫ସାମୁଦ୍ରିକ ଝଡ଼ ଭାରତରେ ଚିନ୍ତାର କାରଣ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଘୂର୍ଣ୍ଣିଝଡ଼ ‘ଡିଟୱା’ର ପ୍ରଭାବରେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା କରିବ। ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଖରାପ ହେବାର ସଙ୍କେତ ତୀବ୍ର ହୋଇଛି।

  16. ୧୬. ଆଇକନିକ୍ ସ୍ପୋର୍ଟ୍ସ ଫେଡେରେସନ୍, ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ ସହିତ ମିଳିତ ଭାବରେ ଘୋଷଣା କରିଛି ଯେ ଆଇକନିକ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଓପନ୍ ଗେଟବଲ୍ ଟୁର୍ନାମେଣ୍ଟ (IIIOGT) ୨୦୨୫ ନଭେମ୍ବର ୩୦ ରୁ ଡିସେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

  17. ୧୭॰ସୁଲତାନ ଆଜଲାନ ଶାହ କପ୍ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ବିଜୟୀ ହୋଇ ଭାରତୀୟ ପୁରୁଷ ହକି ଦଳ ଏକ ଦୃଢ଼ ପ୍ରଦର୍ଶନ କରିଛି।

  18. ୧୮॰ଜାତିସଂଘ ସହ ଜଡ଼ିତ ସଂସ୍ଥା ସାଇଟ୍‌ସ ସେକ୍ରେଟାରିଏଟ୍‌ ପକ୍ଷରୁ ବନତାରାକୁ ଏକ ଆଇନଗତ ସଂରକ୍ଷଣ ଉତ୍କର୍ଷର ବିଶ୍ବସ୍ତରୀୟ ହବ୍ ଭାବେ ଅଭିହିତ କରାଯାଇଛି। ଏହି ସଂସ୍ଥା ଚଳିତ ବର୍ଷ ‌ସେପ୍ଟେମ୍ବରରେ ବନତାରାକୁ ଦୁଇଦିନିଆ ମିସନରେ ଆସିଥିଲା। ସେମାନେ ବନତାରାର ଖୁଆଡ଼, ଚିକିତ୍ସା ବ୍ୟବସ୍ଥା, ଦସ୍ତାବିଜ, ଉଦ୍ଧାର କାର୍ଯ୍ୟଶୈଳୀ ଓ କଲ୍ୟାଣମୂଳକ ପ୍ରୋଟୋକଲ୍‌ର ସମ୍ପୂର୍ଣ୍ଣ ଯାଞ୍ଚ କରିଥିଲେ।

  19. ୧୯.ଟାଟା ପାୱାର ଓଡ଼ିଶାରେ ଏକ ୧୦ ଗିଗାୱାଟ୍ ଶକ୍ତି ସମ୍ପର୍ଣ୍ଣ ଇଂଗଟ- ଏବଂ-ୱେଫର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରୁଛି। ପ୍ରସ୍ତାବିତ ପ୍ରକଳ୍ପ ବାବଦକୁ କମ୍ପାନୀ ପକ୍ଷରୁ ପ୍ରାୟ ୧୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରାଯାଉଛି।

  20. ୨୦.ଗୁଜୁରାଟର ଅହମଦାବାଦରେ ନିର୍ମାଣ ହେବାକୁ ଯାଉଛି ସ୍ବତନ୍ତ୍ର ରେଳ ଷ୍ଟେସନ। ଯାହାକି ୧୬ ମହଲା ବିଶିଷ୍ଟ ହେବ। ଏହି ପ୍ରକଳ୍ପ କେବଳ ଗୁଜରାଟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଅତ୍ୟାଧୁନିକ ପରିବହନ ଭିତ୍ତିଭୂମିର ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶା ରଖାଯାଇଛି।

37 Y
36 28-11-2025 English
  1. 1.Indian men’s hockey team delivers a strong performance, winning 3-2 against New Zealand at the Sultan Azlan Shah Cup Stadium.

  2. 2.President Droupadi Murmu, who made history Thursday as the first President  addressed the Odisha Assembly. She urged the members of the Assembly to conduct themselves in a manner that sets an example for the people they represent.

  3. 3.A Bangladesh court Thursday sentenced deposed prime minister Sheikh Hasina to 21 years in jail in three corruption cases related to irregularities in allocations of land in a government housing project.

  4. 4.The Orissa High Court Thursday quashed a School and Mass Education (S&ME) department order that allowed MLAs and MPs to recommend the transfer of school teachers, stating that political interference or affinity on campus is not desirable.

  5. 5. As many as 27,167 people were killed in road accidents in Odisha over the past five years with an average of 5,433 fatalities annually.

  6. 6.Brazilian authorities have approved the world’s first single-dose dengue vaccine, which they hailed as a ‘historic’ achievement as cases of the mosquito-borne disease soar globally due to rising temperatures.

  7. 7.Salaries of 91 senior Cuttack district officers, including the SP (Rural), have been withheld for November for allegedly failing to resolve public grievances fi led with the CM’s Grievance Cell (CMGC), according to official documents.

  8. 8.President Droupadi Murmu Thursday inaugurated the ‘Kalinga Atithi Nivas’ on the Raj Bhavan premises here during her two-day visit to Odisha.

  9. 9.Commerce and Transport (C&T) department has suspended the Registration Certificates (RCs) of 241 vehicles across the state for repeatedly violating traffic rules. The decision comes as part of the state’s ongoing ‘Zero Casualty’ campaign aimed at reducing road accident deaths.

  10. 10.Odisha received the ‘Gold Award’ for its outstanding presentation at 44th India International Trade Fair (IITF) 2025 in New Delhi Thursday. Odisha Pavilion also bagged the ‘Best Pavilion’ award, marking the state’s fourth consecutive win, after receiving the top award in the past three years.

  11. 11.The Assam Assembly Thursday passed a Bill to ban polygamy, making it an offence which may lead to a maximum of 10 years of imprisonment, barring some exceptions.

  12. 12.Children in India districts that are highly vulnerable to climate change could be 25 per cent more likely to be underweight, compared to those in less vulnerable districts, indicating how climate vulnerability can impact public health outcomes, a study has found.

  13. 13.Prime Minister Narendra Modi Thursday virtually inaugurated Indian space startup Skyroot's Infinity Campus, in Hyderabad, and also unveiled the company's first orbital rocket Vikram-I, which has capability to launch satellites to orbit.

  14. 14.Nepal’s central bank Thursday issued new Rs100 currency notes featuring a revised map that includes the Kalapani, Lipulekh and Limpiyadhura territories, the regions India maintains belong to it.

  15. 15.The All-India House Price Index (HPI) based on transactions in 18 major cities increased at a slower pace of 2.2 per cent in the second quarter of the current fiscal compared to 7 per cent in the year-ago period, according to Reserve Bank data released Thursday.

36 Y
37 27-11-2025 Odia
  1. ୧. ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ରାଷ୍ଟ୍ରପତି ଭାବରେ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରି ଇତିହାସ ରଚିବେ। ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେଉଛି। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୨୯ଟି କାର୍ଯ୍ୟଦିବସ ରହିଛି।

  2.  ୨.ସାରା ଦେଶରେ ୨ କୋଟିରୁ ଅଧିକ ଲୋକଙ୍କ ଆଧାର କାର୍ଡ ନମ୍ବରକୁ ନିଷ୍କ୍ରିୟ କରିଦେଇଛି। ତଥାପି, ଏହା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ UIDAI ଯେଉଁମାନେ ଆଉ ଏହି ଦୁନିଆରେ ନାହାନ୍ତି, ଅର୍ଥାତ୍ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ଆଧାର ନମ୍ବରକୁ ନିଷ୍କ୍ରିୟ କରିଦେଇଛି।

  3. ୩. ଗମ୍ଭୀର ବାୟୁ ପ୍ରଦୂଷଣ ଯୋଗୁଁ ସୁପ୍ରିମକୋର୍ଟର ଶୁଣାଣିକୁ କେବଳ ଭର୍ଚୁଆଲ୍ ମୋଡ୍‌କୁ ସ୍ଥାନାନ୍ତର କରିବାର ସମ୍ଭାବନା ଉପରେ ବିଚାର କରି ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଗୋଟିଏ ଦିନ ପୂର୍ବରୁ ସେ ଏକ ଘଣ୍ଟା ଚାଲିବା ପାଇଁ ଯାଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ।

  4. ୪. ମରାମତି କାର୍ଯ୍ୟ ଏବଂ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ପ୍ରାୟ ଛଅ ବର୍ଷ ବନ୍ଦ ରହିବା ପରେ ପବିତ୍ର ଗୁଣ୍ଡିଚା ମନ୍ଦିର ଡିସେମ୍ବର ୧ ରେ ଭକ୍ତମାନଙ୍କ ପାଇଁ ପୁନର୍ବାର ଖୋଲିବାକୁ ଯାଉଛି। ପ୍ରତ୍ୟେକ ଭକ୍ତଙ୍କୁ ପ୍ରବେଶ ପାଇଁ ୧୦ ଟଙ୍କା ଦେବାକୁ ପଡିବ।

  5. ୫. କୋର୍ଟଙ୍କ ଅନୁମତି କ୍ରମେ ଅଗ୍ରଣୀ ବ୍ୟାଙ୍କରେ ପଦଚ୍ୟୁତ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାମରେ ଥିବା ଦୁଇଟି ଲକର ଭାଙ୍ଗି ଦିଆଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଲକର ନମ୍ବର ୭୫୧ ଏବଂ ୭୫୩ ରୁ ପ୍ରାୟ  ୮୩୨ ଭରି (ପ୍ରାୟ ୧୦କିଲୋଗ୍ରାମ) ସୁନା ଅଳଙ୍କାର ଏବଂ ବାର୍ ଜବତ କରାଯାଇଛି।

  6. ୬. ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ (F&ARD) ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କ୍ଷୀର ଉତ୍ପାଦନ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

  7. ୭ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (CRUT) କୁ Comprehensive Region Urban Transport (CRUT) ଭାବରେ ପୁନଃନାମିତ କରାଯାଇଛି, ଯାହା ଭୁବନେଶ୍ୱର ବାହାରେ ସମଗ୍ର ଓଡ଼ିଶାର ସମ୍ପ୍ରଦାୟକୁ ଆଧୁନିକ, ନିରାପଦ ଏବଂ ନିର୍ଭରଯୋଗ୍ୟ ସହରାଞ୍ଚଳ ପରିବହନ ସେବା ପ୍ରଦାନ କରିବ।

  8. ୮. ନୂଆଦିଲ୍ଲୀର ଇଣ୍ଡିଆ ପାଭିଲିୟନ କମ୍ପ୍ଲେକ୍ସରେ ଅନୁଷ୍ଠିତ 44ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF) 2025ରେ ଓଡ଼ିଶା ପାଭିଲିୟନକୁ ଶ୍ରେଷ୍ଠ ପାଭିଲିୟନ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

  9. ୯. ନିର୍ବାଚନ କମିଶନ କହିଛନ୍ତି ଯେ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ପ୍ରାୟ 14 ଲକ୍ଷ SIR ଗଣନା ଫର୍ମକୁ "ଅସଂଗ୍ରହଣୀୟ" ଭାବରେ ଚିହ୍ନଟ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଫର୍ମଗୁଡ଼ିକ "ଅସଂଗ୍ରହଣୀୟ" କାରଣ ଭୋଟରମାନେ ଅନୁପସ୍ଥିତ, ଡୁପ୍ଲିକେଟ୍, ମୃତ କିମ୍ବା ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିଲେ।

  10. ୧୦. ଏହାକୁ "pathetic",  "ଦୟନୀୟ" ବୋଲି କହି ସୁପ୍ରିମକୋର୍ଟ ବୁଧବାର ଦିନ ହରିୟାଣା ସରକାର ଏବଂ ଏହାର ନଗର ଉନ୍ନୟନ ସଂସ୍ଥାକୁ କରନାଲରେ ନବନିର୍ମିତ ବିଜେପି କାର୍ଯ୍ୟାଳୟକୁ ଏକ ସୁଗମ ରାସ୍ତା ନିର୍ମାଣ ପାଇଁ ୪୦ଟି ପୂର୍ଣ୍ଣ ବର୍ଦ୍ଧିତ ଗଛ ଉପାଡ଼ିବା ପାଇଁ ଭର୍ତ୍ସନା କରିଥିଲେ ଏବଂ ଏକ ପ୍ରତିକାରାତ୍ମକ କାର୍ଯ୍ୟ ଯୋଜନା ଲୋଡିଥିଲେ, ସେମାନଙ୍କୁ "କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି ଚେତାବନୀ ଦେଇଥିଲେ।

  11. ୧୧. ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୪୧ ନକ୍ସଲ, ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୁଣ୍ଡରେ ମିଳିତ ଭାବରେ ୧.୧୯ କୋଟି ଟଙ୍କା ପୁରସ୍କାର ବହନ କରିଥିଲେ, ଆତ୍ମା ସମର୍ପଣ କରିଛନ୍ତି ।

  12. ୧୨. ସରକାର ବୁଧବାର ଦିନ ବିରଳ ମୁର୍ତିକା(rare earth) ସ୍ଥାୟୀ ଚୁମ୍ବକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୭,୨୮୦ କୋଟି ଟଙ୍କାର ଯୋଜନାକୁ ଅନୁମୋଦନ କରିଛନ୍ତି। ବିରଳ ମୁର୍ତିକା  ବୈଦ୍ୟୁତିକ ଯାନ, ନବୀକରଣୀୟ ଶକ୍ତି, ଇଲେକ୍ଟ୍ରୋନିକ୍ସ, ମହାକାଶ ଏବଂ ପ୍ରତିରକ୍ଷା ପ୍ରୟୋଗ ଭଳି ଅନେକ କ୍ଷେତ୍ର ପାଇଁ ବିରଳ ପୃଥିବୀ ଚୁମ୍ବକ ଗୁରୁତ୍ୱପୂର୍ଣ୍ଣ।

  13. ୧୩. ମାଟି ଘୁଞ୍ଚାଇବା ଏବଂ ନିର୍ମାଣ ଉପକରଣ କ୍ଷେତ୍ରରେ ଭାରତର ଅଗ୍ରଣୀ କମ୍ପାନୀ JCB, ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାରେ ଏକ ଉତ୍କର୍ଷ ସ୍ଥାନ ଅଧିକାର କରିଛି । JCB ବିକ୍ରୟରେ ଓଡ଼ିଶା ଶ୍ରେଷ୍ଠ 10 ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି।

  14. ୧୪.ହଂକଂର ତାଇପୋରେ ଅନେକ ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି।

  15. ୧୫ଗୁଜରାଟର ଅହମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଚିବାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି।

64 Y
38 27-11-2025 English
  1. 1.Droupadi Murmu will script history today by becoming the first President to address the Odisha Assembly, of which she was earlier a member.

  2. 2.Chief Justice of India Surya Kant, while considering the possibility of shifting Supreme Court hearings to the virtual-only mode due to the severe air pollution, said he felt unwell when he went for an hour-long walk a day before.

  3. 3.The sacred Gundicha Temple here is set to reopen for devotees December 1 after remaining closed for nearly six years due to repair work, structural concerns, and administrative decisions. each devotee will be required to pay Rs10 for entry .

  4. 4.The Indian city of Ahmedabad was formally awarded hosting rights of the 2030 Commonwealth Games during Commonwealth Sport’s general assembly here Wednesday.

  5. 5.the Assam government has approved the Group of Ministers (GoM) report recommending that the Centre grant Scheduled Tribe (ST) status to six communities of the state.

  6. 6.As India celebrated the adoption day of its Constitution on Wednesday, Prime Minister Narendra Modi prided on the unveiling of Babasaheb Ambedkar's bust at the UNESCO Headquarters in Paris.

  7. 7.The state government aims at doubling milk production within the next five years through Mukhyamantri Kamadhenu Yojana, Fisheries and Animal Resources Development (F&ARD) .

  8.  8.The Capital Region Urban Transport (CRUT) has been renamed as Comprehensive Region Urban Transport (CRUT), reflecting its growing role in providing modern, safe, and reliable urban transport solutions beyond Bhubaneswar to communities across Odisha.

  9. 9.The Odisha Pavilion has been chosen for the Best Pavilion Award at the 44th India International Trade Fair (IITF) 2025, held at the India Pavilion complex in New Delhi.

  10. 10.Nearly 14 lakh SIR enumeration forms have so far been identified as "uncollectable" in West Bengal, the Election Commission said. These forms are "uncollectable" since the voters were either absentee, duplicate, dead or permanently shifted, an official said.

  11. 11.Terming it "pathetic", the Supreme Court pulled up the Haryana government and its urban development body on Wednesday for the uprooting of 40 fully-grown trees to build an accessible road to a newly-constructed BJP office in Karnal, and sought a remedial action plan, warning them of being "taken to task".

  12. 12.Forty one Naxalites, 32 of them collectively carrying a reward of RS 1.19 crore on their heads, surrendered in Chhattisgarh’s Bijapur district Wednesday.

  13. 13.The government Wednesday approved a Rs7,280 crore scheme to promote manufacturing of rare earth permanent magnets, a move which would help reduce India's dependence on China. Rare earth magnets are vital for a number of sectors like electric vehicles, renewable energy, electronics, aerospace, and defence applications.

  14. 14.Israel handed over the bodies of 15 Palestinians Wednesday, a day after Hamas returned the remains of an Israeli hostage. This is the latest exchange as part of a US-brokered ceasefi re reached last month, whose fi rst phase is coming to an end.

  15. 15.JCB, India’s leading company in the earthmoving and construction equipment segment, is witnessing a booming market in mineral-rich Odisha. Odisha among top 10 states in JCB sales.

37 Y
39 26-11-2025 Odia
  1. 1.ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା ।

  2. 2.ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ।

  3. 3.ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ମନା କରିଥିବା ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ବରଖାସ୍ତକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କାଏମ୍ ରଖିଛନ୍ତି। କୋର୍ଟ କହିଛନ୍ତି ଯେ, ସେନା ଏକ ଅନୁଷ୍ଠାନ ଭାବରେ ଧର୍ମନିରପେକ୍ଷ ଏବଂ ଏହାର ଶୃଙ୍ଖଳା ସହିତ ସାଲିସ କରାଯାଇପାରିବ ନାହିଁ। 

  4. 4.ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଚୀନର ଉତ୍ତେଜନାମୂଳକ ବୟାନ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ପ୍ରତିବାଦ କରିଛି। ଚୀନକୁ ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଂଶ। 

  5. 5.ସରକାର ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗ୍ରହଣକୁ ସ୍ମରଣ କରିବା ପାଇଁ ୨୦୧୫ରୁ ସମ୍ବିଧାନ ଦିବସ ପାଳନ କରିଆସୁଛନ୍ତି। 

  6. 6.ମାଲକାନଗିରିଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଲଲିପପ୍‌ ଦେଇ ୩ ଶିଶୁଙ୍କୁ ଘରେ ଦୁଷ୍କର୍ମ ପରେ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ନରେନ ରାୟ (୪୭)କୁ ପୁଲିସ ଅଟକ ରଖିଛି।

  7. 7.ବାରବାଟୀ ଷ୍ଟାଡିୟମ୍‌ରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ବିଶେଷକରି ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ ମ୍ୟାଚ୍‌ ଆସିଲେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। ହେଲେ ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସ୍ଥାୟୀ ପ୍ରମାଣପତ୍ର କିନ୍ତୁ ମିଳିପାରୁନି।

  8. 8.ପାକିସ୍ତାନୀ ଏୟାର୍ ଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନର ନଅ ଜଣ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ତାଲିବାନ ପ୍ରଶାସନ ମଙ୍ଗଳବାର କହିଛି ଯେ, ଏହାର ଜବାବ ଦିଆଯିବ। ରିପୋର୍ଟ ଅନୁସାରେ ପାକିସ୍ତାନ ରାତିସାରା ବୋମାମାଡ଼ କରିବା ଫଳରେ ଶିଶୁ ଓ ମହିଳାଙ୍କ ସମେତ ବହୁଲୋକ ପ୍ରାଣ ହରାଇଛନ୍ତି।

  9. 9.ପୁରୀଜିଲ୍ଲା ନିମାପଡା ସବ୍‌ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତଥା ମୃତକଙ୍କ ପତ୍ନୀଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

  10. 10.ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ "ହତ୍ୟା" ଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର ଦିନ ଏହା କହିଛନ୍ତି ।

  11. 11.ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ପ୍ରତି୧୦ ଗ୍ରାମ ୧,୨୩,୩୦୮ଟଙ୍କାରେ ପହଞ୍ଚିଛି ।

  12. 12.ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଅନୁମୋଦନ କରିଥିବା ଦରଠାରୁ ୟୁନିଟ୍‌ ପିଛା ୩୬ ପଇସା ଅଧିକ ଆଦାୟ କରିଛନ୍ତି ବିତରଣ କମ୍ପାନୀ। ଟାଟାର ୪ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି। ୨୦୨୪-୨୫ରେ ଗ୍ରିଡ୍‌କୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି।

  13. 13.ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ପୁରୀ ଜିଲ୍ଲା ନିମାପଡ଼ା ଅଧିନସ୍ଥ ତହସିଲ କାର୍ଯ୍ୟାଳୟରେ ଉତ୍କର୍ଷ ଇ-ସେବା ଶୁଭାରମ୍ଭ କରାଯାଇଛି।

  14. 14.ଆସନ୍ତା ବର୍ଷ ଫେବ୍ରୁଆରି ୧୫ ତାରିଖରେ ଭାରତ ଓ ପାକିସ୍ତାନ ଦଳ ଟି –ଟ୍ବେଣ୍ଟି ବିଶ୍ଵକପ ଅବସରରେ ପୁଣି ଖେଳ ମୈଦାନରେ ଏକାଠି ହେବେ । କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ଵଦୀ ମୁହାଁମୁହିଁ ହେବେ।

  15. 15.ଆଗାମୀ ସପ୍ତାହେ ଯାଏ ଓଡ଼ିଶାରେ ବର୍ଷା ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରି ଯ‌ାଏ ହ୍ରାସ ପାଇବ। ଫଳରେ ଥଣ୍ଡା ଅନୁଭୂତ ହେବ।

58 Y
40 26-11-2025 English
  1. 1.Rupee pares initial gains and settles 6 paise lower at 89.22 against the US dollar, weighed down by negative cues.

  2. 2.Prime Minister Narendra Modi performs a puja ahead of hoisting a saffron flag atop Ram Temple in Ayodhya, Tuesday as RSS chief Mohan Bhagwat, Uttar Pradesh Governor Anandiben Patel and Chief Minister Yogi Adityanath  present.

  3. 3.The Supreme Court Tuesday said custodial violence and death is a “blot” on the system, and the country will not tolerate this. While hearing a suo motu case concerning lack of functional CCTVs in police stations.

  4. 4.BJD Rajya Sabha MP Debashish Samantaray has refused to accept the post in the rank of vice president of the party’s senior citizen cell.

  5. 5.The Odisha  state government Tuesday approved 20 projects worth Rs4,353 crore. The investment is poised to generate over 7,815 employment opportunities for the youth across 11 districts.

  6. 6.The Khurda Road Railway Division of East Coast Railway achieved a remarkable operational milestone by becoming the fastest division in Indian Railways to handle 200 Million Tonnes (MT) of freight traffic during the current financial year.

  7. 7.A natural compound found in long pepper can be an effective and cost-efficient agent against colon cancer cells, said researchers at the National Institute of Technology (NIT) Rourkela .

  8. 8.Police in Malkangiri district arrested a 46-year-old man accused of raping three children after luring them with chocolates and toys.

  9. 9.Assam Chief Minister Himanta Biswa Sarma said in the Assembly Tuesday that singer Zubeen Garg's death while swimming in the sea in Singapore is a case of “plain and simple murder”.

  10. 10.India and the Russia-led EAEU group will start formal negotiations for a trade agreement from Wednesday, Commerce and Industry Minister Piyush Goyal said Tuesday.

  11. 11.Nearly one in four Indian adults is now obese, a study inaugurated by the Tony Blair Institute for Global Change in Delhi Tuesday claimed.

  12. 12.India Ratings and Research (IndRa) Tuesday raised India's GDP growth projection for the current fiscal to 7 per cent on the back of high growth in the June quarter and less impact of the US tariff hike on global growth and trade.

  13. 13.Gold prices climbed Rs3,500 to Rs1,28,900 per 10 grams in the national capital amid for the wedding festivities, according to the All India Sarafa Association

  14. 14.Vedanta Aluminium, India’s largest aluminium producer, has installed 30 water purification units in government schools across Kodigamali in Koraput district, ensuring access to safe drinking water for more than 3,000 students.

  15. 15.The India Meteorological Department (IMD) Tuesday said Odisha is unlikely to receive rain in the next seven days even though two weather systems are developing over the Bay of Bengal (BoB), one of which may intensify beyond a depression.

40 Y